# |
Date |
Type |
Current Affairs |
No. Of Views |
Status |
Action |
181 |
11-06-2025 |
Odia |
-
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ୧୪ ଦିନିଆ ବିଜ୍ଞାନ ଅଭିଯାନରେ ଆସୁଥିବା ଆକ୍ସମ୍-୪ ମିସନ୍ର ୪ ମହାକାଶଚାରୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ଆକ୍ସମ୍-୪ ମିସନ୍ର ଉତ୍କ୍ଷେପଣକୁ ଏବେ ସ୍ତଗିତ ରଖାଯାଇଛି।
-
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇମିଗ୍ରେସନ ପ୍ରବର୍ତ୍ତନ ନୀତି ବିରୋଧରେ ଲସ୍ ଏଞ୍ଜେଲେସ୍ରେ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ଭୟାନକ ରୂପ ନେଇଛି ଏବଂ ଗୃହଯୁଦ୍ଧ ଭଳି ସ୍ଥିତି ଦେଖିବାକୁ ମିଳିଛି। ସହରରେ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ସୋମବାର ଆମେରିକା ସେନା ପ୍ରାୟ ୭୦୦ ନୌସୈନିକଙ୍କୁ ଲସ୍ ଏଞ୍ଜେଲେସ୍ରେ ଅସ୍ଥାୟୀ ଭାବେ ମୁତୟନ କରିଛି।
-
ଏକ ନୂଆ ୟୁଏନ ଜନସଂଖ୍ୟିକ ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବା ଆଶା କରାଯାଉଛି, ଯାହା ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାବେ ଆଗରେ ରହିଛି।
-
କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ଯେ ଏସି ଗୁଡ଼ିକର ମାନକ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଓ ୨୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାକୁ ବିଚାର କରାଯାଉଛି । ପ୍ରଥମେ ଏହାକୁ ଏକ ପରୀକ୍ଷାମୂଳକ ପ୍ରୟୋଗଭାବେ ଲାଗୁ କରାଯିବ । ଏହା ଏ ଧରଣର ପ୍ରଥମ ପ୍ରୟୋଗ ବୋଲି ସେ କହିଛନ୍ତି।
-
କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ବର୍ଷକର ରିପୋର୍ଟ କାର୍ଡ ରଖିଲେ। ୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିଛୁ।୨୪ ବର୍ଷରେ ଯାହା ହୋଇ ନଥିଲା ୨୪ ମିନିଟ୍ ନିଷ୍ପତ୍ତିରେ ତାହା ହୋଇ ପାରିଲା।
-
ଘୋଷଯାତ୍ରା ଆସନ୍ତା ଜୁନ ୨୭ ତାରିଖରେ,ରଥ ଉପରକୁ ମୋବାଇଲ ନେବା ଓ ଅଣସେବାୟତ ଚଢିବା ମନା।
-
ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ଫଳ, ୫୫ ହଜାର ୩୬୨ ପରୀକ୍ଷାର୍ଥୀଙ୍କୁ ରାଙ୍କ ମିଳିଲା
-
ଗାଇସିଲେଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ୮ ହଜାର ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଗିରଫ।
-
କଟକ ରାସ୍ତାରେ ଅଳିଆ ପକାଇଲେ ଜୋରିମାନା, ଘରୋଇଙ୍କୁ ୧୦୦, ବ୍ୟବସାୟୀଙ୍କୁ ୨୦୦ ଟଙ୍କା ତଣ୍ଡ ଦେବାକୁ ପଡିବ ।
-
ୟୁନୂସ ସରକାରଙ୍କୁ ବାଂଲାଦେଶ ଷ୍ଟୁଡେଣ୍ଟ ଲିଗ ମୁଖ୍ୟଙ୍କ ଟାର୍ଗେଟ, ପାକିସ୍ତାନ ପ୍ରତି ଘନିଷ୍ଠତା ଓ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ ଉଠାଇ ଘେରିଲେ।
-
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଅନ୍ୟମାନଙ୍କ ସହ ଜଡ଼ିତ ମୁଦା ଦୁର୍ନୀତି ମାମଲାରେ ପିଏମ୍ଏଲଏ ଅଧୀନରେ ଏହି ସମ୍ପତ୍ତି ଜବତ ହୋଇଛି। ଏଥିସହ ମୁଦା ଦୁର୍ନୀତି ମାମଲାରେ ମୋଟ୍ ୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ ହେଲାଣି।
-
ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର, ଜୁନ୍ ୧୨ ତାରିଖରୁ ଆବୁଧାବିକୁ ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ଆରମ୍ଭ ହେବ।
-
ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ଏବଂ ଅନ୍ୟ ୧୧ ଜଣ ଅନ୍ତର୍ଜାତୀୟସ୍ତରର ସ୍ଵେଚ୍ଛାସେବୀଙ୍କୁ ଅଟକ ରଖିଛି ଇସ୍ରାଏଲ।
-
ଗ୍ରୀକ୍-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ମାଇକେଲ୍ ଜେର୍ଭୋସ ୪୯୯ ଦିନ ମଧ୍ୟରେ ବିଶ୍ୱର ୧୯୫ଟି ଦେଶ ଭ୍ରମଣ କରି ରେକର୍ଡ ସ୍ଥାପନ କରିଛନ୍ତି। ତେବେ ଏହି ଯାତ୍ରାର ଉଦ୍ଦେଶ୍ୟ କେବଳ ରେକର୍ଡ ସ୍ଥାପନ କରିବା ନ ଥିଲା ବୋଲି ଜେର୍ଭୋସ୍ କହିଛନ୍ତି।
|
182 |
Y |
|
182 |
11-06-2025 |
English |
-
1.OJEE toppers for different courses: B. Pharm. - Jatin Meher ,Lateral Entry-Tech. (Dip) - Gourab Swain, Lateral Entry-Tech. (B.Sc.) - Sakshi Kumari, Lateral Entry-Pharm - Sagarika Dash, MBA - Anurag Mishra, MCA / M.Sc. (Comp. Sc.) S Siseendri, Int. MBA - Ansuman Pati.
-
2.Altogether 55,362 out of 80,324 candidates, who had appeared for the Odisha Joinjt Entrance Examination (OJEE), 2025,
-
3.President Trump's trade wars are expected to hit economic growth this year in US and other nations, predicts World Bank
-
4.According to a new UN demographic report, India’s total fertility rate has fallen below the replacement rate. UNFPA’s 2025 State of World Population (SOWP) Report.
-
5.The Israeli navy attacked docks in Yemen's rebel-held port city of Hodeida Tuesday, likely damaging facilities that are key to aid shipments to the hungry, war-wracked nation.
-
6.Odisha Vigilance today arrested Junior Engineer Susmita Oram of Gaisilet block in Bargarh district while she was accepting a bribe of ₹8,000 from a contractor.
-
7.India's population is estimated to reach 1.46 billion in 2025, continuing to be the highest in the world, according to a new UN demographic report.
-
8. Delhi on Tuesday recorded its highest maximum temperature of the season at 43.8 degrees Celsius, 3.6 notches above the season's average, the India Meteorological Department (IMD) said.
-
9.Rajnath Singh on Tuesday said the Pahalgam terror strike was not just an attack on our people but also an assault on the social unity of India, as he asserted that Operation Sindoor carried out in retaliation was the "biggest action" against terror..
-
10.The Supreme Court rejected a petition by a lawyer convicted of abusing a woman judicial officer in a court in Delhi.
-
11President Donald Trump's trade wars are expected to slash economic growth this year in US and around the world, World Bank forecast Tuesday
-
12.Odisha CM Inaugurates New DCP Office in Bhubaneswar, Distributes 425 Two-Wheelers.
-
13.Several mid-level bureaucrats were reshuffl ed by the Jammu and Kashmir government as it ordered the transfer and posting of 134 offi cials with immediate effect Tuesday.
-
14.Four “illegal” mazars, including the prominent Lakkar Shah Baba mazar, located in the core area of the Katarniaghat Wildlife Sanctuary in Bahraich district, were demolished, an offi cial said Monday.
-
15.The CBI has arrested a Central Goods and Services Tax (CGST) superintendent in Uttar Pradesh for allegedly accepting a Rs 1 lakh bribe for waiving penalty on a private company, officials said.
|
131 |
Y |
|
183 |
10-06-2025 |
Odia |
-
1.ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ । ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ନୂତନ ବାୟୁ ରକ୍ଷା କବଚ । ଏହି ନୂଆ ରକ୍ଷା କବଚ ହେଉଛି - କ୍ବିକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ ସିଷ୍ଟମ ବା QRSAM ।
-
2.କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦିନ ଦେଶରେ ନୂଆ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୬, ୪୯୧ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
-
3.ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ଉପଗ୍ରହ ଇଣ୍ଟରନେଟ୍ ସେବା କମ୍ପାନି ଷ୍ଟାର୍ଲିଙ୍କ୍ ଆସନ୍ତା ଦୁଇ ମାସରେ ଭାରତରେ ଏହାର ସେବା ଆରମ୍ଭ କରିବାକୁ ଯାଉଛି। ଗ୍ରାହକମାନେ ସାଟେଲାଇଟ୍ ଡିଭାଇସ୍ ଲାଗି ୩୩ ହଜାର ଟଙ୍କା ଓ ଅସୀମିତ ଡାଟା ପ୍ଲାନ୍ ଲାଗି ମାସକୁ ୩୦୦୦ ଟଙ୍କା ଗଣିବାକୁ ପଡ଼ିବ।
-
4.ଆପଲ୍ ସିଇଓ ଟିମ୍ କୁକ୍ ଏହି ଅପରେଟିଂ ସିଷ୍ଟମକୁ ଉନ୍ମୋଚନ କରିଛନ୍ତି। ଏହା ଆଇଫୋନ୍, ଆଇପ୍ୟାଡ୍ ଓ ମ୍ୟାକ୍ ଆଦି ବିଭିନ୍ନ ଡିଭାଇସ୍ରେ ଉପଲବ୍ଧ ହେବ। ଏହା ଜରିଆରେ କମ୍ପାନି ପୁଣି ଥରେ ମୋବାଇଲ୍ ୟୁଜର୍ ଇଣ୍ଟରଫେସ୍ରେ ପରିବର୍ତ୍ତନ ଆଣିବାକୁ ଚାହୁଛି।
-
5.ରାଜ୍ୟ ସରକାର ଭୁବନେଶ୍ବରରେ ସାଇନ୍ସ ସିଟି ସ୍ଥାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନନ୍ଦନକାନନ ଆଖପାଖରେ ୧୦୦ ଏକର ଜମିରେ ଏହାକୁ ସ୍ଥାପନ କରାଯିବ।
-
6.ଆକାଶ ଏଜୁକେସନାଲ୍ ସର୍ଭିସେସ୍ ଲିମିଟେଡ୍ର ଛାତ୍ର ଆରଭ ଗୁପ୍ତା ଅଷ୍ଟ୍ରେଲିଆର କ୍ବିନ୍ସଲ୍ୟାଣ୍ଡ୍ରେ ଜୁଲାଇ ୧୦ରୁ ଅନୁଷ୍ଠିତ ହେବାକୁ ଥିବା ୬୬ତମ ଅନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡ୍ (ଆଇଏମ୍ଓ)ରେ ଭାରତର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି।
-
7.ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଆଧାର ଅପଡେଟ୍ର ଡେଡ୍ଲାଇନ୍ ବଢାଯାଇଥିଲା । ପୂର୍ବରୁ ଡିସେମ୍ବର ୨୦୨୪ ସୁଦ୍ଧା ଆଧାର ଅପଡେଟ୍ କରିବାକୁ ଡେଡ୍ଲାଇନ୍ ଥିଲା । ଏହାପରେ ବି ପୁଣି ଥରେ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଅପଡେଟ୍ ପାଇଁ ଡେଡ୍ଲାଇନ୍ ବଢାଗଲା ।
-
8.ଆସାମରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।
-
9.୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶର ସାର୍ବଜନୀନ ଋଣ ପରିମାଣ ପାକିସ୍ତାନୀ ଟଙ୍କାରେ ୭୬,୦୦୭ ବିଲିୟନ। ଭାରତୀୟ ମୁଦ୍ରାରେ ଏହା ୨୩.୧ ଟ୍ରିଲିୟନ୍ ଟଙ୍କା। ଦେଶ ଇତିହାସରେ ଏହି ପରିମାଣ ସର୍ବାଧିକ।
-
10.ମୁମ୍ବାଇ ମେରାଇନ୍ ଅପରେସନ୍ସ ପକ୍ଷରୁ ମିଳିଥିବା ସୂଚନାନୁସାରେ ସୋମବାର ସକାଳେ କେରଳ ତଟ ନିକଟରେ ସିଙ୍ଗାପୁରର ପତାକା ଥିବା ଏକ କଣ୍ଟେନର ଜାହାଜ ଏମଭି ୱାନ ହେ ୫୦୩ରେ ବିସ୍ଫୋରଣ ଘଟିଛି। ସକାଳ ୧୦ଟା ୩୦ ସମୟରେ ଏହା ଘଟିଛି।
-
11. ପ୍ରବାସୀ ନୀତି ବିରୋଧରେ ଲସ୍ ଆଞ୍ଜେଲସରେ ପ୍ରତିବାଦ ଚାଲିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହିତ ରବର ଗୁଳିମାଡ କରୁଛି । ଆମେରିକା ସରକାରଙ୍କ ପ୍ରବାସୀ ନୀତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ଲୋକେ ।
-
12.କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଆଗାମୀ ମାସରୁ ଆରମ୍ଭ ହେଉଥିବା ୨୦୨୫-୨୬ ଖରିଫ ଋତୁରେ ଭାରତ ସମ୍ଭବତଃ ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ନୂତନ ରେକର୍ଡ ହାସଲ କରିବ।
-
13.ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେ୍ଣ୍ଟି୨୦ ମ୍ୟାଚ କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିଛି।
-
14.ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ। ମାତ୍ର ୨୯ ବର୍ଷ ବୟସରେ ପୂରନ ଅବସର ଘୋଷଣା କରି କ୍ରିକେଟ ଜଗତକୁ ଚକ୍କିତ କରିଛନ୍ତି।
-
15.ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ତେଣୁ ୧୨ ତାରିଖ ପରଠାରୁ ରାଜ୍ୟ ପାଗରେ ପରିବର୍ତ୍ତନ ହେବା ସହିତ ୧୪ ତାରିଖଠାରୁ ଧୀରେ ଧୀରେ ବର୍ଷାର ବିସ୍ତୃତି ବଢ଼ିପାରେ।
|
133 |
Y |
|
184 |
10-06-2025 |
English |
-
1.The Odisha government is set to roll out a new rural development initiative—Mahapurush Adarsh Gram Yojana—aimed at transforming the native villages of renowned personalities such as freedom fighters, poets, authors and artists into model villages.
-
2.In a move to make higher education more accessible, the Odisha Government has signed a Memorandum of Understanding (MoU) with the Indira Gandhi National Open University (IGNOU) to provide study materials in the Odia language.
-
3.The Ratha Jatra will be conducted smoothly in Puri this year as 80 per cent work has been completed so far. The remaining work will be done far days before Ratha Jatra.
-
4.The state government has increased the ex-gratia compensation in case of death due to attacks by wild animals to Rs 10 lakh from the existing Rs 6 lakh, said the Chief Minister’s Office (CMO) in a statement today.
-
5.Prime Minister Narendra Modi Monday asserted that under the 11 years of his government, India has not just become the ‘fastest-growing major economy’ but is also a key global voice on pressing issues like climate action and digital innovation.
-
6.Asserting that the state government is committed to deporting Bangladeshi nationals staying illegally in the state, Chief Minister Mohan Charan Majhi Monday asked the police and the district administration of Kendrapara to take strict action against such persons as they may pose a threat to national security.
-
7.Four more Covid-19 cases have been reported in the state, a Health department official said Monday. So far, 15 patients have recovered from the infection and the total active cases stand at 34, he said.
-
8.The Supreme Court Monday protected in the interim two Madhya Pradesh-based journalists who were allegedly assaulted by the state police for reporting on illegal sand mining activities.
-
9.Axiom Space’s mission to the International Space Station, carrying Indian astronaut Shubhanshu Shukla and three others, has been postponed for lift-off to Wednesday evening due to inclement weather conditions at the spaceport in Florida, ISRO chairman V Narayanan said Monday.
-
10.The Calcutta High Court Monday reserved judgment on a petition challenging the West Bengal government’s introduction of a scheme for providing monetary support to non-teaching staff, who lost their jobs following a Supreme Court order.
-
11.Israeli naval forces boarded and seized a charity vessel carrying Swedish activist Greta Thunberg, which had tried to break the naval blockade of the Gaza Strip Monday.
-
12.Police declared all of downtown Los Angeles to be an unlawful assembly area and ordered protesters to go home Sunday night after a third day of demonstrations against President Donald Trump’s immigration policy that sometimes included burning cars and hurling bottles at officers.
-
13.Russia hit Ukraine overnight with its largest drone attack since the start of the war, causing some damage at a military airfield in the west of the country that was one of its main targets, the Ukrainian air force said Monday.
-
14.Silver prices soared Rs1,000 to hit a fresh peak of Rs1,08,100 per kilogram in the national capital Monday, in line with firm global cues, according to the All India Sarafa Association.
-
15.Legendary Indian wicketkeeper-batter and former captain MS Dhoni has been inducted into the prestigious ICC Hall of Fame, marking another glorious chapter in his storied cricket career.
|
134 |
Y |
|
185 |
09-06-2025 |
Odia |
-
1.କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସ୍ଏଫ୍)ର ଜଣେ ମହିଳା ସବ୍-ଇନ୍ସପେକ୍ଟର ଗୀତା ସମୋତା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍ ଏଭରେଷ୍ଟ (୮,୮୪୯ ମିଟର) ସଫଳତାର ସହ ଆରୋହଣ କରି ଇତିହାସ ସୃଷ୍ଟି କରିଛନ୍ତି।
-
2.ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୨୬୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ କେବଳ ବଜ୍ରପାତରେ ୧୯୯ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବା ସୂଚନା ଦେଇଛନ୍ତି ଆଇଆଇଟି ମୁମ୍ବାଇରେ ଜଳବାୟୁ ଓ ପାଣିପାଗ ଉପରେ ଗବେଷଣା କରୁଥିବା ବିଶ୍ୱଜିତ ସାହୁ। ୱେଦର ମ୍ୟାନ।
-
3.ଚଳିତବର୍ଷ ମେ’ ମାସରେ ହୋଇଥିବା ବର୍ଷା ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ରବିବାର ଏକ ଏକ୍ସ’ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି।
-
4.ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଡରାଇବାକୁ ଲାଗିଲାଣି। କରୋନାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦୦ ପାର୍ ହୋଇଛି। ରବିବାର ସକାଳ ୮ଟାସୁଦ୍ଧା ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧୩୩ରେ ପହଞ୍ଚିଛି।
-
5.ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍)ର ନୂଆ ଅଧ୍ୟକ୍ଷ ଭାବେ ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଭେଲପମେଣ୍ଟ ରିସର୍ଚ୍ଚର ପୂର୍ବତନ କୁଳପତି ଏସ୍. ମହେନ୍ଦ୍ର ଦେବ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
6.ଟିକସ ବିଲ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ଵର ୧ ନଂ. ଧନୀ ଏଲନ ମସ୍କଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କୁ ନେଇ ଏବେ ଟ୍ରମ୍ପ ଖୋଲାଖୋଲି ଭାବେ ମସ୍କଙ୍କୁ ଧମକ ଦେବାକୁ ବି ପଛାଇ ନାହାନ୍ତି।
-
7.ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି। ଉତ୍ତର ପୂର୍ବ ଦିଲ୍ଲୀର ଦୟାଲପୁର ଥାନା ଅନ୍ତର୍ଗତ ନେହେରୁ ବିହାରରେ ଜଣେ ୯ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି।
-
8.ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା, ଆଇଏଏସ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ସେଲ ଦ୍ଵାରା ଧରା ପଡ଼ିଛନ୍ତି। ତାଙ୍କ ସରକାରୀ ଘର ତନଖି ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଛି।
-
9.ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା.. ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ କରାଯାଇଛି.. ଏହି ପରିସର ଭିତରେ ମଦ ଓ ଆମିଷ ବିକ୍ରିକୁ ମଧ୍ୟ ନିଷିଦ୍ଧ କରାଯାଇଛି।
-
10.ଓଡ଼ିଶା ରାଜଧାନୀକୁ ବିଭିନ୍ନ ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କ ପାଇଁ ସୁଲଭ ବାସସ୍ଥାନ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଭୁବନେଶ୍ୱରରେ ୩୦ଟି ଅତିଥି ଭବନ ନିର୍ମାଣ କରିବ।
-
11.କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ବୃହଦାକାର ବହୁମୁଖୀ ସମବାୟ ସମିତିକୁ ମିଳିଛି ବଡ଼ ସଫଳତା। ଏବେ କେବଳ ରାଜ୍ୟ ନୁହଁ ରାଜ୍ୟ ବାହାରେ ତଥା ରାଷ୍ଟ୍ରୀୟ କୋପରେଟିଭ ଅର୍ଗାନିକ ଲିମିଟେଡ ସହ ଅନୁବନ୍ଧିତ ହୋଇପାରିଛି ।
-
12.ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ଗମ୍ଭୀର ମୋଡ଼ ନେଇଛି। ଜୁନ୍ ପହିଲାରେ ୟୁକ୍ରେନ ଦ୍ୱାରା ରୁଷ୍ର ଏୟାରବେସ୍ ଏବଂ ଲଢୁଆ ବିମାନ ଉପରେ ହୋଇଥିବା ଆକ୍ରମଣର ଜବାବରେ ରୁଷ୍ ଭୀଷଣ ଆକ୍ରମଣ ଜାରି ରଖିଛି।
-
13.ମହାକାଶରେ ତ୍ରିରଙ୍ଗା ଉଡ଼ାଇବାକୁ ଭାରତ ଏବେ ପୁଣି ଥରେ ପ୍ରସ୍ତୁତ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏହି ଭାରତୀୟ ଗୌରବର ବାହକ ହେବେ। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍କୁ ଉଡ଼ାଣ ଭରିବା ପାଇଁ ମିସନ୍ ଆକ୍ସିୟମ୍-୪ର ପରିଚାଳନା ଭାର ମଧ୍ୟ ଶୁଭାଂଶୁଙ୍କ ହାତରେ ରହିବ।
-
14.ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ହାସଲ କରିବାରେ ଓଡ଼ିଶା ଦେଶର ଶ୍ରେଷ୍ଠ ୧୦ କିମ୍ବା ଶ୍ରେଷ୍ଠ ୨୦ ରାଜ୍ୟ ଭିତରେ ବି ସ୍ଥାନ ପାଇନାହିଁ। ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶକୁ ୪,୨୧,୯୨୮.୮୩ କୋଟି ଟଙ୍କାର ଏଫ୍ଡିଆଇ ଆସିଛି। ସେଥିରୁ ମାତ୍ର ୩୯.୦୨ କୋଟି ଟଙ୍କା ଓଡ଼ିଶା ଭାଗରେ ପଡ଼ିଛି। ଏହା ଦେଶକୁ ଆସିଥିବା ମୋଟ୍ ଏଫ୍ଡିଆଇର ମାତ୍ର ୦.୦୦୯%।
-
15.ଶନିବାର ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୮ ନମ୍ବର (ଖ) ଖୁଆଡ଼ ମଧ୍ୟରେ ଧଳା ବାଘୁଣୀ ‘ମୌସୁମୀ’ର ଦ୍ୱିତୀୟ ଗର୍ଭରୁ ଦୁଇ ଶାବକ ଜନ୍ମ ନେଇଛନ୍ତି। ନବଜାତ ଶାବକଙ୍କ ମଧ୍ୟରେ ଗୋଟିଏ ଧଳା ଓ ଗୋଟିଏ ସାଧାରଣ ନାଲି ରଙ୍ଗର ଅଛି।
|
140 |
Y |
|
186 |
09-06-2025 |
English |
-
1.The Odisha Vigilance Sunday caught the Sub-Collector of Dharamgarh, in Kalahandi district, Dhiman Chakma red handed while accepting a bribe of Rs10 lakh from a local businessman,. Chakma is a 2021-batch Odisha cadre IAS officer.
-
2.Several major banks, including Punjab National Bank (PNB), Bank of India and UCO Bank, Bank of Baroda, HDFC Bank have slashed their lending rates following the Reserve Bank of India's (RBI) recent decision to cut the repo rate by 50 basis points.
-
3.The Telecom Regulatory Authority of India (TRAI) has received applications from fi ve entities expressing interest in being empanelled as digital connectivity rating agencies (DCRAs) who will evaluate properties according to the regulator's prescribed rules and norms, according to Chairman Anil Kumar Lahoti.
-
4.A 4.77-km long viaduct being constructed under Khurda Road– Bolangir Railway Line is set to become the second-longest railway bridge in the country, following the iconic Bogibeel Bridge in Assam.
-
5.Israeli fire killed at least five people and wounded others as they headed toward two aid distribution points in Gaza run by an Israeli and US-backed group, Palestinian health officials and witnesses said Sunday.
-
6.After investing a staggering amount in May, foreign portfolio investors (FPIs) turned net sellers with a withdrawal of `8,749 crore from the Indian Equity markets in the fi rst week of June, triggered by, renewed US-China trade tensions and rising US bond yields.
-
7. A day after violent protests erupted in Manipur over the arrest of a leader of Meitei outfit Arambai Tenggol, the situation remained tense Sunday with the administration imposing prohibitory orders and suspending internet services in five Imphal valley districts.
-
8.In a move to modernise tourism and improve visitor engagement, the Tamil Nadu Tourism Development Corporation (TTDC) is set to introduce immersive, self-guided audio tours at 22 prominent heritage and cultural sites across the state, including three landmark locations in Chennai.
-
9.Countering misinformation over Maharashtra elections, Election Commission insiders Sunday shared a nine-point rebuttal to allegations by Leader of Opposition in Lok Sabha Rahul Gandhi, adding that his concerns can be formally replied to only once he writes to the poll panel.
-
10.Military contingents of India and Mongolia participating in an ongoing bilateral exercise in Ulaanbaatar are actively exchanging best practices in counter-terrorism operations and precision sniping, thereby improving interoperability, offi cials said Sunday.
-
11.Hyderabad, Opposition BRS MLA from Jubilee Hills Maganti Gopinath passed away early Sunday at a private hospital here following a heart attack. He was 63.
-
12.India has emerged as a “great place” to use the advantages accruing from Free Trade Agreements (FTAs), a senior retail industry official said as he highlighted the success of Make in India programme.
-
13. Incarcerated former Pakistan prime minister Imran Khan is likely to get bail on June 11 in the Al-Qadir Trust case, a top leader of his party has said here.
-
14.The Indian contingent won as many as fi ve gold medals, including double podium fi nishes in women's 800m fi nal and long jump competition, on the second and fi nal day of Taiwan Open international athletics championship here Sunday.
-
15.Cristiano Ronaldo says he's almost certain he will not be playing at the Club World Cup, dealing a blow to FIFA president Gianni Infantino's hopes of having one of soccer's biggest attractions at the tournament.
|
110 |
Y |
|
187 |
08-06-2025 |
Odia |
-
1. ବ୍ରିକ୍ସ ରାଷ୍ଟ୍ର ସମୂହ ଭାରତର ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ଦୃଢ଼ ନିନ୍ଦା କରିଥିଲେ। ଏହା ସହିତ ଆତଙ୍କବାଦ ବିରୋଧରେ ଗଠନମୂଳକ ଭାବେ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ରାଷ୍ଟ୍ରଗୁଡ଼ିକ ଆହ୍ବାନ କରିଛନ୍ତି।
-
2.ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୩୪.୪୪ କୋଟି ରହିଥିଲା। ୨୦୨୨-୨୩ରେ ଏହି ସଂଖ୍ୟା ହ୍ରାସ ପାଇ ୭.୫୨ କୋଟିରେ ରହିଛି। ଅର୍ଥାତ୍ ପ୍ରାୟ ୨୭ କୋଟି ଲୋକ ଏହି ସମୟ ଭିତରେ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକ୍ତ ହେବାରେ ସକ୍ଷମ ହୋଇଛନ୍ତି।
-
3.ଆର୍ସେଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍ଏନ୍ଏସ୍ ଇଣ୍ଡିଆ) ଦେଶର ଦୁଇଟି ଐତିହାସିକ ରେଳ ସେତୁ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଯୋଗାଇ ଭାରତର ଆଧୁନିକ ଭିତ୍ତିଭୂମି ପ୍ରକଳ୍ପରେ ଏହାର ଯୋଗଦାନକୁ ଆହୁରି ସୁଦୃଢ଼ କରିଛି। ଚେନାବ ନଦୀରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ପାଇଁ ୭୦% ଫ୍ଲାଟ୍ ଇସ୍ପାତ ଏବଂ ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ - ଅଞ୍ଜିଖାଡ୍ ପାଇଁ ୧୦୦% ଇସ୍ପାତ ଯୋଗାଇଛି।
-
4.ଜାତୀୟ ପୋର୍ଟାଲ୍ ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ଭାରତବର୍ଷରେ ୫୨,୭୬,୪୦୩ଟି ପରିବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ପାଇଁ ଆବେଦନ କରିଥିବା ବେଳେ ୧୦,୭୭,୫୮୫ ଉପଭୋକ୍ତାଙ୍କ ଘରେ ସୌର ପ୍ଲାଣ୍ଟ ବସିଛି। ଯାହାକି ଆବେଦନକାରୀ ସଂଖ୍ୟାର ୨୦ ପ୍ରତିଶତ। ସେହି ପରିପ୍ରେକ୍ଷୀରେ ଓଡ଼ିଶାରେ ୧,୧୪,୯୧୧ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୬୨୩୦ ପରିବାର ଉପଭୋକ୍ତା ହୋଇଛନ୍ତି, ଯାହାକି ୫ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି।
-
5.ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୨ତାରିଖରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକଙ୍କୁ ଘର ଭେଟି ଦେବେ। ୭୬ଟି ସହରାଞ୍ଚଳର ୫୩୨୮ଜଣଙ୍କୁ ଘର ବଣ୍ଟା ହେବ।
-
6.ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ଯେ ସରକାର କୌଣସି ପ୍ରକାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି। ‘ମୁଁ ବଞ୍ଚି ରହିପାରେ କିମ୍ବା ନପାରେ କିନ୍ତୁ ମୁଁ ଆପଣଙ୍କୁ ଏକ ସତ କହିବାକୁ ଚାହୁଛି, ଯଦି ଆଜି ମୋ ପାଖରେ ଟଙ୍କା ଥାଆନ୍ତା, ତେବେ ମୁଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥାନ୍ତି’ ବୋଲି ମଲ୍ଲିକ ପୋଷ୍ଟ କରିଛନ୍ତି।
-
7.ରଥ ଚକ ବିକ୍ରି ପାଇଁ ମୂଲ୍ୟ ସ୍ଥିରୀକୃତ ହୋଇଛି। ୨୦୨୩ରେ ପ୍ରତ୍ୟେକ ରଥ ଚକର ଦାମ ୫୦ ହଜାର ଟଙ୍କା ରହିଥିଲା। ଚଳିତ ବର୍ଷ ଏହା ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକର ମୂଲ୍ୟ ରହିଛି ୧ଲକ୍ଷ ୫୦ ହଜାର ଟଙ୍କା। ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଚକର ମୂଲ୍ୟ ରଖାଯାଇଛି ୨ଲକ୍ଷ। ଶ୍ରୀଜଗନ୍ନାଥଙ୍କ ରଥ ଚକର ମୂଲ୍ୟ ୩ଲକ୍ଷ ଟଙ୍କା ସ୍ଥିର ହୋଇଛି।
-
8.ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ ୩୨୩ କୋଟିରୁ ଅଧିକ ଟଙ୍କାର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି ଏବଂ ପ୍ରାୟ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
-
9.ବିଶ୍ୱର ଅନେକ ଦେଶ ଚୀନ୍ ଋଣର ବୋଝ ତଳେ କାନ୍ଦୁଛନ୍ତି, ସେମାନଙ୍କ ମଧ୍ୟରୁ ତିନୋଟି ହେଉଛି ଭାରତର ପଡ଼ୋଶୀ। ଚୀନ୍ ତାର ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (BRI) ଅଧୀନରେ ଅନେକ ଦେଶକୁ କୋଟି କୋଟି ଡଲାର ଋଣ ଦେଇଥିଲା, କିନ୍ତୁ ବର୍ତ୍ତମାନ ସେହି ଋଣ ଏହି ରାଷ୍ଟ୍ରଗୁଡ଼ିକ ପାଇଁ ଆର୍ଥିକ ଦାସତ୍ୱର ଫାଶ ପାଲଟିଛି।
-
10. କୋଟିପତି ବ୍ୟବସାୟୀ ଏଲନ ମସ୍କ ଆମେରିକା ରାଜନୀତିରେ ନୂଆ ପରିବର୍ତ୍ତନ ଆଣିବା ଲାଗି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା ପରେ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଦ ଆମେରିକାନ ପାର୍ଟି’ ଗଠନ କରିବାକୁ ଘୋଷଣା କରିଛନ୍ତି।
-
11.କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
-
12. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅର୍ବୁଦପତି ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦକୁ ନେଇ ରୁଷ୍ ଆମୋଦିତ ହୋଇଛି।
-
13.ଦେଶରେ କୋଭିଡ ଆତଙ୍କ ୫,୭୫୦ସଂକ୍ରମିତ ଓ ଓଡ଼ିଶାରେ ୩୮। ସତର୍କ ରହିବା ପାଇଁ କେନ୍ଦ୍ରର ତାଗିଦ।
-
14.ଫୁଲବାଣୀରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲର ଉଦ୍ଘାଟନ।
-
15.ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ୧୪ଟି ଜିଲ୍ଲାର ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଏବେ ବି ବନ୍ୟା ପ୍ରଭାବରେ ରହିଛନ୍ତି।
|
139 |
Y |
|
188 |
08-06-2025 |
English |
-
1.India's extreme poverty rate declined sharply to 5.3 per cent over a decade from 27.1 per cent in 2011-12 even as the World Bank revised upwards its threshold poverty line to USD 3 per day
-
2.Chief Minister Mohan Charan Majhi Saturday inaugurated a 100-seat government medical college and a 650-bed hospital at Phulbani, the district headquarters of Kandhamal.
-
3.Chief Minister Mohan Charan Majhi inaugurated and laid the foundation stones for 10 development projects worth Rs 750 crore in Kandhamal.
-
4.Prime Minister Narendra Modi will visit Odisha June 20 and attend a mega celebration for the fi rst anniversary of the BJP's maiden government in the state.
-
5.The United Nations Office for Disaster Risk Reduction (UNDRR) has conferred the prestigious Sasakawa Award on Mrutyunjay Mohapatra, the Director General (DG) of the India Meteorological Department (IMD).
-
6.The Odisha government Saturday announced that the beneficiaries of the Pradhan Mantri Awas Yojana (PMAY) would be provided up to two tractor-loads of sand for free of cost for construction of house under the scheme.
-
7.TP Central Odisha Distribution Limited (TPCODL), a joint venture of Tata Power and Government of Odisha, has stepped up its campaign to accelerate solar rooftop installations across Central Odisha under the PM Surya Ghar - Muft Bijli Yojana (PMSGMBY).
-
8.Indian astronaut Shubhanshu Shukla and three others are set to embark on the Axiom Space’s fourth human spacefl ight from NASA’s Kennedy Space Centre in Florida June 10 and are likely to dock at the International Space Station June 11 at about 10 PM IST, after a nearly 28-hour journey.
-
9. Senior Congress leader Sonia Gandhi was Saturday taken to Indira Gandhi Medical College Hospital in Shimla after she complained of high blood pressure, a party offcial said.
-
10.Nearly 86.5 lakh deaths were reported in the country during 2022, a significant decline of more than 15 per cent from Covid-affected 2021 which had recorded over 1.02 crore deaths, according to a new data from the Civil Registration System (CRS).
-
11.Russian attacks targeting the eastern Ukrainian city of Kharkiv killed at least four people and wounded more than two dozen others Saturday, offi cials said, as hopes for peace dimmed further
-
12.US President Donald Trump said Friday that he has no plans to speak with Elon Musk, signaling the president and his former ally might not resolve their feud over a sweeping taxcut bill any time soon.
-
13.China Saturday approved some export license applications for rare earth-related metals -- critical components used in manufacturing of automobiles, semiconductors, mobile phones and a host of other industries.
-
14.China Saturday came to a standstill as millions of anxious parents crowded around exam centres all over the country as 13.35 million students wrote a highly competitive national entrance exam for admission to Chinese universities.
-
15.Tesla is the worst-performing largecap stock this year, thanks to declining electric vehicle demand, Chief Executive Elon Musk's political controversies over his ties to far-right groups, and now, his public feud with President Donald Trump.
|
117 |
Y |
|
189 |
07-06-2025 |
Odia |
- 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍ଘାଟନ କରିଛନ୍ତି। ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍ଘାଟିତ: ଗଡ଼ିଲା ଦୁଇଟି ‘ବନ୍ଦେ ଭାରତ’।
-
2.ଆସନ୍ତା ଅଗଷ୍ଟ ୩ ତାରିଖରେ ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ଏଥିଲାଗି ସୁପ୍ରିମକୋର୍ଟ ଏନବିଇର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି।
-
3.ଷ୍ଟାରଲିଙ୍କକୁ ଲାଇସେନ୍ସ ମିଳିବା ପରେ, ଏବେ କୁହାଯାଇପାରେ ଯେ ସାଟେଲାଇଟ୍ ଇଣ୍ଟରନେଟ୍ ପାଇଁ ଅପେକ୍ଷା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମସ୍କଙ୍କ କମ୍ପାନୀ ଗତ ମାସରେ ଲେଟର ଅଫ୍ ଇଣ୍ଟେଣ୍ଟ ପାଇଥିଲା।
-
4.ଅଯୋଧ୍ୟା ରାମମନ୍ଦିରରେ ଏଯାବତ ୪୫କିଲୋଗ୍ରାମ ସୁଦ୍ଧ ସୁନାର ବ୍ୟବହାର କରାଯାଇଥିବା ନେଇ ମନ୍ଦିର ସମିତର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି।
-
5.ଭାରତରେ ୫ ଟଙ୍କାର ବିସ୍କୁଟ ଲୋକଙ୍କ ସାମାନ୍ୟ ଭୋକକୁ ମେଣ୍ଟାଇଥାଏ। ସେହି ସମୟରେ, ଏହି ଦୁନିଆରେ ଏକ ସ୍ଥାନ ଅଛି ଯେଉଁଠାରେ ୫ ଟଙ୍କାର ବିସ୍କୁଟର ମୂଲ୍ୟ ୨୪୦୦ ଟଙ୍କାରେ ପହଞ୍ଚିଛି। ଗାଜାର ବାସିନ୍ଦା ମହମ୍ମଦ ଜୱାଦ ସୋସିଆଲ ମିଡିଆରେ ଏପରି ଦାବି କରିଛନ୍ତି।
-
6.ଋଣ ଗ୍ରହୀତାମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଡ଼ ଉପହାର ଦେଇଛି। ଆରବିଆଇ ଏହାର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ରେପୋ ରେଟ୍ ୦.୫% ଅର୍ଥାତ ୫୦ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଯାହାଫଳରେ ରେପୋ ରେଟ୍ ୬ ପ୍ରତିଶତରୁ ଖସି ୫.୫%ରେ ପହଞ୍ଚିଛି।
-
7.ରୁଷ୍ ପ୍ରାୟ ୫ ଘଣ୍ଟା ଧରି ସ୍ଥଳଭାଗ, ଆକାଶ ଓ ସମୁଦ୍ରରୁ ୟୁକ୍ରେନର ସହରକୁ ଟାର୍ଗେଟ୍ କରି ୪୦୭ଟି ଡ୍ରୋନ୍ ଏବଂ ୪୬ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ଏଥିରେ ୪୦ଟି କ୍ରୁଜ୍ ମିସାଇଲ୍ ଏବଂ ୬ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।
-
8. ବାଂଲାଦେଶରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ୨୦୨୬ ଅପ୍ରେଲ ପ୍ରଥମ ସପ୍ତାହରେ ବାଂଲାଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର କାର୍ଯ୍ୟ କରୁଛି।
-
9.କାନାଡାରେ ଅନୁଷ୍ଠିତ ହେଉଥିବା ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଜି-୭ ଶିଖର ସମ୍ମିଳନୀ ପାଇଁ ଭାରତକୁ ନିମନ୍ତ୍ରଣ ପଠାଇଛନ୍ତି।
-
10 କନ୍ଧମାଳ ଜିଲ୍ଲାର ସ୍ବତନ୍ତ୍ର ପ୍ରଜାତିର ଦେଶୀ କୁକୁଡ଼ାକୁ ‘ଫୁଲବାଣୀ କୁକୁଡ଼ା’ ନାମକରଣ କରାଯାଇଛି। ଏହି କୁକୁଡ଼ା ମାଂସରେ ଔଷଧୀୟ ଗୁଣ ଏହାର ସ୍ବତନ୍ତ୍ରତାକୁ ଦର୍ଶାଇଥାଏ। ବିପଦ ଆସିଲେ ଏହି କୁକୁଡ଼ା ଭୂମି ଉପରୁ ୩୦ରୁ ୫୦ ଫୁଟ ଉଚ୍ଚ ଓ ଲମ୍ବା ଉଡ଼ିପାରନ୍ତି। କେବଳ ଏତିକି ନୁହେଁ, ଶତ୍ରୁ ମୁକାବିଲାରେ ବି ଏମାନେ ବେଶ୍ ପାରଙ୍ଗମ।
-
11.ଭାରତୀୟ ଗୟଳ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ସିଡ୍ୟୁଲ୍-୧ରେ ଅଛି ଏହି ବନ୍ୟଜୀବ। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରେ ଚଳିତ ବର୍ଷ ଗଣନାରୁ ୭୮୮ଟି ଗୟଳ ଥିବା ଜଣାପଡ଼ିଛି।
-
12.ପରିବହନ ପ୍ରାଧିକରଣର ତଥ୍ୟ ଅନୁଯାୟୀ, ରାଜ୍ୟରେ ୧ କୋଟି ୬ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। ସେଥିରୁ ୧୫ ଲକ୍ଷ ଗାଡ଼ି ବର୍ତ୍ତମାନ ରାଜ୍ୟରେ ଚଳାଚଳ କରୁନାହାନ୍ତି। ବାକି ୯୦ ଲକ୍ଷ ଗାଡ଼ିରୁ ୮୦ ପ୍ରତିଶତ ହେଉଛି ଦୁଇଚକିଆ ଗାଡ଼ି। ଚଳାଚଳ କରୁଥିବା ଗାଡ଼ିରୁ ପ୍ରାୟ ୨୦ ଲକ୍ଷ ଗାଡ଼ିର ପିୟୁସି (ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ୍) ସାର୍ଟିଫିକେଟ୍ ରହିଛି। ଅବଶିଷ୍ଟ ପ୍ରାୟ ୭୦ ଲକ୍ଷ ଗାଡ଼ିର ଏହି ସାର୍ଟିଫିକେଟ୍ ନାହିଁ।
-
13.ଭାରତ ସଞ୍ଚାର ନିଗମ ଲିମିଟେଡ୍ ମଧ୍ୟ ଖୁବ୍ ଶୀଘ୍ର ୫ଜି ସେବା ଆରମ୍ଭ କରିବାକୁ ଯାଉଛି। ଭଲ ସଂଯୋଗ ପାଇଁ ୧ ଲକ୍ଷ ନୂତନ ୪ଜି ମୋବାଇଲ୍ ଟାୱାର ସ୍ଥାପନ କରିବାର କାମ ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। କମ୍ପାନୀ ୯୩ ହଜାରରୁ ଅଧିକ ଟାୱାରକୁ ଲାଇଭ୍ କରିଛି। କମ୍ପାନୀର ୨୨୯ ଟଙ୍କାର ଏକ ଶସ୍ତା ପ୍ଲାନ୍ ଆଣିଛି। ଉପଭୋକ୍ତାମାନେ ପ୍ରତିଦିନ ୨ଜିବି ଡାଟାର ସୁବିଧା ଏଥିରେ ପାଇବେ।
-
14. ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ-୨୦୨୫ର କ୍ବାଟର ଫାଇନାଲରୁ ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ବିଦାୟ ନେଇଛନ୍ତି। ଏଥି ସହିତ ପ୍ରତିଯୋଗିତାରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି।
-
15.ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ), ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଚାଲିଥିବା ୧୫ ବର୍ଷରୁ କମ୍ ଆନ୍ତଃଜିଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭୁବନେଶ୍ବର ଏଫ୍ସି ଓ ବରଗଡ଼ ଏଫ୍ସି ପ୍ରବେଶ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଫାଇନାଲ ରବିବାର ରାଉରକେଲାର ବିର୍ସା ମୁଣ୍ଡା ଆଥ୍ଲେଟିକ୍ ଷ୍ଟାଡ଼ିୟମରେ ଖେଳାଯିବ।
|
145 |
Y |
|
190 |
07-06-2025 |
English |
-
1.Prime Minister Narendra Modi Friday inaugurated the world’s highest railway bridge over the Chenab river, which was completed at a cost of Rs1,486 crore in more than eight years.
-
2.Prime Minister Narendra Modi Friday said he will be attending the G7 Summit later this month in Canada and that he looked forward to meeting his newly elected Canadian counterpart Mark Carney.
-
3.Reserve Bank of India (RBI) cut interest rates by a larger-than-expected 50 basis points Friday, and unexpectedly reduced the cash reserve ratio for banks to make available more money to lend in a bid to boost the economy.
-
4.A total of 45 kilograms of pure gold has been used in the construction of the Ram Temple in Ayodhya, according to Nripendra Mishra, the chairman of the Ram Temple Construction Committee.
-
5.The Delhi government will launch a pilot project to install 20 water ATMs through Corporate Social Responsibility (CSR) initiative, providing cold drinking water to the public.
-
6.The Supreme Court Friday allowed the National Board of Examination (NBE) to conduct August 3, the NEET-PG 2025 exam in one shift in line with the top court's directions
-
7.A sessions court here has enhanced the compensation granted to a woman from Rs 5 lakh to Rs 1 crore in a domestic violence case, ruling that her husband was “rolling in money”.
-
8. As the total Covid-19 cases in Odisha reached 38, state health services director Amarendra Nath Mohanty advised people with symptoms for the infection not to visit Puri during the upcoming Rath Yatra later this month, official sources said Friday
-
9.The government is committed to providing government jobs to 1.5 lakh people in five years, Chief Minister Mohan Charan Majhi Friday said that so far, 27,428 youths were given appointments in a span of 12 months.
-
10.The state Cabinet, led by Chief Minister Mohan Charan Majhi, Friday approved four proposals including the launch of two new schemes -- Mukhyamantri Sahari Bikash Yojana (MSBY) and 'Development of Biotechnology'.
-
11.Senior minister Suresh Pujari Friday asked officials to prepare a roadmap for the overall development of the disputed Kotia region within one month. Twenty-one of the 28 villages of the Kotia cluster are claimed by both Odisha and neighbouring Andhra Pradesh, and a case over the dispute has been pending with the Supreme Court since 1968.
-
12. Senior BJP leader and former MLA Mohammad Rafi q died at a private hospital in Bargarh district Friday.
-
13.The population of Indian bison (Gaur) in Debrigarh wildlife sanctuary has increased to 788 from 659 in six months.
-
14.Russian air defence forces shot down three drones attempting to attack Moscow, Sergei Sobyanin, the Russian capital’s mayor, said Friday.
-
15.Security Exchange Board of India (SEBI) has ordered the attachment of bank accounts and shares and mutual fund holdings of Mehul Choksi to recover dues Rs2.1 crores in a case of violation of insider trading rules in the shares of Gitanjali Gems.
|
110 |
Y |
|