# |
Date |
Type |
Current Affairs |
No. Of Views |
Status |
Action |
901 |
31-05-2024 |
Odia |
-
1.ଭାରତୀୟ ମହାକାଶ ଅଭିଯାନ ପାଇଁ ଐତିହାସିକ ମୁହୂର୍ତ୍ତ:ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡରୁ ଘରୋଇ ଷ୍ଟ୍ରାଟଅପ୍’ କମ୍ପାନୀ ଜରିଆରେ ସେମି କ୍ରାୟୋଜେନିକ୍ ରକେଟ୍ ଅଗ୍ନିବାଣର ସଫଳ ପରୀକ୍ଷଣ ହୋଇଛି ।
-
2.ଆମେରିକାରେ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (୭୭)ଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର (ମେ ୩୧, ୨୦୨୪), ସେ ହସ ମନି ଟ୍ରାଏଲ ସହ ଜଡିତ ସମସ୍ତ ୩୪ ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
-
3.୨୦୨୪ ଲୋକସଭା ନିର୍ବାଚନ ଲଢ଼ୁଥିବା ମୋଟ୍ ୮,୩୬୦ ପ୍ରାର୍ଥୀଙ୍କ ମଧ୍ୟରୁ ୮୩୩୭ ପ୍ରାର୍ଥୀଙ୍କ ସତ୍ୟପାଠ ଆକଳନ କରି ଏଡିଆର (ଆସୋସିଏସନ୍ ଫର ଡିମୋକ୍ରାଟିକ ରିଫର୍ମ୍ସ) କହିଛି ଯେ ପୁନଃ ନିର୍ବାଚନ ଲଢ଼ୁଥିବା ୩୨୪ ପ୍ରାର୍ଥୀଙ୍କ ସମ୍ପତ୍ତି ୪୩ ପ୍ରତିଶତ ବୃଦ୍ଧି ପାଇଛି।
-
4.ପ୍ରଜ୍ବଳ ରେବନ୍ନା ୩୫ ଦିନ ପରେ ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏସଆଇଟି ତାଙ୍କୁ ଗିରଫ କରିଥିବା ଜଣାଯାଇଛି।
-
5.ଆମେରିକାର ଟାଇମ ମାଗାଜିନ ୨୦୨୪ର ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକର ତାଲିକାର ଶ୍ରେଷ୍ଠ ୧୦୦ପ୍ରଭାବଶାଳୀ କମ୍ପାନୀରେ ପରିଣତ ହୋଇଥିବା ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ।
-
6.ଋଷି ସୁନକ୍,୬ ମାସ ପୂର୍ବରୁ ବ୍ରିଟିଶ ପାର୍ଲାମେଣ୍ଟ ଭଙ୍ଗ କଲେ ଜୁଲାଇ ୪ରେ ନିର୍ବାଚନ ହେବ ।
-
7.ଜମ୍ମୁକାଶ୍ମୀର:ଭଗବାନଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ୧୫୦ଫୁଟ ତଳକୁ ବସ, ଖସି ପଡ଼ିଲା ଫଳରେ ୨୨ଜଣ ତୀର୍ଥଯାତ୍ରୀ ମୃତ।
-
8.୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ୩୦୦ ପ୍ରତିଶତ ବୃଦ୍ଧି ପାଇ ୩୬,୦୭୫ରେ ପହଞ୍ଚିଛି। ୨୦୨୨-୨୩ରେ ଦେଶରେ ୯୦୪୬ଟି ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଥିଲା।
-
9.ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ ମୁଦ୍ରାରେ ବସିଲେ ପିଏମ୍ ମୋଦୀ, ଆଗାମୀ ୪୫ ଘଣ୍ଟା ଯାଏ ଅନ୍ନ ତ୍ୟାଗ କରିବେ ।
-
10.ପୋଲିସ ସୁରକ୍ଷାରେ ବିବାହ ପଞ୍ଜୀକରଣ କରିବାକୁ ଚାହୁଁଥିବା ଏକ ହିନ୍ଦୁ-ମୁସ୍ଲିମ୍ ଯୋଡ଼ିଙ୍କ ଆବେଦନକୁ ମଧ୍ୟପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁସଲମାନ ଆଇନରେ ଏଭଳି ବିବାହ ଅବୈଧ।
-
11.ପ୍ରଫେସର ଶ୍ୟାମ ସୁନ୍ଦର ଦାସ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତି ପାଇଛନ୍ତି ।
-
12.ସୁନ୍ଦରଗଡ଼ରେ ଦିନକରେ ଗତକାଲି ୧୪ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ଆରଜିଏଚରେ ୧୦ ଏବଂ ସଦର ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ନେଇ ହସ୍ପିଟାଲ କର୍ତୃପକ୍ଷଙ୍କ ସୂଚନା।
-
13.ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସେନ୍ସେକ୍ସରେ ଗୁରୁବାର ୬୧୭ ପଏଣ୍ଟ ହ୍ରାସ ଘଟିଛି। ଏହା ୭୩,୮୮୫ ପଏଣ୍ଟରେ ବନ୍ଦ ହୋଇଛି। ଏକ ସମୟରେ ସେନ୍ସେକ୍ସ ୮୦୦ ପଏଣ୍ଟ ହରାଇଥିଲା।
-
14.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଉପକୂଳ ଏବଂ ଉତ୍ତର-ପୂର୍ବର କିଛି ଅଂଶରେ ପ୍ରବେଶ କରିଛି । ଏଥର ମୌସୁମୀ ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ ପହଞ୍ଚିଯାଇଛି ଏବଂ ଏହାର ଚାରି ମାସର ଯାତ୍ରା ଆରମ୍ଭ କରିଛି ।
-
15.ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର,ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ, ୪୫ ଡିଗ୍ରୀ ଉପରେ ରାଜ୍ୟର ୯ ସହର।
|
291 |
Y |
|
902 |
31-05-2024 |
English |
-
1.Shyam Sundar Pattnaik was appointed as the Vice-Chancellor of the Odisha State Open University (OSOU), Sambalpur by Governor and Chancellor Raghubar Das, Thursday.
-
2.Putting all speculations to rest, BJD supremo and Chief Minister Naveen Patnaik said the future of his party and his successor will be decided by the people of Odisha.
-
3.Southwest monsoon made an early onset over Kerala and the North East Thursday, setting the stage for the four-month rainy season crucial for country’s agriculturebased economy.
-
4.As many as 10 persons died in a span of six hours in the Steel City here reportedly due to intense heatwave conditions, Thursday.
-
5.The Special Task Force (STF) unit of Odisha Police arrested a notorious drug peddler from Mayurbhanj district Thursday.
-
6.Senior IPS officer Ashish Kumar Singh Thursday underwent a medical examination at the AIIMS here, as per directions of the Election Commission.
-
7.As part of continuous efforts to promote Malaysia as a preferable tourist destination, Tourism Malaysia, in collaboration with AirAsia announced direct flights between Bhubaneswar and Kuala Lumpur, recently.
-
8.World No Tobacco Day is observed every year May 31 to raise awareness about the health risks of using tobacco.
-
9.A court here Thursday sentenced Samajwadi Party leader Mohammad Azam Khan to 10 years of imprisonment in an eight-year-old case of forcibly vacating a house and beating the owner.
-
10.Kerala has decided to include Artificial Intelligence (AI) in school textbooks and as a result, over four lakh students in Class VII will study the nuances of AI in the new academic year beginning next month.
-
11.The CBI has taken over investigation into the killing of five Meghalaya residents and one forest guard of Assam 18 months ago at the two states’ disputed border after a truck allegedly laden with illegally felled timber was intercepted by Assam’s forest guards.
-
12.At least 22 people were killed and 57 injured after a bus carrying pilgrims skidded off the road and rolled down into a gorge in Jammu district Thursday, officials said.
-
13.Special Judge Kaveri Baweja, who initially directed the central probe agency to file its response to Kejriwal’s plea by Saturday, later fixed the matter for June 7 after the Enforcement Directorate (ED) sought more time to respond.
-
14.At least 300 vehicles were gutted after a fire broke out at the Wazirabad Police Training Centre ‘malkhana’ (yard) in northeast Delhi, the Delhi Fire Services (DFS) officials said Thursday.
-
15.Assam’s flood situation worsened Thursday with over 1.98 lakh people affected in nine districts, and one person drowning to death as the water level of major rivers rose following incessant rainfall in the aftermath of Cyclone Remal, officials said .
-
16.Major Radhika Sen, an Indian woman peacekeeper who served with the UN mission in Congo, was Thursday honoured with a prestigious military gender advocate award, with UN Secretary General Antonio Guterres describing her as a true leader and role model.
-
17. A Hong Kong court Thursday convicted 14 pro-democracy activists in the city’s biggest national security case under a law imposed by Beijing that has all but wiped out public dissent.
-
18.Israeli forces have taken control of a buffer zone along the border between the Gaza Strip and Egypt, the country’s military said Wednesday, giving Israel effective authority over the Palestinian territory’s entire land border.
-
19.Indian economy is projected to grow at 7 per cent -- the fastest among major economies across the world -- in the current fiscal year, underpinned by a sustained strengthening of macroeconomic fundamentals, the Reserve Bank of India (RBI) said in its latest annual report Thursday.
-
20.The share of `500 denomination currency notes in overall currency has jumped to 86.5 per cent at the end of March 2024, as against 77.1 per cent in the year-ago period, the Reserve Bank of India (RBI) said Thursday.
|
318 |
Y |
|
903 |
30-05-2024 |
Odia |
-
1. ଚେକ୍ ରିପବ୍ଲିକ୍ର ବୋହେମିୟନ ଅଞ୍ଚଳରେ କୁଟନା ହୋରା ସହରରେ ଚାଲୁଥିବା ଜଣେ ମହିଳାଙ୍କୁ ୨୧୫୦ରୁ ଅଧିକ ରୂପା ମୁଦ୍ରା ମିଳିଛି। ଚେକ୍ ଏକାଡେମୀ ଅଫ୍ ସାଇନ୍ସେଜ୍ର ପ୍ରତ୍ନତତ୍ତ୍ୱ ପ୍ରତିଷ୍ଠାନ ଏକ ବିଜ୍ଞପ୍ତି ଜାରି କରି ଏହାକୁ ଦଶନ୍ଧିର ଆବିଷ୍କାର ବୋଲି କହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ରୂପା ମୁଦ୍ରା ୧୦୮୫ ରୁ ୧୧୦୭ ମଧ୍ୟରେ ମଧ୍ୟଯୁଗରେ ମୁଦ୍ରିତ ହୋଇଥିଲା।
-
2.ଆସନ୍ତା ଜୁନ ୩ ତାରିଖରେ ଦେଖିବାକୁ ମିଳିବ ଏକ ବିରଳ ମହାଜାଗତିକ ଦୃଶ୍ୟ। ଏହି ଦିନ ଆମ ସୌରମଣ୍ଡଳରେ ଗୋଟିଏ ସରଳରେଖାରେ ୬ଟି ଗ୍ରହଙ୍କୁ ଦେଖିବାକୁ ମିଳିବ। ଏହାକୁ ‘ପରେଡ୍ ଅଫ ପ୍ଲାନେଟ୍ସ’ ବୋଲି କୁହାଯାଏ।
-
3.ରାଫା ସହର ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ରେ ଏକ ବିସ୍ଥାପିତ ଶିବିର ଛାରଖାର ହୋଇଯାଇଥିଲା। ଏଥିରେ ମହିଳା ଓ ଶିଶୁଙ୍କ ସମେତ ୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ ଆହତ ହୋଇଥିଲେ। ଏହି ଘଟଣାରେ ମିଳିତ ଜାତିସଂଘ ଠାରୁ ଆରମ୍ଭ କରି ଫ୍ରାନ୍ସ, ସାଉଦି ଆରବ, ୟୁଏଇ ଆଦି ଅନେକ ରାଷ୍ଟ୍ର ତୀବ୍ର ସମାଲୋଚନା କରିଥିଲେ।
-
4.ଜୁନ୍ ୧ ଭୋଟଗ୍ରହଣ ପାଇଁ ୩୦ ତାରିଖ ସନ୍ଧ୍ୟାରୁ ୧୪୪ ଧାରା ଜାରି,୧୦୦ ମିଟର ମଧ୍ୟରେ ଫୋନ୍ ବ୍ୟବହାର ନିଷେଧ
-
5.୨୦୨୦ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଛାତ୍ର ନେତା ଶାର୍ଜିଲ ଇମାମଙ୍କୁ ଆଇନଗତ ଜାମିନ ପ୍ରଦାନ କରିଛନ୍ତି। ଦେଶଦ୍ରୋହ ତଥା ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଏବେ ତାଙ୍କୁ ଅନ୍ୟ ମାମଲାରେ ଜେଲରେ ରହିବାକୁ ପଡ଼ିବ।
-
6.ଭଗୱନ୍ତ ମାନ୍ଙ୍କ ନେତୃତ୍ବାଧୀନ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଜି ହିନ୍ଦୀ ନ୍ୟୁଜ୍ ଚାନେଲକୁ ରାଜ୍ୟରେ ନିଷିଦ୍ଧ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପଞ୍ଜାବରେ ଜି ନ୍ୟୁଜ୍ ଚାନେଲକୁ ପ୍ରସାରଣ କରାଯାଇପାରିବ ନାହିଁ।
-
7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ସାଧାରଣ ସଭାରେ ବିରୋଧୀ ଇଣ୍ଡିଆ ମେଣ୍ଟ ସହଯୋଗୀ ଦଳ ଉପରେ କଡା ଆକ୍ରମଣ କରି କହିଛନ୍ତି ଯେ ଜୁନ୍ ୪ ପରେ ଆସନ୍ତା ୬ ମାସ ମଧ୍ୟରେ ଦେଶରେ ଏକ ବଡ଼ ରାଜନୈତିକ ଭୂକମ୍ପ ହେବାକୁ ଯାଉଛି।
-
8.ନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନକୁ ଟେଲିଭିଜନରେ ପ୍ରସାରଣ କରାଗଲେ ଏ ବାବଦରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବେ ବୋଲି ମମତା କହିଛନ୍ତି।
-
9.ରେସ୍ଲିଂ ଫେଡେରେଶନ୍ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ପୁଅ କରଣ ସିଂହଙ୍କ କାର୍ମାଳାର ଏକ କାର୍ ଧକ୍କାରେ ଦୁଇଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି।
-
10.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ତାଙ୍କର ଅନ୍ତରୀଣ ଜାମିନ ଅବଧିକୁ ଏକ ସପ୍ତାହ ବୃଦ୍ଧି କରିବା ପାଇଁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
-
11.ଦିଲ୍ଲୀରେ ତାପମାତ୍ରା ରେକର୍ଡ ଭାଙ୍ଗିଛି | ପାଣିପାଗ ବିଭାଗର ସୂଚନା ମୁତାବକ ଦିଲ୍ଲୀର ତାପମାତ୍ରା ୫୨ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି | ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ମଙ୍ଗେଶପୁରରେ ୫୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
-
12.ଭଉଁରୀ ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳ ଚାଲିଥିବାବେଳେ ଅଭାବନୀୟ ଘଟଣା ଘଟିଛି। ବାଣ ବିସ୍ଫୋରଣ ହେବାରୁ ନିଆଁ ପଡ଼ି ୩୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି।
-
13.ଚେକ୍ ରିପବ୍ଲିକ୍ର ବୋହେମିୟନ ଅଞ୍ଚଳରେ କୁଟନା ହୋରା ସହରରେ ଚାଲୁଥିବା ଜଣେ ମହିଳାଙ୍କୁ ୨୧୫୦ରୁ ଅଧିକ ରୂପା ମୁଦ୍ରା ମିଳିଛି। ଚେକ୍ ଏକାଡେମୀ ଅଫ୍ ସାଇନ୍ସେଜ୍ର ପ୍ରତ୍ନତତ୍ତ୍ୱ ପ୍ରତିଷ୍ଠାନ ଏକ ବିଜ୍ଞପ୍ତି ଜାରି କରି ଏହାକୁ ଦଶନ୍ଧିର ଆବିଷ୍କାର ବୋଲି କହିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ରୂପା ମୁଦ୍ରା ୧୦୮୫ ରୁ ୧୧୦୭ ମଧ୍ୟରେ ମଧ୍ୟଯୁଗରେ ମୁଦ୍ରିତ ହୋଇଥିଲା।
-
14.ବିବାହ ଋତୁ ଲାଗି କିଣାକିଣି ଚାଲିଥିବା ବେଳେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୬୭ ହଜାର ଟଙ୍କାରୁ ଅଧିକ ହୋଇଛି। ବୁଧବାର ୨୨ କ୍ୟାରେଟ୍ ସୁନା ଦର ୨୫୦ ଟଙ୍କା ବୃଦ୍ଧି ପାଇ ୬୭,୧୦୦ ଟଙ୍କା ହୋଇଛି।
-
15.ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ବିଶ୍ବ ଚେସ୍ ପ୍ରତିଯୋଗିତା ମୁକାବିଲାରେ ଭାରତର ଯୁବ ତାରକା ଡି ଗୁକେଶ ଏବଂ ବିଜେତା ଚୀନ୍ର ଡିଙ୍ଗ ଲିରେନ୍ ମୁହାଁମୁହିଁ ହେବେ।
|
289 |
Y |
|
904 |
30-05-2024 |
English |
-
1.Defence Research and Development Organisation (DRDO) Wednesday successfully test-fired a Rudra air-to-surface missile from a Su-30 fighter jet of the Indian Air Force (IAF) off the coast of Odisha.
-
2.Delhi’s Mungeshpur Wednesday logged a maximum of 52.9 degrees Celsius, the highest ever temperature recorded in the city.
-
3. A day ahead of the date forecast by the weather office. “Conditions continue to become favourable for the onset of the southwest monsoon over Kerala during the next 24 hours,” the India Meteorological Department (IMD) said Wednesday.
-
4.The Election Commission (EC) has directed the Chief Electoral Officer of Odisha to take immediate action against a private TV channel for telecasting exit poll results in the state. The EC had notified the prohibited period from 7am of April 19 to 6:30pm of June 1 through an order issued March 28.
-
5.More than 30 persons were injured, many of them critically, in a firecracker explosion during Chandan Yatra of Lord Jagannath Wednesday night.
-
6.In Bangalore,General Post Office here is witnessing an unprecedented rush of women hurrying to open India Post Payment Bank (IPPB) accounts, anticipating a monthly deposit of `8,500 into their accounts if the INDIA bloc comes to power at the Centre.
-
7.Odisha, the state government asked all district Collectors to take precautionary measures, such as reviewing basic facilities at healthcare centres and ensuring sufficient staffing, especially at the grassroots level, to tackle heat-related issues.
-
8.Odisha , Common Application Form (CAF) for admission into undergraduate (UG) courses in degree colleges, including self-financing colleges, for 2024-25 academic session under Student Academic Management System (SAMS) will be available online from June 3, the Higher Education (HE) department said, Wednesday.
-
9.More than four years after he was arrested, the Delhi High Court Wednesday granted bail to student activist Sharjeel Imam in connection with a 2020 communal riots case involving allegations of sedition and unlawful activities.
-
10.Delhi Lt Governor V K Saxena Wednesday directed officials to ensure a paid break for labourers from noon to 3 pm, water and coconut milk at construction sites, and water pitchers at bus stands as the city sizzles under an intense heatwave.
-
11.A fine of `2,000 will be imposed on water-wasting activities like washing vehicles with a hose and using domestic water supply for construction and commercial purposes, the Delhi government said Wednesday.
-
12.A Special Court here Wednesday rejected the anticipatory bail plea of suspended JD(S) leader Prajwal Revanna, who is facing allegations of sexually abusing several women, in a rape case.
-
13.Love to get tattooed? Beware, the ink and needle used may raise your risk of getting diseases like Hepatitis B, C, HIV, and even cancers of the liver and blood, warned doctors Wednesday.
-
14. Israeli tanks mounted raids across Rafah in defiance of the World Court for a second day Wednesday, after Washington said the assault did not amount to a major ground operation in the southern Gazan city that US officials have warned Israel to avoid.
-
15.Former champion PV Sindhu progressed to the women’s singles second round but Lakshya Sen went down fighting to World No.1 Viktor Axelsen while Kidambi Srikanth retired in his first round match at the Singapore Open Super 750 badminton tournament here Wednesday.
|
312 |
Y |
|
905 |
29-05-2024 |
Odia |
-
1.୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ନାମଲେଖା ପାଇଁ ବୁଧବାର ଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ବୁଧବାର ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍ସାଇଟ୍ରେ ଆବେଦନଫର୍ମ ଉପଲବ୍ଧ ହେବ। ଛାତ୍ରୀଛାତ୍ରମାନେ ଜୁନ୍ ୧୦ ତାରିଖ ରାତି ୧୧ଟା ୪୫ମିନିଟ୍ ଭିତରେ ଆବେଦନ କରିପାରିବେ।
-
2.ମେ’ ୩୧ ତାରିଖ ସୁଦ୍ଧା ଲୋକଙ୍କୁ ସେମାନଙ୍କର ପ୍ୟାନ୍ ଏବଂ ଆଧାରକୁ ଲିଙ୍କ୍ କରିବାକୁ ପଡ଼ିବ। ଏନେଇ ଆୟକର(ଆଇଟି) ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
-
3.ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆର୍ଏମ୍ଏସ୍ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
4.ଇନଫୋସିସ ସିଇଓ ସଲିଲ ପାରେଖ କହିଛନ୍ତି ଯେ ଇନଫୋସିସରେ କୌଣସି ଛଟେଇ ହେବ ନାହିଁ।
-
5.୨୦୦୨ରେ ଡେରା ସଚ୍ଚା ସୌଦା ସଂଗଠନର ପୂର୍ବ ପରିଚାଳକ ରଣଜିତ ସିଂହଙ୍କୁ ଗୁଳି କରି ହତ୍ୟା ଘଟଣାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସମେତ ୪ଜଣଙ୍କୁ ସିବିଆଇ ଗିରଫ କରିଥିଲା। ପଞ୍ଜାବ-ହରିୟାଣା ହାଇକୋର୍ଟ ଉକ୍ତ ହତ୍ୟା ମାମଲାରେ ରାମ ରହିମଙ୍କ ସମେତ ୪ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
-
6.ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ପରିବାର ବିଶେଷ କରି ତାଙ୍କ ପତ୍ନୀ ତାଙ୍କର ରାଜନୀତିରେ ଯୋଗଦେବାକୁ ଚାହୁଁନାହାନ୍ତି।
-
7.ମିଜୋରାମରେ ବାତ୍ୟାଜନିତ ଲଗାଣ ବର୍ଷା ଯୋଗୁଁ ଆଇଜଲରେ ଏକ ପଥର ଖାଦାନ ଭୁଶୁଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଓ ୬ ବର୍ଷର ଦୁଇ ଜଣ ଶିଶୁ ଅଛନ୍ତି।
-
8.ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରଙ୍କ କଂଟ୍ରୋଲ ରୁମରେ ମତଦାନ କେନ୍ଦ୍ରର ଭିଡିଓ ଲାଇଭ ୱେବକାଷ୍ଟିଂକୁ ଦେଖି ହେଉଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ହେଉଛନ୍ତି ୱେବକାଷ୍ଟିଂ ରେକର୍ଡର ରକ୍ଷକ । ତେଣୁ ଏହାର ତୁରନ୍ତ ତଦନ୍ତ କରି ଓ ଘଟଣା ଉପରେ ସ୍ପଷ୍ଟୀକରଣ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଇଓ କହିଛନ୍ତି ।
-
9.ତାମିଲନାଡୁର କନ୍ୟାକୁମାରୀରେ ଠାରେ ଥିବା ସ୍ବାମୀ ବିବେକାନନ୍ଦ ସ୍ମାରକୀରେ ମୋଦି ୪୮ଘଣ୍ଟା ଯାଏଁ ଧ୍ୟାନ କରିବେ। ମେ’ ୩୧ ତାରିଖ ସଂଧ୍ୟାରୁ ଜୁନ ୧ ତାରିଖ ସଂଧ୍ୟା ଯାଏ ମୋଦି ଧ୍ୟାନ କରିବେ।
-
10.ଭାରତୀୟ ନିର୍ବାଚନ କମିଶନର ସିଏଓ ର ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ।
-
11.ମଙ୍ଗଳବାର ଭାରତୀୟ ଷ୍ଟକ ବଜାରରେ ଆରମ୍ଭରୁ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ବନ୍ଦ ହେବା ବେଳକୁ ହ୍ରାସ ପରିଲକ୍ଷିତ ହୋଇଛି ।
-
12.କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲ୍କୋ) ୨୦୨୩-୨୪ ଆର୍ଥିକ ବର୍ଷରେ ୨୦୬୦ କୋଟି ଟଙ୍କାର ନିଟ୍ ଲାଭ କରିଛି।
-
13.ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ଏ ନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଯୋଗେ ମଙ୍ଗଳବାର ସୂଚନା ଦେଇଛନ୍ତି।
-
14.ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ (ଏଭିସି) ଚ୍ୟାଲେଞ୍ଜ କପ୍ରେ ଭାରତୀୟ ଦଳ ଇଣ୍ଡୋନେସିଆକୁ ପରାସ୍ତ କରିଛି।
-
15.ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ଅବସର ଘୋଷଣା କରିଛନ୍ତି ଫ୍ରେଞ୍ଚ ଖେଳାଳି ଆଲିଜ୍ କର୍ନେଟ୍।
|
310 |
Y |
|
906 |
29-05-2024 |
English |
-
Israeli strikes on a tent camp in an evacuation area west of Rafah killed at least 21 Tuesday, Gaza health authorities said, and tanks advanced to the centre of the southern Gaza city for the first time after a night of heavy bombardmen.
-
Taiwan’s Opposition-controlled legislature passed changes Tuesday that are seen as favouring China and diminishing the power of the island's president.
-
Extending the falling streak to the third day in a row, benchmark BSE Sensex declined by 220 points in volatile trade Tuesday due to profit-taking in power, oil and capital goods shares ahead of results of Lok Sabha polls
-
The income tax department Tuesday asked taxpayers to link PAN with Aadhaar by May 31 to avoid tax deduction at a higher rate.
-
The Election Commission of India (ECI) Tuesday suspended IPS officer DS Kutey and ordered medical examination of another police service officer Asish Singh, who is on leave.
-
Chief Electoral Officer (CEO) of Odisha Nikunja Bihari Dhal Tuesday ordered an investigation into the breaking of an electronic voting machine (EVM) allegedly by Prasanta Jagadev, a sitting MLA and also a BJP Assembly poll candidate.
-
The Crime Brach of Economic Offences Wing (EOW) Tuesday arrested the managing director of a Ponzi company, for allegedly duping 2,000 investors of `50 crore in the state.
-
Continuing its crackdown against offensive social media content ahead of Phase IV elections in the state, the social media cell of Odisha Police Tuesday claimed the removal of 420 posts from platforms like Meta, Instagram, YouTube and X.
-
Parmeshwar Funkwal, Indian Railway Management Service (IRMS) has assumed the position of general manager at East Coast Railway (ECoR) recently.
-
A decade after its formation, Telangana will have a new official emblem reflecting the statehood movement. The new emblem will replace the one adopted in 2014 when Telangana came into being as the 29th state.
-
The Kerala government said Tuesday that a special action calendar is being prepared for the prevention of a Nipah outbreak, which has haunted the state on four occasions in the past.
-
Three persons, including a woman, were killed and 17 others injured in separate incidents in Assam Tuesday as heavy rain accompanied by strong winds lashed the state in the aftermath of cyclone Remal, officials said.
-
A Delhi court Tuesday refused to summon Chief Minister Arvind Kejriwal in a criminal complaint filed by a BJP leader who accused him of defamation for claiming that AAP leaders were approached to join the saffron party in return for cash.
-
The CBI and the ED Tuesday opposed in the Delhi High Court the bail pleas of BRS leader K Kavitha in the corruption and money laundering cases linked to the alleged excise policy scam, saying she was “highly influential and powerful” to influence the witnesses.
-
The Punjab and Haryana High Court Tuesday acquitted Dera Sacha Sauda chief Gurmeet Ram Rahim Singh and four others in the murder case of the sect’s former manager Ranjit Singh in 2002.
|
297 |
Y |
|
907 |
28-05-2024 |
Odia |
-
1.ପପୁଆ ନୂ୍ୟଗିନିରେ ଗତ ଶୁକ୍ରବାରରେ ଘଟିଥିବା ଭୂସ୍ଖଳନରେ ୨,୦୦୦ରୁ ଊର୍ଦ୍ଧ୍ୱ ଲୋକ ମାଟିତଳେ ପୋତିହୋଇପଡ଼ିଛନ୍ତି।
-
2.ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏୟାର ଏସିଆ ଏହି ବିମାନସେବା ପ୍ରଦାନ କରିବ। ବିମାନଟି କୁଆଲାଲମ୍ପୁରରୁ ରାତି ୧୦ଟା ୧୦ରୁ ବାହାରି ଭୁବନେଶ୍ୱରରେ ରାତି ୧୧ଟା ୨୦ରେ ପହଞ୍ଚତ୍ବ।
-
3.ଭାରତ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ।
-
4.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନ ମିଆଦକୁ ୭ ଦିନ ବଢ଼ାଇବା ନିମନ୍ତେ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
-
5.ଛତିଶଗଡ଼ରେ ବୈଦ୍ୟରାଜ ଭାବେ ପରିଚିତ ହେମଚନ୍ଦ ମାଝି ମାଓବାଦୀଙ୍କଠାରୁ ମିଳିଥିବା ଧମକ ଯୋଗୁ ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ସୋମବାର ଘୋଷଣା କରିଛନ୍ତି।
-
6.ଓଡିଶାରେ ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର ୧୦୩ ଜଣ ବିଧାୟକ ପୁଣି ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୫ ବର୍ଷରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅର୍ଥାତ୍ ସମ୍ପତ୍ତି ୭୩% ବୃଦ୍ଧି ପାଇଛି।
-
7.ଜେଡିଏସ୍ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍ର ବ୍ଲୁ କର୍ନର ନୋଟିସ୍ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା। ବର୍ତ୍ତମାନ ସେ ଭାରତ ଫେରି ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି।
-
8.ବେଆଇନ ଖଣି ଉପରେ ନାଇଜେରିଆ ସରକାର କଟକଣା ଜାରି କରିଛନ୍ତି। ଏପ୍ରିଲ୍ ଠାରୁ, ଧଳା ସୁନା କୁହାଯାଉଥିବା ଖଣିଜ ଲିଥିୟମ୍ ଚୋରି ଅଭିଯୋଗରେ ଦଶହଜାର ଲାଇସେନ୍ସପ୍ରାପ୍ତ ଖଣି ମାଲିକଙ୍କୁ ଗିରଫ କରାଯାଇଛି
-
9.ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ନାଗରିକ ଅଧିକାର ବିଭାଗ ଏକ ରିପୋର୍ଟ ଅନୁଯାଇ କାଲିଫର୍ଣ୍ଣିଆରେ ଧର୍ମ ବିରୋଧୀ ହିନ୍ଦୁ ବିରୋଧୀ ଘୃଣା ଅପରାଧ ଦ୍ଵିତୀୟ ସର୍ବାଧିକ ମାମଲା ପାଲଟିଛି।
-
10.ଆମେରିକାର ବିଭିନ୍ନ ପ୍ରଦେଶରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ହେବା ଯୋଗୁଁ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି।
-
11.କରୋନା ଭୂତାଣୁ ଭୟ ମନରୁ ଲିଭି ନ ଥିବାବେଳେ ଚୀନର ବୈଜ୍ଞାନିକମାନେ ଆଉ ଏକ ନୂଆ ଭୂତାଣୁ ତିଆରି କରିଛନ୍ତି। ପରୀକ୍ଷାଗାରରେ ତିଆରି ହୋଇଥିବା ଏହି ଭୂତାଣୁ କରୋନା ଭୂତାଣୁଠାରୁ ଅଧିକ ବିପଜ୍ଜନକ। ଏହି ନୂଆ ଭୂତାଣୁ ସଂସ୍ପର୍ଶରେ ଆସିଲେ ୩ ଦିନରେ ମୃତ୍ୟୁ ହେବ ବୋଲି ଜଣାପଡ଼ିଛି।
-
12.ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରୀପୋଖରୀ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଆଇଟି ରେଡ୍ ହୋଇଛି। ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ ଅଫିସରେ ଗତକାଲି ଫ୍ଲାଇଂ ସ୍କ୍ବାଡ୍, ଆଇଟି ଓ ଟାଉନ ପୁଲିସ ମିଳିତ ଭାବେ ରେଡ୍ କରିଥିବା ଜଣାଯାଇଛି।
-
13.୩୭ ବର୍ଷୀୟ ଜନି ୱାକ୍ଟର ଆମେରିକାର ଲୋକପ୍ରିୟ ଧାରାବାହିକ ‘ଜେନେରାଲ ହସ୍ପିଟାଲ’ରେ ବ୍ରାଣ୍ଡୋ କର୍ବିନ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ଅଭିନୟ ପାଇଁ ଏହି ଧାରାବାହିକ ବେଶ୍ ଲୋକପ୍ରିୟ ହୋଇପାରିଛି। ଜନି ୱାକ୍ଟରଙ୍କୁ ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ତାଙ୍କଠାରୁ ଚୋରି କରିବା ସମୟରେ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି।
-
14.ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ତୃତୀୟ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ପାଇଁ ସମୟ ଦେବାକୁ ଟି୨୦ ସିରିଜ ଅଧାରୁ ଘରବାହୁଡ଼ା କରିଛନ୍ତି। ଫଳରେ କାର୍ଡିଫ୍ଠାରେ ଖେଳାଯିବାକୁଥିବା ପାକିସ୍ତାନ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ ପାଇଁ ସେ ଉପଲବ୍ଧ ହେବେ ନାହିଁ।
-
15.ଭାରତର ଶ୍ରେଷ୍ଠ ୧୦ ବାଣିଜ୍ୟ ଅଂଶୀଦାରଙ୍କ ମଧ୍ୟରୁ ୯ଦେଶ ମଧ୍ୟରେ ବାଣିଜ୍ୟ ନିଅଣ୍ଟ ଦେଖାଦେଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଚୀନ୍, ଋଷ, ସିଙ୍ଗାପୁର ଓ କୋରିଆ ମଧ୍ୟରେ ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ବାଣିଜ୍ୟ ନିଅଣ୍ଟ ଦେଖାଦେଇଥିଲା।
|
297 |
Y |
|
908 |
28-05-2024 |
English |
-
1. The Gujarat High court Monday, while hearing the game zone case in which 27 people, including children, have lost their lives, expressed ire both at the state government and the Rajkot Municipal Corporation (RMC) for their joint failure to prevent the mishap. The high court also stated that it does not have ‘faith on the state machinery’ which only gets into action after lives are lost.
-
2. Delhi CM Arvind Kejriwal has sought extension of his interim bail by seven days from the Supreme Court to undergo a host of medical tests.
-
3. Mobile phones are a potential source of distraction while driving, with Odisha witnessing 433 road accidents and loss of 163 human lives last year due to such dangerous tendencies during driving, said State Transport Authority (STA) officials.
-
4. Doctors reported a significant rise in urinary tract infections and kidney stones in adults due to sweltering heat conditions.
-
5. India’s core monsoon zone covering most of the rain-fed agriculture areas, including Odisha, is likely to receive above-normal rainfall this season, the IMD said Monday
-
6.The Supreme Court has said that commitments made by political parties in their election manifestos will not amount to ‘corrupt practice’ under the election laws.
-
7. All the nine visually impaired students of a school for the blind in Ganjan district cleared the annual high school certificate or Class X examination.
-
8. Election authorities and other enforcement agencies seized around `95 crore worth of cash, liquor, and other freebies, meant to be used to influence the voters during the five-phase Lok Sabha elections in Jammu and Kashmir.
-
9. As many as 412 crorepati candidates are contesting the Assembly elections in Odisha that are being held from May 13 to June 1. The Association for Democratic Reforms (ADR) and Odisha Election Watch have analysed the self-sworn affidavits of 1,283 out of 1,285 candidates, who are contesting for the 147 MLA seats in Odisha.
-
10. Nearly 29,500 houses in 24 blocks and 79 municipal wards, mostly in the south coastal areas of West Bengal, were partially or entirely damaged by Cyclone Remal, a state government official said Monday.
-
11. Exactly a month after he left the country, Hassan MP Prajwal Revanna, who is facing charges of sexually abusing several women, has said he will appear before the Special Investigation Team (SIT), probing the cases against him, May 31.
-
12. Food regulator FSSAI has warned food business operators against the sale of mother’s milk and directed licensing authorities not to issue approvals for the processing and selling of human milk.
-
13. Nearly 1,400 girl students had a lucky escape Monday when they were safely evacuated from a school building that was engulfed by a massive fire in a remote mountainous region of Pakistan’s Khyber Pakhtunkhwa province, according to a media report.
-
14. North Korea condemned China, Japan and South Korea Monday for committing to denuclearise the Korean peninsula, describing their joint declaration after a rare summit in Seoul as a “grave political provocation” that violates its sovereignty.
-
15. Indian exporters, however, expressed confidence that in 2024-25, marine exports would register a healthy growth as they are getting good orders.
-
16. Leading global financial firm Goldman Sachs has revised its forecast for India’s GDP growth by 10 basis points to 6.7 per cent as it expects the government’s heavy investments in big-ticket infrastructure projects to continue with the huge dividend coming in from the RBI.
-
17. Insurance behemoth LIC Monday posted a marginal 2 per cent increase in net profit at `13,763 crore in the fourth quarter ended March 2024. The insurer had earned a profit of `13,428 crore in the corresponding quarter a year earlier.
-
18. India will buy back 400 billion rupees ($4.81 billion) worth of government bonds, the country's central bank said Monday.
-
19. Captain Harmanpreet Singh led from the front with a sensational hattrick as the Indian men’s hockey team recorded a thrilling 5-4 win over Argentina in the FIH Hockey Pro League here.
-
20. Xavi Hernández ended his stint as Barcelona coach with a 2-1 win at Sevilla in the final round of the Spanish league.
|
290 |
Y |
|
909 |
27-05-2024 |
Odia |
-
1.ଭାରତରେ ମା’ କ୍ଷୀର କିମ୍ବା ସେଥିରୁ ପ୍ରସ୍ତୁତ ଉତ୍ପାଦ ବିକ୍ରି ହୋଇପାରିବ ନାହିଁ। ମା’ କ୍ଷୀରର ବ୍ୟବସାୟ ଲାଗି ଦେଶରେ ଅନୁମତି ନାହିଁ। ତେଣୁ ଏଭଳି କାରବାରରୁ ବିରତ ରହିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ଚେତାବନୀ ଦେଇଛନ୍ତି।
-
2.ପ୍ରକାଶ ପାଇଛି +୨ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। କଳାରେ ପାସ୍ ହାର ୮୦.୯୫% ଥିବା ବେଳେ ବିଜ୍ଞାନର ପାସ୍ ହାର ୮୬.୯୩ % ଓ ବାଣିଜ୍ୟର ପାସ୍ ହାର ୮୨.୨୭% ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି।
-
3.ଦେଶରେ ୧୦ ଲକ୍ଷ ୪୬ ହଜାରରୁ ଅଧିକ ଗାଡ଼ି ଦୁର୍ଘଟଣା ବୀମା ଦାବି ପଡ଼ିରହିଛି ଯେଉଁଥିରେ ୮୦,୪୫୫ କୋଟି ଟଙ୍କାର ବୀମା ରାଶି ଫସିରହିଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି।
-
4.ରାଜସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ଆଜି ଦୁଇ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟର ଫଲୋଡ଼ି ଥିଲା ଆଜି ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ। ଏଠାରେ ଆଜି ସର୍ବୋଚ୍ଚ ତାପମାତ୍ରା ୫୧ ଡିଗ୍ରି ରେକର୍ଡ କରାଯାଇଛି।
-
5.ଗାଜା ଉପରେ ଇସ୍ରାଏଲ୍ର ଘାତକ ଆକ୍ରମଣ ଗତ ୮ ମାସ ଧରି ଜାରି ରହିଛି। ଶାନ୍ତି ପ୍ରସ୍ତାବ, ମଧ୍ୟସ୍ଥିଙ୍କ ଅନୁରୋଧ, ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଚେତାବନୀ, ମିଳିତ ଜାତିସଂଘର ଚାପ, ଆନ୍ତର୍ଜାତିକ କୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ଇସ୍ରାଏଲ୍ ପଛକୁ ହଟୁନାହିଁ।
-
6.ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ନେତା ସି ଜିନପିଙ୍ଗଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଶାନ୍ତି ସମ୍ମିଳନୀରେ ଭାଗ ନେବାକୁ ନିବେଦନ କରିଛନ୍ତି।
-
7.ଧନୀ ଓ ଗରିବଙ୍କ ଭିତରେ ରହିଥିବା ଅସମାନତା ଦୂର କରିବା ଲାଗି ଧନୀଙ୍କ ଉପରେ ଚଢ଼ା ଟିକସ ଲାଗୁ କରିବା ପାଇଁ ଅର୍ଥନୀତିଜ୍ଞ ଥୋମସ୍ ପିକେଟି ଦେଇଥିବା ପ୍ରସ୍ତାବ ପ୍ରଭାବଶାଳୀ ହୋଇପାରିବନି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି।
-
8.ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ୩୧ ମଇରେ ଅବସର ନେଇଥାନ୍ତେ | ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି।
-
9.ମହାରାଷ୍ଟ୍ରର ନାସିକ୍ଠାରେ ଆୟକର ବିଭାଗ ପକ୍ଷରୁ ଏକ ଗହଣା ସୋ’ରୁମ୍ ମାଲିକଙ୍କ ଘରେ ଏବଂ ତାଙ୍କର ଅନ୍ୟ ବ୍ୟାବସାୟିକ କାର୍ଯ୍ୟାଳୟ ଉପରେ ବଡ଼ଧରଣର ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ୨୬ କୋଟି ଟଙ୍କାର ନଗଦ ଅର୍ଥ ଏବଂ ୯୦ କୋଟି ଟଙ୍କାର ବେନାମୀ ସଂପତ୍ତି ସଂପର୍କିତ ଦସ୍ତାବିଜ୍ ଜବତ ହୋଇଛି।
-
10.ଭାରତପେ’ ଓ ଫୋନପେ’ ରବିବାର କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଟ୍ରେଡମାର୍କ ବିବାଦର ଅନ୍ତ ଘଟିଛି। ଉଭୟ କଂପାନି ଆଉ ‘ପେ’ର ବ୍ୟବହାରକୁ ନେଇ ବିବାଦ କରିବାକୁ ଚାହୁଁନାହାନ୍ତି।
-
11.ନିଷେଧାଦେଶ ସତ୍ତ୍ୱେ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିର ବାହାରେ ରିଲସ କରିବାକୁ କିଛି ଯୁବପିଢ଼ି ପଛାଉନାହାନ୍ତି | ପୁଲିସ ୧୭୦ ଜଣଙ୍କ ମୋବାଇଲ୍ ଫୋନ୍ ଜବତ କରିଛି।
-
12.ଦିଲ୍ଲୀର ବିବେକ ବିହାର ସ୍ଥିତ ଏକ ଶିଶୁ ଚିକିତ୍ସାଳୟରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି।
-
13.ମାଳଦ୍ୱୀପ କହିଛି ଯେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଆର) ପାଇଁ ଭାରତ ଉଦ୍ୟମ ଆରମ୍ଭ କରିଛି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ଆଲୋଚନା ମଧ୍ୟ ଚାଲିଛି।
-
14.ପାପୁଆ ନ୍ୟୁ ଗିନିରେ ଏକ ବଡ଼ ଧରଣର ଭୂସ୍ଖଳନ ପରେ ୬୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
-
15.ମ୍ୟାନମାରର ବିବାଦୀୟ ରାଖିନରେ ବଢୁଥିବା ହିଂସା ୪୫ହଜାର ରୋହିଙ୍ଗ୍ୟାଙ୍କୁ ଏଠାରୁ ପଳାଇବାକୁ ବାଧ୍ୟ କରିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।
-
16.ମ୍ୟାନମାରର ବିବାଦୀୟ ରାଖିନରେ ବଢୁଥିବା ହିଂସା ୪୫ହଜାର ରୋହିଙ୍ଗ୍ୟାଙ୍କୁ ଏଠାରୁ ପଳାଇବାକୁ ବାଧ୍ୟ କରିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।
-
17.ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏଥର ଲୋକସଭା ନିର୍ବାଚନ ପ୍ରଚାରରୁ ଦୂରେଇ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପଟିଆଲାରେ ପହଞ୍ଚି ଅମରିନ୍ଦରଙ୍କ ପତ୍ନୀ ପ୍ରନୀତ କୌରଙ୍କ ସମେତ ୫ ଜଣ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।
-
18.ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ଏବଂ ପ୍ରଶାନ୍ତ କିଶୋରଙ୍କ ଆକଳନରୁ ଜଣାପଡ଼ିଛି ଯେ ବିରୋଧୀ ଦଳମାନଙ୍କ ଇଣ୍ଡି ମେଣ୍ଟ ଚଳିତ ନିର୍ବାଚନରେ ଏନ୍ଡିଏକୁ ପଛରେ ପକାଇବା ସହଜ ନୁହେଁ।
-
19.ଲ୍ୟାଣ୍ଡଫଲ୍ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ରେମାଲ’ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି।
-
20.ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିଅନ୍ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୮ ୱିକେଟ୍ରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି।
|
300 |
Y |
|
910 |
27-05-2024 |
English |
- 1.India has recorded a trade deficit, the difference between imports and exports, with nine of its top 10 trading partners in 2023-24.
- 2.A voter turnout of 74.45 per cent was recorded in six LS seats and 42 Assembly constituencies where polling was held simultaneously in the state’s third round, an official said Sunday. Of the 94,48,553 voters, 74.45 per cent exercised their franchise Saturday across 10,581 booths.
- 3.Army Chief General Manoj Pande will continue to serve in the post till June 30 with the government Sunday extending his tenure by one month, in a rare and unusual move that came amid the Lok Sabha polls. General Pande was to retire from service May 31.
- 4. More than 670 people are assumed to have died in Papua New Guinea’s massive landslide, the international Organisation for Migration (IOM) estimated Sunday as rescue efforts continued.
- 5.A massive fire broke out at a private children’s hospital in east Delhi’s Vivek Vihar, leaving seven newborns dead, officials said Sunday.
- 6.The Met department has issued heavy rainfall warning for four districts of the state in the wake of Cyclone Remal approaching the coast. Under its impact, heavy rainfall of 7 to 11 cm has been predicted for Bhadrak, Balasore, Kendrapara and Mayurbhanj districts.
- 7.As many as 10,46,163 motor accident claims worth `80,455 crore are pending across the country, and their numbers have increased constantly between 2018-19 and 2022- 23, according to an information received through RTI Act.
- 8.The Supreme Court is scheduled to hear Monday a plea filed by the BJP challenging a Calcutta High Court order that had refused to interfere with a single-judge verdict restraining the party from issuing advertisements that are allegedly ‘violative’ of the Model Code of Conduct during the Lok Sabha polls.
- 9.Parents of a 21-month-old male infant who was declared brain dead at the Institute of Medical Sciences and SUM Hospital (IMS & SUM) here showed magnanimity by donating the child’s organs to save two other live
- 10.Former Union minister Upendra Kushwaha Sunday expressed hope that upon return to power, the BJP-led NDA will make a fresh attempt at scrapping the “undemocratic” collegium system of appointment of judges in the higher judiciary.
- 11.Severe cyclonic storm ‘Remal’ has intensified and is expected to make landfall between the coasts of Bangladesh and adjoining West Bengal around Sunday midnight, prompting the evacuation of over 1 lakh people from vulnerable areas of the state to safety.
- 12.Twenty per cent of cancer patients who called an NGO-run helpline to seek a second opinion were below 40 years of age, indicating a rise of cancer incidences amongst younger people, data from the organisation stated
- 13.Police in Pakistan’s Punjab province Sunday booked over 450 people and arrested 25 of them under terrorism and other charges for attacking members of the minority Christian community and police personnel on the issue of the alleged desecration of a religious book.
- 14.Severe cyclonic storm ‘Remal’ made landfall in Bangladesh Sunday night as authorities evacuated over 800,000 people from vulnerable areas of the country’s low-lying southwestern coastlines to shelter.
- 15.India’s GDP in the fourth quarter of financial year 2023-24 is expected to have grown within the range of 6.1-6.7 per cent, lower than over 8 per cent rate recorded in the previous three quarters, according to projections by various economists.
|
316 |
Y |
|