# |
Date |
Type |
Current Affairs |
No. Of Views |
Status |
Action |
1401 |
19-09-2023 |
Odia |
-
ଭାରତର ଆଦିତ୍ୟ-ଏଲ୍୧ ସୌର ମିସନ ମହାକାଶଯାନ ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଏହା ବୈଜ୍ଞାନିକମାନଙ୍କୁ ପୃଥିବୀ ଚାରିପାଖରେ ଥିବା କଣିକାର ଆଚରଣ ବିଶ୍ଳେଷଣ କରିବାରେ ସାହାଯ୍ୟ କରିବ ବୋଲି ଇସ୍ରୋ ସୋମବାର କହିଛି।
-
ଦେଶରେ ଏକକ ‘ସାମ୍ବିଧାନିକ ଧର୍ମ’ ଚାହୁଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏଥିସହିତ ଲୋକଙ୍କୁ ନିଜର ଧାର୍ମିକ ବିଶ୍ବାସ ଅନୁସରଣ କରିବାକୁ କୋର୍ଟ ରୋକି ପାରିବେ ନାହିଁ ବୋଲି କହିଛନ୍ତି।
-
ମୁମ୍ବାଇ ଜିଏସ୍ବି ସେବା ମଣ୍ଡଳର ‘ମହାଗଣପତି’ ସମ୍ଭବତଃ ଦେଶର ସବୁଠୁ ଧନୀ ଗଣେଶ ମୂର୍ତ୍ତି। ଏହାକୁ ଯେଭଳି ସାଜସଜ୍ଜା କରାଯାଇଥାଏ ତାହାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ଚଳିତବର୍ଷ ଏହି ଗଣେଶ ମୂର୍ତ୍ତିକୁ ୬୬.୫ କିଗ୍ରା ସୁନା ଅଳଙ୍କାର, ୨୯୫ କିଗ୍ରାରୁ ଅଧିକ ରୁପା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁରେ ସଜ୍ଜିତ କରାଯିବ।
-
୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ରୋକିବା ପାଇଁ ଗଠିତ ଇଣ୍ଡିଆ ମେଣ୍ଟକୁ ଲାଗିଛି ବଡ଼ ଝଟକା। ସିପିଆଇ-ଏମ୍ ପଶ୍ଚିମବଙ୍ଗ ଓ କେରଳରେ ମେଣ୍ଟରୁ ଅଲଗା ରହି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।
-
ଲୋକସଭା ଏବଂ ରାଜ୍ୟ ବିଧାନସଭାମାନଙ୍କରେ ମହିଳାମାନଙ୍କ ଲାଗି ୩୩ ଭାଗ ଆସନ ସଂରକ୍ଷିତ ରଖାଯିବ। ଏସଂପର୍କରେ ସଂସଦରେ ବିଲ୍ ଆଗତ କରାଯିବ। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।
-
ପୁରୁଣା ସଂସଦ ଭବନରେ ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଛି। ଏଥିସହିତ ଆଜିଠାରୁ ଭାରତୀୟ ଗଣତନ୍ତ୍ର ପାଇଁ ପୁରୁଣା ସଂସଦ ଭବନ ଇତିହାସ ପାଲଟି ଯାଇଛି। ଆସନ୍ତାକାଲି (ମଙ୍ଗଳବାର) ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନର ଅବିଶିଷ୍ଟ କାର୍ଯ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହେବ।
-
ଚଳିତ ମାସ ୧୩ ତାରିଖରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ବାରା ପୁନର୍ଗଠନ କରାଯାଇଥିବା ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ମମତା ମହାନ୍ତ ସ୍ଥାନ ପାଇଛନ୍ତି।
-
ସୋମବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ୫୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଆବେଦନର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ କହିଛନ୍ତି।
-
ମଙ୍ଗଳବାର ନୂତନ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସରକାର ୧୭ଶ ଲୋକସଭାର ସମସ୍ତ ସାଂସଦଙ୍କ ଗ୍ରୁପ୍ ଫଟୋଗ୍ରାଫ୍ ନେବେ। ଏଥିସହ ଉଭୟ ଗୃହର ସାଂସଦଙ୍କ ସହିତ ସେଣ୍ଟ୍ରାଲ ହଲରେ ଏକ ସମାରୋହର ମଧ୍ୟ ଆୟୋଜନ କରିଛନ୍ତି।
-
ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ଆଡ଼କୁ ଅଗ୍ରସର ହେଉଛି। କିଛି ଦେଶରେ ୧୦୦ ଡଲାରରୁ ଅଧିକ ଦାମ୍ରେ ତେଲ ବିକ୍ରି ଆରମ୍ଭ ହେଲାଣି। ନାଇଜେରିଆ ଓ ମାଲେସିଆରେ ଉତ୍ପାଦିତ ଅଶୋଧିତ ତେଲ ଦାମ୍ ୧୦୦ ଡଲାରରେ ବିକ୍ରି ହେଉଛି। ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ ପିଛା ଦାମ୍ ୯୪.୮୯ ଡଲାର ରହିଛି।
-
କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅନୁମୋଦନ କରିଥିବା କଲ୍ୟାଣକାରୀ ପଦକ୍ଷେପଗୁଡିକ ମଧ୍ୟରେ ଏଲଆଇସି ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଫଳରେ ସମ୍ପୃକ୍ତ ଏଜେଣ୍ଟମାନେ ଉପକୃତ ହେବେ ।
-
ଆନ୍ଦୋଳନ ସ୍ଥଗିତ ରଖିଲା ପ୍ରାଥମିକ ଶିକ୍ଷକ ସଂଘ। ଏନେଇ ପ୍ରାଥମିକ ଶିକ୍ଷକ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ସରକାରଙ୍କ ସହ ପ୍ରାଥମିକ ଶିକ୍ଷକ ମହାସଂଘର ହୋଇଥିବା ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି।
-
ତିଗିରିଆ ନୂଆ ସଡ଼କ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ କାର୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
-
ପଶ୍ଚିମାଞ୍ଚଳ ନୂଆଁଖାଇ ପର୍ବ ପାଳନ ଅବସରରେ ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧ ତାରିଖକୁ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିବାକୁ ଦାବି ହୋଇଆସୁଥିଲା ।
-
ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ରୋହିତ-କୋହଲିଙ୍କୁ ବିଶ୍ରାମ, କେଏଲ ରାହୁଲ ଅଧିନାୟକ
-
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସଫଳ ହୋଇଛି। ଜୁଲାଇ ୨୦୨୨ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାତ୍ରୀ ଅଭିବୃଦ୍ଧି ହାର ୪୮.୩%ରେ ପହଞ୍ଚିଛି। ସେହିପରି ବିମାନ ଚଳାଚଳରେ ଅଭିବୃଦ୍ଧି ହାର ୩୧.୯% ରହିଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି।
-
ଜେଡ୍ ଇଷ୍ଟେଟର ଦାଦାଗିରିକୁ ନେଇ ସାମନାକୁ ଆସୁଛି ନୂଆ ନୂଆ କାହାଣୀ। ଡରାଇ, ଧମକାଇ ଘର ମାଲିକଙ୍କୁ ଚୁପ୍ କରିବାର ସବୁ ସୀମା ଟପିଛି ଜେଡ୍ ଇଷ୍ଟେଟ୍। ମିଛ ପ୍ରତିଶ୍ରୁତି ଦେଇ ଘର ବିକିବା ପରେ ଜେଡ୍ ଇଷ୍ଟେଟ, ମାଲିକଙ୍କ ସହ ପ୍ରତାରଣା କରିଛି। ପ୍ରତି ପାହାଚରେ ଜେଡ୍ ଇଷ୍ଟେଟ ଠକାମୀ କରିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସବୁ ଦେଖି ବିଡିଏ ଚୁପ୍ ବସିଛି।
-
ସୋମବାର ସୁପ୍ରିମକୋର୍ଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍ ଏହି ପିଟଶନ ଦାଖଲ କରିଥିଲେ।
-
ଛାତ୍ରୀଛାତ୍ରଙ୍କୁ ଉତ୍ତମ କ୍ୟାରିୟର ସହ ବିଦେଶରେ ଭଲ ଦରମାରେ ଚାକିରି ଯୋଗାଇ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ଆଇଆଇଟି) ବମ୍ବେ ରେକର୍ଡ ସୃଷ୍ଟି କରିଛି। ଏହି କ୍ରମରେ ଚଳିତବର୍ଷ ଛାତ୍ରୀଛାତ୍ରଙ୍କୁ ବିଦେଶରେ ବାର୍ଷିକ ୩.୭ କୋଟି ଟଙ୍କା ଦରମାରେ ଚାକିରି ସୁଯୋଗ ମିଳିଛି।
-
ଦେଶର ସର୍ବ କନିଷ୍ଠ ମେୟର ଭାବରେ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ଥିରୁବନନ୍ତପୁରମ ମେୟର ଆର୍ଯ୍ୟା ରାଜେନ୍ଦ୍ରନ ଏକ ମାସର ଶିଶୁକନ୍ୟା ସହିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
|
428 |
Y |
|
1402 |
19-09-2023 |
English |
-
India's Aditya-L1 solar mission spacecraft has commenced collecting data that will help scientists analyse the behaviour of particles surrounding Earth, ISRO said Monda
-
More than 1.3 lakh primary school teachers across the state Monday called off their 11-day-long agitation after holding discussions with the state government.
-
The government may not push for passage of the Bill on appointment of CEC and election commissioners in the five-day session of Parliament that began Monday, sources said amid criticism of its provisions including by the Opposition and former chief election commissioners.
-
The simmering tension with the BJP over its leader K Annamalai’s attack on Dravidian stalwart CN Annadurai prompted the AIADMK in Tamil Nadu Monday to state it had no alliance with the saffron party as of now, and that a decision on the matter will be made during the upcoming elections.
-
Minister of State Prahlad Singh Patel Monday posted on social media platform X that the Cabinet has approved the Women’s Reservation Bill, but deleted the post within an hour.
-
The Economic Offences Wing (EOW) Monday conducted searches at the office of Eastern Media Limited in Rasulgarh area here in connection with a case of loan fraud, cheating, forgery and criminal intimidation against the proprietor and employees of the media house lodged by a former employee.
-
The Supreme Court Monday expressed displeasure over the measures taken by the Odisha government to refund money to the victims of the chit fund scams in the state.
-
The Orissa High Court Monday asked the authorities to start the repair work of Srimandir Ratnabhandar from October 15.
-
Uttar Pradesh Chief Minister Yogi Adityanath Monday assured investors and entrepreneurs that the government guarantees their security, recalling the "lawlessness" in the state before the BJP came to power.
-
The Supreme Court Monday refused to entertain Jharkhand Chief Minister Hemant Soren's plea against the ED summons in a case of alleged money laundering. A bench of Justice Aniruddha Bose and Justice Bela M Trivedi granted Soren the liberty to approach the Jharkhand High Court for relief in the matter.
-
The Supreme Court Monday directed the Maharashtra Assembly Speaker to spell out the timeline within a week for adjudication of the disqualification petitions filed against Chief Minister Eknath Shinde and Shiv Sena MLAs loyal to him who had tied up with the BJP to form a new government in June 2022, saying apparently nothing has been done so far despite its direction for deciding the pleas within reasonable time.
-
An expert committee, set up by the Supreme Court to probe allegations against the Adani group following a bombshell report from a US short seller, has members with potential conflict of interest, a fresh petition filed in the Apex court on Monday said.
-
Five US detainees flew out of Iran Monday in a swap for five Iranians held in the US in a rare deal between the arch enemies that also unfroze $6 billion of Tehran’s funds.
-
The net direct tax collection increased 23.51 per cent to over `8.65 lakh crore till mid-September on higher advance tax mop-up from corporates, the Finance Ministry said Monday.
-
The Finance Ministry Monday approved a series of welfare measures, including enhancement of the gratuity limit and family pension, for the benefit of Life Insurance Corporation of India (LIC) agents and employees.
-
India’s men’s freestyle wrestlers cut a sorry figure at the World Championships as five of the six Olympic-quota contenders have exited the prestigious tournament and only Abhimanyu could reach the medal round in the non-Olympic 70kg weight class.
-
Prime Minister Narendra Modi recalled the 2001 Parliament attack in the Lok Sabha during the Special Parliament Session and saluted the soldiers who took bullets to save Parliament during the 2001 terrorist attack.
-
The Cauvery Water Management Authority (CWMA) on Monday reiterated the decision of the Cauvery Water Regulation Committee, asking Karnataka to continue releasing 5,000 cusecs of water to Tamil Nadu for another 15 days.
-
The Supreme Court on Monday stayed the Karnataka High Court order which invalidated the Lok Sabha membership of JDS MP Prajwal Revanna.
-
Former captain Kapil Dev believes India are ready to win the ODI World Cup at home but he doesn’t want to put the favourite tag on the hosts as a lot would depend on luck.
|
428 |
Y |
|
1403 |
18-09-2023 |
Odia |
ତାରିଖ ୧୮/୦୯/୨୦୨୩ ସୋମବାର ।
-
ସୋମବାର ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ନେଇ ଅନେକ ଆଶା ଆଶଙ୍କା ଲାଗି ରହିଛି। ଏହି ଅଧବେଶନ କାଳରେ ୪ଟି ବିଧେୟକ ଆଗତ କରାଯିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
-
ନିପା ଭାଇରସର ବାଂଲାଦେଶୀ ଷ୍ଟ୍ରେନ୍ ନିଃଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ସୃଷ୍ଟି କରେ ଏବଂ ସଂକ୍ରମିତ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ହତ୍ୟା କରିଥାଏ ବୋଲି ଦେଶର ମହାମାରୀ ବିଶେଷଜ୍ଞ ଡ ରମଣ ଗଙ୍ଗାଖେଡକର ଶନିବାର କହିଛନ୍ତି।
-
ଉତ୍ତରାଖଣ୍ଡର ମୁସୁରୀ ସ୍ଥିତ ‘ଦି ରିଙ୍କ୍’ ହୋଟେଲରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭୋର୍ ୪ଟା ସମୟରେ ହୋଟେଲରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଏହି ସମୟରେ ହୋଟେଲ ମାଲିକ ଭିତରେ ଶୋଇଥିଲେ।
-
ବିମାନ ଉଡ଼ାଣ ପୂର୍ବରୁ କିମ୍ବା ଅବତର ପରେ ହେଉଥିବା ପରୀକ୍ଷାରେ ୩୩ ଜଣ ପାଇଲଟ୍ ଓ ୯୭ ଜଣ କ୍ୟାବିନ୍ କ୍ରୁ ସଦସ୍ୟ ମଦ୍ୟପାନ କରିଥିବା ଧରାପଡ଼ିଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟରୁ ଏହା ଜଣାପଡ଼ିଛି।
-
ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ଲାଗି ୧୩ ହଜାର କୋଟି ଟଙ୍କା ବ୍ୟୟ ବରାଦ। ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ: ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନିତ ।
-
ବିଶ୍ବକର୍ମା ପୂଜା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ବିଶ୍ବକର୍ମା ସ୍କିମ୍ ଘୋଷଣା କରିଛନ୍ତି। ଏହି ସ୍କିମ୍ରେ ଦେଶର ୧୮ ପ୍ରକାର କୌଳିକ ବୃତ୍ତିର କାରିଗରମାନଙ୍କ ଲାଗି ବହୁ ସୁବିଧା ରହିଛି। ସେମାନଙ୍କୁ ବନ୍ଧକମୁକ୍ତ ଋଣଠାରୁ ଆରମ୍ଭ କରି ଟୁଲ୍କିଟ୍ କିଣିବାକୁ ଭାଉଚର, ମୌଳିକ ଓ ଉନ୍ନତ ତାଲିମ, ଡିଜିଟାଲ କାରବାରରେ ପ୍ରୋତ୍ସାହନ ଭଳି ସୁବିଧା ପ୍ରଦାନ କରାଯିବ। ଏହି ସ୍କିମ୍ରେ ପାଞ୍ଚ ବର୍ଷ ପାଇଁ ୧୩,୦୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସ୍କିମ୍ ଦ୍ବାରା ଦେଶର ୩୦ ଲକ୍ଷ ପରିବାର ଉପକୃତ ହେବେ।
-
ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତି ନେଇ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଦୀପଙ୍କର ଗୁପ୍ତାଙ୍କ ଖଣ୍ଡପୀଠରେ ହେବ।
-
ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ତଥା ସମ୍ବାଦର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ମାମଲା ରୁଜୁ କରିଛି। ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୫୦୬, ୪୬୭, ୪୬୮, ୪୭୧, ୪୨୦ ଏବଂ ୧୨୦ (ଖ) ଧାରାରେ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବେ ଅଭିଯୁକ୍ତଙ୍କୁ ଡାକି ଜେରା କରିବ ବୋଲି ଜଣାପଡିଛି।
-
୧୮ ରୁ ୨୦ ତାରିଖ ଯାଏଁ ୩ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।
-
ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ରେଳବାଇ ଏକ ମୂଷା ଧରିବା ପାଇଁ ୪୧ ହଜାର ଟଙ୍କା ଖର୍ଚ୍ଚ କରିଛି ଏବଂ ସେହିଭଳି ୩ ବର୍ଷ ମଧ୍ୟରେ ୧୬୮ଟି ମୂଷା ଧରିବା ପାଇ ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।
-
ସବୁ ପାନ ଚାଷୀ ମାନଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅତି କମ୍ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀ ମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ ।
-
ବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପ୍ରଶାସନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏକ ସ୍ବତନ୍ତ୍ର ଆଉଟ ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ସେବା ଆରମ୍ଭ କରିଛି। ଏହା ବ୍ୟତୀତ ରବିବାର ଆରଏମଏଲ ହସ୍ପିଟାଲରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।
-
ଗୁଗୁଲର ସହ-ପ୍ରତିଷ୍ଠାତା ସର୍ଗେ ବ୍ରିନ୍ କୋଟିପତି ଏଲନ୍ ମସ୍କଙ୍କ ସହ ତାଙ୍କ ପତ୍ନୀଙ୍କର ସମ୍ପର୍କକୁ ନେଇ ଗୁଜବ ଚାଲିଥିବା ବେଳେ ପତ୍ନୀଙ୍କ ସହ ଛାଡ଼ପତ୍ର ପ୍ରକ୍ରିୟାକୁ ଶେଷ କରିଛନ୍ତି।
-
ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାରେ ଶନିବାର ଓଡ଼ିଶାକୁ ଝଟ୍କା ଲାଗିଛି। ମାମଲା ଶେଷ ହେବା ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ କରୁଥିବା ନିର୍ମାଣ ରୋକିବା ସହ ଅଣମୌସୁମୀ ସମୟରେ ୧.୭୪ମେଗାଓ୍ବାଟ ଜଳ ଛାଡ଼ିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶା କରିଥିବା ଅନ୍ତରୀଣ ଆବେଦନକୁ ଶନିବାର ଟ୍ରିବ୍ୟୁନାଲ ଖାରଜ କରିଛନ୍ତି।
-
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଲିଭ-ଇନ ସମ୍ପର୍କରେ ରହୁଥିବା ବିବାହିତ ବ୍ୟକ୍ତିଙ୍କ ଉପରେ ୨୫୦୦ ଟଙ୍କା ଜରିମାନା କରିଛନ୍ତି।
-
ରିଓ ସୁଟିଂ ବିଶ୍ୱକପ୍ରେ ଚମକିଲେ ଭାରତର ଇଲାବେନିଲ, ୧୦ ମିଟର ଏୟାର ରାଇଫଲ୍ରେ ଜିତିଲେ ସ୍ୱର୍ଣ୍ଣ ।
-
ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବ ୪୨ ଲକ୍ଷ: କଠିନ ପରିଶ୍ରମର ଉପହାର ଘୋଷଣା କଲେ ଜୟ ଶାହ ।
-
ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଋଣ ନେଇଥିବା ଗ୍ରାହକଙ୍କୁ କିସ୍ତି ବିଷୟରେ ମନେ ପକାଇବା ଲାଗି ଏକ ଅଭିନବ ପନ୍ଥା ଗ୍ରହଣ କରିଛି। ଗ୍ରାହକମାନଙ୍କ ପାଖକୁ ଚକୋଲେଟ୍ ପଠାଇ ସେମାନଙ୍କୁ କିସ୍ତି କଥା ମନେ ପକାଇବ।
-
ଟେନିସ୍ ଷ୍ଟାର ରୋହନ ବୋପନ୍ନାଙ୍କ ଅବସର, ଡେଭିସ୍ କପ୍ ଜିତିବା ପରେ ହେଲେ ଭାବବିହ୍ୱଳ।
-
ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ପ୍ରେମଦାସା ଷ୍ଟାଡିୟମ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ରେ ଭାରତ ଘରୋଇ ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍ରେ ହରାଇ ଚାମ୍ପିଅନ ହୋଇଛି। ଏଥିସହ ଭାରତ ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ ଜିତିଛି।
|
410 |
Y |
|
1404 |
18-09-2023 |
English |
- At the all party meeting ahead of the special session of the Parliament, the Biju Janata Dal (BJD) and other parties Sunday pushed for the passage of the Women’s Reservation Bill during the five day session.
- The body of an Indian Army soldier was found at Khuningthek village in Manipur’s Imphal East district Sunday.
- Santiniketan, the famed place in West Bengal where poet Rabindranath Tagore built Visva Bharati over a century ago, has been inscribed on the UNESCO World Heritage List.
- The nation’s largest lender State Bank of India is adopting a novel way to ensure timely repayments, especially by its retail borrowers, by greeting those likely to default on monthly installments with a pack of chocolates.
- The state government has decided to provide financial assistance to kewra and betel leaf farmers of Odisha.
- The CBI has arrested the executive secretary to the CMD of Bridge and Roof Company (India) Limited (BRIL), a PSU, and six others in connection with the alleged bribery of Rs 20 lakh to favour a Gujaratbased firm bag a Rs 56 crore tender for an Eklavya Model Residential School (EMRS) in Odisha.
- More than 43 lakh children in the 0-5 age group were identified as obese or overweight last month, accounting for around six per cent of the total children surveyed at anganwadi centres across the country, according to official data
- “At that time, Odisha was receiving on an average `800 crore in a year as railway allocation in budget. Now, the Modi government has allocated `10,000 crore to the state for the railway sector in the latest budget,” Vaishnaw said
- The Bhubaneswar Development Authority (BDA) will transform Sikharchandi Hill here into a major tourist attraction hub by developing basic amenities, an official said Sunday.
- The Balasore district administration’s bid to shift all judicial courts functioning in Balasore town to Remuna about 12 km from this district headquarters town has sparked sharp resentment and anger among the denizens, a report said Sunday.
- Rajasthan Chief Minister Ashok Gehlot has approved the draft of 'Rajasthan Green Hydrogen Policy-2023' and a notification in this regard will be issued soon.
- Relying on its previous women centric scheme ‘Ladli Behna Yojana’ launched three months ago, Chief Minister Shivraj Singh Chouhan-led BJP government has now taken it forward and launched a housing scheme under similar name as the Assembly elections in Madhya Pradesh near.
- Prime Minister Narendra Modi Sunday invited film and television industry as well as global event management companies to organise events at Bharat Mandapam and the newly-constructed Yashobhoomi, the stateof-the-art convention centre which he inaugurated on the occasion of the launch of Rs 13,000- crore ‘PM Vishwakarma’ scheme.
- Foreign portfolio investors (FPIs) have pulled out close to `4,800 crore from equities in the first fortnight of September on rising US bond yields, a stronger dollar, and concerns over global economic growth.
- Union Sports Minister Anurag Singh Thakur virtually inaugurated 49 Khelo India Centres in Madhya Pradesh at the TT Nagar Stadium in Bhopal on Saturday.
|
448 |
Y |
|
1405 |
17-09-2023 |
Odia |
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୭୩ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ସାରା ଭାରତର ବିଜେପି ଶାଖାଗୁଡ଼ିକ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଠାରେ ୫ଟି ଉପକ୍ରମରେ ନବ ନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ୍କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ କଟକ ସହରର ୯ଟି ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ପ୍ରସିଦ୍ଧ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଗୀତା ମେହେଟାଙ୍କର ଶନିବାର ରାତିରେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା।
- ସମଗ୍ର ଭାରତରେ ୧୦୦ଟି ନୂଆ ସୈନିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଘରୋଇ ସ୍କୁଲ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯିବ।
- ନୋବେଲ୍ ପୁରସ୍କାର ରାଶି ବୃଦ୍ଧି ପାଇଛି । ଚଳିତବର୍ଷର ନୋବେଲ୍ ପୁରସ୍କାର ବିଜେତାମାନେ ଆଉ ଅତିରିକ୍ତ ୧ ନିୟୁତ କ୍ରାଉନ୍(ସ୍ବିଡିସ କ୍ରାଉନ୍) ଅର୍ଥ ପାଇବେ ବୋଲି ନୋବେଲ୍ ଫାଉଣ୍ଡେସନ୍ ଘୋଷଣା କରିଛି । ଫଳରେ ୨୦୨୩ ନୋବେଲ ପୁରସ୍କାର ବିଜେତାମାନେ ମୋଟ୍ ୧୧ ନିୟୁତ ସ୍ବିଡିସ କ୍ରାଉନ୍ ପାଇବେ, ଯାହାର ମୂଲ୍ୟ ୯ଲକ୍ଷ ୮୬ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୮ କୋଟି ୧୦ ଲକ୍ଷ ଟଙ୍କା ।
- ପୁରୁଣା ମିଗ୍-୨୧ ଓ ୨୩କୁ ପର୍ଯ୍ୟାୟକ୍ରମେ ହଟାଇବ ବାୟୁସେନା; ଆଉ ୧୦୦ଟି ନୂଆ ତେଜସ୍ ଲଢ଼ୁଆ ବିମାନ କିଣିବ
- ଜନସେନା ପାର୍ଟିର ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ଆଜି ତେଲୁଗୁ ଦେଶମ ପାର୍ଟି (ଟିଡିପି) ସହିତ ଏକ ମେଣ୍ଟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ଆନ୍ଧ୍ରପ୍ରଦେଶରେ ୨୦୨୪ ନିର୍ବାଚନରେ ଜଗନ୍ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ।
- କରୋନାଠାରୁ ନିପା ଭାଇରସ ଅଧିକ ଭୟଙ୍କର ରହିଥିବା କୁହାଯାଉଛି । ୧୦୦ ଜଣ ନିପା ଭାଇରସ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ରୁ ୭୦ ଜଣଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଥିବା କୁହାଯାଉଛି। ଏହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ଆତଙ୍କ ଖେଳି ଯାଇଛି।
- ଉତ୍ତର କୋରିଆର ଏକଛତ୍ର ଶାସକ କିମ୍ ଜଙ୍ଗ୍ ଉନ୍ ଏବେ ରୁଷିଆ ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଋଷର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରୁଷିଆର ଆଣବିକ କ୍ଷମତା ସମ୍ପନ୍ନ ରଣନୈତିକ ବୋମାବର୍ଷୀ, ହାଇପରସୋନିକ୍ କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ଜାହାଜ ବୁଲି ଦେଖିଛନ୍ତି।
- ପେଟ୍ରୋଲ୍ ଚାଳିତ ଦୁଇଚକିଆ ଗାଡ଼ି ପାଇଁ ବୀମା ଓ ହେଲ୍ମେଟ୍ ବାଧ୍ୟତାମୂଳକ ଥିବା ବେଳେ ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ମଧ୍ୟ ତାହା ପ୍ରଯୁଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଜରିମାନା ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
- ବିଶ୍ୱ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବାରେ ଲାଗିଛି। ଲଗାତାର ତୃତୀୟ ସପ୍ତାହରେ ତେଲ ଦାମ୍ ବଢ଼ିଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୪ ଡଲାରକୁ ବୃଦ୍ଧି ପାଇଛି। କିଛି ମାସ ତଳେ ଜୁନ୍ରେ ଏହାର ଦାମ୍ ୭୦ ଡଲାର ଥିଲା।
- ବିଶ୍ୱର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ଭାରତ ବିଷୟରେ କ’ଣ ଭାବନା ରହିଛି ତାହା ଉପରୁ ପରଦା ଉଠାଇଛନ୍ତି ତାଙ୍କ ଜୀବନ ରଚନା କରିଥିବା ବ୍ୟକ୍ତି ୱାଲ୍ଟର ଆଇଜ୍ୟାକ୍ସନ୍। ସେ କହିଛନ୍ତି ଯେ ମସ୍କ ଭାରତକୁ ବହୁତ ପସନ୍ଦ କରନ୍ତି।
- ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୧୧୯.୭୧୬ ଏକର ଜମି ଗୋପାଳପୁର ବନ୍ଦରର ଉନ୍ନତିକରଣ ତଥା ସଂପ୍ରସାରଣ ନିମିତ୍ତ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।
- ମୁମ୍ବାଇର ପରିଚୟ ଭାବରେ ବିବେଚନା କରାଯାଉଥିବା ପୁରୁଣା ଡବଲ-ଡେକର୍ ବେଷ୍ଟ ବସ ଅବସର ନେବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର (ସେପ୍ଟେମ୍ବର ୧୫) ଠାରୁ ବେଷ୍ଟର ପୁରୁଣା ଡବଲ ଡେକର ବସ ସେବା ବନ୍ଦ ହୋଇଯାଇଛି ।
- ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାର ଯଥାକ୍ରମେ ଔରଙ୍ଗାବାଦ ଏବଂ ଓସମାନାବାଦ ଜିଲାର ନାମକୁ ଛତ୍ରପତି ସମ୍ଭାଜୀନଗର ଏବଂ ଧରାଶିବରେ ପରିବର୍ତ୍ତନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି।
- ବିଶ୍ୱରେ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଉଦ୍ୟମ ସତ୍ତ୍ୱେ, ଲୋକମାନେ ପ୍ରତିଦିନ ୨.୧୫ ଡଲାର (୧୭୮ ଟଙ୍କା) ଆୟ କରି ଜୀବନ ବଞ୍ଚୁଛନ୍ତି।
- ଧ୍ରୁବାସ୍ତ୍ର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର, ୧୨ଟି ଏସ୍-୩୦ ଏମ୍କେଆଇ ଯୁଦ୍ଧବିମାନ ସମେତ ବିଭିନ୍ନ ଅସ୍ତ୍ର ସିଷ୍ଟମ କ୍ରୟ ଲାଗି ୪୫ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ଦେଇଛି।
- ଭାରତର ବଡ ବ୍ୟବସାୟୀ ଓ କୋଟିପତିଙ୍କ ମଧ୍ୟରେ ଅନ୍ୟତମ ରତନ ଟାଟା ବ୍ରିଟେନରେ ଏକ ବଡ ପୁଞ୍ଜି ନିବେଶ କରିବାକୁ ଯାଉଛି। ଟାଟା ଷ୍ଟିଲ ଓ ବ୍ରିଟିଶ ସରକାର ମଧ୍ୟରେ ଏହି ଆର୍ଥିକ ପ୍ୟାକେଜକୁ ନେଇ ଚୁକ୍ତି ହୋଇଛି।
- କେନ୍ଦ୍ର ସରକାର ଆଧାର ସଂଶୋଧନ ସମୟସୀମାକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି । ଆଧାର ପରିଚୟପତ୍ରରେ ସଂଶୋଧନ ଲାଗି ବିନା ଦେୟରେ ଅନଲାଇନ୍ ଜରିଆରେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସଂଶୋଧନ କରାଯାଇପାରିବ।
- ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ଦଳ ମାନ୍ୟତାରେ ଭାରତ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଚଳିତ ଏସିଆ କପ୍ରେ ଦୁଇଟି ପରାଜୟ ପରେ ପାକିସ୍ତାନ ଏକ ନମ୍ବର ସ୍ଥାନରୁ ୩ୟ ସ୍ଥାନକୁ ଖସି ଆସିଛି ।
|
447 |
Y |
|
1406 |
17-09-2023 |
English |
-
Chief Minister Naveen Patnaik inaugurated the state-of-the- art Netaji Bus Terminal here Saturday. The sprawling terminal is constructed by the state government on 15 acres of land at Khannagar on the Kathajodi river banks with a budget of `90 crore.
-
The Sangeet Natak Akademi Amrit awards were conferred to Sidheswar Das,94, for his contribution in the filed of Chhau dance, Anant Mahapatra, 86, for overall contribution to theatre, Ananda Bag, 82, in the field of folk music (Brahma Veena) and Gobinda Chandra Pal, 76, in the field of Odissi dance (Gotipua)
-
Prime Minister Narendra Modi turned 73 on Sunday, with President Droupadi Murmu and other dignitaries and politicians extending their best wishes to him.
-
Daughter of legendary leader Biju Patnaik and eminent author, documentary film maker, and journalist Gita Mehta passed away in New Delhi, Saturday. She was 80.
-
The election for the post of Speaker will now be held at 9:30am September 22, the day on which the monsoon session of the Assembly will begin.
-
The first meeting of the high-level committee to examine and make recommendations for holding simultaneous polls will be held September 23, said former President Ram Nath Kovind, who heads it.
-
The Odisha Startup Growth Fund (OSGP) with an initial corpus of `100 crore was launched by Startup Odisha here, Saturday to bolster the MSME sector and fund entrepreneurs to harness the startup ecosystem in the state. The Small Industries Development Bank of India (SIDBI) will act as the fund mana g er, Star tup Odisha officials said.
-
The Economic Offences Wing (EOW) of state Crime Branch Saturday grilled noted realtor and owner of Z Estates Private Limited, Tapan Kumar Mohanty reportedly in connection with a complaint lodged by the Z One Apartment welfare association. Mohanty was earlier summoned by the EOW to appear Saturday for questioning.
-
Odisha Startup Xpress, a flagship initiative of the state government to nurture entrepreneurial mindset in the state at grassroot level, has received and collected more than 540 ideas in just 5 days, with participation from 5,618 students across 47 colleges and 12 schools. Saturday, the startup vans visited 8 colleges and 2 schools of Cuttack and received 72 ideas with participation from 858 students.
-
The Bhim Army could be a new entrant to the opposition bloc INDIA. The Rashtriya Lok Dal is making efforts to bring Bhim Army chief Chandra Shekhar Azad on board and get the advantage of Dalit votes for the opposition since he wields considerable influence in the region.
-
An orphan is an orphan, irrespective of how the death of his or her parents happened, the Supreme Court has said, asking the Centre if there are ways the benefits of schemes, including PM Cares fund, which were meant for children orphaned during the COVID19 pandemic, can be extended to all orphans.
-
Vice President and Rajya Sabha Chairman Jagdeep Dhankhar on Sunday raised the national flag at the new Parliament building in New Delhi.
-
On the occasion of Prime Minister Narendra Modi's 73rd birthday, Assam on Sunday atempted a new record by planting one crore saplings.
-
The Trinamool Congress has written to External Affairs Minister S Jaishankar and demanded action against West Bengal's Leader of Opposition Suvendu Adhikari for his "inappropriate comments".
-
Rajya Sabha will hold a discussion on the country's parliamentary journey of 75 years on the first day of the Special Session of Parliament that is being held from September 18 to 22.
|
432 |
Y |
|
1407 |
16-09-2023 |
Odia |
-
ବିଶ୍ୱକର୍ମା ଜୟନ୍ତୀ ଅବସରରେ ଆସନ୍ତା ୧୭ ତାରିଖରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ।ପିଏମ୍ ବିଶ୍ୱକର୍ମା’ ଯୋଜନା ପାଇଁ କେନ୍ଦ୍ର ସରକାର ୧୩,୦୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବେ। ‘ପିଏମ୍ ବିଶ୍ୱକର୍ମା’ ର ପରିସର ବେଶ ବ୍ୟାପକ ଏବଂ ଏହା ୧୮ଟି କାରିଗରୀ ଶିଳ୍ପକୁ ଅନ୍ତର୍ଭୁକ୍ତ କରିବ ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ବ ନେତାମାନଙ୍କ ମଧ୍ୟରେ ଗ୍ଲୋବାଲ୍ ରେଟିଂରେ ଶୀର୍ଷରେ ରହିଛନ୍ତି। ‘ମର୍ଣ୍ଣିଂ କନ୍ସଲ୍ଟ’ର ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ରେଟିଂ ସହ ସର୍ବାଧିକ ଲୋକପ୍ରିୟ ବିଶ୍ବନେତା ହୋଇଛନ୍ତି।
-
କେରଳ ନିପା ଭାଇରସର ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି।ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କେରଳରେ ସତର୍କତା ବୃଦ୍ଧି କରାଯାଇଛି।
-
ମାଲି ଦେଶରେ ସୁଲତାନଙ୍କ ପାଖରେ ଅନେକ ସୁନା ଖଣି ଥିଲା । ପଶ୍ଚିମ ଆଫ୍ରିକାର ଏହି ଦେଶରେ ଏତେ ସୁନା ଥିଲା ଯେ ସାରା ବିଶ୍ୱରୁ ବ୍ୟବସାୟୀଙ୍କ ଭିଡ ଲାଗି ରହିଥିଲା । ଅନେକ ୟୁରୋପୀୟ ଦେଶର ଲୋକ ଏଠାର ପଡି ରହୁଥିଲେ । ମାତ୍ର ଏବେ ନାଁ କୁ ମାତ୍ର ସୁଲତାନ ରହିଛନ୍ତି । ଦେଶର ଅଧା ଲୋକ ଅତ୍ୟଧିକ ଗରିବ । ଖାଇବା ପାଇଁ ପାଉ ନାହାନ୍ତି ।
-
ଦୂରଦର୍ଶନ ୬୪ ବର୍ଷ ପୂରଣ କରି ୬୫ ବର୍ଷରେ ପଦାର୍ପଣ କରିଛି । ୧୯୫୯ ମସିହା ଆଜିର ଦିନରେ ଦୂରଦର୍ଶନ ପ୍ରଥମଥର ଲାଗି ତା’ର ପ୍ରସାରଣ ଆରମ୍ଭ କରିଥିଲା । ଦୂରଦର୍ଶନ ଲୋକମାନଙ୍କୁ ସଠିକ୍ ତଥ୍ୟ ଓ ସୂଚନା ଏବଂ ବିଶ୍ୱସନୀୟ ସମ୍ବାଦ ପରିବେଷଣ କରି ଆସୁଛି।
-
ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ ଆଉ ଏକ ସଫଳତା ମିଳିଛି । ଆଦିତ୍ୟ ଏଲ-୧, ୪ର୍ଥ କକ୍ଷପଥ ପରିବର୍ତ୍ତନ କରିଛି ।
-
ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରାବିଶ୍ୱର ନଜର ଭାରତ ଉପରେ ରହିଛି। ତେବେ ଚନ୍ଦ୍ରାୟାନର ପ୍ରଜ୍ଞାନ ନିଜ ଗବେଷଣାରେ ଚନ୍ଦ୍ରରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି।
-
ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
-
ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବିଆରଏସ ନେତା କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଇଡିର ସମନ ବିରୋଧରେ କବିତାଙ୍କ ପିଟିଶନ ଉପରେ ଶୁଣାଣି ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।
-
ମିଜୋରାମର ଚମ୍ପାଇ ଜିଲାର ଜୋଖୱାଥର୍ ଅଞ୍ଚଳରୁ ଆସାମ ରାଇଫଲ୍ସ ଅଧିକାରୀ ପ୍ରାୟ ୧.୬୫ କୋଟି ଟଙ୍କା ମୂଲ୍ୟର ୨୩୭ ଗ୍ରାମ ହେରୋଇନ୍ ଜବତ କରିଛନ୍ତି।
-
ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ଶୁକ୍ରବାର ଅର୍ଥାତ୍ ୧୫ ସେପ୍ଟେମ୍ବରରେ ଶେଷ ହୋଇଛି। ବର୍ତ୍ତମାନ ଇଡିର ସ୍ବତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବିନଙ୍କୁ ଇଡିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
-
ବିଧାନସଭାଗୁଡ଼ିକ ପେପରଲେସ୍ ହେବାରୁ ପ୍ରତିବର୍ଷ ୩୪୦କୋଟିରୁ ଅଧିକ ଟଙ୍କା ସଞ୍ଚୟ କରାଯାଉଛି।
-
ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସର ନୂତନ ଉତ୍ପାଦ ‘ସୁପର ହେଲ୍ଥ ଇନ୍ସ୍ୟୁରାନ୍ସ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି।
-
ଚଳିତ ବର୍ଷ ଡିସେମ୍ବରରେ ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ହେବାକୁ ଥିବା ଡେଷ୍ଟିନେସନ୍ ଉତ୍ତରାଖଣ୍ଡ-ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ରେ ରାଜ୍ୟ ସରକାର ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଲକ୍ଷ୍ୟ ରଖିଛନ୍ତି।
-
ଗତ ୪ ମାସ ଭିତରେ ମଣିପୁର ଜାତିଆଣ ହିଂସାରେ ୧୭୫ ଜଣଙ୍କ ଜୀବନ ଗଲାଣି ଏବଂ ୯୬ଟି ମୃତ ଶରୀର ପଡ଼ିରହିଛି, ଯାହାକୁ ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି। ଗୁରୁବାର ମଣିପୁର ପୁଲିସ ମୃତ ଓ ଆହତମାନଙ୍କ ତଥ୍ୟ ପ୍ରଦାନ କରିବା ବେଳେ ଏହା କହିଛି।
-
ବ୍ୟାଟେରି ଦାମ୍ କମିବା ପରେ ୨୦୨୪ ସୁଦ୍ଧା ୟୁରୋପ, ୨୦୨୬ ସୁଦ୍ଧା ଆମେରିକା ଏବଂ ୨୦୩୦ ସୁଦ୍ଧା ସାରା ବିଶ୍ବରେ ପେଟ୍ରୋଲ୍ କାର୍ ଦାମ୍ରେ ଇଲେକ୍ଟ୍ରିକ୍ କାର୍ ମିଳିବ।
-
ଏସିଆର ୮୨ ପ୍ରତିଶତ କର୍ମଚାରୀଙ୍କର ମଧ୍ୟମରୁ ଗୁରୁତର ମାନସିକ ସ୍ବାସ୍ଥ୍ୟ ସମସ୍ୟା ରହିଛି ବୋଲି ଗୁରୁବାର ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡିଛି।
-
ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ‘ସଙ୍ଗୀତ ନାଟକ ଏକାଡେମି ଅମୃତ ପୁରସ୍କାର’ ପାଇଁ ଦେଶର ମୋଟ୍ ୮୪ ଜଣ ବର୍ଷୀୟାନ କଳାକାରଙ୍କୁ ମନୋନୀତ କରାଯାଇଛି। ଏଥିରେ ଓଡ଼ିଶାର ୪ ଜଣ କଳାକାର ସାମିଲ ଅଛନ୍ତି। ସେମାନେ ହେଲେ ୯୪ ବର୍ଷୀୟ ସିଦ୍ଧେଶ୍ବର ଦାଶ (ଛଉ ନୃତ୍ୟ), ୮୬ ବର୍ଷୀୟ ଅନନ୍ତ ମହାପାତ୍ର (ଥିଏଟର-ସାମଗ୍ରିକ ଅବଦାନ), ୮୨ ବର୍ଷୀୟ ଆନନ୍ଦ ବାଗ (ଲୋକସଙ୍ଗୀତ -ବ୍ରହ୍ମା ବୀଣା) ଓ ୭୬ ବର୍ଷୀୟ ଗୋବିନ୍ଦ ଚନ୍ଦ୍ର ପାଲ (ଗୋଟିପୁଅ)।
-
ଉଛୁଳା ନଦୀରେ ଫସିଲା ଭାରତରୁ ନେପାଳକୁ ଯାଉଥିବା ବସ | ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସୀମାରେ ଥିବା କୋତୱାଲି ନଦୀରେ ବସଟି ଫସିଯାଇଥିଲା | ବସରେ ୫୩ ଜଣ ଯାତ୍ରୀ ଥିଲେ |
-
ଭାରତୀୟ ବାୟୁସେନାର ଘାତକ କ୍ଷମତା ଆହୁରି ବଢିବାକୁ ଯାଉଛି । ଦେଶର ଆକାଶମାର୍ଗକୁ ଅଧିକ ସୁରକ୍ଷିତ କରିବା ପାଇଁ ଭାରତୀୟ ବାୟୁସେନା ପାଇଁ ୧୨ଟି ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନ କିଣିବାକୁ ମଞ୍ଜୁରୀ ଦେଇଛି ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ
|
427 |
Y |
|
1408 |
16-09-2023 |
English |
-
IRS officer Rahul Navin was appointed as in-charge director of the Enforcement Directorate (ED) Friday on the completion of tenure of the incumbent Sanjay Kumar Mishra.
-
The Supreme Court Friday sought the response of all the high courts and some tribunals on whether they have disbanded the hybrid mode of hearing cases, allowing lawyers and litigants to appear in a matter through video-conferencing as well.
-
Aditya L1 spacecraft, India’s first spacebased mission to study the Sun, during the early hours Friday, underwent the fourth Earthbound manoeuvre successfully, ISRO said
-
Housing and Urban Development Minister Usha Devi emphasised expediting transformation of urban areas of the state under the 5T initiative at the 22nd governing body meeting of State Urban Development Agency (SUDA) here Friday.
-
Former tehsildar of Buguda in Ganjam district Sangram Keshari Jena was arrested by the Vigilance officials Friday for possessing disproportionate assets (DA) to the tune of 187 per cent excess of his known sources of income.
-
The National Human Rights Commission (NHRC) has issued summons to Balsore SP to appear in person before the commission November 2 regarding the death of a fisherman inside DRDO range.
-
Twelve former vice-chancellors of different state universities in West Bengal Thursday sent legal notice to Governor C.V. Ananda Bose, who by virtue of his chair is also the chancellor of all state universities. These 12 former vice-chancellors are those who were recently cited by the governor as those who had to resign as per the order of the Supreme Court because their appointments were not as per norms.
-
The Manipur government has approved a compensation scheme for women victims of sexual assault and other crimes, an official order said.
-
Representatives of COCOMI, an umbrella body of Imphal valley-based civil society organisations, met Defence Minister Rajnath Singh and demanded the withdrawal of Assam Rifles from the state, alleging that the force was acting in a biased way.
-
India Thursday cleared nine procurement proposals of around `45,000 crore including ones to acquire 12 Su-30 MKI fighter jets as well as Dhruvastra air-to-surface missiles and upgrade of Dornier aircraft.
-
In some relief to BRS leader K Kavitha, the Enforcement Directorate Friday told the Supreme Court it will extend by 10 days the summons issued to her for appearance in the Delhi excise policy case.
-
The Supreme Court Friday termed the complaint against the Editors Guild of India (EGI) and its four members a “counter-narrative of the government” and asked as to how the offence of promoting enmity between different groups was made out against the journalists' body which merely gave a report at Army's request.
-
President Joe Biden announced new US sanctions Friday on “some of Iran's more egregious human rights abusers” as he marked the anniversary of the death of 22-year-old Mahsa Amini, who died while being held by the country's morality police’
-
Vice President Jagdeep Dhankhar on Friday criticised those who "taint, tarnish and demean" the image of the country abroad, especially at a time when the world is praising its development.
-
Prime Minister Narendra Modi continues to top global ratings among world leaders with an approval rating of 76 per cent, according to a survey by Morning Consult.
-
Mizoram Chief Minister Zoramthanga on Friday said his government cannot act as it wishes due to financial constraints with funds of ₹ 3,500 crore due from the Centre.
-
The Defence Ministry on Friday cleared procurement of various weapons systems and platforms including Dhruvastra short range air-to-surface missile and 12 Su-30 MKI fighter jets at a cost of around ₹ 45,000 crore.
-
Politics took a (brief) backseat Friday as Punjab Chief Minister Bhagwant Mann took a playful dig at Aam Aadmi Party colleague Raghav Chadha, who is to wed actor Parineeti Chopra later this month.
-
The Calcutta High Court on Friday imposed a penalty of ₹ 50 lakh on the West Bengal government for failing to implement its order for handing over the investigation from the CID to CBI and ED into alleged irregularities in a women's
-
Shubman Gill gave an awesome display of his talent while registering his fifth ODI hundred, but Bangladesh managed to eke out an unexpected six-run win over India in an Asia Cup Super Four match here Friday.
|
433 |
Y |
|
1409 |
15-09-2023 |
Odia |
-
ଜାତୀୟ ନ୍ୟାୟିକ ତଥ୍ୟ ଗ୍ରିଡ୍ (ଏନ୍ଜେଡିଜି) ପ୍ଲାଟଫର୍ମରେ ଖୁବ୍ଶୀଘ୍ର ସୁପ୍ରିମକୋର୍ଟ ଯୋଡ଼ିହେବ। ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏହି ଯୁଗାନ୍ତକାରୀ ଘୋଷଣା କରିଛନ୍ତି।
-
ବ୍ୟାଙ୍କ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ମାମଲାରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।
-
ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି।
-
ଭାରତର ୩୦୧ଟି ଜିଲ୍ଲାରୁ ୩୧ହଜାର ଲୋକଙ୍କ ଠାରୁ ପ୍ରତିକ୍ରିୟା ନିଆଯାଇଥିଲା। ସେଥିମଧ୍ୟରୁ ୬୭ଶତକଡା ପୁରୁଷ ହୋଇଥିବାବେଳେ ୩୩ଶତକଡା ମହିଳା ଥିଲେ। ସର୍ଭେରେ ଜଣାପଡିଥିଲା କି ପ୍ରାୟ ୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ କରିଚାଳନା କରିପାରନ୍ତି ନାହିଁ।
-
ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ଅଧିନିୟମ, ୨୦୨୩ ଅକ୍ଟୋବର ୧, ୨୦୨୩ ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି।ବର୍ତ୍ତମାନ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବୃଦ୍ଧି ପାଇବ। ବିଦ୍ୟାଳୟ, କଲେଜରେ ଆଡମିଶନ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ, ଭୋଟର ତାଲିକାରେ ନାମ ଯୋଡିବା, ଆଧାର ପଞ୍ଜୀକରଣ, ବିବାହ ପଞ୍ଜୀକରଣ କିମ୍ବା ସରକାରୀ ଚାକିରି ଆବେଦନ ଭଳି ଅନେକ ଉଦ୍ଦେଶ୍ୟରେ ଆପଣ ଏହି ଏକକ ଡକ୍ୟୁମେଣ୍ଟ ବ୍ୟବହାର କରିବାରେ ସକ୍ଷମ ହେବେ।
-
ଅନନ୍ତନାଗ ଏନ୍କାଉଣ୍ଟରରେ ଗତକାଲି ଜଣେ ମେଜର, ଜଣେ କର୍ନେଲ ଏବଂ ଜଣେ ଡିଏସ୍ପି ସହିଦ ହୋଇଯାଇଛନ୍ତି। ଏଥିସହ ଦେଶ ୩ ଜଣ ବୀର ଯୋଦ୍ଧାଙ୍କୁ ହରାଇ ଦେଇଛି।
-
ବିରୋଧୀ 'ଇଣ୍ଡିଆ' ମେଣ୍ଟ ୧୪ ଜଣ ଆଙ୍କରଙ୍କ ଶୋ'କୁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି। ବୟକଟ୍ର ଘୋଷଣାର ଦିନକ ପରେ ତାଲିକା ପ୍ରକାଶ ଇଣ୍ଡିଆ ମେଣ୍ଟ। ଏହି ତାଲିକାରେ ଅଛନ୍ତି ଦେଶର ପ୍ରମୁଖ ଚାନେଲର ଆଙ୍କର।
-
ଭାରତୀୟ ବାୟୁସେନା ମାଲବାହୀ ବିମାନରୁ ‘ଟାଇପ୍ ଭି ହେଭି ଡ୍ରପ୍ ସିଷ୍ଟମ୍’ର ସଫଳ ପରୀକ୍ଷଣ କଲା ।
-
ଓଡ଼ିଶାର ଜିଏସ୍ଟି ଆପିଲିଟ୍ ଟ୍ରିବ୍ୟୁନାଲ୍କୁ କଟକରେ ସ୍ଥାପନ କରାଯିବ। କେନ୍ଦ୍ର ସରକାର ଆଜି ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଦୀର୍ଘ ସାଢ଼େ ଛଅ ବର୍ଷର ପ୍ରତୀକ୍ଷା ପରେ ଜିଏସ୍ଟି ଆପିଲିଟ୍ ଟ୍ରିବ୍ୟୁନାଲ୍ ସ୍ଥାପନ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି।
-
ମିଛ ସଂସ୍ଥା ନାମରେ କେନ୍ଦ୍ର ଦେଇଥିବା ସବସିଡି ଅଭିଯୋଗକୁ ନେଇ ଏବେ ଆସାମ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଗୌରବ ଗୋଗୋଇ ମୁହାଁମୁହିଁ ହୋଇଛନ୍ତି | କଂଗ୍ରେସର ଅଭିଯୋଗକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା କହିଛନ୍ତି ଯେ ଯଦି ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୁଏ ତେବେ ସେ ସାଧାରଣ ଜୀବନରୁ ସନ୍ୟାସ ନେଇଯିବେ |
-
ଏସଏସଆଇ ସର୍ଭେରୁ ମିଳିଥିବା ପ୍ରମାଣ ସୁରକ୍ଷିତ ରଖାଯିବ, ଜ୍ଞାନବ୍ୟାପୀ ମାମଲାରେ କୋର୍ଟଙ୍କ ଆଦେଶ ।
-
ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ଓ ବଲିଉଡ ଅଭିନେତ୍ରୀ । ରାଜସ୍ଥାନ ଉଦୟପୁରରେ ହେବ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବାହାଘର ।
-
ମେକ୍ସିକୋ ସାଂସଦରେ ପ୍ରଦର୍ଶିତ ହେଲା ଏଲିଅନ୍ କଙ୍କାଳ । ପ୍ରଖ୍ୟାତ ସାମ୍ବାଦିକ ଜେମେ ମୌସାନ୍ ଏଲିଏନଙ୍କ କଙ୍କାଳ ପ୍ରଦର୍ଶନ କରି ଦେଲେ ନୂଆ ତଥ୍ୟ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ। ।
-
ମାଷ୍ଟରକାର୍ଡ ଇଣ୍ଡିଆ ଚେୟାରମ୍ୟାନ ଭାବରେ ନିଯୁକ୍ତ ହେଲେ ରଜନୀଶ କୁମାର। ଗୁରୁବାର ମାଷ୍ଟରକାର୍ଡ ଇଣ୍ଡିଆ, ଏସବିଆଇର ପୂର୍ବତନ ମୁଖ୍ୟ ରଜନୀଶ କୁମାରଙ୍କୁ କମ୍ପାନିର ଚେୟାରମ୍ୟାନ୍ ନିଯୁକ୍ତ କରିଛି।
-
ବିଶ୍ୱର ସବୁଠୁ ବଡ଼ ଟେକ୍ କମ୍ପାନୀ ମଧ୍ୟରେ ଅନ୍ୟତମ ‘ଗୁଗଲ’ ପୁଣି ଥରେ କର୍ମଚାରୀ ଛଟେଇ ଆରମ୍ଭ କରିଛନ୍ତି। ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ର ଗ୍ଲୋବାଲ ରିକ୍ରୁଇଟମେଣ୍ଟ ଟିମ୍ରୁ ଏହି ଛଟେଇ ଆରମ୍ଭ ହୋଇଛି।
-
ଅପରାଧିକ ମାମଲାରେ ଦଣ୍ଡିତ ସାଂସଦ ଓ ବିଧାୟକମାନଙ୍କୁ ସ୍ଥାୟୀ ରୂପେ ଅଯୋଗ୍ୟ ଘୋଷିତ କରିବା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ ଆମିକସ କ୍ୟୁରି ବିଜୟ ହଂସାରିଆ ତାଙ୍କର ଉନ୍ନବିଂଶତମ ରିପୋର୍ଟରେ ସମର୍ଥନ କରିଛନ୍ତି।
-
ବେଶୀ ରାତି ଯାଏ ଅନିଦ୍ରା ରହିଲେ, ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି। ଡେରିରେ ଶୋଇ ଡେରିରେ ଉଠିବାର ଶୟନ ଅଭ୍ୟାସ ‘କ୍ରୋନୋଟାଇପ୍’ ନାମରେ ପରିଚିତ। କ୍ରୋନୋଟାଇପ୍ ସହ ଟାଇପ୍-୨ ମଧୁମେହ ଅଧିକ ସଂପୃକ୍ତ ଏବଂ ତାହା ଅସ୍ବାସ୍ଥ୍ୟକର ଜୀବନଶୈଳୀ ସହ ଜଡ଼ିତ ବୋଲି ଏହି ଅଧ୍ୟୟନରୁ ପ୍ରକାଶ ପାଇଛି।
-
ମଣିପୁର ହିଂସା ଘଟଣାରେ ପୋଲିସ୍ର ତଥ୍ୟ ଜାରି: ଏବେବି ମିଳିନି ୯୬ ଶବର ପରିଚୟ, ଅନେକ ନିଖୋଜ ।
-
ଆସନ୍ତା ବର୍ଷ କାତାରରେ ହେବାକୁ ଥିବା ପୁରୁଷ ଏସୀୟ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍ ପରିଚାଳନା କରିବେ।
|
436 |
Y |
|
1410 |
15-09-2023 |
English |
-
Odisha ranks third in the country in terms of pendency of cases against legislators for over five years, amicus curiae Vijay Hansaria told the Supreme Court, Thursday
-
The state government has directed 1.30 lakh agitating primary teachers to call off strike and resume duty at the earliest.
-
Three Indians – cricketer Harmanpreet Kaur, advocate Nandita Venkatesan and artist Vinu Daniel – were named by TIME magazine in its list of top 100 emerging leaders shaping the world.
-
People who sleep late and wake up late could be at an increased risk of developing diabetes than those who sleep early, according to a study. Researchers from Brigham and Women's Hospital in Boston, US, studied the relationship between chronotype (a person's preferred timing of sleep and waking) and diabetes risk and looked at the role of lifestyle factors as well and found it associated with 19 per cent increased risk of diabetes.
-
Investigation into the sensational kidnapping and extortion case involving a city doctor has opened a Pandora’s box with the police learning about the devious modus operandi of the blackmailer couple who had fleeced many unsuspecting victims through entrapment.
-
MLC K Kavitha of the ruling BRS Thursday said the Enforcement Directorate notice issued to her in the Delhi Excise Policy case is politically motivated, and that the party's legal team would decide the future course of action on it.
-
One of the major reasons behind poor mental health of students in this coaching hub that often prompts them to take the extreme step is ‘parents telling them there is no going back’, according to police and district officials attempting preventive measures as record student suicides rock ‘Kota factory’.
-
INDIA announces boycott of shows of 14 TV anchors.
-
Assam Chief Minister Himanta Biswa Sarma’s wife Riniki Bhuyan Sarma Wednesday said that she will file a defamation suit of `10 crore against Congress Deputy leader in Lok sabha Gaurav Gogoi for his alleged 'slanderous campaign' against the company with which she is associated.
-
Slamming Union Home Minister Amit Shah for his remark that "Hindi unites", Tamil Nadu Minister Udhayanidhi Stalin Thursday said it is "absurd" to claim that Hindi, spoken in just four to five states, unites the entire Indian union.
-
A new amended law will facilitate use of birth certificate as a single document for a host of works and services like admission to educational institutes, issuance of driving licences, applying for Aadhaar card or passport and registration of marriage and will come into effect from October 1. The Parliament passed the Registration of Births and Deaths (Amendment) Act, 2023 in the last monsoon session while President Droupadi Murmu gave her assent August
-
In a departure from global trends, India has recorded a substantial 76 per cent drop in solar module imports from China during the first half of 2023 which reflects New Delhi’s resolute shift towards self-sufficiency in solar manufacturing, a new report said Thursday.
-
A special Central Bureau of Investigation) court on Thursday awarded life imprisonment to three former Punjab police officers convicted for conspiracy, murder, and fabrication of record in a 1992 police encounter case.
-
Rajasthan minister Shanti Dhariwal has said love affair was a reason behind many suicide cases among students, including a 16-year-old girl who died at her hostel recently, provoking her father to ask him for evidence.
-
Having already sealed a place in the final, India will be tempted to test their fringe players when they face an already knocked out Bangladesh in a Super 4 match of the Asia Cup here Friday.
|
470 |
Y |
|