| # |
Date |
Type |
Current Affairs |
No. Of Views |
Status |
Action |
| 1 |
24-11-2025 |
Odia |
-
1.ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ନୂତନ ମୁଖ୍ୟ ବିଚାରପତି ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ସିଜେଆଇ(ମୁଖ୍ୟ ନ୍ୟାୟାଧୀଶ) ଭାବରେ ଶପଥ ପାଠ କରାଇଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ପ୍ରାୟ ଦେଢ଼ ବର୍ଷ ହେବ। ସେ ୯ ଫେବୃଆରୀ, ୨୦୨୭ ରେ ଅବସର ଗ୍ରହଣ କରିବେ।
-
2.କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ଲାଗି ଏକ ଗ୍ଲୋବାଲ କମ୍ପାକ୍ଟ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି୨୦ ସମିଟ୍ରେ ଆହ୍ବାନ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିଗୁଡ଼ିକ ଅର୍ଥକୈନ୍ଦ୍ରିକ ନ ହୋଇ ମାନବକୈନ୍ଦ୍ରିକ ହେବା ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି।
-
3.ସଦ୍ୟ ପ୍ରକାଶିତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୬ ଅନୁଯାୟୀ, ଆସନ୍ତା ବର୍ଷଗୁଡ଼ିକରେ ଭାରତରେ ସବୁଠାରୁ ଅଧିକ ନିଯୁକ୍ତି ଯୋଗ୍ୟ ଡିଗ୍ରୀଗୁଡ଼ିକର ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ପୂର୍ବପରି କମ୍ପ୍ୟୁଟର ସାଇନ୍ସ (CS) ଏବଂ ଇନଫର୍ମେସନ ଟେକ୍ନୋଲୋଜି (IT) ସ୍ନାତକମାନେ ଉଚ୍ଚତମ ନିଯୁକ୍ତି ଯୋଗ୍ୟତା ହାର ସହ ଶୀର୍ଷରେ ରହିଛନ୍ତି।
-
4.ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ। ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା। କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା।
-
5.ଧର୍ମେନ୍ଦ୍ର ଖୁବ୍ ଶୀଘ୍ର ପ୍ରମୁଖ ୱାର ଡ୍ରାମା "ଇକ୍କିସ୍"ରେ ନଜର ଆସିବେ। ଏହି ଫିଲ୍ମଟି ଶ୍ରୀରାମ ରାଘବନଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମରେ ଧର୍ମେନ୍ଦ୍ର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦଙ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ୨୫ ଡିସେମ୍ବର ୨୦୨୫ରେ ଖ୍ରୀଷ୍ଟମାସ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ।
-
6.ଜଣେ ୩୮ବର୍ଷୀୟା ଡାକ୍ତରାଣୀ ଭିସା ଆବେଦନ ଖାରଜ ହେବା ପରେ ଜୀବନ ହାରିଥଇବା ଜଣାଯାଇଛି। ସେ ଆମେରିକା ଯିବା ପାଇଁ ଭିସାଆବେଦନ କରିଥିଲେ।
-
7.କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା, ଦକ୍ଷତା ବଢ଼ାଇବା ଓ ସେଗୁଡ଼ିକୁ ବ୍ୟାପକ କରିବା ଉପରେ ସରକାର ବିଚାର କରୁଛନ୍ତି। ଓରିଏଣ୍ଟାଲ ଇନସ୍ୟୁରାନ୍ସ, ନ୍ୟାସନାଲ୍ ଇନ୍ସ୍ୟୁରାନ୍ସ ଓ ୟୁନାଇଟେଡ୍ ଇଣ୍ଡିଆ ଇନ୍ସ୍ୟୁରାନ୍ସର ମିଶ୍ରଣ ହେବାକୁ ଯାଉଛି।
-
8.ମହାରାଷ୍ଟ୍ର ପରିବେଶ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଅନନ୍ତ ଗର୍ଜେଙ୍କୁ ମୁମ୍ବାଇର ୱର୍ଲି ପୋଲିସ ଗିରଫ କରିଛି। ଅନନ୍ତ ଗର୍ଜେଙ୍କ ପତ୍ନୀ ଗୌରୀ ଗର୍ଜେ ଆତ୍ମହତ୍ୟା କରିଛନ୍ତି। ପୋଲିସ ଗର୍ଜେଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଉଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଛି।
-
9.ପାକିସ୍ତାନର ପେଶାୱରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି ।ସେନା ଏବଂ ପୁଲିସ ସମ୍ପୂର୍ଣ୍ଣ ଅଞ୍ଚଳ ଏବଂ ମୁଖ୍ୟାଳୟକୁ ଘେରାବନ୍ଦୀ କରି ତିନି ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲେ।
-
10.ରୁଷ୍ ସେନା ପକ୍ଷରୁ ଶନିବାର ୟୁକ୍ରେନର ଏକାଧିକ ସହର ଉପରେ ପ୍ରବଳ ଆକ୍ରମଣ କରାଯାଇଥିବାବେଳେ ୩୩ ଜଣଙ୍କର ପ୍ରାଣହାନି ଘଟିଛି।
-
11. ବିନା ଅନୁମତିରେ ଆରଜେଡି ଏବଂ ତେଜସ୍ୱୀ ଯାଦବଙ୍କ ନାମ ବ୍ୟବହାର କରି ହିଂସାକୁ ପ୍ରୋତ୍ସାହିତ କରୁଥିବା ଗୀତ ରିଲିଜ୍ କରିବାର ଅଭିଯୋଗରେ ଦଳ ୩୨ ଜଣ ଭୋଜପୁରୀ ଗାୟକଙ୍କୁ ଆଇନଗତ ନୋଟିସ୍ ପଠାଇଛି।
-
12.ମାଲକାନଗିରିରେ। ଜାତୀୟ ରାଜପଥ କଡରେ ପରିବା ବିକ୍ରି କରୁଛନ୍ତି ଜଣେ ବି-ଟେକ୍ ଛାତ୍ର। ଚାକିରି ନ ପାଇ ଉଚ୍ଚ ଶିକ୍ଷିତ ଛାତ୍ର ବିକ୍ରମଦେବ ହାଲଦାର ଏବେ ରାସ୍ତା କଡରେ ପନିପରିବା ବିକ୍ରି କରୁଛନ୍ତି।
-
13.ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
-
14.ଲେବାନନର ରାଜଧାନୀ ବେରୁତର ଦକ୍ଷିଣ ପଡ଼ୋଶୀ ଦହିୟେରେ ରବିବାର ଇସ୍ରାଏଲ ଏକ ବଡ଼ଧରଣର ବିମାନ ଆକ୍ରମଣ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ଏହି ଆକ୍ରମଣରେ ହିଜବୁଲାର ମୁଖ୍ୟ ସଦସ୍ୟ ହାଇଥାମ୍ ଅଲି ତାବାତାବାଇର ମୃତ୍ୟୁ ହୋଇଛି।
-
15.ଦୃଷ୍ଟିବାଧିତ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛନ୍ତି । ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ୱକପ ପ୍ରଥମ ସଂସ୍କରରେ ଭାରତ ଚମ୍ପିଆନ ହୋଇଛି । ରବିବାର କଲମ୍ବୋରେ ଖେଳା ଯାଇଥିବା ଫାଇନାଲରେ ଭାରତ ୭ୱିକେଟରେ ନେପାଳକୁ ପରାସ୍ତ କରି ବିଜୟୀ ହୋଇଛି ।
|
6 |
Y |
|
| 2 |
24-11-2025 |
English |
-
1.President Droupadi Murmu on Monday administered the oath of office to Justice Surya Kant as the 53rd Chief Justice of India (CJI), marking the beginning of his 14-month tenure in the country's highest judicial office.
-
2.Veteran actor Dharmendra passed away on Monday at the age of 89.
-
3.Delhi’s air quality remains critical as winter smog takes hold. On Sunday, the overall Air Quality Index (AQI) in the national capital hovered around 430 at 7 am, placing it fi rmly in the “severe” category.
-
4.India's economy is expected to grow 6.5% in the current financial year, driven mainly by domestic demand, recent tax cuts, and monetary policy easing. The data compiled by S&P Global Ratings also projected growth to rise to 6.7% in the next fiscal.
-
5.Students of Veer Surendra Sai University of Technology (VSSUT) in Burla have drawn national attention after building a formula racing car that won top honours in the lightweight category and secured the all-India second position at the Imperial-2025 competition.
-
6.The Union Home Ministry Sunday said that it has no intention to bring the proposed Bill on Chandigarh that intends to "simplify the law-making" process for the Centre in the upcoming Winter session of Parliament .
-
7.Subba Reddy said similar accusations were made during the earlier TDP government, when Chief Minister Chandrababu Naidu claimed that animal fat was being used in laddoo preparation.
-
8.Two people have been arrested after a man was found dead inside his room at a hotel in West Bengal's Kasba area in South 24 Parganas district.
-
9.Six Killed,twentyeight injured After Buses Collide Head-On In Tamil Nadu's Tenkasi.
-
10. A 60-year-old pilot of a private aviation firm has been charged for allegedly raping a 26-year-old cabin crew member at a five-star hotel in Bengaluru last week, police said..
-
11. India's imports of Russian crude oil - the feedstock for fuels like petrol and diesel - are expected to drop sharply in the near term but not halt entirely as new US sanctions on Moscow's top oil exporters take full effect, analysts said
-
12.Share of India's merchandise exports to other countries increased as shipments to the US declined since July 2025, indicating diversification of export basket across product categories, according to an SBI research report.
-
13.The Odisha state government has decided to provide sand free of cost to beneficiaries of Pradhan Mantri Awas Yojana (PMAY) and other government housing schemes for constructing pucca houses.
-
14.A low-pressure area over the Strait of Malacca and adjoining South Andaman Sea is likely to intensify into a cyclonic storm over southeast Bay of Bengal (BoB) within the next 48 hours, triggering rain in some coastal districts of Odisha between November 25 and 27, the IMD said Sunday.
-
15.The Indian women’s blind cricket team scripted history by winning the first-ever Women’s T20 World Cup Cricket for the Blind after a dominant seven-wicket victory against Nepal in the final held in Colombo.
|
2 |
Y |
|
| 3 |
23-11-2025 |
Odia |
-
1.ଜି-୨୦ ଶିଖର ସମ୍ମିଳନୀ ଅନେକ କାରଣରୁ ସମଗ୍ର ବିଶ୍ବର ଫୋକସ୍ରେ ରହିଛି। ଆମେରିକାର ଅସହଯୋଗ ପଦକ୍ଷେପ ଏବଂ ମିଳିତ ଘୋଷଣାପତ୍ର ଜାରି ନକରିବା ପାଇଁ ଦିଆଯାଇଥିବା ସଙ୍କେତକୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରତ୍ୟାଖ୍ୟାନ କରିଛନ୍ତି।
-
2.ଇସ୍ରାଏଲୀ ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଶନିବାର ରିପୋର୍ଟ କରିଛନ୍ତି ଯେ ଆକ୍ରମଣରେ ୮୦ରୁ ଅଧିକ ଆହତ ହୋଇଛନ୍ତି।
-
3.ଲଣ୍ଡନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରିଟିଶ ସାଂସଦମାନଙ୍କୁ ସମ୍ବୋଧିତ କରି ଭାରତୀୟ ବ୍ୟବସାୟୀ ସୁହେଲ କହିଥିଲେ ଯେ ଭାରତ ସେମାନଙ୍କୁ କେବଳ ଇତିହାସ ନୁହେଁ ବରଂ ଆଧୁନିକ ନେତୃତ୍ୱ ଦେଇଛି। "ଆମେ ତୁମକୁ ଋଷି ସୁନକଙ୍କ ରୂପରେ ଜଣେ ମହାନ ପ୍ରଧାନମନ୍ତ୍ରୀ ଦେଇଥିଲୁ, ଏବଂ ଆମେ ତୁମକୁ ଆହୁରି ଦେବୁ।" ଏହା ଶୁଣି ହଲରେ ଉପସ୍ଥିତ ସମସ୍ତ ବ୍ରିଟିଶ ସାଂସଦଙ୍କ ମଧ୍ୟରେ ହାସ୍ୟରୋଳ ଦେଖାଦେଇଥିଲା ।
-
4.ଭାରତୀୟ କମ୍ପାନିଗୁଡ଼ିକ ବିଦ୍ୟୁତ୍ କାର୍ ନିର୍ମାଣ କରିବା ପାଇଁ ମୁଖ୍ୟତଃ ଚୀନ୍ ଉପରେ ନିର୍ଭର କରୁଛନ୍ତି। ଭାରତରେ ବିକ୍ରି ହେଉଥିବା ମାତ୍ର ୧୩ ପ୍ରତିଶତ ବିଦ୍ୟୁତ୍ କାର୍ ଅର୍ଥାତ୍ ପ୍ରତି ୪୬ଟି କାର୍ରୁ ମାତ୍ର ୬ଟି ଭାରତ ସରକାରଙ୍କ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ (ପିଏଲଆଇ୍) ସ୍କିମ୍ରେ ରିହାତି ପାଇବାକୁ ଯୋଗ୍ୟ ବୋଲି ଏକ ରିପୋର୍ଟରୁ ଜଣାଯାଇଛି।
-
5.ଅଶୋଧିତ ତୈଳ ଯୋଗାଣ ଚାହିଦାଠାରୁ ବହୁତ ଅଧିକ ହୋଇଯାଇଛି। ଏହା ଯୋଗୁ "କଳା ସୁନା"କୁ ବିଶ୍ବ ବଜାରରେ ବିକ୍ରି କରିବା ପାଇଁ ସମସ୍ୟା ସୃଷ୍ଟି ହୋଇଛି। ତୈଳ ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିନ୍ତୁ ବ୍ୟବହାର ସେହି ଧାରାରେ ବୃଦ୍ଧି ପାଉନାହିଁ।
-
6.ବିମାନବନ୍ଦର ଏବଂ ଆଖପାଖ ଅଞ୍ଚଳରେ ଡ୍ରୋନ ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି, ଆଇଜିଆଇ ବିମାନବନ୍ଦର ସମେତ ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ଡ୍ରୋନ ପ୍ରତିରୋଧୀ ସିଷ୍ଟମ ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଛି।
-
7.ତେଲେଙ୍ଗାନା ପୁଲିସ ନିକଟରେ ଶନିବାର ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ଷ୍ଟେଟ କମିଟିର ସଦସ୍ୟ ଅଛନ୍ତି ।
-
8.ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର ଅବସରରେ ଓଡ଼ିଶା ଦିବସରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
-
9.ସୁନ୍ଦରଗଡ଼ା ଜିଲ୍ଲା ଲାଠିକଟା କୁଚେଇତା ନିକଟରେ ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି।ରାଉରକେଲାର ସ୍ୱତନ୍ତ୍ର ପୁଲିସକୁ ଚକମାଦେଇ ଖସି ପଳାଉଥିଲା ବେଳେ ପୁଲିସ ଗୁଳି ଚଳାଇଥିଲା
-
10.ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶା ଗଠନର ପ୍ରକୃତ ବିନ୍ଧାଣୀ ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ବର୍ଷବ୍ୟାପୀ ପାଳନ କରାଯିବ।
-
11.ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗୃହ ବିଭାଗର ମନ୍ତ୍ରୀପଦ ନେବା ପରେ ଅପରାଧୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢିଛି । ସମ୍ରାଟ କହିଥିଲେ, ଅପରାଧୀମାନେ ଜେଲରେ ଥିବେ କିମ୍ବା କବରରେ ଥିବେ ।
-
12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବିଶ୍ୱାସୀ ତଥା ଜର୍ଜିଆର ରିପବ୍ଲିକାନ ପାର୍ଟିର ସାଂସଦ ମାର୍ଜୋରି ଟେଲର ଗ୍ରୀନ୍ ସଂସଦ ଗୃହରୁ (କଂଗ୍ରେସ) ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ।
-
13.ଦିଲ୍ଲୀ କ୍ରାଇମବ୍ରାଞ୍ଚ ପାକିସ୍ତାନର ଆଇଏସଆଇ ସହିତ ଜଡିତ ଏକ ବଡ ଅନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ରାକେଟର ପର୍ଦ୍ଦାଫାସ କରିଛି । ଏହି ଗ୍ୟାଙ୍ଗ ପାକିସ୍ତାନ ଦେଇ ଭାରତକୁ ତୁର୍କୀ ଏବଂ ଚୀନରେ ତିଆରି ଉଚ୍ଚମାନର ବନ୍ଧୁକ ଯୋଗାଣ କରୁଥିଲା ।
-
14.କ୍ସଲ ମୂଳପୋଛ ନେଇ ଓଡ଼ିଶା ପୁଲିସର ବଡ ପଦକ୍ଷେପ । କନ୍ଧମାଳରେ ପୁଲିସ ମହାନିର୍ଦ୍ଦେଶକ ବଡ ସମୀକ୍ଷା କରି କହିଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ଶେଷ ହେବ ।
-
15. ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳକ ଓ ବାଳିକା ବର୍ଗର ହକି ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ବାଳକରେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲ ଗୁରୁଣ୍ଡିଆ ବିଜେତା ଓ ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ସ୍କୁଲ ଉପବିଜେତା ଏବଂ ବାଳିକା ବର୍ଗରେ କଲ୍ୟାଣୀ ରାୟ ଉଚ୍ଚ ମାଧ୍ୟମିକ ସ୍କୁଲ ବିଜେତା ଓ କିସ୍ ଭୁବନେଶ୍ୱର ଉପବିଜେତା ହୋଇଛି।
|
24 |
Y |
|
| 4 |
23-11-2025 |
English |
-
1.The 10 new proposed legislations listed by the government for introduction in the winter session of Parliament, beginning December 1.
-
2.Maharashtra Legislative Council Deputy Chairperson Neelam Gorhe has called for stronger enforcement to stop the sale of nylon manja, a type of thread linked to several injuries and deaths.
-
3.The National Capital Region Transport Corporation (NCRTC) has opened its Namo Bharat trains and stations to celebrate personal milestones, offering options for birthday events, pre-wedding shoots and other private occasions.
-
4.The Delhi government is working on revamping the local area network (LAN) and Wi-Fi infrastructure at the Secretariat building for an updated digital ecosystem.
-
5.Chief Minister MK Stalin Saturday conveyed to Prime Minister Narendra Modi his disappointment over the Centre’s rejection of proposals for Metro Rail projects in Coimbatore and Madurai and said it has caused resentment among public and sought reconsideration of the decision.
-
6.As many as 37 Maoists, three of whom were state committee leaders, surrendered to Telangana DGP B Shivadhar Reddy Saturday.
-
7.The Centre has proposed to include the Union territory of Chandigarh under the ambit of Article 240 of the Constitution, which empowers the president to make regulations for the UT and legislate directly.
-
8.India accounts for ‘one-third of the global suicide burden, and suicide is now the leading cause of death among youth aged 15–29’
-
9.The UK government has placed an export bar this week on a series of 200-year-old bold and colourful paintings that are said to depict one of the most important narratives in Hinduism.
-
10.The heads of state attending the G20 Leaders’ Summit in Johannesburg Saturday adopted a Declaration by consensus despite US attempts to stop it.
-
11.Two wild elephants died in separate incidents under Mayurbhanj and Khurda districts.
-
12.The Ganjam district administration has initiated steps for the electrification of Subarnapur, a hamlet in the coastal district, following the direction of Chief Minister Mohan Charan Majhi.
-
13.Bantala, A 48-year-old man was beaten to death over the suspicion of infidelity in Nuakheta under Bantala police limits in Angul district Friday evening.
-
14.The state as well as Kandhamal district will be Maoist free by March-2026 in line with the Centre’s plan to make the country free of extremists during the same period.
-
15.A low-pressure area has formed over the Bay of Bengal (BoB), and it is likely to intensify into a depression around November 24, India Meteorological Department (IMD) said Saturday.
|
14 |
Y |
|
| 5 |
22-11-2025 |
Odia |
-
1.ଦେଶରେ ସମସ୍ତ ଚାରି ଶ୍ରମ କୋଡ୍ ଲାଗୁ ହୋଇଛି। ସେଗୁଡ଼ିକ ହେଊଛି ମଜୁରି କୋଡ୍ (୨୦୧୯), ଶିଳ୍ପ ସମ୍ପର୍କ କୋଡ୍ (୨୦୨୦), ସାମାଜିକ ସୁରକ୍ଷା କୋଡ୍ (୨୦୨୦) ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି କୋଡ୍ (୨୦୨୦)। ପୂର୍ବରୁ ପ୍ରଚଳନରେ ଥିବା ୨୯ଟି ଶ୍ରମ ନିୟମ ସ୍ଥାନରେ ଏହି ଚାରି କୋଡ୍ ଲାଗୁ ହୋଇଛି।
-
2.ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍କୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗୁରୁବାର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଦେଇଥିବା ନିର୍ଦେଶ ଅନୁଯାୟୀ ଆରାବଳୀ ପର୍ବତ ଓ ଏହାର ସଂଲଗ୍ନ ପର୍ବତମାଳାରେ ନୂଆ ଖଣି ଖନନ ପାଇଁ କୌଣସି ଲିଜ୍ ଦିଆଯାଇପାରିବ ନାହିଁ।
-
3.ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ।
-
4.ମେକ୍ସିକୋର ଫାତିମା ବୋଶ୍ ୨୦୨୫ ବର୍ଷ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ସେ ହେଉଛନ୍ତି ଏହାର ୭୪ ତମ ବିଜୟିନୀ । ଥାଇଲାଣ୍ଡରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ୧୨୦ଟି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ ।
-
5.ସିଡ୍ନୀ - ଅଷ୍ଟ୍ରେଲିଆରେ ନିର୍ଦ୍ଦିଷ୍ଟ ବୟସ ସୀମାଠାରୁ କମ୍ ବୟସ୍କ ପିଲାଙ୍କ ପାଇଁ ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମ ବନ୍ଦ କରିଦିଆଯିବ ।
-
6.ଶ୍ରମ କୋଡ୍ ଲାଗୁ ହୋଇଥିବାରୁ ସ୍ଥାୟୀ କର୍ମଚାରୀଙ୍କ ଭଳି ଏକ ନିର୍ଦ୍ଦିଷ୍ଟ ମିଆଦର କର୍ମଚାରୀମାନେ ମଧ୍ୟ ଛୁଟି, ମେଡିକାଲ୍ ଓ ସାମାଜିକ ସୁରକ୍ଷା ସୁବିଧା ପାଇବେ। ଏକ ବର୍ଷର ଚାକିରି ପରେ କର୍ମଚାରୀମାନେ ଗ୍ରାଚୁଇଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ।
-
7.ଓଡ଼ିଶା ଆଇଟି ନୀତି ୨୦୨୫ର ଏକ ଟପ୍-ଅପ୍ ଭାବେ ଏହା କାର୍ଯ୍ୟ କରିବ। ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଏହାର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ନୀତିରେ ୧୦୦୦ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।
-
8.ଓଡିଶା ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି।
-
9.ଓଡ଼ିଶାର ୨୫ରୁ ଅଧିକ ଗଡ଼ଜାତ ରାଜ୍ୟକୁ ମିଶାଇବାରେ ଡ.ହରେକୃଷ୍ଣ ମହତାବଙ୍କ ଅବଦାନ ରହିଥିଲା। ତାଙ୍କ ପ୍ରଚେଷ୍ଟାକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ। ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଦୂରଦୃଷ୍ଟିସଂପନ୍ନ ନେତୃତ୍ବ ଯୋଗୁ ଓଡ଼ିଶାର ବିକାଶ ସମ୍ଭବ ହୋଇଛି।
-
10.ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପାଇଁ ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତମାସ ୨୫ତାରିଖରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ନୂଆ ୧୦୮ ଆମ୍ବୁଲାନ୍ସ ଆସିବା ପ୍ରକ୍ରିୟା ଆରମ୍ଭ ହେବ।
-
11.ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ପରିଚାଳନା କମିଟି ବୈଠକରେ ଏଭଳି ଏକାଧିକ ନିଷ୍ପତ୍ତି ନିଆଯାଇଛି। ଅର୍ଥ ସବ୍କମିଟି ପ୍ରସ୍ତୁତ କରିଥିବା ୧୦୪ କୋଟିର ବଳକା ବଜେଟ୍କୁ ମଧ୍ୟ ପରିଚାଳନା କମିଟି ମୋହର ମାରିଛନ୍ତି।
-
12.ଖାଇବା ତେଲ ବଜାରରେ କିଛି ସଂସ୍ଥା ଏକ ଲିଟରର ପ୍ୟାକେଟ୍ରେ ଅପେକ୍ଷାକୃତ କମ୍ ତେଲ ବିକ୍ରି କରୁଛନ୍ତି। ସାଧାରଣତଃ ଗୋଟିଏ ଲିଟର ପ୍ୟାକେଟ୍ରେ ୯୧୦ ଗ୍ରାମ ତେଲ ରହିଥାଏ। ପ୍ୟାକେଟ୍ର ଓଜନକୁ ମିଶାଇବା ପରେ ତାହାର ଓଜନ ୯୧୬-୯୧୮ ଗ୍ରାମ ପାଖାପାଖି ହୋଇଥାଏ।
-
13.ପାକିସ୍ତାନର ଫୈସଲାବାଦରେ ଭୟଙ୍କର ବିସ୍ଫୋରଣ ଘଟି ଏଯାବତ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
-
14.୨୩ ନଭେମ୍ବର ଯାଏଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦୀ । ୩ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଗସ୍ତ କରିଛନ୍ତି ।
-
15. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ନ୍ୟୁୟର୍କ ସିଟି ମେୟର-ନିର୍ବାଚିତ ଜୋହରାନ ମାମଦାନୀଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରିଛନ୍ତି।
|
29 |
Y |
|
| 6 |
22-11-2025 |
English |
-
1.A Tejas fighter jet of the Indian Air Force crashed in a ball of fire Friday during an aerial display at the Dubai Air Show killing the lone pilot.
-
2.The central government notified all four Labour Codes, ushering in major reforms, including universal social security coverage for gig workers, mandatory appointment letters for all employees, and statutory minimum wages and timely payment across sectors.
-
3.Over a fifth of women in India aged 15-49 were subjected to intimate partner violence in 2023, while nearly 30 per cent have been affected during their lifetime, according to a new global report by the World Health Organisation (WHO).
-
4.Odisha Global Capability Centre (GCC) Policy, 2025 was also among the 12 proposals which received the state government’s approval, Chief Secretary Manoj Ahuja said.
-
5.Vigilance sleuths Friday arrested Suresh Chandra Sahu, secretary of the Kadopada Primary Agricultural Cooperative Society (PACS) in Deogarh district, for allegedly embezzling public funds amounting to Rs 40,71,644.
-
6.The state government has requested the Centre for early evacuation of 7.60 lakh metric tons of rice procured by the state within the time frame specified by the Union government.
-
7.Sixteen suspected Bangladeshi nationals have been detained for allegedly living illegally in Kendrapara after they failed to produce valid citizenship documents, Kendrapara Superintendent of Police Siddharth Kataria said .
-
8.In a rare incident, the emergency room of a private hospital turned into a wedding venue after a Thumboli native tied the knot with his bride, who had been injured in a road accident here Friday, hospital authorities said.
-
9.In a significant ruling, the Bombay High Court has held that probe agencies can not ‘debit freeze’ a bank account allegedly involved in cyber fraud transactions under the Bharatiya Nagarik Suraksha Sanhita (BNSS).
-
10.The Enforcement Directorate Friday conducted a mega search operation in Jharkhand and West Bengal as part of a money laundering probe against the coal mafia in the two neighbouring states and seized more than Rs 10 crore worth of cash and gold, officials said.
-
11.Nepal’s Gen Z groups and the supporters of CPN-UML led by deposed Prime Minister KP Sharma Oli once again came face to face in capital Kathmandu Friday, a couple of days after clashes between them led to curfew in Bara district.
-
12.Systemic leakages due to fraud, waste, and abuse (FWA) of approximately Rs 10,000 crore each year are silently eroding trust and financial resilience within the insurance ecosystem, according to a report.
-
13.Gold prices declined by Rs 600 to Rs 1,26,100 per 10 grams in the national capital Friday, tracking a weak global trend, according to the All India Sarafa Association.
-
14.Nineteen wickets fell on a chaotic opening day of the first Ashes Test at Perth Stadium, where fast bowlers from both sides wreaked havoc on a bouncy surface to leave the match dramatically in the balance.
-
15.Young marksman Shourya Saini clinched the men's 50m rifle 3-positions silver medal as India's dominance in the shooting competition of Deaflympics continued here Friday.
|
14 |
Y |
|
| 7 |
21-11-2025 |
Odia |
-
1.ମାଗଣା ମାସିକ ରାସନ ଯୋଜନାର ହିତାଧିକାରୀମାନଙ୍କୁ ସରକାର ଏକ ବଡ଼ ଝଟକା ଦେଇଛନ୍ତି। ଗତ ଚାରିରୁ ପାଞ୍ଚ ମାସ ମଧ୍ୟରେ, ୨.୨୫ କୋଟି ଅଯୋଗ୍ୟ ହିତାଧିକାରୀଙ୍କ ନାମ ରାସନ କାର୍ଡ ତାଲିକାରୁ ବାଦ ଦିଆଯାଇଛି।
-
2.ବିଶ୍ବର ୫୭ ପ୍ରତିଶତ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଭାରତରେ ଚାଲୁଛି। ୨୦୨୩-୨୪ରେ ବାର୍ଷିକ ୨୩ ପ୍ରତିଶତ ହାରରେ ଭାରତରେ ହାଲୁକା ଇଲେକ୍ଟ୍ରିକ୍ ତିନିଚକିଆ ଯାନ ବିକ୍ରି ହୋଇଛି।
-
3.ଆର୍ଥିକ ବର୍ଷ ୨୦୨୪-୨୫ ଖାଦ୍ୟଶସ୍ୟ ଚାଷ ଲାଗି ଥିଲା ଏକ ଚମତ୍କାର ବର୍ଷ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହିବର୍ଷ ଦେଶରେ ରେକର୍ଡ ୩୫୭.୭୩ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି।
-
4.ନଭେମ୍ବର ୧୬ ତାରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି, ଫଳ-ଆଧାରିତ ପାନୀୟ, ରେଡି-ଟୁ-ସର୍ଭ ଡ୍ରିଙ୍କ୍, ଇଲେକ୍ଟ୍ରୋଲାଇଟ୍ ବେଭରେଜ୍ ଏବଂ ଅନ୍ୟାନ୍ୟ ଉତ୍ପାଦ, ଯେଉଁଥିରେ ‘ORS’ ଶବ୍ଦଟି ଏକାକୀ କିମ୍ବା କୌଣସି ଶବ୍ଦ ସହିତ (ଯଥା: ORS-Lite, ORSL) ଉଲ୍ଲେଖ କରାଯାଇଛି, ସେଗୁଡ଼ିକୁ ଖୁଚୁରା ଦୋକାନ ଏବଂ ଇ-କମର୍ସ ପ୍ଲାଟଫର୍ମରୁ ତୁରନ୍ତ ହଟାଇବାକୁ ପଡ଼ିବ।
-
5.ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍ କମ୍ପାନୀଗୁଡ଼ିକର ୧,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ବାଜ୍ୟାପ୍ତ କରିଛି।
-
6.ରାଷ୍ଟ୍ରାୟତ୍ତ ଶକ୍ତି କମ୍ପାନୀ ପାକିସ୍ତାନ ପେଟ୍ରୋଲିୟମ ଲିମିଟେଡ୍ (PPL), ସମୁଦ୍ରରୁ ଜମି ଉଦ୍ଧାର କରି ସିନ୍ଧ ଉପକୂଳରୁ ପ୍ରାୟ ୩୦ କିଲୋମିଟର ଦୂରରେ, ସୁଜାୱାଲ୍ ନିକଟରେ ଏହି କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି।
-
7.ରୁଷିଆ ଭାରତକୁ ତାହାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧ ବିମାନ ‘Su-57’ ପାଇଁ ସମସ୍ତ ପ୍ରଯୁକ୍ତିବିଦ୍ୟା ବିନା କୌଣସି କଟକଣାରେ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛି।
-
8.ଫ୍ଲିପକାର୍ଟ, ବ୍ଲିଙ୍କିଟ୍, ରିଲାଏନ୍ସ ରିଟେଲ, ଜୋମାଟୋ, ଟାଟା 1mg ସମେତ ୨୬ଟି ବଡ଼ ଇ-କମର୍ସ ପ୍ଲାଟଫର୍ମ ଦାବି କରିଛନ୍ତି ଯେ ସେମାନଙ୍କ ୱେବସାଇଟରେ ‘ଡାର୍କ ପାଟର୍ନ’ର ବ୍ୟବହାର ହେଉନାହିଁ।
-
9.ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ, ବିଲ୍ଗୁଡ଼ିକୁ ଅନୁମୋଦନ କରିବା ପାଇଁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଉପରେ କୌଣସି ସମୟସୀମା ଧାର୍ଯ୍ୟ କରାଯାଇପାରିବ ନାହିଁ।
-
10. ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଷଷ୍ଠ ଜାତୀୟ ଜଳ ପୁରସ୍କାର-୨୦୨୪ ଏବଂ ପ୍ରଥମ ଜଳ ସଂଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି।
-
11.ସାଲିଆସାହିରେ ଉଚ୍ଛେଦ ଚାଲିଛି। ତେବେ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
-
12.ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କୁ ତୁରନ୍ତ ୟୁନିଫର୍ମ ଯୋଗାଇ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି।
-
13. ରାଜଧାନୀ ଭୁବନେଶ୍ୱରରେ ଶୀତ କମିବା ସହ ୨ ଦିନ ମଧ୍ୟରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇଛି।
-
14.କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଡ. ସୁବାସ ମହାପାତ୍ର କରିଥିବା ନିର୍ବାଚନୀ ମକଦ୍ଦମାକୁ ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି।
-
15.ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ (ଏନ୍ଏଚ୍)ର ସମଯାଜପୁର ଓଭରବ୍ରିଜ୍ ଉପରେ ଆଜି ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଜଣେ ଗହଣା ବ୍ୟବସାୟୀଙ୍କ ଦେଢ଼ କେଜି ସୁନା ଅଳଙ୍କାର, ୩୩ କେଜି ରୁପା ଅଳଙ୍କାର ଓ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
-
16. କଟକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ରୋଗ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ) ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ମାରାତ୍ମକ ଆଡେନୋ ଭାଇରସ୍ର ଚିକିତ୍ସା ପଦ୍ଧତି ଉପରେ ଗବେଷଣା ପାଇଁ ଆଇସିଏମ୍ଆର୍(ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ପକ୍ଷରୁ ଶିଶୁଭବନକୁ ଅନୁମତି ପ୍ରଦାନ କରାଯାଇଛି.
-
17. ନେପାଳର ‘ଜେନ୍ ଜେଡ୍’ ଯୁବଗୋଷ୍ଠୀ ଏବେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସରକାରର ପତନ ଘଟାଇଥିବା ଏହି ଆନ୍ଦୋଳନ ଏବେ ପୁଣି ମୁଣ୍ଡ ଟେକିଥିବାରୁ ଅନ୍ତରୀଣ ସରକାରର ଚିନ୍ତା ବଢ଼ିଯାଇଛି।
-
18.ଭାରତ-ଜନ୍ମିତ ଚିତା ମୁଖୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପାଞ୍ଚଟି ଶାବକଙ୍କୁ ଜନ୍ମ ଦେଇ ଇତିହାସ ରଚିଛି।
-
19.ମଧ୍ୟ ଓ ଉତ୍ତର ଭାରତରେ ଏବେ ଶୀତର ପ୍ରକୋପ ଜୋର୍ ଧରିଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୧୭ ନଭେମ୍ବର ସକାଳେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି।
-
20.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ହିଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଛନ୍ତି।
|
34 |
Y |
|
| 8 |
21-11-2025 |
English |
-
1.The Supreme Court held that the court cannot impose any timelines on Governors and the President to grant assent to Bills passed by state Assemblies but at the same time said Governors don’t have ‘unfettered’ powers to sit on the Bills for ‘perpetuity’.
-
2.Bihar’s longest-serving Chief Minister Nitish Kumar was Thursday sworn in for a record 10th term here at a grand ceremony, attended by Prime Minister Narendra Modi, CMs of several NDA-ruled states, and senior alliance leaders.
-
3.The eviction drive in Salia Sahi, the largest slum in Bhubaneswar, was completed Thursday, with the demolition of over 550 ‘unauthorised’ dwelling units, an official said.
-
4.The Odisha state government has announced a welfare package of Rs41.17 crore for kendu leaf pluckers, binders and seasonal staff.
-
5.A three-member CBI team Thursday appeared before the court of District and Sessions Judge here as part of its ongoing probe into the police sub-inspector (SI) recruitment scam.
-
6.The famous male black tiger roaming the Similipal Tiger Reserve have once again captured public attention after former Principal Chief Conservator of Forests (PCCF) Sushant Nanda recently shared a striking photograph of a male black tiger.
-
7.The Enforcement Directorate has filed a chargesheet against businessman Robert Vadra, husband of Congress MP Priyanka Gandhi Vadra.
-
8.The Enforcement Directorate Thursday said it has attached fresh assets worth more than Rs1,452 crore as part of a money laundering investigation against businessman Anil Ambani’s Reliance Group.
-
9.The State Investigation Agency (SIA) Thursday carried out searches at the head office of media outlet — Kashmir Times — in Jammu.
-
10.Reliance Industries Ltd Thursday said it has halted the use of Russian crude at its export-only refinery in Jamnagar, Gujarat, as the company moves to comply with European Union sanctions
-
11.The Enforcement Directorate on Friday conducted simultaneous raids and search operations at several locations across West Bengal, including the state capital Kolkata, as part of a money laundering probe against the coal mafia.
-
12.A school teacher deployed to work as a Booth Level Officer (BLO) allegedly died by suicide in Gujarat's Gir Somnath district on Friday.
-
13.The Delhi government has directed all schools, colleges, universities and sports bodies in the capital to postpone physical sports competitions scheduled for November and December due to the deteriorating air quality.
-
14.The state’s long-term development vision under Viksit Odisha 2036 and 2047, the policy aims to drive investments of over Rs 1,000 crore, establish at least five modern GCC hubs, and create more than 50,000 direct and indirect job opportunities.
-
15.The Odisha Cabinet on Friday approved a significant increase in Pre-Matric and Post-Matric scholarship rates for Scheduled Tribe and Scheduled Caste students under the Mukhya Mantri Medhabi Chatra Protsahan Yojana.
|
14 |
Y |
|
| 9 |
20-11-2025 |
Odia |
-
1.ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ଟ୍ରିବ୍ୟୁନାଲ ସଂସ୍କାର ଆଇନ, ୨୦୨୧ର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନକୁ ଅସାମ୍ବିଧାନିକ ଘୋଷଣା କରିବା ସହ ଏହାକୁ ରଦ୍ଦ କରିଛନ୍ତି। ପ୍ରଧାନ ବିଚାରପତି ବି.ଆର୍.ଗୱାଇ ଏବଂ ବିଚାରପତି କେ.ଭି.ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ୧୩୭ ପୃଷ୍ଠାର ଏକ ଐତିହାସିକ ରାୟ ଶୁଣାଇଛନ୍ତି।
-
2.ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଜନସାଧାରଣଙ୍କ ସୁରକ୍ଷା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ, ସମସ୍ତ ପ୍ରମୁଖ ବ୍ୟାଙ୍କ, ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀ, ଷ୍ଟକ୍ ମାର୍କେଟ ପ୍ରତିଷ୍ଠାନ ଏବଂ ପେନସନ୍ ସଂଗଠନଗୁଡ଼ିକ ସେମାନଙ୍କର ଗ୍ରାହକଙ୍କ କଲ୍ ପାଇଁ '1600' ରୁ ଆରମ୍ଭ ହେଉଥିବା ନମ୍ବର ବ୍ୟବହାର କରିବେ।
-
3.ଆଗାମୀ କେନ୍ଦ୍ର ବଜେଟ୍ ୨୦୨୬-୨୭ ସମ୍ପର୍କରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଂଶୀଦାରମାନଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ପଞ୍ଚମ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି।
-
4.ଧଉଳି ଶାନ୍ତିସ୍ତୁପ ତଳୁ ଧଳା ଜହର ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ୨୬୪ ଗ୍ରାମ୍ର ବ୍ରାଉନସୁଗାର ଜବତ କରିଛି।
-
5.ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୧ ତମ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ବର କୃଷି ଭବନ ଠାରେ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି।
-
6.ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
-
7.ଭୌତିକ ଗବେଷଣାଗାର (PRL)ର ବୈଜ୍ଞାନିକମାନେ ମାଉଣ୍ଟ ଆବୁରେ ଥିବା ୧.୨-ମିଟର ଟେଲିସ୍କୋପ ବ୍ୟବହାର କରି ଧୂମକେତୁ 3I/ATLASର ଆଶ୍ଚର୍ଯ୍ୟଜନକ ଫଟୋ ଏବଂ ସ୍ପେକ୍ଟ୍ରା କଏଦ କରିଛନ୍ତି।
-
8.୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ଆଜି ପାଟନାର ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଉ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଆଜି ଦଶମଥର ପାଇଁ ନୀତିଶ କୁମାର ଶପଥ ନେଇଛନ୍ତି ।
-
9.ଦେଶର ଦକ୍ଷିଣ ଭାଗରେ ଏନ୍ ଏଲ୍ ହିଲ୍ୱେରେ ପ୍ରବଳ ଜନଗହଳିପୂର୍ଣ୍ଣ ପାଲେଷ୍ଟିନୀୟ ଶରଣାର୍ଥୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି।
-
10.ହ୍ୟୁମାନ ସାଗରଙ୍କ ପରଲୋକ ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ସେ କହିଛନ୍ତି ଯେ ‘ମୋ ପୁଅକୁ ୟୁଜ୍ କରାଯାଉଥିଲା’ ଦେହ ଖରାପ ସତ୍ତେ୍ୱ ତାକୁ ଷ୍ଟେଜ୍ ସୋ’କୁ ନେଉଥିଲେ ।
-
11.ଉତ୍ତର ପ୍ରଦେଶର ମାଉ ଜିଲାର ଘୋସି ବିଧାନସଭା ନିର୍ବାଚନମଣ୍ଡଳୀର ସମାଜବାଦୀ ପାର୍ଟି ବିଧାୟକ ଏବଂ ତାଙ୍କ ସ୍ପଷ୍ଟବାଦୀ ଶୈଳୀ ପାଇଁ ଜଣାଶୁଣା ସୁଧାକର ସିଂହଙ୍କର ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ପରଲୋକ ଘଟିଛି।
-
12.ଭାରତର ଡିଜିଟାଲ୍ ପେମେଣ୍ଟ ବିପ୍ଳବ ଏକ ‘ଟ୍ୟାପ୍ ଇକୋନୋମି’ ସୃଷ୍ଟି କରିଛି, ଯାହା ସଞ୍ଚୟରେ ଏକ ଅଦୃଶ୍ୟ କ୍ଷତି ଘଟାଉଛି। ପ୍ରତିଦିନ ଆମେ Paytm, PhonePe, ଏବଂ Google Pay ଭଳି ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ଚା’ କପ୍, ରିକ୍ସା ଭଡ଼ା କିମ୍ବା ଆପ୍ ସବସ୍କ୍ରିପସନ୍ ପାଇଁ ସ୍ୱଳ୍ପ ପରିମାଣର ଅର୍ଥ ଦେଉଛୁ।
-
13.କେନ୍ଦ୍ର ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ବୁଧବାର ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା (RSP)ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏକ ବଡ଼ ଯୋଜନା ଘୋଷଣା କରିଛନ୍ତି। ପ୍ରାୟ ୩୦,୦୦୦ କୋଟି ଟଙ୍କା ବିନିଯୋଗରେ ୨୦୩୦ ସୁଦ୍ଧା RSPର ବାର୍ଷିକ ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରି ୯.୮ ମିଲିୟନ ଟନ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
-
14.ରାସ୍ତା ନିର୍ମାଣ ପାଇଁ ସାଲିଆ ସାହିରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଗୋଟିଏ ଦିନରେ ୩୨୦ରୁ ଊର୍ଦ୍ଧ୍ୱ ଘର ଭଙ୍ଗାଯାଇଛି। ତେବେ ଏହାକୁ ମିଶାଇ ପ୍ରାୟ ୪୦୦ଟି ଘର ଭଙ୍ଗାଯାଇଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।
-
15.ଗୁଗଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସୁନ୍ଦର ପିଚାଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଥିବା ଅତ୍ୟଧିକ ଉତ୍ସାହ ଏବଂ ନିବେଶକୁ ନେଇ ଏକ ବଡ଼ ଚେତାବନୀ ଦେଇ କହିଛନ୍ତି ଯେ ଯଦି ବର୍ତ୍ତମାନର ଏହି ‘AI ବବଲ୍’ (ଅତ୍ୟଧିକ ମୂଲ୍ୟାଙ୍କନ) ଫାଟିଯାଏ, ତେବେ ଗୁଗଲ୍ ସମେତ କୌଣସି ଟେକ୍ କମ୍ପାନୀ ଏହାର ପ୍ରଭାବରୁ ରକ୍ଷା ପାଇବେ ନାହିଁ।
|
32 |
Y |
|
| 10 |
20-11-2025 |
English |
-
1.Prime Minister Narendra Modi will be visiting Johannesburg from November 21 to 23 to attend the 20th G20 Leaders’ Summit hosted by South Africa, the Ministry of External Affairs said Wednesday.
-
2.Over 34.12 lakh farmers from Odisha have received the 21st instalment of the PM-Kisan scheme Wednesday, officials said.
-
3.Nitish Kumar took oath as chief minister for a record 10th time at Patna’s historic Gandhi Maidan November 20.
-
4.The Supreme Court Wednesday struck down key provisions of the 2021 Tribunals Reforms law related to appointment, tenure, and service conditions of tribunal members and presiding officers, saying “Parliament cannot simply override judicial decision by reenacting these” with minor tweaks.
-
5.‘123456’ has once again emerged as India’s most common password, topping the list for the second consecutive year, a new report said Wednesday.
-
6.Vigilance arrested Superintendent of Excise, Keonjhar district and ASI-cum-OIC of Champua Excise Station, for accepting Rs 40,000 as bribe from a licensed liquor vendor for allowing him to run his business smoothly.
-
7.The Supreme Court Wednesday said it does not mind criticism of the judiciary but there should not be sweeping allegations of any kind.
-
8.Odisha plans to achieve 11GW of green energy capacity by 2030 and is supporting industries in adopting clean energy, Deputy Chief Minister KV Singh Deo said.
-
9.The Gujarat cabinet Wednesday approved extended electricity supply hours for farmers in key districts to support Rabi season cultivation.
-
10.Science and Technology Minister Jitendra Singh Wednesday launched India’s first indigenous CRISPR-based gene therapy for sickle cell disease, which particularly affects the country’s tribal population.
-
11.Unidentified men allegedly posing as Income Tax officials intercepted a ATM cash van here and fled with about Rs 7 crore Wednesday, in what is said to be a first of its kind daylight robbery in recent time, police said.
-
12.The Supreme Court Wednesday made an appeal to all women without sons, daughters or husbands to make a will to avoid potential litigation disputes between their parents and inlaws.
-
13.Bangladesh’s High Court Thursday ordered India’s Adani Group not to proceed with its planned international arbitration in Singapore over the payment dispute with state-run Power Development Board (BPDB) until an investigation into its power supply deal is completed.
-
14.India, along with six other countries, “will shape the future growth of the city population” of the world as they are expected to add more than 500 million city residents between 2025 and 2050, the UN said.
-
15.Grandmaster Arjun Erigaisi was knocked out of the FIDE World Cup, losing to Wei Yi of China 1.5-2.5 in the fi rst set of tiebreak games here Wednesday.
|
18 |
Y |
|