| # |
Date |
Type |
Current Affairs |
No. Of Views |
Status |
Action |
| 1 |
29-10-2025 |
Odia |
-
1.କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ଟର୍ମ ଅଫ୍ ରେଫରେନ୍ସ (ଟିଓଆର୍) ବା ସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରି ପ୍ରଦାନ କରାଯାଇଛି।
-
2.ରାମ ମନ୍ଦିରର ଶୀର୍ଷରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ନଭେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ୧୬୧ ଫୁଟ ଉଚ୍ଚ ଶିଖରରେ ୨୨ ଫୁଟ ଲମ୍ବା ଏବଂ ୧୧ ଫୁଟ ଚଉଡା ଏକ ବିଶାଳ 'ଧର୍ମ ଧ୍ୱଜା' ଉତ୍ତୋଳନ କରିବେ।
-
3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଏକ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ କରିବେ।
-
4.ଫ୍ରାନ୍ସ ବିଶ୍ୱର ପ୍ରଥମ ମୋଟରୱେ ନିର୍ମାଣ କରିଛି। ଏହି ମୋଟରୱେ ବୈଦ୍ୟୁତିକ ଯାନବାହାନଗୁଡ଼ିକୁ ଗତି କରିବା ସମୟରେ ତାରହୀନ ଭାବରେ ଚାର୍ଜ କରିବ। ଯାହାଫଳରେ କାର ଏବଂ ଟ୍ରକଗୁଡ଼ିକୁ ଆଉ ଚାର୍ଜିଂ ପାଇଁ ଷ୍ଟେସନରେ ଅଟକିବା ଆବଶ୍ୟକ ହେବ ନାହିଁ।
-
5.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ବିଭିନ୍ନ କାର୍ଯ୍ୟକ୍ରମ ଓ ସଭାସମିତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କର୍ଣ୍ଣାଟକ ସରକାର ନେଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି।
-
6.ବିଶ୍ଵରେ ଆଉ ଏକ ଅଂଚଳରେ ଏକ ଶକ୍ତିଶାଳୀ ବାତ୍ୟା ଆସିଛି । ଗତ ଦୁଇ ଶତାବ୍ଦୀ ମଧ୍ୟରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା । ଏହାର ନାଁ ରଖାଯାଇଛି ମେଲିସା ଓ ଏହାକୁ କ୍ୟାଟେଗୋରୀ-୫ର ବାତ୍ୟା ବୋଲି କୁହାଯାଉଛି । ଏପରିକି ଏହାକୁ ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ଆହୁରି ଶକ୍ତିଶାଳୀ ବୋଲି କୁହାଯାଉଛି ।
-
7.ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ "ଭାରତରେ ଶିଶୁ ୨୦୨୫" ଶୀର୍ଷକ ରିପୋର୍ଟରେ କହିଛି ଯେ ଭାରତର ଆନୁମାନିକ ଜନସଂଖ୍ୟା ଅନୁସାରେ, ୨୦୧୧ ରୁ ୨୦୨୬ ମଧ୍ୟରେ ଶିଶୁ ଜନସଂଖ୍ୟା (୦-୧୯ ବର୍ଷ) ଅନୁପାତରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ୨୦୧୧ ମସିହାରେ ମୋଟ ଜନସଂଖ୍ୟାରେ ପିଲାଙ୍କ ଅଂଶ ପ୍ରାୟ ୪୦.୯ ପ୍ରତିଶତ ଥିଲା, ଯାହା ୨୦୨୬ ସୁଦ୍ଧା ୩୨ ପ୍ରତିଶତକୁ ହ୍ରାସ ପାଇବ।
-
8.ଧୂଆଁକୁହୁଡ଼ିର ମୁକାବିଲା ପାଇଁ ମଙ୍ଗଳବାର ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ କ୍ଲାଉଡ୍ ସିଡିଂ କରାଯାଇଛି। ଫଳରେ ଖୁବ୍ଶୀଘ୍ର କୃତ୍ରିମ ବର୍ଷା ରାଜଧାନୀକୁ ଆଚ୍ଛାଦିତ କରିଥିବା ବିଷାକ୍ତ ବାୟୁକୁ ଧୋଇ ଦେଇପାରେ ବୋଲି ଆଶା କରାଯାଉଛି।
-
9.ରାଜସ୍ଥାନରେ ପିଆଜ ଦର ଏତେ ଶସ୍ତା ହୋଇଯାଇଛି ଯେ ଚାଷୀମାନେ କ୍ଵିଣ୍ଟାଲ କ୍ଵିଣ୍ଟାଲ ପିଆଜ ଫୋପାଡ଼ି ଦେଉଛନ୍ତି ।
-
10.ଆମେରିକାରେ କଫି ପିଇବା ଏବେ ମହଙ୍ଗା ହେଉଛି। ଅଗଷ୍ଟ ମାସଠାରୁ, ଏହାର ମୂଲ୍ୟ ୫୦% ବୃଦ୍ଧି ପାଇ ପ୍ରତି ପାଉଣ୍ଡ $4.38 ରେ ପହଞ୍ଚିଛି। ଅଗଷ୍ଟ ମାସରେ ଆମେରିକା ବ୍ରାଜିଲ ଉପରେ ୫୦% ଶୁଳ୍କ ଲାଗୁ କରିଥିଲା, ଯାହା କଫିର ଦରକୁ ବୃଦ୍ଧି କରିଥିଲା।
-
11.ଟାଟା ଟ୍ରଷ୍ଟରେ ଝଗଡ଼ାର ମୂଳ କାରଣ ମିସ୍ତ୍ରି ପରିବାରର ସଦସ୍ୟ ମେହଲି ମିସ୍ତ୍ରିଙ୍କ ପୁନଃନିଯୁକ୍ତିକୁ ଅଟକାଇ ଦିଆଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା, ଉପାଧ୍ୟକ୍ଷ ବେଣୁ ଶ୍ରୀନିବାସନ ଓ ଟ୍ରଷ୍ଟି ବିଜୟ ସିଂହ ତାଙ୍କ ବିରୋଧରେ ଭୋଟ୍ ଦେଇଛନ୍ତି।
-
12.ଇ-କମର୍ସ କମ୍ପାନି ଆମାଜନ ବିଶ୍ଵରେ ୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି। ଆମାଜନରେ ମୋଟ ପ୍ରାୟ ୧୫ ଲକ୍ଷ କର୍ମଚାରୀ ବିଶ୍ଵରେ କାମ କରୁଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୩.୫ ଲକ୍ଷ ହେଉଛନ୍ତି କର୍ପୋରେଟ୍ କର୍ମଚାରୀ। ଏହି କର୍ପୋରେଟ୍ କର୍ମଚାରୀମାନଙ୍କ ମଧ୍ୟରୁ ୧୪ ହଜାର ବା ୪ ପ୍ରତିଶତ କର୍ମଚାରୀ ଛଟେଇ ହେବେ।
-
13.ଓଡ଼ିଶାର ଉପକୂଳରେ ୧୯୯୯ ମସିହା ଅକ୍ଟୋବର ୨୮, ୨୯ ଓ ୩୦ ତିନି ଦିନ ଧରି ପ୍ରଳୟଙ୍କରୀ ମହାବାତ୍ୟା ଏରସମା, କୁଜଙ୍ଗ, ପାରାଦ୍ୱୀପ, ତିର୍ତ୍ତୋଲ ଓ ବାଲିକୁଦା ଅଞ୍ଚଳରେ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିଲା ଅମଲାପୁରମ ନୁହେଁ, ନରସାପୁରେ ସ୍ଥଳଭାଗ ଛୁଁଇଲା ମନ୍ଥା ।
-
14.ଜମ୍ମୁ କାଶ୍ମୀରର ଲିପା ଉପତ୍ୟକାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା ପୋଷ୍ଟ୍ ଉପରେ ଗୁଳିବର୍ଷା କରିଛି।
-
15.ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜା ଷ୍ଟ୍ରିପ୍ରେ ଆତଙ୍କୀ ସଙ୍ଗଠନ ହମାସର ଟାର୍ଗେଟ୍ଗୁଡ଼ିକ ଉପରେ ବଡ଼ ଆକ୍ରମଣ ଆରମ୍ଭ କରିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)କୁ ନିର୍ଦ୍ଦେଶ ଦେଇଛନ୍ତି।
-
16.ନିତି ଆୟୋଗ ଦ୍ୱାରା ୨୦୨୫ ବର୍ଷ ପାଇଁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୩-୨୪ ବର୍ଷରେ ସେବା କ୍ଷେତ୍ର କର୍ମ ନିଯୁକ୍ତିରେ ଜାତୀୟ ହାର ୨୯.୭ ପ୍ରତିଶତ ରହିଥିଲା । ଏହି ସମୟରେ ଓଡ଼ିଶାରେ ସେବା କ୍ଷେତ୍ରରେ କର୍ମ ନିଯୁକ୍ତି ହାର ୨୫ ପ୍ରତିଶତ।
-
17.ଇଣ୍ଡୋନେସିଆରେ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।
-
18.ଘଣ୍ଟାକୁ ୧୩ କିଲୋ ମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଥିବା ଏହି ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ଶହେରୁ ଅଧିକ କିଲୋ ମିଟର ବେଗରେ ପବନ ବହିବ ବୋଲି ଆକଳନ ଥିଲା । ବାସ୍ତବରେ ସେମିତି କିଛି ହେଲା ନାହିଁ । ଫୁସକି ଗଲା ବାତ୍ୟା ମନ୍ଥା । ଏହାର କାରଣ କଣ ଜାଣନ୍ତି । ଥଣ୍ଡା ପାଣି ସବୁ ବିଗାଡ଼ି ଦେଲା । ଏହି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।
-
19.ପ୍ରାୟ ଦୁଇ ଦଶନ୍ଧି ପରେ ଗୋବିନ୍ଦା ଏବଂ ସଲମାନ ଖାନ ଦୁଇ ଷ୍ଟାର ପୁଣିଥରେ ପରଦାରେ ଏକାଠି ହେବାକୁ ଯାଉଛନ୍ତି।
-
20.ଦିନିକିଆ ଶୃଙ୍ଖଳା ପରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପାଞ୍ଚ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳା ଆରମ୍ଭ ହେଉଛି। ବୁଧବାର ପ୍ରଥମ ଟ୍ବେଣ୍ଟି୨୦ ଖେଳାଯିବ।
|
37 |
Y |
|
| 2 |
29-10-2025 |
English |
-
The Cabinet on Tuesday approved the terms of reference of the 8th Pay Commission, which will benefit 50 lakh central government employees and 69 lakh pensioners and will have implications on the emoluments of the staff of state governments.
-
Amazon will cut about 14,000 corporate jobs as it ramps up spending on AI while trimming expenditure.
-
The Supreme Court Tuesday came down heavily on the National Medical Commission (NMC) for failing to ensure payment of stipends to medical interns across the country.
-
The Delhi government, in collaboration with IIT-Kanpur, conducted the first cloud-seeding trial in parts of Delhi Tuesday.
-
Ferris wheel being assembled at Bali Yatra Lower Ground in Cuttack,
-
A special POCSO court in Balasore Tuesday awarded 20 years of rigorous imprisonment (RI) to a 26-year-old man after holding him guilty of raping a minor girl.
-
The Supreme Court Tuesday expressed concern over the slow and uneven career progression of entry-level judicial officers across the country and began hearing a case to frame uniform, nationwide criteria for determining seniority in the Higher Judicial Service (HJS) cadre
-
Odisha’s integrated approach to maritime development is transforming the state into a key hub along India’s eastern maritime corridor, said Deputy Chief Minister Pravati Parida Tuesday.
-
A modern eye hospital built by Navratna company NALCO in Angul district to provide free eye care to residents affected by industrial operations has remained locked for six years after its grand inauguration.
-
Tripura Chief Minister Manik Saha Tuesday inaugurated WiFi facilities in 11 government general degree colleges, giving a major fillip in digital education.
-
The proposed law against polygamy will have a punishment of at least seven years, Assam Chief Minister Himanta Biswa Sarma said Monday.
-
India will set up a national aviation safety centre modelled on global best practices to train aircraft accident investigators and aviation professionals.
-
India and Russia have firmed up a joint collaboration to produce a twin-engine narrow-body passenger aircraft for short-haul flights in line with growing strategic ties between the two countries.
-
Air India's low-cost arm, Air India Express, is expecting to induct 20 to 24 aircraft in the fl eet in the next calendar year, a top airline executive said Tuesday.
-
A plane crash killed 11 people, mostly foreign tourists, in Kenya's coastal region of Kwale early Tuesday while en route to Maasai Mara National Reserve.
|
13 |
Y |
|
| 3 |
28-10-2025 |
Odia |
-
1.ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ଗୱାଇ ପ୍ରଧାନ ବିଚାରପତି ଭାବେ ଅବସର ଗ୍ରହଣ କରିବା ପରେ ସୁପ୍ରିମ୍କୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେବେ।
-
2.ସୁପ୍ରିମ୍କୋର୍ଟ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ୍ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜଆଡ଼ୁ ମାମଲାର ଶୁଣାଣି କରି କହିଛନ୍ତି ଯେ ବୁଲା କୁକୁର ଆକ୍ରମଣ ଘଟଣା ବିଦେଶୀ ରାଷ୍ଟ୍ରମାନଙ୍କ ଆଗରେ ଦେଶର ଛବି ଖରାପ କରୁଛି।
-
3.ଭାରତର ସାମୁଦ୍ରିକ ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା ଏବଂ ନୌସେନା କ୍ଷମତା ଭାରତ-ପ୍ରଶାନ୍ତ ମହାସାଗର ଏବଂ ବିଶ୍ୱ ଦକ୍ଷିଣ କ୍ଷେତ୍ରରେ ବିକାଶ, ସୁରକ୍ଷା ଏବଂ ପରିବେଶକୁ ପ୍ରୋତ୍ସାହିତ କରୁଛି ବୋଲି କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହା କହିଛନ୍ତି।
-
4.ଦ୍ଵିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର, ଗୋଆ, ପୁଡୁଚେରୀ, ଛତିଶଗଡ଼, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଏବଂ ତେଲେଙ୍ଗାନା ଏସ୍ଆଇଆର୍ ହେବ । ପାଖାପାଖି ୫୧ କୋଟି ଭୋଟରଙ୍କ ପାଇଁ ଉକ୍ତ ଏସ୍ଆଇଆର୍ ହେବ।
-
5.କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଖରିଫ ୨୦୨୫-୨୬ ଋତୁ ପାଇଁ ଡାଲି ଏବଂ ତୈଳବୀଜ ପାଇଁ କ୍ରୟ ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ରାଜ୍ୟଗୁଡ଼ିକ ପାଇଁ ମୋଟ ଅନୁମୋଦିତ କ୍ରୟ ପରିମାଣ ଟ.୧୫,୦୯୫.୮୩ କୋଟି ହେବ, ଯାହା ସମ୍ପୃକ୍ତ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ଲାଭ ପ୍ରଦାନ କରିବ।
-
6.ଋଷିକେଶର ବିଶ୍ୱ ପ୍ରସିଦ୍ଧ ଲକ୍ଷ୍ମଣ ଝୁଲା ସ୍ଥାନରେ ଏକ ନୂତନ ବଜରଙ୍ଗ ସେତୁ ନିର୍ମାଣ କରାଯାଉଛି। ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଏହି ଅନନ୍ୟ ସେତୁର କାମ ଶେଷ ହେବାର ଆଶା ରଖାଯାଇଛି। ବଜରଙ୍ଗ ସେତୁର ନିର୍ମାଣ ପାଇଁ ପ୍ରାୟ ୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଉଛି।
-
7.ବାଂଲାଦେଶ ସରକାରଙ୍କ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ମହମ୍ମଦ ୟୁନୁସ ଭାରତର ଉତ୍ତର-ପୂର୍ବ ଅଞ୍ଚଳକୁ ଏହାର ମାନଚିତ୍ରରେ ସ୍ଥାନିତ କରି ନୂଆ କୂଟନୈତିକ ବିବାଦ ସୃଷ୍ଟି କରିଛନ୍ତି। ୟୁନୁସ ପାକିସ୍ତାନ ଜେନେରାଲଙ୍କୁ ଏହି ବିବାଦୀୟ ମାନଚିତ୍ର ଉପହାର ସ୍ବରୂପ ପ୍ରଦାନ କରିଛନ୍ତି।
-
8.ତୁର୍କୀ ରାଜଧାନୀ ଇସ୍ତାନବୁଲରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକ ବିଫଳ ରହିଛି।
-
9.ରୁଷ୍ ଓ ୟୁକ୍ରେନ ଦୁଇ ପକ୍ଷ ପରସ୍ପର ଉପରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିଛନ୍ତି। ୟୁକ୍ରେନ୍ ଆକ୍ରମଣ ଯୋଗୁଁ ରୁଷ୍କୁ ରାଜଧାନୀ ମସ୍କୋର ୪ଟି ବିମାନବନ୍ଦରରୁ ଦୁଇଟିକୁ ବନ୍ଦ କରିବାକୁ ପଡ଼ିଛି।
-
10.ଉତ୍ତର ପ୍ରଦେଶର ଚିତ୍ରକୁଟରେ ମୁମ୍ବାଇରୁ ଭାଗଲପୁର ଯାଉଥିବା ଲୋକମାନ୍ୟ ତିଲକ ଭାଗଲପୁର ଏକ୍ସପ୍ରେସ୍ ଟ୍ରେନ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଟ୍ରେନ ଭିତରେ ପ୍ରାୟ ୨୦୦-୨୫୦ଜଣ ଯାତ୍ରୀ ଥିଲେ।
-
11.ମଧ୍ୟପ୍ରଦେଶର ଫତେଗଡ଼ ଥାନା ଅଞ୍ଚଳ ଗଣେଶପୁରା ଗାଁରେ ବିଜେପି ନେତା ମହେନ୍ଦ୍ର ନାଗର ଜଣେ ଚାଷୀ ରାମ ସ୍ଵରୂପ ଧାକଡ଼ଙ୍କୁ ମାଡ଼ ମାରିବା ସହିତ ତାଙ୍କ ଉପରେ ଥାର୍ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି।
-
12.ରାଜସ୍ଥାନର ଆଜମେର ଜିଲ୍ଲା ପୁଷ୍କରଠାରେ ପ୍ରସିଦ୍ଧ ପଶୁମେଳା ଦେଖିବାକୁ ଦେଶବିଦେଶରୁ ପର୍ଯ୍ୟଟକ ଆସିଛନ୍ତି । ତେବେ ଏଥର ମେଳାର ଆକର୍ଷଣ ସାଜିଛି ଏକ କଳାଘୋଡ଼ା । ତାହାର ମୂଲ୍ୟ ହେଉଛି ୧୫ କୋଟି । ଏହି ଘୋଡାର ନାମ ଶାହବାଜ, ଏବଂ ତାହାର ବୟସ ମାତ୍ର ଅଢ଼େଇ ବର୍ଷ ।
-
13.ବନ୍ଦେ ଭାରତ ସ୍ଲିପର ଟ୍ରେନର ଭିତର ଭାଗ ଆଧୁନିକ ଏବଂ ଆରାମଦାୟକ ରହିଛି। ପ୍ରତ୍ୟେକ କ୍ୟାବିନରେ ସଫା ସିଟ୍, ହାଲୁକା ଆଲୋକ ଏବଂ ଏୟାରଲାଇନ୍ ଷ୍ଟାଇଲ୍ ବର୍ଥ ରହିଛି।
-
14.ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଲଖିମପୁର ଖୀରୀ ଗସ୍ତ କରି ଜିଲାର ମୁସ୍କଫାବାଦ ଗାଁ ନାଁ ପରିବର୍ତ୍ତନ ହୋଇ ‘କବୀରଧାମ’ କରିବାକୁ ସେ ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି।
-
15.ସମ୍ବଲପୁର ଜବ୍ ଫ୍ରଡ୍ କେସ୍ ବା ଚାକିରି ପାଇଁ ଠକେଇ ମାମଲାର ଅଭିଯୁକ୍ତ ମହିଳା ସ୍ଵର୍ଣ୍ଣପ୍ରଭା ପାଢ଼ୀ ଚାପଗ୍ରସ୍ତ ହୋଇ ବିଷ ପିଇ ଦେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୬୦୦ରୁ ଅଧିକ ଲୋକଙ୍କୁ ଚାକିରି ଦେବା ନାମରେ ସ୍ଵର୍ଣ୍ଣପ୍ରଭା ଏବଂ ଅନ୍ୟ ଜଣେ ବ୍ୟକ୍ତି ମିଶି ଟଙ୍କା ଆଦାୟ କରିଥିଲେ।
|
55 |
Y |
|
| 4 |
28-10-2025 |
English |
-
1.Chief Justice of India (CJI) Bhushan Ramkrishna Gavai has recommended to the Centre the name of Justice Surya Kant as the next CJI. Justice Surya Kant is set to become the 53rd chief justice of India November 24 after CJI Gavai’s retirement November 23.
-
2.The Supreme Court Monday slammed the states and Union Territories (UTs), including Odisha, which have not filed their compliance affidavits in the stray dogs case.
-
3.The Election Commission (EC) will conduct phase two of the Special Intensive Revision (SIR) of electoral rolls in 12 states and Union Territories (UTs) between November and February.
-
4.As Cyclone Montha intensifies and nears the Andhra Pradesh coast, it is expected to trigger heavy rainfall across southern and coastal Odisha.
-
5.The second level randomization and pairing of EVM and VVPAT machines for the 71-Nuapada Assembly Constituency by-election were carried out Monday in the presence of Election Observer and District Election Officer-cum-District Magistrate.
-
6.The Odisha Police Crime Branch has arrested a 29-year-old man from West Bengal for allegedly duping people of Rs1.08 crore by promising high returns on investments through an online gaming platform.
-
7. Rajasthan Education Minister Madan Dilawar announced that government and private school students will now have the same uniform, and ties will no longer be a part of it.
-
8.Uttarakhand Chief Minister Pushkar Singh Dhami on Monday said 23 sports academies will soon be established in the state under the ‘Sports Legacy Plan'.
-
9.Green tax will be collected from vehicles coming to Uttarakhand from outside states from December.
-
10.The Supreme Court Monday asked all states and Union Territories to apprise it within eight weeks about the implementation of the guidelines it prescribed to deal with mental health issues and suicide among students in educational institutions.
-
11.The Supreme Court Monday refused to initiate contempt action against a lawyer who had attempted to throw a shoe at Chief Justice of India BR Gavai but said it will consider laying down guidelines to prevent such incidents.
-
12.The West Bengal government Monday announced the transfer of over 500 bureaucrats amid the rollout of the Special Intensive Revision (SIR) of electoral rolls in the state
-
13.Over 70 scientists, environmentalists and former bureaucrats Monday urged the government to reconsider the Rs 92,000-crore Great Nicobar Island project, claiming that it is "an exploitative commercial proposal" being "wrongly portrayed as a strategic defence project".
-
14.Adani Energy Solutions Monday posted a 28 per cent decline in consolidated net profit to Rs 557.10 crore for the September quarter, mainly due to onetime adjustment of deferred tax of Rs 314 crore in the year-ago period.
-
15.Security Exchange Board of India (SEBI) Monday proposed a framework to reduce the compliance burden of companies with large debts, by raising the threshold for identifying High Value Debt Listed Entities (HVDLEs) to Rs 5,000 crore from the current Rs 1,000 crore.
|
22 |
Y |
|
| 5 |
27-10-2025 |
Odia |
-
1.ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯାଇଛି।
-
2.ସେହିପରି ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ପ୍ରସିଦ୍ଧ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ କଳା ସମ୍ମାନ ପ୍ରଦାନ କରାଯାଇଛି । ଗଳ୍ପ ସଂକଳନ ‘ମ୍ୟାଟିନି ଶୋ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖକଙ୍କୁ ତାମ୍ରଫଳକ, ଉପାୟନ ସହିତ ସାତଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।
-
3.ସୁନ୍ଦରଗଡ଼ ଜିଲା ବଣାଇଁ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଲୁଟିନେଲେ।
-
4.ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ ଏହାର ନୂତନ ପରମାଣୁଚାଳିତ କ୍ରୁଜ୍ କ୍ଷେପଣାସ୍ତ୍ର ‘ବୁରେଭେଷ୍ଟ୍ନିକ୍’ର ପରୀକ୍ଷଣ ସଫଳତାର ସହ ସଂପନ୍ନ କରିଛି।
-
5.ଚାରି ବର୍ଷରୁ ଅଧିକ ସମୟ ପରେ ରବିବାର କୋଲକାତା ଏବଂ ଚୀନର ଗ୍ୱାଙ୍ଗଜୋ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
-
6.ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସିକୁ ମାଡ୍ରାସ ହାଇକୋର୍ଟ ‘ସମ୍ପତ୍ତି’ ମାନ୍ୟତା ଦେଇଛନ୍ତି। ଏଥି ସହିତ ଭାରତୀୟ ଆଇନ ଅଧୀନରେ କ୍ରିପ୍ଟୋ ସମ୍ପର୍କିତ ବିବାଦଗୁଡ଼ିକର ଫଇସଲା କରିବା ବାଟ ଫିଟିଛି।
-
7.ନୂଆଦିଲ୍ଲୀ ପାଣ୍ଠିର ଅଭାବ ଓ ପ୍ରତିଷ୍ଠାତାଙ୍କ ଧୈର୍ଯ୍ୟର ଅଭାବ। ଏହି ଦୁଇ କାରଣ ପାଇଁ ଚଳିତ ବର୍ଷ ଦେଶରେ ୧୧,୨୨୩ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଯାଇଛି। କିଛି ସଂସ୍ଥା ଚାରି ପାଞ୍ଚ ବର୍ଷ ଧରି ଉଦ୍ୟମ କରିବା ପରେ ବିଫଳ ହୋଇ ନିଜର ଯାତ୍ରା ଶେଷ କରିଛନ୍ତି।
-
8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଦେଶୀ ଆହ୍ବାନରେ ଅନୁପ୍ରାଣିତ ହୋଇ କେନ୍ଦ୍ର ମନ୍ତ୍ରୀମାନେ ବିଦେଶୀ ଇମେଲ୍ ଓ ସଫ୍ଟୱେର୍ ପରିହାର କରି ସ୍ବଦେଶୀ ଜୋହୋ ମେଲ୍କୁ ଆପଣାଇଛନ୍ତି। ଉଦ୍ୟୋଗପତି ଶ୍ରୀଧର ଭେମ୍ବୁ ‘ଜୋହୋ’ ସ୍ଥାପନ କରିଛନ୍ତି।
-
9.ନୂଆଦିଲ୍ଲୀରେ ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି।
-
10.ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ନୀତି ବିରୋଧରେ କାର୍ଯ୍ୟ କରିଥିବାରୁ ଜେଡିୟୁ ୧୧ ଜଣ ନେତାଙ୍କୁ ବହିଷ୍କାର କରିଛି।
-
11.ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସା ସହରରେ ଚିକିତ୍ସା ଅବହେଳାଜନିତ ଏକ ସାଂଘାତିକ ମାମଲା ସାମନାକୁ ଆସିଛି। ଥାଲାସେମିଆରେ ପୀଡ଼ିତ ପାଞ୍ଚ ଜଣ ଶିଶୁ ରକ୍ତ ଗ୍ରହଣ କରିବା ପରେ ଏଚ୍ଆଇଭି (ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍) ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
-
12.ଓଡ଼ିଶାର ବୃହତ୍ତମ ବାଣିଜ୍ୟ ମେଳା କଟକର ବାଲିଯାତ୍ରା ପାଇଁ ଚଳିତ ବର୍ଷ ଇଣ୍ଡୋନେସିଆକୁ ‘ପାର୍ଟନର ଦେଶ’ ଭାବେ ଘୋଷଣା କରାଯାଇଛି। କଟକ ଜିଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି।
-
13.ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରବିବାରଠାରୁ ଟ୍ରଷ୍ଟ ବୋର୍ଡ ଆନୁଷ୍ଠାନିକ ଭାବେ ମନ୍ଦିର ପରିଚାଳନା ଦାୟିତ୍ୱ ନେଇଛି। ମନ୍ଦିର ସଫେଇ ସହିତ ରଙ୍ଗ କାମ ଆରମ୍ଭ ହୋଇଛି। ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି।
-
14.ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ ୩ ଦିନ ବନ୍ଦ ରଖିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ ଦେଇଛନ୍ତି। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ।
-
15.ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ର ମୁକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ପ୍ରସ୍ତୁତି ଚଳାଇଛନ୍ତି। ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦେଇଛନ୍ତି।
|
33 |
Y |
|
| 6 |
27-10-2025 |
English |
-
1.The 46th Sarala Puraskar, instituted by Indian Metals Public Charitable Trust (IMPaCT), offered annually for the best literary achievement, was coffered upon notable poet and writer Devdas Chhotray here Saturday.
-
2.The ISRO Sunday said its LVM3 launch vehicle is scheduled to lift off with the CMS-03 communication satellite November 2, from the Satish Dhawan Space Centre, Sriharikota.
-
3.The Election Commission of India (ECI) may appoint volunteers to assist booth-level offi cers (BLOs) during the probable special intensive revision (SIR) of electoral rolls in West Bengal, a senior offi cial said Sunday.
-
4.The Andhra Pradesh government has prepared an action plan for relief and essential supplies in pre-cyclone preparedness for Cyclone Montha.
-
5.The United Kingdom has evinced interest in the e-Courts project that seeks to digitise entire court records, and a delegation from that country would be in the national capital next week to interact with top Union law ministry officials.
-
6.According to the Ministry of Education’s statistics, 20,817 teachers were employed in the schools with zero enrolments. In a peculiar case, West Bengal accounted for 17,965 such teachers, along with the highest number of schools without enrolments (3,812).
-
7.The Unified District Information System for Education Plus (UDISE+) report for the session released by the ministry revealed that 76.4 lakh students enrolled in 61,565 schools in the state. As per 2023-24 academic session report, Odisha had eight such schools.
-
8.Prime Minister Narendra Modi Sunday praised Koraput coffee, saying that the hot beverage is truly delectable and indeed a pride of Odisha. He said this while addressing the 127th episode of his radio programme ‘Mann Ki Baat’.
-
9.The Bhubaneswar Municipal Corporation (BMC) has introduced a new mechanism to enhance door-to-door waste collection and road sweeping services across the City.
-
10.Amid the dwindling population of bison in Jharkhand’s Palamau Tiger Reserve (PTR), the state authority has sought permission from the Centre to bring the animal from Madhya Pradesh.
-
11.Bihar Chief Minister Nitish Kumar's JD(U) expelled 16 leaders, including a sitting MLA and two former ministers, most of whom have entered the fray against official NDA candidates.
-
12.President Donald Trump said Saturday that he plans to hike tariffs on imports of Canadian goods by an extra 10 per cent because of an anti-tariff television ad aired by the province of Ontario.
-
13.Suspects have been arrested in connection with the theft of crown jewels from Paris' Louvre museum, the Paris prosecutor said Sunday, a week after the heist at the world's most visited museum that stunned the world.
-
14.Passenger vehicle (PV) exports from India rose by 18 per cent year-on-year in the April-September period with Maruti Suzuki leading the segment with shipment of over 2 lakh units, according to the The Society of Indian Automobile Manufacturers (SIAM) data.
-
15.Weightlifter Priteesmita Bhoi broke the world youth record in clean & jerk on way to clinching gold in the girls' 44kg category at the Youth Asian Games, here Sunday.
|
19 |
Y |
|
| 7 |
26-10-2025 |
Odia |
-
1.ଆନ୍ଧ୍ର ପ୍ରଦେଶରେ କୁର୍ଣ୍ଣୁଲ ବସ୍ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ଦୁର୍ଘଟଣା ଘଟିବା ପରେ ବସ୍ ଭିତରେ ୨୩୪ଟି ସ୍ମାର୍ଟଫୋନ୍ ଥିବା ଏକ ପ୍ୟାକେଟ୍ ବିସ୍ଫୋରିତ ହୋଇଥିଲା। ଫୋରେନସିକ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଏହି ଫୋନ୍ଗୁଡ଼ିକର ବ୍ୟାଟେରି ବିସ୍ଫୋରଣ ଯୋଗୁଁ ବସ୍ରେ ଲାଗିଥିବା ନିଆଁର ତୀବ୍ରତା ବୃଦ୍ଧି ପାଇଥିଲା.
-
2. ରାଜସ୍ଥାନର କୋଟାରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିବା ଓଡ଼ିଶାର ଜଣେ ୨୪ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଙ୍କ ନାମ ରୋଶନ କୁମାର ପାତ୍ର ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମରେ।
-
3.ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ଜେଡିୟୁ ୧୧ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି।
-
4.ମହାରାଷ୍ଟ୍ରର ବୁଲଢାନାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ଯମଜ ଝିଅଙ୍କ ଗଳା କାଟି ହତ୍ୟା କରିଛନ୍ତି।
-
5.ସରକାର ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬ ପ୍ରତିଶତ ବଢ଼ାଇବା ନେଇ ଯୋଜନା କରୁଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ନଭେମ୍ବର ୧୫ ପରେ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ରିପୋର୍ଟ କରିଛି।
-
6.ଆଦାନୀ ଗ୍ରୁପ୍ରେ ନିବେଶ କରିବା ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଉପରେ ସରକାରୀ ଚାପ ପଡ଼ିଥିଲା। ଆମେରିକାର ୱାସିଂଟନ ପୋଷ୍ଟ୍ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଲ୍ଆଇସି ଏହାକୁ ଖଣ୍ଡନ କରିଛି।
-
7.ଜିଏସଟି ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ ।
-
8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ଆମେରିକା। ଗତ ଏସସିଓ ସମ୍ମିଳନୀ ସମୟରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏଭଳି ଯୋଜନା କରିଥିଲା ବୋଲି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି।
-
9.ଅଭିନୟ ଜଗତ ୭୪ ବର୍ଷ ବୟସରେ ସତୀଶ ଶାହଙ୍କ ପରଲୋକ ଘଟିବା ପରେ ଶୋକରେ ବୁଡ଼ି ଯାଇଛି ।
-
10.ଆମ ଆଦମୀ ପାର୍ଟିର ରାଜ୍ୟ ସରକାରଙ୍କ ତରଫରୁ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା ଏବେ ସଙ୍କଟରେ ପଡିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଯୋଜନାରେ ପଞ୍ଜାବ ରୋଡୱେଜ୍ ଉପରେ ୧୨୦୦ କୋଟି ଟଙ୍କାରୁ ଅଧିକ ବକେୟା ପଡିଛି। ଅନ୍ୟପଟେ ଅନେକ ଡିପୋରେ ବସ୍ ଗୁଡିକ ଠିଆ ହୋଇଛନ୍ତି, ଗଡିବା ପାଇଁ ଡିଜେଲ୍ ବ୍ୟବସ୍ଥା ମଧ୍ୟ ହୋଇପାରୁନି।
-
11.ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନାମରେ ଦୁଇଟି ସରକାରୀ ବାସଭବନ ଆବଣ୍ଟନ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଗୋଟିଏ ଭୁବନେଶ୍ବରରେ ଓ ଅନ୍ୟଟି ନୂଆଦିଲ୍ଲୀରେ ଥିବା ଜଣାପଡ଼ିଛି।
-
12.ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକରେ ମୋଟ ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି ଏହିଭଳି ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।
-
13.ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର । ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଭରତ ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।
-
14.ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଭେଣ୍ଟିଲେଟରରୁ ବାହାରିଲେ । ସେ ଗୁରୁତର ହୋଇ ଏମ୍ସ ଭେଣ୍ଟିଲେଟରରେ ଥିଲେ।
-
15.ଶେହନାଜ ଗିଲ୍ଙ୍କ ଅପ୍କମିଙ୍ଗ ପଞ୍ଜାବୀ କମେଡି ଡ୍ରାମା ‘ଇକ୍ କୁଡ଼ି’ର ଟ୍ରେଲର୍ ରିଲିଜ୍ ହୋଇଛି।
|
44 |
Y |
|
| 8 |
26-10-2025 |
English |
-
1.India’s most celebrated astrophysicist Jayant Narlikar, who passed away in May, was Saturday selected for Vigyan Ratna Puraskar.
-
2.The Supreme Court is scheduled to hear a suo motu matter on victims of digital arrest who are defrauded by using forged documents October 27.
-
3.A 23-year-old miniature artist from Ganjam district set a new Guinness World Record for crafting the smallest wooden spoon.
-
4.Reliance Intelligence Ltd is forming a JV with a Meta subsidiary to market and distribute enterprise AI in India
-
5.Veteran Hindi film actor Satish Shah, whose very presence in films such as “Jaane Bhi Do Yaaron” and “Main Hoon Na” and sitcom “Sarabhai vs Sarabhai” elicited smiles and many a laugh, has died. He was 74.
-
6.As the BJP government in the state completed its 500 days in offi ce, Chief Minister Mohan Charan Majhi Saturday said that his administration has implemented all the promises made by the party in the 2024 Assembly elections.
-
7.The state government Saturday approved Rs 1.46 lakh crore worth 33 industrial projects with a potential to generate 66,000 employment opportunities in Odisha
-
8.The Supreme Court is scheduled to hear a suo motu case relating to stray dogs October 27.
-
9.The Delhi High Court has ordered removal of an AI-generated video which claimed that guests were poisoned by employees of hotel Taj Lake Palace in Udaipur. The court said it was of the prima facie opinion that the contents of the video were false.
-
10.The government has planned a series of initiatives to shield the conventional media from the disruptions expected due to rapid digitisation in the sector.
-
11.US President Donald Trump’s administration has authorised oil and gas drilling in Alaska’s Arctic National Wildlife Refuge, effectively disturbing the pristine condition of one of America’s largest wildernesses.
-
12.Thailand's Queen Mother Sirikit, who brought glamour and elegance to a postwar revival in the country's monarchy and who, in later years, would occasionally wade into politics, has died aged 93, the Thai Royal Household Bureau said Saturday.
-
13.The Reserve Bank Friday came out with draft norms to enable banks to fund acquisitions by Indian companies and raise the loan amount to individuals to purchase shares through IPOs and FPOs.
-
14.The Life Insurance Corporation of India (LIC) Saturday denied reports by The Washington Post, reaffirming all investments are made with integrity and due diligence.
-
15.Left-wing independent Catherine Connolly is set to become Ireland's next president after her rival conceded defeat in the country's presidential election Saturday.
|
17 |
Y |
|
| 9 |
25-10-2025 |
Odia |
-
1.ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ ବ୍ୟବସ୍ଥା ଆଣିଛନ୍ତି। ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ।
-
2.ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍କୋ ପକ୍ଷରୁ ନିର୍ମାଣ କରାଯାଉଛି। ୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ ୫୦୦ ସିଟ୍ ବିଶିଷ୍ଟ ଏକ ଓପନ୍ ଏୟାର ଥିଏଟର୍ ମଧ୍ୟ ଏହି ପରିସର ମଧ୍ୟରେ ରହିବ। ମୁଖ୍ୟମନ୍ତ୍ରୀ ୨୦୨୬ ମେ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
-
3.୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗଲାୱାଲରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ସ୍ଥାନଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ତିବ୍ଦତର ପାଙ୍ଗୋଙ୍ଗ ହ୍ରଦର ପୂର୍ବ ଭାଗରେ ଚୀନ୍ ଦ୍ବାରା ନିର୍ମାଣ କାର୍ଯ୍ୟକଳାପ ଜୋର୍ସୋରରେ ଚାଲିଛି।
-
4.ଜମ୍ମୁ କାଶ୍ମୀରର ୪ଟି ରାଜ୍ୟସଭା ଆସନ ପାଇଁ ଆଜି ହୋଇଥିବା ନିର୍ବାଚନରେ ଶାସକ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି)କୁ ବଡ଼ ସଫଳତା ମିଳିଛି। ତିନୋଟି ଆସନରେ ଏନ୍ସି ବିଜୟୀ ହୋଇଥିବା ବେଳେ ଚତୁର୍ଥ ଆସନ ବିଜେପିକୁ ଯାଇଛି।
-
5. ପାଞ୍ଚ ବର୍ଷର ବିରତି ପରେ ଆସନ୍ତା ୨୬ ତାରିଖରୁ ପୁଣି ଥରେ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା (India-China Direct Flight ) ଆରମ୍ଭ ହେବ । Indigo ଘୋଷଣା କରିଛି ଯେ ଏହା ଅକ୍ଟୋବର ୨୬ରୁ କୋଲକାତା-ଗୁଆଙ୍ଗଝୋଉ ବିମାନ ଏବଂ ନଭେମ୍ବର ୧୦ରୁ ଦିଲ୍ଲୀ-ଗୁଆଙ୍ଗଝୋଉ ବିମାନ ସେବା ପୁଣି ଆରମ୍ଭ କରିବ।
-
6. ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପୀଡ଼ିତା ଡାକ୍ତର ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବାମ ହାତ ପାପୁଲିରେ ସୁଇସାଇଡ୍ ନୋଟ୍ ଲେଖି ୨ ଜଣ ପୁଲିସଙ୍କ ବିରୋଧରେ ଦୁଷ୍କର୍ମ ଓମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
-
7.ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ ।
-
8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି।
-
9.ଭାରତୀୟ ରେଳବାଇ ହାଇଦ୍ରାବାଦ-ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନର ସେବାକୁ ପୂର୍ବ ସୂଚିତ ସମୟ, ରହଣି ଏବଂ ସଂରଚନା ସହିତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି।
-
10. ଭିଲୱାଡ଼ା ପେଟ୍ରୋଲ ପମ୍ପରେ ରାଜସ୍ଥାନର ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍) ଓ ପଟ୍ରୋଲ୍ ପମ୍ପ୍ କର୍ମଚାରୀ ହାତାହାତି ହେବା ମାମଲା ଆଉ ପାଦେ ଆଗକୁ ବଢ଼ିଛି। ତଦନ୍ତ ପରେ ନିଲମ୍ବିତ ହୋଇଛନ୍ତି ପ୍ରଶାସନିକ ଅଧିକାରୀ।
-
11.ତାଲିବାନ ଶାସିତ ଆଫଗାନିସ୍ତାନ ଡ୍ୟାମ ନିର୍ମାଣ କରି ପାକିସ୍ତାନକୁ ପାଣି ସୀମିତ କରିବାକୁ ଯୋଜନା କରୁଛି।
-
12.ଜାତିସଂଘ (United Nations) ପ୍ରତିଷ୍ଠାର ୮୦ତମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ଭାରତର ରାଜଧାନୀ ଦିଲ୍ଲୀରେ ଅଭିଭାଷଣ ସମୟରେ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଦସ୍ୟମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସୁରକ୍ଷା ଦେବାର ଅଭିଯୋଗ କରିଥିଲେ।
-
13.ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
-
14.ରେଳ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, IRCTC ପ୍ରତିଦିନ ୧.୩ ରୁ ୧.୪ ନିୟୁତ ଟ୍ରେନ ଟିକେଟ୍ ବିକ୍ରୟ କରେ। ତଥାପି, ପର୍ବପର୍ବାଣୀ ଏବଂ ଛୁଟିଦିନ ଭଳି ପିକ୍ ଯାତ୍ରା ଋତୁରେ ଏହି ସଂଖ୍ୟା ବହୁତ ବଢ଼ିଯାଏ।
-
15.ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ସେ ‘ଅବକି ବାର ମୋଦି ସରକାର’ ଏବଂ ‘ଥଣ୍ଡା ମତଲବ କୋକା-କୋଲା’ ସମେତ ଅନେକ ପ୍ରସିଦ୍ଧ ବିଜ୍ଞାପନ ଲେଖିଥିଲେ।
|
27 |
Y |
|
| 10 |
25-10-2025 |
English |
-
1.Gold prices tank to Rs1,25,600 per 10 grams in the national capital amid weak trends in the international markets.
-
2.The Indian Space Research Organisation (ISRO) and Indian Institute of Technology (IIT) Bhubaneswar have signed an agreement to foster collaborative research and development.
-
3.Growth in India’s private sector eased to a five-month low in October as weaker demand and rising output prices weighed on business optimism, a survey showed Friday
-
4.ITC Hotels Friday reported a nearly 74 per cent rise in its consolidated net profi t for the second quarter ended September at Rs 133.29 crore, on higher revenue from operations.
-
5.SBI Life Insurance Company Friday reported a 6.6 per cent decline in net profi t to Rs 494.6 crore in the September quarter of the current fiscal.
-
6.Federal indictments have detailed a sophisticated poker cheating ring with alleged ties to National Basketball Association (NBA) figures and organised crime October 23, 2025.
-
7.Indian refiners are likely to ramp up crude oil purchases from the Middle East, Latin America and the US to compensate for reduced imports from Russia, following Washington’s sanctions on two major Russian producers, sources and analysts said.
-
8.US President Donald Trump intensified his criticism of Canada on Friday after terminating trade talks over a Canadian political advertisement that used Republican icon Ronald Reagan saying tariffs cause trade wars and economic disaster.
-
9.A woman doctor working at a government hospital in Maharashtra’s Satara district has died by suicide, leaving a note on her palm, accusing a police sub-inspector of rape and mental harassment.
-
10.A 16-year-old girl was allegedly raped by her two distant relatives in Puri district, police said Friday.
-
11.Piyush Pandey, one of India’s most celebrated advertising minds whose works included 2014 election slogan ‘Ab ki baar, Modi sarkar’, died in Mumbai Friday at the age of 70.
-
12.Bollywood singer and music composer Sachin Sanghvi has been arrested for allegedly sexually assaulting a woman after promising her a chance in a music album as well as marriage, police said Friday.
-
13.Eminent poet and novelist Rajendra Kishore Panda passed away Friday. He was 81. His notable works include Gaun Devata (1975), Nija Pain Nanabaya (1980), Shailakalpa (1982), Anya (1988), Bahubreehi (1991), and Drohavakya (2003).
-
14.Indian Railways has announced extension of the Hyderabad–Bhubaneswar New weekly special train to accommodate rising passenger demand during the festive season.
-
15.The India A men’s and women’s hockey teams wrapped up their respective international exposure tours in China on a positive note, showcasing promising performances and gaining valuable experience against competitive local opposition.
|
15 |
Y |
|