Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1701 17-04-2023 Odia
  1. ରାଜସ୍ଥାନ କୋଟାର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ-୨୦୨୩ ବିଜେତା ହୋଇଛନ୍ତି। ଏଥିସହିତ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍ ଏବଂ ଥୌନାଓଜାମ୍ ଷ୍ଟ୍ରେଲା ଲୁୱାଙ୍ଗ୍ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି।

  2. ସୁଦାନ ସେନା ସହିତ ଏକ ସମାନ୍ତରାଳ ବିଦ୍ରୋହୀ ଗୋଷ୍ଠୀ ରାପିଡ୍ ସପୋର୍ଟ ଫୋର୍ସର ସଂଘର୍ଷ ଫଳରେ ୨୫ ଜଣ ପ୍ରାଣ ହରାଇଥିବା ବେଳେ ୧୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ଖାର୍ତୁମ ନିକଟରେ ଘଟିଥିବା ଏହି ସଂଘର୍ଷରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

  3. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସିବିଆଇ ରବିବାର ପ୍ରାୟ ୯ ଘଣ୍ଟା ଜେରା କରିଛି। ତାଙ୍କୁ ଉକ୍ତ ଦୁର୍ନୀତି ମାମଲାର ଜଣେ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀମାନେ ୫୬ଟି ପ୍ରଶ୍ନ ପଚାରିଥିଲେ ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ତେବେ ପରବର୍ତ୍ତୀ ଜେରା ପାଇଁ ତାଙ୍କୁ ସମନ ହୋଇନାହିଁ।

  4. ନିର୍ବାଚନ କମିଶନର (ଇସି) ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ(ଏଡିଆର୍‌) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

  5. ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଏନ୍‌କାଉଣ୍ଟରରେ ୧୮୩ ଜଣଙ୍କୁ ହତ୍ୟା କରାଗଲାଣି। ମୃତକଙ୍କ ମଧ୍ୟରେ ଉମେଶ ପାଲ୍‌ଙ୍କ ହତ୍ୟା ଅଭିଯୁକ୍ତ ଅସଦ୍‌ ଅହମ୍ମଦ ଓ ଶୁଟର ଗୁଲାମ ମହମ୍ମଦ ଅନ୍ତର୍ଭୁକ୍ତ।

  6. ପାୱାର କହିଛନ୍ତି, ଦଳ ଛାଡିବାକୁ କେହି ଚାହୁଁ ନାହାଁନ୍ତି କିନ୍ତୁ ସେମାନଙ୍କ ପରିବାରକୁ ଟାର୍ଗେଟ କରାଯାଉଛି।  ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ବର୍ତ୍ତମାନର ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଭଜପା ସହିତ ଯାଉଥିବା ରାଜନେତାମାନଙ୍କର ରାଜନୈତିକ ମୃତ୍ୟୁ ଘଟିବ ବୋଲି ଉଭୟ ଉଦ୍ଧବ ଏବଂ ପାଓ୍ବାର କହିଛନ୍ତି।

  7. ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ନେଇ ରାଜନୈତିକ ମହଲରେ ହଟଚମଟ ଦେଖିବାକୁ ମିଳିଛି। ସବୁଆଡୁ ଲଗାତାର ବୟାନବାଜି ଚାଲୁ ରହିଛି। ସୂଚନାନୁୟାୟୀ, ଭାଜପା ହାଇକମାଣ୍ଡ ନିଜ ଦଳୀୟ ନେତାଙ୍କ ବୟାନରେ ଅସନ୍ତୁଷ୍ଟ ଅଛନ୍ତି।

  8. ପୂର୍ବତନ ଏମ୍‌ପି ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଓ୍ବାଇଏସ୍‌ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି।

  9. କର୍ନାଟକର ପୂର୍ବତନ ମୂଖ୍ୟମନ୍ତ୍ରୀ ଜଗଦୀଶ ଶେଟର ଭାଜପାର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏଥସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

  10. ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତି ବ୍ୟବହାର କରି ଚାଟ୍‌ଜିପିଟି ବିକାଶ କରିଥିବା ଆମେରିକୀୟ ସଂସ୍ଥାର ଓପନଏଆଇର ସିଇଓ କହିଛନ୍ତି ଯେ ଜିପିଟି-୫ ଉପରେ ବର୍ତ୍ତମାନ କିଛି କାମ ହେଉନାହିଁ। ଆଗାମୀ କିଛି ଦିନ ପର୍ଯ୍ୟନ୍ତ କାମ କରିବାର ଯୋଜନା ବି ନାହିଁ।

  11. ଦୁବାଇର ଏକ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି। ୪ ଭାରତୀୟଙ୍କ ମଧ୍ୟରେ କେରଳର ଗୋଟିଏ ଦମ୍ପତି ଏବଂ ତାମିଲନାଡ଼ୁର ଦୁଇଜଣ ବ୍ୟକ୍ତି ରହିଛନ୍ତି।

  12. ମହରାଷ୍ଟ୍ରରେ ଖୋଲା ଆକାଶ ତଳେ ରବିବାର ଭୂଷଣ ବଣ୍ଟନ ସମାରୋହ  ଚାଲିଥିବାବେଳେ ଖରା ସହିନପାରି ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୨୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ପ୍ରାୟ ୫୦ ଜଣଙ୍କୁ ଖରଘରସ୍ଥିତ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି

  13. ଓପେକ୍ ରାଷ୍ଟ୍ରଗୁଡ଼ିକ ଉତ୍ପାଦନ ହ୍ରାସ କରି ଯଦି ତେଲ ଦାମ୍ ବଢ଼ାଇବାକୁ ଉଦ୍ୟମ କରିବେ ତେବେ ରିହାତିରେ ମିଳୁଥିବା ରୁଷ୍‌ ତେଲକୁ ଅଧିକ ମାତ୍ରାରେ କିଣିବା ଉପରେ ଭାରତ ବିଚାର କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

  14. ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପରିସରର  କ୍ୟାମ୍ପସକୁ ଲାଗି ରହିଥିବା ଅଞ୍ଚଳରେ ସଫଦର ଅଲୀ ନାମକ ଜଣେ ବ୍ୟକ୍ତି ପରିବାର ସହ ରହୁଥିଲେ। ସେ ସବୁଦିନ ଭଳି ରବିବାର ସକାଳୁ ମଧ୍ୟ ସାର୍‌ ସୟିଦ ମ୍ୟୁଜିୟମରେ ଥିବା ଗୋଟିଏ ଗାର୍ଡେନକୁ ମର୍ଣ୍ଣିୱାକ ପାଇଁ ଯାଇଥିଲେ। ସେ ମର୍ଣ୍ଣିୱାକ୍‌ କରୁଥିବା ବେଳେ ହଠାତ୍‌ ୫ରୁ ୬ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।

  15. କୋଲକାତା ନାଇଟ ରାଡର୍ସର ବ୍ୟାଟର ଭେଙ୍କଟେଶ ଆୟର ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ମଧ୍ୟ ଏହା ଦଳକୁ ଜିତାଇବାକୁ ସକ୍ଷମ ହୋଇନି। ଆୟରଙ୍କ ୧୦୪ ରନର ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୬ ୱିକେଟ ହରାଇ ୧୮୫ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଈଶନ କିଶନଙ୍କ ୨୫ ବଲରେ ବିସ୍ଫୋରକ ୫୮ ରନ ବଳରେ ମ୍ୟାଚ୍‌କୁ ୫ ୱିକେଟରେ ଜିତି ନେଇଛି।

  16. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକାଶ ଦିଗରେ ଅଗ୍ରସର ହେବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ରାଜ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ମିଳୁଛି । ଗତ ଫେବୃଆରୀ ମାସରେ ଓଡ଼ିଶାକୁ ସ୍ପୋର୍ଟ୍ସ ଷ୍ଟାର ଆସେସ ଆୱାର୍ଡ ମିଳିଥିଲା । କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟକୁ ଏହି ପୁରସ୍କାର ମିଳିଥିଲା । ମୁମ୍ବାଇଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ

  17. ଜାତୀୟ ସୁରକ୍ଷା ସମନ୍ୱୟ ସଚିବାଳୟ (ଏନଏସସିଏସ) ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି । ଟେଲିକମ ଅପରେଟର ଭୋଡ଼ାଫୋନ ଆଇଡିଆ ଏକ ବଡ଼ ଡିଲକୁ ନେଇ ବିବାଦରେ ଫଶିପାରେ । ଏହି ଟେଲିକମ୍ କମ୍ପାନୀ ପାଖାପାଖି ୨୦୦ କୋଟିର ଅର୍ଡର ଚୀନର କମ୍ପାନୀକୁ ଦେଇଥିବା କୁହାଯାଉଛି । ଏହି କମ୍ପାନୀର ନାମ ଜେଡଟିଇ ବୋଲି କୁହାଯାଉଛି ।

  18. ରାଜ୍ୟର ୩୦ଟି ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ବୋଲି ଗତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ତେବେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଜଳ ପ୍ରଦୂଷିତ ଥିବା ନେଇ ରିପୋର୍ଟରେ କୁହାଯାଇଥିଲା । ଏହି ଦୂଷିତ ପାଣି ପିଇବା ଫଳରେ ପେଟ ରୋଗ, କିଡନୀ ଓ ଚର୍ମରୋଗ ବ୍ୟାପିଥିଲା । ଜଳରେ ନାଇଟ୍ରେଟ, ଫ୍ଲୋରାଇଡ, ଆଇରନ, ଟୋଟାଲ କଲିଫର୍ମ, ଫେସାଲ କମିଫର୍ମ, କ୍ଲୋରାଇଡ ଆଦି କେତେ ମାତ୍ରାରେ ରହିଥିଲା ତାହା ସ୍ପଷ୍ଟ ହୋଇଥିଲା ।

  19. ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିକଟରେ ଦିଆଯାଇଥିବା ରିପୋର୍ଟ ମୁତାବକ, ଦୟା ୱେଷ୍ଟ କେନାଲ, ତାଳଦଣ୍ଡା, ପୁରୀ କେନାଲର ଜଳ ପ୍ରଦୂଷିତ । ଏଗୁଡ଼ିକ ପିଇବା କଥା ଛାଡ଼ ଗାଧୋଇବା ଯୋଗ୍ୟ ମଧ୍ୟ ନୁହେଁ । ଗତ ବର୍ଷ ମେ ମାସରୁ ଦୟା ୱେଷ୍ଟ କେନାଲର ୮ଟି ସ୍ଥାନରୁ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ଆସୁଛି । ଏହି ତିନୋଟି କେନାଲ ଜଳ ଉପରେ ଭୁବନେଶ୍ୱର, କଟକ ଓ ପୁରୀ ବାସୀ ନିର୍ଭର କରିଥାନ୍ତି ।

  20. ପିଲାମାନଙ୍କୁ ଇୟରଫୋନ୍ ପିନ୍ଧାଇବା ତାଙ୍କ ଶରୀର ଉପରେ ବହୁତ କ୍ଷତି ପକେଇଥାଏ । ଦୀର୍ଘ ସମୟ ଧରି ଲଗାତାର ଇୟରଫୋନ୍ କିମ୍ବା ହେଡଫୋନ୍ ବ୍ୟବହାର କରିବା ପିଲାଙ୍କ କାନ ଉପରେ ଖରାପ ପ୍ରଭାବ ପକାଇବ ଏବଂ ପିଲାଙ୍କ କାନରେ ମଧ୍ୟ ପ୍ରବଳ ଯନ୍ତ୍ରଣା ହୋଇପାରେ ।

429 Y
1702 17-04-2023 English
  1. Uttar Pradesh Chief Minister Yogi Adityanath Sunday issued a notification for setting up of a three-member judicial commission that will probe the murders of gangster-turned-politician Atiq Ahmed and his brother Ashraf Ahmed in presence of the police and the media Saturday night.

  2.  A man was mauled to death by a pack of stray dogs in the premises of Aligarh Muslim University here Sunday morning, police said. Safdar Ali, a resident of a locality adjoining the campus, was out on a morning walk in a garden at Sir Syed Museum when the dogs attacked him, they said.

  3. The ‘Maharashtra Bhushan’ award event in Navi Mumbai Sunday turned tragic with the death of at least 8 people apparently due to sunstroke as the function, attended by lakhs, was held in an open ground.

  4. The Odisha Excise department has collected `8,967.49 crore as revenue in 2022- 23 against `7,622.41 crore in 2021- 22, registering a 17.65 per cent growth.

  5. In line with the Education Ministry's push for Indian systems of knowledge, new undergraduate and postgraduate courses varying from Vastu to Indian musical instruments will be offered from academic session 2023-24.

  6. Delhi Lt Governor V K Saxena has raised red flags over "procedural lapses" in summoning of the state Assembly's one-day session on Monday amid AAP convener and Chief Minister Arvind Kejriwal's questioning by the CBI in the alleged liquor scam case.

  7. A court in Ahmedabad has issued summons to Delhi Chief Minister Arvind Kejriwal and Aam Aadmi Party's Rajya Sabha member Sanjay Singh in a criminal defamation complaint for their alleged sarcastic and derogatory statements against the Gujarat University over Prime Minister Narendra Modi's academic degree.

  8. Seven of the top-10 most valued firms together added Rs 67,859.77 crore in market valuation in a holidayshortened last week, with ICICI Bank and HDFC Bank emerging as the biggest gainers.

  9. After pulling out funds on a net basis in 2022-23, foreign portfolio investors (FPIs) started the current financial year on a positive note and invested Rs 8,767 crore in the Indian equities so far this month on the reasonable stocks’ valuation.

  10. Power consumption grew 9.5 per cent to 1,503.65 billion units year-on-year in 2022-23, mainly due to higher demand amid a rise in economic activities, showed government data.

  11. Rashtriya Swayamsevak Sangh (RSS) chief Mohan Bhagwat, in an apparent reference to religious conversions, said on Sunday that missionaries take advantage of the situations wherein people feel that the society is not with them.

  12. In the backdrop of the Nandini vs Amul battle, Congress leader Rahul Gandhi on Sunday bought a Nandini ice cream and termed the brand "Karnataka's pride."

  13. The Odisha Police has arrested 79 people for their alleged involvement in the violence in Sambalpur city during Hanuman Jayanti celebrations, officials said Sunday.

  14. Four Indians, including a couple from Kerala, were among 16 people dead after a massive fire broke out in a residential building in Dubai that also injured nine others, officials said on Sunday.

  15. The Central Bureau of Investigation (CBI) on Sunday arrested YS Bhaskar Reddy, the uncle of Andhra Pradesh Chief Minister YS Jagan Mohan Reddy, in connection with the murder of former MP Vivekananda Reddy.

471 Y
1703 16-04-2023 Odia
  1. କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ବା ସିଏପିଏଫ କନଷ୍ଟେବଳ ପରୀକ୍ଷାରେ ଏଣିକି ଓଡ଼ିଆରେ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ୧୩ଟି ଭାଷା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ । ସିଏପିଏଫ କନେଷ୍ଟବଳ ପଦବୀ ପାଇଁ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ । ଇଂରାଜୀ ଓ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ ପରୀକ୍ଷା ହେବ ।

  2. ଚଳିତ ବର୍ଷ ଉଚ୍ଚଶିକ୍ଷାରେ ବିଭିନ୍ନ ବର୍ଗର ୫ହଜାରରୁ ଅଧିକ ପଦରେ ନିଯୁକ୍ତି ପ୍ରଦାନ କରାଯିବ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦ ସାଙ୍ଗକୁ ଗ୍ରୁପ୍‌‌ ସି ଓ ଡି ବର୍ଗର ପଦ ପୂରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ ବୋଲି ବିଭାଗ ଦର୍ଶାଇଛି।

  3. ମହାକାଶ ବିଜ୍ଞାନ କ୍ଷେତ୍ରରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ସମ୍ଭାବନା। ଓଡ଼ିଆ ବୈଜ୍ଞାନିକ, ଇଞ୍ଜିନିୟର, ବୃତ୍ତିଧାରୀ, ଗବେଷକଙ୍କ ମିଳିତ ଉଦ୍ୟମରେ ରାଜ୍ୟରେ କୃତ୍ରିମ ଉପଗ୍ରହ ପ୍ରସ୍ତୁତ ହେବ ଏବଂ ଚଳିତ ବର୍ଷ ଡିସେମ୍ବରରେ ଏହି କୃତ୍ରିମ ଉପଗ୍ରହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହଯୋଗରେ ଅନ୍ତରୀକ୍ଷ ପଠାଯିବ। 

  4. ଗତକାଲି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ‌ରେକର୍ଡ କରାଯାଇଛି। ଦିନ ତମାମ ମୁଣ୍ଡ ଫଟା ଖରା ହେଉଥିବା ବେଳେ ସନ୍ଧ୍ୟାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି।

  5. କାମାକ୍ଷାନଗର-ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ଘର। ଲକ୍ଷାଧିକ ଟଙ୍କାର ଘର ସାମଗ୍ରି ପୋଡି ପାଉଁଶ। ଅଗ୍ନିକାଣ୍ଡ କାରଣ ଅଷ୍ପଟ। କାମାକ୍ଷାନଗର ଅଗ୍ନିଶମ ବାହିନି ପହଞ୍ଚି ନିଆଁକୁ ଆୟତ କରିଥିଲେ। 

  6. ୨୦୧୮-୧୯ରୁ ୨୦୨୨-୨୩ (ଫେବୃଆରୀ) ପର୍ଯ୍ୟନ୍ତ ରାଜ୍ୟରେ ୩,୫୩୧୫ ଜଣ ମହିଳାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା। ଏହି ୫ ବର୍ଷ ମଧ୍ୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିବା ପୁରୁଷଙ୍କ ସଂଖ୍ୟା ମାତ୍ର ୫୩୯୦। ପରିବାର ନିୟୋଜନ ପାଇଁ ବିଭିନ୍ନ ପ୍ରକାର ପଦ୍ଧତ୍ତି ଅବଲମ୍ବନ କରାଯାଉଛି।

  7. ସର୍ବଭାରତୀୟ ସର୍ଭେ ସଂସ୍ଥା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ନ୍ୟାୟ ପ୍ରଦାନ ଓ ପୁଲିସିଂରେ ଯଥେଷ୍ଟ ଉନ୍ନତି ଆସିଛି । ୨୦୨୨ରେ ଓଡ଼ିଶା ସ୍ଥାନ ୧୦ରେ ରହିଛି । ଯାହାକି ଗ୍ରୀନ୍ ଜୋନରେ ଦର୍ଶାଉଛି । ୨୦୨୦ରେ ଓଡ଼ିଶା ନ୍ୟାୟ ପ୍ରଦାନରେ ୧୧ତମ ସ୍ଥାନରେ ଥିଲା ।

  8. କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଶନିବାର ମେ ’୧୦ରେ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଶିଗଗାଓଁ ଆସନରୁ ଭଜପା ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

  9. ଜନତା ଦଳ (ସେକୁଲାର) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା କହିଛନ୍ତି, ସେ ୨୦୨୪ ଲୋକସଭା ନିର୍ବାଚନରେ ବାମପନ୍ଥୀ ଦଳ ସହ ଛିଡା ହେବେ।

  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସିଏପିଏଫଙ୍କ ପାଇଁ ହିନ୍ଦୀ ଓ ଇଂରାଜି ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ ପରୀକ୍ଷା ଆୟୋଜନ କରିବାକୁ ମଞ୍ଜୁରୀ ପ୍ରଦାନ କରିଛି।

  11. ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଥିବା ପୋଲିସ କର୍ମଚାରୀ ଏକ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି। ଏଥିରେ ବଲତେଜ ସିଂ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯିଏକି ସତଓ୍ବନ୍ତ ସିଂଙ୍କ ଭଣଜା।

  12. ହାଇ ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ଜିଓ ଫାଇବର ବର୍ତ୍ତମାନ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ।

  13. ଦେଶର ପ୍ରମୁଖ ଘରୋଇ ଶକ୍ତି ବିତରଣ କମ୍ପାନୀ ଟାଟା ପାଓ୍ବାରକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ବିତରଣ ସଂସ୍ଥାର ସ୍ବୀକୃତି ପ୍ରଦାନ କରାଯାଇଛି।

  14. ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିଅଲ୍‌ମିର ନାର୍‌ଜୋ ଏନ୍‌୫୫ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୬୪ଏମ୍‌ପି କ୍ୟାମେରା ଓ ୩୩ ୱାଟ୍‌ ଚାର୍ଜିଂକୁ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି।

  15. ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍‌ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍‌ ସ୍ପିଡ୍‌ ମିଳିଛି। ଜିଓ ତୁଳନାରେ ଏୟାରଟେଲ୍‌ ପଛୁଆ ରହିଛି।

  16. ଭାରତ ସରକାଙ୍କର ଅଧିନରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ଦ୍ୱାରା ଭାରତୀୟ ସୁପରସୋନିକ୍‌ ଜେଟ୍‌ ଟ୍ରେନର ଏଚ୍‌ଏଲ୍‌ଏଫ୍‌ଟି-୪୨ ନିର୍ମାଣ କରାଯାଉଛି । ଏହାର କଳାତ୍ମକ ପ୍ରକରଣକୁ ବେଙ୍ଗୁଲର ଏରୋ ଇଣ୍ଡିଆ ସୋରେ ପ୍ରଦର୍ଶୀତ କରାଯାଇଥିଲା । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ବା ହାଲ୍‌ ଲାଇଟ୍‌ କମ୍ବାକ୍ଟ ଏୟାର କ୍ରାଫ୍ଟ ତେଜସ୍‌ ତିଆରି କରିଛି ।

  17. ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ବିସ୍ଫୋରଣ ଘଟିଛି । ବାକାୟାମ୍‌ରେ ଏକ ସଭାରେ ପ୍ରଧାନମନ୍ତ୍ରୀ କିସିଦା ଭାଷଣ ଦେଉଥିବା​ବେଳେ ବିସ୍ଫୋରଣ ଘଟିଥିଲା। ତେବେ ସୌଭାଗ୍ୟବଶତଃ  ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇ ନାହିଁ  ଓ ସେ ସୁରକ୍ଷିତ ଥିବା ଜଣାପଡିଛି।

  18. ଆରଏସଏସ୍‌ ମାନହାନୀ କେସ୍‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ରାହୁଲଙ୍କ ବିରୋଧରେ ଆରଏସଏସ କାର୍ଯ୍ୟକର୍ତ୍ତା ରାଜେଶ ଖୁଣ୍ଟେ କରିଥିବା ଅପରାଧିକ ମାନହାନୀ କେସ୍‌ରେ ମହାରାଷ୍ଟ୍ରର ଭିୱାଣ୍ଡି କୋର୍ଟ ରାହୁଲଙ୍କୁ ବଡ଼ ଆଶ୍ୱସ୍ତ ଦେଇଛନ୍ତି। ତାଙ୍କୁ ସ୍ଥାୟୀ ଭାବେ କୋର୍ଟ ହାଜିରାରୁ ମୁକ୍ତି ମିଳିଛି।

  19. ଶୁକ୍ରବାର ସନ୍ଧ୍ୟା ବେଳେ ଦିଲ୍ଲୀ ‘ବିଜେପି’ ନେତା ସୁରେନ୍ଦ୍ର ମାଟିୟାଲାଲ୍‌ଙ୍କୁ ତାଙ୍କ ଅଫିସ୍‌ରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାରି ହତ୍ୟା କରିଥିବା କଥା ପୁଲିସ କହିଛି।

  20. ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ପ୍ରଶାସନ। ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି। ଏନେଇ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି।

 

472 Y
1704 16-04-2023 English

 

  1.  In order to conserve the fish stock in the sea during the breeding season, a 61-day-long ban on fishing has been imposed in sea and estuaries along the eastern coast of the nation including the Odisha coast, starting Friday. The ban will be in force starting from April 15 to June 14.

  2. Mo College Abhijan has signed an MOU with Federation of Indian Chambers of Commerce and Industry (FICCI FLO) to offer On-Job Training Program/ Internship program to students of various College and Universities for the training and better employment to the students under Mo College Abhijan.

  3. In a dramatic turn of events, jailed gangster-turned-politician Atiq Ahmed and his brother Ashraf were shot dead by three assailants while they were being escorted by police to a medical college here Saturday night. Atiq and his brother were shot when they were being taken for a medical test to the Colvin Hospital here. Both died on the spot.

  4. Odisha has been awarded Global Planet Purpose Award for Drive for Results at the Planet Explore 2023-Transparency to Action Conference in Washington DC, USA. Drive for Results Award is given to agencies who rapidly hypothesize and test, measure, and improve the way they approach solving a problem to drive more results.

  5. In a landmark decision, the Ministry of Home Affairs has approved the conduct of constable (general duty) examination for Central Armed Police Forces in 13 regional languages, in addition to Hindi and English.

  6. Congress president Mallikarjun Kharge telephoned Delhi Chief Minister Arvind Kejriwal on Saturday, a day after the AAP convenor was summoned by the CBI, and stressed the need for opposition parties to unite against the BJP ahead of the 2024 elections.

  7. Karnataka Chief Minister Basavaraj Bommai has assets of ₹ 49.70 crore, reveals his election affidavit filed before the returning officer on Saturday to contest for the May 10 Assembly elections from Shiggaon constituency in Haveri district.

  8. Maharashtra Deputy Chief Minister Devendra Fadnavis on Saturday appeared before a court here in connection with an application seeking action against him for alleged non-disclosure of criminal cases in his election affidavit in 2014.

  9. The Supreme Court Collegium headed by Chief Justice of India DY Chandrachud has recommended to the Centre the names of judicial officers Girish Kathpalia, Dharmesh Sharma and Manoj Jain for their appointment as Delhi High Court judges.

  10. A court in Maharashtras Thane district on Saturday granted a permanent exemption to Congress leader Rahul Gandhi from appearing before it in a defamation case filed against him by a RSS functionary.

  11. The Aam Aadmi Party (AAP) suffered a setback in Surat city of Gujarat as six of its corporators in the local civic body joined the ruling Bharatiya Janata Party (BJP), a party functionary said on Saturday.

  12. The NCERT consulted 25 external experts and 16 CBSE teachers to carry out its syllabus rationalisation exercise.

  13. The Enforcement Directorate (ED) Saturday said it has chargesheeted former BJD MLA Anam Naik in a Prevention of Money Laundering Act (PMLA) case. The central probe agency said the chargesheet was filed before a special PMLA court in Bhubaneswar against Naik and a few others suggesting their conviction as well as confiscation of properties worth Rs 1.52 crore

  14.  Autonomous colleges will no longer be required to ensure that the number of contractual faculty is not more than 10 per cent of the total sanctioned faculty positions, according to revised University Grants Commission (UGC) norms

  15. The Odisha marine fishery department has imposed a ban on fishing activities along the eastern coast of Bay of Bengal in the state to facilitate fish breeding.

473 Y
1705 15-04-2023 Odia
  1. କାଲି ବାରିପଦାରେ ସର୍ବାଧିକ ତାପମାତ୍ରା ୪୪ ଡ଼ିଗ୍ରୀ ରେକର୍ଡ ହୋଇଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ ରାଜ୍ୟର ୨୫ଟି ସହରର ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରୀ ରେକର୍ଡ କରାଯାଇଛି ।

  2. ଫୋନ୍-ପେ, ଗୁଗୁଲ-ପେ ଏବଂ ପେଟିଏମ ଭଳି ଆପ୍ ମାଧ୍ୟମରେ କାରବାର କରି ଲୋକେ ଖୁବ ସହଜରେ ନିଜ ଆବଶ୍ୟକତା ମେଣ୍ଟାଇ ପାରୁଛନ୍ତି, କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟରେ ଯଥେଷ୍ଟ ଟଙ୍କା ନାହିଁ, ତେବେ କୌଣସି ପେମେଣ୍ଟ କିପରି ହେବ। ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍‌ ଲାଇନ ସୁବିଧା।

  3. କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍‌ ନ ପାଇବାରୁ ଦୁଇ ଦିନ ତଳେ ‘ବିଜେପି’ରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି।

  4.  ଟାଇମ୍‌ ମାଗାଜିନ୨୦୨୩  ଅନୁସାରେ ଫିଲ୍ମ ନିର୍ଦ୍ଦେଶକ ଏସ୍‌ ରାଜାମୌଲୀ ଏବଂ ଅଭିନେତା ଶାହାରୁଖ ଖାନ୍‌ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି।

  5. ଗତବର୍ଷ ଇରାନ୍‌ରେ ଦଣ୍ଡାଦେଶ ୭୫% ବୃଦ୍ଧି ପାଇଛି। ଲୋକଙ୍କ ମଧ୍ୟରେ ଭାୟର ବାତାବରଣ ସୃଷ୍ଟି କରିବା ପାଇଁ ଇରାନ୍‌ ସରକାର ଏପରି କରିଥିବା ମାନବ ଅଧିକାର ଗ୍ରୁପ୍‌ ପକ୍ଷରୁ କୁହାଯାଇଛି।

  6. ବୈଦ୍ୟୁତିକ କମ୍ପାନୀ ଟେସ୍‌ଲା ମାଲିକ ଏଲନ୍‌ ମସ୍କ  ୪୪ ବିଲିୟନ୍‌ ଡଲାରରେ ମାଇକ୍ରୋ ବ୍ଲଗିଂ ଆପ୍‌ ଟୁଇଟର୍‌ କିଣି ଏହାର ମାଲିକ ହେବା ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। 

  7.  ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି)ର ଅଧ୍ୟକ୍ଷ ମୌଲାନା ରାବେ ହସ୍‌ନି ନଦ୍‌ଭିଙ୍କର ଗୁରୁବାର ଅପରାହ୍ନରେ ୯୩ ବର୍ଷରେ ଲକ୍ଷ୍ନୌସ୍ଥିତ ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନ ନାଦ୍ୱାତୁଲ ଉମଲାରେ ପରଲୋକ ହୋଇଯାଇଛି।

  8. ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରୁ ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦଙ୍କ ନାମକୁ ହଟାଇଦେଇଛି। 

  9. ଇଣ୍ଡୋନେସିଆରେ ଭୂକମ୍ପ.. ଜାଭାଲ ଉତ୍ତର ଉପକୂଳରେ ବଡ଼ ଧରଣର ଝଟକା।  ୭ ତୀବ୍ରତାର ଭୂକମ୍ପ ଅନୁଭୂତ.. ଭୂପୃଷ୍ଠର ୫୯୪ କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ।  

  10. ଟେକ୍ସାସର ସାଉଥଫର୍କ ଡାଏରୀ ଫାର୍ମରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟି ୧୮ ହଜାରରୁ ଅଧିକ ଗାଈଙ୍କର ମୃତ୍ୟୁ ଘଟିଛି।

  11. ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପଚରାଉଚରା କରିବ ସିବିଆଇ । ୧୬ ଏପ୍ରିଲରେ ହାଜର ହେବା ନେଇ ସିବିଆଇ ସମନ କରିଛି ।

  12. କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଆଇଟିଏଫ ଏସିଆ U-୧୪ର ଡେଭଲପମେଣ୍ଟ ଚାମ୍ପିୟନସିପ ୨୦୨୩ ଫାଇନାଲ । ଏହି ଟୁର୍ଣ୍ଣାମେଣ୍ଟରେ କୋରିଆ ଟିମ୍‌ ବିଜେତା ଟ୍ରଫି ହାତେଇଛି । କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଟେନିସ୍ ସେଣ୍ଟରରେ ଗତ ୪ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।

  13. ଜଷ୍ଟିସ ଡେଲିଭରିରେ ଓଡି଼ଶା ବେଷ୍ଟ । ମିଳୁଛି ନ୍ୟାୟ, ନାହିଁ ପୋଲିସର ଫେକ ଏନକାଉଣ୍ଟର୍ । ଥାନାକୁ ଗଲେ ପୋଲିସ ଦେଖାଉଛି ଭଲ ବ୍ୟବହାର । ସର୍ବଭାରତୀୟ ସର୍ଭେ ସଂସ୍ଥା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ନ୍ୟାୟ ପ୍ରଦାନ ଓ ପୋଲିସିଂରେ ଯଥେଷ୍ଟ ଉନ୍ନତି ଆସିଛି । ୨୦୨୨ରେ ଓଡ଼ିଶା ସ୍ଥାନ ୧୦ରେ ରହିଛି ।

  14. ଖରାକୁ ଦେଖି ଏପ୍ରିଲ ୧୬ ପରେ ପୁଣି ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ । ତାହା ସବୁ ବିଭାଗ ପାଇଁ ଲାଗୁ ହେବ । ରାଜ୍ୟ ସରକାର ଓ ରାଜସ୍ୱ ବିଭାଗ ଯାହା ନିଷ୍ପତ୍ତି ନେବ, ତାକୁ ସବୁ ବିଭାଗ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

  15. ଦିଲ୍ଲୀର ତିହାର ଜେଲରେ ଗ୍ୟାଙ୍ଗଷ୍ଟର ପ୍ରନ୍ସ ତେୱାତିଆଙ୍କ ହତ୍ୟା କରିଦିଆଯାଇଛି । ତିହାରର ଜେଲ ନମ୍ବର ୩ରେ ଗ୍ୟାଙ୍ଗୱାର ହୋଇଥିଲା । ଯେଉଁଥିରେ ୪ କଏଦୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ପ୍ରିନ୍ସ ତେୱାତିଆଙ୍କୁ ମୃତ ଘୋଷିତ କରାଯାଇଛି । ମୃତକ ଗ୍ୟାଙ୍ଗଷ୍ଟର ପ୍ରିନ୍ସଙ୍କ ଉପରେ ପ୍ରାୟ ୧୮ରୁ ଅଧିକ ଅପରାଧିକ ମାମଲା ରୁଜୁ ଥିଲା ।

  16. ପଶ୍ଚିମ ଅଷ୍ଟ୍ରେଲିଆରେ ମହାବାତ୍ୟା ଇଲସାର ତାଣ୍ଡବ । ପୋର୍ଟ ହେଡଲ୍ୟାଣ୍ଡ ଓ ବେଡୋଟ ଦ୍ବୀପାଞ୍ଚଳରେ ମହାବାତ୍ୟା । ଘଣ୍ଟାପ୍ରତି ୨୧୮ କିଲୋମିଟର ବେଗରେ ବହିଛି ପବନ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଜାରି କରାଯାଇଛି ଆଲର୍ଟ । ମହାବାତ୍ୟା ଯୋଗୁ ବିପୁଳ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି ।

  17. ଗତ ବର୍ଷ ଜୁନ ମାସରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ପାନୀୟ ଜଳ, ଜଳ ସମ୍ପଦ ଓ ପଞ୍ଚାୟତିରାଜ ବିଭାଗକୁ ଉକ୍ତ ରିପୋର୍ଟ ଦିଆଯାଇଥିଲା । ରିପୋର୍ଟ ମୁତାବକ, ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ୩୦ଟି ଜିଲ୍ଲାରେ ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ରହିଥିଲା । ଏହି ଦୂଷିତ ଜଳ ସେବନ କରିବା ଫଳରେ ପେଟ ରୋଗ, କିଡନୀ ଓ ରୋଗରୋଗ ବ୍ୟାପୁଥିବା ଜଣାପଡ଼ିଥିଲା ।

  18. ବିହାରରେ ଦଳିତ ସେନାର ନ୍ୟାସନାଲ ସେକ୍ରେଟାରୀ ରାକେଶ ପାଶୱାନଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ରାଜ୍ୟର ହାଜିପୁରରେ ଅମ୍ବେଦକର ଜୟନ୍ତୀ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ରାକେଶଙ୍କ ଉପରକୁ ୪ ଜଣ ଅଜଣା ବ୍ୟକ୍ତି ଗୁଳିମାଡ଼ କରିଥିଲେ । ତେବେ ଏହି ବ୍ୟକ୍ତିମାନେ ପ୍ରଥମେ ଆସି ରାକେଶଙ୍କ ପାଦ ଛୁଇଁଥିଲେ ଓ ତା’ପରେ ଗୁଳି ଚଳାଇଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି ।

  19. ଉତ୍ତରାଖଣ୍ଡରେ ଏହି ନିୟମରେ କିଛି ପରିିବର୍ତ୍ତନ ଘଟିଛି । ସଡ଼କପଥ ବସ୍ ଦୁର୍ଘଟଣା ଯୋଗୁଁ ଯଦି କୌଣସି ପ୍ରାଣହାନି ଘଟେ, ତେବେ ମୃତକଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ ଦୁଇ ଲକ୍ଷ ବଦଳରେ ସାତ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଏଥିପାଇଁ, ମାଜିଷ୍ଟ୍ରେଟ ଅନୁସନ୍ଧାନକୁ ଅପେକ୍ଷା କରିବାର ନିୟମ ପୂର୍ବରୁ ହୋଇସାରିଛି।

478 Y
1706 15-04-2023 English
  1. The CBI has summoned Delhi Chief Minister Arvind Kejriwal in connection with the excise policy scam case April 16, officials said Friday.
  2. PM Modi lays foundation stone and inaugurates development projects worth nearly Rs 11,000 crore in Guwahati.
  3. Union Tourism Minister G Krishan Reddy and Social Justice and Empowerment Minister Dr. Virendra Kumar on Friday flagged off Bharat Gaurav Tourist train to mark the birth anniversary of Dr B R Ambedkar from Hazrat Nizamuddin Railway Station in New Delhi.
  4. Minister of State for IT Rajeev Chandrasekhar on Friday said the proposed government fact-check unit that will flag down "fake" online content regarding the government won't "censor journalism". The government earlier amended the IT Rules to add the provision of the fact-check unit.
  5. The annual pilgrimage of the Amarnath Yatra will begin on July 1 for which registration will begin on April 17.
  6. Andhra Pradesh & Odisha governments to ban on deep-sea fishing in territorial waters of state from April 15 to June 14.
  7. India's tallest Ambedkar statue: Telangana Chief Minister K Chandrasekhar Rao on Friday unveiled the 125-ft tall statue of B R Ambedkar, on the occasion of the birth anniversary of the architect of the Indian Constitution. This statue of Ambedkar in Hyderabad is considered the tallest in India. 
  8. Karnataka, farmers to hold state-wide protest rallies at all district headquarters to protest against the sale of Amul brand milk products in the state. 
  9. All state universities in Bihar will introduce four-year undergraduate degree programs under the choice-based credit system (CBCS) from the 2023-27.
  10. Recently, the central government has tightened the fund flow rulebook on Centrally Sponsored Schemes (CSS) even further and for the first time has also brought in a ‘penal interest’ clause for delays in fund transfers by states.
  11. Mukesh Ambani-led Reliance Industries has announced that it will declare its standalone and consolidated financial results for the quarter ended March 31, 2023, on April 21. The company had reported consolidated net profit for the third quarter of FY23 at rs17,806 crore, down 13.30% (YoY). Notably, Reliance Industries' shares closed 0.39% lower at rs 2,355.65 apiece on BSE on Thursday.. 
  12. India played a crucial role in the International Monetary Fund (IMF's) clearance of a 48-month Extended Fund Facility (EFF) worth USD 2.9 billion to crisis-hit Sri Lanka. 
  13. The two-days international meeting of Women 20 organized under G-20 in Jaipur concluded on Friday. The second day of the meet began with a yoga session.
  14.  The Orissa High Court has pulled up two trial court judges for rejecting default bail of two accused in connection with a murder under Balipatna police limits even though the chargesheet was not filed within the statutory period.
  15. Chief Minister Naveen Patnaik Friday congratulated Food Supplies and Consumer Welfare department on winning the ‘Global Planet Purpose Award: Drive for Results’ at Planet Explore2023-Transparency to Action Conference held recently in Washington DC, US, for farmer benefitting technology-led governance in paddy procurement.
  16. Death row convicts are taking advantage of an inordinate delay in deciding mercy petitions, the Supreme Court has said while directing the state governments and authorities concerned to see such pleas are decided and disposed of at the earliest.
  17. With the killing of gangster-politician Atiq Ahmad's son Asad and his aide in Jhansi, the number of alleged criminals gunned down in police encounters in Uttar Pradesh has risen to 183 in the six years of Yogi Adityanath's government, officials said.
  18. The Biden administration and a drug manufacturer asked the Supreme Court Friday to preserve access to an abortion drug free from restrictions imposed by lower court rulings, while a legal fight continues.
  19. Winless in the tournament so far, Delhi Capitals need to fire as a unit if they have to effect a turnaround as they gear up to clash with Royal Challengers Bangalore in their IPL match here Saturday.
  20. England’s new batting sensation Harry Brook brought a high-flying Kolkata Knight Riders down to earth with a sensational 55-ball 100 not out (12x4, 3x6) as Sunrisers Hyderabad cantered to their second victory by 23 runs in an IPL match, here Saturday.
460 Y
1707 14-04-2023 Odia
  1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ହରିଶ୍ଚନ୍ଦ୍ର  ସହାୟତାକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା, ସହରାଞ୍ଚଳ ଓ ପୁରୀ ସ୍ୱର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

  2. କାଲି ବାରିପଦାରେ ସର୍ବାଧିକ ତାପମାତ୍ରା ୪୩.୫ ଡ଼ିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୨୫ଟି ସହରର ତାପାମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରୀ ରେକର୍ଡ କରାଯାଇଛି ।

  3. ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦଙ୍କ ପୁଅ ଅସଦ ନିହତ । ଉମେଶ ପାଲ୍‌ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଥିଲା ଅସଦ୍‌ । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅସଦକୁ ଏନକାଉଣ୍ଟର କରିଛି ୟୁପି ପୋଲିସ ।

  4. ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୫ ତମ ପ୍ରତିଷ୍ଠା ଦିବସ। ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲି। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ।

  5. ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ। ଫଳରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଧାରଣା ସ୍ଥଗିତ ହୋଇଛି।

  6.  ବେଦାନ୍ତ ଆଲୁମିନିୟମର ସହାୟକ କମ୍ପାନୀ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ବାଲ୍‌କୋ)କୁ ନିକଟରେ ସମ୍ମାନଜନକ ‘ପ୍ୟାଟ୍‌ ଟପ୍‌ ପ୍ରଦର୍ଶନକାରୀ’ ପୁରସ୍କାର ପ୍ରଦାନ କରାଯାଇଛି।

  7. ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମାର୍ଚ୍ଚରେ ଗାଡ଼ି ବିକ୍ରି ଓଡ଼ିଶା ବଜାରରେ ବୃଦ୍ଧି ଘଟିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ମୋଟ ୬୫,୨୪୫୫ ୟୁନିଟ୍‌ ଗାଡ଼ି ରାଜ୍ୟରେ ବିକ୍ରି ହୋଇଛି ।

  8. ମାନହାନୀ କେସ୍‌ରେ ଦଣ୍ଡ ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନର ରାୟ ଏପ୍ରିଲ ୨୦ ତାରିଖରେ ଆସିବ। ସୁରତର ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।

  9. ୟୁରୋପୀୟ ଦେଶ ସ୍ବିଡେନ ପାକିସ୍ତାନରେ ଥିବା ତା’ର ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ଦେଇଛି।

  10. ରାଷ୍ଟ୍ରୀୟ ରୋଜଗାର ମେଳାରେ ୭୦ ହଜାରରୁ ଅଧିକ ଯୁବକଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି ମେଳାରେ ଭାଗ ନେଇ ନିଯୁକ୍ତିପତ୍ର ବାଣ୍ଟିଛନ୍ତି।

  11. ଆମେରିକା ଏବଂ ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆ ଗୁରୁବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

  12. ଆମେରିକା ଶିକାଗୋସ୍ଥିତ ଏକ ଷ୍ଟାର୍ଟଅପ୍‌ କମ୍ପାନୀର ୨ ଭାରତୀୟ ବଂଶୋଦ୍ଭବ ଏକ୍‌ଜିକ୍ୟୁଟିଭ୍‌ ୧ ବିଲିୟନ୍‌ ଡଲାର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୦ ସପ୍ତାହର ଟ୍ରାଏଲ୍‌ ପରେ ହେଲ୍‌ଥ ଟେକ୍ନୋଲୋଜି କମ୍ପାନୀର ସହ-ପ୍ରତିଷ୍ଠାତା ଏବଂ ପୂର୍ବତନ ସିଇଓ ଋଷି ଶାହ ୨୨ରୁ ୧୯ କାଉଣ୍ଟରେ ଦୋଷୀ ହୋଇଥିବାବେଳେ କମ୍ପାନୀର ପୂର୍ବତନ ଅଧ୍ୟକ୍ଷା ଶ୍ରଦ୍ଧା ଅଗ୍ରଓ୍ବାଲ ୧୭ରୁ ୧୫ଟି କାଉଣ୍ଟରେ ଏବଂ ପୂର୍ବତନ ଚିଫ୍‌ ଅପରେଟର ଅଫିସର ବ୍ରାଡ୍‌ ପର୍ଡି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

  13. ଡ୍ରୋନ ଯୋଗେ ପାକିସ୍ତାନ ସୀମାରେ ଚାଲିଥିବା ନିଶାଦ୍ରବ୍ୟ କାରବାରକୁ ପୁଣିଥରେ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ପାକିସ୍ତାନରୁ ଡ୍ରୋନ ଯୋଗେ ଆସିଥିବା ବିପୁଳ ପରିମାଣର ଡ୍ରଗ୍ସକୁ ଆଜି ବିଏସ୍‌ଏଫ ଯବାନମାନେ ଜବତ କରିଛନ୍ତି। ଜବତ ହୋଇଥିବା ୪ ପ୍ୟାକେଟ ଡ୍ରଗ୍ସର ଓଜନ ୪.୫ କେଜି ବୋଲି ଜଣାପଡ଼ିଛି।

  14. ଟିଭି ତଥା ଫିଲ୍ମ ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ଉତ୍ତରା ବାବକର ପୁଣେର ଏକ ଘରୋଇ ହସ୍ପିଟାଲରେ ୭୯ ବର୍ଷରେ  ଗତ ମଙ୍ଗଳବାର ଆଖି ବୁଜିଛନ୍ତି।

  15. ମେ’ ୧୦ରେ ଭୋଟ ଦେବାକୁ ଯାଉଥିବା କର୍ଣ୍ଣାଟକାରୁ ଏବେ ନୋଟ ଜବତ ହେବା ଆରମ୍ଭ ହୋଇ ଯାଇଛି। ଆଜି ବେଙ୍ଗାଲୁରୁ ପୁଲିସ୍‌ ୨ ଜଣ ବ୍ୟକ୍ତିଙ୍କ ଠାରୁ ନଗଦ ୧ କୋଟି ଟଙ୍କା ଜବତ କରିଛି। ଦୁଇ ଜଣ ଯାକ ଏତେ ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ, ସେକଥା ଜଣାପଡ଼ିଛି। ସିଟି ମାର୍କେଟ ନିକଟରେ ଗୋଟିଏ ଅଟୋ ମଧ୍ୟରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ସମସ୍ତଙ୍କୁ ଚକିତ କରିଛି।

  16. ବୈଦେଶିକ ମୁଦ୍ରା ବିନିମୟ ନିୟମ ଉଲ୍ଲଂଘନ କରିଥିବା କାରଣରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଖବର ପ୍ରସାରଣକାରୀ ସଂସ୍ଥାନ ‘ବିବିସି ଇଣ୍ଡିଆ’ ନାମରେ ‘ଫରେନ୍‌ ଏକ୍ସଚେଞ୍ଜ୍‌ ମ୍ୟାନେଜ୍‌ମେଣ୍ଟ୍‌ ଆକ୍ଟ୍‌’ (ଏଫ୍‌ଇଏମ୍‌ଏ) ମାମଲା ରୁଜୁ କରିଥିବା କଥା ସରକାରୀସୂତ୍ରରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ କରିଛି।

  17. ନଦୀ ତଳେ ନିର୍ମିତ ଟନେଲରେ ଚାଲିବା ପରେ ବୁଧବାର କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଭାରତରେ ଏହା ପ୍ରଥମ ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ। ହୁଗୁଳି ନଦୀ ତଳେ ଚାଲିଥିବା ଏହି ମେଟ୍ରୋର ପ୍ରଥମ ଯାତ୍ରାରେ ସେଥିରେ ବସିଥିଲେ କେତେଜଣ ଅଫିସର ଓ ଇଂଜିନିୟର।

  18. ପୂର୍ବତନ ଆଇପିଏଲ କମିଶନର ଲଳିତ ମୋଦୀଙ୍କୁ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାରତୀୟ ନ୍ୟାୟ ପାଳିକା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଲଳିତ ମୋଦୀ ଆଇନଠାରୁ ଊର୍ଦ୍ଧ୍ଵରେ ନୁହଁନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । କ୍ଷମା ପ୍ରାର୍ଥନା କରି କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  19. ଶାହିଦ କପୁର କିଛି ଦିନ ତଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ଲଡି ଡାଡି’ର ଘୋଷଣା କରିଥିଲେ। ଏବେ ଦର୍ଶକଙ୍କୁ ବଡ଼ ଉପହାର ସ୍ବରୂପ ଫିଲ୍ମର ଟିଜର୍‌ ଭେଟି ଦେଇଛନ୍ତି ଅଭିନେତା। ଏଥିରେ ଶାହିଦଙ୍କ ଜବରଦସ୍ତ ଅନ୍ଦାଜ୍‌ ଦେଖିବାକୁ ମିଳିଛି।

  20. ରାଜସ୍ଥାନ ରୟାଲ୍ସର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ଦଣ୍ଡିତ ହୋଇଛନ୍ତି। ସେ ଆଇପିଏଲର କୋଡ ଅଫ କଣ୍ଡକ୍ଟ ଭାଙ୍ଗି ଥିବାରୁ ତାଙ୍କ ମ୍ୟାଚ୍‌ ଫି’ ୨୫% କଟିଛି। ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ସେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

436 Y
1708 14-04-2023 English

 

  1.  Chief Minister Naveen Patnaik Thursday enhanced the assistance being provided to perform last rites under Harischandra Sahayata Yojana. Under the scheme, `2,000 is being provided for the beneficiaries in rural areas and `3,000 in urban areas.

  2. PM Narendra Modi virtually distributed about 71,000 appointment letters to the newly inducted recruits in events held at 45 different locations across the country April 13, 2023. Union Minister Dharmendra Pradhan handed over appointment letters to 231 new recruits while another central minister Bishweswar Tudu distributed 183 appointment letters to the new recruits at Cuttack.

  3. Gangster-turned-politician Atiq Ahmad’s son Asad and an accomplice, both wanted in the Umesh Pal murder case, were killed in an encounter with the Uttar Pradesh Police in Jhansi Thursday, officials said.

  4. The Enforcement Directorate has registered a FEMA case against news broadcaster BBC India for alleged foreign exchange violations, official sources said Thursday, two months after the Income-Tax department surveyed its office premises in February.

  5. Efforts to cement Opposition unity gathered pace Thursday with Congress president Mallikarjun Kharge meeting NCP chief Sharad Pawar and Bihar Chief Minister Nitish Kumar holding talks with Left veterans Sitaram Yechury and D Raja.

  6. The Chief Electoral Officer (CEO), Odisha Nikunja Bihari Dhal issued formal notification for byelection to Jharsuguda Assembly seat, Thursday.

  7. The Supreme Court Thursday came down heavily on ex-IPL commissioner Lalit Modi over his remarks against the judiciary made in social media posts and directed him to tender an unconditional apology on social media platforms and national newspapers.

  8. A Surat Sessions Court hearing an appeal seeking stay on Congress leader Rahul Gandhi's conviction in a criminal defamation case has reserved its verdict, which will now be pronounced April 20, 'Bar and Bench' reported.

  9. The Delhi High Court Thursday said the city government ought to provide uniforms to school students belonging to the Economically Weaker Sections (EWS) and not cash.

  10. The Supreme Court Thursday made some strong observations against the manner in which the Karnataka government scrapped the 4 per cent OBC quota for Muslims and placed them under the Economically Weaker Section (EWS) category, saying the foundation of the decision-making process is “highly shaky and flawed”

  11. The country’s exports rose by about 6 per cent to a “record” $447 billion during 2022- 23 on account of healthy growth in the outbound shipments of sectors such as petroleum, pharma and chemicals and marine, Commerce and Industry Minister Piyush Goyal said Thursday.

  12. This is a first-of-its-kind of cattle insurance plan in the state that offers compensation to dairy farmers for economic loss due to a decline in milk yield during the summer.

  13. India's Northeastern state Assam created history and marked its name in the Guinness Book of World Records on Thursday by performing the traditional Bihu dance at a single venue.

  14. Countries must do more to avert the costly consequences of growing global trade fragmentation and help avert a "second Cold War," the International Monetary Fund's managing director said Thursday.

  15. Indian Finance Minister Nirmala Sitharaman said on Thursday there was a greater acceptance among Group of 20 member countries that any new regulations on the crypto assets need to be globally coordinated.

461 Y
1709 13-04-2023 Odia
  1. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

  2. ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୧୪ଟି ସହରର ତାପାମାତ୍ରା ୪୦ ଡିଗ୍ରି ଥିବା ‌ବେଳେ ଗୋପାଳପୁର ୨୯ ବର୍ଷର ରେକର୍ଡ ଭଙ୍ଗ କରିଛି।

  3. ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ଗସ୍ତରେ ଯାଇ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ଖଡଗେଙ୍କ ସରକାରୀ ବାସଭବନରେ ହୋଇଛି । ଏହା ପୂର୍ବରୁ ନୀତିଶ ଲାଲୁ ଯାଦବଙ୍କୁ ବି ଭେଟିଥିଲେ । ଏହି ଆଲୋଚନା ବୈଠକରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

  4. ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ।  ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି। ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍‌ କଟ୍ ‌ହେଉଛି। ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ।

  5. ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁମାନଙ୍କ ନିକଟରେ ବ୍ଲୁ ଟିକ ସବସ୍କ୍ରିପଶନ ନାହିଁ, ସେମାନଙ୍କ ହ୍ୟାଡରରୁ ୨୦ ଏପ୍ରିଲରୁ ବ୍ଲୁ ଟିକ ହଟାଇ ଦିଆଯିବ।

  6. ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ସବୁଠୁ ଧନୀ ଆନ୍ଧ୍ର ପ୍ରଦେଶର ମୁ୍ଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି  ଏବଂ ତେବେ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

  7. ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହେଉଛନ୍ତି ସବୁଠାରୁ ଉଚ୍ଚଶିକ୍ଷିତ ମୁଖ୍ୟମନ୍ତ୍ରୀ। ସେ ଫିଲୋସଫିରେ ଡକ୍ଟରେଟ ପାଇଥିବା ବେଳେ ପଲିଟିକାଲ ସାଇନ୍ସରେ ଏମଏ ଓ ଆଇନ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ସେହିଭଳି ପୂର୍ବରୁ ଅଟୋ ଡ୍ରାଇଭର ଥିବା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ହେଉଛନ୍ତି ଦେଶର ସବୁଠାରୁ କମ୍ ପାଠ ପଢିଥିବା ମୁଖ୍ୟମନ୍ତ୍ରୀ। ସେ ଦଶମ ଯାଏଁ ପାଠ ପଢିଛନ୍ତି।

  8. ସୁନା କାରିଗର ଏବଂ ଅଳଙ୍କାର ବ୍ରିକ୍ରେତାଙ୍କ ପାଇଁ ବଡ଼ ଖବର। ଆସନ୍ତା ଜୁନ୍‌ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଏହି ସମୟ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଜମୈର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି।

  10. କାଲିଫର୍ନିଆ ରାଜ୍ୟ ବିଧାନସଭା ଆମେରିକି କଂଗ୍ରେସକୁ ଔପଚାରିକ ଭାବେ ଭାରତରେ ୧୯୮୪ ହୋଇଥିବା ଶିଖ ବିରୋଧି ହିଂସାକୁ ନରସଂହାର ଭାବେ ମାନ୍ୟତା ଦେବା ଓ ନିନ୍ଦା କରିବାକୁ କହି ଏକ ପ୍ରସ୍ତାବ ପାସ କରିଛନ୍ତି।

  11. ୟୁକ୍ରେନ୍‌ର ଜାପୋରିଝିଆ ଓବ୍ଲଷ୍ଟେରେ ରୁଷିଆ ୪୫ ମାଇଲ (ପ୍ରାୟ ୭୨ କି.ମି.) ପ୍ରତିରକ୍ଷା ଖାଇ ଖୋଳିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ନିକଟରେ ସେଣ୍ଟିିନେଲ୍‌-୨ ସାଟେଲାଇଟ୍‌ ଛବିରୁ ଏହି ଟ୍ରେଞ୍ଚ୍‌ ଦେଖିବାକୁ ମିଳିଛି।

  12. ବ୍ରିଟେନର ସାଇବର-ସ୍ପାଇଂ ଏଜେନ୍ସି ଗଭର୍ନମେଣ୍ଟ କମ୍ୟୁନିକେଶନ୍ସ ହେଡ୍‌କ୍ୱାର୍ଟର୍ସ (ଜିସିଏଚ୍‌କ୍ୟୁ)ର ମୁଖ୍ୟ ପଦ ପାଇଁ ପ୍ରଥମ ମହିଳା ଭାବେ ଆନେ କିଷ୍ଟ-ବଟଲର ଦାୟିତ୍ୱ ଗ୍ରହଣ କରିବେ।

  13. ମାଇକ୍ରୋ ବ୍ଲଗିଂ ଜାଏଣ୍ଟ ଟୁଇଟରରୁ ବାହାର ହୋଇଥିବା ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମେତ ଆଉ ୨ ପୂର୍ବତନ ଏକ୍‌ଜିକ୍ୟୁଟିଭ୍‌ ଏଲନ ମସ୍କଙ୍କ ବିରୋଧରେ ଏକ କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି।

  14. ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ କହିଲେ ସୁପ୍ରିମକୋର୍ଟ। ଏଥିସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା କରାଯିବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କୋର୍ଟ।

  15. ବିଭିନ୍ନ ତହସିଲରେ କାର୍ଯ୍ୟରତ ୬୦୦ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  16.  ଆସନ୍ତା ୧୬ତାରିଖରେ ରାଜ୍ୟରେ ବ​‌ର୍ଷା​ ସମ୍ଭାବନା.. ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ଯୋଗୁଁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା..

  17. ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କ ୯୯ ବର୍ଷ ବୟସରେ ପରଲୋକ ଘଟିଛି।

  18. ପଞ୍ଜାବ ବଠିଣ୍ଡାରେ ମିଲିଟାରୀ ଷ୍ଟେସନ ଭିତରେ ବୁଧବାର ଗୁଳିକାଣ୍ଡରେ ୪ ଜଣ ଯବାନ ଶହୀଦ୍‌‌ ହୋଇଛନ୍ତି।

  19. ଜମ୍ମୁ-କାଶ୍ମୀରରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ୧୦ଟା ୧୦ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

  20. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି।

430 Y
1710 13-04-2023 English
  1. The Supreme Court collegium headed by Chief Justice DY Chandrachud on Wednesday recommended the names of seven district judges for appointment as judges of the Madhya Pradesh High Court.
  2. Prime Minister Narendra Modi will distribute about 71,000 appointment letters to newly inducted recruits today at 10:30 am via video conferencing.
  3. The Anti-Corruption Bureau (ACB) on Wednesday arrested a police sub-inspector for allegedly accepting a bribe of ₹ 75,000 from a man accused in a case here in central Maharashtra, police said.
  4. Union minister Nitin Gadkari on Wednesday inaugurated an upgraded stretch between Dhaula Kuan and IGI Airport here and pledged ₹ 1,500 crore for revamping of roads in Delhi.
  5. A court in the Bihar capital has asked Congress leader Rahul Gandhi to appear before it on April 25 in a defamation suit filed over his purported remark on Modi surname.
  6. Serum Institute of India CEO Adar Poonawalla on Wednesday said the company has restarted manufacturing of COVID-19 vaccine Covishield amid rising numbers of cases of the virus infection.
  7. The Enforcement Directorate (ED) today told a Delhi court that AAP leader Manish Sisodia, arrested in a money laundering case related to the alleged excise scam, had planted fabricated e-mails to show that there was a public approval for the policy.
  8. Mercury is on the rise at many places in Odisha and IMD has warned of ‘heat wave’ in the State. Fourteen places of the State witnessed day temperatures above 40 Degree Celsius yesterday.
  9. The Supreme Court today upheld the Orissa High Court verdict in 2010 wherein it had quashed the land acquisition process for the proposed Vedanta University project in Puri terming it illegal and void. While dismissing the case, the court also imposed a cost of Rs 5 lakh on Anil Agarwal Foundation.
  10. Leading caller identification app Truecaller on Wednesday said its Live Caller ID is now available for premium subscribers on iPhones globally, including in India, for the first time.
  11.  In a major relief for electricity consumers in Odisha, Energy Minister Pratap Keshari Deb today said there will be no power cut in the state this year. The minister’s statement holds significance as the state is currently reeling under blistering heatwave situation.
  12. AIIMS Bhubaneswar Inks MoU With IIT Bhubaneswar On Artificial Intelligence. Education AIIMS Bhubaneswar and IIT Bhubaneswar have signed a Memorandum of Understanding (MoU) to promote academic and research collaboration in various areas of health and technology.
  13. Indian medical students, who returned home from Ukraine following the Russian invasion, will be allowed to take a key examination from India.
  14. The ‘Renewable Energy (RE) Policy’, 2022 launched by the Government of Odisha and Mission ‘Sustainable is attainable’ of Tata Power, TP Northern Odisha Distribution Ltd (TPNODL), a joint venture between Tata Power and the Government of Odisha, launched its Mission “Saurayan” with the aspirational objective of Solarisation of all feasible domestic units in its license area. The initiative will also cover TPNODL’s office buildings through rooftop solar units.
  15. Keshub Mahindra, a pioneer of Indian auto industry and Mahindra & Mahindra Ltd Chairman Emeritus, died Wednesday morning in Mumbai at the age 99, breathed his last at his home peacefully, the company confirmed.
  16. Jagan Mohan Reddy of Andhra Pradesh tops the list of richest Chief Ministers of India. Odisha Chief Minister Naveen Patnaik is third in the list and in between the two is Arunachal Pradesh CM, Pema Khandu.
  17. The Chief Ministers with the least amount of assets include West Bengal’s Mamata Banerjee (`15 lakh), Kerala’s Pinarayi Vijayan (`1 crore) and Haryana’s Manohar Lal (also `1 crore). The report also states that out of the 30 CMs whose assets are public, 29 are crorepatis.
  18. The district administration has lodged an FIR against 41 people, including Union Minister Arjun Munda, five BJP MPs and three MLAs, in connection with laying siege to the Secretariat in Ranchi. Apart from these, thousands of unidentified BJP workers have also been made accused.
  19. Prime Minister Narendra Modi flagged off poll-bound Rajasthan’s first Vande Bharat express Wednesday.
  20. MS Dhoni (32 n o, 17b, 1x4, 3x6) gave a glimpse of the good old days of thrilling finishes but unheralded Rajasthan Royals seamer Sandeep Sharma (1/30) nailed a couple of perfect block-hole deliveries to earn a three-run victory for Rajasthan Royals over Chennai Super Kings in a close IPL encounter, here Wednesday.
493 Y