-
ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରୁ କୋହିନୂର ହୀରା ନେଇ ଯାଇଥିଲା ବୋଲି ରାଜ ପରିବାର ମାନିଛି। ଏହି ମୂଲ୍ୟବାନ ହୀରାକୁ ଦେବା ପାଇଁ ମହାରାଜ ଦିଲୀପ ସିଂହଙ୍କୁ ବାଧ୍ୟ କରାଯାଇଥିଲା। ଏବେ ବ୍ରିଟେନ ‘ଟାୱାର ଅଫ ଲଣ୍ଡନ’ରେ ରାଜ ପରିବାରର ଅଳଙ୍କାରଗୁଡିକର ପ୍ରଦର୍ଶନୀ ଲାଗିଛି।
-
ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
-
ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ସହିତ ଜଡିତ ୧୭୦ ମୃତ ଶରୀରକୁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି ।
-
ବାହାନଗାଠାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣାର କାରଣ ସିଗ୍ନାଲିଂ ତ୍ରୁଟି ବୋଲି ରେଳବାଇ ଏହାର ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ଦୁର୍ଘଟଣାର କାରଣ ସଂପର୍କରେ ସୂଚନା ଦେବା ପାଇଁ ରେଳ ବୋର୍ଡ ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।
-
ଓଡ଼ିଶାର ବାଲେଶ୍ବରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନି ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏହି ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ବିଦ୍ୟାଳୟ ଶିକ୍ଷା ଦାୟିତ୍ବ ଆଦାନୀ ଗ୍ରୁପ ଗ୍ରହଣ କରିବ ବୋଲି ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।
-
ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ନିର୍ମାଣାଧୀନ ଅଗୁୱାନି-ସୁଲତାନଗଞ୍ଜ ସେତୁର କିଛି ଅଂଶ ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ସୁଟିଂ ହୋଇଥିବା ସେତୁ ଭୁଶୁଡି ପଡିବା ସମୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି ।
-
ମଣିପୁରର ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଛି।
-
ବାଲେଶ୍ବର ରେଳ ଦୁର୍ଘଟଣା ପୀଡ଼ିତ ଲୋକମାନଙ୍କ ପ୍ରତି ସହାୟତାର ହାତ ପହଞ୍ଚିବାରେ ଲାଗିଛି । ଏହି ଦୁର୍ଘଟଣାରେ ଅନାଥ ହୋଇଥିବା ପିଲାଙ୍କୁ ମାଗଣାରେ ପାଠ ପଢାଇବେ ବୋଲି କହିଛନ୍ତି କ୍ରିକେଟ ଖେଳାଳି ବୀରେନ୍ଦ୍ର ସେହୱାଗ ।
-
ଜ୍ଞାନବାପି ଶୃଙ୍ଗର ଗୌରୀ ମାମଲାର ମୁଖ୍ୟ ପକ୍ଷବାଦୀ ତଥା ବିଶ୍ୱ ବୈଦିକ ସନାତନ ସଂଘର ପ୍ରତିଷ୍ଠାତା ଜିତେନ୍ଦ୍ର ସିଂହ ବିସେନ ଜ୍ଞାନବାପି ସହ ଜଡ଼ିତ ସମସ୍ତ ମାମଲାରୁ ଓହରିବା ନେଇ ଘୋଷଣା କରିଛନ୍ତି।
-
ମହାରାଷ୍ଟ୍ରର ଜଙ୍ଗଲ ଓ ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଙ୍ଗନ୍ତୀୱର ଆଜି କହିଛନ୍ତି ଯେ ସିମେଣ୍ଟରେ ତିଆରି କାନ୍ଥ ଭାଙ୍ଗିପାରେ, କିନ୍ତୁ ସିନ୍ଦେ-ଫଡନାଭିସଙ୍କ ଗଠବନ୍ଧନ ଭାଙ୍ଗିବ ନାହିଁ |
-
ଚୀନର ମହାକାଶ ଷ୍ଟେସନ୍ ନିର୍ମାଣ ପାଇଁ ଦୀର୍ଘ ୬ ମାସ ଧରି ଚାଲିଥିବା ଅଭିଯାନ ଶେଷ କରିବା ପରେ ୩ ଜଣ ଚୀନ୍ ମହାକାଶଚାରୀ ରବିବାର ସେନଜୋ-୧୫ ମାନବବାହୀ ମହାକାଶଯାନରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି।
-
ଟ୍ରେନ କଲିଜନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ୍) ବା ‘କବଚ’ର ପରୀକ୍ଷଣ ଗତବର୍ଷ ରେଳମନ୍ତ୍ରୀଙ୍କ ଦ୍ବାରା ହୋଇଛି। ୨୦୨୪ ସୁଦ୍ଧା ଏହି ପ୍ରଯୁକ୍ତି ଟ୍ରେନଗୁଡ଼ିକରେ ଲାଗିପାରେ ବୋଲି ରେଳ ମନ୍ତ୍ରାଳୟର ପ୍ରବକ୍ତା ଅମିତାଭ ଶର୍ମା ଶନିବାର କହିଛନ୍ତି।
-
ରିହାତିରେ ରୁଷ୍ରୁ ମିଳୁଥିବା ତେଲକୁ ଭାରତ ହାତ ଛଡ଼ା କରିବାକୁ ଚାହୁନାହିଁ। ପ୍ରତି ମାସରେ ଏହା ଅଧିକରୁ ଅଧିକ ତେଲ କିଣୁଛି। ମେ’ ମାସରେ ରୁଷ୍ ତେଲ କିଣାରେ ରେକର୍ଡ ହୋଇଛି। ଏହି ମାସରେ ଭାରତ ୪୨ ପ୍ରତିଶତ ତେଲ ରୁଷ୍ରୁ କିଣିଛି।
-
ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶର ସମସ୍ତ ୧୨ଟି ସରକାରୀ ବ୍ୟାଙ୍କ ଲାଭ କରିଛନ୍ତି। ତେଣୁ ସରକାର ଏଥର ସେମାନଙ୍କଠାରୁ ଦୁଇ ଗୁଣା ଅଧିକ ଲାଭାଂଶ ପାଇବେ ବୋଲି ଆଶା କରାଯାଉଛି।
-
ସାହାରା ଇଣ୍ଡିଆ ଲାଇଫ୍ ଇନ୍ସ୍ୟୁରାନ୍ସକୁ ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସ କଂପାନି ଲିମିଟେଡ୍ କିଣିବ। ସାହାରା ଇଣ୍ଡିଆ ଲାଇଫ୍ର ସମସ୍ତ ପଲିସି ଓ ସମ୍ପତ୍ତିକୁ ଏସ୍ବିଆଇ ଲାଇଫ୍ ଅଧିଗ୍ରହଣ କରିବ।
-
ଶିଳ୍ପପତି ରତନ ଟାଟାଙ୍କ ଟାଟା ଗ୍ରୁପ୍ ଗୁଜରାଟର ସାନନ୍ଦରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟାଟେରି ତିଆରି କରିବା ଲାଗି ଏକ କାରଖାନା ସ୍ଥାପନ କରିବ। ସେଥିରେ କଂପାନି ୧୩ ହଜାର କୋଟି ଟଙ୍କା ନିବେଶ କରିବ।
-
ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ବୀମା ସୁବିଧା ରହିଛି। କିନ୍ତୁ ଏକଥା ବୋଧହୁଏ ଅନେକ ଜାଣି ନଥାନ୍ତି। ଆଇଆରସିଟିସି ଯାତ୍ରୀମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଯୋଗାଇ ଦେଇଥାଏ।
-
କେନ୍ଦ୍ର ଓ ରାଜ୍ୟ ସରକାର ମୃତକ ଓ ଗୁରୁତର ଆହତଙ୍କ ପରିବାର ପାଇଁ ସ୍ଥାୟୀ ମାସିକ ଆୟର ବ୍ୟବସ୍ଥା କରିବାକୁ ସୁଦ ଦାବି କରିଛନ୍ତି। ଏଥିସହ ଜନସାଧାରଣଙ୍କୁ ମଧ୍ୟ ପୀଡ଼ିତଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଅଭିନେତା ଅନୁରୋଧ କରିଛନ୍ତି।
-
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ୟୁନିଭର୍ସାଲ୍ ଯୋଗ ସ୍ପୋର୍ଟସ୍ ଫେଡେରେସନ୍ର ମିଳିତ ସହଯୋଗରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦୁଇଦିନିଆ ନ୍ୟାସନାଲ ଯୋଗ ସ୍ପୋର୍ଟ୍ସ ଚାମ୍ପିଅନସିପ୍-୨୦୨୩ ଉଦ୍ଯାପିତ ହୋଇଯାଇଛି। ଯେଉଁଥିରେ ଭାରତର ୨୨ଟି ରାଜ୍ୟରୁ ୩୫୦ରୁ ଊର୍ଦ୍ଧ୍ବ ଯୋଗ ଆଥଲେଟ୍ ଅଂଶଗ୍ରହଣ କରିଥିଲେ।
-
ଦକ୍ଷିଣ କୋରିଆର ୟେଞ୍ଚିଅନ୍ରେ ରବିବାରଠାରୁ ଆରମ୍ଭ ହୋଇଥିବା ୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଚମତ୍କାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ଦିବସରେ ୨ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛନ୍ତି। ଯୁବ ପ୍ରତିଭା ରୋଜାନା ମଲ୍ଲିକ ହୀନା ମହିଳା ୪୦୦ ମିଟର୍ ଦୌଡ଼ରେ ୫୩.୩୧ ସେକେଣ୍ଡ୍ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।