# |
Date |
Type |
Current Affairs |
No. Of Views |
Status |
Action |
2971 |
22-06-2021 |
Odia |
- ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୯୫୭ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୯୮ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୫୯ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୩୪୯୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୦୮ ସଂକ୍ରମିତ ।
- ଦୁବାଇରେ ସମ୍ମାନଜନକ ଇନସ୍ପାୟାରିଂ ଓମେନ ବିଜନେସ ଲିଡର ଆୱାର୍ଡ-୨୦୨୧ ଲାଭ କରିଛନ୍ତି ମଧୁସ୍ମିତା ନାୟକ । ଦୀର୍ଘ ୧୩ ବର୍ଷ ଧରି ୟୁନାଇଟେଡ ଆରବ ଏମିରେଟସରେ ବାସ କରୁଥିବା ମଧୁସ୍ମିତା ଦୁବାଇ ସରକାରଙ୍କ ଅଧୀନରେ ଷ୍ଟ୍ରାଟେଜି ଆଣ୍ଡ ବିଜନେସ ଏକ୍ସଲେନସ ଡିପାର୍ଟମେଣ୍ଟରେ କାର୍ଯ୍ୟ କରିଆସୁଛନ୍ତି ।
- ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଇତି ମଧ୍ୟରେ ରାଜ୍ୟରେ କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ।
- ସୋମବାର ଦେଶରେ ରେକର୍ଡ ସଂଖ୍ୟକ ୮୦ ଲକ୍ଷରୁ ଅଧିକ ପାନ ଟିକାକରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ କଠିନ ପରିଶ୍ରମ ପାଇଁ ସମ୍ମୁଖ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି ।
- ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ନେତୃତ୍ବ ନେବେ ରାନୀ ରାମପାଲ, ଓଡ଼ିଆ ଖେଳାଳୀ ଦୀପଗ୍ରେସ ଏକ୍କା ଉପ-ଅଧିନାୟିକା ।
- ସୁଧୁରୁଛି ଶିଳ୍ପପତି ଅନିଲ୍ ଅମ୍ୱାନୀଙ୍କ ଅର୍ଥନୈତିକ ସମସ୍ୟା, ସେୟାର ମୂଲ୍ୟ ୩ ମାସରେ ୧ ହଜାର ପ୍ରତିଶତ ବୃଦ୍ଧି ।
- ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ଆସନ୍ତା ୨୩ ତାରିଖ ରାତ୍ର ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
- ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ । ଆସନ୍ତାମାସ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ସକାଳ ସାଢ଼େ ଆଠଟାରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ଣ ୨ଟା ସୁଦ୍ଧା ଛେରାପହରା ସହ ୩ଟାରୁ ରଥଟଣା ପାଇଁ କାର୍ଯ୍ୟସୂଚୀ ସ୍ଥିର ।
- ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରୋଜ୍ ବାଉଲରେ ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲର ଚତୁର୍ଥ ଦିବସ ଖେଳକୁ ବର୍ଷା ଧୋଇ ଦେଇଛି ।
- କରୋନା ଭାଇରସ୍ ସଂକ୍ରମଣର ସ୍ଥିତିକୁ ଅନୁଧ୍ୟାନ କରି ଜମ୍ମୁ-କଶ୍ମୀର ପ୍ରଶାସନ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।
- ଓଡ଼ିଶା ଅଭିଭାବକ ମହାସଂଘର ଦାବି ମାନିଲା ଗଣଶିକ୍ଷା ବିଭାଗ,୧୫%ଛାଡ ହେବ ଟ୍ଯୁସନ ଫି।
- କେନ୍ଦ୍ରୀୟ ପଦ୍ଧତିକୁ ଅନୁସରଣ କରିପାରେ ରାଜ୍ୟ, ପ୍ରତି ୩ ମାସରେ ବିଦ୍ୟାର୍ଥୀଙ୍କ ଦକ୍ଷତା ମାପିବେ ଶିକ୍ଷକ।
- ସମ୍ବଲପୁର;ମାତ୍ର ୧୧ ଟଙ୍କାରେ ଆମ୍ବୁଲାନ୍ସ ସେବା : ‘ସାଥି ଚାରିଟେବଲ ଟ୍ରଷ୍ଟ’ର ମାନବୀୟ ସେବା,ଦୁଇଟି ସହାୟତା ମୋବାଇଲ ନମ୍ବର ୯୧୭୮୧୭୧୯୯୯ ଓ ୮୬୫୮୮୨୯୯୦୯ ଜାରି
- ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ନେତୃତ୍ବ ନେବେ ରାନୀ ରାମପାଲ, ଓଡ଼ିଆ ଖେଳାଳୀ ଦୀପଗ୍ରେସ ଏକ୍କା ଉପ-ଅଧିନାୟିକା।
- ପ୍ରଥମ ଥର ପାଇଁ ଓଡ଼ିଶାରେ ଆରମ୍ଭ ହେଲା ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଦଶମ ଯାଏଁ ଅନଲାଇନରେ ହେଲା କ୍ଲାସ । ଉପାନ୍ତ ଜିଲ୍ଲାରୁ ଆସିଲା ବିକଳ ଚିତ୍ର, ଅନେକ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ ପଢ଼ି ପାରିଲେନି ପାଠ । ପ୍ରଥମ ଦିନରେ ୟୁଟ୍ୟୁବରେ ପଢ଼ିଲେ ୭ ଲକ୍ଷ ଛାତ୍ରଛାତ୍ରୀ।
- ରାଜ୍ୟରେ ୧ କୋଟି ଟପିଲା ଟିକାକରଣ । ଚାଲିଛି ବଡ଼ ଅଭିଯାନ, ଗୋଟିଏ ଦିନରେ ୩ ଲକ୍ଷ ଟାର୍ଗେଟ୍, ଟିକାକେନ୍ଦ୍ରରେ ଲାଗିଲା ଲମ୍ବାଲାଇନ୍ ।
- 5G ନେଟୱାର୍କ ତିଆରି ପାଇଁ ଟିସିଏସ୍ ସହ ହାତ ମିଳାଇଲା ଏୟାରଟେଲ୍, ଶୀଘ୍ର ଆରମ୍ଭ ହେବ ଟ୍ରାଏଲ୍ ।
- ବ୍ଲାକ ଫଙ୍ଗସ ପରେ ସାମ୍ନାକୁ ଆସିଲା ଅପ୍ଟିକ୍ ନ୍ୟୁରାଇଟିସ୍ ରୋଗ: ଡାକ୍ତରଙ୍କ ଦାବି, ସାରା ବିଶ୍ୱରେ ଏହା ପ୍ରଥମ ମାମଲା । କାନପୁର ସ୍ଥିତ ଲାଲା ଲଜପତ ରାୟ ହସ୍ପିଟାଲରେ ଜଣେ ରୋଗୀଙ୍କ ଠାରେ ଏକ ରୋଗ ଦେଖିବାକୁ ମିଳିଛି।
- ନୂଆ ଜାତୀୟ ରେକର୍ଡ କଲେ ଦୂତୀ , ୧୧.୧୭ ସେକେଣ୍ଡରେ ଦୌଡିଲେ ୧୦୦ ମିଟର । ଥଥାପି ମାତ୍ର .୦୦୨ ସେକେଣ୍ଡ ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି ।
- ଉତ୍ତରପ୍ରଦେଶର ରାମ ମନ୍ଦିର ଜମି କିଣା ଦୁର୍ନିତି ମାମଲାରେ ଜଣେ ସାମ୍ବାଦିକଙ୍କ ନାଁରେ ଏତଲା କରାଯାଇଛି। ରାମ ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତରାୟଙ୍କ ଭାଇ ସଞ୍ଜୟ ବଂଶଲଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଚମ୍ପତ୍ତ ରାୟଙ୍କ ବିରୋଧରେ ମଧ୍ୟ ଅଯୋଧ୍ୟା ଜମି ଦୁର୍ନୀତି ନେଇ ପ୍ରଶ୍ନ ଉଠିଥିଲା।
|
605 |
Y |
|
2972 |
22-06-2021 |
English |
- India recorded 42,640 new Covid-19 cases in the last 24 hours, the lowest since March 23, according to data released by the Union Health and Family Welfare Ministry on Tuesday.As it continued with a declining trend of coronavirus infection, the country reported 1,167 deaths. This is the fifth consecutive day in the last two months when the toll has been below the 2,000-mark.
- Odisha today crossed a major landmark of administering 1 crore COVID-19 vaccine doses. So far, 1,00,06,067 doses have been given to people in the state, as per the data available on CoWIN portal.
- Odisha reported as many as 2957 new COVID-19 cases in the last 24 hours while 61608 samples were tested in the state, yesterday. The Test Positivity Rate (TPR) for the day stood at 4.7%. Khurda district registered highest 408 fresh infections, followed by Cuttack (272) and Jajpur (260).
- Ace Sprinter Dutee Chand set the national record in women’s 100 metre sprint event. At the Indian Grand Prix-IV organized by the Athletics Federation of India in Patiala of Punjab, Chand registered the national record in the 100 metre sprint by clocking 11.17seconds.
- The Supreme Court Monday reserved verdict on the pleas seeking directions that ex-gratia compensation of Rs 4 lakh be paid to the families of those who have died of COVID-19
- On the Father’ Day, Odisha chief minister Naveen Patnaik acted like a father and launched a scheme named “Ashirbad” for children orphaned by the Covid pandemic.
- The Centre has told the Supreme Court that ex-gratia compensation of Rs 4 lakh cannot be paid to the families of those who have died of Covid-19
- Nation celebrated the seventh International Day of Yoga virtually due to the coronavirus pandemic. The lead programme of the event, held by the Union Ministry of AYUSH, began at 6:30 am. During the programme, Union Minister of State for AYUSH Kiran Rijiju & PM Modi addressed the nation.
- The Record of 80 lakh COVID-19 vaccine doses administered so far on 1st day of nationwide free vaccination drive (21 June). All citizens above the age of 18 can avail free vaccination at any govt facility. The Centre will buy 75% of the total vaccine production from vaccine manufacturers & give it to the state govts free of cost.
- J&K govt cancels annual Shri Amarnath Ji Yatra in view of COVID-19 pandemic.
- The Govt has extended the waiver of Inter-State Transmission system (ISTS) charges on transmission of electricity generated from solar & wind sources up to 30th June 2025. Earlier, it was up to 30th June 2023.
- Former Inspector General of Punjab Police Kunwar Vijay Pratap Singh today joined the Aam Aadmi Party at Amritsar.
- Tamil Nadu govt has released guidelines for protecting school students from sexual abuse. The regulation states that every school should have a eight member student protection counsel group consisting of the school headmaster or headmistress, teachers, members of the parent teachers association, non teaching staff, outside members and management representatives.
- From Jul 2021, a higher Tax Deducted At Source (TDS) rate would be applicable for Income Tax Return (ITR) non-filers, according to the Finance Act, 2021. If a taxpayer has not filed TDS in the last 2 years & TDS deducted each year more than ₹50,000, the tax department will charge more while filing the ITR from July 1.
- The Central Board of Secondary Education (CBSE) and Council for the Indian School Certificate Examinations (CISCE) boards have told the Supreme Court that class XII board examination results would be declared by July 31.
- Pakistan Foreign Minister Shah Mahmood Qureshi has alleged that India is using Afghanistan for “carrying out terrorist activities” in Pakistan.
- India received USD 64 billion in Foreign Direct Investment in 2020, the 5th largest recipient of inflows in the world, according to a UN report.
- US Navy tests new aircraft carriers's metal with powerful explosions . The massive explosive was set off underwater near USS Gerald R. Ford, the first of a new class of advanced aircraft carriers, in the Atlantic Ocean.
- Sweden's parliament ousted PM Stefan Lofven in a no-confidence vote on 21 June, giving the Social Democrat leader a week to resign & hand the speaker the job of finding a new govt, or call a snap election.
- Union Minister of Youth Affairs and Sports and Minister of the Ministry of Ayush Kiren Rijiju announces 25 Fit India Yoga centers across 9 states on occasion of IYD20
|
635 |
Y |
|
2973 |
21-06-2021 |
Odia |
- ୭ମ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ସମଗ୍ର ବିଶ୍ବ କୋଭିଡ୍-୧୯ ମହାମାରୀ ବିପକ୍ଷରେ ସଂଗ୍ରାମରତ ଥିବାବେଳେ ଯୋଗ ଆଶାର ପ୍ରତିଶ୍ରୁତି ହୋଇପାରିଛି। ଆଜକୁ ଦୁଇ ବର୍ଷ ହେବ ଭାରତ କିଂବା ବିଶ୍ବରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରି ନ ଥିଲେ ବି ଯୋଗ ପ୍ରତି ଥିବା ଉତ୍ସାହ ହ୍ରାସ ପାଇ ନାହିଁ।
- ରବିବାର ବିଳମ୍ବିତ ରାତିରେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍ରେ ଆରମ୍ଭ ହୋଇଥିବା ‘ଏନ୍କାଉଣ୍ଟର୍’ରେ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର-ଏ-ତୈବା’ର ଜଣେ କୁଖ୍ୟାତ କମାଣ୍ଡର୍ଙ୍କ ସମେତ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।
- ଆଜିଠାରୁ ପ୍ରଥମଥର ପାଇଁ ୟୁ ଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଏ ପଡିବେ ପାଠ ।
- ଅନାଥଙ୍କ ପାଇଁ ‘ଆଶୀର୍ବାଦ’ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବାପା,ମା’ ବା ପରିବାରର ମୁଖ୍ୟଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷା-ଦୀକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ପିଲାଟିକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ମାସିକ ୨୫୦୦ ଟଙ୍କା।
- ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗଦିବସ, କାର୍ଯ୍ୟକ୍ରମକୁ ସକାଳ ୬.୩୦ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ୮୧୦ଟି ମୁଖ୍ୟ ଡାକଘରେ ଉନମୋଚିତ ହେବ ସ୍ମାରକୀ ଡାକଟିକେଟ ।
- ଆଜିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ । ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ । ଏଣିକି ବିନା ପୂର୍ବ ପଂଜିକରଣରେ ସିଧାସଳଖ ନେଇପାରିବେ ଟିକା ।
- ରଥଯାତ୍ରା ପାଇଁ ନୀତି ନିର୍ଘଂଟ ଚୂଡ଼ାନ୍ତ । ବିନା ଭକ୍ତରେ ମାଉସୀ ଘରକୁ ଯିବେ ମହାବହୁ । ସକାଳ ସାଢ଼େ ୮ରେ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା।
- କେନ୍ଦ୍ରୀୟ ରେଶମ ବୋର୍ଡରୁ କେନ୍ଦୁଝରର ଡକ୍ଟର ପ୍ରଶାନ୍ତ କୁମାର କରଙ୍କୁ ମିଳିଲା ଶ୍ରେଷ୍ଠ ବୈଜ୍ଞାନିକ ସମ୍ନାନ । ଟସର ରେଶମ ବିଷୟରେ ଉଚ୍ଚମାନର ଗବେଷଣା ତଥା ବୈଜ୍ଞାନିକ ପଦ୍ଧତିରେ ଚାଷର ପ୍ରଚାର ପ୍ରସାର ଯୋଗୁଁ ମିଳିଲା ଏହି ପୁରସ୍କାର ।
- ପ୍ରତିବନ୍ଧକ ହଟାଇଲା ୟୁଏଇ, ଜୁନ ୨୩ରୁ ଭାରତରୁ ଦୁବାଇକୁ ଆରମ୍ଭ ହେବ ବିମାନ ଚଳାଚଳ ।
- ଲଣ୍ଡନରେ ଚାଲିଥିବା IND vs NZ WTC ଫାଇନାଲ ୨୦୨୧ ରେ ଭାରତୀୟ ଦଳ ଏହାର ପ୍ରଥମ ଇନିଂସରେ ମାତ୍ର ୨୧୭ ରନ କରି ହେଲା ଅଲଆଉଟ ।
- ଅଲିମ୍ପିକ୍ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା । ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ BCCI ଦେବ ୧୦ କୋଟି ଟଙ୍କା ।
- ଆଜି ବିଶ୍ୱ ସଙ୍ଗୀତ ଦିବସ ,ସର୍ବ ପ୍ରଥମେ ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ଜ୍ୟାକ୍ ଲାଙ୍ଗ ୧୯୮୨ ମସିହାରେ ପ୍ୟାରିସରେ ପାଳନ କରାଯାଇଥିଲା । ପରେ ପରେ ଏବେ ବିଶ୍ୱର ୧୨୦ଟି ଦେଶରେ ଏହା ପାଳନ କରାଯାଉଛି ।
- ସିଏଚ୍ଏସଇ ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ ସାହୁଙ୍କ ସୂଚନା- ବିକଳ୍ପ ମୂଲ୍ୟାୟନ ଯୋଗୁ ଚଳିତ ବର୍ଷ ଭଲ ହେବ ଯୁକ୍ତ ଦୁଇ ପରୀକ୍ଷାଫଳ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ମୋଟ ପାସହାର ୯୦ ପ୍ରତିଶତରୁ ଅଧିକ ରହିବ।
- ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ।ସ୍ନାନଯାତ୍ରା ପାଇଁ ରାତି ୧ଟାରେ ମଙ୍ଗଳାର୍ପଣ, ଭୋର ୪ଟା ପର୍ଯ୍ୟନ୍ତ ପହଣ୍ଡି ।ଗୁଣ୍ଡିଚା ଯାତ୍ରା: ସକାଳ ୮.୩୦ରେ ପହଣ୍ଡି, ଅପରାହ୍ଣ ୩ଟାର ରଥଟଣା ବାହୁଡ଼ା ଯାତ୍ରା: ମଧ୍ୟାହ୍ନ ୧୨ଟାରୁ ଦିନ ୨.୩୦ ପର୍ଯ୍ୟନ୍ତ ପହଣ୍ଡି; ଅପରାହ୍ଣ ୪ଟାରେ ରଥଟଣା, ଭୋର ୪ଟାରୁ ସକାଳ ୫.୩୦ ସୁନାବେଶ, ବେଶ ଓଲାଗି ରାତି ୧୧ଟାରୁ ୧୨ଟା
- ପୁଣି ରୂପ ବଦଳାଉଛି କରୋନା ଭୂତାଣୁ । ବିଶେଷଜ୍ଞ କହିଲେ, ସତର୍କ ନହେଲେ ଚିନ୍ତାର କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଣ୍ଟ ।
- ପ୍ରତିବନ୍ଧକ ହଟାଇଲା ୟୁଏଇ, ଜୁନ ୨୩ରୁ ଭାରତରୁ ଦୁବାଇକୁ ଆରମ୍ଭ ହେବ ବିମାନ ଚଳାଚଳ ।
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମ୍ଜିକେପି)- ବୀମା ଯୋଜନାରେ ଚଳିତ ମାସ ୩ ତାରିଖ ସୁଦ୍ଧା ଓଡିଶାର ୫୩ଟି କ୍ଲେମ୍ (ଦାବି) ମିଳିଛି। ସେଥିମଧ୍ୟରୁ ୮ଟି ଉପରେ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ୩୬ଟି କ୍ଲେମ୍ରେ ନଥିପତ୍ର ଅସଂପୂର୍ଣ୍ଣ ରହିଛି।
- କୋଭିଡ୍-୧୯ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ନୂଆ ନୀତି ଆଜି (ଜୁନ୍ ୨୧ ତାରିଖ) ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏଣିକି ଟିକାକରଣ ଅଭିଯାନର ସଂପୂର୍ଣ୍ଣ ଦାୟିତ୍ବ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ
- ସ୍ଥାନ, କାଳ ନିର୍ବିଶେଷରେ ଦେଶର ପ୍ରତ୍ୟେକଟି କୋଭିଡ୍ ମୃତ୍ୟୁ ବିଧିବଦ୍ଧ ଭାବେ ପରିଗଣିତ ହେବା ଉଚିତ୍ ବୋଲି କେନ୍ଦ୍ର ସରକାର ଗତକାଲି ବିଳମ୍ବିତ ରାତିରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
- ଦେଶରେ ଦିନକୁ ଦିନ ଫିକା ପଡ଼ି ଆସୁଥିବା ମହାମାରୀ କୋଭିଡ୍-୧୯ର ଦ୍ବିତୀୟ ଲହର ସଂକ୍ରମଣର ଦୈନିକ ସଂଖ୍ୟା ତଳମୁହାଁ ହୋଇଚାଲିବା ସହ ଲଗାତାର ଷଷ୍ଠ ଦିନ ପାଇଁ ସୋମବାର ୬୦ ହଜାର ପାଖାପାଖି ରହିଛି।ତଳମୁହାଁ ହୋଇଚାଲିବା ସହ ଲଗାତାର ଷଷ୍ଠ ଦିନ ପାଇଁ ସୋମବାର ୬୦ ହଜାର ପାଖାପାଖି ରହିଛି।
|
603 |
Y |
|
2974 |
20-06-2021 |
Odia |
1. ଓଡ଼ିଶାରେ ୨୪ ଘଂଟାରେ ଆଉ ୩ ହଜାର ୫୭୭ ନୂଆ ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍ରୁ ୨୦୩୯ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି
2. ଦେଶରେ ୬୦ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୬୦,୭୫୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୯,୮୨୩,୫୪୬ରେ ପହଞ୍ଚିଛି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ୧୬୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି
3. ଦେଶର ଶ୍ରେଷ୍ଠ ୧୦ ବାସପୋଯୋଗୀ ସହର ମଧ୍ୟରେ ୪ର୍ଥ ସ୍ଥାନ ପାଇଲା ଭୁବନେଶ୍ୱର । ନାଗରିକ ଅନୁଭୂତି ସର୍ବେକ୍ଷଣରେ ସର୍ବାଧିକ ୯୪.୮ ପ୍ରତିଶତ ସ୍କୋର ପାଇବା ସହ ସହଜ ଜୀବନଧାରଣ ସୂଚକାଙ୍କରେ ମିଳିଲା ଏହି ସ୍ଥାନ ।
4. ଗୃହ ନିର୍ମାଣ କ୍ଷେତ୍ରରେ ଚୀନର ଏକ ପ୍ରଯୁକ୍ତି କମାଲ୍ ଦେଖାଇଛି। ମାତ୍ର ୨୮ ଘଣ୍ଟା ୪୫ ମିନିଟରେ ୧୦ ମହଲା ବିଶିଷ୍ଟ ଏକ ଆବାସିକ ଆପାର୍ଟମେଣ୍ଟକୁ ଏହି ପ୍ରଯୁକ୍ତି ମାଧ୍ୟମରେ ନିର୍ମାଣ କରାଯାଇଛି।
5. ରୁପା ଛାଉଣୀ ରେ ଝଲସିବ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର । ପ୍ରଥମ ପର୍ଯ୍ୟାୟରେ ୨ଟି ଦ୍ୱାର ଶ୍ରୀ ଗୁଣ୍ଡିଚା ଯାତ୍ରା ପର ଦିନ ଠାରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ ।
6. ଅନଲକ୍ ପ୍ରକ୍ରିୟାକୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କଲା କେନ୍ଦ୍ର । କଟକଣା କୋହଳ ହେଲେ ବି କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦେବାକୁ ଦେଲେ ପରାମର୍ଶ ।
7. NTPCଙ୍କୁ ମିଳିଲା ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ, କାର୍ଯ୍ୟକରିବା ଲାଗି ୫୦ ପ୍ରମୁଖ ସଂସ୍ଥା ମଧ୍ୟରେ ଅନ୍ୟତମ ।
8. ରେଳ ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି, ଆଉ ୬୬୦ ଟ୍ରେନର ସଞ୍ଚାଳନ ପାଇଁ ମିଳିଲା ଅନୁମୋଦନ ।
9. ତେଲେଙ୍ଗାନା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଦେଶର ପ୍ରଥମ ରାଜ୍ୟ ଭାବେ ଆଜିଠାରୁ ହଟିଲା ସମ୍ପୂର୍ଣ୍ଣ ଲକଡାଉନ୍ କଟକଣା । ଜୁଲାଇ ୧ ରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ ।ଜୁଲାଇ ୧ ରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ ।
10. ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ଘୋଷଣା, ଏଣିକି ଦୁଇରୁ ଅଧିକ ପିଲା ଥିଲେ ସରକାରୀ ଯୋଜନାରେ ମିଳିବନାହିଁ ଲାଭ ।
11. ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ୨୦,୭୦୦ କୋଟି ଟଙ୍କା କଳାଧନ ଗଚ୍ଛିତ, ସ୍ପଷ୍ଟି କରଣ ଦେଲା ଅର୍ଥ ମନ୍ତ୍ରଣାଳୟ ।
12. ଚେନ୍ନାଇର ଚିଡିଆଖାନାରେ ୪ଟି ସିଂହଙ୍କ ଶରୀରରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ ।
13. ଖୁବଶୀଘ୍ର ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ ଆଣିବାକୁ ଯାଉଛି ଆଇଫୋନ ଭଳି ‘ଫାଇଣ୍ଡ ମାଇ ନେଟୱାର୍କ ଫିଚର’! ଏଥିଯୋଗୁଁ ଉପଭୋକ୍ତା ସେମାନଙ୍କର ହଜିଯାଇଥିବା ଡିଭାଇସଗୁଡ଼ିକୁ ଖୁବ ସହଜରେ ପାଇ ପାରିବେ।
14. ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି, ଟେଷ୍ଟ କ୍ରିକେଟରେ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାର ନୂଆ ରେକର୍ଡ ହାସଲ କରିଲେ ।
15. ସାଉଥମ୍ପଟନ୍ରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲ ମ୍ୟାଚରେ ବାଧକ ସାଜିଲା ଖରାପ ଆଲୋକ,ଭାରତର ସ୍କୋର ୧୪୬/୩, ଆଜି କୋହଲିଙ୍କ ଉପରେ ନଜର ।
16. ରୁଷିଆର ସାଇବେରିଆ ଅଧୀନ କେମେରୋଭୋ ଓବ୍ଲାଷ୍ଟଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି ।
17. ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆକ୍ସନ ମୁଡ୍ରେ କେନ୍ଦ୍ର ସରକାର, ମାମଲା ରୁଜୁ ପାଇଁ ରାଜ୍ୟକୁ ନିର୍ଦ୍ଦେଶ ।
18. କୋଭିଡ୍ ଚିକିତ୍ସା ପାଇଁ ସମ୍ ହସ୍ପିଟାଲ ନେଲାଣି ୧୧୯କୋଟି ଟଙ୍କା, ରୋଗୀ ନଥିଲେ ବି ବେଡ୍ ଚାର୍ଜ ।
19. ପଶ୍ଚିମ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଚିକିତ୍ସା ଜଗତରେ ଇତିହାସ ରଚିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ସ୍ପାଇନାଲ ଏଲ-୧ ଅସ୍ତ୍ରୋପଚାର କରି ଡା.ବିପୁଳ ଗର୍ଗ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଛନ୍ତି ।
20. ଜୁନ ୨୧ତାରିଖ ଦିନ ସପ୍ତମ ଯୋଗଦିବସ ପାଳନ ଅବସରରେ ଭାରତୀୟ ଡାକବିଭାଗ (ଇଣ୍ଡିଆ ପୋଷ୍ଟ)ପକ୍ଷରୁ ଏ ସ୍ୱତନ୍ତ୍ର ସ୍ମାରକୀ ମୋହର ଉନ୍ମୋଚନ କାର୍ୟ୍ୟକ୍ରମ ଆୟୋଜନ ହେଉଛି । ସମଗ୍ର ଦେଶରେ ୮୧୦ଟି ମୁଖ୍ୟ ଡାକଘରେ ଏହି ମୋହରଗୁଡିକ ଏକସଙ୍ଗେ ଉନ୍ମୋଚନ ହେବ । |
579 |
Y |
|
2975 |
20-06-2021 |
English |
- India's Covid chart continued to show improvement today, with the country recording 58,419 cases, the lowest in over 80 days. India, the second-worst hit country, now has 2.98 crore cases.
- Forty more persons succumbed to Covid-19 in Odisha during the last 24 hours. The Health and Family Welfare Department informed that as many as 3577 Covid positive cases were traced from Odisha within the last 24 hours.
- Popular Odia singer Tapu Mishra succumbed to post Covid-19 complications today. She was undergoing treatment at private hospital in BHubaneswar.
- Families of Covid victims cannot be paid compensation as it applies to natural disasters only, the government told the Supreme Court, adding that states cannot afford to pay ₹ 4 lakh to every victim.
- Fuel prices have been on the upward trajectory for almost 50 days now, burning a hole in the commuters’ pockets. In Delhi, petrol and diesel prices per litre touched Rs 97.22/litre and Rs 87.97/litre respectively. Petrol price mounted to Rs 103.36 per litre in Mumbai, while diesel costs Rs95.44/litre. In Bangalore, petrol is Rs 100.47/litre and diesel is selling at Rs 93.26 per litre.
- Assam Chief Minister Himanta Biswa Sarma on Saturday said the Assam government will gradually implement a two-child policy for availing benefits under specific schemes funded by the state.
- As per the Epidemic Diseases (Amendment) Act, 2020, anyone involved in the assault on doctors and healthcare professionals is liable to be punished with imprisonment up to five years, and a fine up to Rs 2 lakh.
- A ten-day-old boy, who was allegedly sold by his drug-addict father for Rs 10,000 in Odisha, was rescued from a woman by members of Childline with the help of police.
- India has administered more than 27.62 crore coronavirus vaccine doses so far with a total of 33,72,742 jabs being given on Saturday, the Health Ministry said. The ministry, in a statement, said 20,49,101 vaccine doses were administered as the first dose and 78,394 as the second dose in the 18-44 age group on Saturday.
- India has abstained on a UN General Assembly resolution on Myanmar, saying its views have not been reflected in the draft resolution and a “consultative and constructive” approach involving Myanmar’s neighbouring countries is important as the international community strives for the peaceful resolution of the issue.
- hief minister Naveen patnaik on Saturday dedicated a 200-bed Covid Hospital at Bhawanipatna promoted by the Vedanta group..The hospital is equipped with ventilators and oxygen system and has a special paediatric ward with 16 ICUs and 14 HDU beds .
- Nila Madhab Panda’s film Megha’s Divorce starring Divya Dutta, Tannishtha Chatterjee, Manjiri Fadnnis and Chandan Anand was recently screened at Manjiri Fadnnis, Geneva Observer for The G|O: SUSTAINED - Fossil Fuel Investment Needs to End NOW initiative
- Seven students from Odisha in the Young Tinker Academy got selected to send their experiment to space via NASA's SR-7 Rocket in Virginia, USA on June 24. The Young Tinker Academy was launched by educationist Anil Pradhan and Vaishali Sharma to provide live online hands-on learning to students.
- The State Government on Friday cancelled the Annual Higher Secondary Examination, 2021 of the Council Higher Secondary Education (CHSE) keeping in mind the health and safety issues of the students, teachers and parents in view of Covid-19.
- Chief Minister Naveen Patnaik on Friday inaugurated 20 oxygen generation plants in various health infrastructures, liquid medical oxygen (LMO) plants and pressure absorption systems in eight districts through videoconferencing.
|
674 |
Y |
|
2976 |
19-06-2021 |
Odia |
- କେନ୍ଦ୍ର ସରକାର ଦେଶର କୃଷି କ୍ଷେତ୍ରରେ ସୌର ଶକ୍ତି ଉପଯୋଗ କରିବାକୁ ୨୦,୦୦୦ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହାଦ୍ୱାରା କୃଷି କ୍ଷେତ୍ରକୁ ଚବିଶ ଘଣ୍ଟିଆ ଏବଂ ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିବ ବୋଲି କେନ୍ଦ୍ର ଶକ୍ତି ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର କେ ସିଂ କହିଛନ୍ତି ।
- ଗୁରୁବାର ଦିନ ଆଫଗାନିସ୍ତାନ ସୈନ୍ୟଙ୍କ ଜବାବି ଆକ୍ରମଣରେ ୨୫୮ ଜଣ ତାଲିବାନ ଆତଙ୍କି ପ୍ରାଣ ହରାଇଥିବା ଜଣାଯାଇଛି । ଏଥିସହିତ ୧୫୬ ଜଣ ଆହତ ହୋଇଛନ୍ତି
- ଜାତିସଂଘ ସାଧାରଣ ସଭା ଦ୍ବିତୀୟ ଥର ପାଇଁ ଏଣ୍ଟୋନିଓ ଗୁଟେର୍ସଙ୍କୁ ମହାସଚିବ ଭାବେ ଶୁକ୍ରବାର ନିର୍ବାଚିତ କରିଛି। ସେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଜାତିସଂଘର ମହାସଚିବ ଭାବେ କାର୍ଯ୍ୟ ନିର୍ବାହ କରିବେ।
- ସୁ-ସାହିତ୍ୟିକ ଏବଂ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିବା ସହ ଅନ୍ୟାନ୍ୟ ଭିତ୍ତିଭୂମିର ଉଦଘାଟନ କରିଛନ୍ତି।
- ଘରେ ବସି ଅନ୍ଲାଇନ୍ରେ ପରୀକ୍ଷା ଦେବେ ୟୁଜି ପିଜି ଶେଷ ସେମିଷ୍ଟର ପରୀକ୍ଷାର୍ଥୀ, ବ୍ୟାକ୍ ପେପର ପରୀକ୍ଷା ମଧ୍ୟ ଅନ୍ଲାଇନ୍ରେ ହେବ
- ଦିଲ୍ଲୀପ ତିର୍କୀ ହେଲେ ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହୋଇ ଅଛନ୍ତି ।
- ଦଶମ ପରୀକ୍ଷା ମାର୍କ ଭିତ୍ତିରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ, ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଫଳାଫଳ
- ଛ' ଯୋଡ଼ା ପାସେଞ୍ଜର ଟ୍ରେନ ୩୦ ଜୁନ ପର୍ଯ୍ୟନ୍ତ ବାତିଲ ।
- ମେସ୍କୋରେ ବିନା ଅନୁମତିରେ ରେଲଓ୍ବେ ସାଇଡିଂ, ତଦନ୍ତ କଲେ ପ୍ରଦୂଷଣ ଅଧିକାରୀ।
- ଅଭିନେତ୍ରୀ ଦିବ୍ୟା ଦତ୍ତା, ତନିଷା ଚାଟର୍ଜୀ, ମଂଜରୀ ଫାଡନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜେନେଭା ଅବଜରଭର୍ସଠାରେ ପ୍ରଦର୍ଶିତ ହୋଇଛି ।
- ଭାରତୀୟ ମହିଳା କ୍ରିକେଟ୍ ଟିମର ଯୁବ ଓପ୍ନର ଶେଫାଳି ବର୍ମା ନିଜର ପଦାର୍ପଣ ଟେଷ୍ଟରେ ହିଁ ଇତିହାସ ରଚିଛନ୍ତି।
- ଜମ୍ମୁ-କଶ୍ମୀରର ଏକ ସ୍କୁଲ୍ ନିର୍ମାଣ କାର୍ଯ୍ୟ ପାଇଁ ୧ କୋଟି ଟଙ୍କା ଦେଲେ ଅକ୍ଷୟ କୁମାର ।
- ‘ଜୁନ୍ ଶେଷ ସପ୍ତାହରୁ ଦୈନିକ ୩ଲକ୍ଷ ଲୋକଙ୍କୁ ଦିଆଯିବ ଟିକା’ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ସପ୍ତାହରୁ ରାଜ୍ୟକୁ ଆହୁରି ଟିକା ଆସିବ।
- ରାଜଧାନୀର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ବାଧ୍ୟତାମୂଳକ, ଅଫିସ ଆସିବାକୁ ହେଲେ ଟିକା ନେବା ଜରୁରୀ ।
- ଅକ୍ଟୋବରରୁ ଆରମ୍ଭ ହେବ କୋଭିଡ଼୍ ମହାମାରୀର ତୃତୀୟ ଲହର ।
- କରୋନା ସହ ଲଢିବା ପାଇଁ ପ୍ରସ୍ତୁତ ହେବ ୧ ଲକ୍ଷ ସମ୍ମୁଖ ଯୋଦ୍ଧା । 'କ୍ରାସ୍–କୋର୍ସ ପ୍ରୋଗ୍ରାମ' ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।
- ଶୁକ୍ରବାର ଦିନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ତାଙ୍କ ନାମ ସୁପ୍ରିମକୋର୍ଟ ବିଚାରପତି ନିମନ୍ତେ ସୁପାରିଶ କରିଛନ୍ତି । ଏହି ବ୍ୟକ୍ତିଜଣକ ହେଉଛନ୍ତି ମାହମୁଦ ଜମାଲ । ୧୯୬୭ରେ ନାଇରୋବିରେ ଏକ ଭାରତୀୟ ପରିବାରରେ ତାଙ୍କର ଜନ୍ମ ହୋଇଥିଲା ।
- ଭାରତୀୟ ଦୌଡ଼କୁଦ ଜଗତର କିମ୍ବଦନ୍ତୀ ପୁରୁଷ ମିଲ୍ଖା ସିଂହଙ୍କ ପରଲୋକ ଘଟିଛି, ସେ କରୋନା ପରବର୍ତ୍ତୀ ଜଟିଳତାରେ ପୀଡିତ ଥିଲେ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।
- ସାମାଜିକ ଗଣମାଧ୍ୟମ ଟୁଇଟରକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଚରମବାଣୀ ଶୁଣାଇଛି। କମିଟି କହିଛି ଯେ ଭାରତରେ କାରବାର କରିବାକୁ ହେଲେ ନିଜର ନୀତି ନିୟମ ନୁହେଁ; ଭାରତର ନୀତି ଓ ନିୟମକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ।
|
571 |
Y |
|
2977 |
19-06-2021 |
English |
- India recorded 62,480 new COVID-19 infections on Friday, besides 1,587 more fatalities, which took the country's total tally to above 2.97 crore cases and 3.83 lakh deaths, according to the Union health ministry.
- Odisha today witnessed a slight drop in its daily COVID-19 cases as 3,427 persons tested positive for the virus in last 24 hours. Yesterday, 3,806 infections were reported in the state. With the fresh cases, the state’s total caseload surged to 8,73,925.Of fresh COVID cases in all 30 districts, 1,954 are quarantine cases and remaining 1,473 local contact cases.
- As many as 42 COVID-19 patients in Odisha succumbed to the virus in last 24 hours taking the toll to 3550. The fresh deaths have been reported from 15 districts with highest six casualties recorded in Khordha district followed by four each in Cuttack, Jharsuguda, Puri and Sundargarh.
- The Council of Higher Secondary Education on Friday released an alternative assessment criteria for the Regular and Ex-Regular examinees of Annual H.S. Examination, 2021, on the basis of suggestion of the Expert Committee after necessary approval by the Examination Committee and the Department of Mass Education. The CHSE today announced that the results of the annual Plus II examinations will be declared by August second week.
- Odisha Vigilance Director Debasis Panigrahi succumbed to COVID-19 while undergoing treatment at a private hospital in Kolkata, today. The 1991 batch IPS officer breathed his last at around 10.15 pm tonight.
- Legendary Indian sprinter Milkha Singh passed away Friday night at the age of 91.The 1958 Commonwealth Games champion and 1960 Rome Olympian had contracted Covid-19 30 days ago and had lost his wife, the former Indian national women’s volleyball team captain Nirmal Milkha Singh five days ago. The 91-year-old had contracted the virus last month. His wife, Nirmal Milkha Singh, had succumbed to the virus on June 13.
- A Supreme Court judge on Friday withdrew herself from hearing the post-poll violence case in Bengal in which BJP workers were allegedly killed."I do not wish to hear the case. Not before me," Justice Indira Banerjee said as she recused herself from the case. Justice Banerjee is from Kolkata.
- The Calcutta High Court Friday directed the Chairperson of the National Human Rights Commission (NHRC) to constitute a committee for examining all cases of alleged human rights violations in the post-poll violence in West Bengal.
- A young Indian Administrative Service officer has sought police protection in Madhya Pradesh after he made corruption allegations against state officers in a private messaging group in the app Signal.
- The Supreme Court Friday refused to direct the medical universities to cancel or postpone the final year Post Graduate exams on the ground that the examinee-doctors have been engaged in COVID-19 duty.
- The Central Board of Secondary Education (CBSE) panel on Thursday submitted before the Supreme Court its evaluation criteria for awarding grades or marks for class 12th examinations. The board has decided to declare the results for class 12th by July 31, 2021.
- Prime Minister Narendra Modi on Friday launched a customised crash course programme that aims to skill and upskill over one lakh "Covid warriors" across the country.
- The Election Commission (EC) has brought out an atlas on the 2019 Lok Sabha polls which carries all the data and statistical figures of the massive electoral exercise. The atlas, which has 42 thematic maps and 90 tables depicting various facets of the election, was released on June 15 by Chief Election Commissioner Sushil Chandra and Election Commissioners Rajiv Kumar and Anup Chandra Pandey
- Third Covid wave is likely in India in the next six to eight weeks,AIIMS chief Dr Randeep Guleria told NDTV this morning.
- The Patna High Court on Friday observed that the Bihar government's reluctance to put the state's COVID-19 death count in the public domain is uncalled for.
|
648 |
Y |
|
2978 |
18-06-2021 |
Odia |
- ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଫଳାଫଳ ଯଥାକ୍ରମେ ୩୦, ୩୦ ଓ ୪୦ ପ୍ରତିଶତ ହିସାବରେ ଆକଳନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହାଛଡ଼ା ଆଇସିଏସ୍ଇ ଗତ ୬ବର୍ଷର ପିଲାଙ୍କ ରେଜଲ୍ଟ ହିସାବରେ ଦ୍ବାଦଶ ପରୀକ୍ଷା ଫଳାଫଳ ମୂଲ୍ୟାୟନ କରିବାକୁ ଯୋଜନା ପ୍ରସ୍ତୁତ କରିଛ। ଉଭୟ ବୋର୍ଡ ଜୁଲାଇ ୩୧ ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ମୂଲ୍ୟାୟନ ଯୋଜନାକୁ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହ ଫଳାଫଳ ପ୍ରକାଶ କରିବାକୁ ଅନୁମତି ଦେଇଛନ୍ତି।
- ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬ହଜାର ୨୪୦ ଆକ୍ରାନ୍ତ। କ୍ବାରେଣ୍ଟାଇନରୁ ୨ହଜାର ୧୭୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ହଜାର ୬୩୪। ୧୭ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ତଳେ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ ୩୪୬, ବାଲେଶ୍ବରରୁ ୨୨୦, ପୁରୀରୁ ୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
- ଦ୍ୱିତୀୟ ଲହର ସଂକ୍ରମଣ ମାମଲା ଥମିଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା କରିଛି ଟାସ୍କ ଫୋର୍ସ । ମହାରାଷ୍ଟ୍ରରେ ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ତେବେ ତୃତୀୟ ଲହରର ପ୍ରଭାବ ଛୁଆଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛି ମହାରାଷ୍ଟ୍ର ଟାସ୍କ ଫୋର୍ସ ।
- ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା । ଉପକୃତ ହେବେ ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ।
- କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ଗୁଗୁଲ । ଦେଶରେ ୧୧୩ କୋଟି ଟଙ୍କା ବିନିମୟରେ ସ୍ଥାପନ କରିବ ୮୦ ଟି ଅକ୍ସିଜେନ ପ୍ଲାଣ୍ଟ ।
- କରୋନା ଯୋଗୁଁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଫିଟନେସ୍, ପରମିଟ୍ ଓ ଡିଏଲ୍ ବୈଧତା ।
- ପୁରୀରେ ଖୁବ୍ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ବିମାନବନ୍ଦର, ସର୍ଭେ କଲେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଟିମ୍।
- କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ରହିବ ଅପରାଧି ମାନଙ୍କ ଡାଟା । ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର।
- ମୋ ସ୍କୁଲ୍ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୩୪ ହଜାର ସ୍କୁଲକୁ ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ମିଳିଲା ଅନୁମୋଦନ ।
- ମହାକାଶ ଇତିହାସରେ ଚୀନର ନୂଆ ଯୁଗ । ଦେଶର ନୂଆ ମହାକାଶ ଷ୍ଟେସନ ଲାଗି ପ୍ରେରିତ ହୋଇଛି ରକେଟ୍ । ବର୍ତ୍ତମାନ ସୁଦ୍ଧା ଚାଲି ଆସିଥିବା ଅଭିଯାନ ମଧ୍ୟରେ ସବୁଠାରୁ ଦୀର୍ଘତମ ଯାତ୍ରା କରିବ ଏହି ରକେଟ୍ । ଏହାସହ ବିଶ୍ବର ପ୍ରମୁଖ ମହାକାଶ ଶକ୍ତି ଭାବେ ଚୀନ ନିଜକୁ ସାମିଲ କରିଛି । ଲଙ୍ଗମାର୍ଚ୍ଚ-୨ ଏଫ ନାମକ ରକେଟରେ ତିନି ଜଣ ମହାକାଶଚାରୀ ତିଆଙ୍ଗଙ୍ଗ ସ୍ପେସ ଷ୍ଟେସନକୁ ଯାତ୍ରା କରିଛନ୍ତି ।
- ୧୬ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୮ ବରିଷ୍ଠଙ୍କ ସହ ୮ ନୂଆ ଖେଳାଳିଙ୍କ ନାଁ ଘୋଷଣା କରିଛି ଦଳ । ଟିମରେ ସବିତାଙ୍କୁ ଗୋଲ କିପର ଭାବେ ମିଳିଛି ଦାୟିତ୍ୱ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରାନି, ମୋନିକା, ନିକ୍କି ପ୍ରଧାନ, ନବଜୋତ କୌର, ଗୁରଜିତ କୌର, ଉଦିତା, ବନ୍ଦନା କଟାରିୟା, ନିସା, ନେହା । ଚଳିତବର୍ଷ ଖେଳାଯିବ ଟୋକିଓ ଅଲମ୍ପିକ୍ ।
- ‘ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ୍’ର ଗୁଇନ୍ଦାମାନେ ଦୀର୍ଘ ୧୮ ଘଣ୍ଟାର ବ୍ୟାପକ ତଲାସ ଅଭିଯାନ ଚଳାଇ ମଣିପୁରର ଇମ୍ଫାଲ୍ରେ ଏକ କାର୍ ଭିତରୁ ୨୧ କୋଟି ଟଙ୍କା ମୂଲ୍ୟର ୪୩ କିଲୋରୁ ଅଧିକ ସୁନା ବିସ୍କୁଟ୍ ଜବତ କରିଛନ୍ତି।
- ନ୍ୟାସନାଲ ଅଥିରିଟି କେମିକାଲ ୱିପନ୍ସ କନଭେନସନର ଅଧ୍ୟକ୍ଷ ହେଲେ ଓଡିଆ ଆଇଏଏସ ମନୋଜ ପରିଡା ।
- ପ୍ରକାଶ ପାଇଲା ଅଲ ଇଣ୍ଡିଆ ଆଇଟିଆଇ ରାଙ୍କିଙ୍ଗ । ରାଜ୍ୟର ୬ ଆଇଟିଆଇ ଟପ୍ ୧୦୦ ରାଙ୍କିଙ୍ଗ ମଧ୍ୟରେ । ରାଜ୍ୟରେ ପ୍ରଥମ ସ୍ଥାନ ସହ ଅଲ ଇଣ୍ଡିଆ ରାଙ୍କିଙ୍ଗରେ ଦ୍ୱାଦଶ ସ୍ଥାନରେ ସ୍ଥାନ ପାଇଲା ବ୍ରହ୍ମପୁର ଆଇଟିଆଇ ।
- ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ଆସିପାରେ କରୋନାର ତୃତୀୟ ଲହର । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏମସର ମିଳିତ ଆକଳନ ।
- ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ମମତାଙ୍କ ଚ୍ୟାଲେଞ୍ଜ, ଆଜି ହାଇକୋର୍ଟରେ ହେବ ଶୁଣାଣି ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନୂତନ କୃଷି ସଂସ୍କାର ଆଇନ ପ୍ରତ୍ୟାହାର ପାଇଁ ଦାବି ଜଣାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ।
- ଏକାଠି ହେଲେ ବିଶ୍ୱର ଦୁଇ ଶକ୍ତଶାଳୀ ପ୍ରତିଦ୍ୱନ୍ଦୀ ବାଇଡେନ୍ ଓ ପୁତିନ୍ । ଜେନିଭାରେ ଏକଘଣ୍ଟାରୁ ଅଧିକ ସମୟ ଧରି କରିଲେ ଆଲୋଚନା । ରାଷ୍ଟ୍ରଦୂତ ପୁନଃ ଅବସ୍ଥାପିତ କରିବାକୁ ମିଳିଲା ସହମତି ।
- ଆଜିଠାରୁ ଭାରତ ଆଉ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ସାଉଥମ୍ପଟନରେ ଆରମ୍ଭ ହେବ ଖେଳ । ଏହାର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଦୂରଦର୍ଶନର କ୍ରୀଡ଼ା ଚ୍ୟାନେଲ୍ ଡିଡି ସ୍ପୋର୍ଟସରେ ମଧ୍ୟ ଦିନ ୧.୦ରୁ ପ୍ରସାରିତ ହେବ।
- ଟୋକିଓ ଅଲମ୍ପିକ୍ସ ନେଇ ଭାରତୀୟ ମହିଳା ହକି ଟିମରେ ଘୋଷଣା । ୧୬ଜଣିଆ ଟିମରେ ଓଡ଼ିଆ ଝିଅଙ୍କୁ ସୁଯୋଗ । ଟୋକିଓରେ ପ୍ରତିଭା ପ୍ରଦର୍ଶନ କରିବେ ସୁନ୍ଦରଗଡ଼ର ଦିପଗ୍ରେସ ଏକା ।
|
618 |
Y |
|
2979 |
18-06-2021 |
English |
- With 62,480 new coronavirus infections being reported in a day, India's total tally of COVID-19 cases rose to 2,97,62,793, while the death count climbed to 3,83,490 with 1,587 fresh fatalities, according to the Union Health Ministry.
- As many as 3,806 in the state tested positive for Coronavirus in the past 24 hours, informed Health Department officials.New Positive Cases: 3806 .In quarantine: 2172. Local contacts: 1634
- The Ministry of Road Transport & Highways informed to Director Generals of Police, Principal Secretaries of Transport Departments and Transport Commissioners of all States and UTs for extension of documents related to Motor Vehicles Act, 1988 till September 2021.
- Farm labourers and sharecroppers who own at least one kottah (0.0165 acre) of land, will now get Rs 4,000 a year, instead of Rs 2,000 they used to get earlier.
- West Bengal CM Mamata Banerjee moves Calcutta high court, challenging assembly election result in Nandigram where BJP's Suvendu Adhikari emerged victorious.
- The Doordarshan (DD) Channel is going to impart lessons for the Class-XII students from June 23. The School and Mass Education Department has issued notifications in this connection on Thursday.
- Student activists Natasha Narwal, Devangana Kalita and Asif Iqbal Tanha walked out of Tihar prison on 17 June, hours after a court ordered their immediate release in the north-east Delhi riots 'conspiracy' case.
- PM Modi will launch ‘Customized Crash Course programme for COVID-19 Frontline Workers today (18 June). The launch will commence the programme in 111 training centres spread over 26 states.The programme aims to skill and upskill over one lakh COVID Warriors across the country.
- Third wave of the viral infection is unlikely to affect children much . As per the survey, conducted in five selected states by the All Indian Institute of Medical Sciences (AIIMS) in collaboration with the World Health Organization (WHO) , the uninfected children were seen developing antibodies better than the uninfected adults.
- Union Public Service Commission has released the timetable for UPSC ESE Prelims 2021. The Engineering Services Examination Preliminary 2021 will be conducted on July 18, 2021.
- CBSE Class 10th Board Exams result to be declared by July 20; Class 12th exams result to be out by July 31
- Indian Army has invited applications for NCC special entry scheme 50th course. The application forms are available online and the deadline for submission of the forms is July 15.
- The Serum Insititute of India (SII) hopes to introduce Covavax in the country by September which is a version of the US firm Novavax's COVID19 vaccine candidate . SII also plans to start clinical trials of the Novavax shot for children in July.
- Nepal Prime Minister K.P Sharma Oli defended his government's controversial decision to dissolve the House of Representatives and told the Supreme Court that it is not up to the judiciary to appoint a Premier as it cannot undertake the legislative and the executive functions of the state.
- Bangladesh improved its position by seven notches in the Global Peace Index 2021 compiled by the Institute of Economics & Peace (IEP) based in Sydney, Australia. 15th edition ranking 163 countries according to country peacefulness, the Index placed Bangladesh at 91st position compared to 98th last year. Bangladesh has scored an overall score of 2.68 making it the third most peaceful country in South Asia placed behind Bhutan and Nepal. Afghanistan has been ranked as the least peaceful country in the South Asian region.
- Zambia's first president Kenneth Kaunda dies at 97; PM Modi offers condolences. Zambia will have 21 days of mourning.
- ICC World Test Championship Final, 2021 : Team India yesterday evening announced their Playing XI for the World Test Championship final against New Zealand, which will be played in Southampton from Friday.
- Roy had joined West Bengal Chief Minister Mamata Banerjee-led TMC last week along with his son Subhrangshu in Kolkata.
- Considering the fact that the second wave of Covid has adversely affected the financial condition of weaker sections and labourers in Odisha, Chief Minister announced special Covid assistance of Rs 1,690.46 crore for these groups.
- The Odisha Mining Corporation today contributed an amount of Rs 500 crore to Odisha Chief Minister’s Relief Fund. Besides, The Odisha Agro Industries Corporation and Odisha Cashew Development Corporation today paid a dividend of Rs 3.76 Crore to State Government.
|
618 |
Y |
|
2980 |
17-06-2021 |
Odia |
- ବିଶ୍ଵ ରାଜନୀତିରେ ପରସ୍ପରର ଚିର ବିରୋଧୀ ଆମେରିକା ରାଷ୍ଟ୍ରପତି ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଜିନେଭାରେ ଶିଖର ସମ୍ମିଳନୀ ଆରମ୍ଭ ହୋଇ ଯାଇଛି।
- ଦେଶରେ ଦିନକୁ ଦିନ ଖସୁଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୬୭ ହଜାର ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୀର୍ଘ ୭୧ ଦିନ ପରେ ଦେଶରେ ସବୁଠୁ କମ୍ ଆକ୍ଟିଭ କେସ୍ ରହିଛି। ଏଯାବତ୍ ୮ ଲକ୍ଷ ୨୬ ହଜାର ୭୪୦ ଆକ୍ଟିଭ କେସ୍ ରହିଛି।
- ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ଗତ ୨୪ ଘଣ୍ଟାରେ ୩୬୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୦୬୯ଟି ମାମଲା ଆସିଥିବା ବେଳେ ୧ ହଜାର ୫୬୨ଟି ମାମଲା ସ୍ଥାନୀୟ ସଂକ୍ରମଣ ।
- ଭାରତୀୟ ମେଡିକାଲ ଆସୋସିଏସନର ତଥ୍ୟ ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୭୩୦ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସବୁଠୁ ଅଧିକ ଡାକ୍ତର ବିହାରରେ ଜୀବନ ହାରିଛନ୍ତି ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପର ସର୍ବବୃହତ ଡିଜିଟାଲ ଏବଂ ଷ୍ଟାର୍ଟଅପ୍ ଇଭେଣ୍ଟକୁ ସମ୍ବୋଧିତ କରିଛନ୍ତି - VIVATEK; ପରବର୍ତ୍ତୀ ମହାମାରୀରୁ ପୃଥିବୀକୁ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା
- ବିଦେଶ ଯାତ୍ରା ପାଇଁ ୨ୟ ଡୋଜ କୋଭିସିଲ୍ଡ ଟିକାକରଣ ନେଇ ନୂଆ ଗାଇଡଲାଇନ। ଏହି ନୂଆ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ବିଦେଶ ଯାତ୍ରା ପାଇଁ ୪୮ଦିନ ପୂର୍ବରୁ ମିଳିବ ୨ୟ ଡୋଜ। କେବଳ ସରକାରୀ ଟିକାକେନ୍ଦ୍ରରେ ହିଁ ହେବ ଟିକାକରଣ।
- କେନ୍ଦ୍ର କହିଛି - ଟୀକାରେ ଗାଇ ର ନବଜାତ ବାଛୁରୀର କୌଣସି ସେରମ୍ ନାହିଁ
- ଏଥର ମଧ୍ୟ ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ରଥଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଦେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି ।
- ଆଜିଠାରୁ ଜୁଲାଇ ୧ ସକାଳ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍ ଲାଗୁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ‘ଏ’ କାଟାଗୋରୀ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ ‘ବି କାଟାଗୋରୀରେ ବିଭକ୍ତ କରାଗଲା ।
- “ଗଭୀର ମହାସାଗର ଅଭିଯାନ”କୁ ୪ ହଜାର ୭୭ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ।
- ୨୦୨୧-୨୨ ବର୍ଷ ପାଇଁ ଫସଫରସ ଏବଂ ପୋଟାସ ସାର ଉପରେ ପୁଷ୍ଟିକରଭିତିକ ସବସିଡ଼ି ହାରକୁ କ୍ୟାବିନେଟର ଅନୁମୋଦନ।
- ଦିଲ୍ଲୀ ସରକାରଙ୍କ କଡା ଘୋଷଣା, ଏଣିକି ରାସ୍ତାରେ ପୁରୁଣା କାର୍ ଚଳାଇଲେ ଲାଗିବ ଫାଇନ୍ । ଯଦି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ହୋଇଥିବ ।
- ବିଦେଶ ଯାତ୍ରା ପାଇଁ ବଦଳିଲା କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ଅବଧି । ଏଣିକି ଟିକାର ଦ୍ୱିତୀୟ ଡୋଜ୍କୁ ୨୮ଦିନ ପରେ ଓ ୮୪ଦିନ ପୂର୍ବରୁ ନେଇପାରିବେ ନାଗରିକ ।
- ଖଣି ଅଂଚଳରେ ପଡ଼ି ରହିଥିବା ୧୦ ହଜାର କୋଟି ମୂଲ୍ୟର ୧୬.୫ ମିଲିୟନ ଟନ୍ ଲୁହା ପଥରକୁ ବଜାରରେ ବିକ୍ରି କରିବା ପାଇଁ ବିଧାୟକ ମୋହନ ମାଝିଙ୍କ ଦାବି ।
- ବ୍ଲୁମ୍ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ : ବିଶ୍ୱର ୫୦ଟି ସହର ଭିତରେ ସ୍ଥାନ ପାଇଲା ରାଉରକେଲା ।
- କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ ୪୧ ଅର୍ଡିନାନ୍ସ ଫ୍ୟାକ୍ଟ୍ରିକୁ ସାତ କର୍ପୋରେଟ୍ କମ୍ପାନୀରେ ପରିଣତ କରିବାକୁ ନିଷ୍ପତ୍ତି ।
- ରାଜ୍ୟରେ ପୁଣି ପେଟ୍ରୋଲ ୨୯ ପଇସା ଏବଂ ଡିଜେଲ ୧୭ ପଇସା ବୃଦ୍ଧି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦେଶର ୯ ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କଲାଣି
- ରଘୁରାଜପୁରରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦ୍ ଯାପିତ : ଭାଗ ନେଇଥିବା ପ୍ରତି ପରିବାରକୁ ଦଶହଜାର ଟଙ୍କା ମାନ ଦେୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।
- ୟୁଟ୍ୟୁବ୍ରୁ ପଢ଼ିବେ ପ୍ରାଥମିକ ପିଲା; ଜୁନ୍ ୨୧ରୁ ଜୁଲାଇ ୭ ଯାଏ କାର୍ଯ୍ୟସୂଚୀ ପ୍ରସ୍ତୁତ, ସକାଳ ୯ଟାରୁ ୧୦ଟା ୩୦ ଯାଏ କ୍ଲାସ।
- ବଦଳିଲା ସରକାର, ବଦଳିଲାନି ନୀତି: ଉସୁକାଇଲା ଗାଜା, ମିସାଇଲ ମାଡ କରି ମୁହଁତୋଡ ଜବାବ ଦେଲା ଇସ୍ରାଏଲ .
|
584 |
Y |
|