# |
Date |
Type |
Current Affairs |
No. Of Views |
Status |
Action |
3451 |
23-09-2020 |
Odia |
- ଭୁବନେଶ୍ୱର:ସବୁ କୋଭିଡ୍ ହସ୍ପିଟାଲରେ ଖୋଲିବ ସହାୟତା କେନ୍ଦ୍ର।
- ଭୁବନେଶ୍ୱର: ଏଣିକି ଜମି ଜଳକର ଜମା କଲେ ମିଳିବ ଇ-ପାଉତି। ଅନ୍ ଲାଇନ୍ ସହିତ ଅଫ୍ ଲାଇନ୍ ରେ ବି ଜମା ହୋଇପାରିବ ଖଜଣା।
- ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ରାଜ୍ୟର ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ମଞ୍ଜୁର।
- ଚେନ୍ନାଇକୁ ଚିତ୍ କଲା ରାଜସ୍ଥାନ । ୧୬ରନ୍ ରେ ହାରିଲା ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ ଜିତିଲା ରାଜସ୍ଥାନ ରୟାଲ୍ସ।
- ୨୦୨୦-୨୧ ୟୁଜି ଏବଂ ପିଜି ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା : ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଅକ୍ଟୋବର ୩୧ସୁଦ୍ଧା ଶେଷ ହେବ ନାମଲେଖା ପ୍ରକ୍ରିୟା ; ନଭେମ୍ବର ୧ରୁ ପାଠପଢା।
- ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ରଙ୍କ ଆଉ ଏକ ବଡ଼ ଉପଲବ୍ଧି : ରାଜ୍ୟସଭାରେ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି ବିଲ୍ ୨୦୨୦ ଏବଂ ରାଷ୍ଟ୍ରୀୟସୁରକ୍ଷା ୟୁନିଭରସିଟି ବିଲ୍ ୨୦୨୦ ପାରିତ।
- ପୁରୀ ଶ୍ରୀମନ୍ଦିରରେ ବିନା ଭକ୍ତରେ ପାଳିତ ହେବ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ ନୀତି ଅନୁଷ୍ଠିତ ହେବ ।
- ବଦଳିଗଲା ୬୫ ବର୍ଷର ପୁରୁଣା ଆଇନ । ଅତ୍ୟାବଶକୀୟ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ ଓ ଡାଲି ।
- ଔଷଧ ପାଇଁ ବ୍ୟବହୃତ କଞ୍ଚାମାଲ ମୂଲ୍ୟ ବଢ଼ାଇଲା ଚୀନ : ଭାରତୀୟ ଔଷଧ ବଜାର ଉପରେ ପଡିବ ସିଧାସଳଖ ପ୍ରଭାବ
- ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି। ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି।
ଆଜିର ଅନୁଚିନ୍ତା
ସେଇ ମଣିଷକୁ କେବେ ବି ହରେଇ ବନି ଯିଏ ତୁମ ଉପରେ ରାଗିଲେ କିଛି ସମୟ ପାଇଁ ଦୂରେଇ ଯାଏ ସତ ହେଲେ କେବେ ତୁମଠୁ ଅଲଗା ହୁଏନି । |
692 |
Y |
|
3452 |
23-09-2020 |
English |
1 The Minister of State for Shipping, Mansukh Mandaviya launched the first direct Cargo Ferry service to Maldives.
2 In a first-of-its-kind initiative, eight beaches of India have been recommended for the Blue flagcertification.
3 Scientists have warned that extra-tropical storms in the Mediterranean Sea, known as ‘Medicanes’ or ‘Mediterranean Hurricanes’, could become more frequent due to human-induced climatechange.
4 A recent study conducted by Australian universities has found out that the Komodo dragon could become extinct in the next few decades due to climate change.
5 Union Minister Prakash Javadekar said on the occasion of World Rhino Day (22nd September) that India is home to the largest number of One-Horned Rhinoceros in the world.
6 The Parliament on September 22, 2020 has passed the Indian Institutes of Information Technology Laws (Amendment) Bill 2020 which seeks to give five IIITs (Bhopal, Agartala, Surat, Bhagalpur and Raichur) in Public Private Partnership (PPP) mode.
7 The aviation company Airbus launched three concepts for the “first zero emission commercial aircraft” or the Hydrogen Aircraft. The aircrafts would be operational by 2035.
8 Neuro-toxins in water produced by cyanobacteria killed more than 300 African elephants in 2020 in the Okavango delta region, Botswana (country in Southern Africa).
9 The Indian tsunami early warning Centre is currently serving 25 Indian ocean countries under the O-SMART scheme of Ministry of earth
10 The Government of India has planned to set a target to generate 175 gigawatts of renewable energy by 2022.
11 The Government of India increased the Minimum Support Price (MSP) of 6 rabi crops for 2021- 22.
12 India-UK Water Partnership Forum held on September 22, 2020, to discuss ways to collaborate on the issues pertaining to infrastructure development and water conservation.
13 Former Research and Analysis Wing (RAW) chief, Anil Dhasmana has been appointed as the chief of the National Technical Research Organisation (NTRO).
14 The Ministry of Development of North-East Region (DoNER) has launched the logo and song for festival “Destination North East-2020”.
15. The Union Minister of state of North Eastern region Dr Jitendra Singh announced that around 21 neutrino observatory will be set up in the country. |
767 |
Y |
|
3453 |
22-09-2020 |
Odia |
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବିହାରରେ ୧୪ ହଜାର ୨୫୮ କୋଟି ଟଙ୍କା ସମ୍ବଳିତ ୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି।
- ଦେଶରେ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୪ରୁ ୨୦୧୮ ମଧ୍ୟରେ ୮୨ ହଜାର ୫୭୫ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି।
- କେନ୍ଦ୍ର ସରକାର କଳାହାଣ୍ଡିରେ ଏକ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କଳାହାଣ୍ଡିର ବିଜେପି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି।
- ପ୍ରସାରଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦେଶକ ତଥା କବି, ପ୍ରାବନ୍ଧିକ, ସମାଲୋଚକ ଅଭୟ ପାଢୀ(୭୧)ଙ୍କ ସକାଳ ୧୦.୩୦ରେ ବରଗଡ଼ ବିକାଶସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି।
- କଂପାନିଗୁଡ଼ିକ ଲାଗି ବ୍ୟବସାୟ ବାତାବରଣକୁ ଆହୁରି ସହଜ କରିବା ପାଇଁ କଂପାନି ନିୟମରେ ରହିଥିବା ବିଭିନ୍ନ ଅପରାଧିକ ଧାରାକୁ ସରକାର ହଟାଇଛନ୍ତି ଓ ଆଉ କିଛି ଧାରାରେ ରହିଥିବା ଦଣ୍ଡ ବ୍ୟବସ୍ଥାକୁ କୋହଳ କରିଛନ୍ତି। ପ୍ରାୟ ୪୮ଟି ଅପରାଧିକ ଧାରାରେ ପରିବର୍ତ୍ତନ କରାଯାଇଛି।ସଂଶୋଧିତ କଂପାନି ବିଲ୍ ଲୋକସଭାରେ ଗୃହୀତ ହୋଇଛି।
- ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ କେନ୍ଦ୍ର ସରକାର ସୀମା ସୁରକ୍ଷା ବଳର (ବିଏସ୍ଏଫ୍) ଇନ୍ସ୍ପେକ୍ଟର୍ ଜେନେରାଲ୍ ଭାବେ ନିଯୁକ୍ତ କରିଛନ୍ତି।
- ଭାରତୀୟ ନୌସେନା ହେଲିକପ୍ଟର୍ରେ ‘ଅବ୍ଜର୍ଭର୍’ ବା ‘ଏୟାର୍ବୋର୍ଣ୍ଣ ଟ୍ୟାକ୍ଟିସିଆନ୍’ ଭାବେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ଅଧିକାରୀଙ୍କୁ ମନୋନୀତ କରାଯାଇଛି। ଏହା ଫଳରେ ଫ୍ରଣ୍ଟ୍ଲାଇନ୍ ଯୁଦ୍ଧପୋତମାନଙ୍କରେ ମହିଳାମାନଙ୍କୁ ନିଯୁକ୍ତି ମିଳିବାର ପଥ ପ୍ରସ୍ତୁତ ହୋଇପାରିଛି।
- ଯୁଦ୍ଧପୋତର ଡେକ୍ ଉପରୁ ହେଲିକପ୍ଟର୍ ଚଳାଇବାକୁ ଥିବା ଭାରତର ପ୍ରଥମ ମହିଳା ‘ଏୟାର୍ବୋର୍ଣ୍ଣ ଟ୍ୟାକ୍ଟିସିଆନ୍’ ଦୁହେଁ ହେଉଛନ୍ତି ସବ୍ ଲେଫ୍ଟନାଣ୍ଟ୍ କୁମୁଦିନୀ ତ୍ୟାଗୀ ଏବଂ ସବ୍ ଲେଫ୍ଟନାଣ୍ଟ୍ ରୀତି ସିଂହ।
- . ରିଜର୍ଭ ବ୍ୟାଙ୍କ ତଥ୍ୟ; ବର୍ଷକରେ ଏକ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍ ଗାଏବ ।
- ରବି ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର ।
ଶିଶୁମାନେ ଖୁସିରେ ରହିଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ । ଏକୁଟିଆ ରହିବା ଛୁଆମାନଙ୍କ ପାଇଁ ଏକ ପ୍ରକାର ଦଣ୍ଡ ବିଧାନ । କାରଣ ସେ ପରିବାର ଲୋକଙ୍କ ସହିତ ସବୁବେଳେ ରହିବାକୁ ଚାହାନ୍ତି । ତେଣୁ ପିଲାଙ୍କୁ ଘର ଭିତରେ ଖେଳିବା ଶିଖାଇବା ଦରକାର ।
|
3454 |
22-09-2020 |
English |
1 The Drugs Controller General of India (DCGI) approved the commercial launch of ‘Feluda’, the TATA CRISPER COVID-19 test. It will be the world’s first diagnostic test to deploy a specially adapted Ca9 protein for successfully detecting the virus that causes COVID-19.
2 Margaret Atwood has won the 2020 Dayton Literary Peace Prize’s lifetime achievement award.
3 In the Global Corruption Perception Index released by Transparency International, India slipped two positions to 80th ranking in the index.
4 Govt set to amend the Foreign Contribution Regulation Act (FCRA) 2011 to make Aadhaar mandatory for foreign contributions.
5 Retd. Colonel Dr. Girija Shanker Mungali has been appointed a member of the Asian Football Confederation's task force.
6 Chef Vikas Khanna has been chosen to be honoured with the prestigious Asia Game Changer Award 2020. This award is given to him for feeding millions of people across India in the COVID-19 pandemic through a massive food distribution drive ‘Feed India’.
7 The Gujarat government has launched the Mukhyamantri Mahila Utkarsh Yojana (MMUY) to provide interest-free loans to women’s groups in the state.
8 Public sector lender Canara Bank has launched lead management system (LMS) – i-Lead 2.0 (Inspiring Leads System version 2.0) to provide its services to customers irrespective of where they reside
9 Agriculture Minister Narendra Singh Tomar has been given the additional charge of Food Processing Industries Ministry.
10 Veteran Tamil film director Babu Sivan passed away. He began his career by assisting director Dharani, who helmed films like Ghilli and Kurvi with Vijay.
11 Arundhati Roy’s new book titled “Azadi: Freedom. Fascism. Fiction” is published by Penguin Books Limited. The nonfiction book is a collection of essays that shows the meaning of Freedom in the world of increasing authoritarianism.
12 Niti Aayog has partnered with the Indian School of Public Policy (ISPP) for mentoring, training, and capacity building of government officials and public policy scholars.
13 Defence Research and Development Organisation (DRDO) has set up eight advanced technology centres to carry out research on futuristic military applications.
14 India provided a soft loan of $250 million to the government of the Maldives as budgetary support to mitigate the economic impact of the Covid-19 pandemic.
15 In Uttar Pradesh in a loathsome incident, a father of five daughters allegedly ripped open the stomach of his pregnant wife on Saturday evening allegedly to find out if she was going to deliver a son or daughter this time. |
762 |
Y |
|
3455 |
21-09-2020 |
Odia |
- ମୌସୁମୀ ଅଧିବେଶନର ସପ୍ତମ ଦିନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଜ୍ୟସଭାରେ କୃଷି ସମ୍ବନ୍ଧୀୟ ବିଲ୍ ଆଗତ କରିଥିଲେ। ତେବେ କଂଗ୍ରେସ,ତୃଣମୂଳ କଂଗ୍ରେସ, ବିଜୁ ଜନତା ଦଳ ସମେତ ବିଭିନ୍ନ ଦଳର ବିରୋଧ ସତ୍ତ୍ବେ ଶେଷରେ ଧ୍ବନିମତରେ ଏହି ବିଲ୍ ରାଜ୍ୟ ସଭାରେ ଗୃହିତ ହୋଇଛି।
- ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ମାର୍କସ୍ ଷ୍ଟୋଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଛି।
- କରୋନା ସଂକ୍ରମିତ ସଂଖ୍ୟା ବଢିବାରୁ ଦୁଇ ଦିନ ପାଇଁ ହାଇକୋର୍ଟ ବନ୍ଦ ରହିବ। ହାଇକୋର୍ଟ ଆସନ୍ତା ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଦିନ ବନ୍ଦ୍ ରହିବ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
- ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ ଗତ ତିନବର୍ଷ ମଧ୍ୟରେ ଜାଣିଶୁଣି ଋଣ ପରିଶୋଧ କରୁନଥିବା ଗ୍ରାହକଙ୍କଠାରୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆଦାୟ କରିଛନ୍ତି।
- ମାର୍ଚ୍ଚ ୨୦୨୦ ଶେଷ ସୁଦ୍ଧା ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୩.୪ ପ୍ରତିଶତ ବୃଦ୍ଧି ହୋଇ ୭୪.୩ କୋଟିରେ ପହଞ୍ଚିଛି। ଟେଲିକମ୍ ରେଗୁଲେଟର ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୦ରେ ଶେଷ ହୋଇଥିବା ତ୍ରୈମାସିକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୫୨.୩
- ବିଶୃଙ୍ଖଳା ଆଚରଣ ପାଇଁ ରାଜ୍ୟ ସଭାରୁ ୮ ସାଂସଦ ନିଳମ୍ବିତ ହୋଇଛନ୍ତି । କୃଷି ବିଲ ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ କରି ନିଳମ୍ବିତ ହୋଇଛନ୍ତି । ରାଜ୍ୟସଭାର ମତ ଲୋଡି ରାଜ୍ୟସଭାର ଉଧ୍ୟକ୍ଷ ଉକ୍ତ ୮ ସାଂସଦଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ନିଳମ୍ବିତ କରିଛନ୍ତି।
- ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ଶୁଦ୍ଧ ସୁଆର ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଆଜି ପରଲୋକ ଘଟିଛି ।
- କୋଭିଡ-୧୯ ମହାମାରୀ ପାଇଁ ଦୀର୍ଘ ୬ମାସ କାଳ ବନ୍ଦ ରହିବା ପରେ ଭାରତର ତାରକା ପର୍ଯ୍ୟଟନ ସ୍ଥଳ, ୧୭ଶତାବ୍ଦୀର ପ୍ରେମର ସ୍ମାରକୀ ତାଜମହଲ ଏବଂ ଆଗ୍ରା ଦୁର୍ଗ ସୋମବାର ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧିକାରୀମାନେ ତାଜ୍ମହଲକୁ ଦର୍ଶକମାନଙ୍କ ନିମନ୍ତେ ଖୋଲିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛନ୍ତି।
- ଚାନ୍ଦବାଲିର ଜଣେ କୁନି ବୈଜ୍ଞାନିକ ନିଜର
|
3456 |
21-09-2020 |
English |
1 The Drugs Controller General of India (DCGI) approved the commercial launch of ‘Feluda’, the TATA CRISPER COVID-19 test. It will be the world’s first diagnostic test to deploy a specially adapted Ca9 protein for successfully detecting the virus that causes COVID-19.
2 Margaret Atwood has won the 2020 Dayton Literary Peace Prize’s lifetime achievement award.
3 In the Global Corruption Perception Index released by Transparency International, India slipped two positions to 80th ranking in the index.
4 Govt set to amend the Foreign Contribution Regulation Act (FCRA) 2011 to make Aadhaar mandatory for foreign contributions.
5 Retd. Colonel Dr. Girija Shanker Mungali has been appointed a member of the Asian Football Confederation's task force.
6 Chef Vikas Khanna has been chosen to be honoured with the prestigious Asia Game Changer Award 2020. This award is given to him for feeding millions of people across India in the COVID-19 pandemic through a massive food distribution drive ‘Feed India’.
7 The Gujarat government has launched the Mukhyamantri Mahila Utkarsh Yojana (MMUY) to provide interest-free loans to women’s groups in the state.
8 Public sector lender Canara Bank has launched lead management system (LMS) – i-Lead 2.0 (Inspiring Leads System version 2.0) to provide its services to customers irrespective of where they reside
9 Agriculture Minister Narendra Singh Tomar has been given the additional charge of Food Processing Industries Ministry.
10 Veteran Tamil film director Babu Sivan passed away. He began his career by assisting director Dharani, who helmed films like Ghilli and Kurvi with Vijay.
11 Arundhati Roy’s new book titled “Azadi: Freedom. Fascism. Fiction” is published by Penguin Books Limited. The nonfiction book is a collection of essays that shows the meaning of Freedom in the world of increasing authoritarianism.
12 Niti Aayog has partnered with the Indian School of Public Policy (ISPP) for mentoring, training, and capacity building of government officials and public policy scholars.
13 Defence Research and Development Organisation (DRDO) has set up eight advanced technology centres to carry out research on futuristic military applications.
14 India provided a soft loan of $250 million to the government of the Maldives as budgetary support to mitigate the economic impact of the Covid-19 pandemic.
15 In Uttar Pradesh in a loathsome incident, a father of five daughters allegedly ripped open the stomach of his pregnant wife on Saturday evening allegedly to find out if she was going to deliver a son or daughter this time. |
755 |
Y |
|
3457 |
20-09-2020 |
English |
1 The United Nations has named a 18-year-old Indian teenager Udit Singhal in the list of 2020 Class of Young leaders for Sustainable Development Goals (SDG) along with 17 others
2 The 13th IPL cricket tournament begins on 19th September in UAE. Chennai Super Kings defeated Mumbai Indians in the first match
3 The Indus Water Treaty (IWT) between India and Pakistan marks its 60th anniversary on 19th September 2020
4 The Customs (Administration of Rules of Origin under Trade Agreements) Rules, 2020 (CAROTAR, 2020), will come into force from 21st September 2020
5 World Bamboo Day is celebrated every year on 18th September.
6 According to data shared in the Parliament, the number of arsenic-affected habitations in India has increased by 145% in the last five years (2015-20)
7 Death of two sloth bears have been reported from the Nandankanan Zoological Park, Bhubaneswar (Odisha)
8 The Ministry of Textiles is implementing the Samarth-Scheme for Capacity Building in the Textiles Sector
9 The Delhi High Court has directed both private and government schools in Delhi to provide gadgets and Internet packages free of cost to poor students for attending online classes
10 Rajya Sabha has passed the Epidemic Diseases (Amendment) Bill, 2020 which includes protections for healthcare service personnel who are combating the epidemic diseases
11 On the occasion of International Coastal Clean-Up Day on 19th September, for the first time eight beaches of India are recommended for the coveted International eco- label, the Blue flag certification
12 Government of India has amended the public procurement (Preference to make in India ) order 2017. These amendments would curb the Chinese investment in India
13 Lieutenant Governor of Jammu and Kashmir Manoj Sinha has launched the National Generic Document Registration System for the region which is an online registration system for transactions in purchase or sale of land
14 The Directorate General of Foreign Trade has lifted the ban on export of onions that were in transit to all the countries including the neighbour Bangladesh
15 The virtual Vaishwik Bharatiya Vaigyanik (VAIBHAV) Summit would be inaugurated by Hon’ble Prime Minister on 2nd October 2020 |
739 |
Y |
|
3458 |
20-09-2020 |
Odia |
- ଆଇପିଏଲ ଆରମ୍ଭ ମ୍ୟାଚର ଆରମ୍ଭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ୱାଇକୁ ଇଣ୍ଡିଆନ୍ସକୁ ୧୬୩ ରନରେ ପରାସ୍ତ କରିଛି ।
- ଫ୍ଲିପ୍କାର୍ଟ, ଆମାଜନ, ସ୍ନାପ୍ଡିଲ୍କୁ କହିଲେ କେନ୍ଦ୍ର ସରକାର: ନକଲି ଖଦୀ ଉତ୍ପାଦ ବିକ୍ରୟ ବନ୍ଦକର
- ଭାରତୀୟ ନୌବାହିନୀରେ ଦୀର୍ଘ ୨୯ ବର୍ଷ ଧରି ସେବା କରିଆସୁଥିବା ଯୁଦ୍ଧବିମାନବାହୀ ଭାରତୀୟ ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ‘ବିରାଟ’ ଶନିବାର ତା ର ଶେଷଯାତ୍ରା ଆରମ୍ଭ କରିଛି ।
- ରାଜସ୍ଥାନ ରୟାଲ୍ସ ଜର୍ସିରେ ‘ନାଇନ’ ଲୋଗୋ
- ବହୁରୋଗରେ ପୀଡ଼ିତ ଥିବା କରୋନା ସଂକ୍ରମିତ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ ।
- ଅକ୍ଟୋବର ୧ରୁ ଖୋଲିବ ଭିତରକନିକା: ଦିନରେ ଦର୍ଶକଙ୍କୁ ମନା, କେବଳ ଡାଙ୍ଗମାଳରେ ରାତ୍ରୀଯାପନ ପାଇଁ ମିଳିବ ଅନୁମତି ।
- ମହାନଦୀ ଜଳବିବାଦରେ ନୂଆ ମୋଡ଼ : ଚଳିତବର୍ଷ ହୀରାକୁଦକୁ ପ୍ରବେଶ କରିଛି ସର୍ବାଧିକ ଜଳ ।
- ଜାତୀୟ ର୍ୟାଙ୍କିଂରେ ରାଜ୍ୟର ୧୧ଟି ଆଇଟିଆଇ ସ୍ଥାନ ପାଇଛି । ଭିତ୍ତିଭୂମି ବିକାଶ କରାଯାଉଥିବା ଜିଲ୍ଲାମାନଙ୍କରେ ଉତ୍କର୍ଷ ବୈଷୟିକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର (ସେଣ୍ଟର୍ ଅଫ୍ ଏକ୍ସଲେନ୍ସ୍) ପ୍ରତିଷ୍ଠା ହେବ।
- ଏଣିକି ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ଅଦାଲତ ସେନସର୍ ବୋର୍ଡ ଭାବେ କାର୍ଯ୍ୟ କରିପାରିବେ ନାହିଁ: ସୁପ୍ରିମ୍ କୋର୍ଟ
- ସଂସଦରେ ଓଡ଼ିଶା ପ୍ରସଙ୍ଗ : କେନ୍ଦୁପତ୍ରରୁ ଜିଏସ୍ଟି ହ୍ରାସ ପାଇଁ ଦାବି ।
- ଗୟା ଜିଲା ଲାଥୁଆ ଅନ୍ତର୍ଗତ କୋଥିଲାୱା ଗ୍ରାମର ଏହି ବୟସ୍କ ଚାଷୀ ଲାଉଙ୍ଗି ଭୂୟାଁ ଦୀର୍ଘ ୩୦ ବର୍ଷ କାଳ କଠିନ ପରିଶ୍ରମ କରି ଏକାକୀ ୩ କିଲୋମିଟର ବ୍ୟାପୀ ଏକ ପାହାଡ଼ କାଟି କେନାଲ ଖୋଳି ନିଜ ଅଞ୍ଚଳକୁ ଝରଣା ପାଣି ଆଣିବାରେ ସଫଳ ହୋଇଥିବା ଖବର ପ୍ରକାଶ ପରେ ସଂପୃକ୍ତ ଚାଷୀଙ୍କୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ବିଟ୍ କରି ଶୁଭେଚ୍ଛା ଜଣାଇବା ସହିତ ଏକ ଟ୍ରାକ୍ଟର ଉପହାର ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି।
- କରୋନା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲେ। ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା ସମୟରେ ୯୭ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ରେଳମନ୍ତ୍ରୀ ପିୟୂଷ ଗୋୟଲ ସଂସଦକୁ ଲଖିତ ଉତ୍ତର ଦେଇ ଜଣାଇଛନ୍ତି।
- ବର୍ତ୍ତମାନ ଅଭିନେତା ତଥା ସାଂସଦ ରବି କିଶନ ଆଜି ଏକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୟୁପିରେ ଫିଲ୍ମ ସିଟି ନିର୍ମାଣ ହେଲେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ।
- ଦୁଇ ହଜାର ଟଙ୍କିଆ ନୋଟ୍ ମୁଦ୍ରଣ ବନ୍ଦ ନିଷ୍ପତ୍ତି ନିଆଯାଇନାହିଁ, କୋଭିଡ୍ ପାଇଁ ମୁଦ୍ରଣ ସାମୟିକ ଭାବେ ବନ୍ଦ – ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ
- ବିଶିଷ୍ଟ ଗୀତିକାର, ପ୍ରଯୋଜକ ସଂଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଶାରଦା ପ୍ରଶନ୍ନ ନାୟକ ଗୀତି କବିତା ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
- ଆଜିର ଅନୁଚିନ୍ତା- ଯେଉଁ ବ୍ୟକ୍ତି ସଦା ନିଜକୁ ପରଖି ନିଜ ଭୁଲକୁ ସୁଧାରେ ସେ ଜୀବନର ମାର୍ଗରେ ସଦା ସଫଳ ଓ ସମ୍ମାନ ପ୍ରାପ୍ତି କରିଥାଏ । କିନ୍ତୁ ଯେଉଁ ବ୍ୟକ୍ତି ସଦା ପରର ଦୋଷ ଓ ପରର ଅବଗୁଣ ପଛରେ ପଡନ୍ତି, ସେ ସଦା ଅସଫଳ ଓ ଚିନ୍ତାରେ ପଡି ଦୁଃଖ ଭୋଗ କରନ୍ତି ।।
|
703 |
Y |
|
3459 |
19-09-2020 |
Odia |
- ଭାରତରେ ରେଳ ସେବା ଆରମ୍ଭ କଲେ ନିଜ ଯାତ୍ରୀ ଭଡ଼ା ନିଜେ ଧାର୍ଯ୍ୟ କରିବାକୁ ଘରୋଇ ରେଳ ସଂସ୍ଥାଙ୍କୁ ସରକାର ଅନୁମତି ଦେବେ ବୋଲି ଜଣାପଡ଼ିଛି।
- ଗୁଗୁଲ ପ୍ଲେ ଷ୍ଟୋରକୁ ପୁଣି ଫେରିଲା ଲୋକପ୍ରିୟ ପେମେଣ୍ଟ ଓ ଇ-କମର୍ସ ଆପ ପେଟିଏମ୍ । ପେଟିଏମ୍ ନିଜର ବିବାଦୀୟ କ୍ରୀଡ଼ା ବେଟିଂକୁ ପ୍ରତ୍ୟାହାର କରିନେବା ପରେ ଗୁଗୁଲ ପେଟିଏମ ଉପରୁ ନିଷେଧାଜ୍ଞା ଉଠାଇନେଇଥିବା ଜଣାଯାଇଛି ।
- ବୁଲେଟ୍ ଟ୍ରେନ୍ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍ । ଏଥିପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛି । ଏହି ଟ୍ରେନ୍ ଅଧଘଣ୍ଟାରେ ମୁମ୍ୱାଇରୁ ଚଣ୍ଡିଗଡ଼ ପହଞ୍ଚିବ ।
- ସରକାର ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି ସଂଶୋଧନକୁ ଅନୁମୋଦନ କରିଛନ୍ତି। ନୂତନ ଲାଇସେନସଧାରୀ ମାନଙ୍କ ପାଇଁ ସିଧାସଳଖ ଭାବେ ୭୪ ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସକାଶେ ଅନୁମତି ମିଳିଥିବାବେଳେ ୭୪ ପ୍ରତିଶତରୁ ଅଧିକ ପୁଞ୍ଜିନିବେଶ କରିବା ପାଇଁ ହେଲେ ସରକାରୀ ଅନୁମତି ନେବାକୁ ପଡ଼ିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ୍ କହିଛନ୍ତି।
- ମନ୍ତ୍ରୀମାନଙ୍କର ବେତନ ଓ ଭତ୍ତା ସଂଶୋଧନ ବିଲ୍-୨୦୨୦ ଓ ସାଂସଦମାନଙ୍କର ବେତନ, ଭତ୍ତା ଓ ପେନ୍ସନ୍ ସଂଶୋଧନ ବିଲ୍-୨୦୨୦ ଶୁକ୍ରବାର ରାଜ୍ୟସଭାରେ ଗୃହିତ ହୋଇଛି। ଏହି ବିଲ୍ ଅନୁସାରେ ମନ୍ତ୍ରୀ ଓ ସାଂସଦମାନଙ୍କର ବେତନ, ଭତ୍ତା ଓ ପେନ୍ସନ୍ ଶତକଡ଼ା ୩୦ ଭାଗ ହ୍ରାସ ପାଇବ।
- ସାମସଙ୍ଗ ଗାଲାକ୍ସି ଏମ -୫୧ର ମୂଲ୍ୟ ୨୪ ହଜାର ୯୯୯ ରହିଛି । ଏଥିରେ ଆପଣ ୬ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ୍ ପାଇବେ। ସେହିପରି ୮ଜିବି ରାମ ୧୨୮ଜି ଷ୍ଟୋରେଜ ମୋବାଇଲର ମୂଲ୍ୟ ୨୬ ହଜାର୯୯୯ ଟଙ୍କା ରହିଛି। ଏମ -୫୧ ପ୍ରାଥମିକ ପର୍ଯ୍ୟାୟରେ ବଜାରକୁ ୨ଟି ରଙ୍ଗର ଆସିଛି ଇଲେକ୍ଟ୍ରିକ୍ ବ୍ଲୁ ଓ ସ୍ଲାଷ୍ଟିକ୍ କଳା।
- ଶିଶୁ ଓ କିଶୋରଙ୍କ ଦେହରେ କୋଭିଡ୍-୧୯ ଟିକା ପରୀକ୍ଷା କରିବ ଚୀନ୍ର ‘ସିନୋଭ୍ୟାକ୍ ବାୟୋଟେକ୍’
- ବିଶିଷ୍ଟ ପ୍ରାବନ୍ଧିକ, ସମାଲୋଚକ ପ୍ରଫେସର ଡ. ବାଉରୀବନ୍ଧୁ କର ଆଉ ନାହାନ୍ତି।
- ଜର୍ମାନୀରେ ପ୍ରଦର୍ଶିତ ହେବ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଶଲାବୁଢ଼ା’ ।
- ଆସନ୍ତା ରବିବାର ଠାରୁ ଆମେରିକାରେ ଚୀନ୍ର ଦୁଇ ଲୋକପ୍ରିୟ ଆପ୍ ଟିକ୍ଟକ୍ ଓ ୱିଚାଟ୍ ନିଷିଦ୍ଧ ହେବ
- ଦୁବାଇର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅକ୍ଟୋବର ୨ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଉଡାଣ ଉପରେ ରୋକ୍ ଲଗାଇ
- ଜାମ୍ମୁ କାଶ୍ମୀର ପାଇଁ ଅର୍ଥନୈତିକ ପ୍ୟାକେଜ୍ : ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲରେ ୫୦ ପ୍ରତିଶତ ଛା
- ବିଶ୍ବସ୍ତରରେ ପରିଚିତ ଦାମୀ ବ୍ୟାଗ୍ କମ୍ପାନୀ ‘ଲୁଇ ଭିଟୋଁ’ର ମହଙ୍ଗା ମାସ୍କକୁ ନେଇ ଏବେ ଜୋର୍ ଚର୍ଚ୍ଚା ଚାଲିଛି। ଫେସ୍ ସିଲ୍ଡ ଥିବା ଏ ମାସ୍କର ମୂଲ୍ୟ ୭୩ହଜାର ଧାର୍ଯ୍ୟ ହୋଇଥିବାବେଳେ ଅକ୍ଟୋବରରେ ଏହାର ବିକ୍ରି ଆରମ୍ଭ ହେବ।
- ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ସେପ୍ଟେମ୍ବର ୨୧ରୁ କିଛି ସର୍ତ୍ତ ଏବଂ କଟକଣା ସହିତ ସ୍କୁଲ ଖୋଲା ଯାଇପାରିବ। ତେବେ ବିଦ୍ୟାଳୟ
692 |
Y |
|
|
3460 |
19-09-2020 |
English |
1 Brucellosis, also known as Malta fever has recently affected thousands of people in Northwest of China
2 Pakistan has decided to elevate Gilgit-Baltistan’s status to that of a full-fledged province
3 Wildlife populations have fallen by more than two-thirds over the last 50 years, according to a Living Planet Report 2020 of the World Wildlife Fund
4 In Rajasthan, Sambhar Lake and Keoladeo Ghana National Park have the prestigious tag of ‘Wetland of International Importance’, by the Ramsar Convention on Wetlands
5 Queen Elizabeth II, who is the head of state in the UK and 15 other Commonwealth realms, including Canada, Australia and New Zealand, will be dropped as monarch by Barbados next year
6 The world’s largest DNA sequencing of Viking skeletons conducted by researchers claims to debunk the modern image of Vikings as having blonde hair and reveals that not all of them were from Scandinavia
7 The USA is looking forward to India signing the Basic Exchange and Cooperation Agreement for Geo-Spatial cooperation (BECA), at the next India-USA 2+2 ministerial dialogue likely to be held in October, 2020
8 the Government of India has created the Indian National Space Promotion and Authorization Center (IN-SPACe), an independent nodal agency under the Department of Space
9 To curb air pollution, Gujarat Chief Minister has announced a scheme for e-Vehicles for encouraging the use of battery-operated two-wheelers and three-wheelers in the state
10 The railway board has announced that it will soon start charging a token user fee from the passengers who will take trains from the busy stations
11 The union Government of India has approved Foreign Direct Investment (FDI) of 74% under the automatic route in defence sector
12 External Affairs Minister (EAM) of India and Pakistan Foreign Minister (PFM) are expected to meet at the South Asian Association for Regional Cooperation (SAARC) meeting via videoconference on September 24
13 The Union Food Processing Industries Minister Shrimati Harsimrat Kaur Badal resigned on September 17, 2020
14 The Farmers (Empowerment and Protection) Agreement of Price Assurance and Farm Services Bill, 2020 was introduced in Lok Sabha by Union Minister of Agriculture & Farmers’ Welfare
15 The Smart City index for the year 2020 released by Institute for Management Development (IMD) along with Singapore University highlights that the Indian cities have declined in their technological updates
|
707 |
Y |
|