# |
Date |
Type |
Current Affairs |
No. Of Views |
Status |
Action |
931 |
16-05-2024 |
Odia |
-
1.ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି। ଗତ ୩୦ ବର୍ଷ ମଧ୍ୟରେ ହିଟ୍ଓ୍ବେଭ ଯୋଗୁ ବିଶ୍ୱରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏକ ବଡ଼ ଭାଗ ଅର୍ଥାତ୍ ଏକ ପଞ୍ଚମାଂଶ ମୃତ୍ୟୁ ଭାରତରେ ଘଟୁଛି।
-
2.ସ୍ଲୋଭାକିଆର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଜଣେ ଆକ୍ରମଣକାରୀ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।…
-
3.ସିଏଏ ବିଜ୍ଞପିତ ହେବାର ୨ ମାସ ପରେ ଆଜି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂ୍ଆଦିଲ୍ଲୀରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି।
-
4.ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ମାମଲାରେ ଦିଲ୍ଲୀ ପୁଲିସର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ନ୍ୟୁଜ୍କ୍ଲିକ୍ ସମ୍ପାଦକ ପ୍ରବୀର ପୁରକାୟସ୍ଥ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଆବେଦନର ଶୁଣାଣି କରି ତାଙ୍କୁ ତୁରନ୍ତ ଜାମିନରେ ମୁକ୍ତ କରିବାକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।
-
5. ସ୍ଲୋଭାକିଆର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଜଣେ ଆକ୍ରମଣକାରୀ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
-
6.କେନ୍ଦ୍ର ସରକାର ଜାରି କରିଥିବା ୨୦୨୪ ଜାନୁଆରି-ମାର୍ଚ୍ଚ ତ୍ରୈମାସିକର ‘ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ’କୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ରାଜ୍ୟର ସହରାଞ୍ଚଳରେ ୧୫-୨୯ ବର୍ଷ ବୟସ ବର୍ଗରେ ବେକାରି ହାର ୨୩.୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ବର୍ଷକ ପୂର୍ବରୁ ଏହି ହାର ୨୨.୯ ପ୍ରତିଶତ ଥିଲା।
-
7.ବିଦେଶରେ ଭାରତୀୟ ମସଲାରେ ଅପମିଶ୍ରଣ ସନ୍ଦେହ ଦୂର ହୋଇନାହିଁ। ନ୍ୟୁଜିଲାଣ୍ଡ ତରଫରୁ ଏହି ଅଭିଯୋଗର ଯାଞ୍ଚ କରାଯିବ। ଏମ୍ଡିଏଚ୍ ଓ ଏଭରେଷ୍ଟ ପଠାଉଥିବା ମସଲାକୁ ଯାଞ୍ଚ କରିବା ଲଗି ନ୍ୟୁଜିଲାଣ୍ଡର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ନିଷ୍ପତ୍ତି ନେଇଛି।
-
8.ଡିଜିଟାଲ ଯୁଗରେ ଭାରତକୁ ବିଶ୍ୱର ଅଗ୍ରଣୀ ଭାବରେ ଉଭା ହେବାକୁ ହେଲେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ସୂଚନା ଏବଂ ସଞ୍ଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଜରୁରୀ ।
-
9.ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
-
10(ଇଣ୍ଡିଆ) ବ୍ଲକ୍ ଲୋକ ସଭା ନିର୍ବାଚନ ପରେ ସରକାର ଗଢ଼ିଲେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏଥିରେ ସାମିଲ ହେବ ନାହିଁ। ଇଣ୍ଡିଆ ବ୍ଲକ୍କୁ ଟିଏମ୍ସି ବାହାରୁ ସମର୍ଥନ ଦେବ ବୋଲି ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି
-
11.ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି।
-
12.ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି। ରାଜ୍ୟପାଳ ତାଙ୍କୁ ଦିଲ୍ଲୀ ନେଇ ଏକ ହୋଟେଲରେ ଅସଦାଚରଣ କରିଥିବା ସେ ଦର୍ଶାଇଛନ୍ତି।
-
13.କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ଭାରତର ଏହି ତାରକା ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲା ବେଳେ ନିରାଶ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା।
-
14.ଭାରତର ପୂର୍ବତନ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି। ଏହି ଘଟଣାରେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଛି।
-
15.ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫% -୦.୭୫% ପର୍ଯ୍ୟନ୍ତ ବୃଦ୍ଧି କରିଛି। ୨ କୋଟି ଟଙ୍କାରୁ କମ୍ ଜମା ଉପରେ ଏହି ସୁଧ ମିଳିବ।
-
16.ଆମେରିକାରେ ଡେଙ୍ଗୁର ଦ୍ୱିତୀୟ ଟିକାକୁ ମିଳିଲା WHOଙ୍କ ମଞ୍ଜୁରୀ, ତିଆରିଛନ୍ତି ଜାପାନୀ ଫାର୍ମା କମ୍ପାନୀ l
-
17.ଆସନ୍ତା ୧୯ରୁ ବଢ଼ିବ ତାତି: ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା l
-
18.ହାବାର୍ଡ ଷ୍ଟଡି ରୁ ଆସିଲା ଭୟଙ୍କର ତଥ୍ୟ : ନିୟମିତ ପ୍ୟାକେଜଡ଼ ଫୁଡ ଖାଉଥିବା ଲୋକଙ୍କର ଶୀଘ୍ର ହୋଇଥାଏ ମୃତ୍ୟୁ l
-
19.ଫ୍ରାନ୍ସରେ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ମଣ୍ଡପମ୍ ହେଲା ଉଦଘାଟିତ ।
-
20.ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲମ ହେଲେ ଗିରଫ l ଇଡି ତାଙ୍କୁ ଗିରଫ କରିଛି
|
304 |
Y |
|
932 |
16-05-2024 |
English |
-
1.More than 1.53 lakh deaths a year were associated with heatwaves around the world, with over a fifth of these deaths - the greatest share - coming from India, according to new research looking at data over 30 years since 1990
-
2.The first set of citizenship certificates under the Citizenship (Amendment) Act (CAA) was issued Wednesday to 14 people, nearly two months after rules under the contentious law were notified to grant Indian nationality to persecuted non-Muslim migrants from three neighbouring countries.
-
3.Chief Minister Naveen Patnaik’s close aide Kartik Pandian Wednesday claimed that Patnaik will take oath for the sixth time June 9, 2024 and his first order will be free power supply for 90 per cent population of Odisha.
-
4. More than seven months after he was arrested under anti-terror law - Unlawful Activities (Prevention) Act (UAPA) - for allegedly spreading Chinese propaganda, the Supreme Court Wednesday declared as “invalid” the arrest of NewsClick founder and editor-in-chief Prabir Purkayastha and ordered his release.
-
5.Chief Electoral Officer (CEO) Nikunja Bihari Dhal Wednesday launched ‘Mo Booth’ mobile application through which voters can easily find the name and route to their polling stations. “Using the app, voters of Khurda district including Bhubaneswar City can know about their booth, its location and direction,” Dhal added.
-
6.Veteran Congress leader and former minister Dambarudhar Ulaka died of old age-related ailments, family sources said Wednesday. He was 86.
-
7.The Supreme Court Wednesday told the Centre that there is no need for making arrests in all Goods and Services Tax (GST) cases and that it can be done only if there is credible evidence and tangible material to prove culpability.
-
8.A litigant can exercise his legal remedies but does not have the liberty to make contemptuous allegations and undermine a court’s authority, the Delhi High Court has said.
-
9.Demanding that the Chief Minister ensure the immediate arrest of former Prime Minister HD Deve Gowda’s grandson Prajwal Revanna, 107 authors and thinkers from Karnataka have written an open letter to Siddaramaiah.
-
10.Basavaraj, a water tanker driver in India’s tech hub Bangalore, has to leave home by 6.30am each day to collect enough water for his customers, who now depend on his services for a very basic need.
-
11.Chief Minister Naveen Pattnaik, who made a quick visit to the Steel City Wednesday, addressed a massive rally at the Sector-13 Melana Field. There was a presence of over 50,000 persons from different parts of the district who thronged here braving the scorching sun.
-
12.Chief Justice of India DY Chandrachud said the Supreme Court has heard over 7,50,000 cases via video-conferencing and more than 1,50,000 cases were filed online as technology has re-negotiated the relationship between law and enforcement agencies, including the judiciary.
-
13.Olympic champion Neeraj Chopra’s presence prompted the organisers of the Federation Cup to tighten security around the Kalinga Stadium, which was buzzing with activity as fans waited in anticipation ahead of his event Wednesday.
-
14.India's trade deficit widens to a four-month high of USD 19.1 billion in April, according to government data.
-
15.The Enforcement Directorate Wednesday arrested Congress leader and Jharkhand Rural Development Minister Alamgir Alam in a money laundering case, official sources said.
|
293 |
Y |
|
933 |
15-05-2024 |
Odia |
-
1.କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସ୍ଏଫ୍) ସଂସଦୀୟ ଭବନର ସୁରକ୍ଷା ଦାୟିତ୍ବ ଗ୍ରହଣ କରିଛି।
-
2.ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ଏଥର ନୂଆ ଆଭିମୁଖ୍ୟ ଗ୍ରହଣ କରାଯାଇଛି। କୌଣସି ନେତା ଆଚରଣବିଧି ଉଲ୍ଳଂଘନ କଲେ, ସେମାନଙ୍କୁ ବ୍ୟକ୍ତିଗତ ଭାବେ କୈଫିୟତ ତଲବ କରାଯାଉ ନାହିଁ। ଏହା ବଦଳରେ ସଂପୃକ୍ତ ଦଳର ମୁଖ୍ୟମାନଙ୍କୁ ନୋଟିସ ପଠାଯାଉଛି।
-
3.ସ୍ନାକ୍ସ ଲାଗି ଘରେ ଘରେ ପରିଚିତ ଦେଶୀ କମ୍ପାନି ‘ହଲଦୀରାମ୍’ ବିଦେଶୀ କମ୍ପାନି ହାତକୁ ଯାଇପାରେ। ବିଦେଶର କିଛି ସଂସ୍ଥା ମିଶି ଏହାର ୭୬ ପ୍ରତିଶତ ଅଂଶଧନ କିଣିବାକୁ ବିଡ୍ ଉପସ୍ଥାପନ କରିଛନ୍ତି।
-
4.ଇରାନର ଚବାହାର ବନ୍ଦରର ଏକ ଟର୍ମିନାଲ୍କୁ ୧୦ ବର୍ଷ ପରିଚାଳନା କରିବା ଲାଗି ଗତକାଲି ଭାରତ ସରକାର ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଭାରତର ଏହି ପଦକ୍ଷେପରେ ଆମେରିକା ଅସନ୍ତୋଷ ଜାହିର କରିଛି।
-
5.ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲ୍ଟିଟିଇ) ଭାରତରେ, ବିଶେଷ କରି ତାମିଲନାଡୁରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେବା ଜାରି ରଖିଥିବାରୁ କେନ୍ଦ୍ର ସରକାର ଏହା ଉପରେ ଲାଗିଥିବା ନିଷେଧାଦେଶକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।
-
6.ଭାରତରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଥିବା କୃଷକମାନେ ଏବେ ୧୭ତମ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ସରକାର କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି।
-
7.ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କର୍ମଚାରୀମାନେ କୋଠା ଭିତରେ ଫସି ଯାଇଥିଲେ। ଏହି ଘଟଣାରେ ଆୟକର ବିଭାଗର ଜଣେ ଅଧୀକ୍ଷକଙ୍କ ମୃତ୍ୟୁ ଘଟିଛି।
-
8.ମୋବାଇଲ ବ୍ୟବହାରକାରୀଙ୍କ ପାଖକୁ ଆସୁଥିବା ବ୍ୟାଙ୍କିଙ୍ଗ୍ ଠକେଇ କଲ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅତ୍ୟନ୍ତ କଠୋର ହେବ ବୋଲି କୁହାଯାଉଛି।
-
9.ସାଧାରଣତଃ ଲୋକମାନେ ଯେତେବେଳେ ଜଣେ ବୃତ୍ତିଗତ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ସେତେବେଳେ କଞ୍ଜ୍ୟୁମର କୋର୍ଟଙ୍କର ଦ୍ବାରସ୍ଥ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ବ୍ୟବସ୍ଥା ଓକିଲମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ।
-
10.ନିର୍ବାଚନ ପରେ ମୋବାଇଲ୍ ଶୁଳ୍କରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଟେଲିକମ୍ କମ୍ପାନିଗୁଡ଼ିକ ୫ଜି ଭିତ୍ତିଭୂମି ବିକାଶ କରିବାରେ ବିପୁଳ ନିବେଶ କରିଛନ୍ତି।
-
11.ଡିଆଇ ପାଇପ୍ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍ ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବ। କମ୍ପାନିର ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଓଡ଼ିଶାରେ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ୫୦୦ ଏକର ଜମି ଅଧିଗ୍ରହଣ କରିବ।
-
12.ଭାରତୀୟ ରେଳର ଚେନ୍ନାଇ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍)ରେ ପ୍ରସ୍ତୁତ ବନ୍ଦେ ମେଟ୍ରୋ ଟ୍ରେନ୍ରେ ଜିନ୍ଦଲ୍ ଷ୍ଟେନ୍ଲେସ୍ର ଲୁହା ଲାଗିଛି। ଏଥିପାଇଁ କମ୍ପାନି ଟେମ୍ପର୍ଡ ୨୦୧ ଏଲ୍ଏନ୍ ଗ୍ରେଡ୍ର ଷ୍ଟେନଲେସ୍ ଷ୍ଟିଲ୍ ଯୋଗାଇ ଦେଇଛି।
-
13.ଚଳିତ ବର୍ଷ ଏପ୍ରିଲ୍ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ୭.୧୧ ପ୍ରତିଶତକୁ ଖସିଛି।
-
14.ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଲୋକମାନେ ଘରେ ରଖିଥିବା ସୁନା ପରିମାଣ ୫ ବର୍ଷରେ ୪୦ ପ୍ରତିଶତ ବୃଦ୍ଧି ପାଇଛି।
-
15.ଲୋକସଭା ନିର୍ବାଚନକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟରେ ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ୧୦ ଦିନ ମଧ୍ୟରେ ୧୭ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।
-
16.ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଏଥିପାଇଁ ଅନଲାଇନରେ ଆପ୍ଲାଏ କରିପାରିବେ।
-
17.ଦିଲ୍ଲୀର ତିହାର ଜେଲ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା।
-
18.ବ୍ରିଟେନର ଋଷି ସୁନକ ସରକାର ଭାରତୀୟ ଛାତ୍ରମାନଙ୍କୁ ଏକ ବଡ ଝଟ୍କା ଦେବାକୁ ଯାଉଛନ୍ତି। ସ୍ନାତକୋତ୍ତର ଭିସା ରୁଟ ବନ୍ଦ କରିବାକୁ ସରକାରଙ୍କ ମାଇଗ୍ରେସନ ଆଡଭାଇଜରୀ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିଛି।
-
19.ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
-
20.ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ସ୍ଥାନ ଅଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। କିନ୍ତୁ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ ୬ଜି ପ୍ରୋଟୋଟାଇପ ଡିଭାଇସ ଆଣିଛି।
|
308 |
Y |
|
934 |
15-05-2024 |
English |
- 1.Two NGOs urged the Supreme Court to consider listing their PIL seeking a court-monitored probe by a special investigation team into alleged instances of “apparent quid pro quo” involving political parties, corporate entities and officials of investigative agencies in the electoral bonds scheme (EBS).
- 2.Two government employees engaged in election duty died in separate road accidents after completing their duties in Malkangiri and Nuapada districts, respectively,
- 3.Prime Minister Narendra Modi filed his nomination here Tuesday, an event attended by several NDA leaders, including Union ministers and chief ministers, in a show of strength as he seeks a third term from the Varanasi Lok Sabha constituency.
- 4.Delhi Chief Minister Arvind Kejriwal's personal assistant Bibhav Kumar “misbehaved” with AAP Rajya Sabha MP Swati Maliwal at the CM's residence, party leader Sanjay Singh said Tuesday.
- 5.A civil society delegation submitted a petition signed by over 4,000 people to the Election Commission (EC) Tuesday, demanding greater transparency in the disclosure of voter turnout figures during the ongoing general elections.
- 6.The death toll in the hoarding collapse incident in Mumbai has risen to 14 while 75 others are injured, civic officials Tuesday said as rescue and search operations continued a day after the tragedy.
- 7.Four newborn tiger cubs were killed due to 'suffocation' under the weight of mother tigress in Ranchi's Bhagwan Birsa Biological Park, a zoo official said Tuesday.
- 8.The CBI has arrested former DHFL Director Dheeraj Wadhawan in connection with the alleged defrauding of a 17-member lender bank consortium to the tune of `34,000 crore, officials said Tuesday.
- 9.JD(S) MLA H D Revanna was released from the central prison here Tuesday, a day after a Special Court for Elected Representatives granted bail to him in a woman abduction case linked to sexual abuse charges against his son and MP Prajwal Revanna.
- 10.A 46-year-old income tax officer died while six people were rescued after a massive fire broke out at the Income Tax CR Building at ITO in central Delhi Tuesday afternoon, police said.
- 11.India have the potential to surpass the single-medal achievement from the Tokyo Olympics in the track and field events at the Paris Games, Athletics Federation of India (AFI) president Adille Sumariwalla said Tuesday.
- 12.The Supreme Court on Tuesday ruled that the complaint alleging "deficiency in service" against advocates would not be maintainable under the Consumer Protection Act (CP Act) as it noted that the legal profession is unique in nature.
- 13.A Delhi court on Tuesday extended the judicial custody of BRS leader K Kavitha, who has been arrested in a money laundering case related to alleged excise policy scam also involving Delhi chief minister Arvind Kejriwal, till May 20.
- 14.The CBI has arrested former DHFL Director Dheeraj Wadhawan in connection with the alleged defrauding of a 17-member lender bank consortium to the tune of ₹ 34,000 crore, officials said Tuesday.
- 15.Prime Minister Narendra Modi has total assets worth over ₹ 3 crore, but owns no land, houses or cars, he has said in his election affidavit.
|
335 |
Y |
|
935 |
14-05-2024 |
Odia |
-
1.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି।
-
2.ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ସ୍ଥାନରେ ସେ ଉପପ୍ରଧାନମନ୍ତ୍ରୀ ଆନ୍ଦ୍ରେଇ ବେଲୋସୋଭଙ୍କୁ ନିଯୁକ୍ତ କରିଛନ୍ତି।
-
3.ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ଦ୍ୱୀପରେ ଆଗ୍ନେୟଗିରିରୁ ପ୍ରବାହିତ ଶୀତଳ ଲାଭାର ବନ୍ୟା ଯୋଗୁଁ ୪୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।
-
4.ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୯୬ଟି ଆସନରେ ୬୩.୦୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।
-
5.ଚତୁର୍ଥ ପର୍ଯ୍ୟାୟ ମତଦାନ ସହିତ ଲୋକସଭାର ମୋଟ୍ ୫୪୩ ଆସନ ମଧ୍ୟରୁ ୩୮୧ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ପରବର୍ତ୍ତୀ ତିନିଟି ପର୍ଯ୍ୟାୟରେ ଆଉ ଅବଶିଷ୍ଟ ୧୬୨ଟି ଆସନରେ ଭୋଟ ଗ୍ରହଣ କରାଯିବ।
-
6.ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ (୭୨)ଙ୍କର ପରଲୋକ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିଲେ।
-
7.ଗୁଜୁରାଟର ଦାଣ୍ଡି ବେଳାଭୂମିରୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି | ବାସ୍ତବରେ ଗତକାଲି ପିକନିକ୍ କରୁଥିବା ସମୟରେ ଜଣେ ମହିଳା, ତାଙ୍କ ଦୁଇ ପୁଅ ଏବଂ ଭାଣେଜୀ ସମୁଦ୍ରରେ ଭାସିଯାଇଥିଲେ |
-
8.ମୁମ୍ବାଇରେ ପ୍ରବଳ ପବନ ଓ ବର୍ଷା ହୋଇଛି । ମହାନଗରୀର ଘାଟକୋପରରେ ଥିବା ୧୦୦ ଫୁଟ ଲମ୍ବର ହୋର୍ଡିଂ ବାତ୍ୟା ଯୋଗୁଁ ଉପୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି।
-
9.୯୦ ପ୍ରତିଶତ ଅଂଶଧନ ଥିବା ଏଲ ଆଣ୍ଡ ଟି କମ୍ପାନୀର ସଭାପତି ଆର ଶଙ୍କର ରମଣ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି। ୨୦୨୬ ପରେ ହାଇଦ୍ରାବାଦ ମେଟ୍ରୋ ପ୍ରକଳ୍ପ ବିକ୍ରୟ କରିବାକୁ ଏଲ ଆଣ୍ଡ ଟି ଯୋଜନା କରୁଛି |
-
10.ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ପକ୍ଷରୁ ମଧ୍ୟ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୩.୬୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
-
11.ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
-
12.ଆଇଟିଆଇଜିଏ ଆସିଆନ ଇଣ୍ଡିଆ ଟ୍ରେଡ ଇନ୍ ଗୁଡ୍ସ ଏଗ୍ରିମେଣ୍ଟ(ଏଆଇଟିଆଇଜିଏ )ର ସମୀକ୍ଷା ପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭ରୁ ୯ ମଧ୍ୟରେ ମାଲେସିଆର ପୁଟ୍ରାଜୟାଠାରେ ଅନୁଷ୍ଠିତ ହୋଇଯାଇଛି।
-
13.୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍ ଟନ୍ (ଏମଟି)ରେ ପହଞ୍ଚିଛି।
-
14.ବୋଲେରୋରୁ ୨.୬୫ ଲକ୍ଷ ଜବତ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି। ଶ୍ୟାମାଖୁଣ୍ଟା ବ୍ଲକ ରଙ୍ଗମାଟିଆ ଛକରେ ଯାଞ୍ଚବେଳେ ଜବତ ହୋଇଥିଲା।
-
15.ଗଞ୍ଜାମ ଜିଲାରେ ମତଦାନ ସମୟରେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।
|
317 |
Y |
|
936 |
14-05-2024 |
English |
-
1.The first phase of Lok Sabha and Assembly elections in Odisha Monday was peaceful barring some sporadic incidents of violence, with a voter turnout of over 64 per cent, officials said. The electoral fate of 280 candidates contesting in four Lok Sabha seats and 28 Assembly segments in the first phase was sealed in the EVM.
-
2. A voter turnout of over 64 per cent was recorded Monday in the fourth phase of the Lok Sabha elections covering 96 constituencies spread over 10 states and Union territories, with scattered incidents of violence reported in West Bengal and Andhra Pradesh.
-
3.A day before filing his nomination papers from the Varanasi Lok Sabha seat, Prime Minister Narendra Modi held a six-kilometre-long roadshow Monday evening and said the warmth and affection of people is “unbelievable”.
-
4.More than 9,600 children were wrongly incarcerated in adult prisons across India between January 1, 2016, and December 31, 2021, a new study has found.
-
5.India’s retail inflation rate eases slightly in April, partly due to lower fuel prices, although food prices remained elevated .
-
6.Governor Raghubar Das appointed Dr Manash Ranjan Sahoo as vice-chancellor (VC) of Odisha University of Health Sciences (OUHS) here, Monday.
-
7.Congress leader Rahul Gandhi and party president Mallikarjun Kharge will visit Odisha May 15 and May 16, respectively to address election rallies.
-
8.The Supreme Court Monday dismissed a plea seeking removal of Arvind Kejriwal as the Delhi chief minister after his arrest in a money laundering case, holding that the petitioner had no legal right to seek his ouster.
-
9.The Delhi government has informed the high court here that 143 toilets have been constructed in the national capital for exclusive use by transgender persons.
-
10. In a goodwill gesture, India has decided to extend vital budgetary support to the Maldives government with the rollover of a $50 million Treasury Bill for another year on the Maldivian government’s special request, it was announced Monday.
-
11.Finance Minister Nirmala Sitharman said Monday that India has fared relatively well compared with other countries as far as the government debt to GDP ratio is concerned and the country is the third least indebted nation among low- and middle-income countries (LMIC)
-
12.Varun Beverages Ltd, a franchise partner of PepsiCo, Monday reported a 25 per cent rise in consolidated profit after tax at `547.98 crore in the first quarter ended March 2024.
-
13.Online food delivery firm Zomato Ltd Monday reported a consolidated net profit of `175 crore in the March quarter on the back of higher revenue.
-
14.Star Indian javelin throwers Neeraj Chopra and Kishore Jena have been given direct entry into the Federation Cup finals here May 15, having already bettered the minimum qualification mark of 75m multiple times in their careers.
-
15.An academically-inclined child is a dream realised in most Indian households and that’s why Olympic-bound runner Jyothika Sri Dandi aspired to be a doctor before she realised that her father would be happier seeing her excel in sports.
|
314 |
Y |
|
937 |
13-05-2024 |
Odia |
-
1.ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି (ସୋମବାର) ସକାଳେ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।
-
2.ଭାରତୀୟ ଜେଲ୍ଗୁଡ଼ିକରେ ଆଇନର ବିରୁଦ୍ଧାଚରଣ କରି ପ୍ରାୟ ୯୬୦୦ ଶିଶୁ (୧୮ ବର୍ଷରୁ କମ୍)ଙ୍କୁ ରଖାଯାଇଥିଲା ବୋଲି ଲଣ୍ଡନ ସ୍ଥିତ ସଂସ୍ଥା ‘ଆଇପ୍ରୋବୋନୋ’ର ଏକ ରିପୋର୍ଟରୁ ଜଣାପଡିଛି ।
-
3.ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ସେହି ସମୟରେ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚରେ ଏହି ସୀମା ୯୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।
-
4. ରୁଷ୍-ୟୁକ୍ରେନ ଯୁଦ୍ଧ କାରଣରୁ ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ମସ୍କୋ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏହି କାରଣରୁ ସମଗ୍ର ବିଶ୍ୱ ରୁଷିଆଠାରୁ ଅଶୋଧିତ ତୈଳ ଓ ଗ୍ୟାସ କିଣିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା ।
-
5.ନ୍ୟୁୟର୍କର ଭାରତୀୟ କନସୁଲେଟ୍ ଜରୁରୀକାଳୀନ ଆବଶ୍ୟକତା ପାଇଁ ଛୁଟିଦିନରେ ମଧ୍ୟ ଖୋଲା ରହିବାକୁ ଘୋଷଣା କରିଛି। ୧୦ ମେ’ରୁ ଛୁଟିଦିନରେ ଏହା ଅପରାହ୍ନ ୩ ଟାରୁ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ।
-
6.ଉତ୍ତର ପ୍ରଦେଶର ଝାନ୍ସୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପାଇଁ ବରଯାତ୍ରୀ ଧରି ଯାଉଥିବା ବେଳେ ବରଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବରଙ୍କ ନାମ ଆକାଶ ଅହିରୱାର ଥିବା ବେଳେ ବୟସ ୨୫ ହୋଇଥିଲା।
-
7.ଲଦାଖ୍ର ଗଲୱାନ ଘାଟିରେ ୨୦୨୦ରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ପରେ ଦେଶରେ ଚୀନ୍ ବିରୋଧୀ ପରିବେଶ ସୃଷ୍ଟି ହୋଇଥିଲା।
-
8.ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ୧୦ ଦିନ ମଧ୍ୟରେ ୧୭ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।
-
9.ଲୋକଙ୍କ ପାଖରେ ସ୍ମାର୍ଟଫୋନ ଉପଲବ୍ଧ ହେବା କାରଣରୁ ଡିଜିଟାଲ ବା ୟୁପିଆଇ କାରବାର ସହଜ ହୋଇଯାଇଛି। ଅନ୍ଲାଇନ୍ରେ ବା ୟୁପିଆଇରେ ଅର୍ଥ ସ୍ଥାନାନ୍ତରଣ ଏବଂ ଜିନିଷ କିଣାକିଣି ଆଖି ପିଛୁଳାକେ ହୋଇପାରୁଛି।
-
10.ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ ରାହୁଲ।
-
11.ପାକିସ୍ତାନ ଟେଲିକମ ଅପରେଟରମାନେ ଶନିବାର ୫୦୦୦ କାର୍ଡ ମଧ୍ୟରୁ ୩୫୦୦ରୁ ଅଧିକ ଅଣ-ଫିଲର (ବ୍ୟକ୍ତିବିଶେଷ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି ନାହିଁ) ଙ୍କର ମୋବାଇଲ ଫୋନ ସିମ ଅବରୋଧ ବା ବ୍ଲକ କରିଛନ୍ତି।
-
12.ନେପାଳର ‘ଏଭରେଷ୍ଟ ମ୍ୟାନ୍’ ଭାବରେ ଜଣାଶୁଣା କାମି ରୀତା ଶେର୍ପା ରବିବାର ୨୯ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଉପରକୁ ଚଢ଼ି ନିଜର ରେକର୍ଡ ଭାଙ୍ଗିଛନ୍ତି।
-
13.୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର କୋଇଲା ଆମଦାନୀ ୭.୭% ବୃଦ୍ଧି ହୋଇ ୨୬୮.୨୪ ମେଟ୍ରେିକ୍ ଟନ୍ (ଏମଟି)ରେ ପହଞ୍ଚିଛି।
-
14.୧୦ ନିୟୁତ ଘରକୁ ସୌର ପ୍ୟାନେଲ ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସରକାର ସୌର ପ୍ୟାନେଲ ସ୍ଥାପନ ଏବଂ ପରିଚାଳନାରେ ପାରଦର୍ଶୀ ଥିବା ୧୦୦,୦୦୦-ଶକ୍ତିଶାଳୀ କର୍ମଜୀବୀ ପ୍ରସ୍ତୁତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି।
-
15.ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବତନ ପ୍ରଶାସକ ତଥା ଏବେକାର ପଲିଟିସିଆନ୍ ହ୍ୟାଣ୍ଡଲର ଯେଉଁଭଳି ଏବେ କଣ୍ଢେଇ ଭାବେ ନଚୋଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ।
-
16.ଶେଷ ହେବାକୁ ଯାଉଛି ଜେମ୍ସ ଆଣ୍ଡରସନ ଯୁଗ। ଇଂଲଣ୍ଡର କିମ୍ବଦନ୍ତୀ ତଥା ଭେଟରାନ ସ୍ପିଡଷ୍ଟର ଜେମ୍ସ ଆଣ୍ଡରସନ ଟେଷ୍ଟ କ୍ରିକେଟରୁ ନେବେ ଅବସର। ଆଜି ସେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।
-
17.ହରିଆଣାରେ ଜାରି ରହିଛି ରାଜନୈତିକ ସଙ୍କଟ। ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ୩୦ ଜଣ କଂଗ୍ରେସ ବିଧାୟକଙ୍କ ଦସ୍ତଖତ ମାଗିଛନ୍ତି, ତେଣୁ ଫ୍ଲୋର ଟେଷ୍ଟ ଶୀଘ୍ର ହୋଇପାରେ ବୋଲି ଖଟ୍ଟର ଦାବି କରିଛନ୍ତି।
-
18.ଜୁନ ୧ ଯାଏ ଅନ୍ତରୀଣ ଜାମିନ ପାଇଥିବା କେଜ୍ରିୱାଲ ଆଜି କହିଛନ୍ତି, “୨୦ ଦିନ ପରେ ମୋତେ ଜେଲ ଫେରିବାକୁ ପଡ଼ିବ। ଯଦି ଆପଣମାନେ ଝାଡ଼ୁ (ଆପର ନିର୍ବାଚନୀ ଚିହ୍ନ)କୁ ବାଛିବେ, ତା’ହେଲେ ମୋତେ ଆଉ ଜେଲ ଯିବାକୁ ପଡ଼ିବ ନାହିଁ।”
-
19.'ଇସ୍ରାଏଲ୍ର ଅସ୍ତିତ୍ୱ ପ୍ରତି ଯଦି କୌଣସି ବିପଦ ଆସେ ତେବେ ଏହାକୁ ସହ୍ୟ କରାଯିବ ନାହିଁ। ଆମେ କାହାକୁ ଛାଡିବୁ ନାହିଁ। ପରମାଣୁ ବୋମା ପକାଇ ଉଡାଇ ଦେବୁ।' ହମାସ ସହ ଯୁଦ୍ଧ ଭିତରେ ଇସ୍ରାଏଲକୁ ଏଭଳି କିଛି ଧମକ ଦେଇଛି ଇରା
-
20.ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୫ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଏହି ବିଜୟ ସହ ଚେନ୍ନାଇ ପ୍ଲେଅଫର ନିକଟତର ହୋଇଛି
|
302 |
Y |
|
938 |
13-05-2024 |
English |
-
1.Nepal’s legendary mountaineer Kami Rita Sherpa made history Sunday by breaking his record for the highest number of ascents of Mt Everest as he scaled the world’s highest peak for the 29th time. The 54-year-old veteran climber reached the 8,849-metre peak at 7.25am local time Sunday.
-
2.The representation of women in the ongoing Lok Sabha polls continues to remain dismally low, as only about 12 per cent of the candidates in the fifth phase are female, according to an analysis by poll rights body ADR.
-
3.According to Indian Meteorological Department (IMD) centre here, rainfall activities are very likely to occur over several districts in the state till May 19. IMD also issued yellow warning for next five day.
-
4.Manipur Chief Minister N Biren Singh Sunday said 2,480 illegal immigrants were detected in the northeastern state in 2023 but the campaign was cut short after violence broke out May 3 last year.
-
5.Polling for four Lok Sabha constituencies and 28 assembly seats in Odisha began Monday, amid stringent security measures, officials said. Voting started at 7 am in Berhampur, Koraput, Nabarangpur, and Kalahandi parliamentary constituencies along with 28 assembly segments within the jurisdiction of these Lok Sabha seats. Polling will continue.
-
6. Polling is underway in all 17 Lok Sabha constituencies in Telangana Monday, officials said.
-
7.Chennai Super Kings Sunday clinched a five-wicket win over Rajasthan Royals in a low-scoring thriller to brighten their IPL playoffs qualification chances in Chennai Sunday.
-
8.Eight hospitals and the IGI Airport in Delhi received bomb threats through emails Sunday,
-
9.The Trinamool Congress Sunday lodged a complaint with the EC against National Commission for Women Chairperson Rekha Sharma, accusing her of being "one of the major conspirators" of incidents in Sandeshkhali .
-
10.The Enforcement Directorate has summoned Jharkhand Rural Development Minister and Congress leader Alamgir Alam for questioning in a money laundering case May 14, official sources said Sunday.
-
11.In a purported video that surfaced from Sandeshkhali, a local BJP leader was heard saying that over 70 women had received Rs 2,000 each for taking part in protests against local TMC satrap Shahjahan Sheikh .
-
12.Special security arrangements have been made in polling booths located in left wing extremist (LWE) affected areas of Odisha going to polls May 13, Director General of Police (DGP) Arun Sarangi said Sunday.
-
13.Former Chief Election Commissioner OP Rawat Sunday described 'NOTA' as having a ‘symbolic’ impact and said if it gets more than 50 per cent votes in a seat, only then a thought could be given to make it legally effective on poll results.
-
14.India informed the United Nations Forum on Forests (UNFF) that it has made significant advancements in forest conservation and management, leading to a consistent increase in forest cover over the past 15 years.
-
15.A whopping 89 per cent of Indian mothers are concerned about the screen time of their children, according to a report Sunday.
-
16.Large public sector companies have spent a little over `50,200 crore towards capital expenditure in April FY25 alone, which is 6.46 per cent of their full fiscal target of `7.77 lakh crore, an official said.
-
17.Gold Exchange Traded Fund (ETF) witness a net outflow of ` 396 crore last month, making it the first withdrawal after March 2023, owing to profit booking.
-
18.Subbamma Jasti has become India’s oldest women billionaire, as per the real-time billionaires’ list by Forbes. Jasti marked her debut on the Forbes list last month when her net worth touched $1.1 billion.
-
19.Chennai Super Kings stayed in contention for a place in the IPL play-offs with a five-wicket win over Rajasthan Royals after pacer Simarjeet Singh exemplified the home team’s discipline with the ball with career-best figures of 3/26 here Sunday.
-
20. Indian track athlete K M Deeksha set a new national record in the women’s 1,500m while Avinash Sable finished second in men’s 5,000m event at the Sound Running Track Fest in Los Angeles.
|
290 |
Y |
|
939 |
12-05-2024 |
Odia |
-
1.ମିଳିତ ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଡ୍ ଏର୍ଡାନ୍ ପାଲେଷ୍ଟାଇନକୁ ଅତିରିକ୍ତ ଅଧିକାର ଦେବା ପାଇଁ ହୋଇଥିବା ମତଦାନକୁ ବିରୋଧ କରି ସାଧାରଣ ସଭାରେ ମିଳିତ ଜାତିସଂଘ ଚାର୍ଟର(ସନନ୍ଦ) କପି ଚିରିଦେଇଛନ୍ତି।
-
2.ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀଙ୍କ ଉପରେ ପାକିସ୍ତାନ ସେନା ଦୁଇଟି ଏୟାର ଷ୍ଟ୍ରାଇକ୍ କରିଛି। ଗୋଟିଏ ଏୟାରଷ୍ଟ୍ରାଇକ୍ ଆଫଗାନିସ୍ତାନ ଭିତରେ କରାଯାଇଥିବାବେଳେ ୨ୟଟି ଆଫଗାନିସ୍ତାନକୁ ଲାଗିଥିବା ପାକିସ୍ତାନ ସୀମାନ୍ତ ଅଂଚଳରେ କରାଯାଇଛି ।
-
3.ଜଣେ ଆଦିବାସୀ ମହିଳା ମେଘାଳୟର ପ୍ରଥମ ପୁଲିସ ମହାନିର୍ଦେଶକ (ଡିଜିପି)ହେବାକୁ ଯାଉଛନ୍ତି। ୧୯୯୨ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ଈଦାଶିଶା ନୋଙ୍ଗ୍ରାଙ୍ଗଙ୍କୁ ଶନିବାର ସରକାର ଏହି ପଦରେ ନିଯୁକ୍ତି ଦେଇଛନ୍ତି।
-
4.ପ୍ରଜ୍ବଳ ରେବନ୍ନା ସେକ୍ସ ଭିଡିଓ ମାମଲାରେ ବିଜେପି ନେତା ଦେବରାଜେ ଗୌଡ଼ା ଶୁକ୍ରବାର ରାତିରେ ଗିରଫ ହୋଇଛନ୍ତି। ପୁଲିସ ଅନୁଯାୟୀ ଦେବରାଜେ ଗୌଡ଼ା ଜଣେ ଓକିଲ ଯିଏ କି ଭିଡିଓ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।
-
5.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଚାହିଁଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ରାସ୍ତାରେ ଭେଟିବେ, କିନ୍ତୁ ରାଜଭବନ ଯିବେ ନାହିଁ,।
-
6.ନିଜେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚାଞ୍ଚଲ୍ୟକର ବୟାନର ଜବାବ ଦେଇ କହିଛନ୍ତି ଯେ ବିଜେପିର ସମ୍ବିଧାନରେ କୁହାଯାଇନାହିଁ ଯେ ୭୫ ବର୍ଷ ବୟସ ପରେ କୌଣସି ଦଳର ନେତା ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।
-
7.ବିବାଦରେ ଫଶିଗଲେ ବେବୋ। ଗର୍ଭଧାରଣ ଯାତ୍ରାକୁ ନେଇ ପ୍ରକାଶ କରିଥିବା ଏକ ପୁସ୍ତକର ଶୀର୍ଷକରେ ‘‘ବାଇବେଲ୍’’ ଶବ୍ଦ ଲେଖି ବିବାଦରେ ଫଶିଗଲେ ଅଭିନେତ୍ରୀ କରୀନା କପୁର। ଏଥିପାଇଁ ତାଙ୍କୁ ମଧ୍ୟପ୍ରଦେଶର ହାଇକୋର୍ଟରୁ ନୋଟିସ୍ ମିଳିଛି।
-
8.ବରଗଡ଼ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସରକାର ବଦଳାଇବାକୁ ନିବେଦନ କରିଛନ୍ତି ।
-
9.ମାୟାବତୀ ଏକ ସାଧାରଣ ସଭାରେ ଏକତ୍ରିତ ହୋଇଥିବା ପ୍ରବଳ ଜନସମାଗମରୁ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ବିଜେପି ଉପରେ ତୀବ୍ର ମୌଖିକ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ଯଦି ଇଭିଏମ ଜାଲିଆତି ନ ହୁଏ ତେବେ ଏଥର ସରକାର ବଦଳିବ ।
-
10ଋତୁସ୍ରାବ ସମୟରେ ସବୈତନିକ ଛୁଟି ପାଇଁ ଜାତିସଂଘରେ ଓଡ଼ିଆ ଝିଅ ସ୍ବର ଉଠାଇଛନ୍ତି। କେନିଆର ନାଇରୋବିରେ ମିଳିତ ଜାତିସଂଘର ନାଗରିକ ସମାଜ (ସିଭିଲ ସୋସାଇଟି) ସମ୍ମିଳନୀରେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ ‘ପେଡ୍ ପିରିଅଡ୍ ଲିଭ୍’ ନେଇ ଉଠାଇଥିବା ପ୍ରସଙ୍ଗ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି।
-
11.ଇଣ୍ଡେକ୍ସ ଅଫ୍ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ (ଆଇଆଇପି)ର ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନର ଅଭିବୃଦ୍ଧି ହାର ୪.୯ ପ୍ରତିଶତ ହୋଇଛି।
-
12.କାଳ ବୈଶାଖୀ ଓ ବଜ୍ରପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଆହତ ହୋଇଛନ୍ତି। ବାଲେଶ୍ବର ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।
-
13.ଶ୍ରୀ ଅଲେଖ ରନ୍ଧାରୀ ନବରଙ୍ଗପୁର ଜିଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଥିଲ। ତାଙ୍କ ପରିବାରବର୍ଗଙ୍କୁ ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଘୋଷଣା କରିଛନ୍ତି।
-
14.ନିଶା ଦହିଆ ପଞ୍ଚମ କୁସ୍ତିଯୋଦ୍ଧା ଭାବେ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଇସ୍ତାନବୁଲରେ ଅନୁଷ୍ଠିତ ବିଶ୍ୱ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ନିଶା ୬୮ କେଜି ଓଜନ ବର୍ଗର ସେମିଫାଇନାଲରେ ରୋମାନିଆର ଆଲୋକଜାଣ୍ଡ୍ରା ଆଞ୍ଜେଲଙ୍କୁ ପରାସ୍ତ କରିଥିଲେ।
-
15.ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଦଳବଦଳ ପ୍ରକ୍ରିୟା ନିର୍ବାଚନ ସମୟରେ ମଧ୍ୟ ଜାରି ରହିଛି। ନିକଟରେ କଂଗ୍ରେସକୁ ଚକିତ କରି ଜଣେ ପ୍ରାର୍ଥୀ ଇନ୍ଦୋର ଲୋକସଭା ଆସନରୁ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ।
|
326 |
Y |
|
940 |
12-05-2024 |
English |
-
1.The Shri Badrinath Dham in Uttarakhand opened its doors for devotees at 6 am on Sunday morning amid chimes of melodious tunes by the Army Band with complete rituals, vedic chants and slogans of 'Badri Vishal Lal Ki Jai'.
-
2.As the National Aeronautics and Space Administration (NASA) readies to return astronauts to the moon and convert the space rock into an orbital outpost, plans are apparently being mulled to build a train on its surface.
-
3.Nandini Satpathy was way ahead of her times in not just introducing pro-people policies, but she was even a sophisticated cultural icon of her era, renowned journalist Pallavi Rebbapragada said at the launch of her biography on Odisha’s only chief minister here Saturday.
-
4.Armed with two voter cards issued by two states, over 5,500 electors of the disputed Kotia region are eligible to exercise their franchise in both Andhra Pradesh and Odisha elections in the fourth phase May 13.
-
5.BJP leader Maneka Gandhi Saturday indicated that her son Varun Gandhi’s writings that were sometimes critical of the government may have cost him the party’s Lok Sabha ticket from Pilibhit but asserted that he would do very well even without it.
-
6.Prime Minister Narendra Modi Saturday lashed out at Congress over remarks on the “purification” of the Ram Mandir by the senior Congress leader Nana Patole.
-
7.The Tamil Nadu government’s health department has increased surveillance in several villages of Coimbatore District against the spread of the dreaded West Nile Virus and deployed 12 Mobile Medical Teams (MMT) to screen people in 12 blocks.
-
8.The Delhi High Court has granted bail to Abdul Subhan Qureshi, the alleged co-founder of banned terror organisation Indian Mujahideen (IM), in a terror case.
-
9.The Supreme Court has granted bail to former Mumbai Police officer Pradeep Sharma, awarded life sentence in the 2006 fake encounter killing case of gangster Ramnarayan Gupta alias Lakkhan Bhaiya.
-
10.Russian forces have captured five villages as part of a renewed ground assault in Ukraine’s northeast, the country’s Defence Ministry said Saturday.
-
11. India is projecting its biggest power shortfall in 14 years in June after a slump in hydropower generation, its government told Reuters, and is racing to avoid outages by deferring planned plant maintenance and re-opening idled units.
-
12. Olympic champion Neeraj Chopra’s presence will turn the National Federation Cup, starting Sunday, into a high-profile domestic competition though several top athletes have decided to skip the four-day Senior Championships.
-
13.Delhi Chief Minister Arvind Kejriwal on Saturday addressed his first press conference and held roadshows for the Lok Sabha election campaign, a day after the Supreme Court granted him interim bail for 21 days.
-
14.Suspended Congress leader Nilesh Kumbhani, whose nomination form was rejected over discrepancies leading to BJP winning the Surat Lok Sabha seat, resurfaced on Saturday after 20 days and alleged it was Congress that had betrayed him first in 2017.
-
15.Maldives Minister of Foreign Affairs Moosa Zameer on Saturday said 76 Indian military personnel were replaced by civilian employees of the Hindustan Aeronautics Limited
|
309 |
Y |
|