-
୪୭ ବର୍ଷ ପରେ ଚନ୍ଦ୍ର ଅଭିଯାନ ଆରମ୍ଭ କରି ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ ପାଇଁ ରୁଷ୍ ଲୁନା-୨୫କୁ ପଠାଇଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି।
-
ଗୁଜରାଟ ହାଇକୋର୍ଟ ଉପରେ ପ୍ରବଳ ବର୍ଷିବା ସହ ଆଜି ସୁପ୍ରିମ୍କୋର୍ଟ କହିଛନ୍ତି ଯେ କୌଣସି କୋର୍ଟ ଉପରକୋର୍ଟ ବିରୋଧରେ ଆଦେଶ ଦେବା ସାମ୍ବିଧାନିକ ଦର୍ଶନକୁ ବିରୋଧାଚରଣ କରୁଛି। ସୂଚନାଯୋଗ୍ୟ ଯେ ମାମଲାଟି ଏକ ଦୁଷ୍କର୍ମ-ପୀଡ଼ିତାର ଗର୍ଭପାତ ଆବେଦନ ସହ ଜଡ଼ିତ।
-
ବିହାରର ପାଟନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାର୍କର ନାମ ପରିବର୍ତ୍ତନ କରି କୋକୋନଟ୍ ପାର୍କରେ ପୁନଃନାମିତ କରାଯାଇଛି। ବିହାରର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ପାଟନାର କଙ୍କରବାଗ୍ରେ ଅବସ୍ଥିତ ଅଟଳ ବିହାରୀ ବାଜପେୟୀ ପାର୍କକୁ କୋକୋନଟ୍ ପାର୍କ କରିଛନ୍ତି।
-
କଟକ:'ମାନବ' ପୋର୍ଟାଲ ଲୋକାର୍ପିତ , SC, ST ଅପରାଧିକ ମାମଲାରେ ତଦନ୍ତ ତ୍ବରାନ୍ବିତ ହେବ ।
-
ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ୍ରେ ୩ଟି ବୃହତ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ୧୦୧ କୋଟି ଟଙ୍କା ମଞ୍ଜୁର ହୋଇଛି ।
-
୨୦୨୩-୨୪ ଆର୍ଥିକ ଶିକ୍ଷା ବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଓଡ଼ିଶାର ୧୪ଟି ସ୍କୁଲକୁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁରୀ, ।
-
ଅନୁଗୋଳ:ପବିତ୍ର ମୋହନ ସେତୁ ନାମରେ ନାମିତ ହେଲା କଣିହା ସ୍ଥିତ ବ୍ରାହ୍ମଣୀ ନଦୀ ସେତୁ।
-
୬ ମାସରେ ଖୋର୍ଦ୍ଧା ଜିଲ୍ଲାର ସବୁ କଲେଜର ହେବ ରୂପାନ୍ତରଣ, ସବୁ +୨ ଓ +୩ କଲେଜର ହେବ ରୂପାନ୍ତର।
-
ବ୍ରିକ୍ସ ଶିଖର ସମ୍ମିଳନୀ: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଯିବେ ଦକ୍ଷିଣ ଆଫ୍ରିକା, ୪୦ ବର୍ଷ ପରେ ପିଏମ୍ଙ୍କ ଗ୍ରୀସ୍ ଯାତ୍ରା।
-
ତିନି ଦିନିଆ ଗୋଆ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ସେଠାରେ ସେ ରାଜ ଭବନରେ ଗୋଆ ସରକାରଙ୍କ ଦ୍ୱାରା ଆୟୋଜିତ ଏକ ନାଗରିକ ସ୍ୱାଗତ ସମାରୋହରେ ଯୋଗଦେବେ।
-
ଜହ୍ନ ରାଇଜରେ ଲ୍ୟାଣ୍ଡରକୁ ମିଳିଲା ନୂଆ ବନ୍ଧୁ । ଦୀର୍ଘ ୪ ବର୍ଷ ପରେ ୨୦୧୯ରେ ଯାଇଥିବା ଚନ୍ଦ୍ରୟାନ-2' ର ଅର୍ବିଟର 'ୱେଲକମ୍ ବଡି' ବା 'ସ୍ୱାଗତ ବନ୍ଧୁ' ବୋଲି ସମ୍ବୋଧନ କରି ପ୍ରଥମ ଥର ପାଇଁ ସିଗନାଲ ଦେଲା ଚନ୍ଦ୍ରୟାନ-୨ର ଅର୍ବିଟର୍ ।
-
ରାଜ୍ୟରେ ଫସଲ ବୀମା ପଞ୍ଜିକରଣ ୨୩.୫୦ ଲକ୍ଷକୁ ହେଲା ବୃଦ୍ଧି, ୨୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଏବଂ ପ୍ରାୟ ୪ ଲକ୍ଷ ମହିଳା କୃଷକ ହେଲେ ସାମିଲ l
-
ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ବିଶ୍ୱବିଦ୍ୟାଳୟକୁ ହେବେ ସ୍ଥାନାନ୍ତରିତ l
-
ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହେଲା ଚାର୍ଜଫ୍ରେମ l
-
ନିଲାମ ହେବନି ସନ୍ନିଙ୍କ ବଙ୍ଗଳା l ପ୍ରତ୍ୟାହାର ହେଲା ନୋଟିସ, ସନ୍ନି ଦେଓଲଙ୍କୁ ମିଳିଲା ଆଶ୍ୱସ୍ତି: ୨୪ ଘଂଟା ଭିତରେ ଘର ନିଲାମ ନୋଟିସ ଫେରାଇ ନେଲା ବ୍ୟାଙ୍କ l
-
ଦେଶରେ ଲମ୍ବିଛି ଦୁର୍ନୀତିର ଚେର l ଗୋଟିଏ ବର୍ଷରେ ଦେଶରେ ଏକ ଲକ୍ଷ ୧୫ ହଜାର ଦୁର୍ନୀତି ହୋଇଥିବା ସିଭିସି ରିପୋର୍ଟରେ ହେଲା ଖୁଲ୍ଲାସା l
-
ରାଜ୍ୟର ୮ଟି ଜିଲ୍ଲାରେ ମୋଟ ୮୩୭.୫୭କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋରେ ମିଳିଲା ମଞ୍ଜୁରୀ l
-
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ସିବି୩୫୦ ହାଇନେସ୍ ଓ ସିବି୩୫୦ଆର୍ଏସ୍ ଗ୍ରାହକଙ୍କ ପାଇଁ “୧୦ ବର୍ଷ ବର୍ଦ୍ଧିତ ୱାରେଂଟି’ ଓ “ବର୍ଦ୍ଧିତ ୱାରେଂଟି ପ୍ଲସ୍’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ l
-
ବିଶ୍ୱ ଆଥଲେଟିକ୍ସର ନୂଆ ଚାମ୍ପିଅନ ହେଲେ ଆମେରିକାର ନୁହ ଲାଇଲ୍ସ, ୧୦୦ ମିଟରକୁ ୯.୮୩ ସେକେଣ୍ଡରେ ଦୌଡ଼ି ରଚିଲେ ରେକର୍ଡ l
-
ଚେସ୍ ବିଶ୍ୱକପ ଫାଇନାଲରେ ପ୍ରବେଶକଲେ ପ୍ରଜ୍ଞାନାନନ୍ଦା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ l ଫାଇନାଲରେ କାର୍ଲସନଙ୍କ ସହ ହେବ ଟକ୍କର l