| # |
Date |
Type |
Current Affairs |
No. Of Views |
Status |
Action |
| 11 |
16-05-2026 |
Odia |
-
1.ଇରାନର ବୈଦେଶିକ ମନ୍ତ୍ରୀ ସୈଦ ଆବାସ ଆରାଘଚି ଶୁକ୍ରବାର କହିଛନ୍ତି ଯେ ଇରାନ ସହିତ ସଂଘର୍ଷରେ ଲିପ୍ତ ଦେଶଗୁଡ଼ିକର ଜାହାଜ ବ୍ୟତୀତ ହରମୁଜ୍ ପ୍ରଣାଳୀ ସମସ୍ତ ଜାହାଜ ପାଇଁ ଖୋଲା ରହିଛି।
-
2.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ବେଜିଂ ଗସ୍ତକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା।
-
3.ଇସ୍ରାଏଲ ଏବଂ ଲେବାନନ୍ ଯୁଦ୍ଧବିରତିକୁ ଆହୁରି ୪୫ ଦିନ ପାଇଁ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି।
-
4.ହାଇକୋର୍ଟରେ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ପୁଣି ସମୟ ଲୋଡ଼ାଯିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି।
-
5.ନେପାଳର ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାରଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ଏହା ଦ୍ବାରା ଭାରତରୁ ନେପାଳକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ଭାରୀ କଷ୍ଟମ୍ ଶୁଳ୍କ ଲାଗୁ କରାଯାଇଥିଲା।
-
6.କେନ୍ଦ୍ର ସରକାର ପୁଣି ଥରେ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ରପ୍ତାନି ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ (SAED)ର ହାର ସଂଶୋଧନ କରିଛନ୍ତି। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମେ ୧୫ରେ ଜାରି କରାଯାଇଛି।
-
7.ତୈଳ କମ୍ପାନିଙ୍କ କ୍ଷତି ଅସହ୍ୟ ହେବା ପରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କା ବଢ଼ିଛି।
-
8.କେରଳରେ ଭିଡି ସତୀଶନ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
-
9.ପୁଣେ ବହୁଚର୍ଚ୍ଚିତ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡ ପିଭି କୁଲକର୍ଣ୍ଣିକୁ ସିବିଆଇ ଗିରଫ କରିଛି।
-
10.ନିଟ୍-ୟୁଜି ପରୀକ୍ଷା ନୂତନ ତାରିଖ ଅନୁଯାୟୀ ଆସନ୍ତା ଜୁନ ୨୧ ତାରିଖରେ ହେବ।
-
11.ରାଜ୍ୟରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମକୁ ୪୦୫୦ ଟଙ୍କା ହ୍ରାସ ପାଇ ୧,୪୪,୭୫୦ ଟଙ୍କା ହୋଇଛି।
-
12.ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଛନ୍ତି, ଯେଉଁଥିରେ ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଆଜୀବନ କାରାଦଣ୍ଡ ନିଲମ୍ବନ କରାଯାଇଥିଲା।
-
13.ରୋଗୀଙ୍କ ପରିବାରର ଅଭିଯୋଗ ମୁତାବକ କାଠଯୋଡ଼ି ନଦୀ ବ୍ରିଜ ଉପରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ, ଆଉ ଏହାର କିଛି ସମୟ ପରେ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିଲା ।
-
14.ଦୀର୍ଘ ୧୮ ବର୍ଷ ତଦନ୍ତ ଚାଲିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ମୁଟ୍ (ଅରୁଣାଚଳ, ଗୋଆ, ମିଜୋରାମ ଓ କେନ୍ଦ୍ରଶାସିତ ଅଞ୍ଚଳ) କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ପଦ୍ମା ଜୟସ୍ବାଲଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
-
15.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ ଅନୁଯାୟୀ, ମୌସୁମୀ ମେ ୨୨ରୁ ୩୦ ତାରିଖ ଭିତରେ କେରଳ ଛୁଇଁପାରେ।
|
35 |
Y |
|
| 12 |
16-05-2026 |
English |
-
1.Iranian Foreign Minister Seyed Abbas Araghchi Friday said that the Strait of Hormuz remains open to all vessels, except for those belonging to countries engaged in a conflict with Iran.
-
2.In a a historic verdict ,the the Madhya Pradesh High Court has recognised the Bhojshala complex as a Hindu temple and the property of King Bhoj.
-
3.Hydrogen-powered buses introduced by Indian Oil Corporation Limited and the Delhi Metro Rail Corporation (DMRC) here mark a significant step towards clean and sustainable mobility in India.
-
4.Israel and Lebanon have agreed to extend the ceasefire for another 45 days.
-
5.The High Court has expressed displeasure over the state government's repeated delay in hearing a case related to pension of retired employees of aided schools and colleges.
-
6.Nepal's Supreme Court has stayed a controversial decision by Prime Minister Balen Shah's government. This imposed heavy customs duty on goods exported to Nepal from India.
-
7.The central government has once again revised the rates of Special Additional Excise Duty (SAED) on exports of petrol, diesel and aviation fuel. A notification in this regard was issued on May 15.
-
8.As per the notification, the fares of ordinary as well as express buses have been hiked by 2 paise per kilometre. The fares of deluxe and AC deluxe buses have been increased by 4 paise per km.
-
9.India and the United Arab Emirates signed key agreements, during the visit of Prime Minister Narendra Modi on the supply of LPG and strategic petroleum reserves, and an investment to the tune of $5 billion US dollars in Indian Infrastructure .
-
10.The National Eligibility cum Entrance Test (NEET) will shift to a computer-based examination model from next year. The National Testing Agency (NTA) will hold the NEET re-examinations on June 21.
-
11.Odisha Chief Minister Mohan Charan Majhi has announced a 2 per cent hike in the Dearness Allowance (DA) for the state government employees. With this hike, the DA has gone up to 60 per cent.
-
12.A 13-year-old girl was allegedly raped and impregnated by a relative in Odisha’s Mayurbhanj district.
-
13.In a heartbreaking incident amid the ongoing fule shortage concerns in Odisha, a patient allegedly died after the ambulance carrying him ran out of fuel midway on the Khathajodi bridge.
-
14.There has been a sharp decline in the prices of gold and silver in the state. In Bhubaneswar, the price of 22-carat gold has fallen by Rs 40,500 per 10 grams to Rs 1,44,750.
-
15.India can play a "greater role" in bringing peace to West Asia because of its friendly ties with almost all countries in the region, Iranian Foreign Minister Abbas Araghchi said Friday, amid mounting global concern over the economic fallout of the US-Israel war.
|
25 |
Y |
|
| 13 |
15-05-2026 |
English |
-
1.Many petrol pumps in Odisha have been roped off due to lack of fuel. In the few tanks where fuel is available. Customers have been standing in queues for hours to get fuel.
-
2.The construction of 32 chariot wheels has been completed. The target is to complete all the chariot wheels before Sitala Sasthi, So work is in progress.
-
3.An ICT-enabled platform called Poshan Tracker 2.0 has been designed to monitor and collect data on the implementation of Anganwadi services in the country. To prevent child and maternal mortality, reduce diseases, malnutrition and school dropouts.
-
4.Air India, which is run by the Tata Group, has suffered a record loss of Rs 26,800 crore ($ 280 million) in the financial year 2025-26.
-
5.American technology company CISCO has decided to lay off 4,000 of its employees. After Meta, Amazon and Oracle, it is one of the major technology companies that has been forced to reduce its workforce due to the impact of artificial intelligence or AI.
-
6.After increasing fuel and oil prices, the wholesale inflation rate in April has increased to 8.3 percent, the highest in the last 24 months.
-
7.The government has now approved the project to produce gas from coal. The aim of this project is to reduce gas imports by converting coal into gas in the next 4-5 years. India currently has more than 400 billion tons of coal reserves.
-
8.An amendment ordinance has been issued in the Indian Stamp Act to simplify apartment registration in Odisha. With this amendment, the apartment owners' association will have to pay only Rs 50,000 as stamp duty for registering documents for the registration of common areas and amenities in the apartment.
-
9.Former West Bengal Chief Minister Mamata Banerjee. Mamata Banerjee reached the Calcutta High Court as a lawyer. Mamata has decided to fight the case herself on behalf of the TMC in the violence that took place in the state after the Bengal assembly elections.
-
10.Akhilesh Yadav's brother Prateek Yadav's wife Aparna Yadav's father Arvind Bisht performed the last rites at the Vaikunthadham Bhainskund crematorium.
-
11.The Bihar government has approved a new EV Policy 2026 to promote electric vehicles. According to the new policy, women will get a subsidy of up to Rs 1 lakh for buying an electric car. They will also get financial assistance of up to Rs 12,000 for buying an electric scooter.
-
12.VD Satheesan will be the next Chief Minister of Kerala. VD Satheesan has been a six-time MLA from Kerala.
-
13.The Principal Secretary of the Supplies Department said that there is no oil crisis at all. There is a dry out situation in 20 out of 22 oil tanks in the state.
-
14.An Indian cargo ship 'Haji Ali' was hit by a suspected drone or missile off the coast and drown in the sea.
-
15.The Election Commission of India has announced the third phase of special revision of the voters' list. This phase will be implemented in 16 states and three union territories.
|
16 |
Y |
|
| 14 |
15-05-2026 |
Odia |
-
1.ରାଜ୍ୟରେ ଅନେକ ପେଟ୍ରୋଲ ପମ୍ପରେ ତେଲ ନ ଥିବାରୁ ବାଡ଼ ପଡ଼ିଛି କିମ୍ବା ଦଉଡ଼ି ବନ୍ଧା ହୋଇଛି। ଯେଉଁ କିଛି ଟାଙ୍କିରେ ତେଲ ମିଳୁଛି ସେଠାରେ ଗ୍ରାହକମାନଙ୍କର ଅସମ୍ଭାଳ ଭିଡ଼ ହୋଇଛି। ଧାଡ଼ିରେ ଘଣ୍ଟା ଘଣ୍ଟା ଠିଆ ହୋଇ ତେଲ ପକାଇଛନ୍ତି।
-
2.୩୨ଟି ରଥ ଚକ ନିର୍ମାଣ କାର୍ଯ୍ୟ ସରିଥିଲା। ଶୀତଳଷଷ୍ଠୀ ପୂର୍ବରୁ ସମସ୍ତ ରଥ ଚକ କାମ ସରିବା ନେଇ ଲକ୍ଷ୍ୟଧାର୍ଯ୍ୟ ଥିବାରୁ ଏନେଇ କାମ ଆଗେଇ ଚାଲିଛି।
-
3.ଦେଶରେ ଅଙ୍ଗନବାଡି ସେବାର କାର୍ଯ୍ୟାନ୍ୱୟନ ଏବଂ ତଦାରଖ ଏବଂ ତଥ୍ୟ ସଂଗ୍ରହ କରିବା ପାଇଁ ପୋଷଣ ଟ୍ରାକର ୨.୦ ନାମକ ଆଇସିଟି ସକ୍ଷମ ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି। ଶିଶୁ ଓ ମାତୃ ମୃତ୍ୟୁହାରକୁ ରୋକିବା, ରୋଗ, କୁପୋଷଣ ଏବଂ ଅଧାରୁ ସ୍କୁଲ ଛାଡ଼ୁଥିବା ଘଟଣା ହ୍ରାସ କରିବା।
-
4.ଦିଲ୍ଲୀର ସମସ୍ତ ସରକାରୀ କର୍ମଚାରୀ ପ୍ରତି ସପ୍ତାହରେ ୨ ଦିନ ଘରୁ କାମ (ୱାର୍କ ଫ୍ରମ୍ ହୋମ୍) କରିବେ। ତୈଳ ବ୍ୟବହାର କମାଇବା ପାଇଁ ୫୦ ପ୍ରତିଶତ ସରକାରୀ ବୈଠକ ଅନଲାଇନ୍ ଦ୍ବାରା ହେବ।
-
5.ତ୍ତରପ୍ରଦେଶରେ ଗତ ୩୬ ଘଣ୍ଟା ମଧ୍ୟରେ ଘନଘନ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ଓ ଝଡ଼ତୋଫାନରେ ୧୯ ଜିଲ୍ଲାରେ ବହୁ ଗଛ, ବିଦ୍ୟୁତ୍ଖୁଣ୍ଟ ଉପୁଡ଼ି ପଡ଼ିଥିବାବେଳେ ଅନେକ ଘର ଧରାଶାୟୀ ହୋଇଛି। ଏଥିରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି।
-
6.ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବାଏୟାର ଇଣ୍ଡିଆ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୨୬,୮୦୦ କୋଟି ଟଙ୍କା (୨୮୦ କୋଟି ଡଲାର)ର କ୍ଷତି ସହିଛି।
-
7.ଆମେରିକାର ପ୍ରଯୁକ୍ତି କମ୍ପାନୀ ସିସକୋଏହାର ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନିଷ୍ପତ୍ତି ନେଇଛି। ମେଟା, ଆମାଜନ ଓ ଓରାକଲ୍ ପରେ ଏହା ହେଉଛି ଅନ୍ୟତମ ପ୍ରମୁଖ ପ୍ରଯୁକ୍ତି କମ୍ପାନି ଯାହା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପ୍ରଭାବରେ କର୍ମଚାରୀ ସଂଖ୍ୟା କମ୍ କରିବାକୁ ବାଧ୍ୟ ହୋଇଛି।
-
8.ଇନ୍ଧନ ଓ ତେଲ ଦର ବଢ଼ିବା ପରେ ଏପ୍ରିଲ ମାସର ପାଇକାରୀ ମୁଦ୍ରାସ୍ଫୀତି ହାର ୮.୩ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ୨୪ ମାସ ମଧ୍ୟରେ ସର୍ବାଧିକ। ଗତ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୩.୮୬ ପ୍ରତିଶତ ଥିଲା। ପୂର୍ବରୁ ପାଇକାରୀ ବଜାରରେ ଦରଦାମ୍ର ଏଭଳି ଚାପ ଦେଖିବାକୁ ମିଳିନଥିଲା।
-
9.ସରକାର ଏବେ କୋଇଲାରୁ ଗ୍ୟାସ୍ ଉତ୍ପାଦନ କରିବା ପ୍ରକଳ୍ପକୁ ସରକାର ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଆଗାମୀ ୪-୫ ବର୍ଷ ମଧ୍ୟରେ କୋଇଲାକୁ ଗ୍ୟାସ୍ରେ ପରିଣତ କରି ଗ୍ୟାସ୍ ଆମଦାନି ହ୍ରାସ କରିବା। ଭାରତରେ ବର୍ତ୍ତମାନ ୪୦୦ ବିଲିୟନ ଟନ୍ରୁ ଅଧିକ କୋଇଲା ଗଚ୍ଛିତ ଅଛି।
-
10.ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ସରଳୀକରଣ ପାଇଁ ଭାରତୀୟ ଷ୍ଟାମ୍ପ ଅଧିନିୟମରେ ସଂଶୋଧନ ଅଧ୍ୟାଦେଶ ଜାରି। ଏହି ସଂଶୋଧନ ବଳରେ ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଓ ସୁବିଧା ଗୁଡ଼ିକର ପଞ୍ଜିକରଣ ପାଇଁ ଆପାର୍ଟମେଣ୍ଟ ମାଲିକ ସଂଘକୁ ଦଲିଲ ପଞ୍ଜିକରଣ ଲାଗି ଷ୍ଟାମ୍ପ ଦେୟ ମାତ୍ର ୫୦ ହଜାର ଟଙ୍କା ଦେବାକୁ ପଡ଼ିବ।
-
11.ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଇନଜୀବୀ ଅବତାରରେ କୋଲକାତା ହାଇକୋର୍ଟରେ ପହଞ୍ଚିଲେ ମମତା ବାନାର୍ଜୀ। ବେଙ୍ଗଲ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ଦେଖାଯାଇଥିବା ହିଂସାକାଣ୍ଡ ଘଟଣାରେ ମମତା ଟିଏମସି ପକ୍ଷରୁ ନିଜେ ହିଁ ମାମଲା ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
-
12.ଜେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ ରାଜ୍ୟ ପ୍ରସିଧ୍ୟ ଭୀମକୁଣ୍ଡ ଜଳ ପ୍ରପାତରେ ଖସିବା ପରେ କେହି କ୍ବିଚିତ୍ ରକ୍ଷା ପାଇଥାନ୍ତି, କିନ୍ତୁ ପ୍ରପାତରେ ଖସି ପଥରଖୋଲରେ ୨ଘଣ୍ଟା ଲଟକି ରହିବା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି ସାବିତ୍ରୀ ମହାନ୍ତ (୫୭)।
-
13.ଇଭି ଗାଡି କିଣିଲେ ମିଳିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ। ବିହାର ସରକାର ବୈଦ୍ୟୁତିକ ଯାନବାହନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ଇଭି ନୀତି ୨୦୨୬ କୁ ଅନୁମୋଦନ କରିଛନ୍ତି।ନୂତନ ନୀତି ଅନୁଯାୟୀ, ମହିଳାମାନେ ଏକ ଇଲେକ୍ଟ୍ରିକ୍ କାର କିଣିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ସବସିଡି ପାଇବେ। ଏକ ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପାଇଁ ସେମାନଙ୍କୁ ୧୨,୦୦୦ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମଧ୍ୟ ମିଳିବ।
-
14.ଭିଡି ସତୀଶନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।ଭିଡି ସତୀଶନ କେରଳରୁ ଛଅ ଥର ବିଧାୟକ ରହିସାରିଛନ୍ତି।
-
15.ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ। ସେ କହିଛନ୍ତି, ତେଲ ସଙ୍କଟ ଆଦୌ ନାହିଁ । ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇଛି।
-
16. ହାରମୁଜ ଉପକୂଳ ନିକଟରେ ଏକ ଭାରତୀୟ ମାଲବାହୀ ଜାହାଜ ‘ହାଜି ଅଲ୍ଲୀ’ ଉପରେ ସନ୍ଦିଗ୍ଧ ଡ୍ରୋନ୍ କିମ୍ବା ମିଶାଇଲ ମାଡ଼ ହେବା ଫଳରେ ଏହା ସମୁଦ୍ରରେ ବୁଡ଼ିଯାଇଛି।
-
17.ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। କମିଶନଙ୍କ ଅନୁଯାୟୀ, ଏହି ପର୍ଯ୍ୟାୟ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ।
-
18.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
-
19.ତାମିଲନାଡୁ ରାଜ୍ୟ ସରକାର ଏହାର ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସିର ଏକ ପେଡି ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ, ସରକାର ଗୁରୁବାର ମହଙ୍ଗା ଭତ୍ତା (ଡିଏ) 2 ପ୍ରତିଶତ ବୃଦ୍ଧି କରିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
-
20.ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଲଘୁଚାପ କ୍ଷେତ୍ର ବୁଧବାର ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। କିନ୍ତୁ ଏହା ଅବପାତର ରୂପ ନେବା ସମ୍ଭାବନା କମ୍ ରହିଛି।
|
25 |
Y |
|
| 15 |
14-05-2026 |
English |
- 1. The government has imposed an immediate ban on sugar exports. The ban will remain in force till September 30, 2026 or until further orders.
- 2. The Class 12 exams conducted by the Central Board of Secondary Education (CBSE) results published . The pass rate in the country was 85.20% in 2025, down 3.19%.
- 3. Reserve Bank of India Governor Sanjay Malhotra has said that if this Iran war situation continues for a long time, the prices of petrol and diesel in the India may increase.
- 4. The country's leading LPG company Gogas has 68 bottling plants at various important locations across the country..
- 5. The rupee has weakened by 5 percent since the start of the Iran war. The weakening rupee has become a cause of concern for India, a country heavily dependent on imports.
- 6. Amul milk prices have been increased by Rs 2 per litre. The price hike will be implemented across the country from May 14, the Gujarat Cooperative Milk Marketing Federation said.
- 7. Tata Group-owned airline Air India has cancelled 120 flights on 30 routes between June and August.
- 8. The increase in platinum duty could increase the price of small petrol cars by up to Rs 8,000, mid-size diesel SUVs by up to Rs 12,000 and powerful hybrid models by up to Rs 18,000.
- 9. The minimum support price (MSP) of 14 kharif crops has been increased for the 2026-27 marketing season. The MSP of paddy (general) has been increased by Rs 72 to Rs 2,441 per quintal.
- 10. Sudden change in weather in Uttar Pradesh has caused severe weather in many districts. 41 people have died in many districts .
- 11. The Crime Branch of Assam Police on Wednesday questioned Congress leader Pavan Kheda for more than 10 hours. Kheda said that he has been asked to appear before the Crime Branch again on Thursday morning.
- 12. A student invited his girlfriend to a party in a Bhubaneswar hostel room. After consuming liquor with three other friends in the room, he got intoxicated and made the girl drink liquor. The four of them gang-raped the girl.
- 13. Chinese President Xi Jinping was not seen at the airport to welcome President Donald Trump, who arrived in China on a two-day official visit.
- 14. The Central Bureau of Investigation has arrested 5 people in connection with irregularities and paper leaks in the NEET UG-2026 exam.
- 15. West Bengal Chief Minister Shubhendu Aurangzeb has ordered a CBI probe into three major scams - teacher recruitment scam, municipal scam and cooperative scam.
|
20 |
Y |
|
| 16 |
14-05-2026 |
Odia |
-
1.ସରକାର ତୁରନ୍ତ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।
-
2.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ବାରା ପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳପ୍ରକାଶ ପାଇଛି। ୨୦୨୫ରେ ଦେଶରେ ପାସ୍ହାର ୮୮.୩୯% ରହିଥିବା ବେଳେ ଏଥରକ ୮୫.୨୦% ହୋଇଛି, ଯାହାକି ୩.୧୯% କମ୍ ।
-
3.ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯଦି ଏହି ଉତ୍ତେଜନା ଦୀର୍ଘ ସମୟ ପାଇଁ ଜାରି ରହେ, ତେବେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇପାରେ।
-
4.ଦେଶର ଅଗ୍ରଣୀ ଏଲ୍ପିଜି କମ୍ପାନି ଗୋଗ୍ୟାସ୍ର ସାରା ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ୬୮ଟି ବଟଲିଂ କାରଖାନା ରହିଛି। କମ୍ପାନି ଦେଶର ବିଭିନ୍ନ ଜିଲ୍ଲା ଓ ସହରରେ ଏହାର ଡିଲର୍ସିପ୍ର ସମ୍ପ୍ରସାରଣ କରୁଛି।
-
5.ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଟଙ୍କା ୫ ପ୍ରତିଶତ ଦୁର୍ବଳ ହୋଇସାରିଲାଣି। ଟଙ୍କା ଦୁର୍ବଳ ହେବା ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିବା ଦେଶ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।
-
6.ଅମୂଲ କ୍ଷୀର ଦରରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ମେ ୧୪ରୁ ଏହି ଦରବୃଦ୍ଧି ସାରା ଦେଶରେ ଲାଗୁ ହେବ ବୋଲି ଗୁଜରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ ପକ୍ଷରୁ କୁହାଯାଇଛି।
-
7.ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ଏୟାରଲାଇନ୍ ଏୟାର ଇଣ୍ଡିଆ ପକ୍ଷରୁ ଆସନ୍ତା ଜୁନ୍ରୁ ଅଗଷ୍ଟ ମଧ୍ୟରେ ୩୦ଟି ରୁଟ୍ରେ ୧୨୦ଟି ବିମାନର ଉଡ଼ାଣ ବନ୍ଦ କରାଯାଇଛି।
-
8.ପ୍ଲାଟିନମ୍ ଶୁଳ୍କ ବୃଦ୍ଧି ଯୋଗୁଁ ଛୋଟ ପେଟ୍ରୋଲ୍ କାର୍ ଦାମ୍ ୮୦୦୦ ଟଙ୍କା ପର୍ଯ୍ୟନ୍ତ, ମଧ୍ୟମ ଆକାରର ଡିଜେଲ୍ ଏସ୍ୟୁଭିଗୁଡ଼ିକର ମୂଲ୍ୟ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଓ ଶକ୍ତିଶାଳୀ ହାଇବ୍ରିଡ୍ ମଡେଲଗୁଡ଼ିକର ମୂଲ୍ୟ ୧୮ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ।
-
9.୨୦୨୬-୨୭ ମାର୍କେଟିଂ ଋତୁ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରାଯାଇଛି। ଧାନ (ସାଧାରଣ ମାନ)ର ଏମ୍ଏସ୍ପି ୭୨ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ୍ ପ୍ରତି ୨୪୪୧ ଟଙ୍କା ହୋଇଛି।
-
10.ଉତ୍ତର ପ୍ରଦେଶର ପାଗର ହଠାତ୍ ପରିବର୍ତ୍ତନ ଅନେକ ଜିଲ୍ଲାରେ ପାଗର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ଅନେକ ଜିଲ୍ଲାରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି।
-
11.ଆସାମ ପୁଲିସର କ୍ରାଇମବ୍ରାଞ୍ଚ ବୁଧବାର କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା। ଖେଡ଼ା କହିଛନ୍ତି ଯେ ତାଙ୍କୁ ଗୁରୁବାର ସକାଳେ ପୁଣି ଥରେ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ କୁହାଯାଇଛି।
-
12.ଭୁବନେଶ୍ବର ହଷ୍ଟେଲ୍ ରୁମ୍ରେ ଭୋଜି ଆଳରେ ପ୍ରେମିକାକୁ ଡାକିଥିଲା। ରୁମ୍ରେ ଆଉ ତିନି ସାଙ୍ଗଙ୍କ ସହ ମଦ ଆସର ଜମାଇ ନିଶା ଚଢ଼ିବା ପରେ ଯୁବତୀଙ୍କୁ ମଦ ପିଆଇଲେ। ନିଶାରେ ଚୁର୍ ୪ ସାଙ୍ଗ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ।
-
13.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ଦିନିଆ ସରକାରୀ ଗସ୍ତରେ ଚାଇନାରେ ପହଞ୍ଚିଥିବା ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ବିମାନବନ୍ଦରକୁ ଯାଇ ନ ଥିବା ଦେଖିବାକୁ ମିଳିଛି।
-
14.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନିଟ୍ ୟୁଜି-୨୦୨୬ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଘଟଣାରେ ୫ ଗିରଫ କରିଛି।
-
15.ତିନୋଟି ବଡ଼ ସ୍କାମ୍ର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ - ଶିକ୍ଷକ ନିଯୁକ୍ତି ଦୁର୍ନୀତି, ପୌର ଦୁର୍ନୀତି ଏବଂ ସମବାୟ ଦୁର୍ନୀତି।
|
23 |
Y |
|
| 17 |
13-05-2026 |
Odia |
-
1.ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ ଲାଗି ଆମେରିକା ପ୍ରସ୍ତାବ ଉପରେ ଇରାନ ଦେଇଥିବା ଜବାବକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଦୌ ଗ୍ରହଣୀୟ ନୁହେଁ କହି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
-
2.ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟରେ ଅନଲାଇନ କ୍ଲାସ ଏବଂ ୱାର୍କ ଫ୍ରମ ହୋମ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି।
-
3.ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ଟିଏମସି ମନ୍ତ୍ରୀ ସୁଜିତ ବୋଷଙ୍କୁ ଗିରଫ କରିଛି।
-
4.ବଙ୍ଗଳା ସରକାରଙ୍କ “ଅନ୍ନପୂର୍ଣ୍ଣା ଭଣ୍ଡାର” ଯୋଜନା ଅଧୀନରେ, ଜୁନ ୧ ତାରିଖରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩,୦୦୦ ଟଙ୍କା ଆର୍ଥିକ ସହାୟତା ଜମା ହେବା ଆରମ୍ଭ ହେବ।
-
5.ପେଣ୍ଟାଗନ୍ ୟୁଏଫ୍ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି।
-
6.ବିଶ୍ୱବ୍ୟାପୀ ଟେକ୍ନୋଲୋଜି କ୍ଷେତ୍ରରେ ଏଆଇ ଦ୍ୱାରା ପରିଚାଳିତ ଚାକିରି ହରାଇବାର ଏକ ଲହରୀ ଆରମ୍ଭ ହୋଇସାରିଛି। ଫେସ ବୁକ ର ମୂଳ କମ୍ପାନୀ Meta, ମେ ୨୦ରେ ୮,୦୦୦କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି।
-
7.୨୦୨୫-୨୬ ଆର୍ଥିକବର୍ଷରେ ଭାରତ ରେକର୍ଡ ୭୧.୯୮ ବିଲିଅନ ଡଲାର ମୂଲ୍ୟର ସୁନା ଆମଦାନି କରିଛି। ୨୦୨୪-୨୫ରେ ହୋଇଥିବା ୫୮ ବିଲିଅନ ଡଲାରର ଆମଦାନି ତୁଳନାରେ ଏହା ପ୍ରାୟ ୨୪ ପ୍ରତିଶତ ଅଧିକ। କିନ୍ତୁ ପରିମାଣ ଦୃଷ୍ଟିରୁ ଗତ ଆର୍ଥିକବର୍ଷରେ ଦେଶର ସୁନା ଆମଦାନି ୪.୭୬ ପ୍ରତିଶତ ହ୍ରାସ ପାଇଛି।
-
8.ଫିଲିପାଇନ୍ସ ଉପରାଷ୍ଟ୍ରପତି ସାରା ଡୁଟେର୍ଟେଙ୍କୁ ବହିଷ୍କାର ପାଇଁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଦେଶର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ସୋମବାର ସଂଖ୍ୟାଧିକ ଭୋଟରେ ଗୃହୀତ ହୋଇଛି।
-
9.ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି ।
-
10.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁଜରାଟରୁ ୪୩,୩୩୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ନେଇ ଫେରିବାର କିଛି ଦିନ ଭିତରେ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉଦ୍ୟମ ଆରମ୍ଭ ହୋଇଛି।
-
11.ସମୁଦ୍ରରେ ନିଶା କାରବାର ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ସ୍ପାନିସ ପୋଲିସ ମୋଟ ୪୧ ଟନ କୋକେନ ଜବତ କରିଛି।
-
12.ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା କହିଛନ୍ତି।
-
13.ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ।
-
14.ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଯାଇଛି।
-
15.ଇରାନର ରାଜଧାନୀ ତେହେରାନରେ ମଙ୍ଗଳବାର ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ଥିଲା। ଭୂମିକମ୍ପ ପ୍ରାୟ ୧୦ କିଲୋମିଟର ଗଭୀରତାରେ ହୋଇଥିଲା
|
26 |
Y |
|
| 18 |
13-05-2026 |
English |
-
1.As the inventory work of the Puri Jagannath Temple's 'Ratna Bhandar' entered the 11th day. A senior official said that the jewellery and valuables stored inside the treasury completely match the 1978 list of inventory.
-
2.Members of a family in Balasore district Tuesday carried the body of a woman on a bicycle for around 12 km to a police station, alleging inaction in arresting those accused in her murder.
-
3.A shocking incident has come to light in Mayurbhanj district, where a seven-month-old baby boy was rescued after his father allegedly attempted to sell him for Rs 30,000.
-
4.Odisha,the state government will organise a four-day international film festival in June.
-
5.the newly-formed TVK government, Chief Minister C. Joseph Vijay has appointed his close aide, astrologer and party spokesperson Rickey Radhan Pandit Vettrivel as Officer on Special Duty (Political) to the Chief Minister.
-
6.The Supreme Court has directed the Rajasthan government to formulate a policy for making the teaching of the Rajasthani language mandatory in schools at the primary, secondary, and higher education levels.across the state .
-
7.The escalating crisis in West Asia and its impact on the global energy supply chain are expected to dominate deliberations at a two-day meeting of BRICS foreign ministers to be hosted by India beginning Thursday
-
8.Pakistan allowed Iranian military aircraft to park on its airfields to shield them from American airstrikes, CBS News reported here, quoting US officials.
-
9.The Maldives has settled payment to India on a USD 50-million treasury bill, President Mohamed Muizzu said Monday.
-
10.India has has maintained adequate inventories of crude products and LPG while diversifying imports to manage supply risks.
-
11.The Pentagon on Friday began releasing files related to UFOs (unidentified flying objects).
-
12.A wave of AI-driven job losses has begun in the global technology sector. Facebook parent company Meta is set to lay off 8,000 employees on May 20.
-
13.The impeachment motion against Philippine Vice President Sara Duterte was passed by a majority vote in the country's House of Representatives on Monday.
-
14.A suicide bomber attacked a police post in Pakistan's Khyber Pakhtunkhwa province. Fifteen security personnel were killed and many others were injured.
-
15.In a major operation against drug trafficking at sea, Spanish police have seized a total of 41 tons of cocaine.
|
20 |
Y |
|
| 19 |
12-05-2026 |
Odia |
-
1.ସାକ୍ଷରତା ହାରରେ ଓଡ଼ିଶା ପଛରେ ପଡ଼ିଛି। ଗୋଆ,ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ହିମାଞ୍ଚଳ ପ୍ରଦେଶ, ଲାଦାଖ, ତ୍ରିପୁରା, ମିଜୋରାମ, ଚଣ୍ଡିଗଡ଼ ପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ଶତ ପ୍ରତିଶତ ହୋଇଛି। ଓଡ଼ିଶା ତଳଆଡ଼ୁ ନବମ ସ୍ଥାନରେ ରହିଛି।
-
2. ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ପ୍ରକାଶ ପାଇଛି। ଓଡ଼ିଶା ୨୮ ନମ୍ବର ସ୍ଥାନରେ ରହିଛି (ତାଲିକାର ଶେଷ ଆଡୁ ୯ମ)।
-
3.ସରକାର ରାଜ୍ୟର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ଏବଂ ୧୦୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ଓଡ଼ିଶାକୁ ଭାରତର ସାଂସ୍କୃତିକ ରାଜଧାନୀ ଭାବେ ପ୍ରତିଷ୍ଠା କରିବ।
-
4.କର୍ମଚାରୀଙ୍କୁ ଅର୍ଥ ପ୍ରଦାନ ସଂପର୍କିତ ପୂର୍ବ ନିର୍ଦ୍ଦେଶ ପାଳନ ନ ହେବା ପର୍ଯ୍ୟନ୍ତ ଅଦାଲତ ଅବମାନନା ମାମଲାର ପ୍ରତିପକ୍ଷ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବ ସେମାନଙ୍କ ଦରମା ଉଠାଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।
-
5.ମହାପ୍ରଭୁଙ୍କ ବଡ଼ଦେଉଳରେ ପୂର୍ବରୁ ୫୦-୬୦ଟି ବାନା ଦୈନିକ ଲାଗୁଥିଲା। ଏବେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଦୈନିକ ପ୍ରାୟ ଦେଢ଼ରୁ ୨ ହଜାର ବାନା ବନ୍ଧାଯାଉଛି।
-
6.ପ୍ରମୁଖ ଡିଜିଟାଲ୍ ଆକାଉଣ୍ଟିଂ ପ୍ଲାଟଫର୍ମ ଯଥା ସମନ୍ବିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇଏଫ୍ଏମ୍ଏସ୍), ୱାର୍କସ୍ ଆଣ୍ଡ୍ ଆକାଉଣ୍ଟ୍ସ ମ୍ୟାନେଜମେଣ୍ଟ୍ ଇନ୍ଫର୍ମେସନ୍ ସିଷ୍ଟମ୍ (ୱାମିସ୍) ଓ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ‘ଇଏଚ୍ଆର୍ଏମ୍ଏସ୍’ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଉଲ୍ଲେଖନୀ ପ୍ରଗତି ହାସଲ କରିଛି ।
-
7.ନିକଟରେ ଶେଷ ହୋଇଥିବା ବେଙ୍ଗଲ ନିର୍ବାଚନର ରେଜଲ୍ଟ ଉପରେ ଏସ୍ଆଇଆରର ସାଂଘାତିକ ପ୍ରଭାବ ପଡ଼ିଥିବା ସୁପ୍ରିମକୋର୍ଟଙ୍କୁ ମମତା ବାନାର୍ଜୀଙ୍କ ଟିଏମସି ଜଣାଇଛି । ଭାରତୀୟ ନିର୍ବାଚନ କରିଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏସ୍ଆଇଆରରେ ବେଙ୍ଗଲ ଭୋଟର ତାଲିକାରୁ ୯୦.୮ ଲକ୍ଷ ନାଁ କଟି ଯାଇଛି।
-
8.ପୌରପାଳିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଏବଂ ଟିଏମସି ନେତା ସୁଜିତ ବୋଷଙ୍କୁ ସୋମବାର କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଗିରଫ କରିଛି।
-
9.ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ। ଏନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି ।ନୂଆ ଆକ୍ଟ ଅନୁଯାୟୀ, ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ ହେବ ଭିବି-ଜିରାମ-ଜି।
-
10.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଭାବେ ଶୁଭେନ୍ଦୁ ଅଧିକାରୀ ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ୪୫ ଦିନରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ (ବିଏସଏଫ) ଅଧୀନରେ ରହିବ ବୋଲି ସେ କହିଛନ୍ତି।
-
11.ଫିଲିପାଇନ୍ସ ଉପରାଷ୍ଟ୍ରପତି ସାରା ଡୁଟେର୍ଟେଙ୍କୁ ବହିଷ୍କାର ପାଇଁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଦେଶର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ସୋମବାର ସଂଖ୍ୟାଧିକ ଭୋଟରେ ଗୃହୀତ ହୋଇଛି।
-
12.ବଙ୍ଗଳା ସରକାରଙ୍କ “ଅନ୍ନପୂର୍ଣ୍ଣା ଭଣ୍ଡାର” ଯୋଜନା ଅଧୀନରେ, ଜୁନ ୧ ତାରିଖରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩,୦୦୦ ଟଙ୍କା ଆର୍ଥିକ ସହାୟତା ଜମା ହେବା ଆରମ୍ଭ ହେବ।
-
13.ଉତ୍ତରପ୍ରଦେଶର ଡିଡିୟୁ-ତାଡିଘାଟ ପାସେଞ୍ଜର ଟ୍ରେନ, କୋଲକାତା-ଜମ୍ମୁ ତାୱି ଏକ୍ସପ୍ରେସ ଏବଂ ଏକ ଘରୋଇ ହସ୍ପିଟାଲରେ ୨୪ ଘଣ୍ଟା ମଧ୍ୟରେ ତିନି ଜଣଙ୍କୁ ହତ୍ୟା କରିଥିବା ସିରିଆଲ୍ କିଲର୍ ଗୁରୁପ୍ରୀତ ସିଂହ ସୋମବାର ରାତିରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି।
-
14.ପଶ୍ଚିମବଙ୍ଗ ସରକାର ଅଭିଷେକ ବାନାର୍ଜୀଙ୍କ 'ଜେଡ୍ ପ୍ଲସ୍' ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
15.ପଞ୍ଜାବର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍ ଧର୍ମଶାଳାର ଏଚ୍ପିସିଏ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଛି। ଉଭୟ ଦଳ ଏହି ମ୍ୟାଚ୍ ଜରିଆରେ ବିଜୟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିଲେ କିନ୍ତୁ ବାଜିମାରିନେଇଛି ଦିଲ୍ଲୀ।
|
23 |
Y |
|
| 20 |
12-05-2026 |
English |
-
1.The cancellation of NEET-UG 2026 has left over 22 lakh medical aspirants and their families anxious about the next steps.
-
2.The free trade agreement (FTA) between India and Oman is expected to come into force from June 1.
-
3.CBI registered an FIR in the alleged paper leak of the NEET (UG) 2026 examination held May 3.
-
4.Retail inflation rose marginally to 3.48 per cent in April compared to 3.40 per cent in the preceding month, mainly due to an uptick in food prices.
-
5.Droupadi Murmu presented the National Florence Nightingale Awards 2026 to nursing personnel at Rashtrapati Bhavan.
-
6.Himanta Biswa Sarma took oath as the Chief Minister of Assam for a second consecutive term, as the BJP-led NDA formed the government in the state for the third straight time.
-
7.J.C.D. Prabhakar was elected unopposed as the Speaker of the Tamil Nadu Legislative Assembly, while Ravi Shankar was chosen as the Deputy Speaker.
-
8.Tamil Nadu Chief Minister C. Joseph Vijay ordered the closure of 717 TASMAC liquor retail outlets functioning near places of worship, educational institutions and bus stands across the state within the next two weeks.
-
9.As many as 173 Indians are among nearly 200 foreigners arrested in Sri Lanka as part of the latest drive in an ongoing crackdown on cybercrime operations.
-
10.US President Donald Trump will pay an official visit to China from May 13 to 15 at the invitation of Chinese President Xi Jinping, a Chinese foreign ministry spokesperson announced Monday.
-
11. Prime Minister Narendra Modi Monday appealed for greater self-reliance in consumption habits and financial discipline, including reduced dependence on imported goods, gold purchases, and fuel consumption, during his address in Vadodara.
-
12.Two persons wanted in a murder case sustained gunshot wounds during an exchange of fire with police in Odisha's Jharsuguda district.
-
13.India's youth faced high unemployment levels during January and March 2026. While the unemployment levels among the 15-29 age group remained elevated throughout the year.
-
14.Bhubneswar city airport, officials seized around 11 kilograms of high-gradehydroponic weedvalued at nearly Rs 4 crore from two passengers who had allegedly smuggled the contraband from Bangkok.
-
15. Police busted an LPG refilling and black marketing racket at Jujumura inOdisha's Sambalpur district and seized 62 LPG cylinders along with a pick-up vehicle during a late-night raid.
|
23 |
Y |
|