Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
121 10-07-2025 Odia
  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବିଆକୁ ସରକାରୀ ଗସ୍ତ ଅବସରରେ ନାମିବିଆର ରାଷ୍ଟ୍ରପତି ମହାମହିମ ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନ-‘‘ଅର୍ଡର ଅଫ୍ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲିସ୍" ପ୍ରଦାନ କରିଥିଲେ। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ନେତା।

  2. 2.ନାମ୍ବିଆରେ ଏକ ଉଦ୍ୟୋଗ ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

  3. 3.ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ବିଜୟ ପ୍ରଦାନ କରିଛନ୍ତି, ଯାହା ତାଙ୍କ ପ୍ରଶାସନକୁ ବ୍ୟାପକ ଫେଡେରାଲ୍ ଚାକିରି କାଟ୍ ସହିତ ଆଗକୁ ବଢ଼ିବାକୁ ଅନୁମତି ଦେଇଛି।

  4. 4.ଶିମ୍‌ଲା :ପ୍ରବଳ ବର୍ଷା ଏବଂ ଖରାପ ପାଗ ଯୋଗୁଁ ହିମାଚଳପ୍ରଦେଶରେ ସେଓ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।  ଅତି ସାଂଘାତିକ ଫଙ୍ଗଲ୍‌ ସଂକ୍ରମଣ ଯୋଗୁଁ ସେଓ ଗଛର ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଇ ଫଳ ପରିପକ୍ବ ହେବା ପୂର୍ବରୁ ଝଡ଼ି ପଡ଼ୁଛି।

  5. 5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତମ୍ବା ଉପରେ ୫୦% ଶୁଳ୍କ ଘୋଷଣା କରିଛନ୍ତି। ସେ ଇସ୍ପାତ ଏବଂ ଆଲୁମିନିୟମ, ଔଷଧ ଉପରେ ଶୁଳ୍କ ଗୋଟିଏ ବର୍ଷ ପରେ ୨୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହା ଭାରତ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।

  6. 6.ଗତ ଜୁନ୍ ମାସରେ ରାଜ୍ୟରେ ୬୭,୯୦୮ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ର ଜୁନ୍‌ରେ ବିକ୍ରି ହୋଇଥିବା ୬୧,୦୬୨ଟି ଗାଡ଼ି ତୁଳନାରେ ୧୧.୨୧ ପ୍ରତିଶତ ଅଧିକ। ପ୍ରାୟ ସବୁ ପ୍ରକାର ଗାଡ଼ିର ବିକ୍ରି ବଢ଼ିଥିଲେ ମଧ୍ୟ ବାଣିଜ୍ୟିକ ଯାନ ବିକ୍ରି ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଛି। 

  7. 7.ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍‌) ସଂଗ୍ରହରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଚଳିତ ବର୍ଷ ଏପ୍ରିଲ୍ ୨୫ ସୁଦ୍ଧା ୧,୦୮,୨୧୨.୪୨ କୋଟି ଟଙ୍କାର ଡିଏମ୍ଏଫ୍‌ ପାଣ୍ଠି ସଂଗ୍ରହ କରାଯାଇଥିଲା। ସେଥିରୁ ‌କେବଳ ଓଡ଼ିଶା ୩୧,୩୨୪ କୋଟି ଟଙ୍କା ସଂଗ୍ରହ କରିଛି। ଫଳରେ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ଶୀର୍ଷରେ ରହିଛି।

  8. 8.ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଘରୋଇ ପୁଞ୍ଜିନିବେଶ ହାସଲ କରିବା ଅନ୍ୟ ସବୁ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛି। ୨୦୨୫ର ଏପ୍ରିଲ୍‌-ଜୁନ୍ ତିନି ମାସରେ ଓଡ଼ିଶା ୧.୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଯାହା ସାରା ଦେଶକୁ ଆସିଥିବା ମୋଟ୍‌ ପୁଞ୍ଜିନିବେଶର ୪୦ ପ୍ରତିଶତ।

  9. 9.ଆସନ୍ତା ୪ ଦିନ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା। କାଲିପାଇଁ କୋଡିଏ ଜିଲ୍ଲାକୁ ଆଲର୍ଟ ଜାରି, ଘଡଘଡି ସହ ଜୋର ବର୍ଷା ହେବ

  10. 10.ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

  11. 11.ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଂଶିକ ଭାବେ ସଫଳ।

  12. 12.ଭାରତ ବନ୍ଦ ଡାକରାର ପ୍ରଭାବ ବି ଆଂଶିକ। ଓଡ଼ିଶାରେ ବିଶେଷ ପ୍ରତିକ୍ରିୟା ନାହିଁ

  13. 13.ବେଦାନ୍ତ  ଢେଙ୍କାନାଳରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ କରିବ । ସରକାରୀ ଜାଗା ଚିହ୍ନଟ ହୋଇଛି।

  14. 14.ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଛୁଇଁଲା।

  15. 15.ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ।

  16. 16.ଛତ୍ରପୁରରେ ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା।

  17. 17.ଗୁଜୁରାଟରେ ଭଦୋଦରା ଆନନ୍ଦ ମୁଖ୍ୟ ଜନଗହଳି ରାସ୍ତାରେ ପୋଲ ଭାଙ୍ଗି ଅନେକ ମୃତ ଓ ଆହତ। ମୃତକଙ୍କ ପରିବାରକୁ ୨ ଲକ୍ଷର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

  18. 18.ରାଜସ୍ଥାନର ଚୁରୁରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଏକ ଜାଗୁଆର ଲଢ଼ୁଆ ବିମାନ। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି।

  19. 19.ଚୀନ ଠାରୁ ପାକିସ୍ତାନ ଜେ-୩୫ ଯୁଦ୍ଧବିମାନ କିଣିବା ନେଇ ହେଉଥିବା ଚର୍ଚ୍ଚାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଖଣ୍ଡନ କରିଛନ୍ତି।

  20. 20.ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନ ବନ୍ଦରଭାବେ ମାନ୍ୟତାଲାଭ କରିଛି। ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ବିଶ୍ବର ୨୦ଟି ବିମାନ ବନ୍ଦରକୁ ସର୍ଭେରେ ସାମିଲ କରାଯାଇଥିଲା।

117 Y
122 10-07-2025 English
  1. 1.Two pilots of the Indian Air Force (IAF) were killed Wednesday morning in a crash of a Jaguar trainer aircraft near Churu in Rajasthan.

  2. 2The state government has reintroduced the ‘pass-fail system’ in Class V and VIII annual examinations from the current academic year, an official notification said Wednesday.

  3. 3.Eleven persons, including two siblings, were killed and nine others rescued, some of them with injuries, after multiple vehicles plunged into the Mahisagar river when a portion of a fourdecade-old bridge collapsed in Vadodara district .

  4. 4.Vehicular movement in different parts of Odisha, including the capital, was affected Wednesday due to strike by trade unions and drivers’ associations.

  5. 5.A local court here Wednesday granted bail to BJP leader Jagannath Pradhan, who was arrested in a case involving the physical assault of a senior Odisha Administrative Service (OAS) offi cer in Bhubaneswar Municipal Corporation (BMC) .

  6. 6.Leader of the Opposition (LoP) in Lok Sabha Rahul Gandhi and Congress president Mallikarjun Kharge will address a mega rally in Bhubaneswar July 11, following which they will hold closed-door meetings with leaders of the party’s state unit.

  7. 7.Senior IPS officer Sanjeeb Panda was Wednesday posted as the Additional Director General (ADG), Anti-Naxal Operations.

  8. 8.The BJP government in the state will soon expand its Council of Ministers, the party’s state president Manmohan Samal said .

  9. 9.Bhubaneswar. The CID of Odisha Police arrested a man from Punjab on the charge of defrauding a person of Rs7.50 crore in Koraput district on the pretext of higher return in a fake IPO scheme.

  10. 10.Odisha was recognised as the best state for agriculture and received the Agriculture Leadership Award from the Agriculture Today Group .

  11. 11.In a move to strengthen urban sanitation, the Bhubaneswar Municipal Corporation (BMC) recently inaugurated three modern public toilets at key City locations.

  12. 12.Guwahati,Human-elephant conflicts in Assam have claimed over 1,400 lives during 2000-2023, while 1,209 pachyderms died in the state during the same period with majority 626 fatalities due to anthropogenic activities, a Wildlife Institute of India (WII) report has said.

  13. 13.To further strengthen the fight against tuberculosis, the Union Health Ministry will soon procure 1,500 more handheld X-ray machines to facilitate large-scale screening and early detection of cases, offi cial sources said.

  14. 14.The Supreme Court has initiated a suo motu case over the issue of investigation agencies summoning lawyers who offer opinion or represent parties in cases to examine if they can be put to notice

  15. 15.India's space regulator INSPACe has granted a licence to Elon Muskrun Starlink to offer spacebased internet services in the country.

80 Y
123 09-07-2025 Odia
  1. 1.ଆଜି ଦେଶବ୍ୟାପୀ ଏକ ହଡ଼ତାଳ ବା ‘ଭାରତ ବନ୍ଦ’ ଡାକରା ହୋଇଛ। ଯାହାକୁ ବିଭିନ୍ନ ଟ୍ରେଡ଼ ୟୁନିଅନ ଏବଂ କୃଷକ ସଂଗଠନମାନେ ସମର୍ଥନ କରୁଛନ୍ତି।

  2. 2.କର୍ଣ୍ଣାଟକରେ ହଠାତ ଲୋକଙ୍କର ହେଉଥିବା ମୃତ୍ୟୁ ପାଇଁ କରୋନା ଟୀକାକୁ ଦାୟୀ ଘଟଣାକୁ ନେଇ ଆଇସିଏମଆର ଏବଂ ଏମ୍ସ ପକ୍ଷରୁ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି କି ହୃଦଘାତ ଏବଂ କରୋନା ଟୀକା ମଧ୍ୟରେ କୌଣସି ସମ୍ପର୍କ ନାହିଁ। ହଠାତ୍ ହେଉଥିବା ମୃତ୍ୟୁର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ ।

  3. 3.ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ଘୋଷଣା ହେଉଛି ମହିଳାଙ୍କୁ ନିଯୁକ୍ତିରେ ୩୫ ପ୍ରତିଶତ ସଂରକ୍ଷଣ ଏବଂ ଏକ ଯୁବ ଆୟୋଗ ଗଠନ କରାଯିବ।

  4. 4.ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି, ଯେଉଁଠାରେ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ ।

  5. 5.ମନମୋହନ ସାମଲ ପୁଣି ବିଜେପି ରାଜ୍ୟ ସଭାପତି ରୂପେ ଔପଚାରିକ ଭାବେ ଦଳ ଘୋଷଣା କଲା।

  6. 6.ବ୍ୟାଙ୍କିଂ, ବୀମା, ଡାକସେବା, କୋଇଲା ଖଣି ଓ ନିର୍ମାଣ କ୍ଷେତ୍ରର ୨୫ କୋଟିରୁ ଅଧିକ ଶ୍ରମିକ ବୁଧବାର ଦେଶବ୍ୟାପୀ ଧର୍ମଘଟ ତଥା ‘ଭାରତ ବନ୍ଦ’ରେ ସାମିଲ ହେବାର ସମ୍ଭାବନା ରହିଛି।

  7. 7.ତାମିଲନାଡ଼ୁରେ ଏକ ସ୍କୁଲ ଭ୍ୟାନ୍‌  ଉପରେ ଟ୍ରେନ୍‌ ମାଡ଼ିଯିବାରୁ   ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଛାତ୍ର ଆହତ ହୋଇଛନ୍ତି।  

  8. 8.ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କାଉଡିଆ ଯାତ୍ରା ସମୟରେ କୌଣସି ପ୍ରକାରର ଉପଦ୍ରବ, ଝଗଡା, ବିବାଦ ଅଥବା ଅବ୍ୟବସ୍ଥା ସୃଷ୍ଟି ନହେବ ସେନେଇ ଅଫିସରମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

  9. 9.ଆତଙ୍କବାଦ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଏଫଏଟିଏଫ ଦାବି କରିଛି ଯେ ଫେବୃଆରୀ ୨୦୧୯ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକଗୁଡ଼ିକ ଆମାଜନରୁ କିଣାଯାଇଥିଲା। ଏଫଏଟିଏଫ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ।

  10. 10. ଦିଲ୍ଲୀରେ ପୁରୁଣା ଗାଡ଼ି ବିରୋଧୀ ଅଭିଯାନକୁ ନଭେମ୍ବର ୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନଭେମ୍ବର ୧ରୁ ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ। ଏଠାରେ ପୁରୁଣା ଗାଡ଼ିଗୁଡ଼ିକର ଅର୍ଥ ହେଉଛି ୧୦ ବର୍ଷ ବା ଅଧିକ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷ ବା ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି। 

  11. 11.ଧୀରେ ଧୀରେ ବଢୁଛି ମୁଣ୍ଡଳି ଜଳସ୍ତର। ହୀରାକୁଦ ବନ୍ୟା ଜଳ ପହଞ୍ଚିବାପରେ ବଢୁଛି ମୁଣ୍ଡଳି ଜଳସ୍ତର।  ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା ରହିଛି ।

  12. 12.ରାଜଧାନୀ ଦିଲ୍ଲୀରେ ମାଗଣା ବସ୍‌ ସେବାକୁ ନେଇ କୁହାଯାଇଛି ଯେ, ଯେଉଁ ମହିଳାମାନେ ଦିଲ୍ଲୀ ନିବାସୀ ହୋଇଥିବେ, କେବଳ ସେମାନଙ୍କୁ ହିଁ ମାଗଣା ବସ୍‌ ସେବା ମିଳିବ । ସେମାନଙ୍କ ନିକଟରେ ସହେଲୀ ସ୍ମାର୍ଟ କାର୍ଡ ହେବା ଜରୁରୀ । ଏହି କାର୍ଡ ପାଇଁ ସର୍ବପ୍ରଥମେ ମହିଳା ଦିଲ୍ଲୀ ନିବାସୀ ହେବା ଆବଶ୍ୟକ ।

  13. 13.୨୫ ବର୍ଷ ପରେ ସ୍ମୃତି ଇରାନୀ ତାଙ୍କର ସବୁଠାରୁ ଲୋକପ୍ରିୟ ଚରିତ୍ରକୁ ଫେରୁଛନ୍ତି। ‘କିଉଁକି ଶାଶ୍‌ ଭି କଭି ବୋହୂ ଥି-୨’ ର ନିକଟରେ ରିଲିଜ୍ ହୋଇଥିବା ପ୍ରୋମୋ ଏବଂ ପ୍ରଥମ ଲୁକ୍ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।

  14. 14.କଇଁଛ ପିଠିରେ ଜଗନ୍ନାଥ ମହାପ୍ରଭୁଙ୍କ ଚିତ୍ର ଆଙ୍କି ତାକୁ ପାଣିରେ ଛାଡ଼ି ରିଲ୍ସ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଥିବା ବରଗଡ଼ ଜିଲା ବିଜେପୁର ଅଞ୍ଚଳର ଦୁଇ ଯୁବକଙ୍କୁ ବନ ବିଭାଗ ଗିରଫ କରିଛି।

  15. 15.ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି। ବୁଧବାରଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ। ସେହିପରି ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ।

119 Y
124 09-07-2025 English
  1. 1.Banking, postal and other services are likely to face disruption today  as more than 25 crore workers affiliated with Central and sectoral trade unions have announced to go on strike across the country to protest against new labour codes and privatisation, and press for demands such as minimum wage of Rs26,000 and old pension scheme, according to union leaders.

  2. 2.Only 55 per cent of Class 3 students can arrange numbers up to 99 in ascending or descending order while only 53 per cent of them in Class 6 know tables up to 10, a Ministry of Education (MoE) survey has found.

  3. 3.The ruling BJP Tuesday reappointed Manmohan Samal as its Odisha unit president.

  4. 4.Intensifying its crackdown on Bangladeshis and Rohingyas living illegally in the state, police Tuesday held 448 people for verification of their documents.

  5. 5.Odisha celebrated ‘Rasagola Dibasa’ Tuesday, marking the return of the sibling deities – Lord Balabhadra, Devi Subhadra and Lord Jagannath – to their abode in the 12th-century shrine in Puri after the annual Rath Yatra.

  6. 6.Deputy Chief Minister and Agriculture Minister Kanak Vardhan Singh Deo at Krushi Bhavan, flagged off a campaign vehicle to promote rooftop gardening across fi ve major cities—Bhubaneswar, Cuttack, Sambalpur, Berhampur, and Jeypore.

  7. 7.Three heritage structures associated with Mahatma Gandhi in Maharashtra’s Wardha district are set for a makeover, with a museum, prayer hall and a complex for artisans on the premises.

  8. 8.The Uttar Pradesh government is set to plant more than 12.5 crore saplings in the state under the MGNREGA scheme following the directives of Chief Minister Yogi Adityanath.

  9. 9.Global terror fi nancing watchdog FATF Tuesday cited the February 2019 Pulwama terror attack, which killed 40 CRPF personnel, and the 2022 Gorakhnath Temple incident to say that e-commerce platforms and online payment services are being misused for terror financing.

  10. 10.Possible convergence of interest among China, Pakistan, and Bangladesh may result in serious implications for India's stability and security dynamics, Chief of Defence Staff Gen Anil Chauhan said Tuesday.

  11. 11.The Centre’s panel on air quality in Delhi-NCR Tuesday decided to put on hold the implementation of the fuel ban on end-of-life (EOL) or overage vehicles in the national capital until November 1.

  12. 12.Union minister Ashwini Vaishnaw's father Daulal Vaishnaw passed away at AIIMS Jodhpur Tuesday, hospital authorities said. Daulal Vaishnaw, 82.

  13. 13.President Donald Trump said Monday the US will have to send more weapons to Ukraine, just days after ordering a pause in critical weapons deliveries to Kyiv.

  14. 14. India plans to source about 10 per cent of its cooking gas imports from US beginning in 2026 as part of a broader effort to boost energy purchases to narrow its trade gap with Washington, four industry refining sources familiar with the matter .

  15. 15.India will hope that skipper Harmanpreet Kaur and hard-hitting opener Shafali Verma will return to run-making ways in their quest to clinch the women’s T20I series during the fourth match here Wednesday.

76 Y
125 08-07-2025 Odia
  1. 1. ବ୍ରାଜିଲରେ ଅନୁଷ୍ଠିତ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ପାଇଁ ଦାବି କରାଯାଇଛି। ଏହି ପରିଷଦରେ ଭାରତ ଓ ବ୍ରାଜିଲକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଛି। 

  2. 2.ଆମେରିକାର ଦୁଇ ମିତ୍ରରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆକୁ ବି ଛାଡ଼ିନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ବସାଇବାକୁ ଘୋଷଣା କରିଛନ୍ତି ।

  3. 3.ରୁଷର ପୂର୍ବତନ ରୁଷ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ। ରୁଷ ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ମୃତଦେହ ତାଙ୍କ କାରରୁ ମିଳିଛି।

  4. 4.ଦଶଟି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରକୁ ନେଇ ଗଠିତ ‘ବ୍ରିକ୍ସ’ ସମୂହକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଆମେରିକା ବିରୋଧୀ କହିବା ସହ ବ୍ରିକ୍ସକୁ ସମର୍ଥନ କରୁଥିବା ରାଷ୍ଟ୍ରଗୁଡ଼ିକ ଉପରେ ୧୦ ପ୍ରତିଶତ ଅଧିକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି।

  5. 5.କମ୍ପାନିର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍‌ ଟେକ୍ ଲିମିଟେଡ୍‌ ଓଡ଼ିଶାରେ ୩୬୦୦ କୋଟି ଟଙ୍କା ନିବେଶରେ ଢେଙ୍କାନାଳ ଜିଲ୍ଲାରେ ଏକ ଇସ୍ପାତ କାରଖାନା ବସାଇବାକୁ ଯାଉଛି।

  6. 6.ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ପୁଣିଥରେ ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ସାସ୍‌ ଭି କଭି ବହୂ ଥି’କୁ ଫେରିଛନ୍ତି। 

  7. 7.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତାଙ୍କ ୨ ଝିଅ ପ୍ରିୟଙ୍କା ଏବଂ ମାହିଙ୍କ ପାଇଁ ସେ ସରକାରୀ ବାସଭବନ ଛାଡ଼ି ପାରୁନାହାନ୍ତି। ୨ ଝିଅଙ୍କର ସ୍ବାସ୍ଥ୍ୟାବସ୍ଥା ପାଇଁ ଚନ୍ଦ୍ରଚୂଡ଼ ତାଙ୍କ ବାସଭବନକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ରୂପାନ୍ତରିତ କରିଛନ୍ତି। 

  8. 8. ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀଙ୍କୁ ତାଙ୍କ ପ୍ରକୋଷ୍ଠ ଭିତରେ ଅଟକ ରଖି ନିର୍ଯାତନା ଦେବା ଓ ଜୋରଜବରଦସ୍ତ ଫାଇଲ୍‌ରେ ଦସ୍ତଖତ କରାଇବା ଘଟଣା ନେଇ ଆଜି ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

  9. 9.ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ମହରମ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ‌ଏହାପରେ ସୋମବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପକ୍ଷର ୬ ଜଣ ଆହତ ହୋଇଛନ୍ତି।

  10. 10.ନୀଳାଦ୍ରିବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷହୋଇଛି। ମହାପ୍ରଭୁଙ୍କ କୃପାରୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଭିତର ଓ ବାହାର ରତ୍ନଭଣ୍ଡାରରେ ତିନିଟି ଲେଖାଏଁ ତାଲା ପକାଯାଇ ଜଉମୁଦ କରାଯାଇଛି।

  11. 11.ଆଜି ରସଗୋଲା ଦିବସ।ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ୨୦୧୯ ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା। 

  12. 12.ଗତ କିଛି ମାସ ଭିତରେ ନୂଆ ମୋବାଇଲ୍‌ ଗ୍ରାହକ ସଂଖ୍ୟା ବଢ଼ିଥିବାରୁ ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ଦାମ୍‌ରେ ୧୦-୧୨ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି। ବର୍ଷ ଶେଷ ସୁଦ୍ଧା ଏହି ଘୋଷଣା ହେବାର ସମ୍ଭାବନା ରହିଛି।

  13. 13.ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ୪ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି। ସମସ୍ତେ ଗୋଟିଏ ପରିବାରର। ମୃତକଙ୍କ ମଧ୍ୟରେ ଏକ ଦମ୍ପତି ଏବଂ ସେମାନଙ୍କ ଦୁଇ ସନ୍ତାନ ରହିଛନ୍ତି। ଆମେରିକାର ଆଲବାମା ଅନ୍ତର୍ଗତ ଗ୍ରୀନ କାଉଣ୍ଟିରେ ଏହି ଦୁର୍ଘଟଣା ଘଟିଛି।

  14. 14.ଭାରତୀୟ ଟ୍ରେନ୍‌ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (ଆଇଆର୍‌ସିଟିସି) ‘ଭାରତ ଗୌରବ’ ଡିଲକ୍ସ ଏସି ପର୍ଯ୍ୟଟନ ଟ୍ରେନ୍ ମାଧ୍ୟମରେ ଏହାର ପଞ୍ଚମ ‘ଶ୍ରୀ ରାମାୟଣ ଯାତ୍ରା’ ଶୁଭାରମ୍ଭ କରୁଛି। ଏହି ୧୭ ଦିନିଆ ଯାତ୍ରା କାର୍ଯ୍ୟକ୍ରମରେ ଯାତ୍ରୀ ଅଯୋଧ୍ୟାରୁ ରାମେଶ୍ୱରମ ପର୍ଯ୍ୟନ୍ତ ୩୦ରୁ ଅଧିକ ପବିତ୍ର ସ୍ଥାନ ଭ୍ରମଣ କରିପାରିବେ।

  15. 15.ଫାଶୀ ଦଣ୍ଡ ପ୍ରଦାନରେ ସାଉଦି ଆରବ ରେକର୍ଡ କରିଛି। ଫାଶୀ ଦଣ୍ଡ ପ୍ରଦାନ କ୍ଷେତ୍ରରେ ଏହା ଚୀନ୍‌ ଓ ଇରାନକୁ ଟପି ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୨୪ରେ ସେଠାରେ ସର୍ବାଧିକ ୩୪୫ ଜଣଙ୍କୁ ଫାଶୀ ଦିଆଯାଇଛି; ଯାହା କି ସର୍ବକାଳୀନ ରେକର୍ଡ।

137 Y
126 08-07-2025 English
  1. 1.US President Donald Trump has threatened to impose an additional 10% tariff on countries aligning themselves with the “anti-American” policies of the BRICS grouping.

  2. 2.Joining nine other parties in challenging the special intensive revision of electoral rolls in Bihar before the Supreme Court, the Congress Monday said the entire Opposition is united on the issue and alleged that the exercise is aimed at disenfranchising the vast number of voters with its “mischievous methodology”

  3. 3. Chief Minister Mohan Charan Majhi has resolved more than 10,000 public grievances during 11 rounds of hearings since assuming offi ce, the Chief Minister’s Offi ce (CMO) said Monday.

  4. 4.The Enforcement Directorate (ED) Monday said authorities in West Bengal and Odisha did not take any action against admission of ineligible candidates in certain private medical colleges under the NRI quota despite the MEA providing ‘categorical’ information of ‘forgery'.

  5. 5.By 2036, 10 lakh green livelihoods will be created to make Odisha a model in eco-tourism, Chief Minister Mohan Charan Majhi said during the state-level 76th Van Mahotsav-2025.

  6. 6.The Archaeological Survey of India (ASI) has completed the conservation and repair works of Ratna Bhandar (both inner and outer chambers) of Puri Srimandir, said Chief Administrator of Shree Jagannath Temple Administration (SJTA) Arabinda Padhee Monday, adding that 600 stone slabs were replaced with new ones.

  7. 7.BJD president Naveen Patnaik was Monday discharged from a private hospital in Mumbai, where he underwent a spine surgery for cervical arthritis, a party leader said.

  8. 8.Three Maoists, including two women and a youth, surrendered before Kandhamal police, offi cials said Monday.

  9. 9.The executive officer of Vyasanagar Municipality in Jajpur district was allegedly held captive by some councillors in his office June 26.

  10. 10.Nine donation boxes or ‘hundis’ of the revered Maa Majhighariani shrine in Rayagada district were opened Monday, which yielded a collection of Rs 1.04 crore in cash, along with 38 gram gold and 2.5 kg silver. Additionally, 12 currency notes of five different countries.

  11. 11.Tamil Nadu has become the fi rst state in the country to implement a model which predicts the probability of deaths among adults with Tuberculosis and has integrated it with the existing state-wide application TB SeWA, which triages them at diagnosis.

  12. 12.In a major step towards fostering social equity and unity among the youth, Tamil Nadu Chief Minister MK Stalin announced that all student hostels run by various government departments across the state will now be known as ‘Social Justice Hostels’

  13. 13.China said Monday it protested to India over Prime Minister Narendra Modi’s greetings to the Dalai Lama on his 90th birthday and the attendance of Indian officials at the celebrations, stressing New Delhi should fully appreciate Beijing’s sensitivities on Tibet-related issues.

  14. 14.India's markets regulator is enhancing its surveillance to scrutinise manipulation in derivatives trading, its chairman said Monday, and days after it barred US firm Jane Street from the local markets after its investigation found the fi rm manipulated stock indexes.

  15. 15.Jindal (India) Ltd Monday said the company has received a letter of approval from the Odisha government for its proposed greenfi eld project in the state to be set up with an investment of Rs3,600 crore.

82 Y
127 07-07-2025 Odia
  1. 1.ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶନିବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପରେ ଏକାଦଶୀ ତିଥିରେ ରବିବାର ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି।

  2. 2.ଧର୍ମଶାଳାରେ ଦଲାଇ ଲାମାଙ୍କ ୯୦ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଛି।

  3. 3.ବିଶ୍ବରେ ଚତୁର୍ଥ ବୃହତ୍‌ ଅର୍ଥବ୍ୟବସ୍ଥା ଭାରତରେ ଏବେ ବି ୮୧ କୋଟି ୩୫ ଲକ୍ଷ ଜନତା ରିଆତିଯୁକ୍ତ ରାସନ ଉପରେ ନିର୍ଭର କରୁଛନ୍ତି। ତେଣୁ ଭାରତରେ ଦାରିଦ୍ର୍ୟକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ବହୁ ବର୍ଷର ଉଦ୍ୟମ ଆବଶ୍ୟକ।

  4. 4.ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ରାଜଧାନୀର କ୍ରିଷ୍ଣା ମେନନ୍ ମାର୍ଗସ୍ଥିତ ସରକାରୀ ବାସଭବନ ଏବେ ବି ପୂର୍ବତନ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଦଖଲରେ ରହିଛି । ଚନ୍ଦ୍ରଚୂଡ଼ଙ୍କୁ ସେଠାରୁ ତୁରନ୍ତ ଖାଲିକରାଇ ଉକ୍ତ ବାସଭବନକୁ ନିଜ ଅକ୍ତିଆରକୁ ନେବା ପାଇଁ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ରସରକାରଙ୍କୁ ଚିଠି ଲେଖିଛି। 

  5. 5.ଲୋହିତ ସାଗରରେ ଥିବା ଏକ ବ୍ରିଟିସ ଜାହାଜକୁ ୟେମେନ ଉପକୂଳରେ କିଛି ସଶସ୍ତ୍ର ବ୍ୟକ୍ତି ରକେଟ୍ ଓ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରିଛନ୍ତି।

  6. 6.ବ୍ରାଜିଲର ରାଜଧାନୀ ରିଓ ଡେ ଜେନେରୋରେ ଆଜିଠାରୁ ଦୁଇ ଦିନିଆ ବିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ବ୍ରିକ୍ସ ନେତାମାନଙ୍କ ସହ ଘନିଷ୍ଠ ସହଯୋଗ ଏବଂ ସାମୂହିକ ବିକାଶ ପାଇଁ  ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

  7. 7. ଆମେରିକାର କେନ୍ଦ୍ରୀୟ ଟେକ୍ସାସରେ ହୋଇଥିବା ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୦ ଛୁଇଁଛି। ଏହା ସହିତ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । 

  8. 8.ମଣିପୁରରେ ଏକ ବଡ଼ ରାକେଟରେ ପର୍ଦ୍ଦାଫାଶ କରିଛି ଗୁଇନ୍ଦା ଏଜେନ୍ସି । ଏହି ରାକେଟ୍ ମିଆଁମାରରୁ ଅସ୍ତ୍ରସସ୍ତ୍ର ମଣିପୁରକୁ ଆଣି ସାରା ଭାରତରେ ଚୋରାଚାଲାଣ କରୁଥିଲା ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ଏହା ଜଣାପଡ଼ିବା ପରେ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି ।

  9. 9. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିବାଦ ଏବଂ ମତଭେଦ ପରେ ନୂଆ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ମସ୍କ । ଯାହାର ନାମ ରଖିଛନ୍ତି ‘ଆମେରିକା ପାର୍ଟି’ ।

  10. 10.ଓଡ଼ିଶାରେ ରାଷ୍ଟ୍ରାୟତ୍ତ ଏନ୍‌ଏଲ୍‌ସି ଇଣ୍ଡିଆ ଓ ଘରୋଇ କମ୍ପାନି ଜିଏମ୍‌ଆର୍‌ ପାୱାର୍‌ର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏନ୍‌ଏଲ୍‌ସି ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ସ୍ଥାପନ କରାଯାଉଥିବା ୮୦୦ ମେଗାୱାଟ୍‌ ବିଶିଷ୍ଟ ତଲାବିରା ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟକୁ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଛି। 

  11. 11.ତେଲେଙ୍ଗାନା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀମାନଙ୍କୁ ଏବେ ଦିନକୁ ୧୦ ଘଣ୍ଟା କାମ କରିବାକୁ ଅନୁମତି ଦିଆଯିବ। ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତି ବ୍ୟବସାୟ ପ୍ରେତ୍ସାହନ ଲାଗି ଏକ ପଦକ୍ଷେପଭାବେ ଦେଖାଯାଉଛି ।

  12. 12.ଭାରତରେ ପ୍ରଚଳିତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ୭୪ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ଜଣାପଡିଛି। ଆମେରିକାର ପିଉ ରିସର୍ଚ୍ଚ ସେଣ୍ଟର ତରଫରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏହି ସଂସ୍ଥା ତରଫରୁ ୨୩ଟି ରାଷ୍ଟ୍ରକୁ ନେଇ ସର୍ଭେ କରାଯାଇଛି। 

  13. 13.ରବିବାର ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍‌ ଖୋଲାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍‌ ଖୋଲାଯିବ। ଆଜି ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି।

  14. 14.ଅଖିଳ ଭାରତ କଂଗ୍ରେସ କମିଟି (AICC) ମିନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ କରିଛି। AICC ସଭାପତିଙ୍କ ଅନୁମୋଦନ ଅନୁସାରେ ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ସୂଚନା ଜାରି କରାଯାଇଛି।

  15. 15.ଅଧିନାୟକ ଶୁବମନ ଗିଲ୍‌ଙ୍କ ଚମତ୍କାର ବ୍ୟାଟିଂ ଏବଂ ଆକାଶ ଦୀପ୍‌ ଏବଂ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍‌ରେ ପରାସ୍ତ କରିଛି. 

126 Y
128 07-07-2025 English
  1. 1.International news agency Reuters' X account was withheld in India for a few hours but restored later Sunday after the government intervened to say it had not sought the blocking of the handle.

  2. 2.US tech billionaire Elon Musk said he has formed a new political party to give Americans their freedom back, after a dramatic falling out with Donald Trump.

  3. 3.Thousands gathered in the main courtyard of Tsuglagkhang, the Dalai Lama temple, Sunday to celebrate the 90th birthday of the 14th Dalai Lama, while greetings poured from across the world for the Tibetan spiritual leader.

  4. 4. Around 15 lakh devotees Sunday witnessed Suna Besha (golden attire) ritual of Lord Jagannath and His siblings Lord Balabhadra and Devi Subhadra on chariots parked in front of the 12th-century shrine here amid unprecedented security arrangements

  5. 5.Meenakshi Bahinipati, wife of Congress’ Jeypore MLA Tara Prasad Bahinipati, has been appointed as the president of Odisha Pradesh Mahila Congress for the second time, Sunday.

  6. 6.Amid row over Andhra Pradesh’s continued encroachment in remote Raipahad village under Golur panchayat in Nandapur block of Koraput district, the district administration and the state government have taken a proactive step towards the development of the village.

  7. 7.The authorities of Hirakud dam in Sambalpur district Sunday released the season’s first floodwater after sounding an alert to the districts in downstream of Mahanadi, officials said

  8. 8.The Delhi government Sunday appointed over 1,300 new nursing officers and launched Ayushman Bharat registration vans to strengthen the healthcare system in the national capital.

  9. 9.Gujarat AAP MLA Chaitar Vasava was arrested on charges of attempt to murder after he allegedly attacked a taluka panchayat functionary at Dediapada in Narmada district, police said Sunday.

  10. 10.In an unprecedented move, the Supreme Court administration has written to the Centre for vacating the offi cial residence of the Chief Justice of India at Krishna Menon Marg here, noting that the current occupant ex-CJI DY Chandrachud has stayed beyond the permissible period.

  11. 11.More than 21,000 devotees had a darshan of the naturally formed ice Shivling inside the holy cave shrine of Amarnath on the fourth day of the annual pilgrimage Sunday.

  12. 12.The NATGRID, which shares real-time information for intelligence services and investigations with law-enforcement agencies, has asked all state police forces to enhance their engagements with it and proactively use its database for crime control and checking criminal activities

  13. 13.India and Argentina Saturday agreed to diversify two-way trade and ramp up cooperation in defence, critical minerals, pharmaceutical, energy and mining sectors.

  14. 14.India's women boxers spearheaded a memorable campaign as Sakshi (54kg), Jaismine (57kg), and Nupur (+80kg) clinched gold medals with contrasting victories at the second World Boxing Cup here Sunday.

  15. 15.The Odisha Cricket Association (OCA) announced the launch of the Odisha Pro T20 League (OPTL), a landmark franchise-based T20 tournament set to debut in September 2025. Featuring six dynamic teams representing various regions of Odisha, the league aims to redefine the cricketing landscape of the state.

114 Y
129 06-07-2025 Odia
  1. 1.ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ଐଶ୍ବର୍ଯ୍ୟ ପ୍ରିୟ ଦାରୁବ୍ରହ୍ମ ହୀରାନୀଳା ଓ ମୋତି ମାଣିକ୍ୟ ଖଚିତ ୧୩୮ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ।
  2. 2.ମାଉସୀ ଘରେ ୯ ଦିନ ରହିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି।

  3. 3.୨୩ଟି ଦେଶରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ସର୍ଭେରେ ସାମିଲ ଥିବା ୭୪% ଭାରତୀୟ ଦେଶର ଗଣତନ୍ତ୍ର ଉପରେ ସନ୍ତୁଷ୍ଟ। ଏହା ଗଣତାନ୍ତ୍ରିକ ଅନୁମୋଦନରେ ଭାରତକୁ ବିଶ୍ୱସ୍ତରରେ ଦ୍ବିତୀୟ ସର୍ବୋଚ୍ଚ ସ୍ଥାନରେ ରଖିଛି। ପ୍ରଥମ ସ୍ଥାନରେ ଅଛି ସ୍ବିଡେନ ଓ ସନ୍ତୋଷ ହାର ୭୫%।

  4. 4.ଭାରତ ବିଶ୍ବର ଚତୁର୍ଥ ଶ୍ରେଷ୍ଠ ଅର୍ଥନୈତିକ ସମାନତା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ସମେତ ଜି-୭ ଏବଂ ଜି-୨୦ ଦେଶଗୁଡ଼ିକୁ ମଧ୍ୟ ଭାରତ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି। ଅର୍ଥନୈତିକ ‌ସମାନତା ଓ ଅସମାନତା ମାପିବା ପାଇଁ ବ୍ୟବହାର ହେଉଥିବା ସୂଚକାଙ୍କ ‘ଗିନି ଇଣ୍ଡେକ୍ସ’ ଭାରତରେ ୨୫.୫ ରହିଛି।

  5. 5.ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ଭିତ୍ତିଭୂମିର ବିକାଶ ପାଇଁ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଭୂମିପୂଜନ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି

  6. 6.ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାୱଲ କହିଛନ୍ତି ଯେ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ ଓ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ସମେତ ଅନ୍ୟ ମୋଷ୍ଟ ୱାଣ୍ଟେଡ୍ ବ୍ୟକ୍ତି ବିଶେଷଙ୍କୁ ଭାରତ ପ୍ରତ୍ୟର୍ପଣ କରିବା କ୍ଷେତ୍ରରେ ପାକିସ୍ତାନର କୌଣସି ଆପତ୍ତି ନାହିଁ।

  7. 7.ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଆଜି ମିରଟ-ବଦାୟୁଁ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ବରଯାତ୍ରୀଙ୍କୁ ନେଇ ଯାଉଥିବା ଏସ୍‌ୟୁଭି ଆଜି ଏକ କ‌ଲେଜ କାନ୍ଥକୁ ପିଟି ଦେବା ଫଳରେ ବର ସମେତ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି।

  8. 8. ପ୍ରାୟ ୨୦ ବର୍ଷ ପରେ ଦୁଇ ଭାଇ ଏକାଠି ହୋଇଛନ୍ତି।  ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ତାଙ୍କ ସମ୍ପର୍କୀୟ  ଭାଇ ରାଜ୍‌ ଠାକ୍‌ରେ ଆଜି ମୁମ୍ବାଇରେ ଗୋଟିଏ ମଞ୍ଚରେ ଏକାଠି ହେବା ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି।

  9. 9.  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ ଆର୍ଜେଣ୍ଟିନା ଗସ୍ତରେ ଅଛନ୍ତି।  ଦୀର୍ଘ ୫୭ ବର୍ଷ ପରେ ଏହା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀସ୍ତରୀୟ ଦ୍ବିପାକ୍ଷିକ ଗସ୍ତ।  ପ୍ରଧାନମନ୍ତ୍ରୀ ପୂର୍ବରୁ ୨୦୧୮ରେ ଜି-୨୦ ସମ୍ମିଳନୀରେ ଯୋଗ ଦେବାପାଇଁ ଆର୍ଜେଣ୍ଟିନା ଯାଇଥିଲେ। 

  10. 10.ପିଏନ୍‌ବି ଜାଲିଆତି ମାମଲାରେ ନେହାଲ ମୋଦୀ ଭାରତରେ ୱାଣ୍ଟେଡ୍‌ ଥିଲେ। ସିବିଆଇ ଏବଂ ଇଡି ତଦନ୍ତରୁ ଜଣାପଡ଼ିଛି ଯେ ନେହାଲ ମୋଦୀ ତାଙ୍କ ପଳାତକ ଭାଇ ନିରବ ମୋଦୀଙ୍କ ପକ୍ଷରୁ ଏହି ଅପରାଧରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଥିଲେ। ପୂର୍ବରୁ ଏହି ମାମଲାରେ ନିରବ ମୋଦୀ ଗିରଫ ହୋଇ ସାରିଛନ୍ତି। ସେ ଏବେ ଲଣ୍ଡନ ଜେଲ୍‌ରେ ରହିଛନ୍ତି।

  11. 11.ବାର୍ଷିକ ୨୦ ନିୟୁତ ଟନ୍‌ରୁ ଅଧିକ ଅଶୋଧିତ ଇସ୍ପାତ କ୍ଷମତା ବହନକାରୀ ଭାରତର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ନିଜର ବିଶ୍ୱସ୍ତରୀୟ ଉପସ୍ଥିତିକୁ ସୁଦୃଢ଼ ​​କରିବାକୁ ଦୁବାଇରେ ପ୍ରତିନିଧି କାର୍ଯ୍ୟାଳୟ ଖୋଲିଛି।

  12. 12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କରିଛନ୍ତି।

  13. 13.ସରକାରଙ୍କ ପକ୍ଷରୁ ପ୍ରଦତ୍ତ ୧୦୮, ୧୦୪ ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ ଏବଂ ନୌକା ଆମ୍ବୁଲାନ୍ସ ଲକ୍ଷ୍ୟ ପୂରଣରେ କେତେଦୂର ସଫଳ ହେଉଛନ୍ତି ତାହା ଜାଣିବା ପାଇଁ ଏକ ଅଭିଜ୍ଞ ଓ ବୃତ୍ତିଗତ ସଂସ୍ଥା ଦ୍ବାରା ସର୍ବେକ୍ଷଣ କରାଯିବ।

  14. 14.ସବ୍‌-ଲେଫ୍ଟନାଣ୍ଟ ଆସ୍ଥା ପୁନିଆ ଭାରତୀୟ ନୌବାହିନୀର ପ୍ରଥମ ମହିଳା ପାଇଲଟ ହେବାର ସୌଭାଗ୍ୟଲାଭ କରିଛନ୍ତି। ଆଗାମୀ ଦିନରେ ତାଙ୍କୁ ବିମାନବାହୀ ଯୁଦ୍ଧଜାହାଜରେ ମୁତୟନ ମିଗ୍‌-୨୯କେ ବିମାନ ଉଡାଇବାର ସୁଯୋଗ ମିଳିବ ବୋଲି ଜଣାପଡିଛି।

  15. 15.ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ଚଳିତ ଦ୍ବିତୀୟ ଟେଷ୍ଟମ୍ୟାଚ୍‌ରେ ବ୍ୟକ୍ତିଗତ ଦ୍ବିତୀୟ ଶତକ ହାସଲ କରିଛନ୍ତି। ଗିଲ୍‌ଙ୍କ ଶତକ ଏବଂ କେ.ଏଲ୍‌. ରାହୁଲ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଏଜ୍‌ବାଷ୍ଟନ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇପାରିଛି ଭାରତ।

115 Y
130 06-07-2025 English
  1. 1.Lakhs of devotees soaked in spiritual fervour took part in the Bahuda Yatra (return car festival) of Lord Jagannath and His siblings, Lord Balabhadra and Devi Subhadra, in the pilgrim town of Puri Saturday.

  2. 2.The Association of Democratic Reforms (ADR) has moved the Supreme Court, challenging the Election Commission's direction for a Special Intensive Revision, or SIR, of electoral rolls in Bihar.

  3. 3.Shiv Sena (UBT) chief Uddhav Thackeray Saturday said he and MNS head Raj Thackeray have come together to stay united as the cousins shared a political stage for the first time after two decades on the issue of Marathi identity and ‘imposition’ of the Hindi language.

  4. 4.Union minister Nitin Gadkari Saturday expressed concern over the ‘rising’ number of poor, and said wealth was getting concentrated in the hands of some affluent people.

  5. 5.The Dalai Lama Saturday put to rest rumours surrounding the announcement of his successor, saying he hopes to live for another 30-40 years more to serve people.

  6. 6.A robust digital platform is being developed to enable real-time monitoring of mega piped water supply schemes in Odisha, offi cial sources said Saturday.

  7. 7.The Odisha government Saturday withdrew the restrictions on three private banks and allowed them to handle state business. The government had June 21 removed HDFC Bank, ICICI Bank, and Axis Bank from the list of empanelled banks due to their poor performance in handling state-run schemes and on the basis of general banking parameters.

  8. 8.The Hirakud dam authorities are all set to discharge the fi rst fl oodwater of the year from the reservoir Sunday at 10am, sources said

  9. 9.Two police constables on duty for the Bahuda Yatra in Rayagada died in separate incidents Saturday casting a pall of gloom over the district police force.

  10. 10.Union Education Minister Dharmendra Pradhan Saturday laid the foundation stone for a transformative Rs479.92 crore infrastructure project at the Central University of Odisha (CUO) here.

  11. 11.The world’s tallest chariot of Sri Baladevjew was stopped mid-way ahead of Galagandi during the Bahuda Yatra Saturday here due to heavy downpour. Thousands of devotees had gathered to witness the grand return procession of the deity to the Sri Baladevjew temple in Keonjhar.

  12. 12.US authorities have arrested fugitive diamantaire Nirav Modi's younger brother, Nehal Modi, following extradition requests from the Enforcement Directorate (ED) and the Central Bureau of Investigation (CBI), officials said Saturday.

  13. 13.Union Home and Cooperation Minister Amit Shah Saturday said India’s first national university for cooperatives coming up in Gujarat will work to end nepotism as only persons trained by it will get jobs in this sector in the future.

  14. 14.Inequality in India has come down significantly between 2011-12 and 2022-23, making it the fourthmost equal country globally, according to a World Bank report.

  15. 15.Gold prices surged Rs1,135 and silver prices soared over Rs2,000 this week amid uncertainties around the US tariff deal deadline (July 9) and a decline in the US dollar index.

88 Y