-
ସୁପ୍ରିମ୍କୋର୍ଟ ସୋମବାର କହିଛନ୍ତି ଯେ, ଗଣତନ୍ତ୍ର ଆମ ସମ୍ବିଧାନର ଆବଶ୍ୟକ ବୈଶିଷ୍ଟ୍ୟ ହୋଇଥିବାରୁ ଏବଂ ପ୍ରତ୍ୟେକ ନାଗରିକର ନିଜ ପସନ୍ଦ ଅନୁସାରେ ଭୋଟ ଦେବାର ଅଧିକାର ଥିବାରୁ ପ୍ରାର୍ଥୀମାନଙ୍କର ପୂର୍ଣ୍ଣାଙ୍ଗ ପୃଷ୍ଠଭୂମି ବିଷୟରେ ପ୍ରତ୍ୟେକ ଭୋଟରଙ୍କର ଜାଣିବାର ଅଧିକାର ରହିଛି।
-
ବିଜେଡି ସାଂସଦ ମାନସ ମଙ୍ଗରାଜ ରାଜ୍ୟସଭାରେ ରଖିଥିବା ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର। ଓଡିଶାରେ ଗତ ୨୦୧୮-୧୯ ରୁ ୨୦୨୨-୨୩ ମୋଟ ୫ଟି ଆର୍ଥିକ ବର୍ଷରେ ୩୬୦ ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି।
-
ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ସେବା ଠପ ହୋଇଯାଇଛି। ଆଇଆରସିଟିସିର ୱେବସାଇଟ୍ ଆଜି ସକାଳୁ କାମ କରିବା ବନ୍ଦ କରିଦେଇଛି। ଏଥିସହ IRCTC ର ଆପ୍ ମଧ୍ୟ ଡାଉନ ହେଇଛି।
-
ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢି ଚାଲିଥିବାବେଳେ ଆଜି ପୁଣି ଆଉ ୪ ଟି ସ୍ଲୁଇସ୍ ଗେଟ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ତେବେ ବାମ ପାର୍ଶ୍ବର ୮ ଟି ଏବଂ ଡାହାଣ ପାର୍ଶ୍ବର ୪ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।
-
୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡେଲାଙ୍ଗ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝି। ବିଲ କରିଦେବା ପାଇଁ ପ୍ରଲୋଭନ ଦେଖାଇ ଲାଞ୍ଚ ନେଲାବେଳେ ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝିଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି।
-
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ପ୍ରାୟ ୧୨୫୦ କୋଟି ଟଙ୍କା ବିନିଯୋଗରେ ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି ।
-
ଇଭିଆ ଦ୍ବୀପରେ ବନାଗ୍ନି ଲିଭାଇବା ପାଇଁ ମୁତୟନ ହୋଇଥିବା ଗୋଟାଏ ଜଳବର୍ଷଣକାରୀ ବିମାନ ମଙ୍ଗଳବାର ଦିନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
-
ସାହାରା କୋଅପରେଟିଭ ସୋସାଇଟିର ନିବେଶକମାନଙ୍କ ଲାଗି ଫେରସ୍ତ ଦାବି ଦାଖଲ କରିବା ନିମନ୍ତେ ସାହାରା ରିଫଣ୍ଡ୍ ପୋର୍ଟାଲ୍ ଖୋଲାଯାଇଛି। ସବୁ ନିବେଶକମାନଙ୍କୁ ଅନ୍ଲାଇନ୍ରେ ଦାବି ଦାଖଲ କରିବାକୁ ପଡ଼ିବ।
-
ମଣିପୁର ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ବିରୋଧୀ ଦଳ ନେତାମାନେ ଲୋକସଭାରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।
-
ବିବାଦୀୟ ଦିଲ୍ଲୀ ସର୍ଭିସେସ ଅଧ୍ୟାଦେଶ ବଦଳରେ ଏକ ବିଧେୟକ ( ବିଲ୍) ଆଣିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ସଂସଦରେ ଏହି ବିଲ୍ ଆଗତ ହେବା ପୂର୍ବରୁ ଏହାକୁ କ୍ୟାବିନେଟ ଅନୁମୋଦନ ମିଳିଛି ।
-
ନିଖୋଜ ହୋଇ ଯାଇଥିବା ଚୀନ୍ର ବୈଦେଶିକ ମନ୍ତ୍ରୀ କ୍ବିନ୍ ଗାଙ୍ଗ୍ଙ୍କ ସ୍ଥାନରେ ୱାଙ୍ଗ୍ ୟି’ଙ୍କୁ ଦେଶର ନୂଆ ବୈଦେଶିକ ମନ୍ତ୍ରୀ ରୂପେ ନିଯୁକ୍ତ କରାଯାଇଥିବା କଥା ମଙ୍ଗଳବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ‘ସିନ୍ହୁଆ’ ରିପୋର୍ଟ କରିଛି।
-
୧୦୦ଟି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପକୁ ବିଦେଶୀ ଭାଷାରେ ଅନୁବାଦ କରାଯିବ: ସଂସ୍କୃତି ବିଭାଗର ବଡ଼ ପଦକ୍ଷେପ ।
-
କେନ୍ଦ୍ର ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ‘ନିଜ ଦଳ ଶାସନରେ ଥିଲେ, କାହିଁକି ନିଆଯାଉନାହିଁ କାର୍ଯ୍ୟାନୁଷ୍ଠାନ’।
-
ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ ତାଙ୍କ ପତ୍ନୀ ଓ ପୁତୁରାଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
-
ରୁଷ ଲିଙ୍ଗ ପରିବର୍ତ୍ତନ, ଟ୍ରାନ୍ସଜେଣ୍ଡର ବିବାହ ଉପରେ ବ୍ୟାନ୍ ଲଗାଇଲା ।
-
ହୀରାକୁଦରୁ ଆଉ ୪ଟି ଗେଟ୍ ଖୋଲିଲା ।ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଜଳ ପ୍ରବେଶର ମାତ୍ରା ବଢ଼ୁଥିବାରୁ ଖୋଲିଲା ଆଉ ୪ ଗେଟ୍ ।
-
ରାଜ୍ୟରେ ଆଉ ୩ ଇଥାନଲ୍ ପ୍ଲାଣ୍ଟ୍ ଓ ଖୋର୍ଦ୍ଧାରେ ୨ଟି ପୋଷାକ କାରଖାନା ବସିବ ।
-
ଚଳିତ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ବଢ଼ାଇଲା ଭାରତର ଅଭିବୃଦ୍ଧି ହାର, ୬.୧ ପ୍ରତିଶତ ରହିପାରେ ଜିଡିପି ।
-
IRCTCରେ ପୁଣି ଆରମ୍ଭ ହେଲା ଟିକେଟ୍ ବୁକିଂ, ମଙ୍ଗଳବାର ସକାଳଠୁ ଥିଲା ବନ୍ଦ, ଯାତ୍ରୀ ଆଶ୍ୱସ୍ତ ।
-
ଭାରତୀୟ ପୁରୁଷ କ୍ରିକେଟ ଦଳ ପାଇଁ ୨୦୨୩-୨୪ର ଘରୋଇ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଚଳିତ ଘରୋଇ ସିଜନରେ ଭାରତୀୟ ଦଳ ୧୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ।