Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
451 15-01-2025 Odia
  1. 1.ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାର ଠାରୁ ମହାକୁମ୍ଭ ୨୦୨୫ ଆରମ୍ଭ ହୋଇଛି। ମହାକୁମ୍ଭରେ ପ୍ରବଳ ଥଣ୍ଡାର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଛି। ଅମୃତ ସ୍ନାନ କରିବା ପରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି।

  2. 2.ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା ଯୁଦ୍ଧରେ ସାମିଲ ହୋଇଛନ୍ତି।

  3. 3.ରୁଷ୍-ୟୁକ୍ରେନ ଯୁଦ୍ଧରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ।  ଏହି ବ୍ୟକ୍ତି ଜଣକ କେରଳର ବାସିନ୍ଦା ଏବଂ ଯୁଦ୍ଧରେ ରୁଷୀୟ ସେନା ପକ୍ଷରୁ ଲଢୁଥିଲେ । 

  4. 4.କତର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାଜେଦ୍‌ ଅଲ୍‌ ଅନସାରି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାନ୍ତି ଓ ଯୁଦ୍ଧବିରତି ଚୁକ୍ତି ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। 

  5. 5.ତାମିଲ ସୁପରଷ୍ଟାର ଅଜିତ କୁମାର କିଛିଦିନ ତଳେ ଭୟାବହ ଦୁର୍ଘଟଣାର ଶିକାର ହୋଇ ମଧ୍ୟ ଦୁବାଇ ୨୪ଘଣ୍ଟା ରେସିଂ ଇଭେଣ୍ଟ-୨୦୨୫ରେ କାର ରେସିଂ୯୯୧ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ପରିଚାଳକ ସୁରେଶ ଚନ୍ଦ୍ର ସୂଚନା ଦେଇଛନ୍ତି ।

  6. 6.ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ଥରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି।

  7. 7.ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡ ବଡ଼ ପଦକ୍ଷେପ ନେଇଛି। ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ।

  8. 8.ମକର ସଂକ୍ରାନ୍ତି ଅର୍ଥାତ ୧୪ ଜାନୁଆରୀରେ ଶେୟାର ବଜାରରେ ସାମାନ୍ୟ ବୃଦ୍ଧି ଘଟଛି। ହେଲେ ଗତ କିଛି ଦିନ ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି ଉଭୟରେ ଏକ ବଡ଼ ହ୍ରାସ ଦେଖାଯାଇଛି।

  9. 9.ପ୍ରାୟ ୨ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଘଟିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୬ ପଇସା ହ୍ରାସ ପାଇ ୮୬ ଟଙ୍କା ୭୦ ପଇସାରେ ପହଞ୍ଚିଛି।

  10. 10.୨୦୨୪ ଲୋକସଭା ନିର୍ବାଚନକୁ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କୁ ସଂସଦୀୟ ପ୍ୟାନେଲ ପକ୍ଷରୁ ସମନ କରାଯିବ।

  11. 11ସ୍ଵଦେଶୀୟ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍‌ ଫର୍‌ଗେଟ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ ପରୀକ୍ଷଣ କରାଯାଇଛି।

  12. 12.ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଯାତ୍ରା ମହାକୁମ୍ଭରେ ଅଶ୍ଲୀଳ ନୃତ୍ୟ ହେବନି ନିଷ୍ପତ୍ତି ନିଆଯାଇଛି।

  13. 13.ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ପ୍ରାର୍ଥନାରେ କମ୍ପୁଛି ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରି। ସ୍ନେହ, ପ୍ରେମ ଶ୍ରଦ୍ଧାର‌ ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା ଚାଲିଛି । ଗୌତମ ବୁଦ୍ଧଙ୍କ ପ୍ରତି ଆକୃଷ୍ଟ ହୋଇ ଏକାଠୀ ହେଲେ ୧୭‌ଟି ଦେଶର ପ୍ରାୟ ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀ।

  14. 14.କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

  15. 15.ଆଉ ଖେଳାଳିଙ୍କ ସାଙ୍ଗର ଯାଇପାରିବେନି ପତ୍ନୀ ତଥା ପରିବାର। ଗାର୍ଲଫ୍ରେଣ୍ଡମାନଙ୍କୁ ମଧ୍ୟ ଯିବାକୁ ମିଳିବନି ଅନୁମତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ହାରିବା ପରେ ଖେଳାଳିଙ୍କ ପାଇଁ ଏଭଳି କିଛି କଠୋର ନିୟମ ଆଣିବାକୁ ଯୋଜନା କରୁଛି ବିସିସିଆଇ।

 

226 Y
452 15-01-2025 English
  1. 1.The queue darshan system at Srimandir would start from January 20, Law Minister Prithiviraj Harichandan said here Tuesday.

  2. 2.The 5th National Chilika Bird Festival 2025 concluded on a high note, delivering a strong conservation message through a series of engaging events. The closing day featured a bird walk at Nandankanan Zoological Park, capping a week-long celebration of Odisha’s avian biodiversity.

  3. 3.The Khurda Road-Bolangir New Rail Line Project achieved a major milestone with the successful breakthrough of the tunnel located between Buguda and Banigochha in Nayagarh district, the East Coast Railway said.

  4. 4.FASTag system has been introduced on L&T Biju Expressway or State Highway-10, which extends from Rourkela to Jagdalpur in Chattisgarh, much to the ease of the commuters travelling on this busy road.

  5. 5.India Tuesday pressed Russia to release all the Indians recruited by the Russian military, following the death of another Indian national in the Russia-Ukraine confl ict zone, taking the death toll to 10.

  6. 6.The Election Commission (EC) has projected a requirement of 800 additional warehouses across the country to store EVMs and other equipment in case simultaneous polls to the Lok Sabha and state assemblies are held.

  7. 7.Negotiators were meeting in Qatar Tuesday hoping to fi nalise details of a plan to end the war in Gaza, after US President Joe Biden indicated a ceasefi re and hostage release deal was close, after 15 months of conflict that upended the Middle East.

  8. 8.A mega steel plant will soon be established in Keonjhar an agreement for which will be signed during the Utkarsh Odisha conclave.

  9. 9.State Fisheries and Animal Resources Development Minister Gokulananda Mallik Tuesday said the state government is planning to include 200 ml of fortified milk in mid-day meals for schoolchildren.

  10. 10.Seeking an apology from social media giant Meta for ‘tarnishing’ India’s image, BJP MP Nishikant Dubey, the Parliament’s Standing Committee on Communications and Information Technology, will summon the firm following its chairman’s comments that India’s ruling dispensation lost the Lok Sabha election last year.

  11. 11.The World Heritage Certificate of Inscription from UNESCO for the Charaideo Maidams was received by Assam’s Culture Minister Bimal Bora in Paris.

  12. 12.Navy divers have been withdrawn from rescue operations at a coal mine in Assam’s Dima Hasao district with the hope of survival of five trapped labourers appearing to be slim even as dewatering exercise entered the ninth day Tuesday, officials said.

  13. 13.NATO is launching a new mission to protect undersea cables in the Baltic Sea region after a string of incidents in the Baltic that have heightened concerns about possible Russian activities in the region, the alliance’s leader said Tuesday.

  14. 14.Wholesale price inflation rose to 2.37 per cent in December 2024, due to spike in prices of non-food articles, manufactured items as well as fuel and power, even though food items saw marginal easing, government data released Tuesday showed

  15. 15.More than 6 out of 10 consumers in different parts of the world, including India, are likely or very likely to consider an electric vehicle for their next purchase, although 60 per cent of them considered charging infrastructure as a major challenge, according to a study..

227 Y
453 14-01-2025 Odia
  1. 1.ଭାରତୀୟ ସେନାର ପ୍ରତିଷ୍ଠା ଦିବସର କିଛି ଦିନ ପୂର୍ବରୁ  ଚୀନ୍‌ ପୂର୍ବ ଲଦାଖର ଏଲ୍‌ଏସି ନିକଟରେ ସମ୍ରୁଦ ପତ୍ତନଠାରୁ ଅତ୍ୟନ୍ତ ଉଚ୍ଚ ଅଞ୍ଚଳରେ ଏହାର ସାମରିକ ସମରାଭ୍ୟାସ କରିଛି।  
  2. 2.ୟୁକ୍ରେନ୍ ସହ ଯୁଦ୍ଧ ପରେ ରିହାତିରେ ତେଲ ବିକ୍ରି କରୁଥିବା ରୁଷ୍‌ଠାରୁ ଭାରତ ବିପୁଳ ଅଶୋଧିତ ତେଲ କିଣୁଥିଲା। କିନ୍ତୁ ନିକଟରେ ଏହା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ଆମେରିକା ଯେଉଁ ସଂସ୍ଥାଗୁଡ଼ିକ ଉପରେ କଟକଣା ଲଗାଇଛି, ସେମାନଙ୍କଠାରୁ ତେଲ ନ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି।

  3. 3.ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି ବେଶ୍ ଶୋଚନୀୟ ହୋଇପଡ଼ିଛି। ଗୋଟିଏ ଡଲାରର ମୂଲ୍ୟ ଦେଶରେ ୮୬ ଟଙ୍କା୫୮ ପଇସା ହୋଇଯାଇଛି।

  4. 4.ଭାରତୀୟ ସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତୃତୀୟ ଜେନେରେସନର ଆଣ୍ଟି ଟ୍ୟାଙ୍କ ଫାୟର-ଏଣ୍ଡ୍-ଫରଗେଟ୍ ଗାଇଡେଡ୍ ମିସାଇଲ(ଏଟିଜିଏମ୍) ନାଗ ଏମକେ ୨ର ସଫଳତାପୂର୍ବକ ପରୀକ୍ଷଣ କରିଛି ।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜମ୍ମୁ-କାଶ୍ମୀରର ସୋନମାର୍ଗ ଅଞ୍ଚଳରେ ଜେଡ୍‌-ମୋଡ୍‌ ସୁଡ଼ଙ୍ଗର ଉଦ୍‌ଘାଟନ କରିଛନ୍ତି, ଯଦ୍ଵାରା ଏହି ପର୍ଯ୍ୟଟନ ସ୍ଥଳୀକୁ ବର୍ଷ ସାରା ଯାତାୟତ ସୁଗମ ହୋଇଛି।

  6. 6.ମସ୍ତିଷ୍କାଘାତ ରୋଗୀଙ୍କୁ ଅଧିକ ପ୍ରଭାବଶାଳୀ ଭାବେ ମସ୍ତିଷ୍କକୁ ସଂକେତ ପ୍ରେରଣ ସହ ପୁନଃ ଗତିଶୀଳତା ପ୍ରଦାନ କରିବାରେ ସହାୟତା କରିବା ପାଇଁ ଏହି ​ପ୍ରୌଦ୍ୟୋଗିକ ପ୍ରତିଷ୍ଠାନ ବିଶ୍ୱର ପ୍ରଥମ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ)-ଆଧାରିତ ରୋବୋଟିକ୍ ହାତ ଏକ୍ସୋସ୍କେଲେସନ୍ (ହାତରେ ପିନ୍ଧାଯାଉଥିବା ଯାନ୍ତ୍ରିକ ଉପକରଣ) ବିକଶିତ କରିଛି।

  7. 7.ପ୍ରୟାଗରାଜରେ ମହାକୁମ୍ଭର ମହାଶୁଭାରମ୍ଭ। ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ପୌଷ ପୂର୍ଣ୍ଣମୀର ଶୁଭ ଯୋଗରେ ଭୋରରୁ ବୁଡ଼ ପକାଇଛନ୍ତି ।

  8. 8.ମହାମହିମ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଗ୍ରାମୀଣ ଅର୍ଥନୀତି ଏବଂ ଗ୍ରାମୀଣ ଘରୋଇ ଆୟରେ ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତରେ ବିଭିନ୍ନ ପ୍ରକାରର ପଶୁପାଳନ ପ୍ରଜାତି ଅଛନ୍ତି। ସେହି ସମସ୍ତ ପ୍ରଜାତି ଦେଶର ସମୃଦ୍ଧ କୃଷି ବିକାଶରେ ସହାୟତା ପ୍ରଦାନ କରିଥାନ୍ତି।

  9. 9.ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନ୍‌ସନ୍‌ ଏବଂ ମାଗଣାରେ ଚିକିତ୍ସା ଯୋଗାଇଦେବା ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି।  

  10. 10.ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଉପଲବ୍ଧ ହେବ।

  11. 11.ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ରାଜ୍ୟରେ ଧାନ କିଣା ପ୍ରକ୍ରିୟା ୨୭ ଜିଲ୍ଲାରେ ଜାରି, ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର କରାଯିବ।

  12. 12.ଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ।

  13. 13.ଅମଳ ପରବର୍ତ୍ତୀ ଫସଲ କ୍ଷତି ଆକଳନ କାର୍ଯ୍ୟ ଶେଷ ହୋଇଛି । ସୋମବାର ସୁଦ୍ଧା ପ୍ରାୟ ୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କା କ୍ଷତିପୂରଣ ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି । ବୀମା କମ୍ପାନୀମାନଙ୍କ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ସୂଚାରୁ ରୂପେ ଜାରି ରହିଛି ।

  14. 14.ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ପଣ୍ଡିତ ବିଷ୍ଣୁ ରଜୋରିଆ ୪ସନ୍ତାନ ଜନ୍ମ କଲେ ମିଳିବ ୧ଲକ୍ଷ । ଯୁବ ବ୍ରାହ୍ମଣ ଦମ୍ପତିଙ୍କ ପାଇଁ ଏହି ଘୋଷଣା କରିଛନ୍ତି।

  15. 15.ଜାନୁଆରି ୧୫ତାରିଖରେ ଗଣଯୋଗାଯୋଗର ନେଟ୍ ପରୀକ୍ଷା ହେବାର ଥିଲା, ଯାହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

199 Y
454 14-01-2025 English
  1. 1.The Odisha government announced a monthly pension of Rs 20,000 and other benefits for people jailed during Emergency nearly half a century ago.

  2. 2.The rupee logged its steepest single-day fall in nearly two years and ended the session 66 paise down at its historic low of 86.70 against the US dollar Monday.

  3. 3.Odisha became the 34th state to join the Ayushman Bharat Pradhan Mantri Jan Arogya Yojana (AB PM-JAY), seven months after the BJP came to power in the state.

  4. 4.Prime Minister Narendra Modi inaugurated the strategically important Z-Morh tunnel in the Sonamarg area of Jammu and Kashmir which will make the tourist resort accessible round the year.

  5. 5.The Orissa High Court Monday upheld its earlier order that validated a policy requiring matriculation as the minimum qualification for grant of licence to those undertaking photography business on the Sun Temple premises at Konark.

  6. 6.A 66-yearold tusker engaged in protecting timber and tigers in the Similipal Tiger Reserve (STR) in Mayurbhanj district, has died during treatment, a senior Forest department official said Monday.

  7. 7.The cold intense and the waters freezing as the Maha Kumbh, the world’s largest gathering, began Monday with 1.65 crore people taking a dip in the Sangam in their quest for ‘moksha’ and the belief it will cleanse their sins.

  8. 8.Patna High Court Chief Justice K Vinod Chandran was Monday elevated as a judge of the Supreme Court.

  9. 9.The UGC-National Eligibility Test (NET) scheduled for January 15 has been postponed on account of festivals, including Makar Sakranti and Pongal, the National Testing Agency (NTA) announced Monday.

  10. 10.President of Singapore Tharman Shanmugaratnam will be on a five-day visit to India beginning Tuesday with an aim to give new momentum to the ties between the two countries. It will be Shanmugaratnam’s first visit to India as Singapore president.

  11. 11.The Army Day Parade this year will see participation of an all-girl marching contingent from the National Cadet Corps (NCC) and showcasing of four thematic tableaux, including one based on the force’s Mission Olympics Wing.

  12. 12.Asset management companies launched 239 new fund offerings (NFOs) mobilising Rs1.18 lakh crore in 2024, with sectoral or thematic equity funds emerging as the top choice of investors, according to a report by Germinate Investor Services Research.

  13. 13. Retail inflation declined to a four month low of 5.22 per cent in December, mainly on account of easing of prices in the food basket, including vegetables

  14. 14.The net direct tax collection grew 15.88 per cent to about Rs 16.90 lakh crore so far this fiscal, according to government data released Monday.

  15. 15.A 17-yearold girl from Bolangir, who lost both her arms and legs after coming in contact with a high-voltage electric wire while working as a migrant labourer outside the state, has brought laurels for Odisha by becoming the champion at the Sixth National Para Archery Championship held in Jaipur, Rajasthan.

207 Y
455 13-01-2025 Odia
  1. 1.ବିଶ୍ବର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଭୂତପୂର୍ବ ପ୍ରସ୍ତୁତି ହୋଇଛି। ୧୩ ଫେବ୍ରୁଆରି ଠାରୁ ୨୬ ପର୍ଯ୍ୟନ୍ତ  ମହାକୁମ୍ଭ ମେଳା ଅନୁଷ୍ଠିତ ହେବ।

  2. 2.କୁମ୍ଭମେଳାକୁ ପାଖାପାଖି ୪୦ କୋଟି ଲୋକ ବୁଲିଆସିବେ। ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ସମେତ ବ୍ୟାବସାୟିକ ସମାବେଶ ଏଠାରେ ହେବ। ଉଭୟ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବ। ଏଥିଯୋଗୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବେପାର ହେବ.

  3. 3.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ  ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କର ଆମେରିକା ଗସ୍ତରେ ଯିବେ ।  ଆସନ୍ତା ୨୦ ତାରିଖ‌ରେ ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ।

  4. 4.ବନେଶ୍ବର: ଏବେ କଟକ-ଭୁବନେଶ୍ବରକୁ ଟ୍ବିନ୍ ସିଟି କୁହାଯାଉଥିବାବେଳେ ରାଜ୍ୟ ସରକାର କଟକ-ଭୁବନେଶ୍ବର-ପୁରୀକୁ ନେଇ ଟ୍ରାଇ ସିଟି ଗଠନ କରିବାକୁ ଯାଉଛନ୍ତି।

  5. 5.ସପ୍ତାହକୁ ୯୦ ଘଣ୍ଟା କାମ କରିବା ପାଇଁ ନିକଟରେ ଏଲ୍‌ ଆଣ୍ଡ୍‌ ଟି ଅଧ୍ୟକ୍ଷ ଏସ୍‌ଏନ୍‌ ସୁବ୍ରମଣ୍ୟନ୍ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି। 

  6. 6.ଲସ୍‌ଏଞ୍ଜେଲ୍ସ ନିଅଁା ବ୍ୟାପିବାରେ ଲାଗିଥିବାବେଳେ ଶକ୍ତ ସାଣ୍ଟା ଆନା ପବନ ସାଙ୍ଗକୁ ପାଗରେ ଶୁଷ୍କତା ଏହାକୁ ସୁହାଉଛି। ନିଅଁାରେ ବହୁ ଲୋକଙ୍କ ଘରଦ୍ୱାର ଜଳିଯାଇଛି। 

  7. 7. ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଯୋଗୁ ବାରମ୍ବାର ଆଦର୍ଶ ଆଚରଣବିଧି ଲାଗୁ କରାଯାଉଛି, ଯେଉଁଥିପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହେଉଛି। ତେବେ ନିର୍ବାଚନରେ ସମସ୍ତଙ୍କୁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଆଚରଣ ବିଧି ଅତ୍ୟନ୍ତ ଜରୁରୀ ବୋଲି ନିର୍ବାଚନ କମିଶନ (ଇସି) କହିଛନ୍ତି।

  8. 8.ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଟୁର୍ଣ୍ଣାମେଣ୍ଟ କେଉଁ ତାରିଖରେ ଆରମ୍ଭ ହେବାକୁ ଯାଉଛି ତାହା ପ୍ରକାଶ ପାଇଛି।

  9. 9.ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ରବିବାର ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବରଗଡ଼ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାରକୁ ଆସିଥିଲେ।

  10. 10. ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନର ମହାନଦୀ କୂଳରେ ଏବଂ ବୌଦ୍ଧ ଜିଲାର କୁସଙ୍ଗା ରେଞ୍ଜ ଅଧୀନରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସେମାନଙ୍କ ସଂଖ୍ୟାରେ ଚିନ୍ତାଜନକ ହ୍ରାସ ଦେଖାଦେଇଛି।  ଗଣନାର ଫଳାଫଳରୁ ଏହି ଅଞ୍ଚଳରେ ଦୁଇଟି ପ୍ରଜାତିରେ ୧୯ଟି କୁମ୍ଭୀର ଥିବା ଜଣାପଡିଛି। ବନ ବିଭାଗ ତିନୋଟି ବୟସ୍କ ଘଡ଼ିଆଳ ଏବଂ ଆଠଟି ଛୋଟ ଛୁଆ, ପାଞ୍ଚଟି ବୟସ୍କ ମଗର ଏବଂ ତିନୋଟି ଛୋଟ ଛୁଆ ଥିବା ଉଲ୍ଲେଖ କରିଛି।

  11. 11.ଆଫଗାନିସ୍ତାନର ଶାସକ ତାଲିବାନ ଦେଶରେ ବାଳିକା ଓ ନାରୀଶିକ୍ଷା ଉପରେ କଟକଣା ଲଗାଇଥିବାରୁ ଏହାକୁ ବିରୋଧ ଓ ପ୍ରତ୍ୟାଖ୍ୟାନ କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫ୍‌ଜାଇ ମୁସଲମାନ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି।

  12. 12.ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ ସେ ୧୦୦ ସନ୍ତାନର ପିତା ହେବାକୁ ଯାଉଛନ୍ତି ବୋଲି କାଇଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ୩ ଜଣକ ନଁାରେ ଉକ୍ତ ରେକର୍ଡ ରହିଛି।

  13. 13.ଭାରତୀୟ ଦୂତାବାସର ଏକ ରିପୋର୍ଟ ମୁତାବକ ୨୦୨୧ ଯାଏ ୟୁଏଇରେ ଭାରତୀୟ ନାଗରିକଙ୍କ ସଂଖ୍ୟା ପ୍ରାୟ ୩.୫ ମିଲିୟନ। ଗଣମାଧ୍ୟମ ରିପୋର୍ଟ ମୁତାବକ ଦୁବାଇରେ ପ୍ରାୟ ୨ ଲକ୍ଷରୁ ଅଧିକ ହିନ୍ଦୁ ବସବାସ କରନ୍ତି, ଯେଉଁଥିରୁ ୨୦% ପ୍ରବାସୀ ଭାରତୀୟ ଆବୁ ଧାବିରେ ଅଛନ୍ତି। ବାକି ସମସ୍ତେ ଦୁବାଇ ସମେତ ୬ ଏମିରେଟ୍‌ରେ ଅଛନ୍ତି।

  14. 14.ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ ଅଧିକ ସୁଧ ମିଳିବାର ପ୍ରତିଶ୍ରୁତି ଦେଇ ସେମାନେ ମୁମ୍ବାଇର ଅନେକ ଶହ ଲୋକଙ୍କଠାରୁ ୨୨ କୋଟି ଟଙ୍କା ଠକିଥିଲେ।

  15. 15.ଆଗାମୀ ୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଭାରତ ପାଇଁ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟା ଇରା ଯାଦବ ରବିବାର (ଜାନୁଆରୀ ୧୨) ସୀମିତ ଓଭର ମ୍ୟାଚ୍‌ରେ ତ୍ରିଶତକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇ ଇତିହାସ ସୃଷ୍ଟି କରିଛନ୍ତି।

217 Y
456 13-01-2025 English
  1. 1.Maha Kumbh 2025 -- a 45-day event billed as the biggest gathering of humans in one place -- is all set to begin Monday with the fi rst major bathing ritual or ‘Shahi Snan’ on the auspicious occasion of ‘Paush Purnima’ at the Sangam, the confl uence of Ganga, Yamuna and the mystical Saraswati rivers .

  2. 2.The youth of the state will play a pivotal role in the vision to achieve a prosperous Odisha by 2036, Chief Minister Mohan Charan Majhi said Sunday

  3. 3.Chief Minister Mohan Charan Majhi will attend the MoU sighing ceremony for implementation of Ayushman Bharat-Pradhan Mantri Jan Arogya Yojana (PM-JAY) at New Delhi Monday.

  4.  4.Chief Minister Mohan Charan Majhi Sunday said a dedicated 24x7 help desk with toll-free number (1800-345-1122) has been set up at Odisha Sate Road Transport Corporation (OSRTC) headquarters and in Ayodhya to assist passengers visiting Prayagraj where Maha Kumbh is being organised.

  5. 5.Former chief minister and BJD supremo Naveen Patnaik has announced that he would bear the study expenses of both minor daughters of the BMC employee who was killed here in broad daylight a few days ago.

  6. 6.An NGO Saturday claimed that at least 474 homeless people in Delhi have died due to “winter exposure” between November 15, 2024, and January 10, 2025.

  7. 7.Chennai has been recognised as one of the top three cities in India excelling in social and industrial inclusion for women, according to a recent study.

  8. 8.ISRO Sunday said the two satellites launched to perform space docking experiments were brought within three metres and then moved safely back in a trial attempt.

  9. 9.Five Naxalites, including two women, were killed in an encounter with security personnel in Chhattisgarh's Bijapur district Sunday, police said.

  10. 10. The wildfires that erupted this week across Los Angeles County are still raging, but already are projected to be among the costliest natural disasters in US history.

  11. 11.India's coal import rose by two per cent to 182.02 million tonnes (MT) in the April-November period of the current fi scal year.

  12. 12.One of the two North Korean soldiers captured by Ukraine has claimed during questioning that he thought he was going for training, not to the war against Ukraine, Kyiv’s security service has said.

  13. 13.President Joe Biden Saturday honoured Pope Francis with the Presidential Medal of Freedom with distinction, the highest civilian award given by the president, saying the pontiff was “a light of faith, hope, and love that shines brightly across the world”.

  14. 14.Investors will take cues from the December quarter corporate earnings, with blue-chips like Infosys, Reliance Industries scheduled to report their results this week, in addition, infl ation data and trading activity of foreign investors will also be crucial in dictating market trends, analysts said.

  15. 15.External Affairs Minister S Jaishankar will pay a two-day visit to Spain beginning Monday to review the overall trajectory of bilateral relations, nearly two-and a-half months after Spanish President Pedro Sanchez visited India.

211 Y
457 12-01-2025 Odia
  1. 1.ଆମେରିକାର ଦକ୍ଷିଣାଞ୍ଚଳରେ ପ୍ରବଳ ଶୀତଝଡ଼ ଯୋଗୁଁ ଶୁକ୍ରବାର ୩,୦୦୦ରୁ ଅଧିକ ବିମାନ ବାତିଲ ହୋଇଥିଲା ଏବଂ ହଜାର ହଜାର ବିମାନ ବିଳମ୍ବିତ ହୋଇଥିଲା
  2. 2.ଚଳିତ ବର୍ଷ ଜାନୁଆରୀ ୨୬ତାରିଖରେ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି।
  3. 3.ଦିଲ୍ଲୀ ସରକାରଙ୍କ ଦ୍ୱାରା ସମ୍ପ୍ରତି ରଦ୍ଦ ହୋଇଥିବା ଅବକାରୀ ନୀତି କାର୍ଯ୍ୟକାରିତାରେ ଅନିୟମିତତା ଯୋଗୁ ରାଜ୍ୟ ରାଜକୋଷକୁ ୨,୦୨୬ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି।
  4. 4.କୌଣସି କୋଠାକୁ ପ୍ରଦାନ କରାଯାଇଥିବା ନିର୍ମାଣ/ଦଖଲ ପ୍ରମାଣପତ୍ର ଯାଞ୍ଚ ନ କରି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଋଣ ମଞ୍ଜୁର କରିପାରିବେ ନାହିଁ। ଏଥିସହ ଏପରି ପ୍ରମାଣପତ୍ର ପ୍ରଦାନ କରିବା ପରେ ହିଁ ସେବା ପ୍ରଦାନକାରୀ ସମ୍ପୃକ୍ତ କୋଠାକୁ ବିଦ୍ୟୁତ୍, ପାଣି ଏବଂ ସ୍ୱେରେଜ୍ ସଂଯୋଗ ଦେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।
  5. 5.ମଧ୍ୟପ୍ରଦେଶର ଦେବାସରେ ଜଣେ ଯୁବକ ନିଜ ଲିଭ୍‌-ଇନ୍‌ ପାର୍ଟନରକୁ  ହତ୍ୟା କରି  ୬ ମାସ ପର୍ଯ୍ୟନ୍ତ  ଶବକୁ ‌ ଫ୍ରିଜ୍‌‌‌ରେ ରଖିବା ଘଟଣା ସାମ୍ନାକୁ ଆସିଛି। 
  6. 6.କେରଳରେ ଜଣେ ୧୮ ବର୍ଷୀୟା ବାଳିକା ଗତ ୫ ବର୍ଷ ମଧ୍ୟରେ ୬୪ ଜଣଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି।
  7. 7.ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲରେ ନେଲେ ୨୫ ହଜାର ଟଙ୍କା ମିଳିବ, ବେଆଇନ ପାର୍କିଂ ଫଟୋ ଦେଲେ ମିଳିବ କମିଶନ।
  8. 8.ପ୍ରବଳ ଶୀତଲହରୀ ସହ ଘରେ ଘରେ ଏବେ ଥଣ୍ଡା, ଜ୍ବର ଓ କାଶ । ଯଦିଓ ଏହାର କୌଣସି ଜଟିଳ ଲକ୍ଷଣ ନାହିଁ ତେବେ HMPV ଭୂତାଣୁ ଯୋଗୁଁ ଚିନ୍ତା ବଢୁଛି।
  9. 9.ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍‌ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି ମାତ୍ର ୩ ଦିନ ମଧ୍ୟରେ ପ୍ରାୟ ୨ କୋଟି ଟଙ୍କାର କାରବାର ହୋଇଛି।
  10. 10.ନୈତିକତା ଶିକ୍ଷା ପଦ୍ଧତି ତିଆରି  କରି ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଡ ପଙ୍କଜ କୁମାର ଜେନା।
  11. 11.ତଳମୁହାଁ ହେବାରେ ଲାଗିଛି ସେୟାର ବଜାର । ଟଙ୍କା ହରାଉଛନ୍ତି ଭାରତୀୟ ନିବେଶକ ।
  12. 12.ଆଣ୍ଡାମାନ ନିକୋବର ପୁଲିସ ନିକଟରେ ଦେଶର ସବୁଠାରୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ଜବତ କରିଥିଲା। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୩୬ ହଜାର କୋଟି ଟଙ୍କା ହେବ । ସେଗୁ଼ଡ଼ିକୁ ବିଦ୍ୟୁତ ଚାଳିତ ଶବଦାହ ଚୁଲାରେ ଜଳାଇଦିଆଯାଇଛି ।
  13. 13.୨୦୨୫ ବର୍ଷରେ ଭାରତର ଅର୍ଥନୀତି ସାମାନ୍ୟ ଦୁର୍ବଳ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକା କ୍ରିଷ୍ଟାଲିନା ଜିଓର୍ଜିଏଭା ଆଶଙ୍କା ବ୍ୟକ୍ତ କରିଛନ୍ତି।
  14. 14.ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ, ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରିଚାଳିତ ହେଉଛି। ବର୍ତ୍ତମାନ ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି ଏବଂ ଏକ ମୋବାଇଲ ଆପ ପ୍ରଚଳନ କରାଯାଇଛି।
  15. 15. ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଯାଉଥିବା ନେଇ କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି
211 Y
458 11-01-2025 Odia
  1. 1.୧୮୫୦ ମସିହାରେ ରେକର୍ଡ ଆରମ୍ଭ ହେବା ପରଠାରୁ ୨୦୨୪ ବର୍ଷ ବିଶ୍ୱରେ ସବୁଠାରୁ ଉତ୍ତପ୍ତ ଥିଲା ଏବଂ ପ୍ରଥମ ଥର ପାଇଁ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୫ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଥିଲା।

  2. 2.ମିଠା ଓ ସ୍ନାକ୍ସ ନିର୍ମାତା ହଳଦୀରାମର ଅଂଶଧନ କିଣିବା ପାଇଁ କେବଳ ଦେଶୀ କମ୍ପାନି ନୁହେଁ, କେତେକ ବିଦେଶୀ କମ୍ପାନି ବି ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ଲାକଷ୍ଟୋନ, ଟେମାସେକ ପରି କମ୍ପାନି । ହଳଦୀରାମର ମୂଲ୍ୟ ୧୦ ବିଲିୟନ ଡଲାର (୮୫,୫୦୦ କୋଟି ଟଙ୍କାରୁ ଅଧିକ) ରୁ ଅଧିକ।

  3. 3.ସୂଚନା ପ୍ରଯୁକ୍ତି ଶିଳ୍ପର ଅଗ୍ରଣୀ ସଂସ୍ଥା କଗ୍ନିଜାଣ୍ଟ ଭୁବନେଶ୍ବରରେ ନିଜସ୍ବ କ୍ୟାମ୍ପସ୍ ସ୍ଥାପନ କରିବ। ବର୍ତ୍ତମାନ କମ୍ପାନିର କେନ୍ଦ୍ର ଆଚାର୍ଯ୍ୟବିହାର ନିକଟସ୍ଥ ଓଡ଼ିଶା ପ୍ରଯୁକ୍ତି କେନ୍ଦ୍ରରେ ରହିଛି।

  4. 4.ଭାରତର ଜିଡିପି ଅଭିବୃଦ୍ଧି ୨୦୨୫ରେ ୬.୬ ପ୍ରତିଶତ ରହିବ। ମୁଖ୍ୟତଃ ଅଧିକ ଘରୋଇ ଖର୍ଚ୍ଚ ଓ ନିବେଶ ପାଇଁ ଅର୍ଥନୀତିର ଅଭିବୃଦ୍ଧି ଏଭଳି ସ୍ତରରେ ରହିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ବ ଅର୍ଥନୈତିକ ପରିସ୍ଥିତି ଓ ସମ୍ଭାବନା ୨୦୨୫ ରିପୋର୍ଟରେ ଦର୍ଶାଯାଇଛି।

  5. 5.ଭାରତୀୟ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଛି। ଜାନୁଆରୀ ୧୦, ଶୁକ୍ରବାର  ଗୋଟିଏ ଡଲାର ମୂଲ୍ୟ ୮୫.୯୭ ପଇସା ଥିଲା । କ୍ରମାଗତ ଦଶମ ସପ୍ତାହ ପାଇଁ ଟଙ୍କା ଦୁର୍ବଳ ହୋଇଛି ।

  6. 6.ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। ‌କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି।ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି।

  7. 7.ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ସିନେମା ‘ପାଦେ ଆକାଶ’।

  8. 8.କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି।

  9. 9.ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି।

  10. 10.ବିଜେଡି, ଜମ୍ମୁ-କଶ୍ମୀର ନ୍ୟାଶନାଲ କନ୍‌ଫରେନ୍ସ ସମେତ ୭ ରାଜନୈତିକ ଦଳ ଉକ୍ତ ବର୍ଷ ଚାନ୍ଦା ପାଇ ନ ଥିବା ଜଣାଇଛନ୍ତି।

  11. 11.ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ର ଯେଉଁମାନେ ସଂରକ୍ଷଣ ସୁବିଧା ପାଇଛନ୍ତି ଏବଂ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କରିବାର ସ୍ଥିତିରେ ଅଛନ୍ତି, ସେମାନଙ୍କୁ ସଂରକ୍ଷଣ ପରିସରରୁ ବାଦ ଦିଆଯିବା ଉଚିତ କି ନାହିଁ ତାହା ସରକାର ଏବଂ ସଂସଦ ନିଷ୍ପତ୍ତି ନେବା ଉଚିତ।

  12. 12.ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍‌ ମନି ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କୁ ସମସ୍ତ ୩୪ଟି ଅଭିଯୋଗରୁ ନିଃସର୍ତ୍ତ ମୁକ୍ତ କରିଛନ୍ତି। କୋର୍ଟ ମଧ୍ୟ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି।

  13. 13.ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍‌ ଡଲାରର ସହାୟତା ପ୍ରଦାନ କରିସାରିଲାଣି।

  14. 14.କୋଲକାତାରେ ଅନୁଷ୍ଠିତ ଏଆଇଟିଏ ୧୮ ବର୍ଷରୁ କମ୍‌ ସିଏସ୍‌୭ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ଡବଲ୍ସରେ ଚାମ୍ପିୟନ ଓ ସିଙ୍ଗଲ୍ସରେ ରନରଅପ୍‌ ହୋଇଛନ୍ତି।

  15. 15.ଭାରତର ପ୍ୟାରିସ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜ ଚୋପ୍ରା ଆମେରିକାର ବିଶ୍ୱ ପ୍ରସିଦ୍ଧ ‘ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ନ୍ୟୁଜ୍‌’ ମାଗାଜିନ୍‌ ଦ୍ୱାରା ୨୦୨୪ ବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ ପୁରୁଷ ଜାଭେଲିନ୍‌ ଥ୍ରୋୟର ବିବେଚିତ ହୋଇଛନ୍ତି।

214 Y
459 11-01-2025 English
  1. 1.President-elect Donald Trump was sentenced Friday in his hush money case, but the judge declined to impose any punishment.

  2. 2.Regional political parties declared donations worth overRs 200 crore for the financial year 2022-23 with JMM, JJP, TDP and TMC reporting the highest increase in their incomes from donations, according to an analysis by Association for Democratic Reforms (ADR). The Biju Janata Dal (BJD), however, declared no donations for the year.

  3. 3.Odisha State Road Transport Corporation (OSRTC) launched 13 bus services in nine new routes - Siddha Bhairavi, Ganiya (Kantilo), Kotpad, Joranda and Paralakhemundi with Puri, Indravati and Berhampur with Bhubaneswar, Kundura with Cuttack and Berhampur with Rourkela.

  4. 4.In a fi rst of its kind, Greater Flamingos— migratory bird to Chilika Lake during winters, were tagged recently at Nalabana Bird Sanctuary, with the combined efforts from state Forest department, Chilika WL Division and Wildlife Institute of India (WII), Dehradun.

  5. 5.A special court in Pune Friday granted bail to Congress leader Rahul Gandhi in a defamation case related to his alleged objectionable remarks on Hindutva ideologue V D Savarkar.

  6. 6.Swamy Shraddananda, jailed for 30 years for killing his wife, has moved the Supreme Court seeking authorities to decide his mercy plea before the President in December, 2023.

  7. 7.Forest officials Friday arrested 10 fishermen and seized their fishing trawl from Gahirmatha Marine Sanctuary in Kendrapara district for illegal fi shing, an official said.

  8. 8.In a significant development, 13 Maoists, including those with rewards of Rs13 lakh on their head, have surrendered before police near the Malkangiri border with neighbouring Chhattisgarh, sources said.

  9. 9.The political discourse in Delhi is currently being dominated by conversations around “freebies” ahead of the Assembly polls overshadowing other major issues including pollution, law and order, crimes against women and infrastructure.

  10. 10.The Delhi High Court Friday asked the city government to fi le a comprehensive report concerning the steps taken by the authorities against use of child labour as well as rescue and rehabilitation of such children.

  11. 11.The Shiromani Akali Dal (SAD) working committee Friday accepted Sukhbir Singh Badal's resignation as party chief, days after the Akal Takht Jathedar asked it to implement the religious body's December 2 edict as soon as possible.

  12. 12.The Supreme Court Friday allowed petitioners, who dropped out of their courses between November 5 and November 18, 2024, to register for the Joint Entrance Examination (JEE)-Advanced.

  13. 13. NATO won’t heed Donald Trump’s proposal for a massive hike in defence spending but will likely agree to go beyond its current target, according to officials and analysts.

  14. 14.The Indian economy is projected to expand by 6.6 per cent in 2025, primarily supported by robust private consumption and investment, according to a United Nations report.

  15. 15.Superb batting by the top order helped India Women defeat Ireland Women by six wickets in the first of three One-day Internationals at the Saurashtra Cricket Association Stadium here Friday.

220 Y
460 10-01-2025 Odia
  1. 1.ଆଗାମୀ ଅନେକ ଦଶନ୍ଧି ଧରି ଭାରତ ବିଶ୍ୱର ସବୁଠାରୁ ଯୁବ ଓ କୁଶଳୀ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ରହିବ। କୁଶଳୀ ପ୍ରତିଭା ପାଇଁ ବିଶ୍ୱର ଚାହିଦା ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
  2. 2.ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହାକୁମ୍ଭ ୨୦୨୫ ଆୟୋଜନ ପାଇଁ ପ୍ରୟାଗରାଜ ପ୍ରସ୍ତୁତ।

  3. 3.ଉନ୍ନତ ସୁବିଧାସୁଯୋଗ ଓ ସୁରକ୍ଷା ଥିବା ଦେଶରେ ବସବାସ କରିବା ଲାଗି ୨୦୨୫ରେ ସାରା ବିଶ୍ବରୁ ୧,୪୨,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ିବେ। ହେନ୍‌ଲି ଆଣ୍ଡ୍‌ ପାର୍ଟନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି। ୨୦୨୩ରେ ୧,୩୪,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ି ବିଦେଶ ପଳାୟନ କରି‌ଥିଲେ।

  4. 4.ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।

  5. 5.ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମ୍‌କୋର୍ଟ ୨୦୨୩ରେ ଏକ ରାୟରେ ମନା କରିଦେଇଥିଲେ। ଏହି ଐତିହାସିକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କରାଯାଇଥିବା ରିଭ୍ୟୁ ପିଟିସନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଗୁରୁବାର ମନା କରିଦେଇଛନ୍ତି।

  6. 6.ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଓ ଅନ୍ୟ ଦାବିକୁ ନେଇ ୨୦୨୪ ଫେବ୍ରୁଆରିରୁ ପଞ୍ଜାବ  ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ଉପରେ ଚାପ ପକାଇବାକୁ ଚାଷୀ ନେତା ଜଗଜିତ ସିଂହ ଦଲେୱାଲ୍‌ଙ୍କ ଅନଶନ ୪୦ ଦିନରେ ପହଞ୍ଚିଛି।

  7. 7.ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗୁରୁବାର କହିଛନ୍ତି ଯେ ଚଳିତ ମାସରେ ଦେବଭୂମି ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ। ଉତ୍ତରାଖଣ୍ଡ  ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହା ଲାଗୁ ହେବ ।

  8. 8.ବମ୍ବେ ହାଇକୋର୍ଟ କହିଛନ୍ତି ଯେ ବାପା-ମାଙ୍କ ଲଢେଇରେ ଝିଅକୁ ପାସପୋର୍ଟ ପାଇବା ଏବଂ ବିଦେଶ ଯାତ୍ରା କରିବାର ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ବୁଧବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ପୁଣେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ (ଆରପିଓ)କୁ ଦୁଇ ସପ୍ତାହ ମଧ୍ୟରେ ୧୭ ବର୍ଷୀୟା ଯୁବତୀଙ୍କୁ ପାସପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  9. 9.ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦ୍‌ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁକ୍ରବାର ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ।

  10. 10.ସୁଭଦ୍ରା’ ପୋର୍ଟାଲରେ ନୂଆ ବ୍ୟବସ୍ଥା,ଭୁଲରେ ଅପଟ୍‌‌ ଆଉଟ ହିତାଧିକାରୀଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି।

  11. 11.ମହାକୁମ୍ଭ ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ ୮ଟି ବସ୍ ଚାଲିବ, ମହିଳାଙ୍କ ପାଇଁ ୫୦ ପ୍ରତିଶତ ଡିସକାଉଣ୍ଟ ରହିଛି।

  12. 12.ଜଗତପୁରରେ ନକଲି ଟାୟାର ଗୋଦାମରୁ ୪୦୦୦ ହଜାର ନକଲି ଟାୟାର ଜବତ,ଗୋଦାମ ମାଲିକ ଗିରଫ।

  13. 13.ରାଜସ୍ଥାନ ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ବ୍ୟାଟ୍ସମ୍ୟାନଙ୍କ କମାଲ । ଗୋଟିଏ ଓଭରରେ ୭ ଚୌକା।

  14. 14.ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍‌ରେ ପରିଣତ କରାଯିବ, ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।

  15. 15. ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଡ୍‌ରେ ଅହମଦାବାଦକୁ ଆୟୋଜକ ସହର ଉଲ୍ଲେଖ କରାଯାଇଛି। ଭୁବନେଶ୍ୱରରେ ଅଲିମ୍ପିକ ହକି ଆୟୋଜନ ପାଇଁ ପ୍ରସ୍ତାବ ରହିଛି।

233 Y