-
୨୦୨୨ରେ ଦେଶରେ ୮୯.୫ ନିୟୁତ ଡିଜିଟାଲ କାରବାର ହୋଇଥିଲା। ଏଥିସହିତ ୨୦୨୨ରେ ବିଶ୍ବ ରିଅଲ ଟାଇମ୍ ପେମେଣ୍ଟରେ ଭାରତର ଯୋଗଦାନ ୪୬ ପ୍ରତିଶତରୁ ଅଧିକ ରହିଛି। ଭାରତ ପଛକୁ ବ୍ରାଜିଲ (୨୯.୨ ନୟୁତ), ଚୀନ (୧୭.୬ ନିୟୁତ), ଥାଇଲାଣ୍ଡ (୧୬.୫ ନିୟୁତ) ଏବଂ ଦକ୍ଷିଣ କୋରିଆ (୮ ନିୟୁତ) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି।
-
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗୋପନୀୟ ଦସ୍ତାବିଜ ମାମଲାରେ ୩୭ଟି ଅଭିଯୋଗ ସାର୍ବଜନୀନ କରାଯାଇଛି।
-
ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଅତି ଉତ୍ସାହଜନକ ରହିଛି। ବିଶ୍ବର ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ଭାରତ ଏବେ ରହିଛି।
-
ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଉପରେ ଚିନ୍ତା ପ୍ରକଟ କରି ଦେଶର ୨୭୦ ଜଣ ଅବସରପ୍ରାପ୍ତ ବିଚାରପତି, ଆଇଏଏସ୍, ଆଇପିଏସ୍ ଓ ସେନା ଅଧିକାରୀମାନଙ୍କ ଦସ୍ତଖତ ସମ୍ବଳିତ ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଯାଇଛି। ଭାରତୀୟ ରେଲୱେ ବିକଶିତ ଓ ଆଧୁନିକୀକରଣ ଦିଗରେ ଅଗ୍ରସର ହେଉଥିବାବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ବିଚଳିତ କରିଛି ବୋଲି ପତ୍ରରେ କୁହାଯାଇଛି।
-
ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ନେଇ ୬ମାସ ପୂର୍ବରୁ ହାସ ମି ଠୁ (#MeToo) ପ୍ରସଙ୍ଗ ଉଠିଛି। ଯୌନ ଉତ୍ପୀଡ଼ନର ଶିକାର ହୋଇ ଆଗକୁ ଆସିଥିବା ଅନେକ ମହିଳା ଗୁରୁତର ଅଭିଯୋଗ ଆଣିଛନ୍ତି।
-
ରାଷ୍ଟ୍ରପତି ଶି ଜିନପିଙ୍ଗ ପୁଣି ଥରେ ଚାଇନା ସୈନ୍ୟବାହିନୀକୁ ‘ ଦ ଗ୍ରେଟ ୱାଲ ଅଫ ଷ୍ଟିଲ’ ରେ ପରିଣତ କରିବାକୁ ଆହ୍ବାନ କରିଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ନୂଆଦିଲ୍ଳୀର ପ୍ରଗତି ମୈଦାନ ସ୍ଥିତ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ଅଧିବେଶନ କେନ୍ଦ୍ରଠାରେ ଉଦ୍ଘାଟନ କରିବେ ।
-
ଶରଦ ପାୱାର ତାଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।
-
ଶ୍ରୀଜୀଉଙ୍କ ରଥଯାତ୍ରାରେ ସୁରକ୍ଷା ନିମନ୍ତେ ମୁତୟନ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ହେବେ ।
-
ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାକୁ ଆଜି ପୂରୁଛି ୧୦ ଦିନ, ଦଶାହ ସହ ଭଜନ କୀର୍ତ୍ତନ କରିବେ ଅଞ୍ଚଳବାସୀ l ୩ ଦିନିଆ ସର୍ବଧର୍ମ ପ୍ରାର୍ଥନା ସଭା ସହ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହେବ ।
-
ଭୀମ କୁଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ କରାଯିବ ବୋଲି 5ଟି ସଚିବଙ୍କ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ କହିଲେ l ୧୪୦୦ କୋଟି ଟଙ୍କାର ବଡବିଲ ରିଂ ରୋଡ ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବ l
-
ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ଶନିବାର ଦିନ ରାଜ୍ୟରେ ବ୍ୟାପକ ହିଂସା ଉପୁଜିଛି।
-
ତାମିଲନାଡୁର ୧୫ଜଣିଆ ଟିମ୍ ଦୁଇ ଦିନିଆ ଓଡିଶା ଗସ୍ତରେ , ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହ ଚାଲିଛି ଆଲୋଚନା l
-
ହାଇଦ୍ରାବାଦର ଅମ୍ବରପ୍ରିତ ଅଞ୍ଚଳର ଜଣେ ୧୬ ବର୍ଷର ବାଳକ ଏକାଦଶ ଶ୍ରେଣୀରେ ପଢ଼ନ୍ତି। ଅନଲାଇନ ଗେମ୍ ଖେଳିବା ତାଙ୍କ ନିଶା ହୋଇଯାଇଛି। ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ୍ରୁ ମୋଟ୍ ୩୬ ଲକ୍ଷ ଟଙ୍କା ତାଙ୍କ ପୁଅ ଶେଷ କରିଦେଇଛି।
-
ଦୀର୍ଘ ୨୭ ବର୍ଷ ପରେ ଭାରତ ଅୟୋଜନ କରିବ ୭୧ତମ ମିସ୍ ୱାର୍ଲ୍ଡ l ଏଥିରେ ୧୪୦ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିବେ ଏବଂ ଏହି ପ୍ରତିଯୋଗିତା ୩୦ ଦିନ ପର୍ଯ୍ୟନ୍ତ ଚାଲିବ ।
-
ଡେରାଡ଼ୁନସ୍ଥିତ ଭାରତୀୟ ମିଲିଟାରି ଏକାଡେମି (ଆଇଏମ୍ଏ)ରୁ ଏଥର ମୋଟ ୩୩୧ ଜଣ ଜେଣ୍ଟଲ୍ମେନ୍ କ୍ୟାଡେଟ୍ ଭାରତୀୟ ସେନାରେ ଅଫିସର ହୋଇଛନ୍ତି। ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଆସାମ, ଚଣ୍ଡିଗଡ଼, ଗୋଆ, ମଣିପୁର ଓ ପୁଡ଼ୁଚେରୀରୁ ଜଣେ ଲେଖାଏଁ କ୍ୟାଡେଟ ଏହି ସଫଳତା ହାସଲ କରିଛନ୍ତି।
-
ମୋର୍ଟାର ମାଡ଼ ଯୋଗୁଁ ସୋମାଲିଆରେ ଭୟଙ୍କର ବିସ୍ଫୋରଣ। ଏଥିରେ ୫୩ ଜଣ ଆହତ ହୋଇଥିବା ବେଳେ ୨୭ ଜଣଙ୍କ ଜୀବନ ଚାଲିଗଲା ।
-
କାଳବୈଶାଖୀ ଆସିବା ପୂର୍ବରୁ କଟୁଥିବା ଲାଇନ ଆସିବାକୁ ବହୁ ସମୟ ଯାଉଛି। ରାଜଧାନୀ ଭୁବନେଶ୍ବରରେ ୫ ଘଣ୍ଟା ଲାଗୁଥିବା ବେଳେ ଗ୍ରାମାଞ୍ଚଳ କଥା ନକହିବା ଭଲ। କେଉଁଠି ଗୋଟେ ଦିନ ତ ଆଉ କେଉଁଠି ୫ ଦିନ।
-
ୟୁକ୍ରେନ କମ୍ପାନିଠାରୁ ୫୦ ଲକ୍ଷ ଡଲାର ଲାଞ୍ଚ ନେଇଛନ୍ତି ବାଇଡେନ୍, ଫକ୍ସ ନ୍ୟୁଜର ଏକ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ଖୁଲାସା l
-
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଓଭାଲରେ ଚାଲିଛି। ଅଷ୍ଟ୍ରେଲିଆ ଟିମ୍ ୪୬୯ ରନ ସ୍କୋର କରିଥିବା ବେଳେ ଏହାର ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୨୯୬ ରନ୍ରେ ସୀମିତ ରହିଥିଲା।