# |
Date |
Type |
Current Affairs |
No. Of Views |
Status |
Action |
371 |
28-02-2025 |
Odia |
-
1.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଜି ଏକ ଚେତାବନୀ ଦେଇ କହିଛି ଯେ ମାର୍ଚ୍ଚ ମାସରେ ଅସ୍ବାଭାବିକ ଗରମ ହେବ ଏବଂ ଏହା ପୂର୍ବ ରେକର୍ଡ ଭାଙ୍ଗିବ।
-
2.ଫେବ୍ରୁଆରି ୧୩ ତାରିଖରେ ସଂସଦରେ ଉପସ୍ଥାପିତ ହୋଇଥିବା ଯୁଗ୍ମ ସଂସଦୀୟ କମିଟି (ଜେପିସି) ରିପୋର୍ଟ ଆଧାରରେ କେନ୍ଦ୍ର କ୍ୟାବିନେଟ୍ ୱକଫ୍ ସଂଶୋଧନ ବିଲ୍ ୨୦୨୪କୁ ଅନୁମୋଦନ ଦେଇଛି।
-
3.ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ନିର୍ବାଚନମଣ୍ଡଳୀଗୁଡ଼ିକର ପୁନଃ ସୀମାନିର୍ଦ୍ଧାରଣକୁ ଘୋର ବିରୋଧ କରୁଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ ଉତ୍ତର ଭାରତର ରାଜ୍ୟଗୁଡ଼ିକର ଜନସଂଖ୍ୟା ଅଧିକ ବୃଦ୍ଧି ପାଇଥିବାରୁ ସେମାନଙ୍କ ସଂଖ୍ୟା ନାଟକୀୟ ଭାବେ ବୃଦ୍ଧି ପାଇବ ଏବଂ ଦକ୍ଷିଣ ରାଜ୍ୟର ଆସନ ସଂଖ୍ୟା ସେହି ତୁଳନାରେ ହ୍ରାସ ପାଇବ।
-
4.ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା ‘ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ’ (ସେବି)ର ନୂଆ ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି।
-
5. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଚୀନ, ମେକ୍ସିକୋ ଏବଂ କାନାଡା ଉପରେ ଶୁଳ୍କ ଯୋଜନା ମାର୍ଚ୍ଚ ୪ରୁ କାର୍ଯ୍ୟକାରୀ ହେବ। ମେକ୍ସିକୋ ଓ କାନାଡାର ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ସେହି ତାରିଖରେ ଚୀନ୍ ଆମଦାନୀ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି ସେ ଚୀନ୍କୁ ଧମକ ଦେଇଛନ୍ତି।
-
6. ଭାରତ ୪.୩ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହୋଇଛି। ୨୦୧୫ରୁ ୨୦୨୫ ମଧ୍ୟରେ ଅର୍ଥନୀତିର ଆକାର ବଢ଼ାଇବା ହାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ଭଳି ଶକ୍ତିଶାଳୀ ଦେଶଗୁଡ଼ିକୁ ଭାରତ ପଛରେ ପକାଇ ଦେଇଛି।
-
7.ମହାକୁମ୍ଭ ସମୟ ତଥା ୪୨ ଦିନରେ ୧୫ ହଜାରରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି।
-
8.ଓଲିଉଡ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
-
9.କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ର ୨୦୨୪-୨୫ ଆର୍ଥିକ ବର୍ଷରେ ୨୮୨ ବିଲିୟନ ଡଲାର ରାଜସ୍ୱ ହାସଲ କରିଛି।
-
10. ଓସ୍କାର ବିଜେତା ହଲିଉଡ ଅଭିନେତା ଜିନ୍ ହ୍ୟାକମେନ୍ ଓ ତାଙ୍କ ପତ୍ନୀ ବେଟ୍ସି ଆରାକାୱା (୬୩)ଙ୍କ ମୃତଦେହ ନ୍ୟୁ ମେକ୍ସିକୋସ୍ଥିତ ସେମାନଙ୍କ ଘରୁ ମିଳିଛି। ତାଙ୍କୁ ୯୫ ବର୍ଷ ହୋଇଥିଲା।
-
11. ଆମେରିକୀୟ କମ୍ପାନୀଗୁଡ଼ିକ ଏବେ ନୂତନ ‘ଗୋଲ୍ଡ କାର୍ଡ’ ନାଗରିକତା ଯୋଜନା ଅଧୀନରେ ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଭାରତୀୟ ସ୍ନାତକଙ୍କୁ ନିଯୁକ୍ତି ଦେଇପାରିବେ।
-
12.ପଶୁପାଳନ କ୍ଷେତ୍ରର ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ୧ ମାର୍ଚ୍ଚ, ୨୦୨୫ ରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।
-
13.ସରକାରଙ୍କ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ଅନ୍ତର୍ଗତ ୩-ଭାଷା ନୀତିକୁ ନେଇ ତାମିଲନାଡୁ ଓ କେନ୍ଦ୍ର ମଧ୍ୟରେ ‘ଭାଷାଯୁଦ୍ଧ’ ଚାଲିଛି।କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ପରୀକ୍ଷା ପଲିସି ସମ୍ପର୍କିତ ଚିଠାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ଚିଠାରେ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ବିଷୟ ତାଲିକାରୁ ପଞ୍ଜାବୀ ଏବଂ ଓଡ଼ିଆ ସମେତ ଆଉ କେତେକ ଭାଷାକୁ ବାଦ୍ ଦିଆଯିବା ନେଇ ଦେଶର ବିଭିନ୍ନ ଭାଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
-
14.ଭାରତ ସରକାର ନିକଟରେ ଅଷ୍ଟମ ବେତନ କମିଶନ ଗଠନ ଘୋଷଣା କରିଛନ୍ତି, ଯାହା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କୁ ଦରମା ଏବଂ ପେନସନରେ ବୃଦ୍ଧି ପ୍ରଦାନ କରିବ ବୋଲି ଆଶା କରାଯାଉଛି।
-
15.ମହିଳା ଟି-୨୦ ପ୍ରିମିୟର ଲିଗରେ ଆଜି ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିଅମରେ ଚାଲିଥିବା ମ୍ୟାଚରେ ଗୁଜୁରାଟ ଜାଏଣ୍ଟସକୁ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୨୬ ରନର ବିଜୟ ଲକ୍ଷ୍ୟ ଦେଇଛି।
|
192 |
Y |
|
372 |
28-02-2025 |
English |
-
1.The Trump administration said it is eliminating more than 90 per cent of the US Agency for International Development’s foreign aid contracts and USD 60 billion in overall US assistance around the world
-
2.India slams Pakistan after it raked the issue of Jammu and Kashmir in the UN Human Rights Council
-
3.Upping the ante against alleged Hindi imposition by the Centre, Tamil Nadu Chief Minister MK Stalin Thursday said the state will not allow the forcing of the language on it and vowed to protect Tamil and its culture.
-
4.Oscar-winning actor Gene Hackman and his wife were found dead in their New Mexico home Wednesday .
-
5. Veteran Odia actor Uttam Mohanty passed away. Born December 23, 1958, in Odisha’s Baripada, Uttam Mohanty emerged as a towering figure in the Odia film industry.
-
6.Keeping in mind that healthy livestock is essential for agricultural prosperity, the state government has decided to provide treatment and vaccination for livestock at free of cost from March 1
-
7.A nasal spray being developed to target brain inflammation can also prove effective in treating traumatic brain injury (TBI) -- a leading cause of death and disability, according to a study. In a mice model, researchers from the Mass General Brigham in the US found that the spray could reduce damage to the central nervous system and behavioural deficits.
-
8.Indian Railways set a remarkable record during the Maha Kumbh by operating over 15,000 trains in just 42 days.
-
9.A team of researchers from the National Institute of Technology (NIT) Rourkela has developed a technique to make solar power systems more efficient, affordable, and reliable.
-
10.Nine fishermen were Thursday arrested on the charges of catching fi sh in the ‘No Fishing Zone’ of Gahirmatha Marine Sanctuary in this district. Gahirmath.
-
11.A two-day synchronised vulture census has commenced in Tamil Nadu, Kerala, and Karnataka, covering 106 locations across the three states.
-
12.The CAG report on the Delhi liquor policy has been referred to the Public Accounts Committee (PAC) for examination, with the panel expected to submit its report within three months, Speaker Vijender Gupta said Thursday.
-
13.Two children sustained critical burn injuries while another suffered minor burns when crackers placed inside a puja room exploded at Kumarabasta village under Khurda Industrial Estate police station Thursday
-
14.The Supreme Court has expressed displeasure on the responses of the Delhi, Kolkata and Hyderabad authorities on how they stopped manual scavenging in their respective cities.
-
15.After being denied entry to the Delhi Assembly premises Thursday, Leader of Opposition Atishi and other AAP MLAs staged a "dharna" outside and the LoP also sent a letter to President Droupadi Murmu.
-
16.Karnataka Health Minister Dinesh Gundu Rao Thursday announced a ban on the use of plastic in idli preparation after samples tested positive for carcinogenic elements due to the use of polythene sheets.
-
17.US President Donald Trump said Thursday that his proposed 25% tariffs on Mexican and Canadian goods will go into effect on March 4 as scheduled because drugs are still pouring into the US from those countries.
-
18.India’s private consumption has almost doubled to $2.1 trillion in 2024 from $1 trillion in 2013, growing at 7.2 per cent CAGR, faster than the US, China and Germany, according to a report.
-
19.All-India House Price Index (HPI) increased 3.1 per cent in the third quarter of 2024-25 as compared to 4.3 per cent growth in the preceding three months and 3.8 per cent growth in the yearago period, according to data released by the Reserve Bank of India (RBI).
-
20.The Indian men's hockey team has credited its impressive performance in the FIH Pro League to a weeklong camp with legendary Australian forward Michael McCann, with players vouching for his cutting-edge techniques that helped them dominate the rivals in Bhubaneswar.
|
171 |
Y |
|
373 |
27-02-2025 |
Odia |
-
1.କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ୧୦ହଜାର କିମି ନୂଆ ସଡ଼କ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ୭ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ହେଉଛି ସର୍ବନିମ୍ନ ।
-
2.ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ଏବଂ ଭାରତୀୟ ନୌସେନା ପକ୍ଷରୁ ଚାନ୍ଦିପୁରସ୍ଥିତ ଏକୀକୃତ ପରୀକ୍ଷା କେନ୍ଦ୍ର ରେ ଦେଶର ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ର ର ସଫଳ ପରୀକ୍ଷା କରାଯାଇଛି।
-
3.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ହେଉଥିବା ଅଗ୍ରଗତିକୁ ନେଇ ବିଭିନ୍ନ ସମୟରେ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରୁଛନ୍ତି। ତେବେ ଦୁଇଟି ଏଆଇ ବଟ୍ ପରସ୍ପର ସହ ହୋଇଥିବା କଥାବାର୍ତ୍ତା ଭାଇରାଲ୍ ହେବା ପରେ ଏହି ଚିନ୍ତା ଆହୁରି ବଢ଼ିଯାଇଛି।
-
4.ବିଭିନ୍ନ କୋର୍ଟରେ କେସ୍ ଲଢ଼ିବାରେ ଗତ ୧୦ ବର୍ଷରେ କେନ୍ଦ୍ର ସରକାର ୪୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। କେବଳ ୨୦୨୩-୨୪ରେ ସେ ବାବଦରେ ୬୬ କୋଟି ଟଙ୍କା ବ୍ୟୟ କରାଯାଇଥିଲା ଯାହା ପୂର୍ବବର୍ଷ ତୁଳନାରେ ୯ କୋଟି ଟଙ୍କା ଅଧିକ ଥିଲା।
-
5.ତୈଳ ଆମଦାନି ନିର୍ଭରଶୀଳତା କମ୍ କରିବା ଓ ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଲାଗି ପେଟ୍ରୋଲ୍ରେ ୨୦ ପ୍ରତିଶତରୁ ଅଧିକ ଇଥାନଲ୍ ମିଶାଇବା ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ନିତି ଆୟୋଗରେ ଏନେଇ ଏକ କମିଟି ଗଠନ କରାଯାଇଥିବା ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା।
-
6.ଦେଶର ଦୁଇ ବଡ଼ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଓ ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀଙ୍କୁ ଆକୃଷ୍ଟ କରିବାରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଆସାମ ଯେଉଁ ସଫଳତା ପାଇଛନ୍ତି, ତାହା ଓଡ଼ିଶାକୁ ମିଳିନାହିଁ। ଏହି ଦୁଇ ଶିଳ୍ପପତି ଆସାମ ଗଲେ, କିନ୍ତୁ ଓଡ଼ିଶା ଆସିଲେ ନାହିଁ।
-
7.ସୂଚନା ପ୍ରଯୁକ୍ତି (ଆଇଟି) ଶିଳ୍ପରେ ଜନସଂଖ୍ୟାର ଏକ ବଡ଼ ଭାଗ କାର୍ଯ୍ୟ କରୁଛନ୍ତି। ଦୀର୍ଘ ସମୟ କମ୍ପ୍ୟୁଟର ସ୍କ୍ରିନ୍କୁ ଚାହି କାମ କରିବା, ପ୍ରବଳ କାମ ଚାପ, କମ୍ ଶାରୀରିକ କାର୍ଯ୍ୟକଳାପ ଆଦି ବିଭିନ୍ନ କାରଣ ଲାଗି ଏହି ଶିଳ୍ପରେ କାର୍ଯ୍ୟ କରୁଥିବେ କର୍ମଚାରୀଙ୍କ ମଧ୍ୟରେ ଫ୍ୟାଟି ଲିଭର୍ ସମସ୍ୟା ଗମ୍ଭୀର ରୂପ ଧାରଣ କରିଛି।
-
8.ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା। ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍କ୍ଷେପଣ କରିଛି ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର। ସ୍ପେଶ୍ ଏକ୍ସ ଫାଲକନ୍ ନାଇନ୍ ରକେଟ୍ ସାହାଯ୍ୟରେ ସାୟେଲାଇଟ୍କୁ ମହାକାଶକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଏବି ସାଟେଲାଇଟ୍ର ନାମ ଲୁନାର ଟ୍ରେଲ୍ବ୍ଲେଜର ଅର୍ବିଟର।
-
9.ବିହାରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ୭ ଜଣ ବିଜେପି ବିଧାୟକ ସଂଜୟ ସରାଓଗି, ସୁନିଲ କୁମାର, ଜୀବେଶ ମିଶ୍ର, ମୋତିଲାଲ୍ ପ୍ରସାଦ, କୃଷ୍ଣ କୁମାର ମଣ୍ଟୁ, ରାଜୁ କୁମାର ସିଂହ ଏବଂ ବିଜୟ କୁମାର ମଣ୍ଡଳ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
-
10.କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଜୋରଜବରଦସ୍ତ ଥୋପିବାକୁ ଚେଷ୍ଟା କରୁଛନ୍ତି ବୋଲି ତାମିଲନାଡ଼ୁ ଅଭିଯୋଗ ବାଢ଼ିଥିବା ବେଳେ ଅନ୍ୟ ଦକ୍ଷିଣୀ ରାଜ୍ୟ ମଧ୍ୟ ଏହି ଭାଷାଯୁଦ୍ଧରେ ସାମିଲ ହୋଇଛନ୍ତି।
-
11.ସୁଦାନ ସେନାର ଏକ ବିମାନ ଆଜି ଓମଦୁରମାନ୍ ସହରର ସେନା ବିମାନଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଜନବସତି ଅଞ୍ଚଳରେ ଖସି ପଡ଼ିବା ଫଳରେ ୪୬ ଜଣଙ୍କର ମୃତ୍ୟୁ।
-
12.୨୦୨୫ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚରେ ଦୃଶ୍ୟମାନ ହେବ। କିନ୍ତୁ ଏହା ସମ୍ପୂର୍ଣ୍ଣ ନୁହେଁ ବରଂ ଆଂଶିକ ସୂର୍ଯ୍ୟପରାଗ ହେବ।
-
13.କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ସମସ୍ତ ରକ୍ତ ଗ୍ରୁପ୍ ମଧ୍ୟରୁ, ‘ବି’ ପଜିଟିଭ୍ ରକ୍ତ ଗ୍ରୁପ୍ ଥିବା ଲୋକଙ୍କ ମସ୍ତିଷ୍କ ସବୁଠାରୁ ତୀକ୍ଷ୍ଣ ଏବଂ ପ୍ରଖର ହୋଇଥାଏ। ରକ୍ତ ଗ୍ରୁପ୍ ଆଧାରରେ ବୁଦ୍ଧିଆ ହେଉଥିବା ତାଲିକାରେ ଦ୍ବିତୀୟ ସ୍ଥାନରେ ‘ଓ’ ପଜିଟିଭ୍ ରକ୍ତ ଗ୍ରୁପ୍ ଥିବା ଲୋକମାନେ ଅଛନ୍ତି।ଗବେଷଣାରେ ଗବେଷକ ୭୦ ଜଣଙ୍କ ରକ୍ତ ନମୁନା ନେଇଥିଲେ ଏବଂ ତା'ପରେ ସେମାନଙ୍କ ମସ୍ତିଷ୍କ ପରୀକ୍ଷା କରିଥିଲେ।
-
14.ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ରାଜନେତାଙ୍କୁ ଆଜୀବନ ବାସନ୍ଦ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି।
-
15.ସାକ୍ଷ୍ୟ ଦେବାର କୌଣସି ବୟସସୀମା ନାହିଁ। ଶିଶୁମାନେ ବି ସାକ୍ଷ୍ୟ ଦେଇପାରିବେ। ବୟସ୍କମାନଙ୍କ ସାକ୍ଷ୍ୟକୁ ଯେପରି ଗ୍ରହଣ କରାଯାଉଛି ଶିଶୁମାନଙ୍କ ସାକ୍ଷ୍ୟ ବି ସେହିପରି ଗ୍ରହଣଯୋଗ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
|
205 |
Y |
|
374 |
27-02-2025 |
English |
-
1.Ukrainian Prime Minister Denys Shmyhal said Wednesday that Ukraine and the United States have reached preliminary agreement on a broad economic deal that includes US access to Ukraine’s rare earth minerals amid its three-year war with Russia.
-
2.The state government has sanctioned Rs10 crore for the development of Akhandalamani temple and its periphery, Deputy Chief Minister Pravati Parida said after offering prayers at the Shiva shrine in Bhadrak district Wednesday.
-
3.Defence Research and Development Organisation (DRDO) and Indian Navy conducted successful fl ight trials of the fi rst-of-itskind naval anti-ship missile (NASM-SR) from Chandipur’s Integrated Test Range (ITR), offi cials said Wednesday.
-
4.The Supreme Court has ruled that a landowner cannot be denied the right to use their land indefi nitely due to prolonged government inaction.
-
5.The Odisha Parents Federation (OPF) has raised objections to the Central Board of Secondary Education’s (CBSE) proposal to conduct Class X board exams twice a year, calling it a reversal of stress-free education principles.
-
6. India's first 24-hour ham radio learning marathon, Ether Nite, held in West Bengal, saw the participation of 155 enthusiasts who designed and built antennas for communicating with amateur radio networks across the world.
-
7.The doors of the Kedarnath temple in the Garhwal Himalayas will be reopened for devotees May 2, after remaining closed for about six months during the winter season.
-
8. AAP supremo Arvind Kejriwal has a big responsibility of the party’s pan India expansion and he will will not become a Rajya Sabha MP from Punjab, party leaders said Wednesday.
-
9.The CBI has seized cryptocurrencies worth more than `23.94 crore during its two-day countrywide search operation in the GainBitcoin scam case that concluded Wednesday, offi cials said.
-
10.A small group of foreign tourists has visited North Korea in the past week, making them the fi rst international travellers to enter the country in fi ve years except for a group of Russian tourists who went to the North last year.
-
11.India must double its annual solar and wind capacity additions over the next five years to meet its 2030 clean-energy targets, despite record additions in 2024, Global Energy Monitor (GEM) said in a report Wednesday.
-
12.Disbursement of microfinance loans has declined 35.8 per cent to `22,091 crore during the third quarter ending December 2024 as compared to the similar previous corresponding period, Microfinance Institution Network (MFIN), an umbrella body of the microfinance institutions (MFIs), said in its report.
-
13.Budget airline SpiceJet Wednesday reported a profi t after tax of Rs26 crore for the three months ended December 2024, helped by overall improved performance.
-
14.Former India opener and Mumbai stalwart Wasim Jaffer believes Virat Kohli will continue to play for at least three to four more years and is well on track to break Sachin Tendulkar's record of 100 international centuries.
-
15.A soccer fan who racially abused former Cádiz defender Carlos Akapo during a league match at Granada three years ago has been given a one-year prison sentence by a Spanish court.
|
174 |
Y |
|
375 |
26-02-2025 |
Odia |
-
1.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ଆଣିଛି। ୨୦୨୬ରୁ ସିବିଏସ୍ଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆୟୋଜନ କରିବ। ବାର୍ଷିକ ଦୁଇଥର ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାକ୍ଟିକାଲ ଓ ଆଭ୍ୟନ୍ତରୀଣ ମୂଲ୍ୟାୟନ ବର୍ଷକୁ ଥରେ ହିଁ ହେବ।
-
2. ଦିଲ୍ଲୀ ବିଧାନସଭାରେ ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ପୂର୍ବତନ ଆପ୍ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି।
-
3.ବୁଧବାର ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।
-
4.ଦେଶରେ ସିମ କାର୍ଡ ବିକ୍ରି କରିବାର ନିୟମ ୧ ଏପ୍ରିଲରୁ ପରିବର୍ତ୍ତନ ହେବାକୁ ଯାଉଛି। ୧ ଏପ୍ରିଲ ପରେ ଅଣପଞ୍ଜିକୃତ ଡିଲରମାନେ ସିମ କାର୍ଡ ବିକ୍ରି କରିପାରିବେ ନାହିଁ।
-
5.ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି ।
-
6.ଗାଜା ଅସ୍ତ୍ରବିରତି ପରେ, ଇସ୍ରାଏଲୀ ସେନା ଟ୍ୟାଙ୍କ, ବୁଲଡୋଜର ଏବଂ ଅନ୍ୟାନ୍ୟ ଘାତକ ଅସ୍ତ୍ରଶସ୍ତ୍ର ସହିତ ୱେଷ୍ଟବ୍ୟାଙ୍କରେ ପ୍ରବେଶ କରିଛନ୍ତି ଏବଂ ନିରନ୍ତର ଘର ଏବଂ ନାଗରିକ ନିର୍ମାଣକୁ ଧ୍ୱଂସ କରୁଛନ୍ତି।
-
7.ଫ୍ରାନ୍ସର ଜଣେ ପୂର୍ବତନ ସର୍ଜନଙ୍କ ବିରୋଧରେ ପ୍ରାୟ ୩୦୦ ଶିଶୁଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେବା ଅଭିଯୋଗ ହୋଇଛି। କିଛି ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲ ରୁମ୍ରେ ଏକୁଟିଆ ଥିବାବେଳେ ଡାକ୍ତର ଉଭୟ ପୁଅ ଓ ଝିଅଙ୍କୁ ଯୌନ ନିର୍ଯାତନା ଦେଉଥିଲେ।
-
8.୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସହ ଜଡ଼ିତ ଏକ ହତ୍ୟା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜି ଆଜୀବନ କାରାଦଣ୍ଡ ହୋଇଛି। ୨ ଶିଖ୍ଙ୍କ ହତ୍ୟାରେ ସଜ୍ଜନଙ୍କ ଭୂମିକା ପାଇଁ ଆଜି ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
-
9. ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଟିକାର ଗୁଣବତ୍ତା ସମ୍ପୂର୍ଣ୍ଣ ପରିଚାଳନା ପାଇଁ ଓଡିଶା ରାଜ୍ୟ ଟିକା ଭଣ୍ଡାର ଦେଶର ପ୍ରଥମ ଟିକା ଭଣ୍ଡାର ଭାବେ ଆଇଏସଓ ୯୦୦୦୧-୨୦୧୫ ସାର୍ଟିଫିକେଟ୍ ପାଇଛି ।
-
10.ଚଳିତ ବର୍ଷ ଜାନୁଆରି ୩୧ ସୁଦ୍ଧା ୯ କୋଟିରୁ ଅଧିକ ଲୋକ ଆୟକର ରିଟର୍ଣ୍ଣ (ଆଇଟିଆର୍) ଦାଖଲ କରିଛନ୍ତି। ଗତବର୍ଷ ତୁଳନାରେ ସେମାନଙ୍କ ସଂଖ୍ୟା ୬.୮ ପ୍ରତିଶତ ବଢ଼ିଛି। ମିଳିଥିବା ତଥ୍ୟ ଅନୁସାରେ ଦେଶରେ ୧ କୋଟି ଟଙ୍କାରୁ ଅଧିକ ଆୟ ଦେଖାଇଥିବା ଟିକସଦାତାଙ୍କ ସଂଖ୍ୟାରେ ୪୩ ପ୍ରତିଶତ ବୃଦ୍ଧି ଘଟିଛି।
-
11. ବିଶ୍ବ ବଜାରରେ ସୁନା ମହଙ୍ଗା ହେବା ସହ ଭାରତକୁ ଆମଦାନି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଫେବ୍ରୁଆରି ଆମଦାନି ଗତବର୍ଷ ତୁଳନାରେ ୮୫ ପ୍ରତିଶତ କମ୍ ହୋଇଛି, ଯାହା ୨୦ ବର୍ଷରେ ସର୍ବନିମ୍ନ।
-
12.ସୂଚନା ଅନୁସାରେ, ଟାଟା ଓ ଏୟାରଟେଲ୍ ଡିଟିଏଚ୍ର ମିଶ୍ରଣରେ ଗଠନ ହେବାକୁ ଥିବା କମ୍ପାନିରେ ଏୟାରଟେଲ୍ର ୫୨-୫୫ ପ୍ରତିଶତ ଏବଂ ଟାଟା ପ୍ଲେର ୪୫-୪୮ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ରହିବ। ଏହି କମ୍ପାନି ଅଧୀନରେ ୩.୫ କୋଟିରୁ ଅଧିକ ଡିଟିଏଚ୍ ଗ୍ରାହକ ରହିବେ।
-
13.ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ସାଇବର ଠକ ଅତି ଚତୁରତାର ସହ ଡିଜିଟାଲ୍ ଆରେଷ୍ଟ କରି ୧୪ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି।
-
14.ଗୃହରେ ଅଶାଳୀନ ଆଚରଣ ପାଇଁ ବିହାର ବିଧାନ ପରିଷଦରୁ ସୁନୀଲ କୁମାର ସିଂହଙ୍କ ବହିଷ୍କାରକୁ ସୁପ୍ରିମକୋର୍ଟ ରଦ୍ଦ କଲେ ବୋଲି ଖଣ୍ଡପୀଠ ପ୍ରକାଶ କରିଛି।
-
15.ରେଳ ମନ୍ତ୍ରଣାଳୟ ସହାୟତାରେ ଆଇଆଇଟି ମାଡ୍ରାସ ୪୨୨ ମିଟର ଲମ୍ବର ଏକ ହାଇପରଲୁପ୍ ପରୀକ୍ଷା ଟ୍ରାକ୍ ବିକଶିତ କରିଛି। ଏହା ଦ୍ୱାରା ମାତ୍ର ୩୦ ମିନିଟରେ ୩୫୦ କିଲୋମିଟର ଅତିକ୍ରମ କରାଯାଇପାରିବ।
|
204 |
Y |
|
376 |
26-02-2025 |
English |
-
1.From 2026, Class X students will be able to take CBSE board exams twice in an academic session or choose between the two editions--one in February and another in May, officials said.
-
2.As per NITI Aayog, 36 per cent of government schools in India had fewer than 50 students and nearly 10 per cent had fewer than 20.
-
3.The Supreme Court Tuesday ordered “immediate” reinstatement of an RJD MLC who was expelled last year for misbehaving inside the House with Chief Minister Nitish Kumar.
-
4.Cyber criminals have duped Berhampur University Vice Chancellor Prof Geetanjali Dash of Rs14 lakh by impersonating an Enforcement Directorate (ED) official and issuing her a threat of “digital arrest”
-
5.A Delhi court Tuesday awarded lifeterm imprisonment to former Congress MP Sajjan Kumar in a murder case related to the 1984 anti-Sikh riots.
-
6.India and the European Union will this week take stock of their negotiations for an ambitious free trade deal and broadly firm up a new strategic agenda at a time Europe is looking at de-risking its relations with China.
-
7.Senior OPS officer and litterateur Dr Chandra Sekhar Hota was appointed as the secretary of Odisha Sahitya Akademi Tuesday.
-
8.Food Supplies and Consumer Welfare (FS&CW) Minister Krushna Chandra Patra Tuesday clarifi ed that eligible ration card holders, who are fi ling I-T returns, will not be removed from the Public Distribution System (PDS) list.
-
9.In a first in India, the state vaccine store here has received the prestigious ISO 9001:2015 certification from United Ackreditering Services Limited (UASL) for quality management under the Universal Immunisation Programme (UIP), official sources said Tuesday.
-
10.The state government has announced that paddy procurement for the current season will conclude March 31, urging farmers to complete deliveries on time to avail the benefits of the scheme.
-
11.Governor Hari Babu Kambhampati, along with First Lady Jayashree Kambhampati, took a holy dip at Triveni Sangam during the Mahakumbh in Prayagraj Tuesday.
-
12. In a bid to promote scientific awareness and innovation, CSIR-IMMT, Bhubaneswar launched the Vigyan Rath, a mobile science exhibition that toured various institutions across Odisha from February 19 to 22.
-
13.Russia and Indonesia took steps Tuesday to strengthen their defence ties with a meeting between a top Russian security official and Indonesia’s defence minister in the capital of Jakarta as Moscow’s war on Ukraine entered its fourth year.
-
14. Gold prices jumped by Rs250 to Rs89,350 per 10 grams Tuesday extending gains for the second day amid depreciation in rupee, according to the All India Sarafa Association.
-
15.The Indian women's hockey team Tuesday stunned reigning Olympic champions and world No 1 Netherlands in shootout after the two sides were locked 2-2 in regulation time to end their home leg of the FIH Pro League on a winning note here.
|
170 |
Y |
|
377 |
25-02-2025 |
Odia |
-
1.ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ରୁଷ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ସେମାନଙ୍କର ଯୁଦ୍ଧବନ୍ଦୀମାନଙ୍କୁ ସଂପୂର୍ଣ୍ଣଭାବେ ମୁକ୍ତ କରିବା ଆବଶ୍ୟକ। ଯୁଦ୍ଧର ଅବସାନ ପାଇଁ ଏହା ପ୍ରଥମ ପ୍ରକ୍ରିୟା ବୋଲି ଜେଲେନସ୍କି କହିଛନ୍ତି।
-
2.ଆମେରିକୀୟ ଆନ୍ତର୍ଜାତୀୟ ବିକାଶ ସଂସ୍ଥା (ୟୁଏସଏଆଇଡି) ୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି। ଏହାସହିତ ୧୦୦୦ ଅଧିକ କର୍ମଚାରୀଙ୍କୁ ଛୁଟିରେ ଯିବା ପାଇଁ ନିର୍ଦେଶ।
-
3.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି।
-
4.ଭାରତରେ ପ୍ରତି ୫ ଜଣ ଚିହ୍ନଟ କର୍କଟ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହେଉଛି। ପୁରୁଷଙ୍କ ତୁଳନାରେ ମହିଳାମାନେ ଏକ୍ଷେତ୍ରରେ ଅତ୍ୟନ୍ତ ବିଷମ ବୋଝ ବହନ କରୁଛନ୍ତି। ତେବେ ଆମେରିକାରେ ୪ ଜଣରେ ଜଣେ ଏବଂ ଚୀନ୍ରେ ୨ ଜଣରେ ଜଣେ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ବିଶ୍ବରେ ସର୍ବାଧିକ କର୍କଟ ରୋଗ କ୍ଷେତ୍ରରେ ଭାରତ ତୃତୀୟ ସ୍ଥାନରେ ରହିଛି।
-
5.ଆମେରିକା, କାନାଡା ଓ ମଧ୍ୟପ୍ରାଚ୍ୟରେ ରହୁଥିବା ଓଡ଼ିଆମାନେ ପ୍ରତିବର୍ଷ ବିପୁଳ ପରିମାଣର ପାଣ୍ଠି ଓଡ଼ିଶାକୁ ପଠାଉଛନ୍ତି। ତାହା ମୁଖ୍ୟତଃ ଷ୍ଟାର୍ଟଅପ୍, ଆଇଟି, ରିଅଲ ଇଷ୍ଟେଟ୍, ଶିକ୍ଷା ଓ ମ୍ୟୁଚୁଆଲ୍ ଫଣ୍ଡ୍ରେ ନିବେଶ କରାଯାଉଛି। ସେ କହିଛନ୍ତି ଯେ ପ୍ରବାସୀମାନେ ପଠାଉଥିବା ୩୫ ପ୍ରତିଶତ ରାଶି ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ନିବେଶ ହେଉଛି।
-
6.ଭାରତୀୟ ଷ୍ଟକ୍ ବଜାର ଏହାର ନିବେଶକମାନଙ୍କୁ ଝଟ୍କା ପରେ ଝଟ୍କା ଦେଇଚାଲିଛି। ଲଗାତାର ଭାବେ ତଳକୁ ଖସୁଥିବା ସେନ୍ସେକ୍ସ ସୋମବାର ଆଉ ୮୫୭ ପଏଣ୍ଟ ହରାଇଛି। ଫଳରେ ଏହା ୭୫ ହଜାର ପଏଣ୍ଟ ତଳକୁ ଖସିଆସିଛି।
-
7.ରାଜଧାନୀକୁ ଜଗିବ AI କ୍ୟାମେରା, ଟ୍ରାଫିକ ଓ ATM ଥିବା ଅଞ୍ଚଳରେ ଲଗାଯିବ।
-
8.ଯାଜପୁର:ରତ୍ନଗିରି ବୌଦ୍ଧ ପୀଠରେ ଚାଲିଛି ପ୍ରତ୍ନତାତ୍ୱିକ ଖନନ, ମିଳିଛି ୧୩ଶହ ବର୍ଷ ତଳର ଅନେକ ବିରଳ କୀର୍ତ୍ତିରାଜି।
-
9.ଢେଙ୍କାନାଳ,ଧନିଆଁ ନାଳୀ ଗାଁ:ବୀଭତ୍ସ ! ଚିକେନ୍ ତରକାରୀ କରିନଥିବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ଵାମୀ ।
-
10.ଋଷିକୁଲ୍ୟାରେ ଅଲିଭ୍ ରିଡ୍ଲେଙ୍କ ବିଶ୍ୱ ରେକର୍ଡ, ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଲେ ୬ଲକ୍ଷ ୯୮ହଜାର ୭୧୮ କଇଁଛ।
-
11.ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ ହୋଇଛି। ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି ।
-
12.ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ: ମୋଟ୍ ଚାଷୀଙ୍କ ଖାତାକୁ ଗଲା ୨୨ ହଜାର କୋଟି।
-
13.ଗତ ବର୍ଷ, ୨୦୧୮ ପରେ ପ୍ରଥମ ଥର ପାଇଁ ଭାରତ ଇଣ୍ଟରନେଟ ବନ୍ଦ କ୍ଷେତ୍ରରେ ସବୁଠାରୁ ଆଗରେ ନାହିଁ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୪ରେ ମିଆଁମାରରେ ସବୁଠାରୁ ଅଧିକ ଇଣ୍ଟରନେଟ ଶଟଡାଉନ୍ ହୋଇଛି। ଏଠାରେ ୮୫ ଥର ଇଣ୍ଟରନେଟ ବନ୍ଦ କରାଯାଇଥିଲା। ଭାରତ ୮୪ ଥର ଇଣ୍ଟରନେଟ ବନ୍ଦ ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି।
-
14.ଭାରତୀୟ ଟେକ୍ ଶିଳ୍ପ ୨୦୨୪-୨୫ ଆର୍ଥିକ ବର୍ଷରେ କର୍ମଚାରୀ ସଂଖ୍ୟା ବୃଦ୍ଧିକୁ ଦ୍ୱିଗୁଣିତ କରି ୧.୨୫ ଲକ୍ଷ ନୂତନ ନିଯୁକ୍ତି ଦେବ, ଯାହା ଗତ ଆର୍ଥିକ ବର୍ଷରେ ୬୦,୦୦୦ ଥିଲା। ଏହି ବୃଦ୍ଧି ସହିତ, ପ୍ରାୟ ୫୮ ଲକ୍ଷ କର୍ମଚାରୀ ବର୍ତ୍ତମାନ ଏହି କ୍ଷେତ୍ରରେ ନିଯୁକ୍ତ ଅଛନ୍ତି।
-
15.୨୦୨୫ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ପାକିସ୍ତାନ ଏବେ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛି। ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ଆୟୋଜକ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରୁ ବାହାର କରିଦେଇଛି।
|
209 |
Y |
|
378 |
25-02-2025 |
English |
-
1.The UN General Assembly Monday approved a Ukrainian resolution demanding an immediate withdrawal of all Russian troops from Ukraine on the third anniversary of the invasion.
-
2.The National Human Rights Commission (NHRC) of Nepal has urged its Indian counterpart to investigate the unnatural death of a 20-year-old girl student at Kalinga Institute of Industrial Technology (KIIT) here and ensure speedy justice to her.
-
3. Ports-topower conglomerate Adani Group has said that the group companies paid Rs58,104 crore in taxes in 2023-24, up from Rs46,610 crore in the previous financial yea
-
4.Prime Minister Narendra Modi Monday released the 19th instalment of Pradhan Mantri Kisan Samman Nidhi (PM-KISAN) scheme under which 9.8 crore farmers across the country, including 34.98 lakh from Odisha, received Rs22,000 crore assistance.
-
5.Chief Minister Mohan Charan Majhi has proposed to set up an Odisha Bhawan in Ayodhya as a large number of people visit the place seeking Lord Ram Lalla’s blessings.
-
6.Water Corporation of Odisha (WATCO), under the Housing and Urban Development (H&UD) department, has been honoured with the prestigious ‘Technology Sabha Award 2025’ in the Enterprise Application category for its pioneering Water Quality Data Acquisition and Monitoring System, official sources said Monday.
-
7.Union Minister of Culture and Tourism Gajendra Singh Shekhawat emphasised Odisha’s rich cultural heritage and globally renowned temples, urging the state to actively showcase its attractions in national and international tourism forums.
-
8.Teenagers and adolescents who spend more than three hours a day engaged in sedentary behaviours -- which includes playing video games or increased screen exposure -- have a higher risk of facing mental health issues such as anxiety and depression, according to a study.
-
9.The Kedarnath temple's earnings from offerings, donations and different services offered to devotees have more than doubled since March 2021, an RTI query has revealed.
-
10.Prime Minister Narendra Modi Monday nominated 10 persons from different walks of life, including Jammu and Kashmir Chief Minister Omar Abdullah, businessman Anand Mahindra and actor Mohanlal, to help fight obesity, a day after he exhorted people to take measures to curb the health menace.
-
11.Three-time MLA Vijender Gupta was elected speaker of the eighth Delhi Assembly during the fi rst session of the newly-constituted House Monday.
-
12.West Bengal Chief Minister Mamata Banerjee Monday announced a salary hike for government doctors in the range of Rs10,000 to Rs15,000.
-
13.The Finance Ministry Monday briefed the members of a Select Committee of Lok Sabha on various aspects of the Income Tax Bill as the panel headed by BJP MP Baijayant ‘Jay’ Panda held its first meeting.
-
14.Three in every five people in India succumb to cancer. The incidence to mortality ratio in the US was found to be about one in four, while in China it was one in two, according to the results published in 'The Lancet Regional Health Southeast Asia' journal.
-
15.Falling for the fifth straight session Monday, equity benchmark BSE Sensex plunged over 850 points to drop below the crucial 75,000 level, tracking a weak global market trend and unabated foreign fund outflows amid escalating trade tensions.
|
161 |
Y |
|
379 |
24-02-2025 |
Odia |
-
1ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି।
-
2.ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ରିପୋର୍ଟରୁ ଜଣାପଡିଛି ଯେ USAID 2023-24 ରେ 750 ମିଲିୟନ ଆମେରିକୀୟ ଡଲାର ପାଣ୍ଠି ମିଳିଛି।
-
3.ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପୂର୍ବରୁ କେବେ ଏତେସଂଖ୍ୟକ କଇଁଛ ଓଡ଼ିଶା ଉପକୂଳରେ ଅଣ୍ଡାଦାନ କରି ନଥିଲେ। ୨୦୨୨-୨୩ରେ ୬ ଲକ୍ଷ ୩୭ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି।
-
4.ପଶ୍ଚିମ ଆଫ୍ରିକୀୟ ଦେଶଗୁଡ଼ିକୁ ରପ୍ତାନି ହେଉଥିବା ଯନ୍ତ୍ରଣା ଉପଶମକାରୀ ଔଷଧରେ ଅଣଅନୁମୋଦିତ କମ୍ବିିନେଶନ (ମିଶ୍ରଣ) ଯୋଗୁ ସେଠାରେ ଓପିଓଇଡ୍ ସଙ୍କଟ ବଢ଼ାଉଥିବା ଖବର ପ୍ରକାଶ ପାଇଥିଲା। ଫଳରେ ଟାପେଣ୍ଟାଡୋଲ୍ ଏବଂ କାରିସୋପ୍ରୋଡୋଲ୍ ଔଷଧର ସମସ୍ତ କମ୍ବିନେଶନର ଉତ୍ପାଦନ ଓ ରପ୍ତାନିକୁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ବନ୍ଦ କରିଛନ୍ତି।
-
5.ଆମେରିକାରୁ ୪ର୍ଥ ପର୍ଯ୍ୟାୟରେ ବହିଷ୍କୃତ ହୋଇଥିବା ୧୨ ଜଣ ବେଆଇନ ପ୍ରବାସୀ ଭାରତୀୟ ରବିବାର ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ସେମାନେ ପାନାମା ଦେଇ ଭାରତ ଆସିଛନ୍ତି। ପୂର୍ବରୁ ୩ ପର୍ଯ୍ୟାୟରେ ଆମେରିକାରୁ ସିଧାସଳଖ ୩୩୫ ଜଣ ବେଆଇନ ପ୍ରବାସୀ ଭାରତ ଫେରିଥିଲେ।
-
6.ଦେଶରେ ପ୍ରଥମ ଥର ଇ-ଏଫଆଇଆର ପଞ୍ଚିକୃତ ହୋଇଛି। ଜମ୍ମୁ ଏବଂ କ୍ଶ୍ମିର ପୋଲିସ ହୱାଟସଆପ ମାଧ୍ୟମରେ ଦେଶର ପ୍ରଥମ ଇ-ଏଫଆଇଆର ପଞ୍ଜିକରଣ କରିଛି।
-
7.ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ ଅଧିକ ଟିକସ ଜମା କରାଯାଇଛି। ଏହାର ଅର୍ଥ ହେଉଛି ପ୍ରତି ଘଣ୍ଟାରେ ଗ୍ରୁପ୍ ୬.୬୩ କୋଟି ଟଙ୍କାର ଟିକସ ପୈଠ କରିଛି।
-
8.କୋରାପୁଟ ଜିଲା ଜୟପୁରର ରତ୍ନାକର ପଟ୍ଟନାୟକ ଭାରତର ପ୍ରମୁଖ ରଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ନୂଆ ପରିଚାଳନା ନିର୍ଦ୍ଦେଶକ ଭାବେ ନିକଟରେ ମନୋନୀତ ହୋଇଛନ୍ତି।
-
9.ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ। ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।
-
10.ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ADR)ର ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମୋଟ ସମ୍ପତ୍ତି 931 କୋଟି ଟଙ୍କା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତ୍ତି ସବୁଠାରୁ କମ। ମମତା ବାନାର୍ଜୀ ଦେଇଥିବା ସମ୍ପତ୍ତି ବିବରଣୀ ଅନୁସାରେ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୫.୩୮ ଲକ୍ଷ ଟଙ୍କା।
-
11.ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ହୋଲି ପୂର୍ବରୁ ଆପଣଙ୍କ ଖାତାରେ ୨୦୦୦ ଟଙ୍କା ଜମା ହୋଇଯିବ। ଫେବୃଆରୀ ୨୪ରେ ଏହି ଟଙ୍କା ମିଳିବ।
-
12.ଗତ ୧୫ ବର୍ଷ ମଧ୍ୟରେ ରାଜ୍ୟରେ ମଞ୍ଜୁର ହୋଇଥିବା ସର୍ବାଧିକ ବୃହତ୍ ଶିଳ୍ପରୁ ୨୨୦ଟି ପ୍ରକଳ୍ପ ଖୋର୍ଦ୍ଧାକୁ ମିଳିଛି। ଏହା ପଛକୁ ଯାଜପୁରକୁ ୯୯ଟି, ସୁନ୍ଦରଗଡ଼କୁ ୮୧ଟି ଓ କଟକକୁ ୬୦ଟି ପ୍ରକଳ୍ପ ମିଳିଛି।
-
13.ବିଦେଶୀ ନିବେଶକମାନଙ୍କ ଦ୍ବାରା ପାଣ୍ଠି ପ୍ରତ୍ୟାହାର। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସେମାନେ ଭାରତରୁ ଲକ୍ଷେ କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିଛନ୍ତି।
-
14.ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଦମ୍ଦାର ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ।
-
15.ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ୧୪,୦୦୦ ରନ୍ ପୂରଣ କରିଛନ୍ତି।
|
198 |
Y |
|
380 |
24-02-2025 |
English |
-
1.Virat Kohli showcased his penchant to lord over Pakistan in ICC tournaments once more as the batting icon’s glittering unbeaten 100 helped India claim an authoritative six-wicket win over their traditional rivals and all but seal a semi final spot in the Champions Trophy here Sunday.
-
2.Virat Kohli showcased his penchant to lord over Pakistan in ICC tournaments once more as the batting icon’s glittering unbeaten 100 helped India claim an authoritative six-wicket win over their traditional rivals and all but seal a semi final spot in the Champions Trophy here Sunday.
-
3.Amid a raging political controversy over USAID’s alleged role in influencing Indian elections, the latest annual report of the Finance Ministry has disclosed that the agency funded seven projects worth USD 750 million in 2023-24.
-
4.The mouth of the Rushikulya river in Ganjam district has emerged as a major rookery for the endangered Olive Ridley turtles with over 6.82 lakh such marine species assembling for mass nesting, officials said Sunday. The mass nesting of the turtles in the Rushikulya river mouth commenced February 16.
-
5.Researchers are urging free access to social media platform X’s data for academic analysis, which they say is crucial for studying political engagement trends.
-
6.In a bid to foster environmental awareness and strengthen community engagement, nature lover and social activist Trilochan Sahoo launched the ‘One Day for Village’ programme at Vivekananda Shiksha Kendra in Fakirpur, Keonjhar.
-
7.In a strategic move to enhance safety and efficiency of public transportation in the state, Commerce and Transport department principal secretary Usha Padhee reviewed bus operations by the Odisha State Road Transport Corporation (OSRTC) and Capital Region Urban Transport (CRUT) here recently.
-
8.Indicating an increase in the Royal Bengal Tiger (RBT) population in the Similipal Tiger Reserve (STR) in Mayurbhanj district, Forest department officials and experts estimate that big cat count in the reserve would exceed 60 by 2030.
-
9.Over 60 heads of missions of different countries will be on a trip to Assam from Sunday during which they will visit the Kaziranga National Park, witness a mega Jhumur dance performance and attend a business summit in an endeavour by the state government to showcase its potential, Chief Minister Himanta Biswa Sarma said
-
10.The Tripura government has taken up a fiveyear plan to expand the bamboo production area exclusively for industrial use by nearly 100 times to 45,000 hectares of land, a senior official said.
-
11.The Supreme Court has said conducting a preliminary inquiry is not mandatory in every case lodged under the Prevention of Corruption Act and it is not a vested right of the accused.
-
12.Former Delhi Chief Minister and MLA from Kalkaji constituency Atishi was chosen as the Leader of Opposition in the Delhi Assembly at a meeting of AAP MLAs here Sunday.
-
13.Prolonged mobile phone use while sitting on the toilet is contributing to a surge in hemorrhoids and anal fistulas, doctors have said.
-
14.Twelve Indian nationals, who were deported to Panama by the US, returned to India from the Latin American nation Sunday evening, officials said.
-
15. Foreign investors have pulled out over Rs 23,710 crore from Indian equity markets so far this month, pushing total outflows past Rs 1 lakh crore in 2025 amid rising global trade tensions.
-
16.Foreign investors have pulled out over Rs23,710 crore from Indian equity markets so far this month, pushing total outflows past Rs 1 lakh crore in 2025 amid rising global trade tensions.
-
17.After a gap of over eight months, India and the UK will resume negotiations for a proposed free trade agreement (FTA) here from February 24, an official said.
-
18.India’s coal imports remained flat at 201.30 million tonnes (MT) in the April-December period of the ongoing financial year.
-
19.Spain forward Jenni Hermoso said Saturday that the guilty verdict given to Luis Rubiales for his unsolicited kiss after the 2023 Women's World Cup final sets an “important precedent” for women's rights.
-
20.India pacer Jasprit Bumrah Sunday received his ICC honours, including the Men's Cricketer of the Year and Men's Test Cricketer of the Year awards, before the start of the Champions Trophy match between India and Pakistan here.
|
223 |
Y |
|