-
ଚୀନ୍ ଏହାର ପାଗଳାମି ପୁଣି ଦେଖାଇଛି। ସୋମବାର ଦିନ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି। ଏଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇଛି।
-
ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ଯୋଗୁଁ ମଙ୍ଗଳବାର ରାତିରେ ଏଷ୍ଟୋନିଆ ନିକଟରେ ଥିବା ରୁଷ୍ର ପସ୍କୋଭ୍ ବିମାନ ବନ୍ଦରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍ ମିଖାଇଲ୍ ବେଦେର୍ଣ୍ଣିକୋଭ୍ କହିଛନ୍ତି।
-
ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡି । ସବସିଡିକୁ କ୍ୟାବିନେଟର ମଞ୍ଜୁରୀ । ଉଜ୍ୱଳା ହିତାଧିକାରୀ ହେବେ ଉପକୃତ ।(୩୦.୦୮.୨୦୨୩)ଠାରୁ ଦେଶର ସମସ୍ତ ବଜାରରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇବ ।
-
କିଛି ସପ୍ତାହ ପୂର୍ବେ କେଜି ପିଛା ୨୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଦାମ୍ ଏବେ ୧୪ ଟଙ୍କା ଭଳି ନିମ୍ନ ସ୍ତରକୁ ଖସିଆସିଛି। ବିଭିନ୍ନ ସ୍ଥାନରେ ଟମାଟୋ ଦାମ୍ ଏବେ ୧୪-୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଭୁବନେଶ୍ବରରେ ଟମାଟୋ କେଜି ୩୦-୪୦ ଟଙ୍କା ରହିଛି।
-
୩୭୦ ଧାରା ଉଚ୍ଛେଦ ମାମଲାର ଶୁଣାଣି ଚାଲିଥିବା ବେଳେ ମଙ୍ଗଳବାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ତାହା ହେଲା କେବେ ସୁଦ୍ଧା ଜମ୍ମୁ-କାଶ୍ମୀର ତା’ର ରାଜ୍ୟ ପାହ୍ୟା ଫେରି ପାଇବ। କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ,ଖୁବ୍ଶୀଘ୍ର ଏହା ରାଜ୍ୟ ମାନ୍ୟତା ଫେରିପାଇବ। ଉଚ୍ଚସ୍ତରୀୟ ବୈଠକ ପରେ ଏହାର ସମୟସୀମା ସମ୍ପର୍କରେ ଅଗଷ୍ଟ ୩୧ ସୁଦ୍ଧା ସେ କୋର୍ଟଙ୍କୁ ଅବଗତ କରାଇବେ।
-
ସଫଳ ଚନ୍ଦ୍ର ଅଭିଯାନ ପରେ ଭାରତ ପ୍ରଥମ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୧’ ପାଇଁ ପ୍ରସ୍ତୁତ ଅଛି। ଇସ୍ରୋ ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍୧ ଲଞ୍ଚ କରିବାକୁ ଯାଉଛି।
-
ପ୍ରଦୂଷଣ ସାରା ବିଶ୍ବକୁ କଲବଲ କରୁଛି। ଦିଲ୍ଲୀ ହେଉଛି ବିଶ୍ବର ସର୍ବାଧିକ ପ୍ରଦୂଷିତ ସହର। ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯଦି ବର୍ତ୍ତମାନର ପ୍ରଦୂଷଣ ସ୍ତର ଆଗକୁ ବି ଜାରି ରହିବ ତେବେ ଦିଲ୍ଲୀ ବାସିନ୍ଦାଙ୍କର ଆୟୁ ୧୧.୯ ବର୍ଷ କମିଯିବ।
-
ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ଆଣିଛନ୍ତି ଏକ ସ୍ପର୍ଶକାତର ଅଭିଯୋଗ। ସେ ଦଳିତ ହୋଇଥିବାରୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଦ୍ୱାରା ନିର୍ଯାତନା ଓ ଧମକର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।
-
ଚନ୍ଦ୍ରରେ ଅଛି ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଅକ୍ସିଜେନ୍ । ଟୁଇଟ୍ କରି ସୂଚନା ଦେଲା ଇସ୍ରୋ ।
-
ଜି-୨୦ ବୈଠକ ପୂର୍ବରୁ ପୁଣି ତେଜିଲା ସୀମା ବିବାଦ । ନୂଆ ମାନଚିତ୍ର ଜାରି କରି ଅରୁଣାଚଳ ପ୍ରଦେଶକୁ ନିଜର ଦର୍ଶାଇଲା ଚୀନ ।
-
ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରି ପରୀକ୍ଷା, ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି ।
-
‘କେବେ ସୁଦ୍ଧା ରାଜ୍ୟପାହ୍ୟା ଫେରି ପାଇବ ଜମ୍ମୁ-କାଶ୍ମୀର?’: କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ ।
-
କିକ୍ ବକ୍ସିଂରେ ସ୍ୱର୍ଣ୍ଣପଦକ ପାଇଲେ ଜ୍ୟୋତ୍ସ୍ନାରାଣୀ, ଜାତୀୟ ସ୍ତରକୁ ଉନ୍ନୀତ ।
-
ମାସ ପରେ ପୁନଃ ଆରମ୍ଭ ହେଲା ସୂର୍ଯ୍ୟମନ୍ଦିରରେ ବାଲି କଢା କାର୍ଯ୍ୟ, ଗର୍ଭଗୃହରୁ ଖୁବ ଶୀଘ୍ର ବାହାରିବ ବାଲି ,୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ର ଗର୍ଭଗୃହର ପ୍ରବେଶ ପଥ ।
-
ଟେକ୍ନିକାଲ ଟେକ୍ସଟାଇଲରେ ଷ୍ଟାର୍ଟଅପଙ୍କୁ ୫୦ ଲକ୍ଷର ଅନୁଦାନ ଦେବେ ସରକାର, ନବସୃଜନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ।
-
ମୁକୁଳିଲେ ପ୍ରଫୁଲ ସାମନ୍ତରା; ହାତମୁହଁ ବାନ୍ଧି ହୋଟେଲରୁ ଉଠାଇ ନେଇଥିଲେ ।
-
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଦିନ ପୁଣିଥରେ ତାଙ୍କ ପୁରୁଣା ଦାବି ଦୋହରାଇଛନ୍ତି। ନୀତୀଶ କହିଛନ୍ତି, ଯେକୌଣସି ସମୟରେ ୨୦୨୪ ଲୋକସଭା ନିର୍ବାଚନ ହୋଇପାରେ। ତେବେ ଦ୍ବିତୀୟ ଥର ପାଇଁ ନୀତୀଶ ଏହା କହିଛନ୍ତି।
-
ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାପାର୍ଶ୍ବରେ ମୋମୋ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏହି ବ୍ୟକ୍ତି ଜଣକ ଇଂରାଜୀ କହିକହି ଗ୍ରାହକଙ୍କୁ ମୋମୋ ବିକ୍ରି କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।
-
ଦେଶର ପରିବର୍ତ୍ତନଶୀଳ ମୂଲ୍ୟକୁ ପ୍ରତିହତ କରିବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ଅଣ୍ଡା ଯୋଗାଇବା ନେଇ ଭାରତରୁ ୯.୨୧କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା।
-
ଆଜିଠାରୁ ଏସିଆ କପ ୨୦୨୩ ଆରମ୍ଭ ହେଉଛି। ଓପନିଂ ମ୍ୟାଚ ନେପାଳ ଏବଂ ପାକିସ୍ତାନ ମଧ୍ୟରେ ମୁଲତାନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।