Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1371 05-10-2023 Odia
  1. ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

  2. ପାର୍ବଣ ଋତୁରେ ମୋଦି ସରକାର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ସେମାନଙ୍କୁ ଏଲପିଜି ସିଲିଣ୍ଡର ପିଛା ୨୦୦ ବଦଳରେ ୩୦୦ ଟଙ୍କାର ସବସିଡି ମିଳିବ ।

  3. ଗୁଗଲ ପକ୍ଷରୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି ନିଜର ପ୍ରଥମ ସ୍ମାର୍ଟଓ୍ବାଚ୍ ପିକ୍ସେଲ ୱାଚ୍-୨ । ଏହି ସ୍ମାର୍ଟୱାଚ୍ ରେ ମିଳିବ ୨୪ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ । ପିକ୍ସେଲ ୱାଚ୍ ୨ରେ ଏକ ଷ୍ଟ୍ରେସ୍ କାଉଣ୍ଟ ଫିଚର ରହିଛି, ଯାହା ଏହି ସ୍ମାର୍ଟୱାଚ୍କୁ ବଜାରର ଅନ୍ୟ ସ୍ମାର୍ଟୱାଚ୍ ଠାରୁ ଭିନ୍ନ କରିଥାଏ। ଏହା ସହ ଆପଣ ପିକ୍ସେଲ ୱାଚ୍ ୨ ଜରିଆରେ ନିଜର ଫିଜିକାଲ ଫିଟନେସ କୁ ଟ୍ରାକ୍ କରିପାରିବେ ।

  4. ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି) ସହ ତାଙ୍କ ଦଳ ହାତ ମିଳାଇବାର ପ୍ରଶ୍ନ ଉଠୁନାହିଁ ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି।

  5. ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାୟ ୧୦୦ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି। ପ୍ରିୟଙ୍କା ଗାନ୍ଧିଙ୍କ ରାଲି ସହିତ ଶେଷ ହେଉଥିବା ଜନ ଆକ୍ରୋଶ ଯାତ୍ରା ପରେ ଅକ୍ଟୋବର ୮ରୁ ୧୦ ତାରିଖ ମଧ୍ୟରେ ଏହା ଘୋଷଣା କରାଯିବ।

  6. ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀପତ୍ର ଉପସ୍ଥାପନ କରିଥିବା ଶିଳ୍ପପତି ବିବେକ ରାମାସ୍ବାମୀ ନିଜ ୨ପୁଅଙ୍କୁ ସମ୍ଭାଳିବା ପାଇଁ ଆୟା ଖୋଜୁଛନ୍ତି । ମାସକୁ ସେ ୮୩ଲକ୍ଷ ଟଙ୍କା ଦେବେ ବୋଲି ଜଣାପଡ଼ିଛି।

  7. ଧ୍ୟପ୍ରଦେଶର ଉଜ୍ଜୟିନୀରେ ଜନୈକା ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ଅଟୋ ଚାଳକ ଭରତ ସୋନିର ଘରକୁ ବୁଧବାର ବୁଲଡୋଜର ସାହାଯ୍ୟରେ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।

  8. ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ପଦକ୍ଷେପ ନେଇଛି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଇଡି ଆଜି ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି।

  9. ସିକ୍କିମରେ ଗ୍ଲାସିୟାଲ ହ୍ରଦ ଫାଟି ଉଚ୍ଛୁଳି ଆସିବାରୁ ତିସ୍ତା ନଦୀରେ ଅଚାନକ ଭୀଷଣ ବନ୍ୟା ଆସି ୨୩ ଯବାନଙ୍କ ସମେତ ୧୨୦ ଜଣ ନିଖୋଜ ହୋଇଯାଇଛନ୍ତି। 

  10. ଭାରତର ଅଭିବୃଦ୍ଧିକୁ ଦେଖି ସମଗ୍ର ବିଶ୍ୱ ବର୍ତ୍ତମାନ ଚକିତ। ବିଶ୍ୱ ବ୍ୟାଙ୍କ ହେଉ କିମ୍ବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଭଳି ସମସ୍ତ ଆର୍ଥିକ ଏଜେନ୍ସି, ଭାରତର ଅଭିବୃଦ୍ଧିକୁ ନେଇ ଆଶ୍ବସ୍ତ। ସମ୍ପ୍ରତି ଅଭିବୃଦ୍ଧି କ୍ଷେତ୍ରରେ ଚୀନ୍‌କୁ ଝଟ୍‌କା ଦେଇଛି ବିଶ୍ୱ ବ୍ୟାଙ୍କ। ଧୀରେଧୀରେ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି।

  11. ୧୨୬ ବର୍ଷ ପୁରୁଣା ବୟସ୍କ ଗୋଦ୍‌ରେଜ୍‌ ଗ୍ରୁପର ବିଭାଜନ ହୋଇପାରେ। ଗ୍ରୁପର ବଜାର ପୁଞ୍ଜି ୧.୭୬ ଲକ୍ଷ କୋଟି ଟଙ୍କା ହେବ। ଏହାର ବଣ୍ଟାକୁଣ୍ଟା ଏବେ ଆରମ୍ଭ ହୋଇଯାଇଥିବା କୁହାଯାଉଛି।

  12. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭେଲିନ ଥ୍ରୋରେ ଆଜି ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି।ଓଡ଼ିଆ ଜାଭେଲିନ ଷ୍ଟାର କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  13. ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ-ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ୱିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

  14. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।

  15. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ସିଏଜି ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦାବି ମୁତାବକ କେନ୍ଦ୍ର ଘର ଦେଇ ନଥିବା ବିଜେଡି ପୂର୍ବରୁ କହିଛି। ୧୫ରୁ ୨୦ ଲକ୍ଷ ଘର ପାଇଁ ଦାବି କରାଯାଇଥିଲା। ୧୫ଲକ୍ଷ ପରିବାର ଘର ପାଇବାରୁ ବଞ୍ଚିତ ବୋଲି କେନ୍ଦ୍ରକୁ ଜଣାଇ ଦିଆଯାଇଛି।

  16. ବିଏସପି ଏମ୍‌ପି ଦାନିଶ ଅଲୀଙ୍କ ବିରୋଧରେ ସଂସଦରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ଭାଜପା ଏମ୍‌ପି ରମେଶ ବିଧୁରୀ ଅକ୍ଟୋବର ୧୦ରେ ଲୋକସଭାର ବିଶେଷାଧିକାର କମିଟି ସମ୍ମୁଖରେ ହାଜର ହେବେ।

  17. ହିମାଚଳ ପ୍ରଦେଶର ଧର୍ମଶାଳାରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ। ଏହାପୂର୍ବରୁ ଏଠାରେ ଘଟିଥିବା ଏକ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳାରେ ଥିବା ଜଳଶକ୍ତି ବିଭାଗ କାର୍ଯ୍ୟାଳୟ କାନ୍ଥରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖାଯାଇଛି।

  18. ଉତ୍ତରପ୍ରଦେଶର ଆମେଠି ଜିଲାରେ ଅବସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ବନ୍ଦ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ଆଦେଶ ଉପରେ ଆହ୍ଲାବାଦ ହାଇକୋର୍ଟ ରୋକ ଲଗାଇଛନ୍ତି।

  19. ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନା ବିବାଦ ଉପରେ ଶୁଣାଣି ସମୟରେ ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ମଧ୍ୟସ୍ଥତା କରିବା ଉଚିତ।

  20. ଅକ୍ଟୋବର ୪ ତାରିଖ ସକାଳେ ଉତ୍ତର ସିକ୍କିମର ଦକ୍ଷିଣ ଲୋନାକ ଗ୍ଲାସିୟାଲ (ହିମବାହ-ନିର୍ଭର) ହ୍ରଦ ଉଛୁଳିବା ଦ୍ବାରା ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପ୍ରମୁଖ ରାଜପଥ ଏବଂ ବସତିଗୁଡିକ ଧୋଇ ଯାଇଥିଲା।

433 Y
1372 05-10-2023 English
  1. Three scientists in the United States won the Nobel Prize in chemistry Wednesday for their work on quantum dots – particles just a few atoms in diameter that can release very bright coloured light and whose applications in everyday life include electronics and medical imaging.

  2.  At least 10 people have died and 80 others, including 22 Army personnel, are missing after a cloudburst over Lhonak Lake in north Sikkim triggered a flash flood Wednesday in the Teesta River basin, officials said. All the 10 dead are civilians, the officials informed and added that among the 23 Army men who had gone missing, one has been rescued.

  3. In a freak mishap, a six-year-old boy died after an information plaque lying close to the school compound wall collapsed on him Wednesday. The tragic incident took place at Uchapada Government Primary School in Gadhiali panchayat under Dhamnagar block in Bhadrak district.

  4. The Enforcement Directorate arrested Wednesday Aam Aadmi Party Rajya Sabha member Sanjay Singh in connection with the Delhi excise policy case, officials said. Singh was arrested after the agency conducted searches at his residence earlier in the day, they added.

  5.  Odisha Chief Minister Naveen Patnaik approved Wednesday 429 road projects worth `32.25 crore for residential colonies in the Odisha capital, Bhubaneswar, Balianta, and Jatni blocks, officials said here Wednesday.

  6. Pope Francis opened Wednesday a big meeting on the future of the Catholic Church by saying it was in need of repair to make it a place of welcome for ‘everyone, everyone, everyone’, not a rigid barricade driven by fears and ideology.

  7. Chief Minister Naveen Patnaik Wednesday inaugurated and flagged off 26 new state-of-the-art 108 ambulances to provide emergency healthcare services to the people of the state. In a programme held at Naveen Niwas, the Chief Minister flagged off these 26 new ambulances purchased with the state government’s own funds to provide emergency services to the people of the state.

  8. Following the Union government’s decision to increase the subsidy for PM Ujjwala beneficiaries by `100, LPG cylinder will now cost `629 in Bhubaneswar.

  9. Union Culture and Tourism Minister G Kishan Reddy Wednesday said the constitution of the National Turmeric Board will benefit the farmers of Odisha and other states in terms of value added and export of turmerim.

  10. The Enforcement Directorate (ED) has summoned Trinamool Congress national general secretary Abhishek Banerjee to appear before its officers here on October 9 in connection with the West Bengal school jobs scam, an official said.

  11. NewsClick founder Prabir Purkayastha and human resources head Amit Chakravarty, arrested in a case filed under anti-terror law UAPA, have been sent to police custody for seven days, even as the media organisation has said it has not been provided with a copy of the FIR or informed about the offences.

  12. The Enforcement Directorate is not expected to be “vindictive” in its conduct and must act with utmost probity and fairness, the Supreme Court has held, and directed the anti-money laundering agency to henceforth furnish the grounds of arrest to the accused in writing “without exception”

  13. The Canadian allegations regarding India’s involvement in the killing of a pro-Khalistan separatist are “serious” and need to be investigated fully, the White House has said.

  14. Ahead of the ICC World Cup 2023, Disney Star which has exclusive broadcast and media rights for linear and digital platforms, has roped in a record number of 26 sponsors and 500 advertisers so far, a top company official said Wednesday.

  15.  Oil fell by over $3 a barrel Wednesday, as demand fears stemming from macroeconomic headwinds offset pledges by Saudi Arabia and Russia to continue crude output cuts to the end of 2023.

  16.  Equity benchmark indices ended lower by 286.06 points Wednesday, extending their previous day’s fall, due to unabated foreign fund outflows and weak trends in the US and Asian markets.

  17. Beverages major Coca-Cola Wednesday said it has introduced 100 per cent recycled PET bottles for its carbonated beverage supporting the circular economy.

  18.  Ojas Deotale’s youthful energy blended seamlessly with Jyothi Surekha Vennam’s skills, securing India’s maiden gold medal in the compound mixed team event and contributing to their best-ever show in archery at the Asian Games, here Wednesday.

  19.  India defeated South Korea 5-3 in a hard-fought semifinal to enter the title clash of the men’s hockey competition at the Asian Games here Wednesday.

  20. A golden generation of England cricketers who have transformed the white ball format template forever will begin their 50-over World Cup title defence against an injury-battered New Zealand in a repeat of the 2019 final here, Thursday.

432 Y
1373 04-10-2023 Odia
  1. ବୈଜ୍ଞାନିକ ପିଏରେ ଆଗୋଷ୍ଟିନି, ଫେରେଙ୍କ କ୍ରାଉସ୍‌ଜ ଏବଂ ଆନ୍‌ ଲେ’ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।

  2. ନେପାଳରେ ୫ କିଲୋମିଟର ଗଭୀରତାରେ ଦୁଇଟି ଭୂମିକମ୍ପ ଅନୁଭୂତ ହେବା ପରେ ଆଜି ଦିଲ୍ଲୀରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ନେପାଳରେ ଅପରାହ୍ନ ୨ଟା ୨୫ରେ ପ୍ରଥମ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଅପରାହ୍ନ ୨ଟା ୫୧ରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

  3. ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଶେଷ ଦିନରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ । ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାର ସିକୃତି ଲାଭ କରିଛି ।

  4. କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରୋତ୍ସାହନ କରାଯାଇଥିଲା ।ରସାବଳିକୁ ମଙ୍ଗଳବାର ୨୦୨୩ ମସିହା ୩ ଅକ୍ଟୋବରରେ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି ।

  5. କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟଙ୍କ ବିରୁଦ୍ଧରେ ଜାମିନବିହୀନ ୱାରେଣ୍ଟ( NBW ) ପାଇଁ କୋର୍ଟ ଗଲା ପୁଲିସ । NBW ପାଇଁ JMFC କୋର୍ଟରେ ଆବେଦନ କଲା କମିଶନରେଟ ପୁଲିସ। ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।

  6. ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସପିଟାଲରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ । ୨ଶହ ଶର୍ଯ୍ୟା ବିଶିଷ୍ଟ ଏହି କ୍ୟାନସର ହସପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।

  7. ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟାସଂଖ୍ୟା । ୩୩୦ରୁ ୪୨୦କୁ ବଢ଼ିଲା ଶଯ୍ୟାସଂଖ୍ୟା । ଯାଜପୁରରେ ଖୁବଶୀଘ୍ର ଶହେ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ।

  8. ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଉପରେ କାନାଡାର ଭିତ୍ତିହୀନ ଅଭିଯୋଗ ପରେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭାରତ ଉପରେ ମିଛ ଓ ଭିତ୍ତିହୀନ ଅଭିଯୋଗ କରୁଥିବା କାନାଡାକୁ ଭାରତ ଖୋଲା ଚ୍ୟାଲେଞ୍ଜ ଦେବା ସହ ୧୦ ଅକ୍ଟୋବର ସୁଦ୍ଧା ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି।

  9. ଆତଙ୍କବାଦ ନିରୋଧୀ ଆଇନ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ରୁଜୁ ହୋଇଥିବା ଏକ ମାମଲାରେ ଦିଲ୍ଲୀ ପୁଲିସ ମଙ୍ଗଳବାର ନ୍ୟୁଜ୍ କ୍ଲିକର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ତଥା କମ୍ପାନିର ଅଂଶୀଦାର ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।

  10. କର୍ଣ୍ଣାଟକ ହାଇକୋର୍ଟ ‘ଆଜତକ୍‌’ର ପରାମର୍ଶଦାତା ସମ୍ପାଦକ ସୁଧୀର ଚୌଧୁରୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ଅକ୍ଟୋବର ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  11. ରାମସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ଏବଂ ସେହି ସ୍ଥାନରେ ପାଚେରି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗତ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି।

  12. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଜାଭଲିନ ଥ୍ରୋରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ଜିତିଲେ ଗୋଲ୍ଡେନ ଗାର୍ଲ ଅନୁ ରାଣୀ । ୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଅନୁ ରାଣୀ ସ୍ୱର୍ଣ୍ଣ ଜିତିଛନ୍ତି।

  13. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୫ ହଜାର ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ୫ ହଜାର ମିଟର ଦୌଡ଼ରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ପାରୁଲ ଚୌଧୁରୀ ।

  14. ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ୫-୩ ଗୋଲରେ କୋରିଆକୁ ପରାସ୍ତ କରିଛି ।

  15. ଭୁବନେଶ୍ବର ଲୋକସେବା ଭବନରେ ଅଗ୍ନିକାଣ୍ଡ।  ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ।  ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।

  16. ଯେଉଁ ଛାତ୍ରଛାତ୍ରୀ ଅଦ୍ୟାବଧି ଏକାଦଶ ଶ୍ରେଣୀରେ ନାମ ଲେଖାଇ ପାରିନାହାନ୍ତି, ସେମାନଙ୍କୁ ପୁନଶ୍ଚ ସୁଯୋଗ ଦେବା ନିମିତ୍ତ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଆସନ୍ତା ୦୪.୧୦.୨୦୨୩ ଠାରୁ ଆରମ୍ଭ ହେବାକୁ ଯାଉଛି।

  17. ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ସୋମବାର ୩ଜଣ ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ୱାଣ୍ଟେଡ ତାଲିକାରେ ରହିଛନ୍ତି। ଗିରଫ ଆତଙ୍କବାଦୀମାନେ ହେଲେ ମହମ୍ମଦ ସାହାନୱାଜ ଓରଫ ସାଫି ଉଜ୍ଜାମା, ମହମ୍ମଦ ରିଜୱାନ ଓ ଅର୍ସଦ ୱାର୍ସି। ପୁଲିସ କହିବା ଅନୁଯାୟୀ ସାହାନୱାଜ ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲା।

  18. ବରିଷ୍ଠ ଓଏଏସ୍ ଅଫିସର ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଆଜି ଓଏଏସ୍ ଅଫିସର ସ୍ତରରେ ଅଦଳବଦଳରେ ତାଙ୍କୁ ମିଳିଛି ଏହି ଦାୟିତ୍ୱ।

  19. ଦିଲ୍ଲୀ ପୁଲିସ୍‌ ସକାଳୁ ଚଳାଇଥିବା ରେଡ୍‌ ପରେ ସନ୍ଧ୍ୟାରେ ଭେଟରାନ ସାମ୍ବାଦିକ ତଥା ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିଛି। ତାଙ୍କୁ ଆତଙ୍କବାଦ ନିରୋଧ ଆଇନ ୟୁଏପିଏ ବଳରେ ଗିରଫ କରାଯାଇଛି

  20. ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ। କିନ୍ତୁ କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ ବୋଲି ଆଜି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

412 Y
1374 04-10-2023 English
  1. Three scientists, including a woman, have been awarded the 2023 Nobel prize in Physics for their work on creating extremely short pulses of light that can be harnessed to study processes occurring inside atoms and molecules.

  2. Kendrapara’s famous Rasabali, one of the heritage sweetmeats of Odisha, received the prestigious Geographical Indication (GI) tag, Tuesday.

  3. A total of 107 MPs and MLAs have hate speech cases against them and 480 candidates with such cases have contested elections in the last five years, according to poll rights body Association for Democratic Reforms (ADR).

  4. Chief Minister Naveen Patnaik Tuesday laid the foundation stone for Homi Bhabha Cancer Hospital and Research Centre (HBHRC) near here and said Odisha will get a world class cancer care, research and innovation centre by December 2025.

  5. Odisha has lost 698 elephants, 48 leopards and seven tigers to various reasons, including poaching, between 2015-16 and 2023-24, Forest, Environment and Climate Change Minister Pradip Kumar Amat said, Tuesday.

  6. The Delhi Police Tuesday arrested NewsClick founder Prabir Purkayastha and HR head Amit Chakravarty after searching more than 30 locations and questioning several journalists in a case filed under the anti-terror law UAPA following allegations that the portal received money for pro-China propaganda.

  7. Three days after a man was killed in a horrific hit-and-run incident at Rajmahal Square here, the Commissionerate Police Tuesday arrested the absconding car owner who was at the wheels during the mishap. The accused was identified as Bikash Pal, 26, a native of Kakatpur in Puri district.

  8. Odisha Assembly was adjourned sine die Tuesday by the Speaker a day before its scheduled date. The Monsoon Session of the Assembly commenced September 22 and was to end October 4, but the Speaker adjourned the House Tuesday.

  9. Drinking dark tea every day may help in controlling blood sugar to reduce diabetes risk, finds a new study. Dark tea, which originated in China, is a microbially fermented type of tea. The fermentation continues several months to many years and the leaves are often pressed in a cake or brick shape.

  10. To ensure universal access to quality healthcare, Chief Minister Naveen Patnaik Tuesday approved in principle extension of the ‘Ama Hospital’ scheme to all government hospitals of the state.

  11. Delhi Lieutenant Governor (L-G) VK Saxena Tuesday approved the extension of all 8539 Home Guards volunteers, including 4060 deployed with DTC as bus marshals.

  12. The Delhi government's control centre to monitor air pollution and redress complaints -- 'Green War Room' -- started functioning round-theclock with a larger team of analysts and experts from Tuesday, Environment Minister Gopal Rai said.

  13. The Assam government has decided to hike the daily minimum wage of tea garden workers by `18 to `250 and `228 in Brahmaputra and Barak valley, respectively, Chief Minister Himanta Biswa Sarma said.

  14. The Nitish Kumar government in Bihar Tuesday announced 10 per cent reservation for economically weaker sections (EWS) in the judicial services, and the state-run law colleges and universities. The decision was taken at a cabinet meeting chaired by the Chief Minister.

  15. In an affidavit filed Tuesday in the Rajasthan High Court, Chief Minister Ashok Gehlot tendered an "unconditional apology" for his remark suggesting that there was “rampant corruption” in the judiciary. The affidavit was in response to a petition filed by an advocate over Gehlot's remark on August 30 that had triggered outrage in the lawyers' community.

  16. The Indian Railway Tuesday released its new timetable of trains effective from October 1. The highlights of the new time table are the induction of 64 Vande Bharat trains along with 70 other train services.

  17. Embattled US House Speaker Kevin McCarthy Tuesday teed up a vote on a challenge to his leadership by a fellow Republican, in an intra-party dispute that could plunge Congress into chaos.

  18. Meta plans to give Facebook and Instagram users in Europe the option of paying for ad-free versions of the social media platforms as a way to comply with the continent's strict data privacy rules, the Wall Street Journal reported Tuesday

  19. The World Bank Tuesday retained India’s growth forecast at 6.3 per cent for current financial year on the back of robust services activities despite global headwinds.

  20. Parul Chaudhary pulled off a heist for a sensational women’s 5000m gold while Annu Rani conjured up her season-best performance to claim the top prize in women’s javelin throw as Indian athletes bagged six medals from track and field at the Asian Games, here Tuesday.

441 Y
1375 03-10-2023 Odia
  1. ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରେ କାର୍ଯ୍ୟ କରୁଥିବା ରାଜ୍ୟର ନଅ ଜଣ ବୈଜ୍ଞାନିକଙ୍କୁ ସମ୍ମାନିତ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

  2. ଚଳିତ ମୌସୁମୀ ଅଧିବେଶନରେ ମଙ୍ଗଳବାର ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ୨୮ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଧେୟକ ଉପରେ ଗୃହରେ ସଦସ୍ୟମାନେ ଆଲୋଚନା କରିବାକୁ ଥିବାବେଳେ ଆଜି ହିଁ ବିଧେୟକଟି ଗୃହୀତ ହେବ।

  3. ଜାତିଗତ ସର୍ଭେ ପରେ ତଥ୍ୟ ପ୍ରକାଶ କରିବାରେ ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ। ଏହି ସର୍ଭେର ଫଳାଫଳରୁ ଜଣାପଡ଼ିଛି ଯେ, ରାଜ୍ୟର ୩୬ ପ୍ରତିଶତ ଲୋକ ହେଉଛନ୍ତି ଅତିଶୟ ପଛୁଆ, ୨୭.୧ ପ୍ରତିଶତ ହେଉଛନ୍ତି ପଛୁଆ, ୧୯.୭ ପ୍ରତିଶତ ଅନୁସୂଚିତ ଜାତି ଏବଂ ୧.୭ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ବାକି ୧୫.୫ ପ୍ରତିଶତ ହେଉଛନ୍ତି ସାଧାରଣ ବର୍ଗର। ରାଜ୍ୟର ମୋଟ ଜନସଂଖ୍ୟା ହେଉଛି ୧୩.୧ କୋଟି।

  4. କାଟାଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କୁ ୨୦୨୩ ପାଇଁ ଭେଷଜରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କ ଗବେଷଣା କୋଭିଡ୍-୧୯ରୁ ସୁରକ୍ଷା ନିମନ୍ତେ ପ୍ରଭାବଶାଳୀ ଏମ୍‌ଆର୍‌ଏନ୍‌ଏ (mRNA) ପ୍ରତିଷେଧକ ଟିକା ପ୍ରସ୍ତୁତିରେ ସାହାଯ୍ୟ କରିଥିବାରୁ ସେମାନଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।

  5. ଦିନ ଆସିବ ଦେଶରେ ପେଟ୍ରୋଲ ପମ୍ପ ରହିବ ନାହିଁ, ସେସବୁ ବଦଳରେ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ, ଇଥାନଲ ପମ୍ପ ଇତ୍ୟାଦି ରହିବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।

  6. ବି.ଟେକ୍ କରିବା ପରେ ଭାରତରେ ବିସ୍ଫୋରଣ କରିବାର ଯୋଜନା କରୁଥିଲେ ୩ଆତଙ୍କବାଦୀ। ଗିରଫ କଲା ପୁଲିସ।

  7. ମହାରାଷ୍ଟ୍ରର ନାନ୍ଦେଡ଼ର ଏକ ସରକାରୀ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ନବଜାତ ଶିଶୁ ଓ ୧୨ ବୟସ୍କଙ୍କ ମୃତ୍ୟୁ ଘଟିଛି। ନାନ୍ଦେଡର ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାର ଡିନ୍‌ କହିଛନ୍ତି

  8. ଏକ ଇ-କମର୍ସ କଂପାନିର ବିଜ୍ଞାପନ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଅଡ଼ୁଆରେ ପକାଇପାରେ। ସେହି ବିଜ୍ଞାପନ ଉପରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଆପତ୍ତି ଉଠାଇବା ସହ ବିଜ୍ଞାପନକୁ ‌ବିଭ୍ରାନ୍ତୀକର ବୋଲି କହିଛି।

  9. ବିଶ୍ବର ମାନୁଫାକଚରିଂ ହବ୍‌ରେ ପରିଣତ ହେବାକୁ ଅଭିଳାଷ ରଖିଥିବା ଭାରତ ଲାଗି ଏକ ବହୁତ ବଡ଼ ଖୁସି ଖବର। ଇଣ୍ଟରନେଟ୍ ଜଗତର ସର୍ବବୃହତ କଂପାନି ଗୁଗୁଲ୍‌ ଭାରତରେ ଏହାର କ୍ରୋମ୍‌ବୁକ୍ ଲାପ୍‌ଟପ୍ ତିଆରି କରିବ। ଏବିଷୟରେ କଂପାନିର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି।

  10. ଦେଶର ତିନିଟି ବନ୍ଦରକୁ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍‌ ଭାବେ ବିକାଶ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ସେହି ତାଲିକାରେ ଓଡ଼ିଶାର ପାରାଦୀପ, ଗୁଜରାଟର କାଣ୍ଡ୍‌ଲା ଓ ତାମିଲନାଡ଼ୁର ଟୁଟିକୋରିନ ବନ୍ଦରର ନାମ ରହିଛି। ଏହି ତିନି ବନ୍ଦରକୁ ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ ଓ ଗ୍ରିନ୍ ମିଥାନଲ୍‌ ପାଇଁ ରପ୍ତାନି ହବ୍ ଭାବେ ବିକାଶ କରାଯିବ।

  11. ମେସେଜିଂ ଆପ୍ ହ୍ବାଟସ୍‌ଆପ୍ ପକ୍ଷରୁ ଅଗଷ୍ଟରେ ୭୪.୨ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କରାଯାଇଛି। ଜୁଲାଇ ତୁଳନାରେ ନିଷିଦ୍ଧ ଆକାଉଣ୍ଟ୍‌ ସଂଖ୍ୟା ୨ ଲକ୍ଷ ବଢ଼ିଛି। ହ୍ବାଟସ୍‌ଆପ୍ ପକ୍ଷରୁ ୩,୫୦୬,୯୦୫ ଆକାଉଣ୍ଟ୍‌କୁ କେହି ଅଭିଯୋଗ କରିବା ପୂର୍ବରୁ ନିଷିଦ୍ଧ କରାଯାଇଛି। ସେହିପରି, ସେପ୍ଟେମ୍ବରରେ ହ୍ବାଟସ୍‌ଆପ୍ ପକ୍ଷରୁ ୭୨.୨୮ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କରାଯାଇଛି।

  12. ଦେଶରେ ବେକାରି ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଛି। ମୌସୁମୀ ବର୍ଷା ଦୁର୍ବଳ ରହିବା ସତ୍ତ୍ବେ ଗ୍ରାମାଞ୍ଚଳରେ ସ୍ଥିତି ବେଶ ଉତ୍ସାହଜନକ ରହିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ବେକାରି ହାର ୭.୦୯ ପ୍ରତିଶତକୁ ହାସ ପାଇଛି। ଗତ ଅଗଷ୍ଟରେ ଏହି ହାର ୮.୧୦ ପ୍ରତିଶତ ଥିଲା।

  13. ଦକ୍ଷିଣ-ପଶ୍ଚିମ ଜିମ୍ବାେଓ୍ଵର ଏକ ହୀରା ଖଣି ନିକଟରେ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦୁର୍ଘଟଣା ଘଟି ଜଣେ ଭାରତୀୟ କୋଟିପତି ଖଣି ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।

  14. ଜନ୍ମରୁ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ୬ ମାସର ପିଲା ଶନିବାର ଦିନ ରାଞ୍ଚି-ଦିଲ୍ଲୀ ବିମାନରେ ଯିବା ବ‌େଳେ ଅଣନିଶ୍ବାସୀ ହୋଇଯିବାରୁ ଯାତ୍ରୀମାନଙ୍କ ଭିତରେ ଥିବା ୨ଜଣ ଡାକ୍ତର ତା’ର ଜୀବନ ରକ୍ଷା କରିଛନ୍ତି।

  15. ଟାଇପ୍‌-୨ ମଧୁମେହ ଚିକିତ୍ସା ଓ ପ୍ରତିକାରରେ ପ୍ରାକୃତିକ ସୂର୍ଯ୍ୟାଲୋକ ସହାୟକ ହୋଇପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।ପ୍ରାକୃତିକ ଦିବାଲୋକ ଉକ୍ତ ସିର୍କାଡିଆନ୍‌ କ୍ଲକ୍‌ର ଏକ ବଳିଷ୍ଠ ପ୍ରକ୍ରିୟା ବା ପରିବେଶୀୟ ସଂକେତ।

  16. ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ସୋମବାର ବାମପନ୍ଥୀ ଉଗ୍ରବାଦ ବା ନକ୍ସଲ ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଜେନ୍ସି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ୬୦ ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା।

  17. ହାୱାଇ ଦ୍ବୀପରେ ଦୁଇ ପର୍ଯ୍ୟଟକ ଗୁଗୁଲ୍‌ ମ୍ୟାପ୍‌ ଦେଖି ଗାଡ଼ି ଚଳାଉଥିବାବେଳେ ସିଧା ଯାଇ ସମୁଦ୍ରରେ ପଡ଼ିଥିଲେ। ଅବଶ୍ୟ ସେମାନେ ପହଁରି ପହଁରି ନିଜ ଜୀବନ ରକ୍ଷା କରିପାରିଥିଲେ।ଏଥିରେ ଥିବା ଦୁଇ ଯୁବ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। କେରଳର କୋଚି ନିକଟ ଗୋତୁରୁତ୍‌ଠାରେ ରବିବାର ରାତିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

  18. କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ପୂର୍ବାହ୍ନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ଯୋଗ ଦେବେ।

  19. ତୀର୍ଥଯାତ୍ରୀ ବେଶରେ ସାଉଦି ଆରବ ଯିବାକୁ ଉଦ୍ୟମ କରୁଥିବା ୧୬ଜଣ ପାକିସ୍ତାନୀ ଭିକାରିଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି। ଭିକାରିମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ପରେ ସେମାନଙ୍କୁ ଗିରଫ କରାଯାଇଛି।

  20. ଏସୀୟ କ୍ରୀଡ଼ା ମହିଳା ଷ୍ଟିପଲଚେଜ୍‌ରେ ଭାରତକୁ ୨ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଭାରତକୁ ୨ଟି ପଦକ ମିିଳିଛି। ଏଥିରେ ପାରୁଲ ଚୌଧୁରୀ ରୌପ୍ୟ ପଦକ ଜିତିଥିବା ବେଳେ ପ୍ରୀତି ଜିତିଛନ୍ତି ବ୍ରୋଞ୍ଜ ପଦକ। ପାରୁଲ ଧାର୍ଯ୍ୟ ଦୂରତାକୁ ୯:୨୭.୬୩ ମିନିଟ୍‌ରେ ଅତିକ୍ରମ କରିଥିବା ବେଳେ ପ୍ରୀତିଙ୍କୁ ଲାଗିଥିଲା ୯:୪୩.୩୨ ମିନିଟ୍‌। ଅନ୍ୟପକ୍ଷରେ ବ୍ରୁନେଇର ୱିନଫ୍ରେଡ୍ ମୁଟିଲେ ୟାବି ୯:୧୮.୨୮ ମିନିଟ୍‌ ସମୟ ନେଇ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଥିଲେ।

439 Y
1376 03-10-2023 English
  1. Katalin Kariko and Drew Weissman won the Nobel Medicine Prize Monday for work on messenger RNA (mRNA) technology that paved the way for groundbreaking Covid-19 vaccines.

  2. The Nitish Kumar government in Bihar Monday released findings of its muchawaited caste survey months ahead of the 2024 Parliamentary elections, which revealed that OBCs and EBCs constitute a whopping 63 per cent of the state’s total population.

  3.  A migrant labourer and his wife killed their three daughters as they could not raise them because of poverty in Punjab’s Jalandhar, said police Monday

  4. Blood samples of a woman and a oneweek-old girl were collected for DNA testing Monday, as the woman’s family had alleged that his newborn son was swapped with a girl child at Capital Hospital here.

  5. The India Meteorological Department (IMD) Monday issued heavy rainfall warning for six districts of the state.

  6. The bail applications of two prime accused in the 1,000 crore crypto ponzi scam have been rejected by the designated Court under the OPID Act, Cuttack. The accused were earlier arrested in August this year by the Economic Offences Wing (EOW) in connection with a case (19/23) registered June 13, 2023

  7.  Union Information & Broadcasting (I&B) and Sports Minister Anurag Singh Thakur is scheduled to visit Odisha, Tuesday

  8. Exposure to natural light may help treat and prevent type 2 diabetes, according to a small study. Daylight exposure may help treat type 2 diabetes.

  9. The National Human Rights Commission (NHRC) has sought a complete report on the allegation of medical negligence, irregularities and poor administration at the MKCG Medical College and Hospital in Berhampur.

  10. A tripartite agreement which was signed Monday will result in financial benefits to employees of some of the departments of Rourkela Steel Plant (RSP). The agreement was signed at the office of the RLC between the management of RSP, Rourkela Shramik Sangha (RSS) the recognised workers’ union of the steel major and the regional Labour Commissioner.

  11.  Stop stubble burning and get special treatment at government offices. The Gurdaspur district administration has come up with this novel idea to curb crop residue burning, one of the major reasons behind the alarming spike in air pollution in the national capital region in October and November

  12. The incidents of Left Wing Extremism (LWE) have declined by 52 per cent in Chhattisgarh in the last five years and 589 villages have been freed from clutches of the menace, the state government said Monday

  13. The Jawaharlal Nehru University administration will constitute a committee soon to look into the repeated incidents of 'antinational' slogans being raised on campus, an official said here Monday

  14. The National Investigation Agency (NIA) on Monday arrested a top Maoist leader as it carried out raids at 62 locations across Andhra Pradesh and Telangana in the CPI (Maoist) conspiracy case, an official said.

  15. The roof of a church collapsed in northern Mexico during Sunday Mass, killing at least 10 people and injuring around 60, authorities said as searchers probed in the wreckage throughout the night and into Monday morning looking for survivors and more victims,

  16. The carcasses of 120 river dolphins have been found floating on a tributary of the Amazon River since last week in circumstances that experts suspect were caused by severe drought and heat.

  17. The mobile download speeds in India have seen significant boost with launch of 5G services, and the country has climbed 72 places higher to clinch 47th spot in Speedtest Global Index, according to Ookla.

  18. The metals and mining sector has the highest dividend yield of 5.2 per cent, as per an analysis by Trendlyne.

  19. India’s track and field athletes were impressive Monday as Parul Chaudhary and Priti secured silver and bronze medals respectively in the women’s 3000m steeplechase while unheralded Ancy Sojan claimed a silver medal in the women’s long jump at the Asian Games here.

  20. Skipper Harmanpreet Singh and Mandeep Singh slammed a hattrick each as India mauled Bangladesh 12-0 to storm into the semifinals of the men’s hockey competition at the Asian Games here Monday. India will play the second-best team of Pool B in the semifinal Wednesday

463 Y
1377 02-10-2023 Odia
  1. ବାପୁଙ୍କ ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ ବୋଲି ଆଜି ତାଙ୍କ ୧୫୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
  2. ଭାରତ-ଆମେରିକା ସମ୍ପର୍କକୁ ନେଇ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର କହିଛନ୍ତି ଯେ, ଦୁଇ ଦେଶର ସମ୍ପର୍କର ଗଭୀରତାକୁ ମାପିବା କଷ୍ଟକର। ଦୁଇ ଦେଶ ବର୍ତ୍ତମାନ ପରସ୍ପରକୁ ‘ଈପ୍ସିତ, ଶ୍ରେଷ୍ଠ ଓ ସ୍ବସ୍ତିଦାୟକ ଅଂଶୀଦାର’ ଭାବରେ ଦେଖୁଛନ୍ତି। ୱାସିଂଟନରେ ଭାରତୀୟ ସମୁଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର ଉପରୋକ୍ତ ମତ ପ୍ରକାଶ କରିଛନ୍ତି।
  3. ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌)ର ପୃଷ୍ଠପୋଷକ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝି ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ତାଙ୍କୁ ୭୯ ବର୍ଷ ହେଲାଣି।
  4. ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ବିଫଳତା ଏବଂ କର୍ମଚାରୀ ଓ ସମ୍ବଳ ଅଭାବ ଦର୍ଶାଇ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନୀ ଦୂତାବାସ ରବିବାର ଏହାକୁ ବନ୍ଦ ଘୋଷଣା କରିଛି।
  5. ଆସାମ-ମେଘାଳୟ ସୀମାକୁ ନେଇ ବିବାଦ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଆନ୍ତଃରାଜ୍ୟ ସୀମାରୁ ରାଜ୍ୟ ପୋଲିସଙ୍କୁ ହଟାଇ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରିବାକୁ ଉଭୟ ରାଜ୍ୟ ସରାକାର ନିଷ୍ପତ୍ତି ନେଇଛନ୍ତି।
  6. ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ବିଭାଜନ ସମ୍ପର୍କରେ ଶୁଣାଣି ସମୟରେ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଉପସ୍ଥିତ ରହି ନିଜ ପକ୍ଷ ଉପସ୍ଥାପନ କରିବେ।
  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନାର ମହବୁବନଗରରେ ପହଞ୍ଚି ଏଠାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଭର୍ଚୁଆଲ  ମାଧ୍ୟମରେ ୧୩,୫୦୦କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।
  8. ଅମରୋହାରୁ ବାହୁଜନ ସମାଜ ପାର୍ଟି ଏମପି ଦାନିସ ଅଲ୍ଲିଙ୍କ ସହ ସଂସଦରେ ଅଶ୍ଳୀଳତା ମାମଲା ଜାତୀୟ ମାନବ ଅଧିକାର ଆୟୋଗରେ ପହଞ୍ଚିଛି।
  9. ଚଳିତ ବର୍ଷ ‌ସେପ୍ଟେମ୍ବରରେ ଦେଶରେ ୧,୬୨,୭୧୨ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ସେଥିରୁ ଓଡ଼ିଶାରେ ୪,୨୪୯ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତବର୍ଷ ସେପ୍ଟେମ୍ବର ତୁଳନାରେ ଦେଶରେ ଜିଏସ୍‌ଟି ସଂଗ୍ରହ ୧୦ ପ୍ରତିଶତ ବଢ଼ିଥିବା ବେଳେ ଓଡ଼ିଶାରେ ୧୩ ପ୍ରତିଶତ ବଢ଼ିଛି।
  10. ପୁରୁଣା ପେନ୍‌ସନ ସ୍କିମ୍‌ (ଓପିଏସ୍‌) ଲାଗୁ କରିବା ଦାବି ନେଇ ଆଜି ଦିଲ୍ଲୀ ରାମଲୀଳା ମୈଦାନରେ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି।
  11. ପାକିସ୍ତାନରେ ଶୁକ୍ରବାର ଘଟିଥିବା ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୬୫ରେ ପହଞ୍ଚିଥିବା ବେଳେ ଏହି ଆକ୍ରମଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ଥିବା ପାକିସ୍ତାନ ସରକାର ଶନିବାର ଅଭିଯୋଗ କରିଛନ୍ତି।
  12. ନିଜେ ହାତରେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରମଦାନ କରିଛନ୍ତି । ଶ୍ରମଦାନ କରିବାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ନରେନ୍ଦ୍ର ମୋଦୀ ।
  13. ଏନ୍‌ଟିଏ ପକ୍ଷରୁ ୟୁଜିସି ନେଟ୍‌‌ ପାଇଁ ଆବେଦନ ଆରମ୍ଭ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ଦକ୍ଷତା ପରୀକ୍ଷା ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।
  14. ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଆଗ୍ରହୀ ମା’ମାନେ ଅକ୍ଟୋବର ୩ରୁ ୨୦ ତାରିଖ ମଧ୍ୟରେ ଅନ୍‌‌ଲାଇନ ଲିଙ୍କ୍‌‌ https://edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। ନଚେତ୍‌‌ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ।
  15. ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।  ମହମ୍ମଦ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୪ ପ୍ରତିଶତ ଭୋଟ୍‌ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।
  16. ଦକ୍ଷିଣ ଭାରତୀୟ ସୁପରଷ୍ଟାର ଶିବ କୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର ‘ଘୋଷ୍ଟ’ର ହିନ୍ଦୀ ଟ୍ରେଲର ରବିବାର ରିଲିଜ୍‌ ହୋଇଛି। ଟ୍ରେଲର ରିଲିଜ୍‌ ହେଉ ହେଉ ଏହା ଦର୍ଶକଙ୍କ ଉତ୍ସାହକୁ ଦୁଇ ଗୁଣା କରିଦେଇଛି। ଚଳିତ ବର୍ଷ ଅକ୍ଟୋବର ୧୯ରେ ପରଦାକୁ ଆସିବ ‘ଘୋଷ୍ଟ’। ଫିଲ୍ମରେ ଶିବ କୁମାରଙ୍କ ସହ ବଲିଉଡ଼ର ବରିଷ୍ଠ ଅଭିନେତା ଅନୁପମ ଖେର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।
  17. ଖଲିସ୍ତାନୀଙ୍କ ଚରମପନ୍ଥୀ କାର୍ଯ୍ୟକଳାପ କାନାଡ଼ାରୁ ସ୍କଟଲ୍ୟାଣ୍ଡକୁ ଡେଇଁଛି। ଶୁକ୍ରବାର ବ୍ରିଟେନ୍‌ରେ ନିଯୁକ୍ତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋସ୍ଥିତ ଗୁରୁଦ୍ବାରକୁ ଯାଉଥିବାବେଳେ ଖଲିସ୍ତାନ ସମର୍ଥକ ବ୍ରିଟିଶ ଶିଖ୍‌ ତାଙ୍କୁ ଅଟକାଇବା ସହ ଧର୍ମପୀଠରେ ପ୍ରବେଶ କରାଇ ଦେଇନଥିଲେ ଓ ଫେରିଯିବାକୁ ସ୍ଲୋଗାନ୍‌ ଦେଇଥିଲେ। ପୁଲିସ ତଥା ଗୁରୁଦ୍ବାର କମିଟି ଭାରତୀୟ କୂଟନୀତିଜ୍ଞଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରିଥିଲେ।
  18. ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ‌ ଖେଳାଯିବ। ଏହି ବିଶ୍ବକପରେ ଭାରତର ତାରକା ସ୍ପିନର ଭାବେ କୁଳଦୀପ୍‌ ଯାଦବ ଉଭା ହୋଇଛନ୍ତି।
  19. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୩ ହଜାର ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଜିତିଛନ୍ତି ଅବିନାଶ ସାବଲେ।
  20. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସଟ୍‌ଫୁଟ୍‌ରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ତଜିନ୍ଦର ପାଲ ସିଂ ତୁର
416 Y
1378 02-10-2023 English
  1. India had an impressive performance in athletics Sunday, securing a remarkable tally of two gold, four silver, and three bronze medals at the Asian Games. Tajinderpal Singh Toor achieved a remarkable victory in the shot put event, claiming the top spot on the podium, while Avinash Sable set an Asian Games record as he won the gold medal in the men’s 3000m steeplechase.

  2. Commercial cooking gas (LPG) rates were Sunday raised by a steep `209 per 19-kg cylinder, in line with the firming up seen in international benchmarks.

  3. A majority of the medical colleges assessed in 2022-23 were found to have ghost faculty and senior residents, and none of the institutes met the requirement of 50 per cent attendance, the National Medical Commission has said.

  4. Heavy rains are likely to continue in parts of Odisha till October 5 due to a well-marked low-pressure area over West Bengal and neighbouring Jharkhand, the India Meteorological Department (IMD) said Sunday

  5. Senior citizens are valuable assets of society, Chief Minister Naveen Patnaik said Sunday, calling upon people to take care of them.

  6.  Well-known playwright and former National School of Drama professor Tripurari Sharma passed away Sunday after a prolonged illness, her friend and actor Amitabh Shrivastava said. She was 67.

  7. Helped by improved compliance, GST collections increased by 10 per cent to over `1.62 lakh crore in September, crossing the `1.6 lakh crore mark for the fourth time during current financial year.

  8. Odisha’s GST collection increased by 12.85 per cent to Rs 4,249.12 crore in September, officials said Sunday. The state had collected a gross GST revenue of Rs 3,765.17 crore in the same month last year, they said.

  9.  Bihar is witnessing an alarming rise in dengue cases, with 6,146 cases reported in September, the highest for the month in the last five years, according to the data.

  10. Murder cases in Uttar Pradesh have dropped by 9 per cent in the past six years while robberies have come down by 16 per cent during the same period.

  11. Four people were arrested by CBI in connection with the kidnapping and killing of two Manipuri youths, and the government will ensure the maximum punishment for them, Chief Minister N Biren Singh said here Sunday

  12. The Assam Police Sunday said the Armed Forces (Special Powers) Act or AFSPA has been extended in four districts of the state for six more months.

  13. At least 13 people have been killed in a fire in a nightclub in Murcia in southeast Spain, emergency services said Sunday, adding that rescuers were still searching for people unaccounted for after the blaze.

  14. A United Nations mission arrived in NagornoKarabakh Sunday, Azerbaijani media reported, as a mass exodus of ethnic Armenians from the region continued following a lightning Azerbaijani military offensive last month.

  15. Injured HS Prannoy’s absence hurt India as they went down fighting 2-3 against badminton powerhouses China to sign off with their firstever silver medal in the men’s team championships at the Asian Games here Sunday

400 Y
1379 01-10-2023 Odia

 

  1. ଭାରତର ପ୍ରଥମ ସୌର ମିସନ ଆଦିତ୍ୟ ଏଲ୍‌-୧ ପୃଥିବୀଠାରୁ ୯.୨ ଲକ୍ଷ କିମି ଗତି କରିବା ସହ ପୃଥିବୀର ପ୍ରଭାବକ୍ଷେତ୍ରକୁ ଅତିକ୍ରମ କରିସାରିଛି ବୋଲି ଶନିବାର ଇସ୍ରୋ ପକ୍ଷରୁ କୁହାଯାଇଛି। ଏହା ବର୍ତ୍ତମାନ ପୃଥିବୀ ଓ ସୂର୍ଯ୍ୟ ମଝିରେ ଥିବା ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍‌୧) ଆଡ଼କୁ ଅଗ୍ରସର ହେଉଛି। 

  2. ରାଜ୍ୟରେ ୧୯ଟି ନୂଆ ପ୍ରକଳ୍ପରେ ୩୬୬୩ କୋଟି ଟଙ୍କା ନିବେଶ ହେବ। ଏ ନେଇ ଆସିଥିବା ନିବେଶ ପ୍ରସ୍ତାବଗୁଡ଼ିକୁ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଅନୁମତି ମିଳିଛି। ଉକ୍ତ ପ୍ରକଳ୍ପ ଜରିଆରେ ପ୍ରାୟ ୧୩,୬୬୩ ନିଯୁକ୍ତି ସୃଷ୍ଟି ହେବା ଲକ୍ଷ୍ୟ ରହିଛି।

  3. ଗତ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ଭିତରେ ଭାରତରେ ୧୪୬ଟି ବାଘଙ୍କ ମୃତ୍ୟୁ ହୋଇଛି, ଯାହା ୨୦୧୨ ମସିହାରୁ ୧୧ ବର୍ଷ ଭିତରେ ସର୍ବାଧିକ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି।

  4. କାଲ୍‌କାଟା ହାଇକୋର୍ଟ ଶନିବାର ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ସିବିଆଇ କୋର୍ଟ ଜଜ୍ ଅର୍ପଣ ଚଟ୍ଟୋପାଧ୍ୟାୟଙ୍କ ପ୍ରତି ନିଜର ଅସନ୍ତୋଷ ଝାଡ଼ିଛନ୍ତି। ସମ୍ପୃକ୍ତ ଜଜ୍ ଉକ୍ତ ଦୁର୍ନୀତି ମାମଲାରେ କେତେକ ରାୟ ଦେଇଥିବା ବେଳେ ତାଙ୍କ ବଦଳି ପାଇଁ ଦିଆଯାଇଥିବା ଆଦେଶକୁ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ।

  5. ପଂଜାବ କୃଷକଙ୍କ ୩ ଦିନିଆ ରେଳ ରୋକୋ ଆନ୍ଦୋଳନ ଶନିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ଆନ୍ଦୋଳନ ଯୋଗୁଁ ପଂଜାବ ଏବଂ ହରିୟାଣାରେ ପ୍ରାୟ ୬୦୦ ଟ୍ରେନ୍‌ ପ୍ରଭାବିତ ହୋଇଛି।

  6. ଆମେରିକାର ଆନ୍‌ହାଇମ୍‌ରେ ଆୟୋଜିତ ‘କାଲିଫର୍ଣ୍ଣିଆ ଷ୍ଟେଟ୍‌ ରିପବ୍ଲିକାନ୍‌ ପାର୍ଟି କନ୍‌ଭେନ୍‌ସନ୍’ରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରାଷ୍ଟ୍ରପତି ଜୋ ବାଇଡେନ୍‌ ବିଭିନ୍ନ ସମୟରେ ଝୁଣ୍ଟି ପଡୁଥିବା ଘଟଣାରେ ଉପହାସ କରି କହିଛନ୍ତି କି, ସେ (ବାଇଡେନ୍‌) ବାଟ ପାଉନାହାନ୍ତି।

  7. ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି ବୋଲି ‘ନ୍ୟାସ୍‌ନାଲ୍‌ ଟାଇଗର୍‌ କଞ୍ଜର୍‌ଭେସନ୍‌ ଅଥରିଟି’ ତଥ୍ୟାବଳିରୁ ଜଣାପଡ଼ିଛି। ୨୦୧୨ ପରଠାରୁ ଚଳିତ ବର୍ଷର ବାଘ ମୃତ୍ୟୁସଂଖ୍ୟା ସର୍ବାଧିକ।

  8. ଓଡିଶାରେ ମୋବାଇଲ୍‌ ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷ ବଢ଼ିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ଜୁଲାଇ ମାସ ଗ୍ରାହକ ତଥ୍ୟ ଅନୁସାରେ ଓଡ଼ିଶାରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୫ ଲକ୍ଷରୁ ଅଧିକ ହୋଇଛି।

  9. ପଞ୍ଜାବର ମୋଗାଠାରେ ଡାକ୍ତରମାନେ ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଅ‌େସ୍ତ୍ରାପଚାର କରି ବିପୁଳ ପରିମାଣର ଇୟର ଫୋନ୍‌, ଲକେଟ୍‌, ସେଫ୍ଟିପିନ୍‌, ପେଚ, କଣ୍ଟା, ବୋଲ୍ଟ, ବୋତାମ, ୱାସର, ତାର, ରାପର, ମୁଣ୍ଡ କଣ୍ଟା, ଚେନ୍‌ ଜିପ୍‌, ମାର୍ବଲ ଖଣ୍ଡ ଓ ରାକ୍ଷି ଆଦି ବାହାର କରିଛନ୍ତି। ଗୁରୁବାର ଏହି ଅ​‌େ​‌ସ୍ତ୍ରାପଚାର ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା।

  10. ଡେକାନ୍‌ ହେରାଲ୍ଡର ପ୍ରକାଶନୀ ସଂସ୍ଥା ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍‌ ଲିମିଟେଡ୍‌ର ଶାନ୍ତ କୁମାର ଶୁକ୍ରବାର ପ୍ରେସ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ (ପିଟିଆଇ) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

  11. ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଆଗ୍ନେୟଗିରି ପାଣିରେ ବୁଡ଼ି ରହିଛି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସନୋଗ୍ରାଫି (ଏନ୍‌ଆଇଓ)ର ଦୁଇଜଣ ଭାରତୀୟ ବୈଜ୍ଞାନିକ ଏହି ଆଗ୍ନେୟଗିରିକୁ ଆବିଷ୍କାର କରିଛନ୍ତି।

  12. ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ସମୟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ୭ ଦିନ ବୃଦ୍ଧି କରିଛନ୍ତି। ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଲୋକମାନେ ଏହି ସୁବିଧା ପାଇବେ। ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଥିଲା।

  13. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ।

  14. ଋଷ ଏବଂ  ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ୟୁକ୍ରେନରେ ଯୁଦ୍ଧର ଆତଙ୍କ ଶେଷ ହୋଇନଥିବା ବେଳେ ଏବେ ୟୁରୋପରେ ଆଉ ଏକ ଯୁଦ୍ଧ ଆରମ୍ଭ ହେବା ପରିସ୍ଥିତି ଉପୁଜିଲାଣି। ବର୍ତ୍ତମାନ ୟୁରୋପର ଅନ୍ୟ ଦୁଇଟି ଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

  15. ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ପ୍ରଭାବରେ ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷା ହେବ।

  16. ଏସିଆନ୍ସ ଗେମ୍ସରେ ଭାରତ ପୁଣି ଏକ ସ୍ବର୍ଣ୍ଣ ପଦକ ଜିତିଛି । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ । ମିକ୍ସଡ ଡବଲ୍ସ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭେଟେରାନ ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କ ଯୋଡ଼ି । ଏହାସହ ମୋଟ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ।

  17. ଅକ୍ଟୋବର ୧ ରେ, ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୨୦୯ ଟଙ୍କା ବୃଦ୍ଧି କରି ଲୋକଙ୍କୁ ମୁଦ୍ରାସ୍ଫୀତି ଝଟକା ଦେଇଥିଲେ। ବାଣିଜି୍ୟକ ସିଲିଣ୍ଡରର ନୂତନ ଦାମ ୧ ଅକ୍ଟୋବରରୁ ଲାଗୁ ହୋଇଛି।

  18. ପଞ୍ଜାବର ଫାଜିଲ୍କା ଜିଲାର ଏକ କୋର୍ଟ ଶନିବାର ୨୦୧୫ ଡ୍ରଗ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

  19. ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ କହିଛି।

  20. ରାଜସ୍ଥାନର କୋଟାର ଏଜୁକେଶନ ହବରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ କୋଚିଂ ସେଣ୍ଟରରେ ନାମ ଲେଖା ନବମ ଶ୍ରେଣୀ ପରେ ହିଁ ହେବ।

391 Y
1380 01-10-2023 English

 

  1. The state government Saturday approved 19 investment projects worth Rs 3,663 crore. The projects, approved during a meeting of the State Level Single Window Clearance Authority (SLSWCA) held under the chairmanship of Chief Secretary Pradeep Kumar Jena, are expected to generate employment for over 13,500 people, an official statement said

  2. The Jagannath Temple in Puri owns over 60,822 acres of land in Odisha and six other states, Odisha Law Minister Jagannath Saraka informed the Assembly Saturday. In a written reply to a question from BJD member Prasanta Behera, the minister said a total of 60,426.943 acres of land in the name of Mahaprabhu Jagannath Bije, Srikhetra Puri, have been identified in 24 of the state’s 30 districts.

  3. Odisha Police has unearthed an illegal gutkha manufacturing unit at Tulasi Bihar-Ralab Road under Golanthara police station limits in Ganjam district, police said Saturday.

  4. Chief Minister Naveen Patnaik flagged off the ‘Cyber Suraksha Raths’, campaign vehicles for a fortnight long cyber awareness programme, during a special event at the Kalinga Stadium here Saturday evening. The vehicles equipped with advanced video and audio materials will roll out in 34 police districts across the state during September 30 till October 15

  5. The First Lady of Kenya, Rachel Ruto, EGH, received the prestigious KISS Humanitarian Award 2022 at an event held in the institute’s campus, Saturday in presence of Governor Ganeshi Lal

  6. Chhatrapati Shivaji Maharaj's legendary 'wagh nakh', the 'tiger claw' weapon he used to defeat Bijapur sultanate's general Afzal Khan in 1659, is set to return to Maharashtra from London in November.

  7. The Afghanistan embassy in India suspended operations citing an inability to serve the country's interests and a shortage of staff and resources.

  8. BS-III petrol and BS-IV diesel four-wheelers will be immediately banned in Delhi and Gurugram, Faridabad, Ghaziabad and Gautam Buddh Nagar if the AQI crosses the 400-mark.

  9. The Reserve Bank of India (RBI) Saturday extended the deadline for exchange or deposit of `2,000 banknotes till October 7.

  10. The Board of Secondary Education (BSE), Odisha has extended the last date for online filling up of application forms for the annual High School Certificate (HSC) and State Open School Certificate (SOSC) Examination, 2024 till October 5

  11. As the advancement of Artificial Intelligence (AI) has given rise to new possibilities in the world of literature, experts and translators feel that there is still time before such tools learn to translate human emotions

  12. The BJP’s Manipur unit has told its national president JP Nadda that people are angry as the state government has so far failed to contain the ethnic strife. A letter signed by party’s state unit president Sharda Devi, vice-president Ch Chidananda Singh and six others told Nadda that “public anger and protest is now slowly turning the tide, putting the sole onus of this prolonged disturbance into the failure of the government in dealing with the situation.”

  13. Himachal Pradesh Chief Minister Sukhvinder Singh Sukhu Saturday announced a special package of `4,500 crore, including `1,000 crore under MGNREGA, to aid people affected by rain-related disasters during the July 7 to September 30 period

  14. Lawmakers return to Congress Saturday with no clear path to resolving a squabble that appears likely to close wide swaths of the federal government, from national parks to financial regulation, in less than 18 hours.

  15. Tata Consultancy Services (TCS) is reportedly ending work-from-home or hybrid work from October 1, and has asked employees to attend office for five days a week. The company will, however, continue flexibility/hybrid policies and make exceptions wherever necessary

  16.  From October 1, online gaming companies will charge 28 per cent GST on full value of bets, while offshore platforms too would be required to have GST registration to operate in India.

  17. The government has increased the windfall tax on domestic crude oil produced by companies such as ONGC and Oil India Ltd as prices have shot up to around $95 per barrel

  18. Pope Francis Saturday further cemented his legacy, elevating 21 prelates to the high rank of cardinal and significantly raising the percentage of electors chosen by him who will have the right to vote for his successor

  19. Abhay Singh won the battle of attrition against Noor Zaman for the biggest prize of his career as top seeds India regained the Asian Games squash gold with an epic 2-1 win over Pakistan here Saturday.

  20. Kidambi Srikanth rallied his way to a thrilling win in a tense decider as India kept alive their hopes of winning a first-ever gold medal at the Asian Games, reaching the men’s team championships final with a 3-2 win over South Korea here Saturday. This is India’s maiden entry into the final of the team event at the continental showpiece.

 

429 Y