-
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିଜକୁ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ କହିପାରିବ ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍କୋର୍ଟ କହିଛନ୍ତି। ସିବିଆଇ ଏକ ମାମଲାରେ ନିଜକୁ ‘ରିପବ୍ଲିକ୍ ଅଫ୍ ଇଣ୍ଡିଆ’ର ପ୍ରତିନିଧି ଦର୍ଶାଇ ଆବେଦନ କରିଥିବାରୁ ଖଣ୍ଡପୀଠ ଏହା କହିଛନ୍ତି।
-
ଦୀର୍ଘ ୧୫ ଦିନର ଅପେକ୍ଷା ପରେ ଯୁଦ୍ଧଗ୍ରସ୍ତ ଗାଜାରେ ମାନବୀୟ ସହାୟତା ପହଞ୍ଚିଛି। ଖାଦ୍ୟାଭାବ ଓ ଅତ୍ୟାବଶ୍ୟକ ଔଷଧ ଅଭାବରେ ଛଟପଟ ହେଉଥିବା ଗାଜାବାସୀଙ୍କୁ ଆଜି ସାମାନ୍ୟ ଆଶ୍ବସ୍ତି ମିଳିଛି।
-
ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଯୁଦ୍ଧ ଆଜି ୧୫ ଦିନରେ ପହଞ୍ଚିଥିବାବେଳେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଜାରି ରହିଛି।
-
ଦେଶର ବିଭିନ୍ନ ଅଦାଲତମାନଙ୍କରେ ଦୀର୍ଘ ସମୟ ଧରି ମାମଲା ଗଡ଼ୁଥିବାରୁ ସର୍ବୋଚ୍ଚ ଅଦାଲତ ଚିନ୍ତାବ୍ୟକ୍ତ କରିଛନ୍ତି। ଏସବୁ ମାମଲାର ଶୀଘ୍ର ଫଇସଲା ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟମାନଙ୍କ ପାଇଁ ୧୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି।
-
ସୂଚନା ଅନୁଯାୟୀ, ୨୦୨୨-୨୩ରେ ଆମ ରାଜ୍ୟରୁ ପ୍ରାୟ ୮୫ ହଜାର ୩୦୮ ଟନ୍ ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଉତ୍ପାଦ ବିଦେଶକୁ ରପ୍ତାନି ହୋଇଛି, ଯାହାକି ୨୦୨୧-୨୨ ତୁଳନାରେ ପ୍ରାୟ ୧୪୫୭ ଟନ୍ କମ୍।
-
ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଔଦ୍ୟୋଗିକ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା। ଏହା ଭାରତ ତଥା ବିଶ୍ୱରେ ଓଡ଼ିଶାକୁ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ।
-
ଅବପାତର ରୂପ ନେଲା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ବର୍ତ୍ତମାନ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିମ ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପନେବା ସମ୍ଭାବନା ରହିଛି।
-
ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚରେ ଇଂଲଣ୍ଡକୁ ଦକ୍ଷିଣ ଆଫ୍ରିକା ୨୨୯ ରନରେ ପରାଜିତ କରିଛି। ଦକ୍ଷିଣ ଆଫ୍ରିକା ବୋଲିଂ ସମ୍ମୁଖରେ ଇଂଲଣ୍ଡ ଧରାଶାୟୀ ହୋଇଛି।
-
ସୁଦୂର ଉତ୍ତମ ପ୍ରଦେଶରୁ ଛୁଟି ଆସିଛନ୍ତି ମା ଉଗ୍ରତାରାଙ୍କୁ ଦର୍ଶନ କରିବା ପାଇଁ ଉତ୍ତର ପ୍ରଦେଶର ଉପ ମୁଖ୍ୟ ମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । ମହାଷ୍ଟମୀରେ ମା ଉଗ୍ରତାରାଙ୍କୁ ଦର୍ଶନ କରିଛନ୍ତି ଉପ ମୁଖ୍ୟ ମନ୍ତ୍ରୀ କେଶବ ପ୍ରସାଦ । ମାଙ୍କୁ ଗୌରୀ ବେଶରେ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି ।
-
ଭାରତର ଚିନ୍ତା ବଢାଇଛି ଆମେରିକା ରକ୍ଷା ବିଭାଗ ପେଣ୍ଟାଗନର ଏକ ରିପୋର୍ଟ। ଏହି ରିପୋର୍ଟରେ କୁହାଯାଇଛି ଯେ ସୀମାରେ ପୁଣି ଚୀନ୍ ସେନାର ଗତିବିଧି ବଢ଼ିଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ମୁତୟନ ହୋଇଥିବା ଚୀନୀ ସୈନ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
-
ଫାଇଜରର କରୋନା ଟିକାରେ କର୍କଟ ସୃଷ୍ଟିକାରୀ ସିମିୟନ ଭୂତାଣ ୪୦ (ଏସ୍ଭି-୪୦) ଡିଏନ୍ଏ ସିକ୍ବେନ୍ସ ମିଳିଛି। ହେଲ୍ଥ କାନାଡ଼ା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଫାଇଜର ପକ୍ଷରୁ ଏହି ଡିଏନ୍ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା।
-
ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ତଥା ସାଧାରଣ ନାଗରିକଙ୍କୁ ମାନବିକ ସହାୟତା ପ୍ରସଙ୍ଗରେ କୂଟନୈତିକ ପ୍ରୟାସ ମଧ୍ୟରେ ଗତକାଲି ଆତଙ୍କବାଦୀ ସଂଗଠନ ହମାସ ଦୁଇ ଜଣ ଆମେରିକୀୟ ବନ୍ଧକଙ୍କୁ ମୁକ୍ତ କରିଛି। ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବନ୍ଧକ ମା’ ଏବଂ ଝିଅକୁ ଅପହରଣ କରାଯାଇଥିଲା।
-
ଗଗନଯାନର ଟିଭି-ଡି୧ର ପରୀକ୍ଷାମୂଳକ ଉତ୍କ୍ଷେପଣ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
-
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ଏଥର ସେ ତାଙ୍କର ଚିରାଚରିତ ଆସନ ଝାଲରାପାଟନରୁ ନିର୍ବାଚନ ଲଢ଼ିବେ। ଏଥିପାଇଁ ବିଜେପି ତାଙ୍କୁ ଟିକେଟ୍ ଦେଇଛି।
-
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଘର ବାହୁଡ଼ା। ୪ ବର୍ଷ ପରେ ସେ ଆଜି ସ୍ୱଦେଶ ଫେରୁଛନ୍ତି। ସେ ଗତ ୪ ବର୍ଷ ହେଲା ଲଣ୍ଡନରେ ଥିଲେ। ନିର୍ବାଚନର ଠିକ୍ ପୂର୍ବରୁ ନୱାଜ ସରିଫଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ରାଜନୀତି ଜୋର ଧରିଛି। ସେ ପୁଣି ଥରେ ରାଜନୀତିକୁ ଫେରିବେ ବୋଲି ମଧ୍ୟ କୁହାଯାଛି
-
ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧରେ ଏଯାଏଁ ଗଲାଣି ୨୨ ଜଣ ସାମ୍ବାଦିକଙ୍କ ଜୀବନ। ଅକ୍ଟୋବର ୭ରେ ହାମାସ, ଇସ୍ରାଏଲ ଉପରେ ରକେର୍ଟ ମାଡ କରିବା ପରଠାରୁ ଅତିକମରେ ୨୨ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି।
-
ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରରେ ଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ୧୦ ବର୍ଷ ହେଲା ବାହା ନ ହୋଇ ଯେଉଁ ଟିଭି ଉପସ୍ଥାପକଙ୍କ ସହ ଜୀବନ କାଟୁଥିଲେ, ତାଙ୍କ ଠାରୁ ମେଲୋନି ଅଲଗା ହୋଇ ଯାଇଛ
-
ଅକ୍ଟୋବର ୨୬ ତାରିଖରୁ ଗୋଆରେ ଆରମ୍ଭ ହେବ ୩୭ତମ ଜାତୀୟ କ୍ରୀଡ଼ା। ଏଥିରେ ଓଡ଼ିଶାରୁ ୩୦୦ରୁ ଅଧିକ ଆଥ୍ଲେଟ୍ ଭାଗ ନେବେ। ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା ଅଛନ୍ତି।
-
ୟେମେନ-ଓମାନ ମୁହାଁ ସାମୁଦ୍ରିକ ଝଡ଼ ‘ତେଜ' l ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଲା ‘ତେଜ୍’, ଆଗାମୀ ୨୪ ଘଣ୍ଟାରେ ହେବ ଆହୁରି ଭୟଙ୍କର l ବୁଧବାର କରିବ ଲ୍ୟାଣ୍ଡଫଲ୍। ୧୫୦ କିଲୋମିଟର ବେଗରେ ବହିବ ପବନ। ୨୬ଯାଏ ସମୁଦ୍ରକୁ ନଯିବାକୁ ପରାମର୍ଶ l
-
ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ରାମ୍ ସାରା ଓଡିଶାର ୫୧ଟି ପ୍ରେକ୍ଷାଳୟରେ କଲା ମୁକ୍ତିଲାଭ l ଓଲିଉଡ଼ ର ଦୁଇ ମେଗା ଆକ୍ସନ ଷ୍ଟାର ଅରିନ୍ଦମ ଏବଂ ଅନୁଭବ ନଜର ଆସିଥିବାରୁ ପ୍ରଥମ ଦିନରେ ଓଡ଼ିଶାର ପ୍ରାୟ ସବୁ ପ୍ରେକ୍ଷାଳୟ ଫୁଲ୍ ରହିଲା।