Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
201 02-06-2025 Odia
  1. 1.ସୁପ୍ରିମକୋର୍ଟର ପ୍ରତୀକ ଚିହ୍ନ ପୁଣି ଥରେ ବଦଳିଛି। ନୂଆ ପ୍ରତୀକ ଚିହ୍ନ ହଟିଥିବା ବେଳେ ପୁରୁଣା ପ୍ରତୀକ ଚିହ୍ନ କୁ ଭାରତର ପ୍ରଧାନ ବିଚାର ପତି (ସିଜେଆଇ) ଜଷ୍ଟିସ୍ ବି.ଆର. ଗଭଇ  ପୁନଃ ସ୍ଥାପନା କରିଛନ୍ତି।  କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ କରିଡୋରରେ ଲଗାଯାଇଥିବା କାଚ ଦ୍ୱାର ଗୁଡିକୁ ହଟାଯିବ ଓ ସୁପ୍ରିମକୋର୍ଟ ପୁଣି ପୁରୁଣା ରୂପକୁ ଫେରିବ।
  2. 2.ୟୁକ୍ରେନ ସେନା ରୁଷୀୟ ବାୟୁସେନାକୁ ଟାର୍ଗେଟ କରିଛି। କିଭ୍ ଇଣ୍ଡିପେଣ୍ଡେଣ୍ଟ ଏକ ସୂତ୍ରକୁ ଉଦ୍ଧାର କରି ଲେଖିଛନ୍ତି ଯେ ଏହି ଆକ୍ରମଣରେ ୪୦ ରୁ ଅଧିକ ରୁଷୀୟ ବୋମା ବିସ୍ଫୋରଣକାରୀ ଜେଟ୍ କ୍ଷତିଗ୍ରସ୍ତ ହୋଇଛି।

  3. 3.ଗାଜାରେ ଇସ୍ରାଏଲର ଏକ ବଡ଼ ଆକ୍ରମଣ । ପାଲେଷ୍ଟାଇନର ଔଷଧ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିବା ସୂଚନା ଅନୁଯାଇ  ୧୫୦ରୁ ଅଧିକ ଆହତ ହୋଇଛନ୍ତି  ।

  4. 4.ଭାରତରେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନର ଟ୍ରାଏଲ ରନ ଜାପାନରେ ଆରମ୍ଭ ହୋଇଛି । 

  5. 5. ରୁଷ ପୁଣି ଥରେ ଭାରତକୁ ପଞ୍ଚମ ପିଢ଼ିର ସୁ-୫୭ଇ ଲଢ଼ୁଆ ବିମାନ ଦେବାକୁ ଅଫର ଦେଇଛି | 

  6. 6.ମେ ମାସରେ ଦେଶର ଜିଏସଟି ରାଜସ୍ବ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୧ ହଜାର ୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ୨ୟ ସର୍ବାକାଳୀନ ମାସିକ ଜିଏସଟି ସଂଗ୍ରହ । ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ରେକର୍ଡ ୨ ଲକ୍ଷ ୩୬ ହଜାର କୋଟିକୁ ବୃଦ୍ଧି ପାଇଥିଲା ।

  7. 7.ତୈଳ ବିପଣନ କମ୍ପାନିଗୁଡ଼ିକ (ଓଏମସି) ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରିଛନ୍ତି। ଜୁନ୍ ୧ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୪ ଟଙ୍କା ହ୍ରାସ ପାଇଛି।

  8. 8.ବାଂଲାଦେଶକୁ ସ୍ୱାଧୀନ କରିଥିବା ଏହାର ଜାତୀୟ ପିତା ବଙ୍ଗ ବନ୍ଧୁ ମୁଜିବୁର ରହମାନଙ୍କ ଚିହ୍ନବର୍ଣ୍ଣ ଦେଶରୁ ଲିଭାଇକୁ ଦେବାକୁ ଚାହାନ୍ତି ମହମ୍ମଦ ୟୁନୁସଙ୍କ ସରକାର। ବାଂଲାଦେଶର ମୁଦ୍ରା ଟାକାରୁ ମୁଜିବୁର ରହମାନଙ୍କ ଫଟୋ ହଟାଇ ଦିଆଯାଇଛି। ସେହି ସ୍ଥାନରେ ଏକ ହିନ୍ଦୁ ମନ୍ଦିର ଓ ବୌଦ୍ଧ ମନ୍ଦିର ଭଳି ଐତିହ୍ୟର ଫଟୋ ରଖାଯାଇଛି।

  9. 9. ଲଗାଣ ବର୍ଷା ଫଳରେ ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଯୋଗୁଁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସଡ଼କ ପରିବହନ, ରେଳ ଏବଂ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଆସାମ, ତ୍ରିପୁରା, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ୩୦ ଜଣ ଲୋକଙ୍କ ଜୀବନ ଯାଇଛି।

  10. 10.ନବରଙ୍ଗପୁର ଜିଲ୍ଲା ଝରିଗାଁ ଅନ୍ତର୍ଗତ ହାତିବାଡି ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ଗୃହ ଓ ଘର ମୋଟ ୨୮ ଗୋଟି ଉଛେଦ କରିଛି।

  11. 11.କେନ୍ଦ୍ରାପଡ଼ାର ଜରି ମାଉସୀ ଭାବେ ପରିଚିତ ଖଇରାବାଦ ଗାଁର କମଳା ମହାରଣାଙ୍କର  ୬୬ ବର୍ଷ ବୟସରେ  ପରଲୋକ ଘଟିଛି।

  12. 12.ଓମ୍‌ଫେଡ୍‌ କ୍ଷୀର ଦାମ୍‌ ଲିଟର ପିଛା ୨ ଟଙ୍କା ବଢିବ।  ଏଥିସହ ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ।  ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା।

  13. 13.ଚଳିତ ବର୍ଷ ଖଣି କାର୍ଯ୍ୟକଳାପରୁ ରାଜ୍ୟ ସରକାର ୪୭,୪୬୭.୯୩ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଲୁହାପଥର, କୋଇଲା ଓ ବକ୍ସାଇଟ୍‌ ଭଳି ପ୍ରମୁଖ ଖଣିଜ ପଦାର୍ଥରୁ ୪୬,୫୬୭.୨୮ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଲଘୁ ଖଣିଜରୁ ୯୦୦.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି।

  14. 14.ଦେଶବ୍ୟାପୀ କରୋନା ସଂକ୍ରମଣ ପୁଣି  ଦ୍ରୁତ ଗତିରେ ବଢ଼ିଚାଲିଛି। ଏବେ କରୋନାର ସକ୍ରିୟ ମାମଲା ୩ ହଜାର ଟପିଥିବା ବେଳେ ବିଭିନ୍ନ ରାଜ୍ୟରେ ସତର୍କତା ପଦକ୍ଷେପ ପାଇଁ ଗୁରୁତ୍ବାରୋପ କରାଯାଇଛି।  କେରଳରେ ସର୍ବାଧିକ ୧୩୩୬ ଜଣ ସଂକ୍ରମିତ ହୋଇଛନ୍ତି।

  15. 15.ୟୁକ୍ରେନ୍‌ ରୁଷ୍‌ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି ଓଲେନିଆ ଓ ବେଲିଆ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ ସେନା ଶକ୍ତିଶାଳୀ ଡ୍ରୋନ୍ ବ୍ୟବହାର କରି ଉଭୟ ବାୟୁସେନା ଘାଟିକୁ ଛାରଖାର କରିଦେଇଛି। ଏଥିରେ ରୁଷ୍‌ର ୪୦ଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ୟୁକ୍ରେନ୍‌ ଦାବି କରିଛି।

  16. 16.ଦକ୍ଷିଣ ଗାଜାର ରାଫାରେ ଥିବା ଆମେରିକା ଅନୁଦାନପ୍ରାପ୍ତ ସହାୟତା ବିତରଣ କେନ୍ଦ୍ର ନିକଟରେ ଆଜି ସକାଳେ ଇସ୍ରାଏଲ ସେନା ଗୁଳି ଚଳାଇବାରୁ ୩୧ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ୧୧୫ରୁ ଅଧିକ ଆହତ ହୋଇଛନ୍ତି।

  17. 17.ବଲୁଚିସ୍ତାନରେ ଚାଲିଥିବା ବିଦ୍ରୋହ ପାକିସ୍ତାନର ମୂଳଦୁଆକୁ ଦୋହଲାଇ ଦେଇଛି। ପାକିସ୍ତାନର ସୁରବ ସହରର ଅଧିକାଂଶ ଅଂଚଳକୁ ବିଦ୍ରୋହୀମାନେ ନିୟନ୍ତ୍ରଣ  କରିନେଇଛନ୍ତି।   

  18. 18.ରୁଷ୍‌ର ବ୍ରାୟାନସ୍କ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଏକ ପୋଲ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ  ଏହି ଦୁର୍ଘଟଣା ଘଟିଛି।

  19. 19.ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ​‌େ​‌ର ଓଡ଼ିଆ ଧାବିକା ଅଲିମ୍ପିଆନ ଶ୍ରାବଣୀ ନନ୍ଦ ଚମକିଛନ୍ତି। ଦେଶ ପାଇଁ ଶ୍ରାବଣୀ ମହିଳା ରିଲେରେ ରୌପ୍ୟ ପଦକ ଜିତିଛନ୍ତି।

  20. 20.ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ ଉଦଯାପିତ ହୋଇ ଯାଇଛି। ଏଥିରେ ଭାରତ ୮ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ଟି କାଂସ୍ୟ ସହ ୨୪ଟି ପଦକ ଜିତି ଦ୍ବିତୀୟ ସ୍ଥାନ ହାସଲ କରିଛି।

144 Y
202 02-06-2025 English
  1. 1.Prime Minister Narendra Modi on Sunday took to X to share a picture of meeting with the Asian Development Bank (ADB) president Masato Kanda at his official residence, where the latter promised to pledge $10 billion for Indian urban infrastructure development over a period of five years.

  2. 2.At least 31 people killed and over 150 wounded Sunday while on their way to receive food in the Gaza Strip.

  3. 3.A Ukrainian drone attack has destroyed more than 40 Russian planes deep in Russia's territory, a Ukrainian security official told.

  4. 4.Gross GST collections remained above the Rs2 trillion mark for the second month in a row, rising 16.4 per cent in May to over Rs 2.01 lakh crore.

  5. 5.A talented software professional from Odisha is making waves in healthcare innovation in the United States through the power of artifi cial intelligence (AI).

  6. 6.India's Shubhanshu Shukla is set for his maiden space flight as part of Axiom Space's fourth commercial mission to the International Space Station, which is scheduled for lift-off onboard SpaceX's Falcon-9 rocket from the Kennedy Space Centre in Florida June 8.

  7. 7.Consumers will have to shell out Rs2 more per litre of OMFED milk as the state government Sunday decided to increase the milk price by Rs4 per litre of which the government will bear Rs2.

  8. 8. Chief Minister Naveen Patnaik visited the historic Kalinga Studio Sunday and directed officials to prepare a Detailed Project Report (DPR) for its modern transformation.

  9. 9.The Nashik-Trimbakeshwar Simhastha Kumbh Mela will begin October 31, 2026, with the traditional hoisting of flags at the two prominent pilgrimage towns, while the fi rst ‘Amrut Snan’ or ritual dip in the Godavari river will take place August 2, 2027.

  10. 10.At least 34 people have died in floods and landslides in the northeastern states -- Assam, Manipur, Tripura, Sikkim, Arunachal Pradesh and others -- over the last three days.

  11. 11.The CBI has arrested a senior Indian Revenue Service (IRS) officer, along with an associate, for allegedly accepting a bribe of rs25 lakh from a pizza chain owner, officials said Sunday.

  12. 12.An Indian who arrived at Mumbai's Chhatrapati Shivaji Maharaj International Airport from Thailand was found to be carrying 48 highly venomous snakes and fi ve turtles, an offi cial said Sunday.

  13. 13.Bangladesh's International Crimes Tribunal Sunday indicted former prime minister Sheikh Hasina and two others on several charges, including mass murder, for their alleged role in the violent crackdown on student-led protests last year.

  14. 14.UK government fi gures Sunday showed that more than 1,100 migrants arrived in the country Saturday in small boats from France across the English Channel, the highest number recorded on a single day so far this year.

  15. 15.Canara Bank Sunday officially scrapped the penalty for not maintaining a minimum balance in savings accounts starting June 1

  16. 16. Starting July 1, major private sector banks like HDFC Bank and ICICI Bank will increase charges on various credit card and banking services.

  17. 17.The Delhi High Court has passed an order protecting the personality and publicity rights of Sadhguru Jaggi Vasudev, founder of Isha Foundation, and restrained various rogue websites and unknown entities from misusing his personality traits.

  18. 18.Paris Saint-Germain win their fi rst Champions League title Saturday with a 5-0 demolition of Inter Milan.

  19. 19.Oscar Piastri won the Spanish Grand Prix ahead of McLaren teammate Lando Norris as McLaren continued its early dominance of the Formula 1 championship Sunday.

  20. 20.Reigning world champion D Gukesh's roller-coaster ride continued with the Indian suffering a defeat in an Armageddon tiebreak as he slipped to tied-fi fth place, while Arjun Erigaisi upset American world No 2 Hikaru Nakamura to maintain his fourth position in Norway Chess.

118 Y
203 01-06-2025 Odia
  1. 1.ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ ଉଦଯାପିତ ହୋଇ ଯାଇଛି। ଏଥିରେ ଭାରତ ୮ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ଟି କାଂସ୍ୟ ସହ ୨୪ଟି ପଦକ ଜିତି ଦ୍ବିତୀୟ ସ୍ଥାନ ହାସଲ କରିଛି।

  2. 2.ଜୁନ୍‌ ୧୨ରେ ମୋହନ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ସେହିଦିନ ଠାରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସଂଯୁକ୍ତ ଆରବ ଏମିରାତ୍‌(ୟୁଏଇ) ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ।

  3. 3.ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଫାଇନାଲ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପ୍ରବେଶ କରିଥିବାରୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ଏହାର ପ୍ରଭାବରେ ଫାଇନାଲ୍‌ ମ୍ୟାଚ୍‌ ପାଇଁ ବିଜ୍ଞାପନ ଦରରେ ମଧ୍ୟ ବୃଦ୍ଧି ଘଟିଛି। ଆଇପିଏଲ୍‌ ଫାଇନାଲ୍‌ର ୧୦ ସେକେଣ୍ଡ୍‌ର ଟିଭି ବିଜ୍ଞାପନ ଦାମ୍ ୧୮ ଲକ୍ଷ ଟଙ୍କା ହୋଇଛି।

  4. 4.ଶନିବାର ସୁଦ୍ଧା, ଭାରତରେ କୋଭିଡ୍-୧୯ର ୩୩୯୫ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୮୫ଟି ନୂଆ ମାମଲା ଚିହ୍ନଟ ହୋଇଛି ।

  5. 5.୨୦୨୨ ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ୍‌ ପରୀକ୍ଷାରେ ଜଣେ ବିଚାର ବିଭାଗୀୟ ସେବା ଆଶାୟୀଙ୍କ ଉତ୍ତର ଖାତା ମୂଲ୍ୟାୟନରେ ଭୁଲ୍‌ ସ୍ୱୀକାର କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ମନା କରିଥିବାରୁ ସୁପ୍ରିମ୍‌କୋର୍ଟ  କଡ଼ା ସମାଲୋଚନା କରିଛନ୍ତି।

  6. 6.ସରକାରୀ ଓକିଲଙ୍କ ପାଇଁ ନୂଆ ଏସ୍ଓପି। ଫୌଜଦାରୀ ମାମଲାରେ ଅଯଥା ତାରିଖ ଗଡ଼ାଇବେନି, ମାସିକିଆ ରିପୋର୍ଟ ଦେବାକୁ ହେବ ।

  7. 7.କଟକ ମେଡ଼ିକାଲରେ ବନ୍ଦ ହୋଇଗଲା ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥା। ବିଶେଷଜ୍ଞ ଡାକ୍ତର ନାହାନ୍ତି ।

  8. 8.ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ଡିଭିଜନ ୧ର ଲାଞ୍ଚୁଆ ସରକାରୀ ଇଞ୍ଜିନିୟରଙ୍କର ମିଳିଲା ୧୧ ପ୍ଲଟ, ୨ ଫ୍ଲାଟ୍, ବହୁମହଲା କୋଠା। ଚଢ଼ାଉ ବେଳେ ବାହାରକୁ ଟଙ୍କା ଫିଙ୍ଗିଲେ।

  9. 9.ନୟାଗଡରେ ପଞ୍ଚରିଡ଼ା ବନପାଳଙ୍କୁ ନିଜ ପତ୍ନୀ, ପୁଅ ଜିଅନ୍ତା ଜାଳିଦେଲେ ।

  10. 10.ଲଗାଣ ବର୍ଷାରେ ଆସାମ, ଅରୁନାଚଳ, ମେଘାଳୟରେ ୧୯ ମୃତ୍ୟୁ । ଉତ୍ତର ଭାରତରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି।

  11. 11.କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୨୪ ଟଙ୍କା କମିଲା, ଆଜିଠୁ  ଦର ଲାଗୁ ହେବ ।

  12. 12.ଭାରତୀୟ ସେନା ମୁଖ୍ୟ  ଅପରେସନ୍‌ ସିନ୍ଦୂରରେ ଲଢ଼ୁଆ ବିମାନ ହରାଇଥିବା  ସ୍ଵୀକାର କଲେ।

  13. 13.ଥାଇଲାଣ୍ଡର ଓପଲ ସୁଚାତା ଚୁଆଙ୍ଗ୍ସରି ୨୦୨୫ର ବିଶ୍ଵ ସୁନ୍ଦରୀ ହେଲେ

  14. ଭାରତ-ଚୀନ୍-ରୁଷିଆ ପୁଣି ଏକାଠି ହେବେ ବୋଲି ସଙ୍କେତ ପାଇବା ପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ ପାଇଁ ଆମେରିକାର ଧମକ ଦେଲା ।

  15. 15.ଉତ୍ତର ପ୍ରଦେଶ ପୁଲିସର ଆତଙ୍କବାଦ ନିରୋଧୀ ବାହିନୀ (ଏଟିଏସ୍‌) ଦ୍ବାରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବାରାଣସୀରୁ ଗିରଫ ଟୁଫେଲ୍‌ ମକ୍‌ସୁଦ୍‌(୩୪)କୁ ଜେରାରୁ ଅତି ଭୟାନକ ତଥ୍ୟ ମିଳିଛି। ତା’ ସଂସ୍ପର୍ଶରେ ୮୦୦ ଯୁବକ ଯୁବତୀ ରହିଥିଲେ

166 Y
204 01-06-2025 English
  1. 1.The Centre has reduced the basic custom duty on crude palm oil, crude soyabean oil and crude sunflower oil to 10 per cent, a move aimed at bringing down the retail prices of cooking oils and protecting domestic processors.

  2. 2.Chief of Defence Staff (CDS) Gen Anil Chauhan Saturday acknowledged losses of aircraft in India's recent military hostilities with Pakistan but dismissed as ‘absolutely incorrect’ Islamabad's claim of downing six Indian fighter jets .

  3. 3.Five persons have been killed in landslides in Assam in the last 24 hours as incessant rain has led to fl oods in six districts, affecting over 10,000 people.

  4. 4.In a major technological upgrade, the Tamil Nadu Forest Department is introducing advanced drones to strengthen its operations in wildlife monitoring, forest fi re control, and anti-poaching efforts.

  5. 5.Mock drills were conducted Saturday across states and Union Territories along India’s western border— from Jammu and Kashmir to Gujarat—to enhance emergency preparedness amid ongoing tensions with Pakistan, offi cials said.

  6. 6.The state government has appointed Dr Amarendra Nath Mohanty as Director of Health Services. Mohanty earlier served as director of the State Institute of Health & Family Welfare.

  7. 7.Two more persons tested positive for Covid in Odisha, taking the total number of cases in the state to seven, Health and Family Welfare (H&FW) department Commissioner-cum-Secretary Aswathy S said Saturday.

  8. 8.Vigilance sleuths Saturday arrested Baikuntha Nath Sarangi – Chief Engineer, Plan Roads, Rural Works department – on the last day of his service for amassing disproportionate assets (DA) to the tune of 483 per cent of his known sources of income.

  9. 9.Eight members of the outlawed CPI (Maoists) surrendered before police in Mulugu district of Telangana Saturday, police said.

  10. 10.Hundreds of foreign companies left Russia after the 2022 invasion of Ukraine, including major US fi rms like Coca-Cola, Nike, Starbucks, ExxonMobil and Ford Motor Co.

  11. 11.At least 151 people have now been confirmed dead after heavy rainfall unleashed flooding in a market town in northcentral Nigeria, the local emergency services told.

  12. 12.Central Board of Indirect Taxes and Customs (CBIC) Saturday debunked a claim circulating on social media about delays and corruption in granting GST registration, saying the applicant has yet to furnish details sought by Delhi state GST officers.

  13. 13.The Securities and Exchange Board of India (SEBI) has confi rmed the suspension of LS Industries, its promoter Profound Finance, and four other individuals from participating in the securities markets.

  14. 14.More than 60 United Nations offices, agencies and operations have been ordered to submit proposals by mid-June to cut 20% of their staff, as part of a major reform effort to consolidate operations in the face of a critical funding crunch.

  15. 15.An anti-drone system has been installed at the Taj Mahal, securing a 500-metre radius by disabling unauthorized drones entering the airspace, enhancing monument safety, police confirmed Friday.

125 Y
205 31-05-2025 Odia
  1. 1.ଓଡ଼ିଶା ସରକାରଙ୍କ ଚାକିରିଆମାନେ ଯଦି ଇସ୍ତଫା ଦିଅନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଇସ୍ତଫା ପତ୍ରକୁ ୯୦ଦିନ ମଧ୍ୟରେ ଫେରାଇ ନେବାକୁ ଚାହିଁବେ ତେବେ ସରକାର ତାକୁ ଗ୍ରହଣ କରିବେ। ମାତ୍ର ପୂର୍ବରୁ ସରକାରୀ ଚାକିରିଆ ଯଦି ଚାକିରିରୁ ଇସ୍ତଫା ଦେଉଥିଲେ ତାଙ୍କ ପାଇଁ ଏସଂକ୍ରାନ୍ତରେ କୌଣସି ସ୍ବତନ୍ତ୍ର ମାର୍ଗଦର୍ଶିକା ନ ଥିଲା। ମାତ୍ର ଭାରତ ସରକାରଙ୍କ ଚାକିରିଆଙ୍କ କ୍ଷେତ୍ରରେ ଇସ୍ତଫା ଓ ସ୍ବେଚ୍ଛାକୃତ ଅବସରର ପୁନର୍ବାର ସୁଯୋଗ ରହିଥିଲା।

  2. 2.ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚାକିରିଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ(ପେନ୍‌ସନ) ନିୟମ-୧୯୯୨ରେ କେତେକ ସଂଶୋଧନ ଅଣାଯାଇଛି। ଦିବ୍ୟାଙ୍ଗ ଓ ସ୍ବାମୀ ପରିତ୍ୟକ୍ତା ଏବଂ ଝିଅମାନଙ୍କ ଭବିଷ୍ୟତକୁ ନିଶ୍ଚିତ କରାଯାଇଛି।

  3. 3.ଓଡ଼ିଶା ଗ୍ରାମୀଣ ଉନ୍ନୟନ (ଆରଡବ୍ଲୁ) ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗିଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଚାଲିଥିବା ଚଢ଼ାଉରେ ପ୍ରାୟ ୨.୧ କୋଟି ଟଙ୍କା ଜବତ ହୋଇଛି। ଏହି ଚଢ଼ାଉ ଶୁକ୍ରବାର ସକାଳୁ ଭୁବନେଶ୍ୱର ଏବଂ ଅନୁଗୁଳରେ ଏକକାଳୀନ ଭାବେ ଆରମ୍ଭ ହୋଇଛି।

  4. 4.ମାର୍ଚ୍ଚ ୩୧, ୨୦୨୫ରେ ସମାପ୍ତ ୨୦୨୪-୨୫ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଧୀମା ହୋଇଯାଇଛି । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯.୨ ପ୍ରତିଶତ ଥିଲା । ଗତ ୪ଟି ଆର୍ଥିକ ବର୍ଷରେ ଏହାକୁ ସବୁଠାରୁ ଧୀମା ଜିଡିପି ଅଭିବୃଦ୍ଧି ହାର ।

  5. 5.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ପୁଞ୍ଚରେ ପାକିସ୍ତାନୀ ଆକ୍ରମଣର ଉପଯୁକ୍ତ ଜବାବ ଦେବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସଏଫ)କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଜମ୍ମୁ ସୀମାରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୧୮ରୁ ଅଧିକ ପାକିସ୍ତାନୀ ପୋଷ୍ଟ ନଷ୍ଟ ଏବଂ କ୍ଷତିଗ୍ରସ୍ତ ହୋଇଛି।

  6. 6.ଭାରତର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଫୁଡ୍‌ ବିଜ୍‌ନେସ୍‌ ହାଉସ୍‌ଗୁଡ଼ିକ ଉପରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି। କମ୍ପାନୀଗୁଡ଼ିକ କୌଣସି ଖାଦ୍ୟ ପ୍ୟାକେଟ, ଲେବଲ୍‌ ଓ ବିଜ୍ଞାପନରେ ‘୧୦୦% ବିଶୁଦ୍ଧ’ ଦାବି କରିପାରିବେ ନାହିଁ ବୋଲି ଫୁଡ୍‌ ସିକ୍ୟୁରିଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। 

  7. 7.ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୦ ଏବଂ ୫୦୦ ମୂଲ୍ୟର ନକଲି ନୋଟ (ଫେକ ଇଣ୍ଡିଆନ କରେନ୍ସି ନୋଟ୍ସ – FICNs) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

  8. 8.ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସ୍ନାତକ ଚିକିତ୍ସା ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି କମ ଏନଟ୍ରାନ୍ସ ଟେଷ୍ଟ (NEET) ଦୁଇଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ଆୟୋଜିତ ହେବା ଉଚିତ।

  9. 9.ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ୍ ଏକ ବଡ଼ ବୟାନ ଦେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରୁଷ, ଭାରତ ଓ ଚୀନ (ଆରଆଇସି)ର ଶକ୍ତିକୁ ସକ୍ରିୟ କରିବା ସମୟ ଆସିଯାଇଛି।

  10. 10.‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନକୁ ସାମରିକ ସହାୟତା ଦେବା ନେଇ ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ବାତିଲ କରିବା ପାଇଁ କେନ୍ଦ୍ର ସରକାର ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି।

  11. 11.ନାଇଜେରିଆର ନାଇଜର ରାଜ୍ୟରେ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିତ୍ପାତରେ ୮୮ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

  12. 12.ଭୁବନେଶ୍ୱରର ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ । ଖଣି ମାମଲାର ରଫାଦଫା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ଲକ୍ଷର ଡିଲ୍‍ ହୋଇଥିଲା, ସେଥିରୁ ପ୍ରଥମେ ୨୦ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ ।

  13. 13.IPL 2025 ର ଫାଇନାଲ ମ୍ୟାଚ ଜୁନ ୩ରେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ କ୍ୱାଲିଫାୟର-୩ ଜିତି RCB ଦଳ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। 

  14. 14.୨୦୨୨ରେ ପୌରୀ ଗଡ଼ୱାଲର ଏକ ରିସୋର୍ଟରେ ଜଣେ ଭିଆଇପି ଅତିଥିଙ୍କୁ ଅତିରିକ୍ତ ସେବା ଯୋଗାଇବାକୁ ମନା କରିବାରୁ ଜଣେ ୧୯ ବର୍ଷୀୟ ରିସେପ୍ସନିଷ୍ଟଙ୍କୁ ହତ୍ୟା କରିବା ଅଭିଯୋଗରେ ଉତ୍ତରାଖଣ୍ଡର ଏକ ଅଦାଲତ ବିଜେପିରୁ ବହିଷ୍କୃତ ଜଣେ ନେତାଙ୍କ ପୁଅ ସମେତ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

  15. 15.ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲା ତାଲିକାରୁ ଛତିଶଗଡର ବସ୍ତରକୁ ବାଦ ଦିଆଯାଇଛି । ବସ୍ତରକୁ ରେଡ ଲିଷ୍ଟରୁ ବାଦ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ।

162 Y
206 31-05-2025 English
  1. 1.The Supreme Court Friday issued directions that the postgraduate medical entrance exam scheduled for June 15 be conducted in a single shift, saying holding it in two shifts ‘creates arbitrariness’.

  2. 2.External Affairs Minister S Jaishankar Friday asserted that India will never give in to nuclear blackmail, and those who “sponsor, nurture and utilize” terrorism should be made to pay a heavy price.

  3. 3.India’s economic growth slowed to 7.4 per cent in the January-March period, and pulled down the annual growth rate for 2024-25 to a fouryear low of 6.5 per cent, mainly due to the manufacturing sector.

  4. 4.The Hindu Kush Himalaya, where glaciers feed rivers supporting two billion people, could lose up to 75 per cent of its ice by the end of the century if global temperatures rise by 2 degrees Celsius, according to a new study.

  5. 5.The Supreme Court Friday initiated suo motu contempt proceedings against Chandigarh-based journalist and YouTuber Ajay Shukla for his "scandalous", defamatory and contemptuous remarks against a few apex court judges in a video uploaded on his channel.

  6. 6.More than 118 Pakistani forward posts and their surveillance system were completely destroyed by the BSF during Operation Sindoor, dealing a major blow to the neighbouring country.

  7. 7.The prestigious National Defence Academy Friday witnessed history as the first batch of 17 female cadets marched alongside more than 300 male counterparts towards the ‘Antim Pag’ in a spectacular display of integration.

  8. 8.Two Indian peacekeepers, Brigadier General Amitabh Jha and Havildar Sanjay Singh, who lost their lives while serving under the UN fl ag last year, were honoured posthumously by the United Nations on International Day of UN Peacekeepers

  9. 9.The Income Tax department Friday said it has made available the excel utility for ITR-1 and ITR-4 for AY 2025-26, which will enable taxpayers to fi le their income tax returns. With the enabling of these utilities, taxpayers can start fi ling their ITRs for income earned in 2024-25

  10. 10. A deputy director of the Enforcement Directorate (ED) in Odisha – arrested for taking Rs20 lakh as bribe from a Bhubaneswar-based businessman – was remanded to judicial custody for 14 days .

  11. 11.Odisha’s fi rst BJP MLA Prasanna Patanayak died at a private hospital here Friday, family sources said. Patanayak was 76.

  12. 12. IFFCO announces Rs3,811 cr as profit before tax for the FY24-25 along with 47 per cent increase in the sales of nano fertilisers. This FY, 365.09 Lakh bottles of Nano-Fertilizers were sold as compared to 248.95 lakh bottles sold in the previous FY (2023-2024). IFFCO recorded a turnover of Rs41,244 crore during the FY 24-25

  13. 13.Israel has accepted a new US proposal for a temporary ceasefire with Hamas, the White House says.

  14. 14.Pakistan President Asif Ali Zardari Friday signed into law a bill fi xing the minimum age for marriage at 18 years to curb child marriages despite opposition from right-wing clerics.

  15. 15.India's top men's doubles pair of Satwiksairaj Rankireddy and Chirag Shetty stayed on course for their maiden title of the season, storming into the Singapore Open semifi nals with a straightgame win over world No 1 Malaysian duo of Goh Sze Fei and Nur Izzuddin here Friday.

114 Y
207 30-05-2025 Odia
  1. 1.ପାଟଣା ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସ୍ ଯାଏଁ ପ୍ରାୟ ସାଢେ ୫ କିଲୋମିଟର ବିଶାଳ ରୋଡ୍ ସୋ’ କରି ବିହାର ରାଜନୀତିରେ ହଠାତ୍ ହଟଚମଟ ସୃଷ୍ଟି କରିଦେଲେ ପ୍ରଧାନମନ୍ତ୍ରୀ ମୋଦୀ । 

  2. 2.ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ଏକ କୋର୍ଟ ଶକ୍ତ ଝଟ୍‌କା ଦେଇଛନ୍ତି। ‌‌ସେହି ଶୁଳ୍କକୁ କୋର୍ଟ ଅସାମ୍ବିଧାନିକ ବୋଲି କହିବା ସହ ତାହା ଉପରେ ରୋକ ଲଗାଇଛନ୍ତି।

  3. 3.ପ୍ରତିମାସ ଶେଷରେ ପାକିସ୍ତାନକୁ ଲାଗି ଥିବା ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକରେ ମକ୍‌ଡ୍ରିଲ୍ କରାଯିବ । ଶତ୍ରୁ  ପକ୍ଷରୁ  ଆକ୍ରମଣ ହେଲେ ସାଧାରଣ ନାଗରିକମାନେ କ’ଣ କରିବେ ଏବଂ କିପରି ସତର୍କ ରହିବେ ।

  4. 4.ଭାରତର ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହ ପ୍ରମୁଖ ପ୍ରତିରକ୍ଷା କ୍ରୟ ପ୍ରକଳ୍ପରେ ବିଳମ୍ବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଅନେକ ସମୟରେ ଆମେ ଚୁକ୍ତି ସ୍ୱାକ୍ଷର କରିବା ସମୟରେ ଜାଣିଥାଉ ଯେ ସେହି ସିଷ୍ଟମ୍ କେବେ ଆସିବ ନାହିଁ। ସମୟସୀମା ଏକ ବଡ଼ ସମସ୍ୟା। ଗୋଟିଏ ବି ପ୍ରୋଜେକ୍ଟ ଠିକ୍ ସମୟରେ ସମ୍ପୂର୍ଣ୍ଣ ହୋଇନାହିଁ।

  5. 5.ବାଂଲାଦେଶରେ ନିର୍ବାଚନ ପାଇଁ ଦାବି ବଢ଼ୁଥିବା ବେଳେ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଯେ ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ଚଳିତ ବର୍ଷ ଡିସେମ୍ବରରୁ ଜୁନ୍ ୨୦୨୬ ମଧ୍ୟରେ ଯେକୌଣସି ସମୟରେ ହୋଇପାରେ।

  6. 6.ସୁପ୍ରିମ୍‌କୋର୍ଟରେ ୩ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ନେଇ କଲେଜିୟମର ସୁପାରିସକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନ୍‌ଭି ଅଞ୍ଜାରିଆ, ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଏଏସ୍ ଚାନ୍ଦୁରକରଙ୍କ ନାମ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରଯାଇଥିଲା ।

  7. 7.ସିରିଆର ରାଜଧାନୀ ଡାମାସ୍କସ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଦେଖିବାକୁ ମିଳିଥିଲା, ଯେତେବେଳେ ବର୍ଷ ବର୍ଷ ଧରି ବନ୍ଦ ଥିବା ଆମେରିକାର ରାଷ୍ଟ୍ରଦୂତଙ୍କ ବାସଭବନ ପୁଣି ଥରେ ଆମେରିକାର ପତାକା ଉଡ଼ିଛି ।

  8. 8.୨୦୦ କୋଟିର ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ଗଠିତ ହୋଇ ଅସ୍ମିତା ଭବନ,ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ହେବ ।

  9. 9.ଓଡିଶାରେ  ୮ ହଜାର ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଗଣିତ ଓ ବିଜ୍ଞାନ ଶିକ୍ଷା ଦିଆଯିବ।

  10. 10.ଜୁନ୍ ପହିଲାରେ ସରିବ ସ୍ନାତକ ଆବେଦନ। ଏବେ SAMS ପୋର୍ଟାଲରେ ଆବେଦନ କରାଯାଉଛି।

  11. 11.ରାଜଧାନୀରେ ମଧ୍ୟବିତ୍ତଙ୍କୁ ମିଳିବ ଘର, ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର। ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ଘର ମିଳିବ।

  12. 12.ଓଡ଼ିଶା ମ୍ୟୁନିସିପାଲ ସର୍ଭିସ୍‌ ରୁଲ୍ସ କଡ଼ାକଡ଼ି ହେବ । ଜୁନ୍ ୧୫ ଭିତରେ ସାଧାରଣ ବଦଳି । ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ ଗ୍ରୁପ୍‌-ବି ଓ ଉପରିସ୍ଥ ଅଧିକାରୀ ।

  13. 13.ସୁନ୍ଦରଗଡ଼ ବାଙ୍କୋ ପଥର ଖଣି ର କିଏ ଲୁଟିନେଲା ୪ ଟନ ବିସ୍ଫୋରକ, ୪୮ ଘଣ୍ଟା ପରେ ବି ଟେର୍ ପୋଲିସ ପାଉନି ।

  14. 14.୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ, ମାଡ଼ି ବସିଲା CBI।

  15. 15.ରାଜନୀତିରେ ମସ୍କଙ୍କ ସମ୍ପୃକ୍ତିକୁ ଟ୍ରମ୍ପଙ୍କ ବିରୋଧ, ଟ୍ରମ୍ପଙ୍କ ହାତ ଛାଡ଼ିଲେ ମସ୍କ୍ ।

  16. 16.ମୋବାଇଲ୍‌ ଯୋଗାଯୋଗ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ମିଳିଛି। ସାଢ଼େ ଚାରି କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ମୋଟ ମୋବାଇଲ୍‌ ଗ୍ରାହକଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ସାଢ଼େ ତିନି ‌କୋଟିରୁ ଅଧିକ ହୋଇଛି।

  17. 17.କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ୭୪ ବର୍ଷ ବୟସରେ  ପରଲୋକ।  

  18. 18.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଖୁବ୍‌ଶୀଘ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଳିତ ଏକ ଆପ୍‌ ଲଞ୍ଚ କରାଯିବ। ‘ମୌସମ୍‌ ଜିପିଟି’ ନାମକ ଏହି ଆପ୍‌ ଜରିଆରେ ସ୍ଥାନୀୟ ପାଣିପାଗ ସମ୍ପର୍କିତ ସୂଚନା ଆଞ୍ଚଳିକ ଭାଷାରେ ଯୋଗାଇ ଦିଆଯିବ।

  19. 19.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ବାର୍ଷିକ ରିପୋର୍ଟରେ ଜଣାଇଛି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ୧୯୪% ବୃଦ୍ଧି ପାଇ ପ୍ରାୟ ତିନି ଗୁଣ ହୋଇ ୩୬,୦୧୪ କୋଟି ଟଙ୍କାକୁ ପହଞ୍ଚିଛି।

  20. 20.ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳାଯାଇଥିବା IPL 2025ର ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷରେ ୮ ଉଇକେଟରେ ବିଜୟୀ ହୋଇ ଚତୁର୍ଥ ଥର ପାଇଁ IPL ଫାଇନାଲରେ ପ୍ରବେଶ କରିଛି।

145 Y
208 30-05-2025 English
  1. 1.Tesla CEO Elon Musk leaves Trump administration after a disruptive effi ciency campaign that shook federal agencies.

  2. 2.A federal trade court has blocked US President Donald Trump from imposing sweeping tariffs on imports under an emergency-powers law.

  3. 3.Acting swiftly on the recommendation made by the Supreme Court Collegium, the Centre Thursday cleared the appointment of three judges to the top court. Justice NV Anjaria, the incumbent Chief Justice of Karnataka High Court; Justice Vijay Bishnoi, presently functioning as Chief Justice of the Gauhati High Court; and Justice Atul S. Chandurkar of the Bombay High Court as SC judges

  4. 4.The RBI report confi rms that Indian economy is poised to remain the fastest-growing major economy in FY 2025-26.

  5. 5.The Central Bureau of Investigation (CBI) here Thursday arrested a Deputy Director of the Enforcement Directorate’s (ED) Odisha branch, Chintan Raghuvanshi, while accepting `20 lakh bribe.

  6. 6.Security forces arrested hardcore Maoist Kunjam Hidma alias Mohan, an area committee member of the banned CPI (Maoist) group, during a joint operation early Thursday near Petiguda village under Boipariguda police limits in Koraput district.

  7. 7.The Lakhpati Didi Yojana is not merely a welfare scheme but a comprehensive strategy for inclusive and sustainable development, Chief Minister Mohan Charan Majhi said here Thursday.

  8. 8.The state Vigilance sleuths Thursday arrested two Minor Irrigation department offi cials in Gajapati district after catching them red-handed while accepting a cumulative bribe of `30,000 to approve the pending bills of a contractor.

  9. 9. Renowned social worker, educationist, and KIIT and KISS founder, Achyuta Samanta, has been recently conferred with his 67th honorary Doctor of Literature (D.Litt.) degree (Honoris Causa) by Himalayan University, Itanagar, Arunachal Pradesh.

  10. 10.The Supreme Court Thursday dismissed a plea filed by British national Christian Michel James, who had challenged the Delhi High Court's order directing him to furnish details of the address where he intended to reside post-release on bail in the Rs3,600-crore Agusta Westland money laundering case.

  11. 11.Police have registered an FIR against a senior doctor of a government hospital in Maharashtra’s Latur district for allegedly instructing a colleague to “kill” a COVID-19 patient during the pandemic in 2021, offi cials said Thursday.

  12. 12.Chinese students with offers from US universities expressed despair after Washington promised to start “aggressively” revoking Chinese student visas and ordered US missions abroad to stop scheduling new student visa appointments.

  13. 13.Israel’s government has approved 22 new Jewish settlements in the occupied-West Bank, Finance Minister Bezalel Smotrich said Thursday, a move that could deepen divisions with some allies, who have threatened sanctions over further expansion.

  14. 14.Industrialist Nitin Kohli joined the Aam Aadmi Party (AAP) Thursday in the presence of senior party leader Manish Sisodia in Punjab's Jalandhar district.

  15. 15. Former Delhi chief minister Arvind Kejriwal, an accused in the Delhi excise policy case, moved court Thursday seeking a no objection certifi cate (NOC) for the renewal of his passport. Special Judge Dig Vinay Singh issued notice to Enforcement Directorate (ED) and Central Bureau of Investigation (CBI) and sought their replies by June 4, the next date of hearing.

126 Y
209 29-05-2025 Odia
  1. 1.ଆନ୍ତଃସେବା ସଂଗଠନ (ଆଇଏସ୍ଓ)ର ପ୍ରଭାବଶାଳୀ କମାଣ୍ଡ, ନିୟନ୍ତ୍ରଣ ଓ ଦକ୍ଷ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ତିନି ସେନା- ସ୍ଥଳସେନା, ନୌସେନା ଓ ବାୟୁସେନାରେ ୟୁନିଫାଇଡ୍ (ଏକୀକୃତ) କମାଣ୍ଡ ପାଇଁ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି।

  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଏବେ ସାର୍ବଜନୀନ ଧମକ ସ୍ତରରେ ପହଞ୍ଚିଛି। ଏପରି ଦେଖାଯାଉଛି ଯେ ଚୁକ୍ତି ପ୍ରସ୍ତୁତକାରୀ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗିବାକୁ ଯାଉଛି।

  3. 3.ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଖରିଫ ଋତୁ ୨୦୨୫-୨୬ ପାଇଁ ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

  4. 4.କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

  5. 5.ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ସେଥିମଧ୍ୟରୁ ୪ ଜଣ ରାଜଧାନୀ ଭୁବନେଶ୍ବର ଓ ଜଣେ ଜଟଣୀ ଅଞ୍ଚଳରୁ ରହିଛନ୍ତି। 

  6. 6.ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ରାୟ ୭ ବର୍ଷ ପରେ ଆସିଛି। ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ।

  7. 7. ପୂର୍ବ ରେଳବାଇ ସମସ୍ତ ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହାର ଅଧିକାର କ୍ଷେତ୍ର ଅନ୍ତର୍ଗତ ଷ୍ଟେଶନଗୁଡ଼ିକର ବିସ୍ତୃତ ଫଟୋଗ୍ରାଫ କିମ୍ବା ଭିଡିଓ ନ କରିବାକୁ ଅନୁରୋଧ କରିଛି। 

  8. 8.‘ଅପରେଶନ ସିନ୍ଦୂର’ ପରେ ବିଶ୍ୱ ସ୍ତରରେ ଭାରତର ପକ୍ଷ ଉପସ୍ଥାପନ କରିଥିବା ପ୍ରତିନିଧି ଦଳରେ ଶଶି ଥରୁରଙ୍କ ନାମ ମଧ୍ୟ ସାମିଲ ଅଛି। ନ୍ୟୁୟର୍କରେ ସେ ଆତଙ୍କବାଦ ଉପରେ ଭାରତର ନୀତିକୁ ସ୍ପଷ୍ଟ ଭାବରେ ଦେଖାଇଛନ୍ତି। ଶଶି ଥରୁର ୨୦୦୯ ମସିହାରୁ କେରଳର ତିରୁଭାନନ୍ତପୁରମରୁ ଏମପି ଅଛନ୍ତି ଏବଂ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା। 

  9. 9.ଅପରେସନ ସିନ୍ଦୂରର ଏକ ଲୋଗୋ । ମିଳିଥିବା ସୂଚନା ମୁତାବକ ଏହି ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନର ଲୋଗୋ ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ ଡିଜାଇନ୍ କରିଥିଲେ। 

  10. 10.ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ରାଜ୍ୟସଭା ଯାଇପାରନ୍ତି | 

  11. 11.ଦେଶରେ ପୁଣି ଥରେ ମକ ଡ୍ରିଲ ପାଇଁ ପ୍ରସ୍ତୁତି ଚାଲିଛି। ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ପାକିସ୍ତାନ ସୀମାବର୍ତ୍ତୀ ଜମ୍ମୁ କଶ୍ମୀରରେ ମକ ଡ୍ରିଲ କରାଯିବ।

  12. 12.ବୁଧବାର ଅପରାହ୍ନରେ ଆନ୍ଧ୍ରର ଚିମିଡ଼ିପାଲି ରେଳ ଷ୍ଟେଶନ ନିକଟରେ ଏକ ଟନେଲ ଭିତରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ମାଲବାହୀର ୨୫ରୁ ଊଦ୍ଧର୍‌ବ ବଗି ଲାଇନଚ୍ୟୁତ ହୋଇଛି।

  13. 13.କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟ୍‌ରେ ହାରିଯାଇଛନ୍ତି। ବୁଧବାର ଆୟୋଜିତ ବୈଠକରେ ୪୯ ଜଣ ସଭ୍ୟାସଭ୍ୟ ଉପସ୍ଥିତ ରହି ଅନାସ୍ଥାକୁ ସମର୍ଥନ କରିଥିଲେ।

  14. 14.ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍)ର ଉତ୍ପାଦନ ୟୁନିଟ୍‌ଗୁଡ଼ିକ ଆନ୍ଧ୍ରପ୍ରଦେଶକୁ ସମ୍ପ୍ରସାରିତ ହେବ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦାବି କରିବା ପରେ କର୍ଣ୍ଣାଟକ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

  15. 15.ଓଡିଶା ରାଜ୍ୟର ସୁଦୀର୍ଘ ବେଳାଭୂମିକୁ ଅର୍ଥନୈତିକ ବିକାଶ ସହ ଯୋଡ଼ିବା ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ବେଳାଭୂମି ପାର୍ଶ୍ବରେ ବୃହତ୍‌ ବନ୍ଦରଠାରୁ ଆରମ୍ଭ କରି କ୍ରୁଜ୍ ଟର୍ମିନାଲ୍‌ ପର୍ଯ୍ୟନ୍ତ ଅନେକ ଅତ୍ୟାଧୁନିକ ଭିତ୍ତିଭୂମି ବିକାଶ କରିବାକୁ ସରକାର ଚାହୁଛନ୍ତି। ସେଥିପାଇଁ ବିଶ୍ବସ୍ତରୀୟ ପୁଞ୍ଜିନିବେଶକମାନଙ୍କ ପାଖରେ ପହଞ୍ଚିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।

  16. 16.ଓଡ଼ିଶାର ଏକ କୋଇଲା ଖଣିର ଆବଣ୍ଟନ ବାତିଲ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଟାଟା ଷ୍ଟିଲ୍ ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ସୁଧ ସହିତ ୭୫୭.୧୪ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି।

  17. 17.ଓଡ଼ିଶାରେ ମୋବାଇଲ୍‌ ଗେମିଂର ଗ୍ରହଣୀୟତା ଦୃତ ଗତିରେ ବଢ଼ୁଛି। ଏକ ତଥ୍ୟ ଅନୁସାରେ ୨୦୨୩ ଓ ୨୦୨୪ରେ ଗେମିଂ ପାଇଁ ଉପଭୋକ୍ତା ପଞ୍ଜୀକରଣରେ ବାର୍ଷିକ ୧୮ ପ୍ରତିଶତ ବୃଦ୍ଧି ଘଟିଥିଲା। କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ସେଥିରେ ୧୦୦ ପ୍ରତିଶତ ବୃଦ୍ଧି ଘଟିଛି।

  18. 18.ଫ୍ରାନ୍ସର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲୀ ମଙ୍ଗଳବାର ଏକ ଐତିହାସିକ ବିଲ୍‌କୁ ଅନୁମୋଦନ କରିଛି। ଏହି ବିଲ୍ ଅନୁଯାୟୀ ଫ୍ରାନ୍ସର ଦୁରାରୋଗ୍ୟ ରୋଗରେ ପୀଡ଼ିତ ବୟସ୍କ ଲୋକମାନଙ୍କୁ ମୃତ୍ୟୁ ବାଛିବାର ଅଧିକାର ମିଳିବ।

  19. 19.ଆଉଜଣେ ଆଇଏଏସ୍‌ ଅଧିକାରୀ କେନ୍ଦ୍ରକୁ ଯିବେ। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ବିନୀଲ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେସନରେ ଯିବେ। କେନ୍ଦ୍ରରେ ତାଙ୍କୁ କ୍ରୀଡ଼ା ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି।

  20. 20.ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୫ ଅନ୍ତିମ ଚରଣରେ ପହଞ୍ଚିଛି। ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କ୍ବାଲିଫାୟର-୧ ଗୁରୁବାର ଖେଳାଯିବ।

157 Y
210 29-05-2025 English
  1. 1.The state Cabinet, led by Chief Minister Mohan Charan Majhi, approved fi ve proposals, including the one to raise the upper age limit for various government services in Odisha to 42 years from the existing 32 years, Wednesday.

  2. 2.Seven years after a ‘parcel bomb’ blast killed a newly-married software engineer and his grandmother, and left his wife grievously wounded in Bolangir’s Patnagarh, a court in the district Wednesday awarded life imprisonment to the accused, Punjilal Meher, after holding him guilty of the crime that sent shockwaves across the nation in 2018.

  3. 3.The crime branch of Odisha Police has arrested two persons for allegedly duping an individual of Rs1.08 crore through an online cricket betting scam. The accused have been identifi ed as Rohan, alias Sk Wasiul Islam (29), a native of West Bengal, and Jyoti Prakash Pallai (36) from Bhubaneswar, police said.

  4. 4.The Centre Wednesday raised the Minimum Support Price (MSP) for paddy by 3 per cent (`69) to Rs 2,369 per quintal and for pulses and oilseeds by up to 9 per cent for the 2025-26 Kharif marketing season (KMS).

  5. 5.Chief Minister Mohan Charan Majhi Wednesday extended heartfelt congratulations to young weightlifter Harshvardhan Sahu for being featured in Prime Minister Narendra Modi’s monthly radio address ‘Mann Ki Baat’. Sahu earned national recognition after winning gold and setting two new records at the 7th Khelo India Youth Games 2025 in Bihar.

  6. 6.State government Wednesday launched ANKUR, a strategic initiative designed to catalyse urban growth across the state.

  7. 7. Deputy Chief Minister Pravati Parida Wednesday said men must be educated to help break the stigma on menstrual health.

  8. 8.Train services were disrupted after over 37 wagons of an iron-ore laden freight train derailed at Kothavalasa-Kirandul (KK) rail line near Chimidipalli in Vishakhapatnam in neighbouring Andhra Pradesh Wednesday.

  9. 9.PM Modi to visit Sikkim, West Bengal, Bihar, and UP May 29-30 to launch development projects, marking his third term’s fi rst anniversary with a busy two-day tour.

  10. 10.In a major relief for former SEBI chief Madhabi Puri Buch, anti-corruption ombudsman Lokpal Wednesday disposed of complaints against her based on a Hindenburg Research report, terming the charges as “presumptions and assumptions” not supported by any verifiable material.

  11. 11.The Supreme Court Wednesday ordered closure of proceedings before the Madhya Pradesh High Court against state minister Vijay Shah for his remarks against Indian Army officer Col Sofiya Qureshi, saying it is now looking into the matter.

  12. 12. Veteran Akali leader and former Union minister Sukhdev Singh Dhindsa died Wednesday evening following age-related health issues at a private hospital in Mohali. He was 89.

  13. 13.Forty-four MLAs are ready to form a new government in Manipur, BJP legislator Thokchom Radheshyam Singh claimed Wednesday after meeting Governor Ajay Kumar Bhalla.

  14. 14.The government Wednesday approved continuation of Modified Interest Subvention Scheme (MISS) for 2025-26 under which farmers get short-term credit at affordable rate through Kisan Credit card (KCC).

  15. 15.Global makers of surveillance gear have clashed with Indian regulators in recent weeks over contentious new security rules that require manufacturers of CCTV cameras to submit hardware, software and source code for assessment in government labs, offi cial documents and company emails show.

134 Y