# |
Date |
Type |
Current Affairs |
No. Of Views |
Status |
Action |
1431 |
05-09-2023 |
Odia |
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ,ଗୁରୁ ସାକ୍ଷାତ୍ ପରଂବ୍ରହ୍ମଂ ତସ୍ମୈଶ୍ରୀ ଗୁରବେ ନମଃ। ନମସ୍କାର । ଜ୍ଞାନର ମାର୍ଗରେ ପରିଚାଳିତ କରିବାରେ ଆପଣଙ୍କର ଭୂମିକା ଅତୁଳନୀୟ । ପବିତ୍ର ଗୁରୁଦିବସ ଅବସରରେ ପ୍ରଣାମ , ଶୁଭେଚ୍ଛା ଓ ଅଭିନନ୍ଦନ ।
-
ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ସେପ୍ଟେମ୍ବର ୯ ଓ ୧୦ତାରିଖରେ ଏହି ପ୍ରଭାବଶାଳୀ ଗୋଷ୍ଠୀର ବାର୍ଷିକ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଦୁଇ ଡଜନରୁ ଅଧିକ ବିଶ୍ୱ ନେତା ଏଥିରେ ଅଂଶଗ୍ରହଣ କରିବାକୁ ଭାରତ ଆସୁଛନ୍ତି ।
-
ସୋମବାର ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି କି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ କିକ୍ ଷ୍ଟାର୍ଟ କରାଯାଇଛି। ଇସ୍ରୋ କମାଣ୍ଡ୍ ବା ଆଦେଶ ଅନୁସାରେ, ‘ଲାଣ୍ଡର୍ ବିକ୍ରମ’ ତା’ର ଇଞ୍ଜିନ୍ଗୁଡ଼ିକୁ ‘ଫାୟାର୍’ କରି ନିଜେ ପ୍ରାୟ ୪୦ ସେଣ୍ଟିମିଟର୍ ଉପରକୁ ଉଠି ୩୦ରୁ ୪୦ ସେଣ୍ଟିମିଟର୍ ଦୂରରେ ନିରାପଦରେ ଅବତରଣ କରିଛି।
-
ଗ୍ରିନ୍ କାର୍ଡ ପ୍ରଦାନ ପ୍ରକ୍ରିୟାରେ ବ୍ୟାକ୍ଲଗ୍ ଯୋଗୁଁ ଆମେରିକାରେ ଏକ ଲକ୍ଷରୁ ଅଧିକ ଭାରତୀୟ ପିଲା ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ହେବା ଆଶଙ୍କା ରହିଛି।
-
ଆସନ୍ତା ସେପ୍ଟେମ୍ବର ୮ରୁ ୧୦ ତାରିଖ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ଦିଲ୍ଲୀ ଆସୁଥିବାରୁ ରାଜଧାନୀକ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ଦିଲ୍ଲୀରେ ସ୍କୁଲ କଲେଜ୍ ସମେତ ସମସ୍ତ ଅଫିସ୍ ବନ୍ଦ ରଖାଯାଇଛି। ସେପ୍ଟେମ୍ବର ୮-୧୦ ତାରିଖ ଦିଲ୍ଲୀରେ ଅନ୍ଲାଇନ୍ ଫୁଡ୍ ଡେଲିଭରି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
-
ଚଳିତମାସ ୯ ଓ ୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଯୋଗଦେବେ ନାହିଁ। ଚୀନ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇଛି।
-
ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ କଲେକ୍ସନ କଲାଣି ଫିଲ୍ମ ‘ଯବାନ’ । ଆଡଭାନ୍ସ ବୁକିଂରେ ୯ କୋଟି ଟଙ୍କା କମାଇଲାଣି ଶାହାରୁଙ୍କ ‘ଯବାନ’ ଫିଲ୍ମ । ଏବେସୁଦ୍ଧା ପ୍ରାୟ ୫ଲକ୍ଷରୁ ଅଧିକ ଟିକେଟ ବୁକିଂ ହୋଇଛି । ସାରାଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଛି ହଲରେ ଟିକେଟ ୨୪ଶହ ଟଙ୍କାରେ ବିକ୍ରି ହେଉଛି।
-
ଶିବଲିଙ୍ଗର ଅର୍ଘରେ ହାତଧୋଇ ବିବାଦରେ ୟୁପିର ଖାଦ୍ୟ ଓ ଯୋଗାଣ ରାଷ୍ଟ୍ରମନ୍ତ୍ରୀ। ବାରବାଙ୍କିର ଲୋଧେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗର ଅର୍ଘରେ ହାତ ଧୋଇବାର ଭିଡିଓ ଭାଇରାଲ ହେବାରୁ ଉତ୍ତରପ୍ରଦେଶ ମନ୍ତ୍ରୀ ସତୀଶ ଶର୍ମା ଆଜି ବିରୋଧୀ ଦଳର ଟାର୍ଗେଟକୁ ଆସିଛନ୍ତି।
-
ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା ।ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଦ୍ୱାରା ୫୩୭ ପରିବାର ଉପକାର ପାଇବେ।
-
ଏଣିକି ଟୁଇନ୍ ସିଟି ମଧ୍ୟରେ ଯାଇଥିବା NH ଓ ରାଜ୍ୟ ରାଜପଥରେ ସନ୍ଧ୍ୟା ୫ଟାରୁ ୭ଟା ୩୦ ପର୍ଯ୍ୟନ୍ତ ଅଢେଇ ଘଣ୍ଟା ପାଇଁ ଭାରି ଯାନ ' ୬ ଚକିଆ ' ଚଳାଚଳ ଉପରେ ଲାଗୁ ହେବ କଟକଣା l
-
ରାଜ୍ୟରେ ସ୍ନେକ ହେଲପ ଲାଇନ ସଦସ୍ୟ ବୁଲି ବୁଲି ସାପ ଧରୁଛନ୍ତି । ତେଣୁ ଏହି ସାପ ଧରାଳିଙ୍କ ପାଇଁ ବୀମା ସୁବିଧା ଯୋଗାଇ ଦେବା ରାଜ୍ୟ ସରକାର। ଏଥି ସହିତ ସାପ ଧରାଳିଙ୍କ ବୀମା ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ ।
-
୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ସମ୍ପତ୍ତି ବଢ଼ିଛି। ୨୦୨୧-୨୨ରେ ୮ଟି ରାଜନୈତିକ ଦଳ ଦ୍ବାରା ଘୋଷଣା କରାଯାଇଥିବା ମୋଟ୍ ସମ୍ପତ୍ତିର ମୂଲ୍ୟ ୮,୮୨୯.୧୬ କୋଟି ଟଙ୍କା।
-
ଦେଶର ଅନ୍ୟତମ ଦାମୀ ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ତୃତୀୟ ଥର ବିବାହ କରିଛନ୍ତି। ସେ ଲଣ୍ଡନରେ ୬୮ ବର୍ଷ ବୟସରେ ରବିବାର ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଗତକାଲି ଲଣ୍ଡନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ତ୍ରିନାଙ୍କୁ ବିବାହ କରିଛନ୍ତି ହରିଶ ସାଲଭେ। ତ୍ରିନା ବ୍ରିଟିଶର ମୂଳ ବାସିନ୍ଦା ।
-
କେନ୍ଦ୍ରୀୟ ବ୍ୟାଙ୍କ ପ୍ରସ୍ତୁତ କରିଥିବା ଡିଜିଟାଲ ମୁଦ୍ରା ସୀମାପାର ପେମେଣ୍ଟ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ। ଏହା ଜରିଆରେ ଶୀଘ୍ର ଓ ସୁଲଭ ମୂଲ୍ୟରେ ସୀମାପାର ପେମେଣ୍ଟ୍ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।
-
ବର୍ତ୍ତମାନ ବିଶ୍ବ ବଜାରରେ ଚାଉଳ ଦର ରେକର୍ଡ ସ୍ତରରେ ରହିଛି। ଏଭଳି ପରିସ୍ଥିତି ଜାରି ରହିଲେ ଚାଉଳ ଟନ୍ ପିଛା ୧୦୦୦ ଡଲାର ଛୁଇଁବ ବୋଲି ଆଶଙ୍କା କରାଯାଉଛି।
-
ବିଭିନ୍ନ ଅର୍ଥନୈତିକ ଓ ବ୍ୟାବସାୟିକ ମାନଦଣ୍ଡ ଆଧାରରେ ଚୀନ୍ଠାରୁ ଭାରତ ୧୬.୫ ବର୍ଷ ପଛୁଆ ଥିବା ବର୍ଣ୍ଣଷ୍ଟିନ୍ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି।
-
ଏବେ ୟୁପିଆଇ ଦ୍ବାରା ହୋଇପାରିବ ଡିଜିଟାଲ ମୁଦ୍ରାର ନେଣ ଦେଣ, ଗ୍ରାହକଙ୍କ ପାଇଁ ଏସବିଆଇ ଆଣିଲା ସୁବିଧା l ଗ୍ରାହକ ଏବେ ୟୋନୋ ଆପ୍ ମାଧ୍ୟମରେ ଡିଜିଟାଲ ମୁଦ୍ରା କିଣିପାରିବେ ଏବଂ ଗ୍ରାହକ ବିନା କୌଣସି ଅସୁବିଧାରେ ୟୁପିଆଇ କ୍ୟୁଆର କୋଡକୁ ସ୍କାନ କରି ସହଜରେ ପେମେଣ୍ଟ କରିପାରିବେ।
-
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏହା ପଛରେ ଦୃଢ଼ କାରଣ ମଧ୍ୟ ରହିଛି। ବିଏସ୍କେୱାଇ କେବଳ ଓଡ଼ିଶାରେ ରହୁଥିବା ଲୋକଙ୍କୁ ନୂଆ ଜୀବନ ଦେଉନାହିଁ; ବରଂ ରାଜ୍ୟ ବାହାରେ ମଧ୍ୟ ହଜାର ହଜାର ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି।
-
୬ ରାଜ୍ୟର ୭ ବିଧାନସଭା ଆସନରେ ଆଜିହେବ ଉପନିର୍ବାଚନ l ଉତ୍ତରପ୍ରଦେଶର ଘୋଷି ନିର୍ବାଚନ ମଣ୍ଡଳୀ, ଝାଡ଼ଖଣ୍ଡର ଡୁମରି, ତ୍ରିପୁରାର ଧାନପୁର ଓ ବକ୍ସନଗର, ଉତ୍ତରାଖଣ୍ଡର ବାଗେଶ୍ବର, ପଶ୍ଚିମବଙ୍ଗର ଧୁପଗୁଡ଼ି ଏବଂ କେରଳର ପୁଥୁପ୍ପଲ୍ଲି ରେ ହେବ ଉପନିର୍ବାଚନ l ଆସନ୍ତା ୮ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ।
-
ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି।
-
ଏସିଆ କପ୍ରେ ବଡ଼ ପରିବର୍ତ୍ତନ, ଫାଇନାଲ୍ ସହ ସୁପର-୪ର ସମସ୍ତ ମ୍ୟାଚ୍ ହମ୍ବନଟୋଟା ଗ୍ରାଉଣ୍ଡରେ ଖେଳାଯିବ
|
421 |
Y |
|
1432 |
05-09-2023 |
English |
-
President Droupadi Murmu Monday said teachers' contribution to building an equitable and inclusive society and transforming India into the world's knowledge hub is more important than ever.
-
Deeper and more entrenched divisions over Russia’s war in Ukraine risk derailing progress on issues such as food security, debt distress and global cooperation on climate change when the world’s most powerful nations meet this weekend in New Delhi
-
The Narendra Modi-led Central government is reportedly planning to remove the word ‘India’ from the Constitution, sources in the know of things claimed, adding that a preparation pertaining to the proposal is underway.
-
The total assets declared by the eight national political parties increased to `8,829.16 crore during FY 2021-22 from `7,297.62 crore in 2020-21 and the highest assets were declared by the Bharatiya Janata Party (BJP) at `6,046.81 crore during FY 2021-22, poll rights body ADR said in its report Monday.
-
Bodies of 28 passengers remain unclaimed and unidentified though three months have elapsed since the tragic triple train disaster near Bahanaga Bazar railway station in Odisha, an official said here Monday.
-
Former Indian hockey captain Prabodh Tirkey Monday joined the Congress at the party’s Odisha unit headquarters here and expressed his desire to contest the Assembly elections next year.
-
A waterfall approximately 1,115 feet in height has been found inside the dense Similipal forest. It is five kilometres away from Subarnamanjari village near Basipitha in Mayurbhanj district .
-
Free mobiles, free ration kits and free power till 100 units…Rajasthan Chief Minister Ashok Gehlot has announced a series of freebies as assembly polls approach near, aiming to make a comeback in the state for next tenure.
-
Poor rainfall during August has raised worries of a possible drought-like situation across Madhya Pradesh as 26 of the state’s 52 districts have received around 20 per cent deficient rain, and nine, including capital Bhopal, around 30 per cent, according IMD reports.
-
ISRO scientist N Valarmathi who did the countdown for a number of missions including the Chandrayaan3 died in Chennai on September 2 following cardiac arrest, an official said here Monday.
-
After a successful hopping experiment where the Vikram lander was elevated and soft landed again on the Moon, ISRO Monday said it has exceeded its objectives and now its payloads have been switched off.
-
India has stepped up the use of coal to generate electricity in a bid to stop outages caused by lower hydroelectricity output, and as an increase in renewables is struggling to keep pace with record power demand.
-
Fintech firm Paytm Monday launched a soundbox device that lets merchants accept both mobile and card payments across networks -- from home-grown RuPay to Visa, Mastercard and American Express.
-
Novak Djokovic did not encounter any of the sort of trouble he did in his previous match, eliminating qualifier Borna Gojo 6-2, 7- 5, 6-4 to reach the US Open quarterfinals.
-
The State Bank of India (SBI) Monday said it has implemented UPI interoperability in its digital rupee, called Central Bank Digital Currency (CBDC).
-
Implementation of multiple proposed regulatory specifications can push up commercial vehicle prices by 10-12 per cent, ratings agency ICRA said Monday.
-
The Supreme Court criticised the Telangana police for using preventive detention law at the drop of a hat and said while the nation celebrates 'Azadi Ka Amrit Mahotsav' to commemorate 75 years of Independence.
-
ISRO's Telemetry, Tracking and Command Network (ISTRAC) carried out the operation.
-
The Bihar education department has withdrawn its controversial order curtailing the holidays of school teachers on Diwali, Durga Pooja, Raksha Bandhan, and other festivals, as per a government order.
-
The high-profile G20 summit will be held in Delhi over the weekend. From physical security cover, Delhi Police has also chosen Sandes app to communicate about the event's security and other things.
|
419 |
Y |
|
1433 |
04-09-2023 |
Odia |
-
ଆଜିଠାରୁ ଗୁଗୁଲ୍କୁ ୨୫ ବର୍ଷ ଚାଲିବ। ୧୯୮୮ ସେପ୍ଟେମ୍ବର ୪ରେ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟର ଦୁଇ ଜଣ ପିଏଚ୍ଡି ଛାତ୍ର ଲାଜି ପେଜ୍ ଓ ସର୍ଜି ବ୍ରିନ୍ ଗୁଗୁଲ୍କୁ ସ୍ଥାପନ କରିଥିଲେ। ଏକ ସର୍ଚ୍ଚ ଇଞ୍ଜିନ ଭାବେ ସୁସାନ ୱଜସିକିଙ୍କ ଗ୍ୟାରେଜ୍ରୁ କଂପାନି ଏହାର ଯାତ୍ରା ଆରମ୍ଭ କରିଥିଲା। ଇତି ମଧ୍ୟରେ ଗୁଗୁଲ୍ ବିଶ୍ବବ୍ୟାପୀ ଏହାର ପ୍ରଭାବ ବିସ୍ତାର କରିପାରିଛି।
-
ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ବ୍ୟାଙ୍କ ଦେଉଥିବା ଋଣ ୩୮ ପ୍ରତିଶତ ବୃଦ୍ଧି ପାଇଛି। ଜୁଲାଇ ଶେଷ ସୁଦ୍ଧା ଏହି ଶିଳ୍ପ ଉପରେ ବ୍ୟାଙ୍କଗୁଡ଼ିକର ୨୮ ଲକ୍ଷ କୋଟି ଟଙ୍କାର ବକେୟା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି।
-
ଶ୍ରୀହରିକୋଟାରେ ରକେଟ୍ ଉତ୍କ୍ଷେପଣ କରାଯାଉଥିବା ବେଳେ ‘କାଉଣ୍ଟ୍ଡାଉନ୍’ ବା ‘ଓଲଟ ଗଣନା’ କରୁଥିବା ‘ଇସ୍ରୋ’ ବୈଜ୍ଞାନିକା ଏନ୍. ବାଲାର୍ମାତିଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିବା କଥା ‘ଇଣ୍ଡିଆ ଟୁଡେ’ ଓ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
-
ଓଡ଼ିଶାରେ ୨୦୦୧ରୁ ୨୦୨୧ ପର୍ଯ୍ୟନ୍ତ ବଜ୍ରପାତରେ ୫୧୬୪ ଜଣଙ୍କର ମୂତ୍ୟୁ ଘଟିଛି। କ୍ଲାଇମେଟ ରେଜିଲିଏଣ୍ଟ ଅବଜର୍ଭିଂ ସିଷ୍ଟମ୍ସ ପ୍ରମୋସନ କାଉନସିଲ ପକ୍ଷରୁ ସଦ୍ୟ ପ୍ରକାଶିତ ବାର୍ଷିକ ବଜ୍ରପାତ ରିପୋର୍ଟ ୨୦୨୨-୨୩ରେ ଏହା କୁହାଯାଇଛି।
-
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଏହା ପଛରେ ଦୃଢ଼ କାରଣ ମଧ୍ୟ ରହିଛି। ବିଏସ୍କେୱାଇ କେବଳ ଓଡ଼ିଶାରେ ରହୁଥିବା ଲୋକଙ୍କୁ ନୂଆ ଜୀବନ ଦେଉନାହିଁ; ବରଂ ରାଜ୍ୟ ବାହାରେ ମଧ୍ୟ ହଜାର ହଜାର ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି।
-
ମୁମ୍ବାଇ ସ୍ଥିତ ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ଓଡିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମାହନ୍ତି ଆଇୟୁପିଏସି ପୁରସ୍କାର ଗ୍ରହଣ କରିଛନ୍ତି । ରସାୟନ ଶାସ୍ତ୍ରରେ ଉଚ୍ଚ କୋଟିର ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍ଖାର ମିଳିଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତିତିରାର ବାସିନ୍ଦା ବୈଜ୍ଞାନିକ ଶ୍ରୀମତୀ ମହାନ୍ତି ଦେଶର ପ୍ରଥମ ମହିଳା ଭାବରେ ସେ ଏହି ପୁରସ୍କାର ଗ୍ରହଣ କରିଥିବାରୁ ଏହାକୁ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି ।
-
ବେଙ୍ଗାଲୁରୁରେ ଆଦିତ୍ୟ-ଏଲ୍୧ ସୌର ମିସନର ମୁଖ୍ୟ ପେଲୋଡ୍ ପାଇଁ କାମ କରୁଥିବା ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (ଆଇଆଇଏ)ର ବୈଜ୍ଞାନିକ ଓ ଇଂଜିନିୟରଙ୍କ ପାଇଁ ପର୍ଫ୍ୟୁମ୍ ଓ ସ୍ପ୍ରେ ବ୍ୟବହାର କରିବା ମନା।
-
ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର କପାମଣ୍ଡି ନିକଟରେ ଶୋକାକୁଳ ପରିବେଶରେ ଚିରକାଳ ପାଇଁ ବିଦାୟ ନେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ଗାର୍ଡ ଅଫ ଅନର ଦିଆଯିବା ପରେ ପୁଅ ବିପ୍ଳବ ପାତ୍ର ମୁଖାଗ୍ନି ଦେଇଥିଲେ ।
-
ଅମର ରହିବେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁ ଦାନ କରାଯାଇଛି । ତାଙ୍କରି ଆଖିରେ ଦୁନିଆ ଦେଖିପାରିବେ ଆଉ ଜଣେ ବ୍ୟକ୍ତି ।
-
ଘୁଞ୍ଚିଲା ‘ସାଲାର’ର ରିଲିଜ୍ ତାରିଖ, ବୁକ୍ ହୋଇ ସାରିଥିଲା ୪ଲକ୍ଷ ଡଲାରର ଟିକେଟ
-
ଅରୁଣାଚଳ ହେଉ ବା କଶ୍ମୀର, ଯେଉଁଠାରେ ଇଚ୍ଛା ସେଠାରେ କରିବୁ ଜି-୨୦ ବୈଠକ, ଚୀନ, ପାକିସ୍ତାନକୁ ମୋଦୀଙ୍କ ଟାର୍ଗେଟ୍
-
ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ଦିନ ଅପରାହ୍ଣ ସମୟରେ ଘଡ଼ଘଡ଼ି ବର୍ଷା ସହିତ ବଜ୍ରପାତ ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତରେ ୧୪ ଜଣ ଲୋକ ଆହତ ହୋଇଛି। ।
-
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସନାତନ ଧର୍ମକୁ ‘ମ୍ୟାଲେରିଆ’ ଏବଂ ‘ଡେଙ୍ଗୁ’ ସହ ତୁଳନା କରି ଉଦୟନିଧି ବଡ଼ ବିବାଦ ସୃଷ୍ଟି କରିଛନ୍ତି।
-
ଚୀନର ବେଲ୍ଟ ଆଣ୍ଡ ରୋଡ ଇନସିଏଟିଭ୍ (ବିଆରଆଇ) ପ୍ରକଳ୍ପରେ ସାମିଲ ହୋଇଥିବା ଜି-୭ ଶିଳ୍ପ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ଇଟାଲୀ ଏବେ ଏଥିରୁ ଓହରିଯିବାକୁ ଯୋଜନା କରିଛି।
-
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଅଧ୍ୟାପକଙ୍କ ଚାକିରି ଫେରାଇଲେ ସରକାର: ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଭୋଗିଥିଲେ ଦଣ୍ଡ ।
-
ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।
-
ବ୍ରିଟିଶ ଅମଳର ଅମର୍ଦ୍ଦାରୋଡ୍ସ୍ଥିତ ରାସଗୋବିନ୍ଦପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ାଣ ସ୍ୱପ୍ନ ସାକାର ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ବିମାନବନ୍ଦର ଜମିକୁ ରାଜ୍ୟ ସରକାର ନିଜ ଅଧୀନକୁ ଆଣିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିମାନବନ୍ଦରର ମୋଟ ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପ୍ରଦାନ କରାଯାଇଛି।
-
ଶସ୍ତାରେ ରୁଷରୁ ଭାରତର ତୈଳ ଆମଦାନୀ ୭ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ କାରଣରୁ ଅଗଷ୍ଟ ମାସରେ ରୁଷରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇଥିଲା। ଏହା ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚି ଯାଇଥିବା ଜଣାପଡିଛି।
-
ଚଳିତ ଏସିଆ କପ୍ର ଲିଗ୍ ପର୍ଯ୍ୟାୟରେ ସମସ୍ତ କ୍ରିକେଟ୍ପ୍ରେମୀଙ୍କ ନଜର ଥିଲା ଭାରତ-ପାକିସ୍ତାନ ମୁକାବିଲା ଉପରେ। କାରଣ ଗ୍ରୁପ୍ ‘ଏ’ରୁ କେଉଁ ୨ଟି ଦଳ ସୁପର-୪ରେ ପହଞ୍ଚିବେ; ତାହା ଆଗରୁ ଜଣାଥିଲା।
-
ଶ୍ରୀଲଙ୍କାରେ ଏସିଆ କପ୍ ଖେଳୁଥିବା ଟିମ୍ ଇଣ୍ଡିଆକୁ ଝଟକା। ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଅଚାନକ ଶ୍ରୀଲଙ୍କାରୁ ମୁମ୍ବାଇ ଫେରିଛନ୍ତି। ସୋମବାର କ୍ୟାଣ୍ଡୀର ପାଲିକଲ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ନେପାଳ ବିପକ୍ଷ ମ୍ୟାଚରେ ସେ ଖେଳି ପାରିବେ ନାହିଁ।
|
406 |
Y |
|
1434 |
04-09-2023 |
English |
-
The Odisha government Sunday said that the death toll in lightning strikes that occurred across the state a day before rose to 12. The government also announced an ex gratia of `4 lakh for the next of kin of each deceased.
-
Toothpastes, chocolates, washing powders and deodorants -- everyday products are increasingly under lock and key at US retailers, as petty theft and organised shoplifting rise while consumers grapple with a high cost of living.
-
In a spectacular show of talent and charm, the inaugural Mr. India 2023 competition, organized by Global Handsome Treasure, recently concluded with Sharang Patro, a native of Bhubaneswar, Odisha, emerging as the victor.
-
Bus services from Baramunda Inter-State Bus Terminal (ISBT) here will commence in October, Bhubaneswar Development Authority (BDA) vice-chairman Balwant Singh said, Sunday.
-
The mortal remains of former Assembly Speaker and minister Surjya Narayan Patro was consigned to flames with full state honours at his native place at Digapahandi.
-
In a bid to protect the coastlines and strengthen the saline embankments, the state Water Resources department had signed a memorandum of understanding (MoU) with National Institute of Ocean Technology (NIOT) August 10 last year.
-
Hill cutting for any kind of private development and construction activity except for rebuilding disaster-affected buildings and roads have been banned in Himachal Pradesh for two weeks up to September 16, a spokesperson.
-
Government has constituted an eight member high level committee to examine ONE NATION, ONE ELECTION. Former President Ram Nath Kovind has been appointed as Chairman of the committee.
-
PM Modi has said, India will be a developed nation by 2047 where corruption, casteism and communalism will have no place.
-
A special Session of Parliament has been convened from the 18th to 22nd of September.
-
The fourth and final Sherpa meeting of the G20 Summit began on Sunday in Haryana’s Mewat and will continue until September 7
-
Northern Railways has decided to cancel 40 mail and Express trains due to the upcoming G20 Summit in Delhi from the 9th to the 10th of September. It has also diverted 64 trains.
-
ISRO scientist Valarmathi, who lent her voice on countdowns for rocket launches, including the Chandrayaan-3 mission, has passed away due to cardiac arrest. She was a project director of RISAT-1, India's first indigenously-developed Radar Imaging Satellite.
-
Shri Kantha Rao assumed charge as the new Secretary of the Ministry of Mines, on 1 September 2023.
-
Former Chief Justice of India (CJI) N.V. Ramana has been appointed as member of the International Mediator Panel of Singapore International Mediation Centre
-
Punjab Police issues advisory regarding fake social media platforms.
-
Tamil Nadu chief minister MK Stalin's son and state minister Udhayanidhi, triggered a political row Saturday by equating 'Sanatana' (Sanatan Dharma) with "mosquitoes, Dengue, Malaria, fever and Corona", adding that it should be stamped out like these ailments.
-
Rajinikanth's film 'Jailer' has been a huge success, grossing Rs 640 crore in just 23 days. As a result, the film's producer has gifted Rajinikanth a new BMW car and a cheque for Rs 100 crore.
-
Recently the Manipur government appointed Colonel (retired) Nectar Sanjenbam as senior superintendent (combat) in Manipur police department for a five-year tenure.
-
Having received a clearance certificate on his fitness from the NCA, KL Rahul is set to be included in India’s 15-member provisional ICC Men’s Cricket World Cup (CWC) squad, which will be announced by Tuesday.
|
444 |
Y |
|
1435 |
03-09-2023 |
Odia |
-
ଲଞ୍ଚ ହେଲା ‘ଆଦିତ୍ୟ ଏଲ-୧’ । ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବାକୁ ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଆରମ୍ଭ ହୋଇଛି । ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେଲା ‘ଆଦିତ୍ୟ L1’। PSLV-C57ରେ ‘ଆଦିତ୍ୟ L1’ର କରାଗଲା ଉତ୍କ୍ଷେପଣ। ସୂର୍ଯ୍ୟଠାରୁ ୧୪.୮୫ କୋଟି କିଲୋମିଟର ଦୂରତାରେ ରହି ଏହାର ଫେସ୍ ରିଡିଙ୍ଗ କରିବ ଆଦିତ୍ୟ ଏଲ୍-୧ ।
-
ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍’ କରାଇ ‘ସ୍ଲିପ୍ ମୋଡ୍’ରେ (ନିଷ୍କ୍ରିୟ ଅବସ୍ଥା) ରଖାଯାଇଥିବା କଥା ଶନିବାର ରାତିରେ ଭାରତୀୟ ମହାକାଶ ଏଜେନ୍ସି ‘ଇସ୍ରୋ’ କହିଛି।
-
ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ସହିତ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି ପ୍ରଚଳନ କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ୧୮ ରୁ ୨୨ ତାରିଖ ଯାଏଁ ଡକାଯାଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସଙ୍ଗରେ ବିଲ୍ ଅଣାଯାଇ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି।
-
ପୁଲିସ ବିଭାଗର କାର୍ଯ୍ୟକୁ ଆହୁରି ସହଜ କରିବା ପାଇଁ ଆଜି ୧୯୦ଟି ପୁଲିସ ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଓ.ଏସ.ଏ.ପି ୭ମ ବାଟାଲିୟନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ୧୯୦ଟି ପୁଲିସ ଯାନର ଶୁଭାରମ୍ଭ କରିଛନ୍ତି।
-
ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ। ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସନ୍ଧ୍ୟା ୭.୩୧ରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।
-
ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା ସିବିଆଇ ।
-
ନ୍ୟାୟପାଳିକାରେ ‘ଦୁର୍ନୀତି’ ମନ୍ତବ୍ୟ ପାଇଁ ହାଇକୋର୍ଟ ନିଜ ଆଡୁ ଗେହଲଟ୍ଙ୍କ ବିରୋଧରେ ଅପରାଧିକ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଶିବଚର ଗୁପ୍ତା ନାମକ ଜଣେ ଓକିଲ ଏହି ମାମଲା ଦାୟର କରିଥିଲେ । ଜଷ୍ଟିସ ଏମ୍.ଏମ୍ ଶ୍ରୀବାସ୍ତବ ଏବଂ ଜଷ୍ଟିସ ଆଶୁତୋଷ କୁମାରଙ୍କ ଏକ ଖଣ୍ଡପୀଠ ଶନିବାର ଏହି ପିଟିସନର ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
-
ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି । ୧୭୪୯ଟି ପରିବାରକୁ ପ୍ରାୟ ୩୨୩୧ ଏକର ଜମି ଉପରେ ଅଧିକାର ଦିଆଯିବ। ଡିସେମ୍ବର ମାସରୁ ଲିମେଇତିକ୍ରା, ସାହାସବାଗ, ଲାଛିପଲ୍ଲୀ, ପାତ୍ରପଲ୍ଲୀ ଓ ଡୁଆଁମୁଣ୍ଡା – ଏହି ୫ଟି ଗାଁରେ ପଟ୍ଟା ବଣ୍ଟନ ଆରମ୍ଭ ହେବ ।
-
ଭୟଙ୍କର ବଜ୍ରପାତ ସହ ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ ଭୁବନେଶ୍ୱର । ୨୧ ମିନିଟରେ ୬ ହଜାର ୯୦୬ ଥର ବିଜୁଳି ଘଡ଼ଘଡ଼ି ମାରିଲା । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି ।
-
ପିପିଲି ଟୋଲଗେଟ ନିକଟରୁ ୧ କେଜି ୮୦ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜବତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୧ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
-
ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗିରଫ କଲା ଇଡି । କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।
-
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିଛି।
-
ଚଳିତ ବର୍ଷ ପ୍ରଦାନ ହେବାକୁ ଥିବା ଜାତୀୟ ଶିକ୍ଷକ ପୁରସ୍କାର ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୫ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏହି ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ୨୦୨୩ ବର୍ଷ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରିବେ।
-
ଚଳିତବର୍ଷ ମୋଟ ୫୦ଜଣ ସ୍କୁଲ ଶିକ୍ଷକ, ୧୩ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନ ଶିକ୍ଷକ ଓ ଦକ୍ଷତାବୃଦ୍ଧି ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକ ଏହି ପୁରସ୍କାର ଲାଭ କରିବେ। ଚଳିତବର୍ଷ ଓଡ଼ିଶାରୁ ଶଶି ଶେଖର କର ଶର୍ମା, ସୁଭାଷ ଚନ୍ଦ୍ର ରାଉତ, ରବି ନାରାୟଣ ସାହୁ ଏବଂ ସୁନିତା ସିଂହ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି
-
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ 'ଇଣ୍ଡିଆ' ପରିବର୍ତ୍ତେ 'ଭାରତ' ନାମ ବ୍ୟବହାର କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଭାରତ ଆମର ପ୍ରାଚୀନ ଓ ବହୁପ୍ରଚଳିତ ନାମ ।
-
ଗତମାସ ୨୧ ତାରିଖରେ ରୁଷ୍ର ମହାକାଶ ଗବେଷଣା ସଂସ୍ଥା ରସକସମସ ପକ୍ଷରୁ ଚନ୍ଦ୍ରର ଦକ୍ଷିଣ ମେରୁକୁ ପ୍ରେରଣ କରାଯାଇଥିବା ଲୁନା-୨୫ ଯାନ ଲକ୍ଷ୍ୟ ହାସଲ କରି ନପାରି ସେଠାରେ ଖସି ପଡ଼ିଥିଲା।
-
ଉତ୍ତର କୋରିଆ କୋରୀୟ ଉପଦ୍ବୀପର ପଶ୍ଚିମ ଉପକୂଳରେ ଥିବା ପୀତ ସାଗର (ୟେଲୋ ସି) ମଧ୍ୟକୁ ଏକାଧିକ କ୍ରୁଜ୍ ମିସାଇଲ୍ ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।
-
ବିଶ୍ବବିଦ୍ୟାଳୟଗୁଡ଼ିକ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ପ୍ରଦର୍ଶନ ହୋଇପାରିବନି। ୟୁଆଇଡିଏଆଇର ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)।
-
ଭାରତୀୟ ଅଟୋମୋବାଇଲ କମ୍ପାନିଗୁଡ଼ିକ ଅଗଷ୍ଟ ମାସରେ ଦେଶରେ ରେକର୍ଡ ୩,୬୦,୮୯୭ ୟୁନିଟ୍ କାର୍ ବିକ୍ରି କରିଛି। ଗତବର୍ଷ ଅଗଷ୍ଟ ମାସର ବିକ୍ରି ତୁଳନାରେ ଏହା ୧୦.୪ ପ୍ରତିଶତ ଅଧିକ।
-
ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ରେ ଖେଳାଯାଇଥିବା ମ୍ୟାଚ୍ ଅଧାରୁ ବାତିଲ୍ ହୋଇଛି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ସମସ୍ତ ୱିକେଟ୍ ବିନିମୟରେ ୨୬୬ ରନ୍ ସଂଗ୍ରହ କରିଥିଲା।
|
413 |
Y |
|
1436 |
03-09-2023 |
English |
-
The Chandrayaan-3 mission's rover Pragyan has completed its assignments, the Indian Space Research Organisation (ISRO) said today. The rover has been safely parked and put into sleep mode, ISRO said in a post on X, formerly Twitter.
-
India’s maiden solar mission ‘Aditya L1’, Saturday set off on a 125- day journey to the Sun in its attempt to study various elements relating to Earth’s nearest star, after being put into the orbit by a PSLV rocket that touched a new technical milestone in the launch vehicle segment.
-
President Droupadi Murmu has appointed Advocate Sibo Sankar Mishra and judicial officer Ananda Chandra Behera as judges of the Orissa High Court, Union MoS Law and Justice (I/C) Minister Arjun Ram Meghwal said Saturday
-
In a programme held at 7th Battalion Ground Saturday here, Chief Minister Naveen Patnaik dedicated 190 new police vehicles to enhance operational capacities of the law enforcement agency
-
As many as 91,000 families of kendu leaf workers will be benefitted as the state government is all set provide scholarships to the wards of kendu leaf workers in the state, a report said Saturday.
-
A total of 75 teachers from across the country have been selected for the National Teachers’ Award which will be conferred upon them by President Droupadi Murmu September 5, according to Ministry of Education officials
-
The leader of the Congress party in the Lok Sabha Adhir Ranjan Chowdhury has declined to be part of the eight-member committee headed by ex President Ram Nath Kovind to see whether India could hold parliamentary and state assembly elections together.
-
As the national capital gears up for the G20 Summit, Northern Railways has decided to cancel and divert over 200 passenger trains temporarily from September 8 to 11 here, a notification stated on Saturday.
-
Hill cutting for any kind of private development and construction activity except for rebuilding disaster-affected buildings and roads have been banned in Himachal Pradesh for two weeks up to September 16, a spokesperson of the state government said.
-
A session of both Houses of Parliament will be held from September 18-22 without Question Hour or private members' business, the Lok Sabha and the Rajya Sabha secretariats said on Saturday.
-
Former Assembly Speaker and Digapahandi MLA Surjya Narayan Patro passed away at a private hospital here Saturday due to protracted illness. He was 75.
-
The Nobel Foundation Saturday withdrew its invitation for representatives of Russia, Belarus and Iran to attend this year’s Nobel Prize award ceremonies after the decision announced a day earlier “provoked strong reactions.”
-
The Biden administration will for the first time send controversial armorpiercing munitions containing depleted uranium to Ukraine, according to a document seen by Reuters and separately confirmed by two US officials.
-
The government has cut the windfall profit tax on crude oil produced in the country while the levy on exports of diesel and ATF has been hiked, an official notification said. The tax, levied in the form of special additional excise duty or SAED, on domestically produced crude oil was reduced to Rs 6,700 per tonne from Rs 7,100 a tonne
-
The iconic Kalinga Stadium here will play host to the much-anticipated India versus Qatar match, a critical fixture in the FIFA World Cup 2026 and AFC Asian Cup 2027 joint qualifiers. The match will be played November 21, the All India Football Federation (AIFF) announced Saturday.
|
396 |
Y |
|
1437 |
02-09-2023 |
Odia |
-
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଗ୍ଲୋବାଲ ଫାଇନାନ୍ସ ମାଗାଜିନ ପକ୍ଷରୁ ଶକ୍ତିକାନ୍ତ ଦାସଙ୍କୁ ବିଶ୍ୱ ସ୍ତରରେ ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କର ଭାବେ ସ୍ଵୀକୃତି ମିଳିଛି । ଏକ କେନ୍ଦ୍ରୀୟ ବ୍ୟାଙ୍କର ମୁଖିଆ ଭାବେ ତାଙ୍କର ପ୍ରଦର୍ଶନକୁ ‘ଏ ପ୍ଲସ’ ମାନ୍ୟତା ଦେଇଛି ଗ୍ଲୋବାଲ ଫାଇନାନ୍ସ ମାଗାଜିନ।
-
ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ-୧ ଆଜି ଦିନ ୧୧ଟା ୫୦ ମିନିଟ୍ରେ ମହାକାଶକୁ ଯାତ୍ରା ଆରମ୍ଭ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆଦିତ୍ୟ ଏଲ-୧ ମହାକାଶ ଯାନକୁ ନେବା ଲାଗି ପିଏସ୍ଏଲଭି-ସି୫୭ ରକେଟ୍ ପ୍ରସ୍ତୁତ ହୋଇ ରହିଛି।
-
ଅଭିନେତା ଆର ମାଧବନ୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।
-
ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟସ୍ଥ ମହାନଦୀ କୂଳିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚାଷ କରାଯାଉଥିବା କଣ୍ଟେଇ ମୁଣ୍ଡି ବାଇଗଣ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ କଣ୍ଟେଇ ମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ପ୍ରଦାନ କରିଛି ।
-
ମୁମ୍ବାଇରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ଶୁକ୍ରବାର ୧୩ ଜଣିଆ ସମନ୍ୱୟ କମିଟି ଘୋଷଣା କରାଯାଇଛି। ଏହି ପ୍ୟାନେଲରେ କେସି ବେଣୁଗୋପଳ, ଶରଦ ପାୱାର, ଏମ.କେ ଷ୍ଟାଲିନ, ସଞ୍ଜୟ ରାଉତ, ତେଜସ୍ୱୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଢ଼ା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋରେନ, ଡି ରାଜା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ଅଛନ୍ତି ।
-
ନିଜ ପ୍ରଚେଷ୍ଟା ବଳରେ କୋଟିପତି ହୋଇ ‘ହାରୋଜ୍ ଆଣ୍ଡ୍ ଫୁଲ୍ହମ୍ ଇସି’ (ମଲ୍) ଖରିଦ କରିଥିବା ଇଜିପ୍ଟର ବ୍ୟବସାୟୀ ମହମ୍ମଦ୍ ଅଲ୍-ଫୟଦ୍ଙ୍କର ବୁଧବାର ଦିନ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାରସୂତ୍ରରୁ ପ୍ରକାଶ।ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।
-
ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଇଂଲଣ୍ଡର ବର୍ମିଂହାମରେ ଆଇବିଏସଏ ପକ୍ଷରୁ ଆୟୋଜିତ ହୋଇଥିବା ୱାର୍ଲ୍ଡ ଗେମ୍ସରେ ମହିଳା ଦୃଷ୍ଟି ବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ଜିତିଛି ଭାରତ ।
-
ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ କେନରା ବ୍ୟାଙ୍କ୍ର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ‘ଜେଟ୍ ଏୟାର୍ୱେଜ୍’ର ସଂସ୍ଥାପକ ନରେଶ ଗୋୟଲଙ୍କୁ ଗିରଫ କରିଛି।
-
ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ୧୫ ମହଲାର ଆପାର୍ଟମେଣ୍ଟ, ଖର୍ଚ୍ଚ ହେବ ୮ ହଜାର କୋଟି।
-
ଚନ୍ଦ୍ରରେ ଯେଉଁଠି ଖସି ଥିଲା ଋଷିଆର Luna-25 ସେହି ସ୍ଥାନକୁ ଖୋଜି କାଢିଲା NASA, ହୋଇଛି ବିଶାଳ ଗର୍ତ୍ତ ।
-
ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଅମାନ୍ୟ ବିବାହରୁ ଜନ୍ମ ହୋଇଥିବା ସନ୍ତାନମାନେ ମଧ୍ୟ ପିତାମାତାଙ୍କ ପୈତୃକ ସମ୍ପତ୍ତିରେ ଅଧିକାର ପାଇବେ। ଏଭଳି ପିଲାମାନେ ବୈଧ ଆଇନଗତ ଉତ୍ତରାଧିକାରୀଙ୍କ ସହ ମଧ୍ୟ ଭାଗ ପାଇବେ।
-
ଲୋକପ୍ରିୟ ଅଭିନେତା ଆର୍ ମାଧବନ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ପରିଷଦର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି।
-
ଚାଲିଛି ଆଦିତ୍ୟ L-1ର କାଉଣ୍ଟ ଡାଉନ, ଲଞ୍ଚିଂ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ ।
-
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏନସିଇଆରଟିକୁ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟି ମାନ୍ୟତା ଦେବା ପାଇଁ ଘୋଷଣା କରିଛନ୍ତି ।
-
ନିକଟରେ ଚୀନ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ନୂଆ ମାନଚିତ୍ରକୁ ଭାରତ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା। ଏହାପରେ ଆଉ ୪ ଦେଶ ଉକ୍ତ ମାନଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ହେଲେ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଏବଂ ତାଇୱାନ।
-
ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିବା ସହ ସାର କାରବାରରେ ହୋଇଥିବା ବ୍ୟାପକ କଳାବଜାରର ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ବିଜେପି କୃଷକ ମୋର୍ଚ୍ଚା ।
-
ଆମଦାନି ଉପରୁ କୃଷି ସେସ୍ ହଟିଲା: କମର୍ସିଆଲ ଏଲ୍ପିଜି ୧୫୮ ଟଙ୍କା ଶସ୍ତା ।
-
ଅଗଷ୍ଟ ମାସ ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକ ପାଖକୁ ୯୩ ପ୍ରତିଶତ ୨୦୦୦ ଟଙ୍କିଆ ଫେରିଆସିଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
-
ଭାରତ ସରକାରଙ୍କ ଜିଆଇ ଟ୍ୟାଗ୍ (ମାନ୍ୟତା) ପାଇଲା ନୟାଗଡ଼ ଜିଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣ।
-
ଏସିଆ କପ୍ରେ ଭାଗ ନେଉଥିବା ୬ ଦଳ ମଧ୍ୟରୁ ୫ ଦଳ ପାଇଁ ଏହା କେବଳ ବିଶ୍ବକପ୍ ପ୍ରସ୍ତୁତି ସଦୃଶ ହୋଇଛି। ପ୍ରଥମ ଦୁଇ ମ୍ୟାଚ୍ରେ ଷ୍ଟାଡିୟମ୍ ସିଟ୍ ଖାଲି ପଡିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ମ୍ୟାଚ୍ ସବୁଠୁ ବଡ଼ ଲଢେଇ ଭାବେ ବିବେଚନା କରାଯାଏ।
|
429 |
Y |
|
1438 |
02-09-2023 |
English |
-
Days after landing on the Moon, India will aim for the Sun Saturday with its maiden solar expedition, as ISRO's trusted PSLV will carry the Aditya L1 mission on a 125-day voyage to the Sun. The 23.10 hour countdown for the launch of Aditya L1 onboard PSLV C57 commenced here Friday, ISRO said.
-
The National Council of Educational Research and Training (NCERT) has been granted deemed university status, Union Education Minister Dharmendra Pradhan announced, Friday. The minister made the announcement during his address at the 63rd foundation day of the NCERT.
-
With the Centre forming a panel to explore the possibility of ‘one nation, one election’, the ruling BJD in Odisha Friday said it will go with the nation if a legislation is made for holding Lok Sabha and state Assembly polls simultaneously.
-
As August recorded 18 per cent deficit rainfall in Odisha, at least four districts appear to be heading towards a drought-like situation, even though the IMD Friday forecast light to moderate rainfall in the state within a couple of days.
-
1990-batch Indian Information Service (IIS) officer Dhirendra Ojha assumed charge as the Director General (DG) of Central Bureau of Communication (CBC), Friday. He succeeded Manish Desai, who has been transferred to Press Information Bureau (PIB) as Principal Director General.
-
Around 45,000 people have died in road accidents in Odisha in the last decade, out of which 70 per cent are youths, Transport Minister Tukuni Sahu said.
-
Odisha has recorded 13.50 per cent growth in gross Goods and Services Tax (GST) collection in August 2023 compared to the same month last year, officials said Friday
-
Steel Authority of India Limited (SAIL), one of India’s largest steel producers, has once again contributed significantly to India’s defence capabilities by providing the entire quantity of special steel plates of about 4,000 tonne for the construction of the seventh frigate under the indigenous P17A Project of the Indian Navy.
-
At least 42 Special Investigation Teams (SITs) will be set up which will investigate all the violence-related cases expeditiously in Manipur, Raj Bhavan sources said Friday.
-
Lieutenant Governor (LG) VK Saxena Friday dismissed the AAP’s objection to ‘Shivling-shaped’ fountains installed in Delhi, saying they are just art pieces and there is God in “every particle of the country”. Sources in the ruling AAP claimed the party will file a police complaint over the fountains as they have hurt the religious sentiments of Hindus.
-
Delhi Metro Friday started a special drive to stop the entry of male passengers in the coaches reserved for women, a DMRC official said.
-
The Supreme Court Friday sentenced former Lok Sabha MP from Bihar Prabhunath Singh to life imprisonment for killing two people on the day of polling for assembly elections in Bihar's Saran district in 1995.
-
A 30-year-old man was shot dead under mysterious circumstances at the home of Union Minister Kaushal Kishore's son here in the early hours of Friday, police said.
-
The election of JD(S) Member of Parliament from Hassan, Prajwal Revanna, was declared null and void by the High Court of Karnataka Friday.
-
A total of 16 members of a major crime ring have been arrested for allegedly committing multiple violent armed robberies targeting Indian and other Asian jewellery stores across four east coast US states in a span of one year.
-
South Korea approved a Seoul city plan Friday to let 100 foreign domestic workers into the country through a pilot programme aimed at boosting birth rates by helping more women rejoin the workforce.
-
The Reserve Bank Friday said that as much as 93 per cent of Rs 2000 currency notes that were in circulation May 19 -- the day when the currency was withdrawn from circulation -- have been returned to banks.
-
Mining and oil giant Vedanta ran a “covert” lobbying campaign to weaken key environmental regulations during the Covid pandemic, the Organised Crime and Corruption Reporting Project (OCCRP) alleged in a new report.
-
Moody’s Investors Service Friday raised India’s growth projection for 2023 calendar year to 6.7 per cent citing upside to growth performance helped up robust underlying economic momentum.
-
Competition Commission Friday approved the proposed merger of Air India and Vistara subject to certain conditions. The development is a major step forward for Tata Group in consolidating its aviation business.
|
436 |
Y |
|
1439 |
01-09-2023 |
Odia |
-
ଆସନ୍ତା ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଠିକ୍ ସମୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିସନ (ଇସି) ସୂତ୍ରରୁ ଗୁରୁବାର କୁହାଯାଇଛି ।
-
କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍କୋର୍ଟଙ୍କୁ ଗୁରୁବାର ଅବଗତ କରାଇଛନ୍ତି ଯେ, ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ ପ୍ରକ୍ରିୟା ଜାରି ରହିଛି ଏବଂ ବର୍ତ୍ତମାନଠାରୁ ଯେକୌଣସି ସମୟରେ ନିର୍ବାଚନ କରାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ।
-
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ହୁସେନ ଓବାମା ଆସନ୍ତା ଡିସେମ୍ବର ମାସରେ ଭାରତ ଆସିବେ। ଓବାମା ଓ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା କର୍ଣ୍ଣାଟକର ମାଣ୍ଡ୍ୟା ଗସ୍ତରେ ଆସିବେ।
-
ଭାରତର ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣିଥରେ ଗନ୍ଧକ ଏବଂ ଅନ୍ୟାନ୍ୟ ଉପାଦାନର ଉପସ୍ଥିତିକୁ ସୁନିଶ୍ଚିତ କରିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚନ୍ଦ୍ର ମିସନର ଏହି ସଫଳତା ସଂପର୍କରେ ଘୋଷଣା କରିଛି।
-
ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ଏନ୍ଏମ୍ଏମ୍ଏଲ୍)ର ନାମ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବରେ ନାମକରଣ କରିବାକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି।
-
ଗୁଜୁରାଟର କାକ୍ରାପାରଠାରେ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୭୦୦ ମେଗାୱାଟ ପରମାଣୁ ଶକ୍ତି କେନ୍ଦ୍ର ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ ଆରମ୍ଭ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି।
-
ଶିଳ୍ପପତି ଗୌତମ ଆଦାନିଙ୍କ ସହ ଦୁଇ ଜଣଙ୍କ ଘନିଷ୍ଠତା ରହିଛି। ସେମାନଙ୍କ ଜରିଆରେ ପାଣ୍ଠି ହେରଫେର କାରବାର ହେଉଥିବା ଅଭିଯୋଗ ରହିଛି। ସେହି ଦୁଇ ବ୍ୟକ୍ତି ହେଉଛନ୍ତି ତାଇୱାନର ଚାଙ୍ଗ ରୁଙ୍ଗ-ଲିଙ୍ଗ୍ ଓ ୟୁଏଇର ନାସିର ଅଲ୍ଲୀ ସବାନ ଆହ୍ଲି।
-
ବିଜେପି ନେତା ସମ୍ବିତ ପାତ୍ରଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପାତ୍ରଙ୍କୁ ଅଭିଯୁକ୍ତ ନ କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
-
ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ୱେବସାଇଟରେ ଉପଲବ୍ଧ ହେଉଛି ଫଳ।
-
ଭୁବନେଶ୍ୱର:SC /ST ମେଡିକାଲ, ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ସରକାରୀ କଲେଜରେ ଫି' ଛାଡ଼।
-
୩୦ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ, ଯାଜପୁର ଜିଲ୍ଲା ସରିଲେ ଶେଷ ହେବ କାର୍ଯ୍ୟକ୍ରମ।
-
ଆଧାର ଯୁକ୍ତ ଜନ୍ମ ପଞ୍ଜିକରଣ – ନାଗାଲାଣ୍ଡ ହେଲା ପ୍ରଥମ ରାଜ୍ୟ।
-
ଫୋନ୍ପେ ପକ୍ଷରୁ ଷ୍ଟକ୍ ବ୍ରୋକିଙ୍ଗ୍ ପ୍ଲାଟ୍ଫର୍ମ ସେୟାର୍(ଡଟ୍)ମାର୍କେଟ୍ର ଶୁଭାରମ୍ଭ ।
-
ଜିଡିପି ଅଭିବୃଦ୍ଧି ୭.୮%: ବଜାୟ ରହିଲା ଦ୍ରୁତ ଅଭିବୃଦ୍ଧିଶୀଳ ମାନ୍ୟତା।
-
ରେଳବାଇ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ଜୟା ବର୍ମା ସିହ୍ନା।
-
ଅସଲଙ୍କା ଓ ସମରବିକ୍ରମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ବାଂଲାଦେଶକୁ ୫ ଓ୍ଵିକେଟ୍ରେ ହରାଇଲା ଶ୍ରୀଲଙ୍କା।
-
ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଏସିଆ କପ୍ର ଗ୍ରୁପ-ବିର ଏକ ମ୍ୟାଚ୍ରେ ଶ୍ରୀଲଙ୍କା ବାଂଲାଦେଶକୁ ୫ ଓ୍ଵିକେଟ୍ରେ ପରାସ୍ତ କରିଛି।
-
ସେପ୍ଟେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଧିବେଶନ ଚାଲିବ । ସେଥିରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରାଯିବ । ଏହି ବିଲ ପାଇଁ ସ୍ୱତନ୍ତ ଅଧିବେଶନ ଡକାଯାଇଛି । ପ୍ରହ୍ଲାଦ ଜୋସି ଏକ୍ସରେ ଲେଖିଛନ୍ତି ଯେ, ଅମୃତ ସମୟ ମଧ୍ୟରେ ସଂସଦର ସାର୍ଥକ ଚର୍ଚ୍ଚା ଏବଂ ଯୁକ୍ତି ତର୍କର ଅପେକ୍ଷା କରିଛନ୍ତି।
-
ଚାଇନା ଏବଂ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ମେଗା ସମରାଭ୍ୟାସ ଆୟୋଜନ କରିବ। ବାୟୁସେନା ସମରାଭ୍ୟାସ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ, ଯାହାକି ୧୧ ଦିନ ଧରି ଚାଲିବ।
-
ବ୍ରାଜିଲର ଇନ୍ଫ୍ଲୁଏନ୍ସର ଲାରିସା ବୋର୍ଗସ ସମଗ୍ର ବିଶ୍ୱକୁ ଫିଟ୍ ରହିବାର ମନ୍ତ୍ର ଦେଉଥିଲେ। କିନ୍ତୁ ସେ ମାତ୍ର ୩୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଆର ପାରିକୁ ଚାଲି ଯାଇଛନ୍ତି। ବୋର୍ଗସଙ୍କ ମୃତ୍ୟୁ ଦୁଇଥର ହୃଦଘାତର ଶିକାର ହେବାପରେ ହୋଇଛି ବୋଲି କୁହାଯାଉଛି।
|
408 |
Y |
|
1440 |
01-09-2023 |
English |
-
ISRO Thursday used an adorable mother-child reference and a term for the Moon most Indians have a nostalgic connect with—‘chandamama’-- to inform the progress of the Chandrayaan-3 mission, as rover ‘Pragyan’ continued to make more discoveries on the lunar surface.
-
Finance Minister Bikram Keshari Arukha will present the first Supplementary Budget for financial year (FY) 2023-24 on the first day of Odisha Assembly’s Monsoon session that will begin September 22 and conclude October 4, according to an official notification, Thursday
-
The government Thursday announced a five-day special session of Parliament from September 18 to 22 but kept the agenda for it under wraps, triggering speculation.
-
Users of X, the social network formerly known as Twitter, will be able to make video and audio calls through the platform without having to share their phone number, owner Elon Musk said in a post Thursday, in the latest expansion of services as he seeks to create an ‘everything app’.
-
Union Civil Aviation Minister Jyotiraditya Scindia Thursday inaugurated the Utkela Airport and a direct flight between Utkela and Bhubaneswar through videoconferencing.
-
ST & SC Development, Minorities and Backward Classes Welfare department has extended financial assistance to the ST & SC students pursuing medical and engineering courses under Mukhyamantri Medhabi Chhatra Protshan Yojana (MMCPY).
-
India has not yet received any confirmation on Chinese President Xi Jinping's in-person participation at the upcoming G20 summit, people familiar with the matter said Thursday amid reports that he is likely skip the conclave
-
Elections in Jammu and Kashmir can be held “anytime from now” as the work on updation of voters list is almost over, the Centre told the Supreme Court Thursday but remained non-committal about setting a time-frame for restoration of statehood to the union territory (UT).
-
Leaders of the Opposition’s INDIA alliance Thursday said they have come together to save the Constitution and democracy in the country, and would evolve a common program as they prepare to take on the ruling Bharatiya Janata Party (BJP)
-
Aam Aadmi Party (AAP) leader Arvind Kejriwal on Thursday said his party demanded that seat-sharing across the country be discussed at the meeting of the Opposition's INDIA alliance here.
-
The Supreme Court questioned one of the convicts in the Bilkis Bano gangrape case today about depositing the fine imposed on him when the hearing on the pleas challenging his remission was in progress.
-
Taking a big step forward on the 'one nation, one election' proposal, the Centre has set up a committee to study the issue and submit a report. The panel will be headed by former President Ram Nath Kovind.
-
Ukrainian President Volodymyr Zelenskyy said Thursday his country has developed a weapon that hit a target 700 kilometres away, in an apparent reference to the previous day’s strike on an airport in western Russia.
-
India recorded GDP growth of 7.8 per cent during the April-June period of 2023-24, the highest in the past four quarters, on the back of double-digit expansion in the services sector, retaining its position as the world’s fastestgrowing major economy.
-
Growth of eight key infrastructure sectors rose to 8 per cent in July 2023 on expansion in production of coal, crude oil, and natural gas, according to official data released Thursday
-
Vietnam said China's official map released this week violates its sovereignty over the Spratly and Paracel Islands and jurisdiction over its waters, according to a statement posted on the nation's government news website.
-
The central government on Tuesday slashed the price of a domestic LPG cylinder by ₹ 200. The union government has been facing criticism over rising inflation and its impact on households.
-
Playing with points to prove, Harry Brook and Dawid Malan guided England to an easy win over New Zealand in the first of four T20Is between the teams.
-
Australia turned the highest T20 total at Kingsmead into a 111-run win over South Africa. Made to bat first, Australia put up 226/6 then bowled out South Africa for 115 in 15.3 overs.
-
South Africa look to bounce back as they take on Australia in the second T20I in Kingsmead, Durban
|
419 |
Y |
|