• +91-9861016349 / +91-9437281655
  • Email: amarisatya@gmail.com

History Of Day

 

ଐତିହାସିକ ଘଟଣା - ନଭେମ୍ବର 4

1918: ପ୍ରଥମ ବିଶ୍ୱଯୁଦ୍ଧରେ ଅଷ୍ଟ୍ରିଆ ଏବଂ ହଙ୍ଗେରୀ ଇଟାଲୀ ନିକଟରେ  ରେ ଆତ୍ମସମର୍ପଣ କଲେ

1921 : ଟୋକିଓରେ ଜାପାନ ପ୍ରଧାନମନ୍ତ୍ରୀ ହାରା ଟାକାସିଙ୍କ ହତ୍ୟା

1922 : ରାଜା ତୁଟାନକାମେନ୍ର ପ୍ରସିଦ୍ଧ ପିରାମିଡ୍ ର  ମୁଖ୍ୟ ପ୍ରବେଶ ଦ୍ୱାରର ଆବିଷ୍କାର

1948 : ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ଗଠିତ   ହୋଇଥିବା   କମିଟି ସମ୍ବିଧାନର ଡ୍ରାଫ୍ଟ ଉପସ୍ଥାପନ କରିଥିଲା

2001: ହ୍ୟାରି ପୋଟର୍ ଏବଂ "philoshopher's stone' ଲଣ୍ଡନରେ ପ୍ରିମିୟର୍ ହୋଇଥିଲା

2008: ବାରାକ ଓବାମା ଆମେରିକାର ପ୍ରଥମ କଳା ରାଷ୍ଟ୍ରପତି ହୋଇଥିଲେ

 

ପ୍ରସିଦ୍ଧ ଜନ୍ମଦିନ - ନଭେମ୍ବର 4

1845: ବାସୁଦେବ ବଲୱନ୍ତ ଫାଡକେ, ଭାରତୀୟ ବିପ୍ଳବୀ

1871: ଶରଦ ଚନ୍ଦ୍ର ରୟ, ଭାରତୀୟ ନୃତ୍ୟବିଜ୍ଞାନୀ ନୃତତ୍ତ୍ୱ ବିତ 

1884:  ଜମନଲାଲ  ବଜାଜ, ଜଣେ ପ୍ରସିଦ୍ଧ ଗାନ୍ଧୀ କାର୍ଯ୍ୟକର୍ତ୍ତା, ସ୍ୱାଧୀନତା ସଂଗ୍ରାମୀ ତଥା ବଜାଜ ଇଣ୍ଡଷ୍ଟ୍ରିଜ୍ର ପ୍ରତିଷ୍ଠାତା

1884: ହ୍ୟାରି ଫର୍ଗୁସନ୍, ଇଂରେଜ ଜନ୍ମିତ ବ୍ରିଟିଶ ମେକାନିକ୍, ଟ୍ରାକ୍ଟରର ଉଦ୍ଭାବକ

1897: ଜାନକୀ ଆମ୍ମାଲ, ଭାରତୀୟ ଉଦ୍ଭିଦ ବିଜ୍ଞାନୀ

1916: ରୁବି ହ୍ୟାଣ୍ଡଲର୍, ବାର୍ବି ଡଲ୍ ନିର୍ମାତା

1929: ଭାରତୀୟ ସଂଗୀତ ରଚୟିତା  ଜୟକିଶନ୍ ଦେହିଭାଇ ପଞ୍ଚଲ୍

1929: ଶକୁନ୍ତଲା ଦେବୀ, ଜଣେ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଜ୍ଞାନୀ ଏବଂ ଜଣେ ଦ୍ରୁତ ଗଣିତସମାଧାନ  କରିବାରେ  ପ୍ରଥମ  ଭାରତୀୟ ମହିଳା

1930: ରଣଜିତ୍ ରୟ ଚୌଧୁରୀ , ଭାରତୀୟ ଫାର୍ମାକୋଲୋଜିଷ୍ଟ ତଥା ଏକାଡେମିକ୍

1950: ଭର୍ଜିନ ଗ୍ରୁପ୍ ର ସହ-ପ୍ରତିଷ୍ଠାତା ନିଗ୍ ପାୱେଲ୍

1955: ଅଲହାଜ ମୌଲାନା  ଘୋଷୀ ଶାହା, ଭାରତୀୟ ଲେଖକ, କବି ଏବଂ ପଣ୍ଡିତ

1971: ତବୁ, ଭାରତୀୟ ଅଭିନେତ୍ରୀ

1986 : ସୁହସ୍ ଗୋପୀନାଥ, ଜଣେ ଭାରତୀୟ ଉଦ୍ୟୋଗୀ

 

ମୃତ୍ୟୁ ବାର୍ଷିକୀ - ନଭେମ୍ବର 4

1918: ୱିଲଫ୍ରେଡ୍ ଓଏନ୍, ଜଣେ ଇଂରାଜୀ କବି ଏବଂ ସୈନିକ 

1970: ପଣ୍ଡିତ  ପରିବାରର ଭାରତୀୟ-କଥକ ନୃତ୍ୟଶିଳ୍ପୀ ଶମ୍ଭୁ ମହାରାଜ

1992: ଜର୍ଜ କ୍ଲିନ୍, ଏକ ମୋଟର-ହ୍ୱିଲ୍ ଚେୟାର ନିର୍ମାତା

1995: ଇସ୍ରାଏଲର ପଞ୍ଚମ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ନୋବେଲ ବିଜେତା ୟିତଜକ୍ ରବିନ

1998: ନାଗାର୍ଜୁନ, ଭାରତୀୟ-ହିନ୍ଦୀ କବି

1999: ମଲକମ୍ ଡେନଜିଲ୍ ମାର୍ଶଲ୍, ୱେଷ୍ଟଇଣ୍ଡିଜ୍ କ୍ରିକେଟର

2008: ଜନ୍ ମାଇକେଲ୍ କ୍ରିକଟନ୍, ଜଣେ ଆମେରିକୀୟ ଲେଖକ ଏବଂ ଚଳଚ୍ଚିତ୍ର ନିର୍ମାତା

2011: ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ ନରମାନ୍ ଫୋଷ୍ଟର ରାମସି ଜୁନିଅର

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.