# |
Date |
Type |
Current Affairs |
No. Of Views |
Status |
Action |
3471 |
09-09-2020 |
Odia |
1. ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା।
2. ଅଭିନେତା ସୁଶାନ୍ତ ସିଂହ ରାଜପୁତ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି। ଡ୍ରଗ୍ସ ଲିଙ୍କ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟାଙ୍କୁ ଗିରଫ କରିଛି। ୩ଦିନ ଜେରା ପରେ ଆଜି ଗିରଫ ହୋଇଛନ୍ତି ରିୟା।
3. ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଗୁଡ଼ିକୁ ସରକାରୀ ବିଜ୍ଞାପନ ବିଷୟବସ୍ତୁର ନିୟମ ସମ୍ବନ୍ଧରେ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବାକୁ ହେବ।
4. ଫୋର୍ବସ ବିଶ୍ୱ ଧନୀ ତାଲିକାରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୮.୩ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ବର୍ନାଡ ଆର୍ନଲ୍ଟ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୪.୫ ବିଲିୟନ ଡଲାର ରହିଛି । ୩ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ ।
5. କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା କେଉଁ କ୍ଷେତ୍ରଗୁଡ଼ିକର ଋଣ ପୁନର୍ଗଠନ କରିବା ଆବଶ୍ୟକ ତାହା ଜାଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଠନ କରିଥିବା କେ ଭି କାମାଥ କମିଟି ଏହାର ରିପୋର୍ଟ ଦାଖଲ କରିଛି। ଦେଶର ୨୬ଟି କ୍ଷେତ୍ରର ଋଣ ପୁନର୍ଗଠନ ହେବାର ଆବଶ୍ୟକତା ରହିଛି ବୋଲି କମିଟି ସୁପାରିସ କରଛି।
6. ଫିଚ୍ ରେଟିଂସ୍ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ବର୍ଷରେ ଭାରତର ଅର୍ଥବ୍ୟବସ୍ଥାରେ ୧୦.୫ ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରିଛି
7. ନିର୍ମଳା ସୀତାରମଣ ଜୁଲାଇ ୨୭ରେ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଥିଲେ ଏବଂ କହିଥିଲେ ସରକାର ପ୍ରାୟ ୨୩ ସାର୍ବଜନୀନ ସେକ୍ଟରକୁ ଘରୋଇକରଣ କରିବାକୁ ପ୍ରସ୍ତୁତ। ଏହାକୁ ପୂର୍ବରୁ କ୍ୟାବିନେଟ୍ରୁ ମଞ୍ଜୁରୀ ମିଳି ସାରିଥିବା ନିର୍ମଳା କହିଥିଲେ।
8. ‘ଜି-୨୦ ଦେଶଙ୍କ ମଧ୍ୟରେ ଭାରତର ଆର୍ଥିକ ସ୍ଥିତି ସବୁଠାରୁ ଦୁର୍ବଳ’- ଆଇଏମ୍ଏଫ୍ ମୁଖ୍ୟ ଗୀତା ଗୋପୀନାଥ
9. ଭାରତରେ ୧ହଜାରରୁ ଅଧିକ ବିଶ୍ୱବିଦ୍ୟାଳୟ, ୪୫ ହଜାର ଡିଗ୍ରୀ କଲେଜ୍, ୧୬ଲକ୍ଷ ସ୍କୁଲ୍ ଓ ୧କୋଟିରୁ ଊର୍ଦ୍ଧ୍ବ ଶିକ୍ଷକ ଅଛନ୍ତି ଏବଂ ଭାରତ ପାଖରେ ଏହାର
|
3472 |
09-09-2020 |
English |
1. India successfully test-fired Hypersonic Technology Demonstrator Vehicle (HSTDV), making it only the fourth country in the world after the US, China and Russia to develop and test the technology. It is an unmanned scramjet vehicle with a capability to travel at six times the speed of sound.
2. As per the Reserve Bank of India (RBI) data, India's foreign exchange (forex) reserves touched a record high of USD 541.431 billion in the week ended 28th August 2020.
3. The Ministry of Social Justice and Empowerment has launched a 24/7 toll-free helpline ‘Kiran’ to provide support to people facing anxiety, stress, depression, suicidal thoughts and other mental health concerns.
4. Sir David Attenborough has been conferred with Indira Gandhi Peace Prize for 2019 at a virtual ceremony.
5. The Yanomami tribe in the rainforests and mountains of northern Brazil and southern Venezuela has launched a global campaign to expel 20,000 gold miners from their land amid the coronavirus pandemic.
6. The third annual Indo-pacific Business Forum is scheduled to be held in Vietnam’s capital Hanoi on October 28 and 29, 2020.
7. The UNICEF will be leading the global procurement and supply of the COVID-19 vaccine to ensure its safe, equitable and fast access to all the countries.
8. The Union Minister of State for Space, Dr. Jitendra Singh has announced that Chandrayaan-3, India’s mission to Moon, is likely to be launched in early 2021.
9. Chinese navy becomes world’s largest navy and plans to set up new PLA bases in Indo-Pacific region
10. According to latest NSO survey Kerala tops the literacy rate in the country with 96.2% literacy rate.
11. Researchers from Jawaharlal Nehru Centre for Advanced Scientific Research (JNCASR) have developed a theragnostic (diagnostic therapy) drug candidate for lung cancer. |
771 |
Y |
|
3473 |
08-09-2020 |
Odia |
1. ବେଜିଙ୍ଗ୍ ବାଣିଜ୍ୟ ମେଳାରେ ପ୍ରଥମ ଥର ଲାଗି କୋଭିଡ୍-୧୯ ଟିକା ପ୍ରଦର୍ଶନ କଲା ଚୀନ୍ ।
2. ସୁଦାନରେ ସମାପ୍ତ ହେଲା ୩୦ ବର୍ଷର ଇସଲାମି ଶାସନ, ଏବେ ହେବ ଗଣତାନ୍ତ୍ରିକ ରାଷ୍ଟ୍ର ।
3. ସେପ୍ଟେମ୍ବର ୧୯ରେ ଆରମ୍ଭ ହେବ ଆଇପିଏଲ ।
4. ଓପିଏସସି କରିବ ବିଶ୍ୱବିଦ୍ୟାଳୟ ନିଯୁକ୍ତି, ଅବଗତ କରାଇଲା ଉଚ୍ଚଶିକ୍ଷା ବିଭାଗ ।
5. ଜାପାନର ନାଓମି ଓସାକା ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
6. ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରଥମ ଥର ଲାଗି ଆନ୍ତର୍ଜାତିକ ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଦିବସ ଅବସରରେ ଅନୁଷ୍ଠିତ ୱେବିନାରରେ ଅଧ୍ୟକ୍ଷତା କରି କହିଛନ୍ତି, ସରକାର ୧୨୨ଟି ପ୍ରଦୂଷିତ ସହରରେ ବାୟୁ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ପ୍ରତିଶ୍ରୁତିବ ଦ୍ଧ।
7.ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) କ୍ରମାଗତ ଭାବେ ମହାକାଶରେ ନୂତନ ରେକର୍ଡ ପ୍ରତିଷ୍ଠା କରୁଛି। ଏହି ପର୍ଯ୍ୟାୟରେ ଆଉ ଏକ ସଫଳତା ଯୋଡିବାକୁ ପ୍ରସ୍ତୁତ ହୋଇ ଇସ୍ରୋ, ୨୦୨୧ ପ୍ରାରମ୍ଭରେ ଚନ୍ଦ୍ରଯାନ-୩ ଅଭିଯାନ ଆରମ୍ଭ କରିପାରେ।
8. ଖର୍ଚ୍ଚ ପରିଚାଳନାରେ ପାରଦର୍ଶିତା ହାସଲ କରିବା ଲକ୍ଷ୍ୟ ନେଇ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏକ ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍ଏସ୍) ପ୍ରସ୍ତୁତ କରାଯାଇଛି। ବ୍ୟାଙ୍କର ୩୦,୧୯୦ ଜଣ କର୍ମଚାରୀ ଏହି ସ୍କିମ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
9. କୋଭିଡ୍-୧୯ ମହାମାରୀର ପ୍ରଭାବ ଜାରି ରହିଥିବାରୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ଆଉ ଥରେ ବୃଦ୍ଧି ପାଇବ ବୋଲି ହେଉଥିବା ଚର୍ଚ୍ଚାକୁ ଆୟୋଗର ଅଧ୍ୟକ୍ଷ ଏନ୍ କେ ସିଂହ ଖଣ୍ଡନ କରିଛନ୍ତି।
10 ଗତ ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ୩୫.୫ ଟନକୁ ବୃଦ୍ଧି ପାଇଛି, ଯାହାକି ଅଗଷ୍ଟ ୨୦୧୯ ରେ ୧୪.୮ ଟନ ଥିଲା । ଫଳରେ ଗତ ବର୍ଷ ତୁଳନାରେ ଭାରତର ସୁନା ଆମଦାନୀ ୨ ଗୁଣରୁ ଅଧିକ ହାରରେ ବୃଦ୍ଧି ପାଇଛି । ସେହିପରି ଗତ ଜୁଲାଇ ମାସରେ ଭାରତର ସୁନା ୨୫.୫ ନିୟୁତ ଟନ ଥିଲା । |
696 |
Y |
|
3474 |
08-09-2020 |
English |
1. My Circle App was launched by Bharti Airtel in collaboration with FICCI Ladies Organisation (FLO) which aims to help women in case they face any problem or a panic situation. My Circle App enables women to send SOS alerts to any five of their family or friends in 13 languages.
2 Vodafone Idea has announced its new unified brand identity by rebranding all its products under a new brand name and logo “Vi”.
3 IIT Delhi launches ‘‘Chakr DeCoV’’ device to decontaminate N95 masks. The Chakr DeCoV device is built with an innovative decontamination mechanism, which utilises the high penetrability of Ozonegas for cleaning the pores of the N95 mask for complete decontamination of its intricate layers.“
4 USA President Donald Trump has announced Wilmington, North Carolina as the first World WarII Heritage City.
5 Mr Pierre Gasly of France has won the Formula One Italian Grand Prix 2020 held at Autodromo Nazionale Monza, Italy.
6 The 35th Food and Agriculture Organization (FAO) Regional Conference for Asia and the Pacific (APRC 35) was held from September 1-4 September 2020 in virtual format in Bhutan. Bangladeshwill host the 36th FAO Regional Conference in 2022.
7 Punjab government has rolled out “I Rakhwali” App to ensure greenery and to protect the environment in Punjab. The ‘I Rakhwali’ App will also inspire people to plant more trees and become ‘GreenerySaviours’.
8 Maruti Suzuki MD and CEO, Kenichi Ayukawa has been elected as the new President of the Society of Indian Automobile Manufacturers (SIAM) for a term of two years.
9 England cricketer, Ian Bell has announced his retirement from all forms of cricket at the end of the 2020 domestic season. He played 118 Tests, 161 ODIs, and 8 T20Is for England.
10 The International Day of Clean Air for blue skies was observed globally on September 7th, 2020. |
782 |
Y |
|
3475 |
07-09-2020 |
Odia |
- ସମ୍ବିଧାନର ମୌଳିକ ନିୟମ ଗଠନର ଦ୍ରଷ୍ଟ୍ରା ସନ୍ଥ କେଶବନନ୍ଦ ଭାରତୀଙ୍କ ରବିବାର ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ କେରଳର ଇଦାନୀର ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
- ଚଳିତ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେବ ।
- ଚଳିତ ସପ୍ତାହରେ ସାଧାରଣ ଲୋକଙ୍କୁ କରୋନା ଟୀକା: ରୁଷ ସରକାର ଆରମ୍ଭ କଲେ ପ୍ରସ୍ତୁତି ।
- ୭ ତାରିଖ ତଥା ଆଜିଠାରୁ ଦୂରଦର୍ଶନ ଚ୍ୟାନେଲ୍ରେ ଯୁକ୍ତ୨ ଦ୍ବିତୀୟ ବର୍ଷ (୨୦୨୧ରେ ପରୀକ୍ଷା ଦେବାକୁ ଥିବା) ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ। ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଲାଗି କ୍ଲାସ କରାଯିବ। ଛାତ୍ରଛାତ୍ରୀ ଘରେ ରହି ଦୂରଦର୍ଶନ ଚ୍ୟାନେଲ୍ରେ ପଢ଼ିପାରିବେ।
- IPL 2020: ଜାରି ହେଲା ଆଇପିଏଲ କାର୍ଯ୍ୟସୂଚୀ, ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ।
- ଖୋର୍ଦ୍ଧାରେ ଉପରମୁହାଁ କରୋନା ମିଟର: ନିୟନ୍ତ୍ରଣକୁ ଆଣିବା ପାଇଁ ବସିଲା ବୈଠକ, ସଂକ୍ରମଣ କମାଇବାକୁ ଗଞ୍ଜାମ ମଡେଲ ଉପରେ ଗୁରୁତ୍ୱ ।
- ଭୋଡାଫୋନ୍-ଆଇଡିଆ ବର୍ତ୍ତମାନ ଏକ ନୂଆ ବ୍ରାଣ୍ଡ ନାମ ସହିତ ଉପଲବ୍ଧ ହେବ | ଏବେ ଏହାକୁ ‘ଭିଆଇ’ (‘ଭି’)ବୋଲି କୁହାଯିବ |
- କରୋନା କାରଣରୁ ୫ମାସ ହେଲା ବନ୍ଦ ଥିବା ମେଟ୍ରୋ ସେବା ପୁଣିଥରେ ଟ୍ରାକକୁ ଫେରିଛି।
- ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ୧୨ ତାରିଖରୁ ୫ଟି ଅନ୍ତଃରାଜ୍ୟ ଟ୍ରେନ୍ ଚଳାଚଳ କରିବ। ଏଥିପାଇଁ ଆସନ୍ତା ୧୦ ତାରିଖଠାରୁ ବୁକିଂ ଆରମ୍ଭ ହେବ।
- ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍ଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍ କଲାମ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍ରୁ ହାଇପରସୋନିକ୍ ଗତିଶୀଳଯାନ (ଏଚ୍ଏସ୍ଟିଡିଭି/ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନ୍ଷ୍ଟ୍ରେସନ୍ ଭେହିକିଲ୍) ପରୀକ୍ଷଣ କରାଯାଇଛି।
|
741 |
Y |
|
3476 |
07-09-2020 |
English |
1 Union Minister of Education has launched a free mobile app named as “EnglishPro“. The mobile application developed by the English and Foreign Languages University, Hyderabad will be a useful “digital tool” and will act as an educational resource for the teachers, students and for people from varied backgrounds.
2 Mr Raj Kumar Srivastava has been appointed as the Ambassador of India to the Republic of Croatia.
3 The Hyderabad International Airport won the ‘National Energy Leader’ and ‘Excellent EnergyEfficient Unit’ awards at the 21st National Awards for ‘Excellence in Energy Management’ instituted by Confederation of Indian Industry (CII) .
4 Mustapha Adib becomes new Prime Minister of Lebanon
5 Usha Padhee becomes 1st woman DG of Bureau of Civil Aviation Security
6 The Bollywood actor Ayushmann Khurrana appointed as Brand Ambassador of Bajaj Allianz Life
7. Kesavananda Bharati, seer behind ‘basic structure of Constitution’ case, dies aged 79 at his Kerala ashram
8. IMS and SUM Hospital is one of the 12 medical centres in the country chosen by the Indian Council for Medical Research (ICMR) for conducting the human trial of the vaccine developed by Hyderabad-based Bharat Biotech.
9. Bikash Ranjan Das, divisional forest officer of Rajnagar said this year a total of 97,866 birds from 10 species were counted in the park, an increase of 9,252 from last year. The number of nests too went to 21,185, an increase of 1,959 from last year.
10. A mosque that will come up in Ayodhya pursuant to the Supreme Court verdict in the Ram Janmabhoomi case will be of the same size as Babri Masjid, said an office-brearer of the trust formed for its construction.
11. . Delhi Chief Minister Arvind Kejriwal on Sunday (September 6, 2020) started the "10 Hafte, 10 Baje10 Minute" campaign which is aimed at combating and preventing Delhites from the dengue and other vector-borne diseases
12. India sending two teams to UN missions for Covid effort to Democratic Republic of Congo and South Sudan.
13. India has surpassed Brazil to take the second spot in the list of the nations worst-hit by the coronavirus pandemic.India reported a record spike of 90,802 fresh cases in the last 24 hours taking the country’s tally past 42 lakh, the Union Health Ministry data.
14.People in Swabhiman Anchal (formerly known as the cut-off area) in Odisha’s Malkangiri district can now avail Mobile services for the first time in their region.According to available information, the services have been extended to the inaccessible areas of Hantaguda, Tikilipadara, Jantasahi and Barlabeda in the district. The mobile network has been provided by Airtel.
15.ISRO’s maiden mission to the Moon, Chandrayaan-1 has sent images which show that Moon may be rusting along the poles. |
751 |
Y |
|
3477 |
06-09-2020 |
English |
1. The Water Heroes contest has been launched by the Union Ministry of Jal Shakti. The main aim of the contest is to reach out to people with messages of water conservation and management.
2. On the Global Innovation Index released by World Intellectual Property Organization (WIPO) India has ranked among top 50 countries for the first time.
3. India’s first multi-wavelength satellite “Astrosat” detected extreme Ultra Violet light from a galaxy located 9.3 billion light years away from the earth. The galaxy is called AUDFs01.
4. Delhi’s Indira Gandhi International (IGI) Airport gets India’s tallest ATC tower to enhance the safety and boost the efficiency of air transport management services.
5. India is now in the list of top10 countries in terms of total gold reserves. According to the World Gold Council, India has gold reserves totalling 618.2 tonnes.
6. Nobel Laureate Professor Muhammad Yunus from Bangladesh was conferred the ‘Lamp of Peace of Saint Francis’ award by the Vatican. He has received the award for his contribution towards establishing peace and harmony.
7. Rohan Bopanna and his Canadian partner Denis Shapovalov advanced to the quarterfinals of the US Open men’s doubles event here as they stunned sixth seeds Kevin Krawietz and Andreas Mies in a hard-fought three-setter.
8. Facebook Restricts Forwarding On Messenger, Limits It To 5 People
9. Vaishno Devi: Daily quota for pilgrims from outside J&K now 500
10. the World Health Organisation’s independent panel for pandemic preparedness and response appointed former health secretary Preeti Sudan as one of its 11 panellists from across the world.
|
782 |
Y |
|
3478 |
06-09-2020 |
Odia |
- ଚାରି ଥରର ଅଲିମ୍ପିକ ଚାମ୍ପିୟନ ବ୍ରିଟେନ ଧାବକ ମୋ ଫରାହ୍ ଓ ନେଦରଲାଣ୍ଡ୍ସର ଧାବିକା ସିଫାନ ହାସାନ ଏକ ଘଣ୍ଟା ଦୌଡ଼ରେ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।
- ରବିବାର ଦିନ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ୧୩ଶ ସଂସ୍କରଣ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ବ୍ରଜେଶ ପଟେଲ୍ କହିଛନ୍ତି।
- ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ , ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତି
- ଦେଶର ୪୭ ଜଣ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ଓଡିଶାରୁ ଦୁଇ ଜଣ ।
- ଜର୍ମାନୀ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆସିଷ୍ଟାଣ୍ଟ୍ ହେଲେ ପ୍ରୀତିପ୍ରଭା, ଭାରତରୁ ଏକ ମାତ୍ର ଛାତ୍ରୀ ଭାବେ ମନୋନିତ ।
- ଦେଶର ଇଜ୍ ଅଫ୍ ଡୁଇଂ ବିଜନେସ୍ ରାଙ୍କିଙ୍ଗ ତାଲିକା । କିନ୍ତୁ ଏହି ତାଲିକାର ସର୍ବଶେଷ ୨୯ ନମ୍ବର ରାଙ୍କିଙ୍ଗରେ ଓଡିଶା ସମେତ ୭ଟି ରାଜ୍ୟ ରହିଛି । ଶିଳ୍ପାୟନ ପାଇଁ ବାତାବରଣ ଦୃଷ୍ଟିରୁ କେନ୍ଦ୍ର ତାଲିକା ପ୍ରକାଶ କରୁଛି । ଏଥିରେ ପ୍ରଥମ ୩ଟି ସ୍ଥାନରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ତେଲେଙ୍ଗାନା ରହିଛି ।
- ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭୋଇଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।
- ଭାରତୀୟ ରେଳବାଇରେ ଖାଲି ପହିଥିବା ୧ ଲକ୍ଷ ୪୦ହଜାର ପଦବୀ ପାଇଁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଡିସେମ୍ବର ୧୫ରୁ ଭାରତୀୟ ରେଳବାଇରେ ଖାଲିପଡ଼ିଥିବା ପଦବୀଗୁଡିକ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ।
- ଭାରତର ରୋହଣ ବୋପାନ୍ନା ଓ କାନାଡ଼ାର ଡେନିସ୍ ସାପୋଭାଲୋଭ୍ଙ୍କ ଯୋଡ଼ି ୟୁଏସ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ୍ର କ୍ୱାର୍ଟର୍ ଫାଇନାଲରେ ପହଞ୍ଚିଛନ୍ତି।
- ବଲିଉଡର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ଜନି ବକ୍ସିଙ୍କର ଦେହାନ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।
|
725 |
Y |
|
3479 |
05-09-2020 |
English |
- 65 by-polls in the country and Assembly Elections of Bihar is due and required to be completed before November 29, 2020,
- The process for admissions into +3 courses in degree colleges across Odisha will begin from September 8, a notification of the Higher Education Department
- Beleaguered telecom operator Vodafone Idea approved plan to raise up to Rs 25,000 crore through a combination of equity and debt instruments to keep the company afloat.
- The Supreme Court dismissed the pleas, including the one filed by ministers of six opposition-ruled states, seeking review of its August 17 order which paved the way for holding NEET and JEE exams.
- The Covid-19 vaccine, Sputnik V, approved by Russia last month, has been shown to elicit antibody response with no serious adverse events in small human trials, according to preliminary results published in The Lancet journal
- Chief Editor of Khabar Mantra Hindi Daily and owner of Van Vrindavan Construction Company Abhay Singh, 52, passed away here at Guruanank Hospital.
- The CentralBoard of Secondary Education(CBSE) released the dates of improvementand compartment examination for class 10 and 12. CBSE 12th compartment examinations will be held from 22 to 29 September and 10th compartment examinations will be held from 22 to 28 September 2020.
- Defence Institute of Advanced Technology (DIAT), a Deemed to be University, Pune, under Ministry of Defence has developed "Healthy Air", herbal-based immunity to boost room freshener product with an aim to contain the spread of the COVID-19.
- Two Guwahati-based women entrepreneurs Ms Neelam Sethia and Ms Neha Bajajhave have launched the first ever newspaper for kids “The Young Minds “. The newspaper specifically designed for kids will promote creative thinking among children and inculcate in them the habit to read and write
- The West African country “Togo” has received validation from the World Health Organization (WHO) for having eliminated human African trypanosomiasis or “sleeping sickness” as a public health problem, becoming the first country in Africa to reach this milestone.
- Russian Vaccine ‘Sputnik V’ Found Safe in Early Human Trials.
- The commerce and industry ministry released the ranking of states and union territories (UTs) in terms of ease of doing business. Andhra Pradesh topped the ranking.
- A trial run of an inland waterways protocol route between the two nations began on Thursday with a cargo vessel leaving for Sonamura port in Tripura from Munshiganj in the neighbouring country
- Teachers’ Day is celebrated across the country in the memory of former president Dr S Radhakrishnan, a philosopher-author and India’s second president who was born on September 5, 1888
- Jharkhand Govt schools likely to reopen for classes 9-12 from Sept 21
|
794 |
Y |
|
3480 |
05-09-2020 |
Odia |
- ପବ-ଜି ବଦଳରେ ଆସୁଛି FAU-G,
- ମହାରାଷ୍ଟ୍ର: ଉତ୍ତର ମୁମ୍ବାଇରେ ୨.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ, ୯୧ କିମି ଦୂରରେ ଓ ୧୦ କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ
- ସେପ୍ଟେମ୍ବର ୮ରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ, ଇ-ଆଡମିସନ ପକ୍ରିୟାରେ ପିଲାମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ।
- ଆଦାନୀ ଧାମରା ପୋର୍ଟକୁ ‘ପରିବେଶ ସଂରକ୍ଷଣ’ ପାଇଁ ଏକ୍ସିଡ୍ ଗୋଲ୍ଡ ଆୱାର୍ଡ ।
- କେନ୍ଦ୍ର ସହଯୋଗରେ ହଜାରେ ଏକ ଜମିରେ ହେବ ବୃହତ୍ ଔଷଧ ପାର୍କ । ଭିତ୍ତିଭୂମିର ବିକାଶ ପାଇଁ ପ୍ରାୟ ୧୫୦୦କୋଟି ଟଙ୍କା ଖର୍ଚ୍ଚ ହେବ।
- ରୁଷ ରେ 'ସ୍ପୁଟନିକ୍-ଭିର ପ୍ରାରମ୍ଭିକ ପରୀକ୍ଷଣ ଫଳପ୍ରଦ : ଆସନ୍ତା ସପ୍ତାହରେ ୪୦ ହଜାର ବ୍ୟକ୍ତିଙ୍କ ଠାରେ ହେବ ପରୀକ୍ଷଣ ।
- ଭାରତର ସର୍ବକନିଷ୍ଠ ଜୀବାଶ୍ମ ବିଜ୍ଞାନୀ ଚେନ୍ନାଇର ଅଶ୍ୱଥା ବିଜୁ। ବୟସ ମାତ୍ର ୧୩ବର୍ଷ, କିନ୍ତୁ ବର୍ଷକ ଭିତରେ ସେ ୧୧୪ରୁ ଅଧିକ ଜୀବାଶ୍ମ ଠାବ କରିସାରିଛନ୍ତି।
- ନିଜର ପ୍ରଥମ ବାର୍ଷିକୀ ପାଳନ କରିବା ଅବସରରେ ନାଭାଲ ଟାଟା ହକି ଏକାଡେମି ପକ୍ଷରୁ ସେପ୍ଟେମ୍ବର ୫ରେ ଆୟୋଜନ ହେବ “ଭାରତୀୟ ଫୁଲବଲର ଅଭ୍ୟୁଦୟ” ।
- aògß ÊûiÚý iõMV^ (WaäëýGPþI)e _âaqû cûMðûùeUþ ùjeòiþ gêKâaûe iìP^û ù\òQ«ò ù~, @ûMûcú ahð c¤bûM iê¡û ùKûbòWþ UúKû còkòaû i´§ùe iù¦j iéÁò ùjûAQòö
- bûeZe @^êùeû] elû KeòQò a§êeûÁâ eêhþö @ûZuaû\e bìÊMð Kêjû~ûC[ôaû _ûKòÉû^Kê eêhþ @ÈgÈ _VûAa^òö
|
693 |
Y |
|