Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 08-10-2025 Odia
  1. 1.ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍ ସାଇନ୍ସେସ୍ ଷ୍ଟକ୍‌ହୋମ୍‌ଠାରେ ଘୋଷଣା କରିଛି ଯେ ଜନ୍ କ୍ଲାର୍କ, ମାଇକେଲ୍ ଏଚ୍ ଡେଭୋରେଟ୍ ଓ ଜନ୍ ଏମ୍ ମାର୍ଟିନିସ୍‌ଙ୍କୁ ପଦାର୍ଥବିଜ୍ଞାନ ପାଇଁ ଚଳିତବର୍ଷର ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ।

  2. 2.ବିଶ୍ଵ ବ୍ୟାଙ୍କ ନିଜର ସଦ୍ୟତମ ରିପୋର୍ଟରେ ଆକଳନ କରିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ। ଏହା ନିଜର ପୂର୍ବ ଆକଳନ ୬.୩ ପ୍ରତିଶତକୁ ବଦଳାଇ ଅଧିକ କରିଛି।

  3. 3.ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ପେମେଣ୍ଟ୍‌ କରିବା ଲାଗି ପିନ୍ ଦେବା ନିହାତି ଜରୁରି ହେବନାହିଁ। ବାୟୋମେଟ୍ରିକ୍ ଜରିଆରେ ପେମେଣ୍ଟ୍‌ କରିହେବ। ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଆଣିବାକୁ ଯାଉଛି।

  4. 4.ଜିଏସ୍‌ଟି ସଂସ୍କାର ପ୍ରଭାବରେ ଗତ ମାସରେ ରାଜ୍ୟରେ ବିପୁଳ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଛି। ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ୬୯,୯୫୨ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ ସେପ୍ଟେମ୍ବରରେ ହୋଇଥିବା ୪୭,୧୪୨ଟି ଗାଡ଼ି ତୁଳନାରେ ୪୮.୩୯ ପ୍ରତିଶତ ଅଧିକ।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଅକ୍ଟୋବର ୭ ତାରିଖରେ ତାଙ୍କ ରାଜନୈତିକ ଯାତ୍ରାରେ ସରକାରର ମୁଖ୍ୟ ଭାବେ ୨୫ ବର୍ଷରେ ପଦାର୍ପଣ କରିଛନ୍ତି।

  6. 6.ହରିଆଣାର ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ.ଏସ୍. ପୁରନ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଚଣ୍ଡିଗଡ଼ ପୋଲିସ ପ୍ରଥମେ ଏହାକୁ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରୁଛି।

  7. 7.ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡିବାର ପ୍ରାୟ ଗୋଟିଏ ବର୍ଷ ପରେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ଏକ ସରକାରୀ ବଙ୍ଗଳା ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଅନୁରୋଧକୁ ରକ୍ଷା କରି ୯୫ ଲୋଧି ଇଷ୍ଟେଟରେ ଏକ ଟାଇପ୍ ୭ ବା ସାତ ବଖରା ବିଶିଷ୍ଟ ବଳଙ୍ଗା ପ୍ରଦାନ କରିଛନ୍ତି।

  8. 8.ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ଜଲପାଇଗୁଡ଼ି ଜିଲ୍ଲାରେ ଗତକାଲି ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ଶଙ୍କର ଘୋଷଙ୍କ ଉପରେ ଆକ୍ରମଣର ଦିନକ ପରେ ଆଜି ପୁଣି ବିଜେପି ବିଧାୟକ ମନୋଜ କୁମାର ଓରାଓଁଙ୍କ ଉପରେ ଆକ୍ରମଣ ହୋଇଛି।

  9. 9.ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଅତି କ୍ଷୀପ୍ର ଗତିରେ ପରିବର୍ତ୍ତନଶୀଳ ବିଶ୍ବରେ ବୈଶ୍ବିକ ଶକ୍ତିଗୁଡ଼ିକ ଏକାକୀ ରହିପାରିବେନି। ମହାଶକ୍ତିମାନଙ୍କର ବି ସହଯୋଗୀ ଆବଶ୍ୟକ ବୋଲି ନେତାନ୍ୟାହୁ ଗୁରୁତ୍ବାରୋପ କରି କହିଛନ୍ତି।

  10. 10.ହିମାଚଳ ପ୍ରଦେଶର ବିଳାସପୁର ଜିଲାରେ ମଙ୍ଗଳବାର ଭୂସ୍ଖଳନ ଯୋଗୁଁ ୧୮ ବସ୍‌ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି।

  11. 11. ରେଲଓ୍ବେ ଆଣିଥିବା ନୂଆ ନିୟମରେ ଟିକେଟ ବୁକ୍‌ କରିଥିବା ଯାତ୍ରୀ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ। ଏହା ସହଜ ହେବା ସହ ଯାତ୍ରୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ନାହିଁ। ଆସନ୍ତା ଜାନୁଆରୀରୁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତିି।

  12. 12.ଆରଜେଡି ତେଜସ୍ୱୀ ଯାଦବଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରୋଜେକ୍ଟ କରିବାକୁ ଚାହୁଁଛି, କିନ୍ତୁ କଂଗ୍ରେସ ଏହାକୁ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ। କଂଗ୍ରେସ ବିଭିନ୍ନ ସମୟରେ ତେଜସ୍ୱୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ଚେହେରା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କରିଛି। କଂଗ୍ରେସ ନେତା ଉଦିତ ରାଜ ପୁଣି ଥରେ ସମାନ ମନ୍ତବ୍ୟ ଦେଇଛନ୍ତି।

  13. 13.ଗଞ୍ଜାମ ଜିଲାର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ରାଜ୍ୟ ବାର୍‌ କାଉନସିଲ ତୀବ୍ର ନିନ୍ଦା କରିଛି। ପୀତବାସଙ୍କ ହତ୍ୟା ପ୍ରତିବାଦରେ ୮ ତାରିଖ ତଥା ବୁଧବାର ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି।

  14. 14.କଂଗ୍ରେସ ନେତା ଘାସିରାମ ମାଝୀଙ୍କୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ କରାଯାଇଛି।

  15. 15.ଭାରତରେ ସୁନା ମୂଲ୍ୟ ମଙ୍ଗଳବାର ନୂତନ ରେକର୍ଡ ସ୍ତର ଛୁଇଁଛି। ଅଲ ଇଣ୍ଡିଆ ସରଫା ଆସୋସିଏସନ୍‌ର ତଥ୍ୟ ଅନୁଯାୟୀ, ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧.୨୪ ଲକ୍ଷ ଟଙ୍କାରୁ ଅଧିକ ପହଞ୍ଚିଛି।

  16. 16.ଓଡିଶାରେ ମଧ୍ୟ ଜଣେ ଅବିବାହିତ ବ୍ୟକ୍ତି ନିଜ ହିସାବରେ ଜମି କିଣିପାରିବ ନାହିଁ । ନିୟମ ଅନୁସାରେ ଜଣେ ଅବିବାହିତ ବ୍ୟକ୍ତି ୭.୫ ଏକରଠୁ ଅଧିକ ଜମି କିଣିପାରିବ ନାହିଁ । ସେହିଭଳି ଯେଉଁ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି ସେମାନେ ୧୦ ଏକରରୁ ଅଧିକ ଜଣି କିଣିପାରିବେ ନାହିଁ । ପରିବାରର ପାଞ୍ଚରୁ ଅଧିକ ସଦସ୍ୟ ଥିବା କ୍ଷେତ୍ରରେ, ପ୍ରତ୍ୟେକ ଅତିରିକ୍ତ ସଦସ୍ୟଙ୍କ ପାଇଁ ୨ ଏକର ଓ ପାଞ୍ଚ ଏକରରୁ ଅଧିକ ଓ ସର୍ବାଧିକ ୧୮ ଏକର ସୀମା ଅନୁଯାୟୀ ।

  17. 17.ମଧ୍ୟପ୍ରଦେଶ ଷ୍ଟାଫ ସିଲେକ୍ସନ ବୋର୍ଡ ଅନୁଯାୟୀ, ମାତ୍ର ୭,୫୦୦ କନେଷ୍ଟେବଳ ପଦ ପାଇଁ ୯.୭୬ ଲକ୍ଷ ଆବେଦନ ପ୍ରାପ୍ତ ହୋଇଛି, ଅର୍ଥାତ୍ ଗୋଟିଏ ପଦ ପାଇଁ ପ୍ରାୟ ୧୩,୦୦୦ ପ୍ରାର୍ଥୀ ପ୍ରତିଯୋଗିତା କରୁଛନ୍ତି। ଏହି ପଦ ପାଇଁ ନ୍ୟୂନତମ ଯୋଗ୍ୟତା ହେଉଛି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ, କିନ୍ତୁ ଆବେଦନକାରୀଙ୍କ ମଧ୍ୟରେ ୪୨ ଜଣ ପିଏଚଡି ହୋଲଡର, ୧୨,୦୦୦ରୁ ଅଧିକ ଇଞ୍ଜିନିୟର, ପୋଷ୍ଟଗ୍ରାଜୁଏଟ ଓ ଡିପ୍ଲୋମା ଇଞ୍ଜିନିୟର ଅଛନ୍ତି। ଏ

  18. 18.ମାଲକାନଗିରି/ଖଇରପୁଟ  । ଜୀବନ କ’ଣ ଭଲ ଭାବେ ଜାଣିନାହାନ୍ତି। ଢେପସାହି ବାସିନ୍ଦା ଅର୍ଜୁନ କିର୍ସାନୀଙ୍କ ୧୦ ବର୍ଷ ବୟସ ଝିଅ ରୂପାଲୀ ମୋବାଇଲ ଦେଖିବାକୁ ଜିଦ୍‌ କଲା । ବାପା ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲା ।

  19. 19.ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ଶିକ୍ଷା ଯୋଜନା ”ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ଓ ଅନ୍ୱେଷା ଯୋଜନା” ଅଧୀନରେ ପ୍ରି-ମେଟ୍ରିକ ଓ ପୋଷ୍ଟ-ମେଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ବୃତ୍ତି ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରି-ମେଟ୍ରିକ ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବାର୍ଷିକ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

  20. 20.ବିହାରରେ ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ପ୍ରାୟ ୧୦୦,୦୦୦ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀଙ୍କୁ ନିୟୋଜିତ କରାଯାଇପାରେ।

14 Y
2 08-10-2025 English
  1. 1.Normalcy returned to the city, which was affected by violence during immersion of Durga idols last week, as the Odisha government withdrew curfew and restored internet services Tuesday.

  2. 2.Chief Minister Mohan Charan Majhi has expressed deep grief over the brutal murder of senior advocate and BJP leader Pitabas Panda in Berhampur Monday.

  3. 3.The Supreme Court Tuesday asked the Election Commission to provide it with the details of 3.66 lakh excluded voters from the final electoral roll prepared after Bihar’s Special Intensive Revision (SIR) exercise.

  4. 4.The All India Congress Committee (AICC) Tuesday,has selected Ghasiram Majhi as its party candidate for the upcoming by-election for the Nuapada Assembly constituency.

  5. 5.At least 15 passengers were killed as a private bus they were travelling in was struck by a massive landslide in Himachal Pradesh’s Bilaspur district.

  6. 6.Chief Minister Mohan Charan Majhi Tuesday announced Rs 1 crore for construction of an auditorium at Barendra Krushna Vidyapitha in Banki and assured that all infrastructure needs of the institution will be fulfilled.

  7. 7.The Centre is likely to extend the deadline for the Pradhan Mantri-Kisan Urja Suraksha evam Utthaan Mahabhiyan (PM-KUSUM) once again, as two of its major components have failed to achieve even 50 per cent of their targets.

  8. 8.Balasore district administration has imposed restrictions on timing of shops remaining open in the municipality area till Diwali, an official said.

  9. 9.A woman was allegedly raped near the railway tracks under Raghunathpali police station Monday evening. Police have arrested one person and detained other two in connection with the incident.

  10. 10.The long-shuttered cancer hospital in Bargarh is set to resume operations in public private partnership (PPP) mode, local MLA Ashwini Kumar Sarangi announced Sunday.

  11. 11.The 13th Annual Festival of Odisha Shilpi Mahasangh was celebrated with grandeur at Koraput Cultural Council, showcasing Odisha’s vibrant heritage of handicrafts and art.

  12. 12.The Delhi government is set to transform 15 scattered patches of vacant land across the national capital into dense urban forests, called ‘Namo Vans,’ to enhance the city’s green cover and combat air pollution.

  13. 13.Actor-politician Vijay began reaching out to the families of the Karur stampede victims through WhatsApp video calls and assured them of his support.

  14. 14.Cutting across party lines and for the second consecutive day, leaders from west to east and south to north Tuesday strongly condemned the bid to attack Chief Justice of India B R Gavai during court proceedings, calling it an “assault” on democracy and the Constitution.

  15. 15.A controversy erupted in Uttar Pradesh’s Jaunpur after a Muslim woman alleged that a doctor at the district hospital refused to treat her on religious grounds, an accusation denied by hospital authorities, officials said.

11 Y
3 07-10-2025 Odia
  1. 1.ବୈଜ୍ଞାନିକ ମେରି ଇ ବ୍ରୁଙ୍କୋ, ଫ୍ରେଡ୍ ରାମସଡେଲ୍ ଓ ସିମୋନ୍ ସାକାଗୁଚିଙ୍କୁ ଚଳିତବର୍ଷ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

  2. 2.ଦେଶବ୍ୟାପୀ ଜଳବାୟୁ ଆଧାରିତ ବୀମା ଯୋଜନା ଆଣିବା ପାଇଁ କେନ୍ଦ୍ର ସରକାର ବୀମା କମ୍ପାନିଗୁଡ଼ିକ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ମାନଦଣ୍ଡ ଆଧାରିତ ମଡେଲ୍‌ ଆଧାରରେ ଏହି ଯୋଜନା ପ୍ରସ୍ତୁତ କରାଯିବ। ଉଦାହରଣ ସ୍ଵରୂପ ବୃଷ୍ଟିପାତ, ତାପମାତ୍ରା ଏବଂ ପବନର ବେଗ ଆଦିର ଏକ ନିର୍ଦ୍ଦିଷ୍ଟ ସ୍ତରକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବ।

  3. 3.ନିର୍ବାଚନ କମିସନର ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୬ରେ ଏବଂ ଦ୍ଵୀତୀୟ ପର୍ଯ୍ୟାୟ ନଭେମ୍ବର ୧୧ରେ କରାଯିବ।

  4. 4.ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ସାରା ଦେଶର ଭୋଟରମାନେ ଏବେ ଭୋଟ ଦେବା ସମୟରେ ସେମାନଙ୍କର ମୋବାଇଲ୍ ଫୋନ୍ ବୁଥ୍ ଭିତରକୁ ନେଇପାରିବେ। ଏହି ପରିବର୍ତ୍ତନ ୨୦୨୫ରେ ବିହାର ବିଧାନସଭା ନିର୍ବାଚନ ସହିତ ଆରମ୍ଭ ହେବ ଏବଂ ତା’ପରେ ଏହା ସମଗ୍ର ଭାରତରେ କାର୍ଯ୍ୟକାରୀ ହେବ।

  5. 5.ଓଲା ‌ଇଲେକ୍ଟ୍ରିକ୍ ବିନା ରେୟାର ଆର୍ଥ ଉପାଦାନରେ ମୋଟର ତିଆରି କରିବା ସଫଳତା ହାସଲ କରିଛି। ପ୍ରଥମ ଭାରତୀୟ କମ୍ପାନି ଭାବେ ଓଲାକୁ ଏହି ଉପଲବ୍ଧି ମିଳିଛି।

  6. 6.ସୁପ୍ରିମ୍‌କୋର୍ଟରେ ଆଜି ଶୁଣାଣି ସମୟରେ ଜଣେ ଆଇନଜୀବୀ ପ୍ରଧାନ ବିଚାରପତି ବିଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି।   ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାମଲାର ବିଚାର କରୁଥିବା ବିଚାରପତି ବିନୋଦ ଚନ୍ଦ୍ରନଙ୍କ ଦେହରେ ଜୋତାଟି ବାଜୁ ବାଜୁ ଅଳ୍ପକେ ଖସିଯାଇଥିଲା।

  7. 7.ପ୍ରଧାନ ବିଚାରପତିଙ୍କ ଉପରକୁ ଆକ୍ରମଣ ଉଦ୍ୟମ ପରେ ପ୍ରଧାନମନ୍ତ୍ରୀ ମୋଦୀ ଜଷ୍ଟିସ୍ ଗଭଇଙ୍କ ସହ ଆଲୋଚନା କରିଛନ୍ତି। ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ କହିଛନ୍ତି କି ‘ମୁଁ ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା କରିଛି। ସୁପ୍ରିମକୋର୍ଟରେ ତାଙ୍କ ଉପରେ ଆକ୍ରମଣ ପ୍ରତି ଭାରତୀୟଙ୍କୁ ଅସନ୍ତୁଷ୍ଟ କରିଛି। ଆମ ସମାଜରେ ଏଭଳି ନିନ୍ଦନୀୟ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ। ଏହା ଅତ୍ୟନ୍ତ ଲଜ୍ଜାଜନକ।’

  8. 8.ଆସନ୍ତା ୪-୬ ମାସ ମଧ୍ୟରେ ପେଟ୍ରୋଲ୍‌ ଗାଡ଼ି ଦାମ୍‌ରେ ଇଲେକ୍ଟ୍ରିକ ଯାନ (ଇଭି) ମିଳିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି।

  9. 9.ବ୍ୟାଙ୍କଠାରୁ ଆରମ୍ଭ କରି ବୀମା କମ୍ପାନି ପର୍ଯ୍ୟନ୍ତ ବିଭିନ୍ନ ଆର୍ଥିକ ଅନୁଷ୍ଠାନରେ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ପଡ଼ି ରହିଛି ଯାହାକୁ କେହି ଦାବି କରୁନାହାନ୍ତି। ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ), ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି), ଇପିଏଫ୍ଓ, ପିଏଫ୍ଆର୍‌ଡିଏ ଭଳି ନିୟାମକ ସଂସ୍ଥାଠାରୁ ଜବାବ ତଲବ କରିଛନ୍ତି।

  10. 10.ଯାଜପୁରର ଖଣି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟାଟା ଷ୍ଟିଲ୍‌କୁ ୨୪୧୦ କୋଟି ଟଙ୍କାର ଡିମାଣ୍ଡ୍‌ ନୋଟିସ୍‌ ଜାରି କରାଯାଇଛି। ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ କ୍ରୋମ୍ ପଥର ଡେସ୍‌ପ୍ୟାଚ୍‌ରେ ହୋଇଥିବା ହ୍ରାସ ପାଇଁ ଏହି ନୋଟିସ୍ ପଠାଯାଇଛି।

  11. 11.ମ୍ୟାଜିକ୍‌ବ୍ରିକ୍ସର ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୧ବିଏଚ୍‌କେ ଓ ୨ ବିଏଚ୍‌କେ ଫ୍ଲାଟ୍‌ ଚାହିଦାରେ ୫୪ ପ୍ରତିଶତ ବୃଦ୍ଧି ଘଟିଛି। ସମ୍ପ୍ରତି ସୁଧ ହାର ଉଚ୍ଚା ରହିଥିବାରୁ ଗ୍ରାହକମାନେ କମ୍ ଦାମ୍‌ରେ କିଭଳି ଘର ମିଳିପାରିବ ତାହା ଉପରେ ଅଧିକ ବିଚାର କରୁଛନ୍ତି।

  12. 12.ମାଲଦା ଉତ୍ତରର ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ତଥା ବିଧାନସଭାରେ ବିଜେପିର ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କ ଉପରେ ଜଲପାଇଗୁଡ଼ି ଜିଲ୍ଲାର ନାଗରକାଟାରେ ଆକ୍ରମଣ ହୋଇଛି।

  13. 13. ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ଗିରଫ ହୋଇଥିବା ଲଦାଖର ଜଳବାୟୁ କର୍ମୀ ସୋନମ୍ ୱାଙ୍ଗଚୁକ୍‌ଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଦାଖଲ କରିଥିବା ଏକ ଆବେଦନ ଉପରେ ସୋମବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ଲଦାଖ ପ୍ରଶାସନଠାରୁ ଜବାବ ମାଗିଛନ୍ତି।

  14. 14.ପୁଞ୍ଜି ବଜାର ନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ଅନେକ ରାଜ୍ୟଠାରୁ ପଛରେ ପଡ଼ିଛି। ଦିଲ୍ଲୀ, ଗୁଜରାଟ, ଚଣ୍ଡୀଗଡ଼, ଡାମନ ଆଣ୍ଡ୍‌ ଡିୟୁ, ଦାଦ୍ରା ଆଣ୍ଡ୍‌ ନଗର ହାବେଳି, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ପୁଡ଼ୁଚେରି, ଆଣ୍ଡାମାନ ନିକୋବର ଭଳି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପରିବାରଗୁଡ଼ିକ ପୁଞ୍ଜିବଜାରରେ ନିବେଶ କ୍ଷେତ୍ରରେ ଆଗରେ ରହିଛନ୍ତି।

  15. 15.ଆରଏସଏସ(ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ) ସଂସ୍ଥାପକ କେଶବ ବଳିରାମ ହେଡଗେଓ୍ବାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି ହୋଇଛି। ଏହି ଦାବି କରିଛି ଏକ ମୁସଲମାନ ସଂଗଠନ।

21 Y
4 07-10-2025 English
  1. 1.American scientists Mary Brunkow, Fred Ramsdell and Shimon Sakaguchi from Japan won the 2025 Nobel Prize in Physiology or Medicine Monday for their discoveries in peripheral immune tolerance, creating openings for possible new autoimmune disease and cancer treatments.

  2. 2.Just a day after naming his government and after less than a month in office, France’s new Prime Minister Sebastien Lecornu resigned Monday, owing to widespread criticism regarding his choice of ministers in the new Cabinet.

  3. 3.Eight people were arrested Monday in connection with the violence in Cuttack, where a 12-hour bandh was underway amid heavy security deployment with prohibitory orders in place, officials said.

  4. 4.West Bengal’s BJP MP Khagen Murmu and MLA Sankar Ghosh were injured in an attack by a mob during their visit to the flood and landslide-hit Dooars region in the northern part of the state, triggering a fresh political storm.

  5. 5.The Election Commission Monday announced that the bypoll to the Nuapada Assembly constituency will be held November 11.

  6. 6.In an unprecedented incident, 71-yearold lawyer Rakesh Kishore attempted to hurl a shoe towards Chief Justice of India (CJI) BR Gavai in his courtroom in the Supreme Court Monday, prompting the Bar Council of India to suspend his licence.

  7. 7.Chief Minister Mohan Charan Majhi Monday launched projects worth over Rs 1,100 crore for Nuapada, hours before a byelection was announced for the Assembly constituency.

  8. 8.Elections to 243-member Bihar Assembly will be held in two phases – November 6 and 11, while the counting of votes will be conducted November 14, CEC Gyanesh Kumar announced Monday.

  9. 9.Just a day after naming his government and after less than a month in office, France’s new Prime Minister Sebastien Lecornu resigned Monday, owing to widespread criticism regarding his choice of ministers in the new Cabinet.

  10. 10.Odisha successfully disposed of 8,832 cases out of 13,527 referred by taluka courts, district courts, and the HC during a 90-day mediation drive, officials said Monday.

  11. 11.Fire services personnel Monday recovered the body of a 26-yearold youth who went missing at Gundichaghagi waterfall near Banachakulia village under Ghatagaon police limits in Keonjhar district Sunday.

  12. 12.The Odisha Police has been alerted that the body of a hotelier from the Andaman and Nicobar Islands may have been dumped in the Brahmani river near Rourkela in late July following a premeditated murder in Tamil Nadu.

  13. 13.The Kerala government on Monday introduced a Bill in the Assembly to amend the 2021 State Digital Sciences, Innovation and Technology Act.

  14. 14.Uttar Pradesh Chief Minister Yogi Adityanath Monday announced that Rs16,000 to Rs20,000 would directly be credited to sanitation workers' accounts, according to a statement.

  15. 15.Ace Indian para shuttler Pramod Bhagat continued his outstanding form at the 1st Abia Para Badminton International 2025, securing three gold medals and reaffi rming his dominance in the global para badminton circuit.

9 Y
5 06-10-2025 Odia
  1. 1.ମହାରାଷ୍ଟ୍ରର ଶିରିଡିର ପ୍ରସିଦ୍ଧ ସାଇ ବାବା ମନ୍ଦିରରେ ଜଣେ ଭକ୍ତ ମନ୍ଦିରକୁ ନଅଟି ରତ୍ନ ଖଚିତ ଏକ ୯୪୫ ଗ୍ରାମ ଓଜନର ସୁନା ହାର ଦାନ କରିଥିଲେ। ଏହି ମୂଲ୍ୟବାନ ହାରର ମୋଟ ମୂଲ୍ୟ ଏକ କୋଟି ଦୁଇ ଲକ୍ଷ ଚଉସ୍ତରୀ ହଜାର ପାଞ୍ଚ ଶହ ଅଶୀ ଟଙ୍କା ଆକଳନ କରାଯାଇଛି।

  2. 2.ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

  3. 3.ଗାଜାରେ ଅସ୍ତ୍ରବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ମଧ୍ୟରେ ଇସ୍ରାଏଲ  ଗତ ୨୪ ଘଣ୍ଟାରେ  ଇସ୍ରାଏଲ ଆକ୍ରମଣରେ ୭ ଜଣ ଶିଶୁଙ୍କ ସମେତ ୭୦ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ପଣବନ୍ଦୀଙ୍କ ମୁକ୍ତି ପରେ ହିଁ ଅସ୍ତ୍ରବିରତି ଲାଗୁ ହେବ।

  4. 4.ୟୁଏସ୍ କମିସନ ଅନ୍ ଇଣ୍ଟର୍‌ନ୍ୟାସନାଲ ରେଲିଜିଅସ୍ ଫ୍ରିଡମ୍ (ଏସ୍‌ସିଆଇଆର୍‌ଏଫ୍‌) ପକ୍ଷରୁ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଅହମଦିଆ ମୁସଲମାନ ସମ୍ପ୍ରଦାୟ ଉପରେ ପାକିସ୍ତାନର ବ୍ୟବସ୍ଥିତ ନିର୍ଯାତନା ଏବଂ ସମଗ୍ର ଦେଶରେ ବଳପୂର୍ବକ ଧର୍ମାନ୍ତରୀକରଣ ଓ ଈଶନିନ୍ଦା ସମ୍ବନ୍ଧୀୟ ହିଂସାର ଭୟାବହ ବୃଦ୍ଧିକୁ ନିନ୍ଦା କରାଯାଇଛି।

  5. 5.ବ୍ରିଟେନ୍‌ର ଇଷ୍ଟ ସସେକ୍ସ ସ୍ଥିତ ‘ପିସ୍‌ କମ୍ୟୁନିଟି ସେଣ୍ଟର ଆଣ୍ଡ୍‌ ମସ୍‌ଜିଦ’ରେ ଗତରାତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି।

  6. 6.ସରକାରୀ ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ, ୨୦୨୨ ଓ ୨୦୨୩ରେ ଭାରତରେ ବିବାହ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଆତ୍ମହତ୍ୟା କରିଛନ୍ତି।

  7. 7.ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦେଶରେ କମ ଖର୍ଚ୍ଚରେ ଏବଂ ପ୍ରଭାବଶାଳୀ ଯକ୍ଷ୍ମା ପରୀକ୍ଷା ପାଇଁ ବିକଶିତ ଏକ ସ୍ୱଦେଶୀ କିଟ୍ କୁ ଅନୁମୋଦନ କରିଛି। ତେଲେଙ୍ଗାନାର ହୁୱେଲ୍ ଲାଇଫ୍‌ସାଇନ୍ସ ଦ୍ୱାରା ବିକଶିତ କ୍ୱାଣ୍ଟିପ୍ଲସ୍ ଏମଟିବି ଫାଷ୍ଟ ଡିଟେକ୍ସନ୍ କିଟ୍, ଏକକାଳୀନ ୯୬ଟି ନମୁନା ପରୀକ୍ଷା କରିପାରିବ ବୋଲି ଦାବି କରିଛି। ଏହା ପରୀକ୍ଷା ଖର୍ଚ୍ଚକୁ ପ୍ରାୟ ୨୦ ପ୍ରତିଶତ ହ୍ରାସ କରିବ।

  8. 8.ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଭାରତୀୟ କାରାଗାର ପରିସଂଖ୍ୟାନ ୨୦୨୩ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ପଶ୍ଚିମବଙ୍ଗର ଜେଲରେ ସର୍ବାଧିକ ସଂଖ୍ୟକ ବିଦେଶୀ କଏଦୀ ଅଛନ୍ତି। ଭାରତରେ ମୋଟ ୬୯୫୬ ଜଣ ବିଦେଶୀ କଏଦୀ ଅଛନ୍ତି, ଯେଉଁଥିରୁ ୨୫୦୮ ବିଦେଶୀ କଏଦୀ (ପ୍ରାୟ ୩୬ ପ୍ରତିଶତ ପଶ୍ଚିମବଙ୍ଗର ଜେଲରେ ବନ୍ଦୀ ଅଛନ୍ତି।

  9. 9.ଚୀନ୍ ବିଶ୍ୱର ଅନେକ ଦେଶ ପାଇଁ ଏକ ପ୍ରମୁଖ ମୁଦ୍ରଣ କେନ୍ଦ୍ର ପାଲଟିଛି। ଚୀନ୍ ବିଶ୍ୱର ସବୁଠାରୁ ଉନ୍ନତ ମୁଦ୍ରଣ ସୁବିଧା ରଖିଛି। କୁହାଯାଏ ଯେ ଚୀନ୍ କେବଳ ନିଜସ୍ୱ ନୋଟ ୟୁଆନ୍ ଛାପେ ନାହିଁ, ବରଂ ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ଦକ୍ଷିଣ ଏସୀୟ ଦେଶ ପାଇଁ ମଧ୍ୟ ନୋଟ୍ ଛାପେ। ଯଦିଓ ସୁରକ୍ଷା କାରଣରୁ ଭାରତର ମୁଦ୍ରଣ ଘରୋଇ ଭାବରେ ମୁଦ୍ରଣ କରାଯାଏ, ପଡ଼ୋଶୀ ଦେଶଗୁଡ଼ିକର ମୁଦ୍ରଣ ଚୀନ୍‌ରେ ହୁଏ।

  10. 10.ଭାରତୀୟ ପ୍ରତିଭୂତି ଓ ବିନିମୟ ‌ବୋର୍ଡ (ସେବି)ର ନିବେଶକ ସର୍ଭେ ୨୦୨୫ ରିପୋର୍ଟରୁ ଜଣାଯାଇଛି ଯେ ଦେଶରେ ପୁଞ୍ଜି ବଜାରରେ ନିବେଶ ନେଇ ୬୩ ପ୍ରତିଶତ ପରିବାର ସଚେତନ ଅଛନ୍ତି। କିନ୍ତୁ କେବଳ ୯.୫ ପ୍ରତିଶତ ପରିବାର ନିବେଶ କରିଛନ୍ତି। ସର୍ଭେରୁ ଏହା ଜଣାଯାଇଛି ଯେ ପ୍ରାୟ ୬୩ ପ୍ରତିଶତ ପରିବାର ବା ପ୍ରାୟ ୨୧.୩ କୋଟି ପରିବାର ଅତିକମ୍‌ରେ ଗୋଟିଏ ସିକ୍ୟୁରିଟିଜ୍‌ ମାର୍କେଟ ଉତ୍ପାଦ ସଂପର୍କରେ ସଚେତନ ଅଛନ୍ତି।

  11. 11.ପଶ୍ଚିମବଙ୍ଗର ଉତ୍ତରାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ଏ ପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି।

  12. 12.ରାଜସ୍ଥାନର ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାରୁ ୮ଜଣଙ୍କ ଜୀବନ ଯାଇଛି ।

  13. 13.୨୦୨୫ ମହିଳା କ୍ରିକେଟ୍‌ ବିଶ୍ବକପ୍‌ର୍ ପାକିସ୍ତାନ ଦଳକୁ ଭାରତୀୟ ଦଳ ବିଶାଳ ସ୍କୋର ବ୍ୟବଧାନରେ ପରାସ୍ତ କରିଛି । ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି୨୪୭ ରନ୍‌ କରିଥିଲା ।

  14. 14.ଅଶାନ୍ତ କଟକ​‌। କଟକରେ ଅଶାନ୍ତ ଥିବାରୁ କର୍ଫ୍ୟୁ ଲଗାଯାଇଛି। ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।

  15. 15.ନଭେମ୍ବର ୨୨ରେ ବିହାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ରବିବାର ସ୍ପଷ୍ଟ କରିଛନ୍ତି।

30 Y
6 06-10-2025 English
  1. 1.The state government Sunday night imposed curfew in 13 police station areas of Cuttack after 25 people were injured in the fresh episode of violence.

  2. 2.Zoho-backed homegrown messaging platform Arattai has topped 7.5 million overall downloads as on Friday, marking one of the fastest adoption feat for a local app in recent times.

  3. 3.In a major boost to India’s semiconductor ecosystem, Union IT Minister Ashwini Vaishnaw has approved the setting up of the NaMo Semiconductor Laboratory at IIT-Bhubaneswar. The advanced facility, to be funded under the MPLAD Scheme, will be established at an estimated cost of `4.95 crore.

  4. 4.Chief Minister Mohan Charan Majhi Sunday said his government would revive Bhagabata Tungis in every village across the state.

  5. 5.The contribution of alumni to their alma maters is invaluable. Their support and participation play a vital role in the growth and progress of schools, strengthening infrastructure and enhancing the quality of education, said Chief Secretary Manoj Ahuja recently

  6. 6.The state government must make use of central government's Purvodaya scheme to develop agriculture and allied sectors said  N Chandrababu Naidu.

  7. 7.The international travel and tourism sector will support 9.1 crore new jobs in the next 10 years, accounting for one in every three jobs created globally, according to a report by the World Travel & Tourism Council (WTTC). Demographic and structural shifts could create a workforce shortfall of more than 4.3 crore.

  8. 8.Chief Election Commissioner Gyanesh Kumar on Sunday asserted that the special intensive revision in Bihar "purifi ed" the voters' list after 22 years.

  9. 9.The Tamil Nadu government has moved the Supreme Court against the governor’s decision to reserve the Kalaignar University Bill, 2025 for the consideration of the President instead of granting assent to the proposed law as advised by the state Cabinet.

  10. 10.All languages of India are national languages. Every citizen should know at least three languages — the local language, the language of the state they live in, and the national language said  Mohan Bhagwat , RSS chief

  11. 11.Sonam Wangchuk has appealed to the people of Ladakh to maintain peace and unity and continue with the ongoing struggle for statehood and safeguards under the Sixth Schedule of the Constitution in the true Gandhian way of non-violence, his lawyer said Sunday.

  12. 12.In a boost to India's fight against tuberculosis, apex health research body ICMR has validated new indigenously developed tools that could bolster the country's diagnostic capacity and offer a cheaper detection option.

  13. 13.Foreign portfolio investors (FPIs) remained net sellers of Indian equities in September, withdrawing Rs23,885 crore (around $2.7 billion) and taking year-todate outfl ow to Rs1.58 lakh crore ($17.6 billion).

  14. 14.Bitcoin, the world’s largest cryptocurrency by market value, hits a record high, surging nearly 2.7 per cent at $125,245.57.

  15. 15.India extended their dominance over Pakistan in women’s ODIs with a commanding 88-run win in the 2025 Women’s ODI World Cup clash at the R Premadasa Stadium Sunday.

17 Y
7 05-10-2025 Odia
  1. 1.ହାଇକୋର୍ଟର ବିଚାରପତି ବିବେକ ଜୈନଙ୍କ ଏକକ ଖଣ୍ଡପୀଠ ଆଜି ଟିପ୍ପଣୀ ଦେଇଛନ୍ତି ଯେ ସରକାରୀ କ୍ୱାର୍ଟରଗୁଡ଼ିକ ପରିବାର ରହିବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏଥିରେ ପୋଷା ଜନ୍ତୁ ରଖିପାରିବେ ନାହିଁ |

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଅକ୍ଟୋବର ୮-୯, ୨୦୨୫ ରେ ଭାରତ ଗସ୍ତରେ ଆସିବେ। ଏହା ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ ହେବ।

  3. 3.ଜାପାନରେ ଶାସନ କରୁଥିବା ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲଡିପି) ଶନିବାର ପୂର୍ବତନ ଅର୍ଥନୈତିକ ସୁରକ୍ଷା ମନ୍ତ୍ରୀ ସାନାଏ ତାକାଇଚିଙ୍କୁ ନୂତନ ନେତା ଭାବରେ ନିର୍ବାଚିତ କରିଛି। ତାକାଇଚିଙ୍କ ବିଜୟ ସହିତ, ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। 

  4. 4.ଅରବିନ୍ଦ କେଜ୍ରିୱାଲ ପଞ୍ଜାବରୁ ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଟ୍ରାଇଡେଣ୍ଟ ଗ୍ରୁପର ମାଲିକ ତଥା ବ୍ୟବସାୟୀ ରାଜେନ୍ଦ୍ର ଗୁପ୍ତା ରାଜ୍ୟସଭା ପାଇଁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ହେବେ।

  5. 5.ତେଲେଙ୍ଗାନାରେ ଦଶହରା ପୂର୍ବ ୨ ଦିନ(ଅଷ୍ଟମୀ, ନବମୀ ଓ ଦଶମୀ)ରେ ସେଠାକାର ଲୋକ ୭୦୦ କୋଟି ଟଙ୍କାର ମଦ ପିଇଦେଇଛନ୍ତି |

  6. 6. ସାତାନପୁର ମଣ୍ଡି ରୋଡର କଟିଆର କୋଲ୍ଡ ଷ୍ଟୋରେଜ୍ ନିକଟରେ ଥିବା ସନ୍ କ୍ଲାସେସ୍ କୋଚିଂ ସେଣ୍ଟରରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା।ଘଟଣାସ୍ଥଳରେ ୨୬ ବର୍ଷୀୟ ଆକାଶ ସକ୍ସେନାଙ୍କ ମୃତ୍ୟୁ ହୋଇଥିଲା। କୋଚିଂ ସେଣ୍ଟରରେ ପଢ଼ୁଥିବା ଛାତ୍ରୀ ଏବଂ ଅନ୍ୟ ପାଞ୍ଚ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ।

  7. 7.ଆମେରିକାରେ ଜଣେ ଭାରତୀୟଙ୍କୁ ହତ୍ୟା କରାଯାଇଛି । ତେଲେଙ୍ଗାନାର ହାଇଦ୍ରାବାଦର ଏଲବି ନଗରର ବାସିନ୍ଦା ପୋଲ ଚନ୍ଦ୍ରଶେଖରଙ୍କୁ ଆମେରିକାର ଡାଲାସରେ ଲୁଟେରାମାନେ ଗୁଳି କରି ନିର୍ମମ ଭାବରେ ହତ୍ୟା କରିଛନ୍ତି। 

  8. 8.ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନରେ, ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନ (ୟୁପିଏସସି) ସୁପ୍ରିମକୋର୍ଟଙ୍କୁ ଜଣାଇଛି ଯେ, ପରୀକ୍ଷା ହେବା ପରେ  ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାର ପ୍ରୋଭିଜନାଲ୍ ଆନ୍ସର କି ପ୍ରକାଶ କରିବ।

  9. 9.ରାଜସ୍ଥାନର ଭଜନ ଲାଲ ଶର୍ମା ସରକାର ଜୟପୁରର କେସନ୍ସ ଫାର୍ମାର ସମସ୍ତ ୧୯ ଔଷଧ ବଣ୍ଟନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କଫ୍ ସିରପ୍‌ରୁ ପିଲାମାନଙ୍କର ସନ୍ଦେହଜନକ ମୃତ୍ୟୁ ଏବଂ ନିମ୍ନମାନର ଔଷଧ ଆବିଷ୍କାର ରିପୋର୍ଟ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

  10. 10.ନେପାଳ ପରେ, ମରକ୍କୋରେ ଜେନ୍-ଜେଡ୍ ସଦସ୍ୟମାନେ ସେପ୍ଟେମ୍ବର ଶେଷ ସପ୍ତାହରୁ ରାସ୍ତାରେ ପ୍ରତିବାଦ କରୁଛନ୍ତି। ଧୀରେ ଧୀରେ, ଜେନ୍-ଜେଡ୍‌ଙ୍କ କ୍ରୋଧ ସାରା ଦେଶରେ ବ୍ୟାପିବାରେ ଲାଗିଛି। ନେପାଳ ପରି, ମରକ୍କୋର ଯୁବବର୍ଗମାନେ ଏବେ ସରକାରଙ୍କୁ ଭାଙ୍ଗିବାକୁ ଦାବି କରୁଛନ୍ତି।

  11. 11.ଲୁହା ଗ୍ରୀଲରେ ଚଢ଼ି ଖେଳିବା ପଡିଲା ପିଲା ପାଇଁ ମହଙ୍ଗା । ଲୁହାଗ୍ରୀଲରେ ଚଢିଥିବା ବେଳେ ଘଟିଲା ଅଘଟଣ । ୯ ବର୍ଷର ଛାତ୍ର ହାତରେ ପଶିଗଲା ଲୁହାରଡ଼। ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳରୁ ଆସିଲା ଖବର ।

  12. 12.ଭୁବନେଶ୍ବରରୁ ମାରିଜୁଆନା ଜବତ ହୋଇଛି। ଭୁବନେଶ୍ବର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଏହି ମାମଲାରେ କଷ୍ଟମ ବିଭାଗ ଭୁବନେଶ୍ୱର ଏୟାରପୋର୍ଟରୁ ଜଣକୁ ଉଠାଇ ନେଇଛି। ବ୍ୟାଙ୍କକରୁ ଚାଲାଣ ବେଳେ ଭୁବନେଶ୍ୱରରେ ଯୁବକ ଜଣକ ଧରାପଡ଼ିଛନ୍ତି। 

  13. 13.ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳ ଘୋଷଣା କରିଛି। ଶୁବମନ ଗିଲଙ୍କୁ ଦଳର ନୂତନ ଅଧିନାୟକ ନିଯୁକ୍ତ କରାଯାଇଛି।

  14. 14.ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା ପାଇଁ ୬୯ ଜଣ ଆଇନଜୀବୀ ପ୍ୟାନେଲଭୁକ୍ତ ହୋଇଛନ୍ତି । ଏଥିରେ ୧୮ ଓଡ଼ିଆ ଆଇନଜୀବୀ ଅଛନ୍ତି ।

  15. 15.ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏନେଇ ଦୁର୍ଗାମେଢ଼ ଗୁଡ଼ିକୁ ୩ ଗୋଟି ବର୍ଗରେ ବିଭକ୍ତ କରାଯାଇ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ।

  16. 16.ଇସ୍ରାଏଲ ଗାଜାରେ ଶନିବାର ପୁଣି ପ୍ରଚଣ୍ଡ ଆକ୍ରମଣ କରିଛି ଏବଂ  ୨୦ରୁ ଅଧିକ କୋଠା ଧୂଳିସାତ୍‌ ହୋଇଯାଇଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

  17. 17.ଡିଜିଟାଲ ପେମେଣ୍ଟକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଏହି କ୍ରମରେ ଟୋଲ୍‌ ପ୍ଲାଜାରେ ଫାସଟ୍ୟାଗ୍‌ ନଥିବା ଗାଡ଼ି ଯଦି ୟୁପିଆଇ କିମ୍ବା ଅନ୍ୟ କୌଣସି ମଞ୍ଜୁରିପ୍ରାପ୍ତ ଡିଜିଟାଲ ମୋଡ୍‌ରେ ଶୁଳ୍କ ପୈଠ କରିବେ ତା’ହେଲେ ସେମାନଙ୍କ ଠାରୁ ବର୍ତ୍ତମାନ ତୁଳନାରେ କମ୍‌ ଅର୍ଥ ନିଆଯିବ।

  18. 18.ହୁରୁନ ଭାରତୀୟ ଧନୀ ତାଲିକା ୨୦୨୫ ଅନୁସାରେ ବଲିଉଡ୍‌ ତାରକା ଶାହରୁଖ ଖାନ ୧.୪ ବିଲିୟନ ଡଲାର ସମ୍ପତ୍ତି ସହ ପ୍ରଥମ ଥର ପାଇଁ ବିଲିଓନେୟାର କ୍ଲବ୍‌ରେ ପ୍ରବେଶ କରିଛନ୍ତି।

  19. 19.ଆସାମୀ ଗାୟକ ଜୁବିନ ଗର୍ଗଙ୍କ ବ୍ୟାଣ୍ଡ ସଦସ୍ୟ ଶେଖର ଜ୍ୟୋତି ଗୋସ୍ବାମୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଗୋସ୍ବାମୀ କହିଛନ୍ତି ଯେ ଗର୍ଗଙ୍କୁ ସିଙ୍ଗାପୁରରେ ବିଷ ଦିଆଯାଇଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସୂଚନା ପୋଲିସ ପାଖରେ ଥିବା ସରକାରୀ କାଗଜପତ୍ରରେ ରହିଛି।

  20. 20.କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଛତିଶଗଡ଼ର ବସ୍ତରରେ ପହଞ୍ଚିଥିଲେ। ମାଓବାଦୀ ମୁକ୍ତ ହେବାକୁ ଥିବା ଗ୍ରାମଗୁଡ଼ିକର ବିକାଶ ପାଇଁ ଛତିଶଗଡ଼ ସରକାର ୧ କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ୨୦୩୧ସୁଦ୍ଧା ବସ୍ତର ଡିଭିଜନରେ ବିଦ୍ୟୁତ ବିନା କୌଣସି ଗାଁ ରହିବ ନାହିଁ।

33 Y
8 05-10-2025 English
  1. 1.Israel’s army said Saturday that it would advance preparations for the first phase of US President Donald Trump’s plan to end the war in Gaza and return all the remaining hostages.

  2. 2.Sanae Takaichi, the newly elected and staunchly conservative head of the ruling Liberal Democratic Party, is expected to become Japan’s first woman prime minister, but that doesn’t mean  she’s a feminist choice, analysts say.

  3. 3.Hundreds of dead blue jellyfish have washed ashore near Keluni river mouth at Astaranga beach in Puri district, raising concerns among tourists and locals as contact with the carcasses is causing skin irritation and swelling.

  4. 4.In a first, the state government has decided to provide fi nancial assistance of over `7 crore to various Durga Puja committees across Odisha.

  5. 5.The Bhubaneswar Municipal Corporation (BMC) completed an extensive post-Durga Puja cleanup drive across the City Saturday. Early in the morning, sanitation workers from all three zones conducted intensive cleaning at various puja pandals following a pre-planned schedule.

  6. 6. Postal services resumed in Manipur's Churachandpur, with a mail van entering the district for the first time since the ethnic violence broke out in Manipur in May 2023, officials said Saturday.

  7. 7.Prime Minister Narendra Modi will inaugurate the fi rst phase of the Navi Mumbai International Airport, built at a cost of `19,647 crore, on October 8, a senior Maharashtra government offi cial said Saturday.

  8. 8.Shiv Sena (UBT) leader Uddhav Thackeray Saturday dubbed Devendra Fadnavis a “helpless” chief minister who has failed to crack down on “rampant corruption” under his watch.

  9. 9.The Union Public Service Commission (UPSC) has informed the Supreme Court that it has “arrived at a conscious and well considered decision” to publish and review the provisional answer keys for the Civil Services (Preliminary) Examination.

  10. 10. The investors will have a busy time next week as the initial public offerings (IPOs) of around fi ve companies are set to hit the primary market, to raise a combined amount of over Rs28,000 crore.

  11. 11.The Unique Identifi cation Authority of India has waived off all charges for mandatory biometric update of Aadhaar for children, an official statement said Saturday.

  12. 12.The government, Friday directed renewable energy (RE) agencies to invite fresh bids for clean power projects that were issued in haste to circumvent the ALMM guidelines for cells.

  13. 13.Google Drive for Desktop is adding AI-powered ransomware detection to automatically stop file syncing and allow users to easily restore files in a few clicks.

  14. 14.Rohit has been one of India's finest captains in the white-ball formats, guiding the team to two ICC titles and a runner-up finish at home in the 2023 WC at home while cementing his place as an all-time great.

  15. 15.US Open runner-up Amanda Anisimova advanced to her second WTA 1000 fi nal of the year Saturday, outclassing defending champion Coco Gauff 6-1 6-2 in the semi-fi nals of the China Open.

23 Y
9 04-10-2025 Odia
  1. 1.ସା‌ମାଜିକ କର୍ମୀ ସୋନମ୍‌ ୱାଙ୍ଗ୍‌ଚୁକଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ଏନ୍‌ଏସଏ (ଜାତୀୟ ସୁରକ୍ଷା ଆଇନ) ଅଧୀନରେ ସୋନମ୍‌ଙ୍କ ଗିରଫଦାରୀକୁ ବିରୋଧ କରି ସୁପ୍ରିମ୍‌କୋର୍ଟ ଯାଇଛନ୍ତି ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ଆବେଦନ କରିଛନ୍ତି।

  2.  2.ତାମିଲନାଡୁର କରୁର୍‌ ଜିଲ୍ଲାରେ ଗତ ସପ୍ତାହରେ ପୁଲିସର ଲାଠିଚାର୍ଜ ଯୋଗୁଁ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କାଝାଗମ୍ ବା ଟିଭିକେ ଶୁକ୍ରବାର ମାଡ୍ରାସ ହାଇକୋର୍ଟଙ୍କୁ କହିଛି। 

  3. 3.ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ  ଆଜି ଏକ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପାକିସ୍ତାନ ରାଷ୍ଟ୍ର ପ୍ରାୟୋଜିତ  ଆତଙ୍କବାଦକୁ ସମର୍ଥନ ଜାରି ରଖେ, ତେବେ ଭାରତୀୟ ସେନା ପୂର୍ବରୁ ବିଭିନ୍ନ ଅପରେସନ୍‌ରେ ଦେଖାଇଥିବା ସଂଯମ ପ୍ରଦର୍ଶନ କରିବ ନାହିଁ ଏବଂ ପାକିସ୍ତାନକୁ ମାନଚିତ୍ରରୁ ଲୋପ କରିଦେବ।

  4. 4.ଭାରତର ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଶୁକ୍ରବାର କହିଛନ୍ତି ଯେ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ବୁଲଡୋଜରର ଶାସନ ଦ୍ୱାରା ନୁହେଁ, ଆଇନର ଶାସନ ଦ୍ୱାରା ପରିଚାଳିତ ହୁଏ। ମରିସସରେ ଏକ କାର୍ଯ୍ୟକ୍ରମ ସମୟରେ, ସେ ବୁଲଡୋଜର ନ୍ୟାୟକୁ ନିନ୍ଦା କରୁଥିବା ତାଙ୍କ ନିଜ ରାୟକୁ ଉଲ୍ଲେଖ କରିଥିଲେ।

  5. 5.ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ ବାରମ୍ବାର ଚେତାବନୀ ସତ୍ତ୍ୱେ, ଦିଲ୍ଲୀରେ ବୁଲା କୁକୁରଙ୍କ ଆତଙ୍କ ନିରନ୍ତର ଜାରି ରହିଛି। ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ସମୟରେ ଶୁକ୍ରବାର ଦିନ ଦୁଇ ବିଦେଶୀ ପ୍ରଶିକ୍ଷକଙ୍କୁ କୁକୁର କାମୁଡ଼ି ଦେଇଥିଲେ।

  6. 6.ସରକାରଙ୍କ ଦ୍ବାରା ଜିଏସଟି ହ୍ରାସ କରାଯିବାର ସକାରାତ୍ମକ ପ୍ରଭାବ ପାର୍ବଣ ବଜାର ଉପରେ ପଡ଼ିଛି । ଏପରିକି ପୂଜା ବଜାରରେ ଗତ ୧୦ ବର୍ଷରେ ସର୍ବାଧିକ ବିକ୍ରି ରେକର୍ଡ କରାଯାଇଛି । ଅଗ୍ରଣୀ କାର୍ ନିର୍ମାତା ମାରୁତି ସୁଜୁକିର ବିକ୍ରି ଚଳିତ ନବରାତ୍ରୀରେ ୧୦୦% ବୃଦ୍ଧି ପାଇଛି। 

  7. 7.ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ଓଡ଼ିଶାକୁ ୨୪ କୋଟି ଟଙ୍କାର ଅନୁଦାନ ମିଳିଛି। ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଏହି ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

  8. 8.ଭାରତ ଉପରେ ଉଚ୍ଚ ଟାରିଫ ଲାଗୁ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦେଶରେ ଏକ ବଡ଼ ଆର୍ଥିକ ସଙ୍କଟ ଦେଖାଦେଇଛି | ଏହି ସଙ୍କଟ ଯୋଗୁଁ, ଆମେରିକାର ପ୍ରମୁଖ ମହାକାଶ ସଂସ୍ଥା, ନାସା, ଏହାର ଦୈନିକ ଅପଡେଟ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିଛି। ନାସା ଏହାର ୱେବସାଇଟରେ ଏହା ଘୋଷଣା କରିଛି। 

  9.  9.ଦେଶରେ ପାଞ୍ଚଟି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଇନଫର୍ମେସନ୍ ଟେକ୍ନୋଲୋଜି (ଏଲନ୍‌ଆଇଇଏଲ୍‌ଆଇଟି) ଡିଜିଟାଲ୍ ବିଶ୍ବବିଦ୍ୟାଳୟର ପାଞ୍ଚଟି କେନ୍ଦ୍ର ଶୁଭାରମ୍ଭ କରିଛନ୍ତି। ସେଥିରୁ ଗୋଟିଏ ବାଲେଶ୍ବରରେ ରହିଛି।

  10. 10.ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରେପୋ ହାର ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।

  11. 11.ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲାରେ । କଫ ସିରପ୍‍ ଖାଇବା ପରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତ ୨୦ଦିନରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଲାଣି । ଯାହାକି ଏକ ଚିନ୍ତାର ବିଷୟ ହୋଇଛି ।

  12. 12.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବା ପାଇଁ ଏକ ସମୟସୀମା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ହମାସ ରବିବାର (ଅକ୍ଟୋବର ୫) ସନ୍ଧ୍ୟା ୬ଟା ଭିତରେ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବାକୁ ସମୟ ଦିଆଯାଇଛି।

  13. 13.ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ E-ଲାଇବ୍ରେରୀ ନିର୍ମାଣ ହେବ । ରାଜ୍ୟ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏ ନେଇ ସୂଚନା ଦେଇଛନ୍ତି। ‘ଜ୍ଞାନ’ ଯଜ୍ଞ ମଣ୍ଡପ ନାଁରେ ନାର୍ମିତ ହେବ ଡିଜିଟାଲ ଲାଇବ୍ରେରୀ’।

  14. 14.ନବରାତ୍ରି ଏବଂ ଦଶହରା ପର୍ବ ପରେ ସୁନା ମୂଲ୍ୟ ହଠାତ ହ୍ରାସ ପାଇଛି। ଗତ କିଛି ଦିନ ଧରି ବୃଦ୍ଧି ପାଉଥିବା ସୁନାର ମୂଲ୍ୟ 3 ଅକ୍ଟୋବର, 2025 ରେ ହ୍ରାସ ପାଇଛି।

  15. 15.ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଫ ସ୍ପିନର ରୋସନାରା ପରଓ୍ବିନ କ୍ରିକେଟ ଜଗତରୁ ଅବସର ଗ୍ରହଣ କରିଛନ୍ତି।

54 Y
10 04-10-2025 English
  1. 1.US President Donald Trump said Friday that Hamas must agree to a proposed peace deal by Sunday evening, threatening an even greater military onslaught nearly two years into the war sparked by the October 7 attack into Israel.

  2. 2.At least a dozen Pakistani military aircraft including F-16 jets were destroyed or damaged in Indian strikes during Operation Sindoor, Chief of Air Staff Air Chief Marshal AP Singh said Friday while describing Islamabad’s claim of India’s losses as “fanciful stories.”

  3. 3.A total of 193 community Durga Pujas were organised in Bhubaneswar, and 160 in Cuttack.

  4. 4.Chief Minister Mohan Charan Majhi visited several Dussehra pandals in Cuttack and Bhubaneswar on the occasion of ‘Maha Navami’ and ‘Viayadashami’, and sought the blessings of Goddess Durga.

  5. 5.Rajasthan Police has seized a consignment of 1,014 kg ganja, originating from Odisha and destined for Shekhawati, and arrested two traffi ckers in connection with the seizure, officials said Friday.

  6. 6.A delegation, led by monthly Santali newspaper ‘Fagun’ editor Malati Murmu, met President Droupadi Murmu and submitted a detailed memorandum, seeking urgent measures for the preservation and development of the Santali language.

  7. 7.As the world celebrates World Animal Day 2025, Odisha stands out as a beacon of biodiversity, sheltering over 114 species of mammals, 537 birds, 131 reptiles, and more across its forests, mangroves, and coastlines.

  8. 8.Mahanadi Coalfields Limited (MCL) has identified nearly six lakh square feet of surface area across 231 locations in the state for a comprehensive cleanup operation. The campaign, which will run for a month until October 31, will clean the identified areas, which include mining sites, workshops, residential colonies, and office premises.

  9. 9.Noted artiste of popular folk dance ‘Krishna Leela’ and Padma Shri awardee Gopinath Swain died Thursday in Ganjam district, family sources said. He was 107 years old.

  10. 10.After hospital doctors told Ghulam Mohammad Mir, 60, that surgery on his injured leg following a road accident was too risky, he turned to a more traditional treatment in India’s Jammu and Kashmir territory - bonesetting.

  11. 11.When 16 year-old Sabri performed her ‘arangettam’ Thursday on the Kerala Kalamandalam stage, she not only realised her “long-cherished dream,” but also scripted a new page in the history of the state’s near century-old famous arts institution by becoming the fi rst Muslim woman to perform ‘Kathakali.’

  12. 12.India could experience the biggest impacts of chikungunya in the long-term, potentially putting 51 lakh people at risk of the mosquito-borne infection every year, a global modelling study published in the British Medical Journal (BMJ) Global Health suggests.

  13. 13.Climate activist Sonam Wangchuk’s wife Gitanjali J Angmo has filed a plea in the Supreme Court challenging his detention under the National Security Act and seeking his immediate release.

  14. 14.The Madras High Court on Friday formed a Special Investigation Team (SIT) to probe the September 27 stampede at the political rally of actor and TVK founder Vijay, on a day when two senior party leaders' anticipatory bail petitions were rejected by the HC which also found fault with the party and the police over the incident that killed 41 persons and injured over 60.

  15. 15.A Delhi court Friday remanded selfstyled godman Chaitanyananda Saraswati in 14 days' judicial custody. The Delhi Police produced him before judicial magistrate Animesh Kumar at the Patiala House Courts on the completion of his five-day police custody.

  16. 16.Cash-strapped Pakistan’s trade deficit ballooned to $3.34 billion in September, marking a nearly 46 per cent increase from last year, official data showed, as imports surged and exports shrank, increasing pressure on the country’s fragile external sector and threatening currency stability.

  17. 17.Domestic airlines flew 1.29 crore passengers in August, lower than 1.31 crore people carried by them in the year-ago period, according to the latest official data.

  18. 18.The rupee depreciated 8 paise to close at 88.79 against the US dollar Friday, near its all-time low level, on dollar demand from importers and persistent foreign fund outflows.

  19. 19.The Income Tax (I-T) department has imposed two separate fines on ACC Ltd, totalling Rs 23.07 crore, which will be contested by the Adani Group firm before the appellate authorities.

  20. 20.KL Rahul's 11th hundred grounded the West Indies before Dhruv Jurel and Ravindra Jadeja followed the suit with stylish tons as India literally batted the visitors out of the opening Test taking a huge lead of 286 runs at the end of second day's play.

23 Y