Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
11 29-01-2026 Odia
  1. ରାଷ୍ଟ୍ରପତିଙ୍କ ସଂସଦ ଅଭିଭାଷଣରେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତରେ ୪୦ ନିୟୁତ ଗରିବ ଲୋକ ସ୍ଥାୟୀ ଘର ନିର୍ମାଣ କରିଛନ୍ତି। ଚାଉଳ ଉତ୍ପାଦନରେ ଭାରତ ସମସ୍ତ ଦେଶକୁ ପଛରେ ପକାଇ ଦେଇଛି। ଭାରତ ମାଛର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ଦେଶ ହୋଇଛି।

  2. ତେହେରାନ ଚେତାବନୀ ଦେଇଥିଲା ଯେ ଏହାର ସେନା ଯେକୌଣସି ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର କଡ଼ା ଜବାବ ଦେବ।

  3.  ସୁପ୍ରିମକୋର୍ଟ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂତନ ଇକ୍ୱିଟି ନିୟମାବଳୀ ୨୦୨୬କୁ ଚ୍ୟାଲେଞ୍ଜ କରି ଅନେକ ଆବେଦନର ଶୁଣାଣି କରିବେ। 

  4. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬କୁ ଉପସ୍ଥାପନ କରିବେ।

  5.  ବର୍ଦ୍ଧିତ ବ୍ଲୁଟୁଥ୍‌ ରେଞ୍ଜ ଓ ଅଧିକ ଧ୍ବନିଯୁକ୍ତ ସ୍ପିକର୍‌ ସହିତ ଆପଲ୍ କମ୍ପାନି ନୂଆ ଏଆର୍‌ଟ୍ୟାଗ୍‌ ମଡେଲ୍‌ ଉନ୍ମୋଚନ କରିଛି। ଜରୁରି ସାମଗ୍ରୀଗୁଡ଼ିକୁ ସହଜରେ ଖୋଜିବା ଲାଗି ଏହି ଛୋଟ ଗ୍ୟାଜେଟ୍‌ଟିକୁ ବ୍ୟବହାର କରାଯାଇଥାଏ। ଆଇଫୋନ୍‌ର ‘ଫାଇଣ୍ଡ୍‌ ମାଇଁ’ ଆପ୍‌ ଜରିଆରେ ଏଆର୍‌ଟ୍ୟାଗ୍‌ ଉପରେ ନିଘା ରଖିହୁଏ। 

  6. ଭାରତ ଓ ଚୀନର ଗାଡ଼ି ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ଉପରେ ଦକ୍ଷିଣ ଆଫ୍ରିକା ବିଚାର କରୁଛି। ସ୍ଵଦେଶୀ କମ୍ପାନିଗୁଡ଼ିକୁ ସୁରକ୍ଷା ଦେବା ଲାଗି ଦକ୍ଷିଣ ଆଫ୍ରିକା ସରକାର ଆମଦାନୀ ଉପରେ ଚଢ଼ା ଶୁଳ୍କ ଲଗାଇବାକୁ ବିଚାର କରୁଛି ।  

  7. ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ସରକାର ବୁଧବାର ରାଜ୍ୟରେ ତିନିଦିନିଆ ଶୋକ ଘୋଷଣା କରିଛନ୍ତି।

  8. ପୂର୍ତ୍ତ ବିଭାଗ ଅଧିନରେ ଥିବା  ଡାକ ବଙ୍ଗଳା ବୁକିଂ ପ୍ରକ୍ରିୟାକୁ ଡିଜିଟାଲ୍ କରିବା ଲକ୍ଷ୍ୟରେ e-IB ଅନଲାଇନ୍ ଆପ୍ଲିକେସନ୍ ସୁବିଧାକୁ ଶୁଭାରମ୍ଭ କରାଯାଇଛି ।

  9. ଭୁବନେଶ୍ଵର ମହାନଗର ନିଗମ ଅଂଚଳାଧିନରେ ରହିଥିବା ଭେଣ୍ଡିଂ ଜୋନ୍ ଓ ଓମ୍ଫେଡ୍ ବୁଥ୍ ରେ  ନିଶା ଦ୍ରବ୍ୟ ଯେପରିକି ଗୁଟଖା, ସିଗେରେଟ, ପାନ ବିକ୍ରି କଲେ  ବ୍ୟବସାୟୀଙ୍କ ଉପରେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।

  10. ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ୨୨ ତାରିଖ ଯାଏ ଆବେଦନ ଚାଲିବ । ମେ ୪ରୁ ୯ ଯାଏ ପରୀକ୍ଷା ହେବ । ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ମୋଡ୍ ରେ ହେବ ।

  11. ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୮୮୮୪ କୋଟିର ୨୦ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ୬୮୩୨ ଚାକିରି ମଧ୍ୟ ସୃଷ୍ଟି ହେବ ବୋଲି ମଧ୍ୟ କହିଛନ୍ତି ।

  12. ପ୍ରଥମ ଥର ଭୁବନେଶ୍ଵରରେ ବୁଧବାର ରୁପାର କେଜି ପିଛା ଦର ୧୩ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ଟଙ୍କା ସ୍ତର ସ୍ପର୍ଶ କରିଛି। ଗତ ତିନି ଦିନରେ ରୁପା ୩୫ ହଜାର ଟଙ୍କା ମହଙ୍ଗା ହୋଇଥିଲା।

  13. ଆସନ୍ତା ଏପ୍ରିଲ ୨ ତାରିଖରେ ଓଡ଼ିଶାର ୪ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରୁଛି। ସେମାନେ ହେଉଛନ୍ତି ମୁନ୍ନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ ଓ ସୁଜିତ୍ କୁମାର ।

  14. ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ ହୋଇଛି।

  15. କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି।

  16. ବିଶ୍ଵର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ ଆସନ୍ତା ତିନି ମାସରେ ୧୬ହଜାର କର୍ମଚାରୀ ଛଟେଇ କରିବ। ଗତବର୍ଷ ଅକ୍ଟୋବର ୨୮ରେ କମ୍ପାନି ୧୪ ହଜାର କର୍ମଚାରୀଙ୍କୁ ବିଦା କରିଥିଲା। ଏହି ଦୁଇ ପର୍ଯ୍ୟାୟରେ କମ୍ପାନି ମୋଟ୍‌ ଉପରେ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରୁଛି।

  17. ଗୁଜରାଟର ଭବନଗରଠାରେ ଆରମ୍ଭ ହୋଇଥିବା ଅସ୍ମିତା ୧୩ବର୍ଷରୁ କମ୍ ଜୋନାଲ ଫୁଟ୍‌ବଲ୍‌ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଲଜ୍ଜାଜନକ ଭାବେ ୦-୭ ଗୋଲ୍‌ରେ ଆୟୋଜକ ଗୁଜରାଟଠାରୁ ପରାସ୍ତ ହୋଇଛି।

  18. ଅହମଦାବାଦର ବୀର ସାବରକର ସ୍ପୋର୍ଟସ୍‌ କଂପ୍ଲେକ୍ସଠାରେ ଆୟୋଜିତ ହେଉଥିବା ଦଶମ ଜାତୀୟ କନିଷ୍ଠ ବୋସିଆ ପ୍ରତିଯୋଗିତାରେ ଓଡ଼ିଶାର ୧୧ଜଣ ଖେଳାଳି ଅଂଶଗ୍ରହଣ କରିବେ।

  19. ଚଣ୍ଡିଗଡ଼ର ସେକ୍ଟର ୪୨ କ୍ରୀଡ଼ା କଂପ୍ଲେକ୍ସରେ ଆୟୋଜିତ ଅନ୍ତଃବିଶ୍ବବିଦ୍ୟାଳୟ ଭାରୋ‌ତ୍ତୋଳନରେ ଓଡ଼ିଶାର ରିଙ୍କି ନାୟକ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

  20. ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।

18 Y
12 29-01-2026 English
  1. 1.The annual blackbuck census in Ghumusar South, Ghumusar North and Berhampur Forest Ranges will begin Thursday.

  2. 2.Chief Minister Mohan Charan Majhi Wednesday launched 20 industrial projects worth Rs 8,884 crore in Rourkela.

  3. 3. Additions and deletions are part of the electoral roll revision exercise undertaken by the Election Commission, the Supreme Court said Wednesday.

  4. 4.US President Donald Trump urged Iran Wednesday to come to the table and make a deal on nuclear weapons or the next US attack would be far worse, but Tehran said that if that happened it would fight back as never before.

  5. 5.East Coast Railway (ECoR) has achieved a major milestone by surpassing Rs 2,000 crore in passenger revenue within a record 299 days during the current financial year 2025–26.

  6. 6.Maharashtra Deputy Chief Minister Ajit Pawar and four other persons on board an aircraft were killed after it crashed near the Baramati airport in Maharashtra’s Pune district Wednesday.

  7.  7.Bhubaneswar Municipal Corporation (BMC) Wednesday presented its draft budget of Rs1,050 crore for the financial year 2026–27 during the 38th General Council and Special Budget Meeting at BMC headquarters.

  8. 8. Marking a significant step towards digitising the booking process of Public Works department (PWD) Inspection Bungalows (IBs) located at Bhubaneswar, Puri and Konark, Law, Works and Excise Minister Prithiviraj Harichandan launched e-IB portal here Wednesday.

  9. 9.Eklavya Model Residential School (EMRS), Hirli brought national recognition to the state by securing the second position at National Level Model Youth Gram Sabha (MYGS) competition recently. The prestigious competition was held among nearly 200 EMRSs across the country .

  10. 10.The Odisha government is making a strong, aspirational presence at Wings India 2026, Asia’s largest civil aviation event, with its dedicated pavilion themed “Odisha Takes Flight”, showcasing the state’s growing role in India’s aviation sector.

  11. 11.Tamil Nadu Chief Minister MK Stalin Wednesday announced a series of welfare measures for the Muslim community, including additional Waqf Tribunal in Coimbatore and burial grounds or Kabristans where they are currently unavailable.

  12. 12.Nearly 100 stray dogs were allegedly killed in Nagarkurnool district of Telangana, taking the toll to 1,200 in the state since December 2025, animal rights activists claimed.

  13. 13.Japan’s last pair of pandas have returned to China, leaving Japan without the lovable bears for the first time in half a century. The bears are heading back as diplomatic relations between the two countries are at their lowest point in years.

  14. 14.Texas Governor Greg Abbott has ordered state agencies and public universities to immediately halt new H-1B visa petitions, tightening hiring rules at taxpayer-funded institutions, a step likely to impact Indian professionals.

  15. 15.The Supreme Court Wednesday flagged concern over state governments not complying with its directions to enhance their stray dog sterilisation capacity, saying, “They are all building castles in the air.”

20 Y
13 28-01-2026 Odia
  1. 1.ଆମେରିକୀୟ ରାଜ୍ୟ ଟେକ୍ସାସର ଗଭର୍ଣ୍ଣର ଗ୍ରେଗ୍ ଆବୋଟ୍ ସମସ୍ତ ରାଜ୍ୟ ସରକାରୀ ସଂସ୍ଥା ଏବଂ ସରକାରୀ ବିଶ୍ୱବିଦ୍ୟାଳୟରେ ନୂତନ H-1B ଭିସା ଆବେଦନଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  2. 2.ଶ୍ରୀନଗରରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ମାତ୍ର ୨.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସୀମା ସଡ଼କ ସଂଗଠନ ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାର ଭାଦରୱାହ-ଚତ୍ତରଗଲା ରାସ୍ତାରେ ପ୍ରବଳ ତୁଷାରପାତରେ ଫସି ରହିଥିବା ୪୦ ସୈନିକଙ୍କ ସମେତ ୬୦ ଜଣଙ୍କୁ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଉଦ୍ଧାର କରିଛି।

  3. 3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ୪ ତାରିଖ ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ଯ୍ୟକ୍ରମ ରହିଛି।

  4. 4. ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହୋଇଛି ।

  5. 5.ଦେଶରେ ବିଚାରାଧୀନ ସମସ୍ତ ଏସିଡ୍ ଆକ୍ରମଣ ମାମଲାରେ ବିଚାରାଧୀନ ଥିବା ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ସର୍ବୋଚ୍ଚ ନ୍ୟାୟାଳୟ । ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ ସମସ୍ତ ରାଜ୍ୟ ସରକାର ଏବଂ ଉଚ୍ଚ ଅଦଲଟାକୁ ଚାରି ସପ୍ତାହ ସମୟ ଦେଇଛନ୍ତି ।

  6. 6.ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବେ। ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମାର୍ଚ୍ଚ ୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଜାରି ରହିବ।

  7. 7.ଓଡ଼ିଶାର ବରିଷ୍ଠ ଶବ୍ଦ ଯନ୍ତ୍ରୀ ତଥା ରେକର୍ଡିଷ୍ଟ ଇଂ. ସମୀର କୁମାର ପାତ୍ରଙ୍କ ନିଧନ ହୋଇଛି । ୨୦୦୦ ରୁ ୨୦୨୬ ମସିହା ମଧ୍ୟରେ ସେ ୭୫ ରୁ ଅଧିକ ଚଳଚ୍ଚିତ୍ର, ଟେଲିଭିଜନ ସିରିଜ୍ ଏବଂ ଡିଜିଟାଲ୍ ପ୍ରୋଜେକ୍ଟରେ କାର୍ଯ୍ୟ କରିଥିଲେ ।

  8. 8.ପ୍ରଖ୍ୟାତ ଗାୟକ ଅରିଜିତ ସିଂ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ ଅବସର ଘୋଷଣା କରିବା ପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି।

  9. 9.ଭାରତ-ଇୟୁ ମୁକ୍ତ ବାଣିଜ୍ୟ ରାଜିନାମା ଚାଷୀ, ଏମ୍ଏସ୍‌ଏମ୍ଇ ଓ ଶ୍ରମ ସମ୍ବେଦନଶୀଳ ଶିଳ୍ପ ପାଇଁ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

  10. 10.ତାଳଚେର ଭଳି ଶିଳ୍ପାଞ୍ଚଳରେ ବାୟୁ ଗୁଣବତ୍ତା ସୁଧାରିବା, ବାଲେଶ୍ୱର ଭଳି ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ, ବେଆଇନ ଖନନ, ଜଙ୍ଗଲ ଜମି ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ  ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି।

  11. 11.ଦଶରଥପୁର ବ୍ଲକ୍‌ର ପାଲଟପୁର ପଞ୍ଚାୟତରେ ପିଇବା ପାଣିରେ ମାତ୍ରାଧିକ ବିଷାକ୍ତ ରାସାୟନିକ ଦ୍ରବ୍ୟ ରହିଥିବା ରିପୋର୍ଟ ଆସିବା ପରେ ସମ୍ପୃକ୍ତ ୯୦ଟି ନଳକୂଅ ଜଳକୁ ଆଦୌ ବ୍ୟବହାର ନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

  12. 12.ପଠାଣିସମାନ୍ତ ମେଧାବୃତ୍ତି ପରୀକ୍ଷା ପାଇଁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛି ମାଧ୍ୟମିକ ଶିକ୍ଷା ପରିଷଦ,ଓଡିଶା ମୋଟ ୪୩୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେ​‌ବେ ପରୀକ୍ଷାର୍ଥୀ। ସକାଳ୧୦ଟାରୁ ମଧ୍ୟାହ୍ମ୧ଟା ପର୍ଯ୍ୟନ୍ତ ପରୀକ୍ଷାଗାର​‌ରେ ପରୀକ୍ଷା ଦେ​‌ବେ ପରୀକ୍ଷାର୍ଥୀ।

  13. 13. ତେଲେଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟର ୧୧୬ ପୌରାଞ୍ଚଳ ଏବଂ ସାତଟି ମହାନଗରରେ ନିର୍ବାଚନ ଅନୁଷ୍ଠିତ ହେବ ।

  14. 14.ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ଥିବା ବାଫଳିମାଳି, ଶାଶୁବୋହୂମାଳି, ସିଜିମାଳି, କୋଡ଼ିଙ୍ଗାମାଳି ସମେତ ପ୍ରାୟ ପର୍ବତମାଳାରେ ରହିଛି ମୂଲ୍ୟବାନ୍‌ ବକ୍ସାଇଟ। ସେଥିରୁ ବାଫଳିମାଳିରୁ ଉତ୍କଳ ଆଲୁମିନା ଖଣି ଖନନ କରିବା ସହ ସେଠାରେ କାରଖାନା ମଧ୍ୟ ପ୍ରତିଷ୍ଠା କରିଛି ।

  15. 15.ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଖେଳାଲୀ ଜ୍ୟାକବ ମାର୍ଟିନ ନିଶାଗ୍ରସ୍ତ ଅବସ୍ଥାରେ କାର୍ ଚଳାଇ ଦୁର୍ଘଟଣା ଘଟାଇବା ଅଭିଯୋଗରେ ଗିରଫ ହୋଇଛନ୍ତି।

33 Y
14 28-01-2026 English
  1. 1.The Orissa High Court Tuesday held that a valid Pollution Under Control Certificate (PUCC) must be issued even if an e-challan is pending against a motor vehicle. The state government has also informed the HC that petrol and diesel will continue to be supplied at fuel stations even if a vehicle does not possess a PUCC.

  2. 2.The government had January 13 notified new regulations mandating all HEIs to form “equity committees” to look into discrimination complaints and promote equity. it, has triggered massive protests and demonstrations at several places accross the country.

  3. 3.India and European Union Tuesday sealed a landmark free trade agreement -- billed as “mother of all deals” -- with Prime Minister Narendra Modi.

  4. 4.India’s iconic singer Arijit Singh, the voice behind countless much-loved Bollywood numbers, Tuesday triggered a wave of shock across the music industry by announcing his retirement from playback singing.

  5. 5.Deputy Chief Minister Pravati Parida inaugurated the Panchatatwa Park and laid the foundation stone for the Subhadra Resource Centre at State Institute for Women and Children (SIWC) here Tuesday.

  6. 6.Chief Minister Mohan Charan Majhi inaugurated India’s first aluminium flat rolled product (FRP) unit and a specialised battery foil manufacturing unit of Hindalco Industries Limited’s Aditya Aluminium at Lapanga in Sambalpur district.

  7. 7.Minister for Forest, Environment and Climate Change (FE&CC) Ganesh Ram Singkhuntia expressing serious concern over the rising incidents of forest fires in the state in recent years. He directed forest officials in fireprone divisions to remain extra vigilant and proactive.

  8. 8.On the 77th Republic Day, the world’s largest monumental national flag made of Khadi was displayed in a grand and dignified manner at Dhordo in the Rann of Kutch, in Gujarat’s border district of Bhuj.

  9. 9.Chief Minister Mohan Charan Majhi Monday announced Rs4 lakh in exgratia assistance from the Chief Minister’s Relief Fund (CMRF) to the family of a man killed in a truck collision in Keonjhar district.

  10. 10.The Uttar Pradesh government has signed agreements involving proposed investments of about Rs 3 lakh crore at the World Economic Forum (WEF) annual meeting in Davos, state Finance Minister Suresh Kumar Khanna said Tuesday.

  11. 11.Close to 1,500 migratory and resident birds from 72 wetland-dependent species and 11 endangered species were spotted at the Jodhpur Jhal wetland in Mathura district during a recent survey, experts said.

  12. 12.India is keen on investing in extraction of critical minerals in Canada and will mount a delegation soon to discuss joint collaboration in the sector, Oil Minister Hardeep Singh Puri said Tuesday.

  13. 13.The government Tuesday rejected the Opposition's demands for discussions on the VB-G RAM G Act as well as on the SIR in the Budget session of Parliament beginning Wednesday, with Parliamentary Affairs Minister Kiren Rijiju saying the two issues had already been debated by both Houses and “we cannot reverse the gear”.

  14. 14.Karnataka Chief Minister Siddaramaiah Tuesday lost his cool and shouted at some Youth Congress workers who started raising slogans in favour of Deputy CM D K Shivakumar during a protest rally in the city.

  15. 15.A newly-constructed flyover at Mira-Bhayandar near Mumbai that narrows midway from four lanes to two lanes has drawn criticism, raising questions on planning, traffic flow, and commuter safety.

23 Y
15 27-01-2026 Odia
  1. 1.ରାଜ୍ୟପାଳ ହରିବାବୁ କମ୍ଭମପତି  ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
  2. 2.୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
  3. 3.ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସୋମବାର ଦିନ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୧ ଲକ୍ଷ ୭ ହଜାର ଅବୈଧ ବିଦେଶୀଙ୍କୁ ଚିହ୍ନଟ କରାଯାଇଛି। 
  4. 4.ଆବୁଧାବିରେ ଆମେରିକାର ମଧ୍ୟସ୍ଥତାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନାରୁ ଯୁଦ୍ଧ ବନ୍ଦ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। 
  5. 5. ଗାଜା ଷ୍ଟ୍ରିପରେ ରବିବାର ଦିନ ଦୁଇଟି ପୃଥକ ଘଟଣା ଘଟିଛି। ଇସ୍ରାଏଲୀ ଗୁଳିରେ ତିନି ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଗାଜା ସିଟିରେ ଇସ୍ରାଏଲୀ ଡ୍ରୋନ୍ ଆକ୍ରମଣରେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।
  6. 6.ରାଜସ୍ଥାନର ନାଗୌର ଜିଲ୍ଲାରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ବାରା ୯,୫୫୦ କିଲୋ ବିସ୍ଫୋରକ ଜବତ କରିଛନ୍ତି। ଥାନୱାଲା ଥାନାର ପୁଲିସ ପକ୍ଷରୁ ଏକ ଫାର୍ମରେ ଚଢଉ କରାଯାଇ ବିପୁଳ ପରିମାଣର ଆମୋନିୟମ୍ ନାଇଟ୍ରେଟ୍ ଓ ଡେଟୋନେଟର ଜବତ କରାଯାଇଛି.
  7. 7.ରାଜ୍ୟର ପ୍ରଥମ ବିଟେଲ୍‌ (ଭଅଁର) ପ୍ରଜାତିର ଅତ୍ୟାଧୁନିକ ଡ୍ରୋନ୍‌ ତିଆରି କରିବାର ପରିକଳ୍ପନା କରିଛନ୍ତି ନିଷ୍ଟ୍‌ ବିଶ୍ବବିଦ୍ୟାଳୟର ଛାତ୍ର ଗୋଷ୍ଠୀ। ଏହି ଡ୍ରୋନ୍‌ ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ବେଶ୍‌ ଉପଯୋଗୀ ହେବ।
  8. 8.ଲୋକସେବା ଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ୨୦ଜଣଙ୍କୁ ପୁଲିସ ପଦକ ପ୍ରଦାନ କରିଛନ୍ତି। 
  9. 9.୨୦୬୦ ସୁଦ୍ଧା ଚୀନ ଅର୍ଥନୀତିଠାରୁ ଭାରତ ଦୁଇ ଗୁଣା ବଡ଼ ହୋଇଯିବ ଓ ସେହି ସମୟରେ ଆମେରିକାକୁ ମଧ୍ୟ ଅତିକ୍ରମ କରିଯିବ। ୨୦୪୦ ସୁଦ୍ଧା ଆମେରିକା ତୃତୀୟ ସ୍ଥାନକୁ ଖସିଯିବ ଓ ୨୦୭୦ରେ ପୁଣି ଥରେ ଚୀନ୍‌ ଉପରକୁ ଚାଲିଯିବ ବୋଲି ପୂର୍ବାନୁମାନ କରାଯାଇଛି।
  10. 10.ୟୁରୋପୀୟ ସଂଘ (ଇୟୁ) ଅଧୀନରେ ଥିବା ଦେଶରୁ ଆମଦାନୀ ହେଉଥିବା କାର୍‌ ଉପରେ ଲଗାଯାଇଥିବା ୧୧୦ ପ୍ରତିଶତ ଶୁଳ୍କ ୪୦ ପ୍ରତିଶତକୁ ହ୍ରାସ ପାଇବ। ଭାରତ ଓ ଇୟୁ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ରାଜିନାମା‌ରେ କାର୍‌ ଶୁଳ୍କ କମ୍‌ କରିବା ବ୍ୟବସ୍ଥା ରହିଛି। ଏହା ହେଲେ ୟୁରୋପୀୟ କାର୍‌ଗୁଡ଼ିକ ଭାରତୀୟ ବଜାର‌ରେ ଆହୁରି କମ୍‌ ଦାମ୍‌ରେ ଉପଲବ୍ଧ ହୋଇପାରିବ।
  11. 11.ଚିଲିକା ଦ୍ବୀପାଞ୍ଚଳରେ ୧୪ଟି ପଞ୍ଚାୟତ ଥିବା ବେଳେ ଚିଲିକା ସେପାରିରେ ୭ଟି ପଞ୍ଚାୟତ ରହିଛି। ଗ୍ରୀଷ୍ମଋତୁ ପ୍ରାରମ୍ଭରୁ ଚିଲିକାରେ ଜଳସ୍ତର କମିଯାଉଥିବାରୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଳିତ ଯାତ୍ରୀବାହୀ ଭସାପୋଲ ମଝି ଚିଲିକାରେ ଲାଖି ଯାଉଥିବାରୁ ଗମନାଗମନରେ ବାଧା ଉପୁଜୁଛି। 
  12. 12.ବିଶ୍ୱର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ ଏକ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ ପ୍ରାୟ ୧୬,୦୦୦ କର୍ମଚାରୀଙ୍କୁ ବାହାର କରିପାରେ।
  13. 13.ବାଂଲାଦେଶର ଏକ କୋର୍ଟ ସୋମବାର ଢାକାର ପଳାତକ ପୂର୍ବତନ ପୋଲିସ ମୁଖ୍ୟ ଏବଂ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଜୁଲାଇ ୨୦୨୪ରେ ହୋଇଥିବା ଗଣ ବିଦ୍ରୋହ ସମୟରେ ୬ ଜଣ ପ୍ରଦର୍ଶନକାରୀଙ୍କୁ ହତ୍ୟା କରିବା ଅପରାଧ ପାଇଁ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି, ଯାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ କ୍ଷମତାଚ୍ୟୁତ କରିଥିଲା।
  14. 14.ହକି ଇଣ୍ଡିଆ ଲିଗ୍‌ରେ ସୋମବାର କଳିଙ୍ଗ ଲାନ୍ସର୍ସ ଚାମ୍ପିଅନ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ରାଞ୍ଚି ରୟାଲ୍ସକୁ ୩-୨ ଗୋଲରେ ପରାସ୍ତ କରି କଳିଙ୍ଗ ଲାନ୍ସର୍ସ ଚାମ୍ପିଅନ ହୋଇଛି। 
  15. 15.ଅଲ୍ ଓଡ଼ିଶା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ରାଙ୍କିଂ ଟୁର୍ଣ୍ଣାମେଣ୍ଟ ସୋନପୁରରେ ଗତ ୨୩ରୁ  ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତାର  ନବରଙ୍ଗପୁରର ଆଇ ତେଜେଶ୍ୱର ରାଓ ଏବଂ ଜୟ ପ୍ରକାଶ ସିଂହ ୩୫+ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ୍ ରାଜ୍ୟ ରାଙ୍କିଂ ଟୁର୍ଣ୍ଣାମେଣ୍ଟରେ ବିଜେତା ହୋଇଛନ୍ତି
23 Y
16 27-01-2026 English
  1. China has requested the WTO's dispute settlement body to set up a panel in a case it has filed against India over New Delhi's incentive schemes for auto, battery and electric vehicles after bilateral consultations failed to resolve the dispute.
  2. US President Donald Trump wished India as it celebrated its 77th Republic Day today, with a post on social media that had a black and white photo of him and Prime Minister Narendra Modi.
  3. President Droupadi Murmu is set to embark on on Feb 3  two-day visit to the holy city of Puri, highlighting her deep connection to Odisha’s cultural and spiritual heritage.
  4. Odisha is advancing with nearly Rs 20 lakh crore worth of industrial proposals, expected to generate 15 lakh jobs once operational.
  5. Karnataka Chief Minister Siddaramaiah on Tuesday lost his cool and shouted at some Youth Congress workers who started raising slogans in favour of Deputy CM D K Shivakumar during a protest rally in the city.
  6. Goa is considering an Australia-like social media ban for children, as concerns grow over the risks of such use to their mental health in a nation with more than a billion internet users.
  7. India will create its own Intellectual Property (IP) in six critical systems, including compute, RF, networking, power, sensor, and memory, through the India Semiconductor Mission, said Union Minister for Electronics and Information Technology.
  8. India and the European Union (EU) talks over the free trade agreement (FTA) aimed at boosting two-way trade and strengthening economic ties began in 2007.
  9. Canada and India will pledge to expand trade in oil and gas as the countries reboot their relationship after a diplomatic chill.
  10. Shakeel Ahmad, a three-time MLA and a two-term MP from Bihar, had called Rahul Gandhi a 'darpok' (coward) and an insecure leader.
  11. Bareilly City Magistrate Alankar Agnihotri resigned from service on Monday, citing deep disagreement with government policies, especially the new UGC regulations, which he said could foment caste-based discontent.
  12. In yet another incident of alleged stray dogs killing in Telangana, about 200 canines were killed in Hanamkonda district, taking the toll to 1,100 in the state since December 2025, animal rights activists claimed.
  13. Bhagat Singh Koshyari was conferred with the Padma Bhushan award, nearly three years after he resigned as the Maharashtra governor.
  14. Tamil Nadu Deputy Chief Minister Udhayanidhi Stalin on Sunday launched a sharp attack on what he termed "Hindi imposition," warning that the language has "devoured" several regional mother tongues across India..
  15.  Odisha Bandh called by Navnirman Krushak Sangathan on January 28 gained momentum after both Congress and BJD announced support.
23 Y
17 26-01-2026 English
  1. 1.President Droupadi Murmu Sunday said India is spreading the message of peace in the world which is crucial to secure the future of humanity.

  2. 2.Four eminent personalities from Odisha are among the 131 individuals selected for the prestigious Padma Awards for 2026, announced by the Union government Sunday. They are: Sakhi Nata folk theatre artiste Simanchal Patro, Santali author and cultural activist Charan Hembram, and master tie-and-dye artisan Sarat Kumar Patra, and eminent educationist and folklorist Mahendra Kumar Mishra.

  3. 3.The government announced 131 Padma awards for the year 2026, including five Padma Vibhushan, 13 Padma Bhushan and 113 Padma Shri, which includes two duo cases in which the award for two individuals is counted as one.

  4. 4.The Odisha government on Sunday announced the names of 20 police personnel selected for the Governor’s Medal for 2025, to be conferred Monday on the occasion of Republic Day.

  5. 5.Group Captain Shubhanshu Shukla, who created history by becoming the first Indian to visit the International Space Station (ISS), was Monday awarded the Ashoka Chakra, India’s highest peacetime gallantry award.

  6. 6. Nalco is transitioning its power-intensive smelting operations to renewable energy sources, and plans to set up 200- 300 MW of green power capacity backed by battery storage to ensure a reliable supply and significantly cut overall carbon emissions.

  7. 7.Nepali Congress party has bagged nine seats followed by CPN-UML with eight and Lokatantrik Samajwadi Party with one seat in Sunday's election to the National Assembly.

  8. 8.India’s combined tax-to-GDP ratio has reached 19.6 per cent, placing the country at par with several major global economies and highlighting steady progress in tax collection efficiency, according to a report by Bank of Baroda.

  9. 9.Thousands of devotees Sunday took holy dip at Chandrabhaga beach in Puri district on the occasion of ‘Magha Saptami’.

  10. 10.Veteran journalist Mark Tully, a chronicler of India and an acclaimed author, breathed his last at a private hospital here Sunday, his close friend said. He was 90.

  11. 11.Renowned vocalist and music director Abhijit Majumdar after a prolonged battle at the AIIMS here. He was 54.

  12. 12.Alok Kumar Singh, 33, a professor of NM College in Vile Parle, who was allegedly stabbed to death by a commuter.

  13. 13.There is a brutal killings in Bangladesh as a 23-year-old Hindu man was burnt to death inside a garage in the violence-hit neighbouring country’s Narsingdi district.

  14. 14.Odisha State Election Commissioner (SEC) said the three-tier panchayat elections will be held on time. There are a total of 853 Zilla Parishad seats, 91,916 wards and 6,794 panchayats that will go to the polls.

  15. 15.DMK President and Chief Minister MK Stalin Sunday hailed the “Language Martyrs” of the state who sacrificed their lives during the anti-Hindi agitation in the past and asserted that there was “no place” for the language here forever.

28 Y
18 26-01-2026 Odia
  1. 1.ରାଷ୍ଟ୍ରପତି  ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ୪ଜଣ ଓଡ଼ିଆଙ୍କ ସମେତ ମୋଟ ୧୩୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି । ତାଲିକା ଅନୁସାରେ ପାଞ୍ଚଜଣ ପଦ୍ମ ବିଭୂଷଣ, ୧୩ ଜଣ ପଦ୍ମ ଭୂଷଣ ଏବଂ ୧୧୩ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ ।

  2. 2.ପଦ୍ମଶ୍ରୀ ପୁରସ୍କାର ମଧ୍ୟରେ ୧୯ ଜଣ ମହିଳା, ବିଦେଶୀ ନାଗରିକ, ଅଣ-ଆବାସିକ ଭାରତୀୟ ,ଭାରତୀୟ ମୂଳ ବ୍ୟକ୍ତି ଏବଂ ଭାରତୀୟ ପ୍ରବାସୀ ନାଗରିକ ବର୍ଗର ଛଅ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ୧୬ ଜଣଙ୍କୁ ମରଣୋତ୍ତର ଭାବରେ ସମ୍ମାନିତ କରାଯାଇଛି । ପ୍ରବୀଣ ଅଭିନେତା ଧର୍ମେନ୍ଦ୍ର ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ଏବଂ ପଦ୍ମଭୂଷଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

  3.  3.ଉଲ୍ଲେଖନୀୟ ଓ ପ୍ରଶଂସନୀୟ ସେବା ପାଇଁ ମିଳିବ ପୁରସ୍କାର। ଓଡ଼ିଶାରୁ ୧୧ ଜଣ ପାଇବେ ରାଷ୍ଟ୍ରପତି ପୁଲିସ ସେବା ପଦକ।

  4. 4.ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ହ୍ୱାଟ୍ସଆପ୍‌ର ମାଲିକାନା ସଂସ୍ଥା ‘ମେଟା’ ୟୁଜରମାନଙ୍କ ମେସେଜ ପଢ଼ୁଥିବା ସାଙ୍ଘାତିକ ଅଭିଯୋଗ ଲାଗିଛି। ଆମେରିକାର ଏକ କୋର୍ଟରେ ଏନେଇ ମାମଲା ରୁଜୁ ହୋଇଛି।

  5. 5.ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜୋର୍ଜିଭା କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଭାବରେ ସାରା ବିଶ୍ଵରେ ୪୦ ପ୍ରତିଶତ ଓ ବିକଶିତ ଦେଶଗୁଡ଼ିକରେ ୬୦ ପ୍ରତିଶତ ଚାକିରି ଲୋପ ପାଇବ।

  6. 6.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଥା ସିବିଆଇର ୩୧ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ, ଉତ୍ସର୍ଗୀକୃତ ଏବଂ ପ୍ରଶଂସନୀୟ ସେବା ପାଇଁ ଜାତୀୟ ସ୍ତରରେ ସମ୍ମାନିତ ହେବେ ।

  7. 7.ଆସନ୍ତା ଦଶନ୍ଧି ମଧ୍ୟରେ ବାର୍ଷିକ ସାମଗ୍ରୀ ରପ୍ତାନିକୁ ପ୍ରାୟ ୧.୩ ଟ୍ରିଲିୟନ ଡଲାରକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୪ରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଓ ୨୦୨୦ରେ ରପ୍ତାନି ପ୍ରୋତ୍ସାହନ ଯୋଜନାରେ ରପ୍ତାନି ବୃଦ୍ଧି ପାଇଁ ଭାରତ ସରକାର ବଳିଷ୍ଠ ପଦକ୍ଷେପ ନେଇଥିଲେ।

  8. 8.ଭଦ୍ରକ ଜିଲା ଗୋରକ୍ଷା ସଂଗଠନର ସୂଚନା ଆଧାରରେ ଧାମନଗର ଥାନା ଅଧୀନ ଏନଏଚ୍‌-୧୬ ବାରିକପୁର ଛକ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ଗାଡ଼ି ଭିତରୁ ମୋଟ ୩୨ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ, ତାହାମଧ୍ୟରୁ ୨ଟି ଗୋରୁ ମୃତ ଅବସ୍ଥାରେ ମିଳିଛି।

  9. 9.ପ୍ରଥମ ଭାରତୀୟ ଭାବରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ପରିଦର୍ଶନ କରି ଇତିହାସ ସୃଷ୍ଟି କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସୋମବାର ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ସାହସିକତା ପୁରସ୍କାର ଅଶୋକ ଚକ୍ର ପ୍ରଦାନ କରାଯାଇଥିଲା।

  10. 10.ରବିବାର ଜାତୀୟ ସଭା ନିର୍ବାଚନରେ ​​ନେପାଳୀ କଂଗ୍ରେସ ଦଳ ନଅଟି ଆସନ ଜିତିଛି, ତା’ପରେ ସିପିଏନ-ୟୁଏମଏଲ ଆଠଟି ଏବଂ ଲୋକତାନ୍ତ୍ରିକ ସମାଜବାଦୀ ପାର୍ଟି ଗୋଟିଏ ଆସନ ପାଇଛି।

  11. 11.ବ୍ୟାଙ୍କ ଅଫ୍ ବରୋଦାର ଏକ ରିପୋର୍ଟ ଅନୁଯାୟୀ, ଭାରତର ମିଳିତ ଟିକସ-ଜିଡିପି ଅନୁପାତ ୧୯.୬ ପ୍ରତିଶତରେ ପହଞ୍ଚିଛି, ଯାହା ଦେଶକୁ ଅନେକ ପ୍ରମୁଖ ବିଶ୍ୱ ଅର୍ଥନୀତି ସହିତ ସମକକ୍ଷ କରିଛି ଏବଂ ଟିକସ ସଂଗ୍ରହ ଦକ୍ଷତାରେ ସ୍ଥିର ପ୍ରଗତିକୁ ଉଜ୍ଜ୍ୱଳିତ କରିଛି।

  12. 12.ଭାରତର ଜଣେ ଇତିହାସକାର ଏବଂ ଜଣେ ପ୍ରଶଂସିତ ଲେଖକ, ପ୍ରବୀଣ ସାମ୍ବାଦିକ ମାର୍କ ଟଲି ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବୟସ ୯୦ ବର୍ଷ ଥିଲା।

  13. 13.ଏମ୍ସରେ ଦୀର୍ଘ ସମୟ ଧରି ସଂଘର୍ଷ ପରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ତାଙ୍କର ବୟସ ୫୪ ବର୍ଷ ହୋଇଥିଲା।

  14. 14.ହିଂସା ପ୍ରଭାବିତ ପଡ଼ୋଶୀ ଦେଶର ନରସିଙ୍ଗଡି ଜିଲ୍ଲାରେ ଏକ ଗ୍ୟାରେଜ ଭିତରେ ଜଣେ ୨୩ ବର୍ଷୀୟ ହିନ୍ଦୁ ଯୁବକଙ୍କୁ ପୋଡ଼ି ହତ୍ୟା କରାଯିବା ସହିତ ବାଂଲାଦେଶରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି।

  15. 15.ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନର (ଏସଇସି) କହିଛନ୍ତି ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ଅନୁଷ୍ଠିତ ହେବ। ମୋଟ ୮୫୩ ଜିଲ୍ଲା ପରିଷଦ ଆସନ, ୯୧,୯୧୬ ୱାର୍ଡ ଏବଂ ୬,୭୯୪ ପଞ୍ଚାୟତରେ ନିର୍ବାଚନ ହେବ।

33 Y
19 25-01-2026 Odia
  1. 1.ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ  ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।

  2. 2.୬୧ହଜାରରୁ ଅଧିକ ଯୁବକ, ଯୁବତୀ ନିଯୁକ୍ତିପତ୍ର ପାଇଲେ । ୧୮ତମ ରୋଜଗାର ମେଳା ଅବସରରେ ୬୧ହଜାରରୁ ଅଧିକ ଯୁବକ, ଯୁବତୀଙ୍କୁ  ନିଯୁକ୍ତିପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିଛନ୍ତି।

  3. 3.ରବିବାର ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ପବିତ୍ର ତୀର୍ଥ ପୁଷ୍କରିଣୀରେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ମହେନ୍ଦ୍ର ବେଳାର ବହୁ ପୂର୍ବରୁ ଭୋର ୪.୦୧ ମିନିଟରେ ତିନି ଠାକୁର ସ୍ନାନ କରିବା ପରେ ୪.୨୫ ମିନିଟରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିଲେ।

  4. 4.ଆସନ୍ତା ଫେବୃଆରୀ ୧୩ ତାରିଖରେ ସର୍ବ ଭାରତୀୟ ସ୍ତରରେ ‘ବର ବଧୂ’ ମୁକ୍ତିଲାଭ କରିବ। ନିଛକ ଓଡ଼ିଆ କାହାଣୀକୁ ଆଧାର କରି ପ୍ରସ୍ତୁତ ‘ବର ବଧୂ’ ଚଳଚ୍ଚିତ୍ରର ସମସ୍ତ ଗୀତକୁ ଉପସ୍ଥିତ ଦର୍ଶକ ବେଶ ପସନ୍ଦ କରିଥିଲେ। ବିଶେଷକରି ଯୁବବର୍ଗଙ୍କୁ ଏହି ଗୀତ ଆକୃଷ୍ଟ କରିବ ବୋଲି କୁହାଯାଉଛି ।          

  5. 5.କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରି ଜାତୀୟ ଗୀତ “ବନ୍ଦେ ମାତରମ୍” ପାଇଁ ନିୟମ ଆଣିବାକୁ ବିଚାର କରୁଛନ୍ତି। ଏହି ମାସର ଆରମ୍ଭରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

  6. 6.ଗଣତନ୍ତ୍ର ଦିବସ ପୂର୍ବରୁ ୨୦୨୬ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ବର୍ଡର-୨ ଥିଏଟରରେ ରିଲିଜ୍ କରିଛି।     

  7. 7.ତମାଖୁ ଜାତୀୟ ଖାଉଟି ସାମଗ୍ରୀର କାରବାର ଉପରେ ଚାରି ଦିନ ପୂର୍ବେ ସ୍ଵାସ୍ଥ୍ୟ ବିଭାଗ କଠୋର କଟକଣା ଲଗାଇଛି। ପୂର୍ବରୁ ପ୍ରଚଳିତ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି।           

  8. 8. ‘ଜାତୀୟ ଶିଶୁକନ୍ୟା ଦିବସ’ ଅବସରରେ ସମ୍ବଲପୁରର ଐତିହାସିକ ସି.ଏସ.ବି ଜିଲ୍ଲା ସ୍କୁଲର ବାର୍ଷିକୋତ୍ସବ ‘ଜ୍ୟୋତିର୍ଗମୟ’ରେ ‘ବୋଇଂ ସୁକନ୍ୟା ପ୍ରୋଗ୍ରାମ ଷ୍ଟେମ୍ ଲ୍ୟାବ୍’ର ଉଦଘାଟନ ହୋଇଯାଇଛି।

  9. 9.ଭିଜନ୍‌ ୨୦୨୬ ଓ ଭିଜନ୍‌ ୨୦୪୭କୁ ନଜରରେ ରଖି ରାଜ୍ୟରେ ଏକ ସୁରକ୍ଷିତ, ସମନ୍ବିତ ଓ ସହଭାଗୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଇକୋସିଷ୍ଟମ୍‌ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ‘ସର୍ଭମ୍‌’ର ନେତୃତ୍ବଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଛି।

  10. 10.୨୦୩୬ ସୁଦ୍ଧା ରାଜ୍ୟ ସରକାର ବିକଶିତ ଓଡ଼ିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାକୁ କିପରି ଧାର୍ଯ୍ୟ ସମୟରେ ହାସଲ କରାଯିବ ସେନେଇ ନୀତି ଆୟୋଗଙ୍କ ସହଯୋଗରେ ରାଜ୍ୟ ସରକାର କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  11. 11.ଶିକ୍ଷାବର୍ଷ ୨୦୨୬-୨୭ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ। ଏହା 'ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା' (ଓଏସସିଏଫ) ଉପରେ ଆଧାରିତ ହେବ। ରାଜ୍ୟର ୧ ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ଏନସିଇଆରଟି ଏବଂ ଆଇଆଇଟି ମାଡ୍ରାସ ସହାୟତାରେ ଏଆଇ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବା ଆରମ୍ଭ ହୋଇଛି।

  12. 12.ଭାରତକୁ ବିଭିନ୍ନ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପରିମାଣ ନଭେମ୍ବରରେ ହ୍ରାସ ପାଇଛି। ଫଳରେ କ୍ରମାଗତ ୪ ମାସ ହେଲା ଏଫ୍‌ଡିଆଇ ହ୍ରାସ ପାଇବାରେ ରହିଛି।

  13. 13.ହତ୍ୟା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ଜଣେ ପୁରୁଷ ଓ ଜଣେ ମହିଳା ଜେଲଦଣ୍ଡ ଭୋଗୁଥିଲେ। ଜେଲ୍‌ରେ ଅବସ୍ଥାନ କାଳରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ରାଜସ୍ଥାନ ହାଇକୋର୍ଟ ସେମାନଙ୍କର ବିବାହ ସମ୍ପନ୍ନ ହେବା ପାଇଁ ଉଭୟଙ୍କୁ ୧୫ ଦିନିଆ ପାରୋଲ ଅନୁମତି ଦେଇଥିବା ଜଣାପଡିଛି।        

  14. 14.ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜେତା ହୋଇଛି। ସେହିଭଳି ବୀର ବହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ (ଉତ୍ତରପ୍ରଦେଶ) ଦ୍ୱିତୀୟ, ମହାତ୍ମା ଗାନ୍ଧୀ କାଶୀ ବିଶ୍ୱବିଦ୍ୟାଳୟ (ବାରାଣାସୀ) ତୃତୀୟ ଓ କିଟ୍‌ ବିଶ୍ୱବିଦ୍ୟାଳୟ (ଭୁବନେଶ୍ବର) ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।

  15. 15. ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟି୨୦ ବିଶ୍ୱକପ ୨୦୨୬ରୁ ବାଂଲାଦେଶକୁ ଆଉଟ କରିଦେଇଛି । ଶନିବାର ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି।

38 Y
20 25-01-2026 English
  1. 1.ISRO chairman V Narayanan on Saturday said the space agency is working on multiple satellite launches planned for 2026. Speaking to reporters on the sidelines of an event here, he said, “We are planning to send a lot of satellites (this year)".

  2. 2.US Treasury Secretary Scott Bessent Friday signalled the potential removal of additional 25% tariffs on India following a sharp reduction in Indian imports of Russian oil.

  3. 3.Login credentials, including usernames, passwords, of over 149 million accounts of internet fi rms, including Gmail, Instagram, Facebook, and Netflix, have allegedly been leaked, a report published by Express VPN said.

  4. 4.A 70-foot-long steel bridge weighing over 10 tonnes built on a canal more than four decades ago was stolen overnight in Chhattisgarh’s Korba city, leaving local residents stunned, police said Saturday.

  5. 5.The textiles sector in India has seen tremendous growth in the last decade — from Rs 8.4 lakh crore in 2014 to around Rs 16 lakh crore today, becoming one of the biggest platforms for generating employment, according to the government.

  6. 6.The Delhi Police has arrested a 27-year-old man from Odisha, along with seven others from separate states, for allegedly duping an elderly NRI couple of over Rs 14 crore through ‘digital arrest’, busting a cyber fraud racket with links to operators based in Cambodia and Nepal.

  7. 7.The Odisha government Saturday lauded the inclusion of three major Buddhist sites from the state - Ratnagiri, Lalitgiri and Udaygiri - in the Tentative List of India by UNESCO for consideration of granting World Heritage Site recognition.

  8. 8.Nobel laureate Amartya Sen has voiced deep unease over the SIR process in West Bengal, warning that the exercise is being conducted with “undue haste” and may jeopardise democratic participation, particularly with the assembly elections approaching in a few months.

  9. 9.The Supreme Court has sought responses from the Centre, the CBI and others on a plea filed by a 78-year-old retired banker who was duped of Rs 23 crore after allegedly being put under “digital arrest” for nearly a month.

  10. 10.President Donald Trump Saturday threatened to impose a 100 per cent tariff on goods imported from Canada if America’s northern neighbour went ahead with its trade deal with China.

  11. 11.India’s QR-code payment network, the Unified Payments Interface (UPI), is expanding beyond its borders, with Japan among countries trialing the system to serve growing numbers of Indian tourists, a report has said.

  12. 12.Odisha State BJP president Manmohan Samal Saturday indicated that the upcoming panchayat elections could be held earlier than scheduled, possibly two to three months ahead of the Census.

  13. 13.Keonjhar police have intensified their crackdown on the cattle mafia under a special anti-cattle smuggling drive, as they froze multiple bank accounts linked to the arrested accused Saturday.

  14. 14.The ICC confirmed that Scotland has replaced Bangladesh in the upcoming T20 World Cup.

  15. 15.Odisha were left staring at a daunting final-day challenge after Tamil Nadu tightened their grip on the Ranji Trophy fixture at the KIIT Cricket Stadium here Saturday.

29 Y