# |
Date |
Type |
Current Affairs |
No. Of Views |
Status |
Action |
2821 |
05-09-2021 |
Odia |
- ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଥିଲା। ଏଥିରେ ୨୧୭୧.୮୨ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପରେ ୫ ହଜାର ୨୪୨ ଜଣଙ୍କୁ ରାଜ୍ୟ ଭିତରେ ନିଯୁକ୍ତି ମିଳିବ ।
- ଯାଜପୁର ଜିଲ୍ଲାରେ ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ପ୍ରତିଷ୍ଠା କରିବ । ଏଥିରେ ୬୫୦ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ୭୫୦ ଜଣଙ୍କୁ ନିଯୁକ୍ତି ମିଳିବ । ଝାରସୁଗୁଡ଼ାରେ ଏଲ.ଏନ ମେଟାଲିକ୍ସ ଲିମିଟେଡ୍ ୨୦୫ କୋଟି ବିନିଯୋଗ କରିବ, ଏଥିରେ ୫୭୧ ଜଣ ନିଯୁକ୍ତି ପାଇବେ । ଜଗତସିହଂପୁରର ଉଦୟବଟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ରିଭେରାଇନ୍ ଜେଟ୍ଟି ପ୍ରତିଷ୍ଠା କରିବ । ଏଥିରେ ୧୫୦ କୋଟି ବିନିଯୋଗ ହେବାକୁ ଥିବାବେଳେ ୨୮୦ ଜଣ କାମ ପାଇବେ ।
- ସୋନପୁରରେ ମାସ୍ ବାୟୋ ଫୁଏଲ୍ସ ୨୫୮.୦୫ କୋଟି ବିନିଯୋଗରେ ଏଥାନଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ । ସେହିଭଳି ଭାଇବ୍ରାଣ୍ଟ ସ୍ପିରିଟ୍ ବରଗଡ଼ରେ ୧୦୦ କୋଟି ବିନିଯୋଗ କରି ଏଥାନଲ ୟୁନିଟ୍ କରିବ । ଏଥିରେ ୨୨୫୦ ଜଣଙ୍କୁ ନିଯୁକ୍ତି ମିଳିବ ।
- ଯାଜପୁର କଳିଙ୍ଗନଗରରେ ଭିସିଆଇ କେମିକାଲ୍ କୋଇଲା ପ୍ଲାଣ୍ଟ କରିବ । ଏଥିରେ ୨୧୦ କୋଟି ବିନିଯୋଗ ହେବାକୁ ଥିବା ବେଳେ ୧୫୭ ଜଣ ନିଯୁକ୍ତି ପାଇବେ । ରାମକୋ ସିମେଣ୍ଟ ହରିଦାସପୁର ୟୁନିଟର ସମ୍ପ୍ରସାରଣ ପାଇଁ ୧୯୦ କୋଟି ନିବେଶ କରିବ । ଏହାଦ୍ୱାରା ୬୦ ଜଣଙ୍କୁ ନିଯୁକ୍ତି ମିଳିବ ।
- ଖୋର୍ଦ୍ଧାରେ ଏକ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ ଲକଜୁରି ଆସେଟ୍ସ ପ୍ରା.ଲି । ଏଥିରେ ୧୮୧.୬୦ କୋଟି ଟଙ୍କା ନିବେଶକ ହେବାକୁ ଥିବାବେଳେ ୨୨୪ ଜଣ କାମ ପାଇବେ । ସେହିଭଳି ଖୋର୍ଦ୍ଧାରେ ଲାଲଚାନ୍ଦ ରିସୋର୍ଟ ହୋଟେଲ ଶିଳ୍ପ ପାଇଁ ୧୧୯.୬୭ କୋଟି ନିବେଶ କରିବେ । ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ । ଶୈଳବାଳା ଇନଫ୍ରାଷ୍ଟକ୍ଚର ପ୍ରା.ଲି ଖୋର୍ଦ୍ଧାରେ ୪ ତାରକା ବିଶିଷ୍ଟ ହୋଟେଲ୍ ପାଇଁ ୧୦୭.୫୦ କୋଟି ନିବେଶ କରିବେ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ ।
- ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରମୋଦଙ୍କ ସଫଳତା ଦେଶବାସୀଙ୍କୁ ଖୁସି କରିଛି । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କ ବିଜୟକୁ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’ ବୋଲି କହିଛନ୍ତି ।
- ବିଧାନସଭାରେ ଅସୁସ୍ଥ ହୋଇ ପଡ଼ିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରୁଥିଲେ ତାରା । ଏହି ସମୟରେ ତାରା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ସହଯୋଗୀ ବିଧାୟକ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । ନିକଟରେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ।
- ଟୋକିଓ ପାରା ଅଲମ୍ପିକ୍ସରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ହାତେଇଛି। ଏଥର ସୁଟିଂରେ ସ୍ୱର୍ଣ୍ଣ ମିଳିଛି ଏବଂ ଏହାକୁ ଜିତିଛନ୍ତି ୧୯ ବର୍ଷୀୟ ସୁଟର ମନୀଷ ନରୱାଲ।ପୁରୁଷ ମିକ୍ସଡ୍ ୫୦ ମିଟର ପିସ୍ତଲ ଇଭେଣ୍ଟରେ ମନୀଷ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମନୀଷ ଫାଇନାଲରେ ୨୧୮ ଦଶମିକ ୨ ସ୍କୋର କରି ବାଜି ମାରିନେଇଛନ୍ତି । ଏହି ସମାନ ଇଭେଣ୍ଟରେ ରୋପ୍ୟ ପଦକ ମଧ୍ୟ ଭାରତ ହାତେଇଛି।
- ଆମେରିକାର ପୂର୍ବ ଉପକୂଳରେ ପ୍ରଳୟ ରଚିଛି ସାମୁଦ୍ରିକ ଝଡ଼ ଇଡ଼ା ,ବୁଧବାର ରାତିରୁ ଶୁକ୍ରବାର ସକାଳ ଯାଏଁ ହୋଇଥିବା ବର୍ଷାରେ ମେରିଲ୍ୟାଣ୍ଡରୁ କନେକ୍ଟିକଟ ମଧ୍ୟରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି ।
- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନ ହେବା ନେଇ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ଆସନରେ ସେପ୍ଟେମ୍ବର ୩୦ ତାରିଖରେ ଉପନିର୍ବାଚନ ହେବ । ଏହା ସହ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ । ସମାନ ତାରିଖରେ ପଶ୍ଚିମବଙ୍ଗର ସମସେରଗଞ୍ଜ, ଜଙ୍ଗୀପୁର ଓ ଭବାନୀପୁର ଆସନ ପାଇଁ ବି ଉପନିର୍ବାଚନ ଅନୁଷ୍ଠିତ ହେବ ।
- ଉପନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ପରେ ୩୧ଟି ବିଧାନସଭା ଓ ୩ ଟି ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର କାର୍ଯ୍ୟଶୈଳୀକୁ ନେଇ ସୁପ୍ରିମକୋର୍ଟ ଖପ୍ପା ହୋଇଛନ୍ତି | ଆଉ ସେଥିପାଇଁ ସୁପ୍ରିମକୋର୍ଟ ସିବିଆଇକୁ ସଫଳତା ହାର ବାବଦରେ ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି |
- ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ‘ଦ ମର୍ଣ୍ଣିଂ କନସଲ୍ଟ’ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୨ୟ ସ୍ଥାନରେ ଅଛନ୍ତି । ୩ୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୪୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୫ମ ସ୍ଥାନରେ ରହିଛନ୍ତି ।
- ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଳ କୁମାର ଲୋହାନୀ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କରୋନା କଟକଣା ମାନି ନିର୍ବାଚନରେ ସମସ୍ତ କାମ କରାଯିବ।
- କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶରେ ୩୯ଟି ଔଷଧର ଦାମ୍ ହ୍ରାସ ପାଇଛି। ଏହି ଔଷଧଗୁଡ଼ିକ କ୍ୟାନସର୍, ଡାଇବେଟିସ୍ ଓ ଟିବି ଆଦି ରୋଗରେ ପୀଡ଼ିତ ରୋଗୀମାନେ ବ୍ୟବହାର କରୁଛନ୍ତି। ଜୀବାଣୁ ନାଶକ ଏବଂ ଭୂତାଣୁ ନାଶକ ଔଷଧଗୁଡ଼ିକର ଦାମ୍ ମଧ୍ୟ ହ୍ରାସ ପାଇଛି।
- ସରକାରୀ ଦେୟକୁ କାର୍ଡ, ୟୁପିଆଇ, କ୍ୟୁଆର୍ କୋଡ୍ ଓ ୱାଲେଟ୍ ଆଦି ଜରିଆରେ ପଇଠ କରିହେବ।
- ଇଂରାଜୀ ବିଷୟରେ ଉତ୍ତୀର୍ଣ୍ଣ ହେବା ସହ ଦଶମ ଶ୍ରେଣୀ ପରୀକ୍ଷାରେ ପାସ୍ କରିଛନ୍ତି ଚୌଟାଲା। ୮୬ ବର୍ଷୀୟ ଚୌଟାଲା ଅଗଷ୍ଟ ୧୮ ତାରିଖରେ ଇଂରାଜୀ ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ଶନିବାର ବାହାରିଛି। ଏଥିରେ ଚୌଟାଲା ୮୮ ପ୍ରତିଶତ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।
- ଏବେକା ସମୟରେ କେନ୍ଦ୍ରୀୟ ଏଜେନ୍ସୀର ଯେଉଁ ପ୍ରକାର ଉପଯୋଗ ହେଉଛି ତାହା କେବେ ପୂର୍ବରୁ ହୋଇ ନାହିଁ। ବର୍ତ୍ତମାନ କେନ୍ଦ୍ର ସରକାର ବିରୋଧୀ ରାଜନୈତିକ ଦଳର ନେତାଙ୍କ ଉପରେ ଚାପ ପକାଇବା ଲାଗି ଇଡିର ଉପଯୋଗ କରୁଥିବା ପାୱାର ସିଧାଶଳଖ ଅଭିଯୋଗ କରିଛନ୍ତି।
- ଆଫଗାନିସ୍ତାନରେ ପୂର୍ବ ସରକାରଙ୍କ ଅଧିକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଆକାଉଣ୍ଟର ଦୂରୁପଯୋଗରୁ ତାଲିବାନକୁ ରୋକିବା ଲାଗି ଗୁଗଲ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।
- ବଙ୍ଗୋପସାଗରରେ ତିନି ତିନୋଟି ଲଘୁଚାପ ଦାନା ବାନ୍ଧୁଛି । ଉତ୍ତରପୂର୍ବ ଓ ତତସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ। ସେହିଭଳି ଦକ୍ଷିଣ ଛତିଶଗଡ଼ ଏବଂ ଆନ୍ଧ୍ର ଉପକୂଳରେ ଆଉ ୨ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବର୍ଷାର ପରିମାଣ ମଧ୍ୟ ବଢ଼ିବ ।
|
550 |
Y |
|
2822 |
05-09-2021 |
English |
- Odisha’s Pramod Bhagat beating Great Britain’s Daniel Bethell in the Badminton Men’s Singles SL3 gold medal match. Prime Minister Narendra Modi and Odisha Chief Minister Naveen Patnaik congratulated him for winning Gold medal in Badminton at the Paralympics Games in Tokyo.
- Senior Congress leader and Jeypore MLA Tara Prasad Bahinipati fell sick all of sudden during Assembly proceedings today.
- Olympians Birendra Lakra, Amit Rohidas, Deepagres Ekka and Namita Toppo were felicitated at a special event organized by the Rourkela Municipal Corporation and Smart City at the local Civic Centre.
- Chief Minister Naveen Patnaik spoke to Gold medalist Pramod Bhagat through virtual mode and congratulated him for his marvellous performance at Tokyo Paralympics.
- The State Level Single Window Clearance Authority (SLSWCA) held today under the chairmanship of the Chief Secretary Suresh Chandra Mahapatra approved 10 industrial projects worth Rs 2171.82 crore that would generate employment opportunities for over 5,242 persons.
- My Home Industries Pvt. Limited (MHPL) to set up a 3 MTPA Cement Grinding unit at Badchana, Jajpur with an investment of INR 650 crore, which will generate potential employment opportunities for over 750 persons.
- The 103rd SLSWCA gave a nod to VCI Chemical Industries Pvt Ltd to set up a Coal Tar Distillation Plant with a 1,00,000TPA capacity at Kalinganagar in Jajpur at an investment of INR 210 crore, which will generate potential employment opportunities for over 157 persons.
- The panel has approved a cement plant project by Ramco Cements Limited to expand its existing plant with the addition of a cement grinding capacity of 0.9 MTPA at Haridaspur in Jajpur at an investment of INR 190 crore, which will generate potential employment opportunities for over 60 persons.
- A 5-star Hotel by Luxurio Assets Private Limited against an investment of INR 181.60 crore to be set up at Bhubaneswar, Khurdha, which will generate potential employment opportunities for over 224 persons.
- A Hotel cum luxury resort by Lalchand Resort Pvt Ltd against an investment of INR 119.67 crore to be set up in Khurdha, which will generate potential employment opportunities for over 350 persons.
- A 4-star hotel by Sailabala Infrastructure Pvt Ltd against an investment of INR 107.50 crore to be set up at Chandaka Industrial Estate, Khurdha, which will generate potential employment opportunities for over 300 persons.
- Chief Secretary Suresh Chandra Mahapatra along with Development Commissioner Pradeep Kumar Jena visited the Ekamra Haat( Art and Craft Market) today for reviewing the ground level progress of the renovation works there.
- The Odisha University of Technology and Research (OUTR) Bill, 2021 passed in the state Assembly today to upgrade the four-decade old College of Engineering and Technology (CET) in Bhubaneswar into a non-affiliating unitary university.
- Science and Technology Minister Ashok Chandra Panda on Saturday informed that science centres will be set up in 30 districts of the state.Replying to a question in the state Assembly, Panda said science teachers will be sent to Bengaluru for further training.
- The Border Security Force opened fire on a suspected drone along the Indo-Pak border in Punjab's Tarn Taran district, an official said Saturday.
- Delhi government will celebrate Teachers' Day on Sunday as 'Abhar Diwas' and award 122 teachers who discharged their duties diligently during the Covid pandemic, Deputy Manish Sisodia said today.
- A bypoll for the Bhabanipur Assembly seat in Bengal - the seat Mamata Banerjee will contest and must win to remain Chief Minister - will be held on September 30, the Election Commission said Saturday afternoon.
- Chief Justice NV Ramana is a "good judge and a good human being", Solicitor General Tushar Mehta said Saturday at a Bar Council of India event.
- Citing inordinate delay in cases being prosecuted by the Central Bureau of Investigation (CBI), the Supreme Court has sought data on the agency's success rate in court cases and is likely to evaluate its performance.
- Teachers' Day is celebrated on the birthday of Dr Sarvepalli Radhakrishnan, the first vice-president of India and the second president of the nation. Dr Radhakrishnan was an esteemed educationist.
|
572 |
Y |
|
2823 |
04-09-2021 |
Odia |
- ପ୍ରଥମ ପର୍ଯ୍ୟାୟରେ ୧୧୦ଟି ନୂତନ ଯାତ୍ରୀବାହୀ ବସ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି, ଏଥି ସହିତ ବିଏସ୍-୬ ଶ୍ରେଣୀର ମଧ୍ୟ । ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ସହିଦନଗରରେ ଶୁଭାରମ୍ଭ ହେଲା OTDCର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟକୁ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ OTDC ଅଧକ୍ଷା ଶ୍ରିମୟୀ ମିଶ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ 5T ସଚିବ ଭି.କେ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ରହିଥିଲେ ।
- ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହେଲା ଓଡ଼ିଆ ସର୍ଟ ଫିଲ୍ମ । ବାଲେଶ୍ଵରର ଶିଳ୍ପୀ କେଶୁଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯ ଫିଲ୍ମ ମନୋନୀତ ହୋଇଛି । ଜେବିଏସ୍ ଓ ଓରିଫାର୍ମିଙ୍ଗ ଭୁବନେଶ୍ୱର ଦ୍ବାରା ଆୟୋଜିତ ୨ୟ କୋଭିଡ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଏହା ମନୋନୀତ ହେଇଛି । ଭାରତ ସହ ଅନ୍ୟାନ୍ୟ ଦେଶର ମୋଟ ୨୭୫ଟି ଫିଲ୍ମ ଆସିଥିବା ବେଳେ ଓଡ଼ିଶାର ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର ସ୍ଥାନିତ ହୋଇଛି ।
- ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲାକୁ ଥିଲା ଗୁପ୍ତ ସୁଡଙ୍ଗ। ଖୋଦ ରାଜଧାନୀ ଦିଲ୍ଲୀର ମଧ୍ୟଭାଗରେ ଏକ ପୁରାତନ ଦୀର୍ଘ ସୁଡଙ୍ଗର ଆବିଷ୍କାର ପରେ ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଛି। ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିଓ୍ୱାସ ଗୋୟଲ କହିଛନ୍ତି ଅତୀତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏହି ସୁଡଙ୍ଗ ଦେଇ ଲାଲକିଲ୍ଲା ନିଆଯାଉଥିଲା। ଲୋକଙ୍କ ଭିତରେ ଯେପରି ଉତ୍ତେଜନା ପ୍ରକାଶ ପାଇବ ନାହିଁ ତାହାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଉଥିଲା।
- କରୋନା କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବା ନୀତି ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କ୍ଷତିପୂରଣ ନୀତି ପ୍ରସ୍ତୁତ କରିବା ବ୍ୟତୀତ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର ପ୍ରକୃତ କାରଣ ରେକର୍ଡ କରିବା ପାଇଁ ଏକ ସିଷ୍ଟମ ପ୍ରସ୍ତୁତ କରିବାକୁ କୋର୍ଟ କେନ୍ଦ୍ରକୁ କହିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସିଥିରେ ବି ସଫଳ ହୋଇପାରିଲେ ନାହିଁ କେନ୍ଦ୍ରସରକାର।
- ତାଲିବାନ ଆତଙ୍କି ଗୋଷ୍ଠୀ କାଶ୍ମୀର ସମେତ ବିଶ୍ୱର ସମସ୍ତ ସ୍ଥାନରେ ମୁସଲମାନଙ୍କ ପାଇଁ କହିବାର ଅଧିକାର ରଖୁଛନ୍ତି ବୋଲି କହିବା ଘଟଣା ଭାରତର ଚିନ୍ତା ବଢାଇ ଦେଇଛି।
- ତୀରନ୍ଦାଜରେ ହରବିନ୍ଦର ସିଂହ କାଂସ୍ୟ (ବ୍ରୋଞ୍ଜ) ପଦକ ଜିତିଛନ୍ତି। ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଏହା ଭାରତର ପ୍ରଥମ ପଦକ। ହରବିନ୍ଦର କୋରିଆର ଏମ.ଏସ କିମଙ୍କୁ ୬-୫ରେ ପରାସ୍ତ କରି ଏହି ଗୌରବ ହାସଲ କରିଛନ୍ତି। ଏଥିସହ ଭାରତ ପୁଣି ଗୋଟିଏ ଦିନରେ ୩ଟି ପଦକ ଜିତିଛି।
- ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର୍ ଅବନୀ ଲଖେରା। ଅବନୀ ପାରାଲିମ୍ପିକ୍ସରେ ତାଙ୍କର ଦ୍ୱିତୀୟ ପଦକ ଜିତିଛନ୍ତି। ଶୁକ୍ରବାର ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୨ରେ ପହଞ୍ଚି ଯାଇଛି।
- 9. ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ପରେ ଜଣେ ୱେବ ପୋର୍ଟାଲ ଏଡିଟରଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି । ଏଡିଟର ସୁଧାଂଶୁ ରାଉତଙ୍କ ସହ ସମ୍ପୃକ୍ତ ୱେବ୍ ପୋର୍ଟାଲର ଜଣେ ସାମ୍ବାଦିକଙ୍କୁ ମଧ୍ୟ ଗିରଫ କରାଯାଇଛି ।
- କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ହେଉ କି ସ୍ବେଚ୍ଛାକୃତ ଭବିଷ୍ୟନିଧି ପାଣ୍ଠି(ଭିପିଏଫ୍)ରେ ଏଣିକି କର୍ମଚାରୀଙ୍କ ବାର୍ଷିକ ଯୋଗଦାନ ୨.୫ ଲକ୍ଷରୁ ଅଧିକ ହେବ ସେ କ୍ଷେତ୍ରରେ ସଦସ୍ୟଙ୍କୁ ମିଳିଥିବା ସୁଧ ଉପରେ ଟିକସ ଦେବାକୁ ହେବ।
- ପଞ୍ଜଶୀରରେ ୩୫୦ ଜଣ ତାଲିବାନୀ ନିପାତ। ସେଠକାର ସାମ୍ୱାଦିକ ନାତିକ ମାଲିକଜାଦା ଦ୍ୱାରା କରାଯାଇଥିବା ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀରର ପ୍ରବେଶ ପଥ ଗୁଲବାହାର ଅଞ୍ଚଳରେ ତାଲିବାନ ସୈନିକ ଏବଂ ନର୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ।
- ବଢ଼ି ଚାଲିଛି କମ୍ପାନୀ ମୁଖ୍ୟ ମୁକେଶ ଅମ୍ୱାନୀଙ୍କ ସମ୍ପତ୍ତି । ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବଜାର ମୂଲ୍ୟ ବୃଦ୍ଧି ପାଇ ୧୫ ଲକ୍ଷ କୋଟିରେ ପହଞ୍ଚିଛି । (Market Capitalization) ଏମ୍କ୍ୟାପ୍ରେ ଏହି ସ୍ତର ହାସଲ କରିଥିବା ରିଲାଏନ୍ସ ଦେଶର ପ୍ରଥମ କମ୍ପାନୀ ।
- ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ୪୬ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୬ ହଜାର ପଦବୀକୁ ଅକ୍ଟୋବର ଶେଷ ସୁଦ୍ଧା ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
- ଆଫଗାନିସ୍ତାନର ମାନବାଧିକାର କର୍ମୀ ହୋରିଆ ମୋସାଡିକ୍ କହିଛନ୍ତି। ସେ କହିଛନ୍ତି, ମୁକ୍ତ କଏଦୀମାନେ “ମହିଳା ବିଚାରପତି, ମହିଳା ଓକିଲ ଏବଂ ମହିଳା ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଧମକ
|
568 |
Y |
|
2824 |
04-09-2021 |
English |
- Odisha registered 681 new COVID-19 cases in last 24 hours, of which 118 people between 0-18 age group were new infectees, informed the State Information & Public Relation Department today.
- Iconic Adarsha Vidyalaya will come up on 25 acres of land at Andharua on the outskirts of Bhubaneswar. The ground breaking ceremony of the institution will be held on September 5.
- Odisha Revenue and Disaster Management Minister Sudam Marndi on Friday said that 1621 persons have been killed in lightning strikes across Odisha till date since 2018
- The Higher Education department has stated that the refresher course is being launched on an experimental basis. If online refresher course runs well, it will be extended to aided college teachers in the State.
- The National Investigation Agency (NIA) on Friday told the Bombay High Court in an oral statement that it will not take any coercive action against poet-activist Varavara Rao till September 6.
- The Supreme Court Friday stayed for a week Kerala government's decision to conduct offline exams for Class XI commencing from September 6 amid the rising cases of Covid.
- The Bengal government has taken over the Kanchenjunga Stadium of Siliguri, the second largest football stadium of the state after the Yuva Bharati Krirangan in Calcutta.
- Telangana CM K. Chandrashekar Rao, who is on a visit to Delhi since September 1, met Prime Minister Narendra Modi at his residence on 03 Sep (Friday) evening. In his 50-minute-long meeting with the Prime Minister, Rao submitted a charter of 10 demands.
- Andhra Pradesh CM Jaganmohan Reddy on 03 Sep (Friday) credited Rs 1124 crore towards incentives for Micro, Small and Medium Enterprises (MSMEs) and textile units across the state. This would benefit 97,423 units and over 12 lakh employees.
- Hansa New Generation (NG) aircraft, designed and developed by CSIR-National Aerospace Laboratories (NAL), Bangalore a constituent lab of CSIR, has successfully made its maiden flight on 3 Sept 2021.
- India's Covid chart showed improvement today, with the country recording 42,618 cases, a drop of 6% from yesterday. 330 deaths were recorded during the period, according to the Health Ministry. Active cases constitute 1.23% of the total cases.
- The state government has spent Rs 33,61,359 for the development and promotion of Odia language. This was informed by Odia Language Literature & Culture Minister Jyoti Prakash Panigrahi.
- The Supreme Court Collegium headed by Chief Justice of India (CJI) N V Ramana has recommended as many as 68 names in one go for appointment as judges in 12 high courts, including in Allahabad, Rajasthan and Calcutta, that are facing a severe crunch of judges.
- Individual taxpayers, pay attention, please. You must file your Income Tax Return on or before September 30 or you will have to pay a late fee of Rs 5000. The Central government recently extended the deadline for ITR filing to September 30 due to the COVID pandemic.
- Book lovers in Delhi are going to have a super fun time as Delhi Book Fair is back. The 27th edition of the Delhi Book Fair has been organised by the Federation of Indian Publishers.
|
614 |
Y |
|
2825 |
03-09-2021 |
Odia |
- ବିନୋଦିନୀ ଦେବୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର । ପୁରସ୍କାର ବାବଦରେ ତାଙ୍କୁ୧ଲକ୍ଷ ଟଙ୍କା, ଉତ୍ତରୀୟ ଓ ମାନପତ୍ର ମିଳିବ । ସେହିପରି ନୃତ୍ୟ ଶିଳ୍ପୀ ଆରୁଷି ଓ ମର୍ଦ୍ଦଳ ଶିଳ୍ପୀ ରାମଚନ୍ଦ୍ରଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ । ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିବା ଉଭୟଙ୍କୁ ୨୫ହଜାର ଲେଖାଏଁ ଟଙ୍କା ସହ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।
- କୌଣସି ପ୍ରକାର ନିୟାମକ ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ୱେବ୍ ପୋର୍ଟାଲ, ୟୁଟ୍ୟୁବ୍ ଓ ସୋସିଆଲ ମିଡିଆରେ ମିଛ ଓ ସାମ୍ପ୍ରଦାୟିକ ଖବର ପ୍ରସାରଣ କରାଯାଉଥିବା ନେଇ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି।
- ଦେଶରେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ଟିକାକରଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ୯ ମାସ ସମୟ ଲାଗିବ। ତେଣୁ ସେ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କ ପାଠପଢ଼ାକୁ ବନ୍ଦ କରି ରଖାଯାଇ ପାରିବ ନାହିଁ ବୋଲି ଗୁଲେରିଆ କହିଛନ୍ତି।
- ଦେଶରେ ଜିଡିପି ଏବେ ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ଜିଏସଟି ଆଦାୟ ବି ସକରାତ୍ମକ ରହିଛି । ଏହାରି ମଧ୍ୟରେ ଦେଶ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଖବର ମୁତାବକ ଅଗଷ୍ଟ ମାସରେ ପୁଣିଥରେ ବେରୋଜଗାରି ହାର ବି ରେକର୍ଡ ସ୍ତରରେ ବୃଦ୍ଧି ପାଇଛି ।
- ପ୍ୟାନ ନମ୍ବର ସହ ଆଧାର ନମ୍ବର ଲିଙ୍କ କରିବାର ଅବଧି ଚଳିତ ମାସ ୩୦ ତାରିଖରେ ସମାପ୍ତ ହେଉଛି । ପୂର୍ବରୁ ଏହି ଶେଷ ତାରିଖ ବାରମ୍ବାର ବଢାଯାଇଥିବାବେଳେ ଏଥର ବଢାଯିବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।
- ରିୟଲିଟି ସୋ’ ବିଗବସ୍ ସିଜନ ୧୩ର ବିଜେତା ସିଦ୍ଧାର୍ଥ ଜଣେ ମଡେଲ୍ ଭାବେ କ୍ୟାରୟର ଆରମ୍ଭ କରିଥିଲେ । ଏହାପରେ ସେ ଟେଲି-ଧାରାବାହିକ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ହୃଦଘାତ ଯୋଗୁଁ ମାତ୍ର ୪୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।
- ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପୃକ୍ତିକୁ ସମାଲୋଚନା କରି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି ଯେ, ସେଠାରେ ଦୀର୍ଘ ୨୦ ବର୍ଷ ଧରି ସେନା ମୁତୟନ କରି ଆମେରିକା ‘ଆଳୁ’ (ଶୂନ୍) ପାଇଛି।
- ‘ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବଦ୍ୟାଳୟ ଆଇନ-୨୦୨୧’ ବିଲ୍କୁ ରାଜ୍ୟ ବିଧାନସଭାରେ ସ୍ବୀକୃତି ମିଳିଛି। ଏହି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ରହିବ।
- ଏବେ ଆର୍ସିଏସ୍-ଉଡାନ୍ ଯୋଜନାରେ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ କରୁଛି। ଏହାବାଦ୍ ରାଉରକେଲା, ଉତ୍କେଲା, ଜୟପୁରରୁ ବିମାନବନ୍ଦରକୁ ଆର୍ସିଏସ୍-ଉଡ଼ାନ୍ ଯୋଜନାରେ ଅନ୍ତର୍ଭୁକ୍ତ କରି କାର୍ଯ୍ୟକ୍ଷମ କରିବା ପ୍ରକ୍ରିୟା ଚାଲିଛି।
- ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ୭ଟି ବଡ଼ ବନ୍ୟା ଆସିଛି। ୨୦୦୧, ୨୦୦୩, ୨୦୦୬, ୨୦୦୭, ୨୦୦୮, ୨୦୧୧, ୨୦୨୦ରେ ଆସିଥିବା ବଡ଼ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୩୩.୯୬ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବାବେଳେ ୫୬୮ଜଣଙ୍କର ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ମୃତ୍ୟୁ ହୋଇଛି।
- ରାଜ୍ୟ ସରକାର ଗତ ୧୦ବର୍ଷ ମଧ୍ୟରେ ମୋଟ୍ ୩୨ଟି ଜଳସେଚନ ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆେୟାଗ (ସିଡବ୍ଲ୍ୟୁସି)କୁ ପଠାଇଛନ୍ତି ବୋଲି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି।
- ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ଯୋଜନାରେ ଓଡ଼ିଶା ଦ୍ୱିତୀୟ: ନବ ଦାସ ।
- ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣାପତ୍ର, ‘ବାଉଁଶ’ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହସ୍ତଶିଳ୍ପ
- ୪ର୍ଥ ଟେଷ୍ଟ:ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ ଭାରତ, ଅର୍ଦ୍ଧଶତକ ହାସଲକରି ସମ୍ମାନ ରକ୍ଷାକଲେ ଶାର୍ଦ୍ଦୁଳ
- ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।
- ପଞ୍ଜଶିର ଦଖଲ ନେଇ ନାକେଦମ୍ ହେଲାଣି ତାଲିବାନ, ଗଲାଣି ଶହଶହ ତାଲିବାନୀଙ୍କ ଜୀବନ ।
- ଜେବିଏସ୍ ଓ ଓରିଫାର୍ମିଙ୍ଗ ଭୁବନେଶ୍ୱର ଦ୍ବାରା ଆୟୋଜିତ ୨ୟ କୋଭିଡ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ୨୦୨୧ରେ ବାଲେଶ୍ଵରର ବିଶିଷ୍ଟ ଶିଳ୍ପୀ କେଶୁଦାସଙ୍କ ନିର୍ଦ୍ଦେଶିତ ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯ (କୋରନା କାଳରେ ଜଣେ କୁନି ଖପରାଶିଳ୍ପୀ) ମନୋନୀତ ହୋଇଛି ।
- ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
- ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ହେବାକୁ ଥିବା ସ୍ବତନ୍ତ୍ର ପରୀକ୍ଷା ଲାଗି ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି।
- ଦ୍ରବ୍ୟ ଏବଂ ସେବା କର (GST) ଆଦାୟରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ଚଳିତ ବର୍ଷ ଅଗଷ୍ଟ ମାସରେ ଜିଏସ୍ଟି ଆଦାୟ ୩୦ ପ୍ରତିଶତ ବୃଦ୍ଧିପାଇ ୧.୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।
|
567 |
Y |
|
2826 |
03-09-2021 |
English |
- India's daily Covid numbers jumped by 12% Thursday as 47,092 infections were detected in 24 hours. It is the biggest single-day rise in two months. 509 deaths were recorded in the same period, the Health Ministry said.
- Indian National Lok Dal president Om Prakash Chautala on Thursday claimed the people of the country are upset with the BJP government and asserted that a 'third front' will soon be formed at the national level.
- The West Bengal government has appointed 10 IPS officers to assist a special investigating team (SIT) formed by the Calcutta High Court to probe cases of post-poll violence in the state
- The Indian Navy has signed a contract with Navratna Defence public sector unit (PSU) Bharat Limited (BEL) for the supply of the first indigenous comprehensive Naval Anti Drone System (NADS), with both 'hard kill' and 'soft kill' capabilities.
- Popular television and film actor Sidharth Shukla, best known for his role in the long-running TV show ‘Balika Vadhu’, passed away on Thursday. He was 40.
- Rajya Sabha ex-MP and veteran journalist Chandan Mitra passes away. He was 65. He was Editor-in-Chief of the Pioneer.
- The 11th India-United Kingdom Economic and Financial Dialogue was held virtually on 02 Sep (Thursday). Finance Minister Nirmala Sitharaman and the UK Treasury Chancellor Rishi Sunak co-chaired the meeting.
- Taliban set to announce its new govt in Afghanistan; Mullah Hebatullah Akhundzada to be named Supreme Leader.
- The Supreme Court will consider transferring to itself all cases linked to the new Information and Technology rules for digital media and giving it a combined hearing.
- The Uttar Pradesh government on Thursday approved the construction of an airport in Lalitpur district.
- A hundred senior retired officers of the All India Services and Central Civil Services have made an appeal to the Election Commission to update the electoral rolls accurately to include vulnerable sections of the society.
- Travellers from seven additional countries, including Bangladesh and China, would need to undergo a mandatory RT-PCR test for Covid-19 on arrival in India,
- Defence Minister Rajnath Singh on Thursday said not a single major terror attack has taken place in the country ever since Prime Minister Narendra Modi assumed office in 2014
- Uttar Pradesh CM Yogi Adityanath on Wednesday ordered an inquiry and strict action against the guilty officials in the Noida Supertech twin towers case.
- Days after former Karnal sub-divisional magistrate (SDM) Ayush Sinha, a 2018 batch IAS officer, was caught on camera instructing policemen to “break heads” of farmers who breached a security cordon during a protest, the National Human Rights Commission (NHRC) has sought a report from the Karnal DC and SP on the same within four weeks.
|
595 |
Y |
|
2827 |
02-09-2021 |
Odia |
-
ଇନଷ୍ଟାଷ୍ଟ୍ ମେସେଜିଂ ଆପ୍ ହ୍ବାଟ୍ସଆପ୍ ୪୬ ଦିନ ମଧ୍ୟରେ ଭାରତରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଅଚଳ କରିଛି। ଜୁନ୍ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ କମ୍ପାନି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ସରକାରଙ୍କ ନୂଆ ଆଇଟି ନିୟମ ଅନୁଯାୟୀ କମ୍ପାନି ଦାଖଲ କରିଥିବା ରିପୋର୍ଟରେ ଏହା ଦର୍ଶାଇଛି।
-
କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ସୈୟଦ୍ ଅଲି ଶାହ ଗିଲାନୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ସେ ୯୧ ବର୍ଷ ବୟସରେ ଉପନୀତ ହୋଇଥିଲେ।
-
ଆଫଗାନିସ୍ତାନର ଏକମାତ୍ର ପ୍ରଦେଶ ପଂଜଶୀର ଏବେ ତାଲିବାନ ଦଖଲରେ ନାହିଁ। ପଞ୍ଜଶୀର ଦଖଲ କରିବାପାଇଁ ତାଲିବାନ ଗୋଷ୍ଠୀ ଏବେ ବିରୋଧୀ ବିଦ୍ରୋହୀ ବାହିନୀ ସହ ଲଢ଼ୁଛି। ଗତ ରାତିରେ ପ୍ରାୟ ୧୦୦୦ ଆତଙ୍କବାଦୀ ପଞ୍ଜଶୀରରେ ଆକ୍ରମଣ କରିଥିଲେ। ବିରୋଧୀ ବାହିନୀ ମଧ୍ୟ ପ୍ରଚଣ୍ଡ ଆକ୍ରମଣ କରିବାରୁ ୧୧୫ ତାଲିବାନ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ୨ ଶହରୁ ଅଧିକ ଆହତ ହୋଇଛନ୍ତି।
-
ପେଟ୍ରୋଲ୍ ଓ ଡିଜେଲ୍ର ଆକାଶଛୁଆଁ ଦର ସାଧାରଣ ଜନତାଙ୍କୁ ବହୁତ ବାଧୁଥିବା ବେଳେ ଏବେ ହାଣ୍ଡିଶାଳ ଉପରେ ସିଧାସଳଖ ମାଡ଼ କରାଯାଇଛି। ଆଜି ୧୪.୨ କେଜି ବିଶିଷ୍ଟ ଏଲ୍ପିଜି ଦାମ୍ରେ ଆଉ ୨୫ ଟଙ୍କା ବୃଦ୍ଧି କରାଯାଇଛି।
-
ଭାରତୀୟ ରାଜସ୍ବ ସେବା (ଆୟ କର) ୧୯୮୫ ବ୍ୟାଚ୍ର ବରିଷ୍ଠ ଓଡ଼ିଆ ଅଧିକାରୀ ଜେବି ମହାପାତ୍ର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।
-
ଦିଲ୍ଲୀ ନଏଡାରେ ଭାଙ୍ଗିବ ୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର । ବେଆଇନ ନିର୍ମିତ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।।
-
ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ଭିତରେ ସୀମୀତ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
-
ହରିଶଙ୍କର-ନୃସିଂହନାଥ ମନ୍ଦିରରେ ବିକାଶମୂଳକ କାମ ୨୦୨୨ ସୁଦ୍ଧା ଶେଷ କରିବା ଲକ୍ଷ୍ୟ ।
-
ଦେଶବ୍ୟାପୀ ‘ଫିଟ୍ ଇଣ୍ଡିଆ କୁଇଜ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବାକୁ ଯୋଗାଇ ଦିଆଯିବ ସୁବିଧା ।
-
ରାଜ୍ୟର ମରୁଡି ସ୍ଥିତି ନେଇ ବିଧାନସଭାରେ ହଙ୍ଗାମା । ବିରୋଧୀ କହିଲେ ୨୭ଜିଲ୍ଲାରେ ପ୍ରଭାବିତ । ଉତ୍ତରରେ କୃଷି ମନ୍ତ୍ରୀ ସ୍ପଷ୍ଟ କଲେ ନାହିଁ, କେତେ ଜିଲ୍ଲାରେ ହୋଇଛି ମରୁଡି ।
-
ଚର୍ଚ୍ଚାରେ ରାଷ୍ଟ୍ରପତି ବାଇଡେନ୍ ଓ ଘନିଙ୍କ ଶେଷ ଫୋନ୍ କଲ୍ । ତାଲିବାନୀଙ୍କ ସହ ୧୦ହଜାରରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଥିବା ନେଇ ବାଇଡେନଙ୍କୁ ସୂଚାଇଥିଲେ ଘନି ।
-
ପଞ୍ଜସିର ନେତାଙ୍କ ସହ ତାଲିବାନର ଆଲୋଚନା ବିଫଳ, ଲଢେଇ ଜୋରଦାର ହେବା ଆଶଙ୍କା ।
-
କରୋନା ନୂଆ ମ୍ୟୁଟାଣ୍ଟକୁ ନେଇ ଚର୍ଚ୍ଚା ! ଚୀନ, ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ସମେତ ୭ଟି ଦେଶରେ ବ୍ୟାପୁଛି ନୂଆ ଭ୍ୟାରିଆଣ୍ଟ ।
-
-ଭାରତରେ ନାହିଁ କୋଭିଡ-୧୯ର C.1.2 ଭାରିଏଣ୍ଟ, ସାରା ବିଶ୍ୱରେ ମିଳିଛି ମାତ୍ର ୧୦୦ଟି ପ୍ରମାଣ: ସ୍ୱାସ୍ଥ୍ୟମନ୍ତ୍ରାଳୟ ।
-
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ବିରାଟ କୋହଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା, ଜୋ ରୁଟ୍ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍।
-
ଶେଷରେ ହାତ ଟେକିଦେଲା ତାଲିବାନ, ଫେଲ ମାରିଲା ସମସ୍ତ ପ୍ଲାନ୍, ଶାନ୍ତି ପାଇଁ ଅପିଲ : ପଞ୍ଜଶୀର ଘାଟିରେ ପୁରାଇଦେଲେନି ମାସୁଦ ସେନା ।
-
ତାଲିବାନୀଙ୍କୁ କ୍ରିକେଟ୍ ଖୁବ୍ ପସନ୍ଦ : ଟେଷ୍ଟ ମ୍ୟାଚ୍ ଖେଳିବାକୁ ଆଫଗାନିସ୍ତାନ ଟିମକୁ ଦେଲା ଅନୁମତି ।
-
ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ସହାୟତାରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ଭିତ୍ତିଭୂମି ପ୍ରସ୍ତୁତ ହେଉଛି । ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ଏହି ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେଉଛି। ଇସ୍ରୋ ଅଧ୍ୟକ୍ଷ ଡ. କେ.ଶିବନ ଏହି ପ୍ରକଳ୍ପର ତଦାରଖ କରୁଛନ୍ତି। ଗତମାସ ୨୬ ତାରିଖରେ ଇସ୍ରୋ ଏହି ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛି।
-
ବୁଧବାର ଖେଳାଯାଇଥିବା ଏସ୍ଏଲ-୩ ପୁରୁଷ ଏକକ ଗ୍ରୁପ-ଏ ପ୍ରଥମ ମ୍ୟାଚରେ ପ୍ରମୋଦ ନିଜର ଅନ୍ୟତମ ଭାରତୀୟ ଯୁଗଳ ଯୋଡ଼ିଦାର ମନୋଜ ସରକାରଙ୍କୁ ୨-୧ ସେଟ୍ରେ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍କୁ ପ୍ରମୋଦ ୨୧-୧୦ରେ ଅତି ସହଜରେ ଜିତି ନେଇଥିଲେ।
-
ଆମେରିକା ଆଫଗାନିସ୍ତାନରୁ କେବଳ ଯେ ତାଲିବାନ ଭୟରେ ନିଜ ସୈନ୍ୟମାନଙ୍କୁ ସମୟ ପୂର୍ବରୁ ପ୍ରତ୍ୟାହାର କରିନେଇଛି ତାହା ନୁହେଁ, ଏଥିସହିତ ଏହା ତାଲିବାନ ଆତଙ୍କି ଗୋଷ୍ଠୀଙ୍କ ପାଇଁ ପ୍ରାୟ ୮୫ ବିଲିଅନ ଡଲାର ମୂଲ୍ୟର ସାମରିକ ସରଞ୍ଜାମ ଆଫଗାନିସ୍ତାନରେ ଛାଡିଯାଇଛି। ପୂର୍ବରୁ କେବଳ ଏକେ ୪୭ ଭଳି ଆଗ୍ନେୟାସ୍ତ୍ରରେ ଆତଙ୍କରାଜ ଚଳାଇଥିବା ତାଲିବାନ ପାଇଁ ଏହା ବରଦାନ ସଦୃଶ ହୋଇଛି।
|
535 |
Y |
|
2828 |
02-09-2021 |
English |
-
India recorded 41,965 Covid cases in 24 hours Wednesday, 35.6% higher than Tuesday, government data showed. The country also reported 460 Covid deaths Wednesday against Tuesday's 350 casualties.
-
The pending by-elections in seven Assembly constituencies of Bengal could be held before Durga Puja and the state administration is fully prepared, officials of the state Chief Electoral Officer's office informed the poll body, sources said.
-
After the Khel Ratna, now former Prime Minister Rajiv Gandhi's name will be removed from a national park in Assam.
-
Rajni Kaul, a distinguished broadcaster who became the first woman to read a news bulletin in Hindi on BBC nearly 60 years ago, passed away in Faridabad on Tuesday. She was 93.
-
Chief Justice of India N.V. Ramana on Wednesday assured the Election Commission of early hearing next Tuesday of its plea for the immediate release of 4.48 lakh EVMs and 3.96 lakh VVPAT machines used
-
Amid allegations the government was "glamourising" the Jallianwala Bagh complex, the Culture Ministry Wednesday said it has been "restored" by the Archaeological Survey of India
-
Three women judges, including Justice B V Nagarathna who is in line to be the first woman Chief Justice of India (CJI) in September 2027, took oath of office as judges of the Supreme Court on Tuesday.
-
The Appointments Committee of the Cabinet (ACC) today approved the appointment of Indian Revenue Service (IRS) officer, Jagannath Bidyadhar Mohapatra as Chairman of the Central Board of Direct Taxes (CBDT).
-
The National Thermal Power Corporation (NTPC) will start commercial operations of its second unit of Darlipali Super Thermal Power Station in Odisha's Sundargarh district from September 1, officials said.
-
Commemorative coin of 125 rupees on the occasion of the 125th Birth Anniversary of Srila Bhaktivedanta Swami Prabhupada on 01 Sep through video conferencing.
-
Schools, colleges and coaching centres in Delhi have been reopened. Delhi Disaster Management Authority has directed that the classes to function at 50% capacity to maintain social distancing as per Covid protocol.
-
Pro-Pakistan separatist leader Syed Ali Shah Geelani (92 yrs) died on 01 Sep (Wednesday) after a prolonged illness, He was a member of banned Jamaat-e-Islami and chairman of hardline Hurriyat Conference.
-
The Allahabad high court on 01 Sep (Wednesday) said Parliament should make a law declaring cow a national animal and to punish those who harm it. The government should bring a Bill in Parliament and declare cow as the national animal and make strict laws, the court said.
-
The prices of Liquefied Petroleum Gas (LPG) cooking gas cylinders across all categories including subsidised gas on 01 Sep (Wednesday) were hiked by Rs 25 per cylinder -- the third straight increase in rates in less than two months. Subsidised as well as non-subsidised LPG now costs Rs 884.50 per 14.2-kg cylinder in Delhi, according to a price notification of oil companies.
-
Maharashtra’s public health department has informed that over 23 lakh beneficiaries have registered under the Pradhan Mantri Matru Vandana Scheme. Under this scheme, cash benefit of five thousand rupees is provided to pregnant women and lactating mothers in three installments to meet the woman’s enhanced nutritional needs and to partially compensate for her wage loss during pregnancy.
-
External Affairs Minister Dr. S Jaishankar will be on a four-day visit to Slovenia, Croatia and Denmark starting from 02 Sep. He will hold bilateral meeting with the Foreign Ministers.
-
Clashes between the Taliban and local resistance forces led by Ahmad Massoud in Afghanistan’s Panshir Valley continued for the second day on 01 Sep.
-
The Odisha government on Wednesday notified the Electric Vehicle Policy, 2021.After considering the suggestions received within the stipulated time, the state government has announces the Policy, namely, Odisha Electric Vehicle Policy-2021 to build Odisha a model state in promotion of EVs through adoption, adaptation, research and development apart from facilitating growth in employment.
-
At least 188 teaching and 162 non-teaching posts are lying vacant at Ravenshaw University in Cuttack. This was informed by Odisha Higher Education Minister Arun Sahoo.
-
Chief Justice of the Orissa High Court, Justice S Muralidhar has dedicated six lower courts through video conferencing on Wednesday.
|
595 |
Y |
|
2829 |
01-09-2021 |
Odia |
- ସୁପ୍ରିମ୍ କୋର୍ଟର ୯ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ନିଯୁକ୍ତ ୯ଜଣ ନୂଆ ବିଚାରପତିଙ୍କୁ ମିଶାଇ ସମ୍ପ୍ରତି ସୁପ୍ରିମ୍ କୋର୍ଟରେ ବମ୍ବେ ଓ ଦିଲ୍ଲୀ ହାଇକୋର୍ଟରୁ ସର୍ବାଧିକ ୪ଜଣ ଲେଖାଏଁ, କର୍ଣ୍ଣାଟକ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ଆଲ୍ଲାହାବାଦ୍ ହାଇକୋର୍ଟରୁ ୩ଜଣ ଲେଖାଏଁ, କେରଳ, ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣା ଓ ମାଡ୍ରାସ୍ ହାଇକୋର୍ଟରୁ ୨ଜଣ ଲେଖାଏଁ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୌହାଟି ହାଇକୋର୍ଟରୁ ଜଣେ ଲେଖାଏଁ ପ୍ରତିନିଧିତ୍ବ କରୁଛନ୍ତି।
- ପ୍ରଖ୍ୟାତ ବଙ୍ଗଳା ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସ୍ରତ ଜହାଁଙ୍କୁ ଆଜି ହସ୍ପିଟାଲରୁ ଛୁଟି ମିଳିଛି। ନୁସ୍ରତ କୋଳରେ ପୁଅ ‘ଈଶାନ’କୁ ଧରି ବଙ୍ଗଳା ଫିଲ୍ମର ଚର୍ଚ୍ଚିତ ଅଭିନେତା ୟଶ୍ ଦାସଗୁପ୍ତାଙ୍କ ସହ ଡାକ୍ତରଖାନା ବାହାରକୁ ଆସିଥିଲେ
- ଅବନୀ, ସୁମିତଙ୍କୁ ସ୍ବର୍ଣ୍ଣ ସ୍ବର୍ଣ୍ଣ ଜିତିବାରେ ଅବନୀ ପ୍ରଥମ ମହିଳା ୩ଥର ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ ସୁମିତ ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ସୋମବାର ଥିଲା ସୁନାର ଦିନ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓ’ଫାରେଲ। ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପ ଓ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ଯେଉଁ ପ୍ରୋତ୍ସାହନ ଦେଉଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ବୋଲି ବ୍ୟାରୀ କହିଛନ୍ତି ।
- କୋଭିଡ୍ କଟକଣା ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ ବିରୋଧୀ । ସ୍ୱଳ୍ପ ସମୟର ଅଧିବେଶନ ହେଲେ ବି ବେଶ୍ ସରଗରମ ରହିବ ଗୃହ । ବିରୋଧୀଙ୍କ ହାତରେ ରହିଛି ଅନେକ ଲମ୍ବା ତାଲିକା । ମରୁଡ଼ି, ସାର ଅଭାବ, ଜଳସେଚନ ସମସ୍ୟା, ଆଇନଶୃଙ୍ଖଳା ଆଦିକୁ ପ୍ରସଙ୍ଗ କରିବ ବିଜେପି ।
- ୨ ଦଶନ୍ଧି ପରେ ଆଫଗାନିସ୍ତାନରୁ ଫେରିଛି ଆମେରିକା ସେନା । ସୈନ୍ୟ ଫେରିବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯିଏ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହିଁବ ତା’କୁ ତା’ର ମୂଲ୍ୟ ଦେବାକୁ ପଡ଼ିବ । ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ବୋଲି କହିବା ସହ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ।
- ନୂଆ ଗାଇଡଲାଇନ୍ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ରହିବ ନାହିଁ ସପ୍ତାହାନ୍ତ ସଟଡାଉନ୍ । ପୌରାଞ୍ଚଳମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଯାଏଁ ରହିବ । ସକାଳ ୫ରୁ ରାତି ୧୦ ଭିତରେ ସମସ୍ତ ଶିଳ୍ପାନୁଷ୍ଠାନ, ଦେକାନ ବଜାର ଖୋଲା ରହିବ । ଧାର୍ମିକ, ରାଜେନୈତିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ କଟକଣା ପୂର୍ବଭଳି ଲାଗୁ ରହିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା, ମଥୁରାରେ ବନ୍ଦ ହେବ ମଦ ଓ ମାଂସ ବିକ୍ରି ।
- ୨୦ ବର୍ଷର ଯୁଦ୍ଧ ସାରି ଆଫଗାନ ମାଟି ଛାଡିଲା ଆମେରିକା । ଯୁଦ୍ଧ ବିମାନକୁ ଅକାମି କରି ବୁଦ୍ଧି ଶିଖାଇଲା ବାଇଡେନ୍ ସେନା, ସେପଟେ ଆମେରିକା ଯିବା ପରେ ଖୁସି ମନାଇଲା ତାଲିବାନ ।
- ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପକୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର । କ୍ରୀଡା ଭିତ୍ତିଭୂମିର ଉନ୍ନତି କ୍ଷେତ୍ରରେ ସହଯୋଗ ପାଇଁ ବୈଠକରେ ସହମତି ।
- ଅର୍ଥନୀତିରେ ଦ୍ରୁତ ସୁଧାରର ସଂକେତ : ପ୍ରଥମ ତିନିମାସରେ ଜିଡିପି ଅଭିବୃଦ୍ଧି ୨୦.୧% ।
- ଖରସ୍ରୋତା ଆନ୍ଦୋଳନ, ୧୪୦ଜଣଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ।
- ବ୍ୟାପମ ସ୍କାମ’ରେ ଆସିଲା ସିବିଆଇ କୋର୍ଟଙ୍କ ରାୟ, ୧୦ ଅଭିଯୁକ୍ତ ମଧ୍ୟରୁ ୮ ଦୋଷୀ, ପ୍ରତ୍ୟେକଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ।
- ଆମେରିକା ସେନାଙ୍କ ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ସହ ପ୍ରଥମ ଆଲୋଚନା କଲା ଭାରତ । ତାଲିବାନ ନେତାଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ।
- ସମ୍ଭାବ୍ୟ ମରୁଡି ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ୭ ଦିନ ମଧ୍ୟରେ ସମସ୍ତ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ନବୀନଙ୍କ ନିର୍ଦ୍ଦେଶ ।
- ପାରାଲିମ୍ପିକ୍ସ High-jumpରେ ଭାରତକୁ ମିଳିଲା ୨ ପଦକ; ଥଙ୍ଗାଭେଲୁ ଓ ଶରଦ କୁମାର ଜିତିଲେ ପଦକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ
- ହରିକେନ ଇଡାକୁ ନେଇ ଆମେରିକାରେ ପ୍ରଳୟ । ୨୨୪ କିମି ବେଗରେ ବହିଲା ପବନ, ଉଡିଗଲା ଶତାଧିକ ଘର । ସ୍ଥଳଭାଗରେ ୧୬ ଘଣ୍ଟା ଧରି ପ୍ରଳୟ ରଚିଲା ଇଡା ।
- ଜୁନ୍ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୨୩ ବର୍ଷ ପରେ ରାଜ୍ୟରେ ପୁଣିଥରେ ବର୍ଷାର ଏପରି ସଂକଟ ଦେଖାଦେଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରେ ୯୨୮.୭ ମିମି ବର୍ଷା ରେକର୍ଡ ହେଉଥିବା ବେଳେ ଚଳିତଥର ମାତ୍ର ୬୬୧.୧ ମିମି ବର୍ଷା ହୋଇଛି। ୧୯୯୮ ମସିହା ଅଗଷ୍ଟ ଶେଷ ବେଳକୁ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା।
- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଯାଏ ଏମ୍ସର ୭୧୨୪ ରୋଗୀ ଲାଭାନ୍ବିତ ହୋଇଛନ୍ତି। ୨୦୧୯ ମସିହା ଜୁଲାଇ ମାସ ୧ ତାରିଖରୁ ଏମ୍ସରେ କାର୍ଯ୍ୟକାରୀ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା।
- ଓଡ଼ିଶା ମାଧ୍ୟମିକ ସ୍କୁଲ ଟିଚର୍ ଏଲିଜିବେଲିଟି ଟେଷ୍ଟ(ଓଏସ୍ଏସ୍ଟିଇଟି) ପରୀକ୍ଷା ବୁଧବାର ଅନୁଷ୍ଠିତ ହେବ। ରାଜ୍ୟର ୨୮୮ଟି କେନ୍ଦ୍ରରେ ୫୩ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ।ଯଦି କୌଣସି ପରୀକ୍ଷାର୍ଥୀ କପି କରି ଧରାପଡ଼ନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ପରୀକ୍ଷାର୍ଥୀଙ୍କୁ ଆଜୀବନ ବାସନ୍ଦ କରାଯିବ।
|
622 |
Y |
|
2830 |
01-09-2021 |
English |
-
Odisha recorded 719 persons, including 125 children below 18 years of age, tested positive for COVID-19 during the last 24 hours while a total of 64656 samples were tested in the state, yesterday. The Test Positivity Rate (TPR) for the day stood at 1.11%. Khurda district reported highest 259 new infections, followed by Cuttack (89) and Balasore (43).
-
India recorded 30,941 cases of coronavirus in 24 hours Tuesday, 27.9% lower than Monday, government data showed. The active cases account for 1.13% of the overall cases (3,27,68,880).
-
The Monsoon session of the Odisha Assembly, beginning today, is likely to witness uproar as both opposition BJP and Congress have lined up several issues to attack the Biju Janata Dal (BJD) government.
-
The National Thermal Power Corporation (NTPC) will start commercial operations of its second unit of Darlipali Super Thermal Power Station in Odisha’s Sundargarh district from September 1, officials said on Tuesday. The first unit of the plant was commissioned on March 1, 2020.
-
Special Relief Commissioner (SRC) Pradeep Jena said that in view of the drop in daily cases of Covid-19 infections, the State government has decided to relax restrictions to support the livelihood of people. As per the decision, the weekend shutdown which was enforced in Cuttack, Bhubaneswar and Puri has been lifted.
-
The United States announced the end of its 20-year-old war in Afghanistan before the deadline of August 31, 2021. The 9/11 terrorist strike had forced the US to enter Afghanistan and overthrow the Taliban rule who had provided safe havens to the Al Qaeda leadership.
-
Petroleum Minister Hardeep Singh Puri to visit Russia today (01 Sep) to participate in 6th EEF Summit in Vladivostok.
-
Ambassador of India to Qatar Deepak Mittal met Sher Mohammad Abbas Stanekzai, the Head of Taliban’s Political Office in Doha. The meeting took place at the Embassy of India in Doha on the request of the Taliban side on 31 Aug.
-
The Indian and Algerian navies conducted their first ever naval exercise off the coast of Algeria on August 29, 2021. Stealth ship INS Tabar represented India while Algeria was represented by its naval ship ANS Ezager. The exercise reflects increased maritime cooperation among two countries.
-
The United Nations Security Council, under the Presidency of India, adopted a resolution on the situation in Afghanistan on August 30, 2021. The resolution demanded that the war-torn country, Afghanistan, not be used to threaten or attack any nation or shelter terrorists.
-
Nine new judges, including three women, were on Tuesday administered oath of office as judges of the Supreme Court, taking its strength to 33. It is for the first time in the history of the apex court that nine judges took oath of office at one go. Chief Justice of India N V Ramana administered the oath of office to the new judges in a swearing-in ceremony held in the auditorium of the Supreme Court's additional building complex.
-
IIT Madras is in process of developing an online platform called e-Source that will be used to tackle electronic wastes (e-waste). E-Source will be used to tackle e-waste by linking stakeholders of the formal and informal economy.
-
Indian economy has clocked a record double-digit growth in the June quarter. India’s gross domestic product (GDP) grew 20.1% in the first quarter of FY22. However, it must be noted that this record growth was in comparison against the April-June quarter of 2020 when the economy contracted 24.4%.
-
The civil aviation hub at Jewar, which includes the upcoming Noida International Airport Ltd (NIAL) on 5,000 hectares along Yamuna Expressway, is set to get bigger as the Yamuna expressway industrial development authority (Yeida) has decided to add another 1,000 hectares to the project by merging three proposed industrial sectors with the airport plan.
-
In a major boost to 'Make in India' in the defence sector, the Indian Army has sent proposals worth around Rs 14,000 crore to acquire two regiments of the Akash-S air defence missile system and 25 Advanced Light Helicopters (ALHs). The proposal is with the Defence Ministry and a decision on the approval is expected soon at a high-level meeting to be chaired by Defence Minister Rajnath Singh.
-
The Aam Aadmi Party (AAP) will contest on all the 403 seats in the Uttar Pradesh Assembly elections next year on its own strength, party's Rajya Sabha MP Sanjay Singh said Tuesday.
-
The CBI has registered 10 more cases related to the alleged post-poll violence in West Bengal, taking the total number of such cases to 31, officials said Tuesday.
-
School will welcome students back to physical classes in several states after a suspension of offline teaching for nearly 18 months due Covid-induced restrictions. Delhi, Tamil Nadu, Haryana, Madhya Pradesh, Rajasthan, Telangana, Assam and Puducherry- are reopening the schools today.
-
The Delhi University on Tuesday approved the implementation of the National Education Policy (NEP) and four-year undergraduate programme at its executive council (EC) meeting.
-
In the national capital,petrol prices have been cut by 15 paise to ₹ 101.34 and diesel was reduced by 15 paise to ₹ 88.77 per litre, according to Indian Oil Corporation.
|
618 |
Y |
|