# |
Date |
Type |
Current Affairs |
No. Of Views |
Status |
Action |
2851 |
21-08-2021 |
Odia |
- ୧୦୫ତମ ସମ୍ବିଧାନ ସଂଶୋଧନ ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ, ଏଣିକି ରାଜ୍ୟଗୁଡ଼ିକୁ ମିଳିବ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବାର ଅଧିକାର,ସାମାଜିକ ଓ ଶିକ୍ଷା ସ୍ତରରେ ପଛୁଆ ବର୍ଗଙ୍କୁ ଚିହ୍ନଟ କରିପାରିବ ରାଜ୍ୟ । ଏହା ଲୋକସଭାରେ ଚଳିତମାସ ୩ ତାରିଖରେ ଅନୁମୋଦନ ଲାଭ କରିଥିଲାବେଳେ ରାଜ୍ୟସଭାରେ ୧୧ ତାରିଖରେ ଅନୁମୋଦିତ ହୋଇଥିଲା।
- ୩ଟି ଆଇନରେ ସଂଶଧୋନ କରିବାକୁ ଯାଇଛି ପଞ୍ଚାୟତରାଜ ବିଭାଗ । ଏହି ୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶଧୋନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶଧୋନ ଆଇନ ୨୦୨୧ । ଏ ନେଇ ୧୫ ଦିନ ମଧ୍ୟରେ ଲୋକମାନେ ସେମାନଙ୍କର ମତ ଦେବା ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
- ସାରାଦେଶରେ ଡବଲ ଡୋଜ୍ ଟିକା ନେଇ ଏଯାଏ ୮୭ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଡବଲ ଡୋଜ୍ ଟିକା ନେବା ପରେ ୩୧ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଟିକା ନେବା ପରେ ଯେହେତୁ ଲୋକମାନେ କୋଭିଡ ନିୟମ ମାନୁନାହାନ୍ତି ତେଣୁ ସଂକ୍ରମଣ ବୃଦ୍ଧି ପାଉଛି ।
- ମମତା ପଡ଼ିଆମୀଙ୍କ କଥା ରଖିଲେ ନବୀନ । ଜଣେ ସାଧାରଣ ମହିଳାଙ୍କ ଅନୁରୋଧକୁ ଯୋଜନାରେ ରୂପାନ୍ତରିତ କରିଛନ୍ତି ମଖ୍ୟମନ୍ତ୍ରୀ ।
- ମାଲକାନଗିରିରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ମୁଖ୍ୟମନ୍ତ୍ରୀ ସୁକ୍ରି ଧାଙ୍ଗଡ଼ାମାଝୀଙ୍କୁ ପ୍ରଥମ ସ୍ମାର୍ଟ କାର୍ଡ ଦେଇଛନ୍ତି। ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଣିଲା ନୂଆ ବିପ୍ଳବ। ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ହେଲା ଓଡ଼ିଶା।ମହିଳାଙ୍କ ପାଇଁ ୧୦ଲକ୍ଷ ପର୍ଯ୍ୟନ୍ତ ବଢାଇଛନ୍ତି ଚିକିତ୍ସା ସହାୟତା ।
- ଆଫଗାନିସ୍ତାନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଆମେରିକା ସହ ତାଲିବାନର ହୋଇଥିବା ବୁଝାମଣା ଅନୁସାରେ ଆସନ୍ତା ଅଗଷ୍ଟ ୩୧ ପୂର୍ବରୁ ତାଲିବାନ ସରକାର ଗଢିପାରିବ ନାହିଁ । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ ।
- ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ କାର୍ଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡିକୁ ଭାରୀତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଏ)ଙ୍କ ବିଶେଷଜ୍ଞ କମିଟି (ସବଜେକ୍ଟ ଏକ୍ସପର୍ଟ କମିଟି) ସବୁ ସବୁଜ ସଂକେତ ପ୍ରଦାନ କରିଛି ।
- ଆଫଗାନିସ୍ତାନ ଦଖଲ କରିବା ପରେ ଏବେ ତାଲିବାନ ତା’ର ଅସଲ ରୂପ ଦେଖାଇବାରେ ଲାଗିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ତାଲିବାନ ଯୋଦ୍ଧାମାନେ କାନ୍ଦାହାର ଓ ହୈରାତରେ ବନ୍ଦ ଥିବା ଭାରତୀୟ ଦୂତାବାସର ତାଲା ଭାଙ୍ଗି ଭିତରକୁ ପଶିଥିଲେ ।
- ରାଜ୍ୟରେ ରୋଲ୍ ମଡ଼େଲ ହେବ ହିଞ୍ଜିଳି । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ଶନିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କରେ ଫାଟ ସୃଷ୍ଟି କରିଛି ତାଲିବାନ । ଭାରତ ସହ ଚାଲିଥିବା ସମସ୍ତ ରପ୍ତାନୀ ଆମଦାନୀକୁ ବନ୍ଦ କରିଦେଇଛି ତାଲିବାନ । ଭାରତୀୟ ରପ୍ତାନୀ ମହାସଂଘ ସଂଗଠନର ସୂଚନା ଅନୁସାରେ, ତାଲିବାନ ପାକିସ୍ତାନ ମାର୍ଗ ଦେଇ ସମସ୍ତ ମାଲ ପରିବହନକୁ ବନ୍ଦ କରି ଦେଇଛି।
- ଆଫଗାନିସ୍ତାନ ହେଉଛି ଦୁନିଆର ସବୁଠାରୁ ଗରିବ ଦେଶ। ଏହା ସତ୍ତେ ମଧ୍ୟ ଏବଂ ଦକ୍ଷିଣ ଏସିଆ ମଧ୍ୟରେ ଅବସ୍ଥିତ ଏହି ଦେଶରେ ୭୪ ଲକ୍ଷ କୋଟି ଟଙ୍କାର ଖଣିଜ ସମ୍ପଦ ଅଛି, ଯାହା ସମଗ୍ର ଦେଶର ଅର୍ଥନୀତିର ସ୍ଥିତିକୁ ବଦଳାଇପାରେ | ଭୂତତ୍ତ୍ବ ସର୍ବେକ୍ଷଣ ଅନୁଯାୟୀ ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଲୁହାପଥର, ତମ୍ବା, ସୁନା ଏବଂ ରୂପା ଜମା ରହିଛି। ଏହା ବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ ବିରଳ ଖଣିଜ ପଦାର୍ଥ (ବିରଳ ଖଣିଜ ପଦାର୍ଥ) ମଧ୍ୟ ରହିଛି। ଏହି ଖଣିଜ ସମ୍ପଦ ମଧ୍ୟରୁ ସବୁଠୁ ଅଧିକ ରହିଛି ଲିଥିୟମ୍ ।
- ଆଇଆଇଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଯୋଡ଼ିବା ପାଇଁ ଆଇଆଇଟିର ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପ୍ରଣୟନ ହୋଇଥବା ନୂଆ ଜାତୀୟ ଶିକ୍ଷା ନୀତିରେ ବହୁ ଭାଷାଭାଷୀ ବିଷୟକୁ ଗୁରୁତ୍ବ ଦିଆଯାଇଛି। ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଓଡିଆ ଭାଷା ସମେତ ଦେଶର ସ୍ଥାନୀୟ ଭାଷା ଯଥା ବଙ୍ଗାଳୀ, ମଲାୟାଲାମ, ମରାଠୀ, ଗୁଜୁରାଟୀ,ତେଲୁଗୁ ଭଳି ଆଂଚଳିକ ଭାଷାକୁ ପ୍ରଧାନ୍ୟ ଦିଆଯାଇଛି ।
- ଭାରତୀୟ ପେଟ୍ରୋଲିୟମ ନିଗମ ଲିଃ ଦ୍ବାରା ପ୍ରଦତ୍ତ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୁପାରିଶ ଏବଂ ପୃଷ୍ଠପୋଷକତାରେ ସିଟି ସ୍କାନ ଓ ଏମ୍ଆର୍ଆଇ ଯନ୍ତ୍ରର ଲୋକାର୍ପଣ ଓ ଉଦ୍ଘାଟନ ଉତ୍ସବ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର(ଜିମ୍ସାର)ରେ ଅନୁଷ୍ଠିତ ହୋଇଯାଇଛି।
- ଭୁବନେଶ୍ବର ଏମ୍ସ ଗବେଷକଙ୍କ ଦ୍ବାରା ନୂଆ ଫଙ୍ଗସ୍ ଆବିଷ୍କାର, ଅରୁଣାଲୋକେ ନାମରେ ନୂଆ ଫଙ୍ଗସ୍ ଆବିଷ୍କାର
- ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି ଲୋଡିଛି। କମ୍ପାନୀ ୧୨ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ଉପରେ ଏହି ଟିକା ପରୀକ୍ଷା କରିବ।
- ଓଡ଼ିଶା ସୀମା ଭିତରେ ଆନ୍ଧ୍ରର କେତେକ ଗାଁ ରହିଥିବା ଜଣାପଡ଼ିଛି। ଏହି ସବୁ ଅଞ୍ଚଳରେ ୧୮ଟି ଜନବସତି ସୃଷ୍ଟି କରି ସମସ୍ତ ଭିତ୍ତିଭୂମି ତିଆରି କରିବା ସହ ୨ଟି ମୌଜାର ଶତାଧିକ ଏକର ଜମି ମାଡ଼ି ବସିଛି ଆନ୍ଧ୍ର।
- ମାତୃତ୍ୱ କାଳୀନ ସୁବିଧା ପ୍ରଦାନକୁ ନେଇ ନିୟମିତ ତଥା ଅ-ନିୟମିତ ବିବାହିତ ମହିଳା ସରକାରୀ କର୍ମଚାରୀଙ୍କ ମଧ୍ୟରେ କୌଣସି ଭେଦଭାବ ହୋଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
- ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଶନିବାର ଏକ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି।
- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪,୪୫୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୯୩ ହଜାର 2୮୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୯୬୪କୁ ବୃଦ୍ଧି ପାଇଛି।
- ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଗତସିଂହପୁରରୁ ସର୍ବାଧିକ ୧୧। କଟକରୁ ୧୦, ଢେଙ୍କାନାଳ ୮, କେନ୍ଦ୍ରାପଡାରୁ ୭, ଅନୁଗୁଳ ଓ ଯାଜପୁରରୁ ୬ ଲେଖାଏଁ, ଭଦ୍ରକରୁ ୫, ବାଲେଶ୍ୱର . ଖୋର୍ଦ୍ଧାରୁ ୩, କେନ୍ଦୁଝର,ମୟୁରଭଞ୍ଜ ଓ ନୟାଗଡରୁ ୨ ଲେଖାଏଁ ମୃତ୍ୟୁବରଣ କରିଛି। ସେହିପରି ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୨୮୯ରେ ପହଞ୍ଚିଛି।
|
574 |
Y |
|
2852 |
21-08-2021 |
English |
- A total of 1,85,00,748 trees have been felled for the widening of roads in Odisha from 2010-11 to 2020-21, Odisha Forest and Environment Minister Bikram Keshari Arukha had said
- The AIIMS Bhubaneswar researchers found the rare species of fungus in a 26-year-old youth from Odisha in March, 2018.
- Chief Minister Naveen Patnaik launched the Biju Swasthya Kalyan Yojana (BSKY) Smart Card scheme (a health insurance scheme) at a special programme at the Sanskruti Bhawan in Malkangiri on Friday. The scheme is aimed at transforming the delivery system of health services in Odisha
- Employees of the Odisha State Cooperative Milk Producers' Federation (OMFED) have been brought under the provisions of Odisha Essential Services (Maintenance) Amendment Act 2020.
- The Odisha State Commission for Protection of Child Rights (OSCPCR) on Thursday urged the State School and Mass Education (S&ME) department to consider reopening of elementary classes in the State.
- The luxurious Vande Bharat Express train will be connected to Shree Jagannath Dham Puri in Odisha soon, Railways Minister Ashwini Vaishnaw announced on Thursday.
- India's drug regulator today approved Zydus Cadila's three-dose COVID-19 DNA vaccine for emergency use in adults and children aged 12 years and above, bringing in the sixth vaccine authorised for use in the country..
- Delhi Lieutenant Governor Anil Baijal has rejected a proposal by the Arvind Kejriwal government to set up a committee to establish number of people who died during the second Covid wave due to a lack of oxygen, and award ₹ 5 lakh compensation.
- Women in West Bengal are making a beeline to Chief Minister Mamata Banerjee's latest gender specific cash transfer welcome scheme Lakshmir Bhandar. At stake is Rs 1,000 per month for women of Scheduled Castes and Tribes and Rs 500 for the rest.
- Motorists in Delhi need not carry their driving licence and registration certificate and can show these documents stored in Digi-locker platform, or m-Parivahan mobile app, when asked for by the traffic police and the transport department.
- The Biden administration has suspended all arms sales to Afghanistan. A decision in this regard was taken three days after the Taliban took control of the country.
- The U.S. Federal Aviation Administration (FAA) said that domestic air carriers and civilian pilots can fly into Kabul to conduct evacuation or relief flights with prior U.S. Defense Department approval
- AirAsia India has decided to use Airbus' Skywise health monitoring (SHM) digital system, which will help the airline save time and decrease the cost of unscheduled aircraft maintenance.
- External affairs minister S Jaishankar on Friday held talks with his Qatari counterpart Sheikh Mohammed bin Abdulrahman Al-Thani on the latest developments in Afghanistan as he stopped over in Qatar's capital Doha on his way back home from a four-day visit to the US.
- U. Raja Babu appointed as Director of Hyderabad-based Research Centre Imarat. RCI is the premier avionics laboratory of Dr. A.P.J. Abdul Kalam Missile Complex of DRDO in Hyderabad.
- Arunachal Pradesh Chief Minister Pema Khandu said he had already spoken to his Assam counterpart Himanta Biswa Sarma who agreed to resolve all issues through bilateral talks sitting across the table.
- In Maharashtra: 'Schools in state may not open before Diwali,' says ,Deputy Chief Minister Ajit Pawar
- Karnataka State Police Recruitment 2021: Vacancies for 387 Civil Constable posts, apply at rec21.ksp-online.in
- Odisha registered 66 more Covid deaths in the last 24 hours, informed the Health & Family Welfare Department on Saturday.
- Odisha has reported 911fresh Covid positive cases in the last 24 hours, informed the health department on Saturday.New Positive Cases: 911, Of which 0-18 years: 116, In quarantine: 531, Local contact: 380
|
591 |
Y |
|
2853 |
20-08-2021 |
Odia |
- ପରିବହନ ମନ୍ତ୍ରଣାଳୟ ଏକ ନୂତନ ବିଜ୍ଞପ୍ତି ଜାରି କରିଛି, ଏହି ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ, ଚାଲାଣ ଜାରି କରିବା ପାଇଁ ବୈଦ୍ୟୁତିକ ଉପକରଣ ବ୍ୟବହାର କରାଯିବ ଅର୍ଥାତ ଉଲ୍ଲଂଘନକାରୀଙ୍କୁ ଇ-ଚାଲାଣ ଜାରି କରାଯିବ। ବିଜ୍ଞପ୍ତି ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ ସହ ଜଡିତ ଅପରାଧର ୧୫ ଦିନ ମଧ୍ୟରେ ଉଲ୍ଲଂଘନକାରୀଙ୍କୁ ନୋଟିସ୍ ପଠାଇବ ବୋଲି ରାଜ୍ୟ କାର୍ଯ୍ୟକାରୀ ଏଜେନ୍ସି ଜାରି ରଖିଛି।
- ଟ୍ରାଫିକ୍ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ମୁଖ୍ୟତ ବ୍ୟବହୃତ ହେବ । ଏଥିମଧ୍ୟରେ ମୋସନ୍ କ୍ୟାପଚର ଚିତ୍ର କ୍ୟାମେରା (କାର୍ ସ୍ପିଡ୍ ଡିଟେକସନ୍ କ୍ୟାମେରା), ସିସିଟିଭି କ୍ୟାମେରା, ବଡି କ୍ୟାମେରା, ମୋଟର ଡ୍ୟାସବୋର୍ଡ କ୍ୟାମେରା, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ଉପକରଣ (ANPR), ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଯାନ ଅନ୍ତର୍ଭୁକ୍ତ ।
- ଆମେରିକା ପରେ ଏବେ ଆଇଏମ୍ଏଫ୍ ବା ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ତାଲିବାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରି ଦେଇଛି।। ଆଇଏମ୍ଏଫ୍ ମୁଖପାତ୍ର ଗ୍ୟାରି ରାଇସ୍ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍ରେ ସେ ଲେଖିଛନ୍ତି, ‘ସବୁଥର ପରି ଆଇଏମଏଫ ବିଶ୍ବ ସମୁଦାୟର ବିଚାର ଦ୍ୱାରା ପରିଚାଳିତ |
- ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ମଧ୍ୟ ବୁଧବାର କହିଥିଲେ ଯେ ଦେଶକୁ ଦଖଲ କରିବା ସତ୍ତ୍ୱେ ତାଲିବାନକୁ ଦେଶର ଅଧିକାଂଶ ନଗଦ ଜମା ଏବଂ ସୁନା ଷ୍ଟକର ପାଖ ମାଡିବାକୁ ଦିଆଯିବ ନାହିଁ। ଆଫଗାନିସ୍ତାନ ବ୍ୟାଙ୍କ (ଡିଏବି) ର ଗଭର୍ଣ୍ଣର ଅଜମଲ ଅହମ୍ମଦ ଟ୍ୱିଟରରେ କହିଛନ୍ତି ଯେ ଏହି ବ୍ୟାଙ୍କର ପାଖାପାଖି ୯ ବିଲିୟନ ଡଲାରର ଭଣ୍ଡାର ଅଛି, କିନ୍ତୁ ଏହାର ଅଧିକାଂଶ ଅଂଶ ବିଦେଶୀ ବ୍ୟାଙ୍କରେ ରହିଥିବାରୁ ଏହା ତାଲିବାନ ପହଞ୍ଚରୁ ଦୂରରେ।
- ସେପ୍ଟେମ୍ବର ମାସ ସୁଦ୍ଧା ଦେଶରେ ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ।
- ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇ ଥିଲେ। ଏବେ ଘନି ଏବଂ ତାଙ୍କ ପରିବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଥିବା ଜଣାପଡିଛି।
- ଏଟିଏମରୁ ଟଙ୍କା କାଢିବା କେବଳ ମହଙ୍ଗା ହେବ ନାହିଁ ବରଂ ଯଦି ଆପଣ ସମୟ ପୂର୍ବରୁ ନିଜର କେୱାଇସି ଅପଡେଟ୍ କରିନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ। ଅଗଷ୍ଟ ପହିଲାଠାରୁ ବ୍ୟାଙ୍କରୁ କାରବାର ରବିବାର ଏବଂ ଛୁଟିଦିନରେ ମଧ୍ୟ ହୋଇପାରିବ।
- ୭୫ ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ବ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାର ପ୍ରତିଟି ହିତାଧିକାରୀ ମାନଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରିବା ସହ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
- ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହେଇଛି। ମୃତ୍ୟୁ ସମୟରେ ସଂଗ୍ରାମଙ୍କୁ ୪୩ ବର୍ଷ ବୟସ ହୋଇଥିଲା।
- ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ବିଧାନସଭାରେ ବଜେଟରେ ୩ଟି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଭତ୍ତା, ୧ କୋଟି ଯୁବକଙ୍କୁ ମାଗଣା ସ୍ମାର୍ଟଫୋନ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସା ମାମଲାର ତଦନ୍ତ କରିବ ସିବିଆଇ | ହାଇକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ହାଇକୋର୍ଟ ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି |
- ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଗନି ଦେଶ ଛାଡିବା ପରେ ପ୍ରଥମ ଥର ପାଇଁ ବିଶ୍ୱ ସାମ୍ନାରେ ଏକ ବିବୃତ୍ତି ଦେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ନିଜ ଦେଶକୁ ଏହି ଭିଡିଓ ମାଧ୍ୟମରେ ସମ୍ବୋଧିତ କରି ସେ କହିଛନ୍ତି ଯେ, ‘ଯଦି ମୁଁ କାବୁଲରେ ରହିଥାନ୍ତି ତେବେ ଏକ ଗଣହତ୍ୟାକାଣ୍ଡ ହୋଇଥାନ୍ତା। ସୁରକ୍ଷା କାରଣରୁ ମୁଁ ଆଫଗାନିସ୍ତାନଠାରୁ ଦୂରରେ ଅଛି |
- ଓମଫେଡ ଅତ୍ୟାବଶ୍ୟକ ଆଇନ ପରିସରଭୁକ୍ତ ହେବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ ଅନୁଯାୟୀ ଆନ୍ଦୋଳନ ମନା। ତେଣୁ ଏବେ କୌଣସି ଓମଫେଡ କର୍ମଚାରୀ ଆନ୍ଦୋଳନ କରି ପାରିବେ ନାହିଁ।
- ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି । ଏହି ପଦବୀ ଗୁଡିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ।
- ଶିଶୁ ସଂକ୍ରମଣ ରୋକିବାକୁ ସରକାର ପ୍ରସ୍ତୁତ। ଆବଶ୍ୟକ ବେଡ ଓ ଆୟୁସିୟୁ ଚିହ୍ନଟ କରି ରଖାଯାଇଛି। ଆବଶ୍ୟକ ହେଲେ ସ୍ବତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ ହେବ: ଡିଏମ୍ଇଟି
- ଭାର୍ଗବୀ ନଦୀଗର୍ଭରୁ ଠାବ ହେଲା ପୁରାତନ ମନ୍ଦିରର ଅବଶେଷ, ଆନୁମାନିକ ଗଠନ ସମୟ ୧୩ଶ/୧୪ଶ ଶତାବ୍ଦୀ କିମ୍ବା ଆହୁରି ପୁରାତନ ହୋଇପାରେ
- ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୩ ସଂସ୍କରଣରୁ ୧୦ଟି ଦଳ ଖେଳିବେ। ୮ଟି ଦଳଙ୍କୁ ନେଇ ଆଇପିଏଲ୍ର ଚଳିତବର୍ଷ ଅନ୍ତିମ ସଂସ୍କରଣ।
- ଆଫଗାନିସ୍ତାନକୁ ବଳପୂର୍ବକ ଦଖଲ କରିଥିବା ଏହି ଆତଙ୍କି ଗୋଷ୍ଠୀ ପାକିସ୍ତାନ ବାଟ ଦେଇ ସେହି ଦେଶ ସହିତ ଭାରତର ହେଉଥିବା ଆମଦାନୀ ରପ୍ତାନିକୁ ବନ୍ଦ କରିଦେଇଛନ୍ତି। ଭାରତୀୟ ରପ୍ତାନି ସଂଗଠନ ମହାସଂଘ (ଏଫଆଇଇଓ) ପକ୍ଷରୁ ବୁଧବାର କୁହାଯାଇଛି ଯେ ତାଲିବାନ ଆତଙ୍କିମାନେ ଉକ୍ତ ରାସ୍ତା ଦେଇ ସମସ୍ତ ପ୍ରକାର ଚଳାଚଳକୁ ମଧ୍ୟ ବନ୍ଦ କରିଦେଇଛନ୍ତି।
- କରୋନା ଭୁତାଣୁର ଡେଲଟା ଭାରିଆଣ୍ଟ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ବ୍ରିଟେନର ଅକ୍ସଫୋର୍ଟ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଚିନ୍ତାଜନକ ଫଳାଫଳ ମିଳିଛି । ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ବରେ ବହୁଳ ବ୍ୟବହାର କରାଯାଉଥିବା ଆଷ୍ଟ୍ରାଜେନିକା ( ଭାରତରେ କୋଭିସିଲ୍ଡ) ଟିକା ଓ ଫାଇଜର ଟିକା ଡେଲଟା ଭାରିଆଣ୍ଟ ବିରୋଧରେ କମ ଫଳପ୍ରଦ ।
- ଓଡ଼ିଶା ସରକାର ୧୧ଟି ଖଣିର ନିଲାମ ପ୍ରକ୍ରିୟା ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ଖୁବ୍ଶୀଘ୍ର ଆଉ ୫ଟି ଖଣିର ନିଲାମ କରିବେ। ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି।
|
588 |
Y |
|
2854 |
20-08-2021 |
English |
- President Ram Nath Kovind will honour 44 selected meritorious teachers on Teacher’s Day on September 5 this year. Two teachers from Odisha will receive National Awards to Teachers (NAT) 2021.They are Ashok Kumar Satpathy, Zilla Government School in Bhadrak and Ajit Kumar Sethy, Government UP School, Kanamana, Chatrapur in Ganjam.
- The Uttar Pradesh government on Wednesday presented a supplementary budget of ₹ 7,301.52 crore in the state Legislative Assembly for financial year 2021-22 to meet additional expenditure.
- The Kalahandi University in Odisha finally received recognition from the University Grants Commission (UGC). The name of the university has been included in the list Universities established as per section 2(f) of UGC Act,
- Sangram Keshari Jena, son of former Odisha Pradesh Congress Committee (OPCC) President Jayadev Jena, succumbed to COVID-19 at a hospital in Hyderabad, this morning. He was 43.
- Odisha State Commission for Protection of Child Rights (OSCPCR) has recommended School and Mass Education Department to reopen Class VI, VII and VIII
- Union Education Minister Dharmendra Pradhan will inaugurate Pushpagiri Lecture Hall Complex and Rushikulya Hall of Residence at IIT Bhubaneswar on Friday.
- The Calcutta High Court ordered a court-monitored Central Bureau of Investigation (CBI) probe into West Begal post-poll violence case.
- Railway Minister Ashwini Vaishnaw on Thursday said Vande Bharat Express train will connect Puri in Odisha.
- The construction of Birsa Munda hockey stadium in Rourkela is expected to be completed by July 2022. This was informed by Chief Secretary Suresh Chandra Mahapatra after reviewing the progress of work.
- Senior bureaucrat Apurva Chandra has been appointed the Information and Broadcasting Secretary, a Personnel Ministry order said Thursday.
- Delhi High Court and district courts in the national capital will start physical hearings in a restricted manner from August 31 and 24, respectively, said the high court registry Thursday.
- Union Housing and Urban Affairs Secretary Durga Shanker Mishra on Thursday said over one lakh affordable houses have so far been constructed in the northeast under the Pradhan Mantri Awas Yojana (Urban).
- Former Haryana Chief Minister and INLD supremo Om Prakash Chautala has written the Class 10 English subject exam of the Haryana School Education Board at a centre here at the age of 86 years
- Mamata Banerjee on Wednesday said a total of 30 lakh women had already applied for Lakshmir Bhandar scheme that offers Rs 500 each to general caste women and Rs 1,000 each to SC/ST women every month.
- Tata Steel had reported a net profit of Rs 13,707 crore in the last fiscal against Rs 6,744 crore a year ago, an increase of more than 100 per cent. The company’s management and the Tata Workers’ Union (TWU) on Wednesday signed a memorandum of settlement for the payment of Rs 270.28 crore as annual bonus for the fiscal, which is around Rs 35 crore more than the payout of Rs 235.54 crore in 2019-20.
- Renowned athletics coach O.M Nambiar, who nurtured one of India's greatest track and field stars PT Usha, died here on Thursday (August 19) due to age-related illness. He was 89.
- Afghan national team footballer died in a fall from a US plane at Kabul airport on 16 Aug, the Afghan news agency Ariana said. Zaki Anwari fell from a USAF Boeing C-17 and that the death had been confirmed by the General Directorate for Sport.
- Seventy-two women officers from the Indian Army have issued a legal notice to the defence ministry over strict compliance with the Supreme Court order on granting permanent commission to females in the force.
- The MK Stalin-led Tamil Nadu government will soon introduce a resolution to scrap the National Eligibility cum Entrance Test (NEET). The state government has been against having a common medical entrance exam. Tamil Nadu had also constituted a committee to study the relevance of NEET as an entrance exam for medical studies
- Rajiv Gandhi ( 20 August 1944 – 21 May 1991) was served as the 6th PM of India from 1984 to 1989. He took office after the 1984 assassination of his mother, Prime Minister Indira Gandhi, to become the youngest Indian PM at the age of 40.
|
604 |
Y |
|
2855 |
19-08-2021 |
Odia |
- ସେପ୍ଟେମ୍ବର ପହିଲାରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
- ସୈନ୍ୟବାହିନୀରେ ପୁରୁଷପ୍ରାଧାନ୍ୟ ମାନସିକତାକୁ ସୁପ୍ରିମ ଧକ୍କା । ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଏଣିକି ପରୀକ୍ଷା ଦେଇପାରିବେ ଛାତ୍ରୀ। ମହିଳାଙ୍କୁ ଏହି ପରୀକ୍ଷାରେ ବସିବାକୁ ନଦେବା ସମ୍ବିଧାନର ଧାରା ୧୪,୧୫,୧୬ ଓ ୧୯ର ଉଲ୍ଲଙ୍ଘନ ବୋଲି ଆବେଦକ କହିଥିଲେ । ଏକ ଆବଦେନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କହିଛନ୍ତି ।
- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ ଏକ ସ୍ୱୟଂଶାସିତ କର୍ତ୍ତୃପକ୍ଷ । ଏହା କେବଳ ପାର୍ଲାମେଣ୍ଟ ନିକଟରେ ଉତ୍ତରଦାୟୀ । ଏହାକୁ ପଞ୍ଜୁରୀରୁ ମୁକ୍ତି କରିବା ଦରକାର ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ । ଏହି କେନ୍ଦ୍ରୀୟ ସଂଗଠନ ଉପରେ କାହାରି ନିୟନ୍ତ୍ରଣ ରହିବା ଅନୁଚିତ ବୋଲି କହିଛନ୍ତି କୋର୍ଟ ।
- ବିଶିଷ୍ଟ ବ୍ୟବସାୟୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ସ୍ୱାମୀ ତଥା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ କ୍ଲିନଚିଟ ମିଳିଛି । ଶଶି ଥରୁରଙ୍କୁ ଦୋଷମୁକ୍ତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦୋଷମୁକ୍ତ ହେବା ପରେ ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କୁ ଶଶି ଧନ୍ୟବାଦ ଜଣାଇଛନ୍ତି । ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା ଦିଲ୍ଲୀ ପୋଲିସ । ଦୀର୍ଘ ସାଢ଼େ ୭ବର୍ଷ ଧରି ଚାଲିଥିବା ମାମଲାର ଶୁଣାଣି କରି ଆଜି ଶଶି ଥରୁରଙ୍କୁ କ୍ଲିନଚିଟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
- ଆମେରିକା ବୁଧବାର ଦିନ ଏମିତି କିଛି କରିଛି ଯାହା ଏହି ଆତଙ୍କବାଦୀ ସଂଗଠନରୁ ବୈଧ ଶାସକ ହେବାକୁ ଯାଉଥିବା ଗୋଷ୍ଟୀକୁ ଅର୍ଥନୈତିକ ଭାବେ ବାଧିବ । ଆମେରିକା ରାଷ୍ଟ୍ରପତି ଜ ବାଇଡେନ୍ ନିଜ ଦେଶର ବ୍ୟାଙ୍କରେ ଥିବା ଆଫଗାନିସ୍ତାନର ଅର୍ଥକୁ ଜବତ କରିବାକୁ ଆଦେଶ ଦେଇଛନ୍ତି । ଯାହାର ଅର୍ଥ ଦେଶକୁ ଚଳାଇବା ପାଇଁ ତାଲିବାନକୁ ପାଣ୍ଠି ଯୋଗାଡ କରିବା କଷ୍ଟକର ହୋଇ ପଡିବ ।
- ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ତାଲିବାନକୁ ନେଇ ବିଶ୍ବ ସମୁଦାୟକୁ ସତର୍କ କରାଇ ଦେଇଛନ୍ତି। ତାଲିବାନ ଏବେ ଯେଉଁ ଶାନ୍ତିର କଥା କହୁଛି ତାହାକୁ ତିଳେମାତ୍ର ବିଶ୍ବାସ କରିହେବନାହିଁ।
- ଜଷ୍ଟିସ୍ ବି.ଭି. ନାଗରତ୍ନା ୨୦୨୭ରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି। ସୁପ୍ରିମ୍କୋର୍ଟ ବିଚାରପତି ଭାବେ କଲେଜିୟମ୍ ସୁପାରିସ କରିଥିବା ୯ ଜଣ ବିଚାରପତିଙ୍କ ମଧ୍ୟରେ ତାଙ୍କର ନାମ ରହିଛି।
- ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି । ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା
- ପୁରୀ ବାସେଳିସାହି ଥାନା ହାଜତ ମୃତ୍ୟୁ ଅଭିଯୋଗ ସଂପର୍କିତ ଦୁଇ ଜନସ୍ବାର୍ଥ ଆବେଦନର ଶୁଣାଣିରେ ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
- ଓଡ଼ିଶାରେ କରୋନା ଟିକାକରଣ ଅଭିଯାନ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟରେ ୨ କୋଟିରୁ ଅଧିକ ଲୋକ ଇତିମଧ୍ୟରେ ଟିକା ନେଇସାରିଛନ୍ତି। ଏଯାଏଁ ରାଜ୍ୟରେ ମୋଟ ୨କୋଟି ୨୧ ହଜାର ୮୧୪ ପାନ କରୋନା ଟିକା ଦିଆଯାଇଛି। ଏଥିରୁ ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ପ୍ରଥମ ପାନ ଥିବାବେଳେ ୪୬ ଲକ୍ଷ ୩୪ ହଜାର ୨୪୨ ଜଣ ଦୁଇଟି ପାନ ନେଇଛନ୍ତି। ରାଜ୍ୟରେ ମୋଟ ୩ କୋଟି ୯ ଲକ୍ଷ ୮୫ ହଜାର ୫୩୮ଜଣଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି।
- ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା ୨୦୨୨ ଜୁଲାଇ ସୁଦ୍ଧା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ୟ୍ୟ ସରିବ। ହକି ବିଶ୍ବକପ୍କୁ ଦୃଷ୍ଟିରେ ରଖି ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କରାଯାଉଛି
- ସେପ୍ଟେମ୍ବର ୫ରେ ହେବ ଏନଡିଏ ପ୍ରବେଶିକା ପରୀକ୍ଷା
- ସାବରିମାଳା ଦର୍ଶନ ପାଇଁ ପିତାଙ୍କ ସହ ନାବାଳିକାଙ୍କୁ ଅନୁମତି ଦେଲେ କେରଳ ହାଇକୋର୍ଟ
- ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ BSKY ସ୍ମାର୍ଟ ହେଲ୍ଥ କାର୍ଡ : ଏସ୍ଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ । ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା ।
- ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠପଢା ସଫଳତା ହେବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢା ପାଇଁ ନିଷ୍ପତ୍ତି ନେବାକୁ ଯାଉଛି ଗଣଶିକ୍ଷା ବିଭାଗ ।
- କୋଭିଡ୍-୧୯ ପରିଚାଳନାରେ ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ଦ୍ବାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ ସର୍ଭେରେ, ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ ।
- ନୂଆ ଲୁକ୍, ପ୍ରିମିୟମ ଏକ୍ସଟେରିୟର ଏବଂ ପ୍ଲଶ ଇଣ୍ଟେରିୟର୍ସ ସହ ବଜାରକୁ ଆସିଛି ଆମେଜ୍ । ଉଭୟ ପେଟ୍ରୋଲ୍ ଏବଂ ଡିଜେଲ୍ ଇଞ୍ଜିନ୍ ସହ ମାର୍କେଟରେ ପ୍ରବେଶ କରିଥିବା ନୂଆ ଆମେଜ୍ରେ ରହିଛି ବହୁତ କିଛି । ଏହା ସହ ଏହି ସେଡାନ୍ର ନୂଆ କଲର ‘ମେଟେରଏଡ୍ ଗ୍ରେ ମେଟାଲିକ’ ମଧ୍ୟ ଲଞ୍ଚ କରିଛି କମ୍ପାନୀ ।
- ଓଡ଼ିଶା ସଚିବାଳୟ ସେବାରେ ଖାଲିଥିବା ମୋଟ ୮୨୨ଟି ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପଦବୀ ମଧ୍ୟରୁ ୭୯୬ଟି ପଦ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
- ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ ଭାରତରେ ପିଲାମାନଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍)ର ପୁଣେସ୍ଥିତି ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନିର୍ଦ୍ଦେଶକ ପ୍ରିୟ ଆବ୍ରାହାମ କହିଛନ୍ତି ।
|
563 |
Y |
|
2856 |
19-08-2021 |
English |
- India today logged 36,401 fresh coronavirus cases, which is 3.4 per cent higher than yesterday's numbers, taking the total tally of cases to 3,23,22,258. The death count has climbed to 4,33,049 with 530 more fatalities.
- The Cabinet Committee on Economic Affairs (CCEA) approved a revival package of Rs 77.45 crore for revival of North Eastern Regional Agricultural Marketing Corporation Limited (NERAMAC). It is a central Public Section Enterprises under the administrative control of Ministry of Development of North Eastern Regional.
- Telangana High Court disposed off a PIL filed by an NGO ‘Watch Voice’, challenging the implementation of the ‘Dalit Bandhu’ scheme to selective people and selective areas.
- The Delhi court on 18 Aug (Wednesday) cleared Congress leader Shashi Tharoor of charges in connection with the case involving the death of his wife Sunanda Pushkar.
- Domestic cooking gas LPG price on Wednesday was increased by Rs 25 per cylinder - the second straight month of increase in rates. Subsidised LPG now costs Rs 859 per 14.2-kg cylinder in Delhi.
- The Supreme Court on 18 Aug (Wednesday) passed an interim order allowing women to take the admission exam to National Defence Academy (NDA), which was previously only open to men. The top court directed that women can sit for exams for entry in NDA, The admission to the academy will be subject to the final orders of the Court.
- UPSC has announced NDA (I) & (II) 2022 exam dates. According to UPSC Calendar 2022, NDA (I) 2022 exam will be conducted on April 10, 2022. While NDA (II) 2022 exam will be conducted on September 4, 2022.
- Current National Cricket Academy (NCA) Head Rahul Dravid has re-applied for the position after the BCCI invited fresh applications for the position. The former India skipper had been appointed on July 8, 2019
.
- A Delhi court on Wednesday discharged Congress leader Shashi Tharoor from all charges, including abetment to suicide, in connection with the death of his wife Sunanda Pushkar in January 2014.
- Odisha chief minister Naveen Patnaik on Tuesday announced that the state government will sponsor the men and women national hockey teams for another 10 years.
- P Chidambaram said the Solicitor General telling the Supreme Court that the government has information which he cannot divulge in public by way of an affidavit is a "confession" that software-spyware was used, and sought to know if it was Pegasus.
- The Delhi government will identify single-use plastic littering hotspots and the entry points of such items into water bodies and drains by October 31, according to a draft action plan for the elimination of environmentally hazardous products.
- The new National Education Policy (NEP) 2020 will turn India into a global knowledge hub where IITs will play a crucial role, Union Education Minister Dharmendra Pradhan said on Wednesday.
- Somnath Promenade, Somnath Exhibition Centre, and the reconstructed temple precinct of Old (Juna) Somnath are among the projects to be inaugurated on August 20.
- The National Green Tribunal has asked the Odisha government to notify 14 elephant corridors in the state within the next two months.
- Chief Minister Naveen Patnaik will dedicate the permanent campus of Skill Development Institute (SDI), Bhubaneswar to the nation August 20 in the presence of Union Minister of Education and Skill Development & Entrepreneurship Dharmendra Pradhan.
- Odisha Wednesday recorded a milestone by administering over 2 crore Covid-19 vaccine doses since the beginning of the inoculation drive January 16, 2021.
- The Karnataka government has announced that due to Covid, Dussehra celebrations will remain a low-key affair, and authorities have decided to allow only those jumbos that test negative for Covid infection in the festivities.
- The Supreme Court Wednesday asked the Centre and West Bengal government to respond to a plea challenging the setting up of a Commission of Inquiry by the state to probe the Pegasus snooping allegations.
- Odisha witnessed many as 1041 persons tested positive for COVID-19 in Odisha during the last 24 hours while a total of 66281 samples were tested in the state, yesterday. The Test Positivity Rate (TPR) for the day stood at 1.57%.Out of the 1041 cases, 128 are below 18 years of age. Khurda district registered highest 398 fresh infections, followed by Cuttack (176) and Jajpur (56).
|
590 |
Y |
|
2857 |
18-08-2021 |
English |
- India saw a single-day rise of 25,166 new COVID-19 cases on Tuesday, the lowest in 154 days, taking the tally to 3,22,50,679, while the national recovery rate was recorded at 97.51 per cent, the highest since March.
- While hearing a suo motu case on safety of judges, the Supreme Court (SC) Tuesday warned the state governments that it would impose Rs 1 lakh penalty if the latter fail to file counter affidavits detailing measures taken for the protection of judges.
- The Higher Education (HE) department Tuesday released the timeline for admissions to Plus III courses for 2021-22 academic session. The online common application form would bemade available in highereducation dept’s websiteswww.dhe.odisha.gov.in andwww.samsodisha.gov.infrom 11am of august 20
- School and Mass Education (S&ME) department principal secretary Satyabrata Sahu Tuesday said more than 63,500 primary teachers of various levels will be promoted by September 30
- The Afghan Taliban said Tuesday they wanted peaceful relations with other countries and would respect the rights of women within the framework of Islamic law.
- Hindustan Aeronautics Ltd (HAL) on Tuesday said it has placed an order of rs5,375 crore for 99 F404-GE-IN20 engines and support services with GE Aviation, USA to power the Tejas Light Combat Aircraft.
- SBI Cards and Payment Services (SBI Card) has raised rs500 crore by issuing bonds on a private placement basis.
- State-owned Canara Bank on Tuesday opened its QIP to raise up to rs2,500 crore and set the floor price of the issue at ₹155.58 per equity share.
- The petroleum companies on Tuesday increased the prices of domestic LPG by Rs 25 per cylinder. The LPG will now be available for Rs 863.50 instead of Rs 838.50. This is the sixth increase in the prices of LPG this year.
- PM Modi on 17 Aug (Tuesday) directed officials to ensure safe evacuation of all Indian citizens from Afghanistan and to provide refuge to Sikhs and Hindus wanting to come to India from there, as he chaired a crucial high-level meeting in the backdrop of the Taliban takeover of the war-torn country
- Six lakh villages to get internet connectivity by 2024 : Union Minister of State for Skill Development and Entrepreneurship, Rajeev Chandrashekhar said.
- Himachal Pradesh CM Jai Ram Thakur announced 6% additional dearness allowance (DA) for govt employees & pensioners retrospectively from July 1. This announcement to provide financial benefit of Rs 450 crore to the employees.
- Maharashtra reported 10 new cases of the Delta Plus variant. total cases of Delta Plus variant has increased to 76.
- Defence Minister Rajnath Singh flagged-in a climb-a-thon organised by Himalayan Mountaineering Institute, Darjeeling to celebrate Azadi ka Amrit Mahotsav in New Delhi on 17 Aug.
- Hindustan Aeronautics Limited (HAL), has successfully carried ground tests for making a civilian aircraft named ‘Hindustan-228’ : The public sector undertaking of the Defence Ministry,.
- An armed contingent of paramilitary force Indo-Tibetan Border Police (ITBP) is "actively" securing the diplomatic staff of the Indian embassy in Afghanistan's capital Kabul and will be there "till required", officials said on Monday as the Taliban took over the country.
- The Chhattisgarh government has launched the 'Rajiv Gandhi Grameen Bhumihin Majdur Nyay Yojana', with the provision of Rs 200 crores benefiting 12 lakh landless families.
- The by-election to fill up a vacant seat in Rajya Sabha from Tamil Nadu will be held on September 13, the Election Commission said on Tuesday.
- The Bihar government has invited tenders for putting up 10 solar lights each in over 8,300 panchayats and 143 urban bodies.The scheme would be executed at a cost of about Rs 20,000 crore.
- India will face Pakistan in their opening game of the ICC Men’s T20 World Cup 2021 at the Dubai International Stadium on 24 October.
|
581 |
Y |
|
2858 |
18-08-2021 |
Odia |
- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଗୋଟିଏ ଦିନରେ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୩୮ ଜଣ ରହିଛନ୍ତି। ଏଥିସହିତ ସଂଗରୋଧରୁ ୫୭୮ ଓ ସ୍ଥାନୀୟ ସଂକ୍ରମିତ ୪୧୫ ଜଣ ରହିଥିବା ଜଣାଯାଇଛି।
- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ୬୫ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୫ ଜଣ ରହିଛନ୍ତି। ଏଥିସହିତ ଜଗତସିଂହପୁରରୁ ୧୧ ଏବଂ କେନ୍ଦ୍ରାପଡାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଢେଙ୍କାନାଳରୁ ୭, ଅନୁଗୁଳ ୫ ଓ ବାଲେଶ୍ୱରରେ ୫ ଜଣଙ୍କର ମୃତ୍ୟୁ ଘଟିଛି।
- ‘ଇଣ୍ଡିଆନ୍ ଆଇଡଲ୍ ୧୨’ର ବିଜେତା ହୋଇଛନ୍ତି ଉତ୍ତରାଖଣ୍ଡର ପୱନଦୀପ ରାଜନ୍ । ସେ ଅନ୍ୟ ପାଞ୍ଚଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି । ପୁରସ୍କାର ସ୍ୱରୂପ ପୱନଦୀପଙ୍କୁ ୨୫ ଲକ୍ଷ ଟଙ୍କା ସହ ଏକ ମାରୁତି ସୁଜୁକି ସ୍ୱିଫ୍ଟ କାର୍ ପ୍ରଦାନ କରାଯାଇଛି।
- ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୦୭ର ଚାମ୍ପିଅନ୍ ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ।
- ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରୁ ୦୮୪୨୩ ନଂ ବିଶିଷ୍ଟ ରେଳ ନୟାଗଡ଼ ଆସିବ ଏବଂ ସେପ୍ଟେମ୍ବର ୧ ତାରିଖରୁ ୦୮୪୨୪ ନଂ ରେଳ ନୟାଗଡ଼ରୁ ଭୁବନେଶ୍ୱର ଯିବ ବୋଲି ସୂଚନା ମିଳିଛି। ନିୟମିତ ଏହି ରେଳ ଚଳାଚଳ କରିବ ବୋଲି ଜଣାଯାଇଛି ।
- ହକି ଇଣ୍ଡିଆ ଲାଗି ପୁଣି ୧୦ବର୍ଷ ଲାଗି ପ୍ରାୟୋଜକ ହେବ ଓଡ଼ିଶା ସରକାର। ପ୍ରାୟୋଜକ ହେବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
- ଆଫଗାନିସ୍ତାନରେ ତାଲିବାନ ରାଜ ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏପରି ସ୍ଥିତି ପାଇଁ ଅସରଫ ଘନିକୁ କଲେ ଦାୟୀ ।
- ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ : ମହିଳା ମାନଙ୍କୁ ଶିକ୍ଷା ଓ କାମ କରିବାକୁ ସୁଯୋଗ ଦିଆଯିବ, ଆଫଗାନିସ୍ତାନ ମାଟିକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ
- ୨୦୨୧ ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଅକ୍ଟୋବର ୨୪ରେ ଭାରତ ବନାମ ପାକିସ୍ତାନ ।
- +୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ, ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ଯାଏ ଅନଲାଇନ୍ ଆବେଦନ ।
- ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଜେଲରୁ ମୁକ୍ତ ହେଲେ ଅନେକ ତାଲିବାନୀ ଆତଙ୍କବାଦୀ । ସେପଟେ ତାଲିବାନୀଙ୍କ ଖୁସି ମନାଉଥିବା ଫଟୋ, ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ।
- ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ- ସମସ୍ତ ଭାରତୀୟଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଅଣାଯାଉ, ହିନ୍ଦୁ-ଶିଖଙ୍କୁ ଦିଆଯିବ ଶରଣ ।
- ୫୩% ଲୋକଙ୍କ ପାଖରେ ପହଞ୍ଚିଛି ଆର୍ଥିକ ସେବା, ପ୍ରତିବର୍ଷ ଜୁଲାଇରେ ପ୍ରକାଶ ପାଇବ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୂଚୀ
- ଆରପାରିରେ ସୁଡ୍କୋର ଗଡ୍ଫାଦର, ପ୍ରଥମେ ବାହାର କରିଥିଲେ ପୁଜୁଲ୍ ଭଳି ମାଇଣ୍ଡ୍ ଗେମ୍ ।
- ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ , ତାଲିବାନ ବିରୋଧରେ ସ୍ୱର ଉଠାଇବା ସହ ନିଜକୁ ସେ ଦେଶର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଅସରଫ ଗନି ଦେଶଛାଡ଼ି ପଳାଇ ଯାଇଥିବାରୁ ସମ୍ବିଧାନ ଅନୁସାରେ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବୋଲି କହିଛନ୍ତି ଅମରୁଲ୍ଲା ।
- କ୍ଷମତାକୁ ଆସିବା ପରେ ତାଲିବାନ ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ କ୍ଷମା ପ୍ରାର୍ଥନା କରିଛି। ଏହା ସହ ପୂର୍ବ ସରକାରଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀ ପୁଣି ଥରେ କାର୍ଯ୍ୟାଳୟକୁ ଫେରନ୍ତୁ ବୋଲି କହିଛି ତାଲିବାନ।
- ତେଲ କମ୍ପାନିମାନେ ପୁଣି ଥରେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ଘରୋଇ ଅଣ-ସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ପରେ ଦିଲ୍ଲୀରେ ଏକ ୧୪.୨ କିଲୋଗ୍ରାମର ଅଣ-ସବସୀଡି ଏଲପିଜି ସିଲିଣ୍ଡର ମୂଲ୍ୟ ୮୫୯.୫ ଟଙ୍କାକୁ ବୃଦ୍ଧି ପାଇଛି ।
- ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୧ ମାର୍ଚ୍ଚ ସୁଦ୍ଧାର ସୂଚୀ ୫୩.୯% ରହିଛି। ଅର୍ଥାତ ଅଧାରୁ ଅଧିକ ଲୋକଙ୍କ ନିକଟରେ ଆର୍ଥିକ ସେବା ଓ ସୁବିଧା ପହଞ୍ଚିପାରିଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅର୍ଥ ହେଉଛି ଲୋକମାନଙ୍କ ନିକଟରେ ଆର୍ଥିକ ସେବା ପହଞ୍ଚାଇବା।
- ରାଜ୍ୟର ଅର୍ଥନୀତି ପ୍ରତି ୨୧.୭% ଓ ନିଯୁକ୍ତି ପ୍ରତି ୬୨% ଭଳି ବଡ଼ ଧରଣର ଯୋଗଦାନ ପ୍ରଦାନ କରୁଥିବା କୃଷି କ୍ଷେତ୍ରରେ ଡିଜିଟାଲ୍ ବିପ୍ଳବ ପାଇଁ ରାଜ୍ୟ କୃଷି ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଆହ୍ବାନ ଦେଇଛନ୍ତି।
- ଇଣ୍ଡିଆନ ଆଇଡଲ-୧୨ର ମୁକୁଟ ଜିତିବା ପରେ ପବନଦୀପ ସଲମାନ ଖାନ, ଏ ଆର ରହମାନ ଓ ପ୍ରୀତମ ଦାଙ୍କ ସହିତ କାମ କରିବାକୁ ମନ ବଳାଇଛନ୍ତି। ଏମାନଙ୍କ ସହିତ କାମ କରିବାର ସୁଯୋଗ ପାଇଲେ ସ୍ବପ୍ନ ପୂରା ହୋଇଯିବ ବୋଲି ପବନଦୀପ କହିଛନ୍ତି।
|
543 |
Y |
|
2859 |
17-08-2021 |
English |
- India reported 32,937 new COVID-19 cases on Monday, besides 417 more deaths in the last 24 hours, according to the latest health update. The country's active caseload currently is 3,81,947, the lowest in 145 days. The active cases constitute 1.18% of total cases, lowest since March 2020.
- Prime Minister Narendra Modi spoke with his Israeli counterpart Naftali Bennett today and the two leaders reviewed all areas of bilateral cooperation and agreed on the tremendous potential of the strategic partnership.
- The Supreme Court said an affidavit filed by the Centre on the issue relating to alleged snooping by the government has not satisfied allegations whether or not Pegasus spyware was used and asked whether it will file an additional affidavit
- United Nations Secretary-General Antonio Guterres called on the world to work together Monday to "suppress the global terrorist threat in Afghanistan" after the Taliban took control of the war-torn country.
- Russia's embassy in Kabul said on Monday that Afghan President Ashraf Ghani had fled the country with four cars and a helicopter full of cash and had to leave some money behind as it would not all fit in, the RIA news agency reported.
- Taliban takes control of Presidential palace in Kabul; Afghan airspace closed.
- United Nations Security Council to meet today to discuss Afghanistan situation
- Ten more Handloom Design Resource Centres to be set up in country: Ministry of Textiles
- Morarji Desai National Institute of Yoga can become world’s best educational institution in field of Yoga: Ayush Minister
- PM congratulates Indian contingent at World Archery Youth Championships for winning 15 medals
- Union Minister for Agriculture & Farmers Welfare, Narendra Singh Tomar inaugurated the world's second-largest refurbished state-of-the-art National Gene Bank at the National Bureau of Plant Genetic Resources (NBPGR), Pusa, New Delhi.
- Uttarakhand's Pawandeep Rajan wins 'Indian Idol' 12: Rajan, who hails from Champawat, was announced the winner of the show on Sunday night following a 12-hour musical extravaganza billed as 'The Greatest Finale Ever' on Sony TV. He Wants to Open a Music School with Rs 25 Lakh Prize Money.
- India has sent a C17 military aircraft to Kabul to evacuate Indian citizens after the Taliban seized control
- DHRUV MK-III indigenous Coast Guard program, 3 Advanced Light helicopters (ALHs) manufactured by HAL were inducted into the stables of the Indian Coast Guard by Defence Secretary Dr Ajay Kumar on 16 Aug (Monday).
- China says, it hopes Taliban will stand by its commitment of establishing an “open and inclusive” Islamic government in Afghanistan. and will ensure a peaceful transition of power without violence and terrorism.
- ICC Men's T20 World Cup 2021 schedule to be announced on August 17. The ICC Men's T20 World Cup 2021is scheduled to take place in UAE and Oman, with BCCI as the host from October 17 to November 14.
- The DGP said three members of CPI(Maoist)– Lakma Madvi alias Lakhan of Isurnag village under Bijapur police limits, Ganga Makam alias Nitesh alias Sendra of Kamalpad village under Kistaram police limits and Suka Sodi alias Nabin of Dulad under Chintakupa police station surrendered before Odisha police.
- With the launch of scrappage policy by Prime Minister Narendra Modi, the new rule will be implemented here too, informed State Commerce & Transport Minister Padmanabha Behera , Lakhs of unfit vehicles more than 15 years old are in Odisha. In this regard, the transport department has already started identifying the vehicles for scrapping, he told reporters.
- India’s airlines will avoid flying over Afghanistan as Kabul’s airspace has been closed for civilian air traffic.
- Odisha reported 720 more COVID-19 cases in the last 24 hours while a total of 50727 samples were tested in the state, yesterday. The Test Positivity Rate (TPR) for the day stood at 1.41%. Khurda district reported highest 279 fresh infections, followed by Cuttack (91) and Jagatsinghpur (33).
|
594 |
Y |
|
2860 |
17-08-2021 |
Odia |
- ତାଲିବାନ ଯୋଗୁଁ ବିଶ୍ବରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍। ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନ ଯେମିତି ପୁନର୍ବାର ଆତଙ୍କବାଦର ପେଣ୍ଠ ନ ପାଲଟେ ସେଥିପାଇଁ ବିଶ୍ବର ସମସ୍ତ ରାଷ୍ଟ୍ର ମିଳିତ ଭାବେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
- ଗତ ୨୪ ଘଣ୍ଟା ମଧ୍ୟରେ ୭୨୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
- ସର୍ବଶେଷ ସ୍ୱାସ୍ଥ୍ୟ ଅଦ୍ୟତନ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 417 ଜଣଙ୍କ ମୃତ୍ୟୁ ବ୍ୟତୀତ ସୋମବାର ଦିନ ଭାରତ 32,937 ନୂତନ COVID-19 ମାମଲା ରିପୋର୍ଟ କରିଛି। ଦେଶର ସକ୍ରିୟ କ୍ୟାସେଲୋଡ୍ ବର୍ତ୍ତମାନ 3,81,947 ଅଟେ, ଯାହାକି 145 ଦିନ ମଧ୍ୟରେ ସର୍ବନିମ୍ନ ଅଟେ | ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର 1.18% ଅଟେ, ମାର୍ଚ୍ଚ 2020 ଠାରୁ ସର୍ବନିମ୍ନ |
- ଆଫାଗାନିସ୍ତାନକୁ କଠିନ ସମୟରେ ଛାଡ଼ି ଦେଇ ଘନି ଦେଶ ଛାଡ଼ି ପଳାୟନ କରିଥିବା କହିଛନ୍ତି ବାଇଡେନ୍ । ତାଙ୍କୁ ପ୍ରଶ୍ନ ପଚରାଯିବା ଦରକାର ଯେ, ବିନା ଲଢ଼େଇ କରି ଆଫଗାନିସ୍ତାନ ଛାଡ଼ି କାହିଁକି ପଳାୟନ କରିଛନ୍ତି ।
- ବିଧାନସଭା ମୌସୁମି ଅଧିବେଶନ ହେବାକୁ ଯାଉଛି। ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ମୌସୁମି ଅଧିବେଶନ। ଏହା ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସମୟରେ ପୂରା କୋଭିଡ୍ ଗାଇଡ୍ଲାଇନ୍ ପାଳନ କରାଯିବ।
- ପାଞ୍ଚ ତାରିଖ ର ରାଷ୍ଟ୍ରପତି ଭବନ ସହିତ ସଂସଦ ଭବନକୁ ମଧ୍ୟ ଅକ୍ତିକାର କରିଛନ୍ତି ତାଲିବାନ। କୌଣସି ଗଣତନ୍ତ୍ରରେ ସଂସଦକୁ ପବିତ୍ର ମନ୍ଦିର କୁହାଯାଏ। ହେଲେ ସୋମବାର ଆଫଗାନିସ୍ତାନର ଏହି ଗଣତନ୍ତ୍ର ମନ୍ଦିରରେ ତାଲିବାନୀ ଆତଙ୍କୀ ହତିଆର ସହ ପଶିଛନ୍ତି।ବିବାର ଛାଡି ବାକି ୮ ଦିନ କାର୍ଯ୍ୟ ଦିବସ ରହିବ।
- ଯୋଗରେ ମୋରାରଜୀ ଦେଶାଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଯୋଗ ଜଗତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଅଟେ : ଆୟୁଷ ମନ୍ତ୍ରୀ
- ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନ ରେ ଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ୪୨ ପ୍ରତିଶତ ଭୋଟ ସହିତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
- ୨୦୧୮ ମସିହା ପାଇଁ ଘୋଷଣା ହେଲା ଜାତୀୟ ହସ୍ତଶିଳ୍ପ ପୁରସ୍କାର, ଓଡ଼ିଶାରୁ ପାଇବେ ୯ ଜଣ । ୨ ଜଣଙ୍କୁ ଶିଳ୍ପଗୁରୁ, ୫ ଜଣଙ୍କୁ ଜାତୀୟ ହସ୍ତଶିଳ୍ପ, ୨ ଜଣ ଜାତୀୟ ହସ୍ତଶିଳ୍ପ ଦକ୍ଷତା ପ୍ରମାଣପତ୍ର ମିଳିବ ।
- ଓଡ଼ିଶାରେ ଆରମ୍ଭ ହେଲା ଆଇଆର୍ଏଡି ପ୍ରକଳ୍ପ, ସାରା ଦେଶର ସଡ଼କ ଦୁର୍ଘଟଣା ତଥ୍ୟକୁ ଏକାଠି କରି ଏହାର ବିଶ୍ଲେଷଣ କରିବା, ନିର୍ଦ୍ଦିଷ୍ଟ ସୂଚନା ଅନୁସାରେ ଦୁର୍ଘଟଣାକୁ କମାଇ ସଡ଼କ ସୁରକ୍ଷାକୁ ସୁଦୃଢ କରିବା ଏବଂ ନୂତନ ନୀତି ଓ କୌଶଳକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଓଡିଶା ସମେତ ଦେଶର ୬ଟି ରାଜ୍ୟରେ ଏହି ପ୍ରକଳ୍ପ ହେଲା ଆରମ୍ବ ।
- LPG ନିୟମରେ ବଡ ପରିବର୍ତ୍ତନ,ଏଣିକି ଏଲପିଜି ଗ୍ୟାସ ବୁକିଂ କଲେ ଆପଣ ଯେଉଁ ଟାଇମ ସ୍ଲଟ୍ ନିର୍ଦ୍ଧାରଣ କରିବେ ସେହି ଅନୁସାରେ ଆପଣଙ୍କ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର ।
- ଏଣିକି ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି ରାସ୍ତାରୁ ହଟିବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା।
- ଆଫଗାନିସ୍ତାନରେ ୨୦ ବର୍ଷ ପରେ କ୍ଷମତା ଦଖଲ । ତାଲିବାନର ଶୀର୍ଷ ନେତା ମୁଲ୍ଲା ଅବଦୁଲ ଘନି ବରାଦାର ଆଫ୍ଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ।
- ବୋଲରଙ୍କ ଘାତକ ବୋଲିଂ, ଲର୍ଡ୍ସରେ ଭାରତର ରୋମାଞ୍ଚକର ବିଜୟ, ଇଂଲଣ୍ଡକୁ ୧୫୧ ରନରେ ହରାଇଲା ଭାରତ ।
- କିଙ୍ଗଷ୍ଟନ୍ ଟେଷ୍ଟ୍ : ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ୱେଷ୍ଟଇଣ୍ଡିଜ୍ ୧ ୱିକେଟରେ ରୋମାଞ୍ଚକ ଭାବେ ଜିତି ନେଇଛି।
- ପେଟ୍ରୋଲ ଓ ଡିଜେଲ ଦର ନ କମିବାର କାରଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ୟୁପିଏ ସରକାର ତେଲଦର କମାଇବାକୁ ଅଏଲ ବଣ୍ଡ କରିଥିଲେ। ୧ ଲକ୍ଷ ୪୪ହଜାର କୋଟିର ଅଏଲ ବଣ୍ଡ କରିଥିଲେ ଉପା ସରକାର। ଏଥିପାଇଁ ଗତ ୫ ବର୍ଷରେ ସରକାର ୭୦ହଜାର କୋଟି ସୁଧ ଦେଲେଣି। ସୁଧ ଛଡ଼ା ଆହୁରି ୧ ଲକ୍ଷ ୩୦ହଜାର କୋଟି ମୂଳ ଦେୟ ପଡ଼ି ରହିଛି। ଯଦି ଅଏଲ ବଣ୍ଡ ବୋଝ ନ ଥାନ୍ତା, ତାହେଲେ ଆମେ ଟିକସ କମାଇ ପାରିଥାନ୍ତୁ।
- ଖରିଫଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଅବଧି ୭ଦିନ ବୃଦ୍ଧି। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସୂଚନା। ଏ ଯାଏଁ ୧୦ଲକ୍ଷ ୧୪ହଜାର ୭୩୫ଜଣ ଚାଷୀ ପଞ୍ଜୀକରଣ କଲେଣି।
- ମାଲେସିଆରେ ରାଜନୈତିକ ସଙ୍କଟ: ମିଳିଲାନି ସଂଖ୍ୟା ଗରିଷ୍ଠତା, ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୁହାଇଦ୍ଦିନ ୟାସିନ୍
- ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନମାନେ ଦେଶର ନାମକୁ ପରିବର୍ତ୍ତନ କରି ଇସଲାମିକ୍ ଏମିରେଟ୍ସ ଅଫ ଆଫଗାନିସ୍ତାନ ରଖିଛନ୍ତି।
- ଆମେରିକା ସୈନ୍ୟଙ୍କ ସୁରକ୍ଷା ଘେରରେ କାବୁଲ ବିମାନ ବନ୍ଦର। ଆଫଗାନ ନାଗରିକ ଦେଶ ଛାଡିବାକୁ ସୁଯୋଗ ଦେବା ପାଇଁ ତାଲିବାନକୁ ୬୫ ରାଷ୍ଟ୍ରଙ୍କ ଅନୁରୋଧ
|
560 |
Y |
|