# |
Date |
Type |
Current Affairs |
No. Of Views |
Status |
Action |
2741 |
15-10-2021 |
Odia |
- ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ପୋଲ ଖୋଲିଯାଇଛି। ୧୧୬ ଭୋକିଲା ଦେଶଙ୍କ ସୂଚୀର ୧୦୧ନମ୍ବର ସ୍ଥାନ ଦଖଲ କରିଛି ଭାରତ। ପଛକୁ ପାପୁଆ ନ୍ୟୁଗିନି, ଆଫଗାନିସ୍ତାନ ଓ ନାଇଜେରିଆ ଅଛନ୍ତି। ଏଥିରୁ ପୋଡଶୀ ନେପାଳ ଓ ପାକିସ୍ତାନ ଏବେ ଭାରତ ଅପେକ୍ଷା ବେଶ ଉତ୍ତମ ପରିସ୍ଥିତିରେ ଥିବା ଜଣାପଡିଛି।
- ଆନ୍ଧ୍ର-ଓଡିଶା-ଝାଡଖଣ୍ଡ-ତେଲେଙ୍ଗାନା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓ ନେତା ତଥା ମାଓ ସଂଗଠନର କେନ୍ଦ୍ରୀୟ କମିଟି ମୁଖ୍ୟ ରାମକ୍ରିଷ୍ଣା ଓରଫ ଅକ୍କିରାଜୁ ହରିଗୋପାଳଙ୍କ ଅସୁସ୍ଥତା ଯୋଗୁ ମୄତ୍ୟୁ ଘଟିଛି
- କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ଢେଙ୍କାନାଳ ବିଧାୟକ ନବୀନ ନନ୍ଦ । ୨୦୧୯ ମସିହାରେ କଂଗ୍ରେସରେ ଯୋଗଦାନ କରିଥିବା ଏହି ବରିଷ୍ଠ ନେତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।
- ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ। ତେବେ ଏଯାଏଁ ଅନଲାଇନରେ କ୍ଲାସ ଚାଲୁ ରହିଛି । ଅଭିଭାବକମାନେ ଦେଖିବା କଥା ଯେ ମୋବାଇଲ ଫୋନ ବ୍ୟବହାର କେବଳ ପାଠପଢା ପାଇଁ ପିଲାମାନେ କରିବେ।
- କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ୭ଟି ବ୍ଲକ୍ ପାଇଁ ୬୫୮ କୋଟି ଟଙ୍କାରେ ମେଗା ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ଏହି ମେଗା ପାନୀୟଜଳ ପ୍ରକଳ୍ପ ଦ୍ବାରା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡ଼ା, ଚକାପାଦ, ଜି.ଉଦୟଗିରି ଓ କ.ନୁଆଗାଁରେ ପାନୀୟ ଜଳ ପ୍ରକଳ୍ପକୁ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ।
- ବାଂଲାଦେଶ ଆନ୍ତର୍ଜାତୀୟ ସୀମା ରହିଥିବା ୩ ରାଜ୍ୟ ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ BSF ବା ବର୍ଡର ସିକ୍ୟୁରିଟି ଫୋର୍ସର କ୍ଷମତା ବୃଦ୍ଧି ପାଇବ । ଆସାମ, ପଶ୍ଚିମବଙ୍ଗ, ପଞ୍ଜାବ ସୀମାରେ BSFର ଅଧିକାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ BSFର କ୍ଷମତା ୧୫ କିମି ସୀମା କ୍ଷେତ୍ର ପର୍ଯ୍ୟନ୍ତ ରହିଛି । ଅର୍ଥାତ ଏବେ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ ସୀମା କ୍ଷେତ୍ରଠାରୁ ୫୦ କିଲୋମିଟର କ୍ଷେତ୍ର ମଧ୍ୟରେ ବିଏସଏଫ୍ ସର୍ଚ୍ଚ ଅପରେସନ ଓ ଗିରଫ କରିପାରିବ ।
- କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି ନେଇ ଭାରତ ବାୟୋଟେକ ପକ୍ଷରୁ ସମସ୍ତ ବୈଷୟିକ ପ୍ରମାଣପତ୍ର ଦିଆସାରିଛି। ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ କମିଟି ଏ ନେଇ ଅନୁଧ୍ୟାନ କରୁଛନ୍ତି । ଅଳ୍ପଦିନ ଭିତରେ covaxinକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ବୀକୃତି ମିଳିବ ବୋଲି ବୈଦେଶିକ ସଚିବ କହିଛନ୍ତି ।
- ଶୀଘ୍ର ସ୍ଥିତିରେ ସୁଧାର ନଆସିଲେ ଚୀନ୍ ଭଳି ଭାରତରେ ବି ଅନ୍ଧାର ଛାଇ ଯିବାର ଆଶଙ୍କା ସୃଷ୍ଟି ହେଇଛି। ସରକାରୀ ହିସାବରେ ଦେଶରେ ୧୩୫ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍ ଉତ୍ପାଦନ କରାଯାଇଥାଏ। ହେଲେ ଏଥିରୁ ୧୮ଟି ପ୍ଲାଣ୍ଟରେ କୋଇଲା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ୨୦ଟି ପ୍ଲାଣ୍ଟ ଏମିତି ଅଛନ୍ତି ଯାହାଙ୍କ ପାଖରେ ମାତ୍ର ୭ ଦିନଠାରୁ କିଛିଦିନ ଅଧିକ ଷ୍ଟକ ରହିଛି।
- ନିଖୋଜ ଆଲିବାବା ଗ୍ରୁପର ପ୍ରତିଷ୍ଠାତା ଜାକ ମାଙ୍କ ମିଳିଛି ସନ୍ଧାନ । ସେ ହଂକଂରେ ରହିଛନ୍ତି
- ଭାରତ ସମେତ ସାରା ଦୁନିଆ କରାେନା ସଂକ୍ରମଣ ବିରୋଧରେ ଲଢେଇ କରିବା ଲାଗି ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଉଛି । କିନ୍ତୁ ୬୦ ବର୍ଷରୁ ଅଧିକ ବୟସ୍କ ଯେଉଁ ବ୍ୟକ୍ତି ଚାଇନା ଭ୍ୟାକ୍ସିନର ଦୁଇଟି ଡୋଜ୍ ନେଇଛନ୍ତି । ସେମାନଙ୍କୁ ଟିକାର ତୃତୀୟ ଡାେଜ୍ ଦେବା ଉଚିତ୍ ବୋଲି ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
- କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲାରେ ଥିବା ଭଗବାନ ଆୟାପ୍ପା ସ୍ବାମୀ ମନ୍ଦିର ଆସନ୍ତା ୧୬ ତାରିଖ ଅପରାହ୍ଣରେ ଖୋଲିବ ।
- ତାମିଲନାଡୁ ପଞ୍ଚାୟତ ନିର୍ବାଚନରେ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ପାର୍ଟିର ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ସୂଚନା ମୁତାବକ ବିଜୟଙ୍କ ଫ୍ୟାନକ୍ଲବ ଅଲ ଇଣ୍ଡିଆ ଥଲପତି ବିଜୟ ମୁକ୍କଲ ଇୟକମ୍ ପାର୍ଟି ୧୬୯ ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫ ଜଣ ପ୍ରାର୍ଥୀ ବିଜୟଲାଭ କରିଛନ୍ତି ।
- ସମଗ୍ର ଦେଶରୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଥିବା ସତ୍ତ୍ବେ ଦେଶରେ ଆଗାମୀ କିଛି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଦେଶର ଉଭୟ ପଟେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି ।
- କୋଭିଡ୍-୧୯ ଏବଂ ଏହାକୁ ଦୃଷ୍ଟିରେ ରଖି ଗ୍ରହଣ କରାଯାଇଥିବା ପଦକ୍ଷେପ ହେତୁ ବିଶ୍ୱ ଋଣ ପରିମାଣ ୨୨୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି । ୨୦୨୦ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୮୯.୬% ଥିବାବେଳେ ଏ ବର୍ଷ ୯୦.୬%କୁ ବୃଦ୍ଧି ପାଇବା ନେଇ ଆଇଏମ୍ଏଫ୍ ଆକଳନ କରିଛି । ୨୦୨୦ରେ ବିଶ୍ୱର ମୋଟ ଋଣ ପରିମାଣରେ ବିକଶିତ ଅର୍ଥନୀତି ଏବଂ ଚୀନ୍ର ଭାଗ ୯୦%ରୁ ଅଧିକ ଥିଲା ।
- ଜେଏସଡବ୍ଲୁ ଷ୍ଟିଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ( ସିଏମଡି) ସଜ୍ଜନ ଜିନ୍ଦଲ ୱାର୍ଲଡ ଷ୍ଟିଲ ଆସୋସିଏସନ (ଡବ୍ଲୁଏସଏ) ଚେୟାରମ୍ୟାନ ମନୋନୀତ ହୋଇଛନ୍ତି। ୨୦୨୧-୨୨ ବର୍ଷ ନିମନ୍ତେ ଜିନ୍ଦଲଙ୍କୁ ଚେୟାରମ୍ୟାନ ମନୋନୀତ କରାଯାଇଥିବା ଡବ୍ଲୁଏସଏ ବୁଧବାର ସୂଚିତ କରିଛନ୍ତି।
- ମିଳିତ ପତ୍ରରେ ଏୟାର ଇଣ୍ଡିଆ ସଂଘ ସମସ୍ତ ବକେୟା ସୁଧ ସହିତ ପ୍ରଦାନ କରିବା ଏବଂ ଛୁଟି ବଦଳରେ ଦେୟ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ସରକାରଙ୍କୁ କହିଛନ୍ତି। ପାଇଲଟ୍, ସହକାରୀ ସଦସ୍ୟ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ସଂଘଗୁଡିକ ମଧ୍ୟ କର୍ମଚାରୀମାନଙ୍କୁ ଅବସର ନେବା କିମ୍ବା ସମ୍ପତ୍ତିର ମୂଲ୍ୟାୟନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ କଲୋନୀରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।
- ଓଡ଼ିଶା ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚକରା ବିଷୋୟୀ, ଚାଖି ଖୁଣ୍ଟିଆ, ଶହୀଦ ବାଜି ରାଉତ ଓ ପାର୍ବତି ଗିରିଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଥିବା ଲଫାପାକୁ କିଣି ବ୍ୟବହାର କରିବା ପାଇଁ ଉଭୟ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
- ଜାତୀୟ ବରିଷ୍ଠ ମହିଳା ଫୁଟବଲ ଦଳରେ ୨ ଓଡ଼ିଆ ଖେଳାଳୀ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ସ୍ବିଡେନ ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବା ପାଇଁ ଜାତୀୟ ବରିଷ୍ଠ ମହିଳା ଫୁଟବଲ ଦଳରେ ୨ ଓଡ଼ିଆ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ପ୍ୟାରୀ ଖାଖା ଓ ମନିଷା ପାନ୍ନା।
- ୨୦୨୨ରେ ଭାରତରେ ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ ବିଶ୍ବକପ୍ ଆୟୋଜନ ହେବ। ବିଶ୍ବ ଫୁଟ୍ବଲର ପ୍ରଶାସନିକ ସଂସ୍ଥା ଫିଫା ଦ୍ବାରା ସୋମବାର ଏହି ବିଶ୍ବକପ୍ର ମାସ୍କଟ୍ ଉନ୍ମୋଚନ କରାଯାଇଛି। ଏହି ମାସ୍କଟ୍ର ନାମ ରଖାଯାଇଛି ‘ଇଭା’।
- କୌଣସି ପ୍ରକାରର ବିଶ୍ୱସ୍ତରୀୟ ବଡ଼ କ୍ରୀଡ଼ା ପ୍ରତିଯୋଗିତାରୁ ଓହରିଯିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ଦେଶର କ୍ରୀଡ଼ା ସଂଘଗୁଡ଼ିକ ସରକାରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।
|
595 |
Y |
|
2742 |
15-10-2021 |
English |
- India was re-elected to the UN Human Rights Council for the 2022-24 term on Thursday
- Physical classes for Class VIII and XI will begin start after the Dussehra vacations. This was informed by the School and Mass Education department. The physical classes of both these categories were discontinued for several months in view of Covid-19 pandemic.
- Congress leader and former MLA of Dhenkanal Nabin Nanda resigned from the party today.
- The Puri Srimandir will remain closed on Dussehra this year. The ‘Sunabesha’ of the Trinity will be performed on the day.Moreover, the devotees will be allowed for darshan of the Trinity till Saturday 12 noon.
- BJP leader Ram Iqbal Singh on Thursday accused Union Minister Ajay Mishra of being behind the Lakhimpur violence and sought his sacking from Prime Minister Narendra Modi.
- Shah Rukh Khan's son Aryan Khan has been designated Undertrial Number N956 after being shifted to the barracks at Mumbai's Arthur Road Jail where he has been kept since his arrest in the drugs-on-cruise case earlier this month.
- The Calcutta High Court on Thursday granted anticipatory bail to BJP leaders Kailash Vijayvargiya, Jisnu Basu and Pradeep Joshi in a case of alleged assault on a woman and criminal intimidation.
- Over 30 countries have agreed on mutual recognition of COVID-19 vaccine certificates with India, official sources said on Thursday.
- The sacred portals of Kedarnath and Yamunotri temples in Uttarakhand will be closed for winter this year on November 6 while those of Gangotri will be shut on November 5.
- Tamil Nadu Chief Minister MK Stalin today permitted all places of worship to open on all days of the week.
- Prime Minister Narendra Modi will deliver a video address at an event organised by the Defence Ministry to dedicate seven new defence companies to the nation on the auspicious occasion of Vijayadashami on Friday
- Dr Gangakhedkar, who is based in Pune, retired as the head of epidemiology and communicable diseases at the ICMR in June last year.
- India has slipped to the 101st position among 116 countries in the Global Hunger Index (GHI) 2021 from its 2020 ranking (94), to be placed behind Pakistan, Bangladesh and Nepal.
- India accepts Russia's invite for talks with Taliban next week.
- Active cases declined to 2.06 lakh (2,06,586), comprising 0.61 per cent of the total infections. Meanwhile the national Covid recovery rate was recorded at 98.07 per cent, as per the Union Health Ministry’s data.
|
574 |
Y |
|
2743 |
14-10-2021 |
English |
- India recorded 15,823 fresh coronavirus cases, taking the infection tally to 3,40,01,743, while the national Covid recovery rate increased to 98.06 per cent, according to the Union Health Ministry's data at 8 am.
- During the meeting, Kanimozhi handed over the letter of Tamil Nadu Chief Minister M K Stalin to Patnaik and explained about the problems faced by students from rural areas and from poor households in clearing NEET exams.
- As predicted by health experts, Odisha has been witnessing an upward trend in daily COVID cases with the onset of festive season. With 323 fresh cases detected in last 24 hours, Khordha district came under Red Zone after a long time.
- President Ram Nath Kovind today appointed three more Judges to the Orissa High Court. With this, the HC will have a total of 17 Judges.In exercise of the power conferred by clause (1) of Article 217 of the Constitution of India, the President appointed Mruganka Sekhar Sahoo, Radha Krishna Pattanaik, Sashikanta Mishra as the Judges of the Orissa High Court.
- The Madhusudan Law University located at Station Road in Cuttack has been included in the list of Universities established as per section 2(f) of the UGC Act, 1956. Announcing the decision of the University Grants Commission (UGC), Union Education Minister, Dharmendra Pradhan today informed the University will soon be able to receive central assistance under the section 12(b) of the UGC Act.
- PM Modi inaugurated PM Gati Shakti-National Master Plan for multi-modal connectivity and new exhibition complexes of India Trade Promotion Organisation at Pragati Maidan in New Delhi.
- President Ram Nath Kovind will be on a two-day visit of Ladakh and Jammu and Kashmir from 14 Oct. He will perform Sindhu Darshan Puja at Sindhu Ghat in Leh.
- Rural Development and Panchayati Raj Minister Giriraj Singh on Wednesday launched Climate Resilience Information System and Planning CRISP-M tool for integration of climate information in Geographic Information System.
- Bharat Biotech’s Covaxin approved for emergency use in 2–18-year-olds. Covaxin is codenamed as BBV152. It is an inactivated virus-based COVID-19 vaccine. It was developed by Bharat Biotech in association with the Indian Council of Medical Research (ICMR).
- The Gujarat High Court on Wednesday granted bail as an interim relief to all four persons currently in jail in the first case filed in the state under an amended Act that penalises forcible or fraudulent religious conversion through marriage.
- The National Investigation Agency has arrested nine terror associates during searches at 18 locations in Jammu and Kashmir after registration of a case over a conspiracy launch attacks in the union territory and other major cities including New Delhi.
- Kerala CM Vijayan on Wednesday said counselling sessions should be held for school and college students who may be in a particular state of mind after losing not just classes but also friends during the COVID-19 pandemic.
- Punjab CM Charanjit Singh Channi has criticised the Centre for giving more power to Border Security Force (BSF) in Punjab, West Bengal and Assam.
- In Bangladesh Several religious places of the minority Hindu community were vandalised and houses attacked in Cumilla town after an alleged incident of desecration of the Holy Quran became viral on social media on Wednesday.
- Durga Ashtami was celebrated with great enthusiasm by people in Dhaka, Bangladesh. Large crowds gathered at various temples in the capital city which has 238 mandapas for Durga Puja.
- India’s men’s team proved too strong for Tahiti, winning 5-0, to enter the quarter-finals of the Thomas Cup badminton for the first time since 2010, Sai Praneeth thrashed Tahiti's Louis Beaubois in the just 23 minutes in the opening singles of the Thomas Cup Group C match,. but the women's team suffered a crushing 0-5 defeat to Thailand in its last Group B match, in Aarhus, Denmark, on Wednesday.
- India's sprinter Hima Das, who is making a comeback from a hamstring injury, on Wednesday revealed that she has tested positive for COVID-19 but is stable in isolation.
- Two more persons were on Wednesday arrested in connection with the Lakhimpur violence, while a court here denied bail to the main accused, Ashish Mishra, son of Union minister Ajay Mishra. Ankit Das and Latif alias Kale, who appeared before the Special Investigation Team (SIT), were taken in custody after questioning and produced in court which sent them in judicial remand for 14 days.
- Mumbai's cruise drug bust case, the Sessions Court on Wednesday adjourned the hearing of the bail plea of Shah Rukh Khan's son Aryan Khan to October 14, Thursday. Along with Aryan Khan's plea, the bail pleas of two other accused in the case - Arbaaz Merchant and Munmun Dhamecha - has also been adjourned. While Aryan and Arbaaz are presently lodged in the Arthur Road Jail, Munmun is lodged in the Byculla Jail.
- The government has notified new rules under which the gestational limit for termination of a pregnancy has been increased from 20 to 24 weeks for certain categories of women.
|
598 |
Y |
|
2744 |
14-10-2021 |
Odia |
- ମାଉଣ୍ଟ ୟୁନୁମ୍ ଶୃଙ୍ଗର ସଫଳ ପର୍ବତାରୋହଣ ସହିତ ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ଦଳ । ଭାରତୀୟ ଦଳରେ ମୋଟ ୮୦ଜଣ ପର୍ବତାରୋହୀ ଥିବା ବେଳେ ସେଥିରେ ଓଡିଶାରୁ ୬ଜଣ ପର୍ବତାରୋହୀ ସାମିଲ ଥିଲେ । ସଫଳ ପର୍ବାତାରୋହଣ ପରେ ଓଡିଶା ସଦସ୍ୟମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି
- ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ତିନିଜଣ ବିଚାର ପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମ୍ବିଧାନ ଧାରା ୨୧୭ ଅନ୍ତର୍ଗତ ରାଷ୍ଟ୍ରପତି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଓଡ଼ିଶା ହାଇକୋର୍ଟ ପାଇଁ ବିଚାରପତି ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ୍ ପଟ୍ଟନାୟକ ଏବଂ ଶଶିକାନ୍ତ ମିଶ୍ରଙ୍କୁ ବିଚାରପତି କରାଯାଇଛି ।
- ଗତ ଅଗଷ୍ଟ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ବାରା ୧୦୦ରୁ ଉର୍ଦ୍ଧ୍ବ ବିଚାରପତିଙ୍କ ନାଁ ସୁପାରିଶ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଟି ହାଇକୋର୍ଟରେ ୬୮ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ନାଁ ପଠାଯାଇଥିଲା ।
- ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀକୁ ମାତ୍ ଦେଲା କେକେଆର, ତୃତୀୟ ଥର ଆଇପିଏଲ ଫାଇନାଲ୍ରେ ପ୍ରବେଶ ।
- ପୁଣି ଚିନ୍ତା ବଢାଇଲା କରୋନା ସଂକ୍ରମଣ, ରେଡ୍ ଜୋନକୁ ଆସିଲା ଖୋର୍ଦ୍ଧା, ପାର୍ବଣରେ ଆହୁରି ବଢିବ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ।
- ବକ୍ସି ଜଗବନ୍ଧୁ- ବାଜି ରାଉତ- ଜୟୀ ରାଜଗୁରୁ- ଚାଖି ଖୁଂଟିଆ- ପାର୍ବତୀ ଗିରିଙ୍କ ସ୍ମୃତିରେ ଡାକ ଲଫାପା ।
- ଭାରତୀୟ ଦଳକୁ ଝଟକା: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ଅକ୍ଷର, ଶାର୍ଦ୍ଦୁଲ ସାମିଲ ।
- ଦେଶରେ ତୀବ୍ର ହେଉଛି କୋଇଲା ସଂକଟ: ବଳକା ବିଦ୍ୟୁତ୍ ଚଢା ଦରରେ ନବିକିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ।
- ନୂଆ ଜର୍ସିରେ ଟି-୨୦ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ ।
- ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ।
- ଗତି ଶକ୍ତି ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ : ୧୦୦ ଲକ୍ଷ କୋଟିର ବଜେଟ, ଯୁବ ପୀଢ଼ିଙ୍କୁ ମିଳିବ ନିଯୁକ୍ତି ।
- ମନୀଷ ମୃତ୍ୟୁର ଗୁମର ଖୋଲୁଛି, ପୁଲିସ କବ୍ଜାରେ ୪ ଯୁବକ ।
- ଦିଲ୍ଲୀ ପ୍ରଦୂଷଣ: ୭୫% ଶିଶୁ ଅଣନିଃଶ୍ବାସୀ ଅନୁଭବ କରୁଛନ୍ତି, ସର୍ଭେ ରିପୋର୍ଟ ।
- କିଟ୍, କିସ୍ରେ ଖୋଲିବ ଜାପାନୀ ଭାଷା ଓ ଉତ୍କର୍ଷ କେନ୍ଦ୍ର ।
- ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଡିଲା ଶହ ଶହ ପଶୁପକ୍ଷୀଙ୍କ ବଳି । ପ୍ରଶାସନର ବାରଣ ସତ୍ୱେ ରକ୍ତରେ ଭିଜିଲା ରାଜ ରାସ୍ତା।
- ISI ଡିଜି ନିଯୁକ୍ତିକୁ ନେଇ ଇମ୍ରାନ ଓ ବାଜୱାଙ୍କ ମଧ୍ୟରେ ମତପାର୍ଥକ୍ୟ, ବଢ଼ିବ ସମସ୍ୟା ।
- ବିସିସିଆଇ ଘରୋଇ ସିଜିନ ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ । ୨୧ ଜଣିଆ ଦଳ ବୁଧବାର ବିଧିବଦ୍ଧ ଭାବରେ ଘୋଷଣା କରିଛି ଓସିଏ । ଚଳିତ ବର୍ଷ୍ ମ୍ୟାଚ ପାଇଁ ରାଜେଶ ଧୂପରଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି କମିଟି ।
- ପୁରୀରେ ୧୩ ଏକର ପରିମିତ ଅଞ୍ଚଳରେ ଚାଲିଛି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ । ପୁରୀ ପେଣ୍ଠକଟା ନିକଟରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଉଥିବା ବେଳେ, ଏହାକୁ ଜଗନ୍ନାଥ ଷ୍ଟାଡିୟମ ନାଁରେ ନାମିତ କରାଯାଇଛି । ଏଠାରେ ଏକ କ୍ରିକେଟ ଗ୍ରାଉଣ୍ଡ ସହ ସୁଇମିଙ୍ଗ ପୁଲ, ଶହେ ଶଯ୍ୟା ବିଶିଷ୍ଠ କ୍ରୀଡ଼ା ଛାତ୍ରାବାସ ଓ ଇଣ୍ଡୋଲ ହଲ ମଧ୍ୟ ନିର୍ମାଣ କରାଯାଇଛି ।
- କାଧିକ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ଟଙ୍କା ବାଣ୍ଟିଲେ ମନ୍ତ୍ରୀ । ମିଜୋରାମର ଖେଳ ମନ୍ତ୍ରୀ ରବର୍ଟ ସୋମାବିୟା ରୋୟତେ ୧୭ ଜଣ ମହିଳାଙ୍କୁ ୨.୫ ଲକ୍ଷ ଟଙ୍କା ବାଣ୍ଟିଛନ୍ତି । ୧୫ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ୧୩ ଛୁଆ ଜନ୍ମ କରିଥିବା ମହିଳାଙ୍କୁ ଦ୍ୱିତୀୟ ପୁରସ୍କାର ଦିଆଯାଇଛି ।
- ଜାତିସଂଘ ସ୍ବାସ୍ଥ୍ୟ ସଂସ୍ଥାର ଟିକାକରଣ ସମ୍ପର୍କିତ ବିଶେଷଜ୍ଞମାନଙ୍କ ରଣନୈତିକ ଉପଦେଷ୍ଟା ମଣ୍ଡଳୀ (ଏସ୍ଏଜିଇ) ମଧ୍ୟ କହିଛି ଯେ, ଯେଉଁ ଷାଠିଏ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଚୀନ୍ର ସିନୋଭାକ୍ ବା ସିନୋଫାର୍ମ ଟିକାର ଦୁଇ ଡୋଜ୍ ନେଇଛନ୍ତି ବା ଜରୁରୀ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବା ଅନ୍ୟ କୌଣସି ଟିକା ନେଇଛନ୍ତି ସେମାନେ ତୃତୀୟ ଡୋଜ୍ ନେବା ଆବଶ୍ୟକ।
|
575 |
Y |
|
2745 |
13-10-2021 |
English |
- PM Narendra Modi on Tuesday called on the international community to ensure that Afghan territory does not become a source of radicalisation and terrorism, and pitched for a united global response to bring about the desired change in that country.
- Jindal Stainless today appointed Mr Suresh Bose as its Chief Human Resources Officer.
- HC dismisses plea challenging appointment of Rakesh Asthana as Delhi Police CommissionerThe Delhi High Court on Tuesday dismissed a PIL challenging the appointment of Gujarat-cadre IPS officer Rakesh Asthana as city police commissioner.
- Indian Railways Catering & Tourism Corporation (IRCTC) at Bhubaneswar has launched Special Tour Package “Pilgrim Special Tourist Train” for Western India.
- Hyderabad-based pharma major Bharat Biotech's Covaxin has got the emergency use approval for children in the age group of 2 to 18 years from the Drugs Controller General of India (DCGA). The Subject Expert Committee on Covid-19 gave the approval for the emergency use in the children.
- The state government issued a gazette notification on the Odisha Municipal Laws (Amendment) Act, 2021 to keep the overall reservation in urban local bodies (ULBs) within 50 per cent.
- Justice Indrajit Mahanty from Odisha was sworn in as the sixth Chief Justice of Tripura High Court in a simple ceremony at Agartala.
- Bringing glory to the state, Parasar Mohanty, a professor in the Department of Mathematics and Statistics at the Indian Institute of Technology (IIT), Kanpur, became the first Odia to receive the prestigious Indian National Academy of Sciences Teachers Award (INSA)-2021
- In a record of sorts, 17 new judges were Tuesday appointed to three high courts. This is the third set of appointments after the Supreme Court collegium recommended various names last month to the government. The ruling BJP in Gujarat might replicate the "no-repeat" experiment it tried recently while replacing the entire cabinet and the chief minister in the next year's state Assembly polls as well.
- The cumulative COVID-19 vaccine doses administered in the country surpassed 96 crore on Tuesday, the Union Health Ministry said.
- Former bureaucrat Amit Khare has been appointed as advisor to Prime Minister Narendra Modi for two years on contract basis.
- The Income Tax Department has detected undisclosed income of about ₹ 750 crore after it raided three major Bengaluru-based contractors engaged in executing irrigation and highway projects, the Central Board of Direct Taxes (CBDT) said today.
- The Union Cabinet, chaired by the Prime Minister Narendra Modi, today approved the Atal Mission for Rejuvenation and Urban Transformation 2.0 (AMRUT 2.0) till 2025-26, as a step towards AatmaNirbhar Bharat and with aim of making the cities ‘water secure’ and ‘self-sustainable’ through circular economy of water.
- Prime Minister Narendra Modi will launch PM GatiShakti – National Master Plan for multi-modal connectivity, tomorrow at 11 AM here at Pragati Maidan.
- The Ministry of Civil Aviation on Tuesday permitted to operate domestic airlines with 100 per cent capacity from October 18.
- Jammu and Kashmir administration launched its first Tourism village ‘Panchari’ in Udhampur to promote tourism In order to activate youth clubs, Tourism village has been launched here in which youth as tourist guides have been trained, said Divisional Commissioner Jammu, Dr Raghav Langer launching the tourist village.
- Union Minister of Youth Affairs & Sports Anurag Singh Thakur launched the ‘Delhi Hockey Weekend League 2021-22′ which is taking place at the iconic Major Dhyanchand National Stadium.
- Citing the Covid-19 pandemic, the University Grants Commission (UGC) announced Tuesday that PhD will not be mandatory for recruitment as assistant professors till June 2023.
- According to the latest WEO update, released ahead of the annual meeting of the IMF and the World Bank, the world is expected to grow at 5.9 per cent in 2021 and 4.9 per cent in 2022.
- The High Court of Bombay at Goa on Monday struck down a Goa government notification reserving 41 per cent post graduate (PG) seats in the state quota for SC, ST and OBC candidates at Goa Medical College (GMC) and Goa Dental College (GDC) from the 2021-22 academic year. Over 100 doctors and medical students had moved the court last year against the state government’s decision.
|
640 |
Y |
|
2746 |
13-10-2021 |
Odia |
- ଡେଭିଡ କାର୍ଡ, ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଶ୍ରମ ଅର୍ଥନୀତି ଲାଗି ଉଲ୍ଲେଖନୀୟ ଅବଦାନ ସକାଶେ ସେମାନଙ୍କୁ ମିଳିବ ପୁରସ୍କାର । କାନାଡାରେ ଅର୍ଥନୀତିଜ୍ଞ ଡେଭିଡ କାର୍ଡ, ଆମେରିକାର ଅର୍ଥନୀତିଜ୍ଞ ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଏନେଇ ରୟାଲ ସୁଇଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି ।
- ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୧୫ କିମ୍ବା ୧୬ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଓ୍ୱେଲମାର୍କ ଲୋ ପ୍ରେସର ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
- ପୂଜା ପରେ ପ୍ରଥମେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପରୀକ୍ଷାମୂଳକ ଭାବେ ଖୋଲିବାର ଆଶା ଦେଖାଯାଇଥିଲା । ପରେ ଅନ୍ୟ ଶ୍ରେଣୀ ଖୋଲିଥାନ୍ତା । ହେଲେ ପୂଜା ସମୟର ସଂକ୍ରମଣ ସେ ଆଶା ଫିକା କରି ଦେଇଛି । କିଛି ଦିନ ତଳେ ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ପରେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷ ସଂକ୍ରମିତ ହୋଇଥିଲେ । ଏବେ ଦୈନିକ କୋଭିଡ୍ ହାର ପୁଣି ବଢ଼ିବାରେ ଲାଗୁଛି । ଅଧିକାଂଶ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଆସୁଛି । ଏପରି ସ୍ଥିତିରେ ପ୍ରାଥମିକ ସ୍କୁଲ ଖୋଲି ରିସ୍କ ନ ନେଇ ପାରନ୍ତି ରାଜ୍ୟ ସରକାର ।
- କେନ୍ଦ୍ର କ୍ୟାବିନେଟ୍ ଆଜି ଫସଫେଟ୍, ପଟାସ୍ ସାର ଉପରେ ସବସିଡି ପାଇଁ ଅତିରିକ୍ତ ୨୮, ୬୫୫ କୋଟି ଟଙ୍କା ଅନୁମୋଦନ କରିଛି । ଏହି ସବସିଡି ୧ ଅକ୍ଟୋବର ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୨ ଯାଏଁ ଲାଗୁ ହେବ । ସୈନିକ ସ୍କୁଲ୍ ସୋସାଇଟି ସହ ସରକାରୀ ଓ ଘରୋଇ କ୍ଷେତ୍ରର ୧୦୦ ବିଦ୍ୟାଳୟକୁ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍ ।
- ସୈନିକ ସ୍କୁଲ୍ ସୋସାଇଟି ଅନ୍ତର୍ଗତ ଶହେ ଘରୋଇ ଓ ସରକାରୀ ସୈନିକ ସ୍କୁଲକୁ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହାବାଦ୍ ଅଟଳ ନବୀକରଣ ଓ ପରିବର୍ତ୍ତନ ମିଶନ ୨.୦କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ ।
- ଖୁବଶୀଘ୍ର ଆସିବ ୨ରୁ ୧୮ବର୍ଷ ପିଲାଙ୍କ ଲାଗି ସଞ୍ଜିବନୀ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବାକୁ ଡିସିଜିଆଇଙ୍କୁ ସୁପାରିସ କରିଛି ବିଷୟଗତ ବିଶେଷଜ୍ଞ କମିଟି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଶେଷ ପରେ ରିପୋର୍ଟ ଦାଖଲ କରିଥିଲା ଭାରତ ବାୟୋଟେକ୍ । ତେବେ ସବୁଜ ସଂକେତ ପୂର୍ବରୁ କମ୍ପାନୀକୁ ମାନିବାକୁ ହେବ ୪ ସର୍ତ୍ତ ।
- ବିଜେପି ସାଂସଦ ବରୁଣ ଗାନ୍ଧୀ କୃଷକଙ୍କ ସମସ୍ୟାକୁ ନେଇ ଲଗାତାର ଭାବେ ନିଜ ଦଳକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି
- ଏବେ ଜିମେଲ୍ ଡାଉନ୍ ହୋଇଥିବା ନେଇ ଖବର ମିଳିଛି । ଭାରତର ଅନେକ ଅଂଶରେ ଏଭଳି ସମସ୍ୟା ହୋଇଥିବା ବେଳେ ୟୁଜର୍ସଙ୍କ ନିକଟକୁ ମେଲ୍ ଆସୁନାହିଁ କି ପଠାଇ ପାରୁନାହାଁନ୍ତି ।
- ଇଣ୍ଟରନେଟ୍ ସର୍ଭିସ୍ ଆଉଟେଜ୍ ଉପରେ ନଜର ରଖୁଥିବା Down Detector ଅନୁଯାୟୀ, ୱେବସାଇଟ୍ ଆସେସରେ ଅସୁବିଧା ହେଉଥିବା ନେଇ ୬୮% ଲୋକ ଦାବି କରିଛନ୍ତି । ସେହିପରି ୧୮% ୟୁଜର୍ସ ସର୍ଭର କନେକ୍ସନ ନେଇ ରିପୋର୍ଟ କରିଥିବା ବେଳେ ୧୪% ଲଗ-ଇନରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।
- ନୂଆ ପୌର ନିର୍ବାଚନ ଆଇନରେ ସଂଶୋଧନକୁ ରାଜ୍ୟପାଳ ଅନୁମୋଦନ ଦେଲା ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ ଏଣିକି ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ସଂରକ୍ଷଣ ସର୍ବାଧିକ ୫୦% ଭିତରେ ସୀମିତ ରଖାଯିବ।
- ଗୋଟିଏ ଦିନରେ ତିନି ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିବା ଘଟଣା । ବାଲେଶ୍ବର ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡର ଅଧିକାରୀ ନରୋତ୍ତମ ବେହେରାଙ୍କ କ୍ବାଟରରୁ ମିଳିଲା ୬ ଲକ୍ଷ ୩୫ ହଜାର ନଗଦ ଟଙ୍କା । କଟକ ଦୋଳମୁଣ୍ଡାଇରେ ୩୫ ଲକ୍ଷ ଟଙ୍କାର ଏକ ପ୍ଲଟ, ସୁପରଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନ ସାହୁଙ୍କର ଛତ୍ରପୁରରେ ୪ଟି ପ୍ଲଟ ଓ ଅନ୍ୟ ସ୍ଥାନରେ ଆଉ ଏକ ପ୍ଲଟ ଠାବ । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜଶୱନ୍ତ ଜେଠୱା ସୂଚନା ଦେଇଛନ୍ତି ।
- ଆସନ୍ତା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ କେନ୍ଦ୍ର ସଂଖ୍ୟା ୧୦ହଜାରକୁ ବୃଦ୍ଧି ପାଇବ। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶର ୭୩୬ଟି ଯାକ ଜିଲ୍ଲାରେ ଜନଔଷଧୀ କେନ୍ଦ୍ର ଏବେ ୮ହଜାର ୩୬୬କୁ ବୃଦ୍ଧି ପାଇଛି। ୨୦୦୮ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନାର ଶୁଭାରମ୍ଭ କରାଯାଇଥିଲା।
- ପୂର୍ବତନ ଆଇଏଏସ୍ ଅଧିକାରୀ ଅମିତ ଖେରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଖାରେଙ୍କୁ ଦୁଇ ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତିକୁ ଅନୁମୋଦନ କରିଛି। ଶ୍ରୀ ଖାରେ ନିକଟରେ କେନ୍ଦ୍ର ଶିକ୍ଷା ସଚିବ ପଦରୁ ଅବସର ନେଇଛନ୍ତି।
- ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପିଲାଙ୍କ ପାଇଁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ସରକାର ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛନ୍ତି।
- କଟକସ୍ଥିତ ସିଲିଭରସିଟି ବୋଟ୍ କ୍ଲବରେ ଆଜି ଏକ ‘ଫ୍ଲୋଟିଂ ରେଷ୍ଟୁରାଣ୍ଟ’ର ଲୋକାର୍ପଣ, ମହାନଦୀର ଜଳରାଶିରେ ଭାସମାନ ଅବସ୍ଥାରେ ଲୋକେ ନେଇପାରିବେ ଖାଦ୍ୟର ଆନନ୍ଦ
- ଆନ୍ଧ୍ରପ୍ରଦେଶର ନେଲ୍ଲୋର ସ୍ଥିତ କନୟାକା ପରମେଶ୍ୱରୀଙ୍କ ମନ୍ଦିରରେ ଦଶହରା ଅବସରରେ ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭାରତୀୟ ମୁଦ୍ରାରେ ଫୁଲ ଆକୃତି କରି ସଜା ଯାଇଛି। ଏହି ମନ୍ଦିରରେ ବର୍ଷର ଭିନ୍ନ ଭିନ୍ନ ସମୟରେ ଦେବୀଙ୍କ ବିଭିନ୍ନ ରୂପର ପୂଜାର୍ଚ୍ଚନା କରାଯାଇଥାଏ।
- ବଙ୍ଗୋସାଗରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା (କ୍ୱାଡ) ଆଦି ରାଷ୍ଟ୍ରସମୂହର ନୌ ସମରାଭ୍ୟାସ । ଏହା ମାଲାବାର ସମରାଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ବୋଲି କୁହାଯାଉଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସ ପ୍ରଥମ ପର୍ଯ୍ୟାୟ ତୁଳନାରେ ବଡ ଧରଣର ହେବ ବୋଲି ଜଣାଯାଇଛି ।
- ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ସୋମବାରଠାରୁ ୩ଦିନ ପାଇଁ ପୁଲିସ ଜିମାକୁ ପଠାଇ ଦିଆଯାଇଛି।
- ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦେଶରେ ଥିବା ପ୍ରାଣୀ ଉଦ୍ୟାନଗୁଡିକ ପାଇଁ ୨୦୩୧ ମସିହା ପର୍ଯ୍ୟନ୍ତ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ଏହି ଯୋଜନାରେ ପ୍ରାଣୀ ଉଦ୍ୟାନଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ସହ ସ୍ଥାନୀୟ ପକ୍ଷୀ ଏବଂ ପ୍ରାଣୀ ସଂରକ୍ଷଣ ଉପରେ ଧ୍ୟାନ ଦେବାକୁ ଯୋଜନା କରାଯାଇଛି।
- ନବରଙ୍ଗପୁର ଜିଲା ପାପଡାହାଣ୍ଡି ସହିଦ ପୀଠ ପରିସରରେ ୧୦୦ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ତୁରୀ ନଦୀ କୂଳରେ ଥିବା ସହିଦ ମିନାର ପରିସରରେ ୧୦୦ ଫୁଟ ଉଚ୍ଚତାରେ ଜାତୀୟ ପତାକା ଉଡ଼ିବ।
|
556 |
Y |
|
2747 |
12-10-2021 |
Odia |
- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪,୩୧୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୮୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୩୯,୮୫,୯୨୦ରେ ପହଞ୍ଚିଛି।
- ଅର୍ଥନୀତିରେ ଆଉ ତିନି ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଡେଭିଡ କାର୍ଡ, ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଶ୍ରମ ଅର୍ଥନୀତି ଲାଗି ଉଲ୍ଲେଖନୀୟ ଅବଦାନ ସକାଶେ ସେମାନଙ୍କୁ ମିଳିବ ପୁରସ୍କାର । କାନାଡାରେ ଅର୍ଥନୀତିଜ୍ଞ ଡେଭିଡ କାର୍ଡ, ଆମେରିକାର ଅର୍ଥନୀତିଜ୍ଞ ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଏନେଇ ରୟାଲ ସୁଇଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି ।
- ଉତ୍ତର ପ୍ରଦେଶର ବ୍ୟବସାୟୀ ମନୀଷ ଗୁପ୍ତା ହତ୍ୟା ମାମଲାର ଅଭିଯୁକ୍ତ ଗିରଫ । ଦୁଇ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ପୋଲିସ ଇନିସପେକ୍ଟର ଜେ ଏନେ ସିଂହ ଏବଂ ଏସଆଇ ଅକ୍ଷୟ ମିଶ୍ରାକୁ ଗିରଫ କରିଛି ଗୋରଖପୁର ପୋଲିସ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କାନପୁର SITକୁ ହସ୍ତାନ୍ତର କରାଯାଇଛି ।
- ରାଜ୍ୟ କ୍ୟାବିନେଟ୍ ବୈଠକ re ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା ebang ଚିକିତ୍ସା ସୁବିଧା ବି ମିଳିବ ।
- ଖରିଫରେ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ।
- ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ଚାଲିବ ଅତିରିକ୍ତ ବିଶେଷ ଟ୍ରେନ ।
- +୨ ଦ୍ୱିତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୨ରୁ ୨୫ ପର୍ଯ୍ୟନ୍ତ ଆଡମିଶନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।
- ଲକ୍ଷ୍ମୀପୁର ହିଂସା: ଆଶିଷ ମିଶ୍ରଙ୍କୁ ମିଳିଲାନି ଆଶ୍ଵସ୍ତି, ତିନି ଦିନ ପୋଲିସ ରିମାଣ୍ଡରେ ପଠାଇଲେ କୋର୍ଟ . ।
- କଟକ କମିସନରେଟ୍ ପୁଲିସକୁ ସଫଳତା: ଦୁଇବର୍ଷରେ ୧୦୧ବନ୍ଧୁକ, ୧୭୨୭ ଗୁଳି ଜବତ, ୫କୋଟିର ବ୍ରାଉନସୁଗାର୍ ସହ ୨୭ ଗିରଫ ।
- ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ବୋରିସ ଜନସନ; ଜଳବାୟୁ ପରିବର୍ତ୍ତନ, ଆଫଗାନିସ୍ତାନ ସହ ଅନ୍ୟ ବିଷୟ ଉପରେ କଲେ ଆଲୋଚନା ।
- ୪ ବର୍ଷ ଧରି ମହାବିଦ୍ୟାଳୟ,ବିଶ୍ବବିଦ୍ୟାଳୟରେ ନିର୍ବାଚନ ବନ୍ଦ ।
- ଦେଶରେ ଉପୁଜିପାରେ ବିଦ୍ୟୁତ ସଙ୍କଟ । କୋଇଲା ଅଭାବ ପାଇଁ କେନ୍ଦ୍ର ସରକାରଙ୍କୁ ସମସ୍ୟା ଜଣାଇଲେ ବିଭିନ୍ନ ରାଜ୍ୟର ମନ୍ତ୍ରୀ ।
- ହାଇଦ୍ରାବାଦ ସ୍ଥିତ ହେଟରୋ ଫାର୍ମାସୁଟିକାଲ ଗ୍ରୁପ ଉପରେ ଆୟକର ବିଭାଗ ଚଢ଼ାଉରୁ ୧୪୨ କୋଟି ଟଙ୍କା କ୍ୟାସ୍ ଜବତ ହୋଇଛି । ନଗଦ ଏତେ ଟଙ୍କା ଜବତ ହେବା ଦେଶରେ ସମ୍ଭବତଃ ପ୍ରଥମ ଘଟଣା ।
- କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ବାହାଦୂରୀ ସତ୍ତ୍ୱେ ଘନୀଭୂତ କୋଇଲା ସଂକଟ । ଦେଶର ୧୭ଟି ପାଓ୍ୱାର ପ୍ଲାଣ୍ଟରେ ଗୋଟିଏ ଦିନ ଲାଗି କୋଇଲା ଗଚ୍ଛିତ ନଥିବା ବେଳେ ୬୨ଟି ପ୍ଲାଣ୍ଟ ପାଇଁ ଦିନେ ବା ଦୁଇ ଦିନ ଲାଗି କୋଇଲା ରହିଛି । ୧୧୫ଟି ପ୍ଲାଣ୍ଟରେ ମାତ୍ର ୭ ଦିନର କୋଇଲା ଗଚ୍ଛିତ ରହିଛି ।
- ଦୁର୍ବଳ ପ୍ରତିରୋଧକ ଶକ୍ତି ସମ୍ପନ୍ନ ବ୍ୟକ୍ତି ନେଇପାରିବେ ଅତିରିକ୍ତ ବୁଷ୍ଟର ଡୋଜ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କମିଟି ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । WHOର ଟିକାକରଣ ସଂକ୍ରାନ୍ତ କୌଶଳଗତ ପରାମର୍ଶଦାତା କମିଟି ବା ସେଜ୍ କହିଛି, ଯେଉଁମାନଙ୍କ ପ୍ରତିରୋଧକ ଶକ୍ତି କମ୍ ଥିବ ବା ଅତି ନ୍ୟୁନ ଥିବ ସେମାନେ ବୁଷ୍ଟର ଡୋଜ ନେଇପାରିବେ ।
- ଏନଏଚଆରସିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। କୌଣସି ଦଳ ବା କୌଣସି ନେତାଙ୍କ ନାଁ ନନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କିଛି ଲୋକଙ୍କୁ ଗୋଟିଏ ଘଟଣାରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ଦେଖାଯାଏ।
- ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ପ୍ରାୟ ୯୮ ହଜାର କୋଟି ଟଙ୍କା ନିବେଶରେ ନିର୍ମାଣ ହେଉଥିବା ଏହି ଏକ୍ସପ୍ରେସ୍ୱେ କାର୍ଯ୍ୟ ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବ।
- ଋଷର ରାଜଧାନୀ ମସ୍କୋରେ ଥିବା ପ୍ରସିଦ୍ଧ ମଞ୍ଚ ବୋଲଶୋଇ ଥିଏଟରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ମଞ୍ଚରେ ଅଭିନୟ କରୁଥିବା ସମୟରେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା କଳାକାରଙ୍କ ନାମ ୟେଭେନି କୁଲେଶ ଓ ବୟସ ୩୭ ବର୍ଷ ବୋଲି ଜଣାପଡ଼ିଛି।
- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।
- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ପ୍ରତେକ ଦିନ ୨୦୦ ରୁ ୩୦୦ ଭିତରେ ସଂକ୍ରମଣ ରହିଆସୁଛି।ତେବେ ବର୍ତ୍ତମାନ ସମୟରେ ୧୦୦ରୁ ୮୦ଜଣ ଲକ୍ଷଣବିହୀନ।
|
572 |
Y |
|
2748 |
12-10-2021 |
English |
- India reported 18,132 new COVID-19 cases in the last 24 hours, marginally lower than yesterday's figure when the country reported the lowest single-day rise (18,166 cases) in nearly seven months.
- Nobel Economics Prize 2021-The work of David Card, Joshua Angrist and Guido Imbens, who were awarded the Nobel Prize in Economics on Monday, is based on "natural experiments", an innovative method of empirical research developed in the 1990s.
- Northeast Frontier Railway has successfully completed the Electrification work of 649 Route Kilometer. Railway Ministry has said that this will now connect all major cities of the country with Guwahati on seamless Electric Traction.
- NITI Aayog Vice-Chairman Dr Rajiv Kumar today launched the NITI Aayog- United Nations Development Programme, UNDP Handbook on Sustainable Urban Plastic Waste Management in New Delhi.
- PM Modi is set to launch first ever National Infrastructure Masterplan called “Pradhan Mantri Gati Shakti”. This masterplan will be launched on October 13, 2021.
- CBI conducts searches at premises of ex Maha Home Minister Anil Deshmukh. Allegations against Deshmukh had surfaced after the removal of Mumbai Police Commissioner Param Bir Singh.
- Uttarakhand Transport Minister Yashpal Arya, his MLA son quit BJP, join Congress. They join the Congress in the presence of senior party leader Harish Rawat in New Delhi.
- Punjab : Ahead of Punjab Assembly elections in 2022, Delhi Chief Minister and Aam Aadmi Party (AAP) national convener Arvind Kejriwal will be visiting Punjab's Jalandhar today.
- Justice Satish Chandra Sharma was on Monday sworn in as the Chief Justice of Telangana High Court.
- The Telangana State Election Commission has planned to conduct a dry run of a “Mobile-Based e-voting system”. This system, if successful, will facilitate to vote using smartphones from home
- PM Modi will participate in the G20 Extraordinary Leaders’ Summit on Afghanistan in virtual format today at the invitation of the Italian Presidency of the G-20.
- Finance Minister Nirmala Sitharaman has embarked on a week-long US trip to attend the annual meet of the World Bank and IMF as well as G20 Finance Ministers and Central Bank Governors (FMCBG) meeting.
- PM Modi, UK's Johnson Speak As UK Ends Quarantine For Vaccinated Indian Travellers. PM Modi and Boris Johnson welcomed the progress made on the 2030 Roadmap since it was agreed by the two leaders in May.
- According to External Affairs Minister (EAM), S Jaishankar, India has agreed on USD 200 million Line of Credit support for the developmental projects in Kyrgyzstan.
- The Subject Expert Committee on Covid-19 has given a recommendation to the Drugs Controller General of India (DCGI) for the use of Bharat Biotech’s COVAXIN COVID-19 vaccine for children in the age group of 2-18 years in the country.Earlier, the vaccine was administered to those above 18 years of age.
- The Delhi government has provided financial assistance of Rs one crore to the family of Odisha-born late Indian Air Force (IAF) Lieutenant Sunit Mohanty, who died in a 2019 plane crash in Arunachal Pradesh.
- Students who want to take admission in Class XI at the Higher Secondary Schools of Odisha for the academic session 2021-22 can apply online from October 12, 2021.
- The Odisha Government's contribution towards the National Pension System (NPS) has been increased from 10% to 14% in respect of employees covered under the NPS.
- In a significant decision, the Odisha Cabinet today approved the proposal of increasing the remuneration of all contractual employees working under the State Government by 50%, informed Minister Pratap Jena.
- Rise of petrol price continues unabated in Odisha as the fuel on October 11 costed Rs 105.80 per litre and Rs 105.71 per litre in Bhubaneswar and Cuttack.
|
571 |
Y |
|
2749 |
11-10-2021 |
Odia |
- ଆଗାମୀ ଖରିଫ ମାର୍କେଟିଂ ଋତୁରେ ଓଡିଶାରେ ଧାନ କ୍ରୟ ସମ୍ବନ୍ଧୀୟ ପ୍ରସଙ୍ଗ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।
- ଖୁବଶୀଘ୍ର ଦେଶର ବିଭିନ୍ନ ଅଞ୍ଚଳରେ ବିଏସଏନଲ ର ଫୋର ଜି ନେଟଓ୍ୱର୍କ ସେବା ଆରମ୍ଭ ହେବାକୁ ଯାଉଛି । ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଏସଏନଏଲ 4G ସିମ୍। ଚଣ୍ଡୀଗଡ଼ ରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ବିଏସଏନଏଲ 4G ସେବା ।
- କଟକ ମହାନଦୀ ଉପରେ ଆରମ୍ଭ ହେଲା ଭାସମାନ ରେଷ୍ଟୁରାଣ୍ଟ । ପର୍ଯ୍ୟଟକ ନେବେ ମଜା, ତେବେ ରେଷ୍ଟୁରାଣ୍ଟରେ ବର୍ତ୍ତମାନ ମାତ୍ର ୮ ସିଟ୍ ବିଶିଷ୍ଟ କରାଯାଇଛି। ପରବର୍ତ୍ତି ସମୟରେ ଏହା ସିଟ ସଂଖ୍ୟା ବୃଦ୍ଧି କରାଯିବ।
- ପାର୍ବଣ ସପ୍ତାହର ପ୍ରଥମ ୪ ଦିନରେ ବିକ୍ରି କରିଛି ୨.୭ କୋଟି ଡଲାର- ମାଲାମାଲ ହେଲା ଇ-କମର୍ସ କମ୍ପାନୀ ।
- ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ର ମୂଲ୍ୟ । ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୫.୪୬ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୧.୬୨ ଟଙ୍କା ରେକର୍ଡ କରାଯାଇଛି।
- କାବୁଲ - ବିସ୍ଫୋରଣ ଯୋଜନା କରୁଥିବା ୮ ଜଣ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କଲା ତାଲିବାନ ।
- ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ୭୭.୧ କୋଟି ଡଲାରରେ ଚୀନର ଆରଇସି ସୋଲାର କମ୍ପାନୀକୁ କିଣିନେଲେ ।
- ୪ ଦେଶକୁ କୋଭିଡ-୧୯ ଟିକା ପଠାଇଲା ଭାରତ । ଦେଶ ଗୁଡିକ ହେଲେ ମିଆଁମାର, ନେପାଳ, ବାଂଲାଦେଶ ଏବଂ ଇରାନ ।
- ଆଠ ଘଣ୍ଟା ଧରି ଚାଲିଲା ଭାରତ-ଚୀନ ସୈନ୍ୟ କମାଣ୍ଡର ବୈଠକ, ଲଦାଖ ଗତିରୋଧ ଦୂର କରିବା ଉପରେ ହେଲା ମନ୍ଥନ ।
- କୋଇଲା ଅଭାବ ଯୋଗୁଁ ପଞ୍ଜାବରେ ବନ୍ଦ ହେଲା ୩ ଥର୍ମାଲ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ରାଜ୍ୟକୁ କୋଇଲା ଯୋଗାଣ ବଢ଼ାଇବାକୁ କେନ୍ଦ୍ରକୁ କଲେ ଅନୁରୋଧ ।
- କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ଗତକାଲି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୬ ଜଣଙ୍କର ହେଲା ମୃତ୍ୟୁ।
- ଆଇପିଏଲ ପ୍ରଥମ କ୍ଵାଲିଫାୟର : ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଓ୍ଵିକେଟ୍ରେ ହରାଇ ନବମ ଥର ଫାଇନାଲ୍ରେ ପହଞ୍ଚିଲା ଧୋନୀ ବାହିନୀ ।
- ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ଘୋଷଣା କଲା ICC; ବିଜୟୀ ଦଳକୁ ମିଳିବ ୧.୬ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୨ କୋଟି ଟଙ୍କା ।
- ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଶ ଦାସ । ତାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ । ମିନୀଷଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଖରୀରରେ ମନୀଷଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।
- ରାୟଗଡ଼ା ଜିଲ୍ଲାର ଦୁଇ ବିଜେପି ପଦାଧିକାରୀ ହେଲେ ପଦଚ୍ୟୁତ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ପରେ ରାୟଗଡ଼ା ଜିଲ୍ଲା ବିଜେପିରେ ସୃଷ୍ଟି ହୋଇଛି ଅଭାବନୀୟ ପରସ୍ଥିତି । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ କୃଷକ ମୋର୍ଚ୍ଚା ସଭାପତି ପ୍ରେମପ୍ରସାଦ ପଣ୍ଡାଙ୍କୁ ଦାୟିତ୍ୱରୁ ହଟାଇବା ପରିସ୍ଥିତିକୁ ଆହୁରି ଜଟିଳ କରିଛି ।
- ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ମଞ୍ଜୁର କରିବା ସମୟରେ ଅଦାଲତଗୁଡ଼ିକ ସତର୍କତା ଅବଲମ୍ବନ କରିବା ଉଚିତ। ବିଶେଷକରି ଅପରାଧର ଗମ୍ଭୀରତା ଏବଂ ନିର୍ଦ୍ଦିଷ୍ଟ ଅଭିଯୋଗ ଆଦିର ମାନଦଣ୍ଡକୁ ବିଚାରକୁ ନିଆଯିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ବି ଭି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି।
- ରବିବାର ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏଲ୍-୪୧୦ ବିମାନ କେନ୍ଦ୍ରୀୟ ରୁଷିଆରେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୨୨ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୧୬ ଜଣଙ୍କଠାରେ ଜୀବନର ଲକ୍ଷଣ ପ୍ରକାଶ ପାଉ ନ ଥିବା ରୁଷିଆ ଇମର୍ଜେନ୍ସିଜ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
- ଲଖିମପୁର ଖେରି ହିଂସା ମାମଲାରେ ଉତ୍ତରପ୍ରଦେଶ ପୁଲିସ ଯାଞ୍ଚ ଅଭିଯାନକୁ ଆଜି ବ୍ୟାପକ କରିଛି। ଘଟଣାସ୍ଥଳରେ ପୁଲିସ ବାହିନୀର ୨ଟି ସ୍ବତନ୍ତ୍ର ଟିମ୍ ଛାନ୍ଭିନ୍ କରିଥିବା ବେଳେ ଆଖପାଖ ଅଂଚଳର ସିସିଟିଭି ରେକର୍ଡ ଯାଞ୍ଚ ହୋଇଛି।
- ଆଜିଠାରୁ ଆରମ୍ଭ ହେଉଛି ନାଇଟ୍ କର୍ଫ୍ୟୁ। ରାତି ୮ଟା ପରେ କାହାରିକୁ ବାହାରକୁ ବାହାରିବାକୁ ଅନୁମତି ନାହିଁ। ଏଭଳି କଟକଣାକୁ ଆଖି ଆଗରେ ରଖି ମୋ ବସ୍ ଚଳାଚଳ ଉପରେ ମଧ୍ୟ କଟକଣା କରାଯାଇଛି। ରାତି ୮ଟା ପରେ ଆଉ ମୋ ବସ୍ ସେବା ଉପଲବ୍ଧ ହେବ ନାହିଁ।
- ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସା ପରେ ରାଜ୍ୟ ବିଜେପି ସଭାପତି ସ୍ଵତନ୍ତ୍ର ଦେବ ସିଂହ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ରବିବାର ଉପଦେଶ ଦେଇଛନ୍ତି।ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସା ପରେ ରାଜ୍ୟ ବିଜେପି ସଭାପତି ସ୍ଵତନ୍ତ୍ର ଦେବ ସିଂହ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ରବିବାର ଉପଦେଶ ଦେଇଛନ୍ତି।
|
563 |
Y |
|
2750 |
11-10-2021 |
English |
- India reported 18,166 new COVID-19 cases on Sunday, the lowest single-day rise in nearly seven months. The country also reported 214 deaths due to coronavirus.
- Union Minister of State for Railways Raosaheb Patil Danve on Sunday reviewed the progress of the 272-km-long Udhampur-Srinagar-Baramulla Railway Line (USBRL) project and said it should be completed by 2023.
- Railways has successfully operated two long haul freight trains Trishul and Garuda for the first time over South-Central Railway. Railway Ministry said, Trishul is the first long haul of South-Central Railway comprising of three freight trains of 177 wagons.
- Security forces have detained over 700 people in J&K in response to the killing of seven civilians, including those from the Kashmiri Pandit, Sikh and Muslim communities, in six days.
- An earthquake of 3.0 magnitude was recorded in Kalaburagi on Sunday, the Karnataka State Natural Disaster Monitoring Centre (KSNDMC) said. The earthquake was felt two km north east of Kodadur in Kalgi Taluk of Kalaburagi district at 6.05 AM.
- Kannada actor Satyajith passed away at the Bowring and Lady Curzon Hospital in Karnataka's Bengaluru. Originally named Syed Nizamuddin, the actor began his journey in the film line as an antagonist. Satyajith has acted in over 600 films. He was 72 yrs.
- A union of traders in Maharashtra has objected to the state government calling a bandh today in protest against last week's violence in Uttar Pradesh's Lakhimpur Kheri where four farmers were among eight people killed.
- BJP’s chief whip in the Odisha Assembly Mohan Charan Majhi had a narrow escape on Sunday when two unidentified miscreants hurled bombs at his car in Keonjhar district,
- The brother of Rajasthan Chief Minister Ashok Gehlot has been summoned again by the Enforcement Directorate for questioning in a case of illegal export of fertiliser. Agrasen Gehlot has been told to come to the probe agency's office in Delhi.
- . Telangana and Uttarakhand have become the first states in the country to introduce mobile court units to allow witnesses and victims, including women and children, to record evidence from remote locations under circumstances which do not permit them to appear before courts in person.
- Justice Satish Chandra Sharma has been appointed Chief Justice of the High Court of Telangana. The Union government notified his appointment on Saturday after President Ram Nath Kovind endorsed the recommendation of the Supreme Court Collegium.
- Minister of State for External Affairs, V. Muraleedharan will be paying an official visit to New York from 11 Oct. During the 3 day visit, Mr Muraleedharan will represent India at the UN Security Council High Level Open Debate on Peace-building and sustaining peace.
- The UN Security Council High Level meeting is convened by Kenya which holds the Presidency of UN Security Council in the month of October, and will be chaired by the Kenya President Uhuru Kenyatta.
- Govt allows export of Russia's Sputnik Light vaccine manufactured in India. Sputnik Light is the same as component-1 of the Russian vaccine Sputnik
- Sixteen people were killed after an aircraft carrying parachutists crashed in central Russia on 10 Oct. The L-410 plane carrying 22 people crashed during a flight over the republic of Tatarstan.
- Iranian Parliament Speaker, Mohammad Baqer Qalibaf condemns the recent attack in a mosque in Afghanistan's Kunduz and asks authorities to punish those behind the tragic incident that killed over 100 people and injured many.
- In Odisha, inmates in two central jails can now see and speak to their visitors during mulaqat hours as they speak over an intercom, separated by two glass barriers. The facility was inaugurated on October 2.
- The Centre on Saturday appointed Chief Justices (CJ) to eight High Courts and approved the transfer of five other Chief Justices.The Supreme Court Collegium had recommended the transfer of the five Chief Justices on September 16.
- The Met department has also predicted isolated heavy falls over Kerala, Tamil Nadu and south interior Karnataka during next 5 days.
- BJP's Modi government is looting people of the country by imposing tax on petrol and diesel,” Congress Chandigarh unit spokesperson Harmail Kesri said.
|
629 |
Y |
|