Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
951 10-05-2024 Odia
  1. ଲୋକକଳା ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

  2. ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ | ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନ ଦ୍ୱାରା ଯାତ୍ରା କରନ୍ତି |

  3. ହରିଆଣାର ଫତେହବାଦରେ ରହୁଥିବା ଦୁଷ୍କର୍ମକାରୀ ଜଲେବି ବାବାଙ୍କ ମୃତ୍ୟୁ ହୋଇଯାଇଛି। ଗତ ଡିସେମ୍ବର ୫ ତାରିଖରେ ହରିଆଣା ଫତେବାଦ କୋର୍ଟ ଦୁଷ୍କର୍ମ ମାମଲାରେ ଜଲେବି ବାବାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ କେନ୍ଦ୍ରୀୟ ଜେଲ-୨ରେ ବନ୍ଦୀ କରିଥିଲେ।

  4. ଓଡ଼ିଶାରେ ଶହେ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା ମିଳିବ। ୧୦୦ରୁ ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଉପରେ ଗ୍ରାହକମାନେ ରିହାତି ପାଇବେ। ଓଡ଼ିଶାରେ ଏବେ ୭୫ ପ୍ରତିଶତ ପରିବାର ୧୦୦ ୟୁନିଟ୍‌ରୁ କମ୍‌ ବିଜୁଳି ବ୍ୟବହାର କରୁଥିବାରୁ ବହୁ ସଂଖ୍ୟାରେ ଲୋକ ଏହାଦ୍ବାରା ଉପକୃତ ହେବେ।

  5. ଇତିମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ପୂର୍ବତନ ସହଯୋଗୀ ଦୁଷ୍ୟନ୍ତ ଚୌତାଲା ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ନିକଟକୁ ଏକ ଚିଠି ଲେଖି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ ପାଇଁ ଦାବି କରିଛନ୍ତି।

  6.  ନିର୍ବାଚନ କମିସନ ବୁଧବାର ରାତିରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନର ମତଦାନ ପ୍ରତିଶତକୁ ଅପଡେଟ୍‌ କରିଛନ୍ତି। ମେ’ ୮ ତାରିଖ ରାତି ୧୦ଟା ସୁଦ୍ଧା କମିସନଙ୍କ ଦ୍ବାରା ଦିଆଯାଇଥିବା ଅପଡେଟ୍‌ ତଥ୍ୟ ଅନୁଯାୟୀ ତୃତୀୟ ପର୍ଯ୍ୟାୟରେ ୬୫.୬୮ ପ୍ରତିଶତ ମତଦାନ ‌ହୋଇଛି।

  7. ଆନ୍ଧ୍ରପ୍ରଦେଶର ଏନ୍‌ଟିଆର ଜିଲ୍ଲାର ଏକ ଚେକ୍‌ପୋଷ୍ଟରୁ ଗୁରୁବାର ଏକ ଟ୍ରକ୍‌ରୁ ୮ କୋଟି ନଗଦ ଟଙ୍କା ଜବତ କରାଯାଇଛି। ନଗଦ ଟଙ୍କା ଜବତ ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି।

  8. କତାରରୁ ୮ ଜଣ ପୂର୍ବତନ ଭାରତୀୟ ନୌସେନା ସୈନିକଙ୍କୁ ନିରାପଦ ପ୍ରତ୍ୟାବର୍ତ୍ତନ ପରେ ଭାରତ ଆଉ ଏକ ପ୍ରମୁଖ କୂଟନୈତିକ ସଫଳତା ହାସଲ କରିଛି।

  9. କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରି ଧାମର କବାଟ ଖୋଲିବା ସହିତ ଚାରଧାମ ଯାତ୍ରା ଆରମ୍ଭ ହେବ। ରୀତିନୀତି ଅନୁଯାୟୀ, ଭକ୍ତମାନଙ୍କ ପାଇଁ ସକାଳ ସାତଟାରେ ଦର୍ଶନ ପାଇବା ପାଇଁ କେଦାରନାଥ ଧାମର ଦ୍ୱାର ଖୋଲିଛି।

  10. କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି।

  11. ଭାରତରେ ୧୯୫୦ରୁ ୨୦୧୫ ମଧ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଥିବାବେଳେ ମୁସଲମାନ ଜନସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି।

  12. ପ୍ରୋଟିନ୍‌ ପାଉଡର ଓ ଅନ୍ୟାନ୍ୟ ପ୍ରୋଟିନ୍‌ ସପ୍ଲିମେଣ୍ଟଗୁଡ଼ିକଠାରୁ ଦୂରେଇ ରହିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି। ଲୁଣ ଖାଇବାରେ କଟକଣା ସମେତ ଚିନି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କମ୍‌ ଖାଇବାକୁ ଆଇସିଏମ୍‌ଆର୍‌ ସୁପାରିସ୍‌ କରିଛି।

  13. ଓଡ଼ିଶାର ପ୍ରଥମ ଏବଂ ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉପରେ ଲିଖିତ ଜୀବନୀ (ବାୟୋଗ୍ରାଫି) ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’ ମେ’ ୧୧ ତାରିଖରେ ସତ୍ୟନଗରସ୍ଥିତ ବକୁଳ ଲାଇବ୍ରେରିରେ ଉନ୍ମୋଚନ ହେବ।

  14. ଶେଫାଳି ସିଲହେଟରେ ବାଂଲାଦେଶ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିୟରର ୧୦୦ ତମ ମ୍ୟାଚ ଖେଳିବାକୁ ଆସିଥିଲେ ଏବଂ ଏହି ସମୟରେ ସେ ପଡ଼ିଆରେ ପାଦ ଦେବା ମାତ୍ରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ୩୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ।

  15. ପୁରୁଣ ପୋଷ୍ଟ ଅଫିସ୍‌ ଲେନ୍‌ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ ହାଉସ୍‌ ଉପରେ ଆଜି ଆୟକର ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି। ଚଢ଼ାଉ ଚାଲିଥିବା ବେଳେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।

297 Y
952 10-05-2024 English
  1.  Prime Minister Narendra Modi is set to hold a roadshow here on today on Janpath Bhubaneswar.

  2.  Opposition leaders Thursday accused the BJP of trying to create communal divide over a report that claimed the share of Hindu population in the country decreased between 1950 and 2015.

  3. The Indian Council of Medical Research (ICMR) has urged people to avoid protein supplements for building body mass and has recommended restricting salt intake, minimising sugar and ultra processed foods and reading information on food labels to make informed and healthy food choices.

  4. The Economic Offences Wing (EOW) has arrested a former accountant of a company for `2.63 crore alleged fraud.

  5.  With gradual improvement in the situation in Maoist-affected Swabhiman Anchal in Malkangiri district, the administration has decided not to air-drop personnel and security forces to polling stations as was done in 2019.

  6. JJP leader Dushyant Chautala has written to Haryana Governor Bandaru Dattatreya, saying the BJP government no longer commands a majority and sought an immediate floor test.

  7. Nine workers, including five women, died and 10 others were injured in a blaze at a fireworks-manufacturing unit in Sivakasi Thursday, a senior police official said.

  8. India will again delay caps on market share for a popular digital payments method, two sources told Reuters, benefiting Google Pay and Walmart-backed PhonePe as the authorities prioritise growth over concerns about market concentration.

  9. Sandeshkhali, a small town in the heart of West Bengal, again finds itself at the epicenter of a political storm as allegations and counter-allegations fly between the Trinamool Congress (TMC) and the Bharatiya Janata Party (BJP).

  10. Amid the ongoing debate between BJP and the Opposition leaders about the reservation and minority quota, Andhra Pradesh Chief Minister YS Jagan Mohan Reddy said 4 per cent of Muslim reservations "will remain".

  11. In the wake of pharmaceutical giant AstraZeneca admitting in a UK court that its Covid vaccine can cause blood clots in rare cases, a group of doctors on Thursday expressed deep concern over the safety of the Covishield vaccine.

  12. Edtech firm Think and Learn -- owner of Byju’s brand -- has slashed course subscription fees by 30-40 per cent and hiked sales incentives by 50-100 per cent, according to sources.

  13. During the earnings call for the March quarter, chief executive officer (CEO) Dara Khosrowshahi announced that Uber has over 1 million drivers, according to reports. India has become the third country, following the US and Brazil, to achieve the milestone of 1 million drivers.

  14. Olympic champion Neeraj Chopra’s Paris Games preparations will be put through a stern test when he begins his season in the first leg of the prestigious Diamond League one-day meet series against a star-studded but familiar field, here Friday

  15. Israeli forces massed tanks and opened fire close to built-up areas of Rafah Thursday, residents said, after US President Joe Biden vowed to withhold weapons from Israel if its forces launch a major invasion of the southern Gaza city.

335 Y
953 09-05-2024 Odia
  1. 1.ଟିକାରେ ପ୍ରବଳ ପାର୍ଶ୍ବପ୍ରତିକ୍ରିୟା ରହିଥିବା ବ୍ରିଟିସ ଔଷଧ କମ୍ପାନି ସ୍ୱୀକାର କରିବାର କିଛି ଦିନ ପରେ ଆଷ୍ଟ୍ରାଜେନେକା ଏହାର କୋଭିଡ୍-୧୯ ଟିକାକୁ ବିଶ୍ୱବ୍ୟାପୀ ପ୍ରତ୍ୟାହାର କରିବା ଆରମ୍ଭ କରିଛି।
  2. 2.ଆଇଆଇଟି ମାଡ୍ରାସର ଛାତ୍ର ଅରବିନ୍ଦ ଶ୍ରୀନିବାସଙ୍କର ମହତ୍ତ୍ବାକାଂକ୍ଷା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଦ୍ବାରା ୨୦୨୨ ମସିହାରେ ସ୍ଥାପିତ ‘ପରପ୍ଲେକ୍ସିଟି’ ନାମକ ଏଆଇ ଆପ୍‌ ୧୦୦ କୋଟି ଡଲାରରୁ ଅଧିକ ନିବେଶ ହାସଲ କରି ଆମେରିକାରେ ନୂତନ ୟୁନିକର୍ଣ୍ଣ ହେବାର ଗୌରବ ଲାଭ କରିଛି।

  3. 3.କଣ୍ଠଶିଳ୍ପୀ ଓ ଗୀତିକାର ତଥା ଉଦ୍ୟୋଗପତି ଅନନ୍ୟା ବିର୍ଲା ତାଙ୍କର ପୂରା ସମୟ ବ୍ୟବସାୟରେ ବିନିଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି।

  4. 4.ଅଶ୍ଳୀଳ ଭିଡିଓ ମାମଲା ସହ ଜଡ଼ିତ ଏକ ଅପହରଣ ମାମଲାରେ ଏଚ୍‌ଡି ରେବନ୍ନାଙ୍କୁ ମେ’ ୮ ତାରିଖ ପର୍ଯ୍ୟନ୍ତ ‌ଏସ୍‌ଆଇଟି ହାଜତରେ ରହିଥିଲେ। ତେବେ ତାଙ୍କୁ ପୁଣିଥରେ ନ୍ୟାୟିକ ହାଜତ ପଠାଇ ଦିଆଯାଇଛି।

  5. 5.ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁତୁରା ପ୍ରଜ୍ବଳ ରେବନ୍ନାଙ୍କ ଦ୍ବାରା ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଯେଉଁସବୁ ଭିଡିଓ ଭାଇରାଲ୍‌ ହୋଇଥିଲା ସେହି ଭିଡିଓଗୁଡ଼ିକୁ ୨୫ ହଜାରରୁ ଅଧିକ ପେନ୍‌ଡ୍ରାଇଭରେ ବଣ୍ଟାଯାଇଛି।

  6. 6.କର୍ଣ୍ଣାଟକ ବିଜେପି ଦ୍ବାରା କରାଯାଇଥିବା ଏକ ଆପତ୍ତିଜନକ ‌ପୋଷ୍ଟ୍‌ ପାଇଁ ବିଜେପି ସଭାପତି ଜେପି ନଡ୍ଡା ଏବଂ ଦଳର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟଙ୍କୁ ଆଜି ବେଙ୍ଗାଲୁରୁ ପୁଲିସ ସମନ କରିଛି।

  7. 7.ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଅଫ୍ ବରୋଦାକୁ ଆଶ୍ବସ୍ତି ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦାର ମୋବାଇଲ୍ ଆପ୍ 'ବବ ୱାର୍ଲ୍ଡ' ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି।

  8. 8.ଆମେରିକାରେ ଯୌନ ସମ୍ପର୍କ ମାଧ୍ୟମରେ ଏଚ୍ଆଇଭି ବିସ୍ତାର କରିବାକୁ ଚେଷ୍ଟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୩୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅଭିଯୁକ୍ତଙ୍କ ନାମ ୩୪ ବର୍ଷ ବୟସ୍କ ଆଲେକ୍ସଜାଣ୍ଡାର୍ ଲୁଇ। ସେ ଏଚଆଇଭି ପଜିଟିଭ୍ କିନ୍ତୁ ସେ ଅନ୍ୟ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

  9. 9.ଲୋକସଭା ନିର୍ବାଚନ ଚାଲିଥିବା ବେଳେ ‘ହିରାମଣ୍ଡି’ ଅଭିନେତା ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି।

  10. 10.ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀ ତଥା ଜାତୀୟ ସଂଯୋଜକ ଦାୟିତ୍ୱରୁ ବିଦା କରିଦେଇଛନ୍ତି ।

  11. 11.ଆମେରିକାର ଜଣେ ୧୦୦ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୯୬ ବର୍ଷର ଗର୍ଲଫ୍ରେଣ୍ଡ ସହିତ ବିବାହ କରିବାକୁ ଯାଉଛନ୍ତି । ୨୦୨୧ ମସିହାରୁ ଗତ ୩ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି ।

  12. 12.ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତକୁ ଦିଲ୍ଲୀର ଏକ ଅଦାଲତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  13. 13.ଭୁବନେଶ୍ବର ବିମାନବନ୍ଦରରେ ପୁଣି ସୁନା ଜବତ।  ଦୁବାଇରୁ ଆସିଥିଲା ୨.୭୯ କୋଟି ଟଙ୍କାର ସୁନା, ୪ ଗରିଫ ହୋଇଛନ୍ତି।

  14. 14.ଆତ୍ମସମର୍ପଣ କଲେ  ୨ ମହିଳା ଓ ୭ ପୁରୁଷ ମାଓବାଦୀ ।  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଆଇଜି..ସମସ୍ତେ ଛତିଶଗଡ଼ ଦନ୍ତେୱାଡ଼ ଜିଲାର ।

  15. 15.ସାଂସଦ ଅନୁଭବ ମହାନ୍ତି ପୁଣି ଅଡୁଆରେ ଅନୁଭବଙ୍କ ଡିସଚାର୍ଜ ପିଟିସନ୍ ଖାରଜ।  ଘରୋଇ ହିଂସା ମାମଲାରେ ଚାର୍ଜ ଫ୍ରେମ୍ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ।

  16. 16.କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି।

  17. 17.ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି।

  18. 18.ବ୍ରହ୍ମପୁର ସହରରେ ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଗିରଫ ୫ ଜଣ କଲେଜ ଛାତ୍ରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। 

  19. 19.ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି)ବିରୋଧରେ ସହଜ ବିଜୟ ହାସଲ କରିଛି।

  20. 20. କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେବ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ପ୍ରତିଯୋଗିତାର ୨୭ତମ ସଂସ୍କରଣ।

324 Y
954 09-05-2024 English
  1. 1.Two children in Nabarangpur district have been found to be infected with Rubella virus, a Health department official said, Wednesday.

  2. 2.UK-based pharmaceutical major AstraZeneca has started global withdrawal of its Covid-19 vaccine, which was provided in India as ‘Covishield’ in partnership with Serum Institute of India, days after it admitted to rare side effects of blood clotting and low platelet counts.

  3. 3.The Supreme Court Wednesday directed the Centre to not use ‘threat and coercion’ during search and seizure operations against traders for recovery of Goods and Services Tax (GST) and instead persuade them to clear the dues voluntarily.

  4. 4.The Cyber Crime Unit of state’s Crime Branch (CB) Wednesday arrested three directors of two fintech companies on charges of duping a man of `54.75 lakh on the promise of providing high returns last year.

  5. 5.The Odisha Police decided to deploy 55 platoons of force (one platoon comprises 30 security force personnel) to provide security during Prime Minister Narendra Modi’s roadshow in the City here May 10, a senior police officer said Wednesday.

  6. 6.Defence Research and Development Organisation (DRDO) will collaborate with Indian Institute of Technology (IIT) Bhubaneswar for artificial intelligence (AI) driven surveillance and other projects, officials said.

  7. 7.Five college students have been arrested for allegedly gang-raping a Plus II girl, police said Wednesday. The accused were forwarded to court later in the day which rejected their bail pleas.

  8. 8.The Kolkata Police warned of legal action against two users of micro-blogging site X for allegedly posting an “offensive, hateful and inflammatory meme” of West Bengal Chief Minister Mamata Banerjee, a senior officer said.

  9. 9.The Supreme Court Wednesday said it will not allow either the Centre or the West Bengal government to raise any political issue during the arguments on the state’s lawsuit which alleged that the CBI is going ahead with its investigations despite withdrawal of general consent by the state.

  10. 10.The teachers, students and other staff in all government and private schools in Rajasthan’s Kota have been barred from using mobile phones during the school hours, an official said.

  11. 11.Asserting that people of the country want change and are fed up of being lied to, Congress leader Priyanka Gandhi Vadra Wednesday said Prime Minister Narendra Modi has been using his imagination a lot in his speeches of late and not speaking on the basis of facts.

  12. 12. Karnataka Home Minister Dr G Parameshwara Wednesday ruled out a CBI probe into the sexual abuse case against the JD(S) MP Prajwal Revanna, who is the NDA candidate from Hassan.

  13. 13.The Supreme Court Wednesday said cloud seeding or “depending on rain god” is not the answer to the raging forest fires in Uttarakhand and that authorities will have to take preventive measures to tackle the problem.

  14. 14.India received over $111 billion in remittances in 2022, the largest in the world, becoming the first country to reach and even surpass the $100 billion mark, the United Nations migration agency has said.

  15. 15.Three Indian nationals accused of killing Khalistan separatist Hardeep Singh Nijjar last year have appeared before a Canadian court through video for the first time to face homicide charges in a case that has soured CanadaIndia relations.

  16. 16India has contributed $500,000 to the UN Counter-Terrorism Trust Fund, underscoring its unwavering commitment to support multilateral efforts in the global fight against the scourge of terrorism.

  17. 17.Tech titan Google Wednesday launched the Google Wallet app for Android users in India, allowing them to securely store essentials like boarding passes, loyalty cards, event tickets, and public transport passes.

  18. 18.India’s central bank has asked non-bank finance companies (NBFC) to strictly adhere to a cap of `20,000 ($240) in cash loans, according to a letter seen by Reuters and two people aware of the development, in a bid to deter cash transactions.

  19. 19.Total vehicle retail sales in India rose 27 per cent year-on-year to 22,06,070 units in April as all segments, including passenger vehicles and two-wheelers, witnessed growth, industry body FADA said Wednesday.

  20. 20.Rapid solar energy deployment in India pushed the country past Japan to become the world’s third largest solar power generator in 2023, according to a new report. The report by global

320 Y
955 08-05-2024 Odia
  1. 1.ଜାତୀୟ ଖାତା ପରିସଂଖ୍ୟାନ ୨୦୨୪ ତଥ୍ୟ ଅନୁସାରେ ଦେଶର ପରିବାର ସଞ୍ଚୟ ପରିମାଣ ଗତ ତିନି ବର୍ଷରେ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୧୪.୧୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ୨୦୨୦-୨୧ରେ ପରିବାର ସଞ୍ଚୟ ପରିମାଣ ୨୩.୨୯ ଲକ୍ଷ କୋଟି ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା।
  2. 2.୨୦୨୦-୨୧ରେ ପରିବାରଗୁଡ଼ିକ ଉପରେ ୯୩,୭୨୩ କୋଟି ଟଙ୍କାର ଋଣ ବୋଝ ଥିଲା ଯାହା ୨୦୨୧-୨୨ ସୁଦ୍ଧା ୧.୯୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବୋଲି ଜଣାପଡ଼ିଛି।

  3. 3.ଗତ ତିନିଟି କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ୧୦୦୦ ପଏଣ୍ଟ ପାଖାପାଖି ହ୍ରାସ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

  4. 4.ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।

  5. 5.ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ ହୋଇଥିବା କଥା ଇସ୍ରାଏଲ ସେନା ସ୍ପଷ୍ଟ କରିନାହିଁ।

  6. 6.ସ୍ବାମୀ ଓ ଶାଶୁଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

  7. 7.ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର ହୋଇଛି କର୍ନାଟକ ଭାଜପା।

  8. 8.ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ମଙ୍ଗଳବାର ମହାକାଶକୁ ଉଡ଼ାଣ ଭରିବାର କିଛି ଘଣ୍ଟା ପୂର୍ବରୁ ନାସା ଓ ବୋଇଂ ତାଙ୍କର ମହାକାଶ ଯାତ୍ରାକୁ ସ୍ଥଗିତ ରଖିଛନ୍ତି

  9. 9.ସୁନୀତା କେଜ୍ରିୱାଲ ଏବଂ କଳ୍ପନା ‌ସୋରେନ୍। ଭାରତୀୟ ରାଜନୀତିରେ ନୂଆ ଓ ଚର୍ଚ୍ଚିତ ନାମ। ବିରୋଧୀ ‘ଇଣ୍ଡିଆ’ ମେଣ୍ଟରେ ହାଇପ୍ରୋଫାଇଲ ଚେହେରା। ଚଳିତ ସାଧାରଣ ନିର୍ବାଚନରେ ଏମାନେ ନିଜ ସ୍ବାମୀଙ୍କ ବଦଳରେ ଦଳର ମଙ୍ଗ ଧରିଛନ୍ତି।

  10. 10.୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟରେ ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି। ଗତକାଲି ରାତି ୧୦ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ୬୩.୨୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।

  11. 11.ହରିୟାଣା ରାଜ୍ୟରେ ୩ ଜଣ ସ୍ଵାଧୀନ ବିଧାୟକ ବିଜେପି ସରକାରରୁ ଅଚାନକ ସମର୍ଥନ ପ୍ରତ୍ୟାହାର କରିନେଇ ବିରୋଧୀ ଦଳ କଂଗ୍ରେସକୁ ସମର୍ଥନ ଘୋଷଣା କରିଛନ୍ତି।

  12. 12.ପଶ୍ଚିମ ବଙ୍ଗ  ବିଦ୍ୟାଳୟଗୁଡ଼ିକରେ ୨୫,୭୫୩ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରିବା ପାଇଁ ଏପ୍ରିଲ ୨୨ ତାରିଖରେ କଲିକତା ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମ୍‌କୋର୍ଟ ରୋକ୍ ଲଗାଇଛନ୍ତି।

  13. 13.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଚଢ଼ଉ କରି ୩୫ କୋଟି ଟଙ୍କା ଜବତ କରିବା ପରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀରଙ୍କୁ ଆଜି ଗିରଫ କରିଛି।

  14. 14.ରୁଷିଆର ରାଷ୍ଟ୍ରପତି ଭାବେ ଭ୍ଲାଦିମିର ପୁଟିନ୍‌ ୬ ବର୍ଷ ପାଇଁ ଶପଥ ଗ୍ରହଣ କରିଛନ୍ତି।

  15. 15.ବ୍ରିଟେନର ଜେଲରେ ଥିବା ନୀରବ ମୋଦୀ ପଞ୍ଚମ ଥର ପାଇଁ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି।

  16. 16.ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ସୁରକ୍ଷାବାହିନୀ ଲସ୍କର-ଇ-ତୋଏବା କମାଣ୍ଡର ବାସିତ ଅହମ୍ମଦ ଡାରଙ୍କ ସମେତ ମୋଟ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। 

  17. 17.୨୦୨୦ ନିର୍ବାଚନ ସମୟରେ ନାମାଙ୍କନ ପତ୍ର ଦାଖଲ ବେଳେ କେଜ୍ରିୱାଲ ଦେଇଥିବା ତଥ୍ୟ ଅନୁଯାୟୀ ସେ ମୋଟ ୩.୪୪କୋଟି ଟଙ୍କାର ମାଲିକ ଥିଲେ। ନଗଦ ଅର୍ଥ ଆକରରେ ତାଙ୍କ ପାଖରେ ମାତ୍ର ୧୨ହଜାର ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ମାତ୍ର ୯ହଜାର ଟଙ୍କା ଥିଲା। ତାଙ୍କ ପରିବାରରେ ୬ଟି ବ୍ୟାଙ୍କ ଆକାଉଣ୍ଟ ଥିଲା, ଯେଉଁଥିରେ ସମୁଦାୟ ୩୩.୨୯ ଲକ୍ଷ ଟଙ୍କା ଜମା କରାଯାଇଥିଲା।

  18. 18.କଂଗ୍ରେସର ପୂର୍ବତନ ମୁଖପାତ୍ର ରାଧିକା ଖେରା ବିଜେପିରେ ସାମିଲ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଧିକା ମଙ୍ଗଳବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି।

  19. 19.ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ହେଲିକପ୍ଟର ଜରିଆରେ ଜର୍ସିକୁ ଉନ୍ମୋଚିତ କରାଯାଇଛି।

  20. 20.ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ନିଆଁ ଲାଗି ଏକ ବସ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି। ନିର୍ବାଚନୀ ଡ୍ୟୁଟି ସାରି ବହୁ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ଧରି ବସ୍‌ଟି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ବସ୍‌ରେ ଥିବା ବହୁ ନିର୍ବାଚନୀ ସାମଗ୍ରୀ ଯଥା EVM ଓ VVPAT ଜଳି ଯାଇଥିବା ବେଳେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି।

334 Y
956 08-05-2024 English
  1. 1.Vladimir Putin began his fifth term Tuesday as Russian leader.

  2. 2.Over 63 per cent voter turnout was recorded Tuesday in the third phase of Lok Sabha elections in 93 constituencies spread over 11 states and Union Territories (UTs) with stray incidents of violence in West Bengal.

  3. 3.Three Independent MLAs Tuesday withdrew support to the BJP government in Haryana and announced they would back the Congress, reducing the Nayab Singh Saini government to a minority in the state Assembly,

  4. 4.The Election Commission of India (ECI) Tuesday issued notification for polls to six Lok Sabha and 42 Assembly seats in the state June 1.

  5. 5.The CBI Tuesday seized more than `1.42 crore cash during searches at the premises of a Thane-based company’s manager who was arrested along with a Food Safety and Standards Authority of India (FSSAI) assistant director in a bribery case, officials said.

  6. 6.The Supreme Court Tuesday asked the police in states and Union Territories (UTs) to ensure that innocents and individuals from backward communities are not named in a history sheet. Initiating suo motu action, a bench of Justices Surya Kant and KV Viswanathan said there are some studies available in the public domain that reveal a pattern of ‘unfair, prejudicial and atrocious’ mindset.

  7. 7.The Additional District and Sessions Court here Tuesday convicted three persons for murder and sentenced them to life imprisonment. Judge Satyanarayan Patra also slapped a fine of `50,000 on each of the convicts.

  8. 8.A total of 965 Electronic Voting Machine (EVM) components – control units, VVPATs and ballot units – were replaced due to malfunctioning in the third and last phase of polling across the four Lok Sabha seats in Assam Tuesday, officials said.

  9. 9.It is imperative for celebrities and public figures to act responsibly while endorsing a consumer product as advertisers and endorsers are equally responsible for issuing misleading advertisements, the Supreme Court said Tuesday.

  10. 10.In a major relief to 25,753 teachers and non-teaching staff of West Bengal, the Supreme Court Tuesday stayed the order of the Calcutta High Court order invalidating their appointment made by the state’s School Service Commission (SSC) in the state-run and state-aided schools.

  11. 11.Election Commission Tuesday directed social media platform ‘X’ to “immediately” take down an animated video shared by the Karnataka unit of the BJP related to the row over reservation for the Muslim community.

  12. 12.Visitors from India, China, Russia, Japan, Malaysia, Thailand, and Indonesia will continue to receive tourist visas free of charge, the Sri Lankan government has said.

  13. 13.Israeli tanks seized control of Gaza’s vital Rafah border crossing Tuesday as Israel brushed off urgent warnings from close allies and moved into the southern city even as cease-fire negotiations with Hamas remained on a knife’s edge.

  14. 14.Net household savings declined sharply by `9 lakh crore to `14.16 lakh crore in three years to 2022-23, according to the latest National Account Statistics 2024 of the Ministry of Statistics and Programme Implementation.

  15. 15.Delhi Capitals earned a hard-fought 20-run win over Rajasthan Royals to technically stay alive in the IPL playoff race as home spinners Axar Patel and Kuldeep Yadav played a key role in the team’s victory in the must-win contest here Tuesday.

319 Y
957 07-05-2024 Odia

 

  1. 1. ବୋଇଙ୍ଗ୍ ଷ୍ଟାରଲାଇନର ପ୍ରଥମ ମାନବ ମହାକାଶ ଯାତ୍ରା ପାଇଁ ପାଗ ଭିଡ଼ୁଥିବା ବେଳେ ଏଥିରେ ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍‌ସ ମଙ୍ଗଳବାର ମହାକାଶକୁ ଯିବେ ବୋଲି ଜଣାପଡ଼ିଛି।

  2. 2. ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୬ ମାସରୁ ଅଧିକ ସମୟ ଧରି ଚାଲିଛି । ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ।

  3. 3. ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି (ଅବସରପ୍ରାପ୍ତ) ସଞ୍ଜୟ କୁମାର ମିଶ୍ର। ଜଷ୍ଟିସ୍‌ ମିଶ୍ର ଦ୍ରବ୍ୟ ଓ ସେବା କର ଆପିଲେଟ୍‌ ଟ୍ରିବ୍ୟୁନାଲ (ଜିଏସ୍‌ଟିଏଟି)ର ପ୍ରଥମ ସଭାପତି ଭାବେ ଆଜି ଶପଥ ନେଇଛନ୍ତି ।

  4. 4. ଅଷ୍ଟ୍ରେଲିଆରେ କିଛି ଭାରତୀୟ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ବେଳେ ଜଣେ ୨୨ ବର୍ଷୀୟ ଏମଟେକ୍ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।

  5. 5. ତାମିଲନାଡୁର କନ୍ୟାକୁମାରୀ ଉପକୂଳରେ ସମୁଦ୍ରରେ ବୁଡ଼ି ଦୁଇ ଛାତ୍ରୀଙ୍କ ସମେତ ମୋଟ ୫ ଜଣ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି।

  6. 6. ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା କମ୍ପାନି ସର୍ବଭାରତୀୟ ସ୍ତରରେ ଏହାର ୪ଜି ସେବା ଆରମ୍ଭ କରିବ। ଆତ୍ମନିର୍ଭର ଭାରତ ନୀତିକୁ ଗ୍ରହଣ କରି କମ୍ପାନି ସ୍ବଦେଶୀ ଜ୍ଞାନକୌଶଳକୁ ଏଥିପାଇଁ ବ୍ୟବହାର କରିଛି।

  7. 7. ଦିଲ୍ଲୀ ପୁଲିସ ୧୫ ଟନ୍‌ ଭଳି ବିପୁଳ ପରିମାଣର ବିଷାକ୍ତ ମସଲା ଜବତ କରିଛି। ଉତ୍ତରପୂର୍ବ ଦିଲ୍ଲୀର କରୱାଲ ନଗର ଅଞ୍ଚଳରେ ଥିବା ଦୁଇଟି କାରଖାନାରେ ଏହି ମସଲା ପ୍ରସ୍ତୁତ ହୋଇଛି। 

  8. 8. ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ‘ସିଖ୍‌ସ ଫର୍‌ ଜଷ୍ଟିସ୍‌’ ଠାରୁ ରାଜନୈତିକ ପାଣ୍ଠି ଗ୍ରହଣ କରିବା ଭଳି ସଂଗୀନ ଅଭିଯୋଗ କେଜ୍ରିୱାଲଙ୍କ ସମେତ ତାଙ୍କ ଦଳ ଆପ୍‌ ବିରୋଧରେ ଆସିଛି। ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏହି ଅଭିଯୋଗ ମିଳିବା ପରେ ସେ ଏହାର ଏନ୍‌ଆଇଏ ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି।

  9. 9. ଆର୍ଥିକ ବର୍ଷ ୨୦୨୩-୨୪ରେ ସାରା ଦେଶରେ ୧,୮୫,୩୧୨ଟି ନୂଆ କମ୍ପାନିର ପଞ୍ଜୀକରଣ ହୋଇଥିଲା। ସେଥିରୁ ୩୨୧୬ଟି କମ୍ପାନି ଓଡ଼ିଶାରେ ପଞ୍ଜୀକରଣ ହୋଇଥିଲା ବୋଲି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଜଣାପଡ଼ିଛି।

  10. 10.ଦରଦାମ୍‌ ଚାପ ଦେଇ ଗତି କରୁଥିବା ଗ୍ରାମୀଣ ଅର୍ଥନୀତିରେ ସୁଧାର ଘଟୁଛି। ତେଲ, ସାବୁନ ଓ ସାମ୍ପୁ ଆଦି ବିକ୍ରି କରୁଥିବା କମ୍ପାନିଗୁଡ଼ିକର ବ୍ୟବସାୟରେ ହୋଇଥିବା ବୃଦ୍ଧିରୁ ଏଭଳି ସଙ୍କେତ ମିଳିଛି।

  11. 11.ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଢେଙ୍କାନାଳ ଲୋକ ସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି।

  12. 12.ନିର୍ବାଚନ ପ୍ରଚାର ବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିର ଦୁରୁପଯୋଗ କରାଯାଇ ଡିପ୍‌ ଫେକ୍‌ ପ୍ରସ୍ତୁତ କରାଯିବା ଏବଂ ତଥ୍ୟକୁ ବିକୃତ କରାଯାଉଥିବାରୁ ନିର୍ବାଚନ କମିଶନ(ଇସି) ସୋମବାର ରାଜନୈତିକ ଦଳଗୁଡ଼ିକୁ ତାଗିଦ କରିଛନ୍ତି।

  13. 13.ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି।

  14. 14.୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି।

  15. 15.ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି।

  16. 16.କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍ପୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ ( ସିଆଏସସିଇ) ଦ୍ଵାରା ପରିଚାଳିତ ଆଇସିଏସଇର ଦଶମ ଓ ଆଇଏସସି ଦ୍ଵାଦଶ ପରୀକ୍ଷା  ଫଳ ପ୍ରକାଶ ପାଇଛି।  ଦଶମରେ ୯୯. ୪୭ ଏବଂ  ଦ୍ୱାଦଶରେ ୯୮.୧୯ ପ୍ରତିଶତ ପାସ୍ ହାର ରହିଛି।

  17. 17.ଜିନ୍‌ପିଙ୍ଗ ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ‘ତିବ୍ବତକୁ ମୁକ୍ତ କର’ ନାରା ଶୁଣିବାକୁ ମିଳିଛି। ତିବ୍ବତୀୟ ବିକ୍ଷୋଭକାରୀମାନେ ରାସ୍ତାକୁ ଆସି ଜିନ୍‌ପିଙ୍ଗଙ୍କ ବିରୋଧରେ ନାରା ଦେଇଛନ୍ତି।

  18. 18.୨୦୨୫ ପ୍ରାରମ୍ଭରେ ଗୁଜୁରାଟର ସାନନ୍ଦ କାରଖାନାରୁ ପ୍ରଥମ ବ୍ୟାଚ୍‌ ସେମିକଣ୍ଡକ୍ଟର ରପ୍ତାନି କରିବ ମାଇକ୍ରନ ଇଣ୍ଡିଆ।

  19. 19.ବହୁ ପ୍ରତୀକ୍ଷିତ ପୁରୁଷ ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ ମିଳିଛି  । ଏହି କ୍ରିକେଟ ମହାକୁମ୍ଭର ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଉତ୍ତର ପାକିସ୍ତାନର ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି।

  20. 20.ନିକଟରେ ନିର୍ମାତା ଫିଲ୍ମର ପ୍ରଥମ ଗୀତ ‘ପୁଷ୍ପା-ପୁଷ୍ପା’ ରିଲିଜ୍‌ କରିଛନ୍ତି। ଏହା ୬ଟି ଭାଷାରେ ରିଲିଜ୍‌ ହୋଇଛି। ଏହି ଗୀତ ଏବେ ଇତିହାସ ରଚିଛି। ‘ପୁଷ୍ପା-ପୁଷ୍ପା’ ଗୀତର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି।

332 Y
958 07-05-2024 English
  1. 1.Israel carries out airstrikes Monday in Rafah, hours after it tells Palestinians to evacuate parts of the southern Gaza city

  2. 2. India’s services sector output among fastest in 14 years amid favourable economic conditions.

  3. 3. Delhi Lt Governor VK Saxena has recommended an NIA probe against Chief Minister Arvind Kejriwal for allegedly receiving political funding from the banned terrorist organisation ‘Sikhs for Justice’, Raj Niwas sources said Monday.

  4. 4. The Election Commission (EC) Monday directed political parties to remove fake content from their social media platforms within three hours of such content being brought to their notice.

  5. 5. Prime Minister Narendra Modi has asserted that there should be zero tolerance for someone like Prajwal Revanna.

  6. 6. The reports claiming question paper leak in the medical entrance exam NEET-UG are “completely baseless and without any ground”, the National Testing Agency (NTA) clarified Monday.

  7. 7. Russian President Vladimir Putin has ordered nuclear weapons drills near Ukraine, Moscow said Monday, in response to “threats” from Western officials to deploy NATO troops to Ukraine.

  8. 8. Indian-origin astronaut Sunita Williams is ready to fly into space for the third time Tuesday as the pilot aboard Boeing’s Starliner spacecraft in its the first crewed test flight.

  9. 9.The Orissa High Court commuted Monday the death sentence awarded by a lower court to a man for rape and murder of a six-year-old girl in Cuttack in 2018 to life imprisonment.

  10. 10.State-owned BSNL will start rolling out 4G services across the country from August, using completely indigenous technology in line with the government’s ‘Atmanirbhar’ policy, according to official sources.

  11. 11.Mahindra Group Chairman Anand Mahindra Monday came forward to help a 10-year-old Delhi boy, who was selling rolls after his father’s demise, saying that the boy’s education should not be affected and his foundation would explore ways of helping him.

  12. 12.A minor boy, a student of Class X, was found hanging from the ceiling of his hostel room here, police informed Monday. Personnel of the Town police station here stated hostel inmates had first noticed the body and informed the police.

  13. 13.The T20 World Cup in the Americas has received a terror threat, Trinidad’s Prime Minister Dr Keith Rowley revealed here Sunday.

  14. 14.India women beat Bangladesh via D/L method in the 4th T20I extending their lead to 4-0 in the five-match series.

  15. 15.India continued their dominant run against Bangladesh with a 56-run win via Duckworth-Lewis (D/L) method in the rain curtailed fourth women’s T20 here Monday

330 Y
959 06-05-2024 Odia
  1. 1. ସ୍ୱାସ୍ଥ୍ୟ ବୀମାଧାରୀଙ୍କ ପାଇଁ ବଡ଼ ଖବର। ଆଗକୁ ହେବ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍‌ ବାବଦରେ ବୀମାଧାରୀଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ନୂଆ ନିୟମ ମୁତାବକ, ଏଣିକି ବୀମା କ୍ଲେମ ପାଇଁ ଆପଣଙ୍କୁ ଅତିବେଶୀରେ ୩ ବର୍ଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ପୂର୍ବରୁ ଏହି ସମୟସୀମା ୪ ବର୍ଷ ରହିଥିଲା।
  2. 2. ଷାଠିଏ ଦଶକ ବେଳକୁ ପେନିସିଲିନ୍ ତିଆରିରେ ଆତ୍ମନିର୍ଭରଶୀଳ ଥିବା ଭାରତ ପରବର୍ତ୍ତୀ ତିନି ଦଶନ୍ଧିରେ ସେହି ମାନ୍ୟତା ବଜାୟ ରଖିବାରେ ବିଫଳ ହୋଇଥିଲା। ଏବେ ଏହା ଚୀନ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛି।

  3. 3. ବିଶ୍ବର ସବୁଠୁ ଚର୍ଚ୍ଚିତ ନିବେଶକ ତଥା ବର୍କସାୟାର ହାଥାୱେର ଅଧ୍ୟକ୍ଷ ଓ ସିଇଓ ୱାରେନ ବଫେଟ୍‌ ଭାରତକୁ ସୁଯୋଗର ଗନ୍ତାଘର ଭାବେ ବର୍ଣ୍ଣନା କରିଛନ୍ତି। କମ୍ପାନିର ବାର୍ଷିକ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତରେ ହାସଲ ହୋଇନଥିବା ବହୁ ସୁଯୋଗ ରହିଛି।

  4. 4. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ସର୍ବସମ୍ମତିକ୍ରମେ ଅଲ-ଜଜିରା ନ୍ୟୁଜର କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  5. 5. ସ୍ଥାୟୀ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଇସ୍ରାଏଲର ପ୍ରତିବଦ୍ଧତା ଗାଜାରେ ଶାନ୍ତିର ସମ୍ଭାବନା ବଢ଼ାଇଛି। ଇଜିପ୍ଟର ରାଜଧାନୀ କାଇରୋରେ ଚାଲିଥିବା ଆଲୋଚନାରେ ଶନିବାର ଇସ୍ରାଏଲ୍ ଅଧିକାରୀ ଏଭଳି ମନୋଭାବ ପ୍ରକାଶ କରିଛନ୍ତି।

  6. 6. ଓଡିଶା ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ବ୍ୟବସ୍ଥା ମଧ୍ୟ ରହିଛି।

  7. 7. ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ଏବଂ ଏହାର ପାରିଦର୍ଶିତା ଓ ପ୍ରତିବଦ୍ଧତା ସଂପର୍କରେ ବାସ୍ତବ ଜ୍ଞାନ ହାସଲ ପାଇଁ ୨୩ଟି ରାଷ୍ଟ୍ରର ୭୫ ଜଣ ପ୍ରତିନିଧି ଭାରତ ପହଞ୍ଚିଛନ୍ତି।

  8. 8. ରାଧିକା ଖେଡା କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଛନ୍ତି। ନିକଟରେ ରାଧିକାଙ୍କ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସିଥିଲେ। ଇସ୍ତଫା ଦେବାବେଳେ ରାଧିକା କହିଛନ୍ତି ଯେ ମୁଁ ଜଣେ ଝିଅ ଏବଂ ଲଢ଼ିପାରେ।

  9. 9. ପ୍ରମିଳା ପୂଜାରୀ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ ପାର୍ଟି)ରୁ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଛନ୍ତି। ବୃତ୍ତିରେ ଦିନମଜୁରିଆ। ସଞ୍ଚିତ ସମ୍ପତ୍ତି କହିଲେ ମାତ୍ର ୨୦ ହଜାର ଟଙ୍କା। ଷ୍ଟେଟ୍‌ ବ୍ୟାଙ୍କରେ ୨୦ ହଜାର ୧୨୫, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଅଛି ୧୧୨୫ ଟଙ୍କା। ଟଙ୍କା ।

  10. 10 ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା  ଲାଗିଛି।  ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରାଯାଇଛି।

  11. 11. ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଶାଲିମାର ଗାର୍ଡନ ଅଞ୍ଚଳସ୍ଥ ଟାଟା ଷ୍ଟିଲର ନ୍ୟାସନାଲ ବିଜନେସ ହେଡ ବିନୟ ତ୍ୟାଗୀଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

  12. 12. ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)। ବିଭିନ୍ନ ଦେଶ ଭାରତୀୟ ମସଲା ଉପରେ ଲଗାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି।

  13. 13. ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର ଜଣେ ମୌଲବୀଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି।

  14. 14. ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍‌ ନୋଟିସ ଜାରି କରାଯାଇଥିବା କର୍ନାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି।

  15. 15. ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ ଥିଲେ ମଧ୍ୟ ଏଭଳି ସମ୍ପର୍କ ବଳାତ୍କାର ନୁହେଁ।

  16. 16. ମାଷ୍ଟର୍‌‌କ୍ୟାଣ୍ଟିନ ଥିବା ବିଦ୍ୟାର୍ଥୀ ବୁକ୍‌‌ ଷ୍ଟୋର, ୟୁନିଟ୍‌‌-୯ରେ ଥିବା ମା’ ମଙ୍ଗଳା ବୁକ୍‌‌ ଷ୍ଟୋର ଓ ରବିଟକିଜ ନିକଟ ଶୁଭମ୍‌‌ ବୁକ୍‌‌ ଷ୍ଟୋରର ଗୋଦାମରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଓ ଅଟୋକୁ ଜବତ କରାଯାଇଛି।

  17. 17. ଦକ୍ଷିଣ ବ୍ରାଜିଲର ‘ରିୟୋ ଗ୍ରାଣ୍ଡେ ଡେଲ ସୁଲ’ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାଯୋଗୁଁ ବନ୍ୟା ଆସି ବିପର୍ଯ୍ୟୟ ସୃଷ୍ଟି କରିଛି। ଏ ପର୍ଯ୍ୟନ୍ତ ବନ୍ୟା ଏବଂ ଭୂସ୍ଖଳନରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୭୦ ଜଣ ନିଖୋଜ ଅଛନ୍ତି।

  18. 18.ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ବିପକ୍ଷଙ୍କ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି।

  19. 19. ବିହାରର କିଶାନଗଞ୍ଜରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମାଆ ସମେତ ସମସ୍ତ ଶିଶୁ ମଧ୍ୟ ସୁସ୍ଥ ଅଛନ୍ତି।

  20. 20. ନିର୍ବାଚନ ପ୍ରଚାର ସମୟରେ ଜବତ ହେଉଛି ପୁଳା ପୁଳା ଟଙ୍କା। ଏହିକ୍ରମରେ ଆନ୍ଧ୍ରପ୍ରଦେଶ ପୁଲିସ ୨,୦୦୦ କୋଟି ନଗଦ ଟଙ୍କା ଜବତ କରିବା ସହ ୪ଟି କଣ୍ଟେନରକୁ ଜବତ ରଖିଥିଲା। ଏହି ସବୁ କଣ୍ଟେନର କେରଳରୁ ଆନ୍ଧ୍ରପ୍ରଦେଶକୁ ଯାଉଥିଲା।

328 Y
960 06-05-2024 English
  1. 1. Bengaluru Senior JD(S) leader and party MLA HD Revanna was remanded to police custody till May 8 by a city court.

  2. 2.  Severe heatwave conditions scorched Odisha Sunday with the mercury shooting to 45 degrees Celsius in Titilagarh.

  3. 3. Ravindra Jadeja’s all-round effort helps CSK keep the playoff hopes alive with an easy win over Punjab Kings.

  4. 4. Israeli government moves to shut down the operations of the Al Jazeera television network in the country, branding it a mouthpiece for Hamas.

  5. 5. Accusing Chhattisgarh Governor Biswabhusan Harichandan of violating the model code of conduct (MCC), the BJD Sunday urged the Election Commission to restrict his visit to Odisha till the completion of the simultaneous Lok Sabha and Assembly polls in the state.

  6. 6. Courts have to take a participatory role in a trial and not act as “mere tape recorders”, the Supreme Court said here and lamented that there is “practically no effective and meaningful cross-examination” by public prosecutors of any hostile witness during hearings of criminal appeals.

  7. 7. Manipur Chief Minister N Biren Singh Saturday said that 877 square km of forest cover in the northeastern state were destroyed in 34 years (1987-2021), primarily for the illegal cultivation of poppy, which has been used to manufacture various drugs.

  8. 8. Reservations for Scheduled Casts (SCs), Scheduled Tribes (STs) and Other Backward Classes (OBC) would not end as long as there is even one BJP MP in the Parliament, Union Home Minister Amit Shah said Sunday.

  9. 9. Senior JD(S) leader and party MLA H D Revanna was remanded to police custody till May 8 by a city court Sunday in connection with a case of alleged kidnapping and illegal confining of a woman.

  10. 10.The Election Commission Sunday ordered the transfer of Andhra Pradesh Director General of Police KV Rajendranath Reddy with immediate effect, sources said.

  11. 11. West Bengal Governor C V Ananda Bose Sunday directed all staffers of Raj Bhavan to ignore any communication from the Kolkata Police in connection with a woman employee’s complaint of molestation against him.

  12. 12. A total of 35 Naxalites, three of them carrying a cumulative reward of `3 lakh, surrendered in Chhattisgarh’s Dantewada district Sunday, a senior police official said. A 16-year-old girl and an 18-year-old boy are among those who turned themselves in before the police, he said.

  13. 13. Indians are one of the largest leaders of innovation in Silicon Valley and America’s tech industry cannot survive without them, the CEO of the Silicon Valley Central Chamber of Commerce has said.

  14. 14. Massive floods in Brazil’s southern Rio Grande do Sul state killed at least 60 people and another 101 were reported missing, according to Sunday’s toll from local authorities. At least 155 people were injured, while damage from the rains forced more than 80,000 people from their homes.

  15. 15. As Ukraine marked its third Easter at war, Russia launched a barrage of drones concentrated in Ukraine’s east where the situation on the front line is worsening.

  16. 16. More than 1.85 lakh companies were registered in the country last fiscal, higher than the count recorded in the year-ago period, and nearly 16,600 companies were set up in March this year, according to official data.

  17. 17. Foreign investors have adopted a “wait and watch” stance amidst the ongoing general elections and have infused just `1,156 crore in the first two trading sessions of this month.

  18. 18.Credit outstanding to the housing sector rose by nearly `10 lakh crore in the last two fiscals to reach a record `27.23 lakh crore in March this year, according to RBI’s data on ‘Sectoral Deployment of Bank Credit’

  19. 19.Ravindra Jadeja (43 and three wickets) orchestrated a master-class allround show as Chennai Super Kings (CSK) regained their winning touch with a comprehensive 28-run win over Punjab Kings (PBKS) in a low-scoring IPL fixture here Sunday.

  20. 20.Second leg runner Rajesh Ramesh pulled out due to cramps as the Indian men’s 4x400m team failed to finish Sunday their heats at the World Athletics Relays in Nassau, Bahamas, during round one of Paris Olympics qualification.

323 Y