# |
Date |
Type |
Current Affairs |
No. Of Views |
Status |
Action |
3001 |
07-06-2021 |
Odia |
- ଆସନ୍ତା ୧୦ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା, ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ
- ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍, ଅକ୍ସିଜେନ୍ କନ୍ସନ୍ଟ୍ରେଟର୍ ଡେଲିଭରି ସେବା ଆରମ୍ଭ ।ସହରଗୁଡ଼ିକ ହେଲା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର।
- ଖୁବଶୀଘ୍ର ଆରମ୍ଭ ହେବ କୋବୋଭ୍ୟାକ୍ସ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଡିସିଜିଆଇ ଦେଲା ମଞ୍ଜୁରୀ
- ଘରେ ଘରେ ରାସନ ଯୋଜନାକୁ ନେଇ ବିବାଦ: କେନ୍ଦ୍ରକୁ କେଜ୍ରିୱାଲଙ୍କ ପ୍ରଶ୍ନ-ଯଦି ପିଜ୍ଜାର ହୋମ ଡେଲିଭରି ହୋଇପାରୁଛି ତାହେଲେ ରାସନର କାହିଁକି ନୁହେଁ ?
- ଜି ୭ ଦେଶ ମଧ୍ୟରେ ଐତିହାସିକ ରାଜିନାମା, ଗୁଗଲ-ଫେସବୁକ ଉପରେ ଲାଗିବ ୧୫ % କର୍ପୋରେଟ୍ ଟ୍ୟାକ୍ସ
- ମହାରାଷ୍ଟ୍ରରେ ଏକ ଲକ୍ଷ ମୁହାଁ କରୋନାଜନୀତ ମୃତ୍ୟୁ, ମାତ୍ର ୭ଟି ଦେଶ ଅତିକ୍ରମ କରିଛନ୍ତି ଏହି ଗ୍ରାଫ ।
- କୃଷି କ୍ଷେତ୍ରକୁ ପ୍ରଭାବିତ କରିପାରିବ ନାହିଁ କରୋନାର ଦ୍ବିତୀୟ ଲହର, ୩ ପ୍ରତିଶତରୁ ଅଧିକ ରହିବ ଗ୍ରୋଥ୍ ରେଟ୍
- ବିହାରରେ ତୀବ୍ର ହେଲା ଆୟୁର୍ବେଦ ବନାମ ଏଲୋପାଥି ଲଢ଼େଇ, ରାମଦେବଙ୍କ ବିରୋଧରେ ପ୍ରତି ଥାନାରେ ଏତଲା ଦେବେ ଡାକ୍ତର ।
- କରୋନା ଆକ୍ରାନ୍ତଙ୍କ ଫୁସ୍ଫୁସ୍ ସଂକ୍ରମଣ ଚିକିତ୍ସା, ଏସ୍ସିବିରେ ଖୋଲିବ ‘ଏକ୍ମୋ’ ୟୁନିଟ୍ ।କାଳ ହେଉଛି ECMO ଅଭାବ: ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଗୁରୁତର ରୋଗୀ ।
- ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ରିୟାଙ୍କ ବଡ଼ ଖୁଲାସା, ଅଭିନେତାଙ୍କ ପରିବାର ଉପରେ ଲଗାଇଲେ ସଙ୍ଗୀନ ଅଭିଯୋଗ ।
- ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ ।
- ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବବୋଲି ମୁଖ୍ୟ ନିର୍ବାଚନ କମିଶନର୍ଙ୍କ ସୂଚନା ।
- ଓଡିଶା ମୋ ପରିବାର ର ସଫଳତା, ମହାମାରୀ ବେଳେ ସଂଗ୍ରହ ହେଲା ୧ ଲକ୍ଷ ୟୁନିଟ୍ ରକ୍ତ ।
- ଚଳିତ ମାସର ପ୍ରଥମ ୪ ଦିନରେ ବିଦେଶୀ ପୁଞ୍ଜି ନିବେଶକମାନେ ୮ହଜାର କୋଟି ଟଙ୍କା ଭାରତୀୟ ପୁଞ୍ଜି ବଜାରକୁ ଛାଡ଼ିଛନ୍ତି
- ଚୀନ ରଚିଲା ଇତିହାସ, ତିନି ବର୍ଷର ଶିଶୁଙ୍କ ପାଇଁ ପ୍ରସ୍ତୁତ କଲା ଟିକା ।
- ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ପାଇଁ ଓ୍ଵିଜଡନ ଚୟନ କଲା ଭାରତର ଚୂଡାନ୍ତ ଏକାଦଶ । ବାଦ ପଡିଲେ ଦ୍ରୁତ ବୋରଲ ଇଶାନ୍ତ ଶର୍ମା
- ଫିଫା ୱାର୍ଲଡ କପ୍ କ୍ୱାଲିଫାୟର, ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ ।
- ଗ୍ରାମାଞ୍ଚଳ ସଂକ୍ରମଣରେ ଓଡ଼ିଶା ଦେଶରେ ୩ନଂ,ଏବେ ଦୈନିକ ୮୦% ସଂକ୍ରମଣ ଗାଁରୁ।
- ରାଜ୍ୟ ଗୁଡିକର ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଦର୍ଶନ ଗ୍ରେଡିଂ ଇଣ୍ଡେକ୍ସ 2019-20 ପ୍ରକାଶ, 14 ତମ ସ୍ଥାନରେ ଓଡ଼ିଶା।
- କରୋନାରେ ମାଡ ଖାଉଛି ମଧ୍ୟବିତ୍ତ । ୩କୋଟି ୩୦ ଲକ୍ଷ ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା ।
|
560 |
Y |
|
3002 |
06-06-2021 |
English |
- Union Health Ministry said, states have more than 1.65 crore doses of anti-corona vaccine
- Meet the demands of Maratha reservation, otherwise there will be agitation: Mete to Maharashtra government
- Russian President Putin said - third party should not interfere between India and China
- Malta based company ready to give 6 crore doses of Sputnik V: Haryana Government
- Farmers are adamant on agricultural law, Rakesh Tikait of BKU made it clear that the farmers' movement will continue till 2024
- Rahul is doing hard exercises to win gold medal in Tokyo Olympics, there is no facility of coach
- The Indian Railways has so far delivered more than 25,629 tonnes of liquid medical oxygen to states & Union territories across the country.
- According to the report of India Meteorological Department (IMD) the southwest monsoon has further advanced into more parts of central Arabian Sea, entire coastal Karnataka, Goa, parts of Maharashtra, Telangana and Andhra Pradesh, Tamil Nadu and central Bay of Bengal. However expected in the rainfall activity on June 7-8.
- Kerala state govt has launched ‘Knowledge Economy Mission’ to boost job prospects in the state by supporting knowledge and skillful workers . This Initiative was announced in State Budget. It will be launched to bring ongoing efforts of providing employment to educated people.
- High Court Bans Illegal Use Of 'Khadi' Brand For Beauty Pageant/Business: Illegally using the brand name "Khadi" of Khadi and Village Industries Commission (KVIC) have been restrained by the Delhi High Court from carrying out any "misleading" activities in the name of Khadi.
- The central govt. has blocked plans to launch doorstep delivery of rations in Delhi from next week. Anil Baijal, IAS has rejected the file for implementation of Doorstep Delivery of Ration citing 2 reasons - centre is yet to approve the scheme, and an ongoing court case. Previously Cabinet passed a decision to remove the name 'Mukhyamantri Ghar Ghar Ration Yojna' for the scheme and to implement doorstep delivery as part of the existing NFS Act, 2013.
- The Trinamool Congress has promoted Lok Sabha MP Abhishek Banerjee (Nephew of Mamata Banerjee) to the General Secretary post in West Bengal after an organisational meeting at Kolkata.
- The Income Tax Department is launching its new e-filing portal www.incometax.gov.in on 7th June, 2021. New taxpayer friendly portal integrated with immediate processing of Income Tax Returns (ITRs) to issue quick refunds to taxpayers.
- The Ministry of Social Justice and Empowerment has launched the SAGE (Senior care Aging Growth Engine) initiative and SAGE portal for elderly persons initiative : This will be a “one-stop access” of elderly care products and services by credible start-ups. Their products should be able to provide across sectors such as health, housing, care centers. India’s elderly population is on the rise as per surveys. It is expected to increase from around 7.5% in 2001 to almost 12.5% by 2026, and surpass 19.5% by 2050.
- Lieutenant Governor of Ladakh, RK Mathur, launched the YounTab scheme. Under the scheme, about 12,300 tablets were distributed among them in Leh to the students.
- Indian Navy’s oldest Hydrographic Survey Ship ‘INS Sandhayak’ decommissioned : retired after serving for 40 years at Naval Dockyard in Visakhapatnam.
- The Defence Acquisition Council (DAC), in its meeting chaired by Defence Minister Rajnath Singh, has approved proposals concerning capital acquisitions of various equipment for modernisation and operational needs of the armed forces amounting to approx Rs 6,000 crore.
- INS Chakra, India's lone nuclear-powered attack submarine, returns to Russia. Indian Navy's only nuclear-powered attack submarine, the INS Chakra, which was taken on lease from Russia, is believed to be on its way back to the country of its origin. INS Chakra, an Akula class vessel, was taken on lease from Russia in 2012.
- Solar Eclipse 2021: The 'Ring Of Fire' Solar Eclipse Coming Up On June 10 : The first Solar Eclipse of 2021 will be visible on Thursday, June 10, 2021. A solar eclipse occurs when the Moon comes in between the Earth and the Sun. It will be an annular solar eclipse.
- US President Joe Biden expanded restrictions on American investments in certain Chinese companies with alleged ties to the country's military and surveillance efforts. Joe Biden barred U.S. investors from financial interests in 59 Chinese companies, continuing some portions of the tough tack former President Donald Trump took with China.
|
608 |
Y |
|
3003 |
06-06-2021 |
Odia |
- ରାଜ୍ୟରେ ଗୋଟିଏ ଦିନରେ ୭୦୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୬୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୩୯୨୧ ଏବଂ ସ୍ଥାନୀୟ ସଂକ୍ରମିତ ୩୦୮୧ ଜଣ ରହିଛନ୍ତି।
- ଭୁବନେଶ୍ୱରରେ ପହଞ୍ଚିଲା ୨.୨୭ ଲକ୍ଷ କୋଭିସିଲ୍ଡ ଟିକା।
- ଯୁକ୍ତ ୨ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ ପାଇଁ ଗଠନ ହେଲା ୧୪ ଜଣିଆ ବିଶେଷଜ୍ଞ କମିଟି । ୧୦ ଦିନ ଭିତରେ କମିଟି ଦେବ ରିପୋର୍ଟ ।
- କରୋନା କାଳରେ ବୀମା କମ୍ପାନୀ ମାନଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ । ତୁରନ୍ତ କ୍ଲେମ ଉପରେ ଫୋକସ୍ ଦେବାକୁ ପରାମର୍ଶ।
- ଲକଡାଉନ୍ ସରିବା ବେଳକୁ କୋଭିଡ୍ ସଂକ୍ରମଣ ହାର ୫%କୁ ଖସି ଆସିଥିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ ।
- ଏଣିକି ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା, ଆଜିଠାରୁ ୧୯୨୯କୁ ଫୋନ୍ କରି ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ ।
- ଆଜିଠାରୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ହେବ କରୋନା ଟେଷ୍ଟିଂ । ମୋବାଇଲ୍ ଭ୍ୟାନ ପଠାଯାଇ କରାଯିବ ଆଣ୍ଟିଜେନ୍ ଏବଂ ଆରଟିପିସିଆର ଟେଷ୍ଟ । ପ୍ରେସମିଟରେ ସୂଚନା ଦେଲେ ବିଏମସି କମିସନର ।
- କେଜ୍ରିୱାଲଙ୍କ ସ୍ୱପ୍ନର ଯୋଜନା ‘ଘରେ ଘରେ ରାସନ’ରେ ରୋକ ଲଗାଇଲେ କେନ୍ଦ୍ର ସରକାର ।
- ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।
- ମଙ୍ଗଳ ଗ୍ରହରୁ ମାଟି ଆଣିବାକୁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ନାସା ।
- ଜୁନ୍ ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବ ‘ଲଭ୍ ଜିହାଦ’ ଆଇନ: ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ ।
- ନାଇଜରିଆ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଟ୍ୱିଟର ।
- ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଉତ୍ତର କୋରିଆ, ମାସେ ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାମ୍ନାକୁ ଆସିଲେ କିମ୍ ଜୋଙ୍ଗ।
- ନାଇଜେରିଆରେ ସୋସିଆଲ ମିଡିଆ ଚଳାଇବାହଁକୁ ଯୋଜନା କରୁଛି ଭାରତର ‘କୁ’।
- ଭାରତ ବାହାରେ ହେବ ଟି-୨୦ ବିଶ୍ୱକପ, ଏନେଇ ICCକୁ ସୂଚନା ଦେଲା BCCI ।
- କୁସ୍ତିଯୋଦ୍ଧା ସାଗର ଧନକଡଙ୍କ ହତ୍ୟା ଅଭିଯୋଗରେ ଜେଲରେ ବନ୍ଦୀ ଥିବା ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଜେଲ୍ରେ ଦିଆଯାଉଥିବା ଖାଦ୍ୟରେ ପେଟ ପୁରୁନାହିଁ। ମାଗୁଛନ୍ତି ପ୍ରୋଟିନଯୁକ୍ତ ଖାଦ୍ୟ ।
- ବିଶିଷ୍ଟ ଗାନ୍ଧୀବାଦୀ ଶିକ୍ଷକ ନେତା ତଥା ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ।
- ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ ।
- କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବଢୁଛି ବିବାଦ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟ୍ୟାଗ ହଟାଇ ପୁଣି ଯୋଡିଲା ଟୁଇଟର।
- ୩ଟି ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍ସ ଟାଇଟଲର ବିଜେତା ସ୍ୱିଜରଲାଣ୍ଡର ଷ୍ଟାନିଆସ୍ ୱାରିଙ୍କା ଆସନ୍ତା ଗ୍ରାଣ୍ଡସ୍ଳାମ୍ ଟେନିସ ଚମ୍ପିଆନ୍ସିପରୁ ଓହରି ଯାଇଛନ୍ତି। ଜୁନ୍ ୨୮ରୁ ଲଣ୍ଡନ୍ରେ ୱିମ୍ବଲଡନ ଚମ୍ପିଆନ୍ସିପ ଆରମ୍ଭ ହେଉଛି। ପୂର୍ବତନ ବିଶ୍ୱର ୩ନଂ ପୁରୁଷ ସିଙ୍ଗଲ୍ସ ଖେଳାଳି ୱାରିଙ୍କାଙ୍କର ଚଳିତବର୍ଷ ପ୍ରାରମ୍ଭରେ ପାଦରେ ଆଘାତ ଲାଗିଥିଲା।
|
578 |
Y |
|
3004 |
05-06-2021 |
Odia |
- NITI ଆୟୋଗ ସୂଚନା ଅନୁସାରେ କରୋନାର ତୃତୀୟ ତରଙ୍ଗ ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ, ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ |
- ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ :- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।
- ରାମଦେବଙ୍କ ନୂତନ ବିବୃତ୍ତି ଦେଇ କହିଛନ୍ତି ,"ସୋମବାର ଠାରୁ ମୁଁ ଫାର୍ମା କମ୍ପାନୀଗୁଡିକର ପୋଲ ଖୋଲିବି, ଆପଣ ଯାହା ଚାହାଁନ୍ତି ତାହା କରନ୍ତୁ "|
- ମରିସସ୍ ର ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତରେ ଦେଶରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା ।
- କୋଭିଡ ଯୋଗୁଁ ଦେଶରେ ଅଟକି ରହିଥିବା ବିଦେଶୀ ନାଗରିକଙ୍କର ଭିସା ଅବଧୀ ଅଗଷ୍ଟ ୩୧ ତାରିଖ ଯାଏ ବୃଦ୍ଧି ।
- ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ ମାସର ଭତ୍ତା । ଜୁନ୍, ଜୁଲାଇ, ଅଗଷ୍ଟ ମାସର ଭତ୍ତା ଆଗୁଆ ଦିଆଯିବ । ସୂଚନା ଦେଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
- ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମି ପୂଜା ଅନୁଷ୍ଠିତ ହୋଇଛି ।
- ପ୍ରଦୂଷଣ ରୋକିବାକୁ ପୂର୍ବତଟ ରେଳପଥର ଭିନ୍ନ ପଦକ୍ଷେପ,ସବୁଜ ରେଳ ମିଶନର ରହିଛି ଲକ୍ଷ୍ୟ । ୨୦୩୦ ପୂର୍ବରୁ ଏକ “ନେଟ୍ ଜିରୋ କାର୍ବନ ନିର୍ଗମନକାରୀ” ହେବାକୁ ଯାଉଛି।
- ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)କୁ ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
- କ୍ଷତିଗ୍ରସ୍ତ ଜମାକାରୀ ଅନଲାଇନ୍ ରେ କରି ପାରିବେ ଆବେଦନ , ଉନ୍ମୋଚନ ହେଲା ଓ୍ଵେବସାଇଟ୍ ।
- www.opid.odisha.gov.inରେ ଅନଲାଇନ୍ ଆବେଦନ କରି ପାରିବେ।
- ଦେଶରେ ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରତୀରକ୍ଷା ଅଧିକୃତ ପରିଷଦର ଅନୁମତି ।
- ଆୟକର ବିଭାଗ ଏବେ 15.47 ଲକ୍ଷ ଟିକସଦାତାଙ୍କୁ 26276 କୋଟି ଟଙ୍କା ଫେରସ୍ତ କରିଛି ।
- ଚଳିତ ଜୁନମାସ ୨୪ ତାରିଖରେ Microsoft ଏହାର Windows ଅପରେଟିଂ ସିଷ୍ଟମର ‘ପରବର୍ତ୍ତୀ ଜେନେରେସନ୍’ ଲଞ୍ଚ କରିବ।
- ଚାଇନାର କୃତ୍ରିମ ସୂର୍ଯ୍ୟ ସୃଷ୍ଟି କଲା ୧୨ କୋଟି ଡିଗ୍ରୀ ସେଲସିୟସ ତାପମାତ୍ର ।
- ପ୍ରଥମ ଥର ପାଇଁ ଲ୍ୟାବରେ ପ୍ରସ୍ତୁତ ହେଲା ମା’ କ୍ଷୀର, ଖୁବ ଶୀଘ୍ର ବଜାରକୁ ଆସିବା ସମ୍ଭାବନା । ଆମେରିକାର ମହିଳା ବୈଜ୍ଞାନିକମାନେ ବିଶ୍ୱରେ ପ୍ରଥମ ଥର ପାଇଁ ଏହି ଦୁଗ୍ଧ ପ୍ରସ୍ତୁତ କରିଛନ୍ତି ।
- ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ୬ଟି ଆଡ୍ଭାନ୍ସ ସବମରିନ୍ ନିର୍ମାଣ ପାଇଁ ୫୦ ହଜାର କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରାଳୟ ।
- ଫୋବର୍ସ ଧନୀ ଖେଳାଳୀ ତାଲିକାରେ ଏକମାତ୍ର କ୍ରିକେଟର ବିରାଟ କୋହଲି ୨୨୯ କୋଟି ସହ ୫୯ ସ୍ଥାନରେ ଅଛନ୍ତି ।
- ପାଣିପାଗ ବଦଳିଛି। ଏଥର ଉତ୍ତାପ ମଧ୍ୟ ବୃଦ୍ଧି ପାଇଛି, ମୋୖସୁମୀ ବର୍ତ୍ତମାନ କେରଳରେ ଅଛି କିନ୍ତୁ ଅନେକ ରାଜ୍ୟରେ ମୋୖସୁମୀ ତାମିଲନାଡୁରେ ପହଞ୍ଚିବ, ଦୁଇ ତିନି ଦିନ ମଧ୍ୟରେ ମୁମ୍ବାଇରେ ଟକ୍କର ଦେବ |
- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଫେସବୁକର ବଡ କାର୍ଯ୍ୟ, ଆକାଉଣ୍ଟକୁ 2 ବର୍ଷ ପାଇଁ ସ୍ଥଗିତ ରଖାଯାଇଛି
- ଗତ ତିନିମାସ ମଧ୍ୟରେ କେନ୍ଦ୍ର ସରକାର 28 ହଜାରରୁ ଅଧିକ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ, 19,694 ଟି ସମାଧାନ କରାଯାଇଥିଲା
|
566 |
Y |
|
3005 |
05-06-2021 |
English |
- The Delhi High Court has dismissed the petition filed by Juhi Chawla against 5G network and imposed a fine of Rs 20 lakh.
- The situation is improving in the country, the recovery rate has increased to 93.1 percent: Health Ministry
- There will be a shortage of vaccine in the country, Serum will also make Russia's corona vaccine Sputnik-V, the government approved
- NITI Aayog said- Third wave of Corona may come in September-October, need to be prepared
- Ramdev's new statement: From Monday, I will open the polls of pharma companies, do whatever you want
- Now India will defeat the nefarious plans of enemies even in the sea, Navy got approval to build 6 nuclear submarines
- Captain on the back foot: Vaccination policy changed in Punjab, sought back vaccine from private hospitals after opposition
- Punjab Congress will get new captain but 'Captain's wicket is safe, Navjot Singh Sidhu can become minister again, big responsibility in the party too?
- Mamta Banerjee on the path of Chhattisgarh CM Bhupesh Baghel, PM Modi's photo removed from Corona vaccine certificate, put herself.
- Income Tax Department: Rs 26276 crore refund issued to 15.47 lakh taxpayers
- Weather also changed. This time the heat has also increased, Monsoon is in Kerala now but in many states, Monsoon will reach Tamil Nadu today, will knock in Mumbai in two-three days
- In the last three months, the central government received more than 28 thousand public complaints, 19,694 were disposed of.
- New CBI Director Subodh Kumar Jaiswal has directed all officials of the agency to be dressed in formals on duty, warning them that casual dressing will not be allowed.
- Kerala Chief Minister Pinarayi Vijayan has agreed to his Odisha counterpart Naveen Patnaik's suggestions that COVID-19 vaccines should be procured by the Centre from abroad and the states should be given the flexibility to manage the procedure.
- Ashok Gehlot government has released an amount of ₹ 330 crore for the poor families of Rajasthan, officials said.
- The Central Board of Secondary Education (CBSE) on Friday constituted a 13-member committee to work out an objective criteria for assessment of class 12 students after their board exams were cancelled in view of the pandemic.
- Facebook on Friday suspended former US President Donald Trump from its platform until at least January 2023 in a decision that has been watched closely for signals on how the company will treat rule-breaking world leaders in the future.
- The Delhi University has written to its colleges to conduct a survey of students who have lost their parents due to coronavirus. The university will provide full fee-waiver to such students
- The Punjab government on Friday withdrew its decision to sell Covid vaccine doses to private hospitals for people in the 18-44 years age group.
- Veteran actor and ‘Sala Budha’ fame Atal Bihari Panda passed away while undergoing treatment at Veer Surendra Sai Institute of Medical Sciences and Research (VIMSAR). He was 92.
|
667 |
Y |
|
3006 |
04-06-2021 |
English |
-
Jugnauth was a Mauritian politician and barrister who served both as President and Prime Minister of Mauritius. The 90-year-old politician was Prime Minister in for 18 years almost for six terms, beginning from 1982.
-
June 4: As many as 7,729 persons in the state tested positive for Coronavirus in the past 24 hours, informed Health Departmento fficials. New Positive Cases:7729 In quarantine: 4331 Local contacts: 3398
-
Chief Minister Naveen Patnaik has sanctioned an amount of Rs 67,52,000 from CMRF today for stray animals in urban areas.
-
Union Education Minister Ramesh Pokhriyal ‘Nishank’ announced that Government has decided to extend the validity period of Teachers Eligibility Test qualifying certificate from 7 years to lifetime with retrospective effect from 2011.
-
Former US president Donald Trump had prohibited Americans from buying stakes in 31 Chinese companies that were deemed to be supplying or supporting China's military and security apparatus, and Biden's move expands the blacklist to 59.
-
India will receive Covid vaccines from the US as part of the first 25 million doses that country plans to supply under a larger framework, US Vice President Kamala Harris told Prime Minister Narendra Modi during a call.
-
Nearly 3,000 junior doctors working in the six government medical colleges of Madhya Pradesh resigned en masse from their posts on Thursday.
-
The Samyukta Kisan Morcha (SKM), a joint forum of farmer unions protesting the three farm laws, on Thursday said they will observe Sampoorna Kranti Diwas on June
-
A Delhi court on Thursday sent RJD Rajya Sabha MP Amarendra Dhari Singh, arrested in a money laundering case related to an alleged fertiliser scam, to 10-day custody of the Enforcement Directorate (ED), saying it was necessary for fair investigation.
-
Leader of the Trinamool Congress party in the Lok Sabha, Sudip Bandopadhyay held a telephonic conversation with Speaker Om Birla on Thursday seeking disqualification of party MPs Sisir Adhikari and Sunil Mondal under anti-defection rules.
-
Gautam Gambhir will organize free vaccination camps for people above 18 years of age:
-
Kerala tops in NITI Aayog's SDG India Index 2020-21, Bihar's worst performer.
-
Network became a big problem in the villages along the China border, there was a disturbance in the online classes of the children
-
Dominica should send Choksi to India, otherwise it will be a problem for us: Antigua PM
-
Center's advice to SC, said- Parliament can reject your orders
-
As per survey: By 2025 there will be 90 crore active internet users in the country, villages will be ahead
-
Baba Ramdev launches many medicines of Patanjali, contains vitamins, zinc and calcium
-
Jammu and Kashmir: Army Chief Naravane said – no trust in Pakistan, but we will not fire the first bullet.
-
CM Yogi's big announcement – OPD services will start in all government hospitals of UP from Friday.
-
The Odisha government has decided to relax the lockdown norms, with allowing optometrist, opticians and optical shops to operate during lockdown period.
|
651 |
Y |
|
3007 |
04-06-2021 |
Odia |
-
ଗଣ ଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଘରୋଇ ସ୍କୁଲ ୨୦୨୦-୨୧ ଶିକ୍ଷାବର୍ଷରେ ୧୫% ଦେୟ ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
-
ନୀତି ଆୟୋଗର SDG ଇଣ୍ଡେକ୍ସ ରେ ୧୯କୁ ଖସିଲା ଓଡ଼ିଶା, କିନ୍ତୁ କ୍ଲାଇମେଟ ଆକ୍ସନ,ଲାଇଫ୍ ବିଲୋ ଓ୍ବାଟର ଗୋଲ୍ ରେ ଶ୍ରେଷ୍ଠ।
-
ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ସାର୍ଟିଫିକେଟର ବୈଧତା ୭ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
-
କଟକରେ କୋଟିଏ ଦଶ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ କରାଯାଇଛି ।
-
ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ ପଦ୍ଧତି ନେଇ ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ତଥ୍ୟ ରଖିବାକୁ ସିବିଏସଇ ଓ ଆଇସିଏସଇକୁ ସୁପ୍ରିମକୋର୍ଟ ର ନିର୍ଦ୍ଦେଶ ।
-
ବାରାଣାସୀରେ ପ୍ରସ୍ତୁତ ଦେଶର ସବୁଠାରୁ ବଡ ଅତ୍ୟାଧୁନିକ କନଭେନସନ ସେଣ୍ଟର ‘ରୁଦ୍ରାକ୍ଷ’ କୁ ଉଦଘାଟନ କରିବେ ମୋଦି । କୋବିଡ ସ୍ଥିତି ସ୍ୱାଭାବିକ ହେବା ପରେ ଖୁବ ଶୀଘ୍ର ଉଦ୍ଘାଟନ କରିବେ ପିଏମ ମୋଦୀ ।
-
ରାଜସ୍ଥାନ ଅଜମେରରେ ରହୁଥିବା ଧନାରୀ .ବୟସ ମାତ୍ର ୫ ବର୍ଷ, ହେଲେ ବୁଲିଛନ୍ତି ୪୦ରୁ ଅଧିକ ଦେଶ ଏବେ ଇଣ୍ଡିଆ ବୁକ ଅଫ ରେକର୍ଡସ୍ରେ ‘ମୋଷ୍ଟ ଟ୍ରାଭେଲ୍ଡ ବେବି’ ଭାବେ ପାଇଲେ ସ୍ଥାନ ।
-
ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ ଜାରି । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ ପରାମର୍ଶ ।
-
ଭାରତୀୟ ସୀମା ନିକଟରେ ଏୟାରପୋର୍ଟ ନିର୍ମାଣ କରିବ ଚୀନ ।
-
ଟୋକିଓ ଅଲିମ୍ପିକ୍ସକୁ ଆଉ ୫୦ ଦିନ ବାକି ରହିଥିବା ବେଳେ ଏହି ଅବସରରେ ଭାରତର ଅଲିମ୍ପିକ୍ସ ପ୍ରସ୍ତୁତି ସମୀକ୍ଷା କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
-
ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀ ରେ 500 ରୁ କମ୍ ନୂତନ କରୋନା, 50 ରୁ କମ୍ ମୃତ୍ୟୁ |
-
ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟୀକାକରଣ ଶିବିର ଆୟୋଜନ କରିବେ: ଗୌତମ ଗମ୍ଭୀର |
-
ବିହାରର ଖରାପ ପ୍ରଦର୍ଶନ NITI ଆୟୋଗର SDG ଇଣ୍ଡିଆ ଇଣ୍ଡେକ୍ସ 2020-21 ରେ କେରଳ ଶୀର୍ଷରେ ଅଛି
-
ଡୋମିନିକା ଚୋକସିଙ୍କୁ ଭାରତ ପଠାଇବା ଉଚିତ୍, ନଚେତ୍ ଏହା ଆମ ପାଇଁ ଏକ ଅସୁବିଧା ହେବ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ |
-
ଏସସିଙ୍କୁ କେନ୍ଦ୍ରର ପରାମର୍ଶ, କହିଛନ୍ତି- ସଂସଦ ଆପଣଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିପାରିବ
-
ସର୍ବେକ୍ଷଣ: 2025 ସୁଦ୍ଧା ଦେଶରେ 90 କୋଟି ସକ୍ରିୟ ଇଣ୍ଟରନେଟ ବ୍ୟବହାରକାରୀ ରହିବେ, ଗ୍ରାମଗୁଡ଼ିକ ଆଗରେ ରହିବେ
-
ବାବା ରାମଦେବ ପତଞ୍ଜଳିର ଅନେକ ଔଷଧ ଲଞ୍ଚ କରନ୍ତି, ଏଥିରେ ଭିଟାମିନ୍, ଜିଙ୍କ ଏବଂ କ୍ୟାଲସିୟମ୍ ଥାଏ |
-
ତୃତୀୟ ପର୍ଯ୍ଯାୟରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ରାଶିକୁ ମଞ୍ଜୁର ଦେଇଛନ୍ତି । ଅସହାୟ ଭାବେ ବୁଲୁଥିବା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଖର୍ଚ୍ଚ ହେବ।
-
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ୍ ଡ଼କ୍ଟର ବିଜୟ କୁମାର ସାହୁ ଙ୍କ ୫୭ ବର୍ଷ ବୟସରେ଼ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଲୋକ ସଂପର୍କ ଅଧିକାରୀ ଶରତ କର।
-
ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।
|
587 |
Y |
|
3008 |
03-06-2021 |
Odia |
- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୩୯ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୯୪୮ ଏବଂ ସ୍ଥାନୀୟ ସଂକ୍ରମିତ ୩୮୯୧ ଜଣ ରହିଛନ୍ତି।
- ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଏବଂ ପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଗୁରୁବାର ଭୋର୍ରୁ ଭାରତୀୟ ଦଳ ସ୍ବତନ୍ତ୍ର (ଚାର୍ଟର) ବିମାନରେ ଇଂଲଣ୍ଡ ଯାତ୍ରାକରିଛି।
- ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରୁଣ କୁମାର ମିଶ୍ର ଆଜି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତ
- ଜଣେ ସରକାରୀ କର୍ମଚାରୀ ଯଦି କେଭିଡ ଟିକା ନ ନେବେ, ତେବେ ତାଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ତାଙ୍କର ଦରମା ବନ୍ଦ କରିଦିଆଯିବ। ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତରପ୍ରଦେଶ ଫିରୋଜାବାଦ ଜିଲା ପ୍ରଶାସନ।
- ଦେଶରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦେୟଯୁକ୍ତ କୋଭିଡ ଟିକାକରଣ ନୀତିକୁ ସୁପ୍ରିମକୋର୍ଟ ବୁଧବାର ସମାଲୋଚନା କରିଛନ୍ତି। ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ବୟସ ବର୍ଗଙ୍କ ପାଇଁ କୋଭିଡ-୧୯ ଟିକାକରଣ ନୀତି ସଂପୂର୍ଣ୍ଣ ଭାବରେ ଏକଚାଟିଆ ଏବଂ ଅଯୁକ୍ତିଯୁକ୍ତ ହୋଇଛି।
- ଟିକା ମହଜୁଦ ନଥାଇ ଅଧିକରୁ ଅଧିକ ଟିକା କେନ୍ଦ୍ର ଖୋଲିବା ଭଳି ନିଷ୍ପତ୍ତି ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଚାରପତି ରେଖା ପାଲି କହିଛନ୍ତି ଯେ ଦିଲ୍ଲୀ ସରକାର ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ପାନ ଟିକା ଯୋଗାଇବା ନିଶ୍ଚିତ କରିବା ଦରକାର।
- କୌଣସି ତଥ୍ୟ ଗଣମାଧ୍ୟମ କିମ୍ବା ସର୍ବସାଧାରଣରେ ପ୍ରକାଶ କରିବାକୁ ହେଲେ ଉକ୍ତ ଅଧିକାରୀଙ୍କୁ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷକରି ଗୁଇନ୍ଦା ଓ ସୁରକ୍ଷା ବାହିନୀରେ କାର୍ଯ୍ୟକରି ଅବସର ନେବା ପରେ ବିଭିନ୍ନ ଅଧିକାରୀ ଅନେକ ସମୟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରୁଛନ୍ତି।
- ବିଦେଶରୁ ଟିକା କିଣିବା ପ୍ରସଙ୍ଗରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏକାଠି ହେବାକୁ ଆହ୍ୱାନ ଦେଲେ ନବୀନ । ମମତା ବାନାର୍ଜୀ ଓ କେଜ୍ରିୱାଲଙ୍କ ସମେତ ୬ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା ।
- ୬ କୋଟି ପିଏଫ ହିତାଧିକାରୀଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କ ଖାତରେ ଥିବା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧ ପ୍ରଦାନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ।
- ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତକାଲି ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
- ଚାକିରି ଉପରେ କରୋନା ମାଡ । ବେରୋଜଗାରର ସତ ସାମ୍ନାକୁ ଆଣିଲା ସିଏମଆଇଇର ରିପୋର୍ଟ । ଜାନୁଆରିରୁ-ମେ’ ଭିତର ଚାକିରୀ ହରାଇଲେ ୨କୋଟି ୨୭ଲକ୍ଷ ଲୋକ ।
- ଓଡ଼ିଶାରେ ପ୍ରଥମ: ରାଜଧାନୀରେ ଆରମ୍ଭ ହେଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ “ଅମୃତ ଧାରା” ଯୋଜନା, କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ଯାଏଁ ସଂକ୍ରମିତ ରୋଗୀଙ୍କୁ ମିଳିବ ଅକ୍ସିଜେନ୍
- ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା, ନିଜ ଗାଁକୁ କରୋନା ମୁକ୍ତ କର, ୫୦ ଲକ୍ଷ ଟଙ୍କା ପୁରସ୍କାର ନିଅ ।
- ଗତକାଲି ଡେବ୍ୟୁ ମ୍ୟାଚ୍ରେ ଶତକ ଅର୍ଜନ କଲେ ଡେଓ୍ଵନ କନଓ୍ଵେ, ଭାଙ୍ଗିଲେ ଗାଙ୍ଗୁଲିଙ୍କ ୨୫ ବର୍ଷର ପୁରୁଣା ରେକର୍ଡ ।ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୩ ଓ୍ଵିକେଟ୍ ହରାଇ ୨୪୬ ରନ କରିଛି।
- ରାଜ୍ୟ ସରକାର ବାତ୍ୟା ‘ୟାସ୍’ର କ୍ଷୟକ୍ଷତି ଆକଳନ କରିଛନ୍ତି । ବାତ୍ୟାରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୋଇଛି। ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା ।
- କେରଳରେ ମୌସୁମି ବାୟୁ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ଗୁରୁବାର କେରଳରେ ମୌସୁମି ବାୟୁ ଛୁଇଁବାର ସମ୍ଭାବନା ରହିଛି । କେରଳର କେତେକ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
- ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀଭାବେ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।
- ହୀରାକୁଦ ଆଇଟିଆଇର ମେସିନିଷ୍ଟ ଛାତ୍ର ବୀରେନ୍ଦ୍ର ସେଠ ସର୍ବଭାରତୀୟ ଟ୍ରେଡ୍ ପରୀକ୍ଷାରେ ସାରା ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।
- ଆମେରିକା ପାଇଁ ଖେଳିବାକୁ ଭାରତ ଛାଡ଼ିଲେ ସ୍ମିତ୍: ୨୦୧୨ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜେତା ଦଳର ସଦସ୍ୟ ଥିଲେ ।
- ସ୍କୁଲ କ୍ୟାମ୍ପସଗୁଡ଼ିକ ସବୁଜିମାମୟ ହେବ । ମୌସୁମୀ ସମୟ ତଥା ବର୍ଷା ଋତୁରେ ପ୍ରାଥମିକ ଓ ହାଇସ୍କୁଲ କ୍ୟାମ୍ପସଗୁଡ଼ିକରେ ବ୍ୟାପକ ବୃକ୍ଷରୋପଣ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳ ତଥା ମୋ ସ୍କୁଲ ଅଭିଯାନର ଜିଲ୍ଲାସ୍ତରୀୟ କମିଟି ଅଧ୍ୟକ୍ଷଙ୍କୁ କହିଛନ୍ତି ।
|
613 |
Y |
|
3009 |
03-06-2021 |
English |
- Senior Biju Janata Dal (BJD) leader and Former Minister Bijayshree Routray passed away today afternoon while undergoing treatment at a private hospital in Bhubaneswar. He was 67.
- Odisha reported 8839 fresh COVID-19 cases in the last 24 hours as the tally in the state reached 790970. A total of 70178 samples were tested, yesterday. Khurda district registered highest 1235 new infections, followed by Cuttack (769) and Mayurbhanj (583). With this, the number of active cases in Odisha reached 85423.
- Odisha has suffered losses of Rs 610 crore due to the damages caused by very severe cyclonic storm ‘Yaas’ which made a landfall at Bahanaga of Balasore district on May 26. This was informed by the State’s Special Relief Commissioner (SRC) PK Jena during a review meeting chaired by Chief Minister Naveen Patnaik today evening.A US-based organization donated a generous amount to the tune of Rs 48.89 lakh to the Chief Minister’s Relief Fund to help the state fight the second wave of the Covid-19pandemic.
- Railways achieves highest freight loading of 1233 million tonnes in 2020-2144.12 Lakh farmers benefited by ongoing wheat procurement operations with MSP value of over Rs 80,936 Crore
- Dr. Harsh Vardhan successfully completes his tenure as Chairperson of Executive Board of WHO
- Labor veteran, Isaac Herzog elected as Israel's 11th President
- WHO approves China’s SINOVAC Covid vaccine for Emergency Use Listing
- Indian Cricket Team left for UK on marathon tour to play 6 Test matches including World Test Championship final against New Zealand
- Justice (Retd) Arun Kumar Mishra took charge as the chairman of the National Human Rights Commission , NHRC in New Delhi.
- The clinical trial of Bharat Biotech's COVAXIN on children began at AIIMS Patna .
- Surya Grahan 2021: The first solar eclipse of 2021 will take place on June 10. This celestial event comes a few days after sky gazers witnessed 2021’s lunar eclipse. Get ready to see the dramatic ‘Ring of Fire’ in the coming days.
- The Kerala Assembly on Wednesday unanimously passed a resolution demanding that the Centre provide COVID-19 vaccines free of cost to all states , even as the ruling and opposition members clashed over the COVID-19 fatality numbers in the state.
- The Delhi High Court Wednesday questioned actress-environmentalist Juhi Chawla for directly filing a suit against setting up of 5G wireless networks in the country without giving any representation to the government on her concerns related to the technology.
- Country will soon get eight new Flying Training Academies under the liberalised Flying Training Organisation (FTO) policy of the Airports Authority of India (AAI).
- Retired Security Officials now need Govt Nod for any Writing Related to Former Organisation's 'Domain'. A sweeping amendment to the Central Pension Rules threatens retired officials who don't obey the new gag order with loss of pension
- Indian cricketers leaving for a marathon tour of United Kingdom, where they will play six Test matches including the marquee World Test Championship final against New Zealand.
- Javelin thrower Neeraj Chopra's travel plans to France has been delayed by few days as India is currently placed as a high-risk country with COVID-19 infection and thus a person travelling to France requires an internal authorisation letter (Laissez-passer) issued by French Interior Ministry to travel.
- To celebrate the occasion of 50 days to the Tokyo Olympics, the Ministry of Youth Affairs and Sports (MYAS) is set to launch short movies on the journeys of Tokyo-bound Indian athletes on 3rd June, 2021.
|
636 |
Y |
|
3010 |
02-06-2021 |
English |
- In view of the extended COVID-19 lockdown with effect from June 1, Odisha Government today issued fresh guidelines regarding functioning of Government offices in the state. As per the guidelines, all Government departments will function with 30 per cent strength of employees and officers of the rank of Deputy Secretary and above should attend office daily.
- Heavy rainfall and thunderstorm are likely to occur in several districts of Odisha today, the Regional Meteorological Centre here forecasted.
- As many as 8399 more persons tested positive for COVID-19 in Odisha during the last 24 hours.
- Odisha is likely to receive Sputnik V COVID-19 vaccine in the second week of this month, sources said.
- Maharashtra Chief Minister Uddhav Thackeray on Tuesday gave his nod to a notification to fix the price in private hospitals treating COVID-19 patients
- Guwahati Jail becomes first jail of Assam to administer 1st dose of COVID vaccination to all inmates.
- AP Chief Minister Y.S. Jagan Mohan Reddy instructed officials to initiate measures for the completion of Rs 15,743 crore Agri Infra Fund projects in the stipulated period. The government has recently allocated Rs 31,256.55 crore in the budget for various agri-related schemes.
- Senior Advocate Mahesh Jethmalani has been nominated to the Rajya Sabha. He is the son of a renowned lawyer Ram Jethmalani who was also a Rajya Sabha member.
- Director General of Indian Council of Medical Research Prof. Balram Bhargava expresses hope that entire population of country will be vaccinated by end of December.
- Lt Gen Ajai Singh takes over as 16th Commander-in-Chief, Andaman & Nicobar command of the Armed Forces, based at Port Blair..
- Lieutenant General Pradeep Chandran Nair on Tuesday took over as the Director General of Assam Rifles , India’s oldest paramilitary force. Assam Rifles provides security to the northeastern region and has a diversified role ranging from security to providing welfare.
- Vice Admiral Ravneet Singh, Ati Vishisht Seva Medal (AVSM), and Nausena Medal (NM) holder, assumed charge as the Deputy Chief of Naval Staff . According to the Defence Ministry, he was commissioned into the Indian Navy on July 1, 1983.
- India and China have signed an agreement under which Beijing shares hydrological data with New Delhi.
- The biggest tranche yet of Russia's Sputnik V vaccine of nearly 3 million doses landed in Telangana from Russia early on Tuesday.
- Pakistan Develops Anti-Covid Vaccine 'PakVac' with Help of China.
- China has reported the world's first case of a human infected with H10N3 avian influenza in its eastern province of Jiangsu.
- The International Cricket Council has given BCCI time till June 28 to take a call on whether it would host the marquee T20 World Cup in India amid the threat posed by the COVID-19 pandemic.
- ICC Board confirmed the schedule of ICC events from 2024-2031 with both the ICC Men’s Cricket World Cup and ICC Men’s T20 World Cup to be expanded and a Men’s Champions Trophy to be re-introduced. The ICC Men’s Cricket World Cup will become a 14 team, 54 match event in 2027 and 2031
- The Special Squad of Commissionerate Police today seized 120 duplicate television sets and arrested four persons in this connection. Police have also seized 120 television sets from the accused.
The Excise sleuths seized brown sugar worth 14 lakhs and arrested Ganesh Panda, a resident of Aranji village in this connection at Bonth Chakk in the dist |
636 |
Y |
|