Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
11 10-12-2025 Odia
  1. 1.ମାଇକ୍ରୋସଫ୍ଟ ଭାରତରେ ଆସନ୍ତା ୪ ବର୍ଷ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଭିତ୍ତିଭୂମି ନିର୍ମାଣରେ ୧୭.୫ ବିଲିଅନ ଡଲାର ନିବେଶ କରିବ।

  2. 2.ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପଶୁ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନନ୍ତ ଅମ୍ବାନୀଙ୍କୁ ଆମେରିକାରେ ‌ଆୟୋଜିତ ଏକ ଅନ୍ତର୍ଜାତୀୟ ପୁରସ୍କାର ସମାରୋହରେ ‘ଗ୍ଲୋବାଲ୍ ହ୍ୟୁମାନିଟେରିଆନ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି।

  3. 3.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଉଳ ରପ୍ତାନିକାରୀ ଦେଶମାନଙ୍କ ଉପରେ ନୂତନ ଶୁଳ୍କ ଲଗାଇବାର ସଙ୍କେତ ପୁଣି ଥରେ ଭାରତୀୟ ସେୟାର ବଜାରକୁ ଦୋହଲାଇ ଦେଇଛି। ଏହି ସଙ୍କେତ ପରେ,ବଜାର ଖୋଲିବା ମାତ୍ରେ ସେନସେକ୍ସ ଏବଂ ନିଫ୍ଟିରେ ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି।

  4. 4.ଦେଶର ବଡ଼ ଏୟାରଲାଇନ୍‌ ଇଣ୍ଡିଗୋରେ ଦେଖାଦେଇଥିବା ସଙ୍କଟ ସପ୍ତମ ଦିନରେ ପ୍ରବେଶ କରିଛି। ସୋମବାର କମ୍ପାନିର ୫୬୨ଟି ବିମାନର ଉଡ଼ାଣ ବାତିଲ ହୋଇଛି। କେବଳ ବେଙ୍ଗାଲୁରୁରେ ୧୫୦ଟି ଉଡ଼ାଣ ବାତିଲ କରାଯାଇଛି।

  5. 5.୨୦୧୪ ମସିହାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୬,୪୪୪ଟି ମନିଲଣ୍ଡରିଂ ତଦନ୍ତ ଆରମ୍ଭ କରିଛି ଏବଂ କୋର୍ଟଙ୍କ ଦ୍ୱାରା ମେରିଟ୍ ଆଧାରରେ ନିଷ୍ପତ୍ତି ନିଆଯାଇଥିବା ୫୬ଟି ମାମଲା ମଧ୍ୟରୁ ୫୩ଟି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

  6. 6.ନାସା ମହାକାଶଚାରୀ ଜନି କିମ୍ ଏବଂ ରସକସମସ୍ ମହାକାଶଚାରୀ ସର୍ଗେଇ ରିଜିକୋଭ୍ ଓ ଆଲେକ୍ସି ଜୁବ୍ରିଟସ୍କି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ସେମାନଙ୍କର ମିସନ ଶେଷ କରିବା ପରେ ନିରାପଦରେ ପୃଥିବୀକୁ ଫେରିଛନ୍ତି।

  7. 7.ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ଏହାର ଲୋକ କଠିନ ସମୟରେ ତାଙ୍କୁ ସାହାଯ୍ୟ କରିଛନ୍ତି।

  8. 8.ପୁଡୁଚେରୀର ଜଣେ ନାବାଳିକାଙ୍କୁ ତାଙ୍କ ପିତାଙ୍କ ବଦଳରେ ତାଙ୍କ ମା’ଙ୍କ ଜାତି ଆଧାରରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  9. 9.ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଆକାଶ ତଳେ ଥିବା ଖାଦ୍ୟପେୟରେ ତନ୍ଦୁରରେ କୋଇଲା ଏବଂ ଜାଳେଣି କାଠ ବ୍ୟବହାରକୁ କଡ଼ାକଡ଼ି ନିଷେଧ କରିବାକୁ ନିର୍ଦ୍ଦେଶ ଜାରି କରିଛି।

  10. 10.ବେଲଜିୟମ କର୍ତ୍ତୃପକ୍ଷଙ୍କ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣକୁ ବିରୋଧ କରି କରିଥିବା ଆବେଦନକୁ ବେଲଜିୟମ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଚୋକସି ଫେରାର ଅଛନ୍ତି।

  11. 11.ଓଡିଶା ରାଜ୍ୟର ନଅଟି ଜିଲ୍ଲାରେ ଟେକ୍‌ ବିଜନେସ୍ ପାର୍କ ସ୍ଥାପନ କରିବା ପ୍ରସ୍ତାବ ରହିଛି।

  12. 12.ଭାରତ ବିକାଶ କରିଥିବା ୟୁନିଫାଏଡ୍‌ ପେମେଣ୍ଟ୍ ଇଣ୍ଟରେଫେସ୍‌ (ୟୁପିଆଇ) ବିଶ୍ଵର ସର୍ବବୃହତ୍‌ ବାସ୍ତବ ସମୟ ପେମେଣ୍ଟ୍‌ ବ୍ୟବସ୍ଥା ମାନ୍ୟତା ହାସଲ କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଏହି ସ୍ବୀକୃତି ଦେଇଛି। ସାରା ବିଶ୍ବର ୪୯ ପ୍ରତିଶତ ବାସ୍ତବ ସମୟ ପେମେଣ୍ଟ୍‌ ୟୁପିଆଇ ଜରିଆରେ ହେଉଥିବା ଏହା କହିଛି।

  13. 13.ଦେଶର ବିମାନ ଚଳାଚଳ ନିୟାମକ (ଡିଜିସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଇଣ୍ଡିଗୋର ଶୀତକାଳୀନ ସମୟସୂଚୀକୁ ହ୍ରାସ କରିଛି । ଯାହା ଫଳରେ ଉଡ଼ାଣ ସଂଖ୍ୟା ୫ ପ୍ରତିଶତ ହ୍ରାସ ପାଇଛି ।

  14. 14.ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ ଉପକଣ୍ଠ ପିପିଲି ଥାନା ଅଞ୍ଚଳର ଏକ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ମାଡ ମରାଯିବା ସହ ରାଗିଂ କରାଯାଇଛି। 

30 Y
12 10-12-2025 English
  1. 1.India’s first solar observatory Aditya-L1 played a key role in helping scientists decode why the strongest solar storm in more than two decades that struck Earth in May 2024 behaved so unusually, ISRO said Tuesday.

  2. 2.Anant Ambani has been honoured with the Global Humanitarian Award in the United States for his outstanding contribution to wildlife conservation and animal welfare through Vantara.

  3. 3.2025 is currently tied with 2023 to be the second-warmest year on record, according to new data published by Europe’s climate agency Copernicus.

  4. 4.A fire swept through a seven-storey office block in Indonesia’s capital Jakarta Tuesday, killing 22 people, police said.

  5. 5.The Assembly Tuesday passed four Bills on the last day of the Winter Session to increase the salaries and allowances of the Speaker, Deputy Speaker, ministers, MLAs, and other office-bearers. The pension for former MLAs has also been revised.

  6. 6.The revised structure will take effect retrospectively from June 5, 2024. The salary of MLAs has gone up from Rs35,000 to Rs90,000. The pension of former MLAs has been increased from Rs30,000 to Rs80,000, and they will also receive a monthly travel allowance of Rs12,500. The CM’s salary has been increased from Rs41,000 to Rs1 lakh per month, the vehicle allowance from Rs17,000 to Rs91,000, and the sumptuary allowance from Rs40,000 to Rs1,83,000.

  7. 7.The Civil Aviation Minister has asked for a 10 per cent cut in planned IndiGo flights to help restore order at India’s biggest airline.

  8. 8.As many as 136 wild elephants died in Odisha between April 2024 and September 2025 due to multiple causes, including electrocution, disease, poaching and accidents.

  9. 9.At least 518 migrant workers from Odisha died while working outside the state between 2021 and November this year.

  10. 10.The Centre Tuesday approved Rs 44,771 crore for major national and state highway projects in Odisha, giving a substantial boost to the state’s infrastructure.

  11. 11.Karnataka Chief Minister Siddaramaiah Tuesday unveiled the world’s second-largest khadi national flag at the Suvarna Vidhana Soudha.

  12. 12.The cabinet of Bihar Chief Minister Nitish Kumar Tuesday approved proposals to create three new departments and change the names of three others, offi cials said. The decision was taken at a cabinet meeting chaired by Kumar Tuesday.

  13. 13.Bollywood superstar Shah Rukh Khan made it to the list of 67 Most Stylish People of 2025 released by the ‘New York Times’.

  14. 14.The ongoing Special Intensive Revision (SIR) campaign in Gujarat is now 99.97 per cent complete with the verification of all of the state’s 5.08 crore voters almost over.

  15. 15.Microsoft CEO Satya Nadella Tuesday announced plans to invest $17.5 billion in India to help build infrastructure and sovereign capabilities for the country's AI-first future

23 Y
13 09-12-2025 Odia
  1. 1.୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ ୧୫ ସୁଦ୍ଧା ଜନଗଣନା କାର୍ଯ୍ୟକର୍ତ୍ତା ନିଯୁକ୍ତି ସମାପ୍ତ କରିବାକୁ ଭାରତର ରେଜିଷ୍ଟ୍ରାର ଜେନେରାଲ ( ଆରଜିଆଇ) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।

  2. 2.‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’ ସାହିତ୍ୟ ପତ୍ରିକାରେ ଏହା ପ୍ରକାଶ ପାଇଥିଲା।

  3. 3.ଭାରତୀୟ କ୍ରିକେଟ୍‌ ଟିମ୍‌। ଐତିହସିକ ବାରବାଟୀ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିବା ପୂର୍ବରୁ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ୱାସିଂଟନ ସୁନ୍ଦର ଓ ଜିତେଶ ଶର୍ମା ଭୁବନେଶ୍ବରରୁ ପୁରୀ ଗସ୍ତ କରିଛନ୍ତି।

  4. 4.ସୋମବାର ରାତିରେ ଏୟାରଲାଇନ୍ କହିଛି ଯେ ଏହା ଡିସେମ୍ବର ୧୫ ପର୍ଯ୍ୟନ୍ତ ବାତିଲକରଣ ପାଇଁ ୮୨୭ କୋଟି ଟଙ୍କା ଫେରସ୍ତ କରିଛି ଏବଂ ଏହାର ନେଟୱାର୍କରେ ୯୦ ପ୍ରତିଶତ ସଠିକ ସମୟରେ କାର୍ଯ୍ୟଦକ୍ଷତା ମଧ୍ୟ ରିପୋର୍ଟ କରିଛି। 

  5. 5.ଟୋକିଓ ଗତକାଲିର ଭୂମିକମ୍ପ ପରେ ସମୁଦ୍ରରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚର ଲହରୀ ଉଠୁଛି। ଏହା ଦ୍ୱାରା ଉପକୂଳରେ ରହୁଥିବା ପ୍ରାୟ ୯୦,୦୦୦ ଲୋକଙ୍କୁ ବାସହୀନ କରାଯାଇଛି।

  6. 6.ମାଲକାନଗିରିଜିଲ୍ଲା କୋରୁକୋଣ୍ଡା ବ୍ଲକର ଏମ୍‌ଭି-୨୬ ଗାଁ। ଗତକାଲି ୫୦ରୁ ଅଧିକ ଘରେ ନିଆଁ ଲଗାଇ ଲୁଟ୍‌ପାଟ କରିଥିଲେ।

  7. 7. ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ଆରମ୍ଭ କରିଛି ପରୀକ୍ଷାନିରୀକ୍ଷା। ଗତକାଲି ମନ୍ଦିରର ୮୦ ଫୁଟ ଉଚ୍ଚରେ ଡ୍ରିଲିଂ ଆରମ୍ଭ ହୋଇଥିଲା। ଆଜିସୁଦ୍ଧା ମନ୍ଦିର କାନ୍ଥକୁ ୨୬ ଫୁଟରୁ ଅଧିକ (୮ ମିଟର) ଡ୍ରିଲିଂ ପରେ ବାଲି ସ୍ତରକୁ ଛୁଇଁଥିଲା 

  8. 8. ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଥିରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ ବଢିବାର ବ୍ୟବସ୍ଥା କରାଯାଇଛି । 

  9. 9.ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ନେଇ ଆମେରିକା ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟର ଏକ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ଭାରତରେ ପହଞ୍ଚିବେ। ଆଲୋଚନାରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ଅତିରିକ୍ତ ଶୁଳ୍କ ହ୍ରାସ କରିବା ପାଇଁ ଏକ ଚୁକ୍ତି ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି।

  10. 10.ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩ ବିଲିୟନ ଡଲାର ସାହାଯ୍ୟ ମାଗିଛି; କିନ୍ତୁ ଏହି ସଂଖ୍ୟା ପଛରେ ଲୁଚିଛି ଏକ କରୁଣ ସତ୍ୟ। ଗତବର୍ଷ ତୁଳନାରେ ଜାତିସଂଘ ଏ ବର୍ଷ ଅଧା ଟଙ୍କା ମାଗିଛି।

  11. 11.ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି ସେବାର ଆବାସିକ ପ୍ଲାନ୍ ପାଇଁ ମାସିକ ₹୮,୬୦୦ ଧାର୍ଯ୍ୟ କରାଯାଇଛି।

  12. 12.ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଗତ ୧୬ ମାସରେ ପ୍ରାପ୍ତ ୧୦,୩୦୬ ଅଭିଯୋଗ ମଧ୍ୟରୁ ୯,୪୦୭ଟିର ସମାଧାନ କରିଛି, ଯାହାର ସମାଧାନ ହାର ୯୧.୩ ପ୍ରତିଶତ ହାସଲ କରିଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ କହିଛନ୍ତି।

  13. 13.କାମ୍ବୋଡିଆ ସହିତ ବିବାଦୀୟ ସୀମାରେ ଥାଇଲ୍ୟାଣ୍ଡ ବିମାନ ଆକ୍ରମଣ ଆରମ୍ଭ କରିଛି କାରଣ ଉଭୟ ପକ୍ଷ ଯୁଦ୍ଧବିରତି ଭଙ୍ଗ ପାଇଁ ପରସ୍ପରକୁ ଅଭିଯୋଗ କରୁଛନ୍ତି।

  14. 14.ସେପ୍ଟେମ୍ବର ସୁଦ୍ଧା ୧୫ ମାସରେ ଓଡ଼ିଶାରେ ୩,୨୦୫ ବଳାତ୍କାର ସମେତ ମହିଳା ବିରୋଧୀ ଅପରାଧର ମୋଟ ୪୦,୯୪୭ ମାମଲା ପଞ୍ଜିକୃତ ହୋଇଛି।

  15. 15.ଗତ ତିନି ବର୍ଷ ମଧ୍ୟରେ ନଦୀ ଏବଂ ସମୁଦ୍ରରେ ବୁଡ଼ିଯିବା ଯୋଗୁଁ ମୋଟ ୧,୮୩୨ ଜଣ ଲୋକ ପ୍ରାଣ ହରାଇଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି।

34 Y
14 09-12-2025 English
  1. 1.The Chief Minister’s Grievance Cell resolved 9,407 out of 10,306 complaints received in the last 16 months, achieving a resolution rate of 93 per cent, Chief Minister Mohan Charan Majhi told the Assembly Monday.

  2. 2.Thailand launches airstrikes along the disputed border with Cambodia as both sides accuse the other of breaking a ceasefire.

  3. 3.A total of 40,947 cases of crimes against women, including 3,205 rapes, were registered in Odisha in 15 months till September.

  4. 4.A total of 1,832 people have lost their lives due to drowning in rivers and sea over the past three years, Chief Minister Mohan Charan Majhi informed the Assembly Monday.

  5. 5.Forest personnel of the Gahirmatha Marine Sanctuary intercepted two trawlers in the early hours of Monday and arrested 17 fishermen for allegedly fishing illegally inside the “No-Fishing Zone” of the sanctuary.

  6. 6.Guwahati has emerged as Northeast India’s commercial powerhouse, with major infrastructure investments set to reshape the region’s real estate landscape through 2028, according to a report.

  7. 7.The government plans to take strict action against IndiGo to “set an example” for airlines that violate regulations, the Civil Aviation Minister said Monday.

  8. 8. An air strike last week by Myanmar's military on a tea shop in the country's upper-central region of Sagaing killed at least 18 civilians and wounded 20 others, a local villager and Myanmar's independent online media said Monday.

  9. 9.Market investors became poorer by Rs 7.12 lakh crore as Sensex nosedived Monday after two consecutive days of gains, as investors rushed to take profits amid unabated selling of stocks by foreign investors.

  10. 10.Public sector banks have written off loans worth Rs 6.15 lakh crore in the last five and a half years, Parliament was informed Monday.

  11. 11.Elon Musk’s Starlink the satellite-based internet service is priced at Rs 8,600 per month, and new subscribers have to purchase a hardware kit for Rs 34,000.

  12. 12.Zorawar Singh Sandhu fi nished seventh in the men's trap fi nal with seven hits in fi rst 10 targets, as India concluded their best-ever campaign at ISSF World Cup Final with six medals, including two gold, here Monday.

  13. 13.Prime Minister Narendra Modi on Tuesday greeted Sonia Gandhi, the leader of the Congress Party in Parliament, on her birthday, wishing her good health

  14. 14.Hours after he warned of exemplary action against IndiGo for the recent chaos at airports, Union Civil Aviation Minister K Ram Mohan Naidu has said the airline's winter flight schedule will be curtailed and its slots given to other operators

  15. Senior batter Ajinkya Rahane struck a scintillating 56-ball 95 as heavyweights Mumbai made short work of Odisha en route to a nine-wicket victory in a Group A match of the Syed Mushtaq Ali Trophy here Monday

27 Y
15 08-12-2025 Odia
  1. 1.ୟୁକ୍ରେନର ଚେର୍ନୋବିଲ ପରମାଣୁ ପ୍ଲାଣ୍ଟର ସୁରକ୍ଷା କବଚ କ୍ଷତିଗ୍ରସ୍ତ ହୋଇଛି, ଯାହା ରେଡିଓଆକ୍ଟିଭ ସାମଗ୍ରୀ ଲିକ ହେବାର ବିପଦ ସୃଷ୍ଟି କରିଛି ବୋଲି ଜାତିସଂଘର ଏକ ରିପୋର୍ଟ ପ୍ରକାଶ କରିଛି।

  2. 2.ଉତ୍ତର-ପୂର୍ବ କଲମ୍ବିଆରେ ନ୍ୟାସନାଲ ଲିବରେସନ ଆର୍ମି ଦୁଇଜଣ ପୁଲିସ ଅଧିକାରୀଙ୍କୁ ହତ୍ୟା କରିଛି।

  3. 3.ଭାରତୀୟ ପୁଞ୍ଜି ବଜାରରୁ ବିଦେଶୀ ନିବେଶକଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଛି। ଡିସେମ୍ବରର ପ୍ରଥମ ସପ୍ତାହରେ ସେମାନେ ରେକର୍ଡ ୧୧,୮୨୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଏହାକୁ ମିଶାଇ ୨୦୨୫ରେ ଏପର୍ଯ୍ୟନ୍ତ ସେମାନେ ୧.୫୫ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

  4. 4.ହାଇଦରବାଦର ଯେଉଁ ରାସ୍ତାରେ ଆମେରିକାର ବାଣିଜ୍ୟିକ ଦୂତାବାସ ଅବସ୍ଥିତ ଅଛି ସେହି ରାସ୍ତାକୁ ଟ୍ରମ୍ପଙ୍କ ନାମରେ ନାମିତ କରାଯାଇ ଡୋନାଲ୍ଡ ଟ୍ରମ୍ପ ଆଭେନ୍ୟୁ ରଖାଯିବ।

  5. 5.ସଂସଦରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। 

  6. 6.ମୃତଦେହ ସହିତ ଜଡ଼ିତ ରାଜନୈତିକ ବିକ୍ଷୋଭ କିମ୍ବା ପ୍ରତିବାଦ କଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଘୋଷଣା କରାଯାଇଛି। ଏନେଇ  ରାଜସ୍ଥାନ ସରକାର ଆଇନ ପ୍ରଣୟନ କରିଛନ୍ତି।

  7. 7. ମଙ୍ଗଳବାର ସଂସଦରେ ନିର୍ବାଚନୀ ସଂସ୍କାରକୁ ନେଇ ବିତର୍କ ହେବ।  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ବିତର୍କରେ ବିରୋଧୀ ଦଳଙ୍କ ନେତୃତ୍ବ ନେବେ।

  8. 8.ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖାଦେଇଥିବା ସମସ୍ୟାର ସମାଧାନ ଆଜି ଷଷ୍ଠ ଦିନରେ ମଧ୍ୟ ହୋଇପାରି ନାହିଁ। ରବିବାର ଦେଶରେ ଇଣ୍ଡିଗୋ ୬୫୦ଟି ବିମାନର ଉଡ଼ାଣ ବାତିଲ କରିଛି।

  9. 9.ଦୁର୍ଘଟଣାରେ  ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ଦେହାନ୍ତ ହୋଇଛି ।

  10. 10ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପାଇଁ ଏକ ପରିବର୍ତ୍ତନଶୀଳ ଶିଳ୍ପ ରୋଡମ୍ୟାପ୍ ଉନ୍ମୋଚନ କରିଛନ୍ତି, ରାଉରକେଲା ଏବଂ ଯାଜପୁର-କଳିଙ୍ଗନଗର ପରେ କେଉଁଝରକୁ ଓଡ଼ିଶାର ତୃତୀୟ ଇସ୍ପାତ ସହର ଭାବରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି।

  11. 11.ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ ହୋଇଛି ।

  12. 12.ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।

  13. 13.ସୋମବାର କେରଳର ଏକ କୋର୍ଟ ୨୦୧୭ରେ ଜଣେ ଅଭିନେତ୍ରୀଙ୍କ ଅପହରଣ ଏବଂ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଦୋଷମୁକ୍ତ କରିଛନ୍ତି।

  14. 14.ଉତ୍ତର ଗୋଆରେ ଆନନ୍ଦ ଉଲ୍ଲାସରେ ପରିପୂର୍ଣ୍ଣ ଏକ ନାଇଟ୍ କ୍ଲବ୍ ମଧ୍ୟରାତ୍ରିରେ ମୃତ୍ୟୁ ଫାଶରେ ପରିଣତ ହୋଇଥିଲା, ଯେଉଁଥିରେ ୫ ଜଣ ପର୍ଯ୍ୟଟକଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା।

  15. 15.ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ରବିବାର ଦିନ ଦୃଢ଼ ଭାବରେ କହିଛନ୍ତି ଯେ ରାଜ୍ୟ "ଧାର୍ମିକ ଅହଂକାରକୁ ସମାପ୍ତ କରିବାକୁ ପ୍ରସ୍ତୁତ", ଏବଂ "ଗୋଟିଏ ଦିନ ପୂର୍ବରୁ ମୁର୍ଶିଦାବାଦରେ ଦେଖାଯାଇଥିବା କିଛି ଘଟଣା" ଉପରେ ଇଙ୍ଗିତ କରିଛନ୍ତି।

31 Y
16 08-12-2025 English
  1. 1.Chief Minister Mohan Charan Majhi unveiled a transformative industrial roadmap for the district, formally declaring Keonjhar as Odisha’s third Steel City after Rourkela and Jajpur-Kalinganagar.

  2. 2.Odisha Law Minister Prithviraj Harichandan today informed the Assembly that Chief Minister Mohan Charan Majhi has received 13,358 public grievances over the past one and a half years, out of which 12,432 have been resolved.

  3. 3.State-owned National Aluminium Company Ltd (Nalco) is aiming to start its Pottangi bauxite mines in Odisha by June next year.

  4. 4.Odisha is set to be one of the biggest beneficiaries of the upcoming 6-lane greenfield Raipur–Visakhapatnam Economic Corridor, which will cut travel time between the two terminal cities from 12 hours to just 5 hours once completed in December 2026.

  5. 5.Odisha Public Library Conference (OPLC) 2025 concluded here Sunday with a strong collective commitment to establish modern digital public libraries in every panchayat of Odisha.

  6. 6.Just Rights for Children (JRC) has announced an intensive intervention in 25 districts of Odisha which are identified as high-prevalence areas under the National Family Health Survey V (2019-21). JRC targets to make one lakh villages in the country child marriage free by 202

  7. 7.West Bengal Governor C V Ananda Bose Sunday asserted that the state was “ready to end religious arrogance”, while pointing out at “something witnessed in Murshidabad a day before”.

  8. 8.Having spent eight years in prison after being arrested for allegedly sexually assaulting a girl, a 56-yearold man has been acquitted by the trial court citing “scanty evidence”.

  9. 9.The Telangana government Sunday said it has decided to name the upcoming greenfield radial road at the proposed RRR in honour of the late industrialist Ratan Tata.

  10. 10.IndiGo has processed refunds totalling Rs610 crore so far against cancelled or severely delayed flights, and delivered 3,000 pieces of baggage to passengers across the country as of Saturday.

  11. 11.Foreign investors have pulled out Rs 11,820 crore ($1.3 billion) from Indian equities in the first week of this month, primarily driven by the sharp depreciation of the rupee.

  12. 12.A Kerala court on Monday acquitted actor Dileep over the abduction and rape of an actress in 2017.

  13. 13.A nightclub teeming with revellers in North Goa turned into a death trap around midnight as a massive fire tore through it, claiming 25 lives, including five tourists

  14. 14.IndiGo has been facing heat from both the government and the passengers for cancelling hundreds of flights since December 2, citing regulatory changes in the pilots' flight duty and regulations norms.

  15. 15.Young Simranpreet Kaur Brar overcame a challenging fi eld to win the women's 25m pistol gold while men's 50m rifl e 3-position exponent Aishwary Pratap Singh Tomar bagged a silver on his ISSF World Cup Final debut here Sunday.

22 Y
17 07-12-2025 Odia
  1. 1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ଫିଫା ଦେଇଥିବା ସୂଚନା ଅନୁସାରେ ଗାଜାରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପ୍ରୟାସ ପାଇଁ ସେ ନୋବେଲ ପାଇବା ଉଚିତ ।

  2. 2.ଭାରତ ଓ ରୁଷ୍ ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ  ବିଶ୍ଵ ସମୁଦାୟକୁ ଆହ୍ଵାନଦେଇଛନ୍ତି ।

  3. 3.ଆମେରିକାର ଆଲାସ୍କା ଏବଂ କାନାଡାର ୟୁକୋନ କ୍ଷେତ୍ର ସୀମା ନିକଟରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୭.୦ ଥିଲା।

  4.  4.ଉତ୍ତର ଗୋଆର ଆରପୋରା ଗାଁରେ ଏକ ନାଇଟ୍ କ୍ଲବ୍‌ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଅତି କମରେ ୨୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। 

  5. 5. ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଶନିବାର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି। 

  6. 6.ଦିଲ୍ଲୀରେ ଖରାପ ବାୟୁ ମାନ ସାଙ୍ଗକୁ ପ୍ରବଳ ଶୀତ ଲହରୀ ଜାରି ରହିଥିବାରୁ ଦିଲ୍ଲୀ ବାସିନ୍ଦାଙ୍କ ସଙ୍କଟ ବଢ଼ି ଯାଇଛି।

  7. 7.ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଅତିକ୍ରମଣ ମାମଲାରେ ଗୁଳି ବିନିମୟ ରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣେ ଆଫଗାନ ଅଧିକାରୀ ସୂଚନା ଦେଇଛନ୍ତି।

  8. 8.FDTL(Flight Duty Time Limit)) ନିୟମ  ବିମାନ ସେବାକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ପ୍ରତିଦିନ ୫୦୦ରୁ ୧,୦୦୦ ବିମାନ ବାତିଲ ହେଉଥିଲା। ଏହି ବିଶୃଙ୍ଖଳା ସରକାରଙ୍କ ଉପରେ ପ୍ରବଳ ଚାପ ପକାଇଥିଲା। ଶେଷରେ ସରକାର ନୂତନ ନିୟମଗୁଡ଼ିକୁ ପ୍ରତ୍ୟାହାର କରିନେଇଛନ୍ତି। ପରିସ୍ଥିତି ସ୍ୱାଭାବିକ ହେବା ପରେ  ସେଗୁଡ଼ିକର ପୁନର୍ବିଚାର କରାଯିବ।

  9. 9.ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପିଟର ଏଲବର୍ସ ଏକ ଭିଡିଓ ବାର୍ତ୍ତାରେ ସ୍ୱୀକାର କରିଛନ୍ତି ଯେ ଡିସେମ୍ବର ୫ ତାରିଖ ବିମାନ ପାଇଁ "ସବୁଠାରୁ ଖରାପ ଦିନ" ଥିଲା, ଯେଉଁଥିରେ ୧୦୦୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା, ଯାହା ଏହାର ଦୈନିକ ଉଡ଼ାଣର ଅଧାରୁ ଅଧିକ ଥିଲା। 

  10. 10.ଘଟିଛି ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆ ସହରରେ ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ ବନ୍ଧୁକଧାରି ଆଖିବୁଜା ଗୁଳିମାଡ଼ କରିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି।

  11. 11.ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା ‘ଲର୍ଡ’ ଶଦ୍ଦକୁ ଏନସିଇଆରଟି ପାଠ୍ୟପୁସ୍ତକ, ବିଦ୍ୟାଳୟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟ ଏବଂ ସରକାରୀ କାଗଜପତ୍ରରୁ ହଟାଇବା ପାଇଁ ରାଜ୍ୟସଭାରେ ସାଂସଦ ସୁଜିତ କୁମାର ଦାବି କରିଛନ୍ତି ।

  12. 12.ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି କରିଛନ୍ତି।

  13. 13.ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପାଇଁ ନୂତନ ପଦ ସୃଷ୍ଟି ହୋଇଛି।

  14. 14.ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ଲାଗି ସରକାର ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି।

  15. 15.ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି।

37 Y
18 07-12-2025 English
  1. 1.Odisha has identified the energy supply chain as a key pillar of its development, aiming to transform the state into a green energy hub by 2036.

  2. 2. Odisha will soon get 1.5 lakh rooftop solar units under new utility-led aggregation (ULA) model, benefitting 7-8 lakh people across the state, Union New and Renewable Energy Minister Pralhad Joshi said Saturday.

  3. 3.In a first for the country, Odisha has translated and contextualised 55 new NCERT textbooks developed under the National Education Policy (NEP) 2020.

  4. 4.Shree Jagannath Temple in Puri owns over 60,426 acres of land in Odisha, and nearly 400 acres in six other states, Law minister Prithiviraj Harichandan said in the Assembly Saturday.

  5. 5. Over 1.33 lakh foreign tourists visited Odisha in the last five years, Deputy Chief Minister Pravati Parida said Saturday.

  6. 6.The Health department authorities have sealed an ultrasound machine and the premises of Nandighosh Hospital on Medical Road here after illegal ultrasounds were being conducted on pregnant women by unqualifi ed personnel.

  7. 7.The cold wave across Mayurbhanj district, with Similipal recording a minimum of 2°C in the past 24 hours.

  8. 8.Domestic carrier IndiGo cancelled over 800 flights Saturday, the fifth day of the ongoing crisis, even as the government imposed a cap on airfares and directed the airline to process all refunds by Sunday evening.

  9.  9.A Private Member’s Bill seeking a clear legal framework for regulation of deepfakes has been introduced in the Lok Sabha.

  10. 10.The heavy buying by domestic institutional investors (DIIs) overshadowed the persistent fund outflow by foreign institutional investors (FIIs) due to depreciation in Indian currency this week, analysts said Saturday.

  11. 11.The large swarming event was observed along Odisha’s ecologically sensitive Gahirmatha coast between September 27 and 28, 2022, a region famed as the world’s most important mass nesting site for Olive Ridley sea turtles.

  12. 12.Suruchi Singh clinches women’s 10m air pistol gold, while compatriot Sainyam takes silver as India make a big splash in ISSF World Cup Final.

  13. 13.Russia launches major missile and drone attack on Ukraine as US, Ukrainian offi cials meet for a third day of peace talks.

  14. 14.Himachal Pradesh’s Regional Transport Authorities (RTAs) have been authorised to grant permits for 400 e-rickshaws across over 25 subdivisions of the state, officials said Friday.

  15. 15.The Supreme Court has directed all the states and Union territories to establish a robust, independent and accessible grievance redressal mechanism specifically designed for prisoners with disabilities.

24 Y
19 06-12-2025 Odia
  1. 1.ଭାରତୀୟ ରିଜର୍ଭ ବ୍ୟାଙ୍କ ,ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ. ଏଚଡିଏଫସି, ଏବଂ ଆଇସିଆଇସିଆଇ  ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ ଘୋଷଣା କରିଛି। 

  2. 2.ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗକୁ ରୁଷ ପୁନର୍ବାର ସମର୍ଥନ ଜଣାଇଛି।

  3. 3.ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ବିଶେଷ କରି ପ୍ରବାସୀ, ସ୍ଵାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ ସୁରକ୍ଷା, ଜାହାଜ ନିର୍ମାଣ, ରସାୟନିକ ଏବଂ ସାର ଭଳି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି।

  4. 4.ଇଣ୍ଡିଗୋ ପାଇଲଟମାନଙ୍କ ପାଇଁ ଆସିଥିବା ନୂଆ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ(ଏଫଡିଟିଏଲ) ନିୟମ ଲାଗୁ କରିବାରେ ସମସ୍ୟା ଉପୁଜିଛି। ଏହା ମଧ୍ୟରେ ଶୁକ୍ରବାର ୧ ହଜାରରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଛି।

  5. 5.ଭାରତ ଏବଂ ରୁଷ ମିଳିତ ଭାବେ ୟୁରିଆ ଉତ୍ପାଦନ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ଶୁକ୍ରବାର ବୁଝାମଣା ହୋଇଛି। 

  6. 6.ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ ଗୀତା ଉପହାର ଦେଇଛନ୍ତି।

  7. 7.ଓଡିଶା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ୨୧୨ଟି କୀର୍ତ୍ତିରାଜିକୁ ସଂରକ୍ଷଣ କରୁଛି। ଏହା ବ୍ୟତୀତ ରାଜ୍ୟରେ ୩ ହଜାରରୁ ଅଧିକ ଅସଂରକ୍ଷିତ କୀର୍ତ୍ତିରାଜି ରହିଛି। ସେସବୁର ଡିଜିଟାଲ୍‌ ଡକ୍ୟୁମେଣ୍ଟେସନ୍‌ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ‌ହୋଇଛି।

  8. 8.ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରଧ୍ୟାପକ ପଦବୀ ଖାଲି ପଡିଛି । ରାଜ୍ୟରେ ମୋଟ ୧୪୩୦ ପଦବୀ ଖାଲି ପଡିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ସୂଚନା ରଖିଛନ୍ତି । ସେଥିରୁ ୨୬୧ପ୍ରାଧ୍ୟାପକ, ୪୫୯ସହଯୋଗୀ ପ୍ରାଧ୍ୟାପକ, ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଫାଙ୍କା ପଡିଛି ।

  9. 9.ଆସନ୍ତା ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଲାଗୁ ହେଲେ ଆଗାମୀ ଦିନରେ ପିଲାମାନେ ଆଉ ପୁରୁଣା ବହି ପଢିବେ ନାହିଁ; ବରଂ ସେମାନଙ୍କ ପାଇଁ ନୂଆ ବହିର ବ୍ୟବସ୍ଥା କରାଯିବ।

  10. 10.ଓଡିଶା ସରକାର  ଏଏନ୍‌ଏନ୍‌ଏମ୍‌ ଓ ଜିଏନ୍‌ଏମ୍‌ ପରୀକ୍ଷାକୁ ବାତିଲ କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ହେଲା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।

  11. 11.ମାଟ୍ରିକ୍‌ ପରୀକ୍ଷା ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହୋଇ ମାର୍ଚ୍ଚ ୨ ରେ ସରିବ।

  12. 12.ସରକାର ଆଇଡିବିଆଇ ବ୍ୟାଙ୍କ୍‌ ଲିମିଟେଡ୍‌ରେ ଥିବା ଏହାର ଅଂଶଧନକୁ ବିକ୍ରି କରିବାକୁ ଚାହୁଛନ୍ତି। ବ୍ୟାଙ୍କ୍‌ରେ ସରକାରଙ୍କ ୭.୧ ବିଲିୟନ୍‌ ଡଲାର (ଯାହାକି ୬୦.୭୨% ସହ ସମାନ) ଅଂଶଧନ ରହିଛି।

  13. 13. ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାର ୨୫ବେସିସ ପଏଣ୍ଟ ବା  ୨୫ପ୍ରତିଶତ ହ୍ରାସ କରାଯାଇଛି । ଏହି ହ୍ରାସ ସହ ରେପୋ ହାର ୫.୨୫ପ୍ରତିଶତରେ ପହଞ୍ଚିଛି । ଏହା ଫଳରେ ଗୃହ ଓ ଯାନବାହନ ଋଣ ଇଏମଆଇ ଶସ୍ତା ହେବାର ସମ୍ଭାବନା ରହିଛି ।

  14. 14.ଘରୋଇ ବିମାନ କମ୍ପାନି ‘ଇଣ୍ଡିଗୋ’ର ଉଡ଼ାଣ ବାତିଲ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ଯୋଗୁଁ ଭାରତୀୟ ରେଳବାଇ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡିଛି।

  15. 15.ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନ ଭଡ଼ା ଯେତିକି ସେତିକିରେ ଲଣ୍ଡନରୁ ଥରେ ଯାଇ ଆସି ହେବ । ମାନେ ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନ ଭଡା ଆଜି ରହିଛି ୭୦ ହଜାର ଟଙ୍କା । ଯେଉଁ ଦିଲ୍ଲୀରୁ ଲଣ୍ଡନକୁ ମାତ୍ର ୨୫ ହଜାର ଟଙ୍କା । ଯେଉଁଥିରେ ଜଣେ ଯାତ୍ରୀ ଲଣ୍ଜନ ଯାଇ ଫେରି ଆସିବ ।

25 Y
20 06-12-2025 English
  1. 1.In 2025, as of November 21, as many as 3,155 Indian nationals have been deported from the US, the government informed Parliament on Friday.

  2. 2.The United States wants Europe to take over the majority of NATO’s conventional defense capabilities, from intelligence to missiles, by 2027, Pentagon officials told diplomats in Washington this week.

  3. 3.In view of the surge in passenger demand following widespread flight cancellations, the Indian Railways has deployed 116 additional coaches in 37premium trains operating over 114 enhanced trips across the country.

  4. 4.IndiGo cancelled over 1,000 flights Friday and said operations are expected to normalise in the next 10 days.

  5. 5.The Reserve Bank of India (RBI) has reduced the repo rate by 25 bps, its fourth cut since February 2025.

  6. 6.The Supreme Court Friday said that money belonging to a temple deity cannot be used to prop up financially distressed cooperative banks.

  7. 7.President Droupadi Murmu Friday conveyed her warm wishes to Prof K Lakshmi Bai on her 100th birthday and lauded her extraordinary gesture of donating her self-earned savings of Rs3.4 crore to AIIMS Bhubaneswar for cancer care.

  8. 8.Attacks by tigers, leopards, bears and other animals has claimed more than 900 lives in Uttarakhand in the last 25 years.

  9. 9.Leaders of Opposition Mallikarjun Kharge and Rahul Gandhi have not been invited to the banquet for Russian President Vladimir Putin.

  10. 10.The World Book of Records, London, Friday recognised Bihar Chief Minister Nitish Kumar’s “milestone” of having taken oath as chief minister for the 10th time.

  11. 11.The Assam government Friday diluted the two-child norm for ST, SC, tea garden, Moran and Matak communities, amending its policy in this regard.

  12. 12.Forest officials in Ganjam district have seized two fishing trawlers from Andhra Pradesh for alleged illegal fishing near the Rushikulya river mouth.

  13. 13.The Odisha Government is moving to revise the entire school curriculum from Class I to Class XII in alignment with the National Education Policy (NEP) 2020.

  14. 14.The matriculation examination for 2026 will begin February 19 and end March 2.

  15. 15.One of the two cheetah cubs released into the wild at the Kuno National Park the day before was found dead on Friday.

21 Y