Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1 23-12-2025 Odia
  1. 1.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ତଥ୍ୟ ଅନୁସାରେ ଆଠ ମାସରେ ରାଜ୍ୟରେ ୧୬ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହୋଇଛନ୍ତି।

  2. 2.ଦୀର୍ଘ ତିରିଶ ବର୍ଷର ବ୍ୟବଧାନ ପରେ ସାଉଦି ଆରବରେ ତୁଷାରପାତ ଘଟିଥିବା ଜଣାପଡିଛି। ଅତ୍ୟଧିକ ଗରମ ଏବଂ ମରୁଭୂମି ପାଇଁ ପରିଚିତ ଲାଭ କରିଥିବା ସାଉଦି ଆରବରେ ତୁଷାରପାତ ଘଟିବା ନିଶ୍ଚିତଭାବେ ଏକ ବିରଳ ଘଟଣା।

  3. 3.ନିର୍ବାଚନ ଆୟୋଗଙ୍କ ୱେବସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ବିଜେପିକୁ ସର୍ବାଧିକ ୬୬୫୪.୯୩ କୋଟି ଟଙ୍କାର ଚାନ୍ଦା ମିଳିଛି। ବିଜେପି ପଛକୁ କଂଗ୍ରେସ ୫୨୨.୧୩ କୋଟି, ତୃଣମୂଳ କଂଗ୍ରେସକୁ ୧୮୪.୦୮ କୋଟି, ଭାରତ ରାଷ୍ଟ୍ର ସମିତିକୁ ୧୫.୦୯କୋଟି, ଆମ ଆଦମୀ ପାର୍ଟି (ଆପ୍)କୁ ୩୯.୨କୋଟି, ତେଲୁଗୁ ଦେଶମ ପାର୍ଟିକୁ ୮୫.୨ କୋଟି ଓ ବିଜୁ ଜନତା ଦଳ (ବିଜେଡି)କୁ ୬୦ କୋଟି ଟଙ୍କା ଚାନ୍ଦା ମିଳିଛି।

  4. 4.ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନଲାଇନ ଠକେଇ ଯୋଗୁ ଆର୍ଥିକ କ୍ଷତି କାରଣରୁ ସେ ମାନସିକ ସ୍ତରରେ ଅସହାୟ ହୋଇପଡ଼ିଥିଲେ। ପୁଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତକୁ ଅଗ୍ରସର କରିଛି।

  5. 5.ଜାତୀୟ ପରୀକ୍ଷା ସଂସ୍ଥା(ଏନଟିଏ) ଦ୍ଵାରା ଗତ ୧୮ ତାରିଖରେ ସିଏସଆଇଆର ୟୁଜିସି ନେଟ୍ ୨୦୨୫ ପରୀକ୍ଷା ଆୟୋଜିତ ହୋଇଥିଲା। ତେବେ ଏହାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭି​‌ଯୋଗ ​ହୋଇଛି।

  6. 6.ରୁଷ୍‌ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ ସର୍ଭାରୋଭ୍‌ ସୋମବାର ଏକ କାର୍‌ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଜଣାପଡିଛି।

  7. 7.ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲା ମୀନାଗଟ୍ଟା ଜଙ୍ଗଲରେ ଯବାନଙ୍କ ପକ୍ଷରୁ ତଲାସି ଅଭିଯାନ ବେଳେ ମାଓ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ କରାଯାଇଛି।

  8. 8.ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଏବଂ ୫ଟି ପୌର ପରିଷଦ। ଏ ନେଇ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।

  9. 9.ତିନି ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ପକ୍ଷରୁ ଶନିବାର ସେନାରେ କାର୍ଯ୍ୟରତ ଦୀପକ କୁମାର ଶର୍ମା ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁର ଏକ ଫାର୍ମ ନିକଟରୁ ଦୀପକ ୩ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଗୁଇନ୍ଦା ସୂଚନାକୁ ଆଧାର କରି ସିବିଆଇ ତାଙ୍କୁ ଗିରଫ କରିଛି।

  10. 10.କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜର୍ମାନୀରେ କହିଛନ୍ତି ଯେ "ମେଡ୍ ଇନ୍ ଚାଇନା" ଗଣତାନ୍ତ୍ରିକ ଦେଶଗୁଡ଼ିକରେ ନିଯୁକ୍ତି ସୃଷ୍ଟିକୁ ଦୁର୍ବଳ କରିଛି, ଯାହା ରାଜନୈତିକ ଅସ୍ଥିରତାକୁ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି।

  11. 11.ରାଜ୍ୟରେ ଗତ ୭ ବର୍ଷ ଭିତରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି। ୨୦୨୩ ବର୍ଷରେ ୫ ହଜାର ୯୨୮ ଶିଶୁ ନିଖୋଜ ହୋଇଛନ୍ତି। ପୂର୍ବ ବର୍ଷଗୁଡ଼ିକୁ ହିସାବକୁ ନେଲେ ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ। ଏଥିରେ ସର୍ବାଧିକ ୬୪୯୭ ନାବାଳିକା ଅଛନ୍ତି।

  12. 12.ଦୀର୍ଘ ୯ ମାସର ଆଲୋଚନା ପରେ ଭାରତ ଓ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ଚୂଡ଼ାନ୍ତ ହୋଇଛି। ଫଳରେ ଭାରତର ଶତ ପ୍ରତିଶତ ରପ୍ତାନି ଶୁଳ୍କ ମୁକ୍ତ ହୋଇଛି।

  13. 13.କେନ୍ଦ୍ର ସରକାର ଆସନ୍ତା ବର୍ଷ ଫେବ୍ରୁଆରିରୁ ମୁଦ୍ରାସ୍ଫୀତି ଓ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ନୂଆ ପଦ୍ଧତିରେ ହିସାବ କରିବେ। ଆସନ୍ତାବର୍ଷ ମେ’ରୁ ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)ର ନୂଆ ତଥ୍ୟ ଜାରି କରାଯିବ।

  14. 14.ଫନିରେ ବେସାହାରା ହୋଇଥିବା ପରିବାରଙ୍କର ସର୍ଭେ ହୋଇଥିଲା। ସର୍ଭେରେ ଯୋଗ୍ୟ ହୋଇଥିଲେ ମଧ୍ୟ ପୁରୀ ସଦର ବ୍ଲକ୍‌ କହ୍ନେଇ ବିଦ୍ୟାଧରପୁର ଗ୍ରାମର ୬୭ ପରିବାରକୁ କ୍ଷତିପୂରଣ ଦେଲେନି। ୨ବର୍ଷ ପରେ ଆଉ ଥରେ ସର୍ଭେ କରି ପ୍ରଶାସନ ଏ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା।

  15. 15.କାନପୁର, ବାରବାଙ୍କୀ, ଅଯୋଧ୍ୟା ଏବଂ ଲକ୍ଷ୍ନୌ ସମେତ ରାଜ୍ୟର ୪୦ ରୁ ଅଧିକ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ସେପଟେ ଆଇଏମଡିର ସୂଚନା ଅନୁଯାୟୀ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କମିବ। ଅନେକ ଜିଲ୍ଲାରେ ବଢ଼ୁଥିବା ଲୋକମାନଙ୍କୁ ଅଯଥାରେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି। 

6 Y
2 23-12-2025 English
  1. India and New Zealand finalise talks on a free trade deal that will give India tariff-free access to the island nation’s markets.

  2. Prime Minister Narendra Modi will chair the fi fth national conference of chief secretaries in the national capital this week, a senior government official said Monday.

  3. Pakistan’s Chief of Defence Forces, Field Marshal Syed Asim Munir, has been awarded Saudi Arabia’s highest civilian honour, the King Abdulaziz Medal of Excellence.

  4. A Russian general was killed by a car bomb in southern Moscow Monday, Russian investigators said, adding that they suspected Ukrainian special services could have been behind the attack.

  5. The Aravalli Range has returned to the national spotlight following a Supreme Court ruling redefining what qualifies as the ancient hill system.

  6. The Delhi High Court Monday asked Sonia Gandhi, Rahul Gandhi and others to respond to a plea by the Enforcement Directorate (ED) challenging the order of the trial court that refused to take cognisance of its chargesheet against them in the National Herald case.

  7.  Patiala Former IPS officer Amar Singh Chahal allegedly shot himself here Monday and in a purported note, he claimed that he had been duped of `8.10 crore by cyber thugs who posed as wealth management advisors.

  8. The king of Puri, Gajapati Maharaja Dibyasingha Deb, accused the International Society for Krishna Consciousness (ISKCON) of spreading “misinformation” against Shree Jagannath culture and called upon religious scholars and devotees to oppose the holding of “untimely” Rath Yatra.

  9. Normal life was affected in several parts of the state Monday, as the mercury dipped below the 10 degrees Celsius-mark at nine places, weather officials said.

  10. Migratory birds like the Bar-headed Goose (Anser indicus) and the Common Crane (Grus grus) have begun arriving at the Pangaon and Kamkheda lakes in Latur’s Renapur tehsil, wildlife experts said Monday

  11. West Bengal Chief Minister Mamata Banerjee Monday lashed out at the Election Commission, alleging that there were “gross errors” in the draft rolls published following the enumeration phase of the SIR in the state.

  12. The Reserve Bank of India sold a net $11.88 billion in the foreign exchange market in October, data released Monday showed, reflecting the central bank's efforts to support the rupee.

  13. The Nitish Kumar government's work on the infrastructure got a big thumbs up from Congress MP Shashi Tharoor on Monday.

  14. More than 2.12 lakh new PUC certificates were issued following the strict implementation of GRAP-IV measures over the past four days in  Delhi.

  15. A village panchayat in Rajasthan's Jalore district has prohibited daughters-in-law and young women from 15 villages from using phones with cameras starting January 26.

5 Y
3 22-12-2025 Odia
  1. 1.ଭିବି-ଜି ରାମ ଜି (ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା) ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଛି।

  2. 2.ବାଂଲାଦେଶରେ ଏବେ ଭାରତ ବିରୋଧୀ ହାଓ୍ବା ଚରମରେ ରହିଛି । ସେଠାକାର ଜନତା ନିଜ ଦେଶର ଦୁର୍ଗତି ପାଇଁ ଭାରତକୁ ଦୋଷ ଦେଉଛନ୍ତି । ଏଥିପାଇଁ ସେଠାରେ ଥିବା ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି । ଭାରତୀୟ ଉଚ୍ଚାୟୋଗ ଉପରେ ପଥର ମାଡ଼ ବି ହେଉଛି ।

  3. 3.ପରିସଂସ୍ଥାନ ସରକ୍ଷଣ ପାଇଁ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ ବାଧ୍ୟତାମୂଳକ ବୋଲି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌)କୁ ପରିବେଶ ଦାୟିତ୍ୱରୁ ଅଲଗା କରାଯାଇପାରିବ ନାହିଁ।

  4. 4.ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ଦୁନିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ୭୫୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଭାରତୀୟ ମୁଦ୍ରାରେ ମସ୍କଙ୍କ ସମ୍ପତ୍ତି ପରିମାଣ ହେଉଛି ୬୭.୧୮ ଲକ୍ଷ କୋଟି ଟଙ୍କା। ଗତ ୪ ଦିନରେ ତାଙ୍କ ସମ୍ପତ୍ତିରେ ୧୩.୪୬ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।

  5. 5.ଭାରତୀୟମାନେ ଚୀନ୍ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ଏକ ଅନଲାଇନ୍ ଭିସା ୱିଣ୍ଡୋ ଆରମ୍ଭ କରୁଛି।

  6. 6.କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିତର୍କ ଏବଂ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି। ସେ  କହିଛନ୍ତି, ଆରାବଳୀ ପର୍ବତମାଳା ଅଞ୍ଚଳରେ କୌଣସି କୋହଳ ଗ୍ରହଣ କରାଯାଇ ନାହିଁ। ସରକାର ସୁପ୍ରିମକୋର୍ଟଙ୍କ ପରାମର୍ଶ ଓ ନିୟମକୁ ସମର୍ଥନ କରିଛନ୍ତି। କଠୋର ଖଣିଜ ଖନନ ଆଇନକୁ ବଳବତ୍ତର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

  7. 7.ମହାରାଷ୍ଟ୍ର ପୌର ପରିଷଦ ଏବଂ ନଗର ପଞ୍ଚାୟତ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତି ମେଣ୍ଟ ମୋଟ ୨୮୮ ଆସନରୁ ୨୧୭ଟି ଜିତିଛି। ସେପଟେ ବିରୋଧୀ ମହା ବିକାଶ ଆଗାଡିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

  8. 8.ଯାତ୍ରୀଙ୍କ ଯାତ୍ରା ଡିସେମ୍ବର ୨୬ ତାରିଖରୁ ମହଙ୍ଗା ହେବାକୁ ଯାଉଛି। ରେଳବାଇ ଅନୁଯାୟୀ, ୨୧୫ କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡ଼ା ବୃଦ୍ଧି କରାଯାଇ ନାହିଁ, କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ, ସାଧାରଣ ଶ୍ରେଣୀରେ ପ୍ରତି କିଲୋମିଟର ପାଇଁ ଅତିରିକ୍ତ ୧ ପଇସା ଆଦାୟ କରାଯିବ। ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ, ନନ୍-ଏସି ଏବଂ ଏସି ଉଭୟ ଶ୍ରେଣୀରେ ପ୍ରତି କିଲୋମିଟରରେ ଦୁଇ ପଇସା ଭଡ଼ା ବୃଦ୍ଧି କରାଯାଇଛି।

  9. 9.ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି ।

  10. 10.ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ନିକଟସ୍ଥ ଏକ ଟାଉନସିପରେ ଅଜଣା ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡରେ ୧୦ଜଣ ପ୍ରାଣ ହରାଇବା ସହ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି ।

  11. 11.ମୋହନ ଭାଗବତ କହିଛନ୍ତି ଯେ, ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମ୍‌। ସେଠାର ପରିସ୍ଥିତି ଅତ୍ୟନ୍ତ ଜଟିଳ। ତେଣୁ ସେଠାରେ ହିନ୍ଦୁମାନଙ୍କୁ ଏକଜୁଟ ହୋଇ ରହିବାକୁ ପଡ଼ିବ। ସାରା ବିଶ୍ଵର ହିନ୍ଦୁମାନେ ସେମାନଙ୍କୁ ସହଯୋଗ କରିବା ଉଚିତ।

  12. 12.ଏସିଆ ମହାଦେଶରେ ଯାଜପୁର ସୁକିନ୍ଦା ଅଞ୍ଚଳରେ ସର୍ବାଧିକ କ୍ରୋମାଇଟ୍‌ ଗଚ୍ଛିତ ରହିଛି  । ପ୍ରାୟ ୬-୭ ଦଶନ୍ଧି ଧରି ଏହି ଅଞ୍ଚଳରୁ ଅନେକ କମ୍ପାନି କ୍ରୋମାଇଟ୍‌ ଉତ୍ତୋଳନ କରିଆସୁଛନ୍ତି।

  13. 13.ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।

  14. 14.ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍‌ସ୍ପେକ୍ଟର ଖଲେଶ୍ବର ସେଠୀଙ୍କୁ  ଗତ ୧୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଥାନା କାମ ସାରି ଫେରୁଥିଲେ। ତାଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି।

  15. 15.୧୯ ବର୍ଷରୁ କମ ପୁରୁଷ ଦିନିକିଆ ଏସିଆ କପରେ ଭାରତକୁ ୧୯୧  ରନରେ ଶୋଚନୀୟଭାବେ ପରାସ୍ତ କରିଛି ପାକିସ୍ତାନ । ଏହି ମ୍ୟାଚର ପାକିସ୍ତାନ ପକ୍ଷରୁ ଭାରତ ଆଗରେ ୩୪୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲେ ବି ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା ।

13 Y
4 22-12-2025 English
  1. 1.President Droupadi Murmu Sunday gave her assent to Viksit Bharat Guarantee for Rozgar and Ajeevika Mission (Gramin) (VB-G RAM G) Bill, the Rural Development Ministry said.

  2. 2.President Droupadi Murmu has granted assent to the Sustainable Harnessing and Advancement of Nuclear Energy for Transforming India (SHANTI) Bill, passed by Parliament during the Winter Session.

  3. 3.Prime Minister Narendra Modi Sunday laid the foundation stone of a Rs 10,601-crore brownfield ammonia-urea plant in Dibrugarh district of Assam.

  4. 4.Chief Minister Mohan Charan Majhi Sunday attended the ‘Parab-2025’, a national-level tribal festival, in Koraput where he laid foundation stones for 70 development projects worth Rs521 crore and inaugurated 16 others worth Rs24 crore.

  5. 5.Under the railways new ticket pricing structure, passengers will pay an extra 1 paisa per km on journeys beyond 215 km in Ordinary Class, and 2 paise per km for Mail and Express non-AC and AC classes. Passengers on a 500 km non-AC journey will pay an additional `10 for their journey. There is no increase in ticket prices for passengers travelling on routes shorter than 215 km.

  6. 6.Adani group plans to foray into engine MRO as well as passenger-aircraft-to-freighter (P2F) conversion, as the diversified conglomerate bets big on the domestic aviation market, according to a top group official.

  7. 7.Nine people have died and at least 10 others were injured after a group of unidentifi ed gunmen carried out a shooting at a South African pub during the early hours of Sunday.

  8. 8.Claiming that people in live-in relationships are "not ready to take responsibility," Rashtriya Swayamsevak Sangh (RSS) chief Mohan Bhagwat on Sunday highlighted the importance of maintaining the family structure in society.

  9. 9.The Sambalpuri Dhanu Yatra, now in its third year, will be held from January 18 to 22, organisers said.

  10. 10.Odisha Vigilance Sunday arrested a forest range offi cer for possession of assets disproportionate to his known source of income.

  11. 11. A Kremlin envoy said peace talks on a US-proposed plan to end the nearly four-year war in Ukraine were pressing on “constructively” in Florida, while the Ukrainian president said they were moving ”quickly.”

  12. 12.The Bangabandhu Sheikh Mujibur Rahman Hall at the Dhaka University has been renamed in memory of Sharif Osman Hadi.

  13. 13.The sale of meat, tobacco, alcohol, other intoxicants are now prohibited in Amritsar Walled City, Talwandi Sabo and Sri Anandpur Sahib after a notification was issued by the Punjab government, according them 'holy city' status.

  14. 14.Kerala government on Sunday warned that schools would not be allowed to be turned into "communal laboratories."

  15. 15.Mason Greenwood scored as Marseille strolled to a 6-0 win over third-tier Bourg-Peronnas in the French Cup last 64 on Sunday.

8 Y
5 21-12-2025 Odia
  1. 1.ବାଂଲାଦେଶର କଠୋରପନ୍ଥୀ ଭାରତ ବିରୋଧୀ ଯୁବ ନେତା ଶରିଫ୍ ଓସମାନ୍ ହାଦିଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ବିରୋଧୀ ଆଭିମୁଖ୍ୟ ବଢ଼ିବାରେ ଲାଗିଛି।

  2. 2.ଆମେରିକୀୟ ସେନା ଆଇଏସ୍ ଭିତ୍ତିଭୂମି ଓ ଅସ୍ତ୍ରଶସ୍ତ୍ର ସହ ଜଡିତ କେନ୍ଦ୍ରୀୟ ସିରିଆର ୭୦ଟି ଟାର୍ଗେଟ୍‌କୁ ନଷ୍ଟ କରିଛି।

  3. 3.ଚୀନ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଭାରତ ବିରୋଧରେ ଅଭିଯୋଗ କରିଛି। ଟେଲିକମ୍ ଉପକରଣ ଭଳି ଉତ୍ପାଦ ଉପରେ ଭାରତ ଯେଉଁ ଶୁଳ୍କ ଲଗାଇଛି ଓ ସୌର ଶକ୍ତି ଶିଳ୍ପକୁ ଯେଉଁ ସବ୍‌ସିଡି ଦିଆଯାଉଛି ତାହାକୁ ଚୀନ ବିରୋଧ କରିଛି।

  4. 4.ତୋଶାଖାନା-୨ ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବଂ ତାଙ୍କ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ୧୭ ବର୍ଷ ଜେଲ୍‌ଦଣ୍ଡ ଦିଆଯାଇଛି।

  5. 5.ବାଂଲାଦେଶରେ ୨ ପ୍ରମୁଖ ଖବରକାଗଜ ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାର୍‌ ସମେତ କେତେକ ପ୍ରମୁଖ ଗଣମାଧ୍ୟମ ଅଫିସ ଉପରେ ଶୁକ୍ରବାର ରାତିରେ ଭୟଙ୍କର ଆକ୍ରମଣ  ଘଟଣା ଗଣମାଧ୍ୟମ ଜଗତରେ ଆତଙ୍କ ଖେଳାଇ ଦେଇଛି। ବିଶୃଙ୍ଖଳ ଜନତା ଖବରକାଗଜ ଅଫିସ ଭଙ୍ଗାରୁଜା କରୁଛନ୍ତି ଏବଂ ଅଫିସରେ ନିଆଁ ଲଗାଇ ଦେଉଛନ୍ତି।

  6. 6.କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ ବିଡ୍‌ ଦାଖଲ କରିବାକୁ ଯାଉଛି।

  7. 7.ବରିଷ୍ଠ ମାଲାୟାଲମ୍ ଅଭିନେତା, ଚିତ୍ରନାଟ୍ୟ ଲେଖକ ଓ ଚଳଚ୍ଚିତ୍ର ନିର୍ମାତା ଶ୍ରୀନିବାସନଙ୍କର ଶନିବାର କୋଚିର ତ୍ରିପୁନିଥୁରା ତାଲୁକ ହସ୍ପିଟାଲରେ ୬୯ ବର୍ଷରେ  ପରଲୋକ ହୋଇଛି।

  8. 8.ବନ୍ଦର, ବିମାନବନ୍ଦର ଭଳି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ବ୍ୟବସାୟ ପରେ ଆଦାନୀ ଗ୍ରୁପ୍ ଆତିଥେୟତା ଶିଳ୍ପରେ ପ୍ରବେଶ କରିବାକୁ ଯାଉଛି। ସାରା ଦେଶରେ ୬୦ରୁ ଅଧିକ ହୋଟେଲ ଖୋଲିବା ଯୋଜନା ରଖିଛି।

  9. 9.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ ଆଉ ସେମାନଙ୍କ ଔଷଧ ପାଇଁ ବିଶ୍ୱର ଯେକୌଣସି ସ୍ଥାନରେ ନିଆଯାଇଥିବା ସର୍ବନିମ୍ନ ମୂଲ୍ୟଠାରୁ ଅଧିକ ଦେବାକୁ ପଡ଼ିବ ନାହିଁ।

  10. 10.କଟକ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଟାଙ୍କିରେ ତେଲ ପକାଇବାକୁ ଅନୁମତି ମିଳିବନି।

  11. 11.ରୋଗଗ୍ରସ୍ତ ବୃଦ୍ଧ ଭାଇଙ୍କୁ ଚିକିତ୍ସା କରିବା ତ ଦୂର କଥା, କେହି ନ ଜାଣିବାକୁ ରାଜଧାନୀ ଭୁବନେଶ୍ବରରୁ ୪୦୦ କିମି ଦୂର ରାଉରକେଲା ଆଣି ରାସ୍ତାରେ ଫିଙ୍ଗିଦେଇ ପଳାଇଲେ।

  12. 12.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୨୪ଟି ପଦବୀର ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନ ପାଇଁ ସମୟ ସୀମା ୨୦୨୫ ଡିସେମ୍ବର ୨୨ ତାରିଖ ରୁ ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

  13. 13.ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ ନିର୍ମାଣ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ କରାଯିବ।

  14. 14. ବୌଦ୍ଧ ପୁଲିସ ୧୮ ମାଓବାଦୀଙ୍କ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ।

  15. 15.ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଆଇ ସି ସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି।

17 Y
6 20-12-2025 Odia
  1. 1.ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ (GTRI)ର ଏକ ରିପୋର୍ଟ ଅନୁଯାୟୀ, ଚାଇନା ସହିତ ଭାରତର ବାଣିଜ୍ୟ ନିଅଣ୍ଟ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ୨୦୨୫ ସୁଦ୍ଧା ଏହା ୧୦୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହା ଏକ ଅତ୍ୟନ୍ତ ଚିନ୍ତାଜନକ ସ୍ତର।
  2. 2.୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ ଦିଆଯାଇଛି ।  

  3. 3.ସଂସଦର ଶୀତ ଅଧିବେଶନର ବିକଶିତ ଭାରତ ଗ୍ୟାରେଣ୍ଟି ଫର୍‌  ରୋଜଗାର ଆଣ୍ଡ ଆଜୀବିକା ମିସନ୍‌ (ଗ୍ରାମୀଣ) ବିଲ୍ ୨୦୨୫ (ଭିବି-ଜି ରାମ ଜି) ଉଭୟ ସଦନରେ ପାସ୍ ହେବା ସଂସଦୀୟ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

  4. 4.ରାଜ୍ୟ ସରକାର ଓଡ଼ିଶାରେ ଜଳ ପରିବହନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯୋଜନା କରିଛନ୍ତି। ଏଥିପାଇଁ ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୩୬ ସୁଦ୍ଧା ଦେଶର ବନ୍ଦରଭିତ୍ତିକ କାର୍ଗୋ ପରିବହନର ୩୩% ଓଡ଼ିଶାରୁ ହେବ।

  5. 5.ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନର ଜନ୍ମ ନିୟନ୍ତ୍ରଣ ସାମଗ୍ରୀ (କଣ୍ଡୋମ/ଗର୍ଭ ନିରୋଧକ) ଉପରେ ଲାଗୁ ହୋଇଥିବା ୧୮ ପ୍ରତିଶତ ସାଧାରଣ ବିକ୍ରୟ କର (GST)କୁ ତୁରନ୍ତ ଛାଡ଼ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଏହା ଦୁନିଆର ଦ୍ରୁତତମ ଜନସଂଖ୍ୟା ବୃଦ୍ଧି ହାର ସହ ସଂଗ୍ରାମ କରୁଥିବା ପାକିସ୍ତାନ ସରକାରଙ୍କ ପାଇଁ ଏକ ବଡ଼ ଝଟ୍‌କା।

  6. 6.ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର ମୂଲ୍ୟ ୨୦% ପର୍ଯ୍ୟନ୍ତ ବୃଦ୍ଧି କରିବେ ବୋଲି ଚର୍ଚ୍ଚା ହେଉଛି।

  7. 7.ଜଣେ ଜମିମାଲିକଙ୍କ ଠାରୁ ତାଙ୍କ ଜମିର ଅନୁକୂଳ ସୀମା ନିର୍ଦ୍ଧାରଣ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ତହସିଲର ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ସେଠୀ।

  8. 8. ବିହାରରର ଛପରା ଜିଲ୍ଲାରେ ପ୍ରବଳ ଥଣ୍ଡା ଏବଂ ଶୀତଳ ଲହରୀ ଯୋଗୁଁ  ଅଙ୍ଗନୱାଡି କେନ୍ଦ୍ର ସମେତ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ଡିସେମ୍ବର ୨୧  ୨୦୨୫ ପର୍ଯ୍ୟନ୍ତ ସ୍ଥଗିତ ରହିବ।

  9. 9.କନ୍ଧମାଳ ଜିଲ୍ଲାରେ ଥମିବାର ନା ଧରୁନି ଗଞ୍ଜେଇ କାରବାର। ଶୁକ୍ରବାର ଗୋଛାପଡା ପୁଲିସ ଏକ ପିକ୍‌ଅପ୍‌ ଗାଡ଼ିରୁ ୩୭୮ କିଲୋ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି।

  10. 10.ଭବାନୀପାଟଣା ଏକ ସ୍ବୟଂ ସହାୟିକା ଗୋଷ୍ଠୀଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଲାଞ୍ଜିଗଡ଼ର ପୂର୍ବତନ ସିଡିପିଓ ମୀନା ପାତ୍ରଙ୍କୁ ଭିଜିଲାନ୍ସ କୋର୍ଟ ୪ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

  11. 11.ବେଆଇନ ବେଟିଂ ଆପ ମାମଲାରେ ଇଡି ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରିଛି। ଯୁବରାଜ ସିଂଙ୍କ ଅଢ଼େଇ କୋଟି, ଉଥାପ୍ପାଙ୍କ ୮.୨୬ ଲକ୍ଷର ସମ୍ପତ୍ତି ଜବତ ହୋଇଛି। ସେହିପରି ଉର୍ବଶୀ ରୌତେଲାଙ୍କ ୨ କୋଟି, ସୋନୁ ସୁଦ୍‌ଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।

  12. 12.ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ ନାହିଁ। ଆହ୍ଲାବାଦ୍ ହାଇକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

  13. 13.ଗତ ୫ ବର୍ଷରେ ସମଗ୍ର ଦେଶରେ ପ୍ରାୟ ୮.୭ ଲକ୍ଷ ଖାଦ୍ୟ ନମୁନା ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୧.୭୪ ଲକ୍ଷରୁ ଅଧିକ ନମୁନା ସୁରକ୍ଷା ଏବଂ ଗୁଣବତ୍ତାର ଧାର୍ଯ୍ୟ ମାନକରେ ଫେଲ୍ ହୋଇଛି। ଏହି ଅପମିଶ୍ରଣରେ ଜଡ଼ିତ ପ୍ରାୟ ୪୮୦୦ ଲୋକଙ୍କୁ ଦଣ୍ଡ ଦିଆଯାଇଛି ଏବଂ ସେମାନଙ୍କ ଉପରେ ୨୫୭ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଯାଇଛି।

  14. 14.ଭାରତରେ ଗତ ୨୫ ବର୍ଷ ମଧ୍ୟରେ ମଧୁମେହ ରୋଗୀଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି। ବର୍ତ୍ତମାନ ସାରା ବିଶ୍ୱରେ ପ୍ରାୟ ୬୦୦ ନିୟୁତ ଲୋକ ମଧୁମେହରେ ପୀଡିତ ହୋଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ମସିହାରେ ପ୍ରତି ନଅ ସେକେଣ୍ଡରେ ଜଣେ ବ୍ୟକ୍ତି ମଧୁମେହ ଯୋଗୁଁ ମୃତ୍ୟୁବରଣ କରୁଥିଲେ।

  15. 15.ହାଇଦ୍ରାବାଦରେ ଅନୁଷ୍ଠିତ ମେଗା ରୋଡ୍ ସୋ ‘ଓଡ଼ିଶା ନିବେଶକ ସମ୍ମିଳନୀରେ ୨୭,୬୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୧୩ଟି ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି। ଏଥିସହିତ ୩୯,୧୩୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି।

  16. 16.ରାଜ୍ୟ ସରକାର ‘ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ’ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୬ଟି ପ୍ରକଳ୍ପ ପାଇଁ ୫ବର୍ଷରେ (୨୦୨୫-୨୬ରୁ ୨୦୨୯-୩୦) ମଧ୍ୟରେ ୧୭୯୦କୋଟି ଟଙ୍କା ଖର୍ଚ୍ଚ ହେବ।

  17. 17.ଆମେରିକା ପୁଣି ଥରେ ସିରିଆରେ ଇସଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି। ପାଲମିରା ଅଞ୍ଚଳରେ ଏକ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ, ପେଣ୍ଟାଗନ୍ କଡ଼ା ଜବାବ ଦେବାକୁ ନିଷ୍ପତ୍ତି ନେଇଛି।

  18. 18.ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ ସର୍ବନିମ୍ନ ୪.୩ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି।

  19. 19.କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

  20. 20.ଅହମ୍ମଦାବାଦ- ଅହମ୍ମଦାବାଦ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ପରାସ୍ତ କରିଛି । ଗୋଟିଏ ମ୍ୟାଚ ବାତିଲ୍‌ ହୋଇଥିବା ବେଳ ଭାରତ ତିନୋଟି ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍‌ ଜିତିଛି।

20 Y
7 20-12-2025 English
  1. 1.Parliament passed eight bills during the relatively short winter session, with the opposition and treasury benches engaging in sharp exchanges on some of the legislations and during debates on electoral reforms and the 150th anniversary of Vande Mataram.

  2. 2.At least eight elephants were killed and one calf injured after a herd collided with the Sairang-New Delhi Rajdhani Express in Assam's Hojai on Saturday morning, leading to disruption of rail services. 

  3. 3.The national capital, Delhi, woke up to a thick layer of smog blanketing the city with the Air Quality Index (AQI) at 380, falling under the 'very poor' category.

  4. 4.Prime Minister Narendra Modi will inaugurate the new terminal building of Lokapriya Gopinath Bordoloi International (LGBI) Airport in Guwahati.

  5. 5.A case of snake-bite death in Tamil Nadu's Tiruvallur district has now been exposed as a murder, allegedly planned and executed by the victim's own sons to claim large life insurance payouts.

  6. 6.The Enforcement Directorate (ED) on Friday approached the Delhi High Court challenging a trial court's order refusing to take cognisance of its charge sheet against Congress leaders Sonia Gandhi, Rahul Gandhi and others in the National Herald case.

  7. 7.Chief Minister Mohan Charan Majhi Friday asserted that Odisha is poised to emerge as one of India’s key growth engines, highlighting the Odisha Investor Meet as a vital platform for converting investment intent into tangible outcomes.

  8. 8.A total of 97.4 lakh voters have been removed from the Tamil Nadu voter list, following the enumeration phase of the SIR exercise and the state’s electoral roll now has 5.43 crore voters, Chief Electoral Officer Archana Patnaik said Friday.

  9. 9.US President Donald Trump Thursday signed an order directing the loosening of federal regulations on marijuana, a move that could further reverse decades of tough-on-weed policy.

  10. 10.Former president of Institution of Engineers (India) and an alumnus of NIT, Rourkela, Ashok Basa has been appointed as the internal auditor of World Federation of Engineering Organisations (WFEO) for the period 2025 to 2027.

  11. 11.In a relief to Trinamool Congress MP Mahua Moitra, the Delhi High Court Friday set aside an order of the Lokpal granting sanction to the CBI to fi le a chargesheet against her in the alleged cash-for-query scam.

  12. 12.As many as 73.73 lakh voters were removed following the special intensive revision (SIR) drive in Gujarat, reducing the number of registered voters in draft electoral rolls to 4.34 crore from the earlier 5.08 crore, officials said.

  13. 13.The Allahabad High Court has ruled that a married person cannot legally enter into a live-in relationship with a third party without first obtaining a decree of divorce.

  14. 14.A court in Ahmedabad in Gujarat has directed the Congress and four of its leaders to remove a deep fake video of Prime Minister Narendra Modi and industrialist Gautam Adani from social media platforms.

  15. 15.Karnataka Legislative Council Friday passed a bill to curb hate speech, amid strong protest from Opposition BJP and JD(S), which called it “draconian”, “direct attack on free speech” and “dangerous tool for political vendetta”.

  16. 16.Pope Leo named Bishop Richard Moth as the new Archbishop of Westminster, the most prominent Catholic figure in England and Wales.

  17. 17.Ukraine thanked the European Union Friday for deciding to provide it with 90 billion euros ($105.46 billion) of support over the next two years - even if the bloc failed to agree on an ambitious plan to finance it using frozen Russian assets.

  18. 18.Pakistan’s Deputy Prime Minister Ishaq Dar Friday accused India of consistently attempting to undermine the Indus Waters Treaty (IWT), claiming the current material breaches strike at the heart of the pact.

  19. 19.Delhi Education Minister Ashish Sood Friday announced that air purifi ers will be installed in 10,000 classrooms to ensure clean air for students.

  20. 20.State Revenue and Disaster Management Minister Suresh Pujari Friday asserted that the Kotia region belongs to Odisha and will continue to remain so.

8 Y
8 19-12-2025 Odia
  1. 1.ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓମାନରେ ପହଞ୍ଚିଛନ୍ତି। ତାଙ୍କୁ ଓମାନ ତରଫରୁ ସର୍ବୋଚ୍ଚ ନାଗରିକ ପୁରସ୍କାରରେ ସମ୍ନାନିତ କରାଯାଇଛି।
  2. 2.ରୁଷ ରାଷ୍ଟ୍ରପତି ପୁଟିନ ଚେତାବନୀ ଦେଇଛନ୍ତି ଯେ, ଯଦି କିଭ୍ ଏବଂ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଶାନ୍ତି ଆଲୋଚନାରେ କ୍ରେମଲିନ୍‌ର ଦାବିକୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ମସ୍କୋ ୟୁକ୍ରେନ୍‌ରେ ନିଜର ଲାଭ ବୃଦ୍ଧି କରିବାକୁ ଚେଷ୍ଟା କରିବ ।

  3. 3.ଗଣତନ୍ତ୍ର ଦିବସ-୨୦୨୬ ପାଇଁ ୟୁରୋପୀୟ ସଂଘ (EU)ର ଶୀର୍ଷ ନେତା, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ।

  4. 4.ରାଜ୍ୟସଭାରେ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି ବିଲ୍ ୨୦୨୫ ( ଶାନ୍ତି ବିଲ୍, ୨୦୨୫) ଗୃହୀତ ହୋଇଛି। ରାଜ୍ୟସଭା ଏହି ବିଲକୁ ବାଚନିକ ଭୋଟ ଦ୍ୱାରା ପାସ୍ କରିଛି ।

  5. 5.ଷ୍ଟାଚ୍ୟୁ ଅଫ୍ ୟୁନିଟି ତିଆରି କରି ଇତିହାସ ସୃଷ୍ଟି କରିଥିବା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ।

  6. 6.ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍‌ସିଏସ୍‌) ଅନୁଯାୟୀ ଗୁରୁବାର ସକାଳେ ମିଆଁମାରରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି ।

  7. 7.ଲୋକସଭାରେ ବହୁ ବିରୋଧ ପରେ ଭିବି-ଜି ରାମ୍-ଜି ବିଲ୍  ପାରିତ ହେଲା ।

  8. 8.୨୦୧୨ମସିହାରେ ମହାରାଷ୍ଟ୍ରରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟାକୁ ଚକୋଲେଟ୍‌ ଦେଇ ଅପହରଣ କରି ଦୁଷ୍କର୍ମ ଏବଂ ହତ୍ୟା କରିଥିଲା ଅଭିଯୁକ୍ତ ରବି ଅଶୋକ ଘୁମାରେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୯ରେ ଅକ୍ଟୋବର ୩ତାରିଖରେ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ଦୋଷୀଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

  9. 9.ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି।

  10. 10.ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ଠାରେ ଥିବା ପ୍ରାଚୀନ ଐତିହ୍ୟସ୍ଥଳୀରୁ ବେଆଇନ ଜବରଦଖଲ ଉଚ୍ଛେଦ ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ।

  11. 11.ନବକଳେବର ଚଳଚ୍ଚିତ୍ର  ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ ଏବଂ ଭାରତର ବିଭିନ୍ନ ସ୍ଥାନ) ଏବଂ ୪ଟି ମହାଦେଶ (ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଓ ଇଉରୋପ) ଜୁରି ଯାତ୍ରା କରି ଏପର୍ଯ୍ୟନ୍ତ ପ୍ରାୟ ୧୩ଟି ସହରରେ ଦର୍ଶକମାନଙ୍କ ପାଖରେ ପହଞ୍ଚିଛି ।

  12. 12.ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ନୂତନ ଭାବେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ (MKBY) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ୫୧,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ବାଲ୍ୟ ବିବାହ ରୋକିବା ଏବଂ କନ୍ୟା ସନ୍ତାନର ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ।

  13. 13.ମହାରାଷ୍ଟ୍ରର ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ ଶେନ୍ଦୁରୁସାନି ଗ୍ରାମ ପଞ୍ଚାୟତରେ ମାତ୍ର ୩ ମାସ ମଧ୍ୟରେ ୨୭,୩୯୭ ଜନ୍ମ ପଞ୍ଜିକରଣ କରାଯାଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗ୍ରାମର ମୋଟ ଜନସଂଖ୍ୟା ମାତ୍ର ୧,୫୦୦।

  14. 14.ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଅଦାଲତୀ ଝଟକା ଲାଗିଛି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମେ’୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

  15. 15.କଟକ ପ୍ରତାପନଗରୀ ଅଞ୍ଚଳର ଏକ ଘରୋଇ ହସ୍‌ପିଟାଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ସ୍କୁଲରୁ ଫେରିବା ରାସ୍ତାରେ ଦୁଷ୍କର୍ମର ଶିକାର ହୋଇଥିବା ଏହି ନାବାଳିକା ଗର୍ଭବତୀ ହୋଇଥିଲେ।

  16. 16.ପାକିସ୍ତାନର ପେଶାଦାର ଭିକାରୀମାନେ ଏବେ ବିଶ୍ୱ ସ୍ତରରେ ଦେଶ ପାଇଁ ଏକ ବଡ଼ ଅପମାନର କାରଣ ସାଜିଛନ୍ତି। ନିକଟରେ ସାଉଦି ଆରବ ପ୍ରାୟ ୫୬,୦୦୦ ପାକିସ୍ତାନୀ ଭିକାରୀଙ୍କୁ ନିଜ ଦେଶରୁ ବାହାର କରିଦେଇଛି।

  17. 17.ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ ପରିମାଣର ୩୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଏଣିକି ଆଉ ଠିକାରେ ଶିକ୍ଷକ ନିଯୁକ୍ତ ହେବେନାହିଁ। ରାଜ୍ୟରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ୩ ବର୍ଷ ମଧ୍ୟରେ ୪୫ ହଜାର ଶିକ୍ଷକ ପଦବୀ ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଛି।

  18. 18.ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। 

  19. 19.ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିଲେ। ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୋଲିସ ଏବଂ ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

  20. 20.ଫ୍ରାନ୍‌ସ ତଥା ପ୍ୟାରିସ ସେଣ୍ଟ ଜର୍ମାନ ଫରୱାର୍ଡ ଓସୁମେନେ ଡେମ୍ବେଲେ ପୁରୁଷ ଓ ସ୍ପେନ ତଥା ବାର୍ସିଲୋନାର ମିଡଫିଲଡର ଆଇଟାନେ ବୋନମାତି ମହିଳାରେ ଫିଫା ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି।

21 Y
9 19-12-2025 English
  1. 1.Parliament late Thursday passed the VB-G RAM G Bill that seeks to replace the 20-year-old MGNREGA and guarantee 125 days of rural wage employment every year.

  2. 2.China opposes ‘unilateral bullying’ after US orders blockade of sanctioned tankers entering & leaving Venezuela.

  3. 3.The ban on entry of non-Delhi private vehicles below BS VI standards and the enforcement of the ‘No PUC, No Fuel’ rule came into force in the national capital .

  4. 4.Three Naxalites, including a woman, collectively carrying a reward of Rs12 lakh, were killed in an encounter with security personnel in Chhattisgarh’s Sukma district Thursday, police said.

  5. 5.Twenty-six Indians working in the Russian armed forces have reportedly died, while seven have been marked as missing by the Russian side, the government told Parliament Thursday.

  6. 6.Renowned sculptor Ram Sutar, whose creations included the gigantic Statue of Unity at Kevadia and the iconic Mahatma Gandhi statue at the Parliament complex, died late Wednesday night at his Noida residence. He was 100.

  7. 7.Parliament Thursday passed the nuclear energy Bill, with the Rajya Sabha giving its nod to the legislation seeking to open the tightly-controlled civil nuclear sector for private participation.

  8. 8.Ousted Nepal Prime Minister KP Sharma Oli was Thursday elected as the CPN-UML’s chairman for the third consecutive term with a two-thirds majority.

  9. 9.At least 149 students and seven private educational institutions have been booked for allegedly obtaining post-matric scholarships by submitting forged income and caste certificates, officials said.

  10. 10.To support women-led enterprises and strengthen their economic participation, the state government Thursday disbursed over Rs90 crore as loan interest waivers to more than 1.55 lakh self-help groups (SHGs) across the state.

  11. 11.The inspector in-charge (IIC) of Dasmantpur police station in Koraput was arrested by Vigilance sleuths Thursday while allegedly accepting a bribe of Rs20,000 from a relative of an accused.

  12. 12.TP Odisha Distribution Companies Wednesday clarified that the levy of Additional Security Deposit (ASD) on electricity bills is a statutory and regulatory requirement mandated under the Electricity Act, 2003 and in accordance with Odisha Electricity Regulatory Commission (OERC) regulations.

  13. 13.The state government has approved the construction of 235 new hostels for tribal and other backward class students, SC and ST Development Minister Nityanand Gond said Thursday

  14. 14.Chief Minister Mohan Charan Majhi Thursday unveiled the newly designed wall and desk calendars published by the Shree Jagannath Temple Administration (SJTA), featuring captivating photographs of Lord Jagannath.

  15. 15.The prime accused behind Dhauli gang rape case, absconding since the crime came to the fore, was arrested by the Commissionerate Police.

11 Y
10 18-12-2025 Odia
  1. 1.ପ୍ରଧାନମନ୍ତ୍ରୀ ଇଥିଓପିଆ ସଂସଦକୁ ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମହିନ୍ଦରକୁ ଆସିଛି ।

  2. 2.ଲୋକସଭାରେ ବୁଧବାର ସଷ୍ଟେନେବଲ୍ ହାର୍ନେସିଙ୍ଗ୍ ଆଣ୍ଡ୍ ଆଡ୍‌ଭାନ୍ସମେଣ୍ଟ୍ ଅଫ୍ ନ୍ୟୁକ୍ଲିଅର୍ ଏନର୍ଜି ଫର୍ ଟ୍ରାନ୍ସଫର୍ମିଙ୍ଗ୍ ଇଣ୍ଡିଆ (ଭାରତକୁ ପରିବର୍ତ୍ତନ କରିବା ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି (‘ଶାନ୍ତି’)  ବିଲ୍‌, ୨୦୨୫କୁ ଅନୁମୋଦନ ମିଳିଛି।

  3. 3.ଭାରତ ଏବଂ ଓମାନ ଆଜି (ଡିସେମ୍ବର ୧୮)ରେ ମସ୍କଟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବେ। ଏହା ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ବୃଦ୍ଧି କରିବ।

  4. 4.ଭାରତୀୟ ସେନାକୁ ବଳକା ତିନୋଟି ବୋଇଂ ଆପାଚେ ଆକ୍ରମଣକାରୀ (ଏଏଚ୬୪ଇ) ହେଲିକପ୍ଟର ମିଳିଛି ।

  5. 5.ଗତ ଅକ୍ଟୋବର ଓ ନଭେମ୍ବର ଭଳି ଏଥର ମଧ୍ୟ ରିଜର୍ଭ ବ୍ୟାଙ୍କ ଦୃଢ଼ ପଦକ୍ଷେପ ନେଇଥିଲା। ଫଳରେ ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ବେଳକୁ ୯୧ ଟଙ୍କା ସ୍ତର ଅତିକ୍ରମ କରିଥିବା ଟଙ୍କା ମୂଲ୍ୟରେ ଦ୍ରୁତ ସୁଧାର ଘଟି ଏକ ଡଲାର ମୂଲ୍ୟ ୮୯ ଟଙ୍କା ୭୫ ପଇସା ଭଳି ଉନ୍ନତ ସ୍ଥିତିକୁ ଚାଲିଆସିଥିଲା।

  6. 6.ଭାରତୀୟ ବୀମା କମ୍ପାନିକୁ ବିଦେଶୀ ନିବେଶକମାନେ ସମ୍ପୂର୍ଣ୍ଣ କିଣିପାରିବେ। ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇକୁ ଅନୁମତି ଦେବା ସମ୍ପର୍କିତ ‘ସବ୍‌କା ବୀମା ସବ୍‌କି ସୁରକ୍ଷା’ ବିଲ୍‌ ସଂସଦରେ ଗୃହୀତ ହୋଇଛି।

  7. 7.ରିପୋର୍ଟ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକ ୨୦୨୬ରେ ସେମାନଙ୍କର 4G ଏବଂ 5G ରିଚାର୍ଜ ପ୍ଲାନର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିପାରନ୍ତି। ବାସ୍ତବରେ ୨୦୧୯, ୨୦୨୧ ଏବଂ ୨୦୨୪ ମସିହାରେ ମୋବାଇଲ୍ ରିଚାର୍ଜ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

  8. 8.ଆସନ୍ତା ଜାନୁଆରୀ ୬ ତାରିଖରୁ ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ।

  9. 9.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗ୍ରେଟର୍‌ ବ୍ରହ୍ମପୁର’ ଘୋଷଣା କରିବା ସହ ତୁରନ୍ତ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬୦୦୦ କୋଟିରେ ବ୍ରହ୍ମପୁର-ଜୟପୁର ରାସ୍ତା ୬ ଥାକିଆ ହେବ। ୫୨ କୋଟିରେ ବ୍ରହ୍ମପୁର ସହରରେ ରାସ୍ତା ଫିଟିବ।

  10. 10.ନୂଆବର୍ଷରୁ  ରାଜ୍ୟରେ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ।

  11. 11.ଶଙ୍କରପୁରରେ ଦେଢ଼ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ  କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଅଶୋକ କୁମାର ବେହେରା(୪୮)  କୁ ଗିରଫ କରି ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି  ।

  12. 12.ମୁହଁ ଢାଙ୍କି ଶୋଇବାରୁ ଅକ୍ସିଜେନ୍‌ ସ୍ତର ୧୫-୨୦% ପର୍ଯ୍ୟନ୍ତ ହ୍ରାସ ପାଏ ଏବଂ ଫୁସ୍‌ଫୁସ୍‌କୁ ଅକ୍ସିଜେନ୍‌ ଗ୍ରହଣ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ବୋଲି ବେଙ୍ଗାଲୁରୁର ସ୍ପର୍ଶ ହସ୍ପିଟାଲ୍‌ର ପଲ୍‌ମୋନୋଲୋଜିଷ୍ଟ ବା ଛାତି ରୋଗ ବିଶେଷଜ୍ଞ ଡା. ଶିବରାଜ ଅଜ୍ଜି କାରିୟପ୍ପଲା ଲକ୍ଷ୍ମଣ କହିଛନ୍ତି। ଏହାର ପ୍ରଭାବ ନିଦ ଉପରେ ପଡେ ଯାହାଫଳରେ ନିଦ ବାରମ୍ବାର ଭାଙ୍ଗେ।

  13. 13.କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଜଗବନ୍ଧୁ ମହାରଣାଙ୍କ ଘରେ ଗୁଣି ଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ପୂଜା ଚାଲିଥିଲା।ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା। ଫଳରେ ଜଗବନ୍ଧୁ ମାଟି ତଳେ ରହିଯାଇଥିଲେ। ଗ୍ରାମବାସୀମାନେ ଦୁଇ ଗୁଣିଆ ଙ୍କୁ ଅଟକ ରଖିଛନ୍ତି ।

  14. 14.ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ,ବିତରକ ତଥା ବିଶିଷ୍ଟ ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।

  15. 15.ଉତ୍ତର ଭାରତରେ ଘନ କୁହୁଡ଼ି ଏବଂ ବିଷାକ୍ତ କୁହୁଡ଼ି ତାଣ୍ଡବ ଜାରି ରଖିଛି। ଗତକାଲି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ କୁହୁଡ଼ି ଯୋଗୁଁ ବାତିଲ କରାଯାଇଥିଲା। ଆମ୍ପାୟର୍‌ମାନେ ଆଲୋକ ଏବଂ ପିଚ୍‌ ଅବସ୍ଥାର  ୬ ଥର ନୀରିକ୍ଷଣ କରିଥିଲେ। କିନ୍ତୁ ରାତି ୯:୩୦ ସୁଦ୍ଧା ପରିସ୍ଥିତିରେ କୌଣସି ଉନ୍ନତି ନହେବାରୁ ମ୍ୟାଚ୍‌କୁ ବାତିଲ୍‌  କରାଯାଇଛି।  

24 Y