Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
371 26-02-2025 Odia
  1. 1.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛି। ୨୦୨୬ରୁ ସିବିଏସ୍ଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରିବ। ବାର୍ଷିକ ଦୁଇଥର ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାକ୍ଟିକାଲ ଓ ଆଭ୍ୟନ୍ତରୀଣ ମୂଲ୍ୟାୟନ ବର୍ଷକୁ ଥରେ ହିଁ ହେବ।

  2. 2. ଦିଲ୍ଲୀ ବିଧାନସଭାରେ ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା  ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବତନ ଆପ୍‌ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ ‌କ୍ଷତି ହୋଇଛି।

  3. 3.ବୁଧବାର ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

  4. 4.ଦେଶରେ ସିମ କାର୍ଡ ବିକ୍ରି କରିବାର ନିୟମ ୧ ଏପ୍ରିଲରୁ ପରିବର୍ତ୍ତନ ହେବାକୁ ଯାଉଛି। ୧ ଏପ୍ରିଲ ପରେ ଅଣପଞ୍ଜିକୃତ ଡିଲରମାନେ ସିମ କାର୍ଡ ବିକ୍ରି କରିପାରିବେ ନାହିଁ।

  5. 5.ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି ।

  6. 6.ଗାଜା ଅସ୍ତ୍ରବିରତି ପରେ, ଇସ୍ରାଏଲୀ ସେନା ଟ୍ୟାଙ୍କ, ବୁଲଡୋଜର ଏବଂ ଅନ୍ୟାନ୍ୟ ଘାତକ ଅସ୍ତ୍ରଶସ୍ତ୍ର ସହିତ ୱେଷ୍ଟବ୍ୟାଙ୍କରେ ପ୍ରବେଶ କରିଛନ୍ତି ଏବଂ ନିରନ୍ତର ଘର ଏବଂ ନାଗରିକ ନିର୍ମାଣକୁ ଧ୍ୱଂସ କରୁଛନ୍ତି।

  7. 7.ଫ୍ରାନ୍ସର ଜଣେ ପୂର୍ବତନ ସର୍ଜନଙ୍କ ବିରୋଧରେ ପ୍ରାୟ ୩୦୦ ଶିଶୁଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେବା ଅଭିଯୋଗ ହୋଇଛି। କିଛି ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲ ରୁମ୍‌ରେ ଏକୁଟିଆ ଥିବାବେଳେ ଡାକ୍ତର ଉଭୟ ପୁଅ ଓ ଝିଅଙ୍କୁ ଯୌନ ନିର୍ଯାତନା ଦେଉଥିଲେ।

  8. 8.୧୯୮୪ ଶିଖ୍‌ ବି‌ରୋଧୀ ଦଙ୍ଗା ସହ ଜଡ଼ିତ ଏକ ହତ୍ୟା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜି ଆଜୀବନ କାରାଦଣ୍ଡ ହୋଇଛି। ୨ ଶିଖ୍‌ଙ୍କ ହତ୍ୟାରେ ସଜ୍ଜନଙ୍କ ଭୂମିକା ପାଇଁ ଆଜି ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। 

  9. 9. ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ଓଡିଶା ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍‌ ପାଇଛି । 

  10. 10.ଚଳିତ ବର୍ଷ ଜାନୁଆରି ୩୧ ସୁଦ୍ଧା ୯ କୋଟିରୁ ଅଧିକ ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ କରିଛନ୍ତି। ଗତବର୍ଷ ତୁଳନାରେ ସେମାନଙ୍କ ସଂଖ୍ୟା ୬.୮ ପ୍ରତିଶତ ବଢ଼ିଛି। ମିଳିଥିବା ତଥ୍ୟ ଅନୁସାରେ ଦେଶରେ ୧ କୋଟି ଟଙ୍କାରୁ ଅଧିକ ଆୟ ଦେଖାଇଥିବା ଟିକସଦାତାଙ୍କ ସଂଖ୍ୟାରେ ୪୩ ପ୍ରତିଶତ ବୃଦ୍ଧି ଘଟିଛି। 

  11. 11. ବିଶ୍ବ ବଜାରରେ ସୁନା ମହଙ୍ଗା ହେବା ସହ ଭାରତକୁ ଆମଦାନି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଫେବ୍ରୁଆରି ଆମଦାନି ଗତବର୍ଷ ତୁଳନାରେ ୮୫ ପ୍ରତିଶତ କମ୍ ହୋଇଛି, ଯାହା ୨୦ ବର୍ଷରେ ସର୍ବନିମ୍ନ। 

  12. 12.ସୂଚନା ଅନୁସାରେ, ଟାଟା ଓ ଏୟାରଟେଲ୍‌ ଡିଟିଏଚ୍‌ର ମିଶ୍ରଣରେ ଗଠନ ହେବାକୁ ଥିବା କମ୍ପାନିରେ ଏୟାରଟେଲ୍‌ର ୫୨-୫୫ ପ୍ରତିଶତ ଏବଂ ଟାଟା ପ୍ଲେର ୪୫-୪୮ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ରହିବ। ଏହି କମ୍ପାନି ଅଧୀନରେ ୩.୫ କୋଟିରୁ ଅଧିକ ଡିଟିଏଚ୍‌ ଗ୍ରାହକ ରହିବେ। 

  13. 13.ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ସାଇବର ଠକ ଅତି ଚତୁରତାର ସହ ଡିଜିଟାଲ୍ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି।

  14. 14.ଗୃହରେ ଅଶାଳୀନ ଆଚରଣ ପାଇଁ ବିହାର ବିଧାନ ପରିଷଦରୁ ସୁନୀଲ କୁମାର ସିଂହଙ୍କ ବହିଷ୍କାରକୁ ସୁପ୍ରିମକୋର୍ଟ ରଦ୍ଦ କଲେ ବୋଲି ଖଣ୍ଡପୀଠ ପ୍ରକାଶ କରିଛି।

  15. 15.ରେଳ ମନ୍ତ୍ରଣାଳୟ ସହାୟତାରେ ଆଇଆଇଟି ମାଡ୍ରାସ ୪୨୨ ମିଟର ଲମ୍ବର ଏକ ହାଇପରଲୁପ୍ ପରୀକ୍ଷା ଟ୍ରାକ୍ ବିକଶିତ କରିଛି। ଏହା ଦ୍ୱାରା ମାତ୍ର ୩୦ ମିନିଟରେ ୩୫୦ କିଲୋମିଟର ଅତିକ୍ରମ କରାଯାଇପାରିବ।

204 Y
372 26-02-2025 English
  1. 1.From 2026, Class X students will be able to take CBSE board exams twice in an academic session or choose between the two editions--one in February and another in May, officials said.

  2. 2.As per NITI Aayog, 36 per cent of government schools in India had fewer than 50 students and nearly 10 per cent had fewer than 20.

  3. 3.The Supreme Court Tuesday ordered “immediate” reinstatement of an RJD MLC who was expelled last year for misbehaving inside the House with Chief Minister Nitish Kumar.

  4. 4.Cyber criminals have duped Berhampur University Vice Chancellor Prof Geetanjali Dash of Rs14 lakh by impersonating an Enforcement Directorate (ED) official and issuing her a threat of “digital arrest”

  5. 5.A Delhi court Tuesday awarded lifeterm imprisonment to former Congress MP Sajjan Kumar in a murder case related to the 1984 anti-Sikh riots.

  6. 6.India and the European Union will this week take stock of their negotiations for an ambitious free trade deal and broadly firm up a new strategic agenda at a time Europe is looking at de-risking its relations with China.

  7. 7.Senior OPS officer and litterateur Dr Chandra Sekhar Hota was appointed as the secretary of Odisha Sahitya Akademi Tuesday.

  8. 8.Food Supplies and Consumer Welfare (FS&CW) Minister Krushna Chandra Patra Tuesday clarifi ed that eligible ration card holders, who are fi ling I-T returns, will not be removed from the Public Distribution System (PDS) list.

  9. 9.In a first in India, the state vaccine store here has received the prestigious ISO 9001:2015 certification from United Ackreditering Services Limited (UASL) for quality management under the Universal Immunisation Programme (UIP), official sources said Tuesday.

  10. 10.The state government has announced that paddy procurement for the current season will conclude March 31, urging farmers to complete deliveries on time to avail the benefits of the scheme.

  11. 11.Governor Hari Babu Kambhampati, along with First Lady Jayashree Kambhampati, took a holy dip at Triveni Sangam during the Mahakumbh in Prayagraj Tuesday.

  12. 12. In a bid to promote scientific awareness and innovation, CSIR-IMMT, Bhubaneswar launched the Vigyan Rath, a mobile science exhibition that toured various institutions across Odisha from February 19 to 22.

  13. 13.Russia and Indonesia took steps Tuesday to strengthen their defence ties with a meeting between a top Russian security official and Indonesia’s defence minister in the capital of Jakarta as Moscow’s war on Ukraine entered its fourth year.

  14. 14. Gold prices jumped by Rs250 to Rs89,350 per 10 grams Tuesday extending gains for the second day amid depreciation in rupee, according to the All India Sarafa Association.

  15. 15.The Indian women's hockey team Tuesday stunned reigning Olympic champions and world No 1 Netherlands in shootout after the two sides were locked 2-2 in regulation time to end their home leg of the FIH Pro League on a winning note here.

170 Y
373 25-02-2025 Odia
  1. 1.ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ରୁଷ୍‌କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ସେମାନଙ୍କର ଯୁଦ୍ଧବନ୍ଦୀମାନଙ୍କୁ ସଂପୂର୍ଣ୍ଣଭାବେ ମୁକ୍ତ କରିବା ଆବଶ୍ୟକ। ଯୁଦ୍ଧର ଅବସାନ ପାଇଁ ଏହା ପ୍ରଥମ ପ୍ରକ୍ରିୟା ବୋଲି ଜେଲେନସ୍କି କହିଛନ୍ତି।

  2. 2.ଆମେରିକୀୟ ଆନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସଏଆଇଡି) ୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି। ଏହାସହିତ ୧୦୦୦ ଅଧିକ କର୍ମଚାରୀଙ୍କୁ ଛୁଟିରେ ଯିବା ପାଇଁ ନିର୍ଦେଶ।

  3. 3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି।

  4. 4.ଭାରତରେ ପ୍ରତି ୫ ଜଣ ଚିହ୍ନଟ କ‌ର୍କଟ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହେଉଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ଏକ୍ଷେତ୍ରରେ ଅତ୍ୟନ୍ତ ବିଷମ ବୋ‌ଝ ବହନ କରୁଛନ୍ତି। ତେବେ ଆମେରିକାରେ ୪ ଜଣରେ ଜଣେ ଏବଂ ଚୀନ୍‌ରେ ୨ ଜଣରେ ଜଣେ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି।  ବିଶ୍ବରେ ସର୍ବାଧିକ କର୍କଟ ରୋଗ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି।

  5. 5.ଆମେରିକା, କାନାଡା ଓ ମଧ୍ୟପ୍ରାଚ୍ୟରେ ରହୁଥିବା ଓଡ଼ିଆମାନେ ପ୍ରତିବର୍ଷ ବିପୁଳ ପରିମାଣର ପାଣ୍ଠି ଓଡ଼ିଶାକୁ ପଠାଉଛନ୍ତି। ତାହା ମୁଖ୍ୟତଃ ଷ୍ଟାର୍ଟଅପ୍‌, ଆଇଟି, ରିଅଲ ଇଷ୍ଟେଟ୍‌, ଶିକ୍ଷା ଓ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରାଯାଉଛି। ସେ କହିଛନ୍ତି ଯେ ପ୍ରବାସୀମାନେ ପଠାଉଥିବା ୩୫ ପ୍ରତିଶତ ରାଶି ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ନିବେଶ ହେଉଛି।

  6. 6.ଭ‌ାରତୀୟ ଷ୍ଟକ୍ ବଜାର ଏହାର ନିବେଶକମାନଙ୍କୁ ଝଟ୍‌କା ପରେ ଝଟ୍‌କା ଦେଇଚାଲିଛି। ଲଗାତାର ଭାବେ ତଳକୁ ଖସୁଥିବା ସେନ୍‌ସେକ୍ସ ସୋମବାର ଆଉ ୮୫୭ ପଏଣ୍ଟ ହରାଇଛି। ଫଳରେ ଏହା ୭୫ ହଜାର ପଏଣ୍ଟ ତଳକୁ ଖସିଆସିଛି।

  7. 7.ରାଜଧାନୀକୁ ଜଗିବ AI କ୍ୟାମେରା, ଟ୍ରାଫିକ ଓ ATM ଥିବା ଅଞ୍ଚଳରେ ଲଗାଯିବ।

  8. 8.ଯାଜପୁର:ରତ୍ନଗିରି ବୌଦ୍ଧ ପୀଠରେ ଚାଲିଛି ପ୍ରତ୍ନତାତ୍ୱିକ ଖନନ, ମିଳିଛି ୧୩ଶହ ବର୍ଷ ତଳର ଅନେକ ବିରଳ କୀର୍ତ୍ତିରାଜି।

  9. 9.ଢେଙ୍କାନାଳ,ଧନିଆଁ ନାଳୀ ଗାଁ:ବୀଭତ୍ସ ! ଚିକେନ୍ ତରକାରୀ କରିନଥିବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ ।

  10. 10.ଋଷିକୁଲ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ବିଶ୍ୱ ରେକର୍ଡ, ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଲେ ୬ଲକ୍ଷ ୯୮ହଜାର ୭୧୮ କଇଁଛ।

  11. 11.ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ ହୋଇଛି। ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି ।

  12. 12.ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ: ମୋଟ୍‌ ଚାଷୀଙ୍କ ଖାତାକୁ ଗଲା ୨୨ ହଜାର କୋଟି।

  13. 13.ଗତ ବର୍ଷ, ୨୦୧୮ ପରେ ପ୍ରଥମ ଥର ପାଇଁ ଭାରତ ଇଣ୍ଟରନେଟ ବନ୍ଦ କ୍ଷେତ୍ରରେ ସବୁଠାରୁ ଆଗରେ ନାହିଁ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୪ରେ ମିଆଁମାରରେ ସବୁଠାରୁ ଅଧିକ ଇଣ୍ଟରନେଟ ଶଟଡାଉନ୍‌ ହୋଇଛି। ଏଠାରେ ୮୫ ଥର ଇଣ୍ଟରନେଟ ବନ୍ଦ କରାଯାଇଥିଲା। ଭାରତ ୮୪ ଥର ଇଣ୍ଟରନେଟ ବନ୍ଦ ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି।

  14. 14.ଭାରତୀୟ ଟେକ୍ ଶିଳ୍ପ ୨୦୨୪-୨୫ ଆର୍ଥିକ ବର୍ଷରେ କର୍ମଚାରୀ ସଂଖ୍ୟା ବୃଦ୍ଧିକୁ ଦ୍ୱିଗୁଣିତ କରି ୧.୨୫ ଲକ୍ଷ ନୂତନ ନିଯୁକ୍ତି ଦେବ, ଯାହା ଗତ ଆର୍ଥିକ ବର୍ଷରେ ୬୦,୦୦୦ ଥିଲା। ଏହି ବୃଦ୍ଧି ସହିତ, ପ୍ରାୟ ୫୮ ଲକ୍ଷ କର୍ମଚାରୀ ବର୍ତ୍ତମାନ ଏହି କ୍ଷେତ୍ରରେ ନିଯୁକ୍ତ ଅଛନ୍ତି।

  15. 15.୨୦୨୫ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ଏବେ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛି। ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ଆୟୋଜକ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରୁ ବାହାର କରିଦେଇଛି।

209 Y
374 25-02-2025 English
  1. 1.The UN General Assembly Monday approved a Ukrainian resolution demanding an immediate withdrawal of all Russian troops from Ukraine on the third anniversary of the invasion.

  2. 2.The National Human Rights Commission (NHRC) of Nepal has urged its Indian counterpart to investigate the unnatural death of a 20-year-old girl student at Kalinga Institute of Industrial Technology (KIIT) here and ensure speedy justice to her.

  3. 3. Ports-topower conglomerate Adani Group has said that the group companies paid Rs58,104 crore in taxes in 2023-24, up from Rs46,610 crore in the previous financial yea

  4. 4.Prime Minister Narendra Modi Monday released the 19th instalment of Pradhan Mantri Kisan Samman Nidhi (PM-KISAN) scheme under which 9.8 crore farmers across the country, including 34.98 lakh from Odisha, received Rs22,000 crore assistance.

  5. 5.Chief Minister Mohan Charan Majhi has proposed to set up an Odisha Bhawan in Ayodhya as a large number of people visit the place seeking Lord Ram Lalla’s blessings.

  6. 6.Water Corporation of Odisha (WATCO), under the Housing and Urban Development (H&UD) department, has been honoured with the prestigious ‘Technology Sabha Award 2025’ in the Enterprise Application category for its pioneering Water Quality Data Acquisition and Monitoring System, official sources said Monday.

  7. 7.Union Minister of Culture and Tourism Gajendra Singh Shekhawat emphasised Odisha’s rich cultural heritage and globally renowned temples, urging the state to actively showcase its attractions in national and international tourism forums.

  8. 8.Teenagers and adolescents who spend more than three hours a day engaged in sedentary behaviours -- which includes playing video games or increased screen exposure -- have a higher risk of facing mental health issues such as anxiety and depression, according to a study.

  9. 9.The Kedarnath temple's earnings from offerings, donations and different services offered to devotees have more than doubled since March 2021, an RTI query has revealed.

  10. 10.Prime Minister Narendra Modi Monday nominated 10 persons from different walks of life, including Jammu and Kashmir Chief Minister Omar Abdullah, businessman Anand Mahindra and actor Mohanlal, to help fight obesity, a day after he exhorted people to take measures to curb the health menace.

  11. 11.Three-time MLA Vijender Gupta was elected speaker of the eighth Delhi Assembly during the fi rst session of the newly-constituted House Monday.

  12. 12.West Bengal Chief Minister Mamata Banerjee Monday announced a salary hike for government doctors in the range of Rs10,000 to Rs15,000.

  13. 13.The Finance Ministry Monday briefed the members of a Select Committee of Lok Sabha on various aspects of the Income Tax Bill as the panel headed by BJP MP Baijayant ‘Jay’ Panda held its first meeting.

  14. 14.Three in every five people in India succumb to cancer. The incidence to mortality ratio in the US was found to be about one in four, while in China it was one in two, according to the results published in 'The Lancet Regional Health Southeast Asia' journal.

  15. 15.Falling for the fifth straight session Monday, equity benchmark BSE Sensex plunged over 850 points to drop below the crucial 75,000 level, tracking a weak global market trend and unabated foreign fund outflows amid escalating trade tensions.

161 Y
375 24-02-2025 Odia
  1. 1ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। 

  2. 2.ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ରିପୋର୍ଟରୁ ଜଣାପଡିଛି ଯେ USAID 2023-24 ରେ 750 ମିଲିୟନ ଆମେରିକୀୟ ଡଲାର ପାଣ୍ଠି ମିଳିଛି।

  3. 3.ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପୂର୍ବରୁ କେବେ ଏତେସଂଖ୍ୟକ କଇଁଛ ଓଡ଼ିଶା ଉପକୂଳରେ ଅଣ୍ଡାଦାନ କରି ନଥିଲେ। ୨୦୨୨-୨୩ରେ ୬ ଲକ୍ଷ ୩୭ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି।

  4. 4.ପଶ୍ଚିମ ଆଫ୍ରିକୀୟ ଦେଶଗୁଡ଼ିକୁ ରପ୍ତାନି ହେଉଥିବା ଯନ୍ତ୍ରଣା ଉପଶମକାରୀ ଔଷଧରେ ଅଣଅନୁମୋଦିତ କମ୍ବିିନେଶନ (ମିଶ୍ରଣ) ଯୋଗୁ ସେଠାରେ ଓପିଓଇଡ୍‌ ସଙ୍କଟ ବଢ଼ାଉଥିବା ଖବର ପ୍ରକାଶ ପାଇଥିଲା। ଫଳରେ ଟାପେଣ୍ଟାଡୋଲ୍‌ ଏବଂ କାରିସୋପ୍ରୋଡୋଲ୍‌ ଔଷଧର ସମସ୍ତ କମ୍ବିନେଶନର ଉତ୍ପାଦନ ଓ ରପ୍ତାନିକୁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ବନ୍ଦ କରିଛନ୍ତି।

  5. 5.ଆମେରିକାରୁ ୪ର୍ଥ ପର୍ଯ୍ୟାୟରେ ବହିଷ୍କୃତ ହୋଇଥିବା ୧୨ ଜଣ ବେଆଇନ ପ୍ରବାସୀ ଭାରତୀୟ ରବିବାର ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ସେମାନେ ପାନାମା ଦେଇ ଭାରତ ଆସିଛନ୍ତି। ପୂର୍ବରୁ ୩ ପର୍ଯ୍ୟାୟରେ ଆମେରିକାରୁ ସିଧାସଳଖ ୩୩୫ ଜଣ ବେଆଇନ ପ୍ରବାସୀ ଭାରତ ଫେରିଥିଲେ।

  6. 6.ଦେଶରେ ପ୍ରଥମ ଥର ଇ-ଏଫଆଇଆର ପଞ୍ଚିକୃତ ହୋଇଛି। ଜମ୍ମୁ ଏବଂ କ୍‌ଶ୍ମିର ପୋଲିସ ହୱାଟସଆପ ମାଧ୍ୟମରେ ଦେଶର ପ୍ରଥମ ଇ-ଏଫଆଇଆର ପଞ୍ଜିକରଣ କରିଛି।

  7. 7.ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ ଅଧିକ ଟିକସ ଜମା କରାଯାଇଛି। ଏହାର ଅର୍ଥ ହେଉଛି ପ୍ରତି ଘଣ୍ଟାରେ ଗ୍ରୁପ୍‌ ୬.୬୩ କୋଟି ଟଙ୍କାର ଟିକସ ପୈଠ କରିଛି।

  8. 8.କୋରାପୁଟ ଜିଲା ଜୟପୁରର ରତ୍ନାକର ପଟ୍ଟନାୟକ ଭାରତର ପ୍ରମୁଖ ରଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂଆ ପରିଚାଳନା ନିର୍ଦ୍ଦେଶକ ଭାବେ ନିକଟରେ ମନୋନୀତ ହୋଇଛନ୍ତି।

  9. 9.ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ। ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।

  10. 10.ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ADR)ର ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମୋଟ ସମ୍ପତ୍ତି 931 କୋଟି ଟଙ୍କା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତ୍ତି ସବୁଠାରୁ କମ। ମମତା ବାନାର୍ଜୀ ଦେଇଥିବା ସମ୍ପତ୍ତି ବିବରଣୀ ଅନୁସାରେ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୫.୩୮ ଲକ୍ଷ ଟଙ୍କା।

  11. 11.ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ହୋଲି ପୂର୍ବରୁ ଆପଣଙ୍କ ଖାତାରେ ୨୦୦୦ ଟଙ୍କା ଜମା ହୋଇଯିବ। ଫେବୃଆରୀ ୨୪ରେ ଏହି ଟଙ୍କା ମିଳିବ।

  12. 12.ଗତ ୧୫ ବର୍ଷ ମଧ୍ୟରେ ରାଜ୍ୟରେ ମଞ୍ଜୁର ହୋଇଥିବା ସର୍ବାଧିକ ବୃହତ୍ ଶିଳ୍ପରୁ ୨୨୦ଟି ପ୍ରକଳ୍ପ ଖୋର୍ଦ୍ଧାକୁ ମିଳିଛି। ଏହା ପଛକୁ ଯାଜପୁରକୁ ୯୯ଟି, ସୁନ୍ଦରଗଡ଼କୁ ୮୧ଟି ଓ କଟକକୁ ୬୦ଟି ପ୍ରକଳ୍ପ ମିଳିଛି।

  13. 13.ବିଦେଶୀ ନିବେଶକମାନଙ୍କ ଦ୍ବାରା ପାଣ୍ଠି ପ୍ରତ୍ୟାହାର। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସେମାନେ ଭାରତରୁ ଲକ୍ଷେ କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିଛନ୍ତି।

  14. 14.ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ।

  15. 15.ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ୧୪,୦୦୦ ରନ୍‌ ପୂରଣ କରିଛନ୍ତି।

198 Y
376 24-02-2025 English
  1. 1.Virat Kohli showcased his penchant to lord over Pakistan in ICC tournaments once more as the batting icon’s glittering unbeaten 100 helped India claim an authoritative six-wicket win over their traditional rivals and all but seal a semi final spot in the Champions Trophy here Sunday.

  2. 2.Virat Kohli showcased his penchant to lord over Pakistan in ICC tournaments once more as the batting icon’s glittering unbeaten 100 helped India claim an authoritative six-wicket win over their traditional rivals and all but seal a semi final spot in the Champions Trophy here Sunday.

  3. 3.Amid a raging political controversy over USAID’s alleged role in influencing Indian elections, the latest annual report of the Finance Ministry has disclosed that the agency funded seven projects worth USD 750 million in 2023-24.

  4. 4.The mouth of the Rushikulya river in Ganjam district has emerged as a major rookery for the endangered Olive Ridley turtles with over 6.82 lakh such marine species assembling for mass nesting, officials said Sunday. The mass nesting of the turtles in the Rushikulya river mouth commenced February 16.

  5. 5.Researchers are urging free access to social media platform X’s data for academic analysis, which they say is crucial for studying political engagement trends.

  6. 6.In a bid to foster environmental awareness and strengthen community engagement, nature lover and social activist Trilochan Sahoo launched the ‘One Day for Village’ programme at Vivekananda Shiksha Kendra in Fakirpur, Keonjhar.

  7. 7.In a strategic move to enhance safety and efficiency of public transportation in the state, Commerce and Transport department principal secretary Usha Padhee reviewed bus operations by the Odisha State Road Transport Corporation (OSRTC) and Capital Region Urban Transport (CRUT) here recently.

  8. 8.Indicating an increase in the Royal Bengal Tiger (RBT) population in the Similipal Tiger Reserve (STR) in Mayurbhanj district, Forest department officials and experts estimate that big cat count in the reserve would exceed 60 by 2030.

  9. 9.Over 60 heads of missions of different countries will be on a trip to Assam from Sunday during which they will visit the Kaziranga National Park, witness a mega Jhumur dance performance and attend a business summit in an endeavour by the state government to showcase its potential, Chief Minister Himanta Biswa Sarma said

  10. 10.The Tripura government has taken up a fiveyear plan to expand the bamboo production area exclusively for industrial use by nearly 100 times to 45,000 hectares of land, a senior official said.

  11. 11.The Supreme Court has said conducting a preliminary inquiry is not mandatory in every case lodged under the Prevention of Corruption Act and it is not a vested right of the accused.

  12. 12.Former Delhi Chief Minister and MLA from Kalkaji constituency Atishi was chosen as the Leader of Opposition in the Delhi Assembly at a meeting of AAP MLAs here Sunday.

  13. 13.Prolonged mobile phone use while sitting on the toilet is contributing to a surge in hemorrhoids and anal fistulas, doctors have said.

  14. 14.Twelve Indian nationals, who were deported to Panama by the US, returned to India from the Latin American nation Sunday evening, officials said.

  15. 15. Foreign investors have pulled out over Rs 23,710 crore from Indian equity markets so far this month, pushing total outflows past Rs 1 lakh crore in 2025 amid rising global trade tensions.

  16. 16.Foreign investors have pulled out over Rs23,710 crore from Indian equity markets so far this month, pushing total outflows past Rs 1 lakh crore in 2025 amid rising global trade tensions.

  17. 17.After a gap of over eight months, India and the UK will resume negotiations for a proposed free trade agreement (FTA) here from February 24, an official said.

  18. 18.India’s coal imports remained flat at 201.30 million tonnes (MT) in the April-December period of the ongoing financial year.

  19. 19.Spain forward Jenni Hermoso said Saturday that the guilty verdict given to Luis Rubiales for his unsolicited kiss after the 2023 Women's World Cup final sets an “important precedent” for women's rights.

  20. 20.India pacer Jasprit Bumrah Sunday received his ICC honours, including the Men's Cricketer of the Year and Men's Test Cricketer of the Year awards, before the start of the Champions Trophy match between India and Pakistan here.

221 Y
377 23-02-2025 Odia
  1. 1.ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତି ମିଳିଛି।

  2. 2.ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହଙ୍କ ଇସ୍ତଫା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ ଉଗ୍ରପନ୍ଥୀଙ୍କ ଆଡ଼ା ଧ୍ବସ୍ତ ସହ ଗିରଫଦାରୀ ପାଇଁ ମିଳିତ ସୁରକ୍ଷା ବାହିନୀ ବିଭିନ୍ନ ଅଂଚଳରେ ଅପରେସନ୍‌ ଜାରି ରଖିଛି। ଉଗ୍ରପନ୍ଥୀ ପ୍ରବଣ ଅଞ୍ଚଳରେ ଏବେ କର୍ଫ୍ୟୁ ଜାରି ହୋଇଛି।

  3. 3.କେନ୍ଦ୍ରୀୟ ଅବକାରୀ ଓ ଜିଏସ୍‌ଟିର ଜଣେ ଅତିରିକ୍ତ କମିସନର, ତାଙ୍କ ମା’ ଓ ଭଉଣୀଙ୍କ ମୃତଦେହ କେରଳରେ ଥିବା ତାଙ୍କ ବାସଭବନରୁ ମିଳିଛି ଏବଂ ପୁଲିସ ଏହାକୁ ହତ୍ୟା ଓ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି।

  4. 4.ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ପ୍ଲାଟଫର୍ମରେ ‘ଅଶ୍ଳୀଳତା ଓ ହିଂସା’ ପ୍ରଦର୍ଶିତ ହେଉଥିବା ଅଭିଯୋଗ ମଧ୍ୟରେ କ୍ଷତିକାରକ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଆଇନଗତ ଢାଞ୍ଚାର ଆବଶ୍ୟକତା ନେଇ ଯାଞ୍ଚ କରୁଛି।

  5. 5.ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଫେବ୍ରୁଆରି ୧୭ ତାରିଖରେ ପ୍ରସ୍ତାବିତ ଆଡଭୋକେଟ୍ ସଂଶୋଧନ ବିଲ୍, ୨୦୨୫ ବିରୋଧରେ କଡ଼ା ବିରୋଧ ପ୍ରକାଶ କରାଯାଇଥିଲା। ବାର ଆସୋସିଏସନର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଏହି ସଂଶୋଧନ ମାଧ୍ୟମରେ କେନ୍ଦ୍ର ସରକାର ଆଇନଜୀବୀମାନଙ୍କ ଅଧିକାର ଏବଂ ସୁବିଧାକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି।

  6. 6. ଦିଲ୍ଲୀବାସୀଙ୍କ ପାଇଁ ସ୍ବାସ୍ଥ୍ୟବୀମା ପ୍ରିମିୟମ ୧୦ରୁ ୧୫ ପ୍ରତିଶତ ବଢ଼ାଇବା ଉପରେ ସ୍ବାସ୍ଥ୍ୟ ବୀମା ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକ ବିଚାର କରୁଛନ୍ତି। କାରଣ ଦେଶର ରାଜଧାନୀ ଦିଲ୍ଲୀରେ ୨୦୨୪ରେ ବାୟୁ ପ୍ରଦୂଷଣଜନିତ ସ୍ବାସ୍ଥ୍ୟବୀମା ଦାବି ରାଶି ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। 

  7. 7.ଶିକ୍ଷା କ୍ଷେତ୍ରରେ ଆଶାୟୀ ଓ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର କୋଚିଂ ସେଣ୍ଟରରୁ ଟଙ୍କା ଫେରସ୍ତ ଜରିଆରେ ୧.୫୬ କୋଟି ଟଙ୍କାର ସହାୟତା ରାଶି ହାସଲ କରିଥିବା ଜଣାପଡିଛି। ଖାଉଟି ବ୍ୟାପାର ବିଭାଗ ଶିକ୍ଷା କ୍ଷେତ୍ରରେ ୬୦୦ରୁ ଅଧିକ ପରୀକ୍ଷାର୍ଥୀ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସଫଳତାର ସହ ଏହି ଫେରସ୍ତ ହାସଲ କରିଛି।

  8. 8. ୨୦୨୪-୨୫ ଆର୍ଥିକ ବର୍ଷରେ ୩ଶହ କୋଟିର ସୁଧ ଫେରସ୍ତ କରାଯିବ। ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକଙ୍କ ୩୦୦କୋଟିର ସୁଧ ଫେରସ୍ତ କରାଯିବ। ସୁଧ ଫେରସ୍ତ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

  9. 9.ଓଡ଼ିଶୀ ନୃତ୍ୟଶିଳ୍ପୀ ମାୟାଧର ରାଉତଙ୍କ ଶନିବାର ଦିଲ୍ଲୀସ୍ଥିତ ବାସଭବନରେ ୯୨ ବର୍ଷ ବୟସରେ ପରଲୋକ ଘଟିଛି।୧୯୩୩ ମସିହା ଜୁଲାଇ ୬ ତାରିଖରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ମାୟାଧର ରାଉତ ୧୯୫୦ ଦଶକରେ ଶାସ୍ତ୍ର ଭିତ୍ତିକ ଜ୍ଞାନ ବଳରେ ଓଡ଼ିଶୀ ନୃତ୍ୟର ପୁନରୁଦ୍ଧାର କରିଥିଲେ।

  10. 10.ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ପେନ୍‌ସନ) ନିୟମାବଳୀ, ୧୯୯୨ ଅନୁଯାୟୀ ଓ୍ବାର୍କଚାର୍ଜଡ କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରହିଥିବା ସୁପ୍ରିମକୋର୍ଟ କହିଛନ୍ତି।

  11. 11.କିଟ୍‌ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ଜମି ଦୁର୍ନୀତି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ଘଟଣାରେ ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯେଉଁଠି ସବୁ ଜବରଦଖଲ ରହିଛି ସେସବୁ ସ୍ଥାନକୁ ଜବରଦଖଲମୁକ୍ତ କରିବା ସକାଶେ ରାଜସ୍ବ ଏବଂ ଜିଏ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କରିବାକୁ ଯୋଜନା ହେଉଛି।

  12. 12.ଚାଇନାର ଏକ ନୂଆ ଭାଇରସ HKU5-CoV-2 ଆବିଷ୍କୃତ ହୋଇଛି, ଯାହା କୋଭିଡ-19 ପରି ବିପଜ୍ଜନକ ହୋଇପାରେ ବୋଲି କୁହାଯାଉଛି। ଏହି ଭାଇରସ ବାଦୁଡ଼ିରେ ମଧ୍ୟ ମିଳିଛି ଏବଂ ଏହା ମଣିଷକୁ ସଂକ୍ରମିତ କରିପାରେ।

  13. 13.ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସେ ଖୁବ ଶୀଘ୍ର ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକ ଉପରେ ରେସିପ୍ରୋକାଲ ଶୁଳ୍କ ଲାଗୁ କରିବେ। ସେ କହିଛନ୍ତି ଯେ ଏହି ଦେଶଗୁଡ଼ିକ ଆମେରିକୀୟ ସାମଗ୍ରୀ ଉପରେ ଯେଉଁଭଳି ଶୁଳ୍କ ଲଗାନ୍ତି, ଆମେରିକା ମଧ୍ୟ ଏହି ଦେଶଗୁଡ଼ିକରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ସମାନ ଶୁଳ୍କ ଲଗାଇବ।

  14.  14.ବିଶ୍ବ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ସଙ୍କଟ ବଢ଼ୁଥିବା ବେଳେ ଆମେରିକା ପୁଣି ପ୍ୟାରିସ ଜଳବାୟୁ ଚୁକ୍ତିରୁ ଓହରିଯାଇଛି। ଶନିବାର ଆମେରିକା ପ୍ରଶାସନ ଏ ନେଇ ଘୋଷଣା କରିଛି। 

  15. 15.ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଲେଲେହେର ଗ୍ରାମର ଜୟନ୍ତ ସାହୁ(20) ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି।

204 Y
378 23-02-2025 English
  1. 1.Former Reserve Bank of India governor Shaktikanta Das was Saturday appointed the second Principal Secretary to Prime Minister Narendra Modi.
  2. 2.In a significant judgement, the Supreme Court has held that ‘work-charged’ employees are distinct from ‘job-contractors’ when it comes to pensionary entitlements under the Odisha Pension Rules, 1992.
  3. 3.India's EV policy, which offers import tax cuts for foreign automakers investing in the country, will restrict them from using funds spent on charging infrastructure for such relief, increasing their car manufacturing, a government document shows.
  4. 4.Amid a surge in digital payments where nearly four out of fi ve payments in the country were conducted on the Unified Payments Interface (UPI) in FY24, UPI has emerged as the dominant force driving financial inclusion, merchant adoption and cross-border transactions
  5. 5.Renowned Odissi dancer and Padma Shri awardee Mayadhar Raut passed away Saturday at his Delhi home at the age of 92.
  6. 6.The Odisha government is going to formulate a policy to develop the state as the preferred wedding destination in the country, Deputy Chief Minister Pravati Parida said here Saturday.
  7. 7.The Odisha government has directed all urban local bodies (ULBs), including municipal corporations, to adopt the Odisha State Workflow Automation System (OSWAS) by April 1, 2025.
  8. 8.A dedicated liver transplantation clinic has been inaugurated at AIIMS Bhubaneswar to provide advanced liver care to patients.
  9. 9.Kerala received Expressions of Interest (EoIs) for investments worth Rs1.53 lakh crore at the two-day investor summit that ended Saturday. Industries Minister P Rajeeve said EoIs have been received from more than 370 companies during the summit
  10. 10.The Information and Broadcasting Ministry is examining the existing statutory provisions and the need for a new legal framework to regulate "harmful" content on digital platforms.
  11. 11.Prime Minister Narendra Modi will be on a three-day visit to Madhya Pradesh, Bihar and Assam from Sunday to attend several development initiatives, including the global investors summit in Bhopal and the release of 19th instalment of cash assistance to farmers in Bhagalpur.
  12. 12.European Commission president Ursula von der Leyen and the College of Commissioners will visit India February 27 and 28, the government and Commission announced.
  13. 13.Hamas freed six hostages from Gaza Saturday, the last living Israeli captives slated for release under the fi rst phase of a fragile ceasefi re accord, in exchange for hundreds of Palestinian prisoners and detainees.
  14. 14.The RBI Friday proposed to do away with foreclosure charges or pre-payment penalties charged by banks and other lenders on all floating rate loans, including for business purposes, availed by individuals as well as micro and small enterprises (MSEs).
  15. 15.India and Pakistan will lock horns in the ICC Champions Trophy Sunday with Rohit Sharma’s men aiming to seal a semi final spot.
161 Y
379 22-02-2025 Odia
  1. 1.ଭାରତୀୟ ନିର୍ବାଚନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଭାରତରେ ମତଦାନ ହାରରେ ଉନ୍ନତି ଆଣିବା ପାଇଁ ୟୁଏସ୍‌ଏଡ୍‌ ଫେଡେରାଲ ପାଣ୍ଠି ଏକ ‘କିକ୍‌ବ୍ୟାକ୍ (ଲାଞ୍ଚ) ଯୋଜନା’ ଥିଲା ଏବଂ ଏହି  ଯୋଜନାରେ ଭାରତକୁ ଅର୍ଥ ପଠାଯାଉଥିଲା। 

  2. 2.ଭାରତର ନିର୍ବାଚନ ପ୍ରକ୍ରିୟାରେ ବିଦେଶୀ ହସ୍ତକ୍ଷେପକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତୀବ୍ର ନିନ୍ଦା କରିବା ସହ ଏହାକୁ ଗଣତନ୍ତ୍ର ଉପରେ ଏକ ନିର୍ମମ ଆକ୍ରମଣ ବୋଲି କହିଛନ୍ତି।

  3. 3.ଇସ୍ରାଏଲର ତେଲ ଅଭିଭ ସହର ରେ ତିନୋଟି ବସ୍ ରେ ଗୋଟିଏ ପରେ ଗୋଟିଏ ଜୋରଦାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ କୌଣସି ମୃତାହତର ଖବର ହୋଇନାହାନ୍ତି।

  4. 4. ‘ମତଦାନ’ ପାଇଁ ଆମେରିକା ଭାରତକୁ ୨୧ ନିୟୁତ ଡଲାର ପ୍ରଦାନ କରିବା ନେଇ ବିବାଦ ଲାଗି ରହିଥିବା ବେଳେ ହଠାତ୍ ୟୁଏସ୍ ଏଜେନ୍ସି ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ ଡେଭଲପ୍‌ମେଣ୍ଟ (ୟୁଏସ୍ଏଡ୍‌)ର ପୂର୍ବତନ ଭାରତୀୟ ନିର୍ଦେଶିକା ବୀଣା ରେଡ୍ଡୀ ଚର୍ଚ୍ଚାକୁ ଆସିଛନ୍ତି।

  5. 5.୨୦୨୨-୨୦୨୪ ମଧ୍ୟରେ ରାଜ୍ୟରେ ୨୩ଟି ଗୁରୁତ୍ବପୂର୍ଣ୍ଣ ଏମ୍‌ଓୟୁ ସ୍ଵାକ୍ଷର କରାଯାଇଥିଲା। ଜଗତସିଂହପୁରରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍‌ଏସ୍‌) ୬୦ହଜାର କୋଟି ଟଙ୍କା ନିବେଶ କରୁଛି। ଏସାର୍‌ ଗ୍ରୁପ୍ ପାରାଦୀପରେ ୫୨ ହଜାର କୋଟି ଟଙ୍କା ନିବେଶ କରୁଛି।

  6. 6.୨୦୨୫ରେ ଆଦାନୀ ୧୧.୯ ବିଲିୟନ୍ ଡଲାର ହରାଇସାରିଲେଣି। ଭାରତୀୟ ମୁଦ୍ରାରେ ତାହା ହେଉଛି ୧ ଲକ୍ଷ ୩ ହଜାର କୋଟି ଟଙ୍କାରୁ ଅଧିକ। ଆଦାନୀଙ୍କ ମୋଟ ସମ୍ପତ୍ତି ୬୬୮୦ କୋଟି ଡଲାରକୁ ହ୍ରାସ ପାଇଛି। ମସ୍କ ଏହି ସମୟରେ ୩୫୨୦ କୋଟି ଡଲାର ହରାଇ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି।

  7. 7.ନ୍ୟାସନାଲ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହି ସ୍କାମ ସଂପର୍କରେ ଲୋକଙ୍କୁ ସତର୍କ କରାଇଛି। ୱାନ ଟାଇମ୍ ପାସ୍‌ୱାର୍ଡ (ଓଟିପି) ଚୋରି କରି ଟଙ୍କା ହାତେଇବା ପାଇଁ ଅପରାଧୀମାନେ ଫୋନର କଲ୍‌ ମର୍ଜ ସୁବିଧାର ଦୁରୁପଯୋଗ କରୁଛନ୍ତି।

  8. 8.ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ଏଚ୍‌ଆଇଭି ଆକ୍ରାନ୍ତ ଓ ମାନସିକ ରୋଗୀ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ୨୫ ଜେଲ୍‌ରେ ୭୦ରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତ ଅଛନ୍ତି ଏବଂ ୮୭ ଜେଲ୍‌ରେ ୨୦୫୪ରୁ ଅଧିକ ମାନସିକ ରୋଗୀ ଥିବା ଜଣାପଡ଼ିଛି। 

  9. 9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି  ଅଧୀନରେ ଚାଷୀମାନଙ୍କୁ ୧୯ତମ କିସ୍ତି ପ୍ରଦାନ କରିବେ।

  10. 10.ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ମହାନଦୀରେ ଆଉ ୧୬ ଡ୍ୟାମ୍‌ ଏବଂ ୧୫ ବ୍ୟାରେଜ୍‌ ପ୍ରକଳ୍ପ ନିର୍ମାଣ ହେବ। ଏଥିସହ ମହାନଦୀରେ ୪୧ଟି ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରିବାକୁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

  11. 11.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ।

  12. 12.ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ଯୋଗଦେବାକୁ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସୁଗମ ଯାତ୍ରା ପାଇଁ ପୂର୍ବତଟ ରେଳପଥ ଅଧୀନ ଓଡ଼ିଶାର ୨୫ଟି ସହରରୁ ୬୦ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। 

  13. 13.କପିଲ ଦେବଙ୍କଠାରୁ ଆରମ୍ଭ କରି ଏମଏସ ଧୋନୀ ଏବଂ ମିତାଲି ରାଜଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି।

  14. 14.ରିପୋର୍ଟ ଅନୁଯାୟୀ ୧୧୯ଟି ଆପ୍ ମଧ୍ୟରୁ, ଭାରତରେ ଏପର୍ଯ୍ୟନ୍ତ କେବଳ ୧୫ଟି ଆପ୍ ସ୍ଥଗିତ ରଖାଯାଇଛି। ବାକିଗୁଡ଼ିକ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଡାଉନଲୋଡ୍ ପାଇଁ ଉପଲବ୍ଧ ରହିଛି। ପ୍ରଭାବିତ ଆପ୍ଗୁଡ଼ିକର ଏକ କମ୍ ସଂଖ୍ୟକ ସିଙ୍ଗାପୁର, ଯୁକ୍ତରାଷ୍ଟ୍ର, ଯୁକ୍ତରାଜ୍ୟ ଏବଂ ଅଷ୍ଟ୍ରେଲିଆରୁ ମଧ୍ୟ ରହିଛି।

  15. 15.ଗ୍ରୀଡ୍‌କୋ ବିଦ୍ୟୁତ୍‌ ନିୟାମକ ଆୟୋଗ ଗ୍ରୀନ୍‌ ଏନର୍ଜି ଓପନ ଆକ୍ସେସ୍‌ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍‌ ଏଚ୍‌ ୨ ପ୍ରାଇଭେଟ୍‌ ଲିମିଟେଡ୍‌୍‌ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

201 Y
380 22-02-2025 English
  1. 1.Maharashtra Cyber registered a case against at least four editors of Wikipedia for not taking down ‘objectionable’ content on Chhatrapati Sambhaji Maharaj from the open source encyclopaedia.

  2. 2.Former Indian cricket team captain Sourav Ganguly opened up about his biopic and shared that Bollywood actor Rajkummar Rao will portray him in the film.

  3. 3.Chief Minister Mohan Charan Majhi Friday asserted that the state Budget for the 2025-26 fiscal was prepared with the aim to build a ‘Viksit Odisha’ by 2036, when the state completes 100 years of formation.

  4. 4.The mangrove forest cover in the state has increased by 1.55 sq km between 2023 and 2025, according to the India State of Forest Report, 2023.

  5. 5.The state government had spent Rs 3,088.20 crore towards transformation of schools under 5T in 24 districts in four years, School and Mass Education (S&ME) Minister Nityananda Gond told the Assembly Friday.

  6. 6.The population of monkeys is rapidly increasing in Baliapal block of Balasore district, and so is the damage they cause, leaving local farmers worried owing to significant crop losses.

  7. 7.The Coast Guard Thursday said it has launched the annual operation to ensure the safe mid-sea sojourn of breeding Olive Ridley sea turtles and mass nesting of these delicate marine species in the state’s coast.

  8. 8.In a major reshuffle, Punjab government Friday ordered transfer and posting orders of 21 IPS officers with immediate effect which included shuffling of police chiefs of many districts.

  9. 9. India and Pakistan held a fl ag meeting along the Line of Control (LoC) in Jammu and Kashmir's Poonch district Friday, in an effort to de-escalate tension after several recent incidents of cross-border fi ring and an IED attack, official sources said.

  10. 10.The Supreme Court Friday sought CBI's response on the bail plea of former West Bengal minister Partha Chatterjee, facing corruption charges in the cash-for-jobs case.

  11. 11.The Enforcement Directorate has levied a penalty of more than Rs3.44 crore on BBC World Service India for alleged contravention of foreign direct investment (FDI) regulations, agency officials said Friday.

  12. 12.The G20 representatives, attending the fi rst Foreign Ministers’ meeting under by South Africa’s presidency, Friday reaffi rmed the urgent need to reform the UN, including changes to the Security Council.

  13. 13.Falling for the fourth straight day, benchmark Sensex declined by nearly 425 points Friday due to selling in auto, pharma and banking shares and relentless foreign fund outflows.

  14. 14.Services delivered the most commanding performance of the day, while Goa and Rajasthan also registered wins on the second day of the Senior National Kabaddi Championships here Friday.

  15. 15. Shubman Gill has an invincibility cloak hung around his shoulder in ODIs these days. Conditions and oppositions do not feature in his set-list.

173 Y