Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
2941 05-07-2021 Odia
  1. ଗତ ୨୪ ଘଣ୍ଟା ମଧ୍ୟରେ ୨୮୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୪୬୯୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୯୭ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୨୦୬ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।
  2. ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣର ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। 
  3. କୋଭିଡ ଟିକା ପରୀକ୍ଷଣ ନିମନ୍ତେ ପୁଣେ ଓ ହାଇଦ୍ରାବାଦ ଠାରେ ଆହୁରି ଦୁଇଟି କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ପ୍ରସ୍ତୁତ କଲେ ସରକାର
  4. ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି,ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି . ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ପୁଷ୍କର ସିଂହ ଧାମିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ଧାମି ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
  5. ପୁରୀକୁ ଉଡିବ ବିମାନ, ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁକିଛି ଠିକଠାକ ରହିଲେ ୨୦୨୨-୨୩ରୁ ପୁରୀରୁ ବିମାନ ଉଡିବାର ସମ୍ଭାବନା ଅଧିକ-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା
  6. ମାଓ ସଂଗଠନ ପକ୍ଷରୁ ମାଓ ମୃତ୍ୟୁ ନେଇ ତଥ୍ୟ। ବର୍ଷକ ଭିତରେ ୧୬୦ ମାଓବାଦୀଙ୍କ ମୃତ୍ୟୁ। ମାଓ କେନ୍ଦ୍ରୀୟ କମିଟି, ଦଣ୍ଡକାରଣ୍ୟ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀ ମୃତ, ବର୍ଷକ ଭିତରେ କେବଳ ୩୦ ମହିଳା ମାଓବାଦୀଙ୍କ ମୃତ୍ୟୁ ସୂଚନା।
  7. ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଡାକ୍ତରଖାନାରେ ଭର୍ତ୍ତି, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଯୋଗୀ ଆଦିତ୍ୟନାଥ। ଶରୀର ଅଚାନକ ଭାବେ ଫୁଲିବାରୁ ତାଙ୍କୁ ଶନିବାର ରାତିରେ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
  8. ଜୁଲାଇ ୨୦ ସୁଦ୍ଧା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବା ସମ୍ଭାବନା, ପରୀକ୍ଷାଫଳ ଅପେକ୍ଷାରେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ
  9. ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ସେଠୀଙ୍କୁ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି
  10. ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍। ସେ ଆମାଜନର ମୁଖ୍ୟ ଜେଫ୍‌ ବେଜାସ୍‌ଙ୍କ ମହାକାଶ ଅଭିଯାନରେ ତାଙ୍କର ସାଥୀ ହେବେ ବୋଲି ଜଣାପଡ଼ିଛି
  11. ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ସେଠୀଙ୍କୁ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।
  12. ଜୁଲାଇ ୨୦ ସୁଦ୍ଧା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ, ଅପେକ୍ଷାରେ ଛାତ୍ରଛାତ୍ରୀ ।
  13. ଆଜି ଅପରାହ୍ନ ୩ଟା ରେ କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।
  14. ୨.୨୫ସେକେଣ୍ଡ୍‌ରେ କହିଲେ ୧୯୫ଦେଶର ନାଁ, ଇଣ୍ଟରନେସନାଲ ବୁକ୍‌ ଅଫ୍‌ ରେକର୍ଡରେ  ସାମିଲ ଜେଲେ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଆଠବର୍ଷ ବୟସ୍କା ସ୍ନେହାଲ ।
  15. ଖ୍ୟାତନାମା କୋରିଓଗ୍ରାଫର ସରୋଜ୍ ଖାନଙ୍କ ଜୀବନିକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ।
  16. ଜମ୍ମୁ ଏୟାର ବେସରେ ଆକ୍ରମଣ ପରେ ଶ୍ରୀନଗର ସହରରେ ଡ୍ରୋନ୍ ବ୍ୟବହାର ଉପରେ ଲାଗିଲା ରୋକ । ରଖି ପାରିବେନି-କିଣି ପାରିବେନି-ବିକି ପାରିବେନି।
  17. ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍। ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜାସ୍‌ଙ୍କ ସାଥିରେ ଯିବେ ବୋଲି ଜଣାପଡ଼ିଛି ।
  18. ମିଥାଲି ରାଜଙ୍କ ବିଶ୍ୱ ରେକର୍ଡ, ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ମିଥାଲି ୩ଟି ଯାକ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳିର ମାନ୍ୟତା ପାଇଲେ ।
  19. ଓ୍ବିମ୍ବଲଡନ୍‌ ୨୦୨୧: ରୋଜର ଫେଡରରଙ୍କ ୧୨୫୦ ତମ ବିଜୟ, ୧୮ ଥର ଚତୁର୍ଥ ରାଉଣ୍ଡରେ କଲେ ପ୍ରବେଶ ।
  20. ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-୨୦ ମ୍ୟାଚରେ ୨୫ ରନ ର ବ୍ୟବଧାନରେ ବିଜୟୀ ହୋଇ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା କୁ ୩-୦୨ ବ୍ୟବଧାନରେ ପରାସ୍ତ କରିଲା ।
587 Y
2942 05-07-2021 English
  1. India reported 43,071 new coronavirus cases on Sunday, slightly lower than Saturday, and added 955 deaths. This increased the country's cumulative tally to 3,05,45,433 and 4,02,005 fatalities.
  2. The petrol and diesel price has continued to increased in the capital city of Odisha, Bhubaneswar on Monday. The continuous rise in fuel prices have taken a toll on the common man’s monthly finances. 
  3. Prime Minister Narendra Modi will address the CoWIN Global Conclave on Monday, it was announced on Sunday. "Shri @narendramodi will address the #CoWINGlobalConclave tomorrow, 5th July at 3 PM," the PMO said in a tweet.
  4. Pushkar Singh Dhami took oath as the Chief Minister of Uttarakhand at a programme held in Raj Bhawan, Dehradun on Sunday.
  5. In a remarkable feat, six female players from Gujarat have qualified for the upcoming Tokyo Olympics and Paralympics.Ahmedabad’s Maana Patel has qualified for the Olympics where she will be representing India in the 100 meters backstroke event. Maana is the first female and the third to qualify for the Olympics.The Tokyo Olympics commences from July 23.Maana, 21, has had over 180 medals in her kitty, including 25 international, 72 national and 82 state level achievements.
  6. As many as 2803 more persons tested positive for COVID-19 in Odisha during the last 24 hours while a total of 74740 samples were tested in the state, yesterday. The Test Positivity Rate (TPR) for the day stood at 3.75%. Khurda district reported highest 475 fresh infections, followed by Cuttack (441) and Mayurbhanj (193).
  7. Odisha’s Health Minister Naba Kishore Das today said the State government has made necessary preparations to tackle the possible third wave of Covid-19. "My department has prepared an SOP on June 17, 2021
  8. Odisha capital is all set to become the first city in the country to achieve 100% COVID-19 vaccination as the Bhubaneswar Municipal Corporation (BMC) has planned to administer second dose of the vaccine to all its citizens
  9. Government has set up two laboratories to facilitate expedited testing/pre-release certification of the vaccines, informed the Union Ministry of Science and Technology on Sunday.
  10. The Directorate General of Information and Public Relations has informed RTI activist Anil Galgali that Maha Vikas Aghadi Government has spent ₹ 155 crore on publicity campaigns in the last 16 months.
  11. ‘The possible third wave of coronavirus can reach its peak between October and November if Covid-appropriate behaviour is not followed’, Manindra Agarwal, a scientist of a government panel tasked with modelling COVID-19 cases stated.
  12. Judoka Shushila Devi, who will represent India in the 48kg category at the Olympics, will fine-tune her preparation in a final training camp in New Delhi from July 9. The Sports Authority of India (SAI) has arranged for the camp at the Jawaharlal Nehru Stadium.
  13. On Saturday, Prime Minister Narendra Modi reviewed detailed plan for the development of Ayodhya and to promote Ayodhya as world tourism hub presented by Uttar Pradesh chief minister Yogi Adityanath.
  14. The Telangana government will provide old-age pensions to people aged above 57 years from August, Chief Minister K. Chandrasekhar Rao announced on Sunday. In remarks after inaugurating various development works in Rajanna Sircilla district, he said the decision to reduce the eligibility age limit for old-age pensions from 65 years to 57
  15. Hotels and lodges have been directed not to take bookings from two days prior to Ratha Jatra, he said. All roads leading to Puri will be sealed before the festival and people from across the state and the country are requested not to visit the holy town, the police officer said.
596 Y
2943 04-07-2021 English
  1. India reported 44,111 new coronavirus cases on Saturday, slightly lower than Friday, and added 738 deaths.
  2. The Uttarakhand BJP legislature party that met at 3 pm elected to elected Pushkar Singh Dhami as the party’s legislature party leader. He will be the next Chief Minister of Uttarakhand.
  3. Double dose of the Covid vaccine is mandatory for the Odisha legislators, said Speaker of Odisha Legislative Assembly, Surya Narayan Patro on Saturday.
  4. Electronics and Information Technology Minister Ravi Shankar Prasad  appreciated platforms like Google, Facebook and Instagram following the new IT Rules.
  5. Pushkar Singh Dhami to take oath as new CM of Uttarakhand. Born on 16 September 1975 in Pithoragarh District, Mr. Dhami is a two-time BJP MLA who represents the Khatima Constituency in the hill state's Kumaon region.
  6. Jharkhand Chief Minister Hemant Soren announces to give cash reward to medal winners from state in Olympic Games. announced to give cash reward of two crore, one crore and 75 lakh rupees to Gold, Silver and Bronze medal winners from the state in the Olympic Games.
  7. Bengaluru's Kempegowda International Airport has been inducted into the prestigious Airports Council International (ACI) Director General’s Roll of Excellence for the year 2020.
  8. Bollywood actor Aamir Khan and director-producer Kiran Rao have announced their divorce after 15 years of marriage. In a joint statement, the couple said, “We would like to begin a new chapter in our lives-no longer as husband and wife.
  9. United Nations Secretary General Antonio Guterres has urged the Myanmar military to release the ousted State Counsellor Aung San Suu Kyi & President Win Myint immediately.
  10. The Calcutta High Court will hear on Monday the pleas of two Bharatiya Janata Party leaders seeking a review of the results of the recently-held Assembly elections in West Bengal in their respective constituencies.
  11. AAP leader and Rajya Sabha MP Sanjay Singh on Saturday met Samajwadi Party chief Akhilesh Yadav here, triggering speculation about a tie up between both parties ahead of the Uttar Pradesh elections next year.
  12. Double dose of the Covid vaccine is mandatory for the Odisha legislators, said Speaker of Odisha Legislative Assembly, Surya Narayan Patro on Saturday.
  13.  Fishermen caught 34 rare variety of vekti fish from Digha in Odisha- Bengal border area and sold them at Rs 12,000 to a marine company today.
  14. TVS Motor Company registered a growth of 27% in June 2021 with sales of 251,886 units as against sales of 198,387 units in the month of June 2020.
  15. According to the audited financial results, taken on record in the Board of Directors meeting held on June 28th, 2021, NALCO’s Net Turnover has improved to Rs 8,869.29 crore in FY21 against Rs 8,425.75 crore in previous year, while the Net Profit for FY21 has jumped by 840% to Rs 1,299.53 crore compared to Rs 138 crore in FY20. 
590 Y
2944 04-07-2021 Odia
  1. ଦେଶରେ ନୂଆ ଆଇଟି ଆଇନ କାର୍ଯ୍ୟକାରୀ ହେବା ପରେ ସୋସିଆଲ ମିଡିଆ କମ୍ପାନି ଗୁଡ଼ିକ ସେମାନଙ୍କ ପ୍ଲାଟଫର୍ମରୁ ବିବାଦୀୟ ପୋଷ୍ଟିଂ ହଟାଇବା ସଂପର୍କିତ ପ୍ରଥମ ରିପୋର୍ଟ ଜାରି କରିଛନ୍ତି। ମେ ୧୫ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ମାସକର ରିପୋର୍ଟ ଏଥିରେ ପ୍ରକାଶ କରାଯାଇଛି.
  2. ଭାରତରେ ଶୀଘ୍ର ଅନ୍ତରୀଣ ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ ହେବେ। ଟ୍ବିଟର ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଆଜି ଏହି ସୂଚନା ଦିଆଯାଇଛି। 
  3. ନକଲି କଲ୍‌ ସେଣ୍ଟର ଖୋଲି ବିଦେଶୀ ନାଗରିକଙ୍କୁ ଠକୁଥିବା ୧୯ ଜଣଙ୍କୁ ପୁଲିସ ଗିରଫ କରିଛି।
  4. କେନ୍ଦ୍ରୀୟ ପରୋକ୍ଷ ‌କର ବୋର୍ଡ (ସିବିଆଇସି)ରେ ନିଯୁକ୍ତ ବରିଷ୍ଠ ଅଧିକାରୀମାନଙ୍କ କାର୍ଯ୍ୟକାଳ ଅବସର ପରେ ବୃଦ୍ଧି କରାଯାଉଥିବାରୁ ଏଥିରେ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଫିସର ସଂଘ ଉତ୍‌କ୍ଷିପ୍ତ ହୋଇଛି।
  5. ଡେଲ୍‌ଟା ପ୍ରଜାତି ଏବେ ସାରା ବିଶ୍ବର ଭୟ ବଢ଼ାଇଛି। ପ୍ରାୟ ୧୦୦ ରାଷ୍ଟ୍ରରେ ଏହି ସଂକ୍ରାମକ ପ୍ରଜାତି ଚିହ୍ନଟ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ୍‌ ଏହା ମହାମାରୀର ଅତି ଖରାପ ସମୟ ବୋଲି କହିଛନ୍ତି।
  6. ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି | ବିଜେପି ବିଧାୟକ ପୁଷ୍କର ସିଂହ ଧାମୀ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି |
  7.  ରଥଯାତ୍ରା ପୂର୍ବରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ।  ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ହେବ।
  8. ଗତବର୍ଷ ଭଳି ଏଥର ମଧ୍ୟ କେବଳ ସେବାୟତମାନେ ହିଁ ଟାଣିବେ ରଥ। ସେବାୟତଙ୍କୁ ବୋବାଇଲ ଓ କ୍ୟାମେରା ମନା । ସେପଟେ ବଡ଼ଦାଣ୍ଡର ଉଭୟ ପାଖ ଛାତ ଉପରୁ ରଥଯାତ୍ରା ଦେଖିବା ହେଲା ମନା, ଘର ଭିତରେ ରହିବେ ଶ୍ରଦ୍ଧାଳୁ । ଲାଗୁ ହେବ ୧୧୪ ଧାରା ।।
  9. ଜୁଲାଇ ୧୯ରୁ ବସିବ ସଂସଦର ମୌସୁମୀ ଅଧିବେଶନ, ଡବଲ ଡୋଜ୍ ଟିକା ବାଧ୍ୟତାମୂଳକ ।
  10. ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ଠାରୁ ଅଲଗା ହେଲେ ଅଭିନେତା ଆମିର ଖାନ । ଦୀର୍ଘ ୧୫ ବର୍ଷର ସମ୍ପର୍କକୁ ଆପୋଷ ବୁଝାମଣାରେ କଲେ ଶେଷ ।
  11. ଭୂମଧ୍ୟସାଗର ଅତିକ୍ରମ କରି ଲିବ୍ୟାରୁ ଇଟାଲୀ ଯାଉଥିବା ବେଳେ ଟ୍ୟୁନିସିଆ ନିକଟରେ ବୋଟ୍ ବୁଡି ଯିବାରୁ ଅତି କମରେ ୪୩ ଜଣ ବୁଡି ଯାଇଛନ୍ତି। ଏହି ଘଟଣାରେ ୮୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଟ୍ୟୁନିସିଆ ରେଡ୍ କ୍ରିସେଣ୍ଟ ଶନିବାର ରିଅଟର୍ସକୁ ଏହାର ସୂଚନା ଦେଇଛନ୍ତି।
  12. ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟ ତଥା ଦେଶର ତାରକା ତୀରନ୍ଦାଜ ଖେଳାଳି ଦୀପିକା କୁମାରୀଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ଦୀପିକା ଗତ ମାସରେ ପ୍ୟାରିସରେ ଆୟୋଜିତ ବିଶ୍ଵ କପ୍‌ର ତୃତୀୟ ପର୍ଯ୍ୟାୟରେ ତିନୋଟି ସ୍ଵର୍ଣ୍ଣ ଜିତିଥିଲେ।
  13. ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।
  14. ଚଳିତ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଗତଥରର ଚମ୍ପିଆନ ତଥା ଆୟୋଜକ ବ୍ରାଜିଲ ଓ ପେରୁ ମଧ୍ୟରେ ମୁକାବିଲା ହେବ।
  15. ଟୋକିଓ ଅଲିମ୍ପିକ୍‌ସ ଚଳିତ ଜୁଲାଇ ୨୪ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତରୁ ୧୮ଟି ଇଭେଣ୍ଟରେ ୧୧୫ ଜଣ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ। ଜୁଲାଇ ୧୪ରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଥମ ଦଳ ଟୋକିଓ ଗସ୍ତକରିବ ବୋଲି ଭାରତୀୟ ଅଲିମ୍ପିକ୍‌ସ ମହାସଂଘ ସମ୍ପାଦକ ରାଜୀବ ମେହେଟ୍ଟା କହିଛନ୍ତି ।
566 Y
2945 03-07-2021 Odia
  1. ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂ ରାଓ୍ୱତ।  ମୁଖ୍ୟମନ୍ତ୍ରୀ ହେବା ପରେ ୬ ମାସ ମଧ୍ୟରେ ବିଧାୟକ ହେବାର ନିୟମ ରହିଛି। ତେବେ ଧାରା ୧୫୧ ଅନୁସାରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ଥାଏ ସେହି ରାଜ୍ୟରେ ଆଉ ଉପନିର୍ବାଚନ ହୋଇପାରିବ ନାହିଁ।
  2. ସିଡିଏସ ଜେନରାଲ ବିପିନ ରାଓ୍ୱତଙ୍କ ମନ୍ତବ୍ୟରେ ନାରାଜ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର.କେ. ଏସ. ଭଦୌରିଆ। ବାୟୁସେନା ଏକ ସହାୟକ ବାହିନୀ ବା ସପୋର୍ଟ ଆର୍ମ ବୋଲି ଜେନେରାଲ ରାଓ୍ୱତ କହିବା ପରେ ଏହାକୁ ଗ୍ରହଣ କରିବାକୁ ନାରାଜ ଭଦୌରିଆ। 
  3. ଆସନ୍ତା ୧୯ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ରହିପାରେ ୨୦ଟି ସିଟିଂ। କୋଭିଡ ଗାଇଡଲାଇନ ଅନୁସାରେ ଏଥର ବି ଚାଲିବ ଅଧିବେଶନ। ସଂସଦର ଅଧିବେଶନରେ ୪୦୦ରୁ ଅଧିକ ସାଂସଦ ଯୋଗଦେବାର ସମ୍ଭାବନା ରହିଛି।
  4. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୯୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୪୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୫୪୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
  5. ଘରୋଇ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସାର୍ଟିଫିକେଟ୍‌ ଅଫ୍‌ ରେକୋଗ୍‌ନେସନ (ସିଓଆର) ପ୍ରଦାନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୦୨୧-୨୨ରୁ ୨୦୨୫-୨୬ ଶିକ୍ଷାବର୍ଷ ଅର୍ଥାତ୍‌ ଆସନ୍ତା ୫ବର୍ଷ ପାଇଁ ସିଓଆର ପ୍ରଦାନ କରାଯିବ।
  6. ଦେଶରେ କରୋନା ମୃତ୍ୟୁ ୪ ଲକ୍ଷ ଟପିଛି। ଆମେରିକା ଏବଂ ବ୍ରାଜିଲ୍‌ ପରେ ତୃତୀୟ ରାଷ୍ଟ୍ର ଭାବେ ଭାରତରେ କରୋନା ମୃତ୍ୟୁ ୪ ଲକ୍ଷ ଟପିଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୮୫୨ ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୦୦,୩୧୨ ପହଞ୍ଚିଛି
  7.  କୋଲକାତାରେ ଥିବା ସେଲ୍‌ କଞ୍ଚାମାଲ୍‌ ଡିଭିଜନ(ଆର୍‌ଏମ୍‌ଡି) ବିଭାଜନ ଓ ସେଥିରୁ ଗୋଟିଏ ରାଉରକେଲାକୁ ସ୍ଥାନାନ୍ତରଣ ହେବାର ନିଷ୍ପତ୍ତି ପରେ ସହରରେ ବର୍ତ୍ତମାନ ଖୁସିର ଲହରି।
  8. ଭୁବନେଶ୍ବରସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ ଆଣ୍ଡ୍‌ ରିସର୍ଚ୍ଚ (ନାଇଜର)ରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି ପାଠ୍ୟକ୍ରମରେ ନାମଲେଖା ଲାଗି ଅଗଷ୍ଟ ୧୪ରେ ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ(ନେଷ୍ଟ) ଅନୁଷ୍ଠିତ ହେବ।
  9. ପୁଲୱାମାରେ ସେନାର ବଡ ଅପରେସନ୍ । ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର ୫ ଆତଙ୍କୀ ନିପାତ, ଜଣେ ଯବାନ ସହିଦ । 
  10. ଭିକାରୀମୁକ୍ତ ହେବ ଭୁବନେଶ୍ୱର। ଏଥିପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ।  ବିଏମ୍‌ସି, କମିଶନରେଟ ପୁଲିସ୍‌ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ ହୋଇଛି .
  11. UKରେ ପ୍ରସରିଲା କରୋନାର ଡେଲ୍ଟା ଭାରିଏଣ୍ଟ, ସପ୍ତାହକରେ ୫୦ ହଜାର ୮୨୪ ଜଣ ହେଲେଣି ସଂକ୍ରମିତ ।
  12. ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
  13. ଓଡ଼ିଶାର ୪ଟି ଜିଲା ସମେତ ଦେଶର ମୋଟ ୭୧ ଜିଲାରେ ଏବେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ
  14. ପ୍ରଧାନମନ୍ତ୍ରୀଙ୍କୁ TMC ସାଂସଦଙ୍କ ପତ୍ର, ତୁରନ୍ତ ପଦରୁ ହଟନ୍ତୁ ସୋଲିସିଟର ଜେନେରାଲ, ସେପଟେ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିନି କହିଲେ ତୁଷାର ।
  15. ୧ବ୍ଲୁ ଫ୍ଲାଗ୍’ ସ୍ତରୀୟ ଆଉ ୫ ବେଳାଭୂମି; ପୁରୀରେ ୩, ଗଞ୍ଜାମରେ ୨
  16. ଭାରତ ବାୟୋଟେକ ସହ ୩୨୪ ନିୟୁତ ଡଲାରର ବୁଝାମଣା ବାତିଲ କଲା ବ୍ରାଜିଲ ।
  17. ବିଜୁଳି ସ୍ଥିତି ନେଇ ଚିନ୍ତିତ ସିଦ୍ଧୁ, ସେପଟେ ନିଜ ଉପରେ ବକେୟା ଅଛି ୮.୬୭ ଲକ୍ଷ ବିଲ୍, ଅମରିନ୍ଦର ସିଂହ ସରକାରଙ୍କୁ ଦେଉଛନ୍ତି ଉପଦେଶ .
  18. ଭାରତ, ବାଂଲାଦେଶ ଓ ପାକିସ୍ତାନ ସମେତ ୧୪ ଦେଶର ଯାତ୍ରା ଉପରେ କଟକଣା ଲଗାଇଲା ୟୁଏଇ,।
  19. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟଙ୍କ ଝଟକା । ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସା ବିରୋଧରେ ଏଫଆଇଆର ରୁଜୁ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ।
  20. ଟୋକିଓ ଅଲମ୍ପିକ୍ସ ଟିକେଟ୍‌ ପାଇଲେ ପ୍ରଥମ ଭାରତୀୟ ମହିଳା ସନ୍ତରଣକାରୀ, ଆହତ ସତ୍ତ୍ବେ ହାର ମାନିନଥିଲେ ମାନା ପଟେଲ ।
565 Y
2946 03-07-2021 English
  1. Odisha reported 2,917 fresh infections in the last 24 hours, of which 1677 were from quarantine centres and 1,240 were local contacts, the State Information & Public Relation Department stated.
  2. The special offline Matric Examination for the year 2021 will be conducted on 70 percent of the syllabus, informed State School & Mass Education Minister Samir Ranjan Dash
  3. Uttarakhand Chief Minister Tirath Singh Rawat handed in his resignation to the Governor on Friday, barely four months after he took charge and just ahead of polls next year in the state. "Given the constitutional crisis, I felt it was right for me to resign. Bypolls could not be held because of COVID-19," he said in a brief statement in Hindi.
  4. Chhattisgarh Chief Minister Bhupesh Baghel has directed the officials to take prompt action to get back the deposits of investors from chit fund companies.
  5. Hours after sending his resignation to Bharatiya Janata Party (BJP) president, Uttarakhand Chief Minister Tirath Singh Rawat on Friday held a press conference as he believes he is unable to get himself elected to the state Assembly within the stipulated six month period. 
  6. India joins OECD, G20 Inclusive Framework tax deal of global corporate tax
  7. Govt decides to bring retail, wholesale trade under ambit of MSME
  8. FM Sithraman says, Govt is playing proactive role in addressing prices rise of essential commodities in country
  9. National COVID-19 Recovery Rate improves further to 97 per cent
  10. J&K: 5 terrorists associated with LeT terror outfit gunned down by security forces
  11. Pregnant women can now take the Covid vaccine: Health Ministry
  12. India's COVID Vaccination Coverage crosses 34 crore mark
  13. Covid-19 2nd wave is not over; People should not lower their guard against this disease: Dr. V.K. Paul
  14. Indian Railways maintained high momentum in freight loading, earnings in June this year
  15. India registers strong protest with Pakistan over security breach of Indian High Commission complex in Islamabad
  16. UN chief urges Myanmar military to release Aung San Suu Kyi
  17. Afghan National Security & Defense Forces killed over 6,000 Taliban terrorists in June
  18. Wimbledon: Sania Mirza, Rohan Bopanna progress to mixed doubles 2nd round
  19. Olympic Series: Amit Panghal with his fierce punching is strong contender for medal at Tokyo Olympics
  20. West Bengal Assembly witnessed noisy scenes on 1st day of budget session
590 Y
2947 02-07-2021 English
  1. India's total tally of COVID-19 cases surged to 3,04,11,634 with 48,786 new infections being reported in a day, while the recoveries have crossed 2.94 crores, according to the Union Health Ministry data updated on Thursday.
  2. The Odisha Transport Department on Thursday increased the bus fare in the State owing to a continuous rise in the price of Diesel. The fare has been hiked for all five categories of bus services.
  3. The Odisha State has received its first ECMO (Extracorporeal Membrane Oxygenation) machine and it is expected to be functional by mid-July.
  4. Odisha witnessed an unprecedented surge in cyber crime activities in the past one month with unsuspecting citizens losing over Rs 1.53 crore  to cyber frauds. From the State Capital city of Bhubaneswar alone, the fraudsters managed to swindle more than Rs 83 lakh in June.
  5. As per the UDISE+ report, during the five-year period of 2015-20, a massive 5,490 schools in the government sector have virtually stopped functioning in Odisha.
  6. Jharkhand Chief Minister Hemant Soren on Thursday ordered a probe by Anti-Corruption Bureau (ACB) into the alleged financial irregularities in the construction of the new state assembly and the high court.
  7. International Monetary Fund Chief Economist Gita Gopinath and NASA Scientist Kamlesh Lulla are among the 34 immigrants honoured by a prestigious American foundation ahead of the US Independence Day "who have enriched and strengthened" the US society
  8. The Gujarat government on Thursday said it has decided to withdraw more than 500 police cases that were filed against migrant labourers last year for defying the lockdown-related rules
  9. Bihar social welfare minister Madan Sahani on Thursday threatened to resign in protest against high-handedness of bureaucrats in his department.
  10. Colonel Ajay Kothiyal (retd), who recently joined the Aam Aadmi Party (AAP), will contest the Gangotri bypolls against Chief Minister Tirath Singh Rawat.
  11. Supreme Court agreed to hear a plea seeking direction to the Centre to impose President's Rule in Bengal in view of deteriorating law and order situation due to the post-poll violence which started on May 2, the day of assembly election result.
  12. The inoculation exercise was temporarily stopped during the day in Angul, Bolangir, Balasore, Bargarh, Bhadrak, Deogarh, Dhenkanal, Ganjam, Jajpur and Jharsuguda, he said.
  13. The Supreme court was hearing a plea filed by West Bengal Pradesh Congress Committee member Ranajit Mukherjee who has sought directions to the Centre for framing of guidelines for Speakers for timely disposal of disqualification petitions.
  14. A majority were from Bihar and Delhi, as per the IMA, which has maintained a state-wise registry of doctors who died of Covid-19.
  15. The BSE board stated the Class 10 students who have been dissatisfied with the marks following the alternate assessment method can appear for the offline exam staring from July 30. The offline exam will continue till August 5.
  16. Dr Aiswarya Biswal’s maiden collection of English poetry titled – ‘Fall Of Love’ was launched by Dharmendra Pradhan, Union Minister of Petroleum and Natural Gas and Steel in Delhi today. The book contains fifty poems. The poems, as the title of the book signifies, depict diverse facets of love and affection and a host of other emotions related to the central emotion of love.
  17. Amid Covid-19 vaccine shortage which leads to zero vaccination session at several districts in Odisha in past few days, a total of one lakh Covishield vaccine consignment were received by the State government July 01.
  18. Former Vice-Chancellor of North Odisha University Prof Sanghamitra Mohanty succumbed to COVID-19 while undergoing treatment at a private hospital here on July 01.  She was 68. 
  19. State Bank of India, the country’s largest lender on the occasion of its 66th Bank Day, has launched a dedicated counter across its 360 select branches nationally catering to Current Account customers.
  20. Delhi Government on Thursday issued an order to private schools to charge fees on monthly basis, under approved heads only but with a 15% deduction in the fees for academic year 2020-21.
644 Y
2948 02-07-2021 Odia
  1. ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୩୮ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୧୩୮୪ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କଟକ ଜିଲ୍ଲାରୁ ସର୍ବାଧିକ ୯୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨ ଜଣଙ୍କ ନମୁନା ପଜିଟିଭ୍ ଆସିଛି
  2. ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଲା ୟୁଏଇ ଗୋଲ୍ଡେନ ଭିସା ।
  3. ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବର ଏମ୍‌ସରେ କାର୍ଯ୍ୟକ୍ଷମ ହେବ ଏକମୋ ମେସିନ, ଖୁବ ଶୀଘ୍ର ଆସିବ ଦ୍ବିତୀୟ ଏକମୋ ମେସିନ 
  4. କୋଭିସିଲ୍ଡ ଟିକାକୁ ଗ୍ରହଣ କଲେ ୟୁରୋପର ୭ଟି ରାଷ୍ଟ୍ର। କୋଭିସିଲ୍ଡ ନେଇଥିଲେ ଭାରତୀୟକଙ୍କୁ କ୍ବାରେଣ୍ଟାଇନ ମନା।
  5. କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଅନୁମତି ମିଳିଲା ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ଅନୁମତି ଦେଇନଥିବା ସୂଚନା।
  6. ଭୁବନେଶ୍ୱର ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିସିଲ୍ଡ ଟିକା, ଆଜି ଆଉ ୮ଲକ୍ଷ ଟିକା ଆସିପାରେ।
  7. ୧୪-୧୨ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ପାଇଁ ଆବେଦନ କଲା ଜାଇଡସ୍ କାର୍ଡିଲା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ ଫଳାଫଳ, ଡିସିଜିଆଇର ଅନୁମତି ପରେ ଖୁବଶୀଘ୍ର ଆରମ୍ଭ ହେବ ବିନା ଇଞ୍ଜେକସନରେ ଟୀକାକରଣ ।
  8. ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା ।
  9. ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ।
  10. ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ।
  11. ପୁଣି ବଢ଼ିଲା: ୭ ବର୍ଷରେ ଡବଲ୍‌ ହେଲାଣି ଏଲ୍‌ପିଜି ଦର । ଗୁରୁବାର ଭୁବନେଶ୍ୱରରେ ୧୪.୨ ଲିଟର ଓଜନର ଏଲ୍‌ପିଜି ସିଲିଣ୍ଡର ଦର ୨୫.୫୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ୮୬୧ ଟଙ୍କାରେ ପହଞ୍ଚିଛି ସିଲିଣ୍ଡର ଦାମ ।
  12. ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୩୦ ତାରିଖରୁ ଆରମ୍ଭ ହେବ ଅଫ୍‌ଲାଇନ ପରୀକ୍ଷା। ଅଫ୍‌ଲାଇନ ପରୀକ୍ଷା ପାଇଁ ଅନ୍‌ଲାଇନରେ ଫର୍ମ ପୂରଣ କରିବାକୁ ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।
  13. ଗଡ଼ିନି ବସ୍‌ ବଢ଼ିଲା ଭଡ଼ା । ସାଧାରଣ ଏକ୍ସପ୍ରେସ ବସ୍‌ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ୮ ପଇସା ଏବଂ ସୁପର ପ୍ରିମିୟମ ବସ ଭଡ଼ା ୧୨ ପଇସା ବଢ଼ାଇ ଦିଆଯାଇଛି । 
  14. ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କଳାହାଣ୍ଡି ଜିଲ୍ଲା‌ରେ ସୌଭାଗ୍ୟ ଯୋଜନା ଓ ବିପିଏଲ୍‌ ବିଜୁ ଜ୍ୟୋତି ଓ କୁଟୀର ଜ୍ୟୋତି ଯୋଜନାରେ ଲାଇନ୍‌ ସଂଯୋଗ କାର୍ଯ୍ୟ ଶେଷ କରିବାକୁ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିର୍ଦେଶ ଦେଇଛନ୍ତି ।
  15. ତିନିମାସର ନିରବତା ପରେ ତୈଳ କମ୍ପାନୀମାନେ ଜୁଲାଇରେ ପୁଣି ରୋଷେଇ ଗ୍ୟାସ ଦର ବୃଦ୍ଧି କରିଛନ୍ତି। ଗତ ଜାନୁୟାରୀରୁ ଏପର୍ଯ୍ୟନ୍ତ  ୭ ମାସରେ ଇନ୍ଧନ ଗ୍ୟାସ୍‌ ଦରରେ ୫ ଥର ବୃଦ୍ଧି ହେଲାଣି। ଏଥର ସିଲିଣ୍ଡର ପିଛା ୨୫ଟଙ୍କା ୫୦ ପଇସା ମହଙ୍ଗା ହୋଇଥିବା ବେଳେ ୨୦୨୧ରେ  ରନ୍ଧନ ଗ୍ୟାସ ମୂଲ୍ୟରେ ଏପର୍ଯ୍ୟନ୍ତ ୧୪୦ଟଙ୍କା ୫୦ ପଇସା ବଢିଲାଣି। 
  16. କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ କ୍ରିକେଟର ସର୍ବୋଚ୍ଚ ସମ୍ମାନ ‘ଖେଳ ରତ୍ନ’ ପ୍ରଦାନ କରାଯାଇଥାଏ । ୨୦୨୧ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଧ୍ୟ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାର ପାଇଁ ଦୁଇ ଖେଳାଳିଙ୍କ ନାଁ ସୁପାରିସ୍ କରିଛି ।
  17. ବିଶ୍ୱ  ଚେସ୍‌ରେ ନୂଆ ଇତିହାସ ରଚିଛନ୍ତି  ଆମେରିକାର ଭାରତୀୟ ବଂଶଦ୍ଭବ  ଅଭିମନ୍ୟୁ ମିଶ୍ର । ମାତ୍ର ୧୨ ବର୍ଷ ୪ ମାସ  ୨୫ ଦିନରେ ଗ୍ରାଣ୍ଡମାଷ୍ଟର ହେବାର ଗୌରବ  ଅର୍ଜନ କରିଛନ୍ତି । 
  18. ଉତ୍ତରାଖଣ୍ଡ ଚାର୍ ଧାମ ଯାତ୍ରା ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ତିରଥ ସିଂ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତିରଥ ସିଂ ରାୱତଙ୍କ ସରକାର ସୁପ୍ରିମକୋର୍ଟରେ ଏହି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। 
  19. ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାର ଘରୋଇ ସ୍କୁଲ ଫି’କୁ ନେଇ ଚଳାଇଥିବା ମନମାନି ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦିଲ୍ଲୀର ସମସ୍ତ ଘରୋଇ ସ୍କୁଲ ନିଜର ଫି’ର ୧୫ ପ୍ରତିଶତ ହ୍ରାସ କରିବେ ବୋଲି  କେଜ୍ରିଓ୍ୱାଲ କହିଛନ୍ତି । ଏହି ଆଦେଶ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଲାଗୁ ହେବ । 
  20. ବନବାଣୀ ଥାନା ଆଜାଦ ନଗର ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ଡାକ୍ତର ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ମତାନ୍ତର ହେବାପରେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ଡାକ୍ତର ଅଙ୍କିତା ନିଖିଲ ସେଣ୍ଡକର (୨୬ବର୍ଷ) ଏବଂ ଡାକ୍ତର ନିଖିଲ ଅଙ୍କିତା ସେଣ୍ଡକର (୨୮ବର୍ଷ) । ପ୍ରଥମେ ପତ୍ନୀ ଆତ୍ମହତ୍ୟା କରିଥିବା ବେଳେ ତାପରେ ପତି ନିଖିଲ ଆତ୍ମହତ୍ୟା କରିଛନ୍ତି ।

 

589 Y
2949 01-07-2021 English
  1. The Supreme Court has asked Patanjali Ayurved's Ramdev to place before it the original record of his statement allegedly given against the use of allopathic medicine during COVID-19 pandemic.
  2. The Supreme Court directs National Disaster Management Authority (NDMA) of India to frame guidelines for payment of ex-gratia compensation to families of COVID-19 victims.
  3. Union Cabinet, has given its approval for availing the benefit under Aatmanirbhar Bharat Rojgar Yojana (ABRY) for another nine months from 30th June, 2021 to 31st March, 2022. it is expected that 71.8 lakh employment will be generated in the formal sector as against the earlier projection of 58.5 lakh.
  4. Eight drones fitted with cameras have been recovered by Indian paramilitary soldiers in Bihar, along the border with Nepal, three days after a drone attack on an air force base in Jammu and Kashmir.
  5. Brazil suspends Bharat Biotech's Covaxin order for 20m doses has mired President Jair Bolsonaro in accusations of irregularities,  even as the Indian drugmaker insisted that it has not received any advance payments.
  6. The Rashtriya Kisan Manch on Wednesday said it will make one crore new members in the next three months and will field candidates in the Uttar Pradesh Assembly polls.
  7. Rajasthan Congress chief Govind Singh Dotasra today sought the arrest of senior RSS leader Nimbaram in a graft case involving the alleged demand for  20 crore as "commission" from a firm engaged in door-to-door garbage collection in Jaipur.
  8. In a blow to the solar power projects of Adani Renewable Energy Park Rajasthan Ltd (AREPRL), the high court on Tuesday ordered to cancel the allotment of public utility land measuring 1,452 bigha near Pokhran in Jaisalmer to the Adani group
  9. Niti Aayog Chief Executive Officer (CEO) Amitabh Kant has been given one-year extension till June 2022, according to an order by the Department of Personnel and Training issued Tuesday.
  10. The government on Tuesday launched "Atmanirbhar Krishi App" to provide farmers with actionable agricultural insights and early weather alerts.
  11. Seven people have been arrested and over 16,000 SIM cards recovered from them when police busted an alleged cybercrime syndicate at Cuttack in Odisha.
  12. A good family planning culture, including a 2-child policy, is the only way poverty can be eliminated from among Assam's Muslims, Chief Minister Himanta Biswa Sarma said today amid concerns that the minority community may be targeted.
  13. Seema Antil (Uttar Pradesh) qualified for the discus throw competition in the Olympic Games in Tokyo  with a 63.72m throw on the final day of the Fast&Up 60th National Inter-State Athletics Championships at the Netaji Subhas National Institute of Sports. She became the 12th individual Indian athlete to qualify for Tokyo2020.
  14. The Doctors' Day is observed in the honour of noted doctor and former West Bengal chief minister Bidhan Chandra Roy, whose birth and death anniversaries fall on July 1.
  15. The court also pulled up the Centre for the delay in setting up a national web portal to register migrant and unorganised workers, calling this“lackadaisical” and “unpardonable”.
  16. The Odisha Government today announced that small salons across the state, which were closed due to the COVID-19 lockdown, will reopen from July 1.
  17. 10 districts–Khordha, Puri, Nayagarh, Cuttack, Kendrapara, Jagatsinghpur, Jajpur, Balasore, Bhadrak and Mayurbhanj– in Category-B. In Category-B districts, all shops except malls and spas will be allowed to open from 6 am to 2 pm. Weekend shutdown will continue in these 10 districts. Bus services have not been permitted in the districts. Salons will also be allowed to open in Category-B districts.
  18. The National Commission for Women (NCW) has asked Twitter to take action against a few profiles sharing pornographic content within one week. A day after it courted legal trouble for allegedly allowing access to child pornography on its platform.
  19. Suspension of scheduled international passenger flights extended till July 31 due to the coronavirus pandemic.
  20. Women 2nd One Day International cricket match between India Women and England Women  played  at The Cooper Associates County Ground, Taunton, England. In the first ODI at Bristol team India lost to the England.
633 Y
2950 01-07-2021 Odia
  1. ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦର  ରାମଦେବଙ୍କୁ COVID-19 ମହାମାରୀ ସମୟରେ ଏଲୋପାଥିକ ଔଷଧ ବ୍ୟବହାର ବିରୁଦ୍ଧରେ ଦିଆଯାଇଥିବା ବିବୃତ୍ତିର ମୂଳ ରେକର୍ଡ ରଖିବାକୁ କହିଛନ୍ତି।
  2. ସୁପ୍ରିମକୋର୍ଟ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) କୁ COVID-19 ପୀଡିତଙ୍କ ପରିବାରକୁ ଏକ୍ସ-ଗ୍ରାସିଆ  କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  3. କେନ୍ଦ୍ର ମନ୍ତ୍ରିମଣ୍ଡଳ, ଆତ୍ମନିର୍ଭର  ଭାରତ ରୋଜଗର ଯୋଜନା (ABRY) ଅଧୀନରେ 30 ଜୁନ୍, 2021 ରୁ 31 ମାର୍ଚ୍ଚ, 2022 ପର୍ଯ୍ୟନ୍ତ ଆଉ ନଅ ମାସ ପାଇଁ ଲାଭ ପାଇବାକୁ ଅନୁମୋଦନ ଦେଇଛନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ 71.8 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। 58.5 ଲକ୍ଷର ପୂର୍ବ ପ୍ରୋଜେକ୍ଟ ତୁଳନାରେ |
  4. ଜାମ୍ମୁ କାଶ୍ମୀରର ବାୟୁସେନା ବେସ ଉପରେ ଡ୍ରୋନ୍ ଆକ୍ରମଣର ତିନି ଦିନ ପରେ ନେପାଳ ସୀମାରେ ଥିବା ବିହାରରେ ଭାରତୀୟ ପାରାମିଲିଟାରୀ ସୈନିକମାନେ କ୍ୟାମେରା ଲଗାଯାଇଥିବା ଆଠଟି ଡ୍ରୋନ୍ ଉଦ୍ଧାର କରିଛନ୍ତି।
  5. ରାଷ୍ଟ୍ରିୟ କିଷାନ ମଞ୍ଚ ବୁଧବାର କହିଛନ୍ତି ଯେ ଏହା ଆସନ୍ତା ତିନି ମାସ ମଧ୍ୟରେ ଏକ କୋଟି ନୂତନ ସଦସ୍ୟ କରିବ ଏବଂ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରାର୍ଥୀ ଦେବ।
  6. ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂ ଦୋଟାସ୍ରା ଆଜି ଜୟପୁରରେ ଦ୍ୱାରରୁ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ଏକ ସଂସ୍ଥାରୁ "ଆୟୋଗ" ଭାବରେ 20 କୋଟି ଟଙ୍କା ଦାବି ହୋଇଥିବା ଏକ ଗ୍ରାଫ୍ଟ ମାମଲାରେ ବରିଷ୍ଠ ଆରଏସଏସ ନେତା ନିମ୍ବାରାମଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି।
  7. ଆଦାନୀ ରିନ୍ୟୁଆଲ୍ ଏନର୍ଜି ପାର୍କ ରାଜସ୍ଥାନ ଲିମିଟେଡ୍ (AREPRL) ର  ବିଦ୍ୟୁତ୍ ପ୍ରକଳ୍ପକୁ ଧକ୍କା ଦେଇ ହାଇକୋର୍ଟ ମଙ୍ଗଳବାର ଦିନ ଜାଦଲମେରର ପୋଖରାନ୍ ନିକଟରେ ୧ ,୪ ୫ ୨  ବିଗା ମାପର ସର୍ବସାଧାରଣ ଉପଯୋଗୀ ଜମି ଆବଣ୍ଟନକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  8. ମଙ୍ଗଳବାର ଜାରି ହୋଇଥିବା କର୍ମଚାରୀ ଏବଂ ତାଲିମ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାଣ୍ଟଙ୍କୁ ଜୁନ୍ 2022  ପର୍ଯ୍ୟନ୍ତ ଏକ ବର୍ଷ ବୃଦ୍ଧି କରାଯାଇଛି।
  9. କୃଷକମାନଙ୍କୁ କାର୍ଯ୍ୟକ୍ଷମ କୃଷି ଜ୍ଞାନ ଏବଂ ପ୍ରାରମ୍ଭିକ ପାଣିପାଗ ସତର୍କ ସୂଚନା ଯୋଗାଇବା ପାଇଁ ସରକାର ମଙ୍ଗଳବାର ଦିନ "ଆତ୍ମ ନିର୍ଭର କୃଷି ଆପ୍" "Atmanirbhar Krishi App"  ଆରମ୍ଭ କରିଛନ୍ତି।
  10. କୋଭାକ୍ସିନ୍‌ ଚୁକ୍ତି ବାତିଲ କଲା ବ୍ରାଜିଲ୍‌: ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ୍‌ କୌଣସି ଆଡଭାନ୍ସ ପେମେଣ୍ଟ୍‌ ହୋଇନି ।
  11. ରାଉରକେଲାରେ ଭୂତଳ ଜଳସ୍ତର ବୃଦ୍ଧି ଲାଗି ‘ବର୍ଷା ଜଳ ଅମଳ ପ୍ରକଳ୍ପ’ ।
  12. କାନାଡ଼ାରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ ଲହରୀ, ୪ ଦିନରେ ୨୦୦ରୁ ଅଧିକଙ୍କ ମୃତ୍ୟୁ ।
  13. ରୁଷ୍‌ରେ ତୃତୀୟ ଲହର: ଡେଲ୍‌ଟା ପ୍ରଜାତି ପାଇଁ ୯୦% ସଂକ୍ରମଣ ବୃଦ୍ଧି ।
  14. ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା: କାଳିଆ ଯୋଜନାରେ ଭୂମିହୀନ କୃଷକ ପାଇଲେ ୩୮୬ କୋଟି ଟଙ୍କା ।
  15. ଦୂତୀ ପାଇଲେ ଟୋକିଓ ଟିକେଟ୍ । ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସ ପାଇଁ ମନୋନିତ, ୧୦୦ ଓ ୨୦୦ ମିଟର ମହିଳା ଦୌଡ଼ରେ ଯୋଗ୍ୟତା ଅର୍ଜନ ।
  16. ଆସନ୍ତାକାଲି ସାରା ଦେଶରେ ପାଳିତ ହେବ ‘ଡାକ୍ତର ଦିବସ’ । ଏହି ଅବସରରେ ଦେଶର ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୩ ଟାରେ ସମ୍ବୋର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।
  17. ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକଡ଼ାଉନ୍ । ୨୦ ଜିଲ୍ଲାରେ କଟକଣା କୋହଳ, ଖୋଲିବ ସବୁ ଦୋକାନ, ହଟିଲା ସପ୍ତାହାନ୍ତ ସଟଡ଼ାଉନ, ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ।
  18. ଅମୁଲର ସମସ୍ତ ମିଲକ୍ ପ୍ରଡକ୍ଟ ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ତାଜା, ଅମୁଲ ଟି-ସ୍ପେଶାଲ, ଅମୁଲ ସ୍ଲିମ ଆଣ୍ଡ ଟ୍ରୀମ୍ ଦୁଇ ଟଙ୍କା ପ୍ରତି ଲିଟର ହିସାବରେ ବଢିବ ।୧ ଜୁଲାଇରୁ ଦିଲ୍ଳୀ, ଏନସିଆର, ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସହିତ ଅନ୍ୟ ସମସ୍ତ ରାଜ୍ୟରେ ଅମୁଲ କ୍ଷୀର ମହଙ୍ଗା ଦାମରେ ମିଳିବ ।
  19. 10 ଟି ଜିଲ୍ଲା - ଖୋର୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡା, ଜଗାଟସିଂହପୁର, ଜଜପୁର, ବାଲାସୋର, ଭଦ୍ରାକ ଏବଂ ମୟୂରଭଞ୍ଜ - ଶ୍ରେଣୀ- B ରେ | ବର୍ଗ-ବି ଜିଲ୍ଲାଗୁଡ଼ିକରେ ମଲ୍ ଏବଂ ସ୍ପା ବ୍ୟତୀତ ସମସ୍ତ ଦୋକାନକୁ ସକାଳ 6 ଟାରୁ ଦିନ 2 ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯିବ | ଏହି 10 ଟି ଜିଲ୍ଲାରେ ୱିକେଣ୍ଡ୍ ବନ୍ଦ ରହିବ | ଜିଲ୍ଲାଗୁଡ଼ିକରେ ବସ୍ ସେବାକୁ ଅନୁମତି ଦିଆଯାଇନାହିଁ। ବର୍ଗ-ବି ଜିଲ୍ଲାଗୁଡ଼ିକରେ ମଧ୍ୟ ସେଲୁନ୍ ଖୋଲିବାକୁ ଅନୁମତି ଦିଆଯିବ |
  20. COVID-19 ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରି ବର୍ଗ-ଏ ଜିଲ୍ଲା ମଧ୍ୟରେ ବସ୍ ପୂର୍ଣ୍ଣ କ୍ଷମତା ସହିତ ଚାଲିପାରିବ | ତେବେ ବସ୍‌ରେ ଯାତ୍ରୀଙ୍କ ଛିଡ଼ା ହେବାକୁ ଅନୁମତି ଦିଆଯିବ ନାହିଁ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
599 Y