Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
951 06-05-2024 Odia
  1. 1. ସ୍ୱାସ୍ଥ୍ୟ ବୀମାଧାରୀଙ୍କ ପାଇଁ ବଡ଼ ଖବର। ଆଗକୁ ହେବ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍‌ ବାବଦରେ ବୀମାଧାରୀଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ନୂଆ ନିୟମ ମୁତାବକ, ଏଣିକି ବୀମା କ୍ଲେମ ପାଇଁ ଆପଣଙ୍କୁ ଅତିବେଶୀରେ ୩ ବର୍ଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ପୂର୍ବରୁ ଏହି ସମୟସୀମା ୪ ବର୍ଷ ରହିଥିଲା।
  2. 2. ଷାଠିଏ ଦଶକ ବେଳକୁ ପେନିସିଲିନ୍ ତିଆରିରେ ଆତ୍ମନିର୍ଭରଶୀଳ ଥିବା ଭାରତ ପରବର୍ତ୍ତୀ ତିନି ଦଶନ୍ଧିରେ ସେହି ମାନ୍ୟତା ବଜାୟ ରଖିବାରେ ବିଫଳ ହୋଇଥିଲା। ଏବେ ଏହା ଚୀନ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛି।

  3. 3. ବିଶ୍ବର ସବୁଠୁ ଚର୍ଚ୍ଚିତ ନିବେଶକ ତଥା ବର୍କସାୟାର ହାଥାୱେର ଅଧ୍ୟକ୍ଷ ଓ ସିଇଓ ୱାରେନ ବଫେଟ୍‌ ଭାରତକୁ ସୁଯୋଗର ଗନ୍ତାଘର ଭାବେ ବର୍ଣ୍ଣନା କରିଛନ୍ତି। କମ୍ପାନିର ବାର୍ଷିକ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତରେ ହାସଲ ହୋଇନଥିବା ବହୁ ସୁଯୋଗ ରହିଛି।

  4. 4. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ସର୍ବସମ୍ମତିକ୍ରମେ ଅଲ-ଜଜିରା ନ୍ୟୁଜର କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  5. 5. ସ୍ଥାୟୀ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଇସ୍ରାଏଲର ପ୍ରତିବଦ୍ଧତା ଗାଜାରେ ଶାନ୍ତିର ସମ୍ଭାବନା ବଢ଼ାଇଛି। ଇଜିପ୍ଟର ରାଜଧାନୀ କାଇରୋରେ ଚାଲିଥିବା ଆଲୋଚନାରେ ଶନିବାର ଇସ୍ରାଏଲ୍ ଅଧିକାରୀ ଏଭଳି ମନୋଭାବ ପ୍ରକାଶ କରିଛନ୍ତି।

  6. 6. ଓଡିଶା ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ବ୍ୟବସ୍ଥା ମଧ୍ୟ ରହିଛି।

  7. 7. ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ଏବଂ ଏହାର ପାରିଦର୍ଶିତା ଓ ପ୍ରତିବଦ୍ଧତା ସଂପର୍କରେ ବାସ୍ତବ ଜ୍ଞାନ ହାସଲ ପାଇଁ ୨୩ଟି ରାଷ୍ଟ୍ରର ୭୫ ଜଣ ପ୍ରତିନିଧି ଭାରତ ପହଞ୍ଚିଛନ୍ତି।

  8. 8. ରାଧିକା ଖେଡା କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଛନ୍ତି। ନିକଟରେ ରାଧିକାଙ୍କ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସିଥିଲେ। ଇସ୍ତଫା ଦେବାବେଳେ ରାଧିକା କହିଛନ୍ତି ଯେ ମୁଁ ଜଣେ ଝିଅ ଏବଂ ଲଢ଼ିପାରେ।

  9. 9. ପ୍ରମିଳା ପୂଜାରୀ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ ପାର୍ଟି)ରୁ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଛନ୍ତି। ବୃତ୍ତିରେ ଦିନମଜୁରିଆ। ସଞ୍ଚିତ ସମ୍ପତ୍ତି କହିଲେ ମାତ୍ର ୨୦ ହଜାର ଟଙ୍କା। ଷ୍ଟେଟ୍‌ ବ୍ୟାଙ୍କରେ ୨୦ ହଜାର ୧୨୫, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଅଛି ୧୧୨୫ ଟଙ୍କା। ଟଙ୍କା ।

  10. 10 ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା  ଲାଗିଛି।  ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରାଯାଇଛି।

  11. 11. ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଶାଲିମାର ଗାର୍ଡନ ଅଞ୍ଚଳସ୍ଥ ଟାଟା ଷ୍ଟିଲର ନ୍ୟାସନାଲ ବିଜନେସ ହେଡ ବିନୟ ତ୍ୟାଗୀଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

  12. 12. ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)। ବିଭିନ୍ନ ଦେଶ ଭାରତୀୟ ମସଲା ଉପରେ ଲଗାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି।

  13. 13. ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର ଜଣେ ମୌଲବୀଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି।

  14. 14. ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌ ନୋଟିସ ଜାରି କରାଯାଇଥିବା କର୍ନାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି।

  15. 15. ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ ଥିଲେ ମଧ୍ୟ ଏଭଳି ସମ୍ପର୍କ ବଳାତ୍କାର ନୁହେଁ।

  16. 16. ମାଷ୍ଟର୍‌‌କ୍ୟାଣ୍ଟିନ ଥିବା ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋର, ୟୁନିଟ୍‌‌-୯ରେ ଥିବା ମା’ ମଙ୍ଗଳା ବୁକ୍‌‌ ଷ୍ଟୋର ଓ ରବିଟକିଜ ନିକଟ ଶୁଭମ୍‌‌ ବୁକ୍‌‌ ଷ୍ଟୋରର ଗୋଦାମରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଓ ଅଟୋକୁ ଜବତ କରାଯାଇଛି।

  17. 17. ଦକ୍ଷିଣ ବ୍ରାଜିଲର ‘ରିୟୋ ଗ୍ରାଣ୍ଡେ ଡେଲ ସୁଲ’ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାଯୋଗୁଁ ବନ୍ୟା ଆସି ବିପର୍ଯ୍ୟୟ ସୃଷ୍ଟି କରିଛି। ଏ ପର୍ଯ୍ୟନ୍ତ ବନ୍ୟା ଏବଂ ଭୂସ୍ଖଳନରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୭୦ ଜଣ ନିଖୋଜ ଅଛନ୍ତି।

  18. 18.ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ବିପକ୍ଷଙ୍କ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି।

  19. 19. ବିହାରର କିଶାନଗଞ୍ଜରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମାଆ ସମେତ ସମସ୍ତ ଶିଶୁ ମଧ୍ୟ ସୁସ୍ଥ ଅଛନ୍ତି।

  20. 20. ନିର୍ବାଚନ ପ୍ରଚାର ସମୟରେ ଜବତ ହେଉଛି ପୁଳା ପୁଳା ଟଙ୍କା। ଏହିକ୍ରମରେ ଆନ୍ଧ୍ରପ୍ରଦେଶ ପୁଲିସ ୨,୦୦୦ କୋଟି ନଗଦ ଟଙ୍କା ଜବତ କରିବା ସହ ୪ଟି କଣ୍ଟେନରକୁ ଜବତ ରଖିଥିଲା। ଏହି ସବୁ କଣ୍ଟେନର କେରଳରୁ ଆନ୍ଧ୍ରପ୍ରଦେଶକୁ ଯାଉଥିଲା।

325 Y
952 06-05-2024 English
  1. 1. Bengaluru Senior JD(S) leader and party MLA HD Revanna was remanded to police custody till May 8 by a city court.

  2. 2.  Severe heatwave conditions scorched Odisha Sunday with the mercury shooting to 45 degrees Celsius in Titilagarh.

  3. 3. Ravindra Jadeja’s all-round effort helps CSK keep the playoff hopes alive with an easy win over Punjab Kings.

  4. 4. Israeli government moves to shut down the operations of the Al Jazeera television network in the country, branding it a mouthpiece for Hamas.

  5. 5. Accusing Chhattisgarh Governor Biswabhusan Harichandan of violating the model code of conduct (MCC), the BJD Sunday urged the Election Commission to restrict his visit to Odisha till the completion of the simultaneous Lok Sabha and Assembly polls in the state.

  6. 6. Courts have to take a participatory role in a trial and not act as “mere tape recorders”, the Supreme Court said here and lamented that there is “practically no effective and meaningful cross-examination” by public prosecutors of any hostile witness during hearings of criminal appeals.

  7. 7. Manipur Chief Minister N Biren Singh Saturday said that 877 square km of forest cover in the northeastern state were destroyed in 34 years (1987-2021), primarily for the illegal cultivation of poppy, which has been used to manufacture various drugs.

  8. 8. Reservations for Scheduled Casts (SCs), Scheduled Tribes (STs) and Other Backward Classes (OBC) would not end as long as there is even one BJP MP in the Parliament, Union Home Minister Amit Shah said Sunday.

  9. 9. Senior JD(S) leader and party MLA H D Revanna was remanded to police custody till May 8 by a city court Sunday in connection with a case of alleged kidnapping and illegal confining of a woman.

  10. 10.The Election Commission Sunday ordered the transfer of Andhra Pradesh Director General of Police KV Rajendranath Reddy with immediate effect, sources said.

  11. 11. West Bengal Governor C V Ananda Bose Sunday directed all staffers of Raj Bhavan to ignore any communication from the Kolkata Police in connection with a woman employee’s complaint of molestation against him.

  12. 12. A total of 35 Naxalites, three of them carrying a cumulative reward of `3 lakh, surrendered in Chhattisgarh’s Dantewada district Sunday, a senior police official said. A 16-year-old girl and an 18-year-old boy are among those who turned themselves in before the police, he said.

  13. 13. Indians are one of the largest leaders of innovation in Silicon Valley and America’s tech industry cannot survive without them, the CEO of the Silicon Valley Central Chamber of Commerce has said.

  14. 14. Massive floods in Brazil’s southern Rio Grande do Sul state killed at least 60 people and another 101 were reported missing, according to Sunday’s toll from local authorities. At least 155 people were injured, while damage from the rains forced more than 80,000 people from their homes.

  15. 15. As Ukraine marked its third Easter at war, Russia launched a barrage of drones concentrated in Ukraine’s east where the situation on the front line is worsening.

  16. 16. More than 1.85 lakh companies were registered in the country last fiscal, higher than the count recorded in the year-ago period, and nearly 16,600 companies were set up in March this year, according to official data.

  17. 17. Foreign investors have adopted a “wait and watch” stance amidst the ongoing general elections and have infused just `1,156 crore in the first two trading sessions of this month.

  18. 18.Credit outstanding to the housing sector rose by nearly `10 lakh crore in the last two fiscals to reach a record `27.23 lakh crore in March this year, according to RBI’s data on ‘Sectoral Deployment of Bank Credit’

  19. 19.Ravindra Jadeja (43 and three wickets) orchestrated a master-class allround show as Chennai Super Kings (CSK) regained their winning touch with a comprehensive 28-run win over Punjab Kings (PBKS) in a low-scoring IPL fixture here Sunday.

  20. 20.Second leg runner Rajesh Ramesh pulled out due to cramps as the Indian men’s 4x400m team failed to finish Sunday their heats at the World Athletics Relays in Nassau, Bahamas, during round one of Paris Olympics qualification.

312 Y
953 05-05-2024 Odia
  1. 1.ଉତ୍ତରପ୍ରଦେଶର ମୋଦୀନଗରରେ ଏକ ମସଲା ମିଲ୍‌ରେ ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ପୋଷାକ ରଙ୍ଗ ମିଶାଯାଉଥିବା ଧରାପଡ଼ିଛି। ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏମିତି କରାଯାଉଥିବା କୁହାଯାଉଛି। ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନଙ୍କ କହିବାନୁଯାୟୀ, ଏକାଧିକ ପ୍ୟାକେଟ୍‌ ସିନ୍ଥେଟିକ ରଙ୍ଗ ଜବତ କରାଯାଇଛି। 

  2. 2.କର୍ଣ୍ଣାଟକ ସରକାର ଫେରାର ଜେଡିଏସ ସାଂସଦ ପ୍ରଜ୍ୱଲ ରେଭାନ୍ନାକୁ ଠାବ କରିବା ପାଇଁ ଅନ୍ୟ ଦେଶର ସହାୟତା ନେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁରୋଧ କରିଛନ୍ତି।

  3. 3.ଦୁଇ ଦିନ ଧରି ନିଖୋଜ ଥିବା ତାମିଲନାଡୁ କଂଗ୍ରେସ ଜିଲ୍ଲା ସଭାପତି କେପିକେ ଜୟକୁମାରଙ୍କ ମୃତଦେହ ତିରୁନେଲଭେଲିରେ ଉଦ୍ଧାର କରାଯାଇଛି।

  4. 4.ଜମ୍ମୁର ପୁଞ୍ଚ ଜିଲ୍ଲାରେ ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି । ଏହି ଆକ୍ରମଣରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।

  5. 5.୨୩ଟି ଦେଶର ବିଭିନ୍ନ ଇଏମବି ଏବଂ ନିର୍ବାଚନ ସଂଗଠନର ପ୍ରତିନିଧିତ୍ୱ କରୁଥିବା ୭୫ ଜଣ ପ୍ରତିନିଧି ବିଶ୍ୱର ସର୍ବବୃହତ ନିର୍ବାଚନୀ କାର୍ଯ୍ୟକ୍ରମ ଭାରତୀୟ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିବେ। ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ଇଲେକ୍ଟୋରାଲ ସିଷ୍ଟମ (ଆଇଏଫଇଏସ)ର ସଦସ୍ୟ ଏବଂ ଭୁଟାନ ଏବଂ ଇସ୍ରାଏଲର ଗଣମାଧ୍ୟମ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ।

  6.  6.ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ କୋଲକାତା ପୁଲିସ ବର୍ତ୍ତମାନ ଏକ ତଦନ୍ତ ଟିମ ଗଠନ କରିଛି। ଶନିବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ସାକ୍ଷୀଙ୍କୁ ପଚରାଉଚୁରା କରାଯିବ |

  7. 7.ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି।

  8. 8.ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦ ତାରିଖରେ ସେ ଓଡ଼ିଶା ଆସିବେ।

  9. 9.ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା ହରାଇ ନାହାନ୍ତି ନିମାପଡ଼ା ବିଧାୟକ ସମୀର ଦାଶଙ୍କ ସମର୍ଥକ। ଶନିବାର ସମୀର ପୁଣି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମାବେଶରେ ବିଜେଡିର ଶତାଧିକ ସମର୍ଥକ ସାମିଲ ହୋଇଥିଲେ।

  10. 10.ଚଳିତ ନିର୍ବାଚରେ ମଧ୍ୟ ଜଣେ ମହିଳା ରାଜ୍ୟର ସବୁଠାରୁ ଗରିବ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଯାହାଙ୍କ ପାଖରେ ମାତ୍ର ୨୦ହଜାର ଟଙ୍କା ରହିଛି। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ମଧ୍ୟ ସତ। ସେ ହେଉଛନ୍ତି କୋରାପୁଟର SUCI ପ୍ରାର୍ଥୀ ପ୍ରମିଳା ପୂଜାରୀ।

  11. 11.କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି।

  12. 12.ବିଶେଷକରି ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସାମାଜିକ କର୍ମୀ ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଛି।

  13. 13.ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ ବିନା ନେଟ୍‌ୱର୍କ ସମସ୍ୟାରେ ସଫଳତାର ସହ ପୂରଣ କରିଛି।

  14. 14.ରାଜ୍ୟରେ ତ୍ୱରୀତ ଶିଳ୍ପାୟନ ଦିଗରେ ରହିଥିବା ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଆଜି ଇସ୍ପାତ ଉତ୍ପାଦନରେ ଓଡ଼ିଶାକୁ ୧ ନମ୍ବର ସ୍ଥାନରେ ପହଞ୍ଚାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୬ ନିୟୁତ ଟନ୍ ଷ୍ଟିଲ୍ ଉତ୍ପାଦନ ହୋଇଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧୧% ଅଧିକ।

  15. 15.ପ୍ରଥମଥର ନିମନ୍ତେ କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ ହୋଇଛି। ମାସେ ପୂର୍ବେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ଯକୃତ ଗ୍ରହଣ କରିଥିବା ବ୍ୟକ୍ତି ଓ ଯକୃତଦାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଲାଣି। ଉଭୟଙ୍କୁ ଶନିବାର ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି।

  16. 16.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତପକ୍ଷ (ଟ୍ରାଇ) ସାରା ଦେଶରେ ଟେଲିକମ୍ କମ୍ପାନୀଗୁଡ଼ିକୁ କଲିଂ ନେମ୍‌ ଉପସ୍ଥାପନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ଯଦି ଜଣେ ଅଜ୍ଞାତ ବ୍ୟକ୍ତି ଆପଣଙ୍କ ଫୋନକୁ କଲ୍ କରନ୍ତି, ତେବେ ଆପଣଙ୍କ ଫୋନ୍‌ର ସ୍କ୍ରିନରେ ତାଙ୍କ ନାମ ଦୃଶ୍ୟମାନ ହେବ।

  17. 17.ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜ୍ଞାନକୌଶଳ ଅଣାଯାଇ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଗାଡ଼ି ଚଳାଚଳ ଓ ଟ୍ରାଫିକ୍‌‌ ପରିଚାଳନାକୁ ସୁଗମ ଓ ସୁବ୍ୟବସ୍ଥିତ କରିବା ଲାଗି ବଡି କ୍ୟାମେରା ଅଣାଯାଇଛି।

  18. 18.ହିନ୍ଦୁ ବିବାହ ଏକ ସଂସ୍କାର। ଏହା ଏକ ଧାର୍ମିକ ଉତ୍ସବ ମଧ୍ୟ। ରୀତିନୀତି ଏବଂ ପରମ୍ପରା ପାଳନ ନ କଲେ ପଞ୍ଜିକରଣ ହୋଇଥିଲେ ବି ବିବାହକୁ ବୈଧ କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

  19. 19.ଇପିଏଲର ୫୨ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଗୁଜୁରାଟ ଟାଇଟନ୍ସ(ଜିଟି)କୁ ୪ ୱିକେଟରେ ପରାଜିତ କରିଛି। ଧାର୍ଯ୍ୟ ୨୪୮ ରନ୍‌ର ପିଛା କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୩.୪ ଓଭରରେ ୬ ୱିକେଟ ହରାଇ ୧୫୨ ରନ୍ କରିଥିଲା।

  20. 20.ଚନ୍ଦ୍ରପୃଷ୍ଠରେ ଥିବା ଗର୍ତ୍ତରେ ବରଫ ରହିଛି। ଏହା ଜଳରୁ ଜମି ସୃଷ୍ଟି ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଦାବି କରାଯାଇଛି। ସ୍ପେସ ଆପ୍ଲିକେସନ ସେଣ୍ଟର (ଏସଏସି)/ଇସ୍ରୋର ବୈଜ୍ଞାନିକଙ୍କ ଦ୍ବାରା ଆଇଆଇଟି କାନପୁର, ଦକ୍ଷିଣ କାଲିଫର୍ଣ୍ଣିୟା ୟୁନିଭର୍ସିଟି, ଜେଟ୍‌ ପ୍ରପଲସନ ଲ୍ୟାବ ଏବଂ ଆଇଆଇଟି ଧାନବାଦର ଗବେଷକଙ୍କ ସହାୟତାରେ ଏହି ଅଧ୍ୟୟନ କରାଯାଇଛି।

316 Y
954 05-05-2024 English

1. Jammu: One soldier was killed and four were injured as terrorists ambushed an Indian Air Force (IAF) convoy in Jammu and Kashmir's Poonch district Saturday, 
2.    2. Kolkata Police have constituted an inquiry team to probe a woman employee's allegation of molestation by Governor CV Ananda Bose, a senior officer said Saturday. 
3.    3. Of the 37 candidates in the fray for the four Lok Sabha seats in Odisha going to the polls May 13, as many as 17 are crorepatis, according to a report.
4.   4.  A special CBI court in Haryana's Panchkula awarded the death sentence to four convicts in the 2016 Nuh gangrapes and double murder case Saturday, officials said. 
5.    5.Karnataka JD(S) MLA HD Revanna was taken into custody Saturday by sleuths of the Special Investigation Team (SIT), minutes after a Court in Bengaluru rejected his anticipatory bail plea in a kidnapping case, officials said.
6.     6.National spokesperson of BJP ally Rashtriya Lok Dal Rohit Jakhar has resigned from the party in protest against the BJP giving a ticket to the son of incumbent MP Brij Bhushan Sharan Singh, who is facing criminal charges of sexually harassing women wrestlers
7.     7.In a major development, the Special Investigation Team (SIT) of Karnataka Police Saturday tracked a kidnapped woman. The woman was rescued from the farmhouse of Rajashekar, the personal assistant (PA) to JD-S MLA HD Revanna, the father of Prajwal Revanna, at Kalenahalli village in Mysuru district, sources said.
8.   8. Arvinder Singh Lovely, former Delhi Congress chief and Rajkumar Chauhan, a former Congress minister, joined the Bharatiya Janata Party (BJP) at the party headquarters in the capital Saturday. 
9.   9. The record-breaking heatwave spell affecting east India and parts of the southern peninsular region continued unabated Friday, with temperatures settling above 44 degrees Celsius in at least 13 places. Intensely hot conditions prevailed in parts of Odisha, Gangetic West Bengal, Telangana, Andhra Pradesh..
10.     10.The Enforcement Directorate has made a fresh arrest in the Delhi excise policy-linked money-laundering case and taken a man identified as Vinod Chauhan into custody, official sources said Friday.
11.    11. Congress candidate for the Puri Lok Sabha constituency Sucharita Mohanty has declined to contest the elections and returned the party ticket alleging lack of funding from the party.
12.    12.The arrests made Friday by the Canadian police in connection with the killing of Khalistan separatist Hardeep Singh Nijjar are Indian nationals, revealed authorities, Saturday.
13.    13.The Orissa High Court has held that reengagement of a casual labourer cannot be ordered upon the expiry of a temporary scheme.
14.    14.The National Commission for Protection of Child Rights (NCPCR) has asked chief secretaries/administrators of all states and Union Territories to prevent illegal transportation of children.
15.   15. Congress leader Priyanka Gandhi Vadra Saturday attacked the Narendra Modi government on the issue of Covid vaccine and claimed that many healthy youngsters who had taken the jab are getting heart attacks.
16.    16.The Delhi CEO’s office has approved AAP’s Lok Sabha elections campaign song after the party made modifications to it, officials have said. AAP MLA Dilip Pandey, who penned and voiced the song, confirmed that the song was approved Friday.
17.    17.Paytm’s parent company One97 Communications president and chief operating officer Bhavesh Gupta has resigned from the company, an official statement said Saturday. 
18.     18.Bipin Singh came to haunt Mohun Bagan once again as a gritty Mumbai City FC rode on the midfielder’s strike to secure a stunning 3-1 comeback win and grab the ISL title for a second time in front of a partisan Salt Lake Stadium crowd here Saturday
19.   19. Royal Challengers Bengaluru pressed the self-destruction button halfway but a blazing fifty by captain Faf du Plessis had enough torque in it to carry them to a four-wicket over Gujarat Titans in their IPL match here Saturday.
20.   20. Defending champions Chennai Super Kings will look to set their house in order and get back to winning ways when they face an upbeat yet unpredictable Punjab Kings for the second time in a row in the IPL here Sunday

324 Y
955 04-05-2024 Odia
  1. 1.ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ରେ ଇସଲାମାବାଦର ରାଷ୍ଟ୍ରଦୂତଙ୍କ ‘ବିନାଶକାରୀ ଓ ମାରାତ୍ମକ’ ମନ୍ତବ୍ୟକୁ ସମାଲୋଚନା କରି ଭାରତ କହିଛି ଯେ ପାକିସ୍ତାନର ସବୁ କ୍ଷେତ୍ରରେ ସନ୍ଦେହଜନକ ଟ୍ରାକ୍ ରେକର୍ଡ ରହିଛି।

  2. 2.ଲି‌ଷ୍ଟିଂ ଏବଂ ସଂପୃକ୍ତ ପକ୍ଷ କାରବାର ନିୟମ ଉଲ୍ଲଂଘନ ପାଇଁ ଆଦାନି ଗ୍ରୁପ୍‌ର ୬ଟି କମ୍ପାନିକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଉଛି ଆଦାନି ପୋର୍ଟସ୍‌ ଆଣ୍ଡ୍‌ ସ୍ପେସିଆଲ୍‌ ଇକୋ‌ନୋମିକ୍ ଜୋନ୍, ଆଦାନି ପାୱାର, ଆଦାନି ଏନର୍ଜି ସଲ୍ୟୁସନ୍ସ, ଆଦାନି ୱିଲ୍‌ମାର୍‌ ଏବଂ ଆଦାନି ଟୋଟାଲ୍ ଗ୍ୟାସ୍‌।

  3. 3.ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଗତ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ଶତକଡା ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରି ୧,୨୧୮ କୋଟି ଟଙ୍କାର ନିଟ୍ ଲାଭ ସଂଗ୍ରହ କରିଛି।

  4. 4.୨୦୨୪ ମାର୍ଚ୍ଚ ମାସରେ ଖଣିଜ ଉତ୍ପାଦନ ସୂଚକାଙ୍କ ୧୫୬.୧ରେ ପହଂଚିଛି ଯାହା ୨୦୨୩ ମାର୍ଚ୍ଚ ମାସ ତୁଳନାରେ ୧.୨% ବୃଦ୍ଧି ଦର୍ଶାଉଛି।

  5. 5.ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ପଦରୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।

  6. 6.ନିର୍ବାଚନରେ ହାଇପ୍ରୋଫାଇଲ ଆସନଗୁଡ଼ିକରେ ସମାନ ନାମଧାରୀ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଛନ୍ତି।

  7. 7.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ମେ ୭ରେ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

  8. 8.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ଗିରଫ କରିଛି। ଏହି ମାମଲାରେ ଇଡି ଟିମ୍ ଗୋଆରୁ ଆଇନଜୀବୀ ବିନୋଦ ଚୌହାନଙ୍କୁ ଗିରଫ କରିଛି।

  9. 9.ତିହାର ଜେଲ ପରିସରର ସେଣ୍ଟ୍ରାଲ ଜେଲ-୩ ଭିତରେ ଜଣେ କଏଦୀକୁ ହତ୍ୟା କରାଯାଇଛି। ମୃତକର ନାମ ଦୀପକ ବୋଲି ଜଣାପଡ଼ିଛି। ତାକୁ ୨୯ ବର୍ଷ ହୋଇଥିଲା।

  10. 10ଓଡ଼ିଶାରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୧ ଲକ୍ଷ ୭୫ ହଜାର ୮୯୦ ବଢ଼ିଛି। ଫଳରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୭ ଲକ୍ଷ ୬ ହଜାର ୩୫କୁ ବୃଦ୍ଧି ପାଇଛି।

  11. 11.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୂଆଦିଲ୍ଲୀସ୍ଥିତ ଏନଟିପିସି ଲିମିଟେଡର ଜଣେ ବରିଷ୍ଠ ମ୍ୟାନେଜର ବିଜୟ କୁମାରଙ୍କୁ ଲାଞ୍ଚ ନେବା ମାମଲାରେ ଗିରଫ କରିଛି।

  12. 12.ଉତ୍ତରପ୍ରଦେଶର କୈସରଗଞ୍ଜ ନିର୍ବାଚନ ମଣ୍ଡଳୀରୁ ଛଅ ଥର ସାଂସଦ ଥିବା ବ୍ରିଜଭୂଷଣ ଶରଣ ସିଂହଙ୍କ ସ୍ଥାନରେ ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ପ୍ରାର୍ଥୀ କରିବା ପାଇଁ ଭାରତୀୟ ଜନତା ପାର୍ଟିର ନିଷ୍ପତ୍ତିକୁ କୁସ୍ତିଯୋଦ୍ଧାମାନେ ତୀବ୍ର ସମାଲୋଚନା କରିଛନ୍ତି।

  13. 13.ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଠିକ୍ ସମୟରେ ନୋ ଡ୍ୟୁଜ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।

  14. 14.ଘସିପୁରା ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ସୌମ୍ୟ ପଟ୍ଟନାୟକ । ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

  15. 15.ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧ ହଜାର ୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ

  16. 16.୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି।

  17. 17.ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।

  18. 18.ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ।

  19. 19.କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ସ୍ଥିତ ବିଶ୍ୱବିଦ୍ୟାଳୟ (ୟୁସିଏଲ୍‌ଏ)ପରିସରରେ ପାଲେଷ୍ଟିନୀୟ ସପକ୍ଷବାଦୀ ଆନ୍ଦୋଳନ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲମେଟ ପିନ୍ଧିଥିବା ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରି ଫ୍ଲାସ୍‌ ବ୍ୟାଙ୍ଗ ଫାୟାର କରିବା ସହ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛନ୍ତି।

  20. 20.ପଞ୍ଜାବର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଜୀବିତ। ତାଙ୍କ ମୃତ୍ୟୁ ଖବର ବୁଧବାର ଗଣମାଧ୍ୟମରେ ଆସିଛି।

344 Y
956 04-05-2024 English

1.The Central Board of Secondary Education (CBSE) Class X and XII results are likely to be announced after May 20, officials said Friday. 
2.    2.Chief Justice of India DY Chandrachud arrived here on a three-day official trip to visit Nepal – during which he will meet his Nepalese counterpart and address a symposium on child rights. “This is for the first time in history that any sitting Chief Justice of India paid an official visit to Nepal on record,” according to Ved Prasad Upreti, spokesperson at the Supreme Court.
3.   3. Investors’ wealth eroded by Rs 2.25 lakh crore Friday, the day when the BSE Sensex tanked 733 points, amid profit-taking and worries over premium valuations of local stocks.
4.     4.Iran has said it released all the crew members of Portugueseflagged cargo vessel MSC Aries that had 17 Indians among its 25 crews.
5.   5. India’s Permanent Representative to the UN Ambassador Ruchira Kamboj slams Pakistan’s ‘destructive and pernicious’ remarks.
6.   6. Seven out of 10 listed firms of Adani group receive show-cause notices from SEBI for alleged violation of related party transactions.
7.    7.A rape case has been filed against the JD(S)- BJP alliance candidate for Hassan Lok Sabha seat Prajwal Revanna, Karnataka Chief Minister Siddaramaiah said Friday.
8.    8.In a welcome respite from the blistering heatwave conditions prevailing in the state, the weather bureau predicted a significant drop of up to 3-4 degrees Celsius in the next 48 hours.
9.    9.The state government Friday transferred and posted senior bureaucrat Sujata R Karthikeyan as special secretary in the Finance department following an order of the Election Commission (EC).
10.    10Tata Steel Special Economic Zone Limited (TSSEZL) and HHP Five Private Limited (Hygenco) have inked a pact to establish a green hydrogen and green ammonia plant at TSSEZL’s Gopalpur Industrial Park (GIP), an official said Friday.
11.   11. The decades-long territorial dispute over Kotia villages, nestled in the picturesque hills of Eastern Ghats along the border of Odisha and Andhra Pradesh, has once again come to the fore during the ongoing general elections across the nation.
12.    12.Police here in Keonjhar district seized a bag containing `20 lakh cash from a vehicle during line checking Friday afternoon.
13.    13.Vigilance sleuths Friday apprehended an assistant executive engineer (AEE) for accepting a bribe of `50,000 from a contractor. Vigilance sources said Rabindra Patra, the Assistant Executive Engineer of RWS & S, Jharsuguda, was caught while accepting a bribe of `50,000 from a contractor for facilitating the release of his pending bills related to works executed by him.
14.   14. The Supreme Court Friday stayed the opening of a road outside Punjab Chief Minister Bhagwant Mann’s residence in Chandigarh on an experimental basis.
15.   15. Kolkata Knight Riders bowling unit performed in unison to win a battle of attrition against five-time champions Mumbai Indians by 24 runs in an IPL match here Friday

340 Y
957 03-05-2024 Odia
  1. 1.ଟେକ୍‌ନୋଲୋଜି କମ୍ପାନି ଗୁଗୁଲ୍‌ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛି। କମ୍ପାନି ତାହାର ‘କୋର୍‌ ଟିମ୍‌’ରୁ ଅତି କମରେ ୨୦୦ କର୍ମଚାରୀଙ୍କୁ ଭାରତ ଓ ମେକ୍ସିକୋ ପଠାଇବାର ଯୋଜନା କରିଛି।

  2. 2.ହ୍ୱାଟ୍ସଆପକୁ ବ୍ୟବହାର କରି ବିଭିନ୍ନ ପ୍ରକାରରେ ଠକାମୀ ଏବଂ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏକ ସୁରକ୍ଷିତ ଫିଚର୍ସ ଲଞ୍ଚ କରିବାକୁ ଯାଉଛି କମ୍ପାନି। ଏହା ଦ୍ୱାରା ସନ୍ଦିଗ୍ଧ ମେସେଜ୍ ପଠାଯାଉଥିବା ଆକାଉଣ୍ଟକୁ ଲକ୍ କରି ମେସେଜ୍ ଯିବାରୁ ରୋକିବ।

  3. 3.ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି।

  4. 4.ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  5. 5. ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆ‌ନନ୍ଦ ବୋଷଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ମହିଳାଜଣକ ରାଜଭବନରେ ଅସ୍ଥାୟୀ କର୍ମଚାରୀ ଭାବେ ୨୦୧୯ରୁ କାର୍ଯ୍ୟ କରୁଛନ୍ତି। ଚାକିରି ସଂପର୍କରେ ଗୁରୁବାର ରାଜ୍ୟପାଳଙ୍କ ସହ ଆଲୋଚନା କରିବା ସମୟରେ ସେ ଅସହଜ ମନେ କରିଥିଲେ। ଅଭିଯୋଗ ମୁତାବକ ସପ୍ତାହେ ତଳେ ମଧ୍ୟ ରାଜ୍ୟପାଳ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ। 

  6. 6. ‘ସେକ୍ସ ଭିଡିଓ’ ମାମଲାରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ହାସନର ‘ଫେରାର’ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛି। 

  7. 7. କଲମ୍ବିଆ ବିଶ୍ବବିଦ୍ୟାଳୟରେ ମେ ୧ ତାରିଖରେ ପାଲେଷ୍ଟାଇନ୍‌ ସମର୍ଥନ ଓ ଇସ୍ରାଏଲ୍‌ ବିରୋଧୀ ଛାତ୍ର ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ପୁଲିସ ପଦକ୍ଷେପ ଗ୍ରହଣ କରିଥିଲା। ଆନ୍ଦୋଳନକୁ ବେଆଇନ ଘୋଷଣା କରିବା ସହ ୨୮୨ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା।

  8. 8. (ସିବିଆଇ) ଏଜେନ୍ସି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ୍ ବିଆର୍ ଗବାଇ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ କହିଛନ୍ତି।

  9. 9. ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଏଠାରୁ ରାହୁଲ ଗାନ୍ଧି ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

  10. 10.ତ୍ରିପୁରା ସରକାର ରାଜ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ ହେତୁ ଇନ୍ଧନ ଷ୍ଟକର ଅଭାବକୁ ଦୃଷ୍ଟିରେ ରଖି ପେଟ୍ରୋଲ ଏବଂ ଡିଜେଲ ବିକ୍ରୟ ତଥା କ୍ରୟ ଉପରେ ଏକ ସୀମା ଧାର୍ଯ୍ୟ କରିଛନ୍ତି।

  11. 11.ଓଡ଼ିଶାର ପାଟଣାଗଡ଼ ପାର୍ସଲକାଣ୍ଡର ପୁନରାବୃତ୍ତି ହୋଇଛି ଗୁଜରାଟରେ । ଗୁଜରାଟର ସାବରକାଣ୍ଠାରେ ଏକ ପାର୍ସଲ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

  12. 12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ଟୀକାକରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କୋୱିନ ସାର୍ଟିଫିକେଟ ମିଳୁଥିଲା

  13. 13.ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି।

  14.  14.ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ବିଧାୟକ ପୁଅ ଏଚ୍ ଡି ରେବାନ୍ନା ଏବଂ ସାଂସଦ ନାତି ପ୍ରଜ୍ୱଲ ରେବାନ୍ନା ସେକ୍ସ ଟେପ୍ ମାମଲାରେ ଏସ୍ଆଇଟି ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଏସଆଇଟି ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି।

  15. 15.ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

  16. 16.ୟୁପି ରେସଲିଂ ଆସୋସିଏସନର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ସାନପୁଅ କରଣ ଭୂଷଣ ସିଂ, ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀ।

  17. 17.ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା, ରୁଷିଆ ଏବଂ ଭାରତ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଛନ୍ତି।

  18. 18.ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ମିଳିତ ଜାତିସଂଘରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ଦୁଇ ରାଜ୍ୟ ସମାଧାନକୁ ଭାରତ ସମର୍ଥନ କରିଛି।

  19. 19.ସହିଦନଗର ଥାନା ଭିଏସଏସ୍ ନଗରରେ ଅଘଟଣ। ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ। ବେକରେ ରଶି ଲଗାଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ।

  20. 20.ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଘସିପୁରା- ଶମ୍ଭୁନାଥ ରାଉତଭୋଗରାଇ- ଆଶିଷ ପାତ୍ରଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକବରୀ- ଉମେଶ ଜେନାବାରବାଟୀ କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବେଗୁନିଆ- ପ୍ରକାଶ ରଣବିଜୁଳି

349 Y
958 03-05-2024 English
  1. 1. BJD president Naveen Patnaik Thursday filed his nomination for Kantabanji Assembly segment under Bolangir Parliamentary constituency in the state’s western region, two days after he filed papers for his traditional Hinjili seat in Ganjam.

  2. 2. West Bengal Governor CV Ananda Bose has been accused of molesting a woman, Trinamool Congress MP Sagarika Ghose claimed, Thursday. This comes ahead of Prime Minister Narendra Modi's stay at Raj Bhavan in Kolkata Thursday night.

  3.  3. Chief Minister Naveen Patnaik will never accept Bharat Ratna or any other award for his father Biju Patnaik in return for any election or political alliance with the BJP, his close associate and Biju Janata Dal (BJD) leader VK Pandian said.

  4. 4. Odisha has recorded the highest-ever collection of Gross GST of `5,902.25 crore in April 2024 against corresponding collection of `5,035.74 crore recorded during April 2023, registering a growth rate of 17.21 per cent as against the national average growth rate of 13 per cent, a state Finance department release stated.

  5. 5.BJD President and Chief Minister Naveen Patnaik Thursday filed nomination papers from the Kantabanji Assembly seat in Bolangir district.

  6. 6. Anup Paikaray, founder of Newrup Tech Solutions, a state-supported startup which manufacture the most affordable clean energy equipment, recently got an international honour at a programme in Boston.

  7.  7. The social media monitoring cell of the Odisha Police has blocked 292 offensive posts related to the general elections 2024. These posts were posted by supporters of various political parties and other groups on social media platfor ms like ‘YouTube’, ‘Instagram’, ‘Facebook’ and ‘X’ (formerly Twitter), a release said Thursday.

  8. 8. The Kolkata High Court Thursday expressed satisfaction with the progress of the CBI’s probe into allegations of crimes against women and land grabbing in West Bengal’s Sandeshkhal.

  9. 9. Congress leader Rahul Gandhi Thursday alleged that the BJP-JD(S) alliance candidate for Hassan Lok Sabha seat Prajwal Revanna had raped 400 women, and lashed out at Prime Minister Narendra Modi for seeking votes for a “mass rapist” and sought his apology.

  10.  10.Amid the political row over sex scandal-accused Janata Dal (Secular) MP Prajwal Revanna, the Ministry of External Affairs has said that he travelled to Germany on a diplomatic passport and no political clearance was either sought or given by the ministry.

  11.  11.More than 40 per cent of Americans now label China as an enemy, up from a quarter two years ago and reaching the highest level in five years, according to an annual Pew Research Center survey released Wednesday.

  12. 12.The Reserve Bank of India (RBI) Thursday said 97.76 per cent of the `2,000 denomination banknotes have returned to the banking system, and only `7,961 crore worth of the withdrawn notes are still with the public.

  13. 13.India’s food safety regulator said Thursday it had ordered testing and inspections at all companies making spice mixes, widening an investigation into the sector as global regulators look into suspected contamination in two popular local brands.

  14. 14.Bhuvneshwar Kumar did the star turn with a sensational final over as Sunrisers Hyderabad pulled off a heist, stunning Rajasthan Royals by just one run in a last-ball thriller to keep their IPL playoff hopes alive here Thursday

  15. 15.Midfielder Salima Tete Thursday replaced veteran goalkeeper Savita Punia as captain of the 24-strong Indian women’s hockey squad for the Belgium and England legs of the FIH Pro League starting later this month. Navneet Kaur has been named her deputy for the tour.

344 Y
959 02-05-2024 Odia
  1. ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ ଉଲ୍ଲଂଘନ କରିଛି ବୋଲି ଅଭିଯୋଗ କରିଛି।

  2. ଦକ୍ଷିଣ ଆମେରିକାର କଲମ୍ବିଆରେ ଚୋରି ମାମଲା ସାମ୍ନାକୁ ଆସିଛି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର ଦୁଇଟି ସାମରିକ ବେସ୍‌ରୁ ହଜାରେରୁ ଅଧିକ ସେଲ ଏବଂ ୩୭ ଟି କ୍ଷେପଣାସ୍ତ୍ର ଚୋରି ହୋଇଛି।

  3. କଂଗ୍ରେସରୁ ଇସ୍ତଫା ଦେଇଥିବା ସଞ୍ଜୟ ନିରୁପମ୍ ଶେଷରେ ତାଙ୍କର ନୂତନ ରାଜନୈତିକ ଗନ୍ତବ୍ୟ ସ୍ଥଳ ସ୍ଥିର କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗଦେବେ।

  4. ତେଲେଙ୍ଗାନା ସିଏମ ଏବଂ ପୂର୍ବତନ ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ବିରୋଧରେ ନିର୍ବାଚନ ଆୟୋଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆସନ୍ତା ୪୮ ଘଣ୍ଟା ପାଇଁ ନିର୍ବାଚନ ଆୟୋଗ କେସିଆରକୁ ପ୍ରଚାର କରିବାକୁ ବାରଣ କରିଛନ୍ତି।

  5. ବୃଦ୍ଧ ଦମ୍ପତିଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ମଧ୍ୟ ନିଜର ନିୟମ ପରିବର୍ତ୍ତନ କରିଛନ୍ତି। ଗତ ବର୍ଷ ଏହି ଦମ୍ପତିଙ୍କ ପୁଅ (୧୯) ଆତ୍ମହତ୍ୟା କରିଥିଲେ। ଏହା ପରେ ଦମ୍ପତି ସନ୍ତାନ ଜନ୍ମ ଆଶାରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ପରେ, ହାଇକୋର୍ଟ ଆଇଭିଏଫ୍ ମାଧ୍ୟମରେ ଚିକିତ୍ସା ପାଇଁ ଦମ୍ପତିଙ୍କୁ ବିଶେଷ ଅନୁମତି ଦେଇଛନ୍ତି।

  6. ଚଳିତ ବର୍ଷ ଅକ୍ଷୟ ତୃତୀୟା ଅବସରରେ ଅନେକ ଲୋକ ସୁନା ଓ ରୁପା କିଣିଥାନ୍ତି । ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଓ ରୁପାର ନୂତନ ମୂଲ୍ୟକୁ ଅପଡେଟ୍ କରାଯାଇଛି । ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ୧,୦୯୦ ଟଙ୍କା ହ୍ରାସ ପାଇଛି ।

  7. ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ଚୟନ କରନ୍ତି। ଏହି ଝିଅମାନଙ୍କୁ ଚୟନ କରି, ଝିଅମାନେ ତାଙ୍କ ପ୍ଲିଜର ସ୍କ୍ବାଡ୍‌ର ଏକ ଅଂଶ ଭାବେ କାର୍ଯ୍ୟ କରନ୍ତି।

  8. ଦେଶ ଏବଂ ବିଶ୍ୱରେ ଗୋଦରେଜ୍ ଗ୍ରୁପ୍‌ର ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ଏହି ଗ୍ରୁପ୍ ସାବୁନ୍ ଏବଂ ଘର ଉପକରଣଠାରୁ ଆରମ୍ଭକରି ରିଅଲ୍ ଇଷ୍ଟେଟ୍ ପର୍ଯ୍ୟନ୍ତ କାରବାର ବିସ୍ତାର କରିଛି। ୧୨୭ ବର୍ଷ ପୁରୁଣା ଏହି ଗ୍ରୁପ୍ ମଧ୍ୟ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  9. ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୧୯ ଟଙ୍କା ହ୍ରାସ ପାଇଛି। ଏହାଫଳରେ ଏବେ ସେଠାରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍‌ ୧୭୪୫ ଟଙ୍କାକୁ କମିଛି।

  10. ଜେଟ୍‌ ଏୟାରୱେଜ୍‌ର ସହ-ପ୍ରତିଷ୍ଠାତା ନରେଶ ଗୋୟଲ ଜାମିନ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶ୍ରୀ ଗୋୟଲ ଏବଂ ତାଙ୍କ ପତ୍ନୀଙ୍କର କର୍କଟ ରୋଗ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସ୍ଥିତିରେ ତାଙ୍କୁ ଜାମିନ ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି।

  11. ଗତକାଲି  ପାଣିପାଗରେ ପରିବର୍ତ୍ତନ  ହୋଇଛି। ଭୁବନେଶ୍ବର, କଟକ ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ସନ୍ଧ୍ୟାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି।

  12. ଆଗାମୀ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।

  13. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ।

  14. ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।

  15. ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ କରିଥିବା ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି।

  16. ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ ୨.୧୦ ଲକ୍ଷ କୋଟିରେ ପହଞ୍ଚିଛି।

  17. ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।  

  18. ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ଏନକାଉଣ୍ଟର ହୋଇଛି। ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା ମିଳିଛି।

  19. ଦିଲ୍ଲୀରେ ବହୁଜନ ସମାଜ ପାର୍ଟି ମଧ୍ୟ ଜାତୀୟ ରାଜଧାନୀରେ ରାଜନୈକ ଲାଭ ଦେଖୁଛି ଏବଂ ପାର୍ଟି ସହରର ସମସ୍ତ ସାତୋଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି।

  20. ନୟାଗଡ଼ ଅବକାରୀ ବିଭାଗ ସ୍କ୍ବାଡ୍‌କୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ହେଲା ସ୍କ୍ବାଡ୍‌ର ସ୍କାନର୍‌ରେ ଥିବା ଚାନ୍ଦପୁର ଥାନା ଅଧୀନ ମୟୂରଝାଲିଆ ଗାଁର ରୀନା ପ୍ରଧାନ (୪୮) ଓ ତାଙ୍କ ପୁଅ ସଚିନ ପ୍ରଧାନ (୨୧)ଙ୍କୁ ଗିରଫ କରାଯାଇଛି।

 

349 Y
960 02-05-2024 English
  1. Odisha Chief Minister Naveen Patnaik has declared assets valued at ₹ 71.07 crore, up by over ₹ 7 crore in the last five years, as mentioned in an affidavit filed by him in the Election Commission.

  2. Edible oil major Adani Wilmar on Wednesday reported a 67 per cent increase in its consolidated net profit to ₹ 156.75 crore for the fourth quarter ended March 2024.

  3. Adani Group firm Ambuja Cements Ltd on Wednesday reported a consolidated net profit at ₹ 1,525.78 crore for the fourth quarter ended on March 2024.

  4. The Election Commission (EC) on Wednesday increased the polling time for the Lok Sabha elections in Telangana by an hour in view of heat wave conditions prevailing in the state.

  5. Bharatiya Janata Party candidate from Sultanpur Lok Sabha seat, Maneka Gandhi, filed her nomination papers on Wednesday.

  6. Janata Dal Secular leader Prajwal Revanna -- accused of raping multiple women -- will return within a week and cooperate with the investigation, his lawyer Arun G told NDTV in an exclusive interview today.

  7. The official X account of Jharkhand Congress was withheld on Wednesday after a 'deepfake morphed video' of Union Home Minister Amit Shah was posted on the social media handle.

  8. Hours after Trinamool Congress leader Kunal Ghosh shared a stage with a BJP Lok Sabha candidate and praised him, the TMC on Wednesday removed him from the post of state general secretary for making statements not aligning with the party.

  9. Goods and Services Tax collections grew 12.4 per cent to a record high of ₹ 2.10 lakh crore in April, aided by strong economic momentum and increased domestic transactions and imports, the finance ministry said today.

  10. The Election Commission Wednesday barred Bharat Rashtra Samithi (BRS) President and former Telangana Chief Minister K. Chandrasekhar Rao from campaigning for 48 hour.

  11.  Prime Minister Narendra Modi is scheduled to campaign for the BJP candidates in Odisha's Berhampur and Nabarangpur Lok Sabha constituencies May 6.

  12. The India Meteorological Department (IMD) Wednesday forecast heatwave conditions in several states across the country during the first week of May. Heatwave to severe heatwave conditions are likely to continue over south Peninsular India till May 3 and east India till May 2,

  13. TV actor Rupali Ganguly, famous for her roles in TV serials, such as Sarabhai vs Sarabhai and Anupamaa, joined the Bharatiya Janata Party.

  14. India Wednesday said it looked forward to strengthening bilateral economic cooperation with the Maldives as its envoy held discussions with a senior minister of the archipelagic nation.

  15. Environment Ministers from the G7 nations committed themselves to phase out the use of coal by 2035 as part of a wider effort to reduce and eventually eliminate the use of fossil fuels. Climate,

322 Y