# |
Date |
Type |
Current Affairs |
No. Of Views |
Status |
Action |
971 |
29-04-2024 |
Odia |
- ୧। ଗୁଜାରାଟ ଉପକୂଳରୁ ଏଟିଏସ୍ ଓ ଏନ୍ସିବି ଏକ ସ୍ବତନ୍ତ ଅପରେସନରେ ୬୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛନ୍ତି। ଏହି ଡ୍ରଗ୍ସ ସହିତ ୧୪ ଜଣ ପାକିସ୍ତାନୀ ନାଗରିକ ଗିରଫ ହୋଇଛନ୍ତି।
- ୨। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି(ଆପ୍) ସହ ମେଣ୍ଟ କରି କଂଗ୍ରେସ ନିର୍ବାଚନ ଲଢ଼ୁଥିବା ବେଳେ ଏହାକୁ ନେଇ କଂଗ୍ରେସରେ ଦଳୀୟ କନ୍ଦଳ ଚରମ ରୂପ ନେଇଛି। ମେଣ୍ଟକୁ ବିରୋଧ କରି ଆଜି ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲଭ୍ଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
- ୩। କର୍ଣ୍ଣାଟକରେ ଜେଡିଏସ୍ ସାଂସଦ ପ୍ରଜ୍ବଲ ରେବନ୍ନାଙ୍କୁ ନେଇ ଭାଇରାଲ ହୋଇଥିବା ଏକ ଅଶ୍ଳୀଳ ଭିଡିଓ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
- ୪। ମହାରାଷ୍ଟ୍ରରେ ନିଜ ଦଳ ହରାଇଥିବା ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ସପକ୍ଷରେ ସମବେଦନାର ଲହର ରହିଛି ବୋଲି କହିଛନ୍ତି ଏନ୍ଡିଏ ମେଣ୍ଟର ବରିଷ୍ଠ ନେତା ଛଗନ ଭୁଜବଳ।
- ୫। ଇରାକ ସଂସଦ ସମଲିଙ୍ଗୀ ସଂପର୍କ ତଥା ବିବାହକୁ ଅପରାଧ ଶ୍ରେଣୀରେ ସାମିଲ କରିଛି। ଏହି ଅପରାଧ ନିମନ୍ତେ ସର୍ବାଧିକ ୧୫ ବର୍ଷ ଜେଲ୍ଦଣ୍ଡର ବ୍ୟବସ୍ଥା କରାଯାଇଛି।
- ୬। ଭୋଜପୁରୀ ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଓରଫ ଅମୃତା ପାଣ୍ଡେଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ବିହାର ଭାଗଲପୁରରେ ଏହି ଘଟଣା ଘଟିଛି | ପ୍ରାଥମିକ ସୂଚନା ମୁତାବକ ଶନିବାର ଦିନ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।
- ୭। ୧୧୨ ବର୍ଷ ତଳେ ବୁଡ଼ି ଯାଇଥିବା ତତକାଳୀନ ବିଶ୍ବର ସର୍ବବୃହତ ଜାହାଜ ଟାଇଟାନିକ ପୁଣି ଚର୍ଚ୍ଚାକୁ ଆସିଯାଇଛି । ଉକ୍ତ ଜାହାଜରେ ଯାଉଥିବା ସବୁଠାରୁ ଧନୀ ବ୍ୟକ୍ତିଙ୍କ ପକେଟ ଘଡ଼ି ନିଲାମ ହୋଇଛି । ଏହା ପ୍ରାୟ ୧.୧ ନିୟୁଡ ଆମେରିକୀୟ ଡଲାରରେ ନିଲାମ ହୋଇଛି ।
- ୮। ଦେଶର ସେୟାର ବଜାରରେ ଖୁଚୁରା ନିବେଶକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ଗତବର୍ଷ ଖୁଚୁରା ନିବେଶକ ସଂଖ୍ୟା (ଡିମାଟ୍ ଆକାଉଣ୍ଟ୍) ୪.୦୩ କୋଟି (୩୧.୨୩ %) ବୃଦ୍ଧି ଘଟିଛି।
- ୯। ୨୦୩୦ ସୁଦ୍ଧା ଚୀନ୍ ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଇ-ବାଣିଜ୍ୟ ବଜାରରେ ପରିଣତ ହେବ।
- ୧୦। ସାହାରା ଗ୍ରୁପ ଅଫ୍ କୋ-ଅପରେଟିଭ୍ ସୋସାଇଟିର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଡିସେମ୍ବର ୩୧, ୨୦୨୪ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି।
- ୧୧। ଗୁଗୁଲ୍ର ସିଇଓ ପଦରେ କାର୍ଯ୍ୟରତ ଭାରତୀୟ ବଂଶୋଦ୍ଭବ ସୁନ୍ଦର ପିଚାଇଙ୍କ କାର୍ଯ୍ୟ କାଳ ୨୦ ବର୍ଷ ପୂରିଛି।
- ୧୨। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଆରମ୍ଭ,୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ୨୫ରେ ହେବ ମତଦାନ।
- ୧୩। ଚନ୍ଦ୍ରଶେଖରପୁର:ନିର୍ବାଚନ ବେଳେ ରାଜଧାନୀରୁ ଜବତ ହେଲା ଟଙ୍କା । ପୋଲିସର ଚେକିଂ ବେଳେ କାରରୁ ଜବତ ହେଲା ୩ ଲକ୍ଷ ୬୦ ହଜାର ଟଂକା।
- ୧୪। ଦେଶରେ ପେମେଣ୍ଟ ଠକେଇ ୭୦.୬୪% ବଢ଼ିଛି: ଅକ୍ଟୋବର-ମାର୍ଚ୍ଚ ମାଧ୍ୟରେ ୨,୬୦୪ କୋଟିର ଠକେଇ ହୋଇଛି।
- ୧୫। ରାଜ୍ୟକୁ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରୁ ଉଷ୍ଣ ବାୟୁ ପ୍ରବାହ କରୁଛି। ଦିନବେଳା ସାମୁଦ୍ରିକ ପବନ ରାଜ୍ୟ ମଧ୍ୟକୁ ପ୍ରବାହ କରୁନାହିଁ। ଫଳରେ ଉତ୍ତାପ ବୃଦ୍ଧି ପାଉଛି। ଉଷ୍ଣ ଶୁଷ୍କ ବାୟୁ ପ୍ରବାହ ଦ୍ବାରା ବର୍ତ୍ତମାନ ସାରା ରାଜ୍ୟ ଉତ୍ତପ୍ତ ପିଣ୍ଡରେ ପରିଣତ ହେଉଛି।
- ୧୬। କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି।
- ୧୭। ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ପ୍ରାୟ ପାଞ୍ଚ ଗୁଣ ବଡ଼ ହେବ।.
- ୧୮। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍ ହାଉସ୍ କହିଛି।
- ୧୯। ପାକିସ୍ତାନର ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍ କମ୍ ବୟସରେ ବିବାହ କରନ୍ତି।
- ୨୦। ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ ଦେଶ।
|
340 |
Y |
|
972 |
29-04-2024 |
English |
-
1. A case of sexual harassment and stalking was registered Sunday against the son and grandson of former prime minister HD Deve Gowda, former minister HD Revanna and Hassan MP Prajwal Revanna respectively.
-
2. Elon Musk is visiting Beijing with media reports saying he aims to discuss enabling autonomous driving mode on Tesla cars in China.
-
3. Recurve archers Dhiraj Bommadevara, Tarundeep Rai and Pravin Jadhav create history with World Cup team gold.
-
4. The Supreme Court is scheduled to hear Monday a plea by Delhi Chief Minister Arvind Kejriwal challenging his arrest in a money laundering case stemming from the alleged excise policy scam.
-
5. BJP president JP Nadda Sunday asserted that Prime Minister Narendra Modi has changed the culture, nature and definition of politics in India, as he exhorted the people of Odisha to unseat the BJD government to usher in development.
-
6. Oleksandr Taran’s mobile artillery unit isn’t officially part of Ukraine’s military, but that hasn’t stopped his men from destroying Russian targets on their own dime.
-
7. Chief Justice Chakradhari Saran Singh and other judges of the Orissa High Court offer tributes to Utkal Gourav Madhusudan Das on his birth anniversary by garlanding his statue on the court premises in Cuttack, Sunday.
-
8. The Chief Electoral Officer (CEO), Odisha Sunday urged all political parties in the state to not involve children in election-related activities of any form.
-
9. The Union Health Secretary has urged states and union territories (UTs)to take necessary action to link Ayushman Bharat Health Account (ABHA) with various health portals, such as Reproductive Child Health (RCH), National Tuberculosis Elimination Programme (NIKSHAY), among others.
-
10. Karnataka Chief Minister Siddaramaiah and his deputy DK Shivakumar along with several ministers and legislators Sunday staged a protest here alleging injustice to the state by the union government while releasing drought relief funds.
-
11. Prime Minister Narendra Modi has claimed that Odisha’s identity and its language are under threat and people of the state will not tolerate this any longer.
-
12. In a setback to the Congress ahead of the Lok Sabha polls, senior leader Arvinder Singh Lovely has resigned as the party’s Delhi unit chief, citing the alliance with the AAP as one of the reasons.
-
13. The Tihar jail administration has denied permission for Delhi Chief Minister Arvind Kejriwal’s wife Sunita to meet him on April 29, an AAP source said Sunday.
-
14. The combined market valuation of six of the top-10 most valued firms increased Rs 1,30,734.57 crore last week, with State Bank of India and ICICI Bank emerging as the biggest gainers in line with an overall positive trend in equities.
-
15. Mohun Bagan kept themselves in the hunt for an unprecedented double in the ISL by storming into the final with a 3-2 aggregate win over Odisha FC here Sunday. Mohun Bagan had to win the second leg by a minimum margin of two goals as they had lost the first leg of the semifinals 1-2
|
374 |
Y |
|
973 |
28-04-2024 |
Odia |
-
ଇଣ୍ଡୋ ଆମେରିକାନ୍ ଆର୍ଟସ କାଉନସିଲ୍ ପକ୍ଷରୁ ‘ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍’ (ଏନ୍ୱାଇଆଇଏଫ୍ଏଫ୍) ପାଇଁ ମନୋନୀତ ହୋଇଥିବା ବିଭିନ୍ନ ଭାରତୀୟ ଭାଷାର ୫୦ଟି ଫିଲ୍ମ ଭିତରେ ଦୁଇଟି ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ ଓ ‘ଦମନ’ ସ୍ଥାନ ପାଇଛି।
-
୩ ମାସ ଧରି ଅଚଳ ହୋଇ ପଡ଼ି ରହିଥିବା ନନ୍ଦନକାନନ ଟଏଟ୍ରେନ୍ ମରାମତି ହେବାପରେ ଗଡ଼ିଛି। ଚଳିତ ବର୍ଷ ଜାନୁଆରି ୨୫ ତାରିଖରୁ ଇଂଜିନରେ ଲାଗିଥିବା ବ୍ୟାଟେରି ଅଚଳ ହୋଇ ଯାଇଥିଲା।
-
ସମଗ୍ର ବିଶ୍ୱରେ ଏକ ନୂଆ ଚର୍ଚ୍ଚା ଚାଲିଛି। ମହାକାଶରେ ଅଛି ପରମାଣୁ ଅସ୍ତ୍ର। କିନ୍ତୁ ପ୍ରଶ୍ନ ଉଠୁଛି, ମହାକାଶରେ ଏଭଳି ଅସ୍ତ୍ରଶସ୍ତ୍ର ଅଛି କି?
-
ପୁରୀଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ୩ଟି କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି। ସେହି କମ୍ପାନିଗୁଡ଼ିକ ହେଲେ ଆଦାନି, ଜିଏମ୍ଆର୍ ଏବଂ ଫେୟାରଫାକ୍ସ।
-
କାମ୍ବୋଡିଆର ଏକ ସାମରିକ ବେସ୍ରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୦ ସୈନିକ ପ୍ରାଣ ହରାଇଛନ୍ତି।
-
ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସନ୍ତାନଙ୍କର ପିତା କିଏ ବୋଲି ସ୍ତ୍ରୀଙ୍କୁ ପ୍ରଶ୍ନ କରିବା ଏକ ଅପରାଧ। ଏକ ମାମଲାରେ ସନ୍ତାନଙ୍କର ପିତୃତ୍ୱକୁ ସ୍ୱୀକାର କରିବାକୁ ମନା କରିବା ଏବଂ ସ୍ତ୍ରୀଙ୍କ ବିରୋଧରେ ବୈବାହିକ ସମ୍ପର୍କର ଭିତ୍ତିହୀନ ଅଭିଯୋଗ କରିବା ସ୍ତ୍ରୀଙ୍କ ପ୍ରତି ମାନସିକ ନିର୍ଯାତନା ବୋଲି କୋର୍ଟ କହିଛନ୍ତି।
-
ଶ୍ରୀଲଙ୍କାର ହମ୍ବନଟୋଟାରେ ଥିବା ମଟାଲା ରାଜପକ୍ଷେ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ବର୍ତ୍ତମାନ ଏକ ଭାରତୀୟ ଏବଂ ଋଷ କମ୍ପାନୀକୁ ହସ୍ତାନ୍ତର କରାଯାଇଛି।
-
ଭାରତ ବିରୋଧୀ ଗତିବିଧିର କେନ୍ଦ୍ର ପାଲଟିଛି ମାଳଦ୍ବୀପ । ୪,୫୦୦ ଟନ୍ ଓଜନ ବିଶିଷ୍ଟ ଚୀନର ଗୁପ୍ତଚର ଜାହାଜ ଜିଆଙ୍ଗ ୟାଙ୍ଗ ହଙ୍ଗ୍-୦୩ ମାଳଦ୍ବୀପରେ ପହଞ୍ଚିଛି।
-
ଲୋହିତ ସାଗରରେ ଭାରତ ଅଭିମୁଖେ ଆସୁଥିବା ଏକ ତୈଳବାହୀ ଜାହାଜଉପରେ ପୁଣି ଆକ୍ରମଣ ହୋଇଛି । ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ଏହି ଜାହାଜ କ୍ଷତିଗ୍ରସ୍ତ ହେବା ସହ ସେଥିରେ ନିଆଁ ଲାଗିଯାଇଛି ।
-
ମୁମ୍ବାଇ ଉତ୍ତର ମଧ୍ୟ ଲୋକସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବର୍ଷା ଗାଏକୱାଡଙ୍କୁ ଭୋଟ ଦେବାକୁ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି
-
ଭାରତୀୟମାନେ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟାଳୟରେ ସର୍ବଶ୍ରେଷ୍ଠ ପଦବୀରେ ଅବସ୍ଥାପିତ ଅଛନ୍ତି ଏବଂ ସେମାନଙ୍କର ପ୍ରତିଭାକୁ ସର୍ବତ୍ର ପ୍ରଶଂସା କରାଯାଇଥାଏ। ୟୁଟ୍ୟୁବ୍, ଆଡୋବ୍, ଗୁଗୁଲ୍, ଷ୍ଟାରବକ୍ସ ଏବଂ ଆଇବିଏମ୍ ପରି ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି।
-
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଜଙ୍ଗଲ ନିଆଁ ବନ ବିଭାଗକୁ ଚିନ୍ତାରେ ପକାଇଦେଇଛି।
-
୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍ ନେଇଛି। କିନ୍ତୁ ଅନୁଭବ ମହାନ୍ତିଙ୍କୁ ନିରାଶ କରିଛି ବୋଲି କୁହାଯାଉଛି।
-
ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଆଉ ୩ ଆସନ ବାକିଅଛି।
-
ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ବଡ଼ ଝଟ୍କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ ସଂସ୍କାର ଏବଂ ଶ୍ରାଦ୍ଧରେ ସାମିଲ ହୋଇପାରିବେ ନାହିଁ।
|
338 |
Y |
|
974 |
27-04-2024 |
Odia |
-
ଭିଭିପାଟକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଭିଭିପାଟ ଯାଞ୍ଚ ନେଇ ସମସ୍ତ ଆବେଦନ ଖାରଜ ହୋଇଛି। ବାଲାଟ୍ ପେପରରେ ମତଦାନ ଆବେଦନ ମଧ୍ୟ ଖାରଜ କରାଯାଇଛି। ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
-
ଲୋକସଭା ନିର୍ବାଚନ-୨୦୨୪ର ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୩ଟି ରାଜ୍ୟର ୮୮ଟି ଆସନରେ ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ନିର୍ବାଚନ କମିସନଙ୍କ ରିପୋର୍ଟ ମୁତାବକ ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୭ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି।
-
କୌଣସି ଆୟ ନ ଥିବା ହିନ୍ଦୁ ମହିଳାଙ୍କୁ ତାଙ୍କ ଜୀବନକାଳ ମଧ୍ୟରେ ମୃତ ସ୍ୱାମୀଙ୍କ ସ୍ୱ-ଅର୍ଜିତ ସମ୍ପତ୍ତି ଉପଭୋଗ କରିବାର ଅଧିକାର ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
-
ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହ ଲୋକସଭା ନିର୍ବାଚନ ଲଢ଼ିବ। ଖଦୁର ସାହିବରୁ ଏହାର ପ୍ରାର୍ଥୀତ୍ବ ଘୋଷଣା କରାଯାଇଛି।
-
ବାଗେଶ୍ୱର ଧାମର ପୀଠାଧିଶ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ଖଜୁରାହୋ ଲୋକସଭା ଆସନରେ ଭୋଟ୍ ଦେଇଛନ୍ତି ଏବଂ ଏହା ସହିତ ସେ ଉତ୍ସାହର ସହ ମତଦାନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।
-
ନିଜର ଏନକ୍ରିପସନ ହଟାଇବାକୁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ୍ ମନା କରିଦେଇଛି । ଭାରତରେ ଯଦି ଏପରି କରିବାକୁ ବାଧ୍ୟ କରାଯାଏ, ତେବେ କମ୍ପାନି ନିଜର ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି।
-
ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅବସରରେ ଭୋଟ୍ ଦେବାକୁ କେନ୍ଦ୍ରରେ ପହଞ୍ଚିଥିଲେ ଆଇଟି ଇଣ୍ଡଷ୍ଟ୍ରିର ବରିଷ୍ଠ ବ୍ୟକ୍ତିତ୍ବ ତଥା ଇନ୍ଫୋସିସ୍ର ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି ମଧ୍ୟ ମତଦେବାକୁ ପହଞ୍ଚିଥିଲେ।
-
ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନି ଗୋ ଫାଷ୍ଟ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି। ଗୋ ଫାଷ୍ଟ୍ ନିକଟରେ ଲିଜ୍ରେ ଥିବା ବିମାନଗୁଡ଼ିକର ପଞ୍ଜୀକରଣ ବାତିଲ କରିବା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ହାଇକୋର୍ଟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ)କୁ ଆଦେଶ ଦେଇଛନ୍ତି।
-
ପଶ୍ଚିମବଙ୍ଗର ବୀରଭୂମ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଦେବାଶିଷ ଧରଙ୍କ ନାମାଙ୍କନପତ୍ରକୁ ନିର୍ବାଚନ ଆୟୋଗ ରଦ୍ଦ କରିଦେଇଛନ୍ତି। ନାମାଙ୍କନପତ୍ର ସହିତ ଆପତ୍ତି ନ ଥବା ପ୍ରମାଣପତ୍ର ଦାଖଲ କରି ନ ଥିବାରୁ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଦେବାଶିଷ ଜଣେ ପୂର୍ବତନ ଆଇପିଏସ ଅଧିକାରୀ।ଦେବାଶିଷଙ୍କ ପ୍ରାର୍ଥିପତ୍ର ନାକଚ ହେବା ପରେ ବିଜେପି ସେଠାରେ ଦେବଦୂତ ଭଟ୍ଟାଚାର୍ଯ୍ୟଙ୍କୁ ନୂଆ ପ୍ରାର୍ଥୀ କରିଛି।
-
ଓଡିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୫ ସଂସଦୀୟ କ୍ଷେତ୍ର ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସିକା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ମେ ୨୦ରେ ୫ ଲୋକସଭା ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନରେ ଭୋଟିଂ ହେବ ।
-
ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି ।
-
କୋର୍ଟଙ୍କ ନିଷ୍ପତ୍ତି ପରେ ନିର୍ବାଚନ ଆୟୋଗର ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ୪୦ ଥର କୋର୍ଟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ର ବୈଧତାକୁ ସମର୍ଥନ କରିଛନ୍ତି।
-
କାର୍ତ୍ତିକ ପାଣ୍ଡିଆନ୍ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨ ନମ୍ବର ନେତା।
-
ଥରେ ବ୍ୟବହାରଯୋଗ୍ୟ ଖାଦ୍ୟ ପ୍ୟାକେଟ, ବେଭେରେଜ ଓ ତମାଖୁ ଉତ୍ପାଦଗୁଡ଼ିକର ଖୋଳ ଆଦି ଉପରେ ଗବେଷଣା ପାଇଁ ସେମାନଙ୍କୁ ୫ ବର୍ଷ ଲାଗିଥିଲା। ଗବେଷଣାରୁ ଜଣାପଡ଼ିଛି ଯେ, ଅଧାରୁ ଅଧିକ ପ୍ଲାଷ୍ଟିକ୍ ପ୍ରଦୂଷଣ ପାଇଁ ଏଭଳି ସାମଗ୍ରୀ ଉତ୍ପାଦନ କରୁଥିବା ୫୬ଟି ଫାଷ୍ଟ-ମୁଭିଂ କଞ୍ଜ୍ୟୁମର ଗୁଡ୍ସ (ଏଫ୍ଏମ୍ସିଜି) ବହୁରାଷ୍ଟ୍ରୀୟ କମ୍ପାନୀକୁ ଦାୟୀ କରାଯାଇପାରିବ।
-
ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ସମସ୍ତେ ଇରାନ ସେନା ପାଇଁ କାମ କରୁଥିଲେ।
-
୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଖାଦ୍ୟସଙ୍କଟ ଉପରେ ଏହି ବୈଶ୍ୱିକ ରିପୋର୍ଟରେ କୁହାଯାଇଛି, ଖାଦ୍ୟ ସୁରକ୍ଷାରେ ଅବନତି ଯୋଗୁ ୨୦୨୨ ତୁଳନାରେ ଗତବର୍ଷ ଅଧିକ ୨୪ ନିୟୁତ ଲୋକଙ୍କୁ ଖାଦ୍ୟାଭାବର ସାମନା କରିବାକୁ ପଡ଼ିଛି।
-
ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ଚାଲିଛି। ଏହି ସମୟରେ କୃତ୍ରିମ ବୁଦ୍ଧି ବା ଏଆଇ ଦ୍ୱାରା ତିଆରି କରାଯାଇଛି ଡିପଫେକ ବିଷୟବସ୍ତୁ। ନକଲି ଭିଡିଓ ଓ ଫଟୋକୁ ଏଭଳି ଭାବେ ଚିତ୍ରଣ କରାଯାଉଛି ଯେ ମିଛ-ସତ କିଛି ବି ଜଣାପଡ଼ୁ ନାହିଁ।
-
ଏଣିକି ବର୍ଷକୁ ଦୁଇ ଥର ସିବିଏସ୍ଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬ ଶିକ୍ଷା ବର୍ଷରୁ ଏହି ନିୟମ ଲାଗୁ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଯୋଜନା କରୁଛି। ପିଲାଙ୍କୁ ଚାପ ମୁକ୍ତ ଓ ଅଧିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପରି ଯୋଜନା କରାଯାଉଛି।
-
ଜୁନ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ଆଜି ଆଇସିସି ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ନିଯୁକ୍ତ କରିଛି।
-
ଭାରତ ଇତିହାସରେ ପ୍ରଥମ ରାଜନୀତିକ ଦଳ ଭାବେ ଶାସକ ବିଜେପି ନିଜର ପ୍ରଚାର ପାଇଁ ସର୍ଚ୍ଚ ଇଞ୍ଜିନ ଗୁଗଲ ଓ ଏହାର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲାଣି।
|
327 |
Y |
|
975 |
27-04-2024 |
English |
-
The Ministry of Education has asked the CBSE to work out logistics for conducting the board exams twice a year from the 2025-26 academic session, according to sources. The plan for introducing a semester system has been ruled out, they said.
-
Hyderabad, Seven intermediate students allegedly died by suicide across Telangana in the last 48 hours due to failure in exams. Telangana Board of Intermediate Examinations announced first year and second year results April 24.
-
The Supreme Court Friday rejected pleas seeking complete crossverification of votes cast using EVMs with a Voter Verifiable Paper Audit Trail (VVPAT) and said ‘blindly distrusting’ any aspect of the system can breed unwarranted scepticism.
-
Over 63 per cent polling was reported in the second phase of Lok Sabha elections covering 88 seats across 13 states amid a few complaints of EVM glitches and bogus voting in some states.
-
The National Human Rights Commission (NHRC) has sought action-taken reports (ATRs) from the Chief Secretaries of Odisha and Chhattisgarh, and the Superintendents of Police (SPs) of Jharsuguda and Raigarh within six weeks in connection with the boat tragedy in Jharsuguda district that claimed eight lives April 19.
-
The political battle to win the General Election 2024 has begun and Odisha will join the epic contest in four phases starting May 13, 2024. The Bhubaneswar Lok Sabha constituency is among the 21 in the state where voting will take place in the coming days.
-
Congress leader Rahul Gandhi and BJP president JP Nadda will address election rallies in different parts of the state April 28, official sources said Friday.
-
A fivemember team of the Election Commission of India Friday searched a helicopter used by bureaucrat-turned-politician Kartik Pandian in Nabarangapur district, an official said.
-
In the first experiment of its kind in the country, the BrihanMumbai Municipal Corporation (BMC) has successfully connected the upcoming Mumbai Coastal Road (MCR) with the existing Bandra Worli Sea Link (BWSL) using ‘tidal waves conditions’ in the Arabian Sea, officials said here Friday.
-
The process of filing nomination papers for five Lok Sabha and 35 Assembly constituencies to be held May 20 started Friday with the Election Commission of India and Chief Electoral Officer (CEO) issuing the notification in this regard.
-
Chief Minister Arvind Kejriwal’s wife Sunita Kejriwal will spearhead AAP’s Lok Sabha campaign in the national capital and other states, which begins with her maiden roadshow Saturday in support of party’s East Delhi candidate Kuldeep Kumar, senior party leader Atishi said.
-
Defence Secretary Giridhar Aramane emphasised the need to adopt a zero-tolerance approach towards terrorism in all its forms at the Shanghai Cooperation Organisation (SCO) Defence Ministers’meeting held in Astana Friday.
-
A Delhi court Friday dismissed an application filed by former Wrestling Federation of India (WFI) chief and BJP MP Brij Bhushan Sharan Singh seeking further investigation into a sexual harassment case lodged by six female wrestlers against him.
-
A court here Friday extended the judicial custody of AAP leader Manish Sisodia, co-accused Vijay Nair and others till May 8 in a money laundering case related to the alleged Delhi excise policy scam.
-
Twenty-four Indian fishermen who were detained by the Sri Lanka Navy for allegedly fishing in the island nation’s waters were Friday repatriated to India, two days after another group of five Indian fishermen were sent to their homeland.
-
Egypt sent a high-level delegation to Israel Friday with the hope of brokering a cease-fire agreement with Hamas in Gaza, two officials said. At the same time, it warned that a possible Israeli offensive focused on Gaza’s city of Rafah — on the border with Egypt — could have catastrophic consequences for regional stability.
-
The chairman of Vietnam’s parliament Vuong Dinh Hue resigned over unspecified “violations and shortcomings”, the ruling Communist Party said oFriday, a new sign of political turbulence weeks after the dismissal of the country’s President.
-
The Reserve Bank of India (RBI) Friday proposed that lending service providers (LSPs), acting as agents of banks, should give information on all the loan offers available with them to borrowers so that they can make an informed decision.
-
Sri Lanka will hand over management of its $209 million Chinese-built airport to two Indian and Russian companies, a cabinet statement said Friday, as the island nation attempts to reduce losses from its state enterprises.
-
Bolstered by Rishabh Pant’s brilliant batting form and inspiring leadership, the resurrected Delhi Capitals will aim to continue their upward march in the IPL points table when they take on an inconsistent Mumbai Indians here Saturday.
|
346 |
Y |
|
976 |
26-04-2024 |
Odia |
-
ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଆଜି (ଶୁକ୍ରବାର) ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି।
-
କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା ସରକାର ଗଢିବାକୁ କହିଛନ୍ତି।
-
ରାଜ୍ୟରେ ଗତକିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆଜି ୮ ସହରର ତାପମାତ୍ରା ୪୩° ଉପରେ ରହିଛି। ଝାରସୁଗୁଡ଼ା ଆଜି ୪୩.୮° ସେଲ୍ସିୟସ ସହ ଉତ୍ତପ୍ତ ସହର ତାଲିକାର ଶୀର୍ଷରେ ରହିଛି।
-
ପତ୍ନୀଙ୍କ ସମ୍ପତ୍ତି ବା ସ୍ତ୍ରୀଧନ ଉପରେ ସ୍ୱାମୀଙ୍କର କୌଣସି ନିୟନ୍ତ୍ରଣ ନ ଥାଏ ଏବଂ ସେ ସ୍ବାମୀଙ୍କ ସଙ୍କଟ ସମୟରେ ଏହାକୁ ବ୍ୟବହାର କରିପାରନ୍ତି। କିନ୍ତୁ ପରେ ପତ୍ନୀଙ୍କୁ ଏହା ଫେରାଇଦେବା ହେଉଛି ସ୍ବାମୀଙ୍କର ନୈତିକ ଦାୟିତ୍ୱ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
-
ମୋ ସରକାର’ଙ୍କ ୫-ଟି ଅଧୀନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ରେଳପଥ ନିର୍ମାଣ ପାଇଁ ଆସନ୍ତାକାଲି ଜନପଥରେ ସର୍ଭେ ହେବାକୁ ଯୋଜନା ହୋଇଛି। ଏଥିରେ ରାସ୍ତାର ମେଡିଆନ୍ରେ ଥିବା ବିଦ୍ୟୁତ୍ ଖୁଣ୍ଟ ହଟାଯିବ।
-
ଆସନ୍ତା ମେ ୧୩ତାରିଖରେ ରାଜ୍ୟର ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ମତଦାନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି।
-
ହାଇଦ୍ରାବାଦ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କେ ମାଧବୀ ଲତା ବୁଧବାର ତାଙ୍କ ପାରିବାରିକ ସମ୍ପତ୍ତିର ମୂଲ୍ୟ ୨୧୮.୩୮ କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି।
-
ନିର୍ବାଚନ ମାହୋଲ ଯେତିକି ସରଗରମ ହେଉଛି, ସାମାଜିକ ଗଣମାଧ୍ୟମରେ ଏହାର ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ତେବେ, ଚିନ୍ତାଜନକ ବିଷୟ ହେଉଛି, ମାଳମାଳ ଜାଲ୍ ଆଇଡିରେ ପ୍ରଚାର କରାଯିବା ସହିତ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଅାକ୍ଷେପ କରାଯାଉଛି।
-
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଗୁରୁବାର ଘୋଷଣା କରିଛି ଯେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଗଣ୍ଡେ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ।
-
କେବିସିର ପ୍ରତି ଅଧ୍ୟାୟ ପାଇଁ ସେ କେତେ କୋଟି ପାରିଶ୍ରମିକ ନିଅନ୍ତି ଆପଣ ଜାଣନ୍ତି କି? ୨୦୦୦ ମସିହାରେରେ ଏହି ସୋ’ ଆରମ୍ଭ ହୋଇଥିଲା ସେତେବେଳେ ପ୍ରତି ଅଧ୍ୟାୟ ପାଇଁ ୨୫ଲକ୍ଷ ନେଉଥିଲେ ବିଗ୍ ବି। ସିଜିନ୍ ଆଗକୁ ବଢ଼ିବା ସହ ବିଗ୍ ବି ନିଜର ପାରିଶ୍ରମିକ ବଢ଼ାଇଥିଲେ। ଯେତେବେଳେ ପ୍ରଥମ ସିଜନ୍ ହିଟ୍ ହେଲା, ଅମିତାଭ ବଚ୍ଚନ ତାଙ୍କ ପାରିଶ୍ରମିକକୁ ୧କୋଟି ଟଙ୍କାକୁ ବୃଦ୍ଧି କରିଥିଲେ।
-
ମାନବାଧିକାର ଉଲ୍ଲଂଘନ ନେଇ ଆମେରିକା ବୈଦେଶିକ ବିଭାଗର ରିପୋର୍ଟକୁ ଭାରତ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି। ମଣିପୁର ଓ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହୋଇଛି ବୋଲି ଆମେରିକା ତା'ର ରିପୋର୍ଟରେ କହିଛି।
-
ଜେଇଇ ମେନ୍ -୨ ପରୀକ୍ଷାରେ ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଓ ଓଡିଏମ୍ ଗ୍ଲୋବାଲ ସ୍କୁଲର ୬୮ ଜଣ ଛାତ୍ରଛାତ୍ରୀ ଅଭୂତପୂର୍ବ କୃତିତ୍ବ ହାସଲ କରିଛନ୍ତି। ଓଡିଏମ୍ ପବ୍ଲିକ ସ୍କୁଲର ଛାତ୍ର ସତ୍ୟେନ୍ଦୁ କର ୯୯.୯୮ ପର୍ସେଣ୍ଟାଇଲ ସହିତ ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ୧୭ ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍ ଉପରେ ଏବଂ ୪୦ ଜଣ ଛାତ୍ରଛାତ୍ରୀ ୯୫ ପର୍ସେଣ୍ଟାଇଲ୍ ଉପରେ ରହିଛନ୍ତି।
-
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଟିକସଦାତାଙ୍କ ଦ୍ୱାରା ଫର୍ମ ୧୦ ଏ ଏ ଏବଂ ଫର୍ମ ୧୦ ଏବି ଦାଖଲ କରିବାର ସମୟ ସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି।
-
ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି।
-
ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ ଡାଟା ଓ ଆନାଲିଟିକ୍ସ କମ୍ପାନୀ ‘କଣ୍ଟର’ ଦ୍ୱାରା ଏହି ଅଧ୍ୟୟନ ପ୍ରକାଶ କରାଯାଇଛି।
-
ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ ହେଉଛି, ମେୟର ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର ଏପର୍ଯ୍ୟନ୍ତ ନିଯୁକ୍ତ ହୋଇନାହାଁନ୍ତି। ଯେଉଁଠାରେ ନିର୍ବାଚନ ଆୟୋଗ ଏହି ନିର୍ବାଚନ ସମ୍ପର୍କରେ ଅନୁମୋଦନ ଦେଇଛନ୍ତି।
-
ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ କରିଛି। ଏହି ତାଲିକାରେ ୩୧୩ ଟି ମାମଲା ରହିଥିଲା ଯାହାକି ବାଦାମ ଏବଂ ସେଶମ ସିଡ୍ସରେ ଇଥିଲିନ୍ ଅକ୍ସାଇଡ୍ ଥିବା ବେଳେ ହଳଦୀ ଏବଂ ମସଲା ପାଇଁ ୬୦ ଟି ମାମଲା ରହିଛି।
-
ଆବଶ୍ୟକତାଠାରୁ ଅଧିକ ମିଠା ଖାଇଲେ ତାହାର ପ୍ରଭାବ କେତେକାଂଶରେ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ। ତେଣୁ ମିଠାଜାତୀୟ ଖାଦ୍ୟକୁ ସୀମିତ ଭାବରେ ଖାଇବାକୁ ଚେଷ୍ଟା କରନ୍ତୁ ବୋଲି ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି।
-
ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ ସାଜିଛି।
-
ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍ ଖର୍ଚ୍ଚ କରି ହଲିଉଡ୍ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।
|
349 |
Y |
|
977 |
26-04-2024 |
English |
-
The US has secretly delivered longrange ballistic missiles to Ukraine to be used against Russian forces, the Pentagon confirms.
-
Nearly 282 million people in 59 countries suffered from acute hunger in 2023, with war-torn Gaza as the territory with the largest number of people facing famine, according to the Global Report on Food Crises released.
-
The US has secretly delivered longrange ballistic missiles to Ukraine to be used against Russian forces, the Pentagon has confirmed, while President Joe Biden alleged that China, Iran and North Korea were supplying weapons and technology to Moscow to boost its military.
-
At least two Maoists were killed early Thursday in a gun battle between Red rebels and security forces in Boudh district, police said.
-
Taking cognisance for the first time of a model code violation complaint against a prime minister, the Election Commission (EC) Thursday issued a notice to BJP president JP Nadda on Opposition charge that Prime Minister Narendra Modi gave a divisive speech in Rajasthan’s Banswara.
-
In a significant step towards digitisation, Chief Justice DY Chandrachud Thursday announced that the Supreme Court will share information relating to cause lists and filing and listing of cases to advocates through WhatsApp messages, saying it will have a ‘big-bang impact’ and will go a long way in saving paper and the Earth.
-
Second batch of timber for construction of three chariots reached Puri, Thursday.
-
Lakhs of voters will have to bear the searing heat when they step out to exercise their franchise in the second phase of the Lok Sabha elections, Friday.
-
Jharsuguda emerged the hottest place in the state Thursday at 43.8 degrees Celsius, followed by Baripada (43.6 degrees) and Nuapada (43.5 degrees Celsius).
-
The Supreme Court is scheduled to pronounce its verdict Friday on a batch of pleas seeking complete cross-verification of votes cast using EVMs with Voter Verifiable Paper Audit Trail, or VVPAT.
-
Rocks uncovered from Greenland have been found to bear the ‘oldest evidence of Earth's magnetic field,’ according to new research.
-
In a significant move, Health and Family Welfare (H&FW) department Thursday directed all the public health institutions to vacate medicine stores from all the hospital premises.
-
A 20-year-old girl was trampled to death by an elephant Thursday at a jungle near Gurutuan village under Champua forest range in Keonjhar district.
-
The National Commission for Backward Classes (NCBC) would be summoning the Karnataka chief secretary over the “blanket reservation” given to the Muslim community in the state, chairperson Hansraj Ahir said Thursday.
-
Karnataka State Natural Disaster Monitoring Centre (KSNDMC) has issued a series of animated shorts in Kannada advising people of appropriate measures to take during extreme temperatures to keep oneself safe.
-
The 2024 Lok Sabha elections are on track to break past records and become the most expensive electoral event in the world, according to a poll expert.
-
The Supreme Court has imposed costs of `5 lakh on the Centre for challenging a Meghalaya High Court order, holding it was “sheer abuse” of the process of law.
-
The West Bengal government Thursday said it will pay the salaries for April to 25,753 teachers and non-teaching staff in state government-sponsored and aided schools whose appointments were cancelled by a Calcutta High Court order, a senior official said.
-
The income tax department Thursday extended the deadline for charitable and religious trusts to furnish registration application with tax authorities till June 30.
-
Rajat Patidar’s explosive fifty and a collective effort from the spinners set up Royal Challengers Bengaluru’s 35-run win over Sunrisers Hyderabad in the IPL here Thursday, bringing an end to their six-match losing streak.
|
331 |
Y |
|
978 |
25-04-2024 |
Odia |
-
ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର କନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଯାଦବ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରିବେ।
-
ଜଣାଶୁଣା ଅନଲାଇନ୍ ପେମେଣ୍ଟ୍ ଆପ୍ ପେଟିଏମ୍ ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେଇଛି । ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ନୂତନ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ଏନପିସିଆଇ ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ ୱାନ୍-୯୭କମ୍ୟୁନିକେସନ୍କୁ ଅନୁମତି ଦେଇଛି ।
-
ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଇଭିଏମ୍ ଏବଂ ଭିଭିପାଟର ବିଭିନ୍ନ ଉପାଦାନର ଉତ୍ପାଦକଙ୍କ ନାମ ପ୍ରକାଶ କରିବାକୁ ମନା କରିଦେଇଛି।
-
ସଂରକ୍ଷଣ ଲାଭ ଯୋଗାଇବା ପାଇଁ କର୍ଣ୍ଣାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି)ରେ ଅନ୍ତର୍ଭୁକ୍ତ କରିଛନ୍ତି।
-
ଯଦି ଜଣେ ନାବାଳିକା କାହାକୁ କିଛି ନଜଣାଇ ସ୍ବେଚ୍ଛାକୃତ ଭାବରେ ତାଙ୍କ ପିତାମାତାଙ୍କ ଘରୁ ଚାଲି ଯାଆନ୍ତି ତେବେ ତାହାକୁ ଅପହରଣ କୁହାଯାଇ ପାରିବ ନାହିଁ କି ସେ ଯାହା ସହିତ ଯାଇଥିବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରାଯାଇ ପାରିବନାହିଁ।
-
ସେନା ପାଇଁ ଆସିବ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍ । ଯବାନଙ୍କ ପାଇଁ ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ କରିଛି କାନପୁର ଡିଆରଡିଓ। ଏହି ଜାକେଟରେ ୬ ଟି ଗୁଳି ବାଜିଲେ ମଧ୍ୟ କିଛ କ୍ଷତି ହେବ ନାହିଁ ।
-
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ଖବରକାଗଜରେ ସର୍ବସାଧାରଣରେ ଅପେକ୍ଷାକୃତ ବଡ଼ ଆକରରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍। ପ୍ରକାଶିତ ବିଜ୍ଞାପନ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଛି।
-
ଘରୋଇ ଆର୍ଥିକ କମ୍ପାନି ‘କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ’ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ କରିଛି। ଅନ୍ଲାଇନ୍ ଓ ମୋବାଇଲ୍ ବ୍ୟାଙ୍କିଂ ଚାନେଲ୍ ଜରିଆରେ ନୂଆ ଗ୍ରାହକଙ୍କୁ ସାମିଲ ନକରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଉକ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି।
-
ଏଜୁଟେକ୍ ଷ୍ଟାର୍ଟଅପ୍ ବାଇଜୁସ୍ ବିରୋଧରେ ଦାଏର ହୋଇଥିବା ଏକ ଦେବାଳିଆ ଆବେଦନର ଜବାବ ଦେବାରେ ବିଫଳ ହେବାରୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି) ବୁଧବାର ଏହା ଉପରେ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି।
-
ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ସ ଆସନ୍ତା ମେ‘ ୬ରେ ପୁଣି ମହାକାଶକୁ ଯାତ୍ରା କରିବେ। ଏଥିପାଇଁ ସେ ବର୍ତ୍ତମାନ ତାଲିମ ନେଉଛନ୍ତି।
-
ଚଳିତ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ପି.ଚନ୍ଦ୍ର ଶେଖର ସବୁଠାରୁ ଧନୀ ପ୍ରାର୍ଥୀଭାବେ ମାନ୍ୟତାଲାଭ କରିଛନ୍ତି। ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଚନ୍ଦ୍ର ଶେଖରଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ୫୭୮୫ କୋଟି ଟଙ୍କା ବୋଲି ଜଣାପଡିଛି।
-
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡ଼ିଜିସିଏ) ଏୟାରଲାଇନ୍ସଗୁଡିକୁ ସୁନିଶ୍ଚିତ କରିବାକୁ କହିଛି ଯେ ଯେଭଳି ୧୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ସେମାନଙ୍କ ପିତାମାତା ଏବଂ ଅଭିଭାବକଙ୍କ ସହିତ ସିଟ୍ ଆବଣ୍ଟନ କରାଯାଉ।
-
ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏପରିକି ରାଜ୍ୟରେ ପାରଦ ୪୬ ଡିଗ୍ରୀ ଟପିବାର ଆଶଙ୍କା ରହିଛି।
-
ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି।
-
ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା ରହିବ ନାହିଁ । ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ।
|
375 |
Y |
|
979 |
25-04-2024 |
English |
-
China says US military assistance to Taiwan is pushing the selfgoverning island republic into a “dangerous situation”
-
The Supreme Court Wednesday said the Constitution intended to bring about a “sense of social transformation” and it would be “dangerous” to say that the private property of an individual cannot be regarded as material resources of community and taken over by state authorities to subserve “common good”.
-
The curtains came down Wednesday evening on a high-voltage campaigning for the second phase of Lok Sabha polls in 89 seats across 13 states Friday (April 26).
-
Union Minister Dharmendra Pradhan, 5T Chairman VK Pandian and BJP’s national vice-president Baijayant Panda will get ‘Z’ scale security, BJP’s state president Manmohan Samal, OPCC president Sarat Pattanayak and Kantabanji MLA Santosh Singh Saluja will be given ‘Y’ scale security keeping in view the threat perceptions during the poll.
-
A POCSO court in Ganjam district Wednesday sentenced two men to 30 years of rigorous imprisonment each for raping a 15-year-old girl last year.
-
The West Bengal government has moved the Supreme Court against the Calcutta High Court order invalidating the appointment of 25,753 teachers and non-teaching staff made by the state’s School Service Commission (SSC) in state-run and state-aided schools.
-
AIUDF chief Badruddin Ajmal has said he will move the Supreme Court against the Assam government’s decision to close the state-run madrasas. The sitting Dhubri MP expressed hope that the apex court will order reopening of all closed madrasas in Assam.
-
In a major announcement, Congress leader Rahul Gandhi here Wednesday assured of setting up a special farmers commission to tackle the problems of agriculture loans and set up a mechanism to ease the financial burden of the land-tillers, and ensure ‘nyay’ (justice) to various sections of the society.
-
The Jharkhand government sounded an alert after bird flu cases were reported in a staterun poultry farm in Ranchi, an official said Wednesday. As many as 2,196 birds including 1,745 chickens were culled at the Regional Poultry Farm, Hotwar, an official told PTI.
-
Samajwadi Party president Akhilesh Yadav will contest the Lok Sabha elections from Kannauj, the party announced Wednesday, two days after it had declared another candidate for the Uttar Pradesh seat.
-
Alleging the Tihar Jail administration cancelled Delhi Minister Atishi’s meeting with Chief Minister Arvind Kejriwal at the last moment, AAP Rajya Sabha MP Sanjay Singh Wednesday said “even the British rule did not see this kind of behaviour”
-
A Delhi court Wednesday granted time to Chief Minister Arvind Kejriwal to file response to the replies filed by the ED on his two petitions seeking revision against an order on allegedly evading the agency’s summonses in the excise policy case.
-
As many as 18 Naxalites, including a militia platoon section commander and three women, surrendered Wednesday in Chhattisgarh's Dantewada, a senior police officer said. Hidma Oyam (34) was working as the Hurrepal Panchayat Militia Platoon (HPMP) section commander, said Dantewada Superintendent of Police Gaurav Rai.
-
Merger and acquisition (M&A) deal value soared by 60 per cent to $19.6 billion in January-March 2024, while that of private equity (PE) experienced a slight dip, according to a PwC India report.
-
The country’s drugs and pharmaceuticals exports increased 9.67 per cent year-on-year to $27.9 billion in 2023-24, even as the total exports dipped by 3 per cent in the last fiscal.
|
341 |
Y |
|
980 |
24-04-2024 |
Odia |
-
ଗବେଷକମାନେ ନିକଟରେ ବିଶ୍ବର ସବୁଠୁ ଦୀର୍ଘସ୍ଥାୟୀ ସାର୍ସ-କୋଭ୍-୨ ସଂକ୍ରମଣ ବାବଦରେ ସୂଚନା ଦେଇଛନ୍ତି। କୋଭିଡ୍-୧୯ରେ ପୀଡ଼ିତ ଉକ୍ତ ବ୍ୟକ୍ତିଙ୍କୁ ସାର୍ସ-କୋଭ୍-୨ ଭୂତାଣୁ ଦୀର୍ଘ ୬୧୩ ଦିନ ଧରି ସଂକ୍ରମିତ କରି ରଖିବା ସହ ୫୦ରୁ ଅଧିକ ଥର ନୂତନ ରୂପ ନେଇଥିବା ଜଣାଯାଇଛି।
-
ଆମେରିକାର ୨୦୨୩ ମାନବାଧିକାର ରିପୋର୍ଟରେ ୨୦୨୩ ମେ ମାସରେ ମଣିପୁରରେ ହୋଇଥିବା ଜାତିଗତ ହିଂସା, ବ୍ରିଟେନର ବ୍ରଡକାଷ୍ଟର ବିବିସି ଉପରେ ଟିକସ କର୍ତ୍ତୃପକ୍ଷଙ୍କ ଚଢ଼ଉ ଏବଂ କାନାଡ଼ାରେ ଶିଖ୍ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟା ଭଳି ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରାଯାଇଛି।
-
ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲୋକସଭା ଆସନ ପାଇଁ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ପ୍ରାର୍ଥୀ ଡକ୍ଟର ପେମସାନି ଚନ୍ଦ୍ରଶେଖରଙ୍କ ମୋଟ ସମ୍ପତ୍ତି ପରିମାଣ ୫,୭୮୫.୨୮ କୋଟି ଟଙ୍କା ରହିଛି।
-
ମାଲେସିଆ ନୌସେନାର ଦୁଇଟି ହେଲିକପ୍ଟର ମଝି ଆକାଶରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।
-
ଆମ୍ ଆଦମୀ ପାର୍ଟି (ଆପ୍) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟାଇପ୍-୨ ଡାଇବେଟିସ୍ ରୋଗୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତିହାର ଜେଲରେ ତାଙ୍କୁ ଇନସୁଲିନ ଦିଆଯାଇଛି।
-
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର କୁଳପତି ଶାନ୍ତିଶ୍ରୀ ଡି ପଣ୍ଡିତ ଡ୍ରେସ୍ କୋଡ୍ ଏବଂ ହିଜାବ ପିନ୍ଧିବା ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତରେ ଧର୍ମ, ଭାଷା ପରି ଡ୍ରେସ୍ କୋଡ୍ ରେ ବି ସମାନତା କାମ କରେ ନାହିଁ ଏବଂ ଯଦି କୌଣସି ଛାତ୍ର ହିଜାବ ପିନ୍ଧିବାକୁ ଚାହୁଁଛନ୍ତି, ତେବେ ଏହା ତାଙ୍କ ପସନ୍ଦ ଏବଂ ତାଙ୍କୁ ଅନୁମତି ଦିଆଯିବା ଉଚିତ୍ ।
-
ତେଲେଙ୍ଗାନାରେ ତାଣ୍ଡବ ରଚିଛି କାଳବୈଶାଖୀ। ପ୍ରତିକୂଳ ପାଗ ଯୋଗୁଁ ତେଲେଙ୍ଗାନାର ପେଡାପଲ୍ଲୀ ଜିଲ୍ଲା ଅନ୍ତର୍ଗତ ମନେର ନଦୀ ଉପରେ ଏକ ନିର୍ମାଣାଧୀନ ପୋଲର ଏକ ଅଂଶ ସୋମବାର ଓ ମଙ୍ଗଳବାର ମଧ୍ୟରାତ୍ରିରେ ଭୁଶୁଡ଼ି ପଡ଼ିଛି।
-
ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
-
ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହେବା ଓ ଅନ୍ୟ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଛନ୍ତି। ଏହ ସତ୍ତ୍ବେ ସୁରତର ରାଜନୈତିକ ହଟଚମଟ ଥମିବାର ନାମ ନେଉନାହିଁ।
-
ଦେଶରେ ଗତ କିଛିଦିନ ହେଲା ଚିନି ଦର କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଯାଇଛି।
-
୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଶୁକ୍ରବାର(୨୬ ଏପ୍ରିଲ)ରେ ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୮୯ ଆସନରେ ମତଦାନ ହେବ ।
-
ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ସେ ବିଜେଡିରୁ ଇସ୍ତଫା ଦେଇଥିଲେ।
-
ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
-
ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି।
-
ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।
-
ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) କାର୍ଯ୍ୟାଳୟରେ ଉପସ୍ଥାନ ବଢ଼ାଇବା ଉଦ୍ଦେଶ୍ୟରେ ଏକ ସଂଶୋଧିତ ପରିବର୍ତ୍ତନଶୀଳ ବେତନ ନୀତି ଆରମ୍ଭ କରିଛି। ଏହି ନୀତି ଅନୁଯାୟୀ, କାର୍ଯ୍ୟାଳୟରେ ଉପସ୍ଥିତ ରହୁଥିବା କର୍ମଚାରୀଙ୍କ ବେତନ ସଂକ୍ରାନ୍ତରେ ମାନଦଣ୍ଡ ପ୍ରଣୟନ କରାଯାଇଛି।
-
ପତଞ୍ଜଳି ଆୟୁର୍ବେଦ ଦ୍ୱାରା ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି ଯେ ରାମଦେବଙ୍କ ମାଲିକାନାରେ ଥିବା କମ୍ପାନି ଖବରକାଗଜରେ ସାର୍ବଜନୀନ କ୍ଷମା ପ୍ରାର୍ଥନା ସେହି ଆକାରର ହେବା ଉଚିତ ଯେଉଁଥିରେ କମ୍ପାନୀ ତାହାର ଉତ୍ପାଦର ବିଜ୍ଞାପନ କରିଥାଏ।
-
ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଏକ ରାକେଟକୁ ଝାଡ଼ଖଣ୍ଡର ଦେବଘରରୁ ମାଡ଼ି ବସିଛି ପୁଲିସ୍। ଏହି ରାକେଟର ମୁଖିଆ ଜଣେ ମହିଳା ବୋଲି ଜଣା ପଡ଼ିଥିବା ବେଳେ ପୁଲିସ୍ ତାଙ୍କୁ ବାନ୍ଧିଛି।
-
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଲା ତାଇୱାନ। ଗତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି।
-
ପଇଡ ପାଣି ପିଇବା ଦ୍ୱାରା କେବଳ ଯେ ଜଳୀୟଅଂଶ ଅଭାବ ଦୂର ହୋଇଥାଏ ତାହା ନୁହେଁ, ଏଥିରେ ଆହୁରି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।
|
348 |
Y |
|