- 
	
ସିଙ୍ଗାପୁର ପାସ୍ପୋର୍ଟ ବିଶ୍ଵର ସବୁଠୁ ଶକ୍ତିଶାଳୀ ପାସ୍ପୋର୍ଟ ତାଲିକା ଶୀର୍ଷରେ ରହିଛି । ସେହି ପାସ୍ପୋର୍ଟ ଜରିଆରେ ବିନା ଭିସାରେ ୧୯୨ଟି ସ୍ଥାନକୁ ଯାତ୍ରା କରିହେବ।
	 
	- 
	
ଇୟରଫୋନ୍, ହେଡଫୋନ୍, ସ୍ପିକର, ଟ୍ରାଭେଲ୍ ଚାର୍ଜର୍, ସ୍ମାର୍ଟ ୱାଚ୍ ନିର୍ମାଣ କରୁଥିବା ‘ବୋଟ’ କମ୍ପାନୀ ଏବେ ଭାରତରେ ବେଶ ଲୋକପ୍ରିୟ ହୋଇଥିବାବେଳେ ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି କମ୍ପାନୀର ବଜାର ମୂଲ୍ୟ ଆଜି ୯୮୦୦ କୋଟିରେ ପହଞ୍ଚିଛି।
	 
	- 
	
ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍ଆର୍ଏମ୍ପି)ର ଲକ୍ଷ୍ୟଗୁଡିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି ।
	 
	- 
	
ସୋମବାର ରାତିରେ କ୍ରିମିଆ ଉପରେ ଛଡ଼ାଯାଇଥିବା ୟୁକ୍ରେନର ୨୮ଟି ଡ୍ରୋନ୍କୁ ରୁଷ୍ ଗୁଳି କରି ଖସାଇଦେଇଥିବା ମସ୍କୋର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି।
	 
	- 
	
ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାମାନଙ୍କର ଔପଚାରିକ ବୈଠକରେ ୨୬ ବିରୋଧୀ ଦଳ ନେତା ଯୋଗଦେବା ପରେ ଦ୍ୱିତୀୟ ଦିନରେ ବିରୋଧୀ ନେତାମାନଙ୍କର ରୁଦ୍ଧଦ୍ଵାରର ବୈଠକ ହୋଇଛି।
	 
	- 
	
ବେଙ୍ଗାଲୁରୁରେ ବିରୋଧୀ ମେଣ୍ଟର ବୈଠକ ଶେଷ ହେବାପରେ ଦିଲ୍ଲୀରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟ ଶକ୍ତି ପ୍ରଦର୍ଶନ କରିଛି। ଆଜି ସନ୍ଧ୍ୟାରେ ୩୮ଟି ଦଳ ଏନ୍ଡିଏ ବୈଠକରେ ଯୋଗଦେଇଛନ୍ତି।
	 
	- 
	
ବରିଷ୍ଠ କଂଗ୍ରେସ ନେତା ତଥା ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ଥିବା ଓମେନ ଚାଣ୍ଡିଙ୍କର ୭୯ ବର୍ଷରେ  ମଙ୍ଗଳବାର ସକାଳେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି।
	 
	- 
	
ଦେଶର ଅଗ୍ରଣୀ ଆଇଟି କଂପାନି ଇନ୍ଫୋସିସ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ୨୦୦ କୋଟି ଡଲାର ବ୍ୟୟ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଏକ ଗୁରୁତ୍ବପୂର୍ଣ୍ଣ କ୍ଲାଏଣ୍ଟ୍ ପାଇଁ କଂପାନି ଏଆଇ ଓ ଅଟୋମେସନ୍ ବ୍ୟବସ୍ଥା କରିବ।
	 
	- 
	
ଇନ୍ଫୋସିସ୍ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣ ମୂର୍ତ୍ତି ଓ ପତ୍ନୀ ସୁଧା ମୂତ୍ତି ତିରୁପତି ମନ୍ଦିରକୁ ସୁନା ଶଙ୍ଖ ଓ କଇଁଛ ଦାନ କରିଛନ୍ତି। ସେମାନେ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)ର କାର୍ଯ୍ୟନିର୍ବାହୀ ଅଧିକାରୀ ଏ ଭି ଧର୍ମା ରେଡ୍ଡି ସୁନା ହସ୍ତାନ୍ତର କରିଛନ୍ତି।
	 
	- 
	
ବମ୍ବେ ଷ୍ଟକ ବଜାର ସେନ୍ସେକ୍ସ ଗତ କିଛିଦିନ ହେଲାଣି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ନିୟମିତ ବ୍ୟବଧାନରେ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି। ଆଜି ଏହା ୬୭ ହଜାର ପଏଣ୍ଟ୍ରୁ ଉପର ସ୍ତରକୁ ଚାଲିଯାଇଥିଲା। କାରବାର ଶେଷ ବେଳକୁ କିନ୍ତୁ ସେଥିର ସୁଧାର ଘଟି ସେନ୍ସେକ୍ସ ୨୦୫ ପଏଣ୍ଟ୍ ବୃଦ୍ଧି ସହ ୬୬,୭୯୫ ପଏଣ୍ଟ୍ରେ ବନ୍ଦ ହୋଇଛି।
	 
	- 
	
ଗୁଜରାଟର ସୁରଟରେ ୩୫ ଏକର ଜମିରେ ନିର୍ମାଣ କରାଯାଇଥିବା ’ସୁରଟ ହୀରା ବଜାର’ ହେବ ବିଶ୍ବର ସର୍ବବୃହତ କାର୍ଯ୍ୟାଳୟ। ଗତ ୮୦ ବର୍ଷ ଧରି ଏହି ମାନ୍ୟତା ଆମେରିକାର ପ୍ରତିରକ୍ଷା କାର୍ଯ୍ୟାଳୟ ପେଣ୍ଟାଗନ ନାମରେ ରହିଛି।
	 
	- 
	
ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖରୁ ମୋବାଇଲ ଟାୱାରର ମଣିଷ ଏବଂ ପଶୁମାନଙ୍କ ଉପରେ ହେଉଥିବା କ୍ଷତିକାରକ ପ୍ରଭାବ ସମ୍ପର୍କରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଶୁଣାଣି କରିବାକୁ ରାଜି ହୋଇଛନ୍ତି।
	 
	- 
	
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଭାରତରେ ନିଷିଦ୍ଧ ଇ-ସିଗାରେଟ ବିକ୍ରୟ କରୁଥିବା ୧୫ ଟି ୱେବସାଇଟକୁ ନୋଟିସ ପଠାଇ ବିଜ୍ଞାପନ ତଥା ଉତ୍ପାଦ ବିକ୍ରୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାଡାରରେ ଆଉ ୬ ଟି ୱେବସାଇଟ ମଧ୍ୟ ଅଛି ।
	 
	- 
	
ରାଜ୍ୟରେ ଆରମ୍ଭ ହେବ ସ୍ଵତନ୍ତ୍ର ଡ୍ରାଇଭ । ୧୬ ବର୍ଷରୁ କମ ଗାଡ଼ି ଚାଳକଙ୍କ ଉପରେ ରହିବ ସ୍ଵତନ୍ତ୍ର ନଜର। ସମସ୍ତ ଘରୋଇ ସ୍କୁଲରେ ବ୍ୟବହୃତ ଗାଡ଼ି ଗୁଡ଼ିକୁ କରାଯିବ କଡାକଡି ଯାଞ୍ଚ ।
	 
	- 
	
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ନବ ନିର୍ମିତ ସେଣ୍ଟରକୁ ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ।
	 
	- 
	
ଶିମିଳିପାଳ ଜୈବମଣ୍ଡଳର ସ୍ପର୍ଶକାତର ଅଞ୍ଚଳ (ଇକୋ ସେନସିଟିଭ ଜୋନ)ରେ ଲଗାତାର ବେଆଇନ ପଥର ବ୍ଲାଷ୍ଟିଂ ଅଭିଯୋଗ ହେଉଥିଲେ ହେଁ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲାଷ୍ଟିଂ ଅଞ୍ଚଳରେ ୧୪୪ଧାରା ଲାଗୁ ସହିତ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଅତ୍ୟାଧୁନିକ ମେସିନ ଜବତ ହୋଇଛି।
	 
	- 
	
କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
	 
	- 
	
ଭଦ୍ରକରୁ ବାଲେଶ୍ୱର ଯାଉଥିବା ମେମୁ ଟ୍ରେନ୍ ନୀଳଗିରି ରୋଡରେ ଲୁପ ଲାଇନରେ ପଶିଯାଇଥିଲା । ତେବେ ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡିଛି ।
	 
	- 
	
୧୯ ତାରିଖରୁ ୨୨ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ଏହି ବର୍ଷା ପରେ ରାଜ୍ୟରେ ଆଗେଇ ଥିବା ଚାଷ କାର୍ଯ୍ୟ ଆହୁରି ଆଗକୁ ବଢିବା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଥିବା ନିଅଣ୍ଟିଆ ବର୍ଷାର ପରିମାଣ ଭରଣା ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି।
	 
	- 
	
ମଙ୍ଗଳବାର ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ପ୍ରାୟ ୪୫ ଦିନ ମଧ୍ୟରେ ସାହାରା ଗୋଷ୍ଠୀର ୪ଟି ସହକାରୀ ସମିତିରେ ଜମା ହୋଇଥିବା କୋଟି କୋଟି ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରସ୍ତ କରିବା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି।