# |
Date |
Type |
Current Affairs |
No. Of Views |
Status |
Action |
2831 |
30-08-2021 |
Odia |
- ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଯେଉଁ ଆକର୍ଷଣ ଦେଖିବାକୁ ମିଳୁଛି, ତାହାହିଁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗୋଟିଏ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି ବୋଲି ରବିବାର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି।
- ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ।
- ତାଲିବାନ କହିଛି, ଆମେରିକା ଆକାଶ ମାର୍ଗରୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀକୁ ଟାର୍ଗେଟ୍ କରିଛି । ଯିଏ କି ଆମେରିକା ସେନା ପ୍ରତ୍ୟାହାର ବେଳେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଚାହୁଁଥିଲା ।
- ଡ୍ରୋନ୍ ଆକ୍ରମଣରେ ଦୁଇ ଆତ୍ମଘାତୀ ନିପାତ କାବୁଲ୍ରେ ଆତଙ୍କବାଦୀଙ୍କ ପୁଣି ରକେଟ୍ ମାଡ଼ ଶିଶୁ ସମେତ ୨ ମୃତ, ଦଳାଚକଟାରେ ଅନେକ ଆହତ କାବୁଲ : କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଣି ଆକ୍ରମଣ କରିବା ଲାଗି ଯୋଜନା କରିଥିଲା ଆଇଏସ୍
- ହରିୟାଣାର କର୍ଣ୍ଣଲଠାରେ ଗତକାଲି ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ପରେ ଚାଷୀମାନେ ସେମାନଙ୍କ ଆଭିମୁଖ୍ୟ କଠୋର କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୫ରେ ସେମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି।
- ବର୍ତ୍ତମାନ ସ୍କୁଲଗୁଡ଼ିକ ଖୋଲିବା କାହିଁକି ଦରକାର ସେ ସମ୍ପର୍କରେ ୫୫ ଜଣ ଡାକ୍ତର ଓ ଶିକ୍ଷାବିତ୍ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚିଠି ଲେଖି ଜଣାଇଛନ୍ତି
- ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ରାଜନୈତିକ ଦଳମାନଙ୍କୁ ମିଳିଛି ୩୪୨୯.୫୬ କୋଟି ଟଙ୍କା ମୂଲ୍ୟର ଚାନ୍ଦା | ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ’ (ଏଡିଆର) ପ୍ରକାଶ କରିଛି ଯେ ଏଥି ମଧ୍ୟରୁ କେବଳ ଚାରିଟି ଜାତୀୟ ଦଳ ବିଜେପି, କଂଗ୍ରେସ, ଟିଏମସି ଏବଂ ଏନସିପିର ଚାନ୍ଦା ପରିମାଣ ୮୭.୨୯ ପ୍ରତିଶତ ରହିଛି।
- ଚତୁର୍ଥ ଟେଷ୍ଟ ପାଇଁ ଇଂଲଣ୍ଡର ଦଳ ଘୋଷଣା, ଫେରିଲେ କ୍ରିସ୍ ଓ୍ଵକ୍ସ, ବାହାରିଲେ ଜୋସ୍ ବଟଲର ।
- ଛୋଟ ସହରରେ ଷ୍ଟାର୍ଟଅପ୍ ପ୍ରତି ଆଗ୍ରହ ସୃଷ୍ଟି ଏକ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ, ମନ କି ବାତ୍ ରେ ମୋଦୀ
- ଆଫଗାନିସ୍ତାନରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି ତାଲିବାନ୍ । ଲୋକେ ସପ୍ତାହକୁ ଅତିବେଶୀରେ ୨ ଶହ ଡଲାର (ପ୍ରାୟ ୧୪ ହଜାର ୭ଶହ ଟଙ୍କା) ଉଠାଇପାରିବେ । ଏନେଇ ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ଦେ ଆଫଗାନିସ୍ତାନ ବ୍ୟାଙ୍କ(ଡିଏବି) ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି ।
- ଟୋକିଓ ପାରାଲିମ୍ପିକ୍ସରେ ଇତିହାସ । ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ପଦକ ।
- କେରଳରେ ସଂକ୍ରମଣ ବୃଦ୍ଧି ଚିନ୍ତାଜନକ : ଫେରିଲା ନାଇଟକର୍ଫ୍ୟୁ, ଅଧିକ ସଂକ୍ରମଣ ଅଞ୍ଚଳରେ ପୁଣି ଲକଡାଉନ ଘୋଷଣା ।
- ଜୁଲାଇ ମାସ ପରେ ଅଗଷ୍ଟରେ ଦେଶକୁ ସ୍ୱଭାବିକରୁ କମ୍ ବର୍ଷା ମିଳିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ଅଗଷ୍ଟରେ ୨୬ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି । ଲଗାତାର ଦୁଇମାସ ବର୍ଷା ହ୍ରାସ ଚଳିତବର୍ଷ ମୌସୁମୀ ବର୍ଷା ହାରାହାରିଠାରୁ ମଧ୍ୟ କମ୍ ହେବ ବୋଲି ଏବେ ଆଇଏମଡି ଆକଳନ କରୁଛନ୍ତି ।
- ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୩୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୧ ହଜାର ୬୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ ହଜାର ୫୦୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୯୮୬ ଜଣ ।
- ଗତବର୍ଷ ଥିଲା ବନ୍ୟା ପରିସ୍ଥିତି, ହୀରାକୁଦ ଖୋଲିଥିଲା ୪୬ ଗେଟ୍ । ଏବର୍ଷ ସବୁ ଗେଟ୍ ବନ୍ଦ, ପ୍ରାୟ ୧୧ ଫୁଟ ତଳେ ରହିଛି ଜଳଭଣ୍ଡାରର ଜଳସ୍ତର ।
- ନବୋଦୟ ବିଦ୍ୟାଳୟ ସମିତିର ବଡ ନିଷ୍ପତ୍ତି, ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ଘୋଷଣା
- ଟିକସଦାତାଙ୍କ ପାଇଁ ଖୁସି ଖବର : ବିଭିନ୍ନ ଆୟକର ଫର୍ମଗୁଡିକର ଇ-ଦାଖଲ ପାଇଁ ଧାର୍ଯ୍ୟ ତାରିଖ ବୃଦ୍ଧି କଲା CBDT ।
- ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଆଜି ସକାଳେ ଟିଟିରେ ଭାବିନା ପଟେଲ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିବାବେଳେ ସନ୍ଧ୍ୟାରେ ଆଉ ଜଣେ ଉଦୀୟମାନ ଖେଳାଳୀ ଉଚ୍ଚଡିଆଁ(ହାଇଜମ୍ପ)ରେ ଭାରତ ପାଇଁ ଗୌରବ ଆଣିଛନ୍ତି।
- ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ବର ୧ ନମ୍ବର କ୍ରୀଡ଼ିକା ଜୋଉ ୟିଙ୍ଗ୍ଙ୍କ ଠାରୁ ପରାସ୍ତ ହୋଇ ୩୪ ବର୍ଷୀୟ ଭାବିନା ମହିଳା ଟେବୁଲ୍ ଟେନିସ୍ ‘ସି-ଫୋର୍’ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି।
- ରାଜ୍ୟରେ ଦଶ ଲକ୍ଷରୁ ଊର୍ଦ୍ଧ୍ବ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ଏଥିରେ ୧୮ ବର୍ଷରୁ କମ୍ ପିଲାଙ୍କ ସଂଖ୍ୟା ୮୪ ହଜାର ୪୪୨ ରହିଛି। ଦୁଇଟି ଲହରରେ ଯେତିକି ଶିଶୁ ସଂକ୍ରମିତ ହୋଇଥିଲେ ସମ୍ଭାବ୍ୟ ତୃତୀୟ ଲହରରେ ତା’ଠାରୁ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ରାଜ୍ୟ ସରକାର କହିସାରିଲେଣି।
|
548 |
Y |
|
2832 |
30-08-2021 |
English |
- Odisha has 609 persons, including 97 children below 18 years of age, tested positive for COVID-19 during the last 24 hours while a total of 64991 samples were tested in the state, yesterday. The Test Positivity Rate (TPR) for the day stood at 0.93%. Khurda district reported highest 209 fresh infections, followed by Cuttack (71) and Jajpur (36).
- The Taliban have banned music and female voices on television and radio channels in Afghanistan’s Kandahar. This comes after some media outlets removed their female anchors after the Taliban took over Afghanistan August 15. Local media in Kabul also reported that several women staff members were asked to return from their workplaces since the takeover
- The Odisha government Sunday launched a state-level serological survey during the day, he said. Regional Medical Research Centre of ICMR has been asked to conduct the exercise in 12 districts
- The Directorate General of Civil Aviation has extended the ban on scheduled international commercial passenger flights to and from India till September 30.
- High jumper Nishad Kumar clinched a silver with an Asian record before discus thrower Vinod Kumar fetched a bronze which was put on hold after a protest over his disability classification as India began collecting what is expected to be an unprecedented haul of athletics medals in the Paralympics here Sunday.
- The Capital Region Urban Transport (CRUT) Sunday announced the introduction of Mo Bus services in three new routes from September 1. According to CRUT, Mo Bus services will be available on Route-71 (Baramunda to Konark via Rasulgarh), Route-35 (Master Canteen to Jaydev Pitha) and Route9 (Acharya Vihar to Patia via Niladri Vihar)
- Bhavina scripted history by becoming the first Indian table tennis player to enter the final in the Paralympics. Bhavina Patel settles for Silver medal in final match against China’s Ying Zhou.
- India's Nishad Kumar has won silver medal with a best effort of 2.06 meter in Men's High Jump T47 event.
- Vinod Kumar wins Bronze medal with a best effort of 19.91 meter in Men's Discus Throw F52 event. Vinod Kumar also broke the Asian Record with the effort. India has won three medals so far.
- President Joe Biden has said that if diplomacy does not resolve the Iranian nuclear crisis, America is ready to turn to other options. He was speaking in Washington after the first face-to-face talks with Israel’s new prime minister, Naftali Bennett.
- US confirms unmanned airstrike on vehicle with suspected ISIS-K planner near Kabul Hamad Karzai International Airport on 29 Aug in which six people were reportedly killed.
- Taliban seals off Kabul airport, stops people as evacuation process nears end. US President Joe Biden has warned that another terror attack at Kabul airport is 'highly likely in the next 24-36 hours.Taliban suspend internet, call and message services in Panjshir, Afghanistan.
- China issues new maritime rules to regulate foreign ships in its waters. The new rules are expected to increase tensions if China strictly enforces them in the disputed South China Sea and the Taiwan straits where the US and its allies have been conducting naval expeditions.
- President Ram Nath Kovind inaugurates Ramayana conclave in Ayodhya. The President also said that, Ayodhya and Ramayana provide cultural power to our relationship with other countries. Talking about the temple town, the President said that there is no Ayodhya without Rama that is why this place is called Ayodhya because Ayodhya means with whom no one can fight.
- PM Narendra Modi, during his Mann Ki Baat programme, lauded Indore for its cleanliness drive saying the city has created a special identity of its own in relation to cleanliness.
- Finance Ministry has extended the last date to avail benefit of the late fee amnesty scheme from existing 31st Aug to 30th November, 2021. Earlier, the government had provided relief to the taxpayers by reducing or waiving late fee for non-furnishing FORM GSTR-3B for the tax periods from July, 2017 to April, 2021, if the returns for these tax periods are furnished between 1st June to 31st August this year.
- The Enforcement Directorate (ED) summoned Maharashtra Transport Minister Anil Parab in connection with an alleged money laundering case. He has been asked to appear before the agency on 31st of this month.
- The Supreme Court will resume physical proceedings from September 1 following a directive from Chief Justice of India N.V. Ramana on Sunday.
- A court here has said that the standard of investigation in a large number of 2020 northeast riots cases is “very poor” and sought the intervention of the Delhi Police Commissioner.
- Prime Minister Narendra Modi said on Sunday that the start-up culture has become very vibrant in India with youngsters in even smaller cities embracing it, and asserted that it is a sign of India'
|
600 |
Y |
|
2833 |
29-08-2021 |
Odia |
- ଏସିଆ ୱାନ ପତ୍ରିକା ଦ୍ୱାରା ଆୟୋଜିତ ଏସିଆ-ଆଫ୍ରିକା ବ୍ୟବସାୟ ଏବଂ ସାମାଜିକ ଫୋରମର ପ୍ରାଇଡ୍ ଅଫ୍ ଦି ନେସନ୍ ସିରିଜ୍ ପୁରସ୍କାର ଏବଂ ବ୍ୟବସାୟ ସମ୍ମିଳନୀର ୧୪ ତମ ସଂସ୍କରଣରେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାବିତ୍ରୀ ଜିନ୍ଦଲଙ୍କୁ ଅନ୍ତର୍ଜାତୀୟ ସମ୍ମାନ ପୁରସ୍କାର ଅନଲାଇନରେ ପ୍ରଦାନ କରାଯାଇଛି ।
- ଭାରତୀୟ ଜାତୀୟ ରଗବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷାର କଲେ ଉଭୟ ରାଜ୍ୟ ସରକାର ଓ କିଟ୍। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ରାଜ୍ୟ ସରକାର ଗୋଟେପଟେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାବେଳେ କ୍ରାଡ଼ାବୀତଙ୍କୁ ମଧ୍ୟ ପ୍ରତ୍ସାହିତ କରି ଆସୁଛନ୍ତି । ତେଣୁ ଏପରି ସ୍ଥଳେ ଆଜି ଜାତୀୟ ରଗବୀ ଟିମକୁ ମଧ୍ୟ ପ୍ରାୟୋଜିତ କରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।
- ଅଗଷ୍ଟ ୧୪ ତାରିଖରୁ କିଟ୍ ପରିସରରେ ରଗବିର ଜାତୀୟ କ୍ୟାମ୍ପ୍ ଆୟୋଜିତ ହେଉଛି। ଏହି ଜାତୀୟ କ୍ୟାମ୍ପ୍ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ୟାମ୍ପରେ ତାଲିମ ସହିତ ଆଗକୁ ଆସୁଥିବା ଖେଳ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ। ପ୍ରଦର୍ଶନ ଦେଖି ୧୩ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି , ଯେଉଁମାନେ ୧୮ ବର୍ଷରୁ କମ୍ ଜାତୀୟ ଶିବିରରେ ଯୋଗଦେବେ।
- ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଗୋଟିଏ ମାତ୍ରା କୋଭାକ୍ସିନ ଯଥେଷ୍ଟ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ : ଆଇସିଏମଆର ଗବେଷଣା ।
- ଆଜିଠୁ ୧୨ଟି ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ । ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଆରଏମଆରସି ଏହି ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରିବ। ତେଣୁ ଏସବୁ ଜିଲ୍ଲାଗୁଡ଼ିକରେ ନମୁନା ସଂଗ୍ରହ ସମୟରେ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ଚିଠି ଜାରି ହୋଇଛି।
- ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ମେଡ଼ାଲ । ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି । ସ୍ୱର୍ଣ୍ଣ ପଦକ ପାଇଁ ଚୀନ ପ୍ରତିଯୋଗୀଙ୍କ ତାଙ୍କର ଚାଲିଥିଲା ଲଢେଇ । ତାଙ୍କଠାରୁ ପରାସ୍ତ ହେଇ ରୌପ୍ୟରେ ସନ୍ତୁଷ୍ଟ ହୋଛନ୍ତି ଭାବିନା ।
- କାଶ୍ମୀର ଉପରେ ଦଖଲ ନେଇ ଜୈଶ-ଏ-ମହମ୍ମଦ କମାଣ୍ଡର ମାସୁଦ ଆଜାରର ନୂଆ ଷଡଯନ୍ତ୍ର । କାନ୍ଧହାରା ପହଁଚି ତାଲିବାନ ସହ-ପ୍ରତିଷ୍ଠାତା ମୁଲାହ ବାରଦାରଙ୍କୁ ଭେଟିଲା ମୋଷ୍ଟ ୱାଂଟେଡ୍ ଆତଙ୍କୀ ।
- ଆଗକୁ ଆସୁଛି ପାର୍ବଣ ଋତୁ, ସାଙ୍ଗରେ ଆଣିପାରେ ତୃତୀୟ ଲହର । ରାଜ୍ୟଗୁଡିକୁ ସତର୍କ କଲା କେନ୍ଦ୍ର, ରାଜ୍ୟ ସରକାରଙ୍କ ନୂଆ ମାର୍ଗଦର୍ଶିକାକୁ ଅପେକ୍ଷା ।
- ଭାରତର ଫ୍ୟୁଚର ରିଟେଲ ତାଙ୍କର ୩.୪ ବିଲିୟନ ଡଲାରର ରିଟେଲ ଆସେଟସ୍ ବିକ୍ରି ଲାଗି ମଞ୍ଜୁରି ନିମନ୍ତେ ଉଦ୍ୟମରେ ଶନିବାର ପୁଣି ଥରେ ସୁପ୍ରିମକୋର୍ଟକୁ ଯାଇଛନ୍ତି।
- 5T ସ୍କୁଲ ରୂପାନ୍ତରଣ : ଚତୁର୍ଥ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
- ଆଫଗାନିସ୍ତାନରେ ସ୍ବାସ୍ଥ୍ୟ ସଙ୍କଟ : ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କର୍ମକ୍ଷେତ୍ରକୁ ଫେରିବା ପାଇଁ ଅନୁମତି ଦେଲା ତାଲିବାନ୍।
- ପ୍ରତିଶୋଧ ନେଲା ଆମେରିକା: ଆଇଏସ୍ଆଇଏସ୍-କେ’କୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ, ମାଷ୍ଟରମାଇଣ୍ଡ ନିପାତ।
- ଭାରତୀୟ ବାୟୁସେନାର ତାକତ ବଢିବ : ଋଷଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବ ।
- ସୋମବାର ଜନ୍ମାଷ୍ଟମୀ ପଡୁଥିବାରୁ ଏହାକୁ ସରକାରୀ ଛୁଟି ଘୋଷଣା,ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ ।
- ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆର୍ଟିସି) ଆଉ ପାଦେ ଆଗକୁ ବଢ଼ିଛି। ରାଜ୍ୟରେ ନୂଆ ୧୮୦ ଏସି ଡିଲକ୍ସ, ନନ୍ଏସି ଡିଲକ୍ସ, ଷ୍ଟାଣ୍ଡାର୍ଡ ଏକ୍ସପ୍ରେସ୍ ଚଳାଇବା ପାଇଁ ଯୋଜନା କରିଛି। ସେହିର ରାଜ୍ୟ ବାହାରକୁ ୧୦ଟି ନୂଆ ଭଲଭୋ ବସ୍ ଚଳାଚଳ ପାଇଁ ଯୋଜନା କରାଯାଇଛି।
- ଜାଲିଆନାୱାଲା ବାଗ୍ ସ୍ମାରକର ନୂଆ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।
- ଜେନେରାଲ ସାର ନିକ କାର୍ଟର କହିଛନ୍ତି, ତାଲିବାନ ଦ୍ଵାରା ଧାର୍ଯ୍ୟ ଅଗଷ୍ଟ ୩୧ ସମୟ ସୀମାର ଚାରି ଦିନ ପୂର୍ବରୁ ଆଫଗାନିସ୍ତାନରେ ତାଙ୍କ ଦେଶର ନାଗରିକଙ୍କୁ କାଢିବାର ଅଭିଯାନ କିଛି ଘଣ୍ଟାରେ ସାରିବାକୁ ଯାଉଛି। ଶନିବାର ଅଭିଯାନର ଶେଷ ବିମାନ କାବୁଲରୁ ଉଡାଣ ଭରିଛି।
- ମହାନ ପାରାଅଲିମ୍ପିକ ହ୍ବିଲ୍ ଚେୟାର ରେସର୍ ଟାଟ୍ୟନା ମ୍ୟାକ୍ ଫାଡେନ୍ ଶନିବାର ନିଜ କ୍ୟାରିୟରର ୧୮ତମ ମେଡାଲ ଜିତିଛନ୍ତି । ଜାପାନର ଟୋକିଓରେ ଜାରି ରହିଥିବା ପାରାଅଲିମ୍ପିକ ଶନିବାର ୪ର୍ଥ ଦିନରେ ପହଞ୍ଚିଛି । ୯ଟି କ୍ରୀଡାରେ ୧୭ ଆଥ୍ଲେଟିକ୍ସ ସହ ବର୍ତ୍ତମାନ ସୁଦ୍ଧା ୫୪ଜଣ ସ୍ବର୍ଣ୍ଣ ପଦକ ଜିତିସାରିଲେଣି
- ୩ ମାସ ପୂର୍ବରୁ ନାଇଜେରିଆରେ ଅପହରଣ ହୋଇଥିବା ଶହ ଶହ ଛାତ୍ରଛାତ୍ରୀଙ୍କୁ ଏବେ ୩ଟି ଗ୍ରୁପ୍ରେ ମୁକ୍ତ କରାଯାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ଅବଧି ମଧ୍ୟରେ ସେମାନଙ୍କୁ ମୁକ୍ତ କରାଯାଇଥିବା ବେଳେ ପ୍ରତିବଦଳରେ ଅପହରଣକାରୀଙ୍କୁ ମୋଟାଅଙ୍କର ଟଙ୍କା ଦିଆଯାଇଥିବା କୁହାଯାଉଛି।
- ତାଲିବାନ କବ୍ଜାରେ କାବୁଲ ବିମାନ ବନ୍ଦର । ତିନୋଟି ଗେଟ୍ରୁ ଓହରିଲା ଆମେରିକା ସେନା । ଡ୍ରୋନ୍ ଷ୍ଟ୍ରାଇକ୍ ପରେ ଆତଙ୍କୀ ସାବାଡ ହୋଇଥିବା ବେଳେ ଆଉ ଆତଙ୍କୀ ହମଲା ହେବ ନାହିଁ ବୋଲି ଆଶା କରାଯାଉଛି । ଗତକାଲି ସନ୍ଧ୍ୟାରେ ଗୁଳି ମାଡ ହୋଇଥିବା ବେଳେ ସ୍ଥିତିକୁ ତୁରନ୍ତ ନିଜ ଅଧିନକୁ ଆଣିଥିଲା ଆମେରିକା ସେନା ।
|
566 |
Y |
|
2834 |
29-08-2021 |
English |
- India reported 45,083 new Covid cases in the past 24 hours, slightly lower than yesterday's 46,759, taking the total infections to over 3.26 crore. 460 deaths were reported in the last 24 hours taking the total fatalities to over 4.37 lakhs so far.
- Odisha has a total of 849 persons, including 119 children below 18 years of age, tested positive for COVID-19 in Odisha during the last 24 hours while a total of 68667 samples were tested in the state, yesterday. The Test Positivity Rate (TPR) for the day stood at 1.23%.
- One Nation One Ration Card scheme now successfully running in 34 States, UTs after becoming operational in Delhi & West Bengal. Ministry of Consumer Affairs, Food and Public Distribution in a statement said that two remaining states-Assam and Chhattisgarh are targeted for integration under ONORC in next few months.
- The govt has launched a new geospatial planning portal, ‘Yuktdhara’, which will help in facilitating new MGNREGA assets using remote sensing and geographic information system-based data..
- Recently Maharashtra govt launched a special mission called “Mission Vatsalya” in order to help women who lost their husbands to COVID-19.
- Andhra Pradesh govt has been assured supply of 90 lakh doses of Coronavirus vaccine in September, health authorities are targeting to vaccinate 1.8 crore people aged between 18–44 years in the state, taking ward/village secretariat as the base unit.
- Kerala to provide Rs 3 lakh one-time deposit next week to children orphaned due to COVID
- Tamil Nadu Assembly adopts resolution against three farm laws : Tamil Nadu Assembly on 28 Aug (Saturday) passed the resolution moved by CM MK Stalin, urging the Centre to withdraw the three agriculture-related legislation, through voice vote. Tamil Nadu is the seventh Indian state to pass resolution against the farm laws, after Punjab, Rajasthan, Chhattisgarh, Delhi, Kerala and West Bengal.
- Indian foreign secretary Harsh Vardhan Shringla travels to the US next week. : The security situation in Afghanistan is expected to be high on the agenda of talks between India and the US.
- The Indian Air Force (IAF) has signed a deal for acquiring 70,000 AK-103 assault rifles from Russia under emergency provisions to replace its existing inventory of INSAS rifles.
- The Australian Government has closed its Embassy in Afghanistan and has withdrawn its staff. However, there are many civilians stuck in the country, waiting for their return to Australia.
- Tokyo Paralympics 2020 : Today on August 29, at the Tokyo Paralympics 2020, BHAVINA PATEL playing for a chance at the Gold medal
- Paddler Bhavinaben Patel to take on Ying Zhou in summit clash of women's singles Class-4 event. Bhavina became the first Indian to enter the final of a table tennis event in the Paralympics with a hard-fought 3-2 win over China’s Miao Zhang.
- National sports day is observed today: The National Sports Day in India is celebrated on 29 August, on the birth anniversary of hockey player Major Dhyan Chand. This day marks the birthday of Major Dhyan Chand Singh, the hockey player who won gold medals in Olympics for India in the years 1928, 1932 and 1936.
- PM Modi dedicated the renovated complex of Jallianwala Bagh Smarak to the nation on 28 Aug (Saturday) through video conferencing. He also inaugurated museum galleries developed at the Smarak.
- 1000 new Health & Wellness Centres to be opened in NE States as part of National Ayush Mission:Union Minister of Ports, Shipping & Waterways and AYUSH, Sarbananda Sonowal said.
- Flights between India and Bangladesh under the bilateral air bubble arrangement will resume from September 3, according to the civil aviation ministry.
- Around 7,000 ICU beds will be added in government-run hospitals of the national capital in view of an impending third wave of COVID-19, Chief Minister Arvind Kejriwal said on Saturday.
- Jharkhand got a commitment of nearly ₹ 10,000 crore investments during a two-day event attended by Chief Minister Hemant Soren, the state government said in a statement today.
- Delhi Cabinet Minister Kailash Gehlot has filed a criminal complaint against BJP MLA Vijender Gupta accusing him of defamation in a matter related to the procurement of 1,000 low-floor buses by the Delhi Transport Corporation.
|
597 |
Y |
|
2835 |
28-08-2021 |
Odia |
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଆସନ୍ତା ଅଗଷ୍ଟ ୩୦ରେ ପ୍ରଦାନ କରାଯିବ । ଏହି ସମ୍ମାନ ୨୦୧୯ ମସିିହା ପାଇଁ ଘୋଷଣା କରାଯାଇଛି । ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଅନନ୍ତ ମହାପାତ୍ର ଏବଂ ୨୦୨୦ ପାଇଁ ଓଡ଼ିଶୀ ନୃତ୍ୟ ଶିଳ୍ପୀ କୁମକୁମ ମହାନ୍ତି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ପାଇବେ । ସେହିପରି ଏକାଡେମୀ ପୁରସ୍କାର ପାଇଁ ୨୦୧୯ ଓ ୨୦୨୦ର ୧୬ ଜଣ ଲେଖାଏଁ କଳାକାର ମନୋନୀତ ହୋଇଛନ୍ତି ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ଯାରେ ବସିଥିବା କ୍ୟାବିନେଟ ବୈଠକରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ଇଲେକ୍ଟ୍ରିକ ଭେକ୍ୱିଲ ପଲିସି ବା ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧କୁ ମଞ୍ଜୁରୀ ମିଳିଛି ।
- ଓଡ଼ିଶା ସୋସିଆଲ୍ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଓଡ଼ିଶା ବାଲି ନୀତି-୨୦୨୧କୁ ମଧ୍ଯ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
- ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍ ମୋହର ବାଜିଛି । ଏଥିରେ ପ୍ରିନସିପାଲଙ୍କୁ ଡିଡିଓ କ୍ଷମତା ଦିଆଯାଇଛି ।ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନକୁ ମଞ୍ଜୁର କରିପାରିବେ ।
- ଓଡ଼ିଶା ସୋସିଆଲ୍ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
- ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଘୂର୍ଣ୍ଣିବଳୟ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବର୍ଷାର ତୀବ୍ରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ବିଭିନ୍ନ କାରଣ ପାଇଁ ସାରା ରାଜ୍ୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
- ୫ଦିନ ଭିତରେ ୬୦୦ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍ କରିବା ଲାଗି ପରିବହନ ବିଭାଗକୁ କୁହାଯାଇଛି। ଏଥିରେ ବିନା ହେଲମେଟ୍ଧାରୀଙ୍କ ସଂଖ୍ୟା ଅଧିକ ରହିଛନ୍ତି। କେବଳ ୫୩୩ ଜଣ ବିନା ହେଲମେଟ୍ଧାରୀଙ୍କ ଲାଇସେନ୍ସ ବାତିଲ୍ କରିବା ଲାଗି କୁହାଯାଇଛି। ସେଭଳି ଚଳିତବର୍ଷ ୧୧ହଜାର ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ଲାଗି ଟ୍ରାଫିକ ପୁଲିସ ପରିବହନ ବିଭାଗକୁ ସୁପାରିସ କରିଛି। ଏହି ଆଧାରରେ ପରିବହନ ବିଭାଗ ଗାଡ଼ି ଚାଳକଙ୍କ ଲାଇସେନ୍ସକୁ ବାତିଲ କରୁଛି।
- ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ । କଟକ ବଡ ମେଡିକାଲରେ ସବୁଦାୟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ଯାହା ରାଜ୍ୟର ରୋଗୀମାନଙ୍କୁ ମାଗଣାରେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ଯୋଗାଇବ।
- ଭୁବନେଶ୍ୱରର ୪ଟି ବସ୍ତିରେ ଏବେ ୨୨୦ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଏବଂ ଡିଜିଟାଲ ପଢ଼଼ାର ସୁବିଧା ପହଞ୍ଚିପାରିଛି। ପିଲାମାନଙ୍କୁ ସୃଜନାତ୍ମକ ଢଙ୍ଗରେ ପାଠ ପଢ଼଼ାଇବା ପାଇଁ ସାଧାରଣ ପିଲାଙ୍କ ଭଳି ହାତରେ ମୋବାଲଲ୍ ଏବଂ କାନରେ ଇୟର୍ ଫୋନ୍ ଲଗାଇ ୟୁଟ୍ୟୁବ୍ରୁ ପାଠ ପଢ଼ୁଛନ୍ତି। ଏଥିପାଇଁ ସେମାନଙ୍କୁ ସାଂସଦ ଡ. ଅମର ପଟ୍ଟନାୟକ ୫୦ଟି ମୋବାଇଲ୍ ପ୍ରଦାନ କରିଥିଲେ। ଲକ୍ଡାଉନ୍ ସମୟରେ କ୍ଲାସ୍ରୁମ୍ର ଶିକ୍ଷାକୁ ଅନ୍ଲାଇନ୍ ଶିକ୍ଷା ମାଧ୍ୟମରେ ଯୋଗାଇବା ପାଇଁ ଏହା ସାଂସଦ ଶ୍ରୀ ପଟ୍ଟନାୟକଙ୍କର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।
- ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କର ମୃତ୍ୟୁ ଘଟିଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଆକ୍ରମଣକାରୀଙ୍କୁ ଖୋଜି ଖୋଜି ମାରିବୁ ବୋଲି କହିଛନ୍ତି । ଅସହାୟଙ୍କ ସାହାଯ୍ୟ ପାଇଁ ଆମ ସୈନିକଙ୍କ ବଳିଦାନ ବ୍ୟର୍ଥ ହେବନି । ଅତିରିକ୍ତ ସେନା ସହ ଆଗକୁ ଉଦ୍ଧାର କାର୍ଯ୍ୟ ଜାରୀ ରହିବ ବୋଲି ସେ କହିଛନ୍ତି ।
- ଆଫଗାନିସ୍ତାନରେ ଥିବା ବିଶ୍ବର ସମସ୍ତ ଦୂତାବାସ ଖାଲି ହୋଇଯାଇଥିବାବେଳେ ଓ ୬୦ରୁ ଅଧିକ ରାଷ୍ଟ୍ର ସମେତ ଆର୍ଥିକ ସଂଗଠନଗୁଡ଼ିକ ସହାୟତା ବନ୍ଦ କରିଦେବା ପରେ ଏହି ମୌଳବାଦୀ ସଂଗଠନ ବିବ୍ରତ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି।
- ଟୋକିଓ ପାରାଲିମ୍ପିକ୍ସର ମହିଳା ଟେବୁଲ ଟେନିସ ଖେଳାଳି ଭାବିନାବେନ ପଟେଲ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ସୋନାଲବେନ୍ ପଟେଲ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ଗ୍ରୁପ-ଏ ର ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଭାରତୀୟ ପାରା ଟେବୁଲଟେନିସ ଖେଳାଳି ଭାବିନାବେନ୍ ୩-୧ ଗେମରେ ଗ୍ରେଟ୍ ବ୍ରିଟେନର ସାକେଲଟନ ମିଗାନଙ୍କୁ ପରାସ୍ତ କରିଛନ୍ତି।
- ୟୁପି ସରକାର ୨୦୩୨ ଅଲିମ୍ପିକ୍ ପର୍ଯ୍ୟନ୍ତ କୁସ୍ତି ପାଇଁ ପ୍ରୋତ୍ସାହନ ଯୋଗାଇଦେବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
- ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ।
- ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ ସମୟରେ ଯୋବ୍ରା ବ୍ୟାରେଜ ଛକଠାରୁ ଏସସିବି ମେଡିକାଲ ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ଅନୁଧ୍ୟାନ କରିଥିଲେ। ଏହାସହ ତାଳଦଣ୍ଡା କେନାଲ କଡରେ ହେଉଥିବା ସୌନ୍ଦର୍ଯ୍ୟକରଣ କାମକୁ ମଧ୍ୟ ଦେଖିଥିଲେ। ଯୋବ୍ରା ବ୍ୟାରେଜ ଛକ ନିକଟରେ ଆଇ ଲଭ୍ କଟକ ସେଲଫି ପଏଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଟୋ ଉଠାଇଥିଲେ।
- ପ୍ରାୟ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଡୋଜ୍ ଟିକା । ଏଥି ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ଵିତୀୟ ଡୋଜ୍ ନେବାର ତାରିଖ ଅତିକ୍ରମ କରିସାରିଛି । ସମୟସୀମା ଅତିକ୍ରମ ପରେ ବି ଟିକା ନେଲେ ଶରୀରରେ କାମ କରିବ । ବର୍ତ୍ତମାନ ଟିକାର ଅଭାବ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ସଠିକ୍ ସମୟରେ ଟିକା ନିଅନ୍ତୁ ।
- ଚଳିତ ଥର ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ୧୦ଟା ୩୦ରୁ ୧ଟା ୩୦ ଏବଂ ୪ଟାରୁ ୬ଟା ବିଧାନସଭା ଅଧିବେଶନ ବସିବ । ବିରୋଧୀ ଦଳ ନେତା ଚାହିଁଲେ ହସ୍ପିଟାଲରୁ ଭାଗ ନେଇପାରିବେ ।
- ଓଡ଼ିଶାରେ ଜନ୍ମିତ ସ୍ନାୟୁ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ମିଶ୍ର । ସେ ସ୍ନାୟୁ ସର୍ଜରୀ କ୍ଷେତ୍ରରେ ଆନ୍ତର୍ଜାତିକ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ପାଇବାକୁ ମନୋନିତ ହୋଇଛନ୍ତି । ଏ ନେଇ ଆମେରିକାନ ଆସୋସିଏସନ୍ ଅଫ୍ ନ୍ୟୁରୋଲୋଜିକାଲ୍ ବା AANS ପକ୍ଷରୁ ସୂଚନା ଦିଆଯାଇଛି । ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।
- ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଭାରତ ଏବଂ ପାକିସ୍ତାନ ସେମାନଙ୍କ ଜଟିଳ ସମସ୍ୟା ସବୁ ସମାଧାନ ପାଇଁ ଏକାଠି ବସି କଥାବାର୍ତ୍ତା ହେବା ଉଚିତ।
- ଦେଶରେ ଶୁକ୍ରବାର ଦିନ ରେକର୍ଡ ସଂଖ୍ୟକ କରୋନା ଟିକା ଦିଆଯାଇଛି । ରାତି ୮ଟା ସୁଦ୍ଧା ଦେଶରେ ରେକର୍ଡ ୯୬ ଲକ୍ଷ ୪୩ ହଜାର ମାତ୍ରା (ଡୋଜ୍) ଟିକା ଦିଆଯାଇଛି । ଶୁକ୍ରବାର ଦିନ ରାତି ସୁଦ୍ଧା ଏହି ସଂଖ୍ୟା ୧ କୋଟି ଟପିଯିବାର ସମ୍ଭାବନା ରହିଛି
|
574 |
Y |
|
2836 |
28-08-2021 |
English |
- Anant Mohapatra (Acting & Direction) and Kumkum Mohanty (Odissi Dance) to receive the Akademi's highest honour- Kabisamrat Upendra Bhanja Award for 2019 and 2020, respectively.
- Bihar police on Thursday got 1,605 sub-inspectors, including 596 women sub-inspectors, after they passed out of the police training academy at Rajgir in the presence of chief minister Nitish Kumar. This is the largest ever induction of officers in the state.
- A proposal to rename the Miyanganj village panchayat in Unnao district of Uttar Pradesh as Mayaganj has been sent to the state government following a resolution passed by the rural body.
- Days after the Supreme Court directed that political parties have to publish information regarding criminal antecedents of candidates on the homepage of their websites, the Election Commission has written to heads of recognised political parties saying that it has created a fund in which fines for contempt of court can be deposited for failing to comply with the apex court's directions.
- President Ram Nath Kovind on Thursday issued warrants appointing nine new judges to the Supreme Court, a day after the Prime Minister’s Office cleared the collegium’s recommendations.
- Each of the servitors of Puri Shree Jagannath temple will be given 600sqft of homestead land in the holy town and monetary assistance of Rs 2 lakh to construct their houses on the assigned plots.
- A delegation of Trinamul MPs met the top brass of the Election Commission of India in New Delhi on Thursday, urging it again to hold pending bypolls to seven Bengal’s Assembly seats now when the Covid-19 situation in the state is under control.
- The additional chief judicial magistrate’s court in Ranaghat has issued an arrest warrant against Mukul Roy for failing to appear before it personally as it had directed in connection with the murder of Trinamul MLA Satyajit Biswas in 2019.
- Five judges were appointed at Calcutta High Court on Thursday, raising the total number to 35 against the sanctioned strength of 72. Even after the appointment of the five, the posts of 37 judges will remain vacant at the court.
- Five airports in Jharkhand, including the Birsa Munda Airport in Ranchi, will soon be powered by solar energy, officials of Jharkhand Renewable Energy Development Agency (JREDA) said on Thursday, adding that the tender for this project has already been floated.
- Facebook has approached academics and policy experts about forming a commission to advise it on global election-related matters, said five people with knowledge of the discussions, a move that would allow the social network to shift some of its political decision-making to an advisory body.
- The decision to coat the Singhadwar of the 11th century shrine of Lord Lingaraj Temple with silver was announced by the Commissioner of Bhubaneswar Municipal Corporation (BMC) Sanjay Singh on Friday. Singh, along with officials from the Archaeological Survey of India (ASI) visited the temple to conduct a ground survey for the face lift of the shrine’s main entrance gate earlier in the day.
- Nine ECMO machines have been installed at SCB and it is the largest unit in eastern India. Critically ill patients no longer need to depend on other states to seek such advance treatment. The State government will bear the cost of the entire treatment.
- The CBSE wants to create career counsellor/ teacher dashboard and train them through a digital training session of 1 hour and 30 minutes duration.
- The JEE Advanced exam will be held in two shifts- first shift from 9:00 am to 12:00 noon (Paper-1) and second shift from 14:30 pm to 17:30 pm (Paper-2).
- The Delhi government will soon come out with "the most progressive" film policy in the country that will provide a massive boost to the entertainment industry, Chief Minister Arvind Kejriwal said on Wednesday.
- The Shiv Sena and BJP are linked by the "bond of Hindutva" but newcomers like Narayan Rane spoiled the relations between the two parties, Sena leader Sanjay Raut said here on Friday.
- Mumbai, which has been battling freak weather conditions and erratic rains over the last few years, launched an ambitious plan to tackle the impact of climate change.
- The Taliban have asked the United States to maintain a diplomatic presence in Kabul after the American pullout but Washington has yet to decide on its plans, US officials said Friday.
- About 12,500 people were evacuated from Afghanistan on Thursday, raising the total number of evacuees amid the Taliban takeover of Kabul to roughly 105,000 since August 14, the White House said on Friday.
|
608 |
Y |
|
2837 |
27-08-2021 |
Odia |
- ତାଲିବାନ ଆଗରୁ ସର୍ବକ୍ଷମା ଘୋଷଣା କରିଥିଲା କିନ୍ତୁ ଗୁରୁବାର ଦିନ ଅଚାନକ ତାଲିବାନ ପୂର୍ବତନ ରାଷ୍ଟ୍ରପତି କର୍ଜାଇଙ୍କ ସମେତ ଆଫଗାନିସ୍ତାନର ଜଣାଶୁଣା ୱାରଲର୍ଡ୍ ତଥା ଜାତୀୟ ବୁଝାମଣା ପରିଷଦର ଅଧ୍ୟକ୍ଷ ଅବଦୁଲ ଅବଦୁଲାଙ୍କୁ ଗୃହବନ୍ଦୀ କରିଛି ।
- କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଏଥିରେ ଅତି କମରେ ୭୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଆମେରିକାର ସୈନିକ ଏବଂ ଡାକ୍ତରୀ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ବିସ୍ଫୋରଣ ପାଇଁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍ ନିଜକୁ ଦାୟୀ କରିଛି।
- ୩୦ ପ୍ରତିଶତ ପାଠ୍ୟକ୍ରମ କମିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ। ଏକାଦଶରେ ୩ଟି ଇଣ୍ଟରନାଲ୍ ପରୀକ୍ଷା ହେବ ଏବଂ ଗୋଟିଏ ବାର୍ଷିକ ପରୀକ୍ଷା ହେବ।
- ତୃତୀୟ ଲହରରେ ଓଡ଼ିଶା ଉପରେ ଅଧିକ ପ୍ରଭାବନ ପଡିବ ନାହିଁ । କାନପୁର ଆଇଆଇଟି ଓଡ଼ିଶା ପାଇଁ ଆଶ୍ବସ୍ତିକର ରିପୋର୍ଟ ଦେଇଛି । ଯଦି ଭୂତାଣୁ ରୂପ ବଦଳାଏ ତେବେ ତୃତୀୟ ଲହରର ଅଧିକ ପ୍ରଭାବଶାଳୀ ହେବ । ବିଶେଷଜ୍ଞଙ୍କ କହିବା ମୁତବାକ ସେପ୍ଟେମ୍ବର ଓ ଅକ୍ଟୋବର ତୃତୀୟ ଲହର ଆସିବ । ଦେଶରେ ଦୈନିକ ୪ରୁ ୫ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେବେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ତେଣୁ ଏପରି ସ୍ଥିତିରେ ଆଗୁଆ ମୁକାବିଲା ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
- ଭାରତର ଜାତୀୟ ରାଜଧାନୀ ଦିଲ୍ଲୀ ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ବର ଏକ ନମ୍ବର ନଗରୀ ହିସାବରେ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଛି। ବିଶ୍ବର ୧୫୦ଟି ନଗରୀ ଉପରେ ବିଶ୍ଳେଷଣ କରାଯିବା ପରେ ଜଣାପଡ଼ିଛି
- ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ୬ ଶହ ବର୍ଗଫୁଟ୍ ଲେଖାଏଁ ଜମି ଓ ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ଦିଆଯିବ।
- ପୂର୍ବତନ ସିବିଆଇ ନିର୍ଦ୍ଦେଶକ ତଥା ୧୯୬୮ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର ଉମାଶଙ୍କର ମିଶ୍ରଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି।
- କେନ୍ଦ୍ରର ଅନୁମୋଦନ ପରେ ୯ଜଣ ଜଜଙ୍କୁ ସୁପ୍ରିମକୋର୍ଟ ଜଜ୍ ଭାବେ ମିଳିବ ପଦୋନ୍ନତି । ସୁପ୍ରିମ୍କୋର୍ଟରେ ବିଚାରପତି ନିଯୁକ୍ତି ଲାଗି ସୁପ୍ରିମ୍କୋର୍ଟ କଲେଜିୟମ୍ ୯ ଜଣ ବିଚାରପତିଙ୍କ ନାମ ସୁପାରିସ କରିଥିଲା। ୯ ଜଣଙ୍କ ମଧ୍ୟରେ ରହିଛନ୍ତି ୩ ମହିଳା ବିଚାରପତି। କେନ୍ଦ୍ର ସରକାର ଏହି ୯ ଜଣଙ୍କ ନାମକୁ ଅନୁମୋଦନ ଦେଇଥିବା ଜଣାପଡ଼ିଛି। ଏହି ୯ ଜଣଙ୍କ ନିଯୁକ୍ତି ପରେ ଆଉ ମାତ୍ର ଗୋଟିଏ ବିଚାରପତି ପଦ ଖାଲି ରହିବ।
- ପ୍ରଥମ ଭାରତୀୟ ଭାବେ ଓଡ଼ିଶା ଜନ୍ମିତ ସ୍ନାୟୁ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ମିଶ୍ର ପାଇବେ ସମ୍ମାନଜନକ AANS ପୁରସ୍କାର, ଆମେରିକା ସୋସାଇଟି ପକ୍ଷରୁ ଘୋଷଣା ।
- ଦେଶରେ ଆରମ୍ଭ ହେଲା ଅସଂଗଠିତ ଶ୍ରମିକମାନଙ୍କ ପଞ୍ଜୀକରଣ, ଇ-ଶ୍ରମ ପୋର୍ଟାଲ ଉନ୍ମୋଚନ କଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।
- ବ୍ୟାଙ୍କ କର୍ମଚାରଙ୍କୁ ସୀତାରମଣଙ୍କ ଉପହାର; ୩୦ ପ୍ରତିଶତ ବଢିଲା ପେନସନ ରାଶି ।
- କେବିସି ସିଜିନ-୧୩: ପ୍ରଥମ କରୋଡପତି ହେଲେ ଦୃଷ୍ଟିହୀନ ହିମାନୀ ବୁନ୍ଦେଲା ।
- ବନ୍ଦ ହେଲା Yahoo ର ନ୍ୟୁଜ ୱେବସାଇଟ୍, ବିଦେଶୀ କମ୍ପାନୀଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ବାଧ୍ୟ ହୋଇ ଏଭଳି ନେଲେ ନିଷ୍ପତ୍ତି ।
- ଆଉ କେବଳ ୭୧ ଦିନ, ବିଧାୟକ ନହେଲେ ଚାଲିଯିବ ମମତାଙ୍କ ମୁଖ୍ୟମନ୍ତ୍ରୀ ପଦ, ପୁଣି ଥରେ ଇସିଙ୍କ ଦ୍ଵାରସ୍ଥ ହେଲା ଟିଏମସି ।
- ପଞ୍ଜାବରେ ବଢୁଛି ଆପର ଲୋକପ୍ରିୟତା, ଦଳରେ ଯୋଗଦେଲେ ପଞ୍ଜାବର ପୂର୍ବତନ ଶିକ୍ଷାମନ୍ତ୍ରୀ ଜାଥେଦାର ସେବା ସିଂ ସେଖୱାନ ।
- ୫ କୋଟି ଦାମ୍ର ଘଣ୍ଟା ପିନ୍ଧି ନଜର ଆସିଲେ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ସମ୍ପୂର୍ଣ୍ଣ ପ୍ଲାଟିନମରେ ନିର୍ମିତ ଏହା ହେଉଛି ଏକ ବିରଳ ଘଣ୍ଟା । ଯାହାର ନାମ ପାଟେକ ଫିଲିପେ ନାଟିଲସ୍ ପ୍ଲାଟିନମ୍ ୫୭୧୧ ।
- ଗୁରୁବାର ଇଂଲଣ୍ଡ ପୂର୍ବଦିନର ସ୍କୋର୍ ୧୨୦/୦ରୁ ଖେଳିଥିବା ବେଳେ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଦେଜା ପ୍ରଥମରୁ ଦୁଇଟି ୱିକେଟ୍ ଦେବାରୁ ଭାରତ ପ୍ରତ୍ୟାବର୍ତନର ସୁଯୋଗ ପାଇଥିଲା। ରୋରି ବର୍ଣ୍ଣସ (୬୧)ଙ୍କୁ ଜନ୍ମଦିନରେ ଶତକ ହାସଲ କରିବାରୁ ସୁଯୋଗ ନ ଦେଇ ବୋଲ୍ଠଡ କରି ଦେଇଥିଲେ ସାମି। ଦୃଢ଼ ଭାବେ ଖେଳୁଥିବା ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହସିବ୍ ହମିଦ୍ (୬୮)ଙ୍କୁ ଜାଦେଜା ପ୍ଲେଡ୍ ଅନ୍ ବୋଲ୍ଡ କରି ଦେଇଥିଲେ।
- “କୋଭିସିଲ୍ଡର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବା ନେଇ ଆଲୋଚନା ହେଉଛି। । ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ ଇନ୍ ଇଣ୍ଡିଆ (NTAGI)ରେ ମଧ୍ୟ ଏନେଇ ଆଲୋଚନା ହୋଇନାହିଁ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ NTAGI ରେ ମଧ୍ୟ ଏହା ଉପରେ ଆଲୋଚନା କରାଯିବ।
- ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଏବେ ହକିର କ୍ରେଜ୍ କାହିଁରେ କଣ। ଓଡ଼ିଶା ହକି ପାଇଁ ଏକ ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା କୋଚ୍ ନିଯୁକ୍ତି କରିବାକୁ ରାଜ୍ୟସରକାର ଚିନ୍ତା କରୁଛନ୍ତି। ମହାନ ହକି କିମ୍ବଦନ୍ତୀ ଜୁଡେ ଫେଲିକ୍ସ ଓଡ଼ିଶା ହକିର ମଙ୍ଗ ଧରିପାରନ୍ତି।
- ବିଶ୍ବର ଏକ ନମ୍ବର ପାରାବ୍ୟାଡମିଣ୍ଟନ୍ ତାରକା ତଥା ଟୋକିଓ ପାରାଲିମ୍ପିକ୍ସର ଅନ୍ୟତମ ପଦକ ଦାବିଦାର ପ୍ରମୋଦ ଭଗତ ଏବଂ ତାଙ୍କ ପୁରୁଷ ଯୁଗଳ ସାଥୀ ମନୋଜ ସରକାର ଏକକ ବର୍ଗର ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି।
|
537 |
Y |
|
2838 |
27-08-2021 |
English |
- Nine new judges, including three women, whose appointments to the Supreme Court have been cleared by the Centre, are likely to be sworn-in on August 31 by Chief Justice of India (CJI) N V Ramana.
- Former Director of Central Bureau of Investigation (CBI) Uma Shankar Mishra, a 1968-batch IPS officer of Odisha cadre, passed away on 26th Aug 21.
- The Karnataka government has placed a request to IT companies operating in the surrounding areas of Outer Ring Road (ORR) to extend the Work From Home (WFH) period till December next year.
- Andhra Pradesh state government has sanctioned Rs 10 lakh for each child who lost both the parents due to corona.
- The Civil Aviation Ministry has signed a memorandum of understanding (MoU) with the Adani Group for providing services, including customs, immigration and security, at the Jaipur, Guwahati and Thiruvananthapuram airports.
- 1,808 farmers, who have been found ineligible under the Pradhan Mantri Kisan Samman Nidhi Yojana (PM KISAN), have been asked to return the financial aid received by them. The aid amounts to Rs 1.88 crore in the district
- India could talk with a new government in Afghanistan if it is inclusive and has representation of all sections of the society of Afghanistan. Experts have suggested all diplomatic resources be used to ensure that Afghanistan does not become a hub of anti-India activity.
- India has sought “more clarity” from the US on the price fixation, maintenance and transfer of technology in the proposed $3 billion (around Rs 22,000 crore) deal to acquire 30 armed MQ-9B Predator drones, which are designed for long-range precision strikes against hostile targets on land and sea.
- India and Russia have signed defence deals worth $15 billion in the past three years with big-ticket purchases such as the S-400 missile system, said Viktor N Kladov, director for international cooperation and regional policy.
- India on 26 Aug (Thursday) strongly condemned the deadly bomb explosions near the Kabul airport and said the attacks reinforced the need for the world to stand unitedly against terrorism.
- The Taliban is not allowing 140 Afghan Hindus and Sikhs to visit India on the occasion of the 400th birth anniversary of Sikh Guru Tegh Bahadur, Delhi-based think tank Indian World Forum claimed on 26 Aug (Thursday).
- The Taliban has been showing off its own "special forces" on social media, soldiers in new uniforms equipped with looted American equipment who contrast sharply with the image of the usual Afghan insurgent.
- An ISIS suicide bomber was responsible for the explosion outside the Kabul airport. According to a local reporter, a suicide attacker blew himself up in the middle of a large crowd at the airport.
- United Nations Secretary-General Antonio Guterres condemned the terror attack near Hamid Karzai International Airport and expressed his support for the victims of the blast.
- Tokyo Paralympics 2020: Indian paddler Bhavinaben Patel progressed to the Round of 16 in the women's singles Class 4 table tennis event with a hard-fought 3-1 victory over Great Britain's Megan Shackleton at the Tokyo Paralympics .
- Swimmer Suyash Jadhav will miss Friday's 200m individual medley SM7 event in the Paralympic Games as he is suffering from cold and sore throat. His COVID-19 test report is, however, negative.
- The Indian contingent has sent its largest contingent yet, with 54 Paralympic athletes contesting in 9 sports across the competition
- Chadalavada Anandha Sundhararaman Bhavani Devi, who is widely known as Bhavani Devi (born 27 August 1993), is an Indian sabre fencer.
- Like last year, Class 11 and 12 students will study the reduced 70% syllabus in view of the pandemic. It was decided that the students will appear four exams in each year, informed Tushar Kanti Tripathy, CHSE Secretary. He further stated Class 11 students will appear three internal exams and one annual exam. The junior colleges will conduct the four exams for Class 11 students. Similarly, Class 12 students will appear three internal exams conducted by the junior colleges. However, the final annual exam for the students will be done by CHSE, he added.
- Alleging threat to his life due to "political conspiracy", Lok Janshakti Party leader and Union Minister Pashupati Kumar Paras has written a letter to Home Minister Amit Shah and urged that he should be given "Z Plus" security
|
585 |
Y |
|
2839 |
26-08-2021 |
English |
-
The Bangladesh Telecom Regulatory Commission (BTRC) has ordered the Department of Telecommunication (DoT) to ban internet games like PubG and Freefire. The action follows an instruction by the High Court of Bangladesh to shut down the dangerous and harmful apps and softwares on the internet for three months.
-
Pakistan on 24 Aug received 2.75 billion from the International Monetary Fund (IMF) under a Special Drawing Rights (SDR) programme to support low-income countries hit by the coronavirus.
-
The CISF has clarified that the young officer, Somnath Mohanty, who asked actor Khan to follow security protocol at the Mumbai airport, has not been reprimanded. CISF DG has presented Mohanty cash award of Rs 5,000 and a citation for his ‘exemplary professionalism’.
-
Over 600 people have been evacuated from Afghanistan till now. India evacuated the people on several flights from Kabul, Dushanbe and Doha. The mission to evacuate people from Kabul has been named as " Operation Devi Shakti ".
-
India and the Philippines conducted a naval exercise in the South China Sea on August 23, 2021. This exercise was conducted five days after conducting a similar drill with Vietnam in the region. Indian and Vietnamese navies had conducted the naval exercise on 18 August.
-
The Cabinet has approved the highest ever Fair and Remunerative Price of 290 rupees per quintal for Sugarcane. The Minister said this will be immensely beneficial to five lakh workers employed in sugar mills and related ancillary activities.
-
PM Modi on 25 Aug chaired the meeting of the 37th edition of PRAGATI, the ICT-based multi-modal platform for pro-active governance and timely implementation, involving Centre and State governments. In the meeting, nine agenda items were taken for review including eight projects and one scheme.
-
Jal Shakti Ministry begins SUJALAM, a 100 days campaign as part of Azadi Ka Amrit Mahotsav celebrations. The Campaign will help in management of the wastewater. It will boost the momentum of Swachh Bharat Mission Gramin phase -2 activities through community participation and it will increase awareness about ODF-plus activities. The focus area of this campaign is to ensure that all newly emerging Households in the village have access to toilets.
-
On August 27, the President will unveil a statue of Dr. Sampurnanand, former Chief Minister of Uttar Pradesh and inaugurate an Auditorium at the Capt Manoj Pandey Sainik School in Lucknow & will also grace the 26th convocation of the Sanjay Gandhi Postgraduate Institute of Medical Sciences, Lucknow.
-
The Adani Group has announced prices for procuring apple for its CA stores. Compared to last year, the prices announced for premium apple are around 20 per cent less this time – the opening price for the premium apple last year was Rs 88 per kg. This time, it is Rs 72. The apple growers are not happy and some are even threatening to boycott the corporate giant.
-
Andhra Pradesh has sought Krishna river water sharing between it and Telangana at 70:30 ratio for the present water year 2021-22
-
Senior IPS officer Pankaj Singh was on 25 Aug, appointed director general of the Border Security Force.
-
The Central Armed Police Forces (CAPF) in India, for the first time, will be equipped with Bureau of Indian Standard (BIS) marked level-5 bullet resistance jackets by September end, a move by the Central government in line with Prime Minister Narendra Modi's vision of 'Aatmanirbhar Bharat'.
-
The Bangladesh Telecom Regulatory Commission (BTRC) has ordered the Department of Telecommunication (DoT) to ban internet games like PubG and Freefire. The action follows an instruction by the High Court of Bangladesh to shut down the dangerous and harmful apps and softwares on the internet for three months.
-
Pakistan on 24 Aug received 2.75 billion from the International Monetary Fund (IMF) under a Special Drawing Rights (SDR) programme to support low-income countries hit by the coronavirus.
-
With only around 14 per cent of the adult population stands fully vaccinated against the Covid-19 to date in the country, the Centre has asked all the states to accelerate the administration of the second dose.
-
Only 16 per cent of the targeted adult population in the Odisha has been immunised completely, as they have taken the full dosage. In Odisha, of the targeted 3.1 crore adult population, a total of over 49.71 lakh have been administered with two doses, whereas a total of 1.59 cr have been partially inoculated (taken only 1 dose). The data shows when over 51 per cent of the targeted adult population in the State have been partially immunised, only over 16 per cent stands fully vaccinated.
-
The Economic Offences Wing (EOW) of Odisha Crime Branch said that self-proclaimed Godman Bijayananda Choudhury alias Swami Bijayanandaji Maharaj had earlier defrauded a Ganjam-based contractor of Rs 25 lakh.
-
Students from the University Law College, Capital Law College, MS Law and The Law College had alleged that they were being forced to appear the pending four semesters- 7th, 8th, 9th and 10th- in the ensuing six months in offline mode.
-
The State Transport Commissioner has written to all Regional Transport Officers (RTOs) for stringent enforcement of traffic rules and to achieve 100 per cent DL suspension of the drivers who defy the rules.
|
567 |
Y |
|
2840 |
26-08-2021 |
Odia |
- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ ୧୩୦ ଜଣ ସଂକ୍ରମିତ ହୋଇଛନ୍ତି। ଏଥିସହିତ ସଂଗରୋଧରୁ ୪୯୨ ଓ ସ୍ଥାନୀୟ ସଂକ୍ରମିତ ୩୫୭ ଜଣଙ୍କୁ ଚିହ୍ନଟ କରାଯାଇଛି।
- କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ଫାମିଲି ପେନ୍ସନ୍ରେ ବୃଦ୍ଧି କରିଛନ୍ତି। ପେନ୍ସନ୍ଭୋଗୀମାନେ ଶେଷ ବେତନର ୩୦% ରାଶିକୁ ପେନ୍ସନ୍ ଆକାରରେ ପାଇବେ।
- ଏଣିକି ନିୟମ ଖିଲାପ କଲେ ଆଉ ବର୍ତ୍ତି ପାରିବେନି ଗାଡ଼ି ଚାଳକ । ପ୍ରଥମ ଥର ନିୟମ ଭାଙ୍ଗିଲେ ବି ବାତିଲ ହୋଇଯିବ ଲାଇସେନ୍ସ, ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିସନର ।
- ରାଜ୍ୟ ପର୍ଯ୍ୟଟନରେ ସ୍ଥାନ ପାଇବ କରଂଜକୋଟ । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ
- ରାଜ୍ୟର ୨ଟି ବେଳାଭୂମିରେ ନିର୍ମାଣ ହେବ ବିଚ୍ ସେକ । ଗୋପାଳପୁର ଓ ସୋନପୁର ବେଳାଭୂମିରେ ଗୋଆର ଅନୁଭବ କରିବେ ପର୍ଯ୍ୟଟକ ।
- ଦେଶରେ ୬୦ କୋଟିରୁ ଅଧିକ ଲୋକଙ୍କୁ ଦିଆଗଲାଣି ଟିକା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆଗକୁ ବଢୁଛି ଟିକାକରଣ ।
- କାନାରା ବ୍ୟାଙ୍କର ୧.୫୯% ଅଂଶ ଅଧିଗ୍ରହଣ କଲେ ରାକେଶ ଝୁନଝୁନୱାଲା
- ସାଂସଦ ଓ ବିଧାୟକମାନେ ସଂପୃକ୍ତ ଥିବା ମାମଲାକୁ ନେଇ ଇଡି ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। କହିଲେ, ମାମଲା ପକାଇ ନ ରଖି ତୁରନ୍ତ ଦାଖଲ କର ଚାର୍ଜସିଟ୍ ।
- ଭାରତର ଗୁରୁତର ବ୍ୟାଟିଂ ବିପର୍ଯ୍ୟୟ : ପ୍ରଥମ ଇଂନିସରେ ମାତ୍ର ୭୮ ରନରେ ଅଲଆଉଟ, ଦୁଇ ଅଙ୍କ ଛୁଇଁପାରିଲେନି ୯ ବ୍ୟାଟ୍ସମ୍ୟାନ୍ । ଇଂଲଣ୍ଡ ୪୨ ରନରେ ଆଗୁଆ ।
- ଇପ୍ରୋକ୍ ଅନ୍ତର୍ଜାତୀୟ ପୁରସ୍କାର ଘୋଷିତ: ପୁରସ୍କୃତ ହେବେ ଓଡ଼ିଆ ଚିତ୍ରଶିଳ୍ପୀ ରବୀନ୍ଦ୍ର ଶବର ।
- ଦକ୍ଷିଣ ଭାରତର ପ୍ରମୁଖ ଏନବିଏଫସି, ଆଇସିଏଲ ଫିନକର୍ପ ଓଡ଼ିଶାର ପ୍ରମୁଖ ସହରମାନଙ୍କରେ ୧୦ଟି ନୂତନ ଶାଖା ଖୋଲିବା ସହ ଉତ୍ତର ଓ ପୂର୍ବ ଭାରତୀୟ ବଜାରରେ ପ୍ରବେଶ କରିଛି ।
- ଭାରତ ପାଇଁ ବିପଦ ବଢାଇପାରେ ତାଲିବାନ ! ଜବାବ ଦେବାକୁ ସେନା ପ୍ରସ୍ତୁତ: ସିଡିଏସ୍ ।
- ଏ ବର୍ଷ ବଢ଼ିବନି ଯୁକ୍ତ ୨ ନାମଲେଖା ଫି’: ସେଲ୍ଫ ଫାଇନାନ୍ସ ଓ ବେସରକାରୀ କଲେଜକୁ ନିର୍ଦ୍ଦେଶ ।
- ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି। ଏଣିକି ଆପଣମାନେ ଟିକା ପାଇଁ ହ୍ବାଟସ ଆପରେ ସ୍ଲଟ ବୁକ କରି ପାରିବେ। ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା ପାଇପାରିବେ। ହ୍ବାଟସ ଆପର ନୂଆ ଫିଚର ‘MyGov Corona Helpdesk’
- ଶୀର୍ଷ ଅଦାଲତରେ ନିଯୁକ୍ତି ନିମନ୍ତେ ‘ସୁପ୍ରିମ୍ କୋର୍ଟ କଲିଜିୟମ୍’ ସୁପାରିସ କରିଥିବା ସମସ୍ତ ୯ଜଣ ବିଚାରପତିଙ୍କ ନାମକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହି ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ବିଚାରପତି।
- ଏବେ ‘ହମିଦ୍ କର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର’କୁ ନ ଯିବା ଲାଗି କାବୁଲ୍ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଆମେରିକୀୟ ନାଗରିକମାନଙ୍କୁ ପରାମର୍ଶ ଦେଇଥିବା କଥା ବିଳମ୍ବିତ ବୁଧବାରେ ଦୂତାବାସ ଜାରି କରିଥିବା ‘ସିକ୍ୟୁରିଟି ଆଲର୍ଟ’ରୁ ଜଣାପଡ଼ିଛି।
- ତାଲିବାନର ଆଫଗାନିସ୍ତାନ ଦଖଲକୁ ଆଇଏସଆଇଏସ, ଅଲ୍କାଏଦା, ଜୈସ-ଇମହମ୍ମଦ ଓ ଲସ୍କର -ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନ ଗୁଡିକ ପ୍ରଶଂସା ଓ ସମର୍ଥନ କରୁଥିବାରୁ ଏହାର ସୁଦୂର ପ୍ରସାରୀ ପ୍ରଭାବ ଏହାର ପଡୋଶୀ ରାଷ୍ଟ୍ରମାନଙ୍କ ଉପରେ ପଡିପାରେ ବୋଲି ଆଶଙ୍କା କରିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ।
- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ଗତକାଲି କହିଥିଲେ ଯେ ଭାରତରେ କରୋନା ଏବେ ମହାମାରୀ ନହୋଇ ସ୍ଥାନୀୟ ରୋଗରେ ପରିଣତ ହୋଇଛି। ଏହା ପୂରା ଜନସଂଖ୍ୟା ଉପରେ ପ୍ରଭାବ ପକାଇବ ନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ, ଗୋଷ୍ଠୀ ଅଥବା କିଛି ସମୟ ପାଇଁ ପ୍ରଭାବୀ ରହିବ। ଅନ୍ୟ ଫ୍ଲୁ ଭଳି ଏହା ଲୋକଙ୍କ ସହିତ ରହିବ।
- ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା ଦିଆଯିବ। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ଅନୁରୋଧ କରିଛି କେନ୍ଦ୍ର। ଏନେଇ ସବୁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟ।
- ଭାରତକୁ ଆସିବା ପାଇଁ ସମସ୍ତ ଆଫଗାନିସ୍ତାନ ନାଗରିକଙ୍କୁ କେବଳ ଜରୁରୀକାଳୀନ ଭିସା ବା ଇ-ଭିସା ଯୋଗାଇ ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଅନେକ ଆଫଗାନିସ୍ତାନ ନାଗରିକଙ୍କ ପାସପୋର୍ଟ ଜବତ କିମ୍ବା ହଜିଯିବା ଖବର ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
|
527 |
Y |
|