| # |
Date |
Type |
Current Affairs |
No. Of Views |
Status |
Action |
| 1 |
02-07-2026 |
Odia |
-
1. ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ ବଡ଼ ବଡ଼ ସହରଗୁଡ଼ିକରେ ବାସ କରିବେ ବୋଲି ଜଣାପଡ଼ିଛି।
-
2.ହିନ୍ଦୁ ବିବାହକୁ କେବଳ ବିବାହ ପ୍ରମାଣପତ୍ର ଆଧାରରେ ବୈଧ ବୋଲି ଧରାଯାଇପାରିବ ନାହିଁ। ହିନ୍ଦୁ ବିବାହ ଆଇନରେ ନିର୍ଦ୍ଧାରିତ ଆବଶ୍ୟକୀୟ ରୀତିନୀତି ପାଳନ ହୋଇଥିଲେ ହିଁ ବିବାହ ବୈଧ ହେବ ବୋଲି ଗୁଜୁରାଟ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି।
-
3.ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ଏକ ସ୍ଥାୟୀ ନୀତି ଗ୍ରହଣ କରିଛି; ଏଥିରେ ନଭେମ୍ବର ୧ ରୁ ଜାନୁଆରୀ ୩୧ପର୍ଯ୍ୟନ୍ତ ସିଭିଲ୍ ନିର୍ମାଣ କାର୍ଯ୍ୟକଳାପ ଉପରେ ନିଷେଧ ଅନ୍ତର୍ଭୁକ୍ତ। ଏହା ସହିତ, ନଭେମ୍ବର ୧ ରୁ, ୫୦% ଅଫିସ୍ କର୍ମଚାରୀଙ୍କ ପାଇଁ ‘ଘରରୁ କାମ’ ନିର୍ଦ୍ଦେଶ ଏବଂ ପାର୍କିଂ ଫି ଦ୍ୱିଗୁଣିତ କରିବାର ଏକ ନିୟମ କାର୍ଯ୍ୟକାରୀ ହେବ ।
-
4.ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର ସବୁଠାରୁ ବଡ଼ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ‘ମନରେଗା’ (MGNREGA) ଆକ୍ଟ, ୨୦୦୫କୁ ରଦ୍ଦ (Repeal) କରି ସେହି ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ଆଇନ ‘VB-G RAM G’ (ବିକଶିତ ଭାରତ – ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ – ଗ୍ରାମୀଣ) ଲାଗୁ କରିଛନ୍ତି।
-
5.ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ ଏଭଳି ବଡ଼ ହ୍ରାସ ଦେଖିବାକୁ ମିଳିଛି। କମ୍ପାନୀ ପକ୍ଷରୁ ସାରା ଦେଶରେ ପେଟ୍ରୋଲ୍ ଦର ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ଦର ଲିଟର ପିଛା ୩ ଟଙ୍କା ହ୍ରାସ କରାଯାଇଛି। କମ୍ପାନୀର ଏହି ନୂଆ ଦର ଦେଶବ୍ୟାପୀ ଥିବା ନାୟରାର ୭,୦୦୦ରୁ ଅଧିକ ଫ୍ୟୁଏଲ୍ ଷ୍ଟେସନରେ ଲାଗୁ ହୋଇଯାଇଛି।
-
6.ହ୍ୱାଟ୍ସଆପ୍ ଆନୁଷ୍ଠାନିକ ଭାବେ ଏହି ନୂଆ ଫିଚର୍ର ସୁଭାରମ୍ଭ କରିଦେଇଛି। ଏବେ ଆପଣ ନିଜ ନମ୍ବର ସେୟାର ନକରି, କେବଳ ଏକ ‘ୟୁଜରନେମ୍’ (Username) ଜରିଆରେ ଯେକୌଣସି ବ୍ୟକ୍ତିଙ୍କ ସହ ଚାଟ୍ ଆରମ୍ଭ କରିପାରିବେ। ଏହି ଫିଚର୍ଟି ମୂଳତଃ ୟୁଜର୍ସଙ୍କ ପ୍ରାଇଭେସିକୁ ବଢ଼ାଇବା ପାଇଁ ଅଣାଯାଇଛି।
-
7.ମେସେଜିଂ ଆପ୍ ହ୍ବାଟ୍ସଆପ୍ର ‘ୟୁଜରନେମ୍’ ସୁବିଧାକୁ ବନ୍ଦ କରିବା ପାଇଁ ଏହାର ମାଲିକାନା ସଂସ୍ଥା ‘ମେଟା’କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।
-
8.ଆସନ୍ତା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ୮.୨୦ ପ୍ରତିଶତ ସୁଧ ମିଳିବ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ମାସ ଅବଧି ପାଇଁ ବିଭିନ୍ନ ସ୍ବଳ୍ପ ସଞ୍ଚୟ ସ୍କିମ୍ର ସୁଧ ଘୋଷଣା କରାଯାଇଛି।
-
9.ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (ଇ-୨୦) ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଏକ ଚଳିତ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବ ବୋଲି ମଙ୍ଗଳବାର ଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
-
10.ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ବିକଶିତ ଭାରତ: ରୋଜଗାର ଗ୍ୟାରେଣ୍ଟି ଓ ଆଜୀବିକା ମିସନ-ଗ୍ରାମୀଣ (ଭିବି ଜି ରାମ ଜି) ଯୋଜନାରେ ଓଡ଼ିଶାର ଅଣ-କୁଶଳୀ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରି ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
-
11.ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ବ ଦେଇଛନ୍ତି । ବର୍ଷକୁ ଏଥିପାଇଁ ୮୯୫ କୋଟି ଖର୍ଚ୍ଚ ହେବ । ଆସନ୍ତା ପାଞ୍ଚ ବର୍ଷରେ ୫ ହଜାର ୪୬୭ କୋଟି ବ୍ୟୟ ହେବ । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ରେ ନାମଲେଖା ମାଗଣା ରହିବ । ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ନାମଲେଖା ଦେୟ ଦେବାକୁ ପଡ଼ିବ ନାହିଁ ।
-
12.ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମିଡଡେ ମିଲ୍ ଦିଆଯିବ । ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳୁଥିବା ବେଳେ ସରକାର ଏବେ ଦଶମ ଶ୍ରେଣୀ ଯାଏ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ୫୭ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଉପକୃତ ହେବେ ।
-
13.ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର ।
-
14.ସରକାର ହ୍ୱାଟ୍ସଆପ୍ ସହିତ ଜଡିତ ନୂତନ ଫିଚରଗୁଡିକୁ ଯାଞ୍ଚ କରିବେ ଏବଂ ସେମାନଙ୍କର ସୁରକ୍ଷା ପ୍ରଭାବକୁ ମୂଲ୍ୟାଙ୍କନ କରିବେ। ଅଧିକାରୀମାନେ କହିଛନ୍ତି ଯେ ସମୀକ୍ଷା ସମୟରେ ଯଦି ଆବଶ୍ୟକତା ପଡ଼େ, ତେବେ ସେମାନେ ମେଟାକୁ ନୋଟିସ୍ ଜାରି କରିବା ବିଷୟରେ ବିଚାର କରିବେ।
-
15.ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ ପାଇବାକୁ ହକଦାର ନୁହନ୍ତି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
|
7 |
Y |
|
| 2 |
02-07-2026 |
English |
-
The OdishaCabinet has approved the lowest turnkey bid for the upgradation of the 9.5-km Jaydev Vihar–Nandankanan Road.
-
The state government has extended the validity period of Odisha Electric Vehicle Policy, 2021 till September 30 this year.
-
The state Cabinet, has approved a proposal for establishment of the Odisha State Data Centre 2.0 (OSDC 2.0). The OSDC 2.0 will be established with a project cost of Rs 268.44 crore,
-
The Odisha Cabinet has approved a new scheme ‘Gyanodaya—Shiksharu Samruddhi’ to provide free education from kindergarten (KG) to postgraduate (PG) level in the state.
-
Odisha School and Mass Education Department on Wednesday assured that corrected and error-free versions of the books will be made available to students soon.
-
Urbanization is increasing in the world. If this trend continues, it is estimated that 38% of the population will live in big cities by 2100.
-
A Hindu marriage cannot be considered valid on the basis of a marriage certificate alone. The Gujarat High Court has clarified in a landmark judgment that a marriage will be valid only if the necessary rituals prescribed by the Hindu Marriage Act are observed.
-
Delhi has adopted a permanent policy to combat winter pollution; this includes a ban on civil construction activities from November 1 to January 31. In addition, from November 1, a ‘work from home’ order for 50% of office workers and a rule to double parking fees will come into effect.
-
The company has reduced petrol prices by Rs 5 per liter and diesel prices by Rs 3 per liter across the country. These new prices of the company have been implemented at more than 7,000 fuel stations of Naira across the country.
-
The interest rate on Sukanya Samriddhi Yojana will be 8.20 percent in the next July-September quarter.
-
The process of blending 20 percent ethanol (E-20) in petrol is currently in an ongoing trial phase and its real impact will be clear by next year, the central government told the Supreme Court on Tuesday.
-
The Ministry of Rural Development has fixed a daily wage of Rs 300 for unskilled workers in Odisha under the VBG Ramji scheme.
-
The Odisha government has given importance to free education from KG to PG. An annual expenditure of Rs 895 crore will be incurred for this. An expenditure of Rs 5,467 crore will be incurred in the next five years. Enrollment in government and government-aided schools will be free. No registration fee will be required till post-graduation.
-
Earlier, children were provided mid day meals only up to class VIII, but now the government has decided to provide it up to class X. This will benefit more than 5.7 million students.
-
The Karnataka High Court has held a major hearing on a maintenance dispute between a husband and wife. The court has clarified that if a woman's income is more than that of her husband, then she is not entitled to maintenance.
|
4 |
Y |
|
| 3 |
01-07-2026 |
English |
-
1.The Odisha government has appointed senior OAS officer Pinaki Pattnaik as Officer on Special Duty (OSD) to Chief Secretary Anu Garg.
-
2.Odisha Govt Directs DGP to Initiate Disciplinary Proceedings Against Suspended IPS Officer Dayal Gangwar.
-
3.Lieutenant General Dhiraj Seth has taken charge as the new Chief of the Indian Army.
-
4.In a powerful act of justice, the Additional District and Sessions Court here on Tuesday sentenced a 62-year-old man to death by hanging for the shocking murder of his 13-year-old niece.
-
5.The Odisha government extended the Rabi paddy procurement period till July 3 to ensure smooth lifting of stocks from mandis across five districts where paddy remains piled up.
-
6.Odisha Vigilance on Tuesday unearthed two buildings, 20 valuable land plots, cash worth over Rs 19.72 lakh, a Hyva truck, a four-wheeler and several other assets during simultaneous linked to Dhanurdhar Biswal, Establishment Officer-cum-Office Superintendent of VIMSAR, Burla,
-
7.The ADJ court sentenced a man to life imprisonment for the brutal murder of a married woman in Bhimatangi Housing Board Colony in Bhubaneswar in July 2021.
-
8.Indian Railways on Tuesday approved three projects with a total investment of Rs 1,131 crore which include laying an optic fibre cable across 1,700 route km across South Eastern Railway.
-
9.Commerce and Industry Minister Piyush Goyal on Tuesday said that with unified payments interface (UPI) now live in Greece, eligible customers can transfer money instantly.
-
10.The Iranian delegation is only in Doha to discuss the release of 6 billion US dollars in funds deposited in Qatar and the interim agreement.
-
11.According to the new price of Indian Oil, the price of a 19 kg commercial cylinder has been reduced by Rs 183.50 to Rs 2,930 from Rs 3,113.50 earlier.
-
12.The state government has taken steps to accelerate and accelerate the work of major mega national highway projects like the Coastal Highway and the Capital Region Ring Road.
-
13.WhatsApp has launched a new username feature. Through this feature, users can chat with others using only their username without revealing their mobile number.
-
14.IPL franchise Sunrisers Hyderabad owner Kavya Maran is going to get married. 33-year-old Kavya will hold the hand of famous musician Anirudh Ravichander.
-
15.The southwest monsoon is set to regain momentum over Odisha from July 1, the India Meteorological Department (IMD) said.
|
9 |
Y |
|
| 4 |
01-07-2026 |
Odia |
-
1.ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
2.ସମ୍ଭବତଃ ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେଣୁ ମୌସୁମୀ ଅଧିବେଶ ପରେ ଅର୍ଥାତ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ମୋଦି ସରକାର ନିଜ କ୍ୟାବିନେଟ ସଂପ୍ରସାରଣ କରିପାରନ୍ତି।
-
3. ଦିଲ୍ଲୀରେ ନୂଆ ନିୟମ ଅନୁଯାୟୀ ୩୦ ଲକ୍ଷ କିମ୍ବା ତା’ଠାରୁ କମ୍ ଦାମର ଇଲେକ୍ଟ୍ରିକ୍ କାର୍ ଉପରୁ ୧୦୦% ରୋଡ୍ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଫି ଛାଡ଼ କରାଯାଇଛି। ଏହି ସୁବିଧା ମାର୍ଚ୍ଚ ୩୧, ୨୦୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ। ୨୦୨୮ ଏପ୍ରିଲ ୧ରୁ ଦିଲ୍ଲୀରେ କୌଣସି ନୂଆ ପେଟ୍ରୋଲ କିମ୍ବା ସିଏନଜି ଚାଳିତ ଦୁଇଚକିଆ ଯାନର ପଞ୍ଜୀକରଣ ହେବ ନାହିଁ।
-
4.ଇରାନର ପ୍ରତିନିଧି ଦଳ କେବଳ କତରରେ ଜମା ରହିଥିବା ୬ ବିଲିୟନ ଆମେରିକୀୟ ଡଲାରର ପାଣ୍ଠି ମୁକ୍ତ କରିବା ଏବଂ ଅନ୍ତରୀଣ ଚୁକ୍ତି ସମ୍ପର୍କରେ ଆଲୋଚନା କରିବାକୁ ଦୋହା ଯାଉଛନ୍ତି।
-
5.ଇଣ୍ଡିଆନ ଅଏଲର ନୂତନ ଦର ଅନୁସାରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୩.୫୦ ଟଙ୍କା ହ୍ରାସ ପାଇ ୨,୯୩୦ ଟଙ୍କା ହୋଇଛି, ଯାହା ପୂର୍ବ ୩,୧୧୩.୫୦ ଟଙ୍କା ଥିଲା।
-
6.ସମ୍ବଲପୁରରେ ଥିବା ‘ଜେଏସ୍ଡବ୍ଲ୍ୟୁ ଜେଏଫ୍ଇ କଳିଙ୍ଗ’ ପ୍ରକଳ୍ପରେ ଜାପାନର ଜେଏଫ୍ଇ ଷ୍ଟିଲ୍ ଅତିରିକ୍ତ ୭,୮୭୫ କୋଟି ଟଙ୍କା ନିବେଶ କରି ଆଉ ୨୫ ପ୍ରତିଶତ ଅଂଶଧନ ହାସଲ କରିଛି।
-
7.କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜନ ରିଙ୍ଗରୋଡ୍ ଭଳି ପ୍ରମୁଖ ମେଗା ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଗତିଶୀଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।
-
8. ଆସନ୍ତା ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ୮.୨୦ ପ୍ରତିଶତ ସୁଧ ମିଳିବ।
-
9.ରାଜଧାନୀ ଭୁବନେଶ୍ୱରର ଭୀମଟାଙ୍ଗୀର ବହୁଚର୍ଚ୍ଚିତ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟାକାଣ୍ଡର ଦୋଷୀ ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ।
-
10.ନାବାଳିକା ଭାଣିଜୀଙ୍କୁ ନିଆଁରେ ପୋଡ଼ି ହତ୍ୟା କରିବା ଘଟଣାରେ ମାମୁଙ୍କୁ ମିଳିଛି ଫାଶୀ ଦଣ୍ଡାଦେଶ। ଏହି ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ନାଁ ସିପ୍ରୁନ ଦିଗାଲ। ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଆଡ୍ହକ୍) ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ।
-
11.ଡାକ ଘର ସଞ୍ଚୟ ଖାତା ସୁଧ ୪ ପ୍ରତିଶତ, ବର୍ଷିକିଆ ମିଆଦୀ ଜମା ସୁଧ ୬.୯ ପ୍ରତିଶତ, ଦୁଇ ବର୍ଷିଆ ମିଆଦୀ ଜମା ସୁଧ ୭ ପ୍ରତିଶତ, ୩ ବର୍ଷିଆ ମିଆଦୀ ଜମା ସୁଧ ୭.୧ ପ୍ରତିଶତ ଓ ୫ ବର୍ଷିଆ ମିଆଦୀ ଜମା ସୁଧ ୭.୫ ପ୍ରତିଶତ ରହିଛି। ୫ ବର୍ଷିଆ ରିକରିଂ ଡିପୋଜିଟ୍ (ଆର୍ଡି) ଜମା ସୁଧ ୬.୭ ପ୍ରତିଶତ, ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ ସୁଧ ୮.୨ ପ୍ରତିଶତ, ମାସିକ ଆୟ ଖାତା ସୁଧ ୭.୪ ପ୍ରତିଶତ, ଜାତୀୟ ସଞ୍ଚୟ ସାର୍ଟିଫିକେଟ ସୁଧ ୭.୭ ପ୍ରତିଶତ ଓ ପବ୍ଲିକ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ସ୍କିମ୍ ସୁଧ ୭.୧ ପ୍ରତିଶତ ରହିଛି।
-
12.ଭାରତର ୟୁପିଆଇ( ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ସେବା ଗ୍ରୀସରେ ଆରମ୍ଭ ହୋଇଛି। ଏଥେନ୍ସସ୍ଥିତ ୟୁରୋବ୍ୟାଙ୍କ ମୁଖ୍ୟାଳୟରେ ୟୁରୋ ବ୍ୟାଙ୍କ ଓ ଏନ୍ପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ ଲିମିଟେଡ (ଏନ୍ଆଇପିଏଲ୍) ସହଭାଗିତାରେ ଉକ୍ତ ସେବା ଆରମ୍ଭ କରାଯାଇଛି।
-
13.ହ୍ୱାଟ୍ସଆପ୍ ନୂତନ ୟୁଜରନେମ୍ ଫିଚର ଲଞ୍ଚ କରିଛି। ଏହି ଫିଚର ମାଧ୍ୟମରେ ୟୁଜରମାନେ ନିଜ ମୋବାଇଲ୍ ନମ୍ବର ପ୍ରକାଶ ନକରି କେବଳ ୟୁଜରନେମ୍ ବ୍ୟବହାର କରି ଅନ୍ୟମାନଙ୍କ ସହ ଚାଟ୍ କରିପାରିବେ।
-
14.ମୌସୁମୀ ବାୟୁ ଏବେ ଦେଶବ୍ୟାପୀ ସକ୍ରିୟ ହେବାରେ ଲାଗିଛି। ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଦୁଇଟି ପ୍ରଭାବଶାଳୀ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି।
-
15.ଆଇପିଏଲ୍ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦରାବାଦର ମାଲିକାଣୀ କାବ୍ୟା ମାରାନ୍ ବିବାହ କରିବାକୁ ଯାଉଛନ୍ତି। ୩୩ ବର୍ଷୀୟା କାବ୍ୟା ପ୍ରସିଦ୍ଧ ସଙ୍ଗୀତକାର ଅନିରୁଦ୍ଧ ରବିଚନ୍ଦରଙ୍କ ହାତ ଧରିବେ।
|
11 |
Y |
|
| 5 |
30-06-2026 |
Odia |
-
୧. ୨୦୨୭-୨୮ ଶିକ୍ଷାବର୍ଷର ଦଶମ ଶ୍ରେଣୀ ବ୍ୟାଚ୍ ଙ୍କ ପାଇଁ ତୃତୀୟ ଭାଷାର ପାଇଁ କୌଣସି CBSE ବୋର୍ଡ ପରୀକ୍ଷା ହେବ ନାହିଁ।
-
୨. ଓଡ଼ିଶା ସରକାର ଓଡ଼ିଶା ଯାତ୍ରୀ (Odisha Yatri), ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ଆରମ୍ଭ କରିଛନ୍ତି, ଏହାକୁ ଭାରତର ପ୍ରଥମ ରାଜ୍ୟ-ମାଲିକାନା ସମନ୍ୱିତ ସୁରକ୍ଷା ଏବଂ ଗତିଶୀଳତା ପ୍ଲାଟଫର୍ମରେ ପରିଣତ କରାଯାଇଛି ।
-
୩. ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ୧ ଜୁଲାଇ, ୨୦୨୬ ଠାରୁ ପେଟ୍ରୋଲ ଏବଂ ଡିଜେଲ ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ ନିୟାମକ ପଦକ୍ଷେପଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।
-
୪. ରାୟଗଡ଼ା ହୁଣ୍ଡିଜ୍ରେ ମା' ମଝିଘରିଆଣୀଙ୍କ ପ୍ରସିଦ୍ଧ ଶକ୍ତି ପୀଠ ପାଞ୍ଚ ମାସର ବ୍ୟବଧାନ ପରେ ଖୋଲାଯାଇଥିଲା। ଏଥିରେ ସୁନା ଏବଂ ରୂପା ଅଳଙ୍କାର ସହିତ ୧.୨୨ କୋଟି ଟଙ୍କାରୁ ଅଧିକ ନଗଦ ମଧ୍ୟ ସଂଗ୍ରହ କରାଯାଇଛି ।
-
5. ଅଯୋଧ୍ୟା ରାମ ମନ୍ଦିର ଦାନ ମାମଲାର ତୁରନ୍ତ ଶୁଣାଣିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କଲେ।
-
6. ଦେଶର କୋର୍ଟଗୁଡ଼ିକ 5.8 କୋଟିରୁ ଅଧିକ ବିଚାରାଧୀନ ମାମଲାର ଅଭୂତପୂର୍ବ ବ୍ୟାକଲଗ୍ ଅଛି । କାରଣ ବିଚାରପତିଙ୍କ ଗମ୍ଭୀର ଅଭାବ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି।
-
7. ପୂର୍ବ ତଟ ରେଳପଥ (ECoR) ଅଧୀନରେ ନବନିର୍ମିତ ରାୟଗଡା ରେଳ ଡିଭିଜନ ଜୁନ୍ 1 ରୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ଷମ ହେବ ।
-
8. NTPC ଲିମିଟେଡ୍ ଓଡ଼ିଶା ସରକାରଙ୍କ କ୍ରୀଡା ଏବଂ ଯୁବ ସେବା ବିଭାଗ ସହିତ ମିଳିତ ଭାବରେ ଏହାର CSR ପଦକ୍ଷେପ ଅଧୀନରେ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ତୀରନ୍ଦାଜୀ ଏକାଡେମୀ ପ୍ରତିଷ୍ଠା ଘୋଷଣା କରିଛି।
-
9. ମଙ୍ଗଳବାର ସକାଳେ ଭୁବନେଶ୍ୱରର ମାର୍କେଟ ବିଲଡିଂରେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ପ୍ରାୟ 10ଟି ଦୋକାନ ପୋଡ଼ି ଯାଇ ଏବଂ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।
-
୧୦. ସମ୍ପ୍ରତି ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍-ଭୋଟିଂରେ ଲିପ୍ତ ଥିବା ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଏକ ଆବେଦନ ଖାରଜ ହେବା ପରେ ବିରୋଧୀ ବିଜୁ ଜନତା ଦଳ ସୋମବାର ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀଙ୍କୁ ସମାଲୋଚନା କରିଛି।
-
୧୧. ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦାଖଲ କରିଥିବା ତାଙ୍କ ଶପଥପତ୍ର ଅନୁଯାୟୀ ତାଙ୍କର ୨୦.୪ କୋଟି ଟଙ୍କାର ସମ୍ପତ୍ତି ଅଛି।
-
୧୨. ଓଡ଼ିଶା ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ କହିଛନ୍ତି ଯେ ତ୍ରୁଟି ଥିବା ସମସ୍ତ ସ୍କୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ନୂତନ କପି ସହିତ ବଦଳାଇବା ସମ୍ଭବ ନୁହେଁ। ଏହା ବଦଳରେ, ସରକାର ସ୍କୁଲଗୁଡ଼ିକୁ ପୁସ୍ତକର ସଂଶୋଧିତ କପି ଯୋଗାଇବେ।
-
୧୩. ପୋଲିସ ଜାଲ ପରେ ଭିୱାଣ୍ଡିରେ ୧.୫ କୋଟି ଟଙ୍କାରେ TET ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରିବା ଅଭିଯୋଗରେ ମହାରାଷ୍ଟ୍ର ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି।
-
୧୪. ରବିବାର ଦିନ ଲର୍ଡସରେ ଅଷ୍ଟ୍ରେଲିଆ ୬ ୱିକେଟରେ ବିଜୟ ହାସଲ କରିବା ପାଇଁ ଟୁର୍ଣ୍ଣାମେଣ୍ଟର ଇତିହାସରେ ସର୍ବାଧିକ ସଫଳ ରନ ଚେଜ୍ କରି ୨୦୨୬ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ରେ ଭାରତର ଅଭିଯାନ ଏକ ହୃଦୟବିଦାରକ ଅନ୍ତ ଘଟାଇଛି।
-
୧୫. ଟିମ୍ ଇଣ୍ଡିଆ ଗ୍ଲୋବାଲ୍ ସ୍କିଲ୍ସ ଚ୍ୟାଲେଞ୍ଜ (GSC) ଅଷ୍ଟ୍ରେଲିଆ ୨୦୨୬ ରେ ଏକ ଦୃଢ଼ ପ୍ରଦର୍ଶନ ପ୍ରଦାନ କରିଛି, ୫ ପଦକ ଜିତିଛି - ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଏବଂ ୧ କାଂସ୍ୟ - ଯାହା ଚଳିତ ବର୍ଷ ଶେଷରେ ସାଂଘାଇରେ ୪୮ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଆଡକୁ ଭାରତର ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
|
19 |
Y |
|
| 6 |
30-06-2026 |
English |
-
1.There will be no CBSE Board examination for this third language when the batch reaches Class 10 in the 2027-28 academic session.
-
2.The Government of Odisha has launched an advanced Safety Module on Odisha Yatri, transforming it into India’s first state-owned integrated Safety and Mobility platform.
-
3.The Ministry of Petroleum and Natural Gas has announced the complete withdrawal of temporary regulatory measures on the sale and distribution of petrol and diesel, effective from July 1, 2026.
-
4.The famous Shakti Peeth of Maa Majhighariani in Rayagada Hundies were opened after a five-month gap, yielding a magnificent collection of more than Rs 1.22 crore in cash along with gold and silver ornaments.
-
5.Supreme Court Declines Urgent Hearing on Ayodhya Ram Temple Donation Case, Says ‘Heavens Are Not Going to Fall’
-
6.Courts in the country are groaning under an unprecedented backlog of over 5.8 crore pending cases, even as a severe shortage of judges continues to undermine the justice delivery system.
-
7.The newly created Rayagada Railway Division under the East Coast Railway (ECoR) officially became operational from June 1.
-
8.NTPC Limited has announced the establishment of state-of-the-art Archery Academies in Mayurbhanj, Kendujhar, and Sundargarh districts of Odisha under its CSR initiative, in collaboration with the Sports and Youth Services Department, Government of Odisha.
-
9.A major fire broke out at the Market Building in Bhubaneswar on Tuesday morning, engulfing around 10 shops and damaging articles worth lakhs of rupees.
-
10.The OppositionBiju Janata Dal on Monday criticisedOdisha legislative Assembly Speaker Surama Padhy following the rejection of a petition seeking disqualification of MLAs who allegedly indulged in cross-voting during the recent Rajya Sabha election.
-
11.The Leader of the Opposition in the Lok Sabha, Rahul Gandhi has assets worth Rs 20.4 crore according to his affidavit filed for the 2024 Lok Sabha elections.
-
12.OdishaSchool and Mass Education Minister Nityananda Gond on Monday said that it is not feasible to withdraw all school textbooks containing errors and replace them with fresh copies. Instead, the government will provide rectified copies of the books to schools .
-
13.Maharashtra police arrested three suspects for selling TET exam question papers for Rs 1.5 crore in Bhiwandi after a police trap.
-
14.India's campaign in the ICC Women's T20 World Cup 2026 came to a heartbreaking end as Australia produced the highest successful run chase in the tournament's history to register a commanding six-wicket victory at Lord's on Sunday.
-
15.Team India delivered a strong performance at the Global Skills Challenge (GSC) Australia 2026, winning 5 medals— 3 Gold, 1 Silver, and 1 Bronze — marking another significant milestone in India’s journey towards the 48th WorldSkills Competition in Shanghai later this year.
|
4 |
Y |
|
| 7 |
29-06-2026 |
Odia |
-
1.ପବିତ୍ର ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆଜି ଶ୍ରୀମନ୍ଦିର ପରିସରସ୍ଥିତ ସ୍ନାନବେଦୀରେ ଅୟୋଜନ ହେଉଛି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଆନନ୍ଦଉଲ୍ଲାସରେ ପରିପୂର୍ଣ୍ଣ ହୋଇଛି।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ରେ ସମ୍ମାନିତ ହୋଇଛନ୍ତି।
-
3.ସାମାଜିକ ପ୍ରଗତିରେ ଅଗ୍ରଣୀ ନେତୃତ୍ୱ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ‘ସିଏସ୍ଆର୍ ଭିଜନାରି ଲିଡର୍ ଅଫ ଦି ଇୟର୍- ୨୦୨୬’ ସମ୍ମାନ ମିଳିଛି।
-
4. ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲାରେ ୮ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନୁକଳ୍ପ ମିଶ୍ରା ଦାନ ଅର୍ଥ ଆତ୍ମସାତ୍ କରି ୪୦ ଲକ୍ଷ ଟଙ୍କାରେ ଅଯୋଧ୍ୟାରେ ଏକ ଘର କିଣିଥିବା ଅଭିଯୋଗ ହେଉଛି।
-
5.୨୦୨୪ ମସିହାରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଭାରତରେ ରହୁଥିବା ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏହି ବର୍ଷ ଶେଷ ସୁଦ୍ଧା ବାଂଲାଦେଶ ଫେରିବେ ।
-
6.ନାହ ଆଦିବାସୀ ସମ୍ପ୍ରଦାୟ ଅଭିଯୋଗ କରିଛନ୍ତି ଯେ, ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ) ଗତ ଛଅ ବର୍ଷ ମଧ୍ୟରେ ସେମାନଙ୍କର ପାରମ୍ପରିକ ଚାରଣଭୂମି, ଶିକାର କ୍ଷେତ୍ର ଏବଂ କୃଷି ଜମିର ବିସ୍ତୃତ ଅଞ୍ଚଳ ଦଖଲ କରିଛି। ତେବେ ଏହି ଦାବିଗୁଡ଼ିକ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ନିଶ୍ଚିତ ହୋଇନାହିଁ।
-
7.ଆମେରିକା ସହିତ ସମ୍ପ୍ରତି ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ, ଇରାନ ସ୍ପଷ୍ଟ କରିଛି, ହର୍ମୁଜ୍ ପ୍ରଣାଳୀ ଉପରେ ତେହେରାନ ନିୟନ୍ତ୍ରଣ ବଜାୟ ରଖିବ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ତାଙ୍କ ଦେଶର ସେନା ଗୋଟିଏ ମାସ ପାଇଁ ହର୍ମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣକୁ ନେଇଛି।
-
8.ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ କରିଛି। ହଠାତ୍ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ପାକିସ୍ତାନ କହିଛି।
-
9.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସଦ୍ୟତମ ତଥ୍ୟ ଅନୁଯାୟୀ, ଜୁନ ୪ରୁ ୨୮ ପର୍ଯ୍ୟନ୍ତ ଦେଶରେ ସାଧାରଣତଃ ୧୪୧.୪ ମିଲିମିଟର ବର୍ଷା ହେବା କଥା, ମାତ୍ର ୭୭.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।
-
10.ଇରାନ ପରିସଂଖ୍ୟାନ କେନ୍ଦ୍ର ତଥ୍ୟ ଅନୁସାରେ ଦେଶରେ ଖାଦ୍ୟସାମଗ୍ରୀ ଦର ଗତବର୍ଷ ତୁଳନାରେ ଦ୍ବିଗୁଣିତ ହୋଇଛି। ପାଉଁରୁଟି ଓ ଶସ୍ୟ ଦାମ୍ ୧୩୮.୮ ପ୍ରତିଶତ ବଢ଼ିଛି। ଦୁଗ୍ଧ, ଲହୁଣି ଓ ଅଣ୍ଡା ୧୫୧.୯ ପ୍ରତିଶତ ମହଙ୍ଗା ହୋଇଛି।
-
11.ସାଉଦି ଆରବର ରାସ୍ ତନୁରା ଅଞ୍ଚଳରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
-
12.ମିଡିଆ ରିପୋର୍ଟ ଅନୁଯାୟୀ, ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବଂ ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ଲୋକମାନେ ସତର୍କତା ଭାବରେ ନିଜ ପାଖରେ ନଗଦ ଟଙ୍କା ରଖିବା ଆରମ୍ଭ କରିଛନ୍ତି। ଏଭଳି ସମୟରେ ଅନେକ ଲୋକ ଡିଜିଟାଲ ପେମେଣ୍ଟ ସହିତ କିଛି ନଗଦ ଟଙ୍କା ମଧ୍ୟ ଘରେ ରଖିବାକୁ ନିରାପଦ ମନେ କରୁଛନ୍ତି।
-
13.ଗୃହ କ୍ରେତା ଫ୍ଲାଟ୍ର ଦଖଲ ପାଇବା ପରେ ମଧ୍ୟ ହସ୍ତାନ୍ତରରେ ହୋଇଥିବା ବିଳମ୍ବ ପାଇଁ କ୍ଷତିପୂରଣ ଦାବିର ନ୍ୟାୟିକ ସମାଧାନ ଚାହିଁପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
-
14.ସମଗ୍ର ୟୁରୋପ ମହାଦେଶ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳିତ ହେଉଛି। ପ୍ରବଳ ଗରମ ଯୋଗୁ ଗତ ବୁଧବାର, ଗୁରୁବାର, ଶୁକ୍ରବାର କେବଳ ଫ୍ରାନ୍ସରେ ପ୍ରାୟ ୪,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।
-
15.ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।
|
17 |
Y |
|
| 8 |
29-06-2026 |
English |
-
1.Lakhs of devotees thronged to the sacred city of Puri in Odisha to witness the divine spectacle of 'Snana Purnima', the ritual bathing of holy triad -- Lord Jagannath, his elder brother Balabhadra and sister Subhadra -- at Jagannath Temple .
-
2.Following rituals such as Mangal Alati, Abakash Niti and Bimba Snana, the deities were bathed with 108 pitchers of sacred, fragrant water drawn from the mysterious Sunakua (Golden Well) located near the Maa Sitala Temple inside the Jagannath Temple complex.
-
3.Union Home Minister Amit Shah on Sunday launched the pilot project of the PM Family Care Tracker (PM-FCT) in Gujarat, describing it as an integrated digital platform that would monitor the health, nutrition, education and welfare of children from pregnancy until the age of 16 years.
-
4.An earthquake of magnitude 6.2 hit Afghanistan on Saturday evening, with strong tremors felt in Delhi, Jammu and Kashmir and several other North Indian states.
-
5. Union Home and Cooperation Minister Amit Shah on Saturday said that Bharat Taxi plans to expand its cooperative mobility platform to more than 500 cities and towns across India within the next two years, describing the rollout as the next phase of the organisation's national expansion.
-
6.The Supreme Court on Monday declined to urgently hear a petition seeking an investigation into allegations of misappropriation and theft of donations made to the Ram Temple in Ayodhya, Uttar Pradesh.
-
7.India on Sunday strongly rejected Pakistan’s allegations linking it to the recent terrorist attack on the Pakistan Rangers headquarters in Karachi.
-
8.Prime Minister Narendra Modi was awarded “Guardian of the Blue Horizon,” Seychelles’ highest presidential honour for leadership in environmental conservation and sustainable development during his three-day visit to the island nation.
-
9.ISKCON organized another untimely Ratha Yatra in Boston on Saturday, drawing sharp criticism from devotees and cultural observers for disregarding traditional Jagannath festival dates.
-
10.An MLA from Karur, Vijayabhaskar met Speaker JCD Prabhakar at the state secretariat this morning and tendered his resignation.
-
11.Former Bihar chief minister Rabri Devi has now begun vacating her bungalow at 10 Circular Road in Patna, with the deadline to leave the premises.
-
12.The State Bank of India had recommended removing the donation counting staff at the Ram temple in Ayodhya over a suspicion of theft three months ago.
-
13.The Faizabad Bar Association on Monday resolved that none of its members would represent the eight accused arrested in the alleged embezzlement of donations received at the Ram temple, warning that any lawyer violating the decision would face a Rs 5-lakh penalty.
-
14.Supreme Court Monday refused urgent hearing on a plea seeking a fair and time-bound probe into the alleged embezzlement of donations at the Ram temple in Ayodhya.
-
15. Ukraine kept up its heavy drone assault on Russia, setting fire to a major oil refinery in the south and killing at least two people, Russian authorities said Sunday. Ukraine has markedly stepped up its long-range attacks on Russian military industries and energy facilities.
|
7 |
Y |
|
| 9 |
28-06-2026 |
Odia |
-
1.ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ ଓଡ଼ିଶା ପୋଲିସକୁ ସମ୍ମାନିତ କରାଯିବ। ଆସନ୍ତା ଜୁଲାଇ ୫ ତାରିଖରେ ଭୁବନେଶ୍ୱରସ୍ଥିତ ୭ମ ବାଟାଲିଅନ୍ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମାନ ପ୍ରଦାନ କରିବେ।
-
2.ଆମେରିକୀୟ ପ୍ରଯୁକ୍ତି କମ୍ପାନିଙ୍କୁ ଟାର୍ଗେଟ୍ କରି ଡିଜିଟାଲ ସର୍ଭିସ ଟିକସ ଲଗାଉଥିବା ଦେଶଗୁଡ଼ିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏସବୁ ଦେଶର ରପ୍ତାନି ଉପରେ ଆମେରିକା ୧୦୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ସେ କହିଛନ୍ତି।
-
3.ଭେନେଜୁଏଲାରେ ଜୁନ୍ ୨୫ରେ ଆସିଥିବା ଶକ୍ତିଶାଳୀ ଭୂକମ୍ପଜନିତ ବିପର୍ଯ୍ୟୟ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି। ପ୍ରକୃତିର ଏହି ପ୍ରଳୟଙ୍କରୀ ତାଣ୍ଡବରେ ମୃତ୍ୟୁସଂଖ୍ୟା ୧ ହଜାର ଅତିକ୍ରମ କରିଥିବା ବେଳେ ୫୨ ହଜାରରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି।
-
4.ଦିଲ୍ଲୀ ଏବଂ ଜମ୍ମୁ ଓ କାଶ୍ମୀର ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହାର ତୀବ୍ରତା ୬.୨ ରେକର୍ଡ କରିଛି।
-
5.ଏକ ନୂଆ ସର୍ବେକ୍ଷଣରେ ବିଶ୍ବରେ ୭୬% ଉତ୍ତରଦାତା ଟ୍ରମ୍ପଙ୍କ ଉପରେ ଅବିଶ୍ବାସ ପ୍ରକାଶ କରିଛନ୍ତି।
-
6.ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ସର୍ଭେ ୨୦୨୬ ମସିହା ଫେବ୍ରୁଆରି ୮ ରୁ ମେ ୧୩ ତାରିଖ ମଧ୍ୟରେ କରାଯାଇଥିଲା ଓ ଏଥିରେ ୩୬ ଟି ଦେଶର ୪୨,୧୫୧ ଜଣ ସାମିଲ ହୋଇଥିଲେ। ଅପରପକ୍ଷେ ପିଟିଆଇ ପ୍ରକାଶ କରିଛି ଯେ, ଭାରତୀୟ ଉତ୍ତରଦାତାଙ୍କ ମଧ୍ୟରେ ୫୧ % ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ପସନ୍ଦ କରିଛନ୍ତି।
-
7.ହରିୟାଣାର ଫରିଦାବାଦର ସେକ୍ଟର ୮ ପୁଲିସ ଷ୍ଟେସନର ଅସ୍ତ୍ରାଗାରରେ ରଖାଯାଇଥିବା ୩୨ଟି ଲାଇସେନ୍ସପ୍ରାପ୍ତ ଅସ୍ତ୍ର ଚୋରି ହୋଇଯାଇଛି।
-
8.ମେ ମାସରେ ଓଡ଼ିଶାରେ ନୂଆ ମୋବାଇଲ ସଂଯୋଗ ପ୍ରଦର୍ଶନ ଖରାପ ରହିଛି। ମାତ୍ର ୪୯,୦୬୧ ଜଣ ନୂଆ ମୋବାଇଲଗ୍ରାହକ ଯୋଡ଼ି ହୋଇଛନ୍ତି। ଏପ୍ରିଲରେ ରାଜ୍ୟରେ ୨ ଲକ୍ଷ ୫୨ ହଜାର ୮୫୯ ଜଣ ନୂଆ ମୋବାଇଲ ଗ୍ରାହକ ସୃଷ୍ଟି ହୋଇଥିଲେ।
-
9.ଭାରତ ପାଇଁ ଓପନଏଆଇର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ହେବେ ପ୍ରଭଜିତ ସିଂହ। ନିକଟରେ ଶ୍ରୀ ସିଂହ ଉବରର ଭାରତ ଓ ଦକ୍ଷିଣ ଏସିଆ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
-
10.ଶିମିଳିପାଳ ଅଭୟାରଣ୍ୟରୁ ଆସିଛି ଏକ ଖୁସିର ଖବର। ମହାରାଷ୍ଟ୍ରରୁ ଓଡ଼ିଶା ଅଣାଯାଇଥିବା ବାଘୁଣୀ ‘ଜିନ୍ନତ’ ଶିମିଳିପାଳ ଜଙ୍ଗଲରେ ନିଜ ଶାବକମାନଙ୍କ ସହ ନିର୍ଭୟରେ ବୁଲୁଥିବାର ଦୃଶ୍ୟ ଟ୍ରାପ୍ କ୍ୟାମରାରେ କଏଦ ହୋଇଛି।
-
11.ମହାରାଷ୍ଟ୍ରରେ ହେବାକୁ ଥିବା ଟିଇଟି(ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପୂର୍ବରୁ ପ୍ରଶ୍ନପତ୍ର ଅଭିଯୋଗ। ଆସନ୍ତାକାଲି ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା। କିନ୍ତୁ ୨୪ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ (MSEC) ପରୀକ୍ଷାକୁ ସ୍ଥଗିତ ରଖିଛି।
-
12.ଝାଡ଼ଖଣ୍ଡର ଧାନବାଦ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ସରକାରୀ ଚାକିରି ହାତେଇବାକୁ ଦୁଇ ପେଦାସାର ଅପରାଧୀଙ୍କ ସହାୟତାରେ ବାପାଙ୍କୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି।
-
13.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ ମଙ୍ଗଳ ହସ୍ପିଟାଲରେ ଜନ୍ମଗ୍ରହଣ କରୁଥିବା ପ୍ରତ୍ୟେକ ଶିଶୁଙ୍କୁ ସରକାରଙ୍କ ପକ୍ଷରୁ ୧ ଗ୍ରାମର ସୁନା ମୁଦି ଉପହାର ସ୍ୱରୂପ ଦିଆଯିବ। ଯଦିଓ ଏହି ଯୋଜନା ଆନୁଷ୍ଠାନିକ ଭାବେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ, କିନ୍ତୁ ଏହା ଜୁନ୍ ୨୨ (ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜନ୍ମଦିନ) ଠାରୁ ଲାଗୁ ହେବ ବୋଲି ଧରାଯିବ।
-
14.ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।
-
15.ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
|
18 |
Y |
|
| 10 |
28-06-2026 |
English |
-
1.The India Meteorological Department (IMD) forecasted heavy rainfall across Odisha till June 30 as the southwest monsoon remains active
-
2.Odisha Chief Minister Mohan Charan Majhi dismissed newly appointed OT&AS officer Bhimsen Tudu from government service after his arrest in a criminal case.
-
3.Veteran Ollywood cinematographer Dilip Ray, who shaped Odia cinema with his artistry, passed away at 72 while undergoing treatment in Bhubaneswar on Friday night.
-
4.The Maharashtra Teacher Eligibility Test (TET) 2026 has been postponed a day before it was scheduled to be held after authorities detected an alleged question paper leak.
-
5.POCSO Court sentenced Ajay Singh to 20 years in prison for raping a six-year-old girl in Banharpali police station area in 2025.
-
6.The general secretary of Shri Ram Janmabhoomi Teerth Kshetra Trust, Champat Rai, and its member Anil Mishra have resigned from their posts, the Trust said Saturday
-
7.Prime Minister Narendra Modi, who arrived in Seychelles on Saturday on a three-day visit, handed over an Indian-made patrol ship for its coastal security.
-
8.The US military said Saturday it had struck 10 targets in Iran at President Donald Trump's direction, continuing a string of attacks that have shaken the war's uneasy ceasefire.
-
9.US President Donald Trump could visit India in the early part of 2027, according to US Secretary of State Marco Rubio, who said preparations are underway following recent high-level discussions between Washington and New Delhi.
-
10.Bharat Taxi plans to expand its cooperative mobility platform to more than 500 cities and towns across India within the next two years,
-
11.The Central Bureau of Investigation (CBI), has attached assets worth Rs 53 crore belonging to former Assam Police DIG Prashanta Kumar Dutta, who is facing charges in a disproportionate assets case.
-
12.The death toll of Odia migrant workers in the ammonia gas leak at a seafood processing factory in Tamil Nadu’s Tiruvallur district has risen to 12 .
-
13.A communal clash has taken place at Dargah Maidan in Balasore city. More than 20 people have been reported injured in the clash.
-
14.A 39-year-old married woman was allegedly raped and murdered in Odisha’s Mayurbhanj district.
-
15.An earthquake struck northeastern Japan on Sunday morning. It was a strong 6.1 magnitude earthquake.
|
11 |
Y |
|