# |
Date |
Type |
Current Affairs |
No. Of Views |
Status |
Action |
2781 |
22-09-2021 |
Odia |
- ଏଆର ମାର୍ଶାଲ ଭଦୌରିଆ ଆସନ୍ତା ୩୦ରେ ଅବସର ନେବେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବାୟୁ ସେନାର ମଙ୍ଗ ଧରିବେ ଏୟାର୍ ମାର୍ଶାଲ ବିବେକ ରାମ ଚୌଧୁରୀ।
- କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇବେ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଓ ବର୍ଷା ଉପରେ ନିର୍ଭର କରାଯାଉଥିବା କୃଷି କ୍ଷେତ୍ରରେ ଦେଖା ଦେଇଥିବା ଚ୍ୟାଲେଞ୍ଜ ଗୁଡ଼ିକରସମ୍ମୁଖୀନ ହେବା ପାଇଁ ମଧ୍ୟ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସହାୟତା କରିବେ।
- ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ୨୬ତମ ଜଳବାୟୁ ପରିବର୍ତ୍ତନ ଅଧିବେଶନକୁ ତୃଣମୂଳସ୍ତରରେ ଜଳବାୟୁ ପରିବର୍ତ୍ତନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ୧୭ଜଣ ଯୁବ ନେତୃତ୍ୱଙ୍କୁ ମନୋନୀତ କରାଯାଇଛି। ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମର ୨୪ ବର୍ଷୀୟ ଯୁବ ପରିବେଶକର୍ମୀ ସୌମ୍ୟ ରଞ୍ଜନ ବିଶ୍ୱାଳ ମନୋନୀତ କରାଯାଇଛି ।
- ଓଡିଶା ଗସ୍ତରେ ପ୍ରଥମ ଥର ଆସିଥିବା ଭାରତର ଜାତିସଂଘ ମହିଳା ପ୍ରତିନିଧି ସୁସାନ ଜେନ ଫର୍ଗୁସନ୍ ଆଜି ରାଜ୍ୟ ଦକ୍ଷତା ବିକାଶ ପ୍ରତିଷ୍ଠାନର ଅଧ୍ୟକ୍ଷ ସୁବ୍ରତୋ ବାଗଚିଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ଏହା କହିଛନ୍ତି। ଶ୍ରୀ ବାଗଚି ଦକ୍ଷତା ବିକାଶ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ପାଇଁ ଆମ ଭିତରେ ଥିବା ଲିଙ୍ଗଗତ ଭେଦଭାବ ଦୂର କରିବା ଆବଶ୍ୟକ ବୋଲି କହିଛନ୍ତି।
- ଆମେରିକା ଚାହେଁ ନାହି ଆଉ ଏକ ଶୀତଳ ଯୁଦ୍ଧ, କିନ୍ତୁ ସୈନ୍ୟ ଶକ୍ତି ଆମର ଅନ୍ତିମ ବିକଳ୍ପ: ୟୁଏନଜିଏ ମଞ୍ଚରେ କହିଲେ ବାଇଡେନ ।
- କୃଷକମାନେ ପ୍ରଶାସନିକ ସେବା ପାଇବାରୁ ଯଦି ବଞ୍ଚିତ ହୁଅନ୍ତି ତେବେ ପାଦତଳେ ମୁଣ୍ଡକାଟି ରଖିବି’: ଚରଣଜିତ ସିଂହ ଚନ୍ନୀ ।
- ଷ୍ଟିୱାର୍ଟ ସ୍କୁଲ୍ ଅଧ୍ୟକ୍ଷଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲା: ବନ୍ଦ ରହିଲା ସ୍କୁଲ୍, ପରୀକ୍ଷା ବାତିଲ, ତଦନ୍ତକଲା କଟକ ସାଇଣ୍ଟିଫିକ୍ ଟିମ୍ ।
- ଗୋଟିଏ ପଞ୍ଚାୟତରେ ହେବେ ଦୁଇ ସରପଞ୍ଚ । ଆନ୍ଧ୍ରର ନିର୍ବାଚନ ପରେ କୋଟିଆରେ ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା ।
- ୧ ଅକ୍ଟୋବରରୁ ବଦଳିଯିବ ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟର ପଦ୍ଧତୀ, ଏବେ ବିନା SMSରେ କଟିବନି ପଇସା ।
- ଖଣିଜ ଉତ୍ତୋଳନ ଯୋଗୁଁ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳର ହେବ ବିକାଶ । ଏଥିପାଇଁ ଓମ୍ବାଡସି ପାଣ୍ଠିରେ ୬୪୦.୫୫କୋଟିର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ସ୍କୁଲ, ପରିବେଶ ନିରୀକ୍ଷଣ ଓ କ୍ରୀଡ଼ାକ୍ଷେତ୍ରରେ ବିକାଶ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।
- ଓମ୍ବାଡସି ପାଣ୍ଠିରେ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ସହରାଞ୍ଚଳରେ ବିକାଶ କାମରେ ଖର୍ଚ୍ଚ ହେବ ଟଙ୍କା । ୭ ଜିଲ୍ଲାର ୮୮୯ ହାଇସ୍କୁଲ ପାଇଁ ଖର୍ଚ୍ଚ ହେବ ୫୩୩.୪୦କୋଟି ।
- ୟୁକେ ସରକାର କୋଭିସିଲ୍ଡକୁ ମାନ୍ୟତା ନଦେବା ଭେଦଭାବପୂର୍ଣ୍ଣ । ଏହା ଭାରତର ପାରସ୍ପରିକ ଉପାୟ ଭିତରେ ଆସୁଛି । କୋଭିସିଲ୍ଡକୁ ମାନ୍ୟତା ନଦେବା ଏକ ଭେଦଭାବପୂର୍ଣ୍ଣ ନୀତି । ଭାରତରୁ ବ୍ରିଟେନ୍ ଯିବାକୁ ଥିବା ନାଗରିକ ଏହା ଦ୍ୱାରା ପ୍ରଭାବିତ ହେବେ।
- ବିଶ୍ବର ଦୁଇ ମହାଶକ୍ତି ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ଏବେ ତିକ୍ତ ହୋଇପଡ଼ିଛି। ବିଶ୍ବ ସମାଜ ଉପରେ ଏହି ଦୁଇଟି ରାଷ୍ଟ୍ରଙ୍କ ଯଥେଷ୍ଟ ପ୍ରଭାବ ରହିଥିଲେ ହେଁ ସେମାନଙ୍କ ସମ୍ପର୍କକୁ ନେଇ ଶୀତଳ ଯୁଦ୍ଧ ସୃଷ୍ଟି ହେବାର ସ୍ଥିତି ଉପୁଜିଛି।
- କଟକ-ଭୁବେନଶ୍ବର ସମେତ ରାଜ୍ୟର ସବୁ ଜିଲ୍ଲାରେ ମୁକୁଳା ପଡ଼ିଥିବା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍ । ଏହାସହ ଡ୍ରେନଗୁଡ଼ିକର ଡିଜାଇନ ମଧ୍ୟ ବଦଳାଯିବ । ଏଥିଲାଗି ୩ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
- ନିୟମ ଅନୁଯାୟୀ ଭାରତରେ ଜଣେ ବ୍ୟକ୍ତିଙ୍କ ID କେବଳ ସର୍ବାଧିକ ନଅଟି ସିମ୍ କାର୍ଡ କିମ୍ବା ମୋବାଇଲ୍ ନମ୍ବର ନିଆଯାଇ ପାରିବ | ଯଦି ୯ ଟିରୁ ଅଧିକ ସିମ୍ କାର୍ଡ ଆପଣଙ୍କ ID ରେ ପଞ୍ଜୀକୃତ ହୋଇଛି, ତେବେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।
- ଜୟପାଲନ ପିଆର୍ ନାମକ କେରଳର ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କାର କେରଳ ସରକାରଙ୍କ ଓନାମ ବମ୍ପର ଲଟେରି ଜିତିଛନ୍ତି। ସୂଚନା ଅନୁସାରେ ଏହି ଅଟୋରିକ୍ସା ଚାଳକ ଜଣକ କୋଚିରେ ନିଜ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଇଥାନ୍ତି।
- ସଂକ୍ରମଣର ତୀବ୍ରତାକୁ ଦର୍ଶାଉଥିବା ଆର୍-ଭାଲ୍ୟୁ ଏବେ ସମଗ୍ର ଦେଶରେ ୧ ତଳେ ରହିବା ବଡ଼ ଆଶ୍ବସ୍ତିର କାରଣ ହୋଇଛି।
- ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଜାତିସଂଘ ସାଧାରଣ ପରିଷଦରେ ନିଜର ପ୍ରଥମ ଉଦ୍ବୋଧନ ରଖିଛନ୍ତି। ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ବାଇଡେନ୍ ଯୁକ୍ତିଯୁକ୍ତି କହିଛନ୍ତି ଏବଂ ଆମେରିକୀୟଙ୍କ ସ୍ବାର୍ଥ ପାଇଁ ଏହା କରାଯାଇଛି ବୋଲି କହିଛନ୍ତି।
- ଏବେ ଡ୍ରାଇଭରଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରିବାକୁ ନେଇ ସରକାର ତତ୍କରତା ପ୍ରକାଶ କରିଥିବା ବେଳେ ସେମାନଙ୍କ ପାଇଁ କାର୍ଯ୍ୟ ସମୟ ଧାର୍ଯ୍ୟ କରାଯିବ । ଧାର୍ଯ୍ୟ ସମୟରୁ ଜଣେ ଡ୍ରାଇଭର ଅଧିକ ସମୟ ଗାଡ଼ି ଚଳାଇପାରିବେ ନାହିଁ। ଏହା ବ୍ୟତୀତ ମାଲବାହୀ ଗାଡ଼ିରେ ନିଦ ଚିହ୍ନିବା ସେନ୍ସର ଲାଗିବ ।
- ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖଡାର ସମ୍ପାଦକ ୭୦ବର୍ଷ ବୟସ୍କ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ନେଇ ଘନଉଛି ରହସ୍ୟ। ଏହି ଘଟଣାରେ ଶିଷ୍ୟ ଆନନ୍ଦଗିରିଙ୍କୁ ପୋଲିସ ଗିରଫ କରିଛି ।
- ପାୟଲ ଘୋଷ କିଛି ଦିନ ତଳେ ବଲିଉଡର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ମିଛ ବୋଲି କହିଥିଲେ । ହେଲେ ଏବେ ପାୟଲଙ୍କୁ ଏସିଡ୍ ଆଟାକ୍ ହୋଇଥିବା ଅଭିଯୋଗ ହୋଇଛି ।
|
536 |
Y |
|
2782 |
22-09-2021 |
English |
- Air Marshal V R Chaudhari will take over as Chief of Air Staff after the retirement of Air Chief Marshal R K S Bhadauria on September 30.
- kharif oilseed production is estimated at 2.33 million, which is lower than its target of 26 million tonnes and last year’s production of 24.03 million tonnes.
- The Supreme Court Collegium has recommended transfer of as many as three judges to the Orissa High Court.
- Road Transport and Highways Minister Nitin Gadkari has emphasised on fixing driving hours for the drivers of commercial vehicles, similar to pilots as it will reduce fatigue-induced road accidents.
- Tata Motors to increase prices of its commercial vehicle range by around 2% from 01 Oct.
- The Karnataka govt was considering enacting a law to regulate religious conversion.
- The Kerala govt to hold physical exams for Class 11 amid the COVID-19 pandemic, the state govt announced that the examinations will be held from September 24 to Oct 18.
- Maharashtra govt has given permission to the state's ACB to open up a fresh inquiry against ex-Mumbai Police chief Param Bir Singh over corruption charges.
- The Uttar Pradesh Police on Tuesday constituted an 18-member SIT to probe the death of Akhil Bharatiya Akhada Parishad president Mahant Narendra Giri and detained a disciple of the seer in Haridwar
- The Supreme Court collegiums recommended transfer of three judges from Calcutta and Punjab & Haryana High Courts to Orissa High Court.
- India will be within its rights to initiate reciprocal measures if the UK does not address concerns over the new travel rules relating to COVID-19 vaccine certification, Foreign Secretary Harsh Vardhan Shringla said on Tuesday describing the policy as "discriminatory"
- The state government has approved developmental projects worth R640.65 crore for seven mining-affected districts under Odisha Mineral Bearing Areas Development Corporation (OMBADC) funds.
- Chief Executive Officer (CEO) of the OMBADC, Uma Nanduri, said projects to the tune of R533.40 crore have been approved for 889 secondary schools in Angul, Dhenkanal, Deogarh, Jajpur, Jharsuguda, Mayurbhanj and Sundargarh districts.
- Chief Minister Naveen Patnaik sought support from the UN Women, United Nations Entity for Gender Equality and the Empowerment of Women, for improvement of employability of women in the state. The UN Women Representative for India Susan Jane Ferguson, who was on her first visit to Odisha, met Naveen at his residence here and discussed a range of issues concerning women empowerment in the state.
- The R-value, or reproductive number, for Covid19 in India dropped from 1.17 in August end to 0.92 in mid September, indicating that the spread of the infection across the country has slowed down, according to researchers. However, the R-values of some major cities, Mumbai, Kolkata, Chennai, Bangalore, are over 1. The R-value of Delhi and Pune are below 1.
- The first four months of this financial year 2021-22 (April-July of FY 22), witnessed a staggering 177 per cent rise in stainless steel imports into the country as compared to last year’s (FY 21) average, and a 159 per cent increase from the 2016-17 average, the base year prior to imposition of CVD on China.
- Decision to induct women in the armed forces through the National Defence Academy (NDA), the Defence Ministry has told Supreme Court that the Union Public Service Commission (UPSC) will notify the entrance exam for this in May 2022.
- The US on 20 Sept briefed India on its new trilateral AUKUS military pact with the UK and Australia to take on the challenges posed by China in the Indo-Pacific, stressing it will not detract from either the bilateral cooperation with New Delhi or multilateral ones like the `Quad’.
- The govt of Bangladesh has given permission to 52 trading organisations to export Hilsa fish to India on the occasion of the Durga Puja.
- The International Monetary Fund (IMF) has put on hold funds to Afghanistan amid the rising uncertainty in the country. These developments came after IMF recently announced a 650 billion US Dollars Special Drawing Rights (SDR) allocation for member countries, but Afghanistan at the moment will not be allowed to access these funds.
|
544 |
Y |
|
2783 |
21-09-2021 |
English |
- With 30,256 people testing positive for coronavirus infection, India's total tally of COVID-19 cases rose to 3,34,78,419, while the active cases declined to 3,18,181, the lowest in 183 days, according to the Union health ministry data on Monday.
- All India Akhara Parishad is the largest organisation of saints in India. Mahant Narendra Giri died at Baghambari Math of Prayagraj.
- The Congress has declared Rajni Patil as its candidate for the by-election to a Rajya Sabha seat from Maharashtra.
- Bharatiya Janata Party on Monday announced the appointment of Dr. Sukanta Majumdar as its West Bengal unit chief. He replaces senior leader Dilip Ghosh amid speculation over the former state party chief's role after the loss in West Bengal election.
- The new Punjab CM Charanjit Singh Channi announced a waiver of pending water and electricity bills of the farmers.
- In a joint statement, Pfizer and BioNTech said that their vaccine was safe, well tolerated and showed robust neutralising antibody responses in participants five to 11 years of age.
- US President Joe Biden would host Prime Minister Narendra Modi for a bilateral meeting at the White House on September 24.
- The Delhi High Court today stayed the proceedings before a trial court against cricketer-turned-politician Gautam Gambhir, his foundation and others in a case related to the alleged illegal stocking and distribution of COVID-19 drugs.
- Actor Shilpa Shetty's husband Raj Kundra has been granted bail by a Mumbai court two months after his arrest over allegations of shooting and streaming porn. He has been ordered to pay ₹ 50,000 surety for his release.
- Senior BJP leader Uma Bharti, in a series of controversial comments undermining the bureaucracy, has said that officials are around only "to pick up our slippers" and have "no standing (aukat)".
- Former Chhattisgarh BJP MLA Yudhvir Singh Judev died on Monday at a hospital in Bengaluru where he was being treated for a liver ailment, his family members said.
- The finance ministry will kick-start the exercise to prepare the annual Budget for 2022-23 from October 12 amidst signs of revival of the Indian economy hit hard by the Covid-19 pandemic.
- The Apex Court refused to entertain Class 12 student's plea to resume physical classes across the country, states it should be left to the government to take a call on "governance issues"
- The Competition Commission of India (CCI) approved proposed acquisition of 10.4% of equity shareholding of Gangavaram Port Limited (GPL) by Adani Ports and Special Economic Zones Limited (APSEZ).
- Chief Minister Naveen Patnaik on Monday re-appointed renowned sand artist Sudarsan Pattnaik as the president of the Odisha Lalit Kala Akademi. In September 2018, Sudarsan was appointed for the post.
- Hockey India has announced that the 11th Hockey India Senior Women National Hockey Championship-2021 to be held from October 21 to 31, 2021 at Jhanshi, Uttar Pradesh. Further, the Junior Women National Championship -2021 will be held at Simdega from October 20 to 30, 2021 at Simdega, Jharkhand.
- Deputy Director-General of Military Nursing Service Brig SV Saraswati has been bestowed with the National Florence Nightingale Award 2020. President Ram Nath Kovind conferred the award in a virtual ceremony . National Florence Nightingale Award is the highest national distinction a nurse can achieve for selfless devotion and exceptional professionalism.
- National Florence Nightingale Award is the highest national distinction a nurse can achieve for selfless devotion and exceptional professionalism.
- The Sashastra Seema Bal has alerted the Centre about growing anti-India propaganda by China in Nepal’s districts that border India, triggering a security threat.
- The State has secured fourth place in the country, leaving behind big states like Maharashtra. As per the report, Odisha and Himachal Pradesh have effected a big improvement in the 2020-21 Food Safety Index. As per the State Food Safety Index 2021released Gujarat maintained Ist position intact in the State Food Safety index. Kerala secured 2nd rank whereas Tamil Nadu was pushed to 3rd in the country.
|
591 |
Y |
|
2784 |
21-09-2021 |
Odia |
- ଦିନିକିଆ ଟିକାକରଣରେ ରେକର୍ଡ କରାଯାଇଛି। ଦିନକରେ ଦିଆଗଲା ୪ଲକ୍ଷ ୧୬ହଜାର ୪୫୪ ଡୋଜ୍ ଭ୍ୟାକସିନ୍। ଯାହାକି ରାଜ୍ୟରେ ଟିକାକରଣରେ ସର୍ବକାଳୀନ ରେକର୍ଡ। ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
- ବିଜୁ ସ୍ୱାସ୍ଥ୍ୟ କାର୍ଡ ଢାଞ୍ଚାରେ କେନ୍ଦ୍ର ବାଣ୍ଟିବ ଡିଜିଟାଲ ହେଲ୍ଥ କାର୍ଡ଼ । ଆୟୁଷ୍ମାନ ଭାରତ ଯୋଜନାରେ ଥିବା ତ୍ରୁଟିକୁ ନୂଆ କାର୍ଡ ମାଧ୍ୟମରେ ସୁଧାରିବା ପାଇଁ କେନ୍ଦ୍ର ପ୍ରୟାସ କରୁଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି । ତେବେ ବିଏସକେଓ୍ବାଇ କାର୍ଡ ଭଳି କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା କାର୍ଡରେ ଏତେ ଚିକିତ୍ସା ସୁବିଧା ନାହିଁ ।
- ଅଖିଳ ଭାରତୀୟ ଆଖଡ଼ା ପରିଷଦ ସଭାପତି ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପ୍ରୟାଗରାଜ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଆଜି ମିଳିଛି।
- ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ ।
- ୫-୧୧ବର୍ଷୀୟ ପିଲାଙ୍କ ପାଇଁ ନିରାପଦ ଫାଇଜର ଟିକା। ୧୨ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟିକା ବାହାର କରିସାରିଥିବା ଫାଇଜର ୫-୧୧ବର୍ଷୀୟ ପିଲାଙ୍କୁ ନେଇ ଟିକା ପରୀକ୍ଷଣ କରିଥିଲା।
- ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀମାନଙ୍କୁ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରାଯିବ । ଏନେଇ ଏ.ଆଇ.ସି.ଟି.ଇ. ପକ୍ଷରୁ ସୂଚନା ଦିଆଯାଇଛି ।
- ଗତକାଲି ରାତିସାରା ମୂଷଳଧାରାରେ ବର୍ଷା ହେବା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଆଜି ସକାଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଆଣ୍ଠୁଏ ପାଣି ଜମି ରହିବା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
- ପୁଣି ପଡୋଶୀ ତଥା ସହଯୋଗୀ ଦେଶମାନଙ୍କୁ ଭାରତ ଆସନ୍ତା ୩ ମାସ ମଧ୍ୟରେ କୋଭିଡ ଟିକା ପଠାଇବ | ପଡୋଶୀ ଦେଶକୁ ପ୍ରାଥମିକତା ଦେଇ ଭାରତ ଟିକା ରପ୍ତାନି ଆରମ୍ଭ କରିବ ବୋଲି ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି।
- ଦୁଇ ଜାପାନୀ ଜାଆଁଳା ଭଉଣୀଙ୍କୁ ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ମିଳିଛି। ବିଶ୍ବର ବୟୋଜ୍ୟୋଷ୍ଠ ଜୀବିତ ଜାଆଁଳା ଭଉଣୀ ଭାବେ ସେମାନଙ୍କୁ ଏହି ସମ୍ମାନ ଦିଆଯାଇଛି। ସେମାନଙ୍କ ବୟସ ୧୦୭ ବର୍ଷ ଏବଂ ୩୩୦ ଦିନ। ଏହି ଘୋଷଣା ବୁଦ୍ଧ ଦିବସ ଅବସରରେ ହୋଇଛି। ଏହି ଦିନକୁ ଜାପାନର ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରାଯାଏ।
- ପଞ୍ଜିକୃତ ଶ୍ରମିକମାନେ ଦୁର୍ଘଟଣା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ୧ ଲକ୍ଷ ଟଙ୍କାର ସ୍ଥାୟୀ ଅକ୍ଷମତା ବୀମା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।
- ପଂଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚରଣଜୀତ ସିଂହ ଚନ୍ନୀ ନିଜର ଆକ୍ସନ ଦେଖାଯାଇଛନ୍ତି । ରାଜ୍ୟ ବିଭାଗରୁ ବିଭାଗୀୟ ମୁଖ୍ୟ, ବିଭାଗୀୟ କମିଶନର, ଡେପୁଟି କମିଶନର ଏବଂ ଏସଡିଏମଙ୍କୁ ପର୍ସନାଲ ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସକାଳ ୯ ଟାରେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଫିସ୍ ପର୍ଯ୍ୟନ୍ତ ଉପସ୍ଥିତ ରହିବେ ।
- ଆସନ୍ତା ୨୫ ତାରିଖରୁ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ବଙ୍ଗୋପସାଗରରେ ଏକ ଘର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ୨୬ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
- ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପରେ ଏବେ ପାକିସ୍ତାନକୁ ଜୋରଦାର ଝଟକା ଦେଲା ଇଂଲଣ୍ଡ । ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ନ୍ୟୁଜିଲାଣ୍ଡ ପରି ପାକିସ୍ତାନ ଗସ୍ତ ବାତିଲ୍ କରିଛି ।
- ଅକ୍ଟୋବର ପହିଲାରୁ କଲେଜରେ ବାୟୋମେଟ୍ରିକ ଆଟେଣ୍ଡାନ୍ସ, ସରକାର ଦେଲେ ନିର୍ଦ୍ଦେଶ ।
- ଏଣିକି ଏଟିଭିଏମ୍ ସ୍ମାର୍ଟ କାର୍ଡ ଉପଯୋଗ କରୁଥିବା ରେଳ ଯାତ୍ରୀମାନେ ରିଚାର୍ଜ ପାଇଁ ଷ୍ଟେସନ ବୁକିଂ କାଉଣ୍ଟର ଯିବାକୁ ପଡ଼ିବ ନାହିଁ ।
- ଦେଶରେ ସେରୋଟାଇପ୍-୨ ଡେଙ୍ଗୁ ବ୍ୟାପିବାର ଆଶଙ୍କା ନେଇ ଓଡ଼ିଶା ସମେତ ୧୧ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ ରହିବାକୁ ପରାମର୍ଶ ।
- ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଗୁଣ୍ଟୁର-ଗୁଣ୍ଟକଲ୍ ରେଲୱେ ସେକ୍ସନ୍ର ଦୋହରୀକରଣ କାର୍ଯ୍ୟ ପାଇଁ ସେପ୍ଟେମ୍ବର ୨୬ ଓ ୨୭ରେ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ(୦୮୪୬୩/୦୮୪୬୪) ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ ।
- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ – ସି.ବି.ଏସ୍.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ସେମିଷ୍ଟାର ପରୀକ୍ଷା ଆସନ୍ତା ନଭେମ୍ବରରେ ହେବା ନେଇ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷାରେ ପ୍ରତ୍ୟେକ ବିଷୟ ପାଇଁ ସମୟ ଅବଧି ୯୦ ମିନିଟ୍ ରହିବ । ଅତି ସଂକ୍ଷିପ୍ତମୂଳକ ପ୍ରଶ୍ନ ଆଧାରରେ ପରୀକ୍ଷା ହେବ ।
- ସ୍ପେନର ଲା ପାମା ଦ୍ବୀପରେ ଭୟଙ୍କର ଆଗ୍ନେୟ ଉଦଗୀରଣ। ତରଳ ଲାଭା ପ୍ରବାହ ଜାରି ରହିଥିବାରୁ ୫ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଦଗୀରଣ ଯୋଗୁ କିଛି ଘର ବି ନଷ୍ଟ ହୋଇଥିବା ଜଣାପଡିଛି। କୁମ୍ବ୍ରେ ଭିଏଜା ଜାତୀୟ ଉଦ୍ୟାନସ୍ଥିତ କିଛି ଗ୍ରାମର ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି ।
- କ୍ରମାଗତ ତାପମାତ୍ରା ବଢିବା ଯୋଗୁ କିଛି ବର୍ଷ ପରେ ଆସିପାରେ ଘୋର ବିପର୍ଯ୍ୟୟ । ଏନେଇ ସତର୍କ କରାଇଛି ଜାତିସଂଘ । ଚଳିତ ଶତାବ୍ଦୀର ଶେଷ ଭାଗ ଆଡକୁ ବିଶ୍ବରେ ତାପମାତ୍ରା ୨.୭ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ। ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ।
|
577 |
Y |
|
2785 |
20-09-2021 |
Odia |
- କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୯୫ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୩୪,୭୮,୪୧୯ ଓ ମୃତ୍ୟୁସଂଖ୍ୟା ୪,୪୫,୧୩୩ରେ ପହଞ୍ଚିଛି।
- ଗତ ୨୪ ଘଣ୍ଟାରେ ୫୧୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
- ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନୀ । ୨୦୧୫ରୁ ୨୦୧୬ ମଧ୍ୟରେ ବିରୋଧୀ ଦଳର ନେତା ଥିଲେ ଚରଣଜିତ୍ । ୨୦୦୭ରେ ବିଧାନସଭାର ସଦସ୍ୟ ଥିଲେ ଚରଣଜିତ । ଚମକୌର ସାହିବ ଆସନରୁ ଏବେ ବିଧାୟକ ଅଛନ୍ତି ଚରଣଜିତ ।ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାନେଇ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ୍ ରାୱତ ।
- ତାଲିବାନ ଆଫଗାନିସ୍ତାନରେ ମହିଳା ମନ୍ତ୍ରଣାଳୟକୁ ବନ୍ଦ କରିଛି । ଏହି ମନ୍ତ୍ରଣାଳୟ ସ୍ଥାନରେ ‘ପଦୋନ୍ନତି ଗୁଣ ଏବଂ ଉପାଧ୍ୟାୟ ମନ୍ତ୍ରଣାଳୟ’ ସକ୍ରିୟ ହୋଇଛି। ବର୍ତ୍ତମାନ ତାଲିବାନ ସରକାର ଏହି ମନ୍ତ୍ରଣାଳୟ ମାଧ୍ୟମରେ ନୈତିକ ପୋଲିସିଂର କାର୍ଯ୍ୟ କରିବେ ।
- ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ପ୍ରଥମ ଅନ୍ତରୀକ୍ଷ ମିଶନ ଇନସ୍ପିରେସନ୍-୪ ସଫଳ ହୋଇଛି । ଏହି ମିଶନରେ ଅନ୍ତରୀକ୍ଷକୁ ୪ ଜଣ ସାଧାରଣ ନାଗରିକ ଯାଇଥିଲେ । ସ୍ପେସ୍ ଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ ତିନିଦିନ ପୃଥିବୀ ଚାରିପଟେ ଘୁରିଥିଲା । ଯାହାପରେ ଆଜି ଭୋରରୁ ଫ୍ଲୋରିଡାର ସମୁଦ୍ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡିଂ ସଫଳ ହୋଇଛି । ସାଧାରଣ ଲୋକଙ୍କୁ ଅନ୍ତରୀକ୍ଷକୁ ନେଇଯିବାରେ ଏହା ଥିଲା ପ୍ରଥମ ସ୍ପେସଫ୍ଲାଇଟ୍ ।
- ଓଡ଼ିଶାର କୋଟିଆରେ ଆନ୍ଧ୍ରର ରାଜ୍ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଛି ୱାଇଏସଆର କଂଗ୍ରେସ ଦଳ ।
- ନେଉଆ ଓ ଜାମରୁଲ୍ ଆମଦାନି ବନ୍ଦ କରିବାରୁ ‘ବିଶ୍ବ ବାଣିଜ୍ୟ ସଙ୍ଗଠନ’ରେ ଅଭିଯୋଗ କରିବାକୁ ଚୀନ୍କୁ ଧମକ ଦେଲା ତାଇୱାନ୍ ।
- ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍ଆଇ) ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛି । ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆମଦାନି ହେଉଥିବା ଜଣାପଡ଼ିଛି ।
- ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ‘ବିଜେପି’ର ବରିଷ୍ଠ ନେତା ରାଜିନ୍ଦର୍ ପାଲ୍ ସିଂହ ଭାଟିଆଙ୍କ ଶବ ଗୋଟାଏ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ପୁଲିସ ଟିମ୍, ରାଜିନ୍ଦର୍ଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛି।
- ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ଗାଡି ଚଳାଇଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ, ଭରିବାକୁ ପଡିପାରେ ୧୦ ହଜାର ଜରିମାନା ।
- କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ସ୍ନାତକ(ୟୁଜି) ପାଠ୍ୟକ୍ରମ ନାମଲେଖା ପାଇଁ ଚଳିତ ମାସ ୨୮ ତାରିଖରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ।
- ବଲିଉଡ୍ ଅଭିନେତା ଅନୁପମ ଖେରଙ୍କୁ ମିଳିଲା ବଡ଼ ସମ୍ମାନ । ନ୍ୟୁୟର୍କର ମ୍ୟାନହେଟନରେ ଆୟୋଜିତ ସମାରୋହରେ ଅନୁପମ ଖେରଙ୍କୁ ହିନ୍ଦୁ ଅଧ୍ୟୟନ ପାଇଁ ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରାଯାଇଛି ।
- ଲୋକସଭା ଟିକେଟ୍ ପାଇଁ ୫ କୋଟି ଟଙ୍କା! ‘ଆର୍ଜେଡି’ର ତେଜସ୍ବୀ ଯାଦବ ଏବଂ ଅନ୍ୟ ୫ଜଣଙ୍କ ନାଁରେ ‘ଏଫ୍ଆଇଆର୍’ ଲାଗି ପାଟନା କୋର୍ଟଙ୍କ ଆଦେଶ ।
- ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
- ସାରା ଦେଶର ୧ କୋଟି ୩ ଲକ୍ଷ ୧୨ ହଜାର ୯୫ ଜଣ ଶ୍ରମିକ ପଞ୍ଜୀକରଣ କରିସାରିଛନ୍ତି। ଓଡ଼ିଶାର ୨୧ ଲକ୍ଷ ୬୯ ହଜାର ୫୫୪ଜଣ ଶ୍ରମିକ ଏଥିରେ ପଞ୍ଜୀକରଣ କରିଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି।ଅନଲାଇନ ପଞ୍ଜୀକରଣ ଲାଗି ଶ୍ରମିକମାନେ ଇ-ଶ୍ରମ ମୋବାଇଲ ଆପ୍ କିମ୍ବା ୱେବସାଇଟ୍ର ଉପଯୋଗ କରିପାରିବେ।
- କୋଭିଡ୍-୧୯ ମହାମାରୀ ସଂକ୍ରମଣ ହେତୁ ଶୁକ୍ରବାର ଦିନ କେନ୍ଦ୍ର ସରକାର ‘ପର୍ମାନେଣ୍ଟ୍ ଆକାଉଣ୍ଟ୍ ନମ୍ବର’ (ପାନ୍) ସହ ‘ଆଧାର’ ସଂଯୋଗ ସମୟସୀମା ୨୦୨୨ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର ବା ଏସଓପି ତିଆରି ଚାଲିଛି । ଆସନ୍ତା ୧୫ ଦିନ ମଧ୍ୟରେ ଯଦି କରୋନା ସଂକ୍ରମଣ ଆଉ ବୃଦ୍ଧି ନ ହୁଏ ତେବେ ଅକ୍ଟୋବର ପ୍ରଥମ ସପ୍ତାହ କିମ୍ବା ଦଶହରା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ ।
- ଓଡ଼ିଶାର ଅଧିକାଂଶ ସ୍ଥାନରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୦ରୁ ୨୨ ତାରିଖ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଦେଓଗଡ଼, ସମ୍ୱଲପୁର, ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।
- ମୋବାଇଲ ଅପରେଟିଂ ସିଷ୍ଟମ (ଓଏସ) ଓ ଏସମ୍ପର୍କିତ ବଜାରରେ ନିଜର ଆଧିପତ୍ୟର ଗୁଗଲ ଅନୁଚିତ ବ୍ୟବହାର କରୁଛନ୍ତି। ଏ ନେଇ ଅଭିଯୋଗ ପରେ ଏପ୍ରିଲ ୨୦୧୯ରେ ସିସିଆଇ ଗୁଗଲ ବିରୋଧରେ ଯାଞ୍ଚ ଆଦେଶ ଦିଆଯାଇଥିଲା। ମୋବାଇଲ ଫୋନ ଓଏସ୍ ବଜାରରେ ଗୁଗଲଙ୍କ ଏଣ୍ଡ୍ରଏଡର ପ୍ରଭୂତ୍ୱ ରହିଛି। ଏହି ବଜାରର ୯୮ ପ୍ରତିଶତ ଅଂଶ ଗୁଗଲ ନିୟନ୍ତ୍ରଣାଧୀନ।
- ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍ ରେ ୨୦୨୨ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯିବ। ଆଜି ଦୁବାଇରେ ବିସିସିଆଇ ଆପେକ୍ସ କାଉନ୍ ସିଲ ବୈଠକ ଥିବାରୁ ଏଥିରେ ଖେଳସୂଚୀ ଉପରେ ଚୂଡ଼ାନ୍ତ ମୋହର ଲାଗିପାରେ।
|
569 |
Y |
|
2786 |
20-09-2021 |
English |
- Charanjit Singh Channi was sworn in as Punjab's new Chief Minister today, three days after Amarinder Singh's dramatic weekend resignation just four months before an election in the state.
- Punjab's first Dalit Sikh Chief Minister took charge with two deputies, both carefully chosen to fortify the Congress's poll arithmetic - Sukhjinder Singh Randhawa and Om Prakash Soni.
- India continues to register around 30,000 Coronavirus cases for the second straight day, The nation reported 30,256 fresh cases of Covid 19, 43,938 recoveries, and 295 deaths in the last 24 hours.
- The ruling party had won 502 out of the 515 Zilla Parishad Territorial Constituencies (ZPTCs) seats and 5,998 out of the 7,219 Mandal Parishad Territorial Constituencies (MPTCs) seats.
- The Indian U-18 Girls' Rugby team today, won silver at the Asia Rugby U-18 Girls’ Rugby Sevens Championship 2021 held at Tashkent, Uzbekistan on September 18 and 19, 2021
- PM Modi calls upon citizens to take part in auction of gifts & mementos received by him; proceeds to go to Namami Gange initiative. ‘Namami Gange Programme’, is an Integrated Conservation Mission, approved as ‘Flagship Programme’ by the Union Government in June 2014 with budget outlay of Rs.20,000 Crore to accomplish the twin objectives of effective abatement of pollution, conservation and rejuvenation of National River Ganga.
- Union Minister of Agriculture and Farmers Welfare, Narendra Singh Tomar said that the Govt of India has emphasized on re-introducing traditional food items including millet, other nutritious cereals, fruits and vegetables, fish, dairy and organic products in the diet of the people.
- Madhya Pradesh schools to reopen for classes 1 to 5 from today.
- The Border Roads Organisation is a road construction executive force in India that provides support to and is a part of the Indian Armed Forces. BRO develops and maintains road networks in India's border areas and friendly neighboring countries.
- Indian Army has released short notice for JAG Entry Scheme 28th Course for Men & Women Law Graduates (Scheduled in April 2022) on its website. The candidates will be able to apply to the posts through the online mode from 29 September 2021 onwards. The last date for submission is 28 October 2021. Candidates who wish to apply for JAG 2021 Course should possess Bachelor’s Degree in Law from a recognized Board.
- France has accused Australia and the US over a new security pact. Earlier, a trilateral security agreement was announced by the United States, Australia and the United Kingdom. The Australia-UK-US( AUKUS) agreement has left France enraged, which has called it a “stab in the back”.
- France is upset because it has lost a mega submarine deal to the US, and because it feels humiliated at being kept in the dark about what the other three democracies were planning. The pact, will see Australia being given the technology to build nuclear-powered submarines. The move thwarted a multibillion-dollar deal France had signed with Australia.
- Two people killed, 21 others injured in four separate explosions in Afghanistan on 18 Sep. No group has claimed responsibility for the blasts so far.
- Russia is holding elections to the State Duma, the lower house of Parliament from Friday this week. The voting will take place till Sunday over a three-day period due to the Covid-19 pandemic.
- Facebook India said it has appointed ex-IAS officer and former Uber executive Rajiv Aggarwal as the Director of Public Policy. He succeeds Ankhi Das, who quit in October last year. She was embroiled in a controversy for opposing enforcement of hate-speech rules against right-wing leaders in the country.
- Former Chhattisgarh minister and senior BJP leader Rajinder Pal Singh Bhatia was found hanging at his residence in Rajnandgaon district of the state on Sunday, in what police suspect is a case of suicide.
- The government is yet to take a call on the recommendations made by the Supreme Court collegium on appointing a total of 68 judicial officers and advocates as judges of various high courts.
- The Centre has sought a report from the Andhra Pradesh government on Rs 960 crore received as loans from foreign agencies for various Externally- Aided Projects (EAPs) remaining unutilised.
- The Reserve Bank of India accuses the companies of breaking local data-storage rules. The bans do not affect existing customers.
- On September 6, Union Agriculture Minister Narendra Singh Tomar had said that his Ministry has created a database of 5.5 crore farmers and it will be increased to 8 crore by this December.
|
602 |
Y |
|
2787 |
19-09-2021 |
Odia |
- କ୍ୟାପଟେନ ଅମରିନ୍ଦର ସିଂ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅମରିନ୍ଦରଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ରାଜ୍ୟପାଳଙ୍କୁ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ଅମରିନ୍ଦର ଦ୍ୱିତୀୟ ପାଳିର ୫ ବର୍ଷ ପୂରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ।
- ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର ଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଛି । ୧୯୭୬ରେ ସେ ସାହିତ୍ୟ ପାଇଁ ଝଙ୍କାର ସମ୍ମାନ ପାଇଥିଲେ । ୧୯୮୪ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ସେ ୧୯୮୨ରୁ ୧୯୯୦ ଯାଏଁ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ୧୯୯୧ରୁ ୧୯୯୪ ଯାଏଁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ ।
- ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ୨୦ ତାରିଖରୁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନା ଗାଇଡଲାଇନ୍ ମାନି ଶ୍ରେଣୀଗୃହରେ ଶିକ୍ଷା ଦାନ କରାଯିବ । କ୍ୟାମ୍ପସ ଓ ଶ୍ରେଣୀଗୃହରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ଶ୍ରେଣୀଗୃହ, ଲାଇବ୍ରେରୀ ସହ ଲାବୋରେଟୋରିରେ ସାମାଜିକ ଦୂରତା ରକ୍ଷା କରାଯିବ ।
- ବିବେକ ଆନନ୍ଦ ଓବରୋଏଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ଏକ ଡିଜିଟାଲ୍ ରିଲିଜ୍ ହେବାକୁ ଯାଉଛି। ୨୩ ସେପ୍ଟେମ୍ବରରୁ ‘ପିଏମ ନରେନ୍ଦ୍ର ମୋଦୀ’ ଏମଏକ୍ସ ପ୍ଲେୟାରରେ ମୁକ୍ତିଲାଭ କରିବ |
- ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ ଅମରିନ୍ଦର ସିଂ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଅମରିନ୍ଦର ସିଂହଙ୍କ ପ୍ରତିକ୍ରିୟା: ‘ମୁଁ କଂଗ୍ରେସରେ ଅଛି, ଘନିଷ୍ଠ ନେତାଙ୍କ ପରାମର୍ଶ ପରେ ପରବର୍ତ୍ତୀ ନିଷ୍ପତ୍ତି’ । ସିଦ୍ଧୁ ଜଣେ ଅଯୋଗ୍ୟ ବ୍ୟକ୍ତି, ପଞ୍ଜାବକୁ ବରବାଦ କରିଦେବେ : କ୍ୟାପଟେନ ଅମରିନ୍ଦର ସିଂ । କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି : ସୋନିଆ ବାଛିବେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ।
- ହିନ୍ଦି ପୁସ୍ତକ ‘କଲ୍ୟାଣୀ’ର ଓଡ଼ିଆ ଅନୁବାଦ ପାଇଁ ମଞ୍ଜୁ ମୋଦୀଙ୍କୁ ମିଳିବ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ।
- କେନ୍ଦ୍ର ସରକାର ବିମାନ କମ୍ପାନୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଏଣିକି ବିମାନ କମ୍ପାନୀ ମାସକୁ ୧୫ ଦିନ ଭଡ଼ା ନିର୍ଦ୍ଧାରଣ କରିପାରିବେ । ବାକି ୧୫ ଦିନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚୀ ଅନୁସାରେ ଭଡ଼ା ନିର୍ଦ୍ଧାରଣ ହେବ । ଭଡ଼ା ଷ୍ଟକଚର ଅନୁସାରେ, ସରକାର ସବୁଠୁ କମ୍ ଓ ସବୁଠୁ ଅଧିକ ଭଡ଼ା ନିର୍ଦ୍ଧାରଣ କରୁଥିଲେ । ଏବେ ଏଥିରୁ ବିମାନ କମ୍ପାନୀଙ୍କୁ ଆଶ୍ୱସ୍ତି ମିଳିଛି । ସରକାର ମାସକୁ ୧୫ ଦିନ ଭଡ଼ା ନିର୍ଦ୍ଧାରଣ କରିବାକୁ ଥିବାବେଳେ ବାକି ୧୫ ଦିନ ବିମାନ କମ୍ପାନୀ ଚାହିଦାକୁ ଦେଖି ଭଡ଼ା ସ୍ଥିର କରିବେ ।
- ଦେଶରେ ପ୍ରଥମ: ୨ବର୍ଷୀୟ ଶିଶୁର ସଫଳ ଏକମୋ ଚିକିତ୍ସା କରିି ଇତିହାସ ରଚିିଲା ଭୁବନେଶ୍ବର ଏମ୍ସ
- ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରହି ସାରିଥିବା ସାଂସଦ ବାବୁଲ ସୁପ୍ରିୟୋ ବିଜେପି ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି । କିଛିଦିନ ତଳେ ବାବୁଲ୍ ସୁପ୍ରିୟୋ ବିଜେପିରୁ ଇସ୍ତଫା ଦେଇଥିଲେ
- ସୋନୁ ସୁଦଙ୍କ ଉପରେ ୨୦ କୋଟିର ଟ୍ୟାକ୍ସ ଚୋରି ଅଭିଯୋଗ: ପ୍ରମାଣ ଥିବା ଦାବି କଲା ଆୟକର ବିଭାଗ ।
- ଦିବ୍ୟା ଅଗ୍ରଓ୍ବାଲ ହେଲେ ବିଗବସ୍ ଓଟିଟି ଓ୍ବିନର, ନିଶାନ୍ତ ପ୍ରଥମ ଏବଂ ଶମିତା ଦ୍ବିତୀୟ ରନର ଅପ୍ ।
- ଶ୍ରୀନଗରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ, ଅସ୍ତ୍ରଶସ୍ତ୍ର ଛାଡି ଛତ୍ରଭଙ୍ଗ ଦେଲେ ଆତଙ୍କୀ ।
- ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପ୍ରଥମ ମ୍ୟାଚରେ ଟସ୍ ପଡିବା ପୂର୍ବରୁ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଛି । ଯାହା ପଳରେ ପାକିସ୍ତାନକୁ ପୁଣି ଥରେ ନିନ୍ଦିତ ହେବାକୁ ପଡିଛି ।
- ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧିନ ବିସିସିଆଇ ଅନୀଲ କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦବୀ ଲାଗି ଆବେଦନ କରିବା ପାଇଁ ପ୍ରସ୍ତାବ ଦେଇପାରେ। ୨୦୧୬-୧୭ରେ କୁମ୍ବଲେ ଏକ ବର୍ଷ ପାଇଁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ଗଠିତ ତତ୍କାଳୀନ କ୍ରିକେଟ ପରାମର୍ଶଦାତା କମିଟି କୁମ୍ବଲେଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲା।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିବସ ଅବସରରେ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ପଦକ ବିଜେତା କ୍ରୀଡ଼ାବିତ୍ମାନଙ୍କ ଉପହାର ଇ-ନିଲାମ ଆରମ୍ଭ ହୋଇଛି। ଶନିବାର ଇ-ବିକ୍ରୟର ପ୍ରଥମ ଦିନରେ ୧୧ଜଣ କ୍ରୀଡ଼ାବିତ୍ଙ୍କ ଉପହାରରୁ ୧୦ କୋଟି ଟଙ୍କା ଆୟ ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଜାଭେଲିନର ଦାମ୍ ୧ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି।
- ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଏକାଧିକ ଅଫର ମଧ୍ୟରେ ଗୃହଋଣ ଉପରେ ସୁଧ ହାର ହ୍ରାସ କରାଯାଇଛି। ଏଥିରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ସୁଧହାର ୫୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ପିଏନବି ପକ୍ଷରୁ ଘୋଷଣା କରାଯାଇଛି ଯେ ଏବେ ଗୃହଋଣ ଉପରେ ସୁଧ ହାର ୬.୬୦% ଲାଗୁହେବ।
- ଏନ୍ସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ରେ ବାଲ୍ୟ ବିବାହ ନିରାକରଣ ଆଇନ ଅଧୀନରେ ୭୮୫ ମାମଲା ରୁଜୁ ହୋଇଛି। କର୍ଣ୍ଣାଟକରେ ବାଲ୍ୟ ବିବାହ ବିରୋଧରେ ସର୍ବାଧିକ ୧୮୪ ମାମଲା ରୁଜୁ ହୋଇଥିବାବେଳେ ଆସାମରେ ୧୩୮, ପଶ୍ଚିମବଙ୍ଗରେ ୯୮, ତାମିଲନାଡ଼ୁରେ ୭୭ ଏବଂ ତେଲେଙ୍ଗାନାରେ ୬୨ ମାମଲା ରୁଜୁ ହୋଇଛି। ତେବେ ୨୦୧୯ରେ ୫୨୩ ମାମଲା ଏବଂ ୨୦୧୮ରେ ୫୦୧ , ୨୦୧୭ରେ ୩୯୫, ୨୦୧୬ରେ ୩୨୬ ଏବଂ ୨୦୧୫ରେ ୨୯୩ ମାମଲା ରୁଜୁ ହୋଇଥିଲା। ୨୦୨୦ରେ ଦେଶରେ ବାଲ୍ୟ ବିବାହରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି।
- ଭାରତୀୟ ଆଇନ ବ୍ୟବସ୍ଥା ଏବେ ବି ଉପନିବେଶ ଢାଞ୍ଚାରେ ରହିଛି ଏବଂ ଏହାକୁ ଅଧିକ ସୁଲଭ ଏବଂ ପ୍ରଭାବୀ କରିବା ପାଇଁ ଏହାର ଭାରତୀୟକରଣ ଜରୁରୀ ବୋଲି ପ୍ରଧାନ ବିଚାରପତି ଏନ୍ଭି ରମଣା କହିଛନ୍ତି।
- କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଶୁକ୍ରବାର କହିଛନ୍ତି ଯେ, ଭାରତ ବିଶ୍ବର ଦୀର୍ଘତମ ଏକ୍ସପ୍ରେସ୍ୱେ ନିର୍ମାଣ ଶେଷ କରିବାକୁ ଯାଉଛି ଏବଂ ତାହା ହେଉଛି ‘ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ହାଇୱେ’। ଏହି ଦ୍ରୁତ-ରାଜପଥର ଦୈର୍ଘ୍ୟ ୧,୩୮୦ କିମି ହେବ
- ବିଶିଷ୍ଟ ଗାଳ୍ପିକା ଯଶୋଧାରା ମିଶ୍ରଙ୍କୁ ଓଡ଼ିଆ ଗଳ୍ପ ସଂକଳନ ‘ସମୁଦ୍ର କୂଳ ଘର’ ପାଇଁ ୨୦୨୦ର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରରେ ସମ୍ମାନିତ କରଯାଇଛି।
|
613 |
Y |
|
2788 |
19-09-2021 |
English |
- India saw a single-day rise of 35,662 new COVID-19 infections, while the active cases increased to 3,40,639, according to the Union Health Ministry data updated on Saturday.
- Eminent Odia litterateur and journalist Manorama Mohapatra died here at the age of 87. She had won the Sahitya Academy Award in 1984, Soviet Nehru Award in 1988, Critic Circle of India Award in 1990, Iswar Chandra Vidyasagar Samman in 1991 and Rupambara Award in 1994
- The Central Board of Direct Taxes (CBDT) Saturday alleged that actor Sonu Sood and his associates evaded tax of Rs 20 crore and claimed that after the Income Tax (I-T) department raided him.
- Congress veteran Amarinder Singh Saturday resigned as Chief Minister of Punjab, ending one chapter of dissent but throwing open another of uncertainty for the ruling party in the state headed towards elections in about four months.
- Former Union minister and BJP MP Babul Supriyo Saturday joined West Bengal Chief Minister Mamata Banerjee's All India Trinamool Congress.
- The Higher Education (HE) department Saturday directed the universities and colleges for commencement of classroom teaching for 2020-21 first year undergraduate (UG) students from September 20 by following Covid-19 prevention guidelines.
- Former legislator of Patna Assembly constituency in Keonjhar district Ramray Munda passed away Saturday morning at his residence in Chakundapal village under this block. He was 83.
- Chief Justice of India Justice NV Ramana called for Indianisation of legal system in the country Saturday in a function held in Vidhana Soudha in Bangalore organised by the Karnataka State Bar Council to pay tributes to Late Justice Mohana M Shantanagaudar
- Ravindra Narayan Ravi was Saturday sworn-in as the Governor of Tamil Nadu, succeeding Banwarilal Purohit who has since been shifted to Punjab. Ravi, shifted from Nagaland.
- According to the National Crime Records Bureau (NCRB) data of 2020, a total of 785 cases were registered under the Prohibition of Child Marriage Act. The number of cases registered was the highest in Karnataka at 184, followed by Assam at 138, West Bengal at 98, Tamil Nadu at 77 and Telangana at 62.
- Odisha state Public Health director Niranjan Mishra today said that the Covid in Odisha is at a stable condition. “ The daily Covid cases in the state has declined to 500 to 600 and Covid hospitalisation has also declined, so the Corona casualty,” Mishra said.
- Delhi Capitals (DC), Mumbai Indians (MI), Punjab Kings (PBKS), Rajasthan Royals (RR), Royal Challengers Bangalore (RCB) & Sunrisers Hyderabad (SRH) named more replacements for the remainder of the VIVO Indian Premier League (IPL) 2021, which will be played in the United Arab Emirates from September 19.
- Prime Minister Narendra Modi on Saturday interacted with healthcare workers and beneficiaries of the COVID vaccination programme in Goa through a video conference on the completion of 100% first dose coverage for the adult population in Goa.
- Minister for Commerce & Industry, Piyush Goyal held a detailed interaction with coffee growers, roasters, exporters and other stakeholders at Coffee Board Head Office, Bengaluru.
- Vedanta Aluminium has launched a safety mobile application called ‘V-Safe’ at its largest aluminium smelter in Jharsuguda to bolster its safetyculture.
- Congress, senior party leader Shashi Tharoor on Saturday emphasised that more energy needs to be instilled in the organizational structure of the party.
- Politician-writer M Veerappa Moily and poet Arundhathi Subramaniam were among the 20 authors who received the Sahitya Akademi Award for 2020 at a ceremony in Delhi on Saturday. The award, which includes a casket containing an engraved copper plaque, a shawl and an amount of ₹ 1,00,000, was presented at the award presentation function.
- The executive board also announced the Sahitya Akademi Translation Prize 2020 in 24 Indian languages on Saturday. The translation prize carries an amount of Rs 50,000 and a copper plaque which will be presented to the translators of each of these books at a special function to be held sometime later this year, it said.
- More than 10,000 migrants, mainly fleeing Haiti, are currently being held under a bridge at Del Rio near the US-Mexico border as immigration facilities in the area have reached capacity.
- Water from 115 countries to be offered at Ayodhya it replicates message of Vasudhaiva Kutumbakam said , Rajnath Singh .
|
627 |
Y |
|
2789 |
18-09-2021 |
Odia |
- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପେଟ୍ରୋଲ ଓ ଡିଜେଲକୁ ବର୍ତ୍ତମାନ ଜିଏସଟିରେ ସାମିଲ୍ ନେଇ ବିଚାର କରିବା ପାଇଁ ଏହା ସଠିକ୍ ସମୟ ନୁହେଁ । ଏଥିପାଇଁ ରାଜସ୍ୱ ସହ ଜଡ଼ିତ କେତେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
- ବୈଦ୍ୟୁତିକ ଯାନ କ୍ରୟ ପାଇଁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ଦୁଇ ଚକିଆ ଯାନ କ୍ରୟ ପାଇଁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ବା ସର୍ବୋଚ୍ଚ ୫ ହଜାର ଟଙ୍କା ସହାୟତା ଦେବ ରାଜ୍ୟ । ସେହିପରି ତିନି ଚକିଆ ଯାନ ପାଇଁ ୧୫ ପ୍ରତିଶତ ବା ସର୍ବାଧିକ ୧୦ହଜାର ଟଙ୍କା, ଚାରି ଚକିଆ ଯାନ ପାଇଁ ୫୦ହଜାର ଓ ବସ୍ କ୍ରୟ ପାଇଁ ୪ ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବ । ମାଲବାହୀ ଯାନ କିଣିବା ପାଇଁ ଗ୍ରାହକଙ୍କୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର ।
- ୧୧୨ ଡାଏଲ୍ କଲେ ଗୋଟିଏ ନମ୍ବରରେ ପୋଲିସ ଓ ଅଗ୍ନିଶମ ସେବା ମିଳିବ । ଏଣିକି ଅଗ୍ନିଶମ ସେବା ପାଇଁ ୧୦୧ ପରିବର୍ତ୍ତେ ୧୧୨କୁ କଲ୍ କରି ଜରୁରୀକାଳୀନ ପରିସ୍ଥିତିରେ ଲୋକେ ସେବା ପାଇ ପାରିବେ ।
- ଆସୋଚାମ ରିପୋର୍ଟ ଅନୁସାରେ ଗତ ଦଶନ୍ଧି ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ୨୪ ପ୍ରତିଶତ କମିଛି । ଫଳରେ ରାଜ୍ୟର ୮ ନିୟୁତରୁ ଅଧିକ ଲୋକ ଦାରିଦ୍ର୍ୟ ଶୃଙ୍ଖଳରୁ ମୁକ୍ତ ହୋଇ ପାରିଛନ୍ତି । ଯାହାକି ସମଗ୍ର ଦେଶରେ ସର୍ବାଧିକ । ଏଥିସହିତ ପ୍ରକଳ୍ପ କାର୍ଯ୍ୟକାରିତା ହାରରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ପାଇଥିବା ଆସୋଚାମ ରିପୋର୍ଟ ୨୦୧୭ରେ କୁହାଯାଇଛି । ବିଦ୍ୟୁତ୍ ସଂଯୋଗୀକରଣ, ଗ୍ରାମୀଣ ରାସ୍ତା, ଆବାସ, କୃଷକ ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ।
- ପ୍ରାୟ ୨୭ ନିୟୁତ ୟୁରୋ ମୂଲ୍ୟର ଏହି ବିମାନ କିଣିବା ଲାଗି ପଦକ୍ଷେପ ନିଆଯାଇଛି । ମିଳିଥିବା ସୂଚନା ମୁତାବକ ଗୋଟିଏ ବିମାନର ମୂଲ୍ୟ ହେଉଛି ୧.୧୨୫ ନିୟୁତ ୟୁରୋ । ଫ୍ରାନସର ଡାସଲ୍ଟ ଆଭିଏସନ ପକ୍ଷରୁ ନିର୍ମିତ ମିରେଜ-୨୦୦୦ ବିମାନ ଭାରତୀୟ ପ୍ରତିରକ୍ଷାକୁ ଅଧିକ ସଶକ୍ତ କରିବ ବୋଲି କୁହାଯାଇଛି । ଏହି ୨୪ଟି ବିମାନରୁ ୮ଟି ବିମାନ ରେଡି-ଟୁ-ଫ୍ଲାଏ ଅବସ୍ଥାରେ ରହିଛି ।
- ସିଆରପିଏଫରେ ମହିଳା ଯବାନମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୬ ପ୍ଲାଟୁନ ମହିଳା ଯବାନଙ୍କୁ ପ୍ରିଶକ୍ଷଣ ଦିଆଯିବ । ଏହି ମହିଳା ଯବାନମାନେ AK-47 ବ୍ୟବହାର ନେଇ ମଧ୍ୟ ପ୍ରଶିକ୍ଷଣ ଲାଭ କରିବେ । ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସୁରକ୍ଷା ଦାୟିତ୍ବରେ ସିଆରପିଏଫ ରହିଛି । ଦେଶରେ ଭିଭିଆଇପିଙ୍କ ସୁରକ୍ଷାରେ ଏଣିକି ମୁତୟନ ହେବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫର ମହିଳା ଯବାନ ।
- ଗୋଟିଏ ଦିନରେ ୨ କୋଟିରୁ ଅଧିକ ଡୋଜ୍ (ମାତ୍ରା) କରୋନା ଟିକା ଦେଇ ଭାରତ ସମଗ୍ର ବିଶ୍ବରେ ଏକ ବିରଳ ସଫଳତା ହାସଲ କରିଛି । ଜନ୍ମ ଦିନରେ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଉପହାର ଦେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭିଆ ଟୁଇଟ୍ କରି କହିଛନ୍ତି ।
- ଉଭୟ ଜୀବନସାଥୀ ଅଲଗା ଧର୍ମର ହୋଇଥିଲେ ବି ସେମାନଙ୍କୁ ବିରୋଧ କରିବାର ଅଧିକାର କାହାର ବି ନାହିଁ | ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ, ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଧର୍ମ ନିର୍ବିଶେଷରେ ଜଣେ ସାବାଳିକା ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ଅଧିକାର ପାଇଛନ୍ତି। ଏପରି ଦମ୍ପତିଙ୍କ ବିବାହ ସମ୍ପର୍କକୁ ବିରୋଧ କରିବାର କାହାର ଅଧିକାର ନାହିଁ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୨୦୩୫ଟି ଶାମୁକାରେ ତାଙ୍କର ଏକ ମୋଦୀଙ୍କ ବାଲୁକାକଳା ଗଢ଼ିଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ବରରେ ରହୁଥିବା ପ୍ରିୟଙ୍କା ସାହାଣୀ ନାମ୍ନୀ ଜଣେ ବାଳିକା ୮ ଫୁଟ୍ ଉଚ୍ଚ ଏବଂ ୪ ଫୁଟ୍ ଓସାରର ଗୋଟାଏ ପ୍ଲାଇ ବୋର୍ଡରେ ଶସ୍ୟ ଦାନା ଲଗାଇ ତାଙ୍କର (ମୋଦୀ) ପ୍ରତିକୃତି ତିଆରି କରିଛନ୍ତି। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ବାରା ପ୍ରକାଶିତ ସର୍ବଶେଷ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦ରେ ବାମପନ୍ଥୀ ଉଗ୍ରବାଦ ଯୋଗୁ ସର୍ବାଧିକ ସଂଖ୍ୟକ ପୁଲିସ ମୃତ୍ୟୁବରଣ କରିଛନ୍ତି। ନକ୍ସଲବାଦୀ କାର୍ଯ୍ୟକଳାପ ଯୋଗୁଁ ୨୦୨୦ରେ ୫୯ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥଲେ
- ସ୍ଵିଗି ଓ ଜୋମାଟୋ ପରି ଫୁଡ୍ ଡେଲିଭରି ଆପ୍ ଏବେ ୫ ପ୍ରତିଶତ ଜିଏସଟି ପରିଧିକୁ ଆସିବ। ଏମିତି ହେଲେ ଅନଲାଇନରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଯିବ। ହେଲେ ଜିଏସଟି ପରିଷଦର ୪୫ତମ ବୈଠକରେ ଏହାକୁ ନେଇ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ। ମାତ୍ର ଏହା ସତ୍ତ୍ଵେ ବି ଗ୍ରାହକଙ୍କୁ ଅନଲାଇନରେ ଖାଦ୍ୟ ମଗାଇବା ମହଙ୍ଗା ପଡିପାରେ।
- ଦୁନିଆର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ଉପରେ ୧୭୭ ନିୟୁତ ଡଲାର (ପାଖାପାଖୁ ୧୩୦୫ କୋଟି ଟଙ୍କା)ର ଜରିମାନା ଲାଗିଛି। ମୋବାଇଲ୍ ଅପରେଟିଂ ସିଷ୍ଟମ ଏବଂ ଆପ୍ ମାର୍କେଟରେ ଏକଚାଟିଆ ମନୋଭାବ ପାଇଁ ଗୁଗଲକୁ ଏହି ଝଟକା ଲାଗିଛି। ଗୁଗଲର ମମମୁଖୀ ବ୍ୟବହାର ଉପରେ ପ୍ରହାର କରିବାକୁ ଦକ୍ଷିଣ କୋରିଆ ଏକ ବିଲ୍ ପାସ କରାଇଥିଲା । ଏବେ ଏହା ଆଇନ୍ରେ ପରିଣତ ହୋଇଛି। ସବୁଠୁ ବଡ଼ କଥା ହେଉଛି ଆଇନ୍ ଆସିବା ପରେ ପ୍ରଥମେ ଗୁଗଲ ଉପରେ ଏତେ ବଡ଼ ଜରିମାନା ଲାଗିଛି ।
- ମହାନଦୀର ପଛୁଆ ପାଣିରେ ଖୋର୍ଦ୍ଧାର ୩ ପଞ୍ଚାୟତରେ ବନ୍ୟା ସ୍ଥିତି, ପ୍ରଶାସନ ପାଖରେ ଖବର ନାହିଁ କି ତଥ୍ୟ ନାହିଁ ।
- ରାଉରକେଲାରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳ ଭଣ୍ଡାର ।
- କୋଟିଆର ୧୨ଟି ପଡା ସହ କୋରାପୁଟ ଜିଲ୍ଲାର ଶତାଧିକ ପଡାକୁ ଦିଆଯିବ ରାଜସ୍ୱ ଗ୍ରାମର ମାନ୍ୟତା । ଡିସେମ୍ବର ପୂର୍ବରୁ ଏହି ପଡା ଗ୍ରାମଗୁଡିକୁ ରାଜସ୍ୱ ଗାଁ ଭାବେ ମାନ୍ୟତା ଦିଆଯିବ ବୋଲି ପ୍ରମୁଖ ବିଷ୍ଣୁପଦ ସେଠୀ କହିଛନ୍ତି ।
- “ପାକିସ୍ତାନ କ୍ରିକେଟକୁ ନ୍ୟୁଜିଲାଣ୍ଡ ହତ୍ୟା କରିଛି । ରାଓ୍ବଲପିଣ୍ଡିରୁ ଆସିଛି ଏଭଳି ଦୁଃଖଦ ଖବର“ ବୋଲି ପୂର୍ବତନ ପେସର ଟୁଇଟ୍ କରିଛନ୍ତି ।
- . ଜଣାଶୁଣା ବୈଜ୍ଞାନିକ ତନୁ ପଦ୍ମନାଭନ୍ଙ୍କ ପରଲୋକ । ଶୁକ୍ରବାର ପୁଣେରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଜଣେ ପୂର୍ବତନ ସହକର୍ମୀ ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା ।
- ୩ କୃଷି ଆଇନକୁ ପୂରିଲା ୧ ବର୍ଷ । କଳା ଦିବସ ପାଳିଲା ସିରୋମଣି ଅକାଳି ଦଳ ।
- ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ଏହି ନିଷ୍ପତ୍ତି ନିଆଯାଇଛି ।
- କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍ କାଙ୍ଗ ସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍) ପକ୍ଷରୁ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହା ଅଧିନରେ କରୋନା ଜନିତ ମୃତ୍ୟୁର ସରକାରୀ ତଥ୍ୟ ଜାରି କରାଯିବ। ସୁପ୍ରିମକୋର୍ଟ ସମାଲୋଚନା କରିବାର ୧୦ ଦିନ ପରେ କେନ୍ଦ୍ର ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି ।
|
591 |
Y |
|
2790 |
18-09-2021 |
English |
- India crossed 2.5 crore Covid vaccinations in a day for the first time on Friday as the government raced to deliver a record on Prime Minister Narendra Modi's birthday. Union Health Minister Mansukh Mandaviya tweeted.
- World Health Organisation's (WHO) approval for the emergency use authorisation (EUA) to COVID-19 vaccine Covaxin, developed by the Hyderabad-based Bharat Biotech, is likely to be delayed till October 5.
- UN chief Antonio Guterres on Friday appointed Nobel Laureate Kailash Satyarthi as new Sustainable Development Goals (SDG) Advocate ahead of the start of the 76th UN General Assembly.
- A Delhi court on Friday came down heavily on the city police for its "lackadaisical approach" and said that no steps for the proper prosecution of 2020 riots cases have been taken by the Police Commissioner and other top officials.
- Food delivery apps like Zomato and Swiggy must pay GST, or Goods and Services Tax, instead of the restaurant they pick up orders from, Finance Minister Nirmala Sitharaman said Friday after a meeting of the GST Council in Lucknow.
- Union Minister Nitin Gadkari on Friday said he gets ₹ 4 lakh every month as royalty from YouTube, as viewership of his lecture videos posted on the platform has increased during the pandemic period.
- Noted theoretical physicist and recipient of Padma Shri award, Professor Thanu Padmanabhan died due to cardiac arrest in Pune on Friday, a former colleague said. He was 64.
- The Union home ministry has given its go-ahead to the Central Reserve Police Force to deploy its women constables for VVIP security duty.
- The Orissa High Court on Friday rejected the petition filed by Balu Bazar Puja committee, one of the oldest Durga Puja committees of Cuttack, seeking relaxation on limiting the height of the Durga idol to four feet high.
- The Narendra Modi government scrambled on Thursday to reinstate Justice Ashok Iqbal Singh Cheema as chairperson of the National Company Law Appellate Tribunal (NCLAT) to enable him to complete his term on September 20 after the Supreme Court threatened to suo motu stay the Tribunal Reforms Act, 2021.
- The Bhubaneswar Municipal Commissioner (BMC) has sealed offices of the Sub-collector and Tehsildar of Bhubaneswar for two days after several employees tested positive for COVID-19
- Time limit for intimation of Aadhaar number to the Income tax Department for linking of PAN with Aadhaar has been extended from 30th September, 2021 to 31st March, 2022.
- Concessional GST rates on COVID-19 related medicines were announced earlier, applicable till Sep 30. The concessions have now been extended till Dec 31, 2021.
- Union Road Transport and Highways Minister Nitin Gadkari on Thursday inaugurated or laid foundation stones of 34 road projects worth Rs 9,577 crore in Madhya Pradesh
- Anupam Kher, known for his acting prowess, will be conferred with the Honorary Doctorate in Hindu Studies by The Hindu University of America.
- Kenneth McKenzie, Commander of US Central Command, admitted on Friday that a US drone strike in late August in Kabul killed as many as 10 civilians, including 7 children.
- According to Sena, now that Delhi and Punjab governments are trying to join hands with Sonu Sood in his social work, the actor became a tax evader for BJP.
- Uttarakhand Chief Minister Pushkar Singh Dhami on Friday announced that the Chardham Yatra in the state will begin from September 18. The announcement comes as Nainital High Court on Thursday lifted the ban on Chardham Yatra and allowed only fully COVID vaccinated people with a mandatory COVID-19 negative report for the annual pilgrimage.
- With a view to cut down carbon emissions, the Odisha Cabinet in August had approved the Electric Vehicle Policy 2021. Odisha became the 10th state in the country to have a full-fledged policy for the ambitious project.
- The Supreme Court on Wednesday sought the Centre's response on a plea against the abolition of the Odisha Administrative Tribunal (OAT).
|
610 |
Y |
|