# |
Date |
Type |
Current Affairs |
No. Of Views |
Status |
Action |
391 |
13-02-2025 |
Odia |
- 1.ନିଜର କାର୍ଯ୍ୟ ସମ୍ପାଦନ ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ନିର୍ଭରଶୀଳତା ଯେତେ ବଢୁଛି ବ୍ୟବହାରକାରୀ ବ୍ୟକ୍ତିର ମାନସିକ ଦକ୍ଷତା ସେତେ ହ୍ରାସ ପାଉଛି ବୋଲି ମାଇକ୍ରୋସଫ୍ଟ ଓ କାର୍ଣ୍ଣେଗି ମୋଲୋନ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି।
- .2.ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ଥିବା ୫୦ ଟଙ୍କିଆ ନୋଟ୍ ଖୁବଶୀଘ୍ର ଜାରି କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି।
- 3.ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ମାଗଣା ଘୋଷଣା କରିବାର ଅଭ୍ୟାସ ଉପରେ ସୁପ୍ରିମ୍କୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ମାଗଣା ଯୋଜନା ପାଇଁ ଲୋକମାନେ କାମ କରିବାକୁ ଇଚ୍ଛୁକ ନୁହନ୍ତି ଏବଂ ଦେଶରେ ଏକ ‘ପରଜୀବୀ ଶ୍ରେଣୀ’ ସୃଷ୍ଟି ହେଉଛି।
- 4.କାଲିଫର୍ଣ୍ଣିଆ ଉପକୂଳ ବୁଡ଼ିବା ଉପରେ ନଜର ରଖିଥିଲେ। ସେମାନେ ଜାଣିବାକୁ ପାଇଛନ୍ତି ଯେ କାଲିଫର୍ଣ୍ଣିଆର କେନ୍ଦ୍ର ଓ କେନ୍ଦ୍ରୀୟ ଉପତ୍ୟକାର କିଛି ଅଂଶ ଭୂତଳ ଜଳ ଉତ୍ତୋଳନ ଯୋଗୁ ପ୍ରତିବର୍ଷ କିଛି କିଛି ବୁଡ଼ୁଛି। ନାସା କହିଛି ଯେ ଏହି ପରିବର୍ତ୍ତନ ସାମାନ୍ୟ ମନେ ହୋଇପାରେ, କିନ୍ତୁ ଏହା ସ୍ଥାନୀୟ ବନ୍ୟା ବିପଦ, ତରଙ୍ଗ ସଂସ୍ପର୍ଶ ଓ ଲୁଣା ଜଳ ଅନୁପ୍ରବେଶକୁ ବୃଦ୍ଧି କିମ୍ବା ହ୍ରାସ କରିପାରେ।
- 5.ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଗାମୀ ବର୍ଷ ଗୁଡ଼ିକରେ ଦ୍ବିପାକ୍ଷିକ ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। ଏଥିରେ ସାମରିକ ଚୁକ୍ତି ସର୍ବାଧିକ ମହତ୍ବପୂର୍ଣ୍ଣ ରହିଛି।
- 6. ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ମହନ୍ତ ସତ୍ୟେନ୍ଦ୍ର ଦାସଙ୍କର ୮୫ ବର୍ଷ ବୟସରେ ପରଲୋକ ଘଟିଛି।
- 7. ଏନ୍ସିପି ପ୍ରତିଷ୍ଠାତା ଶରଦ ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରିବାରୁ ଏମ୍ଭିଏ (ମହା ବିକାଶ ଅଘାଡ଼ି) ମେଣ୍ଟରେ ଫାଟ ସୃଷ୍ଟି ହୋଇଛି।
- 8. ଗତ ମଙ୍ଗଳବାର ନାସା ଏବଂ ସ୍ପେସଏକ୍ସ ଏଜେନ୍ସିର ସ୍ପେସଏକ୍ସ କ୍ରୁ-୯ ଏକ ଖୁସି ଖବର ସମ୍ପର୍କରେ ସୂଚନା ଦେଇଛି। ଏହି ସୂଚନା ଅନୁଯାୟୀ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଖୁବଶୀଘ୍ର ଫେରାଇ ଆଣିପାଇଁ କାମ ଆରମ୍ଭ ହୋଇଯାଇଛି।
- 9.ମହାକୁମ୍ଭରେ ଏତେ ଭିଡ଼ ଯେ ପ୍ରଶାସନ ସବୁସ୍ଥାନରେ ରାସ୍ତାକୁ ବଦଳାଇ ଦେଇଛି। ରୁଟ୍ ଡାଇଭର୍ସନ ଯୋଗୁଁ ୫୦୦ମିଟର ଆଗକୁ ଯିବାକୁ ହେଲେ ଦୁଇରୁ ତିନି କିଲୋମିଟର ଚାଲିବାକୁ ପଡ଼ୁଛି। ମହାକୁମ୍ଭରେ ସ୍ନାନ କରିବାକୁ ହେଲେ ଅତି କମରେ ୧୫ ରୁ ୨୦ କିଲୋମିଟର ଚାଲିବାର ଶକ୍ତି ରହିବା ଆବଶ୍ୟକ।
- 10.ବନ୍ଦର ସହର ପାରାଦୀପରେ ଏକ ନୂଆ ବିମାନବନ୍ଦର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସେଥିପାଇଁ ଜମି ଚିହ୍ନଟ କରିବା ଓ ଫିଜିବିଲିଟି ଷ୍ଟଡି କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
- 11.ଇସ୍ପାତ ଆମଦାନୀ ଉପରେ ଆମେରିକା ନେଇଥିବା ଶୁଳ୍କ ଲାଗୁ ନିଷ୍ପତ୍ତିକୁ ନେଇ ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ) ଗଭୀର ଉଦ୍ବେଗ ପ୍ରକାଶ କରିଛି।
- 12.ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁତୟନ ହେବେ ୪୦ ପ୍ଲାଟୁନ ପୁଲିସ ଫୋର୍ସ। ୮ ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ।
- 13.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତର ୩ୟ ଦିବସ ବୁଧବାର ମାର୍ସିଲେ ସହରରେ ଭାରତର ନୂତନ ମହାବାଣିଜ୍ୟ ଦୂତାବାସ ଉଦଘାଟିତ ହୋଇଛି।
- 14.ଓଡ଼ିଶାରୁ ସର୍ବାଧିକ ମହିଳା ଓ ଶିଶୁ ଚାଲାଣ ହେଉଛି। ବୁଧବାର ପୁରୀରେ ଆୟୋଜିତ ‘ମାନବ ଚାଲାଣ’ ସମ୍ପର୍କିତ ସଚେତନତା କର୍ମଶାଳାରେ ଯୋଗଦେଇ ଏପରି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର।
- 15.ରାଜ୍ୟର କନିଷ୍ଠ ଶିକ୍ଷକ(ସ୍କେମାଟିକ)ଙ୍କ ଦରମା ବଢିଲା। ମାସିକ ଦରମା ୧୧ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
|
215 |
Y |
|
392 |
13-02-2025 |
English |
-
1.A crispier and simplified Income Tax Bill 2025, having 536 sections, and 23 chapters running into 622 pages, is likely to be introduced in the Lok Sabha.
-
2.Mahant Satyendra Das, the chief priest of the Ram Janmabhoomi temple in Ayodhya, died at a hospital at the age of 85-year-old .
-
3.Comedian Samay Raina Wednesday said he has removed all episodes of India’s Got Latent from his YouTube channel, days after the show landed in a controversy over a remark by infl uencer Ranveer Allahbadia.
-
4.In the wake of US President Donald Trump’s threats to take control of Greenland, some Danes are California dreaming, offering to buy the golden state and infuse it with a Nordic vibe and universal health care.
-
5.The state the government has decided to launch a special project called ‘Amruta Anna’ under which the Mahaprasad at Puri Srimandir will be prepared by using organic rice and vegetables.
-
6.Odia rapper and engineer Abhinav Singh was found dead at his Bangalore apartment under mysterious circumstances Sunday night, sources said Wednesday.
-
7.Manipal Hospitals, Bhubaneswar, celebrated a major achievement—performing over 500 successful kidney transplants.
-
8.Amidst the stark reality of Odisha registering 7.6 per cent adolescent pregnancies among the girls, as per National Family Health Survey (NFHS)-4 data.
-
9.West Bengal Finance Minister Chandrima Bhattacharya Wednesday presented a Rs 3.89-lakh crore budget for 2025-26 with a signifi cant focus on social welfare, and announced a four per cent hike in dearness allowance (DA) for state government employees.
-
10.The Union Public Service Commission (UPSC) has introduced certain changes in its online application system for this year's civil services preliminary exam after aspirants complained of technical glitches while applying through it, according to an official notice.
-
11.Months before his superannuation, the Supreme Court Wednesday directed the removal of the chairperson of the National Commission for Homoeopathy saying his appointment was illegal.
-
12.The Reserve Bank of India Wednesday lifted nine-month old curbs on Kotak Mahindra Bank, allowing it to onboard new customers through its online and mobile banking channels.
-
13.Investors suffered an erosion of `18 lakh crore in six days of market fall, where the BSE benchmark Sensex tanked 3 per cent, amid continuous foreign fund outfl ows and trade war worries.
-
14.Investors suffered an erosion of `18 lakh crore in six days of market fall, where the BSE benchmark Sensex tanked 3 per cent, amid continuous foreign fund outfl ows and trade war worries.
-
15.The Delhi High Court observed Wednesday that artifi cial intelligence is a "dangerous tool" in anybody's hand, whether Chinese or American.
|
199 |
Y |
|
393 |
12-02-2025 |
Odia |
-
1.ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ଣ ଭୋଜନ କରିବେ। ଆଗାମୀ ଦିନରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ।
-
2.ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ସଂରକ୍ଷିତ ନିର୍ବାଚନୀ ତଥ୍ୟକୁ ନଷ୍ଟ ନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
3.ଆୟୁଷ୍ମାନ ଭାରତ ଯୋଜନାରେ ଏକ ବଡ଼ ଠକେଇର ପର୍ଦ୍ଦାଫାସ ହୋଇଛି। ସଂସଦରେ ଏକ ପ୍ରଶ୍ନର ଉତ୍ତରରେ, ସରକାର କହିଛନ୍ତି ଯେ,ଜାତୀୟ ଠକେଇ ବିରୋଧୀ ୟୁନିଟ୍(ଏନଏଏଫୟୁ) ଘରୋଇ ହସ୍ପିଟାଲଗୁଡ଼ିକର ୫୬୨.୪ କୋଟି ଟଙ୍କାର ୨.୭ ଲକ୍ଷ ଦାବିକୁ ନକଲି ପାଇଛି।
-
4.୨୦୨୩ରେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଯେଉଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ୨୦୨୩ରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ତାଙ୍କୁ ଏହା ଦିଆ ନ ଯାଇ ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।
-
5.ତସଲିମା ନସରିନ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଏକୁଶେ ପୁସ୍ତକ ମେଳାର ପୁସ୍ତକ ଷ୍ଟଲ୍ରେ ଯେଉଁଠାରେ ତାଙ୍କ ପୁସ୍ତକ ବିକ୍ରୟ ପାଇଁ ରଖାଯାଇଥିଲା, ତାହାକୁ ମୌଳବାଦୀମାନେ ଟାର୍ଗେଟ କରିଛନ୍ତି। ତସଲିମା ନସରିନଙ୍କ ପୁସ୍ତକ ବାଂଲାଦେଶରେ ନିଷିଦ୍ଧ କରାଯାଇଛି।
-
6.ମହାକୁମ୍ଭ ଶେଷ ହେବାର ୧୫ ଦିନ ପୂର୍ବରୁ ମଙ୍ଗଳବାର ସକାଳେ ମହାକୁମ୍ଭ ମେଳାକୁ ଆସୁଥିବା ସାଧୁ, ଶ୍ରଦ୍ଧାଳୁ, କଳ୍ପବାସୀ, ସ୍ନାନକର୍ତ୍ତା ଓ ଗୃହିଣୀଙ୍କ ସଂଖ୍ୟା ୪୫୦ ନିୟୁତ ଅତିକ୍ରମ କରିଛି।
-
7.ଲୋକସଭାରେ ବର୍ତ୍ତମାନ ସୁଦ୍ଧା ହିନ୍ଦୀ ଓ ଇଂରାଜି ବ୍ୟତୀତ ଅହମିୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭଳି ୧୦ଟି ଭାଷାରେ ଏକକାଳୀନ ଅନୁବାଦ ସୁବିଧା ଉପଲବ୍ଧ ଥିଲା, କିନ୍ତୁ ଏବେ ଏଥିରେ ଆଉ ୬ଟି ଭାଷା ଯୋଡ଼ାଯାଇଛି। ବୋଡୋ, ଡୋଗରୀ, ମୈଥିଳୀ, ସଂସ୍କୃତ, ଉର୍ଦ୍ଦୁ ଓ ମଣିପୁରୀ ଭାଷାରେ ବି ଅନୁବାଦ ସୁବିଧା ଉପଲବ୍ଧ ହେବ।
-
8.ଚଳିତ ମାସରେ ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଓଡି) ଏହାର ଦ୍ୱୀପ ପ୍ରତିରକ୍ଷା ହାଇପରସୋନିକ୍ ଗ୍ଲାଇଡ ଯାନ (ଏଚଜିଭି)ର ସଫଳତାର ସହ ଉଡ଼ାଣ ପରୀକ୍ଷଣ କରିଛି।
-
9.ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ ୨୦୨୫ ପ୍ରଥମ ସେସନର ପରୀକ୍ଷାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ jeemain.nta.nic.inରେ ଏହି ପରୀକ୍ଷାର ଫଳାଫଳ ପାଇପାରିବେ ।
-
10.ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ।
-
11.ସେୟାର ବଜାରରେ ହାହାକାର, ନିବେଶକଙ୍କ ୯.୩୨ ଲକ୍ଷ କୋଟି ଟଙ୍କା ବୁଡ଼ିଲା ।
-
12.ଗୁଜୁରାଟର ଏକ କୋର୍ଟ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ କୁଲଦୀପ ଶର୍ମାଙ୍କୁ ୪୧ବର୍ଷ ପୁରୁଣା ମାମଲାରେ ତିନି ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ଭୁଜର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବିଏମ୍ ପ୍ରଜାପତି ପୂର୍ବତନ ପୁଲିସ ଇନ୍ସପେକ୍ଟର ଜିଏଚ୍ ଭାସଭଡାଙ୍କୁ ମଧ୍ୟ ତିନି ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
-
13.୨୦୨୪ ଅକ୍ଟୋବରରୁ ୨୦୨୫ ଜାନୁଆରି ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦର ୩.୩ ପ୍ରତିଶତ ଦୁର୍ବଳ ହୋଇଛି।
-
14.ବିବାହ ବିଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ ବିବାହ ପରାମର୍ଶ କେନ୍ଦ୍ର ଖୋଲାଯିବ। ୨୦୨୫ ବର୍ଷକୁ ବିବାହ ବିଚ୍ଛେଦ କମାଇବା ବର୍ଷ ଭାବେ ପାଳନ କରାଯିବ।
-
15.ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍ଟିପି) ପରେ ମଧ୍ୟ ବ୍ରାହ୍ମଣୀ ପ୍ରଦୂଷିତ ହେବାରେ ଲାଗିଛି। ଅଧିକାଂଶସ୍ଥାନରେ ବର୍ଜ୍ୟଜଳ ସିଧାସଳଖ ବ୍ରାହ୍ମଣୀରେ ମିଶୁଛି। ବାଲୁଘାଟ ଏସ୍ଟିପିରେ କିଛି ମାତ୍ର ଜଳକୁ ଟ୍ରିଟ୍ମେଣ୍ଟ କରାଯାଉଛି।
|
252 |
Y |
|
394 |
12-02-2025 |
English |
-
1.The Congress Tuesday appointed former Union minister Bhakta Charan Das as the president of its Odisha unit.
-
2.Nabaneet Priyadarshi of Odisha has topped the state in the first edition of JEE-Main 2025 the results of which were announced by the National Testing Agency (NTA) Tuesday.
-
3.Pregnant women will receiveRs10,000 on the birth of a boy child and an additional Rs2,000 on the birth of a girl child as the Mohan Charan Majhi government Tuesday decided to club and implement Pradhan Mantri Matru Vandana Yojana alongside Mamata Yojana in Odisha.
-
4. Chief Minister Mohan Charan Majhi Tuesday announced that the students of Class IX and X will receive mid-day meals (MDM), a decision that is expected to increase student attendance in schools.
-
5.With incidents of divorce on the rise among young couples, the state government Tuesday decided to open a pre-marriage counselling centre, an official said.
-
6.Jayant Panda, Professor of Medicine at SCB Medical College and Hospital Cuttack, took over as the president of Indian Medical Association (IMA), Odisha Branch.
-
7.HIF Global India, a subsidiary of Chile-based HIF Global, has expressed interest in investing around $1 billion in Odisha’s renewable energy sector.
-
8.More than 2.05 crore farmer IDs, including 9,843 in Odisha, have been generated under the Digital Agriculture Mission, Parliament was informed Tuesday.
-
9.Kerala has launched the country’s first women’s scuba diving team through the state’s Fire Department, which Chief Minister Pinarayi Vijayan Tuesday described as a significant step towards women’s empowerment and progress in the state.
-
10.Prime Minister Narendra Modi Tuesday made a strong case for collective efforts to establish a global framework for artificial intelligence (AI) based on open source which enhances trust, transparency and is free from biases.
-
11.Indian stocks have lost about $180 billion in market value in the two days since US President Donald Trump said he would slap reciprocal tariffs on several countries, with many analysts saying the world’s fi fth-largest economy could be worst hit.
-
12.The United States said it remains concerned about terror group ISIS-Khorasan’s (ISIS-K) capabilities to plot, conduct attacks and sustain recruitment campaigns, particularly in Afghanistan and Pakistan.
-
13. Road accidents remain a significant concern in Ganjam district with 391 fatalities reported in 2024.
-
14.A day after he hit the spotlight with a comment on parents and sex, trouble mounted for infl uencer Ranveer Allahbadia Tuesday with Mumbai police at his doorstep, YouTube pulling down the episode of “India's Got Latent” and the issue being raised in Parliament
-
15. India's most accomplished player Pankaj Advani secured his 36th overall national title and 10th men's snooker crown at the Yashwant Club, in a commanding display of skill and determination.
|
220 |
Y |
|
395 |
11-02-2025 |
Odia |
-
1.ମହାକୁମ୍ଭ ଅବସରରେ ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ନାନ କରିଛନ୍ତି। ସଙ୍ଗମରେ ସ୍ନାନ କରିବାରେ, ରାଜେନ୍ଦ୍ର ପ୍ରସାଦଙ୍କ ପରେ ସେ ଦେଶର ଦ୍ବିତୀୟ ରାଷ୍ଟ୍ରପତି ହେଉଛନ୍ତି ।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସେ ଆଲୋଚନା କରିବେ।
-
3ପ୍ରଥମ ଥର ପାଇଁ ଦଳ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନିଲ ବିଜଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି । ହରିୟାଣା ବିଜେପି ସଭାପତି ମୋହନଲାଲ ବାଡୋଲି ସୋମବାର (ଫେବ୍ରୁଆରି ୧୦) ଅନୀଲ ଭିଜଙ୍କୁ ଏହି ନୋଟିସ୍ ପଠାଇଛନ୍ତି।
-
4.ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲ୍କୋ)ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି। ୨୦୨୪ ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନିର ନିଟ୍ ଲାଭ ୧,୫୮୩ କୋଟି ଟଙ୍କା ହୋଇଛି।
-
5.ଓଡ଼ିଶାର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିବା ପ୍ରାଚୀ ମହାପାତ୍ର ବିଶ୍ବ ସାଇବର ନିରାପତ୍ତା ଦୁନିଆର ଏକ ଚର୍ଚ୍ଚିତ ଚେହେରାରେ ପରିଣତ ହୋଇଛନ୍ତି। ବର୍ତ୍ତମାନ ସେ ବିଶ୍ବସ୍ତରୀୟ କମ୍ପାନି ସିସ୍କୋର ସାଇବର୍ ନିରାପତ୍ତା ଶାଖାର ନେତୃତ୍ବ ନେଉଛନ୍ତି। ସିସ୍କୋର ସାଇବର ନିରାପତ୍ତା ପ୍ରଡକ୍ଟ ମ୍ୟାନେଜର ଭାବେ ସେ କାମ କରୁଛନ୍ତି।
-
6.ସେସ୍ ଓ ସର୍ଚାର୍ଜ ବାବଦ ରାଶି କେନ୍ଦ୍ର ପାଖରେ ରହିବା ପରେ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରିବା ପାଣ୍ଠି କମିଯାଉଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ସେହି ପାଣ୍ଠିର ୪୧ ପ୍ରତିଶତ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରାଯିବା କଥା। କିନ୍ତୁ ସେତିକି ବି ରାଜ୍ୟମାନଙ୍କ ପାଖରେ ପହଞ୍ଚୁନାହିଁ।
-
7.ଓଡ଼ିଶାରେ ଏନ୍ସିସିର କଳେବର ବଢ଼ିବ। ଏବେ କ୍ୟାଡେଟ୍ ସଂଖ୍ୟା ୬୦ହଜାର ଥିବା ବେଳେ ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନ୍ସିସି ଶାଖା ପ୍ରତିଷ୍ଠା କରାଯିବ।
-
8.ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷି ପୋଖରିଆଲ ନିଶଙ୍କଙ୍କଠାରୁ ଫିଲ୍ମ ନିର୍ମାଣ ନାମରେ ୪ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।
-
9.କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ତାଙ୍କ ନିଯୁକ୍ତିକୁ ନେଇ ବିବାଦ ଆରମ୍ଭ ହେବା ପରେ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି।
-
10.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ ପ୍ରଧାନମନ୍ତ୍ରୀ ଦେଶର ପରୀକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେବା ସମୟରେ କହିଛନ୍ତି ଲୋକମାନେ ଆପଣଙ୍କ ବ୍ୟବହାରକୁ ଗ୍ରହଣ କରିବେ, ସେମାନେ ଆପଣଙ୍କ ଭାଷଣକୁ ଗ୍ରହଣ କରିବେ ନାହିଁ।
-
11.ଭାରତୀୟ ସହରଗୁଡ଼ିକ ନେଦରଲାଣ୍ଡ୍ସ ଭଳି ୟୁରୋପୀୟ ଦେଶର ସହର ସହ ତୁଳନୀୟ ନୁହେଁ। ତେଣୁ ସାରା ଦେଶର ସହରଗୁଡ଼ିକରେ ପୃଥକ୍ ଭାବେ ସାଇକେଲ୍ ଟ୍ରାକ୍ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି।
-
12.ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି।
-
13.ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଏହାର ନୀତିରେ ଏକ ବଡ଼ ପରିବର୍ତ୍ତନ କରି ଏକ ବର୍ଷିଆ ବି.ଏଡ୍ ଏବଂ ଏମ.ଏଡ୍ ପାଠ୍ୟକ୍ରମକୁ ପୁନଃଆରମ୍ଭ କରିବାକୁ ଯାଉଛି।
-
14.ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗଣକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ୭୦ଜନସଂଖ୍ୟା ଥିବା ଗାଁରେ ଗୋଟିଏ ଲେଖାଏ ଓ ୭୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ଗ୍ରାମରେ ଦୁଇଟି ନଳକୂପ ଖନନ ହେବ।
-
15.ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜି ବଜାର ଏବଂ ଷ୍ଟକ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି।
|
191 |
Y |
|
396 |
11-02-2025 |
English |
-
1.President Droupadi Murmu took a holy dip at Triveni Sangam here Monday and said the huge gathering of faith and belief at the Mahakumbh is a living symbol of India’s rich cultural heritage.
-
2.The Assam government has requested the Centre to set up India's fi rst Divyang University in Assam.
-
3.Gold prices zoomed by `2,430 to hit a lifetime high of `88,500 per 10 grams in the national capital Monday following firm global trends and a weak rupee, according to the All India Sarafa Association.
-
4.President Donald Trump said he will soon announce that the US will impose 25 per cent tariffs on all steel and aluminum imports from countries, including Canada and Mexico.
-
5.Close on the heels of reports about distress sale of tomato in Keonjhar district, farmers cultivating the juicy vegetable in Ganjam and Dhenkanal districts are facing severe losses as prices have crashed to Rs3 to `Rs5 per kg at farm level, despite being sold for Rs10 to Rs15 per kg in the market.
-
6.States do not have money to provide affordable housing and people don’t have clean water to drink and you are daydreaming about cycle tracks, the Supreme Court said Monday while refusing to hear a plea.
-
7.The state government has decided to lift curbs on mining of tubewells in rural areas to address the problem of drinking water during summer, Panchayati Raj and Drinking Water Minister Rabi Narayan Naik said Monday.
-
8.A court in Ganjam district Monday sentenced a 34-year-old man to life imprisonment for killing her girlfriend and looting his gold and silver ornaments approximately valued at 2 lakh last year.
-
9.In a move to maintain the sanctity of the Vaishno Devi shrine in Jammu and Kashmir's Reasi district, the ban on the sale, possession, and consumption of liquor and non-vegetarian food in and around it has been extended for an additional two months, offi cials announced Sunday.
-
10.The Supreme Court Monday questioned the Gujarat Police over an FIR against Congress MP Imran Pratapgarhi for allegedly posting an edited video of a provocative song.
-
11.Prime Minister Narendra Modi arrived in France Monday on a three-day visit during which he will co-chair an AI Action Summit with French President Emmanuel Macron and hold bilateral talks with him.
-
12.A Tirupati court Monday sent the four accused arrested in connection with the alleged adulteration of laddus offered as ‘prasadam’ at the Sri Venkateswara Swamy Temple to judicial custody till February 20, officials said.
-
13.Indian restaurants, nail bars, convenience stores, and car washes were among the targets of what the Home Offi ce Monday described as a “UK-wide blitz” on illegal working in the country.
-
14.Many of the world's biggest polluter nations have missed a UN deadline to set new climate targets as efforts to curb global warming come under pressure following US President Donald Trump's election.
-
15. India's central bank Monday said it will double the quantum of security purchases under its next tranche of open market operation February 13 to manage the liquidity defi cit in the country's banking system.
|
216 |
Y |
|
397 |
10-02-2025 |
Odia |
-
1.ଓଡ଼ିଶାରେ ୧୫.୨୦ କୋଟି ଟଙ୍କା ବଜେଟ୍ରେ ଜାତୀୟ ଜଳମାର୍ଗ-୬୪ ଅଧୀନରେ ମହାନଦୀ ଉପରେ ମୁସାଡିଆ-ବାହାକୁଦା ଫେରି ସେବା ପାଇଁ ଦୁଇଟି ଏବଂ ଜାତୀୟ ଜଳମାର୍ଗ-୧୪ରେ ବୈତରଣୀ ନଦୀରେ ଗୋଟିଏ ଭାସମାନ ଜେଟି ବିକାଶ କରାଯାଉଛି। ଏହି ପ୍ରକଳ୍ପ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି।
-
2.ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)କୁ ୪ଜି ସେବା ଲାଗି କେନ୍ଦ୍ର ସରକାର ୬୦୦୦ କୋଟି ଟଙ୍କା ଦେଇଛନ୍ତି।
-
3.ରେଳବାଇର ବିଦ୍ୟୁତ୍ ଶକ୍ତି ଆବଶ୍ୟକତା ବୃଦ୍ଧି ପାଉଥିବାରୁ ଏହା ବିକଳ୍ପ ଶକ୍ତି ସନ୍ଧାନରେ ରହିଛି। ଆଣବିକ ଶକ୍ତି ଜରିଆରେ ଏହା ନିଜର ଚାହିଦା ପୂରଣ କରିବା ଦିଗକୁ ସନ୍ଧାନ କରୁଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
-
4.ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆମେରିକା ଜାରି କରିଥିବା ଏଫ୍-୧ ଷ୍ଟୁଡେଣ୍ଟ ଭିସା ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଆମେରିକୀୟ ବୈଦେଶିକ ବିଭାଗ ତଥ୍ୟର ବିଶ୍ଳେଷଣ ଅନୁଯାୟୀ, ୨୦୨୪ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ୬୪,୦୦୮ ଜଣ ଭାରତୀୟ ଛାତ୍ରଙ୍କୁ ଭିସା ପ୍ରଦାନ କରାଯାଇଛି, ଯାହା କି ୨୦୨୩ର ସମାନ ଅବଧିରେ ୧,୦୩,୪୯୫ ତୁଳନାରେ ୩୮ ପ୍ରତିଶତ ହ୍ରାସ ପାଇଛି।
-
5.ଜାତିଆଣ ହିଂସାଗ୍ରସ୍ତ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ରବିବାର ଇସ୍ତଫା ଦେଇଛନ୍ତି।
-
6.ସମସ୍ତ ରାସନ୍କାର୍ଡ ହିତାଧିକାରୀ ଇ-କେୱାଇସି କରିବାକୁ ରାଜ୍ୟ ସରକାର ବାରମ୍ବାର ତାରିଖ ଘୁଞ୍ଚାଇ ଚାଲିଥିଲେ ବି ଏହା ସଫଳ ହେଉନି। ଫେବ୍ରୁଆରି ୧୫ରେ ଇ-କେୱାଇସି ଅବଧି ସରିବାକୁ ଥିବାବେଳେ ଏବେବି ୩୭ଲକ୍ଷ ୮୫ହଜାର ୪୯୬ଜଣ ହିତାଧିକାରୀ ଇ-କେୱାଇସି କରିନଥିବା ଜଣାପଡ଼ିଛି।
-
7.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (ଫେବୃଆରୀ ୧୦ ତାରିଖ) ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପରିଦର୍ଶନ କରି ସଙ୍ଗମରେ ସ୍ନାନ କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
-
8.ଛତିଶଗଡ଼ରେ ପୁଣି ହୋଇଛି ବଡ଼ ଧରଣର ନକ୍ସଲ ଅପରେସନ୍। ଏଥିରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି। ସେହିପରି ଏହି ଏନକାଉଣ୍ଟର ବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।
-
9. ସଙ୍ଗମ ରେଳ ଷ୍ଟେଶନରେ ଜମୁଥିବା ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେଶନ ରେଳ କର୍ତ୍ତୃପକ୍ଷ ଷ୍ଟେଶନ ବନ୍ଦ ନିଷ୍ପତ୍ତି ନେଇଛନ୍ତି । ଷ୍ଟେଶନକୁ କର୍ମଚାରୀ ଆସିବେ ଅଫିସିଆଲ କାମ ହେବ । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଷ୍ଟେଶନ୍ ବନ୍ଦ ରହିବ ବୋଲି ଜଣାପଡ଼ିଛି ।
-
10.ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ପ୍ରଖ୍ୟାତ ଓପନର ଦିମୁଥ କରୁଣାରତ୍ନେଙ୍କ ପ୍ରଶଂସା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ, ଯିଏ କି ଅଷ୍ଟ୍ରେଲିଆ ବିପକ୍ଷ ୧୦୦ତମ ଟେଷ୍ଟ ସହ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି।
-
11.ଜଣେ ମହିଳାଙ୍କ ପୂର୍ବ ବିବାହ ଆଇନତଃ କାଏମ୍ ରହିଥିଲେ ମଧ୍ୟ ସିଆର୍ପିସିର ଧାରା ୧୨୫ ଅନୁଯାୟୀ ସେ ତାଙ୍କ ଦ୍ୱିତୀୟ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିବାକୁ ହକ୍ଦାର ବୋଲି ସୁପ୍ରମକୋର୍ଟ କହିଛନ୍ତି।
-
12.ସରକାର ସମ୍ପୂର୍ଣ୍ଣ କୁମ୍ଭ ପାଇଁ ଏଠାକୁ ୪୦ ରୁ ୪୫ କୋଟି ଲୋକ ଆସିବାର ଆଶା କରିଥିଲେ, କିନ୍ତୁ ମାଘ ପୂର୍ଣ୍ଣିମା ପୂର୍ବରୁ ୪୨ କୋଟି ଲୋକଙ୍କ ସଂଖ୍ୟା ଅତିକ୍ରମ କରିସାରିଛି। ଏଠାରେ ପ୍ରତିଦିନ ଭକ୍ତଙ୍କ ଆଗମନ ଜାରି ରହିଛି ଏବଂ ମାଘ ପୂର୍ଣ୍ଣିମାର ଦୁଇ ଦିନ ପୂର୍ବରୁ ମଧ୍ୟ ବହୁ ସଂଖ୍ୟକ ଭକ୍ତ ପ୍ରୟାଗରାଜରେ ପହଞ୍ଚିବାକୁ ଆଗ୍ରହୀ କିନ୍ତୁ ଏହି ସମୟରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-
13.ଏକ ପାରିବାରିକ ସମ୍ପତ୍ତି ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର୮୬ ବର୍ଷୀୟ ଶିଳ୍ପପତି ଭେଲମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି କୀର୍ତ୍ତି ତେଜା ୭୩ ଥର ଛୁରି ଭୁସି ଅତ୍ୟାନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି।
-
14.ବାରବାଟୀ ଷ୍ଟାଡିୟମ୍ରେ ଫ୍ଲଡ୍ ଲାଇଟ୍ ପରୀକ୍ଷା ହେଉଥିଲା। କିନ୍ତୁ ରବିବାର ଭାରତର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶୁବମନ୍ ଗିଲ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଠିକ ୬ଟା ୧୯ ମିନିଟ୍ରେ ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା। କ୍ରିକେଟ୍ ଆସୋସିଏସନ୍ କାର୍ଯ୍ୟାଳୟ ପାଖ ଲିଜେଣ୍ଡାରି ବକ୍ସ ଉପର ଷ୍ଟାଣ୍ଡ୍ର ଫ୍ଲଡ୍ ଲାଇଟ୍ ହଠାତ୍ ବନ୍ଦ ହୋଇଗଲା।
-
15.ଐତିହାସିକ ଷ୍ଟାଡିୟମ୍। ରବିବାର ରୋହିତ ବାରବାଟୀରେ କେବଳ ଛକା, ଚୌକା ବର୍ଷା କରିନାହାନ୍ତି, ବରଂ ୧୧୯ ରନ୍ର ବିସ୍ଫୋରକ ପାଳି ଖେଳି ନିଜେ ଫର୍ମକୁ ଫେରିବା ସହ ଭାରତକୁ ୪ ୱିକେଟ୍ର ସ୍ମରଣୀୟ ବିଜୟ ଉପହାର ଦେଇଛନ୍ତି।
|
203 |
Y |
|
398 |
10-02-2025 |
English |
-
1.Israeli military withdraws from an area of Gaza known as the Netzarim corridor that bisects the enclave, according to Hamas.
-
2.North Korean leader Kim Jong Un criticised trilateral military cooperation among the United States, Japan and South Korea for raising tensions in the region and vowed countermeasures, including the further development of nuclear forces.
-
3.A day after AAP was ousted from power in Delhi, party supremo Arvind Kejriwal met its 22 newly elected MLAs at his Ferozshah Road residence here Sunday and asked them to work for the people.
-
4.President Droupadi Murmu will visit the Maha Kumbh Mela in Prayagraj Today and take a holy dip at the Sangam.
-
5.RJD leader Tejashwi Yadav Sunday dismissed suggestions that the BJP’s stupendous victory in the Delhi Assembly polls will have an impact in Bihar where elections are due later this year.
-
6.Exodus of FPIs from equity markets continues unabated, as they withdraw over Rs7,300cr in the fi rst week of this month.
-
7.In Odisha 37,85,496 people have not updated their e-KYC. “Failing to update the e-KYC by February 15 will be considered as surrendering the ration cards.
-
8.The Odisha Research Centre, Bhubaneswar, hosted a three-day international workshop titled Timeless Threads: Jagannath at Home and The World at the CSIR-IMMT, beginning Sunday.
-
9.CM Mohan Charan Majhi announced that the state has proposed an investment of Rs50,000 crore in the healthcare sector as part of the Utkarsh Odisha initiative.
-
10.Manipur Chief Minister N Biren Singh Sunday tendered his resignation to Governor Ajay Kumar Bhalla at the Raj Bhavan in Imphal, officials said.
-
11.Hours after the security forces killed 31 Naxals in Chhattisgarh, Union Home Minister Amit Shah Sunday said that Naxals will be eradicated by March 31, 2026 and no citizen of the country has to lose his life due to it.
-
12.Andhra industrialist Velamati Chandrasekhar Janardhan Rao’s grandson Keerthi Teja has been arrested for his brutal murder over a property dispute. Grandson Keerthi Teja allegedly stabbed with a knife 73 times after a heated argument over property, police said. Janardhan Rao, 86.
-
13.The use of artificial intelligence, better known as AI, in films is increasing at a fast pace and the makers whose films make it to the Oscars will now reportedly have to disclose the details of the same.
-
14.In a major embarrassment for the BCCI, a fl oodlight failure interrupted play in the second ODI between India and England for about 35 minutes at the Barabati Stadium, here Sunday.
-
15.India defeated England by four wickets in the second ODI to take an unassailable 2-0 lead in the three-match series here Sunday.
|
213 |
Y |
|
399 |
09-02-2025 |
Odia |
- 1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷା ମଞ୍ଜୁରିକୁ ରଦ୍ଦ କରିବା ସହ ଗୋପନୀୟ ସୂଚନା ପାଇବା ଉପରେ ରୋକ୍ ଲଗାଇଛନ୍ତି।
-
2.ଆମେରିକାରୁ ଭାରତୀୟଙ୍କ ନିର୍ବାସନକୁ ନେଇ ବିବାଦ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୨ ଓ ୧୩ ତାରିଖ ରେ ଦୁଇଦିନିଆ ଆମେରିକା ଗସ୍ତରେ ଯିବେ।
-
3. ବିଶ୍ବର ପ୍ରଭାବଶାଳୀ ପାସପୋର୍ଟ ତାଲିକାରେ ସିଙ୍ଗାପୁର ଶୀର୍ଷ ସ୍ଥାନରେ ରହିଛି। ଭାରତ ୮୦ତମ ସ୍ଥାନରେ ରହିଛି ବୋଲି ହେନଲେ ଆଣ୍ଡ୍ ପାର୍ଟନର୍ସର ସୂଚୀ ୨୦୨୫ରୁ ଜଣାଯାଇଛି। ଭାରତ ସମେତ ଆଲଜେରିଆ, ଇକ୍ବେଟୋରିଆଲ ଗିନି ଏବଂ ତାଜିକିସ୍ଥାନ ମଧ୍ୟ ୮୦ତମ ସ୍ଥାନରେ ରହିଛନ୍ତି।
-
4.ୟୁଟ୍ୟୁବର୍ ତଥା ଫାଇନାନ୍ସିଆଲ ଇନଫ୍ଲୁଏନସର୍ ଭାବେ ପରିଚିତ ଅସ୍ମିତା ପଟେଲଙ୍କ ବିରୋଧରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାର୍ଯ୍ୟାନୁଷ୍ଠାନ ନେଇଛି। ଅଣପଞ୍ଜୀକୃତ ନିବେଶ ସେବା ପ୍ରଦାନରୁ ତାଙ୍କୁ ଏବଂ ତାଙ୍କର ଟ୍ରେଡିଂ ସ୍କୁଲକୁ ନିଷିଦ୍ଧ କରାଯାଇଛି।
-
5.ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାର ଏକୀକୃତ ପେନ୍ସନ୍ ଯୋଜନା (ୟୁପିଏସ୍) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯେଉଁ କର୍ମଚାରୀ ଏନପିଏସ ବ୍ୟବସ୍ଥାରେ ପେନ୍ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି।
-
6.ଉଦ୍ୟୋଗପତି ଗୌତମ ଅଦାନୀଙ୍କ ସାନ ପୁଅ ଜିତ୍ ଅଦାନୀ ଏବଂ ଦିଭା ଶାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅବସରରେ ଗୌତମ ଅଦାନୀ ୧୦ ହଜାର କୋଟି ଟଙ୍କା ଦାନ କରିଛନ୍ତି। ଦାନ ଅର୍ଥର ବଡ଼ ଅଂଶ ସ୍ବାସ୍ଥ୍ୟ, ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରରେ ଖର୍ଚ୍ଚ ହେବ।
-
7.୨୭ ବର୍ଷର ବ୍ୟବଧାନ ପରେ ବିଜେପି ଦିଲ୍ଲୀରେ ପୁଣି ଥରେ କ୍ଷମତା ହାସଲ କରିବାକୁ ସକ୍ଷମ ହୋଇଛି। ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବିଜେପି ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଦୁର୍ଗ ଭୁଶୁଡ଼ାଇ ଦେଇଛି।
-
8.ମାର୍କ ଜକରବର୍ଗଙ୍କ କମ୍ପାନି ମେଟା ଆସନ୍ତା ସପ୍ତାହରୁ ଏହାର ଛଟେଇ ଆରମ୍ଭ କରିବ। କମ୍ପାନି ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରିବ ସେମାନଙ୍କୁ ସୋମବାର ସକାଳୁ ଇମେଲ୍ ପଠାଇବ।
-
9.ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିଏସଏସୟୁଟି), ବୁର୍ଲାର ନୂଆ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ମିଳିଛି।
-
10ରାଜ୍ୟ କ୍ୟାବିନେଟ ନିଷ୍ପତି , ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ।
-
11.ବୈତରଣୀ ଉପରେ କେନ୍ଦ୍ରାପଡା -ଚାନ୍ଦବାଲିକୁ ଏକ ନୂଆ ସେତୁ ହେବ ।
-
12.ଅନିମେଶ କୁଜୁର ଜାତୀୟ କ୍ରୀଡ଼ାରେ ପୁରୁଷ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଲେ ।
-
13.‘ମୋ ବସ’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ’ ହେବ,ଦୁର୍ଘଟଣା ରୋକିବାକୁ ବସର ଆଗରେ ଓ ପଛରେ କ୍ୟାମେରା ଲାଗିବ।
-
14. ଓ ସି ଏ ଓଡ଼ିଶାର ୬୦ ଜଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଦେବ ।
-
15.ଉତ୍ତରପ୍ରଦେଶ:ଅଯୋଧ୍ୟା ପରାଜୟର ମିଲକିପୁରରେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ୬୧ ହଜାର ଭୋଟରେ ବିଜେପି ପ୍ରାର୍ଥୀ କଲେ ପରାଜିତ।
-
16.ଦିଲ୍ଲୀ ୩ ବିଧାନସଭା ନିର୍ବାଚନରେ ଦଳର ସାଂଘାତିକ ପରାଜୟ, ହେଲେ ବଢିଲା ଦଳର ଭୋଟ ହାର।
-
17.ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। କାଲକାଜି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆତିଶୀ ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ରମୋ ବିଧୁରିଙ୍କୁ ପରାଜିତ କରିଛନ୍ତି।
-
18.ଆର୍ବିଆଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୬ ପ୍ରତିଶତ ଏବଂ ୨୦୨୬ ଆର୍ଥିକ ବର୍ଷ ପାଇଁ ୬.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିବାବେଳେ ଭାରତ ୭ଧ କିମ୍ବା ତା’ଠାରୁ ଅଧିକ ଅଭିବୃଦ୍ଧି ହାର ହାସଲ କରିବ।
-
19.ଦୀର୍ଘ ୫ ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଯାହା ଆଶା କରାଯାଉଥିଲା ଯେ, ସୁଧ ହାର ୨୫ ବେସିକ୍ ପଏଣ୍ଟ ହ୍ରାସ ହୋଇପାରେ, ତାହା ହିଁ ହୋଇଛି। ଫଳରେ ସୁଧ ହାର ୬.୨୫ %କୁ ହ୍ରାସ ପାଇଛି। ଏହି ହ୍ରାସ ପରେ ଗୃହ ଓ କାର୍ ଋଣ ଇଏମ୍ଆଇ ହ୍ରାସ ପାଇବ।
-
20.ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଗତ ଦୁଇ ମାସରେ ହୋଇଛି ୭୬ ଆକ୍ରମଣ ହୋଇଛି କେନ୍ଦ୍ର ସରକାର ସୂଚନ ଦେଇଛନ୍ତି।
-
21.ରବିବାର ବାରବାଟୀ ଷ୍ଟାଡିୟମରେ ଚଳିତ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ରହିଛି। ଭାରତ-ଇଂଲଣ୍ଡ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ।
|
218 |
Y |
|
400 |
09-02-2025 |
English |
-
1.The Odisha government has decided to implement the Unified Pension Scheme (UPS), Antyodaya Gruha Yojana for economically weaker sections of society and another scheme for construction of block-level stadiums, Chief Minister Mohan Charan Majhi said Saturday
-
2.Chief Minister Mohan Charan Majhi Saturday disbursed Rs 5,000 each to over 18 lakh women beneficiaries under Subhadra Yojana in the 4th phase of the first instalment in the state.
-
3.The state Cabinet has approved construction of stadiums in all 314 blocks with an outlay of Rs4,124 crore over five years.
-
4.The state Cabinet has approved a proposal to undertake three projects for Hirakud Dam under the DRIP-III at an estimated cost of Rs 1,066.38 crore over a period of six years, starting FY2025-26.
-
5.Professor Dipak Kumar Sahoo, currently serving as a professor at the School of Engineering, Cochin University of Science and Technology (CUSAT), has been appointed as the Vice Chancellor of Veer Surendra Sai University of Technology (VSSUT), in Burla.
-
6.The Singaporean passport has emerged as the strongest passport in the world with visa-free or visa-on-arrival access to 193 out of 227 countries across the globe, according to the 2025 Henley Passport Index. India found the 80th spot on the list, with easy access to 56 nations.
-
7.Bangladesh's interim government launched an operation Saturday after a student group gave a 24-hour ultimatum to track down “culprits” who assaulted their activists during a reported attack by protesters on an Awami League leader's house on the outskirts of Dhaka.
-
8.The organiser of the Delhi Open -an ATP Challenger event -- Saturday announced wild card entries for three Davis Cuppers - Sasikumar Mukund, Ramkumar Ramanathan and young Karan Singh -- in the men's singles main draw.
-
9.A fresh impasse has erupted in the Kolkata film industry amid a drastic 70% drop in film productions within a year. This is the second such cease work within the last six months as the cold war between the directors and technicians continue to shake up the industry and its work.
-
10.Around 150 eco-friendly CNG taxis painted in the classic yellow colour with blue border will soon ply the roads of Kolkata, a transport official said Friday.
-
11.The results of Delhi Assembly polls has gone as per the predictions made by several pollsters. The BJP has completely decimated the Opposition with its spectacular performance. It will form the government in Delhi after a gap of more than 26 years.
-
12.Dravida Munnetra Kazhagam candidate V C Chandhirakumar trounced Naam Tamilar Katchi's (NTK) M K Seethalakshmi by a margin of 91,558 votes.
-
13.Chief Minister Atishi and three ministers in the outgoing AAP government -- Gopal Rai, Mukesh Ahlawat and Imran Hussain -- managed to secure wins Saturday.
-
14.India’s forex reserves rose $1.05 billion to $630.607 billion for the week ended January 31, the RBI said Friday.
-
15.India is on the path to achieve $800 billion in exports in the 2024-25 fi scal for the fi rst time, according to the government, signalling a robust economy and continued growth across sectors.
|
225 |
Y |
|