Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
3591 03-09-2020 Odia
  1. ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ଆସିଲା ସଂଶୋଧନ, କୁଳପତିଙ୍କ ଅବସର ବୟସ ସୀମା ୬୫ରୁ ୬୭ବର୍ଷକୁ ବୃଦ୍ଧି
  2. ୩୨୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ 
  3.  ଭର୍ଚୁଆଲ ହେବ ରାଜ୍ୟ ସଂଗ୍ରହାଳୟ, ବଢିଲା ପୁରସ୍କାର ରାଶି, ଗୋପବନ୍ଧୁଙ୍କ ଜନ୍ମସ୍ଥାନର କରାଯିବ ବିକାଶ
  4. ପ୍ରଥମଥର ଲାଗି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସର ଶ୍ରେଷ୍ଠ ୫୦ରେ ପହଞ୍ଚିଲା ଭାରତ
  5. ୨୬ରେ ଜାତିସଂଘ ସାଧାରଣ ସଭାକୁ  ସମ୍ବୋଧନ କରିବେ ମୋଦି
  6.  ଚୀନ୍ କୁ ଆଉ ପାନେ ଦେଲା ଭାରତ,‌ପବଜି ସମେତ୧୧୮ ଆପ୍ ନିଷିଦ୍ଧନିଷିଦ୍ଧ ଆପ୍ ସଂଖ୍ୟା ୨୦୦ ଟପିଲା
  7. ଖେଳାଳିଙ୍କ ପାଇଁ ଖୁସି ଖବର, ସ୍ପୋର୍ଟସ୍କୋଟାରେ ଯୋଡ଼ିହେଲା ଆଉ ୨୦ କ୍ରୀଡ଼ା
  8. ଭାରତ-ଫିନ୍ଲ୍ୟାଣ୍ଡ ଭୂତତ୍ତ୍ୱ ଖଣିଜ ସମ୍ପଦ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
  9.  ଚୀନ- ଭାରତ ସୀମାରେ ଉତେଜନା ଜାରି ଲଦାଖର ପୂର୍ବାଂଚଳରେ ଶକ୍ତି ବୃଦ୍ଧିକଲା ଭାରତୀୟ ସେନା : ଉଚ୍ଚସ୍ତରୀୟ ବୈଠକରେ ଅଧିକ ସ୍ୱତନ୍ତ୍ର ବାହିନୀ ମୁତୟନ ପାଇଁ ନିଷ୍ପତି
  10.  ୟୁଏସ୍ଓପନ୍‌ : ଦ୍ବିତୀୟ ରାଉଣ୍ଡରେ ସୁମିତ, ବର୍ଷ ପରେ ଗ୍ରାଣ୍ଡସ୍ଲାମ୍ରେ ସିଙ୍ଗଲ୍ ମ୍ୟାଚ୍ଜିତିବାରେ ପ୍ରଥମ ଭାରତୀୟ
762 Y