# |
Date |
Type |
Current Affairs |
No. Of Views |
Status |
Action |
3271 |
10-01-2021 |
Odia |
- ୨୬ ଫେବୃଆରୀ ୨୦୧୯ରେ ଭାରତୀୟ ସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍କୁ ନେଇ ସତ ମାନିଛି ପାକିସ୍ତାନ। ବାଲାକୋଟ ଏୟାର ଷ୍ଟ୍ରାଇକ୍ରେ ୩୦୦ ଜଣ ମରିଛନ୍ତି।
- ଆସନ୍ତା ଜାନୁୟାରୀ ୧୫ତାରିଖରେ କୃଷି ଆଇନକୁ ବିରୋଧ କରି ଦେଶର ସମସ୍ତ ରାଜଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି କଂଗ୍ରେସ।
- ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ପରୀକ୍ଷାମୂଳକ କରୋନା ଟିକା ନେଇ ଜଣେ ସ୍ୱୟଂସେବୀ ପ୍ରାଣ ହରାଇଛନ୍ତି। ମୃତକ ଦୀପକ ମରାବୀ ଜଣେ ଶ୍ରମିକ ଓ ତାଙ୍କ ବୟସ ୪୭ ବର୍ଷ ବୋଲି କୁହାଯାଇଛି।
- ଜାକାର୍ତ୍ତା ନିକଟବର୍ତ୍ତୀ ସମୁଦ୍ର ଭିତରେ ବିମାନଟି ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନରେ ୫୯ ଯାତ୍ରୀ ଓ ୬ କର୍ମଚାରୀ ରହିଥିଲେ। ଦୁର୍ଘଟଣା ଫଳରେ ସମସ୍ତ ୬୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଯାତ୍ରୀଙ୍କ ମଧ୍ୟରେ ୬ ଶିଶୁ ରହିଥିବା ଜଣାପଡ଼ିଛି।
- ସୂଚନା ଅନୁଯାୟୀ ଶ୍ରୀବିଜୟା ଏୟାରର ବିମାନ ସଂଖ୍ୟା ଏସଜେ-୮୨ରେ ୫୬ ଯାତ୍ରୀ ଏବଂ ୬ ଚାଳକ ସଦସ୍ୟ ଥିଲେ। ଏହି ବିମାନର ସନ୍ଧାନ ପାଇଁ ଇଣ୍ଡୋନେସିଆ ସରକାର ବଡ ଅଭିଯାନ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ବିମାନର ଲୋକେସନ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।
- ବନ୍ଦେ ଭାରତ ମିଶନର ନବମ ପର୍ଯ୍ୟାୟ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୪ଟି ଦେଶକୁ ୧ ହଜାର ୪୯୫ଟି ଆନ୍ତର୍ଜାତିକ ବିମାନ ଚଳାଚଳ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇ କହିଛନ୍ତି, ଏହି ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ୮୦ ହଜାର ଲୋକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଗତ ବୁଧବାର ସୁଦ୍ଧା ୨୬୧ଟି ଆନ୍ତର୍ଜାତିକ ବିମାନ ଦ୍ୱାରା ୧୯ଟି ଦେଶରୁ ପ୍ରାୟ ୪୯ ହଜାର ଲୋକ ଭାରତ ଫେରିଛନ୍ତି।
- ଫ୍ରାନ୍ସର ଅତ୍ୟାଧୁନିକ ହେଲିକପ୍ଟର ପାନ୍ଥରର ଶତ ପ୍ରତିଶତ ନିର୍ମାଣ ଭାରତରେ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ସେହିପରି ରାଫେଲ ଯୁଦ୍ଧବିମାନର ୭୦ ପ୍ରତିଶତ ଆସେମ୍ବଲ ହେବ। ‘ମେକ୍-ଇନ-ଇଣ୍ଡିଆ’ରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
- ଦେଶରେ ୧୬ ଜାନୁୟାରୀ ୨୦୨୧ରୁ ଟିକାକରଣ ଆରମ୍ଭ ହେବା ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସର୍ବପ୍ରଥମେ ଦେଶର ସ୍ବାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବ ।ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ପ୍ରାୟ ୩ କୋଟି । ଏହା ସହ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ ।
- ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଅଣଦେଖା କରିବାରୁ ତାଙ୍କ ଅସନ୍ତୁଷ୍ଟ ସମର୍ଥକ ବର୍ତ୍ତମାନ ରାଜସ୍ଥାନରେ ବିଜେପିଠୁ ଅଲଗା ନିଜର ଏକ ନୂତନ ରାଜନୈତିକ ମଞ୍ଚ ଗଠନ କରିଛନ୍ତି। ଏହାର ନାମ ‘ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ’ ଦିଆଯାଇଛି।
- ନେତାଜୀଙ୍କ ଜୟନ୍ତୀ ବର୍ଷେ ପର୍ଯ୍ୟନ୍ତ ପାଳନ ସକାଶେ ଏହି ଉଚ୍ଚସ୍ତରୀୟ କମିଟି ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ନିଷ୍ପତ୍ତି
ଗ୍ରହଣ କରିବ। ଆସନ୍ତା ୨୩ ତାରିଖରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବର୍ଷେବ୍ୟାପୀ ଜୟନ୍ତୀ ପାଳନ ଆରମ୍ଭ ହେବ।
- ୨ ଲକ୍ଷ ଟଙ୍କାରୁ କମ୍ ଟଙ୍କାର ଗହଣା କିଣିଲେ ପର୍ମାନେଣ୍ଟ୍ ଆକାଉଣ୍ଟ୍ ନମ୍ବର (ପ୍ୟାନ୍) କିମ୍ବା ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ୨୦୨୦ ମସିହା ଡିସେମ୍ବର ୨୮ ତାରିଖରେ ୨୦୦୨ ମସିହା ପିଏମ୍ଏଲ୍ ଆକ୍ଟ ଅଧୀନରେ ଏହି ନୋଟିଫିକେସନ୍ ଜାରି କରାଯାଇଛି।
- ବିହାର ବିଧାନସଭା ନିର୍ବାଚନ ପରେ ବିଜେପି କଥା ରକ୍ଷା କରି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଲା । ହେଲେ ଏବେ ବିଜେପି ବିଧାୟକମାନେ ବିହାରବାସୀଙ୍କୁ ସୁଶାସନ ଦେବାରେ ବାଧକ ସାଜୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରମୁଖ ନୀତୀଶ କୁମାର
- ସାଗର ଅନ୍ୱେଷିକାକୁ ଚେନ୍ନାଇ ପୋର୍ଟ ଟ୍ରଷ୍ଟ୍ଠାରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ଡକ୍ଟର ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନା ଭାରତୀୟ ବୈଜ୍ଞାନିକମାନଙ୍କୁ ଗଭୀର ସାମୁଦ୍ରିକ ଗବେଷଣା କାର୍ଯ୍ୟରେ ସହାୟତା କରୁଛି ବୋଲି କହିଛନ୍ତି।
- ଆଣବିକ ଅସ୍ତ୍ରରେ ବଳୀୟାନ୍ ତାଙ୍କ ଦେଶର ‘ସବୁଠୁ ବଡ଼ ଶତ୍ରୁ’ ଯୁକ୍ତରାଷ୍ଟ୍ର ଆମେରିକା ବୋଲି ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ କହିଥିବା ଶନିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍ଏ’ ରିପୋର୍ଟ କରିଛି।
- ଲଣ୍ଡନ୍ରେ ପ୍ରତି ୩୦ ଜଣରେ ଜଣେ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଲଣ୍ଡନ୍ ମେୟର ସାଦିକ ଖାନ୍ ଏହାକୁ ଏକ ବଡ଼ ସଙ୍କଟ ବୋଲି ଘୋଷଣା କରିଛନ୍ତି।
- ଇଣ୍ଡୋନେସିଆ ଜାକାର୍ତା ବିମାନ ବନ୍ଦରରୁ ଶନିବାର ଉଡାଣ କରିଥିବା ଶ୍ରୀୱିଜୟ ଏୟାରଲାଇନ୍ସର ବୋଇଂ-୭୩୭-୫୦୦ ଘରୋଇ ଉଡାଣ ସଂଖ୍ୟା ଏସ୍ୱାଇଜେ-୧୮୨ ଦୁର୍ଘଟଣା ଗ୍ରସ୍ତ ହୋଇଛି।
- ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ମନରେଗା ଯୋଜନାରେ ୮୯.୯୮% ଅର୍ଥରାଶି ଖର୍ଚ୍ଚ କରିପାରିଛି। କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ସର୍ବାଧିକ ୧୦୪.୨୪% ଓ ମହାରାଷ୍ଟ୍ର ୧୦୩.୩୯% ଖର୍ଚ୍ଚ କରିଛନ୍ତି।
- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଆକାଉଣ୍ଟ୍କୁ ଟ୍ବିଟର ସ୍ଥାୟୀଭାବେ ବନ୍ଦ କରିଦେଇଛି।
- ସେଥିରେ ପେଟ୍ରୋଲ ପମ୍ପରେ ଡେବିଟ୍ ଏବଂ କ୍ରେଡିଟ କାର୍ଡରେ ପେଟ୍ରୋଲ, ଡିଜେଲ କିଣିଲେ ଗ୍ରାହକଙ୍କୁ ୦.୭୫ ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା ମିଳୁଥିଲା। କିନ୍ତୁ ୨୦୧୯ ଅକ୍ଟୋବର ପହିଲାରୁ ସରକାର କ୍ରେଡିଟ୍ କାର୍ଡରେ ଏହି ସୁବିଧା ଗ୍ରାହକଙ୍କୁ ଆଉ ପ୍ରଦାନ କରୁନାହାନ୍ତି। ଏବେ କେବଳ ଡେବିଟ୍ କାର୍ଡରେ ତେଲ କିଣିଲେ ଗ୍ରାହକଙ୍କୁ କ୍ୟାସବ୍ୟାକ୍ ମିଳିବା ନିୟମ ରହିଛି।
- ସିଡ୍ନି ସମରରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ଭାରତ। ତୃତୀୟ ଦିନର ଅପ୍ରତ୍ୟାଶିତ ତଥା ନାଟକୀୟ ବିପର୍ଯ୍ୟୟ ପରେ ମ୍ୟାଚ୍ ରାହାଣେ ସେନା ହାତରୁ ଧୀରେଧୀରେ ଖସିଖସି ଯାଉଛି। ଶନିବାର ତୃତୀୟ ଦିନର ପ୍ରଥମ ଦୁଇ ଅଧିବେଶନରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୯ ରନ୍ରେ ୬ ୱିକେଟ୍ ହରାଇବା ସହ ପ୍ରଥମ ପାଳିରେ ମାତ୍ର ୨୪୪ ରନ୍ରେ ଅଲଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ।
|
616 |
Y |
|
3272 |
10-01-2021 |
English |
- Even as 2020 has been the year of a global crisis caused by Covid-19, the pandemic gave India a new identity as the 'pharmacy of the world', President Ram Nath Kovind said
- The ordinance entails a punishment of one to 10 years in cases of forced conversion, which includes forced or fraudulent marriage by hiding one’s original religious identity in MP.
- The Congress party on Saturday announced that it will stage protests outside governor houses across the country on January 15 to extend its support to the ongoing farmers' agitation.
- The Union government told the Nagpur bench that audit statement of receipt and payment accounts of the PM CARES Fund for 2019-20 was available on the trust's website.
- Hyderabad School Watchman Sentenced To 20 Years In Jail For The Rape Of A 9-Year-Old Student
- Nearly 600 people with their vehicles bearing caste-identifying stickers were issued challans across Noida and Greater Noida on Saturday, police said.
- The Permanent Representative of India to the UN, T S Tirumurti has announced that India has been asked to chair three important committees of the UN Security Council (UNSC), during its tenure as a non-permanent member of the powerful 15-nation UN body.
- A person seeking to avail the public bicycle sharing service was required to download applications of Mo Cycle as well as the Hexi, Yaana or Yulu.
- The citizens can contact the desk by dialling 7440006709 to receive police assistance in blocking bank accounts and mobile phone numbers of the cyber fraudsters. “Cyber fraudsters often use single SIM several times for cheating different citizens
- Three recreational parks and famous Sanjay Lake in Delhi were closed by authorities on Saturday amid an avian flu scare in the city as several birds were found dead on their premises in the last couple of days, officials said.
- Chief Minister Naveen Patnaik and Union Minister for Petroleum and Natural Gas Dharmendra Pradhan launched the Clean Bindusagar initiative on Saturday.
- Odisha government on Friday said it is taking regular surveillance measures but no case of bird flu has been detected in the state yet.
- India has consumed 17.86 million tonnes in November. The consumption in December was the highest since February 2020.
- Vistara, joint venture airline of Tata Group and Singapore Airlines, has completed six years of operation since it made its maiden flight. The carrier has kicked off its anniversary with a 48-hour ‘The Grand 6th Anniversary Sale’. The sale began at 00:01 hrs on January 8, 2021 and the offer is valid for travel between February 25 2021 and September 30, 2021.
- The company stated that users will have to agree to the new terms and policy by February 8, 2021, in order to continue using WhatsApp's service.
- More than 5.27 crore Income Tax Returns for AY 2020-21 have already been filed till 07th of January, 2021,' the Income Tax Department said in a tweet.
- Queen Elizabeth II and husband get COVID-19 vaccine in UK
- Joe Biden calls Donald Trump 'unfit' but doesn't endorse impeachment
- Google and Microsoft are among the more than 960 organizations and individuals that have donated more than $200 for President-elect Joe Biden’s inauguration
- Chief Minister Mamata Banerjee said more than two crore people have visited Duare Sarkar camps, a massive outreach programme sought to capture the last 10 year's work of the TMC government. Meanwhile, JP Nadda bats for 'ek muthhi chawal' in Burdwan, rice bowl of the state
|
782 |
Y |
|
3273 |
09-01-2021 |
English |
- Justice Jitendra Kumar Maheshwari was sworn in as the new Chief Justice of Sikkim High Court
- Indian-American Dr Raj Iyer has taken over as the first Chief Information Officer of the US Army, after the Pentagon created the position in July 2020. Dr Raj Iyer is one of the highest-ranking Indian-American civilians in the US Department of Defence.
- The GDP of India is expected to contract by 7.7 per cent in the current fiscal year 2020-21, as per the first advanced estimates released by the National Statistical Office (NSO), under the Ministry of Statistics and Programme Implementation (MOSPI) on January 07, 2021.
- President-elect Joe Biden will nominate federal appeals judge Merrick Garland to be the next U.S. attorney general. He serves as a judge on the U.S. Court of Appeals for the District of Columbia Circuit, one of 13 federal appeals courts.
- Justice Sudhanshu Dhulia appointed as Chief Justice of the Gauhati High Court informed the Ministry of Law and Justice.
- The Chief Minister of Karnataka, B.S. Yediyurappa flagged off 40 Krishi Sanjeevani vans in Bengaluru. These vans have been launched by the state Agriculture Department with Central assistance under National Krishi Vikas Yojana to take up this novel programme.
- The Reserve Bank of India (RBI) has set up an academic advisory council called ‘College of Supervisors (CoS)’ to further strengthen supervision over regulated entities. The Cos will be headed by former deputy governor N S Viswanathan and will have five other members.
- The senior-most judge of Delhi High Court, Justice Hima Kohli has been appointed as the new Chief Justice of Telangana High Court. She is the first woman to be sworn in as CJ of Telangana HC.
- Assam’s BJP-led government will gift khadi shirt, endi shawl, and endi stole to its Grade IV employees (both male and female) from this month in a phased manner.Official sources said the move was aimed at paying tributes to the Father of the Nation Mahatma Gandhi and his movement for khadi.
- The budget session of Parliament will "begin soon", Lok Sabha Speaker Om Birla said on Friday.
- Former Maharashtra DGP Subodh Kumar Jaiswal on Friday took over as the new chief of the Central Industrial Security Force (CISF) that is primarily tasked to guard major Indian civil airports and vital infrastructure in the aerospace and nuclear domain.
- The eighth round of talks between the government and representatives of protesting unions ended without any outcome on Friday and the next meeting is likely to take place on January 15, sources said.
- A National Commission for Women member -- who had triggered a massive controversy by commenting that the gang-rape and murder of a 50-year-old woman in Uttar Pradesh could have been avoided had the victim not gone out alone in the evening -- has expressed "regrets" over her remark.
- Mahinder Kaur, who was misidentified by Kangana Ranaut as "Shaheen Bagh dadi", has filed a complaint against the actor in a court in Bathinda.
- India and China have maintained communication at the ground level to avoid any "misunderstandings and misjudgments" even as discussions continue for achieving complete disengagement in all friction areas, the Ministry of External Affairs (MEA) said .
- . Movie theatres in Bengal can operate at 100 per cent occupancy (if Covid safety protocols are followed), Bengal Chief Minister Mamata Banerjee said Friday, as she inaugurated the 26th Kolkata International Film Festival
- Expressing serious concern over brutal attack by poachers on unarmed forest officials, the Supreme Court on Friday asked the state governments to follow the Assam model and provide firearms and bulletproof jackets to forest guards.
- As per APEC Climate Center outlook till June 2021, India, including Odisha, will be witnessing a dry and warmer February-April. But May and June will see rains and below normal temperatures. The El Nino Southern Oscillation (ENSO) is predicted to remain neutral in Apr –June, signalling normal Monsoon
- After a hiatus of over nine months due to the Covid-19 pandemic induced restrictions, schools for classes X and XII across Odisha reopened today with proper social distancing and all the required Covid-19 safety norms.
- Tata Power on Thursday announced that it has taken over the management and operations of Odisha’s power distribution utilities WESCO and SOUTHCO upon completion of the sale process.
|
727 |
Y |
|
3274 |
09-01-2021 |
Odia |
- ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ୧୧୦ଟି ସ୍ଥାନରେ କୋଭିଡ୍ ଟିକାର ପ୍ରାକ-ଅଭ୍ୟାସ ହୋଇଛି।
- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, କୃଷି ଆଇନ୍ଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରାଯାଇଛି କିନ୍ତୁ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ସେ କହିଛନ୍ତି, କୃଷି ଆଇନ୍ଗୁଡ଼ିକର ଉଚ୍ଛେଦକୁ ଛାଡ଼ି କୃଷକନେତାମାନେ ଯଦି ଅନ୍ୟ କୌଣସି ମତାମତ ଦିଅନ୍ତି ତେବେ ଏହା ଉପରେ ବିଚାର କରାଯିବ। କିନ୍ତୁ କୃଷକ ନେତାମାନେ କୌଣସି ବିକଳ୍ପ ନ ଦେବାରୁ ବୈଠକ ଅମିମାଂଶିତ ଭାବେ ଶେଷ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
- ଆସନ୍ତା ୧୭ ତାରିଖରୁ ଦେଶବ୍ୟାପୀ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି।
- ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ୩ଟି ସମିତିରେ ଅଧ୍ୟକ୍ଷତା କରିବ ଭାରତ। ଭାରତ ଅଧ୍ୟକ୍ଷତା କରିବାକୁ ଥିବା ଏହି ତିନି ସମିତି ହେଲା ତାଲିବାନ ପ୍ରତିବନ୍ଧ ସମିତି, ଆତଙ୍କବାଦ ନିରୋଧି ସମିତି ଏବଂ ଲିବ୍ୟା ପ୍ରତିବନ୍ଧ ସମିତି।
- ଭିଏତନାମ ଯୁଦ୍ଧର ସମ୍ବାଦଦାତା ତଥା ପୁଲିତଜର ପୁରସ୍କାର ବିଜେତା ଲେଖକ ନିଲ ସିହାନଙ୍କ ୮୪ ବର୍ଷ ବୟସରେ ତାଙ୍କ ୱାସିଂଟନସ୍ଥିତ ବାସଭବନରେ ପରଲୋକ ହୋଇଛି।
- ଟେସଲା ମୁଖ୍ୟ ଏଲନ୍ ମସ୍କ ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ସେ ପଛରେ ପକାଇ ପ୍ରଥମ ସ୍ଥାନ ଅଧୀକାର କରିଛନ୍ତି । ବିଶ୍ୱର ୧ ନମ୍ବର ଧନୀ ସ୍ଥାନ ଅଧିକାର କରିଛନ୍ତି ଆମେରିକାର ଇଲେକ୍ଟ୍ରିକ୍ ଯାନ ନିର୍ମାତା ‘ଟେସ୍ଲା’ର ମୁଖ୍ୟ ଏଲୋନ୍ ମସ୍କ | ମସ୍କ ବିଶ୍ବର ନୂଆ ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି।
- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭାଣିଜୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଚିତ୍ରା ଘୋଷଙ୍କର ୯୦ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି ।
- ୨୦୦୩ ବ୍ୟାଚ୍ ଆଇପିଏସ୍ ହିମାଂଶୁ ଲାଲଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ସହିତ ଜେଲ ବିଭାଗରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେହିପରି ଗୃହ ବିଭାଗର ଓଏସଡ଼ି ଭାବରେ କାର୍ଯ୍ୟ କରୁଥିବା ୧୯୮୬ ବ୍ୟାଚ୍ ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ କଟକ ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।
- ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଇଛି । ଆମେରିକାର ସଂସଦ (କ୍ୟାପିଟଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
- ମାଧବ ସିଂ କଂଗ୍ରେସର ଜଣେ ଟାଣୁଆ ଓ ପୁରୁଖା ନେତା ଥିଲେ । ସେ ୪ ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଶନିବାର ସେ ୯୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
- କୋଭିଡ୍ ଟିକା ବିକାଶ ଓ ପ୍ରସ୍ତୁତ କରିବାରେ ଭାରତୀୟ ଡାକ୍ତର ଓ ବୈଜ୍ଞାନିକମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଭୂୟସୀ ପ୍ରଶଂସା କରିଛନ୍ତି। ଏଥି ସହିତ ଆଗାମୀ କିଛି ଦିନ ଭିତରେ ସମସ୍ତ ଦେଶବାସୀଙ୍କ ଟିକାକରଣ ବାସ୍ତବ ରୂପ ନେବ ବୋଲି ସେ କହିଛନ୍ତି।
- ବ୍ରିଟେନ୍ରୁ ଭାରତକୁ ଆଜି ବିମାନ ଚଳାଚଳ ଆରମ୍ଭ ଆରମ୍ଭ ହୋଇଛି। ତେବେ ବ୍ରିଟେନ୍ ଫେରନ୍ତା ଯାତ୍ରୀଙ୍କ ପାଇଁ ଦିଲ୍ଲୀ ସରକାର ଏସ୍ଓପି ଜାରି କରିଛନ୍ତି।
- ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ହେବେ ବୋଲି ଚିତ୍ର ସ୍ପଷ୍ଟ ହେବା ଫଳରେ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସେନସେକ୍ସ ୬୮୯.୧୯ ପଏଣ୍ଟ ଉପରକୁ ଉଠି ୪୮,୭୮୨.୫୧ ପଏଣ୍ଟରେ ବନ୍ଦ ହୋଇଛି।
- ମହାରାଷ୍ଟ୍ରର ଭଣ୍ଡାରାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟା ସମୟରେ ଭଣ୍ଡାରା ଜିଲାରେ ଥିବା ହସ୍ପିଟାଲରେ ନିଆଁ ଲାଗି ଯିବା ଫଳରେ ୧୦ ଶିଶୁଙ୍କର ମୃତ୍ୟୁ ହୋଇ ଯାଇଛି। ଏହାସହ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
- ୨୦୩୦ ସୁଦ୍ଧା ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜିନ୍ଦଲ) ବାର୍ଷିକ ୫୦ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କରିବା ଦିଗରେ ଥିବା ଯୋଜନା ଓ ରୋଡମ୍ୟାପ୍ ଉପରେ ଶୁକ୍ରବାର ଜିନ୍ଦଲର ମୁଖ୍ୟ ନବୀନ ଜିନ୍ଦଲ ଏକ ପ୍ରେଜେଣ୍ଟେସନ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରିଛନ୍ତି।
- ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସ୍ଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗର ସଫେଇ କାର୍ଯ୍ୟ କରାଯିବ ବୋଲି ଇନ୍ଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଏନ. ଥୋରାଟ କହିଛନ୍ତି।
- ୦୧୮୯୨ ଭୁବନେଶ୍ୱର-ବାଙ୍ଗିରିପୋସି ସ୍ୱତନ୍ତ୍ର ଟ୍ରେନ ଜାନୁୟାରୀ ୧୨ରୁ ଫେବୃଆରୀ ୨୮ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୭ଘ.୩୦ମିରେ ଛାଡି ବାଙ୍ଗିରିପୋସିରେ ରାତି ୧୨ଟା.୦୫ମି.ରେ ପହଞ୍ଚିବ। ସେହିପରି ୦୧୮୯୧ ବାଙ୍ଗିରିପୋସି-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜାନୁଆରୀ ୧୩ରୁ ମାର୍ଚ୍ଚ ୧ ମଧ୍ୟରେ ବାଙ୍ଗିରିପୋସିରୁ ପ୍ରତିଦିନ ଭୋର ୪ଟା୨୦ମିରେ ଛାଡି ପୂର୍ବାହ୍ନ ୧୦ ଘଟିକାରେ ଭୁବନେଶ୍ୱରରେ ପହଞ୍ଚିବ।
- ଆତଙ୍କବାଦୀଙ୍କ ଲାଗି ପାଣ୍ଠି ଯୋଗାଣ ଅଭିଯୋଗରେ ଗତ ୨ ତାରିଖରେ ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧ ବିଭାଗ (ସିଟିଡି) ଦ୍ୱାରା ଗିରଫ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ଜାକିର ରେହମନ ଲକଭିକୁ ଶୁକ୍ରବାର ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ୧୫ବର୍ଷ କାରାଦଣ୍ଡାଦେଶ ଶୁଣାଇଛି।
- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂରେ ଜାଡେଜା ୪ଟି ୱିକେଟ ନେଇଥିବାବେଳେ ବ୍ୟାଟିଂରେ ଶୁବମାନ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ।
- ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯,୩୫୫,୯୧୯ ; ସୁସ୍ଥ ୬୪,୦୦୮,୦୧୮; ମୃତ୍ୟୁ ସଂଖ୍ୟା ୧,୯୨୨,୦୫୩
|
674 |
Y |
|
3275 |
08-01-2021 |
English |
- Hundreds of President Donald Trump's supporters stormed the U.S. Capitol on Wednesday in a stunning bid to overturn his election defeat. But after hours of chaos in which police battled to regain control, lawmakers returned to Congress to begin certifying Democratic President-elect Joe Biden's victory.
- CM Amarinder also launched BASERA for slum dwellers, Smart Metering for power consumers, 2500 cricket kits for youth and E-Daakhil portal for ease of consumers.
- India's COVID-19 caseload rose to 1,03,95,278 with 20,346 new infections being reported in a day, while the number of recoveries surpassed one crore, according to data updated by the Union health ministry on Thursday.The death toll increased to 1,50,336 as 222 people succumbed to the disease in a span of 24 hours, the data updated at 8 am showed.
- Around 55 per cent people above the age of 60 years suffer from a chronic disease, according to the wave one of the Longitudinal Ageing Study in India (LASI) released on Wednesday
- An India-funded free ambulance service is playing a vital role in Sri Lanka’s Covid-19 response.
- Japan declares state of emergency for Tokyo area as COVID-19 cases surge. Tokyo cases at 2,447, surging past previous daily record; measures to be limited vs state of emergency last spring
- According to recent study poor air quality is associated with a considerable proportion of pregnancy loss in India, Pakistan, and Bangladesh.It is the first study to estimate the effect of air pollution on pregnancy loss across the region.
- 75% of the elderly people suffer from one or the other chronic disease. 40% of the elderly people have one or the other disability and 20% have issues related to mental health.
- Putting an end to the long wait over the contentious issue of reduction of fees by private schools due to the Covid-19 pandemic situation, as demanded by parents’ bodies across the State, the Orissa High Court on Thursday made it clear that the reductions would be made as per the recommendations of a high power committee that had been constituted for the purpose.
- As per the IT returns filed by the Party before the Election Commission of India (ECI), BJD had stated that the party had received a total of Rs 28.2 crore as political donations in the fiscal year 2019-20
- The Standing Committee of National Board of Wildlife(SC-NBWL) in its 60th meeting held recently has approved the advisory for management of Human-Wildlife Conflict(HWC) in the country. The advisory envisages empowering gram panchayats in dealing with the problematic wild animals as per the section 11 (1) (b) of Wild Life (Protection) Act, 1972.
- Avian Influenza (AI) viruses have been circulating worldwide for centuries with four known major outbreaks recorded in the last century. India notified the first outbreak of avian influenza in 2006. Central government on Wednesday assured that no infection has yet been reported in humans and that there is no direct evidence that the avian influenza virus transmits to humans via consumption of contaminated poultry products.
- Railways extends to 9-months time to claim refunds for trains cancelled from Mar 21-Jun 31 last year
- Telangana got its first woman chief justice after Justice Hima Kohli was sworn in as the new Chief Justice of the Telangana High Court on Thursday.
- Rao, 80, an accused in the Elgar Parishad-Maoist links case, was admitted to Nanavati Hospital in the city owing to his health issues in November following the court's orders.
- India's recoveries are the highest in the world. The gap between active cases and recovered cases is continuously increasing and stands at 97,88,776, the ministry highlighted.
- The Navratna Central Public Sector Enterprise (CPSE) Nalco will invest around Rs 30,000 crore for expansion and diversification by 2027-28, said Union Minister for Coal and Mines Pralhad Joshi.
- Worried over the spate in cyber frauds, the Commissionerate Police on Thursday launched a special helpdesk and helpline number to initiate immediate action against the offenders. People can lodge their complaints or seek help by calling the Helpline number -700-000-6709.
- The second phase dry run of the COVID-19 vaccine will be conducted in Odisha on January 8 (tomorrow), said Additional Chief Secretary, PK Mohapatra on Thursday.
- The Odisha Medical Services Association (OMSA) has reiterated its demand for reduction of retirement age of healthcare professionals from 65 to 62 apart from the government nod for voluntary retirement from service.
|
928 |
Y |
|
3276 |
08-01-2021 |
Odia |
- ଗୋଟିଏ ପଟେ ହିଂସାକାଣ୍ଡ ଜାରି ରହିଥିବା ବେଳେ ଅନ୍ୟ ପଟେ ଆମେରିକା କଂଗ୍ରେସ ଜୋ ବାଇଡେନ୍ଙ୍କ ବିଜୟ ଉପରେ ମୋହର ଲଗାଇଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ହେବା ପାଇଁ ମୋଟ ୨୭୦ ଇଲେକ୍ଟୋରାଲ ଭୋଟ ଦରକାର ଥିବାବେଳେ ଜୋ ବାଇଡେନଙ୍କୁ ମିଳିଛି ମୋଟ ୩୦୬ ଭୋଟ । ଆମେରିକା କଂଗ୍ରେସ ମଞ୍ଜୁରୀ ଦେବା ପରେ ଜୋ ବାଇଡେନ ବିଧିବଦ୍ଧଭାବେ ରାଷ୍ଟ୍ରପତି ହେବେ ।
- ଭାରତରୁ ପ୍ରାୟ ୧.୫ ମିଲିୟନ ଟିକା ନେବାକୁ ଯୋଜନା କରୁଛି ଦକ୍ଷିଣ ଆଫ୍ରିକା । ସେରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ହେଉଥିବା ଭ୍ୟାକସିନ୍ କୋଭିସିଲ୍ଡ ପାଇଁ ଭାରତ ସରକାରଙ୍କ ଆଲୋଚନା କରାଯାଇଛି ।
- ଆମେରିକା କ୍ୟାପିଟଲ ଉପରେ ତାଙ୍କ ସମର୍ଥକଙ୍କ ଆକ୍ରମଣ ଘଟଣାର ଚର୍ଚ୍ଚା ନ ଥମୁଣୁ ଇରାକର ଏକ କୋର୍ଟ ଟ୍ରମ୍ପଙ୍କ ଗିରଫ ଲାଗି ୱାରେଣ୍ଟ ଜାରି କରିଥିବା ଜଣାପଡିଛି।
- ମନ୍ଦିର ନିର୍ମାଣ ପାଇଁ ଆରଏସଏସ ଦେଶର ୫ ଲକ୍ଷ ଗାଁ ବୁଲିବା ସହିତ ପ୍ରାୟ ୧୦ କୋଟି ପରିବାରରୁ ଚାନ୍ଦା ଆଦାୟ କରିବ ।
- ପଡୋଶୀ ଦେଶ ଭାରତ ଠାରୁ କୋଭିଡ୍ ଭ୍ୟାକସିନ ନେବାକୁ ଏକ ଚୁକ୍ତି ସ୍ବାକ୍ଷର ହୋଇଥିବା କହିଛନ୍ତି ମିଆଁମାର ଷ୍ଟେଟ୍ କାଉନସିଲର ଅଙ୍ଗ୍-ସାନ୍-ସୁ-କ୍ୟୁଇ ।
- ସମୁଦ୍ରରେ ଚୀନର ପ୍ରତିଟି ଚାଲ୍କୁ ମାତ୍ ଦେବା ଲାଗି ଆମେରିକା ଓ ଜାପାନ, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀ ପରି ଶକ୍ତିଶାଳୀ ଦେଶକୁ ଦକ୍ଷିଣ ଚୀନ ସାଗରରେ ଆମନ୍ତ୍ରିତ କରିଛନ୍ତି। ଅନ୍ୟପଟେ ଚୀନ ଦ୍ରୁତ ଗତିରେ ନିଜ ସେନାର ଆଧୁନିକିକରଣ କରିବାରେ ଜୁଟି ଯାଇଛି। ଯାହା ଜରିଆରେ ସେ ନିଜର ସମୁଦ୍ର କ୍ଷେତ୍ର ଏବଂ କ୍ଷେତ୍ରୀୟ ମହତ୍ଵକାଂକ୍ଷାକୁ ପୂରା କରିବାକୁ ଚାହୁଁଛି।
- ଭାରତ ବାୟୋଟେକ୍ ଦେଶରେ ଜଲଦି ନାଜାଲ ଭ୍ୟାକସିନର ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି। ନାଗପୁରରେ ଏହି ଭ୍ୟାକସିନର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ନାଜାଲ ଭ୍ୟାକସିନକୁ ନାକ ଜରିଆରେ ଦିଆଯାଉଥିବା ବେଳେ ଏ ପର୍ଯ୍ୟନ୍ତ ଭାରତରେ ମଞ୍ଜୁରୀ ମିଳିଥିବା ଦୁଇଟି ଭ୍ୟାକସିନକୁ ହାତରେ ଇଞ୍ଜେକ୍ସନ ଜରିଆରେ ଦିଆଯାଏ।
- ୫.୫କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା। କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କ ଦ୍ବାରା ସେ ଠକାମିର ଶିକାର ହୋଇଥିବା ଜଣାପଡ଼ିଛି।
- ଜେଇଇ ଆଡଭାନ୍ସଡ ପରୀକ୍ଷା ଆସନ୍ତା ଜୁଲାଇ ୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି ।
- ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ପରାଜୟକୁ ସ୍ବୀକାର କରିଥିବା ଜଣାପଡ଼ିଛି। ସେ କହିଛନ୍ତି, ‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି,
- ଗୁରବାର ଦିନ ଦେଶରେ କୋଭିଡ୍-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ନିୟୁତ ଟପିଯାଇଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨୦,୩୪୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୩୯୫, ୨୭୮ରେ ପହଞ୍ଚିଛି।
- ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍, କ୍ରୀଡ଼ା ସଂଗଠକ ତଥା ଭାରତୀୟ ଗେଟ୍ବଲ୍ ଦଳର ପୂର୍ବତନ ଅଧିନାୟକ ମରୋରଂଜନ ମିଶ୍ରଙ୍କୁ ମିଳିଛି ‘ଡକ୍ଟର ଅଫ ସ୍ପୋର୍ଟସ୍’ ସମ୍ମାନ। ପୁଡୁଚେରୀସ୍ଥିତ ଗ୍ଲୋବାଲ୍ ହ୍ୟୁମାନ ପିସ୍ ୟୁନିଭର୍ସିଟି ମନୋରଂଜନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ‘ଡକ୍ଟର ଅଫ୍ ସ୍ପୋର୍ଟସ’ ପ୍ରଦାନ କରିଛି।
- ଅଷ୍ଟ୍ରେଲିଆକୁ ଗାଦିଚ୍ୟୁତ କରି ନ୍ୟୁଜିଲାଣ୍ଡ୍ ଆଇସିସି ଟେଷ୍ଟ୍ ଦଳଗତ ମାନ୍ୟତାରେ ଏକ ନମ୍ବର ସ୍ଥାନ ଦଖଲ କରିନେଇଛି।
- ଆସନ୍ତା ୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ନାଲକୋ ନିଜର ସଂପ୍ରସାରଣ ଓ ବିବିଧକରଣ କାର୍ଯ୍ୟରେ ପ୍ରାୟ ୩୦ ହଜାର କୋଟିର ପୁଞ୍ଜି ନିବେଶ କରିବ ବୋଲି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।
- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଫି’ ହ୍ରାସ ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲା । ଏଥିରେ ଆବାସିକ ବିଦ୍ୟାଳୟଗୁଡ଼ିକର ଫି ସର୍ବାଧିକ ୩୦% ହ୍ରାସ ନିମନ୍ତେ ସୁପାରିସ କରାଯାଇଥିଲା । ବାର୍ଷିକ ୧ ଲକ୍ଷ ଟଙ୍କା ବା ତହିଁରୁ ଅଧିକ ସ୍କୁଲ ଫି ନେଉଥିବା ଘରୋଇ ସ୍କୁଲ ଫି’ ୨୬% ଛାଡ଼ କରିବାକୁ କମିଟି ପ୍ରସ୍ତାବ ଦେଇଥିଲା । ସେହିପରି ବାର୍ଷିକ ୭୨ ହଜାରରୁ ୧ ଲକ୍ଷ ଟଙ୍କା ନେଉଥିବା ସ୍କୁଲ ଫି ୨୫%, ବାର୍ଷିକ ୪୮ହଜାରରୁ ୭୨ ହଜାର ଟଙ୍କା ପର୍ଯ୍ୟନ୍ତ ଫି ନେଉଥିବା ସ୍କୁଲଗୁଡ଼ିକ ୨୦%, ବାର୍ଷିକ ୨୪ ହଜାରରୁ ୪୮ ହଜାର ଟଙ୍କା ପର୍ଯ୍ୟନ୍ତ ଫି ସଂଗ୍ରହ କରୁଥିବା ସ୍କୁଲ ୧୫%, ସେହିପରି ଅଭିଭାବକଙ୍କଠାରୁ ବାର୍ଷିକ ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ଫି ଆଦାୟ କରାଯାଉଥିଲେ ୧୨% ଏବଂ ବାର୍ଷିକ ୬ ହଜାରରୁ ୧୨ ହଜାର ଟଙ୍କା ସ୍କୁଲ ଫି କ୍ଷେତ୍ରରେ ୭.୫% ସ୍କୁଲ ଫି ଛାଡ଼ କରିବାକୁ ପ୍ରସ୍ତାବ ରହିଥିଲା। ତେବେ ବାର୍ଷିକ ୬ ହଜାର ଟଙ୍କା ସ୍କୁଲ ଫି ଦେଉଥିବା ଅଭିଭାବକଙ୍କୁ ଏଥିରେ କୌଣସି ଛାଡ଼ର ବ୍ୟବସ୍ଥା ହୋଇ ନ ଥିଲା ।
- ସାଇବର ଠକେଇ ରୋକିବାକୁ ହେଲ୍ପ ଡେସ୍କ ଆରମ୍ଭ, ଠକେଇର ଶିକାର ହେଲେ ୧ ଘଣ୍ଟା ମଧ୍ୟରେ ୭୪୪୦୦୦୬୭୦୯ ନମ୍ବରକୁ ଜଣାଇବା ପାଇଁ ପରାମର୍ଶ
- ବନ୍ୟଜନ୍ତୁ ସଂରକ୍ଷଣ ଆଇନ-୧୯୭୨ ଅନୁସାରେ ଯେଉଁ ବନ୍ୟଜନ୍ତୁମାନେ ଜନବସତି ଅଞ୍ଚଳରେ ଉପଦ୍ରବ କରୁଛନ୍ତି, ସେମାନଙ୍କର ମୁକାବିଲା ପାଇଁ ଏହି ପରାମର୍ଶ ସୂଚୀରେ ଗ୍ରାମ ପଞ୍ଚାୟତଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇଛି।
- ନିର୍ବାଚନ କମିଶନ୍ ବିହାରର ଖାଲି ପଡ଼ିଥିବା ଦୁଇଟି ବିଧାନ ପରିଷଦ ଆସନ, ଆନ୍ଧ୍ରପ୍ରଦେଶର ଗୋଟିଏ ଆସନ ଓ ଉତ୍ତରପ୍ରଦେଶର ୧୨ଟି ଆସନ ପାଇଁ ନିର୍ବାଚନ ସକାଶେ ଆସନ୍ତା ୧୧ ତାରିଖରେ ବିଜ୍ଞପ୍ତି ଜାରି କରିବ।
- ୫ ଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିଛନ୍ତି। ଗତ ଶନିବାର ସାମାନ୍ୟ ହୃଦଘାତ ଯୋଗୁ ସୌରଭଙ୍କୁ କଲକାତାସ୍ଥିତ ଉଡ୍ଲାଣ୍ଡ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
- ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କରାଯିବ ଏବଂ ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
|
697 |
Y |
|
3277 |
07-01-2021 |
English |
- British PM Boris Johnson has cancelled his planned India visit later this month to be chief guest at the Republic Day celebrations due to the grim Covid-19 situation in Britain
- Amidst scare over new strain of Coronavirus in the country, Odisha on 06.01.21 registered zero deaths due to the deadly virus for the first time after six months. “There are no COVID deaths in the State in the last 24 hours,” informed the State Health and Family Welfare Department today.
- The 25th High Level Clearance Authority (HLCA) chaired by Chief Minister Naveen Patnaik today issued an in-principle approval to three major industrial projects to the tune of Rs 5,358.24 Crore in the metal and metal downstream, cement and refinery and petrochemicals sectors.
- SC to take up PILs against farm laws, farmers' protest on Jan 11; Attorney General and Solicitor General say it won't be advisable to take up the matter immediately
- The Supreme Court Wednesday refused to entertain a plea seeking a direction to the poll panel to stop using electronic voting machines (EVMs) in elections by asking that the high court should be approached first.
- A total of 460 Left Wing Extremists, also called Naxals, have been killed by security forces in the country since 2018, an RTI response has revealed. During the same period, 161 security force personnel laid down their lives in the line of duty.
- The Mumbai Police on Wednesday told the Bombay High Court that “some evidence” was found against Republic TV and its editor-in-chief Arnab Goswami in the Television Rating Points (TRP) scam case, and therefore, it did not want to continue granting them any protection from any coercive action.
- With schools in the State set to reopen for Classes-X and XII students on January 8, School and Mass Education Minister Samir Ranjan Dash on Tuesday said the syllabus, which has been slashed by 30 per cent, would not be reduced further
- As many as 89 complaints, including three against Members of Parliament (MPs), were received by anti-corruption ombudsman Lokpal between April and December 2020, according to official data.
- Schools in Punjab will reopen 07.01.21 only for students from Class 5 to 12, the state government said today in a statement. The schools can work from 10 am to 3 pm, Punjab Education Minister Vijay Inder Singla said in the statement.
- The Supreme Court has expressed its exasperation at the inability of the virtual court system to work satisfactorily in the top court, saying it is becoming very difficult to continue with the proceedings in an appropriate manner.
- Gulf states signed a ‘solidarity and stability’ deal at the 41st Gulf Cooperation Council (GCC) summit held in Al Ula, Saudi ArabiaThe Ministry of Railways has launched an exclusive portal to promote and develop the railways’ freight business - Freight Business Development Portal.
- Iran has resumed enriching uranium up to 20% in violation of the 2015 nuclear deal and also seized a South Korean-flagged tanker near the crucial Strait of Hormuz.
- The Ministry of Ports, Shipping and Waterways is starting the ambitious Project of Sagarmala Seaplane Services (SSPS) with potential airline operators.
- The Directorate of Education has issued a circular asking schools to follow the new ‘School Bag Policy, 2020’ released by the National Council of Educational Research and Training (NCERT).
- The Supreme Court on Wednesday agreed to examine the constitutional validity of a spate of laws enacted by States such as Uttar Pradesh and Uttarakhand that criminalise religious conversion via marriage and mandate prior official clearance before marrying into another faith.
- Centre has given additional financial assistance of ₹1,004 crore to Madhya Pradesh and Andhra Pradesh for capital expenditure after they completed three out of the four citizen-centric reforms.
- The U.S. has cooperated with India to counter ‘aggressive’ Chinese actions at the Line of Actual Control, confirmed its Ambassador Kenneth Juster, saying it was for the Indian government to give details of the nature of military cooperation during the ongoing eight-month standoff between the Indian Army and the People’s Liberation Army
- The bank accounts of Reliance Communication, Reliance Telecom and Reliance Infratel -- all owned by Anil Ambani -- have been classified as "fraud" the State Bank of India has told the Delhi High Court, opening up possibilities of a probe by the Central Bureau of Investigation
- Union Minister Piyush Goyal on Wednesday said he looks positively at the ongoing discussions with farmer unions as an opportunity to explain to them the benefits from the new laws against which they are protesting.
|
915 |
Y |
|
3278 |
07-01-2021 |
Odia |
- ଜାନୁଆରି ୮ ତାରିଖ ଦିନ କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଆଲୋଚନା ଲାଗି ପରବର୍ତ୍ତୀ ବୈଠକ ବସିବ। ତେବେ ଏ ମଧ୍ୟରେ ଆଜି କୃଷକ ଆନ୍ଦୋଳନ ସଂକ୍ରାନ୍ତରେ ଉଦ୍ବେଗ ପ୍ରକାଶ କରିବା ସହ ନୂଆ କୃଷି ଆଇନକୁ ଚାଲେଞ୍ଜ କରି ଆଗତ ସମସ୍ତ ଆବେଦନର ଶୁଣାଣି ଜାନୁଆରି ୧୧ ତାରିଖ (ସୋମବାର) ଦିନ କରିବେ ବୋଲି ବୁଧବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି।
- ୪୨ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ନୂତନ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏ ଖରା-ବର୍ଷା-ଶୀତ ସହି ଆମେ ଆନ୍ଦୋଳନ କରିବୁ ବୋଲି ସ୍ପଷ୍ଟ କରି ସାରିଛନ୍ତି ଆନ୍ଦୋଳନରତ ଚାଷୀ। ଶୀତ ସାଙ୍ଗକୁ ଦିଲ୍ଲୀରେ ହୋଇଥିବା ବର୍ଷା ମଧ୍ୟ ଚାଷୀଙ୍କ ମନୋବଳକୁ ଭାଙ୍ଗିପାରି ନାହିଁ।
- ଟିଆରପି ଅନିୟମିତତା ମାମଲାରେ ବମ୍ବେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏଥିରେ ମୁମ୍ବାଇ ପୋଲିସ ରିପବ୍ଲିକ ଟିଭି ଓ ଏହାର ଏଡିଟର-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବାର କୋର୍ଟଙ୍କୁ କହିଛନ୍ତି।
- ଦିଲ୍ଲୀ ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗ ହାଲୁକା କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସରକାର ଏହି ନିର୍ଦ୍ଦେଶନାମା ସ୍କୁଲ ବ୍ୟାଗ ପଲିସି ୨୦୨୦ ଅନୁଯାୟୀ ଜାରି କରିଛନ୍ତି।
- ନିୟନ୍ତ୍ରଣ ରେଖା (ଏଲ୍ଓସି) ଦେଇ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିବାକୁ ୪୦୦ ଆତଙ୍କବାଦୀ ଅପେକ୍ଷାରେ ଥିବା ସୂଚନା ମିଳିଛି।
- ଗୁଜୁରାଟର ବନାସକଣ୍ଠା ଜିଲ୍ଲାର ନଗାନା ଗ୍ରାମରେ ୬୨ବର୍ଷୀୟ ନାଭାଲବେନ୍ ନାମକ ଜଣେ ବୃଦ୍ଧା ବସବାସ କରନ୍ତି। କରୋନା ଲକଡାଉନ୍ ସମୟରେ ସେ ନିଜ ଶକ୍ତି ସାମର୍ଥ୍ୟରେ ପଶୁପାଳନ କରି ଦୁଗ୍ଧ ଉତ୍ପାଦନ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୨୦ରେ ନାଭାଲବେନ୍ ଏକକୋଟି ୧୦ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରି କୀର୍ତ୍ତି ଅର୍ଜନ କରିଛନ୍ତି।
- ଭାରତରେ ବ୍ରିଟେନ ଷ୍ଟେନ କରୋନା ଭୁତାଣୁ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସଂଧ୍ୟାରେ ସୂଚନା ଦିଆଯାଇଛି ।
- ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ୫୩୫୮ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଥିବାବେଳେ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ପ୍ରାୟ ୧ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି ।
- ରାମଚନ୍ଦ୍ର ଫୋନ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ ପେକୁ ଯାଇ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଉପରେ କ୍ଲିକ କରିଥିଲେ । ଚାହୁଁ ଚାହୁଁ ହଠାତ ଫୋନ ହ୍ୟାଙ୍ଗ ହୋଇଯାଇଥିଲା ଏବଂ ଗୁଗୁଲ ପେ ସହିତ ଲିଙ୍କ ଥିବା ୩ଟି ଆକାଉଂଟରୁ କଟିଯାଇଥିଲା ୫୩ ହଜାର ଟଙ୍କା । ତା’ପରେ ରାମଚନ୍ଦ୍ର ଜାଣିପାରିଥିଲେ ଯେ, ତାଙ୍କ ସହିତ ଠକେଇ ହୋଇଛି ।
- ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀ ତଳକୁ ଖସିଥିବା ବେଳେ ବିଶ୍ୱର ଶୀର୍ଷ ୧୦ ଧନିକଙ୍କ ସୂଚୀରୁ ମଧ୍ୟ ବାଦ ପଡିଛନ୍ତି।
- ସ୍କୁଲ ଖୋଲିବା ପ୍ରସଙ୍ଗରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସର୍ଭେରୁ ସ୍ପଷ୍ଟ ହୋଇଛି ପିଲାଙ୍କ ମତ । ୮୫ ପ୍ରତିଶତ ଛାତ୍ରଛାତ୍ରୀ ଚାହାନ୍ତି ସ୍କୁଲ ଖୋଲୁ। ସ୍କୁଲ ଖୋଲିବା ପୂର୍ବରୁ ୩ଟି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ । ମାସ୍କ, ହାତ ଧୋଇବା ଓ ଥର୍ମାଲ ସ୍କ୍ରିନିଂ ଉପରେ ଗୁରୁତ୍ୱ ଦେବା ଲାଗି ସୁପାରିସ କରିଛି ଆୟୋଗ।
- ଓଡ଼ିଶାକୁ ସିଧା ଯୋଗାଣକାରୀ କମ୍ପାନିରୁ ଆସିବ କରୋନା ଟିକା। ଏ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଖୁବ୍ ଶୀଘ୍ର ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟ ଯୋଗାଣରେ ସିଧା ଯୋଗାଣକାରୀ କମ୍ପାନିରୁ କୋଭିଡ୍-୧୯ ଟିକା ଆସିବ
- ୨୦୨୧ ବର୍ଷ ଆରମ୍ଭରୁ ସେଣ୍ଟ୍ରାଲ୍ ମିଲିଟାରୀ କମିଶନ (ସିଏମସି) ର ଚେୟାରମ୍ୟାନ୍ ଭାବରେ ତାଙ୍କର ପ୍ରଥମ ଆଦେଶରେ ସି ଜିଙ୍ଗପିଙ୍ଗ କହିଛନ୍ତି ଯେ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ।
- କ୍ୟାବିନେଟ୍ ବୈଠକରେ ଭାରତ ଓ ଜାପାନ୍ ମଧ୍ୟରେ ଏକ ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷରକୁ ଅନୁମୋଦନ କରାଯାଇଛି। ସ୍ୱତନ୍ତ୍ର କୁଶଳୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବ୍ୟବସ୍ଥାର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଏକ ମୌଳିକ ଭାଗିଦାରୀ ଢାଞ୍ଚା ସ୍ଥାପନ ଲାଗି ଦୁଇ ଦେଶ ଏହି ବୁଝାମଣା ସହଯୋଗ ପତ୍ର ସ୍ୱାକ୍ଷର କରିଛନ୍ତି।
- ଓଡ଼ିଶାରେ ଜନ୍ମିତ ବରିଷ୍ଠ ଭାରତୀୟ ମହାକାଶ ବିଜ୍ଞାନୀ ତପନ ମିଶ୍ରଙ୍କୁ ୨୦୧୭ ମସିହା, ମେ’ ୨୩ରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟାଳୟରେ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଥିଲ। ପଦୋନ୍ନତି ପାଇଁ ସେ ସାକ୍ଷାତକାର ଦେବାକୁ ଯାଇଥିବା ବେଳେ ସେଠାରେ ତାଙ୍କ ଖାଦ୍ୟରେ ଆର୍ସେନିକ୍ ଟ୍ରାଇଅକ୍ସାଇଡ୍ ନାମକ ଏକ ରଙ୍ଗହୀନ, ସ୍ବାଦହୀନ ମାରାତ୍ମକ ରସାୟନିକ ଦ୍ରବ୍ୟ ମିଶାଇ ଦିଆଯାଇଥିଲା। ଏକଥା ଖୋଦ୍ ଶ୍ରୀ ମିଶ୍ର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି।
- ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରୁ ମାଲକାନଗିରି ଅଷ୍ଟମ ସ୍ଥାନରେ ରହିଛି।ଏହି ମାନ୍ୟତା ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଝାଡ଼ଖଣ୍ଡର ରାମପୁର ଜିଲ୍ଲା।
- ଗତ ୧ ତାରିଖରେ କର୍ଣ୍ଣାଟକରେ ସ୍କୁଲ୍ ଖୋଲିବାପରେ ୫୦ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ରାଜ୍ୟରେ ଅନେକ ସ୍କୁଲ୍ ବନ୍ଦ ରହିଛି। ବେଲଗଭିରେ ୨୨ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇ ଏବେ କ୍ବାରାଣ୍ଟିନ୍ରେ ଅଛନ୍ତି।
- ଭାରତରେ ଦୁଇଟି କରୋନା ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି। ଚଳିତ ମାସରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ମାତ୍ର ଏହା ମଧ୍ୟରେ ଏକ ସର୍ଭେ ପ୍ରକାଶ ପାଇଛି। ସର୍ଭେ ଅନୁଯାୟୀ ୬୯ ପ୍ରତିଶତ ଭାରତୀୟ କରୋନା ଟିକା ଲଗାଇବା ନେଇ ପଛଘୁଞ୍ଚା ଦେଉଛନ୍ତି।
- ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।
- ୧୫ ଜାନୁଆାରୀରୁ ଭାରତରେ Vaio ଲ୍ୟାପଟପ୍ ଲଞ୍ଚ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। Vaio ଲ୍ୟାପଟପ୍ ଇ-କମର୍ସ ଓ୍ବେବସାଇଟ୍ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ।ପୂର୍ବରୁ Sony Vaio ଥିଲା। କିନ୍ତୁ ସୋନି ନିଜର ପିସି ବ୍ୟବସାୟ ବିକ୍ରି କରିଦେବା ପରେ Vaio ସ୍ବତନ୍ତ୍ର ଭାବେ ଲ୍ୟାପଟପ୍ ବିଜନେସ୍ ଆରମ୍ଭ କରିଥିଲା।
|
630 |
Y |
|
3279 |
06-01-2021 |
English |
- The Supreme Court on Tuesday cleared the Central Vista Redevelopment Project that included construction of a new Parliament Building and a common Central Secretariat, with certain conditions
- The Cabinet Committee on Parliamentary Affairs (CCPA) on Tuesday recommended that the Budget Session of Parliament be held from January 29. The first part of the session from January 29 to February 15 and the post-recess part from March 8 to April 8. The Union Budget is to be presented on February 1.
- US President Donald Trump on Tuesday ordered a ban on Alipay, WeChat Pay and other apps linked to Chinese companies, saying they could route user information to the government in Beijing.
- Covid-19 patients should take two doses of the Pfizer and BioNTech vaccine within a period of 21-28 days, the World Health Organization said on Tuesday as many countries grappled with a more highly infectious coronavirus variant.
- India’s covid-19 vaccination programme, what Prime Minister Narendra Modi said is going be the largest in the world, will be rolled out by January 13, centre said on Tuesday.
- Prime Minister Narendra Modi on Tuesday said work is on to set up 16,000 km of new gas pipeline network in the country, and it will be completed over the next four to six years.
- The Bombay High Court’s Aurangabad Bench has allowed a transgender to contest village panchayat polls in women’s category, saying that such persons have the right to “self-perceived gender identity”.
- In yet another example of shattering of the proverbial glass ceiling, the first batch of over 100 women disaster combatants and rescuers has been inducted in the country's federal calamity force NDRF.
- The movie lovers have something to cheer as cinema halls and movie theatres are all set to reopen in Odisha from January 8 after the State government has given a go ahead with conditions of strict Covid guidelines.
- India’s first-of-its-kind ‘Fire Park’ was on Tuesday inaugurated in Bhubaneswar by Chief Minister Naveen Patnaik aimed at creating awareness on fire safety measures. The fire park which has been set up on the premises of Odisha Fire & Disaster Response Academy (OFDRA) in Baramunda area of the capital city, will open every Saturday for the public from 3:30 PM to 5 PM.
- Amid apprehensions over hike in rail passenger fare from January 6, 2021, the Indian Railways on Tuesday rubbished such news reports stating that there is no such proposal to increase the railway fare as of now.
- Sixty-nine per cent parents said given the current trends and situation with COVID, schools in India should start from April 2021 or after, when the next academic year begins, as many feared to send their children to school amid the outbreak. Further, 23 per cent said it should start from January,” the survey conducted by online platform Localcircles said.
- India and Israel have successfully tested a Medium-Range Surface-to-Air Missile (MRSAM) defence system jointly developed by the two countries in a boost to their combat capabilities aimed at providing ultimate protection from enemy aircraft.
- The world is in pursuit of affordable, durable and usable products, and a huge market, both domestically and globally, is waiting to be tapped, Prime Minister Narendra Modi said on Tuesday, asserting that India wants to make products that are of good quality and are admired globally.
- More than 3,71,500 babies were born worldwide on New Year's Day and India is estimated to have recorded the highest number of births at around 60,000, according to the UN.
- Now on, the transport or private vehicles, tractors, construction or school buses visiting Odisha can pay taxes, permit fees from the online portal, parivahan.gov.in.
- Officials are on a high alert after lakhs of poultry and migrant birds died due to two strains of bird flu – H5N1 and H5N8 – across Haryana, Himachal Pradesh, Rajasthan, and Madhya Pradesh in the past one month.
- Devotees to the Kamakhya temple will now not be required to a carry a Covid-19 negative report.
- India is likely to finalise in the next few months a mega deal to procure 56 transport aircraft for the Indian Air Force at a cost of USD 2.5 billion, official sources said on Tuesday.
- The TMC urged Lok Sabha Speaker Om Birla to disqualify party MP Sunil Kumar Mondal, who switched sides to the BJP in December.
|
709 |
Y |
|
3280 |
06-01-2021 |
Odia |
- ଆମେରିକାର ଏକ ହସ୍ପିଟାଲରେ କାମ କରୁଥିବା ଜଣେ ସ୍ୱାସ୍ଥ୍ୟକର୍ମୀ ୫୦୦ରୁ ଅଧିକ କରୋନା ଭାକସିନକୁ ନଷ୍ଟ କରି ଦେଇଛନ୍ତି । ଏହି ଭାକସିନ୍ ମାନବସମାଜ ପାଇଁ କ୍ଷତିକାରକ ବୋଲି ତାଙ୍କୁ ଲାଗୁଥିଲା । ଲୋକଙ୍କର ଡିଏନଏରେ ପରିବର୍ତ୍ତନ ହୋଇଯିବ ବୋଲି ସେ ଭାବୁଥିଲେ । ତେଣୁ ସେ ଏପରି କରିଛନ୍ତି । ଏହି ଘଟଣା ପରେ ୪୬ ବର୍ଷୀୟ ଷ୍ଟିଭେନ୍ ବ୍ରାଣ୍ଡବର୍ଗଙ୍କୁ ଗିରଫ କରାଯାଇଛି
- ଗତ ୯ ବର୍ଷରେ ଦେଶର ବିଭିନ୍ନ ଭାଗରେ ଏପର୍ଯ୍ୟନ୍ତ ୪୯ ଥର ଭୂତାଣୁ ସଂକ୍ରମଣ ହେଲାଣି। ତେବେ ପ୍ରଥମ ଥର ରାଜସ୍ଥାନରେ ଏହି ଭୂତାଣୁ ମିଳିବା ପ୍ରଶାସନକୁ ଚକିତ କରିଛି। ଭୂତାଣୁ ସଂକ୍ରମଣ ଯୋଗୁ ରାଜସ୍ଥାନରେ ଏପର୍ଯ୍ୟନ୍ତ ୫୨୨ଟି ପକ୍ଷୀ ପ୍ରାଣ ହରାଇଛନ୍ତି।
- ଭୁବନେଶ୍ୱର: କାନ୍ସ୍ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ୍ ଚଳଚ୍ଚିତ୍ର ‘ସିଲ୍ଭର୍ ଗାନ୍ଧୀ’କୁ ମିଳିଛି ପ୍ରଥମ ପୁରସ୍କାର। ସାଇରାମ ଗାନ୍ଧୀ ନାମରେ ଓଡ଼ିଶାରେ ଲୋକପ୍ରିୟ ମୋହନ ମହାପାତ୍ରଙ୍କ ଉପରେ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ।।
- ହିସାବ କହୁଛି ନୂଆ ବର୍ଷର ପ୍ରଥମ ଦିନରେ ଭାରତେ ୬୦,୦୦୦ ନବଜାତକଙ୍କ କୂଆଁ କୂଆଁ ଶୁଭିଛି ।
- ୫୦ ହଜାର ଟଙ୍କା ପୁଞ୍ଜିରୁ ଏବେ ବାର୍ଷିକ ଆୟ ୫ କୋଟି, ୬୦ରୁ ଅଧିକ ଶିକ୍ଷିତ ଯୁବକଯୁବତୀଙ୍କୁ ମିଳିଛି ନିଯୁକ୍ତି ।
- ଅଗ୍ନିଶମ ସେବା ପୋର୍ଟାଲ ଓ ଫାୟାର୍ ପାର୍କ ଉଦ୍ଘାଟିତ, ପ୍ରତି ଶନିବାର ଜନସାଧାରଣଙ୍କ ପାଇଁ ଖୋଲା ରହିବ ପାର୍କ ।
- ପୁରୀରେ କମିଚାଲିଛି ଭକ୍ତଙ୍କ ସଂଖ୍ୟା, ବାଧକ ସାଜିଛି କୋଭିଡ୍ କଟକଣା, ଖାଁଖାଁ ବାରିକେଡ୍ ।
- ସଚିବସ୍ତରୀୟ ବୈଠକରେ ମୁଖ୍ୟସଚିବଙ୍କ ନିର୍ଦେଶ, ଜିଲ୍ଲା ଗସ୍ତ କରିବେ ବରିଷ୍ଠ ଅଧିକାରୀ।
- ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।
- ଅଲ୍-କାଏଦା ସହଯୋଗୀଙ୍କୁ ପାଣ୍ଠି ଯୋଗାଉଥିଲା ଓବାମା ପ୍ରଶାସନ ।
- ଭାରତ ଓ ଇସ୍ରାଏଲ୍ର ମିଳିତ ଭାବେ ବିକଶିତ କରିଥିବା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ଏକ ମଧ୍ୟମ ଧରଣ କ୍ଷେପଣାସ୍ତ୍ରର (ଏମ୍ଆର୍ଏସ୍ଏଏମ୍) ସଫଳ ପରୀକ୍ଷା କରିଛନ୍ତି। ଶତ୍ରୁପକ୍ଷ ବିମାନ ଆକ୍ରମଣରୁ ନିରାପଦ ରହିବା ଉଦ୍ଦେଶ୍ୟରେ ଏହାକୁ ବିକଶିତ କରାଯାଇଛି।
- ଗଣତନ୍ତ୍ର ଦିବସରେ ଗଡିବ ମହିଳା ଚାଷୀଙ୍କ ଟ୍ରାକ୍ଟର । ଦିଲ୍ଲୀର ୪ଟି ସୀମାରେ ହେବ ଟ୍ରାକ୍ଟର ପରେଡ ।
- ଯେଉଁ ହାତରେ ଝିଅର କାନ ମୋଡୁଥିଲେ, ସେଇ ହାତରେ ସାଲ୍ୟୁଟ ମାରିଲେ ବାପା ଗୋଟିଏ ଅଫିସରେ ବାପା ଇନ୍ସପେକ୍ଟର ଆଉ ଝିଅ DSP ।ଆନ୍ଧ୍ର ପୋଲିସ ରବିବାର ଟୁଇଟ୍ କରି ଏହି ଫଟୋ ଶେୟାର କରିଛି।
- ଆସନ୍ତା ଗଣତନ୍ତ୍ର ଦିବସରେ ଯୋଗ ଦେବେନି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଏହି ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ ବୋରିସ୍ ଜନସନ୍ । ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ଭାରତ ଗସ୍ତକୁ ବାତିଲ କରାଯାଇଥିବା ସୂଚନା ମିଳିଛି ।
- ଦେଶ ପାଇଁ ମିଳିମିଶି କାମ କରିବେ ସେରମ୍ ଏବଂ ବାୟୋଟେକ୍ ।
- ପକ୍ଷୀ ଗଣୁ ଗଣୁ ହାବୁଡିଲେ ହାତୀ ପଲ । ଚିଲିକା ବାଲିପାଟପୁରରେ ହାତୀ ପଲଙ୍କୁ ଦେଖିଲେ ପକ୍ଷୀ ଗଣନାକାରୀ । କାଦୁଅ ଫଶିଥିବା ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ଏକାଠି ହେଲେ ୧୩ଟି ହାତୀ ।
- ଚଳିତ ବର୍ଷ ଭାରତ କିଣିବ ଇସ୍ରାଏଲ ନିର୍ମିତ ହେରନ ଡ୍ରୋନ, ଏୟାରବସ ସି-୨୯୫ ବିମାନ ।
- ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଦୁଇ ସପ୍ତାହ ମଧ୍ୟରେ ମନ୍ଦିର ମରାମତି ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ ।
- ୧୯୭୧ ଜାନୁଆରୀ ୫; ଠିକ୍ ୫୦ ବର୍ଷ ତଳେ ସର୍ବପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଖେଳା ଯାଇଥିଲା। ଇଂଲଣ୍ଡ ଦଳ ୬ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଆସିଥିଲା। ମେଲ୍ବୋର୍ଣ୍ଣରେ ୩ୟ ଟେଷ୍ଟମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା।
- ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ରୂପେ ପରିଗଣିତ ଭାରତୀୟ କ୍ରିକେଟ୍ କେଣ୍ଟ୍ରାଲ ବୋର୍ଡ (ବିସିସିଆଇ)ର ୨୦୧୮-୧୯ ବର୍ଷ ସୁଦ୍ଧା ମୋଟ ସମ୍ପତ୍ତିର ପରିମାଣ ୧୪,୪୮୯ କୋଟି ଟଙ୍କା ବୋଲି ଜଣାପଡ଼ିଛି।
|
666 |
Y |
|