Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
231 18-05-2025 Odia
  1. 1.ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରାଙ୍କିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବ‌ା ଏହି ଅନୁଷ୍ଠାନର ଭିତ୍ତିଭୂମି ବିକାଶ କରାଯିବ। ଅନୁଷ୍ଠାନକୁ ଋଣ ଓ କର୍ପୋରେଟ ଦାନ ମାଧ୍ୟମରେ ୨୦୮.୫ କୋଟି ମିଳିଛି। ଏହି ଅର୍ଥକୁ ବିନିଯୋଗରେ ଛାତ୍ରାବାସ, ଛାତ୍ରୀନିବାସ, ଅଧ୍ୟାପକ, କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ, ଗବେଷଣାକୁ ତ୍ବରାନ୍ବିତ ସହ ଅନ୍ୟାନ୍ୟ ପ୍ରକଳ୍ପ ସ୍ଥାପନ କରାଯିବ।

  2. 2.ୟୁଟ୍ୟୁବର୍‌ ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଜ୍ୟୋତି ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ୍‌ରେ ବିପୁଳ ଲୋକପ୍ରିୟତା ହାସଲ କରିଛନ୍ତି।

  3. 3. ଶ୍ରୀଜଗନ୍ନାଥ ମନ୍ଦିରର ସମ୍ପତ୍ତିର ଅଧିକାର ଅକ୍ଷୁଣ୍ଣ ରଖିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଶ୍ରୀଜିଉଙ୍କ ସଂପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତଥା ଏ ସମ୍ପର୍କିତ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ଫଳପ୍ରଦ ଓ ପ୍ରଭାବୀ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  4. 4.ସଞ୍ଜୟ ଝାଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧିମଣ୍ଡଳ ସର୍ବାଧିକ ମୁସଲିମ ଜନସଂଖ୍ୟା ବିଶିଷ୍ଟ ଜାପାନ, ସିଙ୍ଗାପୁର, ଦକ୍ଷିଣ କୋରିଆ, ମାଲେସିଆ ଏବଂ ଇଣ୍ଡୋନେସିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ୬ରୁ ୭ ଜଣ ସାଂସଦଙ୍କୁ ନେଇ ଗଠିତ ପ୍ରତ୍ୟେକ ପ୍ରତିନିଧିମଣ୍ଡଳ ପ୍ରାୟ ଚାରିରୁ ପାଞ୍ଚଟି ଦେଶ ଗସ୍ତ କରିବେ ବୋଲି ଆଶା କରାଯାଉଛି।

  5. 5.ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ ଉପରେ ନିଷ୍ପତ୍ତି ନେବା ଲାଗି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ଦେଶର ସର୍ବୋଚ୍ଚ ଅଦାଲତ ସମୟସୀମା ଧାର୍ଯ୍ୟ କରିପାରିବେ କି ନାହିଁ ସେ ନେଇ ଧାରା ୧୪୩(୧) ଅନୁଯାୟୀ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ ଲୋଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏପ୍ରିଲ ୮ ତାରିଖରେ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟରେ କହିଥିଲେ ଯେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପଠାଇଥିବା ବିଲ୍‌ଗୁଡ଼ିକୁ ତିନି ମାସ ମଧ୍ୟରେ ସମାଧାନ କରିବାକୁ ପଡ଼ିବ।

  6. 6.କର୍ଣ୍ଣାଟକର ବାଗଲକୋଟରେ ବିବାହ ସମୟରେ ମଙ୍ଗଳସୂତ୍ର ପିନ୍ଧାଉଥିବା ମାତ୍ରେ ବରର ହୃଦଘାତ ହୋଇଥିଲା। ବରର ବୟସ ମାତ୍ର ୨୫ ବର୍ଷ ଥିଲା।

  7. 7.ଓଡ଼ିଶାରେ ଟେଲିକମ୍‌ କମ୍ପାନିଙ୍କ ମାସିକ ଆୟ ପ୍ରାୟ ୬୮୮ କୋଟି ଟଙ୍କା ରହିଛି। ଗତବର୍ଷ ଜୁଲାଇରେ ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନିଗୁଡ଼ିକ ମୋବାଇଲ ଶୁଳ୍କ ବୃଦ୍ଧି କରିବା ପରେ ସେମାନଙ୍କ ଆୟ ବଢ଼ିଛି।

  8. 8.ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ, ଗତ ୫ ବର୍ଷରେ ୧୭୦୦ ମୃତ୍ୟୁ ଘଟିଛି ।

  9. 9.ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି, ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ।

  10. 10.ଭୁବନେଶ୍ୱର, କମାଣ୍ଡୋ ତାଲିମ ନେବା ପାଇଁ ଯାଇନଥିବାରୁ, ୧୦ଜଣ ଆରପିଏଫ ଯବାନ ଚାକିରିରୁ ନିଲମ୍ୱିତ ହୋଇଛନ୍ତି।

  11. 11.ଜୁନ ୨୨ରେ ଯାଜପୁରରେ ଟାଟା ପ୍ରକଳ୍ପର ଶୁଭାରମ୍ଭ ହେବ , ୩୪ ହଜାରଙ୍କୁ  ମିଳିବ ନିଯୁକ୍ତି  ସୁଯୋଗ ।

  12. 12. ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟ ତୁର୍କୀ, ଆଜରବାଇଜାନ ସହିତ ସମସ୍ତ ଏମଓୟୁ ରଦ୍ଦ କଲା ।

  13. 13.କିଛି ମାସ ତଳେ ପିଆଜ, ଅଦା, ରସୁଣ ଦର ମହଙ୍ଗା ଥିଲା। ଏବେ ପୂର୍ବ ତୁଳନାରେ ଏସବୁର ଦର କମିଛି। ରସୁଣ କେଜି ୪୦୦ଟଙ୍କାରୁ ଖସି ୧୦୦ଟଙ୍କାରେ ପହଞ୍ଚିଛି। ଅଦା ପୂର୍ବରୁ କେଜି ୨୫୦ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ୭୦ଟଙ୍କା।  ପିଆଜ ୨୫, ଆଳୁ ୨୦ଟଙ୍କାରେ ବିକ୍ରି ହେଉଛି।

  14. 14.ଟେସ୍‌ଲା ସିଇଓ ତଥା ‘ଏକ୍ସ’ର ମାଲିକ ଏଲୋନ୍‌ ମସ୍କ ପୁଣି ଥରେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ନିଜର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍‌ର ନାମ ‘ଗୋର୍କଲନ୍‌ ରଷ୍ଟ୍‌’କୁ ପରିବର୍ତ୍ତନ କରିଥିବା ବେଳେ ଏବେ ସେଇ ନାମକୁ ବି ବଦଳାଇ ଦେଇଛନ୍ତି। ଏବେ ‘ଏକ୍ସ’ରେ ମସ୍କ ତାଙ୍କ ନାମ ରଖିଛନ୍ତି ‘କେକିୟସ୍‌ ମାସ୍କିମସ୍‌’।

  15. 15.ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ଵାରା ରବିବାର ସକାଳୁ ଆରମ୍ଭ ହୋଇଥିବା ସାଟେଲାଇଟ ଉତକ୍ଷେପଣ ମିଶନ ସଫଳ ହୋଇପାରି ନାହିଁ। ୧୦୧ତମ ମିଶନରେ ପିଏସଏଲଭି-ସି୬୧ ଯାନ ଦ୍ଵାରା ଇଓଏସ-୦୯ ସାଟେଲାଇଟକୁ ମହାକାଶରେ ଅବସ୍ଥାପିତ କରାଯିବାର ଥିଲା।

  16. 16.ଭାରତରେ ରହି ପାକିସ୍ତାନକୁ ସମର୍ଥନ କରୁଥିବା ୬୫ ଜଣଙ୍କୁ ଗିରଫ କରାଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କହିଛନ୍ତି।

  17. 17.ବର୍ତ୍ତମାନ ଆଉ ୨ ଜଣ ଆତଙ୍କୀଙ୍କୁ ଟ୍ରମ୍ପ ସିଧାସଳଖ ନିଜ ପ୍ରଶାସନରେ ସ୍ଥାନ ଦେଇଛନ୍ତି। ସେମାନଙ୍କୁ ହ୍ବାଉସ ଉପଦେଷ୍ଟା ବୋର୍ଡରେ ଟ୍ରମ୍ପ ନିଯୁକ୍ତ କରିଛି ।

  18. 18.ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ଆପ୍ କାଉନସିଳରମାନେ ଆମ ଆଦମି ପାର୍ଟିରୁ ଇସ୍ତଫା ଦେବା ସହ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ନାଁରେ ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି।

  19. 19.ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନ ଆନୁଷ୍ଠାନିକ ଭାବରେ ଭାରତଠାରୁ ଦୁଇଟି ପ୍ରମୁଖ ସମର୍ଥନ ଲୋଡ଼ିଛି। ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲ ଭିସା ଏବଂ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ଭିସା।

  20. 20.କ୍ରିକେଟର ଭଗବାନ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ବିସିସିଆଇ ମୁଖ୍ୟାଳୟରେ ତାଙ୍କ ନାମରେ ଏକ ବୋର୍ଡ ରୁମ ଉଦଘାଟନ କରିଥିଲେ। ଏହାକୁ ‘SRT 100’ ନାମ ଦିଆଯାଇଛି।

179 Y
232 18-05-2025 English
  1. 1.Israel launches major operation in Gaza Strip to pressure Hamas to release remaining hostages.

  2. 2.India is willing to cut 100 per cent tariffs on American goods, US President Donald Trump claims, saying trade deal is coming soon.

  3. 3.The government Saturday imposed port restrictions on the import of certain goods, such as readymade garments and processed food items, from Bangladesh, in response to similar curbs placed by Dhaka on certain Indian products last month.

  4. 4.The Shree Jagannath Temple Administration (SJTA) Saturday urged devotees to show utmost reverence to Mahaprasad, the sacred offering to Lord Jagannath, and avoid consuming it while seated at dining tables.

  5. 5. In a significant step to enhance emergency medical transport services in Odisha, a meeting was held here under the chairmanship of Commerce & Transport department Principal Secretary Usha Padhee, along with Health and Family Welfare department Commissioner-cum-Secretary.

  6. 6.The popular light and sound show at the 16th-century Samaleswari temple in Sambalpur city has resumed after six months, an official said.

  7. 7.Devastated by intense artillery shelling from across the Line of Control (LoC), several border residents of hamlets in the Khour-Pargwal sector of the Jammu district are pleading for government help after losing their homes, livestock, and livelihoods.

  8. 8.The Jammu and Kashmir government has approved a proposal for deploying former military personnel to safeguard vital infrastructure across the Union Territory, an offi cial said Saturday.

  9. 9. Strawberries, the fi rst fruit to ripen in the Kashmir Valley after winter, have arrived in local markets, but the mood among farmers is far from festive.

  10. 10.In a blend of beauty, culture, and environmental consciousness, Miss World 2025 contestants immersed themselves in Telangana’s natural and cultural heritage with a visit to the legendary 700-year-old banyan tree at Pillalamarri in Mahabubnagar district.

  11. 11.Civic authorities in Pimpri Chinchwad near Pune Saturday demolished 36 bungalows built illegally along the Indrayani River.

  12. 12.The Communist Party of India (Marxist) Saturday said it has agreed to be part of the all-party delegations for the government’s international outreach following the Pahalgam attack and Operation Sindoor in national interest despite having “reservations”, and again demanded a special session of Parliament.

  13. 13.For the first time in over 75 years after its formation in 1948, the Indian Union Muslim League (IUML) has inducted two women, one of them from the Dalit community, to its national leadership.

  14. 14.A massive fi re gutted more than 30 shanties in a slum area near the Wazirabad village Saturday afternoon, offi cials said.

  15. 15.Israel said Saturday that it has launched a major operation in the Gaza Strip to pressure Hamas to release remaining hostages, following days of strikes across the Palestinian territory that killed hundreds of people.

  16. Foreign Portfolio Investors (FPIs) continued their buying streak in Indian equities for the third straight session on Friday, mopping up shares worth Rs8,831.1 crore -- the highest single-day infl ow since March 27, according to provisional data from the National Stock Exchange (NSE) released Saturday.

  17. The cost for Indians in US sending money back home will rise, with their total annual outgo is likely to cross USD 1.6 billion as the Trump administration plans to impose a 5 per cent tax on outward remittances.

  18. Former India coach Ravi Shastri says Shubman Gill and Rishabh Pant are ideal candidates to captain India in the Test format, given that they have age on their side and already have the experience of leading IPL sides.

  19. The cost for Indians in US sending money back home will rise, with their total annual outgo is likely to cross USD 1.6 billion as the Trump administration plans to impose a 5 per cent tax on outward remittances.

  20. Odisha’s star sprinter Animesh Kujur stamped his authority in the men’s 100m and 200m sprint events with dominant wins in the Indian Grand Prix 2 here Saturday.

167 Y
233 17-05-2025 Odia
  1. 1.ଜର୍ଜିଆରେ ଜଣେ ୩୦ ବର୍ଷୀୟା ଗର୍ଭବତୀ ମହିଳା ଆଡ୍ରିଆନା ସ୍ମିଥ୍ଙ୍କୁ ଗତ ଫେବ୍ରୁଆରି ମାସରୁ ଡାକ୍ତର ‘ବ୍ରେନ୍‌ ଡେଡ୍‌’ ଘୋଷଣା କରିଛନ୍ତି। ସେ ଗତ ୩ ମାସ ହେଲା ଲାଇଫ୍‌ ସପୋର୍ଟରେ ଅଛନ୍ତି। ହେଲେ ଆମେରିକାର କଡ଼ା ଗର୍ଭପାତ ବିରୋଧୀ ନିୟମ ସକାଶେ ଏଭଳି ପରିସ୍ଥିତିରେ ବି ତାଙ୍କୁ ଗର୍ଭପାତର ଅନୁମତି ମିଳିନାହିଁ। 

  2. 2.ସାରା ବିଶ୍ବ ଭୂରାଜନୈତିକ ସଙ୍କଟ, ଟ୍ରମ୍ପଙ୍କ ଶୁଳ୍କ ଲଢ଼େଇ ଓ ଅନ୍ୟାନ୍ୟ କାରଣ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ସବୁ ସମସ୍ୟାଗୁଡ଼ିକୁ ସଫଳତାର ସହ ମୁକାବିଲା କରି ଭାରତ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଜାତିସଂଘ ଏହାକୁ ସ୍ପଷ୍ଟ କରିଛି। 

  3. 3. ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ପ୍ରଖ୍ୟାତ ସଂସ୍କୃତ ବିଦ୍ବାନ୍‌ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରିଥିଲେ।

  4. 4.ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ୍ କହିଛନ୍ତି ଯେ ତୁର୍କୀ ଓ ଅଜରବୈଜାନ୍ ସହ ସବୁ ବ୍ୟବସାୟ ବନ୍ଦ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି। 

  5. 5.ଭାରତର ଆକ୍ରମଣରେ ପାକିସ୍ତାନର କ୍ଷୟକ୍ଷତି ନେଇ ଶେଷରେ ସତ ବି ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ୍ ସରିଫ । ଅପରେସନ ସିନ୍ଦୂରର ୧୦ ଦିନ ପରେ ଏବଂ ଅସ୍ତ୍ରବିରତିର ୬ ଦିନ ପରେ ଆଜି ସେହେବାଜ୍ ସତକୁ ସ୍ବୀକାର କରିଛନ୍ତି । 

  6. 6.ପାକିସ୍ତାନ ନିଜର ସେନା ମୁଖ୍ୟାଳୟକୁ ରାୱଲପିଣ୍ଡିର ଚକଲାଲାରୁ ଇସଲାମାବାଦ ସ୍ଥାନାନ୍ତର କରିବାକୁ ବିଚାର କରୁଛି। ମେ’ ୧୦ ତାରିଖରେ ଭାରତୀୟ ବାୟୁସେନା ନୁର ଖାନ୍ ଏୟାରବେସ୍ ଉପରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଦ୍ବାରା ପ୍ରଚଣ୍ଡ ଆକ୍ରମଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

  7. 7.ଡବଲ୍ ଅଲିମ୍ପିକ୍ ପଦକ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଶୁକ୍ରବାର ତାଙ୍କ ଖେଳ ଜୀବନର ସବୁଠାରୁ ଶ୍ରେଷ୍ଠ ଥ୍ରୋ ‌ଗୌରବ ଅର୍ଜନ କରିଥିବା ବେଳେ ‌ତାଙ୍କ ସହ ଫୋନ୍‌ ଯୋଗ‌େ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

  8. 8.ଭାରତର ଅନ୍ୟତମ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଭାରତୀୟ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। କମ୍ପାନି Demo@Home ନାମକ ଏକ ପ୍ରୟାସ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଘରେ ସ୍ମାର୍ଟଫୋନର ଅନୁଭବ କରାଇବା। 

  9. 9.ଭାରତର ଅନ୍ୟତମ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଭାରତୀୟ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। କମ୍ପାନି Demo@Home ନାମକ ଏକ ପ୍ରୟାସ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଘରେ ସ୍ମାର୍ଟଫୋନର ଅନୁଭବ କରାଇବା। 

  10. 10.ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର.. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..

  11. 11.ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ବଜ୍ରାଘାତରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ୪ ଜଣ, ଗଞ୍ଜାମରେ ୨ଜଣ, ଯାଜପୁରରେ ୨ ଜଣ ଓ ଗଜପତିରେ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।

  12. 12.ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି। 

  13. 13.ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁ ସପ୍ତାହକ ପାଇଁ ସ୍ଥଗିତ ହୋଇଥିଲା ଆଇପିଏଲ୍‌ଣ ୧୮ତମ ସଂସ୍କରଣ । ଏବେ ପୁଣିଥରେ ଫଟାଫଟ କ୍ରିକେଟ୍‌ର ରୋମାଞ୍ଚ ଫେରିଛି ।

  14. 14.ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ନୀରଜ ଚୋପ୍ରା ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ କରିଛନ୍ତି

  15. 15.୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି, କାଳବୈଶାଖୀ ସହ ବିଜୁଳି ଘଡଘଡି ବର୍ଷା ସମ୍ଭାବନା. 

169 Y
234 16-05-2025 Odia
  1. 1.ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୫ ଏପ୍ରିଲ ମାସରେ ଦେଶର ବେକାରୀ ହାର ୫.୧% ରହିଥିଲା। ଏପ୍ରିଲ ୨୦୨୫ରେ ୧୫ ବର୍ଷ ଏବଂ ତଦୁର୍ଦ୍ଧ ବୟସ୍କଙ୍କ ମଧ୍ୟରେ ବେକାରୀ ହାର ୫.୧% ରହିଥିବା ବେଳେ, ପୁରୁଷଙ୍କ ମଧ୍ୟରେ ଏହା ୫.୨% ଏବଂ ମହିଳାଙ୍କ ମଧ୍ୟରେ ୫.୦% ରହିଥିଲା।

  2. 2.ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନ ଛାଡ଼ିଲେ କ୍ଷମା ଦିଆଯିବନି ।

  3. 3.ପତ୍ନୀ ଯଦି ଶିକ୍ଷିତା ହୋଇଥାନ୍ତି ବା ସନ୍ତାନ ଜନ୍ମ ପୂର୍ବରୁ ରୋଜଗାର କରୁଥାନ୍ତି; ତେବେ ଏହି କାରଣରୁ ତାଙ୍କୁ ଭରଣପୋଷଣରୁ ବଞ୍ଚିତ କରାଯାଇପାରିବ ନାହିଁ। ପତ୍ନୀ ଯଦି ସନ୍ତାନ ପ୍ରସବ ବା ଯତ୍ନ ପାଇଁ ଚାକିରି ଛାଡ଼ିଥାନ୍ତି; ତାହାହେଲେ ପତି ତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ।

  4. 4.ସକାଳେ ସକାଳେ ଚାଇନାକୁ ଲାଗିଲା ଭୂକମ୍ପର ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ । ସକାଳ ୬ଟା ୨୯ ଭୂକମ୍ପ ଅନୁଭୂତ ସୂଚନା । ପଶ୍ଚିମ ଚାଇନାରେ ଲାଗିଛି ଏହି ଭୂକମ୍ପର ଝଟକା ।

  5. 5."ମିଥ୍ୟା ଏବଂ ଭିତ୍ତିହୀନ ରିପୋର୍ଟ ମାଧ୍ୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିବାର ସାମ୍ପ୍ରତିକ ପ୍ରୟାସକୁ ମୁତାକି ଦୃଢ଼ ପ୍ରତ୍ୟାଖ୍ୟାନକୁ ସ୍ୱାଗତ କରୁଛୁ’’ ବୋଲି ଜୟଶଙ୍କର କହିଛନ୍ତି।

  6. 6.ପାକିସ୍ତାନର ପରମାଣୁ ଅସ୍ତ୍ର ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାନ) ନିରୀକ୍ଷଣରେ ରହିବା ଉଚିତ ବୋଲି ରାଜନାଥ କହିଛନ୍ତି।

  7. 7.ପାକିସ୍ତାନର ପରମାଣୁ ଅସ୍ତ୍ରଭଣ୍ଡାରରୁ ବିକିରଣ  ହୋଇଥିବା ଦାବି ମଧ୍ୟ ହୋଇଛି। ତେବେ ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାନ) ସ୍ପଷ୍ଟ କରିଛି ଯେ ପାକିସ୍ତାନରେ କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ।  ପାକିସ୍ତାନର କିରାନା ହିଲ୍ସରେ ପରମାଣୁ ଅସ୍ତ୍ରଭଣ୍ଡାର ରହିଛି।  

  8. 8. ଆତଙ୍କବାଦ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’କୁ ତୁର୍କୀ ବିରୋଧ କରିବା ସହ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଭାରତ ବିରୋଧୀ ଲଢ଼େଇରେ ସାମିଲ ହେବାକୁ ଭାରତ ଗମ୍ଭୀରତାର ସହ ନେଇଛି।

  9. 9.ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ନିର୍ବାଚନରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସର୍ବସମ୍ମତି କ୍ରମେ ରାଜକୁମାର ନିର୍ବାଚିତ ହୋଇଛନ୍ତି। ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦକୁ ୬ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ମଣ୍ଡଳର ବରିଷ୍ଠ ଆଜୀବନ ସଦସ୍ୟ ଦୀପକ ମାଲବ୍ୟ, ନିରଞ୍ଜନ ରଥ, ରାଜେନ୍ଦ୍ର ଜେନା, ଅନୀତା ଗୋଏଲ, ନିମିଷା ଅମିନ ଓ ନୈନା ଭେକାରିଆ। 

  10. 10.ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତରେ ବହୁ ସଂଖ୍ୟକ ଆଇଫୋନ୍ ଉତ୍ପାଦନ କରିବାକୁ ଚାହୁଁଛି। ବିଶେଷକରି ଆମେରିକା ବଜାର ପାଇଁ ୨୦୨୬ ସୁଦ୍ଧା ଆଇଫୋନ ଭାରତରେ ନିର୍ମାଣ ପାଇଁ ଆପଲର ଯୋଜନା ଅଛି ।

  11. 11. ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି।

  12. 12.ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଓଡ଼ିଶା ସରକାର ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି।

  13. 13. ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ସମୟକୁ ଆଉ ୪ଦିନ ବୃଦ୍ଧି କରାଯାଇଛି। ବୁଧବାର ଦୁଇ ଦେଶର ସାମରିକ ଅଧିକାରୀ (ଡିଜିଏମଓ)ସ୍ତରରେ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ମେ ୧୮ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରାଯିବ।

  14. 14.ଭାରତ-ପାକିସ୍ତାନ ଅସ୍ତ୍ରବିରତି ନେଇ ମିଜ ମନ୍ତବ୍ୟ ବଦଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ– ‘ମୁଁ କହିନି ମୁଁ କରିଥିଲି, କେବଳ ସମାଧାନରେ ସାହାଯ୍ୟ କରିଥିଲି’।

  15. 15.ତୁର୍କୀ ବିମାନ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କଲା ଭାରତ।

  16. 16.ଏସିଅର ଅଗ୍ରଣୀ ଥିଙ୍କ ଟ୍ୟାଙ୍କ୍‌ କାଉନସିଲ ଅନ୍‌ ଏନର୍ଜୀ, ଏନଭାଇରନମେଣ୍ଟ ଆଣ୍ଡ ଓ୍ବାଟର(ସିଇଇଡବ୍ଲ୍ୟୁ)ର ସିଇଓ ଡ. ଅରୁଣଭା ଘୋଷ ସିଓପି-୩୦(କୋଅପରେସନ ଅଫ୍‌ ପାର୍ଟିଜ)ର ଦକ୍ଷିଣ ଏସିଆ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି।

  17. 17.ବିଧାନସଭାରେ ଗୃହୀତ ହେଉଥିବା ବିଲ୍‌କୁ ଅନୁମୋଦନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ ଯେଉଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି, ସେହି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ ପଚାରି କୈଫିୟତ ଲୋଡିଛନ୍ତି।

  18. 18.ବିଜେପି ସାଂସଦ କଙ୍ଗନା ରାଣାୱତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନକୁ କଟାକ୍ଷ କରି ସୋସିଆଲ ମିଡିଆରେ ତାଙ୍କର ବ୍ୟକ୍ତିଗତ ମତ ପୋଷ୍ଟ କରିଥିଲେ, ଯାହାକୁ ସେ ଏବେ ଡିଲିଟ୍ କରିଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଫୋନ୍ କରି ଏପରି କରିବାକୁ କହିଥିଲେ।

  19. 19.ସ୍ପେନର ଫୁଟବଲ ଜଗତରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ବାର୍ସିଲୋନା ଏକ ରୋମାଞ୍ଚକର ମ୍ୟାଚରେ ଏସ୍ପାନିଓଲକୁ ପରାସ୍ତ କରି ୨୮ତମ ଲା ଲିଗା ଟାଇଟଲ ହାସଲ କରିଛି।

  20. 20.ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

162 Y
235 16-05-2025 English
  1. 1.The Odisha government Thursday declared unseasonal rains as state-specific disaster so that farmers can be compensated for crop loss.

  2. 2.The Bureau of Civil Aviation Security (BCAS) Thursday revoked the security clearance for Turkish company Celebi Airport Services India Pvt Ltd in the ‘interest of national security’.

  3. 3.US President Donald Trump Thursday claimed that India has offered to drop all tariffs on American goods.

  4. 4.At least 10 militants were killed in a gunfi ght with an Assam Rifl es’ unit in Manipur’s Chandel district.

  5. 5.Chief Minister Mohan Charan Majhi Thursday called upon development officers to ensure that developmental schemes effectively reach the grassroots. He said this while addressing the State-level Conference of Chief Development Officers (CDOs) and Block Development Officers (BDOs) at Lok Seva Bhawan.

  6. 6.The Centre has approved national highway projects worth Rs13,000 crore in Odisha during the ongoing 2025-26 fiscal, Works Minister Prithiviraj Harichandan said .

  7. 7.Schools in five Punjab districts bordering Pakistan reopened on Wednesday, six days after they were ordered to close in view of the military standoff between India and Pakistan, officials said.

  8. 8.Punjab Finance Minister Harpal Singh Cheema Wednesday asked the Centre to take immediate steps to regulate the use of methyl alcohol or methanol under the Industries (Development and Regulation) Act.

  9. 9.The Supreme Court Thursday directed all states and union territories to constitute special investigation teams to examine if any reserved forest land in possession of the revenue department was allotted to any private parties for non-forestry purpose.

  10. 10.Trinamool Congress MLA Tapas Saha, whose name had surfaced in connection with the West Bengal school recruitment scam, passed away at a Kolkata hospital

  11. 11. ISRO will launch its 101st satellite May 18, its Chairman V Narayanan announced Thursday, and asserted that the space agency's programmes were planned to ensure the safety and security of the country.

  12. 12.The Supreme Court Thursday directed the Centre to set up on "top priority basis" dedicated POCSO courts to exclusively deal with cases of sexual offences against children.

  13. 13.Prime Minister Narendra Modi Thursday stressed on modernising the fi sheries sector through smart harbours and markets, and the use of drones to transport and market the catch.

  14. 14.There was a wide variation in time taken by governors to give assent to bills in 2024 and around 18 per cent bills across states took more than three months to get the fi nal clearance, a report by thinktank PRS Legislative Research said.

  15. 15.President Donald Trump said Thursday that the United States was getting very close to securing a nuclear deal with Iran, and Tehran had “sort of” agreed to the terms.

126 Y
236 15-05-2025 Odia
  1. 1.ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ପ୍ରତ୍ୟୁଷରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଜୈସ୍‌-ଏ-ମହମ୍ମଦର ତିନି ଜଣ ଅଜଣା ଆତଙ୍କବାଦୀ ନିହତ ହୋଇଛନ୍ତି।

  2. 2.ବଲୋଚ ନେତାମାନେ ବଲୁଚିସ୍ତାନକୁ ପାକିସ୍ତାନଠାରୁ ସ୍ଵାଧୀନ ଘୋଷଣା କରିଛନ୍ତି। ବରିଷ୍ଠ ବଲୋଚ ନେତା ମୀର୍‌ ୟାର୍ ବଲୋଚ ବୁଧବାର ଏହି ଅଞ୍ଚଳରେ ଦଶନ୍ଧି ଧରି ଚାଲିଥିବା ହିଂସା, ଜବରଦସ୍ତ ନିଖୋଜ ଓ ମାନବାଧିକାର ଉଲ୍ଲଂଘନକୁ ଦର୍ଶାଇ ପାକିସ୍ତାନରୁ ସ୍ୱାଧୀନତା ଘୋଷଣା କରିଛନ୍ତି।

  3. 3.ତୁର୍କୀ  ୩୫୦ରୁ ଅଧିକ ଡ୍ରୋନ୍ ଦ୍ୱାରା ଭାରତ ବିରୋଧରେ ଯୁଦ୍ଧରେ ପାକିସ୍ତାନକୁ ସାହାଯ୍ୟ କରିବା ସହ  ଅପରେଟର୍‌ମାନଙ୍କୁ ମଧ୍ୟ ପାକିସ୍ତାନ ପଠାଇଥିଲେ। 

  4. 4.କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ଅପମାନଜନକ, ସାମ୍ପ୍ରଦାୟିକ ଓ ଲିଙ୍ଗଗତ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବାକୁ ରାଜ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  5. 5.ରାଷ୍ଟ୍ରପତି ଶାସନ ବଳବତ୍ତର ଥବା ମଣିପୁରର ବିଭିନ୍ନ ସ୍ଥାନରେ ପୁଲିସ ଓ ସେନାବାହିନୀର ମିଳିତ ଚଢ଼ଉରେ ୧୮ ଉଗ୍ରବାଦୀ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣରେ  ଅସ୍ତ୍ରଶସ୍ତ୍ର ଓ  ନିଶା ସାମଗ୍ରୀ ଜବତ କରାଯାଇଛି। 

  6. 6. ଅପରେସନ ସିନ୍ଦୂର ସମୟରେ ଭାରତୀୟ ନୌସେନା କରାଚୀ ନିକଟରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ସମେତ ୩୬ଟି ଆଗଧାଡ଼ିର ନୌସେନା ଜାହାଜ ଓ ଅନେକ ବୁଡ଼ାଜାହାଜ ମୁତୟନ କରିଥିଲା। ଆରବ ସାଗରରେ ୮ରୁ ୧୦ଟି ଯୁଦ୍ଧ ଜାହାଜ ସହ କ୍ୟାରିୟର ବ୍ୟାଟେଲ ଗ୍ରୁପ୍ ଆଇଏନ୍ଏସ୍ ବିକ୍ରାନ୍ତ ମୁତୟନ ହୋଇଥିବା ସୂଚନା ମିଳିଛି।

  7. 7.ଆଇଜି ଡ୍ରୋନ୍ସ, ବନ୍‌ଭି ଏରୋ ଓ ଆନାଡ୍ରୋନ୍‌ ସିଷ୍ଟମ୍‌ସ ଭଳି ଓଡ଼ିଆ ଉଦ୍ୟୋଗୀଙ୍କ ଦ୍ବାରା ସ୍ଥାପନ କରାଯାଇଥିବା ଷ୍ଟାର୍ଟଅପ୍ ସେନାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଶକ୍ତିଶାଳୀ ଡ୍ରୋନ୍ ଯୋଗାଇବାରେ ଆଗରେ ରହିଛନ୍ତି। 

  8. 8.ଉତ୍ତର ପ୍ରଦେଶର ଜେୱାରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ କରିଛନ୍ତି। 

  9. 9.ଚଳିତ ବର୍ଷର ଏପ୍ରିଲ୍ ମାସରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୫୦ ପ୍ରତିଶତକୁ ହ୍ରାସ ପାଇଛି। ମାସକ ପୂର୍ବରୁ ତାହା ୩.୨୧ ପ୍ରତିଶତ ଥିଲା। ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଦରଦାମ୍‌ ସ୍ଥିତିରେ ସୁଧାର ଘଟିଛି। ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୨.୫୭ ପ୍ରତିଶତକୁ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ୨.୨୫ ପ୍ରତିଶତକୁ ହ୍ରାସ ପାଇଛି। 

  10. 10.ମୟୂରଭଞ୍ଜ ଜିଲାର ଜଶୀପୁର ବ୍ଲକର ଅଁଳାବେଣୀ ଗ୍ରାମରେ ଖଇରିବନ୍ଧନ ନଦୀ ଉପରେ ଖଇରିବନ୍ଧନ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମିତ୍ତ ୯୭,୬୭,୯୮,୭୫୫/- ଟଙ୍କାର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି।

  11. 11.ଆରକ୍ଷଣ ନୀତି ଅନୁସାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି ନୀତି ଚଳିତ ଶିକ୍ଷାବର୍ଷ ୨୦୨୫–୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ।

  12. 12.ଭାରତ ସଫଳତାର ସହ ଏକ ନୂଆ କମ୍ ମୂଲ୍ୟର କାଉଣ୍ଟର-ଡ୍ରୋନ ସିଷ୍ଟମ ‘ଭାର୍ଗବାସ୍ତ୍ର’ର ପରୀକ୍ଷଣ କରିଛି, ଯାହା ବୃଦ୍ଧି ପାଉଥିବା ଡ୍ରୋନ ସ୍ୱାର୍ମର ବିପଦକୁ ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ ଅଗ୍ରଗତି ଅଟେ।

  13. 13.ଜାତୀୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU) ତୁର୍କୀର ଇନୋନୁ ବିଶ୍ୱବିଦ୍ୟାଳୟ ସହିତ ଥିବା ଶୈକ୍ଷିକ ଚୁକ୍ତିନାମା (MoU) ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

  14. 14.୨୦୨୫ ଏପ୍ରିଲ ୧ରୁ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଝିଅ ଜନ୍ମ ହେଲେ ମା’ଙ୍କୁ ମିଳିବ ୧୨ ହଜାର ଟଙ୍କା।

  15. 15.ପ୍ରଫେସର ଡାକ୍ତର ଗୌତମ ଶତପଥୀ କଟକ ବଡ ମେଡିକାଲ ଭାରପ୍ରାପ୍ତ ଅଧିକ୍ଷକ ନିଯୁକ୍ତ ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

173 Y
237 15-05-2025 English
  1. 1. Justice Bhushan Ramkrishna Gavai was Wednesday sworn in as the 52nd Chief Justice of India.

  2. 2. India achieved a signifi cant milestone in its counter-drone capabilities with the successful test fi ring of its low-cost, hard-kill counter-swarm drone system, ‘Bhargavastra’, at the Seaward Firing Range in Gopalpur Wednesday.

  3. 3.The state government Wednesday decided to reserve 11.25 per cent of seats for the students belonging to the Socially and Economically Backward Class (SEBC), taking the total ratio of quota in education to 50 per cent in the state.

  4. 4.The state Cabinet, led by Chief Minister Mohan Charan Majhi, approved six proposals, including merger of the state-sponsored Mamata Yojana with the Centre’s Pradhan Mantri Matru Vandana Yojana (PMMVY), Wednesday.

  5. 5.The state government Wednesday appointed Asit Kumar Mohapatra as the chairperson of Odisha Real Estate Regulatory Authority (ORERA).

  6. 6.Jaleswar sub-divisional police offi cer (SDPO) Brajamohan Pradhan has accused Balasore SP Raj Prasad of mental harassment and written a letter to senior authorities warning that he may take extreme steps, like suicide, if the issue is not addressed promptly.

  7. 7.Security forces Wednesday declared a major success saying they have demolished the “invincibility” of the Maoists and killed 31 ultras in and around a treacherous hill along the Chhattisgarh-Telangana border in the biggest ever coordinated operation carried out by them to eliminate the menace by next March.

  8. 8.Jawaharlal Nehru University has suspended an academic memorandum of understanding (MoU) with Turkiye's Inonu University, citing national security considerations, offi cials of the university here confi rmed Tuesday.

  9. 9.India Wednesday outrightly rejected as “vain and preposterous” China renaming some places in Arunachal Pradesh and said such attempts will not alter the “undeniable” reality that the state “was, is, and will” always remain an integral part of India.

  10. 10.The Supreme Court Wednesday directed all states and union territories to frame guidelines to ensure proper footpaths for pedestrians calling it their constitutional right.

  11. 11.The Supreme Court Wednesday refused to list for urgent hearing a plea seeking the registration of an FIR against the Allahabad High Court's Justice Yashwant Varma in connection with the cash discovery row.

  12. 12.Forty climbers scaled the world’s highest peak Mt Everest Wednesday, according to expedition organisers. Those who summited the 8849-metre peak included people from Nepal as well as foreigners.

  13. 13.The International Monetary Fund (IMF) is set to release $1.3 billion to Bangladesh in June, after completing a fourth review of its $4.7-billion loan programme and a key breakthrough in talks on exchange rate reforms, the fi nance ministry said.

  14. 14.The Union Cabinet Wednesday approved `3,706 crore semiconductor plant at Jewar in Uttar Pradesh, to be set up by the HCL-Foxconn joint venture to manufacture display driver chips for mobile phones, laptops, and automobiles.

  15. 15.India’s star athlete Neeraj Chopra has been conferred with the honorary rank of Lieutenant Colonel in the Territorial Army. The announcement was made by the Ministry of Defence in the Gazette of India, a weekly authorised journal of the Government of India, Wednesday.

126 Y
238 14-05-2025 Odia
  1. 1.ଭାରତର ଆଭିମୁଖ୍ୟ ସ୍ପଷ୍ଟ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ କଦାପି କାହାର ପରମାଣୁ ବ୍ଲାକ୍‌ମେଲକୁ ଗ୍ରହଣ କରେନାହିଁ କିମ୍ବା ଏଭଳି ଧମକରେ କେହି ସୀମାପାର ଆତଙ୍କବାଦ ଜାରି ରଖିଲେ ତାହାକୁ ଅନୁମତି ଦେବ ନାହିଁ।

  2. 2.ମେ ୧୦ରେ ଅପରେସନ୍‌ ସିନ୍ଦୂର ସମୟରେ ଭାରତ ଦ୍ୱାରା ଟାର୍ଗେଟ୍ କରାଯାଇଥିବା ପାକିସ୍ତାନର ବାୟୁସେନା ଘାଟିଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଉପଗ୍ରହ ଚିତ୍ରରୁ ଜଣାପଡିଛି।

  3. 3.ପାକିସ୍ତାନ ସେନା‌ ମଙ୍ଗଳବାର ସ୍ଵୀକାର କରିଛି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପ‌ରେ ଭାରତ ସହ ଆରମ୍ଭ ହୋଇଥିବା ସଂଘର୍ଷରେ ଏହା ନିଜର ୧୧ ସୈନିକଙ୍କୁ ହରାଇଛି। ଅନ୍ୟପକ୍ଷେ ୪ ଦିନର ସଂଘର୍ଷରେ ୭୮ ଜଣ ପାକ୍‌ ସୈନିକ ଆହତ ହୋଇଥିବା ପାକ୍‌ ସେନା ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି।

  4. 4.ସୋମବାର ଦିନ ବେଜିଂ ଏକ ଶ୍ୱେତପତ୍ରରେ କହିଛି ଯେ, ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶୀତଳ ଯୁଦ୍ଧ ପୁଣି ଥରେ ଆରମ୍ଭ ହୋଇପାରେ।

  5. 5.ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ଘଟିଥିବା ଯୁଦ୍ଧବିରତି ଚୁକ୍ତିକୁ ନେଇ ଚାଇନା ପାକିସ୍ତାନ ସହ ଅସନ୍ତୁଷ୍ଟ ଥିବା ନେଇ କିଛି ରିପୋର୍ଟରେ ଦାବି କରାଯାଇଛି।

  6. 6.ଆର୍ଥିକ ବର୍ଷ ୨୦୨୫-୨୬ରେ ଗ୍ରାମୀଣ ଋଣ ବ୍ୟବସ୍ଥାର ବୃଦ୍ଧିପ୍ରାପ୍ତ ଆନୁଷ୍ଠାନିକୀକରଣ ଯୋଗୁଁ ବାଣିଜ୍ୟିକ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଦ୍ୱାରା କୃଷି କ୍ଷେତ୍ରକୁ ପ୍ରଦାନ କରାଯାଉଥିବା ଋଣ ୩୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ।

  7. 7.ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜାରି କରାଯାଇଥିବା ଏକ ପତ୍ର ଅନୁଯାୟୀ, ବିଧାୟକ ଏବଂ ଏମପି ମାନେ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟରେ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରର ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ।

  8. 8.ଭାରତ ସରକାର ଜଣେ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ବହିଷ୍କାର କରି ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  9. 9.ଭାରତର ଖୁଚୁରା ମୁଦ୍ରାସ୍ଫୀତି ଏପ୍ରିଲ ମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୩.୧୬%କୁ ହ୍ରାସ ପାଇଛି, ଯାହା ମାର୍ଚ୍ଚ ମାସର ୩.୩୪% ତୁଳନାରେ ନୋଟୀୟ କମ୍ ଅଟେ।

  10. 10.ସୁପ୍ରିମକୋର୍ଟ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ(ବି ଆର୍‌ ଗଭାଇ) ମେ’ ୧୪ ତାରିଖରେ ଭାରତର ୫୨ତମ ମୁଖ୍ୟ ବିଚାରପତି(CJI) ଭାବେ ଶପଥ ଗ୍ରହଣ କରିବେ।

  11. 11.ଭାରତ ନିଜର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ରୁଷିଆଠାରୁ ଅତିରିକ୍ତ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଯୋଜନା କରୁଛି।

  12. 12.ଆଇସିୟୁରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ସ୍ତ୍ରୀ ଜସ୍ମିନ୍‌ ଓ ୧୩ ଦିନର ଶିଶୁକନ୍ୟାକୁ ଛାଡ଼ି ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଯବାନ ଲଖନପୁର ବ୍ଲକ ଟେଙ୍ଗନାମାଲ୍‌ ଗ୍ରାମର ଦେବରାଜ ଗଣ୍ଡ ଗତ ୧୧ ତାରିଖରେ ସୀମାରେ ଡ୍ୟୁଟି ପାଇଁ ବାହାରି ଯାଇ। ଥିଲେ। ତେବେ ମଙ୍ଗଳବାର ସକାଳେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜସ୍ମିନଙ୍କ ମୃତ୍ୟୁ ଘଟିଛି। 

  13. 13.ମାଓବାଦୀଙ୍କ ଗଡ଼ ସରଣ୍ଡା ଜଙ୍ଗଲକୁ ପ୍ରାୟ ୧୦ ହଜାର ଯବାନ ଘେରିଛନ୍ତି । ଏପ୍ରିଲ ୨୧ରେ ଝାଡ଼ଖଣ୍ଡ ବୋକାରୋର ଲୁଗୁପାହାଡ଼ ତଳେ ହୋଇଥିବା ଏନ୍‌କାଉଣ୍ଟର ପରେ ସୁରକ୍ଷା ବାହିନୀ ଏବେ ସରଣ୍ଡାକୁ ଟାର୍ଗେଟ୍‌ କରିଛନ୍ତି।

  14. 14.ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦ ଟାରେ ପ୍ରତିରକ୍ଷା  ବିଭାଗ ଓ  ତାଳସାରୀ ମେରାଇନ ଥାନା ସହଯୋଗରେ ଏକ ବଡ଼ ଡ୍ରୋନ ଆକାଶମାର୍ଗକୁ ଛଡ଼ାଯାଇଛି । ଏହି ସାମରିକ ଡ୍ରୋନ୍‌ ବଙ୍ଗୋପସାଗରରେ ଜଳଯାନରେ ଆସୁଥିବା ସମସ୍ତ ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବ।

  15. 15.ଆସନ୍ତା ଜୁନ୍‌ ୧୧ରେ ଇଂଲଣ୍ଡର ଲଡର୍‌ସଠାରେ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳାଯିବ।

167 Y
239 14-05-2025 English
  1. 1.Girls continued to outperform boys in the Central Board of Secondary Education (CBSE) Class X and XII examinations this year, even as the state registered a pass percentage of 78.74 in Class XII and an impressive 92.40 per cent in Class X, according to the Board sources.

  2. 2.Chief Minister Mohan Charan Majhi Tuesday launched development projects worth over Rs420.13 crore and pledged to set up industries worth Rs10,000 crore in Mayurbhanj district.

  3. 3.Most of the places in Odisha continued to reel under hot weather conditions Tuesday, with Jharsuguda town in the western part of the state being the hottest at 43 degrees Celsius.

  4. 4.The Odisha State Bar Council has issued a show-cause notice to Archana Nag for allegedly concealing details of pending criminal cases in her application for a lawyer’s license—a move that raises serious concerns about the integrity of her enrollment process.

  5. 5.The wife of an SSB jawan, who had to rush to the border, died at VSS Institute of Medical Sciences and Research (VIMSAR) in Burla of Sambalpur district while undergoing treatment for post-delivery complications following the birth to her child.

  6. 6.Two more newly trained sniffer dogs were deployed Sunday in the Similipal National Park to strengthen wildlife protection efforts.

  7. 7.India Tuesday expelled a Pakistani offi cial working at the Pakistan high commission for indulging in activities not in keeping with his offi cial status. The external affairs ministry said the offi cial has been given 24 hours to leave India.

  8. 8.A Delhi court Tuesday granted bail to 10 TMC leaders, including Derek O'Brien, Sagarika Ghose and Saket Gokhale, in a case registered against them for their protest in April last year in front of the Election Commission of India despite a prohibitory order being in place.

  9. 9.A top offi cer of the Indian military Tuesday briefed defence attaches or their representatives from a large number of countries on the “successful conduct of Operation Sindoor”, offi cials said.

  10. 10.The United States will cut the “deminimis” tariff for low-value items imported from China, a White House executive order said Monday, further de-escalating a potentially damaging trade war between the world’s two largest economies.

  11. 11.Outgoing Chief Justice of India Sanjiv Khanna Tuesday voiced concern over “truth defi cit” in the legal profession and emphasised the role of the Bar and the Bench in earning public trust.

  12. 12.The Election Commission has resolved the issue of voter cards having similar numbers and those with such cards have been issued fresh ones with new numbers, sources said Tuesday.

  13. 13.The Supreme Court Tuesday called NIA's terror fi nancing allegation against a Delhi-based businessman held in the Rs 21,000 crore Gujarat's Mundra Port drug haul case as "premature" and "speculative" even as it rejected his bail plea.

  14. 14.The state government Tuesday said the MPs and MLAs of the state can recommend up to 15 most deserving cases of transfer of teachers belonging to elementary and secondary schools in their constituencies.

  15. 15.The BCCI and IPL franchises have ramped up pressure on foreign boards to ensure that their players return for the league’s resumption May 17 despite some lingering safety concerns in the wake of India-Pakistan military hostilities.

126 Y
240 13-05-2025 Odia
  1. 1.ଦେଶବାସୀଙ୍କୁ ସୁରକ୍ଷା ନିଶ୍ଚିତ କରିବାକୁ ୧୦ଟି ସାମରିକ ଉପଗ୍ରହ ୨୪ ଘଣ୍ଟା କାର୍ଯ୍ୟ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି।

  2. 2.ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ସ୍ପର୍ଶ କରିବାର  ସମ୍ଭାବନା ରହିଛି।

  3. 3.ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି । ଆକ୍ରମଣାତ୍ମକ କିମ୍ବା ଶତ୍ରୁତାପୂର୍ଣ୍ଣ ଆକ୍ସନ ନନେବା,  ସୀମାରୁ ଦୁଇ ଦେଶ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ନେଇ  ବୈଠକରେ ସହମତି ପ୍ରକାଶ ପାଇଛି ।

  4. 4.ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ବିଶ୍ୱ ଦେଖିଲା ଯେ କିପରି ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଭାରତ ଆଗରେ ବିଫଳ ହୋଇଥିଲା। ପାକିସ୍ତାନକୁ ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ପାଣି ଏବଂ ରକ୍ତ ଏକାଠି ବୋହିପାରିବ ନାହିଁ।

  5. 5.ଭାରତୀୟ ସେନା ଆମର ଲଢ଼େଇ ଆତଙ୍କବାଦୀ ଏବଂ ସେମାନଙ୍କ ଭିତ୍ତିଭୂମି ସହ ଥିଲା, ପାକିସ୍ତାନ ସେନା ସହ ନୁହେଁ। ସେଥିପାଇଁ ଆମେ ମେ ୭ ତାରିଖରେ କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲୁ। ଭାରତୀୟ ସେନା ପାକିସ୍ତାନର ତିନିଟି ଏୟାର୍‌ଫିଲ୍ଡକୁ ଟାର୍ଗେଟ କରିଥିଲା।

  6. 6.ସ୍ଥଳସେନା, ନୌସେନା ଓ ବାୟୁସେନାର ଅନେକ ଅପରେସନ୍‌ର ଫୁଟେଜ୍ ରେ  ‘ପାକିସ୍ତାନୀ ମିରାଜ୍‌... ଧୂଳିସାତ୍’। ଫଳରେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଏକ ମିରାଜ ଲଢୁଆ ବିମାନକୁ ଧ୍ୱଂସ କରିଥିବା ସ୍ପଷ୍ଟ ହୋଇଛି।

  7. 7.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେଇଛନ୍ତି। ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, ମୋ ପ୍ରଶାସନ ୨ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ତୁରନ୍ତ ଏବଂ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିଥିଲା।

  8. 8.ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୯୭୫ ପଏଣ୍ଟ ବୃଦ୍ଧି ପାଇ ୮୨,୪୨୯ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୯୧୭ ପଏଣ୍ଟ ବୃଦ୍ଧି ପାଇ ୨୪,୯୨୪ ପଏଣ୍ଟରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ବୃଦ୍ଧି ଗତ ଚାରି ବର୍ଷ ମଧ୍ୟରେ ଗୋଟିଏ ଦିନ ଘଟିଥିବା ସର୍ବୋଚ୍ଚ ଅଟେ ।

  9. 9.ସମଗ୍ର ଦେଶରେ ସର୍ବାଧିକ। ସ୍ଥିର ମୂଲ୍ୟରେ ଓଡ଼ିଶାର ଜିଏସ୍‌ଭିଏ ଅଭିବୃଦ୍ଧି ଦ୍ବିତୀୟ ସର୍ବାଧିକ ୭ ପ୍ରତିଶତ ରହିଛି ଯାହା ଜାତୀୟ ଅର୍ଥନୀତି ହାସଲ କରିଥିବା ୫.୮ ପ୍ରତିଶତ ତୁଳନାରେ ଅଧିକ। ଇକ୍ରା ଲିମିଟେଡ୍‌ ରିପୋର୍ଟ ଅନୁସାରେ ଓଡ଼ିଶାର ଶିଳ୍ପ କ୍ଷେତ୍ରର ଜିଭିଏରେ ଚକ୍ରବୃଦ୍ଧି ହାରରେ ୧୦ ପ୍ରତିଶତ ବୃଦ୍ଧି  ବୋଲି ଦଶଯାଇଛି ।

  10. 10.ସିଏମ୍‌ଏସ୍‌ ପକ୍ଷରୁ ଜାରି କରାଯାଇଥିବା ‘ଭାରତର ଖର୍ଚ୍ଚ କାହାଣୀ ୨୦୨୫’ ରିପୋର୍ଟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପ୍ରତି ମାସରେ ଏଟିଏମ୍‌ରୁ ଉଠାଯାଉଥିବା ଟଙ୍କା ପରିମାଣ ବୃଦ୍ଧି ପାଇଛି। ଓଡ଼ିଶାରେ ଏଟିଏମ୍‌ରୁ ଉଠାଣରେ ୧ ପ୍ରତିଶତର ବୃଦ୍ଧି ଘଟିଛି।

  11. 11.ୟୁଏଇର ଫରେନ୍ ଆଫେୟାର୍ସ ଫୋରମ୍‌ର ଆକଳନ ଅନୁଯାୟୀ ସାମରିକ ଲଢ଼େଇ ପାଇଁ ଭାରତକୁ ୧.୮ ବିଲିଅନ୍ ଡଲାର (୧୫ ହଜାର କୋଟି ଟଙ୍କାରୁ ଅଧିକ) ଅର୍ଥନୈତିକ ମୂଲ୍ୟ ଦେବାକୁ ପଡ଼ିବ। ସେହିପରି, ପାକିସ୍ତାନ ମଧ୍ୟ ୧.୨ ବିଲିଅନ୍ ଡଲାର (୧୦ହଜାର କୋଟି ଟଙ୍କାରୁ ଅଧିକ) ଖର୍ଚ୍ଚ କରିଥିବ ବୋଲି ଆକଳନ କରାଯାଇଛି।

  12. 12.ଓଡିଶା ଫୁଟବଲ ଆସୋସିଏସନ ଓ ଜିଲା କ୍ରୀଡା ସଂଘ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ ଗ୍ରୀଷ୍ମ କାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଏହି ଶିବିର ଆଗାମୀ ଜୁନ ୧୫ ପର୍ଯ୍ୟନ୍ତ ଜାରି ରହିବ।

  13. 13.ପଶ୍ଚିମବଙ୍ଗ ଦୁର୍ଗାପୁରର ଶ୍ୟାମପଦ ଶର୍ମା ୨୦୦୭ ରୁ ଦୁର୍ଗାପୁରରୁ ବିଶ୍ୱଶାନ୍ତିର ବାର୍ତ୍ତା ନେଇ ଇତି ମଧ୍ୟରେ ଭୁଟାନ, କନ୍ୟାକୁମାରୀ, ଲେହ ଲଦାଖ, ଅଗରତାଲା, ସିଲିଗୁଡି, ଶ୍ରୀନଗର,କାଠମାଣ୍ଡୁ ଆଦି ଅନେକ ପ୍ରମୁଖ ସ୍ଥାନ ସାଇକେଲରେ ବୁଲି ସାରିଲେଣି।

  14. 14.ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଘୋଷଣା କରିଛି ଯେ, ସ୍ଥଗିତ ହୋଇଥିବା ଇଣ୍ଡିଆନ୍ ପ୍ରିମିଅର ଲିଗ୍ (ଆଇପିଏଲ୍) ୨୦୨୫ ଆସନ୍ତା ମେ ୧୭ ତାରିଖଠାରୁ ପୁଣି ଆରମ୍ଭ ହେବ।

  15. 15.ଆଗାମୀ ଦିନରେ  ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

160 Y