# |
Date |
Type |
Current Affairs |
No. Of Views |
Status |
Action |
3181 |
28-02-2021 |
Odia |
- ଟୋଲ ପ୍ଲାଜା ଅତିକ୍ରମ କରୁଥିବା ବାହନଙ୍କ ଶୁଳ୍କ ଆପେ ଆପେ ଆକାଉଣ୍ଟରୁ କଟି ଜମା ହେଉଛି। ଏହି ବାବଦେ ସାରା ଦେଶରେ ଦୈନିକ ୧୦୪କୋଟି ଟଙ୍କା ଟୋଲ ଶୁଳ୍କ ଜମା ହେଉଥିବା ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ସୂଚିତ କରିଛନ୍ତି।
- କୋଭିଡ୍ ଭ୍ୟାକସିନ୍ ପ୍ରତି ଡୋଜ୍ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସହିତ ଟିକା ପାଇଁ ସର୍ଭିସ୍ ଚାର୍ଜ ୧୦୦ ଟଙ୍କା ରଖାଯାଇଛି । ତେବେ ସରକାରୀ ହସ୍ପିଟାଲଗୁଡିକରେ ଭ୍ୟାକ୍ସିନ୍ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ସୂଚନା ମିଳିଛି ।
- ମାର୍ଚ୍ଚ ପହିଲାରୁ ଦେଶରେ ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ପର୍ଯ୍ୟାୟ କ୍ରମେ ଦେଶରେ ବରିଷ୍ଠ ନାଗରିକମାନଙ୍କୁ ଭ୍ୟାକସିନ୍ ଦିଆଯିବ ।
- ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କିଛି ମାସ ପୂର୍ବେ ତାଙ୍କ ବିରୋଧରେ ବିଦ୍ରୋହ କରିଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ସହ ଗୋଟିଏ ହେଲିକପ୍ଟରରେ ସଭାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁଇ ନେତା କଂଗ୍ରେସ ଦ୍ଵାରା ଆୟୋଜିତ କୃଷକ ପଞ୍ଚାୟତକୁ ସମ୍ବୋଧିତ କରିବାକୁ ଏକାଠି ପହଞ୍ଚିଥିଲେ।
- ଗାନ୍ଧୀ ଗ୍ଲୋବାଲ୍ ଫ୍ୟାମିଲି ବୈଠକରେ ଗୁଲାମ ନବୀଙ୍କ ସମେତ କଂଗ୍ରେସର ଆଗଧାଡିର ଅସନ୍ତୁଷ୍ଟ ନେତାମାନେ ସାମିଲ ହୋଇଥିଲେ । ବୈଠକରେ ବରିଷ୍ଟ କଂଗ୍ରେସ ନେତା କପିଳ ଶିବଲ୍ଙ୍କ ସମେତ, ଆନନ୍ଦ ଶର୍ମା, ଭୁପେନ୍ଦ୍ର ସିଂହ ହୁଡ୍ଡା, ମନୀଷ ତିଓ୍ବାରୀ ଓ ରାଜ ବାବ୍ବରଙ୍କ ଭଳି କଂଗ୍ରେସର ଜି-୨୩ ନେତା ଏକାଠି ଗୋଟିଏ ମଞ୍ଚରେ ନଜର ଆସିଛନ୍ତି ।
- ଆନ୍ତର୍ଜାତୀୟ ବିମାନ ସେବା ମାର୍ଚ୍ଚ ୩୧ ତାରିଖ ଯାଏଁ ବ୍ୟାନ କରାଯାଇଛି। ଏନେଇ ଡିଜିସିଏ (DGCA) ସୂଚନା ଦେଇଛି।
- ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ-୧୯ ଭାକସିନର ଟିକା କୋଭାକ୍ସିନର ୨ କୋଟି ଡୋଜ୍ କିଣିବା ପାଇଁ ଭାରତ ବାୟୋଟେକ୍ ସହ ବୁଝାବଣା କରିଥିଲା ।
- ହରିୟାଣା ଜିନ୍ଦର ଜଣେ ଚାଷୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରକ୍ତରେ ଚିଠି ଲେଖି ନୂଆ କୃଷି ଆଇନ ରଦ୍ଦ କରିବାକୁ ଏମଏସପି ଲାଗୁ କରିବାକୁ ଦାବି କରିଛନ୍ତି।
- ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡିଓ କନଫରେନସିଂ ଜରିଆରେ ଭାରତ ଖେଳନା ମେଳା ୨୦୨୧ ଉଦଘାଟନ କରିଛନ୍ତି। ସ୍ବଦେଶୀ ଖେଳନାକୁ ପ୍ରାତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଏହି ମେଳା ୪ ଦିନ ଯାଏଁ ଚାଲିବ।
- ଗତ ବର୍ଷ ରାଫେଲ ବିମାନ ଆସିବା ପରେ ଭାରତୀୟ ବାୟୁସେନା ‘ଲଙ୍ଗ୍ ରେଞ୍ଜ ପ୍ରେସିସନ ଷ୍ଟ୍ରାଇକ’ କ୍ଷମତା ହାସଲ କରିଛି । ଏହାର ଅର୍ଥ ହେଉଛି ରାଫେଲ ବିମାନ ଭାରତୀୟ ବାୟୁସୀମା ମଧ୍ୟରେ ରହି ପାକିସ୍ତାନର ଯେକୌଣସି ଟାର୍ଗେଟକୁ ଧ୍ବଂସ କରିପାରିବ ।
- ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଆମାଜୋନିଆ-୧ ସହ ୧୮ଟି ଉପଗ୍ରହକୁ ଉତକ୍ଷେପଣ କରାଯିବ ।
- ଶୁକ୍ରବାର ଦିନ କାନାଡା ଆଷ୍ଟ୍ରାଜେନିକାର କୋଭିଡ୍-୧୯ ଟିକାକୁ ଅନୁମୋଦନ କରିବା ସହ ଆଗାମୀ ସପ୍ତାହରେ ଭାରତର ସିରମ୍ ଇନ୍ଷ୍ଟିଚ୍ୟୁଟ୍ରୁ ଉତ୍ପାଦିତ ଏହି ଟିକାର ୫ ଲକ୍ଷ ଡୋଜ୍ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛି।
- କରୋନା ସଂକ୍ରମଣ ବୃଦ୍ଧି ପାଇଁ ବର୍ତ୍ତମାନ ଭକ୍ତମାନଙ୍କୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ଭଗବାନ ଗଣେଶଙ୍କ ଦର୍ଶମ ପାଇଁ ପ୍ରଥମେ ଅନଲାଇନରେ ପଞ୍ଜିକରଣ କରିବାକୁ ପଡିବ। ମାର୍ଚ୍ଚ ପହିଲାରୁ ଏହି ବ୍ୟବସ୍ଥା କାର୍ଯ୍ଯକାରୀ ହେବ ବୋଲି ମନ୍ଦିରର ପରିଚାଳନା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
- ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ସାଇକେଲ୍ ଶୋଭାଯାତ୍ରା କରାଯିବ। ଏହା ସହିତ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୧୭ ପର୍ଯ୍ଯନ୍ତ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି ।
- ରାଜ୍ୟରେ ମୋଟ ୩୦ ଟି ସାଇନ୍ସ ପାର୍କ କରାଯିବା । ପ୍ରଥମ ପର୍ଯ୍ଯାୟରେ ୧୦ ଟି ଏବଂ ଦ୍ଵିତୀୟ ପର୍ଯ୍ଯାୟରରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା
- 5-T ଅନଲାଇନ ସେବା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-T ଅଧିନରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ ହୋଇଛି । ମହିଳା ଓ ଶିଶୁମାନଙ୍କୁ ତ୍ବରିତ ଓ ଗୁଣାତ୍ମକ ସେବା ଯୋଗାଇବାରେ ଏହି ଉଦ୍ୟମ ସହାୟକ ହେବ ।
- ଭାରତରେ ଅରବପତିଙ୍କ ସଂଖ୍ୟା ଆସନ୍ତା ୫ ବର୍ଷ ମଧ୍ୟରେ ଆହୁରି ୬୩ ପ୍ରତିଶତ ବୃଦ୍ଧି ପାଇବ। ବିଶ୍ବର ଅନ୍ୟ ଯେକୌଣସି ପ୍ରଗତିଶୀଳ ରାଷ୍ଟ୍ର ତୁଳନାରେ ଭାରତରେ ବିତ୍ତଶାଳୀ ମାନଙ୍କ ସମ୍ପତ୍ତି ବୃଦ୍ଧି ସହିତ ସେମାନଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି ଆନ୍ତର୍ଜାତିକ ସମ୍ପତ୍ତି ପରାମର୍ଶକାରୀ ସଂସ୍ଥା ନାଇଟ୍ ଫ୍ରାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ଗ୍ଲୋବାଲ ୱେଲଥ୍ ରିପୋର୍ଟରେ କୁହାଯାଇଛି।
- ମେ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ୧୮ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୨ ତାରିଖରେ ପରୀକ୍ଷା ସରିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
- ଦେଶରେ ବଢିଚାଲିଛି ତୈଳ ଦର । ଲଗାତର ଦୁଇ ସପ୍ତାହ ଧରି ଦେଶରେ ପେଟ୍ରୋଲ- ଡିଜେଲ୍ ଦର ବଢିଚାଲିଛି। ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲର ୧୦୦ ଟପିଗଲାଣି। ଯାହା ସାଧାରଣ ଜନତାକୁ ହନ୍ତସନ୍ତ କରୁଛି
- ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜୁରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ସଂକ୍ରମଣ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ମହାରାଷ୍ଟ୍ରରେ ସର୍ବାଧିକ ଦୈନିକ ସଂକ୍ରମଣ ୮ ହଜାର ୩୩୩ ହୋଇଥିବା ବେଳେ କେରଳରେ ୩ହଜାର ୬୭୧ଟି ଓ ପଞ୍ଜାବରେ ୬୨୨ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି।
|
627 |
Y |
|
3182 |
28-02-2021 |
English |
- The Supreme Court will no longer use WhatsApp groups to share video conference links for court hearings, the top court registry said on Saturday.
- The Odisha Assembly on Saturday passed an unanimous resolution on the ''Puri Shreemandira Parikrama Yojana'' or the Jagannath Temple Heritage Corridor Plan, which aims at enhanced security of the 12th century shrine, better amenities for devotees and creation of a spiritual ambience.
- Haryana households with a total annual income of ₹ 1.8 lakh will be included in the below-poverty-line category families from April 2021, Chief Minister Manohar Lal Khattar said on Saturday.
- Lok Janshakti Party president Chirag Paswan on Saturday donated ₹ 1.11 lakh for the construction of the Ram temple in Ayodhya,
- Gehlot and Pilot put on a show of unity as they kick-off campaigning for Rajasthan by-polls
- AG declines consent to initiate contempt proceedings against ex-CJI Ranjan Gogoi
- Maharashtra board exams for classes 12, 10 to begin on April 23, 29
- Polling for 81 municipalities, 31 district panchayats and 231 taluka panchayats in Gujarat will take place on Sunday while counting of votes will be held on March 2, the State Election Commission said.
- The National Highway Authority of India (NHAI) has achieved a rare feat by completing a single lane of the four-lane stretch of 25.54 km being developed between Vijaypur-Solapur (NH 52) in a record time of 18 hours,
- The Ministry of Agriculture and Farmers’ Welfare along with the Ministry of Food Processing Industries has finalized products from agricultural, horticultural, animal, poultry, milk, fisheries, aquaculture and marine sectors for the ‘One District One Focus Product’ (ODOFP) covering 728 districts across the country.
- President Xi Jinping on Thursday declared that China has scored a “complete victory” in its fight against poverty by lifting over 770 million people out of it in the last four decades, calling it another “miracle” created by the country that will go down in history.
- The stage is all set for the next phase of COVID-19 vaccination for priority groups in Odisha: people above the age of 60 years and those above 45 years with co-morbidities. The COVID-19 vaccine will be provided free of cost at government hospitals in the city. However, the private hospitals will charge Rs 100 as service charge from people here,
- Feb 27: Prime Minister Narendra Modi on Saturday appealed to the toy industries in the country to use less plastic to manufacture toys.
- Bharat Biotech International Ltd on Friday confirmed that it has signed an agreement with Brazil for the supply of 20 million doses of Covaxin,
- The Goa Education Department on Friday banned students from driving two-wheelers to school.
- The Special Relief Commissioner (SRC) has allowed the School and Mass Education department to conduct online examination for classes IX and XI.
- The Income Tax Department has detected undisclosed income of about ₹ 220 crore after it raided a leading tiles and sanitaryware manufacturer based in Chennai, the Central Board of Direct Taxes (CBDT) said.
- India registered a single-day spike of over 16,000 COVID-19 cases for the fourth day in a row on Sunday, pushing the infection tally to 1,10,96,731, while the recoveries surged to 1,07,75,169, according to Union Health Ministry data.
- Two persons involved in organizing a comedy show of stand-up comedian Munawar Faruqui were released from the Central jail in Indore on Saturday, after spending nearly two months behind bars.
- Senior IAS officer Sitaram Kunte was on Saturday appointed chief secretary of Maharashtra succeeding Sanjay Kumar.
|
753 |
Y |
|
3183 |
27-02-2021 |
Odia |
- ତାମିଲନାଡୁ ସରକାର ସରକାରୀ କର୍ମଚାରୀଙ୍କ ଅବସର ସମୟସୀମାକୁ ୫୯ ବର୍ଷ ବଦଳରେ ୬୦ ବର୍ଷ ବୟସକୁ ବୃଦ୍ଧି କରିଛନ୍ତି ।
- ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ, ତାତି ଆହୁରି ବଢ଼ିବ । ଜଳୀୟବାଷ୍ପ ପରିମାଣ ୨୦% ପାଖାପାଖି କମ୍ ରହୁଛି ।ସ୍ଥିତିରେ ପରିବର୍ତ୍ତନ ନ ହେଲେ ମାର୍ଚ୍ଚ ପହିଲାବେଳକୁ ପାରଦ ୪୦ ଡିଗ୍ରୀ ଛୁଇଁପାରେ ।
- ଅଷ୍ଟ୍ରେଲିଆର ଅନେକ ସ୍ଥାନରେ ଏଭଳି ଏକ ରୋଗ ବ୍ୟାପିଛି, ଯେଉଁଥିପାଇଁ ସେଠାରେ ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଚେତାବନୀ ଦିଆଯାଇଛି । ଏହି ରୋଗ ଏତେ ବିପଦଜନକ ଯେ ଏଥିରେ ଶରୀରର ଯେଉଁ ଅଶଂ ପ୍ରଭାବିତ ହେଉଛି ସେଠାରୁ ଧିରେ ଧିରେ ମାଂସ କମିବାକୁ ଲାଗୁଛି ।ଅଷ୍ଟ୍ରେଲିଆରେ ବ୍ୟାପିଥିବା ଏହି ରୋଗର ନାମ ବୁଋଲୀ ଅଲସର୍ । ଏହି ରୋଗ ହେବା ଦ୍ୱାରା ଶରୀରର ଅନେକ ଅଶଂରୁ ମାଂସ ଖାଇଯାଇଥାଏ । ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ଏହି ରୋଗ ଦେଖାଦେଇଛି । ଯାହା ପରେ ଆଖପାଖରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
- ଫେସ୍ବୁକ୍, ଟ୍ବିଟର୍ଭଳି ସୋସିଆଲ୍ ମିଡିଆ, ନେଟ୍ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ ଭିଡିଓ ଭଳି ଓଭର୍ ଦି ଟପ୍ (ଓଟିଟି ପ୍ଲାଟ୍ଫର୍ମ ଯାହା ୱେବ ସିରିଜ୍ ପାଇଁ ପରିଚିତ) ପ୍ଲାଟଫର୍ମ ଓ ଡିଜିଟାଲ୍ ନିଉଜ ଉପରେ ସରକାର ଲଗାମ ଲଗାଇଛନ୍ତି।
- ଦିଲ୍ଲୀ ସରକାରଙ୍କ ସବୁ ବିଭାଗରେ ଏବେ କେବଳ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର କରାଯିବ। ଏ ନେଇ କେଜ୍ରିୱାଲ ସରକାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏହା ଲାଗୁ ହେବା ପରେ ଦିଲ୍ଲୀ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ।
- କରୋନା ଭାଇରସକୁ ମୁକାବିଲା କରିବା ପାଇଁ ଦେଶରେ ଚାଲିଥିବା କରୋନା ଟିକାକରଣ ଅଭିଯାନ ଆସନ୍ତା ଶନିବାର-ରବିବାର ଦିନ(ଫେବୃୟାରୀ ୨୭-୨୮) ଅନୁଷ୍ଠିତ ହେବ ନାହିଁ | ବାସ୍ତବରେ, ଏହି ଦୁଇ ଦିନ ମଧ୍ୟରେ ସରକାର କୋ-ୱିନ ଆପକୁ ୧.୦ ରୁ ୨.୦ କୁ ଅପଗ୍ରେଡ଼ କରିବେ |
- ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିର୍ଦ୍ଦେଶକ୍ରମେ ସିରିଆର ପୂର୍ବରେ ସକ୍ରିୟ ଥିବା ଇରାନ୍ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀଙ୍କୁ ଟାର୍ଗେଟ କରି ୟୁଏସ୍ ସେନା ପକ୍ଷରୁ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିବା ପେଣ୍ଟାଗନ ପକ୍ଷରୁ କୁହାଯାଇଛି।
- ଯେଉଁ ଯାତ୍ରୀମାନେ କେବଳ କ୍ୟାବିନ ବ୍ୟାଗ (ସର୍ବାଧିକ ସାତ କିଲୋଗ୍ରାମ) ସହିତ ଯାତ୍ରା କରିବେ, ସେମାନଙ୍କୁ ବିମାନ ଭଡାରେ ରିହାତି ଦିଆଯିବ |
- ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢ଼ିଲା କରୋନା ଗାଇଡଲାଇନ୍ ଅବଧି ।
- ଭାରତର ନିର୍ବାଚନ ଆୟୋଗ ଆଜି ୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରି ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ, ଆସାମରେ ୩ଟି ପର୍ଯ୍ୟାୟ ଏବଂ ତାମିଲନାଡ଼ୁ,କେରଳ ଓ ପୁଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।
- ଆସାମ : ୩ଟି ପର୍ଯ୍ୟାୟ ଭୋଟ ଗ୍ରହଣ : ମାର୍ଚ୍ଚ ୨୭, ଏପ୍ରିଲ ୧,ଏପ୍ରିଲ ୬ କେରଳ : ଗୋଟିଏ ପର୍ଯ୍ୟାୟଭୋଟ ଗ୍ରହଣ : ଏପ୍ରିଲ ୬ ତାମିଲନାଡ଼ୁ : ଗୋଟିଏ ପର୍ଯ୍ୟାୟ ଭୋଟ ଗ୍ରହଣ : ଏପ୍ରିଲ ୬ ପୁଡୁଚେରି : ଗୋଟିଏ ପର୍ଯ୍ୟାୟ ଭୋଟ ଗ୍ରହଣ : ଏପ୍ରିଲ ୬ ପଶ୍ଚିମବଙ୍ଗ : ୮ଟି ପର୍ଯ୍ୟାୟ ଭୋଟ ଗ୍ରହଣ : ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭, ଏପ୍ରିଲ ୨୨, ଏପ୍ରିଲ ୨୬, ଏପ୍ରିଲ ୨୯ ମେ ୨ ତାରିଖରେ ଏସବୁ ନିର୍ବାଚନ ପାଇଁ ଭୋଟ ଗଣତି ହେବ ।
- ସିସୋର ଗ୍ରୁପ ଅଫ୍ କମ୍ପାନିଜର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତ କରି ନିଲାମ କରିବା ପାଇଁ ଚିଟ୍ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ ସ୍ବତନ୍ତ୍ର ଅଦାଲତ (ଡେଜିଗ୍ନେଟେଡ୍ କୋର୍ଟ) ନିର୍ଦ୍ଦେଶ ଦେଇଛନ୍ତି। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
- ନୂଆ ସମୟ ଅନୁସାରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ୯ଟାରେ ଶେଷ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ । ଏଥିସହିତ ପ୍ରତି ସ୍କୁଲରେ ପିଇବା ପାଣିର ସୁବିଧା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
- ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ହେଉଥିବା ବେଳେ ବିଏସକେୱାଇ ଅଧିନସ୍ଥ ରାଜ୍ୟର ୧୮୩ ଘରୋଇ ହସ୍ପିଟାଲ ବାଦ୍ ପଡିଯିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ବିଏସକେୱାଇରେ ଚାଲିଥିବା ୧୮୩ ହସ୍ପିଟାଲକୁ ଟିକାକରଣରେ ସାମିଲ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି।
- ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେଉଛି ‘ଇଣ୍ଡିଆ ଟୟେ ଫେୟାର୍- ୨୦୨୧’ -ଭାରତୀୟ ଖେଳଣା ମେଳା-୨୦୨୧।
- ଭୁବନେଶ୍ବର ଭାରତର ସର୍ବାଧିକ ଉତ୍ତପ୍ତ ସହର ପାଲଟି ଯାଇଛି। ଗୁରୁବାର ଦେଶର ବିଭିନ୍ନ ସହରରେ ରହିଥିବା ସର୍ବାଧିକ ତାପମାତ୍ରା ମଧ୍ୟରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରହିଛି।
- ଡିସେମ୍ୱର ତ୍ରୈମାସିକରେ ଭାରତର ସକଳ ଘରୋଇ ଉତ୍ପାଦ ବା ଜିଡିପିରେ ୦.୪ ପ୍ରତିଶତ ବୃଦ୍ଧି ହୋଇଛି । ଅର୍ଥାତ ଅର୍ଥବ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବା ପରିଲକ୍ଷିତ ହୋଇଛି ।
- ଆନ୍ତର୍ଜାତୀୟ ବଜାରରେ ସଙ୍କଟ କାରଣରୁ ସପ୍ତାହର ଶେଷ ଦିନରେ ସେୟାର ବଜାରରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଛି । ସକାଳ ସମୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସେନ୍ସେକ୍ସରେ ୭୮୩ ଅଙ୍କର ହ୍ରାସ ସହିତ ୫୦,୨୫୬.୭୧ ପଏଣ୍ଟ୍ରେ ଖୋଲିଥିଲା । ହେଲେ, ଆମେରିକା ଦ୍ୱାରା ସିରିଆରେ ପକାଯାଇଥିବା ବମ୍ର ଖବର ପ୍ରସାରଣ କାରଣରୁ ୧୨ଟା ସମୟ ପାଖାପାଖି ସେନ୍ସେକ୍ସରେ ୧,୬୭୭ ଅଙ୍କ ହ୍ରାସ ହୋଇଥିଲା ଏବଂ ବାଜର ୪୯,୩୬୨ ଅଙ୍କକୁ ଖସି ଯାଇଥିଲା ।
- ଭାରତୀୟ କ୍ରିକେଟ୍ ଟିମ୍ର ଅଲ୍ରାଉଣ୍ଡର୍ ୟୁସୁଫ୍ ପଠାନ୍ ୨୦୦୭ ମସିହା ଟି-୨୦ ୱାର୍ଲ୍ଡକପ୍ ଏବଂ ୨୦୧୧ ମସିହା ୫୦ ଓଭର୍ର ୱାର୍ଲ୍ଡକପ୍ ଜିତିଥିବା ଭାରତୀୟ ଦଲର ସଦସ୍ୟ ରହିସାରିଛନ୍ତି । ସେ ଶୁକ୍ରବାର ଟ୍ୱିଟ୍ କରି ସନ୍ୟାସ ଘୋଷଣା କରିଥିବା ଜଣାପଡ଼ିଛି ।
- ଦିବ୍ୟାଙ୍ଗଙ୍କୁ ବିବାହ କଲେ ପୂର୍ବରୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ଆଉ ୨ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ ।
|
638 |
Y |
|
3184 |
27-02-2021 |
English |
- While elections to the 140-member Kerala Assembly, the 30-member Puducherry Assembly and the 234-member Tamil Nadu Assembly will be held in a single phase on April 6, polling for the 140-member Assam Assembly will be held on March 27, April 1 and April 6.Polling to the 294-member West Bengal Assembly will be held in eight phases, on March 27, April 1, April 6, April 10, April 17, April 22, April 26 and April 29.
- No vaccination will take place on Saturday and Sunday as the Centre will enable transition of CoWIN app from version 1.0 to 2.0 ahead of the commencement of vaccination from March 1 for people above 60 years of age and those above 45 years with comorbidities, Ministry of Health and Family Welfare said.
- All-rounder Yusuf Pathan, who was part of India’s two World Cup-winning teams, on Friday announced retirement from all forms of cricket.
- Timings for students of classes 9 and 11 have been rescheduled to 7.00 AM to 9.00 AM. Similarly, timings for students of classes 10 and 12 have been rescheduled to 9.00 AM to 1.00 PM. The rescheduling of classes will be given effect from 01.03.2021.
- As many as 183 private hospitals empanelled under the Biju Swasthya Kalyan Yojana (BSKY) in Odisha have been authorised for COVID-19 vaccine administration
- Odisha is witnessing a slightly upward trend in COVID-19 single-day tally for the last two days with 94 fresh cases reported
- Campaigning for polls to various local bodies of Gujarat ended on Friday evening with voting scheduled for February 28.
- As many as 141 farmers have committed suicide in Chhattisgarh in the last 10 months, the state government informed the legislative Assembly on Friday
- The water given to the three Unnao girls was laced with a herbicide named Sulfosulfuron, leading to the death of two of them, Uttar Pradesh Police said on Thursday.
- Uttar Pradesh Chief Minister Yogi Adityanath on Friday said that the state government's proposal for an international airport in Ayodhya has been approved by the Centre.
- Aviation regulator DGCA on Friday allowed airlines to provide concessions in air fares to customers travelling with no check-in baggage.
- Baghel said, instead of focusing on only three crore people, the Centre should provide free coronavirus vaccine to all 135 crore people in India
- Political observers opined that the upcoming poll battle will be Mamata’s fight for survival as the saffron camp increased its stake in Bengal’s electoral arena significantly.
- Prime Minister Narendra Modi will receive the CERAWeek global energy and environment leadership award during an annual international energy conference next week.
- Mercury levels in several parts of Odisha rose unusually on Friday ahead of the onset of summer, with capital Bhubaneswar recording the highest day temperature of 40.4 degrees Celsius, an official said.
- Mukesh Ambani Is Richest Asian Again As China's Zhong Shanshan Loses $22 Billion
- The Centre has told Delhi High Court that it is the responsibility of the private TV channel owner to ensure that programmes it telecast does not violate the Programme Code prescribed under Rule 6 of the Cable Television Networks Rules, 1994.
- The Indore bench of the Madhya Pradesh High Court on Friday granted interim bail to two more men involved in organising a comedy show, during which stand-up comedian Munawar Faruqui allegedly insulted Hindu deities.
- The Orissa High Court on Friday ordered the constitution of a three-member committee for consultations with stakeholders and verifying compliance of earlier court orders on conservation of endangered Olive Ridley turtles.
- The BSE Sensex crashed about 1,940 points to post its biggest single-day fall in almost 10 months,
|
714 |
Y |
|
3185 |
26-02-2021 |
Odia |
- OTT ପ୍ଲାଟଫର୍ମ , ନ୍ୟୁଜ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଫେସବୁକ, ଟ୍ୱିଟର, ନେଟଫ୍ଲିକ୍ସ, ଇନଷ୍ଟାଗ୍ରାମ ଆଦି ସମସ୍ତ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ନିର୍ଦ୍ଦେଶାବଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଛି, ଆଉ ଏସବୁ ପାଇଁ ସ୍ୱତନ୍ତ୍ର ଗାଇଡଲାଇନର ଆବଶ୍ୟକତା ରହିଛି।
- ପେଟ୍ରୋଲ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଦିଙ୍କ ଇ-ବାଇକ ରାଲି। ତେଲ ଦର ଆକାଶଛୁଆଁ ଥିବାବେଳେ ସଡ଼କକୁ ଓହ୍ଲାଇ ଇ-ବାଇକର ରାଲି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ।
- ୱାସିମ ଜିଲ୍ଲାରେ ଗତକାଲି ୩୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୯୦ ଜଣ ଛାତ୍ରଛାତ୍ରୀ।
- ଫେବୃଆରୀ ୨୬ ‘ଚକା ଜାମ୍’ ସହ ରାସ୍ତା ଅବରୋଧ ମଧ୍ୟ କରାଯିବ। ଦେଶବ୍ୟାପୀ ଏହି ବ୍ୟବସାୟ ବନ୍ଦ ଡାକରାରେ ପାଖାପାଖି ୪୦ ହଜାର ବ୍ୟବସାୟିକ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ଜଣାପଡ଼ିଛି।
- ୟୁପିଏସ୍ସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୧ ପାଇଁ ଶେଷ ସୁଯୋଗକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ। ୟୁପିଏସ୍ସି ସିଭିଲ ସର୍ଭିସ ପ୍ରିଲିମ୍ସ ପାଇଁ ବୟସସୀମା ଅତିକ୍ରମ କରି ସାରିଥିବା ପରୀକ୍ଷାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ୍ କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏପରି ନିଷ୍ପତ୍ତି ୨୦୦୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏକ ବଡ ଝଟକା ଦେଇଛି।
- କରୋନା ଭାଇରସ ମହାମାରୀ ଲାଗି ଦେଶରେ ବନ୍ଦ କରାଯାଇଥିବା ପାସେଞ୍ଜର ରେଳ ସେବା ପୁଣି ଆରମ୍ଭ କରିବାକୁ ରେଲୱେ ବୋର୍ଡ ସବୁଜ ସଂକେତ ଦେଇଛନ୍ତି। ଏଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବୋତ୍ତର ରେଳବାଇର ୩୨ଟି ରୁଟରେ ପାସେଞ୍ଜର, ଡିଏମୟୁ ଓ ମେମୁ ଟ୍ରେନ ଚଳାଇବେ ବୋଲି ଜଣାପଡିଛି।
- ବହୁ ଚର୍ଚ୍ଚିତ ପଞ୍ଜାବ ନାସନାଲ୍ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯିବା ନେଇ ରାସ୍ତା ପରିଷ୍କାର ହୋଇଛି ।
- ମାର୍ଚ୍ଚ ପହିଲାରୁ କରୋନା ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୬୦ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବ, ଯେଉଁମାନେ କୌଣସି ରୋଗରେ ପୀଡିତ ଥିବେ ।
- ତାମିଲନାଡୁର ଜଣେ ମହିଳା ଆଇପିଏସ ଅଧିକାରୀ ଆଇନ ଓ ବ୍ୟବସ୍ଥାର ସ୍ୱତନ୍ତ୍ର ପୁଲିସ ଡିଜି ରାଜେଶ ଦାସଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି |
- ପଞ୍ଜାବ ଅମୃତସରର ଜନୈକା ଗୃହିଣୀ ଲଟେରିରେ ପ୍ରଥମ ପୁରସ୍କାର ଜିତିବା ସହ ହାତେଇ ନେଇଛନ୍ତି ୧ କୋଟି ଟଙ୍କା। ପଞ୍ଜାବ ରାଜ୍ୟ ସରକାରଙ୍କ ପକ୍ଷରୁ କରା ଯାଉଥିବା ଏହି ଲଟେରିରେ ସେ ୧୦୦ ଟଙ୍କା ଦେଇ ଏକ ଟିକେଟ କିଣିଥିଲେ।
- ଭାରତୀୟ କିସାନ ୟୁନିୟନର ମୁଖ୍ୟ ମଲକିତ ସିଂ କହିଛନ୍ତି ଯେ ମାର୍ଚ୍ଚ ୧ ତାରିଖରୁ କୃଷକମାନେ(ଗୋପାଳକ) କ୍ଷୀରର ମୂଲ୍ୟ ବଢାଇବାକୁ ଯାଉଛନ୍ତି | ଏହା ପରେ ଲିଟର ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବା ଦୁଗ୍ଧ ବର୍ତ୍ତମାନ ଦୁଇଗୁଣ ମୂଲ୍ୟରେ ଅର୍ଥାତ୍ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେବ ।
- ଦେଶରେ ହଠାତ୍ ପୁଣିଥରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଗୁରୁବାର ଦିନ ବିଦେଶରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ଜାରି କରିଛି।
- ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ୱାମୀ ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ।
- ଆଜି (ଗୁରୁବାର) ପୁଣି ଥରେ ଦିଲ୍ଲୀରେ ଘରୋଇ ବ୍ୟବହାର ଲାଗି ଉଦ୍ଦିଷ୍ଟ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଏଲପିଜି ସିଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ଘଟିଛି ।
- ଗତ ଦୁଇ ମାସ ମଧ୍ୟରେ ଏଲପିଜିର ସିଲିଣ୍ଡର ପିଛା ଦରରେ ୨୦୦ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିଛି।
- ଜଳସଂପଦ ମନ୍ତ୍ରୀ। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ କରିଥିବାରୁ ଜଳପ୍ରବାହ ଆହୁରି କମିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି।
- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
- ରବି ଋତୁରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହେବ। ଏହା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ।
- ଦୁର୍ଘଟଣା ପରେ ଯଦି ସଂପୃକ୍ତ ଗାଡିର ଡ୍ରାଇଭର ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କର ଲାଇସେନ୍ସ୍ ରଦ୍ଦ ହୋଇଯିବ । ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବିହାର ସରକାର ।
- ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିବଢି ଚାଲିଛି। ଇନ୍ଧନ ଦର ବୃଦ୍ଧି ଏବେ ଦେଶବାସୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।
|
617 |
Y |
|
3186 |
26-02-2021 |
English |
- The Union Cabinet has approved signing of the Comprehensive Economic Cooperation and Partnership Agreement (CECPA) between India and Mauritius.
- The government's new rules to regulate digital content requires social media giants to disclose "first originator" of a post that is found objectionable or offensive.
- Mamata Banerjee arrived at work on an electric scooter .
- Union Agriculture Minister Narendra Singh Tomar on Thursday reiterated that the central government is ready to talk to protesting farmers at any time.
- Sri Lanka on Thursday received 500,000 doses of COVID-19 vaccines ordered from India.
- Puducherry has been placed under President's rule days after the Congress-led government collapsed following multiple resignations.
- A total of 229 students of a public school hostel in Maharashtra's Washim district have tested coronavirus positive, an official said on Thursday.
- The judge noted the submission and directed the police not to take any coercive action against Muluk till March 9, when court will further hear the matter.
- The Bharatiya Kisan Union (BKU) president Naresh Tikait on Thursday threatened the ruling BJP that the farmers would travel to West Bengal to campaign against the party candidates.
- Sri Lanka has made an appeal to the member states of the United Nations Human Rights Council (UNHRC) to reject the impending resolution on the island nation's human rights accountability and reconciliation.
- The National Urban Digital Mission (NUDM) has been launched by the Ministry of Housing and Urban Affairs (MoHUA) along with the Ministry of Electronics and Information Technology (MEITY).
- The Uttar Pradesh Prohibition of Unlawful Conversion of Religion Bill, 2021, was passed in the Legislative Council by voice vote a day after it got the nod in the state Assembly.
- The Centre for Science and Environment (CSE) reported that the levels of PM 2.5, worsened in 43 out of 99 cities whose winter air was compared for two years, 2020 and 2019.
- In a bid to discuss modalities in resolving disputes arising out of several bordering villages near Jaleswar and Bhograi in Balasore district, a meeting of top officials of Odisha and West Bengal governments is underway at West Medinipur on Thursday.
- The Board of Secondary Education (BSE), Odisha is taking all possible measures to ensure that the Class X students do not feel any pressure or hassles in appearing the 2021 matriculation examination.
- The Board of Secondary Education (BSE) officials on Thursday stated that elaborate arrangements are being made for the conduct of the Odisha Matric exam 2021, starting from May 3.
- The Odisha Higher Education Department has directed colleges and universities across the State to start classes for UG first-year students in online mode from March1.
- Odisha Government has spent a whopping of around Rs 400 crore on advertisements during the last seven years, informed Minister of Information and Public Relations (I & PR) Raghunandan Das in the state Legislative Assembly
- The Central Government today issued guidelines related to social media to be administered by the Ministry of Electronics and IT.
- The International Olympic Committee (IOC) has narrowed down on Australian city Brisbane as its preferred candidate to host the 2032 Olympic Games.
|
833 |
Y |
|
3187 |
25-02-2021 |
Odia |
- ପୋଲାଭରମ ପ୍ରକଳ୍ପର ତଦାରଖ ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଶିସାସୟାନା ରେଡ୍ଡିଙ୍କ ନେତୃତ୍ବରେ ଛଅ ଜଣିଆ ଟିମ୍ ଗଠନ କରିଛନ୍ତି।
- ପୂର୍ବରୁ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍ ଭାବେ ପରିଚିତ ଏହି ଷ୍ଟାଡିୟମ୍ର ନାଁ ବଦଳାଇ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ ରଖାଯାଇଛି।
- ଶ୍ରୀଲଙ୍କା ଚୀନରେ ନିର୍ମିତ କରୋନା ଟିକା ସିନୋଫର୍ମକୁ ବ୍ୟବହାର କରିବାକୁ ମନା କରିଦେଇଛି |
- ଭାରତୀୟ ରେଳ ପକ୍ଷରୁ ସ୍ବଳ୍ପ ଦୂରଗାମୀ ଟ୍ରେନଗୁଡ଼ିକର ଭଡ଼ା ବଢାଇଦିଆଯାଇଛି । ଏପରିକି ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
- କରୋନା ଟିକାକରଣ ସମ୍ପର୍କରେ ବୁଧବାର ଭାରତ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ସହ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ କରୋନା ଟିକା ଦିଆଯିବ।
- ‘କର୍ମଚାରୀ ପରିଚଳାନ କାର୍ଯ୍ୟାଳୟ’ର ମୁଖ୍ୟ ଭାବେ ଭାରତୀୟ-ଆମେରିକୀୟ ଓକିଲ ତଥା ଅଧିକାରକର୍ମୀ କିରଣ ଆହୁଜାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ ମନୋନୀତ କରିଛନ୍ତି।
- ଗତ ୨୧ ତାରିଖରେ ନିର୍ବାଚନ ହୋଇଥିବା ଗୁଜରାଟର ୬ଟି ଯାକ ପୌରନିଗମକୁ ବିଜେପି ପୁଣି ଥରେ ଅକ୍ତିଆର କରିନେଇଛି। ଅପରପକ୍ଷେ, ଆଜି ଘୋଷିତ ହୋଇଥିବା ଫଳାଫଳରୁ ନୂଆକରି ଲଢୁଥିବା ଅରବିନ୍ଦ କେଜ୍ରିଵାଲଙ୍କ ଆମ୍ ଆଦିମ୍ ପାର୍ଟି(ଆପ୍) ନିର୍ବାଚନରେ ଉଲ୍ଲେଖନୀୟ ଛାପ ଛାଡ଼ିଛି।
- ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮,୮୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୮୦ ଜଣଙ୍କ ମୃତ୍ୟୁ ହୋଇଛି।
- ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟପାଳ ଜଗଦୀଶ ମୁଖୀ ବୁଧବାର ଆସାମକୁ ଫେବୃଆରୀ ୨୭ରୁ ଆଗାମୀ ୬ ମାସ ଲାଗି ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି। ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ ସଶସ୍ତ୍ର ବଳ (ସ୍ୱତନ୍ତ୍ର କ୍ଷମତା) ଅଧିନିୟମ ୧୯୫୮ ଧାରା ୩ରେ ଦିଆଯାଇଥିବା କ୍ଷମତା ବଳରେ ସାରା ରାଜ୍ୟ ଅଶାନ୍ତ କ୍ଷେତ୍ର ଘୋଷିତ ହୋଇଛି।
- ଫେବ୍ରୁଆରୀରେ ୩ ଥର ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ସରକାର ଫେବ୍ରୁଆରୀ ୪ରେ ଏଲପିଜି ସିଲିଣ୍ଡରର ଦାମରେ ୨୫ ଟଙ୍କା ବଢାଇଥିଲେ । ଏହାପରେ ୧୫ ତାରିଖରେ ୫୦ ଟଙ୍କା ବଢିଥିବା ବେଳେ ଏବେ ପୁଣି ୨୫ ଟଙ୍କା ବଢିଛି ।
- ଟ୍ରମ୍ପ ସରକାର ୨୦୨୦, ଡିସେମ୍ୱରରେ ଏହି ଟେଷ୍ଟରେ କିଛି ପରିବର୍ତ୍ତନ କରିଥିଲେ । ଯେଉଁଥିରେ ପ୍ରଶ୍ନ ସଂଖ୍ୟା ୧୦୦ରୁ ବଢ଼ାଯାଇ ୧୨୮ କରିଦିଆଯାଇଥିଲା । ଏଥିରେ ରାଜନୈତିକ ଏବଂ କିଛି ବିଚାର ସମ୍ୱନ୍ଧୀୟ ପ୍ରଶ୍ନ ମଧ୍ୟ ସାମିଲ୍ କରାଯାଇଥିଲା । ତେବେ ଟ୍ରମ୍ପଙ୍କ ଏହି ନୀତିକୁ ହଟାଇବା ସହିତ USCIS ସିଭିକ୍ସ ଟେଷ୍ଟରେ ଅନାବଶ୍ୟକ ଭାବେ ବାଧା ସୃଷ୍ଟି କରୁଛି ।
- ବିକେୟୁ ନେତା ରାକେଶ ଟିକାୟ ରାଜସ୍ଥାନଶିକରରେ ମଙ୍ଗଳବାର ମହାଞ୍ଚାୟତ କରିଥିଲେ। ଏଥିରେ ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଚାଷୀ ସଂସଦ ଘେରାଉ କରିବେ ବୋଲି ଘୋଷଣା କରିଛନ୍ତି।
- ଗୃହ ମନ୍ତ୍ରଣାଳୟ ଭାରତର ସବୁଠୁ ବଡ କୋଭିଡ୍ କେୟାର ସେଣ୍ଟର ସର୍ଦ୍ଦାର ପଟେଲ୍ କୋଭିଡ୍ କେୟାର ସେଣ୍ଟର ଆଣ୍ଡ ହସ୍ପିଟାଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଏନସିଆରରେ କରୋନା ସ୍ଥିତିରେ ଆସିଥିବା ସୁଧାର ଏବଂ ରୋଗୀଙ୍କ ହ୍ରାସ କାରଣରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
- ତିନିଦିନ ବ୍ୟାପି ଚାଲିବ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ମହିମା ଗାଦିକୁ ଜିଲ୍ଲା ବାହାରର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି ।
- ମାର୍ଚ୍ଚ ୧ ତାରିଖଠାରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ରେ ପାଠପଢ଼ା ଆରମ୍ଭ ହେବ।
- ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଲୋକସେବା ଭବନ ପରିବର୍ତ୍ତେ ଏଣିକି ଖାରବେଳ ଭବନର ସପ୍ତମ ମହଲାକୁ ଏହା ଉଠିଯିବ।
- ରାଜ୍ୟ ସରକାରଙ୍କ ପକ୍ଷରୁ ୭ମାସ ତଳେ ଜାରି କରାଯାଇଥିବା ଆର୍ଥିକ ମିତବ୍ୟୟତାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବୁଧବାର ଜାରି ନିର୍ଦେଶନାମାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମିନା ଦର୍ଶାଇଛନ୍ତି ଯେ ୨୦୨୦ ଜୁଲାଇ ୭ରେ ବିଭିନ୍ନ କ୍ଷେତ୍ରରେ ଯେଉଁ ଆର୍ଥିକ କଟକଣା ଲଗାଯାଇଥିଲା ସେଥିରୁ ସରକାର କେତେକ କ୍ଷେତ୍ରରେ ପ୍ରତ୍ୟାହାର କରିନେଇଛନ୍ତି।
- ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (ସିଭିଲ୍ ସର୍ଭିସ୍ ପରୀକ୍ଷା) ପାଇଁ ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କୁ ଅତିରିକ୍ତ ସୁଯୋଗ ମିଳିବ ନାହିଁ। ସୁପ୍ରିମକୋର୍ଟ ବୁଧବାର ଏ ସଂକ୍ରାନ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି। କରୋନା ସମୟରେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କ ପକ୍ଷରୁ ଗୋଟିଏ ଅତିରିକ୍ତ ସୁଯୋଗ ପାଇଁ ଆବେଦନ କରାଯାଇଥିଲା।
- ବ୍ରାଜିଲର ଦକ୍ଷିଣ-ପୂର୍ବ ପ୍ରଦେଶ ମିନାସ ଗେରାଇସ୍ ଅନ୍ତର୍ଗତ ତାପିରାଠାରେ ବାସ କରୁଥିବା ଦୁଇ ୧୯ବର୍ଷୀୟ ଯମଜ ମାୟଲା ଓ ସୋଫିଆ ମିଳିତ ଭାବେ ଲିଙ୍ଗ ନିରୂପଣ ଅସ୍ତ୍ରୋପଚାର କରିଛନ୍ତି। ଏଭଳି ଘଟଣା ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି।
- ଭାରତ-ଇଂଲଣ୍ଡ ମଧ୍ୟରେ ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୧୧୨ ରନ୍ରେ ଅଲଆଉଟ୍ ହୋଇଯାଇଛି।
|
618 |
Y |
|
3188 |
25-02-2021 |
English |
- Traders across the country will observe a day-long strike on February 26 protesting against arbitrary regulations and changes in the Goods and Services Tax (GST) and alleged norm violations by e-commerce giants.
- There are 1,46,907 active cases of coronavirus infections in the country which comprises 1.33 per cent of the total caseload, the data stated.
- A total of 1.04 lakh ineligible beneficiaries have been identified under the KALIA scheme in Odisha
- Odisha Government will fill as many as 606 Assistant Professor posts in state-run colleges soon
- The Odisha Government has increased the incentive for marrying divyang persons from Rs 50,000 to Rs 2,50,000 per eligible couple. The state government has apprised all collectors in this regard through letters.
- Former Indian cricketer Ashok Dinda on Wednesday joined Bharatiya Janta Party (BJP) in Kolkata.
- Prime Minister Narendra Modi Wednesday reviewed projects worth ₹ 44,545 crore in 12 states as he chaired the 36th ''Pragati'' meeting.
- The Delhi government has notified its flagship scheme for the doorstep delivery of ration that is likely to be rolled out from next month, officials said.
- Uttar Pradesh Chief Minister Yogi Adityanath on Wednesday said that the World Health Organisation (WHO) has also praised the state's Covid management.
- The Supreme Court Wednesday imposed ₹ 5 crore fine on a private medical college in Unnao for granting admission to students in violation of the Medical Council of India (MCI) regulations.
- Samyukta Kisan Morcha (SKM), the umbrella body of protesting farmer unions, today sent a letter to President Ram Nath Kovind, demanding an end to "repression on the protesting farmers and their supporters."
- Days after the Congress accused the government of "hiking rail fares", the Indian Railways on Wednesday said that it was levying slightly higher fares for short distance passenger
- Former union minister Vijay Sampla on Wednesday took over as Chairman of the National Commission for Scheduled Castes (NCSC) on Wednesday.
- The Supreme Court on Wednesday dismissed a plea filed by scores of UPSC aspirants, who had exhausted their last attempt in October 2020 exam amid Covid-19, seeking an extra chance
- Gujarat has introduced a phase of new politics, which is politics of honesty, politics of work, politics of improved schools and hospitals, and politics of 24x7 free electricity, Kejriwal said.
- The vaccines will be administered at 10,000 government facilities free of cost and also be offered at 20,000 private facilities where they will be chargeable.
- Three Dalit girls aged 13, 15 and 17, were found in an unconscious state and tied up in their field last Wednesday. The two younger ones were declared brought dead on arrival at the health centre.
- The three-member multidisciplinary teams will work closely with the states and UT administration and ascertain the reasons for the recent surge in the number of COVID19 cases.
- PM-KISAN is a central scheme that gives a benefit of Rs 6,000 to farmer families with cultivable landholding through direct benefit transfer mode in three installments of Rs 2,000 each.
- Rajasthan CM Ashok Gehlot-led Congress government on Wednesday presented its first paperless budget in the state assembly.
|
733 |
Y |
|
3189 |
24-02-2021 |
Odia |
- ମହାରାଷ୍ଟ୍ରରେ ପତଞ୍ଜଳୀର କରୋନିଲ ଔଷଧର ବିକ୍ରି ହୁ ଏବଂ ଏଆଇଏମଏ ପରି ସକ୍ଷମ ସ୍ଵାସ୍ଥ୍ୟ ସଂସ୍ଥାର ବିନା ଅନୁମତିରେ ହୋଇ ପାରିବ ନାହିଁ। ଆଇଏମଏ ମଧ୍ୟ କରୋନିଲର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠାଇଛି। ହୁ ମଧ୍ୟ କୋଭିଡ୍ ଉପଚାର ପାଇଁ ପତଞ୍ଜଳୀ ଆୟୁର୍ବେଦକୁ କୌଣସି ପ୍ରକାରର ସ୍ଵୀକୃତି ଦେବାକୁ ମନା କରିଛି।
- ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନର ହୋଇ ଅଦ୍ୟାବଧି ନିଖୋଜ ଥିବା ୧୩୫ ଜଣ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ମୃତ ଘୋଷଣା କରାଯାଇଛି।
- ପ୍ରଧାନ ବିଚାରପତି ଚୋଲେନ୍ଦ୍ର ଶମଶେରଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ପୀଠ ପ୍ରଧାନମନ୍ତ୍ରୀ ଓଲିଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ଆଗାମୀ ୧୩ ଦିନ ଭିତରେ ସଂସଦ ଅଧିବେଶନ ଡକାଇବାକୁ କହିଛନ୍ତି।
- କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ଲାଗି ଜିଏସଟି କାଉନସିଲକୁ ଅନୁରୋଧ କରାଯାଇଛି।
- କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଗତକାଲି (୨୨ ଫେବୃଆରୀ)ଠାରୁ ମହାରାଷ୍ଟ୍ରର ଅମରାବତୀରେ ଏକ ସପ୍ତାହ ପାଇଁ ଲକଡାଉନ ଘୋଷଣା କରାଯାଇଛି |
- ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ ଏହାର ଏୟାରସ୍ପେସ ବ୍ୟବହାର କରିବାକୁ ଅନୁମତି ଦେଇଛି।
- ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ବିସ୍ଫୋରଣ ଘଟିଛି | ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି |
- ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ବୈଠକରେ ଭାରତୀୟ ସେନା ନିମନ୍ତେ ୧୧୮ଟି ଅର୍ଜୁନ ମାର୍କ ୧ଏ ଯୁଦ୍ଧ ଟ୍ୟାଙ୍କ ଖରିଦକୁ ଅନୁମୋଦନ ଦିଆଯାଇଛି । ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୬ ହଜାର କୋଟି ଟଙ୍କା ରହିବା ଅଟକଳ କରାଯାଉଛି ।
- ରାଜଧାନୀ ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି
- ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୯୦.୯୩ ଟଙ୍କା ହୋଇଛି । ସେହିଭଳି ଡିଜେଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଦେଶର କିଛି ସହରରେ ପେଟ୍ରୋଲ ଦର ୧୦୦ ପାର୍ କରିଗଲାଣି ।
- ବିଧାନସଭାରେ ଆଜି ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ -୦୨୦ ପାରିତ ହୋଇଛି। ଏହି ବିଧେୟକ ପାରିତ ହେବା ଫଳରେ ଏବେ ରାଜ୍ୟରେ ମେରିଟାଇମ ବୋର୍ଡ ଗଠନ ହେବ।
- ଇରାକ ରାଜଧାନୀ ବାଗଦାଦରେ ଆମେରିକା ଦୂତାବାସ ଉପରେ ୩ଟି ରକେଟ୍ ମାଡ଼ ହୋଇଛି। ଏଥିରୁ ଗୋଟିଏ ଗ୍ରିନ୍ ଜୋନ୍ରେ ପଡ଼ିଥିବା ବେଳେ ଦ୍ବିତୀୟଟି ପାଖାପାଖି ଅଞ୍ଚଳରେ ପଡ଼ିଥିବା ସୂଚନା ମିଳିଛି।
- ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଫେବୃୟାରି ମାସ ୨୭ ତାରିଖଠାରୁ ଦିବ୍ରୁଗଡ଼ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି
- ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ସ୍କୁଲ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
- ଲକଡାଉନ ସମୟରେ ୧୦ ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି।
- ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି
- ୨୦୨୫ ସୁଦ୍ଧା ଦୁଃସାଧ୍ୟ ବ୍ୟାଧି ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟି.ବି)ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ୍ ବ୍ୟବହୃତ ନ୍ୟୁକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିନାଟ) ମେସିନ୍ର ବ୍ୟବହାର ଖୁବ୍ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଭା ହୋଇପାରିଛି ।
- ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ରକୁ ମଞ୍ଜୁର କରିଛନ୍ତି।
- ମହାନଗର ନିଗମ ଓ ପୌର ନିର୍ବାଚନ ଏବେ ହୋଇ ନ ପାରେ। ନିର୍ବାଚନ ନ ହେବା ନେଇ ମନ୍ତ୍ରୀଙ୍କ ଉତ୍ତରରୁ ଆଭାସ ମିଳିଛି।
- କଲର୍ସ ଟିଭି ରିୟଲିଟି ଶୋ’ ବିଗ୍ବସ୍-୧୪ର ଫଳ ପ୍ରକାଶ ପାଇଛି। ରୁବିନା ଦିଲା ପ୍ରତିଯୋଗିତାର ବିଜୟୀ ହୋଇଛନ୍ତି। ସିଙ୍ଗର ରାହୁଲ ବୈଦ୍ୟ ପ୍ରଥମ ରନର୍ସଅପ୍ ହୋଇଛନ୍ତି।
|
600 |
Y |
|
3190 |
24-02-2021 |
English |
- Maharashtra Police Commissioner Shailesh Naval on Tuesday announced a night curfew in Aurangabad from 11 pm to 6 am till March 8.
- Petrol price today neared the ₹ 91 per litre mark in the national capital and diesel crossed ₹ 81 a litre, as fuel prices were hiked again after a two-day pause.
- The Defence Acquisition Committee of the Defence Ministry today granted an 'Acceptance of Necessity', paving the way for the Army to acquire 118 Arjun Mk-1A tanks in a deal worth ₹ 8,400 crore.
- The Centre on Tuesday signed an agreement with Asian Infrastructure Investment Bank (AIIB) for borrowing $304 million (over ₹ 2,200 crore) to improve power transmission network in Assam.
- Some farmers in Haryana destroyed their wheat crop in protest against the Centre's new agriculture laws, prompting political and farmer leaders to appeal to them not to resort to such drastic measures.
- Prime Minister Narendra Modi today said his government is taking a holistic approach to healthcare in the country and is not just focused on treatment but also wellness.
- The Aam Aadmi Party (AAP) on Tuesday won 27 seats in Surat Municipal polls to emerge as the main opposition party in the local body.
- Mohan Delkar, an independent MP from Dadra and Nagar Haveli, was found dead at a Mumbai hotel, the police confirmed suicide.
- The former Chief Minister Bhupinder Singh Hooda on Monday said that the party has decided to bring a no-confidence motion against the BJP-JJP government in Haryana.
- 136 people who went missing after a glacier burst in Uttarakhand's Chamoli flash floods will be declared dead, officials have said.
- Bhim Army chief Chandrashekhar Azad along with his supporters staged a sit-in after he was prevented by police from meeting the Unnao victim on Monday, official sources said.
- Union Minister Shripad Naik will be discharged from a hospital in Goa's Bambolim on February 24.
- Additional sessions Judge Dharmendra Rana granted the bail to Disha subject to the furnishing of two sureties of Rs 100,000 each.
- Lakha Sidhana, who is wanted in connection with the violence in Delhi on Republic Day, on Tuesday attended a public meeting in Punjab's Bathinda in support of the ongoing farmers' agitation against the Centre's agri laws.
- The Supreme Court appointed expert committee on Tuesday held discussions with representatives of the All lndia Kisan Coordination Committee (AIKCC) and sought their viewpoints on the farm legislations.
- The Kerala High Court on Monday Directed the police to register a case against a woman who had made a false complaint that she was raped by a junior health inspector while under quarantine.
- More than two years after his arrest in the Elgar Parishad-Bhima Koregaon case, the Bombay High Court on Monday granted conditional bail to poet and writer Pendyala Varavara Rao for six months on medical grounds.
- The Directorate General of Civil Aviation (DGCA) has given necessary clearance to Kushinagar airport, to make it Uttar Pradesh's third licensed international airport
- The Centre plans to permit sale of 50 per cent of coal/lignite produced by captive blocks, a move aimed at augmenting the production and increasing the availability of dry fuel.
- The Crime Branch of Delhi Police has arrested two persons, including the president of Kashmir United Front organisation, from Jammu in connection with Red Fort riot violence.The accused have been identified as Mohinder Singh (45), a resident of Chatta Mill, Satbari, Jammu, and Mandeep Singh (23), a resident of Gole Gujral, Jammu.
|
685 |
Y |
|