• +91-9861016349 / +91-9437281655
  • Email: amarisatya@gmail.com

Day Observation's


ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଦୂର କରିବା ପାଇଁ ଆନ୍ତର୍ଜାତୀୟ ଦିବସ

ଜାତିସଂଘ ସାଧାରଣ ସଭା ଦ୍ୱାରା 1993 ରେ ଏହି ଦିନ ପାଳନ କରିବାକୁ ସ୍ଥିର କରାଯାଇଥିଲା। ଏହା ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ଲିଙ୍ଗ ଭିତ୍ତିକ ହିଂସା ଭାବରେ ବ୍ୟାଖ୍ୟା କରିଥାଏ ଯାହା ଦ୍ୱାରା ଶାରୀରିକ, ଯୌନ  କିମ୍ବା ମାନସିକ ସ୍ତରରେ ଅନିଷ୍ଟ ଘଟାଇଥାଏ କିମ୍ବା ମହିଳାଙ୍କ ପ୍ରତି ବିପଦ ରହିଥାଏ। ବର୍ତମାନ ବିଶ୍ୱରେ ନାରୀ ମାନଙ୍କ  ପ୍ରତି ହିଂସାର ବିପଦ କମିନି. ଏଥିପାଇଁ ଆମକୁ ସଚେତନ ହେବାକୁ ପଡିବ


© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.