# |
Date |
Type |
Current Affairs |
No. Of Views |
Status |
Action |
541 |
03-12-2024 |
Odia |
-
1. ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇବେ ନୌବୀର। ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ନୌସେନାର ଏହି ପରାକ୍ରମକୁ ଦେଖିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ।
-
2.ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା ଅର୍ଥନୈତିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରିଛି।
-
3.ଗୁଜରାଟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶକ୍ତିସିଂହ ଗୋହିଲ କହିଛନ୍ତି ଯେ ଭୂପେନ୍ଦ୍ର ଝାଲା ନାମକ ଏହି ବିଜେପି କର୍ମୀ ଲୋକଙ୍କୁ ୨ ବର୍ଷରେ ଟଙ୍କା ଡବଲ କରିବ କହି ପ୍ରାୟ ୬ ହଜାର କୋଟି ନେଇ ଫେରାର ହୋଇଯାଇଛନ୍ତି ।
-
4.ଆଫ୍ରିକାର ଦେଶ ଗିନିରେ ଏକ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ସଂଘର୍ଷ ଓ ଦଳାଚକଟା ରେ ୫୬ ଜଣ ଲୋକ ପ୍ରାଣ ହରାଇଛନ୍ତି।
-
5.ରାଜନୀତି ହେଉଛି ଅସନ୍ତୁଷ୍ଟ ଲୋକମାନଙ୍କ ସାଗର, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଏବଂ ବର୍ତ୍ତମାନର ପଦଠାରୁ ଉଚ୍ଚ ପଦ ପାଇଁ ଇଚ୍ଛା କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସୋମବାର କହିଛନ୍ତି।
-
6.ନଭେମ୍ବର ମାସରେ ଓଡ଼ିଶାରେ ୪୭୦୪ କୋଟି ଟଙ୍କାର ଜିଏସ୍ଟି( ସାମଗ୍ରୀ ଓ ସେବା ଟିକସ) ଆଦାୟ ହୋଇଛି। ଗତବର୍ଷ ନଭେମ୍ବରରେ ଏହି ରାଶି ୪୨୯୫ କୋଟି ଟଙ୍କା ରହିଥିଲା।
-
7.ଶମ୍ଭୁ ଓ ଖାନାଉରି ସୀମାରେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ଆନ୍ଦୋଳନ ସମୟରେ ସାଧାରଣ ଲୋକ ଯେଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
8.୨୦୨୩ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡରର ୨୬ ବର୍ଷୀୟ ଯୁବ ଆଇପିଏସ୍ ଅଫିସର୍ ହର୍ଷ ବର୍ଦ୍ଧନ ରବିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ନିକଟରେ ତାଙ୍କର ଟ୍ରେନିଂ ଶେଷ ହୋଇଥିଲା।
-
9.ଅମୃତସରର ସ୍ବର୍ଣ୍ଣ ମନ୍ଦିରର ଅକାଳ ତଖତ ସାହିବ ସୋମବାର ସୁଖବୀର ସିଂହ ବାଦଲଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିଛି । ଦଣ୍ଡାଦେଶ ଅନୁସାରେ ସୁଖବୀର ବାଦଲଙ୍କୁ ବ ବାଥରୁମ ସଫା କରିବାକୁ ପଡିବ ।
-
10.ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ୍ ହୋଇଥିବା ପାନୀୟ ଜଳ ଓ ମିନେରାଲ୍ ଓ୍ବାଟରକୁ 'ହାଇ ରିସ୍କ ଫୁଡ୍' ଅର୍ଥାତ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପାନୀୟ ଭାବେ ବର୍ଗୀକରଣ କରିବାକୁ ନିଷ୍ପତ୍ତି ନେଇଛି ।
-
11.ଓଡିଶା ରାଜ୍ୟରେ ବିଜେପି ସରକାର ଆସିବା ପରେ ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି।
-
12.ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୫.୪ ପ୍ରତିଶତ ସହ ଦୁଇ ବର୍ଷର ନିମ୍ନ ସ୍ତରକୁ ଖସିଯାଇଛି। ଜିଡିପି ହିସାବ ଲାଗି ୨୦୧୧-୧୨କୁ ଆଧାର ବର୍ଷ ଭାବେ ବ୍ୟବହାର କରାଯାଉଥିଲା।
-
13.ଆଦାନୀଙ୍କ ସଂସ୍ଥା ଆଦାନୀ ପାୱାରଠାରୁ ବାଲାଂଦେଶ ଅଧା ବିଜୁଳି କିଣିବାକୁ ନିଷ୍ପତ୍ତି ନେଇଛି। ଶୀତଦିନ ଲାଗି ବିଦ୍ୟୁତ ଚାହିଦା କମ୍ ଥିବାରୁ ଅଧା ବିଜୁଳି ଦେବାକୁ କମ୍ପାନିକୁ ବାଂଲାଦେଶ କହିଛି।
-
14.ଆଇଆଇଟି ମାଡ୍ରାସରେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ପଢ଼ୁଥିବା ଜଣେ ଛାତ୍ରଙ୍କୁ ‘ଜେନ୍ ଷ୍ଟ୍ରିଟ୍’ ନାମକ ଏକ କମ୍ପାନି ବାର୍ଷିକ ୪.୩ କୋଟି ଟଙ୍କାରେ ଚାକିରି ପ୍ରସ୍ତାବ ଦେଇଛି।
-
15.ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍ ବିଭିନ୍ନ ଔଷଧକୁ ପ୍ରତିରୋଧ କରୁଥିବା ବ୍ୟାକ୍ଟେରିଆଗୁଡ଼ିକର ମୁକାବିଲା କରିପାରିବ।
|
212 |
Y |
|
542 |
03-12-2024 |
English |
-
1.State govt has formed a task force for formation of Southern Odisha Development Council (SODC), says CM Mohan Charan Majhi
-
2.Electronics and IT minister Mukesh Mahaling said Monday that the government will ensure Internet facilities are available in all villages of Odisha by March 2025.
-
3.The government and Opposition parties reached an agreement Monday to break the impasse in Parliament with dates announced for discussions on the Constitution in the Lok Sabha and the Rajya Sabha.
-
4.As many as 6,368 cases of cyber frauds have been registered in the state during the last three years (2021 to 2023) wherein crooks swindled Rs125.63 crore from people.
-
5.Chief Minister Mohan Charan Majhi Monday informed the Assembly that 769 cases related to rape of minors were reported in the state during the fi ve months since June 10.
-
6.Of the 500-tonne of solid waste generated in the Bhubneswar City every day, around 30-tonne constitutes plastic waste, a report by India Clean Air Network (ICAN) reveals.
-
7.The Supreme Court Monday refused to relax the emergency measures under Stage 4 of the Graded Response Action Plan (GRAP) dealing with air pollution in the national capital unless a consistent downward trend was noticed in the AQI level.
-
8.The construction of the Delhi-Dehradun expressway, which will drastically reduce the travel time between the two cities, is in its final stages.
-
9.IPS officer Harsh Bardhan, who died in a road accident in Karnataka while on his way to take up his first posting, had cleared the civil services examination in his maiden attempt, sources close to his family said Monday.
-
10.Germany will remain Ukraine’s strongest supporter in Europe said Olaf Scholz , Chancellor,Germany.
-
11. India’s manufacturing sector growth fell to a joint 11-month low of 56.5 in November, restricted by competitive conditions and inflationary pressures amid a softer increase in factory orders, a monthly survey said Monday.
-
12.Retirement fund body EPFO has invested `34,207.93 crore in exchange traded funds (ETFs) during the April-October period this fi scal year, Parliament was informed Monday.
-
13.About 70-75 per cent of GST revenues collected in 2023-24 fi scal year came from the 18 per cent slab, while just 5-6 per cent came from the 12 per cent bracket, Parliament was informed Monday.
-
14.The Reserve Bank Monday said 98.08 per cent of the `2,000 banknotes have been returned to the banking system, and only `6,839 crore worth such notes are still with the public.
-
15.The Delhi High Court sought the Enforcement Directorate’s (ED) response Monday on a plea moved by AAP leader Manish Sisodia challenging a trial court’s order taking cognisance of a chargesheet fi led in a money-laundering case linked to the alleged excise policy scam.
-
16.A Delhi court Monday fixed December 9 for the recording of statements of two former police offi cials as witnesses in a 1984-anti Sikh riots case against Congress leader Jagdish Tytler.
-
17.Civil services coaching teacher and motivational speaker Avadh Ojha joined the Aam Aadmi Party Monday in the presence of party chief Arvind Kejriwal and senior leader Manish Sisodia.
-
18.Odisha Chief Minister Mohan Charan Majhi told the Assembly Monday that 123 Maoists and 11 security personnel were killed in encounters in different parts of the state since 2014
-
19.India is set to experience a milder winter with fewer cold wave days, the weather office said Monday and forecast above-normal minimum temperatures during the season.
-
20.India’s Paralympic champion Nitesh Kumar has been nominated for the Men’s Para-Badminton Player of the Year honour as Olympic champions Denmark’s Viktor Axelsen, South Korea’s An Se Young headlined BWF Annual Awards nominations
|
237 |
Y |
|
543 |
02-12-2024 |
Odia |
-
1.ଆରଏସଏସ ମୁଖ୍ୟ ମୋହନ ଭାଗବତ ଜନସଂଖ୍ୟାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଜନସଂଖ୍ୟା ହ୍ରାସ ଚିନ୍ତାର ବିଷୟ । ଏଥିପାଇଁ ଗୋଟିଏ ପରିବାରରେ ଅତି କମରେ ୩ ଟି ସନ୍ତାନ ହେବା ଉଚିତ ।
-
2.ତିନି ଦିନ ବ୍ୟାପୀ ରାଜଧାନୀରେ ଚାଲିଥିବା ଡିଜି ଆଇଜିପି ସମ୍ମିଳନୀ ଶେଷ ହୋଇଛି। ବୈଠକରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦିଲ୍ଲୀ ଫେରିଯାଇଛନ୍ତି।
-
3.ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ଏହା ସହ ସେ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି।
-
4.ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ଗତ ନଭେମ୍ବର ମାସରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟି ୧ ଲକ୍ଷ ୮୨ ହଜାର କୋଟିରେ ପହଞ୍ଚିଛି ।
-
5.କ୍ରମାଗତ ୫ ମାସ ଧରି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି।ବାଣିଜ୍ୟିକ ସିଲିଣ୍ଡରର ଦରରେ ୧୬.୫୦ଟଙ୍କା ବୃଦ୍ଧି ପାଇଛି।
-
6.ରାଜ୍ୟ ଓ୍ବକଫ୍ ବୋର୍ଡ ଗଠନ ପାଇଁ ପୂର୍ବ ସରକାର ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି।
-
7.ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି।
-
8.ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍ଲାଇନ୍ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍ ବ୍ୟବହାରକାରୀଙ୍କ ଉପରେ ପଡ଼ିବ।
-
9.ଯାଜପୁର ଜିଲ୍ଲା ବରୀ ବ୍ଲକ୍ର ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିରେ ପ୍ରତ୍ନତାତ୍ତ୍ବିକ ଖନନ କାର୍ଯ୍ୟ ଆରମ୍ଭ ହୋଇଛି।
-
10.ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି ୧୨ ଶହ ୧୫ କୋଟି ଟଙ୍କା। ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ପରିବହନ ବିଭାଗରେ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ।ଅନାଦେୟ ଜରିମାନ ଅର୍ଥ ଆଦାୟ କରିବାକୁ ଏବେ ୱାନ୍ ଟାଇମ୍ ସେଟେଲମେଣ୍ଟ ବା OTS ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର।
-
11.୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉଦ୍ଘାଟିତ ହୋଇଛି।
-
12.ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସିବା ଏକ ପ୍ରକାର ବନ୍ଦ ରହିଥିବାବେଳେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ ଆଳୁ ଗାଡି ଆସି ରାଜ୍ୟରେ ପହଞ୍ଚିବ।
-
13.ଚଳିତବର୍ଷ ହାରାହାରି ବିବାହ ଖର୍ଚ୍ଚ ୩୬.୫ ଲକ୍ଷ ଟଙ୍କା ଥିବାବେଳେ ବିଶେଷ ବିବାହସ୍ଥଳ (ଡେସ୍ଟିନେସନ୍ ୱେଡିଂ) ଖର୍ଚ୍ଚ ହାରାହାରି ୫୧ ଲକ୍ଷ ଟଙ୍କା ରହିଛି। ଗତବର୍ଷ ତୁଳନାରେ ୨୦୨୪ରେ ବିବାହ ଖର୍ଚ୍ଚ ପ୍ରାୟ ୭ପ୍ରତିଶତ ବୃଦ୍ଧିପାଇଛି।
-
14.ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ କାର୍ଯ୍ୟକ୍ରମ ଶେଷ ହୋଇଛି। ବିଜୁ ପଟ୍ଟନାୟକ ଟାଉନ ହଲରେ ଚାଲିଥିଲା ଚୟନ ପ୍ରକ୍ରିୟାରେ ଭୁବନେଶ୍ଵର ପ୍ରଧାନଙ୍କୁ ନୂଆ କଂସ ଭାବେ ମନୋନୀତ କରିଛନ୍ତି ୩ ଜଣିଆ ବିଚାରକ କମିଟି।
-
15.ଓଡିଶାରେ ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ୬୫ଟି ହାତୀଙ୍କ ଜୀବନ ଗଲାଣି। ବିଦ୍ୟୁତ୍ ଆଘାତରେ ମରିଥିବା ୨୩ ହାତୀଙ୍କୁ ବାଦ୍ ଦେଲେ ଟ୍ରେନ୍ ଦୁର୍ଘଟଣାରେ ୩ଟି ମରିଛନ୍ତି। ହର୍ପିସ୍ ଭୂତାଣୁ ଆକ୍ରାନ୍ତରେ ତିନି, ଅନ୍ୟାନ୍ୟ ରୋଗରେ ୧୨, ବୟସାଧିକ କାରଣରୁ ୧୧, ନିଜ ନିଜ ଭିତରେ ଲଢ଼େଇ କରି ୪ଟି ହାତୀଙ୍କ ଜୀବନ ଯାଇଛି।
-
16.ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ମଞ୍ଚରେ କଳାକାର ଜିଅନ୍ତା ଘୁଷୁରି ମାରି ଖାଇବା ଓ ସାପ ଖେଳକୁ ନେଇ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
-
17.ମାଲକାନଗିରି ଜିଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଚାଲାପାକା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୭ ମାଓବାଦୀ ମୃତ୍ୟୁବରଣ କରିଛନ୍ତି।
-
18.ମଧ୍ୟପ୍ରଦେଶର ସୌନ୍ଧା ଗୋହଦରେ ରହୁଥିବା କମଲା ବାଇଙ୍କ ପେଟରେ ଗତ ଦୁଇବର୍ଷ ହେବ ଯନ୍ତ୍ରଣା ହେଉଥିଲା। କମଲା ବାଇଙ୍କ ପେଟ ଭିତରେ ଏକ କଇଁଚି ରହିଥିବା ଦେଖିବାକୁ ପାଇଥିଲେ ସ୍କାନ କରିଥିବା ଡାକ୍ତର। ପରେ ପୁଣିଥରେ ଅସ୍ତ୍ରୋପଚାର କରି ସୁରକ୍ଷିତ ଭାବେ ଏହି କଇଁଚିକୁ ପେଟରୁ ବାହାର କରାଯାଇଛି।
-
19.ମିଳିତ ଜାତିସଂଘର ୧୭ତମ ସଂଖ୍ୟାଲଘୁ ଅଧିବେଶନରେ ଉଇଘର ମୁସ୍ଲିମ ସଂପ୍ରଦାୟ ଉପରେ ଚୀନର ଦମନଲୀଳା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି।
-
20.ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଇରାନ ଆଣବିକ ପରୀକ୍ଷା କରିବାକୁ ଚାହୁଁଛି। ବାସ୍ତବରେ ଇରାନରୁ ଦୁଇଟି ବଡ଼ ଖବର ଆସିଛି । ପ୍ରଥମ ଖବର ହେଉଛି ଇରାନ ୬୦୦୦ନୂତନ ସେଣ୍ଟ୍ରିଫୁଗ୍ ସ୍ଥାପନ କରିବ ଏବଂ ଦ୍ୱିତୀୟରେ ଇରାନ ଏହାର ଆଣବିକ ସିନ୍ଧାନ୍ତକୁ ବଦଳାଇପାରେ।
|
214 |
Y |
|
544 |
02-12-2024 |
English |
-
1.President-elect Donald Trump Saturday warned BRICS countries against any move to replace the US dollar and has sought a commitment from the nine-member group that includes India, Russia, China, and Brazil.
-
2.In a shocking display of inhuman behaviour, an actor consuming a live pig on the stage during a drama performance has sparked widespread outrage in the state.
-
3.Chief Minister Mohan Charan Majhi inaugurated the annual Konark Dance Festival and International Sand Art Festival in Puri Sunday.
-
4.Potato prices in the state will be stabilised soon after arrival of 300 trucks loaded with the tuber from Uttar Pradesh Monday, Potato prices in the state will be stabilised soon after arrival of 300 trucks loaded with the tuber from Uttar Pradesh Monday.
-
5.Amid tight security, members of a judicial commission Sunday visited the Shahi Jama Masjid Sambhal and other areas that witnessed violence over a court-ordered survey of the Mughal-era mosque.
-
6.The India Meteorological Department (IMD) Sunday issued a red alert for four districts in the state, forecasting extremely heavy rains December 2.
-
7.Republican President-elect Donald Trump said Saturday he wanted former National Security offi cial and loyalist Kash Patel to lead the FBI, signaling an intent to drive out the bureau’s current director, Christopher Wray.
-
8.Dozens of ISKCON members who possessed valid travel documents were turned back Sunday by Bangladesh’s immigration police from Benapole border crossing when they tried to cross into India, a media report said.
-
9.Gross GST collections grew 8.5 per cent to over Rs1.82 lakh crore in November on higher revenues from domestic transactions.
-
10. Jet fuel, or ATF, price Sunday was hiked by 1.45 per cent and rates of commercial LPG used in hotels and restaurants increased by Rs16.5 per 19-kg cylinder in the monthly revision done in line with international oil price trends
-
11.Foreign direct investment in India rose by 45 per cent year-on-year to USD 29.79 billion in April-September this fi scal on healthy infl ows in services, computer, telecom and pharma sectors, according to government data.
-
12.India’s overall coal production rose by 7.2 per cent to 90.62 million tonnes (MT) in November compared to 84.52 MT in the same month of last year, the coal ministry said in a statement Sunday.
-
13.ISRO's trusted workhorse Polar Satellite Launch Vehicle (PSLV) will blast off from Sriharikota spaceport in Andhra Pradesh December 4 carrying ESA's Proba-3 mission, the Indian space agency said Sunday.
-
14.A whopping 1.3 crore digital life certifi cates were generated during a month-long special campaign by the government to further simplify the process for pensioners across the country.
-
15.Top seeded Indians PV Sindhu and Lakshya Sen showcased their class and dominance to clinch the women’s and men’s singles titles, respectively, at the Syed Modi International badminton tournament Lucknow Sunday
|
262 |
Y |
|
545 |
01-12-2024 |
Odia |
-
1.ସମୁଦ୍ର ଭିତରେ ଥିବା ଖଣିରୁ ଗୁରୁତ୍ବପୂର୍ଣ୍ଣ ଧାତବ ସାମଗ୍ରୀ ଉତ୍ତୋଳନ ହେବ। କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୩ଟି ଖଣିର ନିଲାମ ପ୍ରକ୍ରିୟା ନିକଟରେ ଆରମ୍ଭ କରିଛନ୍ତି।ଭାରତରେ ଇଇଜେଡ୍ (ଏକ୍ସକ୍ଲୁସିଭ ଇକୋନୋମିକ୍ ଜୋନ୍)ରେ ଥିବା ଖଣିଜସାମଗ୍ରୀଗୁଡ଼ିକ ଭିତ୍ତିଭୂମି, ବିଦ୍ୟୁତ ଯାନ ଏବଂ ଅକ୍ଷୟ ଶକ୍ତି, ଆଦି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶଳ ଦିଗରେ ଆଗକୁ ନେବ।
-
2.ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତଭାବେ ଅଷ୍ଟମ ସପ୍ତାହ ପାଇଁ ହ୍ରାସ ପାଇଛି। ନଭେମ୍ବର ୨୨ରେ ଶେଷ ହୋଇଥିବା ସପ୍ତାହରେ ଏଥିରେ ୧.୩୧ ବିଲିଅନ ଡଲାର ହ୍ରାସ ଘଟିଛି। ଫଳରେ ବିଦେଶୀ ମୁଦ୍ରା ଭଣ୍ଡାର ୬୫୬.୫୮୨ ବିଲିଅନ ଡଲାରକୁ କମିଛି।
-
3. ୨୦୧୦ ମସିହା ବେଳକୁ ଓଡ଼ିଶାର ପାଖାପାଖି ୧୮ ଜିଲ୍ଲାରେ ନକ୍ସଲଙ୍କ ଦବ୍ଦବା ଥିଲା। ୨୦୦୪ ମସିହା ପରଠୁ ଓଡ଼ିଶାରେ ନକ୍ସଲଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିବାରେ ଲାଗିଥିଲା।ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ନକ୍ସଲମାନେ ଓଡ଼ିଶାରେ ନେତୃତ୍ବ ନେଉଛନ୍ତି।
-
4.ସମଲିଙ୍ଗୀ ଯୌନ ସଂପର୍କ(ଏମ୍ଏସ୍ଏମ୍) କାରଣରୁ ରାଜ୍ୟରେ ଏଚ୍ଆଇଭି ସଂକ୍ରମଣ ବଢ଼ୁଛି। ବିଗତ କିଛିବର୍ଷ ହେବ କଲେଜ ପିଲା ଓ ଯୁବଗୋଷ୍ଠୀ ଏଥିପାଇଁ ଏଚ୍ଆଇଭିର ଶିକାର ହେଉଥିବା ନଜରକୁ ଆସିଛି। ସାଧାରଣ ନାଗରିକ, ଗର୍ଭବତୀ ମହିଳା ଓ ମହିଳା ଯୌନକର୍ମୀଙ୍କ କ୍ଷେତ୍ରରେ ଥିବା ସଂକ୍ରମଣ ହାର(ଟିପିଆର)ଠାରୁ ପୁରୁଷ ଯୌନକର୍ମୀ ସଂକ୍ରମଣ ହାର ଅଧିକ ରହିଛି।
-
5.ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡ଼ି ଆସିବା ବନ୍ଦ ହେବାକୁ ୨ଦିନ ହେଲାଣି। ଏହାଭିତରେ ବଜାରରେ ଆଳୁ ଦର ବଢ଼ିଗଲାଣି। ଲୋକମାନେ କେଉଁଠି ଆଳୁ କେଜି ୪୦ ଟଙ୍କା ତ ଆଉ କେଉଁଠି ୪୫ ଟଙ୍କାରେ କିଣୁଛନ୍ତି।
-
6.କନ୍ଧମାଳରୁ କଟକ ବଡ଼ଡାକ୍ତରଖାନା। ୧୨ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବିବେକ କହଁର। ଏସ୍ସିବି ଟ୍ରମା ୟୁନିଟ୍ରେ ୪ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ତାଙ୍କ ମୁଣ୍ଡରୁ କୁରାଢ଼ିକୁ ବାହାର କରାଯାଇଛି।
-
7.ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଓ କଟକ ସହ ଭୁବନେଶ୍ୱର ଓ କଟକ ସହର ଅନ୍ୟ ଅଂଚଳରେ ଚଳାଚଳ କରିବ।
-
8.୨୦୨୩-୨୪ରେ ଇପିଏଫଓ ୪.୪୫ କୋଟିର ଦାବି ସମାଧାନ କରି ୧.୮୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି। ଚଳିତ ଆର୍ଥିକବର୍ଷରେ ବର୍ତ୍ତମାନ ସୁଦ୍ଧା ୩.୮୩ କୋଟି ସଂଖ୍ୟକ ଦାବିର ସମାଧାନ କରାଯାଇ ୧.୫୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି।
-
9.‘ଦ ଟେଲିଗ୍ରାଫ୍’କୁ ଜେଲେନସ୍କି କହିଛନ୍ତି, ଆମେ ନିଜ ଦେଶର ଅଧିକୃତ ଜମି କେବଳ ‘ନାଟୋ’ର ଛତ୍ରଛାୟା ଅଧୀନରେ ହିଁ ହସ୍ତାନ୍ତର କରିବୁ। ନାଟୋ ମାଧ୍ୟମରେ ଏହି ଚୁକ୍ତି ସଂପାଦନ ହେଲେ ଆମେ ନିଜ ଅଂଚଳ ଅସ୍ଥାୟୀ ଭାବେ ଛାଡ଼ିଦେବୁ। ଯଦି ରୁଷ୍ ଏହାକୁ ଗ୍ରହଣ କରିବ ତା’ହେଲେ ଆମେ ଅଧିକୃତ ଅଂଚଳ ରୁଷ୍କୁ ଛାଡ଼ିବୁ ବୋଲି ସେ କହିଛନ୍ତି।
-
10.ଆମେରିକାର ଆମେରିକୀୟ ବିଶ୍ୱବିଦ୍ୟାଳୟ ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଜାନୁଆରୀ ୨୦ ପୂର୍ବରୁ ନିଜ ନିଜ ଦେଶକୁ ଫେରିବାକୁ କହିଛନ୍ତି।
-
11.ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ କ୍ୟାବିନେଟ ଧର୍ମାନ୍ତରଣ ବିରୋଧୀ ବିଲକୁ ଅନୁମୋଦନ କରିଛି । ଏହି ବିଲ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।
-
12.୫୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆଇ ୨୦୨୪) ଗୋଆର ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଇନ୍ଡୋର ଷ୍ଟାଡିୟମରେ ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଶେଷଦିନରେ ଫିଲିପ୍ ନୋୟସେଙ୍କୁ ସତ୍ୟଜିତ ରାୟ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଥିବାବେଳେ ବିକ୍ରାନ୍ତ ମେସିଙ୍କୁ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଦିଆଯାଇଛି।
-
13.ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଫେଙ୍ଗାଲ’ର ରୂପ ନେଇଥିବାବେଳେ ଶନିବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପବନ ଲାଗିରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ କୋହଲା ପାଗ ରହିଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି।
-
14.ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(TRAI) ଟ୍ରେସେବିଲିଟି ଡିସେମ୍ବର ପହିଲାରୁ ଆପଣଙ୍କୁ ନିଜ ଫୋନ୍ରେ ମେସେଜ୍ ଏବଂ ଓ୍ବାନ୍ ଟାଇମ୍ ପାସଓ୍ବାର୍ଡ(ଓଟିପି) ପାଇବାକୁ ବିଳମ୍ବ ହୋଇପାରେ। ନୂଆ ଟ୍ରେସେବିଲିଟି ନିୟମକୁ ସ୍କାମ୍, ସ୍ପାମ୍ ଏବଂ ଫିଶିଂ ଭଳି ସାଇବର ଅପରାଧକୁ ରୋକିବାକୁ ଏବଂ କମର୍ଶିଆଲ ମେସେଜ୍କୁ ଟ୍ରାକ୍ କରିବାକୁ ନେଇ ଟ୍ରାଇ ଆଣିଛି।
-
15.ଉତ୍ତରପ୍ରଦେଶର ବାରାଣସୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେଶନରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗାଡ଼ି ପାର୍କିଂ ସ୍ଥାନରେ ନିଆଁ ଲାଗିବାରୁ ପ୍ରାୟ ୨୦୦ ଦୁଇଚକିଆ ଯାନ ଜଳିଯାଇଛି।
|
221 |
Y |
|
546 |
01-12-2024 |
English |
-
1.The first-phase of Bhubaneswar Metro project, encompassing a total of 26 kilometers under 20 stations, would be completed by the end of December, 2027, said Bhubaneswar Lok Sabha MP Aparajita Sarangi Saturday.
-
2.Maoist activities have come down substantially in Odisha over the last few years, and only 60- 70 members of the proscribed organisation are active in the state, a senior BSF offi cer said Saturday.
-
3.The Kalinga Institute of Medical Sciences (KIMS) has announced plans to establish 20 corporate-style hospitals across as many districts in Odisha, each with 100 beds.
-
4.Following West Bengal Chief Minister Mamata Banerjee’s abrupt decision to impose restrictions on potato supply to Odisha and other states, the Pragatishil Alu Byabsayee Samiti in the neighbouring state has warned of a statewide strike starting Tuesday.
-
5.Two persons were arrested for allegedly killing a leopard in a forest in Kandhamal district, offi cials said Saturday.
-
6.Jammu and Kashmir Lieutenant Governor Manoj Sinha Friday terminated two government employees from service for their alleged terror links, officials said.
-
7.In a security scare, a man was detained for allegedly splashing some liquid on AAP supremo Arvind Kejriwal during his 'padyatra' in south Delhi's Malviya Nagar Saturday, police said.
-
8.The CBI has arrested three Delhi Police personnel for allegedly receiving a bribe of Rs1 lakh to allow an illegal betting racket (satta) to operate, offi cials said Saturday.
-
9.The Syrian army said Saturday dozens of its soldiers had been killed in a major attack by rebels who swept into the city of Aleppo in the northwest, forcing the army to redeploy in the biggest challenge to President Bashar al-Assad in years.
-
10.Palestinian militant group Hamas published a video of an Israeli-American hostage Saturday, in which he pleads for US President-elect Donald Trump to secure his release from captivity.
-
11.Leading FMCG makers such as HUL and Wipro have hiked soap prices by around 7 -8 per cent to offset the impact of a surge in palm oil prices, a key raw material for the product.
-
12.India hopes that the incoming administration of US President-elect Donald Trump could help keep global crude oil prices low, which would reduce the South Asian country's import bill and support its faltering economic growth.
-
13.All-India House Price Index (HPI) increased 4.3 per cent annually in the second quarter of the 2024-25 fi scal year as compared to 3.3 per cent growth in the previous quarter and 3.5 per cent growth a year ago, according to data released by the Reserve Bank of India (RBI).
-
14.A mild intensity earthquake, measuring 2.9 on the Richter scale, hit Assam's Karbi Anglong district early Saturday, offi cials said.
-
15.PV Sindhu and Lakshya Sen make it to women’s and men’s singles fi nals, respectively, at Syed Modi Int'l Super 300 tournament.
|
205 |
Y |
|
547 |
30-11-2024 |
Odia |
-
1.ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନ୍ଶନ ସେଣ୍ଟରରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଉଦ୍ଘାଟନ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗଦେବେ।
-
2.ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାଲିଯାତ୍ରା ଓ ଓଡିଶା ପର୍ବର ସଫଳ ଆୟୋଜନ ସମ୍ପର୍କରେ କହିବା ସହ ଆସନ୍ତା ଡିସେମ୍ବର ୪ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ଓ ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ହେବା ନେଇ କହିଥିଲେ।
-
3.ଜଙ୍ଗଲ ନିଅଁା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଶିକାର ଓ ଚୋରା କାରବାର ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜଙ୍ଗଲ ସୁରକ୍ଷାରେ ଅଲ୍-ଟେରେନ୍ ଭେହିକିଲ୍ (ଏଟିଭି), ଅଗ୍ନି ନିରାକରଣ ସହାୟତା ୟୁନିଟ୍ ସହ ୧୩୯ ଅତ୍ୟାଧୁନିକ ଯାନକୁ ସାମିଲ କରିଛି ଜଙ୍ଗଲ ବିଭାଗ।
-
4.ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଜାତୀୟ ରାଜପଥ ନଂ୧୬ ଗୁରାପଲ୍ଲି ଟୋଲ୍ଗେଟ ନିକଟରେ ଖଲ୍ଲିକୋଟ ପୋଲିସର ଗାଡ଼ି ଯାଞ୍ଚବେଳେ ଏକ କାର୍ରୁ ୮୮ କେଜି ରୁପା ସହ ନଗଦ ୫ ଲକ୍ଷ ୪୬ ହଜାର ୬ ଶହ ଟଙ୍କା ଜବତ ହୋଇଛି। ଏହି କାର୍ରେ ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଏହି ରୁପା ଇଟା ଚାଲାଣ ହେଉଥିବା ବେଳେ ପୋଲିସ ଯାଞ୍ଚ ବେଳେ ଧରାପଡ଼ିଥିଲା।
-
5.ଓପିଜିସି ହେଉଛି, ଓଡ଼ିଶାର ବୃହତ୍ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର। ରାଜ୍ୟର ମୋଟ୍ ବିଜୁଳି ଚାହିଦାର ୩୦% ଓପିଜିସି ପୂରଣ କରିଥାଏ। ଏପରିକି ଏକ ବିଶ୍ୱସ୍ତରୀୟ ସ୍ବଚ୍ଛ, ନିରାପଦ ଏବଂ ନିର୍ଭରଯୋଗ୍ୟ ଶକ୍ତି ଉତ୍ପାଦନ କରିବାରେ ଓପିଜିସି ପ୍ରତିଶ୍ରୁତିବଦ୍ଧ ରହିଛି।
-
6.ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସଜିଦ୍ ସର୍ଭେ ସଂକ୍ରାନ୍ତରେ କୌଣସି ରାୟ ନଦେବା ପାଇଁ ସୁପ୍ରିମକୋର୍ଟ ସମ୍ଭଲ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
7.ଓଡ଼ିଶା ହାଇକୋର୍ଟରେ ୨୯ ନଭେମ୍ବର ୨୦୨୪ ସୁଦ୍ଧା ୧୪ଟି ବିଚାରପତି ପଦ ଖାଲି ପଡ଼ିଛି। ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦରୁ ବର୍ତ୍ତମାନ ୧୯ ଜଣ କାର୍ଯ୍ୟ କରୁଛନ୍ତି। ନ୍ୟାୟପାଳିକାରେ ସମଗ୍ର ଦେଶରେ ୫ ହଜାର ୬୦୦ରୁ ଅଧିକ ବିଚାରପତି ପଦବୀ ଖାଲି ପଡ଼ିଛି ବୋଲି ସରକାର ସୂଚନା ଦେଇଛନ୍ତି।
-
8.୯୦ଟି କ୍ଷେପଣାସ୍ତ୍ର ଓ ୧୦୦ଟି ଡ୍ରୋନ୍ ସହ ରୁଷ୍ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଗୁରୁବାର ରାତିସାରା ଆକ୍ରମଣ କରିଥିଲା। ଫଳରେ ପ୍ରବଳ ଶୀତ ସମୟରେ ଏବେ ୧୦ ଲକ୍ଷରୁ ଅଧିକ ଲୋକ ବିଜୁଳି ଅଭାବରୁ ବିନା ହିଟରରେ ଓ ଅନ୍ଧାରରେ ରହୁଛନ୍ତି।
-
9.ଉତ୍ପାଦନ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୫.୪ ପ୍ରତିଶତକୁ ଖସି ଆସିଛି, ଯାହା କି ପାଖାପାଖି ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର।
-
10.ଖୁଚୁରା ବଜାରରେ ଦରଦାମ୍ ସ୍ଥିତି କିଭଳି ପରିବର୍ତ୍ତନ ହେଉଛି ତାହା ଜଣାଇବା ଲାଗି ପ୍ରତି ମାସ ଖୁଚୁରା ମୁଦ୍ରାସ୍ଫୀତି ଘୋଷଣା କରାଯାଉଛି ଯାହା ଏବେ ୬ ପ୍ରତିଶତରୁ ଅଧିକ ରହୁଛି ।
-
11.ଡିସେମ୍ବର ୧ ତାରିଖରୁ ମୋବାଇଲକୁ କୌଣସି ଓଟିପି ଆସିବ ନାହିଁ । ବିନା ଓଟିପିରେ କିଭଳି କାମ କରାଯିବ ତାହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଏ ଖବରକୁ ନେଇ ଟ୍ରାଇ ଲୋକମାନଙ୍କୁ ଚିନ୍ତା ନକରିବାକୁ ସୂଚନା ଦେଇଛି।
-
12. ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଦାନୀ ଋଣର ସମୀକ୍ଷା ଆରମ୍ଭ କରାଯାଇଛି।
-
13. ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ୨୦୨୫ ଜାନୁଆରୀ ୧ ତାରିଖରୁ ସପ୍ତାହକୁ ୪ଦିନ ଇନ୍ଦୋର ଅଭିମୁଖେ ଇଣ୍ଡିଗୋ ବିମାନ ଯାତ୍ରା କରିବ। ଡେରାଡୁନ୍କୁ ସପ୍ତାହକୁ ୩ ଦିନ ବିମାନଯାତ୍ରା କରିପାରିବେ ଯାତ୍ରୀ । ସେହିପରି ଜାନୁୟାରୀ ୩ରୁ ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ବିମାନ ସେବା ଯୋଗାଯିବ। ଏହାବ୍ୟତୀତ କୋଚିନକୁ ସପ୍ତାହରେ ୭ଦିନଯାକ ଏୟାରଇଣ୍ଡିଆ ସେବା ଯୋଗାଇବ ।
-
14.ଦୁବାଇରେ ଆୟୋଜିତ ଗ୍ଲୋବଲ ୱମେନ ଫୋରମରେ ଭାଗ ନେବା ସମୟରେ ସ୍କ୍ରିନରୁ କଟିଲା ଐଶ୍ବର୍ଯ୍ୟା ରାଏଙ୍କ ନାମରୁ ବଚ୍ଚନ ସାଙ୍ଗିଆ। ଐଶ୍ବର୍ଯ୍ୟାଙ୍କ ଫ୍ୟାନ୍ସଙ୍କ ମନରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ।
-
15.ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ କ୍ରମଶଃ ବାତ୍ୟାର ରୂପ ନେବାକୁ ଯାଉଛି। ବାତ୍ୟାର ନାଁ ‘ଫେଙ୍ଗାଲ’ ରଖାଯାଇଥିବାବେଳେ ଏହା ତାମିଲନାଡୁ ଉପକୂଳରେ ମାଡ଼ହେବା ସମ୍ଭାବନା ଅଛି।
|
222 |
Y |
|
548 |
30-11-2024 |
English |
-
1.The GDP had expanded by 8.1 per cent in the July-September quarter of 2023-24 fi scal. The previous low level of GDP growth at 4.3 per cent was recorded in the third quarter of financial year 2022-23
-
2.Four-time Grammy Award winner Ed Sheeran is all set to bring his iconic + - = ÷ x tour to India and will cover six places including Pune, Hyderabad, Chennai, Bangalore, Shillong and Delhi NCR in 2025. The tour kicks off in Pune January 30.
-
3. The Supreme Court Friday ordered a Sambhal trial court to halt proceedings in the case over the Mughal-era Shahi Jama Masjid and its survey at Chandausi while directing the UP government to maintain peace and harmony in the violence-hit town.
-
4.India Friday said the indictment of Indian billionaire Gautam Adani by US prosecutors is a ‘legal matter’ involving private fi rms, individuals and the US Department of Justice and that New Delhi was not informed about the case in advance.
-
5.A day after issuing a government resolution (GR) for the release of Rs10 crore funds to strengthen the state Waqf Board, the Maharashtra government Friday withdrew the order amid opposition by the BJP.
-
6.In a significant step to enhance forest fire management and wildlife protection, Forest department deployed 139 specially designed vehicles equipped with advanced features to various forest divisions across the state .
-
7.A delegation of 50 students from various higher education institutions from the state, who reached Maharashtra Friday will have the opportunity to interact with the Governor of the western state and explore signifi cant cultural and historical sites there.
-
8. With Prime Minister Narendra Modi expected to lay the foundation stone for the long-anticipated South Coast Railway (SCoR) Zone headquarters at Visakhapatnam in Andhra Pradesh soon.
-
9.India Friday said the interim government in Bangladesh must live up to its responsibility of protecting all minorities as it expressed serious concern over the "surge" of extremist rhetoric and increasing incidents of violence against Hindus as well as attacks on temples in the neighbouring country.
-
10.Saudi Arabia has abandoned its pursuit of an ambitious defence treaty with Washington in return for normalising relations with Israel and is now pushing for a more modest military cooperation agreement, two Saudi and four Western offi cials told Reuters.
-
11.Russian drone attacks on Ukraine injured at least eight people and damaged residential buildings in the capital Kyiv and in the southern Odesa region overnight, offi - cials said Friday
-
12.Banks’ credit to industry grew by 8 per cent in October 2024 compared to 4.8 per cent in the year-ago period, according to the RBI data released Friday
-
13.The ICC has told the Pakistan Cricket Board (PCB) to either accept the ‘hybrid’ model of hosting for next year’s Champions Trophy or be prepared to be ousted from the event .
-
14.Shubman Gill returned to the India nets Friday, showing enough signs of a full recovery from a thumb injury that ruled him out of the series opener against Australia in Perth.
-
15.Cyclonic storm ‘Fengal’over Bay of Bengal is likely to make a landfall November 30 afternoon, close to Pondicherry, with wind speed upto 90 kmph, the India Meteorological Department said Friday.
|
223 |
Y |
|
549 |
29-11-2024 |
Odia |
-
1.ଜେଏମଏମ୍ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ସୁପ୍ରିମୋ ହେମନ୍ତ ସୋରେନ ଆଜି ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
-
2.କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି।
-
3.ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି।
-
4.ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି।
-
5.ଲାନସେଟ୍ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୨୦୦୦ରୁ ୨୦୧୯ ମଧ୍ୟରେ ଦୁଇ ଦଶନ୍ଧିରେ ଚାଷଜମିରେ ନଡ଼ାପୋଡ଼ି, ଜଙ୍ଗଲ ନିଆଁ ଏବଂ ମାନବକୃତ ନିଆଁ ଆଦି ଯୋଗୁ ସୃଷ୍ଟ ବାୟୁପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଭାରତରେ ଅତି କମ୍ରେ ୨.୫ ନିୟୁତ (୨୫ ଲକ୍ଷ) ଲୋକଙ୍କ ମୃତ୍ୟୁ ହୋଇଛି।
-
6.ଜମିୟତ ଉଲେମା-ଏ-ହିନ୍ଦ ପରେ ଦେଶର ବିଭିନ୍ନ ସ୍ଥାନରେ ମସଜିଦ ଓ ଦରଘାରେ ଦାବିକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ କୁ ନେଇ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡ (ଏଆଇଏମପିଏଲବି) ମଧ୍ୟ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛି।
-
7.ରାଜ୍ୟ ସରକାର ମହିଳା ବିରୋଧୀ ଅପରାଧକୁ ଆଦୌ ବରଦାସ୍ତ କରିବେନି। ଏହି ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ ରାଜ୍ୟରେ ଚାରିଟି ଫାଷ୍ଟ୍ ଟ୍ରାକ୍ କୋର୍ଟ ପ୍ରତିଷ୍ଠା ହେବ। ଏ ନେଇ ବିଚାର ବିମର୍ଷ ଚାଲିଛି।
-
8.ଆଉ ୬ ଦିନର ଅପେକ୍ଷା। ଡିସେମ୍ବର ୪ ତାରିଖରେ ପାଳିତ ହେବାକୁ ଯାଉଛି ନୌସେନା ଦିବସ। ପ୍ରଥମ ଥର ପାଇଁ ଓଡ଼ିଶାର ପୁରୀ ବେଳାଭୂମିରେ ଏହି ଦିବସ ପାଳନ କରିବାକୁ ଯାଉଛି ନୌବାହିନୀ।
-
9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଆସିବେ।
-
10.ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ ଘର।
-
11.ଉପର ଓ ତଳ ବାଲିଯାତ୍ରା ପଡ଼ିଆ ପ୍ରଦୂଷିତ। ବାଲିଯାତ୍ରା ସରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସଫା ହୋଇନି ପଡ଼ିଆ। କୁଢ଼ କୁଢ଼ ଆବର୍ଜନା ପଡିରହିଛି।
-
12.ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।
-
13.ରାଜ୍ୟର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର ପ୍ରତିଷ୍ଠା କରିବାକୁ ଓଡ଼ିଶାର କାରାଗାର ମହାନିର୍ଦ୍ଦେଶକ (ଡିଜି)ଙ୍କୁ ସୁପାରିଶ କରିଛନ୍ତି ହାଇକୋର୍ଟ।
-
14.ଓଡ଼ିଶାର ଶୀତକାଳୀନ ହାତୀ ଗଣନା ୨୦୨୪ ରିପୋର୍ଟ। ମୋଟ ୩୮ ଟି ଡିଭିଜନରେ ଅନୁଷ୍ଠିତ ହୋଇଥିବା ଏହି ଗଣନା ଅନୁଯାୟୀ ସାମାନ୍ୟ ବୃଦ୍ଧି ସହିତ ଓଡ଼ିଶାରେ ଏବେ ୨୦୧୩ ଟି ହାତୀ ରହିଛନ୍ତି।
-
15.ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ସିନେମାକୁ ଓଡ଼ିଶାରେ କରମୁକ୍ତ ଘୋଷଣା କରାଗଲା ବୋଲି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି।
|
240 |
Y |
|
550 |
29-11-2024 |
English |
- 1.JMM leader Hemant Soren took oath as the 14th Chief Minister of Jharkhand in a grand ceremony here Thursday, amid the presence of a galaxy of INDIA bloc leaders. The 49-year-old tribal leader was sworn in as the CM by Jharkhand Governor Santosh Kumar Gangwar.
- 2.Around 53,480 acre of government land is under encroachment across various districts of the state, R&DM Minister Suresh Pujari told the Assembly.
- 3.A total of 2,103 elephants were found in 38 forest divisions of the state during the three-day winter census exercise, fi ve more than the May survey fi gures, according to the census report released by the Forest department, Thursday.
- 4. The BJP government in state has renamed 21 schemes launched by the previous BJD regime, Chief Minister Mohan Charan Majhi told the Assembly Thursday.
- 5.The state government Thursday approved 20 investment projects worth `1.36 lakh crore, an offi cial statement said.
- 6.Humara Bachpan Trust (HBT) recently participated in the nationwide launch of the Bal Vivah Mukt Bharat (Child Marriage Free India) campaign, inaugurated by the government of India at Vigyan Bhawan in New Delhi.
- 7.To bolster the fisheries sector in Odisha, the Department of Fisheries (DoF), under the Ministry of Fisheries, Animal Husbandry & Dairying (MoFAH&D), has approved a substantial project under the Pradhan Mantri Matsya Sampada Yojana (PMMSY), amounting to Rs1,265.42 crore, with a Central share of Rs564 crore allocated for the development of fisheries and aquaculture in the state.
- 8.The Kerala government announced Thursday a groundbreaking decision to grant two days of menstrual leave each month to female students in Industrial Training Institutes (ITIs).
- 9.Proceedings in Parliament were Thursday washed out for the third day since the beginning of the Winter Session following disruptions by the Opposition over the Adani issue and violence in Manipur and Sambhal.
- 10.The national capital has reported an “isolated” case of Japanese Encephalitis, offi cial sources said Thursday.
- 11.An Enforcement Directorate (ED) team undertaking searches at a farmhouse in Delhi in a cyber fraud linked money laundering case was allegedly attacked Thursday, injuring an agency official.
- 12.Russia unleashed its second big attack on Ukraine’s energy infrastructure this month Thursday, cutting power to more than 1 million people in the west, south and centre of the country.
- 13.Deposed Bangladesh Prime Minister Sheikh Hasina Thursday demanded the immediate release of Hindu leader Chinmoy Krishna Das, echoing India’s concerns over the safety of the minority community in the neighbouring country.
- 14.An endangered type of cockatoo found only in southwest Australia is among the longest-living bird species in the world, according to a new research.
- 15.Fair trade regulator CCI Thursday ordered a probe against Google and its affiliates for alleged unfair business practices with respect to listing of real money gaming apps on Play Store.
|
235 |
Y |
|