# |
Date |
Type |
Current Affairs |
No. Of Views |
Status |
Action |
461 |
13-01-2025 |
Odia |
-
1.ବିଶ୍ବର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଭୂତପୂର୍ବ ପ୍ରସ୍ତୁତି ହୋଇଛି। ୧୩ ଫେବ୍ରୁଆରି ଠାରୁ ୨୬ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ।
-
2.କୁମ୍ଭମେଳାକୁ ପାଖାପାଖି ୪୦ କୋଟି ଲୋକ ବୁଲିଆସିବେ। ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ସମେତ ବ୍ୟାବସାୟିକ ସମାବେଶ ଏଠାରେ ହେବ। ଉଭୟ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବ। ଏଥିଯୋଗୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବେପାର ହେବ.
-
3.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆମେରିକା ଗସ୍ତରେ ଯିବେ । ଆସନ୍ତା ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ।
-
4.ବନେଶ୍ବର: ଏବେ କଟକ-ଭୁବନେଶ୍ବରକୁ ଟ୍ବିନ୍ ସିଟି କୁହାଯାଉଥିବାବେଳେ ରାଜ୍ୟ ସରକାର କଟକ-ଭୁବନେଶ୍ବର-ପୁରୀକୁ ନେଇ ଟ୍ରାଇ ସିଟି ଗଠନ କରିବାକୁ ଯାଉଛନ୍ତି।
-
5.ସପ୍ତାହକୁ ୯୦ ଘଣ୍ଟା କାମ କରିବା ପାଇଁ ନିକଟରେ ଏଲ୍ ଆଣ୍ଡ୍ ଟି ଅଧ୍ୟକ୍ଷ ଏସ୍ଏନ୍ ସୁବ୍ରମଣ୍ୟନ୍ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି।
-
6.ଲସ୍ଏଞ୍ଜେଲ୍ସ ନିଅଁା ବ୍ୟାପିବାରେ ଲାଗିଥିବାବେଳେ ଶକ୍ତ ସାଣ୍ଟା ଆନା ପବନ ସାଙ୍ଗକୁ ପାଗରେ ଶୁଷ୍କତା ଏହାକୁ ସୁହାଉଛି। ନିଅଁାରେ ବହୁ ଲୋକଙ୍କ ଘରଦ୍ୱାର ଜଳିଯାଇଛି।
-
7. ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଯୋଗୁ ବାରମ୍ବାର ଆଦର୍ଶ ଆଚରଣବିଧି ଲାଗୁ କରାଯାଉଛି, ଯେଉଁଥିପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହେଉଛି। ତେବେ ନିର୍ବାଚନରେ ସମସ୍ତଙ୍କୁ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଆଚରଣ ବିଧି ଅତ୍ୟନ୍ତ ଜରୁରୀ ବୋଲି ନିର୍ବାଚନ କମିଶନ (ଇସି) କହିଛନ୍ତି।
-
8.ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଟୁର୍ଣ୍ଣାମେଣ୍ଟ କେଉଁ ତାରିଖରେ ଆରମ୍ଭ ହେବାକୁ ଯାଉଛି ତାହା ପ୍ରକାଶ ପାଇଛି।
-
9.ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ରବିବାର ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବରଗଡ଼ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାରକୁ ଆସିଥିଲେ।
-
10. ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନର ମହାନଦୀ କୂଳରେ ଏବଂ ବୌଦ୍ଧ ଜିଲାର କୁସଙ୍ଗା ରେଞ୍ଜ ଅଧୀନରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସେମାନଙ୍କ ସଂଖ୍ୟାରେ ଚିନ୍ତାଜନକ ହ୍ରାସ ଦେଖାଦେଇଛି। ଗଣନାର ଫଳାଫଳରୁ ଏହି ଅଞ୍ଚଳରେ ଦୁଇଟି ପ୍ରଜାତିରେ ୧୯ଟି କୁମ୍ଭୀର ଥିବା ଜଣାପଡିଛି। ବନ ବିଭାଗ ତିନୋଟି ବୟସ୍କ ଘଡ଼ିଆଳ ଏବଂ ଆଠଟି ଛୋଟ ଛୁଆ, ପାଞ୍ଚଟି ବୟସ୍କ ମଗର ଏବଂ ତିନୋଟି ଛୋଟ ଛୁଆ ଥିବା ଉଲ୍ଲେଖ କରିଛି।
-
11.ଆଫଗାନିସ୍ତାନର ଶାସକ ତାଲିବାନ ଦେଶରେ ବାଳିକା ଓ ନାରୀଶିକ୍ଷା ଉପରେ କଟକଣା ଲଗାଇଥିବାରୁ ଏହାକୁ ବିରୋଧ ଓ ପ୍ରତ୍ୟାଖ୍ୟାନ କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫ୍ଜାଇ ମୁସଲମାନ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି।
-
12.ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ ସେ ୧୦୦ ସନ୍ତାନର ପିତା ହେବାକୁ ଯାଉଛନ୍ତି ବୋଲି କାଇଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ୩ ଜଣକ ନଁାରେ ଉକ୍ତ ରେକର୍ଡ ରହିଛି।
-
13.ଭାରତୀୟ ଦୂତାବାସର ଏକ ରିପୋର୍ଟ ମୁତାବକ ୨୦୨୧ ଯାଏ ୟୁଏଇରେ ଭାରତୀୟ ନାଗରିକଙ୍କ ସଂଖ୍ୟା ପ୍ରାୟ ୩.୫ ମିଲିୟନ। ଗଣମାଧ୍ୟମ ରିପୋର୍ଟ ମୁତାବକ ଦୁବାଇରେ ପ୍ରାୟ ୨ ଲକ୍ଷରୁ ଅଧିକ ହିନ୍ଦୁ ବସବାସ କରନ୍ତି, ଯେଉଁଥିରୁ ୨୦% ପ୍ରବାସୀ ଭାରତୀୟ ଆବୁ ଧାବିରେ ଅଛନ୍ତି। ବାକି ସମସ୍ତେ ଦୁବାଇ ସମେତ ୬ ଏମିରେଟ୍ରେ ଅଛନ୍ତି।
-
14.ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ ଅଧିକ ସୁଧ ମିଳିବାର ପ୍ରତିଶ୍ରୁତି ଦେଇ ସେମାନେ ମୁମ୍ବାଇର ଅନେକ ଶହ ଲୋକଙ୍କଠାରୁ ୨୨ କୋଟି ଟଙ୍କା ଠକିଥିଲେ।
-
15.ଆଗାମୀ ୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଭାରତ ପାଇଁ ତିନି ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟା ଇରା ଯାଦବ ରବିବାର (ଜାନୁଆରୀ ୧୨) ସୀମିତ ଓଭର ମ୍ୟାଚ୍ରେ ତ୍ରିଶତକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇ ଇତିହାସ ସୃଷ୍ଟି କରିଛନ୍ତି।
|
219 |
Y |
|
462 |
13-01-2025 |
English |
-
1.Maha Kumbh 2025 -- a 45-day event billed as the biggest gathering of humans in one place -- is all set to begin Monday with the fi rst major bathing ritual or ‘Shahi Snan’ on the auspicious occasion of ‘Paush Purnima’ at the Sangam, the confl uence of Ganga, Yamuna and the mystical Saraswati rivers .
-
2.The youth of the state will play a pivotal role in the vision to achieve a prosperous Odisha by 2036, Chief Minister Mohan Charan Majhi said Sunday
-
3.Chief Minister Mohan Charan Majhi will attend the MoU sighing ceremony for implementation of Ayushman Bharat-Pradhan Mantri Jan Arogya Yojana (PM-JAY) at New Delhi Monday.
-
4.Chief Minister Mohan Charan Majhi Sunday said a dedicated 24x7 help desk with toll-free number (1800-345-1122) has been set up at Odisha Sate Road Transport Corporation (OSRTC) headquarters and in Ayodhya to assist passengers visiting Prayagraj where Maha Kumbh is being organised.
-
5.Former chief minister and BJD supremo Naveen Patnaik has announced that he would bear the study expenses of both minor daughters of the BMC employee who was killed here in broad daylight a few days ago.
-
6.An NGO Saturday claimed that at least 474 homeless people in Delhi have died due to “winter exposure” between November 15, 2024, and January 10, 2025.
-
7.Chennai has been recognised as one of the top three cities in India excelling in social and industrial inclusion for women, according to a recent study.
-
8.ISRO Sunday said the two satellites launched to perform space docking experiments were brought within three metres and then moved safely back in a trial attempt.
-
9.Five Naxalites, including two women, were killed in an encounter with security personnel in Chhattisgarh's Bijapur district Sunday, police said.
-
10. The wildfires that erupted this week across Los Angeles County are still raging, but already are projected to be among the costliest natural disasters in US history.
-
11.India's coal import rose by two per cent to 182.02 million tonnes (MT) in the April-November period of the current fi scal year.
-
12.One of the two North Korean soldiers captured by Ukraine has claimed during questioning that he thought he was going for training, not to the war against Ukraine, Kyiv’s security service has said.
-
13.President Joe Biden Saturday honoured Pope Francis with the Presidential Medal of Freedom with distinction, the highest civilian award given by the president, saying the pontiff was “a light of faith, hope, and love that shines brightly across the world”.
-
14.Investors will take cues from the December quarter corporate earnings, with blue-chips like Infosys, Reliance Industries scheduled to report their results this week, in addition, infl ation data and trading activity of foreign investors will also be crucial in dictating market trends, analysts said.
-
15.External Affairs Minister S Jaishankar will pay a two-day visit to Spain beginning Monday to review the overall trajectory of bilateral relations, nearly two-and a-half months after Spanish President Pedro Sanchez visited India.
|
213 |
Y |
|
463 |
12-01-2025 |
Odia |
- 1.ଆମେରିକାର ଦକ୍ଷିଣାଞ୍ଚଳରେ ପ୍ରବଳ ଶୀତଝଡ଼ ଯୋଗୁଁ ଶୁକ୍ରବାର ୩,୦୦୦ରୁ ଅଧିକ ବିମାନ ବାତିଲ ହୋଇଥିଲା ଏବଂ ହଜାର ହଜାର ବିମାନ ବିଳମ୍ବିତ ହୋଇଥିଲା
- 2.ଚଳିତ ବର୍ଷ ଜାନୁଆରୀ ୨୬ତାରିଖରେ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି।
- 3.ଦିଲ୍ଲୀ ସରକାରଙ୍କ ଦ୍ୱାରା ସମ୍ପ୍ରତି ରଦ୍ଦ ହୋଇଥିବା ଅବକାରୀ ନୀତି କାର୍ଯ୍ୟକାରିତାରେ ଅନିୟମିତତା ଯୋଗୁ ରାଜ୍ୟ ରାଜକୋଷକୁ ୨,୦୨୬ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି।
- 4.କୌଣସି କୋଠାକୁ ପ୍ରଦାନ କରାଯାଇଥିବା ନିର୍ମାଣ/ଦଖଲ ପ୍ରମାଣପତ୍ର ଯାଞ୍ଚ ନ କରି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଋଣ ମଞ୍ଜୁର କରିପାରିବେ ନାହିଁ। ଏଥିସହ ଏପରି ପ୍ରମାଣପତ୍ର ପ୍ରଦାନ କରିବା ପରେ ହିଁ ସେବା ପ୍ରଦାନକାରୀ ସମ୍ପୃକ୍ତ କୋଠାକୁ ବିଦ୍ୟୁତ୍, ପାଣି ଏବଂ ସ୍ୱେରେଜ୍ ସଂଯୋଗ ଦେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।
- 5.ମଧ୍ୟପ୍ରଦେଶର ଦେବାସରେ ଜଣେ ଯୁବକ ନିଜ ଲିଭ୍-ଇନ୍ ପାର୍ଟନରକୁ ହତ୍ୟା କରି ୬ ମାସ ପର୍ଯ୍ୟନ୍ତ ଶବକୁ ଫ୍ରିଜ୍ରେ ରଖିବା ଘଟଣା ସାମ୍ନାକୁ ଆସିଛି।
- 6.କେରଳରେ ଜଣେ ୧୮ ବର୍ଷୀୟା ବାଳିକା ଗତ ୫ ବର୍ଷ ମଧ୍ୟରେ ୬୪ ଜଣଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି।
- 7.ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲରେ ନେଲେ ୨୫ ହଜାର ଟଙ୍କା ମିଳିବ, ବେଆଇନ ପାର୍କିଂ ଫଟୋ ଦେଲେ ମିଳିବ କମିଶନ।
- 8.ପ୍ରବଳ ଶୀତଲହରୀ ସହ ଘରେ ଘରେ ଏବେ ଥଣ୍ଡା, ଜ୍ବର ଓ କାଶ । ଯଦିଓ ଏହାର କୌଣସି ଜଟିଳ ଲକ୍ଷଣ ନାହିଁ ତେବେ HMPV ଭୂତାଣୁ ଯୋଗୁଁ ଚିନ୍ତା ବଢୁଛି।
- 9.ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି ମାତ୍ର ୩ ଦିନ ମଧ୍ୟରେ ପ୍ରାୟ ୨ କୋଟି ଟଙ୍କାର କାରବାର ହୋଇଛି।
- 10.ନୈତିକତା ଶିକ୍ଷା ପଦ୍ଧତି ତିଆରି କରି ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଡ ପଙ୍କଜ କୁମାର ଜେନା।
- 11.ତଳମୁହାଁ ହେବାରେ ଲାଗିଛି ସେୟାର ବଜାର । ଟଙ୍କା ହରାଉଛନ୍ତି ଭାରତୀୟ ନିବେଶକ ।
- 12.ଆଣ୍ଡାମାନ ନିକୋବର ପୁଲିସ ନିକଟରେ ଦେଶର ସବୁଠାରୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ଜବତ କରିଥିଲା। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୩୬ ହଜାର କୋଟି ଟଙ୍କା ହେବ । ସେଗୁ଼ଡ଼ିକୁ ବିଦ୍ୟୁତ ଚାଳିତ ଶବଦାହ ଚୁଲାରେ ଜଳାଇଦିଆଯାଇଛି ।
- 13.୨୦୨୫ ବର୍ଷରେ ଭାରତର ଅର୍ଥନୀତି ସାମାନ୍ୟ ଦୁର୍ବଳ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶକା କ୍ରିଷ୍ଟାଲିନା ଜିଓର୍ଜିଏଭା ଆଶଙ୍କା ବ୍ୟକ୍ତ କରିଛନ୍ତି।
- 14.ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ, ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରିଚାଳିତ ହେଉଛି। ବର୍ତ୍ତମାନ ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି ଏବଂ ଏକ ମୋବାଇଲ ଆପ ପ୍ରଚଳନ କରାଯାଇଛି।
- 15. ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଯାଉଥିବା ନେଇ କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି
|
213 |
Y |
|
464 |
11-01-2025 |
Odia |
-
1.୧୮୫୦ ମସିହାରେ ରେକର୍ଡ ଆରମ୍ଭ ହେବା ପରଠାରୁ ୨୦୨୪ ବର୍ଷ ବିଶ୍ୱରେ ସବୁଠାରୁ ଉତ୍ତପ୍ତ ଥିଲା ଏବଂ ପ୍ରଥମ ଥର ପାଇଁ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୫ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଥିଲା।
-
2.ମିଠା ଓ ସ୍ନାକ୍ସ ନିର୍ମାତା ହଳଦୀରାମର ଅଂଶଧନ କିଣିବା ପାଇଁ କେବଳ ଦେଶୀ କମ୍ପାନି ନୁହେଁ, କେତେକ ବିଦେଶୀ କମ୍ପାନି ବି ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ଲାକଷ୍ଟୋନ, ଟେମାସେକ ପରି କମ୍ପାନି । ହଳଦୀରାମର ମୂଲ୍ୟ ୧୦ ବିଲିୟନ ଡଲାର (୮୫,୫୦୦ କୋଟି ଟଙ୍କାରୁ ଅଧିକ) ରୁ ଅଧିକ।
-
3.ସୂଚନା ପ୍ରଯୁକ୍ତି ଶିଳ୍ପର ଅଗ୍ରଣୀ ସଂସ୍ଥା କଗ୍ନିଜାଣ୍ଟ ଭୁବନେଶ୍ବରରେ ନିଜସ୍ବ କ୍ୟାମ୍ପସ୍ ସ୍ଥାପନ କରିବ। ବର୍ତ୍ତମାନ କମ୍ପାନିର କେନ୍ଦ୍ର ଆଚାର୍ଯ୍ୟବିହାର ନିକଟସ୍ଥ ଓଡ଼ିଶା ପ୍ରଯୁକ୍ତି କେନ୍ଦ୍ରରେ ରହିଛି।
-
4.ଭାରତର ଜିଡିପି ଅଭିବୃଦ୍ଧି ୨୦୨୫ରେ ୬.୬ ପ୍ରତିଶତ ରହିବ। ମୁଖ୍ୟତଃ ଅଧିକ ଘରୋଇ ଖର୍ଚ୍ଚ ଓ ନିବେଶ ପାଇଁ ଅର୍ଥନୀତିର ଅଭିବୃଦ୍ଧି ଏଭଳି ସ୍ତରରେ ରହିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ବ ଅର୍ଥନୈତିକ ପରିସ୍ଥିତି ଓ ସମ୍ଭାବନା ୨୦୨୫ ରିପୋର୍ଟରେ ଦର୍ଶାଯାଇଛି।
-
5.ଭାରତୀୟ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଛି। ଜାନୁଆରୀ ୧୦, ଶୁକ୍ରବାର ଗୋଟିଏ ଡଲାର ମୂଲ୍ୟ ୮୫.୯୭ ପଇସା ଥିଲା । କ୍ରମାଗତ ଦଶମ ସପ୍ତାହ ପାଇଁ ଟଙ୍କା ଦୁର୍ବଳ ହୋଇଛି ।
-
6.ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି।ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି।
-
7.ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ସିନେମା ‘ପାଦେ ଆକାଶ’।
-
8.କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି।
-
9.ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି।
-
10.ବିଜେଡି, ଜମ୍ମୁ-କଶ୍ମୀର ନ୍ୟାଶନାଲ କନ୍ଫରେନ୍ସ ସମେତ ୭ ରାଜନୈତିକ ଦଳ ଉକ୍ତ ବର୍ଷ ଚାନ୍ଦା ପାଇ ନ ଥିବା ଜଣାଇଛନ୍ତି।
-
11.ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ର ଯେଉଁମାନେ ସଂରକ୍ଷଣ ସୁବିଧା ପାଇଛନ୍ତି ଏବଂ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କରିବାର ସ୍ଥିତିରେ ଅଛନ୍ତି, ସେମାନଙ୍କୁ ସଂରକ୍ଷଣ ପରିସରରୁ ବାଦ ଦିଆଯିବା ଉଚିତ କି ନାହିଁ ତାହା ସରକାର ଏବଂ ସଂସଦ ନିଷ୍ପତ୍ତି ନେବା ଉଚିତ।
-
12.ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍ ମନି ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କୁ ସମସ୍ତ ୩୪ଟି ଅଭିଯୋଗରୁ ନିଃସର୍ତ୍ତ ମୁକ୍ତ କରିଛନ୍ତି। କୋର୍ଟ ମଧ୍ୟ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି।
-
13.ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍ ଡଲାରର ସହାୟତା ପ୍ରଦାନ କରିସାରିଲାଣି।
-
14.କୋଲକାତାରେ ଅନୁଷ୍ଠିତ ଏଆଇଟିଏ ୧୮ ବର୍ଷରୁ କମ୍ ସିଏସ୍୭ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ଡବଲ୍ସରେ ଚାମ୍ପିୟନ ଓ ସିଙ୍ଗଲ୍ସରେ ରନରଅପ୍ ହୋଇଛନ୍ତି।
-
15.ଭାରତର ପ୍ୟାରିସ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜ ଚୋପ୍ରା ଆମେରିକାର ବିଶ୍ୱ ପ୍ରସିଦ୍ଧ ‘ଟ୍ରାକ୍ ଆଣ୍ଡ୍ ଫିଲ୍ଡ ନ୍ୟୁଜ୍’ ମାଗାଜିନ୍ ଦ୍ୱାରା ୨୦୨୪ ବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ ପୁରୁଷ ଜାଭେଲିନ୍ ଥ୍ରୋୟର ବିବେଚିତ ହୋଇଛନ୍ତି।
|
215 |
Y |
|
465 |
11-01-2025 |
English |
-
1.President-elect Donald Trump was sentenced Friday in his hush money case, but the judge declined to impose any punishment.
-
2.Regional political parties declared donations worth overRs 200 crore for the financial year 2022-23 with JMM, JJP, TDP and TMC reporting the highest increase in their incomes from donations, according to an analysis by Association for Democratic Reforms (ADR). The Biju Janata Dal (BJD), however, declared no donations for the year.
-
3.Odisha State Road Transport Corporation (OSRTC) launched 13 bus services in nine new routes - Siddha Bhairavi, Ganiya (Kantilo), Kotpad, Joranda and Paralakhemundi with Puri, Indravati and Berhampur with Bhubaneswar, Kundura with Cuttack and Berhampur with Rourkela.
-
4.In a fi rst of its kind, Greater Flamingos— migratory bird to Chilika Lake during winters, were tagged recently at Nalabana Bird Sanctuary, with the combined efforts from state Forest department, Chilika WL Division and Wildlife Institute of India (WII), Dehradun.
-
5.A special court in Pune Friday granted bail to Congress leader Rahul Gandhi in a defamation case related to his alleged objectionable remarks on Hindutva ideologue V D Savarkar.
-
6.Swamy Shraddananda, jailed for 30 years for killing his wife, has moved the Supreme Court seeking authorities to decide his mercy plea before the President in December, 2023.
-
7.Forest officials Friday arrested 10 fishermen and seized their fishing trawl from Gahirmatha Marine Sanctuary in Kendrapara district for illegal fi shing, an official said.
-
8.In a significant development, 13 Maoists, including those with rewards of Rs13 lakh on their head, have surrendered before police near the Malkangiri border with neighbouring Chhattisgarh, sources said.
-
9.The political discourse in Delhi is currently being dominated by conversations around “freebies” ahead of the Assembly polls overshadowing other major issues including pollution, law and order, crimes against women and infrastructure.
-
10.The Delhi High Court Friday asked the city government to fi le a comprehensive report concerning the steps taken by the authorities against use of child labour as well as rescue and rehabilitation of such children.
-
11.The Shiromani Akali Dal (SAD) working committee Friday accepted Sukhbir Singh Badal's resignation as party chief, days after the Akal Takht Jathedar asked it to implement the religious body's December 2 edict as soon as possible.
-
12.The Supreme Court Friday allowed petitioners, who dropped out of their courses between November 5 and November 18, 2024, to register for the Joint Entrance Examination (JEE)-Advanced.
-
13. NATO won’t heed Donald Trump’s proposal for a massive hike in defence spending but will likely agree to go beyond its current target, according to officials and analysts.
-
14.The Indian economy is projected to expand by 6.6 per cent in 2025, primarily supported by robust private consumption and investment, according to a United Nations report.
-
15.Superb batting by the top order helped India Women defeat Ireland Women by six wickets in the first of three One-day Internationals at the Saurashtra Cricket Association Stadium here Friday.
|
221 |
Y |
|
466 |
10-01-2025 |
Odia |
- 1.ଆଗାମୀ ଅନେକ ଦଶନ୍ଧି ଧରି ଭାରତ ବିଶ୍ୱର ସବୁଠାରୁ ଯୁବ ଓ କୁଶଳୀ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ରହିବ। କୁଶଳୀ ପ୍ରତିଭା ପାଇଁ ବିଶ୍ୱର ଚାହିଦା ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
-
2.ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହାକୁମ୍ଭ ୨୦୨୫ ଆୟୋଜନ ପାଇଁ ପ୍ରୟାଗରାଜ ପ୍ରସ୍ତୁତ।
-
3.ଉନ୍ନତ ସୁବିଧାସୁଯୋଗ ଓ ସୁରକ୍ଷା ଥିବା ଦେଶରେ ବସବାସ କରିବା ଲାଗି ୨୦୨୫ରେ ସାରା ବିଶ୍ବରୁ ୧,୪୨,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ିବେ। ହେନ୍ଲି ଆଣ୍ଡ୍ ପାର୍ଟନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି। ୨୦୨୩ରେ ୧,୩୪,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ି ବିଦେଶ ପଳାୟନ କରିଥିଲେ।
-
4.ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।
-
5.ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମ୍କୋର୍ଟ ୨୦୨୩ରେ ଏକ ରାୟରେ ମନା କରିଦେଇଥିଲେ। ଏହି ଐତିହାସିକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କରାଯାଇଥିବା ରିଭ୍ୟୁ ପିଟିସନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଗୁରୁବାର ମନା କରିଦେଇଛନ୍ତି।
-
6.ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଓ ଅନ୍ୟ ଦାବିକୁ ନେଇ ୨୦୨୪ ଫେବ୍ରୁଆରିରୁ ପଞ୍ଜାବ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ଉପରେ ଚାପ ପକାଇବାକୁ ଚାଷୀ ନେତା ଜଗଜିତ ସିଂହ ଦଲେୱାଲ୍ଙ୍କ ଅନଶନ ୪୦ ଦିନରେ ପହଞ୍ଚିଛି।
-
7.ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗୁରୁବାର କହିଛନ୍ତି ଯେ ଚଳିତ ମାସରେ ଦେବଭୂମି ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହା ଲାଗୁ ହେବ ।
-
8.ବମ୍ବେ ହାଇକୋର୍ଟ କହିଛନ୍ତି ଯେ ବାପା-ମାଙ୍କ ଲଢେଇରେ ଝିଅକୁ ପାସପୋର୍ଟ ପାଇବା ଏବଂ ବିଦେଶ ଯାତ୍ରା କରିବାର ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ବୁଧବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ପୁଣେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ (ଆରପିଓ)କୁ ଦୁଇ ସପ୍ତାହ ମଧ୍ୟରେ ୧୭ ବର୍ଷୀୟା ଯୁବତୀଙ୍କୁ ପାସପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
9.ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦ୍ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁକ୍ରବାର ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ।
-
10.ସୁଭଦ୍ରା’ ପୋର୍ଟାଲରେ ନୂଆ ବ୍ୟବସ୍ଥା,ଭୁଲରେ ଅପଟ୍ ଆଉଟ ହିତାଧିକାରୀଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି।
-
11.ମହାକୁମ୍ଭ ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ ୮ଟି ବସ୍ ଚାଲିବ, ମହିଳାଙ୍କ ପାଇଁ ୫୦ ପ୍ରତିଶତ ଡିସକାଉଣ୍ଟ ରହିଛି।
-
12.ଜଗତପୁରରେ ନକଲି ଟାୟାର ଗୋଦାମରୁ ୪୦୦୦ ହଜାର ନକଲି ଟାୟାର ଜବତ,ଗୋଦାମ ମାଲିକ ଗିରଫ।
-
13.ରାଜସ୍ଥାନ ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ବ୍ୟାଟ୍ସମ୍ୟାନଙ୍କ କମାଲ । ଗୋଟିଏ ଓଭରରେ ୭ ଚୌକା।
-
14.ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍ରେ ପରିଣତ କରାଯିବ, ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।
-
15. ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଡ୍ରେ ଅହମଦାବାଦକୁ ଆୟୋଜକ ସହର ଉଲ୍ଲେଖ କରାଯାଇଛି। ଭୁବନେଶ୍ୱରରେ ଅଲିମ୍ପିକ ହକି ଆୟୋଜନ ପାଇଁ ପ୍ରସ୍ତାବ ରହିଛି।
|
236 |
Y |
|
467 |
10-01-2025 |
English |
-
1.Monthly systematic investment plans (SIPs) surpass the Rs 26,000 crore-mark for the fi rst time in the month of December.
-
2.Lebanon parliament votes to elect the country’s army commander, Joseph Aoun, as head of state.
-
3.Finance Secretary Tuhin Kanta Pandey Thursday took charge as Revenue Secretary in the Ministry of Finance.
-
4.Rourkela police have Thursday forwarded a man to court after arresting him while he was attempting to sell fake gold at a well-known jewellery shop here.
-
5.The renowned Ganga Sagar Mela got up to a kick start Thursday at Sagar island under South 24 Parganas district in neighbouring West Bengal close to this block in Balasore district.
-
6.Union Minister for Railways, Electronics and Information Technology and Broadcasting, Ashwini Vaishnaw Thursday announced that railway projects worth a total of Rs73,000 crore are currently under implementation across Odisha.
-
7.Preparations are in full swing to celebrate the fi rst anniversary of the consecration of the Ram Lalla idol at the Ram temple here this weekend.
-
8.Gold prices hovered near a four-week high Thursday, supported by safe-haven demand, while investors pondered about how US President-elect Donald Trump’s policies would impact the economy and infl ation.
-
9.Actively managed equity mutual fund infl ows saw over 14 per cent monthly growth at Rs 41,155.9 crore in the month of December, the data by the Association of Mutual Funds of India (AMFI) showed Thursday.
-
10.Larsen & Toubro (L&T) Chairman SN Subrahmanyan sparked an online outrage with his comments advocating a 90-hour work week and suggesting that employees should even give up Sundays.
-
11.Daughter has an indefeasible, legally enforceable and legitimate right to secure educational expenses from her parents, who can be compelled to provide necessary funds within their means, the Supreme Court recently said.
-
12.The Rashtrapati Bhavan (Circuit-1) will remain closed for the general public from January 21 to 29 due to the upcoming Republic Day Parade and Beating Retreat ceremony, according to an offi cial statement issued Thursday.
-
13.Guests from abroad enjoyed the signature Odia dishes - from pulses and curries to sweetmeats - that were served to them at the PBD venue.
-
14.ISRO Thursday said it has arrested the drift between satellites during its ambitious Space Docking Experiment (SpaDeX) and put the spacecrafts in a slow drift course to move closer to each other.
-
15.The defending champions, Odisha FC Women (OFCW), are set to kick off their 2024-25 Indian Women’s League (IWL) season with an away fixture against Gokulam Kerala FC January 10 at 3:30 at the EMS Stadium in Kozhikode, Kerala.
|
206 |
Y |
|
468 |
09-01-2025 |
Odia |
-
1.ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଜରାୱା ଜନଜାତିକୁ ଭୋଟର ତାଲିକାଭୁକ୍ତ କରାଯାଇଛି। ବୁଧବାର ଏହି ସଂପ୍ରଦାୟର ୧୯ ଜଣ ସଦସ୍ୟଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଛି।
-
2.ଚଳିତ ମାସ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
-
3.ଗଡକରୀ କହିଛନ୍ତି ଯେ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ପାଇଁ କ୍ୟାସଲେସ ଚିକିତ୍ସା ପାଇଁ ସରକାର ମାର୍ଚ୍ଚ ସୁଦ୍ଧା ସଂଶୋଧିତ ଯୋଜନା ଆଣିବେ। ଏହାଦ୍ୱାରା ଦୁର୍ଘଟଣାରେ ପ୍ରତି ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେବ।
-
4.ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ୍ କେନ୍ଦ୍ର ନିକଟରେ ଦଳାଚକଟାରେ ଚାରି ଜଣ ମୃତ୍ୟୁ ବରଣ କରିଛନ୍ତି।
-
5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଏନ୍ଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଏକ ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି।
-
6.କୁମ୍ଭମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍ ଚଲାଇବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି।
-
7.ତେଜସ ଲଢୁଆ ବିମାନ ମିଳିବାରେ ଅହେତୁକ ବିଳମ୍ବକୁ ନେଇ ଭାରତୀୟ ବାୟୁସେନାର ମୁଖ୍ୟ ମାର୍ଶାଲ ଏପି ସିଂହ ଅସନ୍ତୋଷ ପ୍ରକାଶ କରିଛନ୍ତି ।
-
8.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି।
-
9.ଭାରତୀୟଙ୍କ କେଶ ଚାଇନାକୁ ଚୋରା ଚାଲାଣ ହେଉଛି । ଭାରତ ସରକାରଙ୍କ ଡାଇରକ୍ଟେ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଏନେଇ ଖୁଲାସା କରିଛି ।
-
10.ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଓ ନୂତନ ଚାଇନା ଭୂତାଣୁ ଏଚ୍ଏମ୍ପିଭିର ପ୍ରାଥମିକ ପ୍ରଭାବ ଯୋଗୁ ଭାରତୀୟ ପୁଞ୍ଜି ବଜାର ବେଶ୍ ପ୍ରଭାବିତ ହୋଇଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର ନିବେଶ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ ଶେଷ ସୁଦ୍ଧା ହରାଇଛନ୍ତି।
-
11.ପ୍ରଖ୍ୟାତ କବି, ଫିଲ୍ମନିର୍ମାତା, ସାମ୍ବାଦିକ ତଥା ପୂର୍ବତନ ସାଂସଦ ପ୍ରୀତୀଶ ନନ୍ଦୀଙ୍କର ଆଜି ୭୩ ବର୍ଷ ବୟସରେ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ଘଟିଛି।
-
12.ଲସ୍ ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନିରେ ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି।
-
13.ଚୀନ୍ରେ ଆତଙ୍କ ସୃଷ୍ଟି କରିଥିବା ହ୍ୟୁମାନ ମେଟାପ୍ନୁମୋଭାଇରସ୍ (ଏଚଏମପିଭି) ଭାରତରେ ମଧ୍ୟ ବ୍ୟାପିବା ଆରମ୍ଭ କରିଛି। ଏହି ଭୂତାଣୁର ଲକ୍ଷଣ କୋଭିଡ-୧୯ ସହିତ ସମାନ ଏବଂ ଏହାର ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ଦୃଶ୍ୟମାନ ହେଉଛି।
-
14.ଦିଲ୍ଲୀ ନିର୍ବାଚନରେ ଆପ୍କୁ ସମର୍ଥନ ଜଣାଇଛନ୍ତି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି।
-
15.ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇଲେକ୍ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ ‘ଓକାୟା ଇଭି’ର ନୂତନ ବ୍ରାଣ୍ଡ ପରିଚୟ (ରିବ୍ରାଣ୍ଡିଙ୍ଗ) ‘ଓଟିଜି ମୋବିଲିଟି’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି।
-
16.ମହିଳାଙ୍କ ‘ଶରୀର ଗଠନ’କୁ ନେଇ ମନ୍ତବ୍ୟ ମଧ୍ୟ ଯୌନ ଉତ୍ପୀଡ଼ନ ଏବଂ ଏହା ଦଣ୍ଡନୀୟ ଅପରାଧ ବୋଲି କେରଳ ହାଇକୋର୍ଟ ରାୟ ଦେଇଛନ୍ତି।
-
17.ରୁଷ ପକ୍ଷରୁ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବା ଫଳରେ ୧୩ ନାଗରିକଙ୍କ ମୃତ୍ୟୁ ଘଟିଛି।
-
18.ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ; ପରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ।
-
19.ଆସାମର ଦିମା ହସାଓ ଜିଲା ଉମ୍ରାଙ୍ଗସା ଅଞ୍ଚଳରେ ଥିବା କୋଇଲା ଖଣିରେ ସୋମବାର ଅଚାନକ ବନ୍ୟାପାଣି ପଶିଯିବାରୁ ଏହା ଭିତରେ ଥିତ୍ବା ଶ୍ରମିକମାନେ ବାହାରି ନ ପାରି ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମଙ୍ଗଳବାର ମିଳିଥିବାବେଳେ ନିଖୋଜ ଥିବା ଅନ୍ୟ ୬ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
-
20.କେନ୍ଦ୍ର ସରକାର ନୂଆଦିଲ୍ଲୀର ‘ରାଷ୍ଟ୍ରୀୟ ସ୍ମୃତି’ ଅଞ୍ଚଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏକ ସ୍ମାରକୀ ନିମାଣ କରିବାକୁ ଘୋଷଣା କରିଛନ୍ତି।
|
195 |
Y |
|
469 |
09-01-2025 |
English |
-
1.More than 30K people vacate their homes as a wildfi re rips through an upscale coastal area of Los Angeles overnight.
-
2. Indian journalist turned director Pritish Nandy passed away due to cardiac arrest on Wednesday at his residence in Mumbai at the age of 73.. He was an amazing poet, writer, filmmaker and a brave and unique editor/journalist.
-
3.At least six devotees died and dozens were injured in a stampede here Wednesday night as hundreds of them jostled for tickets for Vaikunta Dwara Darshanam at Lord Venkateswara Swamy temple on Tirumala Hills, said an official.
-
4.Berhampur’s BJP MP Pradeep Kumar Panigrahy was acquitted in three more cases of cheating by a special court in Ganjam district Wednesday due to lack of evidence.
-
5.IIT-Bhubaneswar signed an agreement with the Central Road Research Institute (CRRI) Wednesday for collaborative research in the field of road engineering.
-
6.Berhampur's BJP MP Pradeep Kumar Panigrahy was acquitted in three more cases of cheating by a special court in Odisha's Ganjam district Wednesday due to lack of evidence.
-
7.Brijendra Pratap Singh Wednesday took charge as the chairman-cum-managing director (CMD) of National Aluminium Company Limited (NALCO) at its corporate office.
-
8.President Droupadi Murmu will be on a two-day visit to Meghalaya and Odisha from Thursday to attend different events.
-
9.For the first time in the Supreme Court's history, 25 judges including Chief Justice of India, Sanjiv Khanna, will meet in Visakhapatnam, along with their families and also discuss issues related to the top court and hold a 'full court' meeting.
-
10.IndiaAI, an Independent Business Division (IBD) under the Digital India Corporation, has signed a Memorandum of Understanding (MoU) with Microsoft to drive the adoption and development of artificial intelligence (AI) in India.
-
11.Microsoft, in partnership with IndiaAI, will skill 500,000 individuals, including students, educators, developers, government officials, and women entrepreneurs, by 2026.
-
12.The President of India, Smt Droupadi Murmu will visit Meghalaya and Odisha from January 9 to 10, 2025.
-
13.The state government will run high-end premium buses from various places in Odisha to Uttar Pradesh during the upcoming Maha Kumbh-2025.
-
14.V Narayanan has been appointed as the next chairman of the Indian Space Research Organisation (ISRO) and Secretary of the Department of Space, according to an offi cial announcement made Tuesday.
-
15.Residents of Kalahandi district have urged Chief Minister Mohan Charan Majhi to take steps towards allocating permanent bauxite mines to the Lanjigarh-based Vedanta Company.
|
200 |
Y |
|
470 |
08-01-2025 |
Odia |
-
1.କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଗବେଷଣା (ଇସ୍ରୋ)ର ନୂତନ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ଭାବେ ନିଯୁକ୍ତ କରିଛନ୍ତି। ଜାନୁଆରି ୧୪ତାରିଖରେ ଇସ୍ରୋର ବର୍ତ୍ତମାନର ମୁଖ୍ୟ ଏସ୍ ସୋମନାଥଙ୍କ ଠାରୁ ନାରାୟଣନ ଦାୟିତ୍ୱ ଗ୍ରହଣ କରିବେ।
-
2.ନଦୀଶଯ୍ୟା ପୋତିହୋଇପଡୁଥିବାରୁ ୨୦୫୦ ସୁଦ୍ଧା ଭାରତର ପ୍ରାୟ ୩,୭୦୦ ନଦୀବନ୍ଧ ଜଳଧାରଣ କ୍ଷମତାର ୨୬ ପ୍ରତିଶତ ହରାଇବେ ବୋଲି ଜାତିସଂଘର ଏକ ଅଧ୍ୟୟନରୁ ଜଣାପଡିଛି।
-
3.୨୦୨୪ ନଭେମ୍ବରରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମୋଟ ୫୩ ଟନ୍ ସୁନା କିଣିଥିବାବେଳେ ଭାରତ ଏକାକୀ ୮ ଟନ୍ ସୁନା କିଣିଛି।
-
4.୧୯୯୮ ମସିହା ମେ ମାସରେ ରାଜସ୍ଥାନର ପୋଖରାନରେ ଭାରତ ପରମାଣୁ ପରୀକ୍ଷଣ କରିଥିଲା। ଏହି ସଫଳତାରେ କ୍ଷୁବ୍ଧ ଆମେରିକା ଭାରତ ଉପରେ ପରମାଣୁ କଟକଣା ଲଗାଇଥିଲା। ସମସ୍ତ କଟକଣା ହଟାଯିବାକୁ ଆମେରିକା ଘୋଷଣା କରିବା ସହ ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି।
-
5.ତିବ୍ବତରେ ଏକ ଘଣ୍ଟା ମଧ୍ୟରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ୫ଟି ପଶ୍ଚାତ୍ କମ୍ପନ ଅନୁଭୂତ ହେବା ଫଳରେ ଅତି କମ୍ରେ ୧୩୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫୦ରୁ ଅଧିକ ଆହତ ହୋଇଛନ୍ତି।
-
6.ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ।
-
7.ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି। ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ କରାଯାଇଛି।
-
8.ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ମୁଖ୍ୟ କ୍ୟାମ୍ପସରେ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ନିର୍ମାଣ ନିମନ୍ତେ ଭାରତ ସରକାରଙ୍କ ଅଧୀନରେ ଥିବା ଏନବିସିସି (ଇଣ୍ଡିଆ) ଲିମିଟେଡକୁ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନସଲଟାନ୍ସି (ପିଏମସି) ଦାୟିତ୍ବ ପ୍ରଦାନ କରିଛି । ୪୮୦ କୋଟି ଟଙ୍କା ବ୍ୟୟଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ।
-
9.ଦେଶରେ ନିର୍ବାଚନ ସମ୍ପୂର୍ଣ୍ଣ ନିରପେକ୍ଷତାର ସହ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ କମିସନର ଆଶ୍ବସ୍ତ ଦେବା ସହ ମାଗଣା ଘୋଷଣା ଯୋଗୁଁ ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଖରାପ ହେଉଥିବା ଦର୍ଶାଇଛନ୍ତି ।
-
10.ଜରୁରୀକାଳୀନ ଖର୍ଚ୍ଚ ଲାଗି ଦେଶର ଅଧିକାଂଶ ଲୋକ ପ୍ରସ୍ତୁତ ନାହାନ୍ତି। ୪୦ କୋଟି ଲୋକଙ୍କ ପାଖରେ ସେଥିପାଇଁ ବୀମା ସୁରକ୍ଷା ନାହିଁ। ମାତ୍ର ୬ କୋଟି ଲୋକଙ୍କ ନିଜସ୍ଵ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ବୀମା ରହିଛି ବୋଲି ଏଚ୍ଡିଏଫ୍ସି ଆର୍ଗୋ ଜେନେରାଲ୍ ଇନ୍ସ୍ୟୁରାନ୍ସ କମ୍ପାନିର ନିର୍ଦ୍ଦେଶକ ପାର୍ଥନୀଲ ଘୋଷ କହିଛନ୍ତି।
-
11.ନିକଟରେ ଶେଷ ହୋଇଥିବା ବର୍ଷ ୨୦୨୪ରେ ଦେଶରେ ୨ କୋଟି ୬୧ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଛି। ୨୦୨୩ରେ ୨.୩୯ କୋଟି ଗାଡ଼ି ବିକ୍ରି ହୋଇଥିଲା।
-
12.ରୁପାର ଗହଣାଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ଭଳି ବିପୁଳ ପରିମାଣରେ ବିକ୍ରି ହେଉଛି। ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି ସରକାର ହଲ୍ମାର୍କିଂ ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି।
-
13.ଯାଜପୁରରେ ଅଶୋଧିତ ତେଲକୁ ଏକ ବିଶାଳ ଭଣ୍ଡାର ଗଚ୍ଛିତ ରଖାଯିବ। ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜଭର୍ସ ଲିମିଟେଡ୍ ପକ୍ଷରୁ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଭଣ୍ଡାରକୁ ୮୭୪୩ କୋଟି ଟଙ୍କା ନିବେଶରେ ସ୍ଥାପନ କରାଯିବ।
-
14.ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସଲମାନଙ୍କ ଘର ବାଲ୍କୋନୀରେ ସୁରକ୍ଷା ବଢାଇ ଦିଆଯାଇଛି। ବାଲ୍କୋନୀରେ ବୁଲେଟ୍ପ୍ରୁଫ୍ ଗ୍ଲାସ୍ ଲଗାଯାଇ ସୁରକ୍ଷିତ କରାଯାଇଛି।
-
15.ଉତ୍ତରାଖଣ୍ଡର ହରିଦ୍ବାରରେ ଜଣେ ନାବାଳିକା ହକି ଖେଳାଳିଙ୍କ ସହିତ ଦୁଷ୍କର୍ମର ଏକ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ନିଜ କୋଚଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି।
|
254 |
Y |
|