-
ବିଶ୍ଵର୧୫୦ ସୁପ୍ରସିଦ୍ଧ ରେସ୍ତୋରାଁରେ ଭାରତର ୭ଟି ରେସ୍ତୋରାଁ ରହିଛି। ଅନୁଭୂତି ଆଧାରିତ ଟ୍ରାଭେଲ ଅନଲାଇନ ଗାଇଡ୍ ଟେଷ୍ଟ୍ ଆଟଲାସ୍ ପକ୍ଷରୁ ପ୍ରସ୍ତୁତ ତାଲିକାର ଏକାଦଶ ସ୍ଥାନରେ କେରଳ କୋଝିକୋଡର ଐତିହାସିକ ପାରାଗନ ରୋସ୍ତୋରାଁ ରହିଛି।
-
ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ ସିସି ରାଜଧାନୀ କାଏରୋଠାରେ ଆୟୋଜିତ ଏକ ଉତ୍ସବରେ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଦି ନାଇଲ୍’ ପ୍ରଦାନ କରିଛନ୍ତି।
-
ଆସାମରେ ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ୧୫ଟି ଜିଲ୍ଲା ବନ୍ୟା ପୀଡ଼ିତ ହୋଇଛି। ସରକାର ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ଜୋରଦାର କରିଛନ୍ତି।
-
ହିଂସାଗ୍ରସ୍ତ ମଣିପୁରର ଇଥାମ ଗ୍ରାମରେ ଶନିବାର ମହିଳା ଆନ୍ଦୋଳନକାରୀମାନେ ସୁରକ୍ଷା ବାହିନୀକୁ ଘେରାଉ କରି ୧୨ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଛଡ଼ାଇ ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
-
ମସ୍କୋର ସାମରିକ ନେତୃତ୍ବ ବିରୋଧରେ ବିଦ୍ରୋହ କରିଥିବା ଘରୋଇ ସେନା ୱାଗନର ନେତା ୟେବଜେନି ପ୍ରିଗୋଝିନ ରୁଷ୍ ପରିତ୍ୟାଗ କରି ବେଲାରୁଷ୍ ପଳାୟନ କରିଥିବା ଜଣାପଡ଼ିଛି।
-
ୟୁକ୍ରେନର ଗଣମାଧ୍ୟମ ଅନୁଯାୟୀ, ପ୍ରିଗୋଜିନ୍ ଏବଂ ମସ୍କୋ ନିକଟରେ ଏକ ଚୁକ୍ତି ହୋଇଛି ଯାହା ଅଧୀନରେ ମସ୍କୋ ପ୍ରିଗୋଜିନଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବ ଏବଂ ପ୍ରତିବଦଳରେ ପ୍ରିଗୋଜିନ୍ ବିଦ୍ରୋହ ପ୍ରୟାସ ବନ୍ଦ କରି ବେଲାରୁସ୍ ଯାଉଛନ୍ତି।
-
ଆମେରିକା ପଦକ୍ଷେପର ପ୍ରତିକ୍ରିୟା ସ୍ବରୂପ ଆମେରିକାର ଯେଉଁ ୮ ଉତ୍ପାଦ ଉପରେ ସୀମା ଶୁଳ୍କ ଲଗାଯାଇଥିଲା ତାହାକୁ ଭାରତ ପ୍ରତ୍ୟାହାର କରିବ।
-
ମାନ୍ଧତା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ନେତା ତଥା ଚଳିତ ବର୍ଷର ବିଧାନସଭା ପ୍ରାର୍ଥୀ ତଥା ମଧ୍ୟପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମର ଉପାଧ୍ୟକ୍ଷ ନରେନ୍ଦ୍ର ସିଂ ତୋମର ଦଳର ପ୍ରାଥମିକ ସଦସ୍ୟ ତଥା ମଧ୍ୟପ୍ରଦେଶର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।
-
ସ୍ଵାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ, ସମ୍ପତ୍ତି ଉପରେ ଉଭୟଙ୍କର ଥାଏ ସମାନ ଅଧିକାର ଅଛି ବୋଲି ମାଡ୍ରାସ ହାଇକୋର୍ଟ ଜଣାଇଛି ।
-
ବିଳାସପୂର୍ଣ୍ଣ ଗାଡ଼ି ଓ ପ୍ରାଇଭେଟ୍ ଜେଟ୍ରେ ଯାତ୍ରା କରୁଥିବା ଦେଶର ଦୁଇ ବିଶିଷ୍ଟ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଉବର ଟାକ୍ସିରେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ।
-
ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଂଗଦାନ ଯୋଗୁଁ ୪ ରୋଗୀଙ୍କୁ ମିଳିଲା ନୂଆ ଜୀବନ । ଓଡ଼ିଶାରେ ଏହା ପ୍ରଥମ ଅଟେ।
-
କେନ୍ଦ୍ର ସରକାର ଦେଶରୁ ଫାଇଲେରିଆ (ଗୋଦର)ର ମୂଳୋତ୍ପାଟନ ପାଇଁ ପୁଣିଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ବିରୋଧରେ ବ୍ୟାପକ ଅଭିଯାନ ପାଇଁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ କେନ୍ଦ୍ର ସରକାର ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ଫାଇଲେରିଆ ପ୍ରଭାବିତ ରାଜ୍ୟମାନଙ୍କରେ ଅଭିଯାନ ଆରମ୍ଭ କରିବେ।
-
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ପ୍ରଚଳନରେ ଥିବା ମୋଟ ୩.୬୨ ଲକ୍ଷ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟର ଦୁଇ-ତୃତୀୟାଂଶ ( ମୂଲ୍ୟ ପ୍ରାୟ ୨.୪୧ ଲକ୍ଷ କୋଟି ଟଙ୍କା) ନୋଟ୍ ଫେରିଆସିଛି ।
-
ଖୁବ୍ଶୀଘ୍ର ସେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରବେଶ କରିବେ ବୋଲି ଆଦାନୀ କହିଛନ୍ତି। ୬୧ ବର୍ଷରେ ପଦାର୍ପଣ କରିଥିବା ଆଦାନି କହିଛନ୍ତି ଯେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ପାଇଁ ଆମ ଗ୍ରୁପ୍ ଗତବର୍ଷ ୬୦,୦୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଥିଲା।
-
ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ପଥର ଓ ବାଲି ମାଫିଆଙ୍କୁ ଅନୁକମ୍ପା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ ।
-
ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇଦିନ ଓଡିଶା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।
-
ଗତବର୍ଷଠାରୁ ଚମକ ହରାଇଥିବା ବିଶ୍ବର ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍କଏନ୍ ମୂଲ୍ୟ ପୁଣିଥରେ ବଢ଼ିଛି। ଗୋଟିଏ ବିଟ୍କଏନ୍ର ଦାମ୍ ୩୧,୩୧୩ ଡଲାର ହୋଇଯାଇଛି। ଏହା ହେଉଛି ଚଳିତ ବର୍ଷ ବିଟ୍କଏନ୍ର ସର୍ବୋଚ୍ଚ ଦାମ୍।
-
ସକ୍ରିୟ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଦିଲ୍ଲୀ-ମୁମ୍ବାଇରେ ବୁଡ଼ିଲା ରାସ୍ତା, ହିମାଚଳରେ ବନ୍ୟା ଆଲର୍ଟ ।
-
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୨ଜଣଙ୍କ ଜୀବନ । ୧୩ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଛଅ ଜଣଙ୍କୁ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ପାଟପୁର ଥାନା ଖଣ୍ଡ ଦେଉଳି ଗାଁ ର ଏକ ପରିବାରର ଝିଅ ବାହାଘର ପରେ ବ୍ରହ୍ମପୁରରେ ଝିଅ ଛାଡିବା ପାଇଁ ଏକ ମିନି ବସରେ ଯାଇଥିଲେ। ଝିଅ ଛାଡି ଭୋଜି ଖାଇ ରାତିରେ ଖଣ୍ଡ ଦେଉଳି ଫେରୁଥିବା ବେଳେ ସାଢେ ବାର ଟା ବେଳେ ରାୟଗଡା ଜିଲ୍ଲା ଗୁଡାରି ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା OSRTC ବସ ମୁହାଁମୁହିଁ ଧକ୍କା ଦେଇଥିଲା
-
ଆସନ୍ତା ମାସ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଚୀନ୍ର ଚେଙ୍ଗଡୁଠାରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ସନ୍ତରଣ ଦଳରେ ଓଡ଼ିଶାରୁ ଦୁଇ ଜଣ ଝିଅ ସୃଷ୍ଟି ଉପାଧ୍ୟୟ ଓ ପ୍ରତ୍ୟାଶା ରାୟ ସ୍ଥାନ ପାଇଛନ୍ତି।